< ପ୍ରକାଶିତ 5 >
1 ତତ୍ପରେ ମୁଁ ସିଂହାସନ ଉପରେ ବସିଥିବା ବ୍ୟକ୍ତିଙ୍କ ଦକ୍ଷିଣ ହସ୍ତରେ ଚମଡାରୁ ନିର୍ମିତ ଗୋଟିଏ ନଳାକାର ପୁସ୍ତକ ଦେଖିଲି, ତାହା ଉଭୟ ପାର୍ଶ୍ୱରେ ଲିଖିତ ଓ ସପ୍ତ ମୁଦ୍ରାରେ ମୁଦ୍ରାଙ୍କିତ।
୧ନା଼ନୁ ସିଂଗାସାଣିତା କୁଗାମାନାଣି ଟିଃନି କେୟୁତା ର଼ ପ୍ଣାଃଇ ପତି ମେସ୍ତେଏଁ, ଏ଼ଦି ରିକୱାକି ରା଼ସ୍କି ଆ଼ହାମାଚେ ଇଞ୍ଜାଁ ସା଼ତାଗଟା ସୀଲି ୱେ଼ପି ଆ଼ହାମାଚେ ।
2 ଆଉ ମୁଁ ଜଣେ ପରାକ୍ରମୀ ଦୂତଙ୍କୁ ଦେଖିଲି, ସେ ଉଚ୍ଚସ୍ୱରରେ ଘୋଷଣା କରି କହୁଥିଲେ, କିଏ ଏହି ମୁଦ୍ରାସବୁ ଭାଙ୍ଗି ପୁସ୍ତକ ଫିଟାଇବାକୁ ଯୋଗ୍ୟ?
୨ଅ଼ଡ଼େ ନା଼ନୁ ବା଼ଡ଼୍ୟୁ ଗାଟି ର଼ ଲାକପୂରୁତି ଦୂତୁଇଁ ମେସ୍ତେଏଁ, ଏ଼ୱାସି କାଜା ଗିୟାଁତଲେ ଏଲେଇଚେସି, ଆମ୍ବାଆସି ଈ ସୀଲି ହୁକ୍ହାନା ପତିତି ଦେଚାଲି ପା଼ଡ଼ାଆ଼ନେସି ।
3 କିନ୍ତୁ ସ୍ୱର୍ଗ, ମର୍ତ୍ତ୍ୟ କି ପାତାଳରେ କେହି ସେହି ପୁସ୍ତକ ଫିଟାଇବାକୁ କି ତାହା ପ୍ରତି ଦୃଷ୍ଟି କରିବାକୁ ସକ୍ଷମ ହେଲେ ନାହିଁ।
୩ସାମା ପତିତି ଦେଚାଲି, ଏମ୍ୱାଆଁ ଏ଼ନାୟି ରା଼ସ୍କି ଆ଼ହାମାନେ, ସିନିକିହାଲି ଲାକପୂରୁ, ଦାର୍ତିତା ଅ଼ଡ଼େ ତା଼ଡ଼େପୂରୁତା ଆମ୍ବାଆସି ସା଼ସା କିଆତେସି ।
4 ସେହି ପୁସ୍ତକ ଫିଟାଇବାକୁ କି ତାହା ପ୍ରତି ଦୃଷ୍ଟି କରିବାକୁ ଯୋଗ୍ୟ କେହି ନ ମିଳିବାରୁ ମୁଁ ଅତିଶୟ ରୋଦନ କଲି।
୪ଏ଼ ପତିତି ଦେଚାଲି କି ଏ଼ଦାଆଁ ସିନିକିହାଲି ଆମ୍ବାଆସି ସା଼ସା କିଆଲିଏ ନା଼ନୁ ହା଼ରେକା ଡ଼ୀତେଏଁ ।
5 ସେଥିରେ ପ୍ରାଚୀନମାନଙ୍କ ମଧ୍ୟରୁ ଜଣେ ମୋତେ କହିଲେ, ରୋଦନ କର ନାହିଁ, ଦେଖ, ଯେ ଯିହୂଦା ବଂଶଜାତ ସିଂହ ଓ ଦାଉଦଙ୍କ ମୂଳ, ସେ ପୁସ୍ତକର ସପ୍ତ ମୁଦ୍ରା ଭାଙ୍ଗି ତାହା ଫିଟାଇବା ନିମନ୍ତେ ବିଜୟୀ ହୋଇଅଛନ୍ତି।
୫ଏମ୍ବାଟିଏ ପ୍ରାଚିନାଙ୍ଗା ବିତ୍ରାଟି ରଅସି ନାଙ୍ଗେ ସା଼ସା ହୀହାନା ଏଲେଇଞ୍ଜାତେସି, “ଡ଼ୀଆନି, ସିନିକିମୁ ଜୀହୁଦା ଗଚିତି ଦାୱୁଦ କୂଡ଼ାତି ସିହଁ ଜୀଣା ଆ଼ହାମାନେସି; ଏ଼ୱାସି ଈ ପତିତି ସା଼ତାଗଟା ସୀଲି ଦେଚାଲି ଅ଼ଡ଼େ ଏ଼ ରୂପିତି ପତି ଏକ୍ହାଲି ପା଼ଡ଼ା ଆ଼ହାମାନେସି ।”
6 ସେତେବେଳେ ମୁଁ ଦେଖିଲି, ସିଂହାସନ, ଚାରି ପ୍ରାଣୀ ଓ ପ୍ରାଚୀନମାନଙ୍କ ମଧ୍ୟସ୍ଥଳରେ ଏକ ମେଷଶାବକ ଠିଆ ହୋଇଅଛନ୍ତି, ସେ ହତ ହେଲା ପରି ଦେଖାଯାଉଥିଲେ, ତାହାଙ୍କର ସପ୍ତ ଶୃଙ୍ଗ ଓ ସପ୍ତ ଚକ୍ଷୁ; ସେହି ସମସ୍ତ ଚକ୍ଷୁ ସମୁଦାୟ ପୃଥିବୀରେ ପ୍ରେରିତ ଈଶ୍ବରଙ୍କର ସପ୍ତ ଆତ୍ମା।
୬ଏଚେଟିଏ ନା଼ନୁ ସିନିକିତେଏଁ ସିଂଗାସାଣି, ଅ଼ଡ଼େ ପ୍ରାଚିନାଙ୍ଗା ମାଦିଏ ସା଼ରିଗଟା ଜ଼ନ୍ତ ତଲେ ର଼ ମେ଼ଣ୍ତା ଡା଼ଲୁ ନିଚାମାନାଣି ମେସ୍ତେଏଁ, ଏ଼ ମେ଼ଣ୍ତା ଡା଼ଲୁ ପା଼ୟ୍ୱି ଆ଼ତି ଲେହେଁ ତ଼ଞ୍ଜାଆ଼ହିମାଚେ, ଏ଼ଦାନାକି ସା଼ତାଗଟା କମ୍କା ଅ଼ଡ଼େ ସା଼ତାଗଟା କାଣ୍କା ମାଚୁ, ଏ଼ କାଣ୍କା ଦାର୍ତିତି ବାରେୱାକି ପାଣ୍ତ୍ୱି ଆ଼ହାମାଚି ମାହାପୂରୁତି ସା଼ତାଗଟା ସୁଦୁଜୀୱୁୟାଁ ।
7 ସେ ଆସି ସିଂହାସନ ଉପରେ ବସିଥିବା ବ୍ୟକ୍ତିଙ୍କର ଦକ୍ଷିଣ ହସ୍ତରୁ ସେହି ପୁସ୍ତକ ନେଲେ।
୭ମେ଼ଣ୍ତା ଡା଼ଲୁ ସିଂଗାସାଣିତା କୁଗାମାନାଣି ଡାଗେ ହାଜାନା ଏ଼ୱାଣି ଟିଃନି କେୟୁଟି ଏ଼ ରୂପିତି ପତି ଅ଼ତେସି ।
8 ସେ ପୁସ୍ତକ ନିଅନ୍ତେ ସେହି ଚାରି ପ୍ରାଣୀ ଓ ଚବିଶ ପ୍ରାଚୀନ ମେଷଶାବକଙ୍କ ସମ୍ମୁଖରେ ଉବୁଡ଼ ହୋଇପଡ଼ିଲେ; ସେମାନଙ୍କ ପ୍ରତ୍ୟେକର ହସ୍ତରେ ବୀଣା ଓ ସାଧୁମାନଙ୍କ ପ୍ରାର୍ଥନାରୂପ ଧୂପରେ ପରିପୂର୍ଣ୍ଣ ସୁବର୍ଣ୍ଣ ପାତ୍ର ଥିଲା।
୮ଏ଼ ପତି ଅ଼ହାଲିଏ ସା଼ରିଗଟା ଜ଼ନ୍ତ ଅ଼ଡ଼େ କଡ଼େ ସା଼ରି ଜା଼ଣା ପ୍ରାଚିନାଙ୍ଗା ଏ଼ ମେ଼ଣ୍ତା ଡା଼ଲୁ ନ଼କିତା ମୁନୁ କୁତାହାଁ ଜହରା କିତେରି, ଏ଼ ବାରେଜା଼ଣା ତାକି ର଼ ର଼ ସେର୍ଙ୍ଗି ଅ଼ଡ଼େ ମାହାପୂରୁ ଲ଼କୁ ପ୍ରା଼ତାନାତି ଦୁପା ଦୁପ୍ଣି ନେଞ୍ଜାମାନି ର଼ ବାଂଗାରା ଗିନା ମାଚେ ।
9 ସେମାନେ ଗୋଟିଏ ନୂତନ ଗୀତ ଗାନ କରି କହିଲେ, “ତୁମ୍ଭେ ସେହି ପୁସ୍ତକ ନେବାକୁ ଓ ସେଥିର ମୁଦ୍ରାସବୁ ଭାଙ୍ଗିବାକୁ ଯୋଗ୍ୟ ଅଟ, କାରଣ ତୁମ୍ଭେ ହତ ହୋଇଥିଲ, ପୁଣି, ଆପଣା ରକ୍ତ ଦ୍ୱାରା ସର୍ବଗୋଷ୍ଠୀ, ଭାଷାବାଦୀ, ସର୍ବବଂଶ ଓ ସର୍ବଜାତିମାନଙ୍କ ମଧ୍ୟରୁ ଈଶ୍ବରଙ୍କ ନିମନ୍ତେ ଲୋକମାନଙ୍କୁ କିଣିଅଛ,
୯ଏ଼ୱାରି ର଼ ପୁଃନି ପା଼ଚୁ ପା଼ଚିମାଚେରି; “ନୀନୁ ଏ଼ ରୂପିତି ପତି ଅ଼ହାଲି ଅ଼ଡ଼େ ଏମ୍ବାତି ସୀଲି ଦେଚାଲି ପା଼ଡ଼ା ଆ଼ନାତି, ନୀନୁ ପା଼ୟିୱିଆ଼ହାମାଚି, ନୀ ନେତେରିଟି ବାରେ ଗଚି, ବାରେ ହା଼ଡା, ଦେ଼ସା, ଅ଼ଡ଼େ ବାରେ କୂଡ଼ାତି ଲ଼କୁଇଁ ମାହାପୂରୁ ତାକି କଡାମାଞ୍ଜି,
10 ପୁଣି, ସେମାନଙ୍କୁ ଆମ୍ଭମାନଙ୍କ ଈଶ୍ବରଙ୍କ ଉଦ୍ଦେଶ୍ୟରେ ରାଜ କୂଳ ଓ ଯାଜକ କରିଦେଇଅଛ; ଆଉ ସେମାନେ ପୃଥିବୀ ଉପରେ ରାଜତ୍ୱ କରିବେ।”
୧୦ନୀନୁ ଏ଼ୱାରାଇଁ ରାଜାୟାଁ କୂଡ଼ା ଅ଼ଡ଼େ ମାହାପୂରୁ ସେ଼ବା କିୟାଲି ପୂଜେରାଙ୍ଗା କିହାମାଞ୍ଜି । ଏ଼ୱାରି ଦାର୍ତିତି ସା଼ଲୱି କିନେରି ।”
11 ତତ୍ପରେ ମୁଁ ଦୃଷ୍ଟିପାତ କଲି, ପୁଣି, ସିଂହାସନ, ପ୍ରାଣୀ ଓ ପ୍ରାଚୀନମାନଙ୍କ ଚତୁର୍ଦ୍ଦିଗରେ ଅନେକ ଅନେକ ଦୂତଙ୍କର ସ୍ୱର ଶୁଣିଲି ସେମାନଙ୍କର ସଂଖ୍ୟା ସହସ୍ର ସହସ୍ର ଓ ଅୟୁତ ଅୟୁତ।
୧୧ଏମ୍ବାଟିଏ ନା଼ନୁ ସିନିକିତେଏଁ, ସିଂଗାସାଣି, ଜ଼ନ୍ତୟାଁ ଅ଼ଡ଼େ ପ୍ରାଚିନାଙ୍ଗା ସା଼ରିସୁଟୁ ହା଼ରେକା ଦୂତୁୟାଁତି ହା଼ଡା ୱେଚେଏଁ, ଏ଼ୱି ମା଼ଣା ମା଼ଣା ଅ଼ଡ଼େ ଲାକେ ଲାକେ ଜା଼ଣା ନିଚାମାଚୁ ।
12 ସେମାନେ ଉଚ୍ଚସ୍ୱରରେ କହୁଥିଲେ, “ପରାକ୍ରମ, ଧନ, ଜ୍ଞାନ, ଶକ୍ତି, ସମ୍ଭ୍ରମ, ଗୌରବ ଓ ପ୍ରଶଂସା ଗ୍ରହଣ କରିବାକୁ ହତ ହୋଇଥିବା ମେଷଶାବକ ହିଁ ଯୋଗ୍ୟ ଅଟନ୍ତି।”
୧୨ଏ଼ୱି କାଜା ଗିୟାଁତଲେ ପା଼ଚିମାଚୁ; “ପା଼ୟ୍ୱି ଆ଼ହାମାନି ମେ଼ଣ୍ତା ଡା଼ଲୁଦେଁ, କାଜାପା଼ଣା, ଦ଼ନ, ବୁଦି, ବପୁ, ସାମ୍ବ୍ରମି, ଗାୱୁରମି, ଜହରା ବେଟାଆ଼ହାଲି ପା଼ଡ଼ାଆ଼ନେସି ।”
13 ଆଉ ମୁଁ ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ଓ ସମୁଦ୍ରରେ ଥିବା ସମସ୍ତ ସୃଷ୍ଟ ପ୍ରାଣୀ, ହଁ, ତନ୍ମଧ୍ୟସ୍ଥିତ ସମସ୍ତେ ଏହା କହୁଥିବା ଶୁଣିଲି, “ପ୍ରଶଂସା ସମ୍ଭ୍ରମ, ଗୌରବ ଓ କର୍ତ୍ତାପଣ, ଯୁଗେ ଯୁଗେ ସିଂହାସନୋପବିଷ୍ଟ ବ୍ୟକ୍ତିଙ୍କର ଓ ମେଷଶାବକଙ୍କର।” (aiōn )
୧୩ଅ଼ଡ଼େ ନା଼ନୁ ଲାକପୂରୁ, ଦାର୍ତି, ତା଼ଡ଼େପୂରୁ ଅ଼ଡ଼େ ସାମ୍ଦୁରିତା ମାନି ବାରେ ଜୀୱୁ ଗାଟାଇ ଇଞ୍ଜାଁ ଦାର୍ତିତା ମାନି ବାରେ ଜୀୱୁ ଗାଟାଇ ପା଼ଚୁ ପା଼ଚିମାନାଣି ୱେଚେଏଁ । ଏ଼ୱି ପା଼ଚିମାଚୁ; “ସିଂଗାସାଣିତା କୁଗାମାନି ମାଣ୍ସିଇଁ ଇଞ୍ଜାଁ ତାନି ମେ଼ଣ୍ତା ଡା଼ଲୁଇଁ ଜହରା କିଦୁ; ତାନି ସାମ୍ବ୍ରମି, ଗାୱୁରମି ଅ଼ଡ଼େ ବା଼ଡ଼୍ୟୁ କା଼ଲାକା଼ଲାତାୟି ।” (aiōn )
14 ସେଥିରେ ଚାରି ପ୍ରାଣୀ କହିଲେ, ଆମେନ୍, ପୁଣି, ପ୍ରାଚୀନମାନେ ଉବୁଡ଼ ହୋଇ ପ୍ରଣାମ କଲେ।
୧୪ଏଚେଟିଏ ସା଼ରିଗଟା ଜ଼ନ୍ତ ପା଼ଲି ଆସାନା ଏଲେଇଚୁ, “ଆ଼ମେନ୍” ଅ଼ଡ଼େ ପ୍ରାଚିନାଙ୍ଗା ମୁନୁ କୁତାହାଁ ଜହରା କିତେରି ।