< ପ୍ରକାଶିତ 4 >
1 ଏହାପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସ୍ୱର୍ଗରେ ଗୋଟିଏ ଦ୍ୱାର ଉନ୍ମୁକ୍ତ; ପୁଣି, ତୂରୀଶବ୍ଦ ସଦୃଶ ମୋ ସହିତ କହୁଥିବା ଯେଉଁ ସ୍ୱର ମୁଁ ପୂର୍ବରେ ଶୁଣିଥିଲି; ତାହା କହିଲା, “ଏଠାକୁ ଉଠିଆସ; ଯାହାସବୁ ଏହାପରେ ଅବଶ୍ୟ ଘଟିବ, ସେହିସବୁ ଆମ୍ଭେ ତୁମ୍ଭକୁ ଦେଖାଇବା।”
ଇତାର୍ ହଃଚେ ମୁଁୟ୍ ଦଃକ୍ଲେ, ଆର୍ ଦଃକା, ସଃର୍ଗେ ଗଟେକ୍ ଦୁଆର୍ ଉଗାଳା ଆଚେ; ଆରେକ୍ ତୁରିର୍ ସଃବ୍ଦ୍ ହର୍ ମର୍ ସଃଙ୍ଗ୍ କଃତା ଅଃଉତା ଜୁୟ୍ ଟଣ୍ଡ୍ ମୁୟ୍ଁ ହୁର୍ବେ ସୁଣି ରିଲେ, ସେରି କୟ୍ଲି, “ଇହାକ୍ ଉଟିଆଉ; ଜୁୟ୍ସଃବୁ ଇତାର୍ହଃଚେ ବାୟ୍ଦ୍ରେ ଗଃଟେଦ୍, ସେ ସଃବୁ ମୁଁୟ୍ ତକ୍ ଦଃକାୟ୍ନ୍ଦ୍ ।”
2 ସେହିକ୍ଷଣି ମୁଁ ଆତ୍ମାରେ ଆବିଷ୍ଟ ହେଲି, ଆଉ ଦେଖ, ସ୍ୱର୍ଗରେ ଗୋଟିଏ ସିଂହାସନ ସ୍ଥାପିତ ହୋଇଅଛି, ପୁଣି, ସିଂହାସନ ଉପରେ ଜଣେ ବସିଅଛନ୍ତି;
ସେଦାହ୍ରେ ମୁୟ୍ଁ ଆତ୍ମାୟ୍ ହୁର୍ନ୍ ଅୟ୍ଲେ, ଆର୍ ଦଃକା, ସଃର୍ଗେ ଗଟେକ୍ ସିଙ୍ଗାସଣ୍ ସଃଙ୍ଗାୟ୍ଲାର୍ ଆଚେ, ଆରେକ୍ ସଃର୍ଗେ ସିଙ୍ଗାସଣ୍ ଉହ୍ରେ ଗଟେକ୍ ଲକ୍ ବଃସି ଆଚେ ।
3 ସେହି ବ୍ୟକ୍ତିଙ୍କ ରୂପ ହୀରା ଓ ମାଣିକ୍ୟ ସଦୃଶ, ଆଉ ସିଂହାସନ ଚତୁର୍ଦ୍ଦିଗରେ ଗୋଟିଏ ମେଘଧନୁ, ତାହା ମର୍କତ ମଣି ତୁଲ୍ୟ।
ବଃସିରିଲା ଲକାର୍ ରୁହ୍ ହିରା ଆର୍ ମଣି ହର୍, ଜିକ୍ଜିକା ଡିସ୍ତିରିଲି ଆର୍ ସିଙ୍ଗାସଣାର୍ ଚାରିବେଳ୍ତ୍ ଗଟେକ୍ ଲିଙ୍ଗିଲାଟି, ଆର୍ ମରକତ ମଣି ହର୍ ଡିସ୍ତି ରିଲି ।
4 ପୁଣି, ସିଂହାସନର ଚତୁର୍ଦ୍ଦିଗରେ ଚବିଶଟି ସିଂହାସନ ସ୍ଥାପିତ ଓ ସିଂହାସନଗୁଡ଼ିକ ଉପରେ ଚବିଶ ପ୍ରାଚୀନ ଉପବିଷ୍ଟ, ସେମାନେ ଶୁକ୍ଳ ବସ୍ତ୍ର ପରିହିତ ଓ ସେମାନଙ୍କ ମସ୍ତକ ଉପରେ ସୁବର୍ଣ୍ଣ ମୁକୁଟ।
ଆରେକ୍ ସିଙ୍ଗାସଣାର୍ ଚାରି ବାଟ୍ୟା ଚାରିଗଟ୍ ସିଙ୍ଗାସଣ୍ ସଃଙ୍ଗା ଅୟ୍ଆଚେ ଆର୍ ସିଙ୍ଗାସଣ୍ମଃନାର୍ ଉହ୍ରେ ଚବିସ୍ଗଟ୍ ପାରାଚିନ୍ ବଃସି ଆଚ୍ତି, ସେମଃନ୍ ଦବ୍ଳା ବଃସ୍ତର୍ ହିନ୍ଦି ଆଚ୍ତି ଆର୍ ସେମଃନାର୍ ମୁଣ୍ଡ୍ ଉହ୍ରେ ସନାର୍ ମୁକୁଟ୍ ।
5 ସିଂହାସନ ମଧ୍ୟରୁ ବିଜୁଳି, ବିଭିନ୍ନ ସ୍ୱର ଓ ମେଘଗର୍ଜ୍ଜନ ନିର୍ଗତ ହେଉଅଛି, ଆଉ ସିଂହାସନ ସମ୍ମୁଖରେ ଅଗ୍ନିମୟ ସପ୍ତ ପ୍ରଦୀପ ଜଳୁଅଛି, ଏହି ସପ୍ତ ପ୍ରଦୀପ ଈଶ୍ବରଙ୍କ ସପ୍ତ ଆତ୍ମା।
ସିଙ୍ଗାସଣ୍ ତଃୟ୍ହୁଣି ବିଜ୍ଲି, ବିନ୍ବିନ୍ ଟଣ୍ଡ୍ ଆର୍ ମେଗାର୍ ଗଃର୍ଜାଣ୍ ବାରାଉଁଲି, ଆର୍ ସିଙ୍ଗାସଣାର୍ ମୁୟେ ଜୟ୍ଲାଗ୍ତା ସାତ୍ଗଟ୍ କୁପି ଲାଗୁଲି, ଇ ସାତ୍ଗଟ୍ କୁପି ଇସ୍ୱରାର୍ ସାତ୍ଗଟ୍ ଆତ୍ମା ।
6 ସିଂହାସନ ସମ୍ମୁଖରେ ସ୍ଫଟିକ ପରି ସ୍ୱଚ୍ଛ ଏକ ସମୁଦ୍ର; ସିଂହାସନ ଚତୁର୍ଦ୍ଦିଗର ମଧ୍ୟସ୍ଥଳରେ ଚାରି ପ୍ରାଣୀ, ସେମାନଙ୍କର ଆଗ ଓ ପଛ ଚକ୍ଷୁରେ ପରିପୂର୍ଣ୍ଣ।
ସିଙ୍ଗାସଣ୍ ମୁୟେ କାଚ୍ ହର୍ ହଃଟିଚ୍ ଗଟେକ୍ ସଃମ୍ନ୍ଦ୍; ସିଙ୍ଗାସଣ୍ ଚାରିବାଟାର୍ ମଃଜାୟ୍ ଚାରିଗଟ୍ ଜଃତୁ ରିଲାୟ୍, ସେମଃନାର୍ ଆଗ୍ବାଟ୍ ଆର୍ ହଃଚ୍ବାଟ୍ ଆକିମଃନ୍ ରିଲି ।
7 ପ୍ରଥମ ପ୍ରାଣୀ ସିଂହ ସଦୃଶ, ଦ୍ୱିତୀୟ ପ୍ରାଣୀ ଗୋରୁ ସଦୃଶ, ତୃତୀୟ ପ୍ରାଣୀର ମୁଖ ମନୁଷ୍ୟ-ମୁଖ ସଦୃଶ, ପୁଣି, ଚତୁର୍ଥ ପ୍ରାଣୀ ଉଡ଼ନ୍ତା ଉତ୍କ୍ରୋଷପକ୍ଷୀ ସଦୃଶ।
ହଃର୍ତୁ ଜଃତୁ ସିମାବାଗ୍ ହର୍, ଦୁୟ୍ ଲଃମର୍ ଜଃତୁ ସଃଣ୍ଡ୍ ହର୍, ତିନି ଲଃମ୍ବର୍ ଜଃତୁର୍ ମୁଉଁ ନଃର୍ ମୁଉଁ ହର୍, ଆରେକ୍ ଚାରି ଲଃମ୍ବର୍ ଜଃତୁ ଉଡ୍ତା ରାବଣ୍ ହର୍ ।
8 ପ୍ରତ୍ୟେକ ପ୍ରାଣୀର ଛଅ ଛଅ ପକ୍ଷ, ସେହି ପକ୍ଷଗୁଡ଼ିକର ବାହାର ଓ ଭିତର ଚକ୍ଷୁରେ ପରିପୂର୍ଣ୍ଣ। ସେମାନେ ଦିବାରାତ୍ର ବିଶ୍ରାମ ନ କରି କହୁଅଛନ୍ତି,
ହଃତି ଜଃତୁର୍ ଚଅ ଚଅ ଗଟ୍ ଡେଣା, ସେ ଡେଣାମଃନାର୍ ହଃଦାବାଟ୍ ଆର୍ ବିତୁର୍ ବାଟ୍ ଅଃକାୟ୍ ହୁର୍ନ୍ ଆଚେ । ସେମଃନ୍ ଦିନ୍ରାତି ନଃବିସାୟ୍ କଃଉଁଲାୟ୍, “ଜେ ସଃବ୍କେ ସଃକାତ୍, ଜେ ରିଲା, ଆଚେ ଆର୍ ଆସୁକ୍ ଆଚେ, ସେ ମାପ୍ରୁ ଇସ୍ୱର୍ ପବିତ୍ର, ପବିତ୍ର, ପବିତ୍ର ।”
9 ପ୍ରାଣୀମାନେ ଯେତେବେଳେ ସେହି ସିଂହାସନ ଉପବିଷ୍ଟ ନିତ୍ୟ ଜୀବିତ ବ୍ୟକ୍ତିଙ୍କୁ ଗୌରବ, ସମ୍ଭ୍ରମ ଓ ଧନ୍ୟବାଦ ଦିଅନ୍ତି, (aiōn )
ଜିବ୍ଜଃତୁମଃନ୍ ଜଃଡେବଃଳ୍ ସେ ସିଙ୍ଗାସଣେ ବଃସିରିଲା ସଃବୁବଃଳ୍ ଜିବନ୍ ରେତା ଲକ୍କେ ଜଃଜ୍ମାନ୍, ମାନ୍ତି ଆର୍ ଜୁଆର୍ କଃର୍ତି ରିଲାୟ୍, (aiōn )
10 ସେତେବେଳେ ଚବିଶ ପ୍ରାଚୀନ ସିଂହାସନ ଉପବିଷ୍ଟ ବ୍ୟକ୍ତିଙ୍କ ଛାମୁରେ ଉବୁଡ଼ ହୋଇ ନିତ୍ୟ ଜୀବିତ ବ୍ୟକ୍ତିଙ୍କୁ ପ୍ରଣାମ କରନ୍ତି ଓ ସିଂହାସନ ସମ୍ମୁଖରେ ଆପଣା ଆପଣା ମୁକୁଟ ଥୋଇଦେଇ କହନ୍ତି, (aiōn )
ସଃଡେବଃଳ୍ ଚବିସ୍ ପାରାଚିନ୍ ସିଙ୍ଗାସଣେ ବଃସିରିଲା ଲକାର୍ ଚଃମେ ମୁଣ୍ଡିଆ ମାରି ସଃବୁବଃଳ୍ ଜିବନ୍ ରେତା ଲକ୍କେ ଜୁଆର୍ କଃଲାୟ୍ ଆର୍ ସିଙ୍ଗାସଣାର୍ ମୁଏଁ ଅଃହ୍ଣା ଅଃହ୍ଣାର୍ ମୁକୁଟ୍ ସଃଙ୍ଗାୟ୍ କଃଉଁଲାୟ୍, (aiōn )
11 “ହେ ଆମ୍ଭମାନଙ୍କର ପ୍ରଭୁ ଓ ଈଶ୍ବର, ତୁମ୍ଭେ ଗୌରବ, ସମ୍ଭ୍ରମ ଓ ପରାକ୍ରମ ପାଇବାକୁ ଯୋଗ୍ୟ ଅଟ, ତୁମ୍ଭେ ସମସ୍ତ ସୃଷ୍ଟି କରିଅଛ, ଆଉ ତୁମ୍ଭ ଇଚ୍ଛାରେ, ସେହିସବୁ ସତ୍ତା ପ୍ରାପ୍ତ ହୋଇ ସୃଷ୍ଟ ହୋଇଅଛି।”
“ଏ ଅଃମିମଃନାର୍ ମାପ୍ରୁ ଇସ୍ୱର୍, ତୁୟ୍ ଜଃଜ୍ମାନ୍, ମାନ୍ତି ଆର୍ ସଃକ୍ତି ହାଉଁକ୍ ଜୟ୍ଗ୍, ତୁୟ୍ ସଃବୁ ଉବ୍ଜାଣ୍ କଃରି ଆଚ୍ସି, ଆର୍ ତର୍ ଇଚାୟ୍ ସେସଃବୁ ଜିବନ୍ ହାୟ୍ ଉବ୍ଜାଣ୍ ଅୟ୍ଆଚେ ।”