< ପ୍ରକାଶିତ 3 >
1 “ସାର୍ଦ୍ଦୀ ମଣ୍ଡଳୀର ଦୂତ ନିକଟକୁ ଲେଖ: ଯେ ଈଶ୍ବରଙ୍କ ସପ୍ତ ଆତ୍ମା ଓ ସପ୍ତ ନକ୍ଷତ୍ର ଧାରଣ କରନ୍ତି, ସେ ଏହା କହନ୍ତି, ଆମ୍ଭେ ତୁମ୍ଭର କର୍ମ ଜାଣୁ, ତୁମ୍ଭେ ନାମରେ ଜୀବିତ, ମାତ୍ର ପ୍ରକୃତରେ ମୃତ।
ସାର୍ଦ୍ଦି ମଣ୍ଡ୍ଲିନି ଦୁତ୍ତି ଲାଗାଂ ଲେକିକିୟା । ଇନେର୍ ଇସ୍ୱର୍ତି ସାତ୍ ଜିବୁନିଂ ଆରି ସାତ୍ଗଟା ହୁକାଂ ହେ ଲାକେ ଆତିକ୍, ହେୱାନ୍ ଇଦାଂ ଇନାନ୍, ଆପ୍ ମି କାମାୟ୍ ପୁନାପ୍, ଏପେଙ୍ଗ୍ ତର୍ଦିଂ ଜିତାଦେର୍ଣ୍ଣା, ମତର୍ ହାତ୍ପାନେ ହାତାଦେର୍ଣ୍ଣା ।
2 ଜାଗ୍ରତ ହୁଅ, ପୁଣି, ମୃତ୍ୟୁ ନିମନ୍ତେ ପ୍ରସ୍ତୁତ ଅବଶିଷ୍ଟ ବିଷୟସବୁକୁ ସବଳ କର; କାରଣ ଆମ୍ଭେ ତୁମ୍ଭର କର୍ମସବୁକୁ ଆମ୍ଭର ଈଶ୍ବରଙ୍କ ଛାମୁରେ ସିଦ୍ଧ ବୋଲି ଦେଖି ନାହୁଁ।
ଜାଗ୍ରତ୍ ଆଜ଼ି ମାନାଟ୍ ଆରେ ହାକି କାଜିଂ ଜାଲ୍ଦି ବାକି ବିସ୍ରେ ବାଡ଼ାକାସ୍ କିୟାଟ୍; ଇନେକିଦେଂକି ଆନ୍ ପୁନାଙ୍ଗ୍, ମି କାମାୟ୍ ସବୁ ଇସ୍ୱର୍ତି ମୁମ୍ଦ ଇ ପାତେକ୍ ବାର୍ତି ଆଉତେ ।
3 ଏଣୁ କିପ୍ରକାରେ ଶିକ୍ଷା ପାଇଅଛ ଓ ଶ୍ରବଣ କରିଅଛ, ତାହା ସ୍ମରଣ କରି ପାଳନ କର ଓ ମନ-ପରିବର୍ତ୍ତନ କର; ଯଦି ଜାଗ୍ରତ ନ ହୁଅ, ତାହାହେଲେ ଆମ୍ଭେ ଚୋର ପରି ଆସିବୁ, ଆଉ କେଉଁ ସମୟରେ ତୁମ୍ଭ ଉପରେ ଆସି ପଡ଼ିବୁ, ତାହା ତୁମ୍ଭେ କୌଣସି ପ୍ରକାରେ ଜାଣିବ ନାହିଁ;
ଲାଗିଂ ଇନେସ୍ବାର୍ତି ହିକ୍ୟା ପାୟା ତାଦେର୍ଣ୍ଣା ଆରି ୱେଚାଦେର୍ଣ୍ଣା, ହେଦାଂ ଏତୁ କିଜ଼ି ପାଲି କିୟାଟ୍ ଆରି ମାନ୍ବାଦ୍ଲାୟ୍ କିୟାଟ୍; ଜଦି ଜାଲ୍ଦି ଆୱିତିସ୍, ତା ଆତିସ୍ ଆପ୍ ଚର୍ ଲାକେ ୱାନାପ୍, ଆରେ ଇମ୍ଣି ସମୁତ ମି ଜପି ୱାଜ଼ି ଆର୍ଦାନାପ୍, ହେଦାଂ ଏପେଙ୍ଗ୍ ଇନେସ୍କିତିସ୍ପା ପୁଞ୍ଜେଙ୍ଗ୍ ଆଡୁଦେର୍;
4 ତଥାପି ଯେଉଁମାନେ ଆପଣା ଆପଣା ବସ୍ତ୍ର ମଳିନ କରି ନାହାନ୍ତି, ତୁମ୍ଭମାନଙ୍କ ମଧ୍ୟରେ ସାର୍ଦ୍ଦୀରେ ଏପରି କେତେକ ଅଛନ୍ତି; ସେମାନେ ଶୁକ୍ଳ ବସ୍ତ୍ର ପରିହିତ ହୋଇ ଆମ୍ଭ ସଙ୍ଗରେ ଗମନାଗମନ କରିବେ, କାରଣ ସେମାନେ ଯୋଗ୍ୟ।
ଆତିସ୍ପା ଇମ୍ଣାକାର୍ ଜାର୍ ଜାର୍ ହେନ୍ଦ୍ରା କାଞ୍ଜି କିୱାତାର୍ଣ୍ଣା, ମି ବିତ୍ରେ ସାର୍ଦ୍ଦିତ ଏଲେଙ୍ଗ୍ ଏଚେକ୍ ମାନାର୍; ହେୱାର୍ ଡ଼ିଞ୍ଜିନି ହେନ୍ଦ୍ରା ଉସ୍ପିସ୍ ମା ଲାହାଙ୍ଗ୍ ବୁଲାଚାଲା ଆନାର୍, ଇନେକିଦେଂକି ହେୱାର୍ତି ଜଗ୍ ।
5 ଯେ ଜୟ କରେ, ସେ ଏହି ପ୍ରକାରେ ଶୁକ୍ଳ ବସ୍ତ୍ର ପରିହିତ ହେବ, ଆଉ ଆମ୍ଭେ ଜୀବନ ପୁସ୍ତକରୁ ତାହାର ନାମ କୌଣସି ପ୍ରକାରେ ଲୋପ ନ କରି ଆମ୍ଭର ପିତା ଓ ତାହାଙ୍କ ଦୂତମାନଙ୍କ ସମ୍ମୁଖରେ ତାହାର ନାମ ସ୍ୱୀକାର କରିବୁ।
ଇନେର୍ ଜିତା ଆନାର୍, ହେୱାନ୍ ଇ ଲାକେ ଡ଼ିଞ୍ଜିନି ହେନ୍ଦ୍ରା ଉସ୍ପାନାର୍, ଆରେ ଆନ୍ ଜିବୁନ୍ ପତିତାଂ ତା ତର୍ ଇନେସ୍କିତିସ୍ପା ବୁଡାୟ୍ କିୱାଦାଂ ନା ଆବା ଆରି ତା ଦୁତକ୍ ମୁମ୍ଦ ତା ତର୍ ମାନିକିନାଙ୍ଗ୍ ।
6 ମଣ୍ଡଳୀଗଣଙ୍କୁ ଆତ୍ମା କଅଣ କହନ୍ତି, ଯାହାର କର୍ଣ୍ଣ ଅଛି, ସେ ତାହା ଶୁଣୁ।”
ମଣ୍ଡ୍ଲିନିକାରିଂ ପୁଇପୁୟା ଜିବୁନ୍ ଇନାକା ଇନାତ୍, ଇନେରିଂ କିତୁଲ୍ ମାନାତ୍, ହେୱାନ୍ ହେଦାଂ ମାନ୍ ହିଜ଼ି ୱେନେନ୍ ।
7 “ଫିଲାଦେଲ୍ଫିଆ ମଣ୍ଡଳୀର ଦୂତ ନିକଟକୁ ଲେଖ: ଯେ ପବିତ୍ର ଓ ସତ୍ୟ, ଯାହାଙ୍କ ହସ୍ତରେ ଦାଉଦଙ୍କର ଚାବି ଅଛି, ଯେ ଫିଟାଇଲେ କେହି ବନ୍ଦ କରି ନ ପାରେ, ଆଉ ବନ୍ଦ କଲେ କେହି ଫିଟାଇ ନ ପାରେ,
ପିଲାଦେଲ୍ପିଆ ମାନି ମଣ୍ଡ୍ଲିନି ଦୁତ୍ ଲାଗାଂ ଲେକିକିୟା । ଇନେର୍ ପୁଇପୁୟା ଆରି ହାତ୍ପା, ଇନେର୍ କେଇଦ ଦାଉଦ୍ତି କୁଚିକାଡି ମାନାତ୍, ଇନେର୍ ଜେତିସ୍ ଇନେର୍ ଗେସ୍ତେଂ ଆଡୁର୍, ଆରେ ଗେସ୍ତିସ୍ ଇନେର୍ ଜେତେଙ୍ଗ୍ ଆଡୁର୍,
8 ସେ ଏହା କହନ୍ତି, ଆମ୍ଭେ ତୁମ୍ଭର କାର୍ଯ୍ୟ ଜାଣୁ; ଦେଖ, ଆମ୍ଭେ ତୁମ୍ଭ ସମ୍ମୁଖରେ ଗୋଟିଏ ଦ୍ୱାର ଫିଟାଇଅଛୁ, କେହି ତାହା ବନ୍ଦ କରିପାରେ ନାହିଁ, କାରଣ ତୁମ୍ଭର ଶକ୍ତି ସାମାନ୍ୟ, ତଥାପି ତୁମ୍ଭେ ଆମ୍ଭର ବାକ୍ୟ ପାଳନ କରି ଆମ୍ଭର ନାମ ଅସ୍ୱୀକାର କରି ନାହଁ।
ହେୱାନ୍ ଇଦାଂ ଇନାନ୍, ଆନ୍ ମି କାମାୟ୍ ପୁନାଙ୍ଗ୍; ହୁଡ଼ାଟ୍ ଆନ୍ ମି ମୁମ୍ଦ ର ଦୁୱେର୍ ଜେତାଙ୍ଗ୍ନା, ଇନେର୍ ହେଦାଂ ଗେସ୍ତେଂ ଆଡୁର୍, ଇନେକିଦେଂକି ମି ସାକ୍ତି ଅଲପ୍, ଆତିସ୍ପା ଏପେଙ୍ଗ୍ ନା କାତା ମାନି କିଜ଼ି ନା ତର୍ ପାର୍ତି କିନାକାଦେର୍ ଆତାଦେର୍ଣ୍ଣା ।
9 ଦେଖ, ଯେଉଁମାନେ ଯିହୁଦୀ ନୁହଁନ୍ତି, କିନ୍ତୁ ମିଥ୍ୟାରେ ଆପଣାମାନଙ୍କୁ ଯିହୁଦୀ ବୋଲି କହନ୍ତି, ଏପରି ଶୟତାନର ଦଳର ଲୋକମାନଙ୍କୁ ଆମ୍ଭେ ଆଣି ତୁମ୍ଭର ଚରଣ ତଳେ ପ୍ରଣାମ କରାଇବୁ, ଆଉ ଆମ୍ଭେ ଯେ ତୁମ୍ଭକୁ ପ୍ରେମ କରିଅଛୁ, ଏହା ସେମାନଙ୍କୁ ଜ୍ଞାତ କରାଇବୁ।
ହୁଡ଼ାଟ୍, ଇମ୍ଣାକାର୍ ଜିହୁଦିର୍ ଆକାୟ୍, ମାତର୍ ମିଚ୍ତାଂ ଜାର୍ଲଗାଂ ଜିହୁଦି ଇଞ୍ଜି ଇନାର୍, ଏଲେଙ୍ଗ୍ ସୟ୍ତାନ୍ନି କୁଟୁମ୍ ଇଞ୍ଜ କୁଦାନି ମାନାୟାରିଂ ଆପ୍ ତାସି ମି ପାନା ତାରେନ୍ ଜୱାର୍କିୟ୍କିଦ୍ନାପ୍, ଆରେ ଆନ୍ ଜେ ମିଙ୍ଗେଙ୍ଗ୍ ଜିଉନଦ୍ନାଙ୍ଗା ଇଞ୍ଜି ହେୱାର୍ ୱିଜ଼ାର୍ ପୁନାର୍ ।
10 ତୁମ୍ଭେ ଆମ୍ଭର ଧୈର୍ଯ୍ୟର ବାକ୍ୟ ରକ୍ଷା କରିଅଛ, ଏହେତୁ ପୃଥିବୀ ନିବାସୀମାନଙ୍କୁ ପରୀକ୍ଷା କରିବା ନିମନ୍ତେ ସମସ୍ତ ଜଗତ ଉପରକୁ ଯେଉଁ ପରୀକ୍ଷାକାଳ ଆସିବ, ସେଥିରୁ ଆମ୍ଭେ ମଧ୍ୟ ତୁମ୍ଭକୁ ରକ୍ଷା କରିବୁ।
ନା ବଲ୍ ଇସାପ୍ରେ ଏପେଙ୍ଗ୍ ନା ସାସ୍ନି ବଚନ୍ ରାକ୍ୟା କିତାଦେର୍ନା, ଇଦାଂ କାଜିଂ ପୁର୍ତିନିକାରିଂ ପରିକ୍ୟା କିନି କାଜିଂ ସବୁ ଜଗତ୍ ଜପି ଇମ୍ଣି ପରିକ୍ୟା କାଡ଼୍ ୱାନାତ୍, ହେବେତାଂ ଆନ୍ ପା ମିଙ୍ଗେଙ୍ଗ୍ ରାକ୍ୟା କିଦ୍ନାଙ୍ଗ୍ ।
11 ଆମ୍ଭେ ଶୀଘ୍ର ଆସୁଅଛୁ; ତୁମ୍ଭର ମୁକୁଟକୁ ଯେପରି କେହି ହରଣ କରି ନ ନିଏ, ଏଥିନିମନ୍ତେ ତୁମ୍ଭର ଯାହା ଅଛି, ତାହା ଦୃଢ଼ରୂପେ ଧରି ରଖ।
ଆନ୍ ଦାପ୍ରେ ୱାନାଙ୍ଗା; ମିଦାଂ ଇନାକା ମାନାତ୍, ହେଦାଂ ଜାତୁନ୍ କିଜ଼ି ଇଟାଟ୍, ଇନେସ୍ ଇନେର୍ ମିତାଂ, ମି ଜିତାତି ମୁକୁଟ୍ ଚରି କିଜ଼ି ଅଦେଂ ଆଡୁର୍ ।
12 ଯେ ଜୟ କରେ, ଆମ୍ଭେ ତାହାକୁ ଆମ୍ଭର ଈଶ୍ବରଙ୍କ ମନ୍ଦିରର ସ୍ତମ୍ଭ ସ୍ୱରୂପ କରିବୁ, ସେ ଆଉ ସେଠାରୁ ବାହାରକୁ ଯିବ ନାହିଁ; ଆମ୍ଭେ ଆପଣା ଈଶ୍ବରଙ୍କ ନାମ ଓ ସ୍ୱର୍ଗରୁ ତାହାଙ୍କଠାରୁ ଆଗତ ଯେଉଁ ଯିରୂଶାଲମ, ଆମ୍ଭର ଈଶ୍ବରଙ୍କ ସେହି ନଗରୀର ନାମ ପୁଣି, ଆମ୍ଭ ନିଜର ନୂତନ ନାମ ତାହା ଉପରେ ଲେଖିବୁ।
ଇନେର୍ ଜିତା ଆନାର୍, ଆନ୍ ତାଙ୍ଗେଙ୍ଗ୍ ମା ଇସ୍ୱର୍ତି ମନ୍ଦିର୍ନି ମୁଣ୍ଡା ଲାକେ କିନାଙ୍ଗ୍, ହେୱାନ୍ ଆରେ ହେବେତାଂ ବାର୍ତ ହାଲୁନ୍; ଆପ୍ ମା ଇସ୍ୱର୍ତି ତର୍ ଆରି ସାର୍ଗେତାଂ ତା ତାକେଣ୍ଡାଂ ଆତାକା ଇମ୍ଣି ପୁନି ଜିରୁସାଲମ୍, ମା ଇସ୍ୱର୍ତି ହେ ଗାଡ଼୍ନି ତର୍ ଆରେ ନା ଜାର୍ତି ପୁନି ତର୍ ହେଦାଂ ଜପି ଲେକିକିନାପ୍ ।
13 ମଣ୍ଡଳୀଗଣଙ୍କୁ ଆତ୍ମା କଅଣ କହନ୍ତି, ଯାହାର କର୍ଣ୍ଣ ଅଛି, ସେ ତାହା ଶୁଣୁ।”
ମଣ୍ଡ୍ଲିକାଂ ଇସ୍ୱର୍ତି ଜିବୁନ୍ ଇନାକା ଇନାତ୍, ଇନେରିଂ କିତୁଲ୍ ମାନାତ୍, ହେୱାନ୍ ହେଦାଂ ୱେନେନ୍ ।
14 “ଲାଅଦିକିଆ ମଣ୍ଡଳୀର ଦୂତ ନିକଟକୁ ଲେଖ: ଯେ ସତ୍, ଯେ ବିଶ୍ୱସ୍ତ ଓ ସତ୍ୟ ସାକ୍ଷୀ, ଯେ ଈଶ୍ବରଙ୍କ ସୃଷ୍ଟିର ଆଦିକର୍ତ୍ତା, ସେ ଏହା କହନ୍ତି,
ଲାଅଦିକିଆ ମଣ୍ଡ୍ଲିନି ଦୁତ୍ ଲାଗାଂ ଲେକିକିୟା । ଇନେନ୍ ସତ୍, ଇନେନ୍ ପାର୍ତିନିକାନ୍ ଆରି ହାତ୍ପା ସାକି, ଇସ୍ୱର୍ତି ୱିଜ଼ୁ ଉବ୍ଜାଣ୍ନି ଆଗେ ରଚ୍କାନ୍ ହେୱାନ୍ ଇଦାଂ ଇନାନ୍,
15 ଆମ୍ଭେ ତୁମ୍ଭର କର୍ମ ଜାଣୁ, ତୁମ୍ଭେ ଶୀତଳ ନୁହଁ କି ଉଷ୍ଣ ହିଁ ନୁହଁ; ତୁମ୍ଭେ ଶୀତଳ କି ଉଷ୍ଣ ହେଲେ ଭଲ ହୁଅନ୍ତା।
ଆନ୍ ମି କାମାୟ୍ ପୁନାଙ୍ଗ୍, ଏପ୍ କାକାର୍ ଆକାୟ୍ କି ଉହୁମ୍ ଆକାୟ୍; ଏପ୍ କାକାର୍ କି ଉହୁମ୍ ଆତିସ୍ ହାର୍ ଆତାତ୍ମା ।
16 ଏଣୁ ତୁମ୍ଭେ ଶୀତଳ କି ଉଷ୍ଣ ନ ହୋଇ ଈଷଦୁଷ୍ଣ ହେବାରୁ ଆମ୍ଭେ ତୁମ୍ଭକୁ ଆପଣା ମୁଖରୁ ପ୍ରତ୍ୟାଖ୍ୟାନ କରିବାକୁ ଯାଉଅଛୁ।
ଲାଗିଂ ଏପେଙ୍ଗ୍ କାକାର୍ କି ଉହୁମ୍ ଆୱାଦାଂ ଅଲପ୍ ଉହୁମ୍ ଆତିଲେ ଆନ୍ ମିଙ୍ଗେଙ୍ଗ୍ ନା ୱେଇଦାଂ କାକ୍ନାଙ୍ଗ୍ ।
17 ତୁମ୍ଭେ କହୁଅଛ, ମୁଁ ଧନୀ, ମୋହର ବହୁତ ସମ୍ପତ୍ତି ଅଛି, ମୋହର କୌଣସି ଅଭାବ ନାହିଁ; ମାତ୍ର ତୁମ୍ଭେ ଯେ ଦୁର୍ଭାଗା, ଦୀନହୀନ, ଦରିଦ୍ର, ଅନ୍ଧ ଓ ଉଲଗ୍ନ, ଏହା ଜାଣ ନାହିଁ;
ଏପେଙ୍ଗ୍ ଇନାଦେରା, ଆନେଙ୍ଗ୍ ମାଜାନ୍, ନାଦାଂ ବେସି ଦନ୍ ମାନାତ୍, ନାଂ ଇନାକା ଉଣା ଆକାୟ୍; ମତର୍ ଏପେଙ୍ଗ୍ ଜେ ଦୟା ହିଲାକାଦେର୍, ହିଲ୍ୱାକାଦେର୍, ଅର୍କିତ୍, କାଣା ଆରି ନାଗ୍ଡ଼ା, ଇଦାଂ ପୁନୁଦେର୍;
18 ଏଣୁ ଆମ୍ଭେ ତୁମ୍ଭକୁ ଏହି ପରାମର୍ଶ ଦେଉଅଛୁ, ତୁମ୍ଭେ ଧନୀ ହେବା ନିମନ୍ତେ ଅଗ୍ନିରେ ପରିଷ୍କୃତ ସୁବର୍ଣ୍ଣ, ଆଉ ତୁମ୍ଭ ଉଲଗ୍ନତାର ଲଜ୍ଜା ଯେପରି ପ୍ରକାଶିତ ନ ହୁଏ, ଏଥିପାଇଁ ପରିଧାନ କରିବା ପାଇଁ ଶୁକ୍ଳ ବସ୍ତ୍ର, ପୁଣି, ଦୃଷ୍ଟି ପାଇବା ନିମନ୍ତେ ଚକ୍ଷୁରେ ଲେପନ କରିବା ପାଇଁ ଅଞ୍ଜନ ଆମ୍ଭ ନିକଟରୁ କିଣ।
ଲାଗିଂ ଆନ୍ ନିଙ୍ଗେଙ୍ଗ୍ ଇଦାଂ ୱେଚ୍ଚାନାଙ୍ଗା, ଏପେଙ୍ଗ୍ ମାଜାନ୍ ଆନି କାଜିଂ ନା ତାଂ ନିର୍ମଲ୍ ହନା କଡ଼ାଟ୍, ଆରେ ଏପେଙ୍ଗ୍ ନାଗ୍ଡ଼ାନି ଲାଜୁ ଇନେସ୍ ଚଞ୍ଜିୟା ଆଉତ୍, ଇଦାଂ କାଜିଂ ଉସ୍ପିନି କାଜିଂ ଡ଼ିଞ୍ଜିନି ହେନ୍ଦ୍ରା ନା ତାଂ କଡ଼ାଟ୍ । ଆରେ ହୁଡ଼୍ନି ସାକ୍ତି ନିର୍ମଲ୍ କିନି କାଜିଂ କାଜଲ୍ କଡ଼୍ଜି କାଣ୍କୁକାଂ କାଜ଼ାଟ୍ ।
19 ଆମ୍ଭେ ଯେତେ ଲୋକଙ୍କୁ ପ୍ରେମ କରୁ, ସେମାନଙ୍କୁ ଅନୁଯୋଗ ଓ ଶାସନ କରିଥାଉ; ଅତଏବ ଉଦ୍ଯୋଗୀ ହୋଇ ମନ-ପରିବର୍ତ୍ତନ କର।
ଆନ୍ ଏଚେକ୍ ମାନାୟାରିଂ ଜିଉନନାଙ୍ଗ୍, ହେୱାରିଂ ଲେତ୍ନାଙ୍ଗ୍ ଆରି ସାସନ୍ କିନାଙ୍ଗ୍; ଇଚିସ୍ ୱାସ୍କିଲାହାଂ ମାନ୍ବାଦ୍ଲାୟ୍ କିୟାଟ୍ ।
20 ଦେଖ, ମୁଁ ଦ୍ୱାର ନିକଟରେ ଠିଆ ହୋଇ ଆଘାତ କରୁଅଛି; ଯଦି କେହି ମୋହର ସ୍ୱର ଶୁଣି ଦ୍ୱାର ଫିଟାଇଦେବ, ତାହାହେଲେ ମୁଁ ପ୍ରବେଶ କରି ତାହା ନିକଟକୁ ଯିବି, ପୁଣି, ତାହା ସହିତ ଭୋଜନ କରିବି ଓ ସେ ମୋ ସହିତ ଭୋଜନ କରିବ।
ହୁଡ଼ାଟ୍, ଆନ୍ ବାର୍ତ ନିଲ୍ଚି ଦୁୱେର୍ତ ଇଡ଼୍ଦାନାଙ୍ଗା; ଜଦି ଇନେର୍ ନା କାଟ୍ ୱେନ୍ଞ୍ଜି ଦୁୱେର୍ ଜେତ୍ନାନ୍, ତା ଆତିସ୍ ଆନ୍ ହଣ୍ଜି ତା ଲାଗାଂ ହାନାଙ୍ଗ୍, ଆରେ ଆନ୍ ତା ଲାହାଙ୍ଗ୍ ତିନାଙ୍ଗ୍ ଆରି ହେୱାନ୍ ନା ଲାହାଙ୍ଗ୍ ତିନାନ୍ ।
21 ମୁଁ ଯେପରି ଜୟ କରି ମୋହର ପିତାଙ୍କ ସହିତ ତାହାଙ୍କ ସିଂହାସନରେ ବସିଅଛି, ସେପରି ଯେ ଜୟ କରେ, ମୁଁ ତାହାକୁ ମୋ ସହିତ ମୋହର ସିଂହାସନରେ ବସିବାକୁ ଦେବି।
ଆନ୍ ଇନେସ୍ ଜିତା ଆଜ଼ି ନା ଆବା ଲାହାଙ୍ଗ୍ ତା ଗାଦିତ କୁଚ୍ଚାଙ୍ଗ୍ନା, ହେ ଲାକେ ହେୱାନ୍ ଜିତା ଆନାନ୍, ଆନ୍ ହେୱାନିଂ ନା ଲାହାଙ୍ଗ୍ ନା ଗାଦିତ କୁଚ୍ଚେଙ୍ଗ୍ ହିନାଙ୍ଗ୍ ।
22 ମଣ୍ଡଳୀଗଣଙ୍କୁ ଆତ୍ମା କଅଣ କହନ୍ତି, ଯାହାର କର୍ଣ୍ଣ ଅଛି, ସେ ତାହା ଶୁଣୁ।”
“ୱେଞ୍ଜେଙ୍ଗ୍ କିତୁଲିଂ ମାଚିସ୍, ଇସ୍ୱର୍ତି ଜିବୁନ୍ ମଣ୍ଡ୍ଲିକାଂ ଇନାକା ଇନାତ୍, ୱେନାଟ୍ ।”