< ପ୍ରକାଶିତ 22 +
1 ପରେ ଦୂତ ମୋତେ ଜୀବନଦାୟକ ଜଳର ଗୋଟିଏ ନଦୀ ଦେଖାଇଲେ, ତାହା ସ୍ଫଟିକ ସଦୃଶ ଉଜ୍ଜ୍ୱଳ, ପୁଣି, ଈଶ୍ବର ଓ ମେଷଶାବକଙ୍କ ସିଂହାସନରୁ ନିର୍ଗତ ହୋଇ ନଗରର ପଥ ମଧ୍ୟ ଦେଇ ପ୍ରବାହିତ ହେଉଅଛି।
୧ଏନ୍ତେ ଏନ୍ ଦୁଁତ୍, ନାୱା ଅତେଦିଶୁମ୍ରେ ଜୀଦାନ୍ ଦାଆଃରାଃ ଗାଡ଼ାଏ ଉଦୁବାଦିୟାଁ, ଏନା ଫାର୍ଚି ଆଡଃ ନିରାଲ୍ଗି ତାଇକେନା । ନେ ଗାଡ଼ା ପାର୍ମେଶ୍ୱାର୍ଆଃ ଆଡଃ ମିଣ୍ଡି ହନ୍ଆଃ ରାଜ୍ଗାଦିହେତେ ଅଡଙ୍ଗ୍କେଦ୍ତେ,
2 ସେହି ନଦୀର ଉଭୟ ପାର୍ଶ୍ୱରେ ଦ୍ୱାଦଶ ଥର ଫଳଦାୟକ ଜୀବନ-ବୃକ୍ଷ ଅଛି, ସେଥିରେ ପ୍ରତିମାସରେ ଫଳ ଫଳେ, ପୁଣି, ସେହି ବୃକ୍ଷର ପତ୍ର ଜାତିସମୂହର ଆରୋଗ୍ୟକାରକ।
୨ନାଗାର୍ରେୟାଃ ଥାଲା ମାଲା ହରାରେ ଲିଙ୍ଗିୟଃତାନା । ଗାଡ଼ାରେୟାଃ ବାରାନ୍ ସାଃରେ ଜୀଦାନ୍ରେୟାଃ ଦାରୁକ ତାଇକେନା, ଏନା ବାରାଷ୍ରେୟାଃ ମିପିଆଦ୍ ମାହିଁନାରେ ଚାଏ ମିଦ୍ ବାରାଷ୍ରେ ଗେଲ୍ବାର୍ସାଃ ଜ'ଜଅଃଆ, ଆଡଃ ଏନାରେୟାଃ ସାକାମ୍ତେ ହାସୁ ଦୁକୁଃତାନ୍ ହଡ଼କ ବୁଗିୟଃଆ ।
3 କୌଣସି ଅଭିଶପ୍ତ ବିଷୟ ଆଉ ରହିବ ନାହିଁ। ଈଶ୍ବର ଓ ମେଷଶାବକଙ୍କ ସିଂହାସନ ନଗରୀ ମଧ୍ୟରେ ରହିବ, ଆଉ ତାହାଙ୍କ ଦାସମାନେ ତାହାଙ୍କର ଉପାସନା କରିବେ।
୩ପାର୍ମେଶ୍ୱାର୍ଆଃ ହରାତେ ସାର୍ପାଅକାନ୍ ଜେତାନ୍ ବିଷାଏ ଏନ୍ ନାଗାର୍ରେ କା ନେଲଃଆ । ପାର୍ମେଶ୍ୱାର୍ ଆଡଃ ମିଣ୍ଡି ହନ୍ଆଃ ରାଜ୍ଗାଦି, ଏନ୍ ନାଗାର୍ରେ ତାଇନାଃ ଆଡଃ ଏନ୍ତାଃରେ ଆୟାଃ ଦାସିକ ଇନିୟାଃ ସୁନୁସାର୍କ ରିକାୟା ।
4 ସେମାନେ ତାହାଙ୍କ ମୁଖ ଦର୍ଶନ କରିବେ ଓ ତାହାଙ୍କ ନାମ ସେମାନଙ୍କ କପାଳରେ ଲିଖିତ ରହିବ।
୪ଇନ୍କୁ ଇନିୟାଃ ମେଦ୍ମୁହାଁଡ଼୍କ ନେଲେୟା ଆଡଃ ଇନ୍କୁଆଃ ମଲଙ୍ଗ୍ରେ ଇନିୟାଃ ନୁତୁମ୍ ଅଲଃଆ ।
5 ରାତ୍ରି ଆଉ ହେବ ନାହିଁ, ସେମାନଙ୍କର ପ୍ରଦୀପ କି ସୂର୍ଯ୍ୟର ଆଲୋକର ପ୍ରୟୋଜନ ହେବ ନାହିଁ, କାରଣ ପ୍ରଭୁ ଈଶ୍ବର ସେମାନଙ୍କ ଉପରେ ଆଲୋକ ସ୍ୱରୂପ ହେବେ, ପୁଣି, ସେମାନେ ଯୁଗେ ଯୁଗେ ରାଜତ୍ୱ କରିବେ। (aiōn )
୫ଏନ୍ତାଃରେ କା ନୁବାଗଃଆ ଆଡଃ ଦିମି ଚାଏ ସିଙ୍ଗିରାଃ ମାର୍ସାଲ୍ ଇନ୍କୁଆଃ ଲାଗାତିଙ୍ଗ୍ କା ହବାଅଃଆ, ଚିୟାଃଚି ପ୍ରାଭୁ ପାର୍ମେଶ୍ୱାର୍ ଇନ୍କୁଆଃ ମାର୍ସାଲ୍ ହବାଅଃଆଏ ଆଡଃ ଇନ୍କୁ ଜାନାଅ ଜାନାଅ ରାଜା ଲେକାକ ରାଇଜେୟା । (aiōn )
6 ପରେ ସେ ମୋତେ କହିଲେ, ଏହି ସମସ୍ତ ବାକ୍ୟ ବିଶ୍ୱାସଯୋଗ୍ୟ ଓ ସତ୍ୟ; ଯାହା ଯାହା ଶୀଘ୍ର ଘଟିବ, ସେହିସବୁ ଆପଣା ଦାସମାନଙ୍କୁ ଦେଖାଇବା ନିମନ୍ତେ ପ୍ରଭୁ, ଭାବବାଦୀମାନଙ୍କ ଆତ୍ମାସମୂହର ଈଶ୍ବର, ଆପଣା ଦୂତଙ୍କୁ ପ୍ରେରଣ କରିଅଛନ୍ତି।
୬ଦୁଁତ୍ ଆଇଙ୍ଗ୍କେ କାଜିକେଦିୟାଁ, “ନେ ସବେନ୍ କାଜିକ ସାର୍ତି ଆଡଃ ପାତିୟାର୍ରଃ ଲେକାନାଃ ତାନାଃ । ଅକ୍ନାଃକ ଜାଲ୍ଦିଗି ହବାଅଃଆ, ଏନା ଆୟାଃ ଦାସିକକେ ଉଦୁବ୍କ ନାଗେନ୍ତେ ନାବୀକକେ ଆତ୍ମିକ୍ ସେଣାଁ ଏମାକତାନ୍ ପ୍ରାଭୁ ପାର୍ମେଶ୍ୱାର୍ ଆୟାଃ ଦୁଁତ୍କେ କୁଲାକାଇଜା ।”
7 “ଦେଖ, ଆମ୍ଭେ ଶୀଘ୍ର ଆସୁଅଛୁ; ଯେ ଏହି ପୁସ୍ତକର ଭାବବାଣୀସବୁ ପାଳନ କରେ, ସେ ଧନ୍ୟ।”
୭ୟୀଶୁ କାଜିତାନାଏ ଆୟୁମେପେ, “ଆଇଙ୍ଗ୍ ଜାଲ୍ଦିଗିଇଙ୍ଗ୍ ହିଜୁଃତାନା, ଅକନ୍କ ନେ ପୁଥିରେ ଉନୁଦୁବ୍କାନ୍ ଆୟାର୍କାଜିକେ ମାନାତିୟାଁଃକ, ଇନ୍କୁ ସୁକୁତାନ୍ଗିୟାକ ।”
8 ମୁଁ ଯୋହନ ସ୍ୱୟଂ ଏହି ସମସ୍ତ ଶ୍ରବଣ ଓ ଦର୍ଶନ କରିବା ପରେ, ଯେଉଁ ଦୂତ ମୋତେ ଏହି ସମସ୍ତ ଦର୍ଶନ କରାଇଲେ, ମୁଁ ତାହାଙ୍କ ପାଦ ତଳେ ପ୍ରଣାମ କରିବା ନିମନ୍ତେ ଉବୁଡ଼ ହେଲି।
୮ଆଇଙ୍ଗ୍ ଯୋହାନ୍, ନେ ସବେନାଃ ଆଇଙ୍ଗ୍ଗି ଆୟୁମାକାଦାଇଙ୍ଗ୍ ଆଡଃ ନେଲାକାଦାଇଙ୍ଗ୍ । ଆଇଙ୍ଗ୍ ଆୟୁମ୍କେଦ୍ତେ ନେଲ୍କେଦ୍ ତାୟମ୍ତେ, ଅକ ଦୁଁତ୍ ଆଇଙ୍ଗ୍ତାଃରେ ଏନାଏ ଉଦୁବ୍କେଦା, ଆଇଙ୍ଗ୍ ଇନିୟାଃ କାଟାସୁବାରେ ଅମ୍ବାଃକେଦ୍ତେ ସୁନୁସାର୍ ନାଙ୍ଗ୍ ସେନ୍ ତାଇକେନାଇଙ୍ଗ୍ ।
9 କିନ୍ତୁ ସେ ମୋତେ କହିଲେ, ସାବଧାନ, ଏହା କର ନାହିଁ, କାରଣ ମୁଁ ତୁମ୍ଭର, ତୁମ୍ଭର ଭ୍ରାତୃବୃନ୍ଦ ଭାବବାଦୀମାନଙ୍କର ଓ ଏହି ପୁସ୍ତକର ବାକ୍ୟ ପାଳନକାରୀମାନଙ୍କର ସହଦାସ; ଈଶ୍ବରଙ୍କୁ ପ୍ରଣାମ କର।
୯ମେନ୍ଦ ଇନିଃ କାଜିକିୟାଁଏ, “ଏନ୍ଲେକା ଆଲମ୍ ରିକାଏୟା ଚିଆଃଚି ଆଇଙ୍ଗ୍ହଁ ଆମାଃ ଲେକା ମିହୁଡ଼୍ ତାନିଙ୍ଗ୍ । ଆମାଃ ଅକ ହାଗାକ, ନାବୀତାନ୍କ ଆଡଃ ଅକ ସବେନ୍କ, ନେ ପୁଥିରେୟାଃ କାଜି ଲେକା ମାନାତିଙ୍ଗ୍ ତାନ୍କଆଃ ଗାତିଦାସି ତାନିଙ୍ଗ୍ । ପାର୍ମେଶ୍ୱାର୍ଆଃ ସୁନୁସାର୍ ରିକାଇପେ ।”
10 ଆଉ ସେ ମୋତେ କହିଲେ, ତୁମ୍ଭେ ଏହି ପୁସ୍ତକର ଭାବବାଣୀସବୁ ମୁଦ୍ରାଙ୍କିତ କର ନାହିଁ, କାରଣ ସମୟ ସନ୍ନିକଟ।
୧୦ଇନିଃ ଆଇଙ୍ଗ୍କେ ଆଡଃଗି କାଜିକେଦିୟାଁ, “ନେ ପୁଥିରେୟାଃ ଆୟାର୍କାଜିକକେ ଆଲମ୍ ଉକୁଇୟା, ଚିୟାଃଚି ନେ ସବେନାଃ ହବାଅଃରେୟାଃ ନେଡା ନାଡ଼େଃ'ୟାନ୍ଗିୟା ।
11 ଯେ ଅଧର୍ମାଚାରୀ, ସେ ଆହୁରି ଅଧର୍ମାଚରଣ କରୁ; ଯେ ଅଶୁଚି, ସେ ଆହୁରି ଅଶୁଚି ହେଉ; ପୁଣି, ଯେ ଧାର୍ମିକ, ସେ ଆହୁରି ଧର୍ମାଚରଣ କରୁ; ଯେ ପବିତ୍ର ସେ ଆହୁରି ପବିତ୍ର ହେଉ।
୧୧ଏନାମେନ୍ତେ ନେ କାଜି ସାରିକେଦ୍ତେ, ଅକଏକେ ଚିଲ୍କା ସାନାଙ୍ଗ୍ ଏନ୍ଲେକାଗି ରିକାଏକା । ଏତ୍କାନ୍ କାମିତାନ୍ ହଡ଼ ଆଡଃଗି ଏତ୍କାନ୍ କାମିକାଏ, ସତ୍ରାକାନ୍ ହଡ଼ ସତ୍ରାକାନ୍ଗି ତାଇନ୍କା, ଧାର୍ମାନ୍ ହଡ଼ ଆଡଃଗି ଧାରାମ୍ କାମି କାମିକାଏ, ପାବିତାର୍ ହଡ଼ ଆଡଃଗି ପାବିତାର୍ରଃକା ।”
12 “ଦେଖ, ଆମ୍ଭେ ଶୀଘ୍ର ଆସୁଅଛୁ; ପ୍ରତ୍ୟେକ ଲୋକକୁ ତାହାର କର୍ମାନୁସାରେ ଫଳ ଦେବାକୁ ଆମ୍ଭର ପୁରସ୍କାର ଆମ୍ଭ ସଙ୍ଗରେ ଅଛି।
୧୨ୟୀଶୁ କାଜିତାନାଏ, “ଆୟୁମେପେ, ଆଇଙ୍ଗ୍ ମିପିଆଦ୍ ହଡ଼କକେ ଆକୱା କାମିରେୟାଃ ଗନଙ୍ଗ୍ ଏମାକ ନାଗେନ୍ତେ ନାଲା ସାବ୍କେଦ୍ତେ ଜାଲ୍ଦିଗିଇଙ୍ଗ୍ ହିଜୁଃତାନା ।
13 ଆମ୍ଭେ ଆଲଫା ଏବଂ ଓମେଗା, ପ୍ରଥମ ଓ ଶେଷ, ଆଦି ଓ ଅନ୍ତ।
୧୩ଆଇଙ୍ଗ୍ ସୁରୁଇନିଃ ଆଡଃ ଚାବାଏନିଃ, ମୁନୁ ଆଡଃ ଟୁଣ୍ଡୁ ତାନିଙ୍ଗ୍ ।”
14 ଜୀବନ ବୃକ୍ଷର ଅଧିକାରୀ ହେବା ନିମନ୍ତେ ଓ ଦ୍ୱାର ଦେଇ ନଗରୀରେ ପ୍ରବେଶ କରିବା ନିମନ୍ତେ ଯେଉଁମାନେ ଆପଣା ଆପଣା ବସ୍ତ୍ର ଧୌତ କରନ୍ତି, ସେମାନେ ଧନ୍ୟ।
୧୪ଅକନ୍କ ଆକଆଃ ଆପ୍ନାଃ ଲିଜାଃ ସାଫାକାଦାକ, ଇନ୍କୁ ସୁକୁତାନ୍ଗିୟାକ । ଜୀଦାନ୍ ଦାରୁରେୟାଃ ଜ ଜମେ ନାଗେନ୍ତେ ଆଡଃ ଦୁଆର୍ ହରାତେ ବଲ ନାଙ୍ଗ୍ ଇନ୍କୁଆଃ ଆକ୍ତେୟାର୍ ମେନାଃ ।
15 କୁକୁରମାନେ, ମାୟାବୀ, ବ୍ୟଭିଚାରୀ, ନରଘାତକ, ପ୍ରତିମାପୂଜକ ପୁଣି, ମିଥ୍ୟାପ୍ରିୟ ଓ ମିଥ୍ୟାଚାରୀମାନେ ବାହାରେ ରହିବେ।
୧୫ମେନ୍ଦ ଏତ୍କାନ୍ ଚାଇଲ୍ ଚାଲାନ୍କ, ଦେଅଁଣାତାନ୍କ, ହଡ଼ ଗଗଏଃକ, ମୁରୁତ୍ ସେୱାତାନ୍କ, ହସଡ଼ ହଡ଼କ, ବେଦାତାନ୍କ, ଆଡଃ ନେ ସବେନାଃ ଦୁଲାଡ଼୍ତାନ୍ ସବେନ୍ ହଡ଼କ ନାଗାର୍ରେୟାଃ ବାହାରିରେ ତାଇନାକ ।
16 ଆମ୍ଭେ ଯୀଶୁ, ମଣ୍ଡଳୀମାନଙ୍କ ନିମନ୍ତେ ତୁମ୍ଭମାନଙ୍କ ନିକଟରେ ଏହି ସମସ୍ତ ସାକ୍ଷ୍ୟ ଦେବା ପାଇଁ ଆମ୍ଭର ଦୂତକୁ ପ୍ରେରଣ କରିଅଛୁ। ଆମ୍ଭେ ଦାଉଦଙ୍କ ମୂଳ ଓ ବଂଶଜ, ସେହି ଉଜ୍ଜ୍ୱଳ ପ୍ରଭାତୀ ତାରା।”
୧୬“ଆଇଙ୍ଗ୍ ୟୀଶୁ, କାଲିସିୟାକରେ ଆପେୟାଃ ବୁଗିନାଃ ନାଗେନ୍ତେ ନେ ସବେନ୍ ବିଷାଏକ ଉଦୁବେ ନାଙ୍ଗ୍ ଆଇଁୟାଃ ଦୁଁତ୍କେ କୁଲାକାଇଜାଇଙ୍ଗ୍ । ଆଇଙ୍ଗ୍ ଦାଉଦ୍ଆଃ କିଲିରେନ୍, ଆଡଃ ଏନ୍ ଜୁଲଃତାନ୍ ଜନଃଇପିଲ୍ ତାନିଙ୍ଗ୍ ।”
17 ଆତ୍ମା ଓ କନ୍ୟା କହନ୍ତି, ଆସ। ପୁଣି, ଯେ ଶୁଣେ, ସେ କହୁ, ଆସ। ଯେ ତୃଷାର୍ତ୍ତ, ସେ ଆସୁ; ଯେ ଇଚ୍ଛା କରେ, ସେ ବିନାମୂଲ୍ୟରେ ଜୀବନଦାୟକ ଜଳ ପାନ କରୁ।
୧୭ପାବିତାର୍ ଆତ୍ମା ଆଡଃ ଏନ୍ ନାୱା ଆଣ୍ଦିକାନ୍ କୁଡ଼ି କାଜିତାନାକିନ୍, “ହିଜୁଃମେ,” ନେ କାଜି ଆୟୁମ୍ତାନ୍ ସବେନ୍କ କାଜିୟାକ, “ହିଜୁଃମେ,” ଜେତାଏ ତେତାଙ୍ଗ୍ତାନ୍ନିଃ ହିଜୁଃକାଏ । ଜୀଦାନ୍ରେୟାଃ ଦାଆଃ ନୁଁଏ ନାଗେନ୍ତେ ଅକଏ ସାନାଙ୍ଗ୍ତାନ୍ନିଃ ହିଜୁଃକେଦ୍ତେ ବେଗାର୍ ଗନଙ୍ଗ୍ତେ ନୁଁଏକା ।
18 ଯେଉଁମାନେ ଏହି ପୁସ୍ତକର ଭାବବାଣୀସବୁ ଶ୍ରବଣ କରନ୍ତି, ସେମାନଙ୍କର ପ୍ରତ୍ୟେକ ଜଣକୁ ମୁଁ ସାକ୍ଷ୍ୟ ଦେଇ କହୁଅଛି, କେହି ଯଦି ଏହିସବୁ ସଙ୍ଗରେ କିଛି ଯୋଗ କରେ, ତେବେ ଏହି ପୁସ୍ତକରେ ଲିଖିତ କ୍ଲେଶଗୁଡ଼ିକ ଈଶ୍ବର ତାହା ପ୍ରତି ଘଟାଇବେ;
୧୮ଆଇଙ୍ଗ୍ ଯୋହାନ୍, ନେ ପୁଥିରେ ଅଲାକାନ୍ ସବେନ୍ ଆୟାର୍କାଜି କାଜିକାନ୍ତେୟାଃକେ ଅକନ୍କ ଆୟୁମେୟାକ, ଇନ୍କୁକେ ଆଇଙ୍ଗ୍ ଚେତାଅକ ତାନାଇଙ୍ଗ୍, ଜେତାଏ ନେ ପୁଥିରେୟାଃ ଅନଲ୍ରେ ଜେତ୍ନାଃ ମେସାଏ ରେଦ, ପାର୍ମେଶ୍ୱାର୍ ନେ ପୁଥିରେ ଅଲାକାନ୍ ଦୁକୁହାସୁକଏ ଏମାକଆ, ମେନ୍ତେ ସାବୁଦ୍ ଏମେତାନାଇଙ୍ଗ୍ ।
19 ପୁଣି, କେହି ଯଦି ଏହି ଭାବବାଣୀ ପୁସ୍ତକର କୌଣସି ବାକ୍ୟ ଲୋପ କରେ, ତେବେ ଈଶ୍ବର ଏହି ପୁସ୍ତକରେ ଲିଖିତ ଜୀବନ-ବୃକ୍ଷ ଓ ପବିତ୍ର ନଗରୀରେ ତାହାର ଅଂଶ ଲୋପ କରିବେ।
୧୯ଆଡଃ ନେ ପୁଥିରେ ଅଲାକାନ୍ ଆୟାର୍କାଜିକଏତେ ଜେତାଏ ଜେତ୍ନାଃ ଆତ୍ମେରେଦ, ପାର୍ମେଶ୍ୱାର୍ ଇନିଃକେ ନେ ପୁଥିରେ ଅଲାକାନ୍ ଜୀଦାନ୍ ଦାରୁରେୟାଃ ଜ'ହେତେ ଆଡଃ ପାବିତାର୍ ନାଗାର୍ହେତେ ହିଗାଡ଼ିୟା ।
20 ଯେ ଏହି ସମସ୍ତ ବିଷୟରେ ସାକ୍ଷ୍ୟ ଦେଉଅଛନ୍ତି, ସେ କହନ୍ତି, “ସତ୍ୟ, ଆମ୍ଭେ ଶୀଘ୍ର ଆସୁଅଛୁ।” ଆମେନ୍, ହେ ପ୍ରଭୁ ଯୀଶୁ, ଆସନ୍ତୁ।
୨୦ନେ ସବେନ୍ ବିଷାଏରେୟାଃ ଗାୱା ଏମ୍ତାନ୍ନିଃ କାଜିତାନାଏ, “ନେଆଁ ସାର୍ତିଗି ହବାଅଃଗିୟା । ଆଇଙ୍ଗ୍ ସାର୍ତିଗି ଜାଲ୍ଦିଗିଇଙ୍ଗ୍ ହିଜୁଃଆ ।” ଏନାଗି ହବାଅଃକା । ହେ ପ୍ରାଭୁ ୟୀଶୁ, ହିଜୁଃମେ ।
21 ପ୍ରଭୁ ଯୀଶୁଙ୍କ ଅନୁଗ୍ରହ ସମସ୍ତଙ୍କ ସହବର୍ତ୍ତୀ ହେଉ। ଆମେନ୍।
୨୧ପ୍ରାଭୁ ୟୀଶୁଆଃ ସାୟାଦ୍ ମିମିଆଦ୍ ସବେନ୍କ ଆଟ୍କାରେପେ । ଆମେନ୍ ।