< ପ୍ରକାଶିତ 22 +

1 ପରେ ଦୂତ ମୋତେ ଜୀବନଦାୟକ ଜଳର ଗୋଟିଏ ନଦୀ ଦେଖାଇଲେ, ତାହା ସ୍ଫଟିକ ସଦୃଶ ଉଜ୍ଜ୍ୱଳ, ପୁଣି, ଈଶ୍ବର ଓ ମେଷଶାବକଙ୍କ ସିଂହାସନରୁ ନିର୍ଗତ ହୋଇ ନଗରର ପଥ ମଧ୍ୟ ଦେଇ ପ୍ରବାହିତ ହେଉଅଛି।
ଡା଼ୟୁ ଦୂତୁ ନାଙ୍ଗେ ଜୀୱୁହୀନି ଏ଼ୟୁତି ର଼ କାଡା ତ଼ସ୍ତାତେସି, ଏ଼ଦି ଅପ୍‌ନି ଦାର୍ପେଣିଲେହେଁ ଉଜେଡ଼ି, ଅ଼ଡ଼େ ମାହାପୂରୁ ଇଞ୍ଜାଁ ମେ଼ଣ୍ତା ଡା଼ଲୁତି ସିଂଗାସାଣିଟି ହ଼ଚାନା ଗା଼ଡ଼ାତି ଜିରୁ ମାଦିଟି ହାଜିମାନେ ।
2 ସେହି ନଦୀର ଉଭୟ ପାର୍ଶ୍ୱରେ ଦ୍ୱାଦଶ ଥର ଫଳଦାୟକ ଜୀବନ-ବୃକ୍ଷ ଅଛି, ସେଥିରେ ପ୍ରତିମାସରେ ଫଳ ଫଳେ, ପୁଣି, ସେହି ବୃକ୍ଷର ପତ୍ର ଜାତିସମୂହର ଆରୋଗ୍ୟକାରକ।
ଏ଼ କାଡାତି ରିକୱାକି ବା଼ର ଦେବା ପା଼ଡ଼େୟି ଆ଼ୟିନି ଜୀୱୁତି ମା଼ର୍‌ନୁ ମାନେ, ଏମ୍ବାଆଁ ଲେ଼ଞ୍ଜୁ ତାକି ଲେ଼ଞ୍ଜୁ ପା଼ଡ଼େୟି ଆ଼ୟିନେ, ଇଞ୍ଜାଁ ଏ଼ ମା଼ର୍‌ନୁତି ଆ଼କା ବାରେ କୂଡ଼ାତାରାଇଁ ର଼ଗଟି ନେହିଁ କିନାଇ ।
3 କୌଣସି ଅଭିଶପ୍ତ ବିଷୟ ଆଉ ରହିବ ନାହିଁ। ଈଶ୍ବର ଓ ମେଷଶାବକଙ୍କ ସିଂହାସନ ନଗରୀ ମଧ୍ୟରେ ରହିବ, ଆଉ ତାହାଙ୍କ ଦାସମାନେ ତାହାଙ୍କର ଉପାସନା କରିବେ।
ଏମ୍ବାଆଁ ଏ଼ନି ବା଼କା ଡ଼ୟେଏ, ମାହାପୂରୁ ଅ଼ଡ଼େ ମେ଼ଣ୍ତା ଡା଼ଲୁତି ସିଂଗାସାଣି ଗା଼ଡ଼ା ମାଦିଏ ଡ଼ୟିନେ, ଇଞ୍ଜାଁ ଏ଼ୱାଣି ହ଼ଲିୟାଙ୍ଗା ଏ଼ୱାଣି ସେ଼ବା କିନେରି ।
4 ସେମାନେ ତାହାଙ୍କ ମୁଖ ଦର୍ଶନ କରିବେ ଓ ତାହାଙ୍କ ନାମ ସେମାନଙ୍କ କପାଳରେ ଲିଖିତ ରହିବ।
ଏ଼ୱାରି ତାନି ମୂମ୍ବୁ ମେହ୍‌ନେରି, ଇଞ୍ଜାଁ ତାନି ଦ଼ରୁ ଏ଼ୱାରି ମୁଞ୍ଜୁତା ରା଼ଚିନେସି ।
5 ରାତ୍ରି ଆଉ ହେବ ନାହିଁ, ସେମାନଙ୍କର ପ୍ରଦୀପ କି ସୂର୍ଯ୍ୟର ଆଲୋକର ପ୍ରୟୋଜନ ହେବ ନାହିଁ, କାରଣ ପ୍ରଭୁ ଈଶ୍ବର ସେମାନଙ୍କ ଉପରେ ଆଲୋକ ସ୍ୱରୂପ ହେବେ, ପୁଣି, ସେମାନେ ଯୁଗେ ଯୁଗେ ରାଜତ୍ୱ କରିବେ। (aiōn g165)
ଏମ୍ବାଆଁ ଲା଼ଆଁୟାଁ ଆ଼ଏ, ଏ଼ୱାରାକି ଦୀୱଁ କି ୱେ଼ଡ଼ାତି ଉଜେଡ଼ି ଲ଼ଡ଼ା ଆ଼ଏ, ଇଚିହିଁ ପ୍ରବୁ ମାହାପୂରୁ ଏ଼ୱାରି ମୁହେଁ ଉଜେଡ଼ି ଲେହେଁ ଆ଼ନେସି, ଇଞ୍ଜାଁ ଏ଼ୱାରି କା଼ଲାକା଼ଲା ତାକି ରା଼ଜି କିନେରି । (aiōn g165)
6 ପରେ ସେ ମୋତେ କହିଲେ, ଏହି ସମସ୍ତ ବାକ୍ୟ ବିଶ୍ୱାସଯୋଗ୍ୟ ଓ ସତ୍ୟ; ଯାହା ଯାହା ଶୀଘ୍ର ଘଟିବ, ସେହିସବୁ ଆପଣା ଦାସମାନଙ୍କୁ ଦେଖାଇବା ନିମନ୍ତେ ପ୍ରଭୁ, ଭାବବାଦୀମାନଙ୍କ ଆତ୍ମାସମୂହର ଈଶ୍ବର, ଆପଣା ଦୂତଙ୍କୁ ପ୍ରେରଣ କରିଅଛନ୍ତି।
ଏଚେଟିଏ ଦୂତୁ ନାଙ୍ଗେ ଏଲେଇଚେସି, “ଈ ବ଼ଲୁ ସାତା ଇଞ୍ଜାଁ ନାମୁଗାଟାୟି; ଏ଼ନାୟି ଗା଼ଡ଼େକେଏ ଗଟୱି ଆ଼ନେ, ଏ଼ ବାରେ ତାନି ସେ଼ବା କିନାରାଇଁ ତ଼ସାଲି ତାକି, ପ୍ରବୁ, ମାହାପୂରୁ ଅଣ୍‌ପୁତି ବ଼ଲୁ ୱେହନାରି ଜୀୱୁୟାଁତି ମାହାପୂରୁ, ତାନି ଦୂତୁଇଁ ପାଣ୍ତାମାଞ୍ଜାନେସି ।”
7 “ଦେଖ, ଆମ୍ଭେ ଶୀଘ୍ର ଆସୁଅଛୁ; ଯେ ଏହି ପୁସ୍ତକର ଭାବବାଣୀସବୁ ପାଳନ କରେ, ସେ ଧନ୍ୟ।”
“ମେହ୍‌ମୁ ନା଼ନୁ ତବେ ୱା଼ହିମାଇଁ; ଆମ୍ବାଆସି ଈ ପତିତି ବ଼ଲୁତି ମା଼ନୱି ଆ଼ନେସି ଏ଼ୱାସି ନେହେଁ ।”
8 ମୁଁ ଯୋହନ ସ୍ୱୟଂ ଏହି ସମସ୍ତ ଶ୍ରବଣ ଓ ଦର୍ଶନ କରିବା ପରେ, ଯେଉଁ ଦୂତ ମୋତେ ଏହି ସମସ୍ତ ଦର୍ଶନ କରାଇଲେ, ମୁଁ ତାହାଙ୍କ ପାଦ ତଳେ ପ୍ରଣାମ କରିବା ନିମନ୍ତେ ଉବୁଡ଼ ହେଲି।
ନା଼ନୁ ଜହନତେଏଁ, ଈ ବାରେ ୱେଚି ଅ଼ଡ଼େ ମେସ୍ତି ଡା଼ୟୁ ଆମିନି ଦୂତୁ ନାଙ୍ଗେ ଏ଼ ବାରେ ତ଼ସ୍ତାତେ, ନା଼ନୁ ଏ଼ଦାନି ଜହରା କିହାଲି ତାନି ପାଃଆନା କଡାଣା ରୀତେଏଁ ।
9 କିନ୍ତୁ ସେ ମୋତେ କହିଲେ, ସାବଧାନ, ଏହା କର ନାହିଁ, କାରଣ ମୁଁ ତୁମ୍ଭର, ତୁମ୍ଭର ଭ୍ରାତୃବୃନ୍ଦ ଭାବବାଦୀମାନଙ୍କର ଓ ଏହି ପୁସ୍ତକର ବାକ୍ୟ ପାଳନକାରୀମାନଙ୍କର ସହଦାସ; ଈଶ୍ବରଙ୍କୁ ପ୍ରଣାମ କର।
ସାମା ଏ଼ଦି ନାଙ୍ଗେ ଏଲେଇଞ୍ଜାତେ, “ଜାଗ୍ରାତା ଏଲେକିଆନି, ନା଼ନୁ ଜିକେଏ ନୀ ତଲେ ମାହାପୂରୁ ଅଣ୍‌ପୁତି ବ଼ଲୁ ୱେହ୍‌ନି ନୀ ତାୟିୟାଁ ତଲେ, ଅ଼ଡ଼େ ଈ ପତିତା ରା଼ସ୍‌କି ଆ଼ହାମାନି ବ଼ଲୁତି ବାରେ ମା଼ନୱି ଆ଼ନାରି ତଲେ ର଼ ହ଼ଲେଏଣା ଲେହେଁ; ମାହାପୂରୁଇଁ ଜହରା କିମୁ ।”
10 ଆଉ ସେ ମୋତେ କହିଲେ, ତୁମ୍ଭେ ଏହି ପୁସ୍ତକର ଭାବବାଣୀସବୁ ମୁଦ୍ରାଙ୍କିତ କର ନାହିଁ, କାରଣ ସମୟ ସନ୍ନିକଟ।
୧୦ଅ଼ଡ଼େ ଏ଼ଦି ନାଙ୍ଗେ ଏଲେଇଞ୍ଜାତେ, “ନୀନୁ ଈ ପତିତି ଡା଼ୟୁ ଗଟୱି ଆ଼ନି ବ଼ଲୁତି ସୀଲି କିଆନି, ଏ଼ନାଆଁତାକି ଇଚିହିଁ କା଼ଲମି ଏଦାତେୟିଏ ।
11 ଯେ ଅଧର୍ମାଚାରୀ, ସେ ଆହୁରି ଅଧର୍ମାଚରଣ କରୁ; ଯେ ଅଶୁଚି, ସେ ଆହୁରି ଅଶୁଚି ହେଉ; ପୁଣି, ଯେ ଧାର୍ମିକ, ସେ ଆହୁରି ଧର୍ମାଚରଣ କରୁ; ଯେ ପବିତ୍ର ସେ ଆହୁରି ପବିତ୍ର ହେଉ।
୧୧ଆମ୍ବାଆସି ଦାର୍ମୁ ହିଲାଆଗାଟାସି, ଏ଼ୱାସି ଅ଼ଡ଼େ ଦାର୍ମୁ ହିଲାଆ କାମା କିପାସି, ଆମ୍ବାଆସି ଲାଗେଏ କାମା କିନେସି, ଏ଼ୱାସି ଅ଼ଡ଼େ ଲାଗେଏ କାମା କିପାସି, ଆମ୍ବାଆସି ଦାର୍ମୁଗାଟାସି, ଏ଼ୱାସି ଅ଼ଡ଼େ ଦାର୍ମୁଗାଟାସି ଆ଼ପେସି, ଆମ୍ବାଆସି ସୁଦୁଗାଟାସି, ଏ଼ୱାସି ଅ଼ଡ଼େ ସୁଦୁ ଆ଼ପେସି ।”
12 “ଦେଖ, ଆମ୍ଭେ ଶୀଘ୍ର ଆସୁଅଛୁ; ପ୍ରତ୍ୟେକ ଲୋକକୁ ତାହାର କର୍ମାନୁସାରେ ଫଳ ଦେବାକୁ ଆମ୍ଭର ପୁରସ୍କାର ଆମ୍ଭ ସଙ୍ଗରେ ଅଛି।
୧୨“ମେହ୍‌ମୁ, ନା଼ନୁ ତବେ ୱା଼ହିମାଇଁ, ବାରେଜା଼ଣା ତାକି ତାମି କାମାତି ଲେକାତଲେ ପା଼ଡ଼େୟି ହୀହାଲି ନା଼ ଦା଼ନା ନା଼ ତା଼ଣା ମାନେ ।
13 ଆମ୍ଭେ ଆଲଫା ଏବଂ ଓମେଗା, ପ୍ରଥମ ଓ ଶେଷ, ଆଦି ଓ ଅନ୍ତ।
୧୩ନା଼ନୁ ଆଲ୍‌ପା ଅ଼ଡ଼େ ଅମେଗାତେଏଁ, ନ଼କିତାତେଏଁ ଇଞ୍ଜାଁ ଡା଼ୟୁତାତେଏଁ, ମୂଲୁତାତେଏଁ ଅ଼ଡ଼େ ରା଼ପ୍‌ନାତେଏଁ ।”
14 ଜୀବନ ବୃକ୍ଷର ଅଧିକାରୀ ହେବା ନିମନ୍ତେ ଓ ଦ୍ୱାର ଦେଇ ନଗରୀରେ ପ୍ରବେଶ କରିବା ନିମନ୍ତେ ଯେଉଁମାନେ ଆପଣା ଆପଣା ବସ୍ତ୍ର ଧୌତ କରନ୍ତି, ସେମାନେ ଧନ୍ୟ।
୧୪ଜୀୱୁତି ମା଼ର୍‌ନୁତି ଅଦିକାରା ଆୟାଲି ଅ଼ଡ଼େ ଦୁୱେରିଟି ଗା଼ଡ଼ାତା ହ଼ଡାଲି ତାକି ଆମ୍ବାଆରି ତାମି ହିମ୍ବରିକା ରା଼ଚାମାନେରି ଏ଼ୱାରି ନେହେଁ ।
15 କୁକୁରମାନେ, ମାୟାବୀ, ବ୍ୟଭିଚାରୀ, ନରଘାତକ, ପ୍ରତିମାପୂଜକ ପୁଣି, ମିଥ୍ୟାପ୍ରିୟ ଓ ମିଥ୍ୟାଚାରୀମାନେ ବାହାରେ ରହିବେ।
୧୫ସାମା ରେ଼ଜିମାନି ନେସ୍‌କା ଲେହେଁତାରି, ଗୂଣି ଗାର୍‌ଡ଼ି କିନାରି, ଦା଼ରିକାମା କିନାରି, ଲ଼କୁଣି ପା଼ୟିନାରି, ପେ଼ଣ୍‌କା ବମାୟାଁଣି ପୂଜା କିନାରି, ମିଚିକାତାତି ଜୀୱୁ ନ଼ନାରି, ମିଚି କାମାତି କିହାଲି ରା଼ହାଁ ଆ଼ନାରି ବାରେ ପାଙ୍ଗାତା ଡ଼ୟିନେରି ।
16 ଆମ୍ଭେ ଯୀଶୁ, ମଣ୍ଡଳୀମାନଙ୍କ ନିମନ୍ତେ ତୁମ୍ଭମାନଙ୍କ ନିକଟରେ ଏହି ସମସ୍ତ ସାକ୍ଷ୍ୟ ଦେବା ପାଇଁ ଆମ୍ଭର ଦୂତକୁ ପ୍ରେରଣ କରିଅଛୁ। ଆମ୍ଭେ ଦାଉଦଙ୍କ ମୂଳ ଓ ବଂଶଜ, ସେହି ଉଜ୍ଜ୍ୱଳ ପ୍ରଭାତୀ ତାରା।”
୧୬“ନା଼ନୁ ଜୀସୁତେଏଁ, ମାହାପୂରୁ କୁଲମିକା ତାକି ମିଙ୍ଗେ ଈ କାତା ୱେସାଲି ନା଼ ଦୂତୁଇଁ ପାଣ୍ତାମାଞ୍ଜାଇଁ, ନା଼ନୁଏ ଦାୱୁଦତି ମୂଲୁ ଅ଼ଡ଼େ କୂଡ଼ାତାତେଏଁ; ଏ଼ ଉଜେଡ଼ିତି ୱେ଼ୟାଜାରା ହୁକାତେଏଁ ।”
17 ଆତ୍ମା ଓ କନ୍ୟା କହନ୍ତି, ଆସ। ପୁଣି, ଯେ ଶୁଣେ, ସେ କହୁ, ଆସ। ଯେ ତୃଷାର୍ତ୍ତ, ସେ ଆସୁ; ଯେ ଇଚ୍ଛା କରେ, ସେ ବିନାମୂଲ୍ୟରେ ଜୀବନଦାୟକ ଜଳ ପାନ କରୁ।
୧୭ସୁଦୁଜୀୱୁ ଅ଼ଡ଼େ ବୀହା ଆ଼ନି ଡ଼ାଆ ମା଼ଙ୍ଗା ଏଲେଇନେ, “ୱା଼ମୁ!” ଆମ୍ବାଆସି ୱେନେସି ଏ଼ୱାସି ଏଲେଇଣ୍‌ମ୍ବାସି, “ୱା଼ମୁ!” ଏ଼ସ୍‌କି ଗାଟାସି, ୱା଼ପାସି, ଆମ୍ବାଆସି ମ଼ନ କିନେସି; ଏ଼ୱାସି ଜୀୱୁହୀନି ଏ଼ୟୁ ଉଜେଏ ଗସ୍‌ପେସି ।
18 ଯେଉଁମାନେ ଏହି ପୁସ୍ତକର ଭାବବାଣୀସବୁ ଶ୍ରବଣ କରନ୍ତି, ସେମାନଙ୍କର ପ୍ରତ୍ୟେକ ଜଣକୁ ମୁଁ ସାକ୍ଷ୍ୟ ଦେଇ କହୁଅଛି, କେହି ଯଦି ଏହିସବୁ ସଙ୍ଗରେ କିଛି ଯୋଗ କରେ, ତେବେ ଏହି ପୁସ୍ତକରେ ଲିଖିତ କ୍ଲେଶଗୁଡ଼ିକ ଈଶ୍ବର ତାହା ପ୍ରତି ଘଟାଇବେ;
୧୮ଆମ୍ବାଆରି ଈ ପତିତା ମାନି ଡା଼ୟୁ ଗଟୱି ଆ଼ନି କାତାତି ୱେନେରି, ନା଼ନୁ ଏ଼ୱାରାଇଁ ଜାଗ୍ରାତା କିହିଁ ୱେସିମାଇଁ, ଆମ୍ବାଆସି ଈ ପତିତା ଏ଼ନାଆଁ ଆଟ୍‌ନେସି, ଆତିହିଁ ମାହାପୂରୁ ଈ ପତିତା ରା଼ସ୍‌କି ଆ଼ହାମାନି ଡଣ୍ତୟାଁ ଏ଼ୱାଣାକି ହୀନେସି;
19 ପୁଣି, କେହି ଯଦି ଏହି ଭାବବାଣୀ ପୁସ୍ତକର କୌଣସି ବାକ୍ୟ ଲୋପ କରେ, ତେବେ ଈଶ୍ବର ଏହି ପୁସ୍ତକରେ ଲିଖିତ ଜୀବନ-ବୃକ୍ଷ ଓ ପବିତ୍ର ନଗରୀରେ ତାହାର ଅଂଶ ଲୋପ କରିବେ।
୧୯ଅ଼ଡ଼େ ଆମ୍ବାଆସି ଈ ପତିତି ବ଼ଲୁତି ମ୍ଣେକ୍‌ନେସି, ଆତିହିଁ ମାହାପୂରୁ ଈ ପତିତା ରା଼ସ୍‌କି ଆ଼ହାମାନି ଜୀୱୁତି ମା଼ର୍‌ନୁ, ଅ଼ଡ଼େ ସୁଦୁ ଗା଼ଡ଼ାତି ତାନି ବା଼ଗା ମ୍ଣେକ୍‌ନେସି ।
20 ଯେ ଏହି ସମସ୍ତ ବିଷୟରେ ସାକ୍ଷ୍ୟ ଦେଉଅଛନ୍ତି, ସେ କହନ୍ତି, “ସତ୍ୟ, ଆମ୍ଭେ ଶୀଘ୍ର ଆସୁଅଛୁ।” ଆମେନ୍‍, ହେ ପ୍ରଭୁ ଯୀଶୁ, ଆସନ୍ତୁ।
୨୦ଆମ୍ବାଆସି ଈ ବାରେତାକି ସା଼କି ହୀହିମାନେସି, ଏ଼ୱାସି ଏଲେଇଞ୍ଜି ମାନେସି, ସାତା, “ନା଼ନୁ ତବେ ୱା଼ହିମାଇଁ ।” ଆ଼ମେନ୍‌ । ପ୍ରବୁ ଜୀସୁ ୱା଼ମୁ!
21 ପ୍ରଭୁ ଯୀଶୁଙ୍କ ଅନୁଗ୍ରହ ସମସ୍ତଙ୍କ ସହବର୍ତ୍ତୀ ହେଉ। ଆମେନ୍‍।
୨୧ପ୍ରବୁ ଜୀସୁତି କାର୍ମାମେହ୍‌ନାୟି ବାରେତାୟି ମାଙ୍ଗେ ଆୟାପେ । ଆ଼ମେନ୍‌ ।

< ପ୍ରକାଶିତ 22 +