< ପ୍ରକାଶିତ 21 >

1 ପରେ “ଏକ ନୂତନ ଆକାଶମଣ୍ଡଳ ଓ ନୂତନ ପୃଥିବୀ” ଦେଖିଲି, କାରଣ ପ୍ରଥମ ଆକାଶମଣ୍ଡଳ ଓ ପ୍ରଥମ ପୃଥିବୀ ଲୋପ ପାଇଥିଲା, ପୁଣି, ସମୁଦ୍ର ଆଉ ନ ଥିଲା।
ଏମ୍ବାଟିଏ ନା଼ନୁ ର଼ ପୁଃନି ହା଼ଗୁପା଼କା ଅ଼ଡ଼େ ପୁଃନି ଦାର୍‌ତି ମେସ୍ତେଏଁ, ଇଚିହିଁ ତଲିତି ହା଼ଗୁପା଼କା ଅ଼ଡ଼େ ତଲିତି ଦାର୍‌ତି ମେଣ୍‌ଙ୍ଗା ହାଜାମାଚେ, ଇଞ୍ଜାଁ ସାମ୍‌ଦୁରି ଅ଼ଡ଼େ ହିଲାଆତେ ।
2 ପୁଣି, ମୁଁ ପବିତ୍ର ନଗରୀ, ଅର୍ଥାତ୍‍ ନୂତନ ଯିରୂଶାଲମ ସହରକୁ ବର ନିମନ୍ତେ ସଜ୍ଜିତା କନ୍ୟାର ସଦୃଶ ପ୍ରସ୍ତୁତ ହୋଇ ସ୍ୱର୍ଗରୁ ଈଶ୍ବରଙ୍କ ନିକଟରୁ ଅବତରଣ କରିବାର ଦେଖିଲି।
ଅ଼ଡ଼େ ନା଼ନୁ ସୁଦୁ ଗା଼ଡ଼ା ଇଚିହିଁ ପୁଃନି ଜିରୁସାଲମତା ତାନି ବୀହା ଆ଼ନି ଡକ୍ରାଇଁ ବେଟାଆୟାଲି ତିୟାରା ଆ଼ହାମାନି ଡ଼ାଆ ମା଼ଙ୍ଗାଲେହେଁ ଲାକପୂରୁଟି ମାହାପୂରୁ ତା଼ଣାଟି ରେ଼ଚାୱାହି ମାଚାଣି ମେସ୍ତେଏଁ ।
3 ଆଉ ମୁଁ ସିଂହାସନ ମଧ୍ୟରୁ ଗୋଟିଏ ମହା ଶଦ୍ଦ ଏହା କହିବାର ଶୁଣିଲି, ଦେଖ, ମନୁଷ୍ୟମାନଙ୍କ ମଧ୍ୟରେ ଈଶ୍ବରଙ୍କ ବାସସ୍ଥାନ ଅଛି, ସେ ସେମାନଙ୍କ ସହିତ ବାସ କରିବେ, ଆଉ ସେମାନେ ତାହାଙ୍କ ଲୋକ ହେବେ,
ଅ଼ଡ଼େ ନା଼ନୁ ସିଂଗାସାଣିଟି ର଼ କାଜା ହା଼ଡା ଏଲେ ଇଞ୍ଜିମାଚାଣି ୱେଚେଏଁ, “ମେହ୍‌ଦୁ ମାଣ୍‌ସିୟାଁ ତା଼ଣା ମାହାପୂରୁତି ବାସାଟା଼ୟୁ ମାନେ, ଏ଼ୱାସି ଏ଼ୱାରିତଲେ ବାସା ଆ଼ନେସି, ଇଞ୍ଜାଁ ଏ଼ୱାରି ଏ଼ୱାଣି ଲ଼କୁ ଆ଼ନେରି,
4 ପୁଣି, ଈଶ୍ବର ନିଜେ ସେମାନଙ୍କ ସଙ୍ଗରେ ରହିବେ ଓ ସେମାନଙ୍କ ଚକ୍ଷୁରୁ ଲୋତକ ପୋଛିଦେବେ; ମୃତ୍ୟୁ ଆଉ ଘଟିବ ନାହିଁ; ଶୋକ କି କ୍ରନ୍ଦନ କି ବ୍ୟଥା ଆଉ ହେବ ନାହିଁ; କାରଣ ପୂର୍ବ ବିଷୟସବୁ ଲୋପ ପାଇଅଛି।
ଅ଼ଡ଼େ ମାହାପୂରୁ ତା଼ନୁଏ ଏ଼ୱାରିତଲେ ଡ଼ୟିନେସି, ଇଞ୍ଜାଁ ଏ଼ୱାରି କାନୁତି ବାରେ କାଣ୍ତ୍ରୁ ଜେ଼ଜାତୁହ୍‌ନେସି; ଏମ୍ବାଆଁ ହା଼କି ଅ଼ଡ଼େ ୱା଼ଏ; ଦୁକୁ, ଡ଼ୀକି, ଇଞ୍ଜାଁ ବୀସା ଅ଼ଡ଼େ ଡ଼ୟେଏ; ଇଚିହିଁ ପ୍ଣାଃଆୟି ବାରେ ମେଣ୍‌ଙ୍ଗା ହାଜାମାନେ ।”
5 ପରେ ସିଂହାସନ ଉପବିଷ୍ଟ ବ୍ୟକ୍ତି କହିଲେ, ଦେଖ, ଆମ୍ଭେ ସମସ୍ତ ବିଷୟ ନୂତନ କରୁଅଛୁ। ଆଉ ସେ କହିଲେ, ଲେଖ, କାରଣ ଏହି ସମସ୍ତ ବାକ୍ୟ ବିଶ୍ୱାସଯୋଗ୍ୟ ଓ ସତ୍ୟ।
ଏଚେଟିଏ ସିଂଗାସାଣିତା କୁଗାମାନାସି ଏଲେଇଚେସି, “ମେହ୍‌ମୁ ନା଼ନୁ ବାରେ ପୁଃନି କିହିମାଇଁ!” ଅ଼ଡ଼େ ଏ଼ୱାସି ଏଲେଇଞ୍ଜାତେସି, “ରା଼ଚାମୁ, ଏ଼ନାଆଁତାକି ଇଚିହିଁ ଈ ବାରେ କାତା ସାତାତାୟି ଅ଼ଡ଼େ ନାମୁଗାଟାୟି ।”
6 ସେ ମୋତେ ଆହୁରି କହିଲେ, ସମସ୍ତ ସମାପ୍ତ ହୋଇଅଛି। ଆମ୍ଭେ ଆଲଫା ଏବଂ ଓମେଗା, ଆରମ୍ଭ ଓ ଶେଷ। ଯେ ତୃଷାର୍ତ୍ତ, ତାହାକୁ ଆମ୍ଭେ ଜୀବନରୂପ ନିର୍ଝରରୁ ବିନାମୂଲ୍ୟରେ ପାନ କରିବାକୁ ଦେବୁ।
ଏ଼ୱାସି ନାଙ୍ଗେ ଅ଼ଡ଼େ ଏଲେଇଞ୍ଜାତେସି, “ବାରେ ରା଼ତେୟିଏ, ନା଼ନୁ ଆଲ୍‌ପା ଅ଼ଡ଼େ ଅମେଗା, ମା଼ଟ୍‌ନାତେଏଁ ଅ଼ଡ଼େ ରା଼ପ୍‌ନାତେଏଁ, ଆମ୍ବାଆସି ଏ଼ସ୍‌କି ଗାଟାସି ଏ଼ୱାଣାକି ଜୀୱୁହୀନି ଜାର୍‌ଣାଟି ଡାବୁୟାଁ ହୀଆନା ଏ଼ୟୁ ଗସାଲି ହୀଇଁ ।
7 ଯେ ଜୟ କରେ, ସେ ଏହି ସମସ୍ତର ଅଧିକାରୀ ହେବ; ଆମ୍ଭେ ତାହାର ଈଶ୍ବର ହେବୁ, ପୁଣି, ସେ ଆମ୍ଭର ପୁତ୍ର ହେବ।
ଆମ୍ବାଆସି ଜୀଣା ଆ଼ନେସି, ଏ଼ୱାସି ଈ ବାରେତି ଅଦିକାରା ଆ଼ନେସି; ନା଼ନୁ ଏ଼ୱାଣି ମାହାପୂରୁ ଆ଼ଇଁ, ଇଞ୍ଜାଁ ଏ଼ୱାସି ନା଼ ମୀର୍‌ଏସି ଆ଼ନେସି ।
8 କିନ୍ତୁ ଯେଉଁମାନେ ଭୀରୁ, ଅବିଶ୍ୱାସୀ, ଘୃଣ୍ୟ-କଳଙ୍କିତ, ନରଘାତକ, ବ୍ୟଭିଚାରୀ, ମାୟାବୀ ଓ ପ୍ରତିମାପୂଜକ, ସେମାନେ ଓ ସମସ୍ତ ମିଥ୍ୟାବାଦୀ, ଅଗ୍ନି ଓ ଗନ୍ଧକ ପ୍ରଜ୍ୱଳିତ ହ୍ରଦରେ ଅଂଶ ପାଇବେ; ଏହା ହିଁ ଦ୍ୱିତୀୟ ମୃତ୍ୟୁ। (Limnē Pyr g3041 g4442)
ସାମା ଆମ୍ବାଆରି ଆଜିନାରି, ନାମୁ ହିଲାଆ ଗାଟାରି, ଅ଼ପାଆଗାଟି କାମାକିନାରି, ଲ଼କୁଣି ପା଼ୟିନାରି, ଦା଼ରି କିନାରି, ଗୂଣି ଗାର୍‌ଡ଼ି କିନାରି, ପେ଼ଣ୍‌କା ବମାୟାଁ ପୂଜା କିନାରି, ଏ଼ୱାରି ଅ଼ଡ଼େ ବାରେ ମିଚି କାତା ୱେହ୍‌ନାରି, ହିଚୁ ଅ଼ଡ଼େ ଗାନ୍ଦାଗୁଣ୍ତା ତଲେ ଡ଼ୀଞ୍ଜିମାନି ଗା଼ଡ଼୍‌ୟୁତା ଟା଼ୟୁ ବେଟାଆ଼ନେରି, ଏ଼ଦି ଡା଼ୟୁତି ହା଼କି ।” (Limnē Pyr g3041 g4442)
9 ତତ୍ପରେ ଯେଉଁ ସପ୍ତ ଦୂତ ଶେଷ ସପ୍ତ କ୍ଲେଶରେ ପରିପୂର୍ଣ୍ଣ ସପ୍ତ ପାତ୍ର ଧରିଥିଲେ, ସେମାନଙ୍କ ମଧ୍ୟରୁ ଜଣେ ଆସି ମୋତେ କହିଲେ, ଏଠାକୁ ଆସ, ମୁଁ ତୁମ୍ଭକୁ ସେହି କନ୍ୟା, ଅର୍ଥାତ୍‍ ମେଷଶାବକଙ୍କ ଭାର୍ଯ୍ୟାକୁ ଦେଖାଇବି।
ଏଚେଟିଏ ସା଼ତାଗଟା ଦୂତୁୟାଁ ଡା଼ୟୁତି ସା଼ତାଗଟା ଡଣ୍ତୟାଁଇଁ ଆସାମାନି ସା଼ତାଗଟା ଗିନାୟାଁଣା ସା଼ତାଗଟା ଦୂତୁୟାଁ ବିତ୍ରାଟି ର଼ ଦୂତୁ ନା଼ ତା଼ଣା ୱା଼ହାନା ଏଲେଇଞ୍ଜାତେ, “ଇମ୍ବାଆଁ ୱା଼ମୁ, ବୀହା ଆ଼ହିମାନି ଡ଼ାଆମା଼ଙ୍ଗା ଇଚିହିଁ ମେ଼ଣ୍ତା ଡା଼ଲୁତି ଡକ୍ରିନି ନିଙ୍ଗ ତ଼ସ୍ତାଇଁ ।”
10 ସେଥିରେ ସେ ମୋତେ ଆତ୍ମାରେ ଗୋଟିଏ ବୃହତ୍ ଓ ଉଚ୍ଚ ପର୍ବତକୁ ଘେନିଯାଇ ପବିତ୍ର ନଗରୀ ଯିରୂଶାଲମ ସହରକୁ ଦେଖାଇଲେ, ତାହା ସ୍ୱର୍ଗରୁ ଈଶ୍ବରଙ୍କ ନିକଟରୁ ଅବତରଣ କରୁଥିଲା ଏବଂ ଈଶ୍ବରଙ୍କ ଗୌରବ ବିଶିଷ୍ଟ ଥିଲା;
୧୦ଏଚେଟିଏ ଏ଼ ଦୂତୁ ନାଙ୍ଗେ ସୁଦୁଜୀୱୁ ବା଼ଡ଼୍‌ୟୁଟି ର଼ କାଜାୟି ଅ଼ଡ଼େ ପାଡାଆ଼ତି ହ଼ରୁତା ଅ଼ହାନା ଏ଼ ସୁଦୁ ଗା଼ଡ଼ା ଜିରୁସାଲମତି ତ଼ସ୍ତାତେ, ଏ଼ଦି ଲାକପୂରୁଟି ଇଚିହିଁ ମାହାପୂରୁ ତା଼ଣାଟି ରେ଼ଚା ୱା଼ହିମାଚେ,
11 ତାହାର ଜ୍ୟୋତିଃ ଅତି ବହୁମୂଲ୍ୟ ମଣି ସଦୃଶ, ସ୍ୱଚ୍ଛ ସୂର୍ଯ୍ୟକାନ୍ତ ପରି।
୧୧ଅ଼ଡ଼େ ଏ଼ଦି ମାହାପୂରୁତି ଗାୱୁରମି ତଲେ ମ୍ଣିସିମାଚେ, ଏ଼ଦାନି ଉଜେଡ଼ି ହା଼ରେକା ଦାରାଗାଟି ମଣି ଅ଼ଡ଼େ ୱେ଼ଡ଼ାତି ଅପ୍‌ନି ଦାର୍ପେଣିଲେହେଁ ।
12 ତାହାର ଗୋଟିଏ ବୃହତ୍ ଓ ଉଚ୍ଚ ପ୍ରାଚୀର ଅଛି, ସେଥିର ଦ୍ୱାଦଶ ଦ୍ୱାର, ସେହି ଦ୍ୱାରରେ ଦ୍ୱାଦଶ ଦୂତ ଓ ଦ୍ୱାରସମୂହର ଉପରେ ଇସ୍ରାଏଲ ସନ୍ତାନମାନଙ୍କର ଦ୍ୱାଦଶ ବଂଶର ନାମ ଲିଖିତ ଅଛି।
୧୨ଏ଼ଦାନି ସା଼ରିସୁଟୁ ର଼ କାଜାୟି ଅ଼ଡ଼େ ପାଡାଆ଼ତି କ଼ଟା ମାନେ, ଏମ୍ବାଆଁ ବା଼ରଗଟା ଦୁୱେରିକା, ଏ଼ ଦୁୱେରିକାଣା ବା଼ରଜା଼ଣା ଦୂତୁୟାଁ ଇଞ୍ଜାଁ ଦୁୱେରିକା ଲାକ ଇସ୍ରାୟେଲ ମୀର୍‌କାତି ବା଼ର କୂଡ଼ାତି ଦ଼ର୍‌କା ରା଼ସ୍‌କି ଆ଼ହାମାନେ ।
13 ପୂର୍ବରେ ତିନି ଦ୍ୱାର, ଉତ୍ତରରେ ତିନି ଦ୍ୱାର, ଦକ୍ଷିଣରେ ତିନି ଦ୍ୱାର ଓ ପଶ୍ଚିମରେ ତିନି ଦ୍ୱାର।
୧୩ୱେ଼ଡ଼ା ହ଼ପୁୱାକି ତୀନିଗଟା ଦୁୱେରିକା, ଟିଃନିୱାକି ତୀନିଗଟା ଦୁୱେରିକା, ଟେ଼ବ୍ରିୱାକି ତୀନିଗଟା ଦୁୱେରିକା, ଅ଼ଡ଼େ ୱେ଼ଡ଼ା କୂଡ଼୍‌ନି ୱାକି ତୀନିଗଟା ଦୁୱେରିକା ।
14 ସେହି ନଗରୀର ପ୍ରାଚୀରର ଦ୍ୱାଦଶ ଭିତ୍ତିମୂଳ ଥିଲା, ସେହିସବୁ ଉପରେ ମେଷଶାବକଙ୍କ ଦ୍ୱାଦଶ ପ୍ରେରିତଙ୍କ ଦ୍ୱାଦଶ ନାମ ଲିଖିତ ଅଛି।
୧୪ଏ଼ ଗା଼ଡ଼ାତି କ଼ଟା ବା଼ରଗଟା ପୁନାଦିକା ଇଟ୍‌କି ଆ଼ହାମାନୁ, ଏ଼ ୱାଲ୍‌କା ଲାକ ମେ଼ଣ୍ତା ଡା଼ଲୁ ତା଼ଣାଟି ବା଼ରଜା଼ଣା ପାଣ୍ତ୍‌ୱି ଆ଼ହାମାନାରି ବା଼ରଗଟା ଦ଼ର୍‌କା ରା଼ସ୍‌କି ଆ଼ହାମାନୁ
15 ଯେ ମୋ ସହିତ କଥା କହୁଥିଲେ, ତାହାଙ୍କ ହସ୍ତରେ ନଗରୀ, ତାହାର ଦ୍ୱାରସମୂହ ଓ ପ୍ରାଚୀର ମାପ କରିବା ନିମନ୍ତେ ଗୋଟିଏ ସୁବର୍ଣ୍ଣ ପରିମାପକ ନଳ ଥିଲା।
୧୫ନା଼ ତଲେ କାତା ଆ଼ହିମାଚି ଦୂତୁତି କେୟୁତା ଗା଼ଡ଼ାତି, ଇଞ୍ଜାଁ ଏମ୍ବାତି ଦୁୱେରିକା ଅ଼ଡ଼େ ସା଼ରିସୁଟୁତି କ଼ଟା ଲା଼ଚାଲି ର଼ ବାଂଗାରା ବାଡ଼୍‌ଗା ମାଚେ ।
16 ନଗରୀଟି ଚାରିକୋଣିଆ, ତାହାର ଦୈର୍ଘ୍ୟ ଓ ପ୍ରସ୍ଥ ସମାନ; ସେ ସେହି ନଳରେ ନଗରୀକୁ ମାପନ୍ତେ ବାର ହଜାର ତୀର ହେଲା; ସେଥିର ଦୈର୍ଘ୍ୟ, ପ୍ରସ୍ଥ ଓ ଉଚ୍ଚତା।
୧୬ଏ଼ ଗା଼ଡ଼ା ସା଼ରି କନ, ତାନି ଲାମ୍ବା ଅ଼ଡ଼େ ଅ଼ସାରା ରଣ୍ତିଏ ସମାନା; ଏ଼ୱାସି ଏ଼ ଗା଼ଡ଼ାତି ଏ଼ ବାଡ଼୍‌ଗା ତଲେ ଲା଼ଚାଲିଏ ବା଼ର ମା଼ଣା ବାଡ଼୍‌ଗା ଆ଼ତେ; ଏମ୍ବାତି ଲାମ୍ବା ଅ଼ସାରା ଅ଼ଡ଼େ ପାଡ୍‌ଣି ଜିକେଏ ସମାନା ଆ଼ତେ ।
17 ପରେ ସେ ସେଥିର ପ୍ରାଚୀର ମାପନ୍ତେ ତାହା ମନୁଷ୍ୟର ପରିମାଣ ଅନୁସାରେ ଏକ ଶହ ଚୌରାଳିଶ ହାତ ହେଲା, ଦୂତ ହିଁ ଏହି ପରିମାଣ ଅନୁସାରେ ମାପୁଥିଲେ।
୧୭ଅ଼ଡ଼େ ଡା଼ୟୁ ଏ଼ଦି ଗା଼ଡ଼ାତି ସା଼ରିସୁଟୁ କ଼ଟା ଲା଼ଚାଲିଏ ଏ଼ଦି ମାଣ୍‌ସିତି ଲେକାତଲେ ସା଼ତାକ଼ଡ଼ି ସା଼ରି ହା଼ତା ଆ଼ତେ, ଦୂତୁ ଏ଼ ଲେକାତଲେ ଲା଼ଚି ମାଚେ ।
18 ସେହି ପ୍ରାଚୀର ସୂର୍ଯ୍ୟକାନ୍ତ ମଣି ନିର୍ମିତ, ପୁଣି, ନଗରୀଟି ନିର୍ମଳ କାଚ ପରି ଶୁଦ୍ଧ ସୁବର୍ଣ୍ଣ ନିର୍ମିତ।
୧୮ଏ଼ ସା଼ରିସୁଟୁତି କ଼ଟା ୱେ଼ଡ଼ାତି ଅପ୍‌ନି ଦାର୍ପେଣି ଲେହେଁତି ମଣି ତଲେ କେ଼ପି ଆ଼ହାମାନେ, ଅ଼ଡ଼େ ଗା଼ଡ଼ା ଅପ୍‌ନି ଦାର୍ପେଣି ଲେହେଁତି ସୁଦୁ ବାଂଗାରା ତଲେ କେ଼ପି ଆ଼ହାମାନେ ।
19 ନଗରୀର ପ୍ରାଚୀରର ଭିତ୍ତିମୂଳ ସମସ୍ତ ପ୍ରକାର ବହୁମୂଲ୍ୟ ମଣିରେ ଭୂଷିତ। ପ୍ରଥମ ଭିତ୍ତିମୂଳ ହୀରକର, ଦ୍ୱିତୀୟ ନୀଳକାନ୍ତ ମଣିର, ତୃତୀୟ ବୈଦୁର୍ଯ୍ୟ ମଣିର, ଚତୁର୍ଥ ମରକତ ମଣିର,
୧୯ଗା଼ଡ଼ାତି ସା଼ରିସୁଟୁ କ଼ଟାତି ପୁନାଦି ଏଟ୍‌କା ଏଟ୍‌କାତି ହା଼ରେ ଦାରାଗାଟି ମଣି ୱାଲ୍‌କାତଲେ ଅ଼ଜିକିୱି ଆ଼ହାମାନେ, ତଲିତି ପୁନାଦି ଜାସପର୍‌, ରୀ ଲମ୍ବର ପୁନାଦି ନିଲକାନ୍ତମଣି, ତୀନି ଲମ୍ବର ପୁନାଦି ବଦୁଜ୍ୟମଣି, ସା଼ରି ଲମ୍ବର ପୁନାଦି ମରକତମଣି,
20 ପଞ୍ଚମ ପୁଲକ ମଣିର, ଷଷ୍ଠ ମାଣିକ୍ୟ ମଣିର, ସପ୍ତମ ପୁଷ୍ପରାଗ ମଣିର, ଅଷ୍ଟମ ଫିରୋଜ୍ ମଣିର, ନବମ ଗୋମେଦକ ମଣିର, ଦଶମ ଲଶୁନୀୟ ମଣିର, ଏକାଦଶ ଇନ୍ଦ୍ରନୀଳ ମଣିର ଓ ଦ୍ୱାଦଶ ସୁଗନ୍ଧ ମଣିର।
୨୦ପା଼ସା ଲମ୍ବର ପୁନାଦି ପଲକମଣି, ସ଼ ଲମ୍ବର ପୁନାଦି ମାଣିକ୍ୟ ମଣି, ସାତା ଲମ୍ବର ପୁନାଦି ପୁସ୍‌ପରା଼ଗମଣି, ଆ଼ଟା ଲମ୍ବର ପୁନାଦି ପିରଜମଣି, ନ଼ ଲମ୍ବର ପୁନାଦି ଗମେସଦକ ମଣି, ଦସ ଲମ୍ବର ପୁନାଦି ଇସୁନିୟମଣି, ଏଗାର ଲମ୍ବର ପୁନାଦି ଦାର୍‌ଣକି ୱା଼ଣାଗାଟି ମଣି, ବା଼ର ଲମ୍ବର ପୁନାଦି ନେହିଁ ଗାନ୍ଦାଗାଟି ମଣି ମାଚେ ।
21 ଦ୍ୱାଦଶ ଦ୍ୱାର ଦ୍ୱାଦଶ ମୁକ୍ତା, ପ୍ରତ୍ୟେକ ଦ୍ୱାର ଗୋଟିଏ ଗୋଟିଏ ମୁକ୍ତାରେ ନିର୍ମିତ; ଆଉ ନଗରୀର ପଥ ସ୍ୱଚ୍ଛ କାଚ ସଦୃଶ ଶୁଦ୍ଧ ସୁବର୍ଣ୍ଣ ନିର୍ମିତ।
୨୧ବା଼ର ଗଟା ଦୁୱେରିକାଣାଁ ବା଼ରଗଟା ମୁକ୍ତାୟାଁ, ର଼ ଦୁୱେରିତି ର଼ ମୁକ୍ତା ତଲେ କେ଼ପି ଆ଼ହାମାନୁ; ଅ଼ଡ଼େ ଗା଼ଡ଼ାତି ଆଂଗେଣିକା ନେହିଁ ଦାର୍ପେଣି ଲେହେଁତି ସୁଦୁ ବାଂଗାରା ତଲେ ଆ଼ହାମାନୁ ।
22 ମୁଁ ସେହି ନଗରୀରେ କୌଣସି ମନ୍ଦିର ଦେଖିଲି ନାହିଁ, କାରଣ ପ୍ରଭୁ, ସର୍ବଶକ୍ତିମାନ ଈଶ୍ବର ଓ ମେଷଶାବକ ସେଥିର ମନ୍ଦିର ସ୍ୱରୂପ ଅଟନ୍ତି।
୨୨ନା଼ନୁ ଏ଼ ଗା଼ଡ଼ାତା ଏ଼ନି ଦେ଼ୱୁଡ଼ି ଜିକେଏ ମେହ୍‌ଆତେଏଁ, ଇଚିହିଁ ପ୍ରବୁ ବାରେ ବା଼ଡ଼୍‌ୟୁ ଗାଟି ମାହାପୂରୁ ଅ଼ଡ଼େ ମେ଼ଣ୍ତା ଡା଼ଲୁଏ ଏମ୍ବାତି ଦେ଼ୱୁଡ଼ି ସମାନା ।
23 ଆଲୋକ ନିମନ୍ତେ ସେହି ନଗରୀର ସୂର୍ଯ୍ୟ କି ଚନ୍ଦ୍ରର ପ୍ରୟୋଜନ ନାହିଁ, କାରଣ ଈଶ୍ବରଙ୍କ ଗୌରବ ତାହାକୁ ଆଲୋକିତ କରେ ଓ ମେଷଶାବକ ସେଥିର ପ୍ରଦୀପ ସ୍ୱରୂପ।
୨୩ଉଜେଡ଼ି ତାକି ଏମ୍ବାଆଁ ୱେ଼ଡ଼ା କି ଲେ଼ଞ୍ଜୁତି ଲ଼ଡ଼ା ଆ଼ଏ, ଇଚିହିଁ ମାହାପୂରୁତି ଗାୱୁରମିଏ ଏମ୍ବାଆଁ ଉଜେଡ଼ି କିନେ, ଅ଼ଡ଼େ ମେ଼ଣ୍ତା ଡା଼ଲୁ ଏମ୍ବାତି ଦୀୱଁ ସମାନା ।
24 ସେଥିର ଆଲୋକରେ ଜାତିସମୂହ ଗମନାଗମନ କରିବେ, ପୁଣି, ପୃଥିବୀର ରାଜାମାନେ ଆପଣା ଆପଣା ଐଶ୍ୱର୍ଯ୍ୟ ତାହା ମଧ୍ୟକୁ ଆଣିବେ।
୨୪ଏମ୍ବାତି ଉଜେଡ଼ି ତଲେ ବାରେ ଦାର୍‌ତିତି ଲ଼କୁ ତା଼କିନେରି, ଅ଼ଡ଼େ ଦାର୍‌ତିତି ରାଜାୟାଁ ତାମି ହା଼ରେକା ଦ଼ନ ଏ଼ ଗା଼ଡ଼ା ବିତ୍ରା ତାନେରି ।
25 ସେଥିର ଦ୍ୱାରସମୂହ ଦିନବେଳେ କଦାପି ରୁଦ୍ଧ ହେବ ନାହିଁ, କାରଣ ସେ ସ୍ଥାନରେ ରାତ୍ରି ହେବ ନାହିଁ।
୨୫ଏମ୍ବାତି ଦୁୱେରିକା ମାଦେନା ବେ଼ଲା ଦେପି ଆ଼ହାଁ ଡ଼ୟିନୁ; ଏ଼ୱି ଏଚେଲା ଜିକେଏ ସୁଣ୍ତ୍‌କି ଆ଼ଉ, ଇଚିହିଁ ଏ଼ ଟା଼ୟୁତା ଲା଼ଆଁୟାଁ ଇନାୟି ହିଲେଏ ।
26 ଲୋକେ ଜାତିସମୂହର ଐଶ୍ୱର୍ଯ୍ୟ ଓ ମହିମା ତାହା ମଧ୍ୟକୁ ଆଣିବେ।
୨୬ବାରେ କୂଡ଼ାତି ଲ଼କୁ ତାମି ଗାୱୁରମି ଅ଼ଡ଼େ ହା଼ରେକା ଦ଼ନ ଏ଼ ଗା଼ଡ଼ାତା ତାନେରି ।
27 କୌଣସି ଅଶୁଚି ବିଷୟ କିଅବା ଘୃଣ୍ୟକର୍ମକାରୀ ଓ ମିଥ୍ୟାଚାରୀ କେହି ସେଥିରେ କଦାପି ପ୍ରବେଶ କରିବ ନାହିଁ; କେବଳ ଯେଉଁମାନଙ୍କ ନାମ ମେଷଶାବକଙ୍କ ଜୀବନ ପୁସ୍ତକରେ ଲିଖିତ ଅଛି, ସେମାନେ ପ୍ରବେଶ କରିବେ।
୨୭ଏ଼ନି ପ଼ଲ୍‌ଆ ଗାଟାରି କି ଅ଼ପାଆଗାଟି କାମାକିନାରି, ମିଚି ଜ଼ଲିନାରି ଆମ୍ବାଆରି ଏମ୍ବାଆଁ ହ଼ଡାଲି ଆ଼ଡଅରି; ସାମା ଆମ୍ବାଆରି ଦ଼ରୁ ମେ଼ଣ୍ତା ଡା଼ଲୁତି ଜୀୱୁତି ପତିତା ରା଼ସ୍‌କି ଆ଼ହାମାନେ, ଏ଼ୱାରି ହ଼ଡାଲି ଆ଼ଡିନେରି ।

< ପ୍ରକାଶିତ 21 >