< ପ୍ରକାଶିତ 20 >
1 ପରେ ମୁଁ ଜଣେ ଦୂତଙ୍କୁ ସ୍ୱର୍ଗରୁ ଓହ୍ଲାଇ ଆସିବାର ଦେଖିଲି। ତାହାଙ୍କ ହସ୍ତରେ ପାତାଳକୁଣ୍ଡର ଚାବି ଓ ଗୋଟିଏ ବୃହତ୍ ଜଞ୍ଜିର ଥିଲା। (Abyssos )
୧ଏନ୍ତେ ଆଇଙ୍ଗ୍ ଆଡଃମିଆଁଦ୍ ଦୁଁତ୍କେ ସିର୍ମାଏତେ ଆଡ଼୍ଗୁନ୍ତାନ୍ ନେଲ୍କିୟାଇଙ୍ଗ୍ । ଇନିୟାଃ ତିଃଇରେ ହୁଆଙ୍ଗ୍ଗାଡ଼ାରେୟାଃ ଚାଭି ଆଡଃ ମିଆଁଦ୍ ହାମ୍ବାଲ୍ ସିକ୍ଡ଼ି ତାଇକେନା । (Abyssos )
2 ସେ ସେହି ସର୍ପ, ସେହି ପୁରାତନ ନାଗ, ଅର୍ଥାତ୍ ଦିଆବଳ ଓ ଶୟତାନକୁ ଧରି ଏକ ସହସ୍ର ବର୍ଷ ପର୍ଯ୍ୟନ୍ତ ବାନ୍ଧି ପକାଇଲେ,
୨ଇନିଃ ଏନ୍ ମାରାଙ୍ଗ୍ ବିଙ୍ଗ୍, ଚାଏ ସାଏତାନ୍କେ ସାବ୍କେଦ୍ତେ ମିଦ୍ ହାଜାର୍ ବାରାଷ୍ ଜାକେଦ୍ ସିକିଡ଼ିତେ ତଲ୍କିୟାଏ,
3 ପୁଣି, ତାହାକୁ ପାତାଳକୁଣ୍ଡରେ ନିକ୍ଷେପ କରି ସେଥିର ମୁଖ ବନ୍ଦ କଲେ ଓ ତାହା ଉପରେ ମୁଦ୍ରାଙ୍କ ଦେଲେ, ଯେପରି ସେହି ଏକ ସହସ୍ର ବର୍ଷ ଶେଷ ନ ହେବା ପର୍ଯ୍ୟନ୍ତ ସେ ଜାତିସମୂହକୁ ଆଉ ଭ୍ରାନ୍ତ କରିପାରିବ ନାହିଁ; ଏହାପରେ ଅଳ୍ପ କାଳ ନିମନ୍ତେ ତାହାକୁ ମୁକ୍ତ ହେବାକୁ ହେବ। (Abyssos )
୩ଆଡଃ ହୁଆଙ୍ଗ୍ଗାଡ଼ାରେ ହୁରାଙ୍ଗ୍କେଦ୍ତେ ଏନାରେୟାଃ ଦୁଆର୍ ହାଣ୍ଡେଦ୍କେଦାଏ ଆଡଃ ଏନ୍ ଚେତାନ୍ରେ ମୋହର୍ ଏମ୍କେଦାଏ । ମିଦ୍ ହାଜାର୍ ବାରାଷ୍ ଆଉରି ପୁରାଃଅ ଜାକେଦ୍ ଇନିଃ ଆଡଃ ଜେତାନ୍ ଦିଶୁମ୍ରେନ୍ ହଡ଼କକେ ବେଦା କାଏ ଦାଡ଼ିୟା । ନେଆଁ ତାୟମ୍ତେ ଘାଡ଼ିକାଦ୍ ନାଙ୍ଗ୍ ଇନିଃକେ ଆଡଃମିସା ରାଡ଼ାଅଃଆ । (Abyssos )
4 ପରେ ମୁଁ ସିଂହାସନସମୂହ ଦେଖିଲି; ସେହିସବୁ ଉପରେ କେତେକ ବ୍ୟକ୍ତି ଉପବେଶନ କଲେ, ସେମାନଙ୍କୁ ବିଚାର କରିବାର କ୍ଷମତା ଦିଆଗଲା। ଆଉ ଯୀଶୁଙ୍କ ସାକ୍ଷ୍ୟ ଓ ଈଶ୍ବରଙ୍କ ବାକ୍ୟ ନିମନ୍ତେ ଯେଉଁମାନଙ୍କର ମସ୍ତକ ଛେଦନ ହୋଇଥିଲା, ପୁଣି, ଯେଉଁମାନେ ସେହି ପଶୁକୁ ବା ତାହାର ପ୍ରତିମାକୁ ପ୍ରଣାମ କରି ନ ଥିଲେ ଓ ତାହାର ଚିହ୍ନ ଆପଣା ଆପଣା କପାଳରେ ଓ ହସ୍ତରେ ଧାରଣ କରି ନ ଥିଲେ, ସେମାନଙ୍କ ଆତ୍ମାମାନଙ୍କୁ ଦେଖିଲି; ସେମାନେ ଜୀବିତ ହୋଇ ଖ୍ରୀଷ୍ଟଙ୍କ ସହିତ ଏକ ସହସ୍ର ବର୍ଷ ପର୍ଯ୍ୟନ୍ତ ରାଜତ୍ୱ କଲେ।
୪ଏନ୍ତେ ଆଇଙ୍ଗ୍ ନେଲ୍କେଦାଇଙ୍ଗ୍, ଚିମିନ୍ ରାଜ୍ଗାଦିକ ଆଡଃ ଏନାକରେ ଦୁବାକାନ୍ ହଡ଼କକେ ବିଚାର୍ ନାଗେନ୍ତେ ଆକ୍ତେୟାର୍ ଏମାକାନା । ଆଡଃଗି ଚିମିନ୍ ଗଜାକାନ୍ ହଡ଼କଆଃ ଆତ୍ମାକକେଇଙ୍ଗ୍ ନେଲ୍କେଦ୍କଆ, ଇନ୍କୁ ୟୀଶୁ ଉଦୁବାକାଦ୍ ସାନାର୍ତି ଆଡଃ ପାର୍ମେଶ୍ୱାର୍ଆଃ ବାଚାନ୍କେ ଉଦୁବ୍କେଦ୍ ହରାତେ ଏନ୍ ହଡ଼କ ଗନଏଃ ସାଜାଇ ନାମାକାଦ୍ ତାଇକେନାକ । ଇନ୍କୁ ଜାଁତୁ ଚାଏ ମୁରୁତ୍କକେ କାକ ଜହାର୍କାଦ୍କ ତାଇକେନା, ଚାଏ ମଲଙ୍ଗ୍ ଆଡଃ ତିଃଇରେ ଜାଁତୁରାଃ ଚିହ୍ନାଁ କାକ ଖଦାକାନ୍ ତାଇକେନା । ଇନ୍କୁ ଖ୍ରୀଷ୍ଟ୍ଲଃ ମିଦ୍ ହାଜାର୍ ବାରାଷ୍ ରାଇଜେ ନାଗେନ୍ତେ ଜୀଉବିରିଦାକାନ୍ ତାଇକେନାକ ।
5 ଅବଶିଷ୍ଟ ମୃତ ଲୋକମାନେ ସେହି ସହସ୍ର ବର୍ଷ ଶେଷ ନ ହେବା ପର୍ଯ୍ୟନ୍ତ ଜୀବିତ ହେଲେ ନାହିଁ। ଏହା ହିଁ ପ୍ରଥମ ପୁନରୁତ୍ଥାନ।
୫ଏନ୍ ମିଦ୍ ହାଜାର୍ ବାରାଷ୍ ଆଉରି ପୁରାଃଅ ଜାକେଦ୍ ଏଟାଃ ଜେତାନ୍ ଗଜାକାନ୍ ହଡ଼କଆଃ ଜୀଉବିନିରିଦ୍ କା ହବାକାନ୍ ତାଇକେନା । ନେଆଁଦ ପାହିଲା ଜୀଉବିନିରିଦ୍ ତାନାଃ ।
6 ଯେଉଁମାନେ ପ୍ରଥମ ପୁନରୁତ୍ଥାନର ଅଂଶୀ ହୁଅନ୍ତି, ସେମାନେ ଧନ୍ୟ ଓ ପବିତ୍ର; ସେମାନଙ୍କ ଉପରେ ଦ୍ୱିତୀୟ ମୃତ୍ୟୁର କୌଣସି ଅଧିକାର ନାହିଁ, ବରଂ ସେମାନେ ଈଶ୍ବରଙ୍କ ଓ ଖ୍ରୀଷ୍ଟଙ୍କ ଯାଜକ ହୋଇ ଏକ ହଜାର ବର୍ଷ ପର୍ଯ୍ୟନ୍ତ ତାହାଙ୍କ ସହିତ ରାଜତ୍ୱ କରିବେ।
୬ଗଜାକାନ୍ ହଡ଼କଆଃ ନେ ପାହିଲା ଜୀଉବିନିରିଦ୍ରେ ଅକନ୍କ ହିସାକ ନାମାକାଦା, ଇନ୍କୁ ଚିମିନ୍ ଧାଇନ୍ ଆଡଃ ପାବିତାର୍ଗିୟାଃକ! ଇନ୍କୁଆଃ ବାର୍ସା ଗନଏଃ କା ହବାଅଃଆ । ଇନ୍କୁ ପାର୍ମେଶ୍ୱାର୍ଆଃ ଆଡଃ ଖ୍ରୀଷ୍ଟ୍ଆଃ ଯାଜାକ୍ ହବାକେଦ୍ତେ ଖ୍ରୀଷ୍ଟ୍ଲଃ ମିଦ୍ ହାଜାର୍ ବାରାଷ୍ ଜାକେଦ୍ ରାଇଜେୟାକ ।
7 ସେହି ଏକ ହଜାର ବର୍ଷ ଶେଷ ହୁଅନ୍ତେ ଶୟତାନ କାରାଗାରରୁ ମୁକ୍ତ ହେବ;
୭ମିଦ୍ ହାଜାର୍ ବାରାଷ୍ ପୁରାୟାନ୍ ତାୟମ୍ତେ ସାଏତାନ୍କେ ତଲାକାନ୍ହେତେ ରାଡ଼ାଅଃଆ,
8 ସେଥିରେ ସେ ପୃଥିବୀର ଚାରି କୋଣରେ ଥିବା ଜାତିସମୂହକୁ, ଅର୍ଥାତ୍ ସମୁଦ୍ରର ବାଲୁକା ସଦୃଶ ଅସଂଖ୍ୟ ଯେ ଗୋଗ୍ ଓ ମାଗଗ୍, ସେମାନଙ୍କୁ ଭ୍ରାନ୍ତ କରି ଯୁଦ୍ଧ ନିମନ୍ତେ ଏକତ୍ର କରିବାକୁ ବାହାରିଯିବ।
୮ଗୋଗ୍ ଆଡଃ ମାଗୋଗ୍ ଲେକା ଅତେରେୟାଃ ଚାରିୟସାଃରେ ଦରେୟାରେନ୍ ଗିତିଲ୍ ଲେକା ଛିତିବିତିକାନ୍ କିଲିକଆଃ କା ଲେକା ଦାଡ଼ିୟଃ ହଡ଼କକେ ସାଏତାନ୍ ବେଦାକେଦ୍ତେ ଲାଡ଼ାଇ ନାଗେନ୍ତେ ମିଦ୍ରେ ହୁଣ୍ଡିକଆ ।
9 ସେମାନେ ପୃଥିବୀର ପ୍ରଶସ୍ତ ସ୍ଥାନରେ ବିସ୍ତାରିତ ହୋଇ ସାଧୁମାନଙ୍କ ଶିବିର ଓ ପ୍ରିୟତମା ନଗରୀକୁ ବେଷ୍ଟନ କଲେ। ସେତେବେଳେ ସ୍ୱର୍ଗରୁ ଅଗ୍ନି ପଡ଼ି ସେମାନଙ୍କୁ ଗ୍ରାସ କଲା।
୯ଇନ୍କୁ ଅତେରେୟାଃ ଚାରିୟସାଃ ସେନ୍କେଦ୍ତେ ପାର୍ମେଶ୍ୱାର୍ଆଃ ହଡ଼କଆଃ ତାଇନଃ ଠାୟାଦ୍ କୁମ୍ବାକକେ ଆଡଃ ପାର୍ମେଶ୍ୱାର୍ଆଃ ଦୁଲାଡ଼୍ ନାଗାର୍କେ କେସେଦ୍ ବିୟୁରେୟାକ । ମେନ୍ଦ ସିର୍ମାଏତେ ସେଙ୍ଗେଲ୍ ଉୟୁଃକେଦ୍ତେ ଇନ୍କୁକେ ଜିୟନ୍ତାକଆ,
10 ଯେଉଁ ଶୟତାନ ସେମାନଙ୍କୁ ଭ୍ରାନ୍ତ କରିଥିଲା, ତାହାକୁ ଅଗ୍ନି ଓ ଗନ୍ଧକମୟ ହ୍ରଦରେ ନିକ୍ଷେପ କରାଗଲା, ସେଠାରେ ସେହି ପଶୁ ଓ ଭଣ୍ଡ ଭାବବାଦୀ ମଧ୍ୟ ଅଛନ୍ତି; ପୁଣି, ସେମାନେ ଦିବାରାତ୍ର ଯୁଗେ ଯୁଗେ ଯନ୍ତ୍ରଣା ଭୋଗ କରିବେ। (aiōn , Limnē Pyr )
୧୦ଆଡଃ ଅକ ଜୁଲଃତାନ୍ ହୁଆଙ୍ଗ୍ଗାଡ଼ାରେ ଜାଁତୁ ଆଡଃ ହସଡ଼ ନାବୀ ହୁରାଙ୍ଗ୍କାନ୍ ତାଇକେନାକ, ହସଡ଼ନିଃ ସାଏତାନ୍ ହଗି ଏନାରେ ହୁରାଙ୍ଗ୍ଅଃଆ । ଏନ୍ତାଃରେ ଇନ୍କୁ ନିଦାସିଙ୍ଗି ଜାନାଅ ଜାନାଅ ଦୁକୁକ ନାମେୟା । (aiōn , Limnē Pyr )
11 ତତ୍ପରେ ମୁଁ ଗୋଟିଏ ବୃହତ୍ ଶୁଭ୍ରବର୍ଣ୍ଣ ସିଂହାସନ ଓ ସେଠାରେ ବସିଥିବା ଜଣେ ବ୍ୟକ୍ତିଙ୍କୁ ଦର୍ଶନ କଲି; ତାହାଙ୍କ ସମ୍ମୁଖରୁ ପୃଥିବୀ ଓ ଆକାଶମଣ୍ଡଳ ପଳାୟନ କଲା, ସେମାନଙ୍କ ନିମନ୍ତେ ଆଉ ସ୍ଥାନ ମିଳିଲା ନାହିଁ।
୧୧ଏନ୍ତେ ଆଇଙ୍ଗ୍ ମିଆଁଦ୍ ମାରାଙ୍ଗ୍ ପୁଣ୍ଡି ରାଜ୍ଗାଦି ଆଡଃ ଏନାରେ ମିହୁଡ଼୍ ଦୁବାକାନ୍ନିଃକେଇଙ୍ଗ୍ ନେଲ୍କିୟା । ଇନିୟାଃ ହେପାଦ୍ହେତେ ଅତେ ଆଡଃ ସିର୍ମା ନିର୍ୟାନା ଆଡଃ ଇନ୍କିନାଃ ନାଗେନ୍ତେ ଉକୁଃ ନାଙ୍ଗ୍ ଠାୟାଦ୍ କା ନାମ୍ୟାନା ।
12 ପୁଣି, ମୁଁ କ୍ଷୁଦ୍ର ଓ ମହାନ ସମସ୍ତ ମୃତ ଲୋକଙ୍କୁ ସିଂହାସନର ସମ୍ମୁଖରେ ଠିଆ ହୋଇଥିବାର ଦେଖିଲି, ଆଉ ପୁସ୍ତକସବୁ ଫିଟାଗଲା; ପରେ ଜୀବନ ପୁସ୍ତକ ନାମକ ଆଉ ଗୋଟିଏ ପୁସ୍ତକ ଫିଟାଗଲା; ସେହି ପୁସ୍ତକମାନଙ୍କରେ ଲିଖିତ ବିଷୟ ପ୍ରମାଣେ ମୃତମାନେ ଆପଣା ଆପଣା କର୍ମାନୁସାରେ ବିଚାରିତ ହେଲେ।
୧୨ଏନ୍ତେ ଆଇଙ୍ଗ୍ ଗଜାକାନ୍କକେ, ମାପ୍ରାଙ୍ଗ୍କକେ ଆଡଃ ହୁପ୍ଡିଙ୍ଗ୍କକେ ପାର୍ମେଶ୍ୱାର୍ଆଃ ରାଜ୍ଗାଦି ଆୟାର୍ରେ ତିଙ୍ଗୁଆକାନାଇଙ୍ଗ୍ ନେଲ୍କେଦ୍କଆ । ଆଡଃ ପୁଥିକ ଅଟାଃୟାନା, ଏନ୍ ପୁଥିକଏତେ ଜୀଦାନ୍ ପୁଥି ନୁତୁମ୍ ମିଆଁଦ୍ ପୁଥି ତାଇକେନା । ଏନ୍ ଜୀଦାନ୍ ପୁଥିରେ ହଡ଼କଆଃ କାମିଉଦାମ୍ ବିଷାଏରେ ଅକ୍ନାଃ ଅଲାକାନ୍ ତାଇକେନା, ଏନ୍ ଲେକାତେ ଇନ୍କୁଆଃ ବିଚାର୍ ହବାୟାନା ।
13 ସମୁଦ୍ର ଆପଣାର ମଧ୍ୟବର୍ତ୍ତୀ ମୃତମାନଙ୍କୁ ସମର୍ପଣ କଲା, ଆଉ ମୃତ୍ୟୁ ଓ ପାତାଳ ସେମାନଙ୍କ ମଧ୍ୟବର୍ତ୍ତୀ ମୃତମାନଙ୍କୁ ସମର୍ପଣ କଲେ; ପୁଣି, ସେମାନେ ପ୍ରତ୍ୟେକେ ଆପଣା ଆପଣା କର୍ମାନୁସାରେ ବିଚାରିତ ହେଲେ। (Hadēs )
୧୩ଏନ୍ତେ ଦରେୟା ଭିତାର୍ରେ ଗଜାକାନ୍ ହଡ଼କ ବିରିଦ୍ୟାନାକ । ଗନଏଃଗାଡ଼ାରେ ଗଜାକାନ୍ ହଡ଼କ ହଗି ବିରିଦ୍ୟାନାକ । ଇନ୍କୁ ସବେନ୍କ ଆକଆଃ ଆକଆଃ କାମିଉଦାମ୍ ଲେକାତେ ବିଚାର୍ୟାନାକ । (Hadēs )
14 ତତ୍ପରେ ମୃତ୍ୟୁ ଓ ପାତାଳକୁ ଅଗ୍ନିମୟ ହ୍ରଦରେ ପକାଗଲା। ଏହି ମୃତ୍ୟୁ, ଅର୍ଥାତ୍ ଅଗ୍ନିମୟ ହ୍ରଦ, ଦ୍ୱିତୀୟ ମୃତ୍ୟୁ। (Hadēs , Limnē Pyr )
୧୪ଏନ୍ତେ ଗନଏଃ ଆଡଃ ଗନଏଃ ଗାଡାକେ, ଏନ୍ ହୁଆଙ୍ଗ୍ଗାଡ଼ାରେ ହୁରାଙ୍ଗ୍ ଏଣ୍ଡାଃୟାନା । ନେ ହୁଆଙ୍ଗ୍ଗାଡ଼ା ହବାଅଃତାନା ବାର୍ସା ଗନଏଃ । (Hadēs , Limnē Pyr )
15 ଯାହାର ନାମ ଜୀବନ ପୁସ୍ତକରେ ଲେଖା ହୋଇଥିବାର ଦେଖା ନ ଗଲା, ତାହାକୁ ଅଗ୍ନିମୟ ହ୍ରଦରେ ପକାଗଲା। (Limnē Pyr )
୧୫ଅକନ୍ ହଡ଼କଆଃ ନୁତୁମ୍ ଜୀଦାନ୍ ପୁଥିରେ କା ଅଲାକାନ୍ ତାଇକେନା, ଇନ୍କୁ ହଗି ସବେନ୍କ ହୁଆଙ୍ଗ୍ଗାଡ଼ାରେ ହୁରାଙ୍ଗ୍ୟାନାକ । (Limnē Pyr )