< ପ୍ରକାଶିତ 20 >

1 ପରେ ମୁଁ ଜଣେ ଦୂତଙ୍କୁ ସ୍ୱର୍ଗରୁ ଓହ୍ଲାଇ ଆସିବାର ଦେଖିଲି। ତାହାଙ୍କ ହସ୍ତରେ ପାତାଳକୁଣ୍ଡର ଚାବି ଓ ଗୋଟିଏ ବୃହତ୍ ଜଞ୍ଜିର ଥିଲା। (Abyssos g12)
ତେନ୍‌ଇଡ଼ିଂ ନିଂ ଆରି ମୁଇଙ୍ଗ୍ ଦୁତ୍‌କେ କିତଂବାନ୍ ଜାର୍‌ଚେ ପାଙ୍ଗ୍‌ଡିଂକ୍ନେ ଙ୍କେକେ । ମେଁନେ ନ୍ତିନ୍ନିଆ ପାତାଲ୍‌ପୁର୍‌ନେ କୁଚିକାଡ଼ି ଆରି ମୁଇଙ୍ଗ୍ ଅଜନ୍‌ନେ ସିକ୍‌ଲି ଲେଃଗେ । (Abyssos g12)
2 ସେ ସେହି ସର୍ପ, ସେହି ପୁରାତନ ନାଗ, ଅର୍ଥାତ୍‍ ଦିଆବଳ ଓ ଶୟତାନକୁ ଧରି ଏକ ସହସ୍ର ବର୍ଷ ପର୍ଯ୍ୟନ୍ତ ବାନ୍ଧି ପକାଇଲେ,
ମେଁ ଆତେନ୍‌ ବାୱିର୍ ବୁବଃ ଆତେନ୍‌ ରାକ୍ୟାସ୍‌ ସ‍ଏତାନ୍‌କେ ସାଚେ ୧,୦୦୦ ମୁଆଁ ଜାକ ସିକ୍‌ଲିନିଆ ଗାଗ୍‌ ବିଃଆର୍‌କେ ।
3 ପୁଣି, ତାହାକୁ ପାତାଳକୁଣ୍ଡରେ ନିକ୍ଷେପ କରି ସେଥିର ମୁଖ ବନ୍ଦ କଲେ ଓ ତାହା ଉପରେ ମୁଦ୍ରାଙ୍କ ଦେଲେ, ଯେପରି ସେହି ଏକ ସହସ୍ର ବର୍ଷ ଶେଷ ନ ହେବା ପର୍ଯ୍ୟନ୍ତ ସେ ଜାତିସମୂହକୁ ଆଉ ଭ୍ରାନ୍ତ କରିପାରିବ ନାହିଁ; ଏହାପରେ ଅଳ୍ପ କାଳ ନିମନ୍ତେ ତାହାକୁ ମୁକ୍ତ ହେବାକୁ ହେବ। (Abyssos g12)
ଆରି ପାତାଲ୍‌ପୁର୍‌ନ୍ନିଆ ଜଗ୍‌ତ୍ଲାଗ୍‌ଚେ ମେଁନେ ଗାଲି ଆନ୍ତଃକେ ବାରି ଗାଲି ପାକା କୁଚି ତ୍ଲାଗ୍‌କେ । ଅଜାର୍ ମୁଆଁ ମାବିତେନେ ଜାକ ମେଁ ଆରି ମୁଡ଼ି ଦେସ୍‌ନେ ରେମୁଆଁଇଂକେ ବାଃଟ ଡିଂଆୟା ଣ୍ଡୁ । ଆତେନ୍‌ କାଲ୍ ଡାୱେଲା ଆମେକେ ଉଡ଼ି ବେଲା ନ୍‌ସା ବାରି ମୁଇଂତର୍ ଆନ୍ତାର୍ ବିଏ । (Abyssos g12)
4 ପରେ ମୁଁ ସିଂହାସନସମୂହ ଦେଖିଲି; ସେହିସବୁ ଉପରେ କେତେକ ବ୍ୟକ୍ତି ଉପବେଶନ କଲେ, ସେମାନଙ୍କୁ ବିଚାର କରିବାର କ୍ଷମତା ଦିଆଗଲା। ଆଉ ଯୀଶୁଙ୍କ ସାକ୍ଷ୍ୟ ଓ ଈଶ୍ବରଙ୍କ ବାକ୍ୟ ନିମନ୍ତେ ଯେଉଁମାନଙ୍କର ମସ୍ତକ ଛେଦନ ହୋଇଥିଲା, ପୁଣି, ଯେଉଁମାନେ ସେହି ପଶୁକୁ ବା ତାହାର ପ୍ରତିମାକୁ ପ୍ରଣାମ କରି ନ ଥିଲେ ଓ ତାହାର ଚିହ୍ନ ଆପଣା ଆପଣା କପାଳରେ ଓ ହସ୍ତରେ ଧାରଣ କରି ନ ଥିଲେ, ସେମାନଙ୍କ ଆତ୍ମାମାନଙ୍କୁ ଦେଖିଲି; ସେମାନେ ଜୀବିତ ହୋଇ ଖ୍ରୀଷ୍ଟଙ୍କ ସହିତ ଏକ ସହସ୍ର ବର୍ଷ ପର୍ଯ୍ୟନ୍ତ ରାଜତ୍ୱ କଲେ।
ତେନ୍ଇଡ଼ିଂ ନିଂ ଙ୍କେକେ ଉଡ଼ିକ୍ଲିଗ୍ ସିଂଆଁସନ ଆରି ଆତେନ୍‌‌ଡାନ୍ କକ୍ନେ ରେମୁଆଁଇଂକେ ବିଚାର୍ ଡିଂନେ ଅଦିକାର୍ ବିଃବକେ । ଆରି ଣ୍ଡିଗ୍ ନିଂ ଙ୍କେକେ ଉଡ଼ିକ୍ଲିଗ୍ ଗୁଏକ୍ନେ ରେମୁଆଁନେ ଆତ୍ମା । ଜିସୁ ଆଃସୁଏ ବକ୍ନେ ସତ୍ ଆରି ଇସ୍‌ପର୍‌ନେ ସାମୁଆଁ ବାସଙ୍ଗ୍‌ ବକ୍ନେସା ଆତେନ୍‌ ରେମୁଆଁଇଂ ଗୁଏଃନେ ଡଣ୍ଡ୍ ବାଲେଃଆର୍‌ଗେ । ମେଁଇଂ ପସୁ ଣ୍ଡୁଲା ମେଁନେ ମୁର୍ତ୍ତିକେ ପୁଜା ଡିଂ ଆବଆର୍‌ଲା ଣ୍ଡୁଲା କାପାଲ୍ ଆରି ନ୍ତିନ୍ନିଆ ପସୁନେ ଚିନା ଆଡିଂ ଆବ ଆର୍‌ଗେ ଣ୍ଡୁ । କିସ୍‌ଟନେ ଏତେ ୧,୦୦୦ ମୁଆଁ ସାସନ୍ ଡିଂନେ ନ୍‌ସା ମେଁଇଂ ବାର୍‌ମୁଇଂତର୍ ମ୍ବ୍ର ଲେଃଆର୍‌ଗେ ।
5 ଅବଶିଷ୍ଟ ମୃତ ଲୋକମାନେ ସେହି ସହସ୍ର ବର୍ଷ ଶେଷ ନ ହେବା ପର୍ଯ୍ୟନ୍ତ ଜୀବିତ ହେଲେ ନାହିଁ। ଏହା ହିଁ ପ୍ରଥମ ପୁନରୁତ୍ଥାନ।
ଆତେନ୍‌ ୧,୦୦୦ ମୁଆଁ ମାଡାନେ ଜାକ ବିନ୍ ମୁଡ଼ି ଗୁଏକ୍ନେ ରେମୁଆଁନେ ବାର୍‌ମୁଇଂତର୍‌ ତଃଡ଼ିଆ ୟା ଆଲେଆର୍‌ଗେ । ଆକେନ୍ ପର୍‌ତୁମ୍ ତଃଡ଼ିଆନେ ।
6 ଯେଉଁମାନେ ପ୍ରଥମ ପୁନରୁତ୍ଥାନର ଅଂଶୀ ହୁଅନ୍ତି, ସେମାନେ ଧନ୍ୟ ଓ ପବିତ୍ର; ସେମାନଙ୍କ ଉପରେ ଦ୍ୱିତୀୟ ମୃତ୍ୟୁର କୌଣସି ଅଧିକାର ନାହିଁ, ବରଂ ସେମାନେ ଈଶ୍ବରଙ୍କ ଓ ଖ୍ରୀଷ୍ଟଙ୍କ ଯାଜକ ହୋଇ ଏକ ହଜାର ବର୍ଷ ପର୍ଯ୍ୟନ୍ତ ତାହାଙ୍କ ସହିତ ରାଜତ୍ୱ କରିବେ।
ଗୁଏକ୍ନେ ରେମୁଆଁଇଂନେ ଆକେନ୍ ପର୍‌ତୁମ୍ ବାର୍‌ମୁଇଂତର୍‌ ତଃଡ଼ିଆନ୍ନିଆ ଜାଣ୍ଡେଇଂ ମିସୁଲେଃଆର୍‌କେ ମେଁଇଂ ଉଡ଼ି ନିମାଣ୍ଡା ରେମୁଆଁ । ମେଁଇଂ ଉଡ଼ି ସୁକ୍‌ ରେମୁଆଁ! ଆମେଇଂକେ ଆରି ମ୍ବାର୍ ତର୍ ଗୁଏଃନେ ଆଡିଂ ଣ୍ଡୁ । ମେଁଇଂ ଇସ୍‌ପର୍‌ନେ ଆରି କିସ୍‌ଟନେ ପୁଜାରି ଡିଂଚେ କିସ୍‌ଟନେ ଏତେ ୧,୦୦୦ ମୁଆଁ ଜାକ ସାସନ୍‌ ଡିଂଆର୍‌ଏ ।
7 ସେହି ଏକ ହଜାର ବର୍ଷ ଶେଷ ହୁଅନ୍ତେ ଶୟତାନ କାରାଗାରରୁ ମୁକ୍ତ ହେବ;
୧,୦୦୦ ମୁଆଁ ତ୍ନକ୍ନେ ଇଡ଼ିଙ୍ଗ୍ ସ‍ଏତାନ୍‌କେ କ‍ଏଦ୍‌ ଡୁଆବାନ୍ ଆନ୍ତାର୍ ବିଏ
8 ସେଥିରେ ସେ ପୃଥିବୀର ଚାରି କୋଣରେ ଥିବା ଜାତିସମୂହକୁ, ଅର୍ଥାତ୍‍ ସମୁଦ୍ରର ବାଲୁକା ସଦୃଶ ଅସଂଖ୍ୟ ଯେ ଗୋଗ୍ ଓ ମାଗଗ୍, ସେମାନଙ୍କୁ ଭ୍ରାନ୍ତ କରି ଯୁଦ୍ଧ ନିମନ୍ତେ ଏକତ୍ର କରିବାକୁ ବାହାରିଯିବ।
ବାରି ଗୋଗ୍ ଆରି ମାଗୋଗ୍ ସୁଗୁଆ ଦର୍‌ତନିନେ କ୍ଲିଗ୍‌ଡା କେଣ୍ଡିଆନେ ବାଲି‍ଇଂ ସୁଗୁଆ ବିଚେଚେ ଲେଃକ୍ନେ ଜାତି‍ଇଂନେ ଏଜା ମାୟାନେ ରେମୁଆଁକେ ସ‍ଏତାନ୍ ବାଃଟଚେ ଜୁଦ୍‌ ନ୍‌ସା ମୁଇଂନ୍ତୁଗ୍ ଆଡିଂକେ ।
9 ସେମାନେ ପୃଥିବୀର ପ୍ରଶସ୍ତ ସ୍ଥାନରେ ବିସ୍ତାରିତ ହୋଇ ସାଧୁମାନଙ୍କ ଶିବିର ଓ ପ୍ରିୟତମା ନଗରୀକୁ ବେଷ୍ଟନ କଲେ। ସେତେବେଳେ ସ୍ୱର୍ଗରୁ ଅଗ୍ନି ପଡ଼ି ସେମାନଙ୍କୁ ଗ୍ରାସ କଲା।
ମେଇଂ ଦର୍‌ତନିନେ ସର୍‌ତେ ପାକା ଲିଗ୍ ଡୁଂୱେଚେ ମାପ୍‌ରୁ ବକ୍ତ ସାଦୁଇଂନେ ବାସା ଲେଃକ୍ନେ ଜାଗା ସାପାକେ ଆରି ଇସ୍‌ପର୍‌ନେ ନିଜର୍ ଇନିକେ ଗେରେ ବିଆର୍‌ଏ । ମାତର୍‌ କିତଂବାନ୍ ସୁଆ ଲଃଚେ ଆମେଇଂକେ ଦଂସ ଡିଂବିଏ
10 ଯେଉଁ ଶୟତାନ ସେମାନଙ୍କୁ ଭ୍ରାନ୍ତ କରିଥିଲା, ତାହାକୁ ଅଗ୍ନି ଓ ଗନ୍ଧକମୟ ହ୍ରଦରେ ନିକ୍ଷେପ କରାଗଲା, ସେଠାରେ ସେହି ପଶୁ ଓ ଭଣ୍ଡ ଭାବବାଦୀ ମଧ୍ୟ ଅଛନ୍ତି; ପୁଣି, ସେମାନେ ଦିବାରାତ୍ର ଯୁଗେ ଯୁଗେ ଯନ୍ତ୍ରଣା ଭୋଗ କରିବେ। (aiōn g165, Limnē Pyr g3041 g4442)
ବାରି ମୁଡ଼ି ଗନ୍ଦକନେ ସୁଆ ଡୁଆଡିଂକ୍ନେ କୁଣ୍ଡ୍‌ନ୍ନିଆ ପସୁ ଆରି ବଣ୍ଡ ବାବବାଦି ଗା ଲେଃଆର୍‌ଗେ ଆବୁଟଣ୍ଡ୍ରେ ସ‍ଏତାନ୍‌କେ ଣ୍ଡିଗ୍ ଆତ୍‌ଅରିଆ ଜଗ୍‌ତ୍ଲାଗ୍‌ଏ । ଆତ୍‌ଅରିଆ ମେଇଂ ସ୍ମିମିଡିଗ୍ ଜୁଗ୍ ଜୁଗ୍ ନ୍‌ସା କସ୍ଟ ବାଆର୍‌ଏ । (aiōn g165, Limnē Pyr g3041 g4442)
11 ତତ୍ପରେ ମୁଁ ଗୋଟିଏ ବୃହତ୍ ଶୁଭ୍ରବର୍ଣ୍ଣ ସିଂହାସନ ଓ ସେଠାରେ ବସିଥିବା ଜଣେ ବ୍ୟକ୍ତିଙ୍କୁ ଦର୍ଶନ କଲି; ତାହାଙ୍କ ସମ୍ମୁଖରୁ ପୃଥିବୀ ଓ ଆକାଶମଣ୍ଡଳ ପଳାୟନ କଲା, ସେମାନଙ୍କ ନିମନ୍ତେ ଆଉ ସ୍ଥାନ ମିଳିଲା ନାହିଁ।
ତେନ୍ଇଡ଼ିଂ ନିଂ ଙ୍କେକେ, ତୁଲୁଏ ବାନାନେ ମୁଇଙ୍ଗ୍ ମ୍ନା ସିଂଆଁସନ୍ ଆରି ଆତ୍ ଆଡ଼ାତ୍ରା ମୁଇଂଡା କଲେଃକେ । ମେଁ ଡାଗ୍ରାବାନ୍ ଦର୍‌ତନି ଆରି କିତଂ ଡ ଆର୍‌କେ ବାରି ମେଁଇଂ ଆରି ଆତ୍ନାଆର୍‌କେ ଣ୍ଡୁ ।
12 ପୁଣି, ମୁଁ କ୍ଷୁଦ୍ର ଓ ମହାନ ସମସ୍ତ ମୃତ ଲୋକଙ୍କୁ ସିଂହାସନର ସମ୍ମୁଖରେ ଠିଆ ହୋଇଥିବାର ଦେଖିଲି, ଆଉ ପୁସ୍ତକସବୁ ଫିଟାଗଲା; ପରେ ଜୀବନ ପୁସ୍ତକ ନାମକ ଆଉ ଗୋଟିଏ ପୁସ୍ତକ ଫିଟାଗଲା; ସେହି ପୁସ୍ତକମାନଙ୍କରେ ଲିଖିତ ବିଷୟ ପ୍ରମାଣେ ମୃତମାନେ ଆପଣା ଆପଣା କର୍ମାନୁସାରେ ବିଚାରିତ ହେଲେ।
ତେନ୍ଇଡ଼ିଂ ନିଂ ଙ୍କେକେ କି ମ୍ନା ଡାଆଁ ଗୁଏକେଣ୍ଡ୍ରେଇଂ ସାପାରେ ସିଂଆସନ ଡାଗ୍ରା ତୁଆଁ ଲେଃଆର୍‌ଗେ । ଉଲିଆଇଂ ସାପା ତଃକେ; ଆତେନ୍‌ଇଂ ବିତ୍ରେ ଜିବନ୍ ଉଲିଆ ତେମ୍ନିକ୍ନେ ମୁଇଙ୍ଗ୍ ଉଲିଆ ଲେଃଗେ । ଆତେନ୍‌ ଜିବନ୍ ଉଲିଆନ୍ନିଆ ରେମୁଆଁଇଂନେ ସ୍ଲେଗ୍ନାର୍ ବିସ‍ଏରେ ମେଃନେ ସାପା ଗ୍ନୁଆର୍‌ଲେଃଗେ ଆତେନ୍‌ ଅନୁସାରେ ମେଁଇଂନେ ବିଚାର୍ ଡିଂକେ ।
13 ସମୁଦ୍ର ଆପଣାର ମଧ୍ୟବର୍ତ୍ତୀ ମୃତମାନଙ୍କୁ ସମର୍ପଣ କଲା, ଆଉ ମୃତ୍ୟୁ ଓ ପାତାଳ ସେମାନଙ୍କ ମଧ୍ୟବର୍ତ୍ତୀ ମୃତମାନଙ୍କୁ ସମର୍ପଣ କଲେ; ପୁଣି, ସେମାନେ ପ୍ରତ୍ୟେକେ ଆପଣା ଆପଣା କର୍ମାନୁସାରେ ବିଚାରିତ ହେଲେ। (Hadēs g86)
ଆତେନ୍‌ ବେଲା କେଣ୍ଡିଆଃ ବିତ୍‌ରେ ଗୁଏଲେଃକ୍ନେ ରେମୁଆଁଇଂ ତଃଡ଼ିଆ ପାଙ୍ଗ୍‌ଆର୍‌କେ । ନର୍କ କୁଣ୍ଡ୍‌ନ୍ନିଆ ଲେଃକ୍ନେ ଗୁଏ ରେମୁଆଁଇଂ ଣ୍ଡିଗ୍ ତାର୍‌ଚେ ପାଙ୍ଗ୍‌ଆର୍‌କେ । ମେଁଇଂ ସାପାରେ ନିଜର୍ ନିଜର୍ ସ୍ଲେ ଅନୁସାରେ ବିଚାରିତ ଡିଂଆର୍‌କେ । (Hadēs g86)
14 ତତ୍ପରେ ମୃତ୍ୟୁ ଓ ପାତାଳକୁ ଅଗ୍ନିମୟ ହ୍ରଦରେ ପକାଗଲା। ଏହି ମୃତ୍ୟୁ, ଅର୍ଥାତ୍‍ ଅଗ୍ନିମୟ ହ୍ରଦ, ଦ୍ୱିତୀୟ ମୃତ୍ୟୁ। (Hadēs g86, Limnē Pyr g3041 g4442)
ତେନ୍ଇଡ଼ିଂ ଗୁଏଃନେ ଆରି ନର୍କନେ ଆତେନ୍‌ ସୁଆକୁଣ୍ଡ୍‌ନ୍ନିଆ ଜଗ୍‌ତ୍ଲାଗ୍ ବିକେ । ଆକେନ୍ ସୁଆ କୁଣ୍ଡ୍ ଡିଂଡିଂକେ ଦୁତିୟ ମରନ୍ । (Hadēs g86, Limnē Pyr g3041 g4442)
15 ଯାହାର ନାମ ଜୀବନ ପୁସ୍ତକରେ ଲେଖା ହୋଇଥିବାର ଦେଖା ନ ଗଲା, ତାହାକୁ ଅଗ୍ନିମୟ ହ୍ରଦରେ ପକାଗଲା। (Limnē Pyr g3041 g4442)
ଜାନେ ମ୍ନି ଜିବନ୍ ସାସ୍ତର୍‌ନ୍ନିଆ ଗୁଆର୍‌ ଆଲେଃଗେ ମେଁଇଂ ଣ୍ଡିଗ୍ ସାପାରେ ସୁଆ କୁଣ୍ଡ୍‌ନ୍ନିଆ ଗା ଆର୍‌କେ । (Limnē Pyr g3041 g4442)

< ପ୍ରକାଶିତ 20 >