< ପ୍ରକାଶିତ 19 >

1 ଏଥିଉତ୍ତାରେ ମୁଁ ସ୍ୱର୍ଗରେ ମହାଜନତାର ଶଦ୍ଦ ପରି ଗୋଟିଏ ମହା ଶଦ୍ଦ ଏହା କହିବାର ଶୁଣିଲି, “ହାଲ୍ଲିଲୂୟା; ପରିତ୍ରାଣ, ଗୌରବ ଓ ପରାକ୍ରମ ଆମ୍ଭମାନଙ୍କ ଈଶ୍ବରଙ୍କର,
ଆକେନ୍ ଇଡ଼ିଂ ନିଂ ମେଃନେ ଙକେ ଆତେନ୍‌ କିତଂନେ ମୁଇଂ ଜବର୍ ରେମୁଆଁଇଂନେ କିରମର ରକମ୍ ମନେ ଡିଙ୍ଗ୍‌ଡିଂଗେ । ମେଁଇଂ ବାସଙ୍ଗ୍‌ଡିଂଆର୍‌ଗେ “ଇସ୍‌ପର୍‌ନେ ଅସ୍‌ମାର୍ ସାର୍‌ପା । ନେଃନେ ଇସ୍‌ପର୍ ପରିତ୍ରାନ୍, ଗୌରବ୍ ଆରି ବପୁନେ ଅଦିକାରି ।
2 କାରଣ ତାହାଙ୍କ ବିଚାର ସତ୍ୟ ଓ ନ୍ୟାୟ; ଯେଉଁ ମହା ବେଶ୍ୟା ଆପଣା ବ୍ୟଭିଚାର ଦ୍ୱାରା, ପୃଥିବୀକୁ ଭ୍ରଷ୍ଟ କରିଥିଲା, ସେ ତାହାକୁ ଦଣ୍ଡ ଦେଇ ଆପଣା ଦାସମାନଙ୍କ ରକ୍ତପାତର ପରିଶୋଧ ତାହାଠାରୁ ନେଇଅଛନ୍ତି।”
ମେଁନେ ବିଚାର୍ ସତ୍ ଆରି ନ୍ୟାୟ୍‌ । ଦଦ୍ୟା‌ କାମ୍ ବାନ୍‌ ଦର୍‌ତନିକେ ନସ୍ଟ ଡିଂମ୍ୟାକ୍ନେ ବେସ୍ୟା ଆଡ଼ାତ୍ରା ମେଁ ସମାନ୍ ଡଣ୍ଡ୍ ବିବକେ । ଇସ୍‌ପର୍‌ନେ ସେବକ‍ଇଂକେ ବାଗୁଏ ବକ୍ନେସା ଆମେକେ ମେଁ ସାସ୍ତି ବିବକେ ।”
3 ପୁଣି, ସେ ଦ୍ୱିତୀୟ ଥର କହିଲେ, “ହାଲ୍ଲିଲୂୟା; ତାହାର ଅଗ୍ନିର ଧୂମ ଯୁଗେ ଯୁଗେ ଉଠୁଥିବ।” (aiōn g165)
ନିଂ ଙକେ ମେଁଇଂ ଆରି ଜବର୍ ୱାସାର୍‌ଚେ ବାସଙ୍ଗ୍‌ଡିଂଆର୍‌କେ “ଇସ୍‌ପର୍‌ନେ ଅସ୍‌ମାର୍ ସାର୍‌ପା । ଆତେନ୍‌ ମ୍ନାଇନିକେ ଦଂସ ଡିଂଚେ ବିଃମ୍ୟାକ୍ନେ ସୁଆନେ ମାଃସ କାଲାଆଃ ଆଡ଼ାତ୍ରା ତଃଡ଼ିଆଲେଃଏ ।” (aiōn g165)
4 ସେଥିରେ ସେହି ଚବିଶ ପ୍ରାଚୀନ ଓ ଚାରି ପ୍ରାଣୀ ଉବୁଡ଼ ହୋଇ ସିଂହାସନ ଉପବିଷ୍ଟ ଈଶ୍ବରଙ୍କୁ ପ୍ରଣାମ କରି କହିଲେ, “ଆମେନ୍‍ ହାଲ୍ଲିଲୂୟା।”
ସିଂଆଁସନନ୍ନିଆ କକ୍ନେ ଇସ୍‌ପର୍‌ନେ ଡାଗ୍ରା ୨୪ ରୁଆ ବୟସ୍କ ନେତା ଆରି ଆତେନ୍‌ ଅଁରୁଆ ଜିବ୍‌ ମୁକ୍‌ଚିଚେ ଇସ୍‌ପର୍‌କେ ପୁଜା ଡିଂଆର୍‌କେ । ମେଁଇଂ ବାସଙ୍ଗ୍‌ଆର୍‌କେ “ଆମେନ୍! ଇସ୍‌ପର୍‌ନେ ଅସ୍‌ମାର୍ ସାର୍‌ପା ।”
5 ସେତେବେଳେ ସିଂହାସନଠାରୁ ଗୋଟିଏ ଶଦ୍ଦ ନିର୍ଗତ ହୋଇ କହିଲା, “ହେ ଈଶ୍ବରଙ୍କ ଦାସମାନେ, ହେ ତାହାଙ୍କର ଭୟକାରୀ କ୍ଷୁଦ୍ର ଓ ମହାନ ଲୋକମାନେ, ତାହାଙ୍କର ପ୍ରଶଂସା କର।”
ତେନ୍ଇଡ଼ିଂ ସିଂଆସନବାନ୍ ମୁଇଂ ସାମୁଆଁ ନ୍ନାଂକେ । “ଇସ୍‌ପର୍‌ନେ ଅସ୍‌ମାର୍ ସାର୍‌ପା । କି ମ୍ନା କି ଡାଆଁ ଇସ୍‌ପର୍‌ନେ ସେବାଣ୍ଡ୍ରେ ଆରି ପାର୍‌ତନା ଡିଂଣ୍ଡ୍ରେ ସାପାରେ ମେଁନେ ଅସ୍‌ମାର୍ ସାର୍‌ପା ।”
6 ଆଉ ମୁଁ ମହାଜନତାର ଶବ୍ଦ ପରି ଏବଂ ବହୁ ଜଳକଲ୍ଲୋଳ ଓ ଘୋର ମେଘଗର୍ଜ୍ଜନ ଶଦ୍ଦ ପରି ଗୋଟିଏ ଶଦ୍ଦ ଏହା କହିବାର ଶୁଣିଲି, “ହାଲ୍ଲିଲୂୟା, କାରଣ ପ୍ରଭୁ ଆମ୍ଭମାନଙ୍କର ସର୍ବଶକ୍ତିମାନ ଈଶ୍ବର ରାଜତ୍ୱ ଗ୍ରହଣ କରିଅଛନ୍ତି।
ଆତେନ୍‌ ବେଲା ନିଂ ଙକେ କେଣ୍ଡିଆଃ ସବ୍‌ଦ ଆରି ଗଡ଼୍‌ଗଡ଼ି ଏତେ ରେମୁଆଁଇଂନେ କିରମର ସବ୍‌ଦ ଡୁଙ୍ଗ୍‌ଡ୍ୟା ପାଙ୍ଗ୍‌ଡିଂକେ । ରେମୁଆଁଇଂ ଆରି ଅସ୍‌ମାର୍ ସାର୍‌ଚେ ବାସଙ୍ଗ୍‌ଡିଂଆର୍‌କେ, “ଇସ୍‌ପର୍‌ନେ ଅସ୍‌ମାର୍ ସାର୍‌ପା ଡାଗ୍‌ଲା ନେନେ ସାପାଟୁ ବପୁନେ ମାପ୍‌ରୁ ଇସ୍‌ପର୍ ମେଁ ଆଃ ମୁଇଂ ନେଃନେ ଇଃସାଙ୍ଗ୍‌ ।
7 ଆସ, ଆମ୍ଭେମାନେ ଆନନ୍ଦ ଓ ଉଲ୍ଲାସ କରୁ, ଏବଂ ତାହାଙ୍କୁ ଗୌରବ ପ୍ରଦାନ କରୁ, କାରଣ ମେଷଶାବକଙ୍କ ବିବାହର ସମୟ ଉପସ୍ଥିତ, ଆଉ ତାହାଙ୍କ କନ୍ୟା ଆପଣାକୁ ସଜ୍ଜିତ କରିଅଛି।
ଏଲାପା ସାର୍ଦା ଆରି ମ୍ଲେଡ଼ିଆ ନେଡିଂପା, ମେଁନେ ଗୌରବ୍‌ନେ ଅସ୍‌ମାର୍ ନେଃସାର୍‌ପା । ଉଂମେଣ୍ଡାନେ ବିହେ ବେଲା ପେଂଚା ଲେଃକେ ମେଁଇଂନେ ସେଲା ଆତେନ୍‌‌ସା ନିଜ୍‌କେ ଆଃର୍ମେ ବକେ ।
8 ତାହାକୁ ଶୁଭ୍ର ଓ ପରିଷ୍କୃତ ସୂକ୍ଷ୍ମ ବସ୍ତ୍ର ପରିଧାନ କରିବା ନିମନ୍ତେ ଦିଆଗଲା; ସେହି ସୂକ୍ଷ୍ମ ବସ୍ତ୍ର ସାଧୁମାନଙ୍କର ଧାର୍ମିକ କର୍ମ।”
ମେଁ ବିଃକ୍ନେ ନ୍‌ସା ମେଁ ତୁଲୁଏ ଆରି ତାଣ୍ଡିଆଃକ୍ନେ ତୁଲୁଏ ସକା ବାଲେଃଆର୍‌କେ ।” ସାଦୁଇଂନେ ନିମାଣ୍ଡା କାମ୍ ଡିଂଡିଂକେ ଆତେନ୍‌ ତୁଲୁଏ ସକା ।
9 ସେତେବେଳେ ସେ ମୋତେ କହିଲେ, “ଲେଖ, ଯେଉଁମାନେ ମେଷଶାବକଙ୍କ ବିବାହଭୋଜକୁ ନିମନ୍ତ୍ରିତ, ସେମାନେ ଧନ୍ୟ। ଆଉ ସେ ମୋତେ କହିଲେ, ଏହିସବୁ ଈଶ୍ବରଙ୍କ ସତ୍ୟ ବାକ୍ୟ।”
ତେନ୍‌ଇଡ଼ିଂ କିତଂଦୁତ୍ ଆନିଂକେ ବାସଂକେ “ଗୁଆର୍ ବ ଜାଣ୍ଡେଇଂ ଉଂମେଣ୍ଡାନେ ବିହେ ବଜିନ୍ତୁଗ୍ ଡୱାବ୍ନ ମେଁଇଂ ନିମାଣ୍ଡା ରେମୁଆଁ ।” ମେଁ ଆରି ଣ୍ଡିଗ୍ ବାସଂକେ “ଆକେନ୍ ଇସ୍‌ପର୍‌ନେ ସାମୁଆଁ - ଡିଲାଡିଗ୍ ସତ୍ ।”
10 ତହିଁରେ ମୁଁ ତାହାଙ୍କୁ ପ୍ରଣାମ କରିବା ନିମନ୍ତେ ତାହାଙ୍କ ପାଦ ତଳେ ଉବୁଡ଼ ହେଲି। ସେଥିରେ ସେ ମୋତେ କହିଲେ, “ସାବଧାନ, ଏହା କର ନାହିଁ, ମୁଁ ତୁମ୍ଭର ଓ ଯୀଶୁଙ୍କ ସାକ୍ଷୀ ଯେ ତୁମ୍ଭର ଭାଇମାନେ, ସେମାନଙ୍କର ସହଦାସ; ଈଶ୍ବରଙ୍କୁ ପ୍ରଣାମ କର। ଯୀଶୁଙ୍କ ବିଷୟକ ସାକ୍ଷ୍ୟ ତ ସାର।”
ଆତେନ୍‌ ଦୁତ୍‌କେ ପୁଜା ଡିଂନେ ନ୍‌ସା ନିଂ ମେଁନେ ଞ୍ଚ ଆଲ ଲଃଉଁୱେକେ । ମାତର୍‌ ମେଁ ଆନିଂକେ ବାସଙ୍ଗ୍‌କେ “ଡେତ୍‌ରକମ୍ ଆଡିଙ୍ଗେ । ନାଁନେ ସୁଗୁଆ ଆରି ନାଁନେ ବୟାଁଇଂ ସୁଗୁଆ ନିଂ ଜିସୁନେ ମୁଇଂ ଦାସ ମାତର୍‌ । ପେଇଂନେ ସୁଗୁଆ ନିଂ ଣ୍ଡିଗ୍ ଜିସୁ ଆଃସୁଏ ବକ୍ନେ ସତ୍‌କେ ଗ୍ର‍ଅନ୍‌ ଡିଂମ୍ବକେ । ମୁଇଂ ଇସ୍‌ପର୍‌ନେ ପୁଜା ଡିଂ । ମୁଇଂ ଜିସୁ ଆଃସୁଏ ବକ୍ନେ ସତ୍ ବାବବାଦି‍ଇଂକେ ଆଦେସ୍ ବିଏ ।”
11 ତତ୍ପରେ ମୁଁ ସ୍ୱର୍ଗକୁ ଉନ୍ମୁକ୍ତ ଦେଖିଲି, ଆଉ ଦେଖ, ଗୋଟିଏ ଶ୍ୱେତବର୍ଣ୍ଣ ଅଶ୍ୱ; ତାହାର ଆରୋହୀଙ୍କ ନାମ ବିଶ୍ୱସ୍ତ ଓ ସତ୍ୟ; ନ୍ୟାୟ ରୂପେ ବିଚାର ଓ ଯୁଦ୍ଧ କରନ୍ତି।
ତେନ୍ଇଡ଼ିଂ ନିଂ ଙ୍କେକେ, କିତଂ ଗାଲି ରଃଡ଼ା ଆରି ଆତ୍‌ଅରିଆ ମୁଇଙ୍ଗ୍ ତୁଲୁଏ ବାନା ଗୋଡ଼ା । ଆତ୍‌ତେ କକେଣ୍ଡ୍ରେ ବିସ୍‌ବାସ୍‌ ଆରି ସତ୍ ମ୍ନିରେ ସ୍ନାମୁଆଁ । ମେଁନେ ବିଚାର୍ ନ୍ୟାୟ୍ ଆରି ମେଁ ଦରମ୍‌ ଜୁଦ୍‌ନ୍ନିଆ ୱେଲେଃକେ ।
12 ତାହାଙ୍କ ଚକ୍ଷୁ ଅଗ୍ନିଶିଖା ସଦୃଶ, ତାହାଙ୍କ ମସ୍ତକରେ ଅନେକ ମୁକୁଟ, ଆଉ ତାହାଙ୍କର ଗୋଟିଏ ନାମ ଲିଖିତ ଅଛି, ସେହି ନାମ ତାହାଙ୍କ ବିନା ଅନ୍ୟ କେହି ଜାଣେ ନାହିଁ।
ମେଁନେ ମୁଆଃ ସୁଆ କଣ୍ଡ୍‌ସୁଗୁଆ ଆରି ମେଁନେ ବାଆଃନ୍ନିଆ ଗୁଲୁଏ ମୁକୁଟ୍ ଲେଃଗେ । ମେଁନେ ଆଡ଼ାତ୍ରା ମୁଇଙ୍ଗ୍ ମ୍ନି ଗ୍ନୁଆର୍‌ ୱେଲେଃଗେ ମାତର୍‌ ଆତେନ୍‌ ମେଃନେ ଆମେ ଆନ୍ତାର୍‌ଚେ ଆରି ଜାଡିଗ୍ ଆମ୍ୟାଆର୍ ଣ୍ଡୁ ।
13 ସେ ରକ୍ତ-ନିମଜ୍ଜିତ ବସ୍ତ୍ର ପରିହିତ, ପୁଣି, ତାହାଙ୍କର ନାମ ଈଶ୍ବରଙ୍କ ବାକ୍ୟ।
ମେଁ ସଃଲେଃକ୍ନେ ସ୍ନପୁଆଃ ମିଆଁ ଲୁବଂ ଲେଃଗେ । ମେଁନେ ମ୍ନି “ଇସ୍‌ପର୍‌ନେ ସାମୁଆଁ” ଡାଗ୍‌ଚେ ସ୍ନାମୁଁଆଃ ।
14 ସ୍ୱର୍ଗସ୍ଥ ସୈନ୍ୟବାହିନୀ ଶୁଭ୍ର ଓ ପରିଷ୍କୃତ ସୂକ୍ଷ୍ମ ବସ୍ତ୍ର ପରିହିତ ହୋଇ ଶୁଭ୍ରବର୍ଣ୍ଣ ଅଶ୍ୱମାନଙ୍କ ଉପରେ ଆରୋହଣ କରି ତାହାଙ୍କ ପଶ୍ଚାତ୍‍ଗମନ କଲେ।
କିତଂନେ ସନ୍ୟ‍ଇଂ ନିମାଣ୍ଡାନେ ତୁଲୁଏ ସ୍ନପୁଆଃ ସଃଚେ ତୁଲୁଏ ଗଡ଼ାଇଂ ଆଡ଼ାତ୍ରା ଡେଃଚେ ଆମେକେ କିକେଆର୍‌ ଡିଙ୍ଗେ ।
15 ତାହାଙ୍କ ମୁଖରୁ ତୀକ୍ଷ୍ଣ ଖଡ୍ଗ ନିର୍ଗତ ହୁଏ, ତଦ୍ୱାରା ସେ ଜାତିସମୂହକୁ ଆଘାତ କରିବେ; ସେ ସେମାନଙ୍କୁ ଲୌହ ଦଣ୍ଡରେ ଶାସନ କରିବେ, ଆଉ ସେ ନିଜେ ସର୍ବଶକ୍ତିମାନ ଈଶ୍ବରଙ୍କ ପ୍ରଚଣ୍ଡ କ୍ରୋଧରୂପ ଦ୍ରାକ୍ଷାକୁଣ୍ଡ ଚୂର୍ଣ୍ଣ କରିବେ।
ମେଁନେ ତୁମୁଁଆବାନ୍ ମୁଇଙ୍ଗ୍ ଡିଗ୍‌କ୍ନେ କାଣ୍ଡା ତାର୍ ଲେଃଗେ । ଆତେନ୍‌ ଏତେ ମେଁ ଦର୍‌ତନିନେ ସର୍ତେ ଜାତିକେ ଆଃଆରେଏ । ବାରି ଆମେଇଂକେ ଲୁଆ ଡୁଡୁନ୍ନିଆ ସାସନ୍ ଡିଂଆର୍‌ଏ ବାରି ସାପାଟୁ ବପୁନେ ମାପ୍‌ରୁ ଇସ୍‌ପର୍‌ନେ ମାଲେ ରିସାକ୍ନେ ସୁଗୁଆ ଅଙ୍ଗୁର୍‌କେ ମେଁ ଉଃନେ କୁଣ୍ଡ୍‌ନ୍ନିଆ ନିଜେ ଉଃଚେ ଅଙ୍ଗୁର୍ ରସ୍ ଆତାର୍‌ଏ ।
16 ତାହାଙ୍କ ବସ୍ତ୍ରରେ, ତାହାଙ୍କ ଜଂଘଭାଗରେ ଏହି ନାମ ଲିଖିତ ଅଛି “ରାଜାମାନଙ୍କ ରାଜା ଓ ପ୍ରଭୁମାନଙ୍କର ପ୍ରଭୁ।”
ମେଁନେ ମ୍ନି ସକା ଆଡ଼ାତ୍ରା ଆରି ବୁଲୁନ୍ନିଆ ଗ୍ନୁଆର୍ ଡିଂଲେଃଗେ “ଇଃସାଙ୍ଗ୍‌ଇଂନେ ଇଃସାଙ୍ଗ୍‌ ଆରି ମାପ୍ରୁଇଂନେ ମାପ୍ରୁ ।”
17 ତତ୍ପରେ ମୁଁ ଜଣେ ଦୂତଙ୍କୁ ସୂର୍ଯ୍ୟ ମଧ୍ୟରେ ଦଣ୍ଡାୟମାନ ହୋଇଥିବାର ଦେଖିଲି; ସେ ଆକାଶରେ ଉଡ଼ିବା ସମସ୍ତ ପକ୍ଷୀଙ୍କୁ ଉଚ୍ଚସ୍ୱରରେ ଡାକି କହିଲେ, ଆସ, ଈଶ୍ବରଙ୍କ ମହାଭୋଜରେ ଏକତ୍ର ହୁଅ,
ତେନ୍ଇଡ଼ିଂ ନିଂ ଙ୍କେକେ ଆରି ମୁଇଙ୍ଗ୍ କିତଂଦୁତ୍‌ ସ୍ନି ଆଡ଼ାତ୍ରା ତୁଆଁ ଲେଃକେ । କିତଂନ୍ନିଆ ୱାଲେଡିଂକ୍ନେ ସର୍ତେ ପ୍ଲିଗ୍ଇଂକେ ମେଁ ୱାସାର୍‌ଚେ ବାସଂକେ “ଏଃଲାପା ଇସ୍‌ପର୍‌ନେ ମ୍ନା ବଜିନ୍ନିଆ କୁଡ଼େଃ ନ୍‌ସା ରିସିଂପା ।
18 ଯେପରି ତୁମ୍ଭେମାନେ ରାଜାମାନଙ୍କର, ସେନାପତିମାନଙ୍କର, ପରାକ୍ରମୀମାନଙ୍କର, ଅଶ୍ୱ ଓ ଅଶ୍ୱାରୋହୀମାନଙ୍କର, ସ୍ୱାଧୀନ ଓ ପରାଧୀନ, କ୍ଷୁଦ୍ର ଓ ମହାନ ସମସ୍ତ ଲୋକଙ୍କର ମାଂସ ଭୋଜନ କରିବ।
ଇଃସାଙ୍ଗ୍‌, ପ୍ରଜା, ସନ୍ୟ, ସେନାପତି, ଗୋଡ଼ା, ଗୋଡ଼ା ଡେଃଣ୍ଡ୍ରେ, ଗତିରେ, ନିଜର୍‌ ବିତ୍‌ରେ ଲେଃକ୍ନେ ରେମୁଆଁଇଂ, ମ୍ନା ଣ୍ଡୁଲା ଡାଆଁ ସାପାରେନେ ଚିଲି ପାଙ୍ଗ୍‌ଚେ ଚଂପା ।”
19 ପରେ ମୁଁ ପଶୁକୁ ଏବଂ ପୃଥିବୀର ରାଜାମାନଙ୍କୁ ଓ ସେମାନଙ୍କର ସୈନ୍ୟବାହିନୀକୁ ସେହି ଅଶ୍ୱାରୋହୀ ଓ ତାହାଙ୍କ ସୈନ୍ୟବାହିନୀଙ୍କ ସହିତ ଯୁଦ୍ଧ କରିବା ନିମନ୍ତେ ଏକତ୍ର ହୋଇଥିବାର ଦେଖିଲି।
ତେନ୍ଇଡ଼ିଂ ନିଂ ଙ୍କେକେ ଆତେନ୍‌ ଗୋଡ଼ା ଡେଃଣ୍ଡ୍ରେ ଆରି ମେଁନେ ସନ୍ୟ‍ଇଂ ବିରଦ୍‌ରେ ଜୁଜ୍ ଡିଂନେ ନ୍‌ସା ଆତେନ୍‌ ପସୁ ଆରି ଦର୍‌ତନିନେ ସର୍‌ତେ ଇଃସାଙ୍ଗ୍‌ ଆରି ମେଁଇଂନେ ସନ୍ୟ‍ଇଂ ମୁଇଂ ଡାଗ୍ରା ରିସିଂ ଆର୍‌କେ ।
20 ସେଥିରେ ସେହି ପଶୁ ଧରାପଡ଼ିଲା, ଆଉ ଯେଉଁ ଭଣ୍ଡ ଭାବବାଦୀ ତାହାର ସାକ୍ଷାତରେ ଆଶ୍ଚର୍ଯ୍ୟକର୍ମଗୁଡ଼ିକ କରି ତଦ୍ୱାରା ପଶୁର ମୁଦ୍ରାଙ୍କ ପ୍ରାପ୍ତ ଲୋକମାନଙ୍କୁ ଓ ତାହାର ପ୍ରତିମାପୂଜକମାନଙ୍କୁ ଭ୍ରାନ୍ତ କରିଥିଲା, ସେ ମଧ୍ୟ ତାହାର ସଙ୍ଗରେ ଧରାପଡ଼ିଲା; ସେମାନେ ଉଭୟେ ଜୀବିତ ଅବସ୍ଥାରେ ଗନ୍ଧକ ପ୍ରଜ୍ୱଳିତ ହ୍ରଦରେ ନିକ୍ଷିପ୍ତ ହେଲେ। (Limnē Pyr g3041 g4442)
ଆତେନ୍‌ ଜୁଦ୍‌ନ୍ନିଆ ପସୁ ଆରି ମେଁ ଡାଗ୍ରା ଇରିଆତୁଗ୍‌ନେ କାମ୍ ଡିଂମ୍ୟାକ୍ନେ ଆତେନ୍‌ ଡିସାରି ଦାରା ପଡ଼େଚେ ବନ୍ଦି ଡିଂକେ । ଜାଣ୍ଡେନେ ଅରିଆ ପସୁ ଚିନା ଲେଃଗେ ଆରି ଜାଣ୍ଡେଇଂ ମେଁନେ ମୁର୍ତ୍ତିକେ ପୁଜା ଡିଂଆର୍‌ଡିଙ୍ଗେ ପସୁ ମେଁନେ ଇରିଆତୁଗ୍ କାମ୍ ବାନ୍‌ ଆମେଇଂକେ ବାଃଟ ଡିଂଗେ । ପସୁ ଆରି ଆତେନ୍‌ ବଣ୍ଡ ବାବବାଦି ଗନ୍ଦ୍‌ଗୁଲା ଡୁଆଡିଂକ୍ନେ ସୁଆ କୁଣ୍ଡ୍‌ନ୍ନିଆ ଜିବନ୍‌ଜିବନ୍ ଗାୱେକେ । (Limnē Pyr g3041 g4442)
21 ଅବଶିଷ୍ଟ ଲୋକେ ସେହି ଅଶ୍ୱାରୋହୀଙ୍କ ମୁଖ ନିର୍ଗତ ଖଡ୍ଗ ଦ୍ୱାରା ହତ ହେଲେ; ସେଥିରେ ସମସ୍ତ ପକ୍ଷୀ ସେମାନଙ୍କର ମାଂସ ଭୋଜନ କରି ପରିତୃପ୍ତ ହେଲେ।
ବାରି ମେଁଇଂନେ ସନ୍ୟ‍ଇଂ ଗୋଡ଼ା ଡେଃଣ୍ଡ୍ରେନେ ତୁମୁଁଆବାନ୍ ତାର୍‌କ୍ନେ କାଣ୍ଡା ବାନ୍‌ ଗୁଏଆର୍‌କେ; କିତଂନେ ପ୍ଲିଗ୍‌ଇଂ ମନ୍ଇକ୍‌ଚା ମେଁଇଂନେ ଚିଲି ଚଂୱେଆର୍‌କେ ।

< ପ୍ରକାଶିତ 19 >