< ପ୍ରକାଶିତ 17 >
1 ତତ୍ପରେ ସପ୍ତ ପାତ୍ରଧାରୀ ସପ୍ତ ଦୂତଙ୍କ ମଧ୍ୟରୁ ଜଣେ ଆସି ମୋତେ କହିଲେ, ଏଠାକୁ ଆସ, ଯେଉଁ ମହା ବେଶ୍ୟା ବହୁ ଜଳରାଶି ନିକଟରେ ଉପବିଷ୍ଟ,
୧ଏମ୍ବାଟିଏ ସା଼ତାଗଟା ଗିନାୟାଁ ଆସାମାନି ଦୂତୁ ବିତ୍ରାଟି ରଣ୍ତି ନା଼ ଡାଗେ ୱା଼ହାନା ଏଲେଇଞ୍ଜାତେ, “ଇମ୍ବାଆଁ ୱା଼ମୁ ହା଼ରେକା କାଡା ଦାରି ଗା଼ଡ଼ି ଆ଼ହାମାନି ଦା଼ରେଣି ଲେହେଁତି କାଜା ଗା଼ଡ଼ା ଏ଼ନି ସା଼ସ୍ତି ବେଟାଆ଼ନେ ଏ଼ଦାଆଁ ତ଼ସ୍ତାଇଁ ।
2 ଯାହା ସହିତ ପୃଥିବୀର ରାଜାମାନେ ବ୍ୟଭିଚାର କରିଅଛନ୍ତି ଓ ପୃଥିବୀ ନିବାସୀମାନେ ଯାହାର ବ୍ୟଭିଚାରରୂପ ସୁରାରେ ମତ୍ତ ହୋଇଅଛନ୍ତି, ତାହାର ଦଣ୍ଡ ତୁମ୍ଭକୁ ଦେଖାଇବି।
୨ଦାର୍ତିତି ରାଜାୟାଁ ଏ଼ ଦା଼ରେଣି ତଲେ ଦା଼ରିକାମା କିହାମାନେରି, ଇଞ୍ଜାଁ ଦାର୍ତିତା ବାସା ଆ଼ହାମାନାରି ବାରେ ଦା଼ରି କାମାଲେହେଁତି କା଼ଡ଼ୁ ଗସାହାଁ ହ଼ଚାମାନେରି ।”
3 ସେଥିରେ ସେ ମୋତେ ପବିତ୍ର ଆତ୍ମାରେ ପ୍ରାନ୍ତର ମଧ୍ୟକୁ ଘେନିଯାଆନ୍ତେ ମୁଁ ଜଣେ ସ୍ତ୍ରୀଲୋକକୁ ଗୋଟିଏ ଲୋହିତବର୍ଣ୍ଣ ପଶୁ ଉପରେ ବସିଥିବାର ଦେଖିଲି; ସେହି ପଶୁର ସର୍ବାଙ୍ଗ ଈଶ୍ବରନିନ୍ଦାସୂଚକ ନାମରେ ପରିପୂର୍ଣ୍ଣ, ଆଉ ତାହାର ସପ୍ତ ମସ୍ତକ ଓ ଦଶ ଶୃଙ୍ଗ।
୩ଏଚିବେ଼ଲାତା ସୁଦୁଜୀୱୁ ନା଼ ତା଼ଣା ୱା଼ତେ ଇଞ୍ଜାଁ ଏ଼ ଦୂତୁ ନାଙ୍ଗେ ବାଃଲି ବୂମିତା ଅୟାତେ । ଏମ୍ବାଆଁ ନା଼ନୁ ମେସ୍ତେଏଁ, ର଼ ପା଼ଟୁ ୱା଼ଣାଗାଟି ଜ଼ନ୍ତ ଲାକ ର଼ ଇୟା କୁଗାମାଚେ । ଏ଼ ଜ଼ନ୍ତତି ଆଙ୍ଗାତା ମାହାପୂରୁ ନିନ୍ଦାକିନି ଦ଼ର୍କା ରା଼ସ୍କି ଆ଼ହାମାଚୁ, ଅ଼ଡ଼େ ଏ଼ଦାନାକି ସା଼ତାଗଟା ତା଼ର୍କା ଇଞ୍ଜାଁ ଦସଗଟା କମ୍କା ମାଚୁ ।
4 ସ୍ତ୍ରୀଲୋକ ବାଇଗଣିଆ ଓ ଲୋହିତବର୍ଣ୍ଣ ବସ୍ତ୍ର ପରିହିତା, ପୁଣି, ସୁବର୍ଣ୍ଣ, ବହୁମୂଲ୍ୟ ମଣି ଓ ମୁକ୍ତାରେ ଭୂଷିତା; ତାହାର ହସ୍ତରେ ଗୋଟିଏ ସୁବର୍ଣ୍ଣ ପାତ୍ର, ତାହା ଘୃଣ୍ୟ ପଦାର୍ଥ ଓ ତାହାର ବ୍ୟଭିଚାରରୂପ ଅଶୁଚି କର୍ମରେ ପରିପୂର୍ଣ୍ଣ;
୪ଏ଼ ଇୟା ହେୟାଁ ଲେହେଁତି ୱା଼ଣା ଅ଼ଡ଼େ ପା଼ଟୁ ୱା଼ଣାଗାଟି ହିମ୍ବରି ହୁଚାମାଚେ, ଇଞ୍ଜାଁ ଏ଼ଦି ବାଂଗାରା ଅ଼ଡ଼େ ଗାଡି ଦାରାଗାଟି ମଣି, ମୁକ୍ତା ତଲେ ସାଜୁ ଆ଼ହାମାଚେ, ତାନି ନା଼ଡ଼ିକିନି ପା଼ଡ଼େୟିକା ଲେହେଁ ଅ଼ପାଆଗାଟି ଦିଣ୍ସୁ ଇଞ୍ଜାଁ ଦା଼ରିକାମା କିନି ଲାଗେଏତି କାମା ତଲେ ନେଞ୍ଜାମାନି ର଼ ବାଂଗାରା ଗିନା ଏ଼ଦି ଆସାମାଚେ ।
5 ତାହାର କପାଳରେ ଏହି ନିଗୂଢ଼ ଭାବଯୁକ୍ତ ନାମ ଲିଖିତ ଥିଲା, ମହାନଗରୀ ବାବିଲ, ବେଶ୍ୟାମାନଙ୍କର ଓ ପୃଥିବୀର ସମସ୍ତ ଘୃଣ୍ୟ ବିଷୟର ମାତା।
୫ଏ଼ଦାନି ମୁଞ୍ଜୁତା ଡ଼ୁଗାମାନି ର଼ ଦ଼ରୁ ରା଼ସ୍କି ଆ଼ହାମାଚେ, “କାଜା ଗା଼ଡ଼ା ବାବିଲନ ଦାର୍ତିତି ବାରେ ଦା଼ରି ଇଞ୍ଜାଁ ଅ଼ପାଆଗାଟି କାମାତି ତାଲି ।”
6 ମୁଁ ସେହି ସ୍ତ୍ରୀଲୋକକୁ ସାଧୁମାନଙ୍କ ଓ ଯୀଶୁଙ୍କ ସାକ୍ଷୀମାନଙ୍କ ରକ୍ତପାନରେ ମତ୍ତ ହେବାର ଦେଖିଲି। ତାହାକୁ ଦେଖି ମୁଁ ଅତ୍ୟନ୍ତ ଆଶ୍ଚର୍ଯ୍ୟାନ୍ୱିତ ହେଲି।
୬ନା଼ନୁ ଅ଼ଡ଼େ ମେସ୍ତେଏଁ, ଏ଼ ଆୟାଟି ମାହାପୂରୁ ଲ଼କୁ ଇଞ୍ଜାଁ ଜୀସୁ ତା଼ଣା ମା଼ନି ତଲେ ମାଞ୍ଜା ସା଼କି ହୀହାନା ହା଼ହାମାନି ଲ଼କୁତି ନେତେରି ଗସାନା ହ଼ଚାମାଚେ । ନା଼ନୁ ଏ଼ଦାନି ମେସାନା ହା଼ରେକା କାବା ଆ଼ତେଏଁ ।
7 ସେଥିରେ ଦୂତ ମୋତେ କହିଲେ, କାହିଁକି ଆଶ୍ଚର୍ଯ୍ୟାନ୍ୱିତ ହେଲ? ମୁଁ ତୁମ୍ଭକୁ ସେହି ସ୍ତ୍ରୀଲୋକର ଓ ତାହାର ବାହନ ସପ୍ତ ମସ୍ତକ ଓ ଦଶ ଶୃଙ୍ଗ ବିଶିଷ୍ଟ ଯେଉଁ ପଶୁ, ତାହାର ନିଗୂଢ଼ତତ୍ତ୍ୱ ବୁଝାଇଦେବି।
୭ଅ଼ଡ଼େ ଦୂତୁ ନାଙ୍ଗେ ଏଲେଇଞ୍ଜାତେ, “ଏ଼ନାଆଁତାକି କାବା ଆ଼ହିମାଞ୍ଜି? ନା଼ନୁ ଏ଼ ଆୟାଟି ଅ଼ଡ଼େ ସାତା ଗଟା ତା଼ର୍କା ଇଞ୍ଜାଁ ଦସଗଟା କମ୍କା ଗାଟି ଏ଼ଦାଣି ଡେ଼କାମାନି ଜ଼ନ୍ତତି ଡ଼ୁଗାମାନି କାତା ନା଼ନୁ ନିଙ୍ଗେ ୱେସିମାଞ୍ଜାଇଁ, ୱେନାମୁ ।
8 ସେହି ଯେଉଁ ପଶୁକୁ ତୁମ୍ଭେ ଦେଖିଲ, ତାହା ଥିଲା, ଏବେ ନାହିଁ, ପୁଣି, ତାହା ପାତାଳକୁଣ୍ଡରୁ ଉଠି ବିନାଶ ପାଇବ। ସେଥିରେ ପୃଥିବୀନିବାସୀ ଯେତେ ଲୋକଙ୍କ ନାମ ଜଗତର ପତ୍ତନାବଧି ଜୀବନ ପୁସ୍ତକରେ ଲିଖିତ ହୋଇ ନାହିଁ, ସେମାନେ ଯେତେବେଳେ ସେହି ପଶୁକୁ ଦେଖିବେ ଯେ ତାହା ଥିଲା, ଏବେ ନାହିଁ ପରେ ଆସିବ, ସେତେବେଳେ ସେମାନେ ଆଶ୍ଚର୍ଯ୍ୟାନ୍ୱିତ ହେବେ। (Abyssos )
୮ଜ଼ନ୍ତ ର଼ ଦିନା ନୀଡାମାଚେ; ନୀଏଁ ଅ଼ଡ଼େ ନୀଡାହିଲେଏ, ସାମା ତବେ ତା଼ଡ଼େପୂରୁଟି ନିଙ୍ଗା ୱା଼ନେ ଇଞ୍ଜାଁ ଅ଼ର ଦେବା ନା଼ସା ଆ଼ନେ । ଦାର୍ତି ଗା଼ଡ଼ି ଆ଼ତି ନ଼କେଏ ଆମ୍ବାଆରି ଦ଼ରୁ ଜୀୱୁତି ପତିତା ରା଼ସ୍କି ଆ଼ହାହିଲେଏ, ଦାର୍ତିତା ବାସାଆ଼ହାମାନି ବାରେ ଲ଼କୁ ଜ଼ନ୍ତଇଁ ମେସାଁ କାବାଆ଼ନେରି । ଏ଼ଦି ର଼ ଦିନା ନୀଡାମାଚେ, ନୀଏଁ ଅ଼ଡ଼େ ହିଲେଏ, ସାମା ଅ଼ଡ଼େ ର଼ ଦେବା ତ଼ଞ୍ଜାଆ଼ନେ ।” (Abyssos )
9 ଏହି ସ୍ଥଳରେ ବୁଦ୍ଧିବିଶିଷ୍ଟ ମନ ଆବଶ୍ୟକ। ସେହି ସପ୍ତ ମସ୍ତକ ସପ୍ତ ପର୍ବତକୁ ବୁଝାଏ, ଏହି ସପ୍ତ ପର୍ବତ ଉପରେ ସ୍ତ୍ରୀଲୋକ ଉପବିଷ୍ଟା;
୯“ଈ ବାରେ କାତା ତେଲ୍ହାଲି ତାକି ବୁଦି ଲ଼ଡ଼ାମାନେ । ଜ଼ନ୍ତତି ସା଼ତାଗଟା ତା଼ର୍କା ସାତେଏ ସା଼ତାଗଟା ହ଼ର୍କା, ଆମିନି ଲାକ ଆୟାଟି କୁଗାମାନେ । ଏ଼ୱି ଜିକେଏ ସା଼ତା ଜା଼ଣା ରାଜାୟାଁ ଲେହେଁ ।
10 ସେହି ସପ୍ତ ମସ୍ତକ ମଧ୍ୟ ସପ୍ତ ରାଜାଙ୍କୁ ବୁଝାଏ, ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣ ପତିତ ହୋଇଅଛନ୍ତି, ଜଣେ ବର୍ତ୍ତମାନ ଅଛି, ଆଉ ଜଣେ ଏପର୍ଯ୍ୟନ୍ତ ଆସି ନାହିଁ, ସେ ଆସିଲେ ଅଳ୍ପ କାଳ ମାତ୍ର ରହିବ।
୧୦ଏ଼ୱାରି ବିତ୍ରାଟି ପା଼ସାଜା଼ଣା ମେଣ୍ଙ୍ଗା ହାଜାମାନେରି, ନୀଏଁ ରଅସି ମାନେସି, ଅ଼ଡ଼େ ରଅସି ନୀଏଁ ପାତେକା ୱା଼ହାହିଲଅସି, ଏ଼ୱାସି ୱା଼ତିସାରେ ଗା଼ଡ଼େକା ତାକିଏ ସା଼ଲୱି କିନେସି ।
11 ପୁଣି, ଯେଉଁ ପଶୁ ଥିଲା ଆଉ ଏବେ ନାହିଁ, ସେ ଅଷ୍ଟମ; ତଥାପି ସେ ସେହି ସପ୍ତ ରାଜାଙ୍କ ମଧ୍ୟରୁ ଜଣେ, ଆଉ ସେ ବିନାଶ ପାଇବ।
୧୧ଅ଼ଡ଼େ ଆମିନି ଜ଼ନ୍ତ ର଼ ଦିନା ନୀଡାମାଚେ, ଏ଼ଦି ଆ଼ଟା ଲମ୍ବର ରାଜା, ଏ଼ ବାରେ ରାଜାୟାଁ ବିତ୍ରାଟି ରଅସି ଇଞ୍ଜାଁ ଏ଼ୱାସି ଜିକେଏ ତବେ ନା଼ସା ଆ଼ନେସି ।”
12 ଆହୁରି ଯେଉଁ ଦଶ ଶୃଙ୍ଗ ଦେଖିଲ, ଏହିସବୁ ଦଶ ରାଜାଙ୍କୁ ବୁଝାଏ; ସେମାନେ ଏପର୍ଯ୍ୟନ୍ତ ରାଜ୍ୟ ପାଇ ନାହାନ୍ତି, କିନ୍ତୁ ପଶୁ ସଙ୍ଗରେ ଏକ ଘଣ୍ଟା ପର୍ଯ୍ୟନ୍ତ ରାଜାମାନଙ୍କ ପରି କ୍ଷମତା ପ୍ରାପ୍ତ ହେବେ।
୧୨“ମୀରୁ ମେସାମାନି ଦସଗଟା କମ୍କା, ଦସ ଜା଼ଣା ରାଜାୟାଁ ଲେହେଁ, ଏ଼ୱାରି ନୀଏଁ ପାତେକା ସା଼ଲୱି କିହାହିଲଅରି । ସାମା ଜ଼ନ୍ତ ତଲେ ସା଼ଲୱି କିହାଲିତାକି ର଼ ଗଂଟା ତାକି ଏ଼ୱାରାକି ବା଼ଡ଼୍ୟୁ ହୀପ୍କିଆ଼ନେ ।
13 ସେମାନେ ଏକମନା, ଆଉ ସେମାନେ ସେହି ପଶୁକୁ ଆପଣାମାନଙ୍କର ଶକ୍ତି ଓ କ୍ଷମତା ଦେବେ।
୧୩ଏ଼ୱାରି ରଣ୍ତିଏ ଅଣ୍ପୁ ତଲେ ମାଞ୍ଜାନା ତାମି ବା଼ଡ଼୍ୟୁ ଅ଼ଡ଼େ ଅଦିକାରା ଏ଼ ଜ଼ନ୍ତକି ହୀନେରି ।
14 ସେମାନେ ମେଷଶାବକଙ୍କ ସହିତ ଯୁଦ୍ଧ କରିବେ, ଆଉ ମେଷଶାବକ ସେମାନଙ୍କୁ ଜୟ କରିବେ, କାରଣ ସେ ପ୍ରଭୁମାନଙ୍କର ପ୍ରଭୁ ଓ ରାଜାମାନଙ୍କର ରାଜା, ପୁଣି, ଯେଉଁମାନେ ତାହାଙ୍କ ସହିତ ଅଛନ୍ତି, ସେହି ଆହୂତ, ମନୋନୀତ ଓ ବିଶ୍ୱସ୍ତ ଲୋକମାନେ ମଧ୍ୟ ଜୟ କରିବେ।
୧୪ଏ଼ୱାରି ମେ଼ଣ୍ତା ଡା଼ଲୁ ତଲେ ଜୁଜୁ କିନେରି, ଅ଼ଡ଼େ ମେ଼ଣ୍ତା ଡା଼ଲୁ ଏ଼ୱାରାଇଁ ଜୀଣା ଆ଼ନେ, ଇଚିହିଁ ଏ଼ୱାସି ପ୍ରବୁ କିହାଁ ପ୍ରବୁ ଅ଼ଡ଼େ ରାଜା କିହାଁ ରାଜା, ଅ଼ଡ଼େ ଆମିନି ଗାଟାରି ଏ଼ୱାଣିତଲେ ମାନେରି ଏ଼ ହା଼ଟାମାନାରି, ଆ଼ଚାମାନାରି ଅ଼ଡ଼େ ନାମୁଗାଟାରି ଜିକେଏ ଜୀଣା ଆ଼ନେରି ।”
15 ଆଉ ସେ ମୋତେ କହିଲେ, ଯେଉଁ ଜଳରାଶି ନିକଟରେ ତୁମ୍ଭେ ବେଶ୍ୟାକୁ ଉପବିଷ୍ଟା ଥିବାର ଦେଖିଲ, ସେହି ଜଳରାଶି ବିଭିନ୍ନ ଗୋଷ୍ଠୀ, ଜନତା, ଜାତି ଓ ଭାଷାବାଦୀ ଲୋକଙ୍କୁ ବୁଝାଏ।
୧୫ଦୂତୁ ନାଙ୍ଗେ ଅ଼ଡ଼େ ଏଲେଇଞ୍ଜାତେ, “ନୀନୁ ଆମିନି ଏ଼ୟୁଣି ମେସ୍ତି, ଆମିନି ଲାକ ଏ଼ ଦା଼ରେଣି କୁଗାମାନେ, ଏ଼ଦି ଆ଼ହିମାନେ ଏଟ୍କା ଏଟ୍କାତି ଦେ଼ସା, କୂଡ଼ା, ଗଚି ଇଞ୍ଜାଁ ହା଼ଡାଗାଟି କୁଲମି ।
16 ପୁଣି, ଯେଉଁ ଦଶ ଶୃଙ୍ଗ ଦେଖିଲ, ସେହିସବୁ ଓ ସେହି ପଶୁ, ବେଶ୍ୟାକୁ ଘୃଣା କରିବେ ଏବଂ ତାହାକୁ ଉଚ୍ଛିନ ଓ ଉଲଗ୍ନ କରିବେ ଆଉ ତାହାର ମାଂସ ଭକ୍ଷଣ କରିବେ ଓ ତାହାକୁ ଅଗ୍ନିରେ ଦଗ୍ଧ କରିବେ;
୧୬ନୀନୁ ମେସାମାନି ଦସଗଟା କମ୍କା ଇଞ୍ଜାଁ ଏ଼ ଜ଼ନ୍ତ, ଦା଼ରେଣିନି ଅ଼ପାଉ; ଏ଼ୱି ଏ଼ଦାନି ତା଼ଣାଟି ବାରେ ପିସ୍ପିକିହା ଅ଼ହାନା ନା଼ଗ୍ଡ଼ା କିହାନା ପିହ୍ନୁ । ଏ଼ୱି ଏ଼ଦାନି ଊଙ୍ଗା ତିଞ୍ଜାନା ହିଚୁତା ହୂଡାନା ନା଼ସା କିନୁ ।
17 କାରଣ ଈଶ୍ବରଙ୍କ ସମସ୍ତ ବାକ୍ୟ ଯେପର୍ଯ୍ୟନ୍ତ ସଫଳ ନ ହୁଏ, ସେପର୍ଯ୍ୟନ୍ତ ସେମାନେ ଯେପରି ତାହାର ଅଭିପ୍ରାୟ ସିଦ୍ଧ କରନ୍ତି ଓ ଏକମନା ହୋଇ ଆପଣାମାନଙ୍କ ରାଜ୍ୟ ପଶୁକୁ ଦାନ କରନ୍ତି, ଏଥିନିମନ୍ତେ ଈଶ୍ବର ସେମାନଙ୍କ ମନରେ ସୂଚାଇ ଦେଲେ।
୧୭ଏ଼ନାଆଁତାକି ଇଚିହିଁ, ମାହାପୂରୁ ତା଼ନୁ ଅଣ୍ପାମାନାଣି କିହାଲିତାକି ଏ଼ୱାଆଁତାକି ଈ ଅଣ୍ପୁ ହୀହାମାନେସି । ଏ଼ୱି ରଣ୍ତିଏ ମ଼ନ ଆ଼ହାନା କାମା କିନୁ ଇଞ୍ଜାଁ ମାହାପୂରୁତି ବ଼ଲୁ ସାତାତଲେ ଆ଼ଆପାତେକା ରା଼ଜିତି ସା଼ଲୱି କିନି ବ଼ଜୁ ଏ଼ ଜ଼ନ୍ତ କେୟୁତା ପିସାହୀନେସି ।”
18 ଆଉ ଯେଉଁ ସ୍ତ୍ରୀଲୋକକୁ ଦେଖିଲ, ସେ ପୃଥିବୀର ରାଜାମାନଙ୍କ ଉପରେ ରାଜତ୍ୱ କରୁଥିବା ମହାନଗରୀକୁ ବୁଝାଏ।
୧୮“ଇଞ୍ଜାଁ ଆମିନି ଆୟାଟି ମେସ୍ତି, ଏ଼ଦି ଆ଼ହିମାନେ, ଦାର୍ତିତି ରାଜାୟାଁଣି ସା଼ଲୱି କିହିମାନି ଏ଼ କାଜା ଗା଼ଡ଼ା ।”