< ପ୍ରକାଶିତ 17 >
1 ତତ୍ପରେ ସପ୍ତ ପାତ୍ରଧାରୀ ସପ୍ତ ଦୂତଙ୍କ ମଧ୍ୟରୁ ଜଣେ ଆସି ମୋତେ କହିଲେ, ଏଠାକୁ ଆସ, ଯେଉଁ ମହା ବେଶ୍ୟା ବହୁ ଜଳରାଶି ନିକଟରେ ଉପବିଷ୍ଟ,
ତେନ୍ଇଡ଼ିଂ ଗୁକ୍ଲିଗ୍ ଙ୍କୁଇ ସାଃକ୍ନେ ଗୁକ୍ଲିଗ୍ ଦୁତ୍ ବିତ୍ରେବାନ୍ ମୁଇଂଡା ନିଂ ଡାଗ୍ରା ପାଙ୍ଗ୍ଚେ ବାସଙ୍ଗ୍କେ, “ପାଙ୍ଗ୍ଲା! ମୁଇଂଟୁ ମାଲେ ଲଣ୍ଡିଆଃ ଡାଗ୍ରା ଆଃରେକ୍ନେ ବେସ୍ୟା ରକମ୍ନେ ଆତେନ୍ ମ୍ନାଇନି ଡିରକମ୍ ସାସ୍ତି ବାଏ ଆତେନ୍ ଣ୍ଡ୍ରାଃସୁଏଃଏ ।
2 ଯାହା ସହିତ ପୃଥିବୀର ରାଜାମାନେ ବ୍ୟଭିଚାର କରିଅଛନ୍ତି ଓ ପୃଥିବୀ ନିବାସୀମାନେ ଯାହାର ବ୍ୟଭିଚାରରୂପ ସୁରାରେ ମତ୍ତ ହୋଇଅଛନ୍ତି, ତାହାର ଦଣ୍ଡ ତୁମ୍ଭକୁ ଦେଖାଇବି।
ଦର୍ତନିନେ ଇଃସାଙ୍ଗ୍ଇଂ ଆତେନ୍ ବେସ୍ୟା ଏତେ ଦଦ୍ୟା କାମ୍ ଡିଂବକେ ବାରି ଦର୍ତନିନେ ରେମୁଆଁଇଂ ମେଁନେ ଦଦ୍ୟା କାମ୍ ରକମ୍ ସୁରା ଉଗ୍ଚେ ବୁସାଃ ଲେଃଆର୍କେ ।”
3 ସେଥିରେ ସେ ମୋତେ ପବିତ୍ର ଆତ୍ମାରେ ପ୍ରାନ୍ତର ମଧ୍ୟକୁ ଘେନିଯାଆନ୍ତେ ମୁଁ ଜଣେ ସ୍ତ୍ରୀଲୋକକୁ ଗୋଟିଏ ଲୋହିତବର୍ଣ୍ଣ ପଶୁ ଉପରେ ବସିଥିବାର ଦେଖିଲି; ସେହି ପଶୁର ସର୍ବାଙ୍ଗ ଈଶ୍ବରନିନ୍ଦାସୂଚକ ନାମରେ ପରିପୂର୍ଣ୍ଣ, ଆଉ ତାହାର ସପ୍ତ ମସ୍ତକ ଓ ଦଶ ଶୃଙ୍ଗ।
ଅଃତେନ୍ ବେଲା ପବିତ୍ର ଆତ୍ମା ନିଂଅରିଆ ଗାକେ ଆରି ଆତେନ୍ ଦୁତ୍ ଆନିଂ ମୁଇଂ କଣ୍ଡାପାକା ୱା ଡୁଂୱେକେ । ଆତ୍ଅରିଆ ନିଂ ଙ୍କେକେ ମୁଇଂ ସେଲାମ୍ବୁଏ ରେମୁଆଁ ମୁଇଂ ଚିକ୍ନେ ବାନାନେ ପସୁ ଆଡ଼ାତ୍ରା କଲେଃକେ । ପସୁନେ ସର୍ତେ ଗାଗ୍ଡ଼େନ୍ନିଆ ଇସ୍ପର୍ ନିନ୍ଦା ରକମ୍ନେ ମ୍ନିଇଂ ଗ୍ନୁଆର୍ ଲେଃକେ ଆରି ମେଁନେ ଗୁକ୍ଲିଗ୍ ବାଆଃ ଆରି ଗୁଆକ୍ଲିଗ୍ ଡିରଂ ଲେଃକେ ।
4 ସ୍ତ୍ରୀଲୋକ ବାଇଗଣିଆ ଓ ଲୋହିତବର୍ଣ୍ଣ ବସ୍ତ୍ର ପରିହିତା, ପୁଣି, ସୁବର୍ଣ୍ଣ, ବହୁମୂଲ୍ୟ ମଣି ଓ ମୁକ୍ତାରେ ଭୂଷିତା; ତାହାର ହସ୍ତରେ ଗୋଟିଏ ସୁବର୍ଣ୍ଣ ପାତ୍ର, ତାହା ଘୃଣ୍ୟ ପଦାର୍ଥ ଓ ତାହାର ବ୍ୟଭିଚାରରୂପ ଅଶୁଚି କର୍ମରେ ପରିପୂର୍ଣ୍ଣ;
ସେଲାମ୍ବୁଏଃ ରେମୁଆଁ କଃଡ଼େଆଁବାନା ଆରି ଚିକ୍ନେ ବାନାନେ ସକା ସଃଲେଃଗେ ଆରି ସୁନା ରୁପା ମାଲେ ଡାବୁନେ ମଣିମାଣିକ୍ୟ ଆରି ମୁକ୍ତାନ୍ନିଆ ତ୍ନ ଲେଃଗେ । ମେଁନେ ଦଦ୍ୟା କାମ୍ନେ ଚୁଚୁ ସୁଗୁଆ ଦଦ୍ୟା ଆରି ଅପବିତ୍ର ବିସଏ ତ୍ନକ୍ନେ ମୁଇଂ ସୁନା ଙ୍କୁଇ ମେଁ ସାଲେଃଗେ ।
5 ତାହାର କପାଳରେ ଏହି ନିଗୂଢ଼ ଭାବଯୁକ୍ତ ନାମ ଲିଖିତ ଥିଲା, ମହାନଗରୀ ବାବିଲ, ବେଶ୍ୟାମାନଙ୍କର ଓ ପୃଥିବୀର ସମସ୍ତ ଘୃଣ୍ୟ ବିଷୟର ମାତା।
ମେଁନେ କାପାଲେ ମୁଇଂ ଇରିଆତୁଗ୍ ରକମ୍ନେ ମ୍ନି ଗୁଆର୍ ଲେଃଗେ: “ମ୍ନା ବାବିଲୋନ୍ ଦର୍ତନିନେ ସର୍ତେ ବେସ୍ୟା ଆରି ଦଦ୍ୟା କାମ୍ ଡିଂନେ ରେମୁଆଁଇଂନେ ଇୟାଂ ।”
6 ମୁଁ ସେହି ସ୍ତ୍ରୀଲୋକକୁ ସାଧୁମାନଙ୍କ ଓ ଯୀଶୁଙ୍କ ସାକ୍ଷୀମାନଙ୍କ ରକ୍ତପାନରେ ମତ୍ତ ହେବାର ଦେଖିଲି। ତାହାକୁ ଦେଖି ମୁଁ ଅତ୍ୟନ୍ତ ଆଶ୍ଚର୍ଯ୍ୟାନ୍ୱିତ ହେଲି।
ନିଂ ଆରି ଙ୍କେକେ ଆତେନ୍ ସେଲାମ୍ବୁଏ ରେମୁଆଁ ସାଦୁଇଂନେ ଆରି ଜିସୁନେ ଡାଗ୍ରା ବିସ୍ବାସ୍ ଲେଃଚେ ଗୁଏଃ ଲେଃକ୍ନେ ରେମୁଆଁଇଂନେ ମ୍ମ୍ୟାଁ ଉଗ୍ଚେ ବୁସାଃ ଲେଃଗେ । ଆମେକେ କେଚେ ନିଂ ଇରିଆତୁଗ୍ଚେ କାନାବାନା ଡିଂଉଁୱେଗେ ।
7 ସେଥିରେ ଦୂତ ମୋତେ କହିଲେ, କାହିଁକି ଆଶ୍ଚର୍ଯ୍ୟାନ୍ୱିତ ହେଲ? ମୁଁ ତୁମ୍ଭକୁ ସେହି ସ୍ତ୍ରୀଲୋକର ଓ ତାହାର ବାହନ ସପ୍ତ ମସ୍ତକ ଓ ଦଶ ଶୃଙ୍ଗ ବିଶିଷ୍ଟ ଯେଉଁ ପଶୁ, ତାହାର ନିଗୂଢ଼ତତ୍ତ୍ୱ ବୁଝାଇଦେବି।
ଦୁତ୍ ବାସଙ୍ଗ୍କେ, “ମେଃନ୍ସା ଇରିଆତୁଗ୍ ନାଡିଂକେ?” ଆତେନ୍ ସେଲାମ୍ବୁଏଃ ରେମୁଆଁ ବାରି ଗୁକ୍ଲିଗ୍ ବାଆଃ ଆରି ଗୁଆ ଡିରଂ ଲେଃକ୍ନେ ଆମେକେ ଡୁଙ୍ଗ୍ନେ ପସୁନେ ବୁଡ଼ିକ୍ନେ ସାମୁଆଁ ନିଂ ଆନାକେ ବାସଙ୍ଗ୍ଣ୍ଡିଂକେ, ଅଁ!
8 ସେହି ଯେଉଁ ପଶୁକୁ ତୁମ୍ଭେ ଦେଖିଲ, ତାହା ଥିଲା, ଏବେ ନାହିଁ, ପୁଣି, ତାହା ପାତାଳକୁଣ୍ଡରୁ ଉଠି ବିନାଶ ପାଇବ। ସେଥିରେ ପୃଥିବୀନିବାସୀ ଯେତେ ଲୋକଙ୍କ ନାମ ଜଗତର ପତ୍ତନାବଧି ଜୀବନ ପୁସ୍ତକରେ ଲିଖିତ ହୋଇ ନାହିଁ, ସେମାନେ ଯେତେବେଳେ ସେହି ପଶୁକୁ ଦେଖିବେ ଯେ ତାହା ଥିଲା, ଏବେ ନାହିଁ ପରେ ଆସିବ, ସେତେବେଳେ ସେମାନେ ଆଶ୍ଚର୍ଯ୍ୟାନ୍ୱିତ ହେବେ। (Abyssos )
ପସୁ ମେଃସୁଆ ମ୍ବ୍ରଲେଃଗେ; ଏକେ ଆରି ମ୍ବ୍ର ଆଲେଃକେ ମାତର୍ ଗିଆଃ ପାତାଲ୍ପୁର୍ବାନ୍ ତଃଡ଼ିଆ ପାଙ୍ଗ୍ଏ ବାରି ଆର୍ମୁଇଂତର୍ ବିନସ୍ଟ ଡିଂଏ । ଦର୍ତନି ଆଃରେନେ ସିସେବାନ୍ ଜାଣ୍ଡେଇଂନେ ମ୍ନି ଜିବନ୍ ଉଲିଆନ୍ନିଆ ଗୁଆର୍ ଆଲେଃକେ ଦର୍ତନିନ୍ନିଆ ବାସାନେ ରେମୁଆଁ ସାପାରେ ପସୁକେ କେଚେ ଇରିଆତୁଗ୍ ଆର୍ଏ । ମେଁ ମେଃସୁଆ ମ୍ବ୍ର ଲେଃଗେ ଏକେ ଆରି ଣ୍ଡୁ ମାତର୍ ବାରି ମୁଇଂତର୍ ମେଁ ତ୍ନାଏ । (Abyssos )
9 ଏହି ସ୍ଥଳରେ ବୁଦ୍ଧିବିଶିଷ୍ଟ ମନ ଆବଶ୍ୟକ। ସେହି ସପ୍ତ ମସ୍ତକ ସପ୍ତ ପର୍ବତକୁ ବୁଝାଏ, ଏହି ସପ୍ତ ପର୍ବତ ଉପରେ ସ୍ତ୍ରୀଲୋକ ଉପବିଷ୍ଟା;
“ଆକେନ୍ ସାପା ବିସଏ ବୁଜେ ନ୍ସା ଗିଆନ୍ ଦର୍କାର୍ । ପସୁନେ ଗୁକ୍ଲିଗ୍ ବାଆଃ ସତ୍ ଗୁକ୍ଲିଗ୍ କଣ୍ଡା ଜାନେ ଆଡ଼ାତ୍ରା ସେଲାମ୍ବୁଏ ରେମୁଆଁ କଲେଃକେ । ଆତେନ୍ଇଂ ଡିଗ୍ ଗୁକ୍ଲିଗ୍ ଇଃସାଙ୍ଗ୍ଇଂ ସୁଗୁଆ ।
10 ସେହି ସପ୍ତ ମସ୍ତକ ମଧ୍ୟ ସପ୍ତ ରାଜାଙ୍କୁ ବୁଝାଏ, ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣ ପତିତ ହୋଇଅଛନ୍ତି, ଜଣେ ବର୍ତ୍ତମାନ ଅଛି, ଆଉ ଜଣେ ଏପର୍ଯ୍ୟନ୍ତ ଆସି ନାହିଁ, ସେ ଆସିଲେ ଅଳ୍ପ କାଳ ମାତ୍ର ରହିବ।
ମେଁଇଂନେ ବିତ୍ରେବାନ୍ ମାଲ୍ ରୁଆ ଗୁଏଃ ଲେଃଆର୍କେ । ମୁଇଂଡା ଏକେ ସାସନ୍ ଡିଂଡିଂକେ ବିନ୍ଣ୍ଡ୍ରେ ଏକେ ଜାକ ଆପାଙ୍ଗ୍କେ ଣ୍ଡୁ । ମେଁ ପାଙ୍ଗ୍ଚେ ମୁଇଂ ଇତୁଡ଼ା ବେଲା ଜାକ ସାସନ୍ ଡିଂଏ
11 ପୁଣି, ଯେଉଁ ପଶୁ ଥିଲା ଆଉ ଏବେ ନାହିଁ, ସେ ଅଷ୍ଟମ; ତଥାପି ସେ ସେହି ସପ୍ତ ରାଜାଙ୍କ ମଧ୍ୟରୁ ଜଣେ, ଆଉ ସେ ବିନାଶ ପାଇବ।
ବାରି ମୁଡ଼ି ପସୁ ମେଃସୁଆ ମ୍ବ୍ର ଲେଃଗେ ମାତର୍ ଏକେ ଆରି ଣ୍ଡୁ ମେଁ ଡିଂଡିଂକେ ତ୍ମା ଇଃସାଙ୍ଗ୍; ଆତେନ୍ ଗୁ ଇଃସାଙ୍ଗ୍ନେ ବିତ୍ରେବାନ୍ ମୁଇଂଡା ଆରି ମେଁ ଣ୍ଡିଗ୍ ଗିଆଃ ବିନାସ୍ ଡିଂଏ ।”
12 ଆହୁରି ଯେଉଁ ଦଶ ଶୃଙ୍ଗ ଦେଖିଲ, ଏହିସବୁ ଦଶ ରାଜାଙ୍କୁ ବୁଝାଏ; ସେମାନେ ଏପର୍ଯ୍ୟନ୍ତ ରାଜ୍ୟ ପାଇ ନାହାନ୍ତି, କିନ୍ତୁ ପଶୁ ସଙ୍ଗରେ ଏକ ଘଣ୍ଟା ପର୍ଯ୍ୟନ୍ତ ରାଜାମାନଙ୍କ ପରି କ୍ଷମତା ପ୍ରାପ୍ତ ହେବେ।
“ନାଁ କେନାଲେଃକ୍ନେ ଗୁଆକ୍ଲିଗ୍ ଡିରଂ ଗୁଆକ୍ଲିଗ୍ ଇଃସାଙ୍ଗ୍ନେ ରକମ୍ ମେଁଇଂ ଏଃ ଜାକ ସାସନ୍ ଆଡିଂଆର୍କେ । ମାତର୍ ପସୁ ଏତେ ସାସନ୍ ଡିଂନେ ନ୍ସା ମୁଇଂ ଗଣ୍ଟା ନ୍ସା ଆମେଇଂକେ ଅଦିକାର୍ ବିଏ ।
13 ସେମାନେ ଏକମନା, ଆଉ ସେମାନେ ସେହି ପଶୁକୁ ଆପଣାମାନଙ୍କର ଶକ୍ତି ଓ କ୍ଷମତା ଦେବେ।
ଆକେନ୍ ଗୁଆ ଇଃସାଙ୍ଗ୍ଇଂନେ ଉଦେସ୍ ମୁଇଂ । ମେଁଇଂ ନିଜର୍ ସାପା ବପୁ ଆରି ଅଦିକାର୍ ପସୁକେ ଅପେଃ ବିଆର୍ଏ ।
14 ସେମାନେ ମେଷଶାବକଙ୍କ ସହିତ ଯୁଦ୍ଧ କରିବେ, ଆଉ ମେଷଶାବକ ସେମାନଙ୍କୁ ଜୟ କରିବେ, କାରଣ ସେ ପ୍ରଭୁମାନଙ୍କର ପ୍ରଭୁ ଓ ରାଜାମାନଙ୍କର ରାଜା, ପୁଣି, ଯେଉଁମାନେ ତାହାଙ୍କ ସହିତ ଅଛନ୍ତି, ସେହି ଆହୂତ, ମନୋନୀତ ଓ ବିଶ୍ୱସ୍ତ ଲୋକମାନେ ମଧ୍ୟ ଜୟ କରିବେ।
ମେଁଇଂ ଉଂମେଣ୍ଡାନେ ବିରଦ୍ରେ ଜୁଦ୍ ଡିଂଆର୍ଏ; ମାତର୍ ଉଂମେଣ୍ଡା ମେଁଇଂନେ ୱାକ୍ନେ ସ୍ରିକ୍ନେ ୱେକ୍ନେ ଆରି ବିସ୍ବାସ୍ ରେମୁଆଁଇଂନେ ସାଇଜ୍ୟରେ ଆମେଇଂକେ ବାଗୁଏଃଏ । ଡାଗ୍ଲା ମେଁ ମାପ୍ରୁଇଂନେ ମାପ୍ରୁ ଆରି ଇଃସାଙ୍ଗ୍ଇଂନେ ଇଃସାଙ୍ଗ୍ ।”
15 ଆଉ ସେ ମୋତେ କହିଲେ, ଯେଉଁ ଜଳରାଶି ନିକଟରେ ତୁମ୍ଭେ ବେଶ୍ୟାକୁ ଉପବିଷ୍ଟା ଥିବାର ଦେଖିଲ, ସେହି ଜଳରାଶି ବିଭିନ୍ନ ଗୋଷ୍ଠୀ, ଜନତା, ଜାତି ଓ ଭାଷାବାଦୀ ଲୋକଙ୍କୁ ବୁଝାଏ।
ଦୁତ୍ ଆନିଂକେ ଆରି ବାସଂକେ “ନାଁ ମୁଡ଼ି ଣ୍ଡିଆଃଇଂ ନାକେକେ ଜାନେ ଆଡ଼ାତ୍ରା ଆତେନ୍ ବେସ୍ୟା କଲେଃକେ ଆତେନ୍ ଡିଂଡିଂକେ; ବିନ୍ବିନ୍ ରାଜି, ଜାତି, ରେମୁଆଁ ଆରି ବ୍ନାସାଣ୍ଡ୍ରେଇଂ ମୁଇଂଅରିଆ ଡିଂଆର୍ଏ ।
16 ପୁଣି, ଯେଉଁ ଦଶ ଶୃଙ୍ଗ ଦେଖିଲ, ସେହିସବୁ ଓ ସେହି ପଶୁ, ବେଶ୍ୟାକୁ ଘୃଣା କରିବେ ଏବଂ ତାହାକୁ ଉଚ୍ଛିନ ଓ ଉଲଗ୍ନ କରିବେ ଆଉ ତାହାର ମାଂସ ଭକ୍ଷଣ କରିବେ ଓ ତାହାକୁ ଅଗ୍ନିରେ ଦଗ୍ଧ କରିବେ;
ନାଁ କେନାଲେଃକ୍ନେ ଗୁକ୍ଲିଗ୍ ଡିରଂ ଆରି ଆତେନ୍ ପସୁ, ବେସ୍ୟାକେ ଗୁର୍ନା ଡିଂଆର୍ଏ; ମେଁଇଂ ମେଁବାନ୍ ମେଁନେ ସାପା ରାଃ ଡୁଂଡଚେ ଆମେକେ ଆନାଂଲାଚେ ଆନ୍ତାର୍ ବିଆର୍ଏ । ମେଁଇଂ ମେଁନେ ଚିଲି ଚଂଚେ ଆମେକେ ସୁଆନ୍ନିଆ ତ୍ଲାଗ୍ଚେ ବାଗୁଏଃ ବିଃଏ ।
17 କାରଣ ଈଶ୍ବରଙ୍କ ସମସ୍ତ ବାକ୍ୟ ଯେପର୍ଯ୍ୟନ୍ତ ସଫଳ ନ ହୁଏ, ସେପର୍ଯ୍ୟନ୍ତ ସେମାନେ ଯେପରି ତାହାର ଅଭିପ୍ରାୟ ସିଦ୍ଧ କରନ୍ତି ଓ ଏକମନା ହୋଇ ଆପଣାମାନଙ୍କ ରାଜ୍ୟ ପଶୁକୁ ଦାନ କରନ୍ତି, ଏଥିନିମନ୍ତେ ଈଶ୍ବର ସେମାନଙ୍କ ମନରେ ସୂଚାଇ ଦେଲେ।
ଡାଗ୍ଲା ଇସ୍ପର୍ ନିଜର୍ ଇକ୍ଚା ପୁରନ୍ ଡିଂନେ ନ୍ସା ଆମେଇଂକେ ଆକେନ୍ ଆଦେସ୍ ବିବକେ । ମେଁଇଂ ମୁଇଂମତ ଡିଂଚେ ସ୍ଲେ ଆର୍ଏ ବାରି ଇସ୍ପର୍ନେ ସାମୁଆଁ ସତ୍ ମାମିସୁନେ ଜାକ ରାଜ୍ୟନେ ସାସନ୍ ଲିଗିଙ୍ଗ୍ ଆତେନ୍ ପସୁ ନ୍ତିନ୍ନିଆ ଆନ୍ତାର୍ ବିଆର୍ଏ ।”
18 ଆଉ ଯେଉଁ ସ୍ତ୍ରୀଲୋକକୁ ଦେଖିଲ, ସେ ପୃଥିବୀର ରାଜାମାନଙ୍କ ଉପରେ ରାଜତ୍ୱ କରୁଥିବା ମହାନଗରୀକୁ ବୁଝାଏ।
“ନାଁ ମୁଡ଼ି ସେଲାମ୍ବୁଏ ରେମୁଆଁକେ ନାକେକେ ମେଁ ଡିଂଡିଂକେ ଦର୍ତନିନେ ଇଃସାଙ୍ଗ୍ଇଂନେ ଆଡ଼ାତ୍ରା ସାସନ୍ ଡିଂମ୍ୟାକ୍ନେ ଆତେନ୍ ମ୍ନା ଇନି ।”