< ପ୍ରକାଶିତ 16 >
1 ତତ୍ପରେ ମୁଁ ମନ୍ଦିର ମଧ୍ୟରୁ ଗୋଟିଏ ଉଚ୍ଚସ୍ୱର ଶୁଣିଲି, ତାହା ସପ୍ତ ଦୂତଙ୍କୁ କହିଲା, ଯାଅ, ଈଶ୍ବରଙ୍କ କ୍ରୋଧର ସପ୍ତ ପାତ୍ର ପୃଥିବୀ ଉପରେ ଢାଳ।
୧ଏଚେଟିଏ ନା଼ନୁ ୱେଚେଏଁ, ଦେ଼ୱୁଡ଼ିଟି ରଅସି କାଜା ଗିୟାଁତଲେ ଏ଼ ସା଼ତାଗଟା ଦୂତୁୟାଁଇଁ ୱେସିମାଚେସି, “ହାଜୁ, ସା଼ତାଗଟା ଗିନାୟାଁଣା ନେଞ୍ଜାମାନି ମାହାପୂରୁତି କ଼ପାତି ଦାର୍ତି ଲାକ ୱା଼କ୍ଦୁ!”
2 ସେଥିରେ ପ୍ରଥମ ଦୂତ ଯାଇ ପୃଥିବୀ ଉପରେ ଆପଣା ପାତ୍ର ଢାଳିଲେ; ତହୁଁ ଯେଉଁମାନେ ପଶୁର ଚିହ୍ନ ଗ୍ରହଣ କରିଥିଲେ ଓ ତାହାର ପ୍ରତିମାକୁ ପ୍ରଣାମ କରିଥିଲେ, ସେମାନଙ୍କ ଶରୀରରେ ଅତି ଯନ୍ତ୍ରଣାଦାୟକ କ୍ଷତ ହେଲା।
୨ଏଚେଟିଏ ମୂଲୁତି ଦୂତୁ ହାଜାନା ତାନି ଗିନାତା ଏ଼ନାୟି ମାଚେ, ଦାର୍ତି ଲାକ ୱା଼କ୍ହେ; ଦେବୁଣିଏ ଆମ୍ବାଆରି ତା଼ଣା ଜ଼ନ୍ତତି ସିନା ମାଚେ, ଇଞ୍ଜାଁ ତାନି ବମାତି ପୂଜା କିହାମାଚେରି, ଏ଼ୱାରି ଆଙ୍ଗାତା ହା଼ରେକା କସ୍ତଗାଟି ବୀସା ପଟ୍କା ହ଼ତୁ ।
3 ଦ୍ୱିତୀୟ ଦୂତ ଆପଣା ପାତ୍ର ସମୁଦ୍ର ଉପରେ ଢାଳିଲେ; ତହୁଁ ତାହା ମୃତ ଲୋକର ରକ୍ତ ପରି ହେଲା, ଆଉ ସମୁଦ୍ରରେ ଥିବା ସମସ୍ତ ଜୀବ ମଲେ।
୩ଏଚେଟିଏ ରୀ ଲମ୍ବର ଦୂତୁ ତାନି ଗିନାତାଣି ସାମ୍ଦୁରି ଲାକ ୱା଼କ୍ହେ; ଇଞ୍ଜାଁ ସାମ୍ଦୁରିତି ଏ଼ୟୁ ହା଼ତି ଲ଼କୁତି ନେତେରିଲେହେଁ ଆ଼ତୁ, ଇଞ୍ଜାଁ ସାମ୍ଦୁରିତା ମାଚି ବାରେ ଜ଼ନ୍ତୟାଁ ହା଼ହାହାଚୁ ।
4 ତୃତୀୟ ଦୂତ ଆପଣା ପାତ୍ର ନଦୀ ଓ ନିର୍ଝରିଣୀଗୁଡ଼ିକ ଉପରେ ଢାଳିଲେ; ତହୁଁ ସେହିସବୁ ରକ୍ତ ହୋଇଗଲା।
୪ତୀନି ଲମ୍ବର ଦୂତୁ ତାନି ଗିନାତା ଏ଼ନାୟି ମାଚେ, କାଡା ଇଞ୍ଜାଁ ଊସା ଏ଼ୟୁ ଲାକ ୱା଼କ୍ହେ; ଇଞ୍ଜାଁ ଏ଼ ଏ଼ୟୁ ବାରେ ନେତେରି ମିଣ୍ହା ହାଚୁ ।
5 ସେତେବେଳେ ମୁଁ ଜଳାଧିପତି ଦୂତଙ୍କୁ ଏହା କହିବାର ଶୁଣିଲି, “ହେ ବର୍ତ୍ତମାନ ଓ ଅତୀତ, ପୁଣି, ପବିତ୍ର ଯେ ତୁମ୍ଭେ, ତୁମ୍ଭେ ନ୍ୟାୟକର୍ତ୍ତା ବୋଲି ଏହିପରି ବିଚାର କରିଅଛ;
୫ଏଚିବେ଼ଲାତା ନା଼ନୁ ୱେଚେଏଁ, ଏ଼ୟୁ ଲାକ ଅଦିକାରା ବେଟାଆ଼ହାମାନି ଦୂତୁ ଏଲେଇଞ୍ଜିମାଚେ, “ନୀନୁ ସୁଦୁ ଗାଟାତି, ନୀଏଁ ମାନାତି ଅ଼ଡ଼େ ତଲିଏ ମାଚାତି; ନୀନୁ ତୀର୍ପୁତଲେ ନୀହାଁୟି କିହାମାଞ୍ଜି ।
6 ଯେଣୁ ସେମାନେ ସାଧୁମାନଙ୍କର ଓ ଭାବବାଦୀମାନଙ୍କର ରକ୍ତପାତ କରିଥିଲେ, ଆଉ ତୁମ୍ଭେ ସେମାନଙ୍କୁ ପାନ କରିବା ନିମନ୍ତେ ରକ୍ତ ଦେଇଅଛ, ସେମାନେ ସେଥିର ଯୋଗ୍ୟ।”
୬ଏ଼ୱାରି ମାହାପୂରୁ ଲ଼କୁଇଁ ଇଞ୍ଜାଁ ମାହାପୂରୁ ଅଣ୍ପୁତି ବ଼ଲୁ ୱେହ୍ନାରି ଆମିନି ନେତେରି ବକ୍ହାମାଚେରି, ଏ଼ଦାଆଁ ମୀରୁ ଏ଼ୱାରାଇଁ ଊଟ୍ହାମାଞ୍ଜି । ଏ଼ୱାରି ଏ଼ନାଆଁ ବେଟାଆ଼ନାଣି ବେଟାଆ଼ହାମାନେରି ।”
7 ସେତେବେଳେ ମୁଁ ବେଦିରୁ ଏହା ଶୁଣିଲି, “ହଁ, ହେ ପ୍ରଭୁ, ସର୍ବଶକ୍ତିମାନ ଈଶ୍ବର, ତୁମ୍ଭର ସମସ୍ତ ବିଚାର ସତ୍ୟ ଓ ଯଥାର୍ଥ।”
୭ଏଚେଟିଏ ପୂଜା ପିଣ୍ତାଟି ର଼ ହା଼ଡା ୱେଚେଏଁ, ବାରେତି କିହାଁ ବା଼ଡ଼୍ୟୁଗାଟି ମାହାପୂରୁ ପ୍ରବୁ! ନୀ ନୀହାଁୟି ବାରେ ସାତା ଅ଼ଡ଼େ ଟିକାଣାତାୟି ।
8 ଚତୁର୍ଥ ଦୂତ ଆପଣା ପାତ୍ର ସୂର୍ଯ୍ୟ ଉପରେ ଢାଳିଲେ; ତହୁଁ ତାହାକୁ ମନୁଷ୍ୟମାନଙ୍କୁ ଅଗ୍ନିରେ ଦଗ୍ଧ କରିବାକୁ ଶକ୍ତି ଦିଆଗଲା।
୮ସା଼ରି ଲମ୍ବର ଦୂତୁ ତାନି ଗିନାତା ମାଚାଣି ୱେ଼ଡ଼ା ଲାକ ୱା଼କ୍ହେ, ଏ଼ଦାଆଁତାକି ୱେ଼ଡ଼ା ହା଼ରେକା ଡ଼ୀଞ୍ଜାନା ଲ଼କୁଣି ହୂଡିତେ ।
9 ସେତେବେଳେ ମନୁଷ୍ୟମାନେ ମହାତାପରେ ଦଗ୍ଧ ହେଲେ, ଆଉ ଯେଉଁ ଈଶ୍ବରଙ୍କର ଏହି ସମସ୍ତ କ୍ଲେଶ ଉପରେ ଅଧିକାର ଅଛି, ତାହାଙ୍କ ନାମର ନିନ୍ଦା କଲେ, ତାହାଙ୍କୁ ଗୌରବ ଦେବା ନିମନ୍ତେ ମନ-ପରିବର୍ତ୍ତନ କଲେ ନାହିଁ।
୯ଏଚିବେ଼ଲା ଲ଼କୁ କଣ୍ଚା ହାଚି କାରାତା ୱେହାହାଚେରି, ଅ଼ଡ଼େ ଈ ସା଼ସ୍ତି ଲାକ ଅଦିକାରା ମାନି ମାହାପୂରୁ ଦ଼ରୁତି ନିନ୍ଦାକିତେରି । ସାମା ହିୟାଁ ବାଦ୍ଲି କିହାଁ ଏ଼ୱାଣି ଗାୱୁରମି କିଆତେରି ।
10 ପଞ୍ଚମ ଦୂତ ଆପଣା ପାତ୍ର ସେହି ପଶୁର ସିଂହାସନ ଉପରେ ଢାଳିଲେ; ତହୁଁ ତାହାର ରାଜ୍ୟ ଅନ୍ଧକାରମୟ ହେଲା, ଆଉ ଲୋକମାନେ ବେଦନା ହେତୁ ଆପଣା ଆପଣା ଜିହ୍ୱା କାମୁଡ଼ିବାକୁ ଲାଗିଲେ;
୧୦ପା଼ସା ଲମ୍ବର ଦୂତୁ ତାନି ଗିନାତା ମାଚାଣି ଜ଼ନ୍ତତି ସିଂଗାସାଣି ଲାକ ୱା଼କ୍ହେ । ଜ଼ନ୍ତତି ରା଼ଜିତା ଆନ୍ଦେରି ଆ଼ହାହାଚେ, ଇଞ୍ଜାଁ ଲ଼କୁ କସ୍ତତଲେ ତାମି ୱେନ୍ଦରିକା କା଼ଚା କଡିତେରି ।
11 ପୁଣି, ସେମାନେ ଆପଣା ଆପଣା ବେଦନା ଓ କ୍ଷତ ସକାଶେ ସ୍ୱର୍ଗସ୍ଥ ଈଶ୍ବରଙ୍କର ନିନ୍ଦା କଲେ ଆଉ ଆପଣା ଆପଣା କର୍ମରୁ ମନ-ପରିବର୍ତ୍ତନ କଲେ ନାହିଁ।
୧୧ଅ଼ଡ଼େ ଏ଼ୱାରି ଆଙ୍ଗାତି ରା଼ଣାରାକା ତାକି ଇଞ୍ଜାଁ ପକାୟାଁ ବୀସା ତାକି ଲାକପୂରୁତି ମାହାପୂରୁଇଁ ବା଼କା ଇଟିତେରି । ସାମା ତାମି ଲାଗେଏତି କାମାଟି ମ଼ନ ୱେଟ୍ଆତେରି ।
12 ଷଷ୍ଠ ଦୂତ ଆପଣା ପାତ୍ର ଫରାତ୍ ମହାନଦୀ ଉପରେ ଢାଳିଲେ; ତହୁଁ ପୂର୍ବଦିଗରୁ ଅାଗମନକାରୀ ରାଜାମାନଙ୍କ ନିମନ୍ତେ ପଥ ପ୍ରସ୍ତୁତ ହେବା ପାଇଁ ତାହାର ଜଳ ଶୁଷ୍କ ହୋଇଗଲା।
୧୨ସ଼ ଲମ୍ବର ଦୂତୁ ତାନି ଗିନାତା ମାଚାଣି ପରାତ୍ କାଜା କାଡା ଲାକ ୱା଼କ୍ହେ, ଏ଼ କାଡାତି ଏ଼ୟୁ ୱା଼ୟାହାଚୁ, ୱେ଼ଡ଼ା ହ଼ପୁ ୱାକିଟି ୱା଼ହିମାନି ରାଜାୟାଁକି ଜିରୁ ପାର୍ଲିଆ଼ତେ ।
13 ତତ୍ପରେ ମୁଁ ଦେଖିଲି, ସର୍ପର ମୁଖରୁ, ପଶୁର ମୁଖରୁ ଓ ଭଣ୍ଡ ଭାବବାଦୀର ମୁଖରୁ ବେଙ୍ଗ ପରି ତିନୋଟି ଅପବିତ୍ର ଆତ୍ମା ବାହାରିଲେ;
୧୩ଏଚେଟିଏ ନା଼ନୁ ମେସ୍ତେଏଁ, ପାନାୟାଁଲେହେଁ ତ଼ଞ୍ଜାଆ଼ହିମାନି ତୀନିଗଟା ଲାଗେଏତି ଜୀୱୁୟାଁ । ଏ଼ୱି ରା଼ଚୁ ଗୂତିଟି, ଜ଼ନ୍ତତି ଗୂତିଟି, ମିଚି ବ଼ଲୁ ୱେହ୍ନାରି ଗୂତିଟି ହ଼ଚାୱା଼ହିମାଚୁ ।
14 ଏମାନେ ଆଶ୍ଚର୍ଯ୍ୟକର୍ମକାରୀ ଭୂତାତ୍ମା ହୋଇ ସର୍ବଶକ୍ତିମାନ ଈଶ୍ବରଙ୍କ ମହାଦିନର ଯୁଦ୍ଧ ନିମନ୍ତେ ସମସ୍ତ ଜଗତର ରାଜାମାନଙ୍କୁ ଏକତ୍ର କରିବା ପାଇଁ ସେମାନଙ୍କ ନିକଟକୁ ବାହାରିଯାଆନ୍ତି।
୧୪ଏ଼ ଲାଗେଏତି ଜୀୱୁଗାଟି ବୂତୁୟାଁ କାବାଆ଼ନି କାମା କିହାଲି ଆ଼ଡିନୁ, ଏ଼ୱି ବା଼ଡ଼୍ୟୁ ଗାଟି ମାହାପୂରୁତି ଦିନାତା ଜୁଜୁ କିହାଲିତାକି ଦାର୍ତିତି ରାଜାୟାଁଣି କୂଡ଼ିକିହାଲି ହା଼ଚାହାଚୁ ।
15 ଦେଖ, ଆମ୍ଭେ ଚୋର ପରି ଆସୁଅଛୁ; “ଯେ ଜାଗ୍ରତ ଥାଇ ଆପଣା ବସ୍ତ୍ର ରକ୍ଷା କରେ, ସେ ଧନ୍ୟ, କାରଣ ତାହା କଲେ ସେ ଉଲଗ୍ନ ହୋଇ ବୁଲିବ ନାହିଁ ଓ ଲୋକେ ତାହାର ଲଜ୍ଜା ଦେଖିବେ ନାହିଁ।”
୧୫“ୱେଞ୍ଜୁ! ନା଼ନୁ ସ଼ରୁଲେହେଁ ୱା଼ଇଁ, ଆମ୍ବାଆସି ଜାଗ୍ରାତା ଆ଼ହାଁ ସ଼ରୁ ତା଼ଣାଟି ଜାହାରା ହିମ୍ବରିକା ଡ଼ୁକ୍ହାଲି ଆ଼ଡିମାନେସି, ଏ଼ୱାସି ନେହେଁ । ଏ଼ୱାସି ନା଼ଗ୍ଡ଼ା ଆ଼ହାଁ ରେ଼ଅସି, ଅ଼ଡ଼େ ଏ଼ୱାସି ଲାଜା ବେଟାଆ଼ଅସି ।”
16 ସେହି ଅପବିତ୍ର ଆତ୍ମାମାନେ ରାଜାମାନଙ୍କୁ ଏବ୍ରୀ ଭାଷାରେ ହର୍ମିଗିଦ୍ଦୋନ୍ ନାମକ ଏକ ସ୍ଥାନରେ ଏକତ୍ର କଲେ।
୧୬ପ଼ଲ୍ଆ ଜୀୱୁୟାଁ ଏ଼ ବେ଼ଲାତା ଦାର୍ତିତି ରାଜାୟାଁଣି ଆମିନି ଟା଼ୟୁତା କୂଡ଼ିକିତୁ ଏବ୍ରି ହା଼ଡାତଲେ ଏ଼ଦାନି ଦ଼ରୁ ଆର୍ମାଗାଡେନ ।
17 ସପ୍ତମ ଦୂତ ଆପଣା ପାତ୍ର ଆକାଶରେ ଢାଳିଲେ; ତହୁଁ ମନ୍ଦିର ମଧ୍ୟରୁ ସିଂହାସନଠାରୁ ଏହି ଉଚ୍ଚସ୍ୱର ହେଲା, ସମାପ୍ତ ହେଲା।
୧୭ସାତା ଲମ୍ବର ଦୂତୁ ତାନି ଗିନାତା ମାଚାଣି ଗା଼ଲି ଲାକ ୱା଼କ୍ହେ, ଏଚେଟିଏ ଦେ଼ୱୁଡ଼ିତି ସିଂଗାସାଣିଟି ର଼ କାଜା ହା଼ଡା ୱେ଼ଙ୍ଗିତେ, “ଈଦାଆଁ କିୱିଆ଼ତେ!”
18 ସେତେବେଳେ ବିଦ୍ୟୁତ୍, ବିଭିନ୍ନ ସ୍ୱର ଓ ବଜ୍ରଧ୍ୱନୀ ହେଲା, ପୁଣି, ମହା ଭୂମିକମ୍ପ ହେଲା; ପୃଥିବୀରେ ମନୁଷ୍ୟ ସୃଷ୍ଟ ହେବା ସମୟଠାରୁ ଏପରି ଭୟଙ୍କର ଭୂମିକମ୍ପ ଆଉ କେବେ ହୋଇ ନ ଥିଲା।
୧୮ଦେବୁଣିଏ ବିଲିବାଲା ଆ଼ହିଁ ମ୍ଣିସ୍ତେ ଇଞ୍ଜାଁ ହା଼ଗୁ ଗୂଣ୍ନି ହା଼ଡା ଆ଼ତେ, ଇଞ୍ଜାଁ ହା଼ରେକା ବୂମି ୱୀଡିତେ, ଇଚିହିଁ ଦାର୍ତିତା ମାଣ୍ସିୟାଁ ଗା଼ଡ଼ିଆ଼ତି ଦିନାଟିଏ ଏଚେଲାୱା ଇଲେତି ବୂମି ୱୀଡାହିଲାଆତେ, ଈଦି ବାରେକିହାଁ ଆଜିହ଼ପେତି ବୂମି ୱୀଡିନାୟି ମାଚେ ।
19 ସେଥିରେ ସେହି ମହାନଗରୀ ତିନି ଭାଗରେ ବିଭକ୍ତ ହେଲା ଓ ଅଣଯିହୁଦୀମାନଙ୍କର ନଗରସମୂହ ଭୂମିସାତ୍ ହେଲା; ଆଉ ମହାନଗରୀ ବାବିଲକୁ ଈଶ୍ବର ଆପଣା ପ୍ରଚଣ୍ଡ କ୍ରୋଧରୂପ ସୁରା ପାତ୍ରରୁ ପାନ କରାଇବା ନିମନ୍ତେ ସ୍ମରଣରେ ଆଣିଲେ।
୧୯ଏମ୍ବାଟିଏ ଏ଼ କାଜା ଗା଼ଡ଼ା ତୀନି ବା଼ଗା ତଲେ ବା଼ଗା ଆ଼ତେ ଅ଼ଡ଼େ ଦାର୍ତିତି ବାରେ ଗା଼ଡ଼ାୟାଁ ବିଡ଼୍ହାହାଚୁ, ଅ଼ଡ଼େ କାଜା ଗା଼ଡ଼ା ବାବିଲନତି ମାହାପୂରୁ ବା଼ଣା ଆ଼ହା ହିଲାଆତେସି, ଏ଼ୱାସି ତାନି ଗହ୍ନି ସ଼ଲାଟି ତାନି ହା଼ରେକା କ଼ପାଗାଟି କା଼ଡ଼ୁ ଏ଼ୱାଣାଇଁ ଊଟ୍ହେସି ।
20 ପୁଣି, ପ୍ରତ୍ୟେକ ଦ୍ୱୀପ ଦୂରୀଭୂତ ହେଲା ଓ ପର୍ବତଗଣ ଆଉ ଦେଖାଗଲେ ନାହିଁ।
୨୦ସାମ୍ଦୁରି ମାଦି ମାନି ଦେ଼ସାୟାଁ ମେଣ୍ଙ୍ଗାହାଚୁ ଇଞ୍ଜାଁ ହ଼ର୍କା ବାରେ ଡ଼ୁଗା ହାଚୁ ।
21 ଆକାଶରୁ ମନୁଷ୍ୟମାନଙ୍କ ଉପରେ ମହା ଶିଳାବୃଷ୍ଟି ହେଲା, ଶିଳାଗୁଡ଼ିକ ପ୍ରାୟ ଏକ ଏକ ମହଣ ଓଜନର, ଆଉ ଶିଳାବୃଷ୍ଟିର କ୍ଲେଶ ସକାଶୁ ମନୁଷ୍ୟମାନେ ଈଶ୍ବରଙ୍କର ନିନ୍ଦା କଲେ, କାରଣ ସେହି କ୍ଲେଶ ଅତି ଭୟଙ୍କର।
୨୧ରୀ କ଼ଡ଼ି ଦସ କେ଼ଜି ବ଼ଜୁଗାଟି ଆ଼ଜିୟାଁ ହା଼ଗୁ ଲାକଟି ମାଣ୍ସିୟାଁ ଲାକ ରିତୁ, ଲ଼କୁ ଈ ମର୍ଡ଼ି ତାକି ମାହାପୂରୁଇଁ ନିନ୍ଦାକିତେରି ।