< ପ୍ରକାଶିତ 15 >

1 ତତ୍ପରେ ମୁଁ ସ୍ୱର୍ଗରେ ଆଉ ଏକ ମହା ଅଦ୍ଭୁତ ଚିହ୍ନ ଦେଖିଲି, ସପ୍ତ ଦୂତ, ସେମାନଙ୍କ ହସ୍ତରେ ସପ୍ତ କ୍ଲେଶ, ଏହା ହିଁ ଶେଷ, କାରଣ ଏହି କ୍ଲେଶମାନଙ୍କରେ ଈଶ୍ବରଙ୍କ କ୍ରୋଧ ସମାପ୍ତ।
ଇଦାଂ ପାଚେ ଆନ୍‌ ଆକାସ୍‌ତ ଆରେ ର ଗାଜା କାବାନି ଚିନ୍‌ ହୁଡ଼୍‌ତାଂ; ସାତ୍‌ ଜାଣ୍‌ ସାର୍ଗେ ଦୁତ୍‌କୁ, ଜାଣ୍‌କେ ର ର ଦୁକ୍‌ଦୁକାଂ ଆଜ଼ି ଚଞ୍ଚାର୍‌ । ଇ ଦୁକ୍‌ଦୁକାଂ ମାଚାତ୍‌, ଇସ୍ୱର୍ତି ରିସା ୱିସ୍ତାତ୍‌ ।
2 ଆଉ ମୁଁ ଦେଖିଲି ଯେପରି ଅଗ୍ନିମିଶ୍ରିତ ଗୋଟିଏ କାଚମୟ ସମୁଦ୍ର, ପୁଣି, ଯେଉଁମାନେ ପଶୁ, ତାହାର ପ୍ରତିମା ଓ ତାହା ନାମର ସଂଖ୍ୟା ଉପରେ ବିଜୟୀ ହୋଇଅଛନ୍ତି, ସେମାନେ ଈଶ୍ବରଙ୍କ ବୀଣା ଧରି, ସେହି କାଚମୟ ସମୁଦ୍ର ତୀରରେ ଦଣ୍ଡାୟମାନ ହୋଇଅଛନ୍ତି।
ଆରେ ଆନ୍‌ ହୁଡ଼୍‌ତାଂ, ନାଣିମେହା ର କାଚ୍‌ ଲାକେ ହାମ୍‌ଦୁର୍‌, ଆରେ ଇମ୍‌ଣାକାର୍‌ ପସୁ, ତା ପୁତ୍‌ଡ଼ା ଆରି ତା ତର୍‌ନି ଲମର୍‌ ଜପି ଜିତା ଆତାର୍ଣ୍ଣା, ହେୱାର୍‌ ଇସ୍ୱର୍‌ତି ଗମଣ୍‌ ଆସ୍ତି, ହେ କାଚ୍‌ବାର୍ତି ହାମ୍‌ଦୁର୍‌ ଗୁଟିତ ନିଲ୍‌ତାନ୍ନା ।
3 ସେମାନେ ଈଶ୍ବରଙ୍କ ଦାସ ମୋଶା ଓ ମେଷଶାବକଙ୍କ ଗୀତ ଗାନ କରି କହୁଅଛନ୍ତି, “ହେ ପ୍ରଭୁ, ସର୍ବଶକ୍ତିମାନ ଈଶ୍ବର, ତୁମ୍ଭର କର୍ମସମୂହ ମହତ ଓ ଆଶ୍ଚର୍ଯ୍ୟ; ହେ ଜାତିସମୂହର ରାଜା, ତୁମ୍ଭର ପଥସମସ୍ତ ନ୍ୟାୟ ଓ ସତ୍ୟ।
ହେୱାର୍‌ ଇସ୍ୱର୍ତି ହିଜ଼ି ମାନି ଗମଣ୍‌ ଇଡ଼୍‌ଜି ଇସ୍ୱର୍‌ତି ଆଡ଼ିଏନ୍‌ ମସାତି କେର୍‌କଣ୍‌ ଆରି ମେଣ୍ଡାହିମ୍‌ଣାତି କେର୍‌କଣ୍‌ କେର୍‌ଜି ମାଚାର୍‌ । “ଏ ମାପ୍ରୁ, ୱିଜ଼ୁ ସାକ୍ତିକାଟି ଇସ୍ୱର୍‌, ମି କାମାୟ୍‌ ସବୁ ଗାଜା ଆରି କାବାଆନାକା; ଏ ଜାତି ସବୁନି ରାଜା, ମିହାଜ଼ି ୱିଜ଼ୁ ନ୍ୟାୟ୍‌ ଆରି ହାତ୍‌ପା ।
4 ହେ ପ୍ରଭୁ, କିଏ ତୁମ୍ଭକୁ ଭୟ ନ କରିବ? କିଏ ତୁମ୍ଭ ନାମର ଗୌରବ କୀର୍ତ୍ତନ ନ କରିବ? କାରଣ କେବଳ ତୁମ୍ଭେ ହିଁ ପବିତ୍ର; ଜାତିସମୂହ ଆସି ତୁମ୍ଭ ଛାମୁରେ ପ୍ରଣାମ କରିବେ, ଯେଣୁ ତୁମ୍ଭର ନ୍ୟାୟ କର୍ମସମୂହ ପ୍ରକାଶିତ ହୋଇଅଛି।”
ଏ ମାପ୍ରୁ, ଇନେର୍‌ ନିଙ୍ଗେଙ୍ଗ୍‌ ପାଣ୍ଡ୍ରା ଆଦୁର୍‌? ନି ଜାଜ୍‌ମାଲ୍‌ ସୁଣାୟ୍‌ କିଦେଙ୍ଗ୍‌ ଇନେର୍‌ ମାନି କିଉର୍‌? କେବଲ୍‌ ଏନ୍‌ ନେ ପୁଇପୁୟା ୱିଜ଼ୁ ଜାତି ୱାଜ଼ି ନି ପୁଜା କିଦ୍‌ନାର୍‌ । ଲାଗିଂ ନି ବିଦି କାମାୟ୍‌ ୱିଜ଼ାର୍‌ ହୁଡ଼୍‌ତାର୍‌ନା ।”
5 ଏଥିଉତ୍ତାରେ ମୁଁ ଦେଖିଲି, ମହାପବିତ୍ର ସ୍ଥାନ, ଯେଉଁଥିରେ ସାକ୍ଷ୍ୟର ତମ୍ବୁ ଥିଲା, ସ୍ୱର୍ଗରେ ଉନ୍ମୁକ୍ତ ହେଲା,
ଇଦାଂ ପାଚେ ଆନ୍‌ ହୁଡ଼୍‌ତାଂ, ସାର୍ଗେନି ସାକି ତୁମ୍‌ନି ମନ୍ଦିର୍‌ନି ଦୁୱେର୍‌ ଜେୟା ଆତାତ୍‌ ।
6 ଆଉ ମନ୍ଦିରରୁ ସେହି ସପ୍ତକ୍ଲେଶଧାରୀ ସପ୍ତ ଦୂତ ବାହାରି ଆସିଲେ, ସେମାନେ ମଣିଖଚିତ ନିର୍ମଳ ଓ ଉଜ୍ଜ୍ୱଳ ମସିନା ବସ୍ତ୍ର ପରିହିତ ପୁଣି, ସେମାନଙ୍କ ବକ୍ଷସ୍ଥଳ ସୁବର୍ଣ୍ଣ ପଟୁକା ବଦ୍ଧ।
ସାତ୍‌ ଦୁକ୍‌ଦୁକା ଆସ୍ତି ମାନି ସାତ୍‌ ଦୁତକ୍‌ ସାର୍ଗେ ମନ୍ଦିର୍‌ ବିତ୍ରେତାଂ ହସି ୱାତିକ୍‌, ହେୱେକ୍‌ ସକଟ୍‌ ଡ଼ିଞ୍ଜ୍‌ନି ହେନ୍ଦ୍ରା ଆରି ହେୱେକ୍‌ ନେଞ୍ଜେଡାକିତ ହନା ତଲ୍‌ ଡରି ଗାଚ୍‌ୟା ଆଜ଼ି ମାଚିକ୍‌ ।
7 ସେଥିରେ ଚାରି ପ୍ରାଣୀଙ୍କ ମଧ୍ୟରୁ ଗୋଟିଏ ପ୍ରାଣୀ ଅନନ୍ତଜୀବୀ ଈଶ୍ବରଙ୍କ କ୍ରୋଧରେ ପରିପୂର୍ଣ୍ଣ ସପ୍ତ ସୁବର୍ଣ୍ଣ ପାତ୍ର ସେହି ସପ୍ତ ଦୂତଙ୍କୁ ଦେଲେ। (aiōn g165)
ହେବେ ଚାରି ପାରାଣିଂ ବିତ୍ରେ ର ପସୁ ୱିଜ଼୍‌ୱି ଜିନି ଇସ୍ୱର୍ତି ଟାକ୍ରିତାଂ ବାର୍ତି ସାତ୍‌ ହନା କଣ୍ଡି ହେ ସାତ୍‌ ଦୁତକ୍‌କାଂ ହିତାତ୍‌ । (aiōn g165)
8 ଆଉ ଈଶ୍ବରଙ୍କ ଗୌରବ ଓ ଶକ୍ତିର ଧୂମରେ ମନ୍ଦିର ପରିପୂର୍ଣ୍ଣ ହେଲା, ସପ୍ତ ଦୂତଙ୍କ ସପ୍ତ କ୍ଲେଶ ସମାପ୍ତ ନ ହେବା ପର୍ଯ୍ୟନ୍ତ କେହି ମନ୍ଦିରରେ ପ୍ରବେଶ କରିପାରିଲେ ନାହିଁ।
ଆରେ ଇସ୍ୱର୍‌ତି ଜାଜ୍‌ମାଲ୍‌ ଆରି ସାକ୍ତିନି କଦାତ ମନ୍ଦିର୍‌ ବାର୍ତି ଆତାତ୍‌, ସାତ୍‌ ଦୁତକ୍‌ ସାତ୍‌ ଦୁକ୍‌ ୱିଜ଼୍‌ୱି ପାତେକ୍‌ ଇନେର୍‌ ମନ୍ଦିର୍‌ତ ହଣ୍ଡେଙ୍ଗ୍‌ ଆଡ୍‌ୱାତାର୍‌ ।

< ପ୍ରକାଶିତ 15 >