< ପ୍ରକାଶିତ 13 >
1 ଆଉ ସେ ସମୁଦ୍ରର ବାଲୁକା ଉପରେ ଠିଆ ହେଲା। ତତ୍ପରେ ମୁଁ ସମୁଦ୍ର ମଧ୍ୟରୁ ଗୋଟିଏ ପଶୁକୁ ଉଠି ଆସିବାର ଦେଖିଲି, ତାହାର ଦଶ ଶୃଙ୍ଗ ଓ ସପ୍ତ ମସ୍ତକ, ତାହାର ଶୃଙ୍ଗଗୁଡ଼ାକରେ ଦଶଟା ମୁକୁଟ ଓ ମସ୍ତକଗୁଡ଼ାକ ଉପରେ ଈଶ୍ବରନିନ୍ଦାସୂଚକ ବିଭିନ୍ନ ନାମ।
୧ଆଡଃ ଏନ୍ ମାରାଙ୍ଗ୍ ବିଙ୍ଗ୍ ଦରେୟା ଗେନାରେ ତିଙ୍ଗୁୟାନା । ଏନ୍ତେ ଆଇଙ୍ଗ୍ ଦରେୟାଏତେ ମିଆଁଦ୍ ଜାଁତୁକେ ରାକାବ୍ତେୟାଃ ନେଲ୍କିୟାଇଙ୍ଗ୍ । ଇନିୟାଃ ଗେଲ୍ ଦିରିଙ୍ଗ୍ ଆଡଃ ଏୟା ବହଃ ତାଇକେନା । ମିପିଆଦ୍ ଦିରିଙ୍ଗ୍କରେ ମିପିଆଦ୍ ମୁକୁଟ୍ ଆଡଃ ମିପିଆଦ୍ ବହଃକରେ ପାର୍ମେଶ୍ୱାର୍କେ ନିନ୍ଦାଇ ମିପିଆଦ୍ ନୁତୁମ୍ ଅଲାକାନ୍ ତାଇକେନା ।
2 ଏହି ଯେଉଁ ପଶୁକୁ ମୁଁ ଦେଖିଲି, ତାହା ଚିତାବାଘ ପରି, ତାହାର ପାଦ ଭାଲୁର ପାଦ ପରି ଓ ପାଟି ସିଂହର ପାଟି ପରି। ସେହି ସର୍ପ ତାହାକୁ ଆପଣା ପରାକ୍ରମ, ସିଂହାସନ ଓ ମହାକ୍ଷମତା ସମର୍ପଣ କଲା।
୨ଆଇଙ୍ଗ୍ ନେଲାକାଇ ଜାଁତୁ କୁଲା ଲେକାଏ ତାଇକେନା, ଇନିୟାଃ କାଟା ଭାଲୁରାଃ କାଟା ଲେକା ଆଡଃ ଇନିୟାଃ ମଚା ସିଂହରାଃ ମଚା ଲେକା ତାଇକେନା । ଏନ୍ ମାରାଙ୍ଗ୍ ବିଙ୍ଗ୍ ଦରେୟା ଗେନାରେ ତାଇକେଦ୍ତେ, ଆୟାଃ ସବେନ୍ ପେଡ଼େଃ ରାଜ୍ଗାଦି ଆଡଃ ମାରାଙ୍ଗ୍ ଆକ୍ତେୟାର୍ ଆଇଃକ୍କେ ଏମ୍ୟାନା ।
3 ତାହାର ମସ୍ତକଗୁଡ଼ାକ ମଧ୍ୟରୁ ଗୋଟାଏ ଯେପରି ସାଂଘାତିକ ଆଘାତ ପ୍ରାପ୍ତ ହୋଇଥିଲା, ଆଉ ତାହାର ସେହି ମୃତ୍ୟୁଜନକ କ୍ଷତ ସୁସ୍ଥ ହେଲା, ପୁଣି, ସମସ୍ତ ପୃଥିବୀ ସେହି ପଶୁ ବିଷୟରେ ଆଶ୍ଚର୍ଯ୍ୟାନ୍ୱିତ ହୋଇ ତାହାର ଅନୁଗମନ କଲେ,
୩ଜାଁତୁରାଃ ମିଆଁଦ୍ ବହଃ ଥିମ୍ବାଗି ଠଗାକାନ୍ ଲେକା ଆଟ୍କାରଃ ତାଇକେନା । ମେନ୍ଦ ଘାଅକାନ୍ତାଃ ବୁଗିକାନ୍ ତାଇକେନା ଆଡଃ ଗଟା ଅତେଦିଶୁମ୍ରେ ସବେନ୍କ ଆକ୍ଦାନ୍ଦାଅକେଦ୍ତେ ଜାଁତୁକେ ଅତଙ୍ଗ୍କିୟାକ ।
4 ପୁଣି, ସର୍ପ ସେହି ପଶୁକୁ ଆପଣା କ୍ଷମତା ସମର୍ପଣ କରିବାରୁ ସେମାନେ ସର୍ପକୁ ପ୍ରଣାମ କଲେ; ସେମାନେ ପଶୁକୁ ମଧ୍ୟ ପ୍ରଣାମ କରି କହିଲେ, ଏହି ପଶୁ ପରି କିଏ? ଆଉ କିଏ ତାହା ସହିତ ଯୁଦ୍ଧ କରିପାରେ?
୪ଆଡଃ ସବେନ୍କ ଏନ୍ ମାରାଙ୍ଗ୍ ବିଙ୍ଗ୍କେ ସୁନୁସାର୍କିୟାକ, ଚିଆଃଚି ଇନିଃ ଆୟାଃ ପେଡ଼େଃ ଏନ୍ ଜାଁତୁକେ ଏମ୍କିୟା । ଇନ୍କୁ ଜାଁତୁକେହଗି ସୁନୁସାର୍କେଦ୍ତେ କାଜିକେଦାକ, “ଅକଏ ନେ ଜାଁତୁ ଲେକାଏ ହବାଦାଡ଼ିୟଃଆ? ଅକଏ ଆୟାଃଲଃ ଲାଡ଼ାଇ ଦାଡ଼ିୟାଏ?”
5 ସେହି ପଶୁକୁ ଅହଙ୍କାର ଓ ଈଶ୍ବରନିନ୍ଦାର କଥା କହିବାକୁ ମୁଖ ଦିଆଗଲା, ଆଉ ବୟାଳିଶ ମାସ ପର୍ଯ୍ୟନ୍ତ କାର୍ଯ୍ୟ ସାଧନ କରିବାକୁ କ୍ଷମତା ଦିଆଗଲା।
୫ଏନ୍ ଜାଁତୁକେ ପାର୍ମେଶ୍ୱାର୍ଆଃ ବିରୁଧ୍ରେ ହିଲାଙ୍ଗ୍ କାଜି ଆଡଃ ନିନ୍ଦାଇ କାଜିକ କାଜି ନାଗେନ୍ତେ ଆଚୁକାନା, ଆଡଃ ବାର୍ହିସି ବାର୍ ମାହିଁନା ଜାକେଦ୍ ଆକ୍ତେୟାର୍ରେ ନାଗେନ୍ତେ ଇନିଃକେ ଆଚୁକାନ୍ ତାଇକେନା ।
6 ସେଥିରେ ସେହି ପଶୁ ମୁଖ ଫିଟାଇ ଈଶ୍ବରନିନ୍ଦାର କଥା କହି ତାହାଙ୍କ ନାମ ଓ ତାହାଙ୍କ ତମ୍ବୁ ପୁଣି, ସ୍ୱର୍ଗନିବାସୀମାନଙ୍କର ନିନ୍ଦା କଲା।
୬ଏନ୍ ଜାଁତୁ ପାର୍ମେଶ୍ୱାର୍ଆଃ ବିରୁଧ୍ରେ କାଜି ଏଟେଦ୍କେଦ୍ତେ, ଆୟାଃ ନୁତୁମ୍, ଆୟାଃ ତାଇନଃ ଠାୟାଦ୍, ଆଡଃ ସିର୍ମାରେ ତାଇନ୍ତାନ୍ ସବେନ୍କକେ ନିନ୍ଦାକେଦ୍କଆ ।
7 ସମସ୍ତ ସାଧୁଙ୍କ ସହିତ ଯୁଦ୍ଧ କରିବାକୁ ଓ ସେମାନଙ୍କ ଉପରେ ଜୟଲାଭ କରିବାକୁ ପଶୁଟିକୁ କ୍ଷମତା ଦିଆଗଲା, ଆଉ ସମସ୍ତ ଗୋଷ୍ଠୀ, ବଂଶ, ଭାଷାବାଦୀ ଓ ଜାତି ଉପରେ ତାହାକୁ କ୍ଷମତା ଦିଆଗଲା।
୭ପାର୍ମେଶ୍ୱାର୍ଆଃ ହଡ଼କଆଃ ବିରୁଧ୍ରେ ଲାଡ଼ାଇକେଦ୍ତେ ଇନ୍କୁକେ ହାରାଅ ନାଗେନ୍ତେ ଇନିଃକେ ଆକ୍ତେୟାର୍ ନାମ୍ୟାନା ଆଡଃ ମିପିଆଦ୍ କିଲି, ଦିଶୁମ୍, ଏଟାଃ ଏଟାଃ ଜାଗାର୍ତାନ୍ ଆଡଃ ଜାତିକଆଃ ଚେତାନ୍ରେ ଇନିଃକେ ଆକ୍ତେୟାର୍ ଏମ୍ୟାନା ।
8 ଜଗତର ସୃଷ୍ଟିଠାରୁ ଯେଉଁମାନଙ୍କର ନାମ, ବଳିକୃତ ମେଷଶାବକଙ୍କର ଜୀବନ ପୁସ୍ତକରେ ଲିଖିତ ହୋଇ ନାହିଁ, ପୃଥିବୀନିବାସୀ ସେହି ସମସ୍ତ ଲୋକ, ତାହାକୁ ପ୍ରଣାମ କରିବେ।
୮ଅତେଦିଶୁମ୍ରାଃ ଏନେଟେଦ୍ ସିଦାରେ ଅକନ୍ ହଡ଼କଆଃ ନୁତୁମ୍ ଦାଣେଁ ରାକାବଃତାନ୍ ମିଣ୍ଡିହନ୍ଆଃ ଜୀଦାନ୍ ପୁଥିରେ ଅଲାକାନ୍ ତାଇକେନା, ଇନ୍କୁକେ ବାଗିକେଦ୍ତେ ଅତେଦିଶୁମ୍ରେନ୍ ଏଟାଃ ସବେନ୍କ ଏନ୍ ଜାଁତୁରାଃ ସୁନୁସାର୍ ରିକାଏୟାକ ।
9 ଯାହାର କର୍ଣ୍ଣ ଅଛି, ସେ ଶୁଣୁ।
୯ଆୟୁମ୍ ନାଗେନ୍ତେ ଲୁତୁର୍ ମେନାଃନିଃ ଆୟୁମେକାଏ ।
10 “କେହି ଯଦି ବନ୍ଦୀ କରିନିଏ, ତାହାହେଲେ ସେ ବନ୍ଦୀ ହୋଇଯିବ; କେହି ଯଦି ଖଡ୍ଗ ଦ୍ୱାରା ବଧ କରେ, ତାହାହେଲେ ତାହାକୁ ନିଶ୍ଚୟ ଖଡ୍ଗ ଦ୍ୱାରା ବଧ କରାଯିବ।” ଏହି ସ୍ଥଳରେ ସାଧୁମାନଙ୍କର ଧୈର୍ଯ୍ୟ ଓ ବିଶ୍ୱାସ ଆବଶ୍ୟକ।
୧୦ପାର୍ମେଶ୍ୱାର୍ଆଃ ସାନାଙ୍ଗ୍ ଲେକାତେ, ଜେତାଏ ତଲ୍ ଇଦିୟଃନିଃ ସାର୍ତିଗି ତଲ୍ ଇଦିୟଃଆ । ଜେତାଏ ଏଟାଃନିଃକେ ତାରାଉଡ଼ିତେ ମାଆଃ ଗଜିନିଃ, ଆଇଃକ୍ଗି ତାରାଉଡ଼ିତେ ମାଆଃ ଗଜଃଆ । ନେ ଦିପିଲିରେ ପାର୍ମେଶ୍ୱାର୍ଆଃ ହଡ଼କ ନାଗେନ୍ତେ ଧିରାଜ୍ ଆଡଃ ବିଶ୍ୱାସ୍ ତାଇନଃଗି ଲାଗାତିଙ୍ଗ୍ୟାଁଃ ।
11 ତତ୍ପରେ ମୁଁ ଆଉ ଗୋଟିଏ ପଶୁକୁ ଭୂମି ମଧ୍ୟରୁ ଉଠି ଆସିବାର ଦେଖିଲି; ମେଷଶାବକ ପରି ତାହାର ଦୁଇଟି ଶୃଙ୍ଗ, ଆଉ ସେ ସର୍ପ ପରି କଥା କହୁଥିଲା।
୧୧ଏନ୍ତେ ଆଇଙ୍ଗ୍ ଆଡଃମିଆଁଦ୍ ଜାଁତୁକେ ଅତେହେତେ ଚେତାନ୍ତେ ବିରିଦ୍ ରାକାବ୍ତେୟାଃ ନେଲ୍କିୟାଇଙ୍ଗ୍ । ମିଣ୍ଡିହନ୍ଆଃ ଦିରିଙ୍ଗ୍ ଲେକାଗି ଇନିୟାଃ ବାରିୟା ଦିରିଙ୍ଗ୍ ତାଇକେନା ଆଡଃ ଇନିଃ ମାରାଙ୍ଗ୍ ବିଙ୍ଗ୍ ଲେକାଏ ଜାଗାର୍ତାନ୍ ତାଇକେନା ।
12 ସେ ପ୍ରଥମ ପଶୁର ସମସ୍ତ କ୍ଷମତା ତାହା ସାକ୍ଷାତରେ ପରିଚାଳନା କରେ, ଆଉ ସେହି ଯେଉଁ ପ୍ରଥମ ପଶୁର ମୃତ୍ୟୁଜନକ କ୍ଷତ ସୁସ୍ଥ ହୋଇଥିଲା, ତାହାକୁ ପ୍ରଣାମ କରିବାକୁ ପୃଥିବୀ ଓ ତନ୍ନିବାସୀମାନଙ୍କୁ ବାଧ୍ୟ କରେ।
୧୨ଏନ୍ ଏଟାଃ ଜାଁତୁ ପାହିଲା ଜାଁତୁରାଃ ନେପେଲ୍ରେ ଆୟାଃ ପେଡ଼େଃକେ ଉଦୁବ୍କେଦା । ଆଡଃ ଏନ୍ ପାହିଲା ଜାଁତୁ, ଅକଏୟାଃଚି ଘାଅ ବୁଗିୟାକାନ୍ ତାଇକେନା, ଇନିୟାଃ ସୁନୁସାର୍ ରିକା ନାଗେନ୍ତେ ଅତେଦିଶୁମ୍ରେନ୍ ସବେନ୍କକେ ଜାବାର୍ଜାସ୍ତିକେଦ୍କଆ ।
13 ସେ ମହା ମହା ଆଶ୍ଚର୍ଯ୍ୟକର୍ମ କରେ, ଏପରିକି ମନୁଷ୍ୟମାନଙ୍କ ସାକ୍ଷାତରେ ଆକାଶରୁ ପୃଥିବୀ ଉପରେ ଅଗ୍ନି ବୃଷ୍ଟି କରାଏ।
୧୩ଏଟାଃ ଜାଁତୁ ପୁରାଃ ଆକ୍ଦାନ୍ଦାଅ କାମିକଏ କାମିକେଦା । ସବେନ୍କଆଃ ଆୟାର୍ରେ ସିର୍ମାଏତେ ଅତେରେ ସେଙ୍ଗେଲ୍ଗାମା ଗାମାଇଚିକେଦାଏ ।
14 ଆଉ ସେହି ପଶୁର ସାକ୍ଷାତରେ ଯେଉଁ ଆଶ୍ଚର୍ଯ୍ୟକର୍ମ କରିବାକୁ ସେ କ୍ଷମତା ପ୍ରାପ୍ତ ହୋଇଥିଲା, ତଦ୍ୱାରା ସେ ପୃଥିବୀନିବାସୀମାନଙ୍କୁ ଭ୍ରାନ୍ତ କରି, ଯେଉଁ ପଶୁ ଖଡ୍ଗ ଦ୍ୱାରା ଆହତ ହେଲେ ହେଁ ବଞ୍ଚିଥିଲା, ତାହାର ଏକ ପ୍ରତିମା ନିର୍ମାଣ କରିବାକୁ ସେମାନଙ୍କୁ କହେ।
୧୪ଆଡଃ ପାହିଲା ଜାଁତୁରାଃ ତାଇନଃ ଦିପିଲିରେଗି, ନେ'ଲେକା ପୁରାଃଗି ଆକ୍ଦାନ୍ଦାଅ କାମିକ ରିକାକେଦ୍ତେ ଅତେଦିଶୁମ୍ରେନ୍ ସବେନ୍କକେ ବେଦାକେଦ୍କଆ । ତାରାଉଡ଼ିତେ ମାଆଃକାନ୍ରେୟ, ବାଞ୍ଚାଅକାନ୍ ପାହିଲା ଜାଁତୁରାଃ ମାଇନଃ ନାଙ୍ଗ୍ ଆୟାଃ ମିଆଁଦ୍ ମୁରୁତ୍ ବାଇ ନାଗେନ୍ତେ ଏଟାଃ ଆଡଃମିଆଁଦ୍ ଜାଁତୁ ହଡ଼କକେ ଆଚୁକେଦ୍କଆ ।
15 ପଶୁର ପ୍ରତିମା ଯେପରି କଥା କହିପାରେ ଓ ସେହି ପ୍ରତିମାକୁ ପ୍ରଣାମ କରୁ ନ ଥିବା ଲୋକମାନେ ଯେପରି ବଧ କରାଯିବେ, ଏଥିପାଇଁ ତାହାକୁ ସେହି ପଶୁର ପ୍ରତିମାକୁ ଜୀବନ ଦାନ କରିବାକୁ କ୍ଷମତା ଦିଆଗଲା।
୧୫ପାହିଲା ଜାଁତୁରାଃ ମୁରୁତ୍ ଜେ'ଲେକା ଜାଗାର୍ ଦାଡ଼ିୟାଏ ଆଡଃ ଏନ୍ ମୁରୁତ୍କେ କାକ ସୁନୁସାର୍ତାନ୍ ହଡ଼କକେ ଜେ'ଲେକା ଗନଏଃ ସାଜାଇ ଏମଃଆ, ଏନାମେନ୍ତେ ଏଟାଃ ଆଡଃମିଆଁଦ୍ ଜାଁତୁକେ ଏନ୍ ମୁରୁତ୍ରେ ଜୀଉ ଏମ୍ରେୟାଃ ଆକ୍ତେୟାର୍ ଏମ୍ୟାନା ।
16 ଆଉ ସେ ସାନ ଓ ବଡ଼, ଧନୀ ଓ ଦରିଦ୍ର, ସ୍ୱାଧୀନ ଓ ପରାଧୀନ ସମସ୍ତଙ୍କୁ ସେମାନଙ୍କ ଦକ୍ଷିଣ ହସ୍ତରେ କିଅବା କପାଳରେ ଗୋଟାଏ ଚିହ୍ନ ଧାରଣ କରିବାକୁ ବାଧ୍ୟ କରାଏ,
୧୬ହୁଡିଙ୍ଗ୍ ଆଡଃ ମାରାଙ୍ଗ୍, ଗାରିବ୍ ଆଡଃ କିସାଁଣ୍, ଦାସିକାନ୍ ଆଡଃ କା ଦାସିକାନ୍, ସବେନ୍କକେ ଇନ୍କୁଆଃ ଜମ୍ତିଃଇରେ ଚାଏ ମଲଙ୍ଗ୍ରେ ମିଆଁଦ୍ ଖଦାକାନ୍ ଚିହ୍ନାଁଁ ଦହ ନାଗେନ୍ତେ ଇନିଃ ଜାବାର୍ଜାସ୍ତି କେଦ୍କଆଏ ।
17 ପୁଣି, ସେହି ଚିହ୍ନ, ଅର୍ଥାତ୍ ପଶୁର ନାମ କିମ୍ବା ତାହା ନାମର ସଂଖ୍ୟା ଧାରଣ କରି ନ ଥିବା ଲୋକକୁ କ୍ରୟବିକ୍ରୟ କରିବାକୁ ନିଷେଧ କରେ।
୧୭ଅକ ହଡ଼ ଏନ୍ ଜାଁତୁରାଃ ନୁତୁମ୍ ଚାଏ ଆୟାଃ ନୁତୁମ୍ରାଃ ନାମ୍ବାର୍ କାଏ ଖଦାକାନ୍ଗିୟା, ଇନିଃ ଜେତ୍ନାଃ କିରିଙ୍ଗ୍ ଚାଏ ଆଖ୍ରିଙ୍ଗ୍ କାଏ ଦାଡ଼ିୟା ।
18 ଏଠାରେ ଜ୍ଞାନ ଆବଶ୍ୟକ। ଯାହାର ବୁଦ୍ଧି ଅଛି, ସେ ପଶୁର ସଂଖ୍ୟା ଗଣନା କରୁ, କାରଣ ତାହା ଜଣେ ମନୁଷ୍ୟର ସଂଖ୍ୟା, ଆଉ ତାହାର ସଂଖ୍ୟା ହେଉଛି ଛଅ ଶହ ଛଷଠି।
୧୮ନେତାଃରେ ସେଣାଁ ତାଇନଃ ଲାଗାତିଙ୍ଗ୍ୟାଁଃ । ଏନ୍ ଜାଁତୁରାଃ ନାମ୍ବାର୍ ସେଣାଁନ୍ ହଡ଼ ଏସ୍କାର୍ ସାରି ଦାଡ଼ିୟାକ । ଚିଆଃଚି ନେ ନାମ୍ବାର୍ ମିଆଁଦ୍ ହଡ଼ରାଃ ନାମ୍ବାର୍ ତାନାଃ, ଏନା ହବାଅଃତାନା ୬୬୬ ।