< ପ୍ରକାଶିତ 11 >

1 ପରେ ମୋତେ ମାପକାଠି ପରି ଗୋଟିଏ ନଳ ଦିଆ ହେଲା। ଜଣେ ମୋତେ କହିଲେ, ଉଠ, ଈଶ୍ବରଙ୍କ ମନ୍ଦିର, ବେଦି ଓ ଯେଉଁମାନେ ସେଥିରେ ପୂଜା କରନ୍ତି, ସେମାନଙ୍କୁ ମାପ।
ଏଚେଟିଏ ନାଙ୍ଗେ ଲା଼ଚିନି ଲେହେଁତି ର଼ ବାଡ଼୍‌ଗା ହୀପ୍‌କିଆ଼ତେ, ରଅସି ନାଙ୍ଗେ ଏଲେଇଞ୍ଜାତେସି, “ହାଲାମୁ, ମାହାପୂରୁ ଦେ଼ୱୁଡ଼ି, ପୂଜାପିଣ୍ତା ଲା଼ଚାମୁ ଅ଼ଡ଼େ ଆମ୍ବାଆରି ଏମ୍ବାଆଁ ପ୍ରା଼ତାନା କିନେରି ଏ଼ୱାରାଇଁ ଏଜିକିମୁ ।
2 କିନ୍ତୁ ମନ୍ଦିରର ବାହାରେ ଥିବା ପ୍ରାଙ୍ଗଣକୁ ଛାଡ଼ିଦିଅ, ତାହା ମାପ ନାହିଁ, କାରଣ ତାହା ଅଣଯିହୁଦୀମାନଙ୍କୁ ଦିଆଯାଇଅଛି, ସେମାନେ ବୟାଳିଶ ମାସ ପର୍ଯ୍ୟନ୍ତ ପବିତ୍ର ନଗରୀକୁ ପାଦ ତଳେ ଦଳିତ କରିବେ।
ସାମା ଦେ଼ୱୁଡ଼ି ପାଙ୍ଗାତି ଆଂଗେଣିତି ପିହ୍‌ମୁ ଏ଼ଦାଆଁ ଲା଼ଚାଆନି, ଇଚିହିଁ ଏ଼ଦି ଜୀହୁଦିଆ଼ଆତାରାକି ହୀପ୍‌କି ଆ଼ହାମାନେ, ଏ଼ୱାରି ରୀ କ଼ଡ଼ି ରୀ ଲେ଼ଞ୍ଜୁ ପାତେକା ମାହାପୂରୁ ସୁଦୁ ଗା଼ଡ଼ାତି କଡାତଲେ ୱିସାନା ଦୂଡ଼ି କିନେରି ।
3 ଆଉ ଆମ୍ଭେ ଆପଣା ଦୁଇ ସାକ୍ଷୀଙ୍କୁ କ୍ଷମତା ଦେବୁ ଯେ, ସେମାନେ ଚଟବସ୍ତ୍ର ପରିଧାନ କରି ଏକ ହଜାର ଦୁଇ ଶହ ଷାଠିଏ ଦିନ ପର୍ଯ୍ୟନ୍ତ ଭାବବାଣୀ କହିବେ।
ଅ଼ଡ଼େ ନା଼ନୁ ନା଼ ରୀ ସା଼କିୟାଁଇଁ ପାଣ୍ତିଇଁ ଏ଼ୱାରି ବାସ୍ତାୟାଁ ପର୍‌ହାନା ୧,୨୬୦ ଦିନା ପାତେକା ମାହାପୂରୁ ଅଣ୍‌ପୁତି ବ଼ଲୁ ୱେ଼କ୍‌ନେରି ।”
4 ସେମାନେ ପୃଥିବୀର ପ୍ରଭୁଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇଥିବା ଦୁଇ ଜୀତବୃକ୍ଷ ଓ ଦୁଇ ପ୍ରଦୀପ ସଦୃଶ।
ଏ଼ୱାରି ଦାର୍‌ତିତି ପ୍ରବୁତି ନ଼କିତା ନିଚାମାନି ରୀ ଜୀତ ମା଼ର୍‌କା ଅ଼ଡ଼େ ରୀ ଦୀୱଁ ସ଼ଡ଼ାୟାଁ ଲେହେଁତାରି ।
5 କେହି ଯଦି ସେମାନଙ୍କର କ୍ଷତି କରିବାକୁ ଇଚ୍ଛା କରେ, ତେବେ ସେମାନଙ୍କ ମୁଖରୁ ଅଗ୍ନି ନିର୍ଗତ ହୋଇ ସେମାନଙ୍କ ଶତ୍ରୁମାନଙ୍କୁ ଗ୍ରାସ କରେ; କେହି ଯଦି ସେମାନଙ୍କର କ୍ଷତି କରିବାକୁ ଇଚ୍ଛା କରିବ, ତାହାକୁ ଏହିପରି ଭାବେ ହତ ହେବାକୁ ହେବ।
ଆମ୍ବାଆସି ଏ଼ୱାରାଇଁ ନସ୍ତ କିହାଲି ଅଣ୍‌ପିନେସି, ଆତିହିଁ ଏ଼ୱାରି ଗୂତିଟି ହିଚୁ ହ଼ଚାହାଁ ଏ଼ୱାରି ସାତ୍ରୁୟାଁଇଁ ନା଼ସାକିନେ, ଆମ୍ବାଆସି ଏ଼ୱାରାଇଁ ନସ୍ତ କିହାଲି ଅଣ୍‌ପିତିହିଁ, ଏ଼ୱାସି ନା଼ସା ଆ଼ନେସି ।
6 ସେମାନେ ଭାବବାଣୀ କହିବା ସମୟ ମଧ୍ୟରେ ଯେପରି ବୃଷ୍ଟି ନ ହୁଏ, ଏଥିନିମନ୍ତେ ଆକାଶ ବନ୍ଦ କରିବାକୁ ସେମାନଙ୍କର କ୍ଷମତା ଅଛି, ପୁଣି, ଯେତେ ଥର ଇଚ୍ଛା, ସେତେ ଥର ଜଳକୁ ରକ୍ତରେ ପରିଣତ କରିବାକୁ ଓ ପୃଥିବୀକୁ ସମସ୍ତ ପ୍ରକାର ମହାମାରୀ ଦ୍ୱାରା ଆଘାତ କରିବାକୁ ମଧ୍ୟ ସେମାନଙ୍କର କ୍ଷମତା ଅଛି।
ଏ଼ୱାରି ମାହାପୂରୁ ବ଼ଲୁ ୱେ଼କ୍‌ନାଟି ଏ଼ନିକିଁ ପିୟୁ ଆ଼ଏ ଏ଼ଦାଆଁତାକି ହା଼ଗୁତି ସୁଣ୍ତାଲି ଅଦିକାରା ହୀପ୍‌କି ଆ଼ହାମାନେ, ଏଚର ଦେବା ଏ଼ୱାରି ମ଼ନ ଆ଼ନେ ଏଚର ଦେବା ଏ଼ୱାରି ଏ଼ୟୁଣି ନେତେରି ମ୍ଣିପ୍‌ହାଲି ଅ଼ଡ଼େ ଦାର୍‌ତିତି ଏ଼ନି ଇଚି ଏଲେତି ମର୍‌ଡ଼ି ତଲେ ଡଣ୍ତ ହୀହାଲି ଏ଼ୱାରାକି ଅଦିକାରା ମାନେ ।
7 ସେମାନଙ୍କ ସାକ୍ଷ୍ୟ ସମାପ୍ତ ହେଲା ଉତ୍ତାରେ ପାତାଳକୁଣ୍ଡରୁ ଯେଉଁ ପଶୁ ଉତ୍ଥିତ ହେବ, ସେ ସେମାନଙ୍କ ସହିତ ଯୁଦ୍ଧ କରିବ ଓ ସେମାନଙ୍କୁ ଜୟ କରି ବଧ କରିବ। (Abyssos g12)
ଏ଼ୱାରି ସା଼କି ହୀହାଲି ରା଼ତି ଡା଼ୟୁ ତା଼ଡ଼େପୂରୁ ଗା଼ଡ଼୍‌ୟୁଟି ର଼ ଜ଼ନ୍ତ ହ଼ଚାୱା଼ହାନା, ଏ଼ୱାରିତଲେ ଜୁଜୁ କିନେ । (Abyssos g12)
8 ସେଥିରେ ଯେଉଁ ମହାନଗରୀକୁ ଆତ୍ମିକ ଭାବରେ ସଦୋମ ଓ ମିସର ବୋଲି କୁହାଯାଏ, ଯେଉଁଠାରେ ସେମାନଙ୍କର ପ୍ରଭୁ ମଧ୍ୟ କ୍ରୁଶରେ ହତ ହୋଇଥିଲେ, ସେହି ମହାନଗରୀର ରାଜପଥରେ ସେମାନଙ୍କ ଶବ ପଡ଼ି ରହିବ।
ଏମ୍ବାତି ଏମିନି କାଜା ଗା଼ଡ଼ା ସୁଦୁଜୀୱୁ ତଲେ ସଦମ ଅ଼ଡ଼େ ମିସର ଇଞ୍ଜିଁ ଇନେରି, ଏମିନିତା଼ଣା ତାମି ପ୍ରବୁ ଜିକେଏ ପା଼ସିତା ହା଼ହାମାଚେସି, ଏ଼ କାଜା ଗା଼ଡ଼ାତି ଆଂଗେଣିତା ଏ଼ୱାରି ମାଡ଼୍‌ହାୟାଁ ଡ଼ୟିନୁ ।
9 ଆଉ ନାନା ବଂଶ, ଗୋଷ୍ଠୀ, ଭାଷାବାଦୀ ଓ ଜାତିର ଲୋକେ ସାଢ଼େ ତିନି ଦିନ ପର୍ଯ୍ୟନ୍ତ ସେମାନଙ୍କ ଶବକୁ ଦେଖିବେ ଓ ସମାଧି-ସ୍ଥାନରେ ରଖିବାକୁ ଦେବେ ନାହିଁ।
ଅ଼ଡ଼େ ବାରେ ଦେ଼ସା ଗଚି, ହା଼ଡା, ଇଞ୍ଜାଁ କୂଲୁତି ଲ଼କୁ ତୀନିଦିନା ଆଦା ପାତେକା ଏ଼ୱାରି ମାଡ୍‌ହାୟାଁଇଁ ମେହ୍‌ନେରି ଅ଼ଡ଼େ ଏ଼ ମାଡ୍‌ହାୟାଁଇଁ ମୁସାଲି ହେଲ ହୀଅରି ।
10 ସେତେବେଳେ ପୃଥିବୀନିବାସୀମାନେ ସେମାନଙ୍କର ମୃତ୍ୟୁ-ସମ୍ବାଦ ଶୁଣି ଆନନ୍ଦ ଓ ଆମୋଦ ପ୍ରମୋଦ କରିବେ ପୁଣି, ପରସ୍ପରକୁ ଉପହାର ଦେବେ, କାରଣ ଏହି ଦୁଇ ଭାବବାଦୀ ପୃଥିବୀନିବାସୀମାନଙ୍କୁ ଯନ୍ତ୍ରଣା ଦେଉଥିଲେ।
୧୦ଏଚେଟିଏ ଦାର୍‌ତିତା ବାସା ଆ଼ହାମାନାରି ଏ଼ୱାରି ହା଼ତି କାବ୍ରୁ ୱେଞ୍ଜାନା ତିଞ୍ଜି ଊଣ୍ତିହିଁ ରା଼ହାଁ କିନେରି, ଅ଼ଡ଼େ ରଅସି ରଅଣାକି ରା଼ହାଁତଲେ ବେଟୁ ହୀପ୍‌କି ଆ଼ନେରି, ଇଚିହିଁ ଈ ରୀ ମାହାପୂରୁ ଅଣ୍‌ପୁତି ବ଼ଲୁ ୱେହ୍‌ନାରି ଦାର୍‌ତିତି ଲ଼କୁଣି କସ୍ତ ହୀହିମାଚେରି ।
11 ସାଢ଼େ ତିନି ଦିନ ଉତ୍ତାରେ ଈଶ୍ବରଙ୍କଠାରୁ ଜୀବନ-ବାୟୁ ଆସି ସେମାନଙ୍କଠାରେ ପ୍ରବେଶ କଲେ, ସେଥିରେ ସେମାନେ ପାଦରେ ଭରା ଦେଇ ଠିଆ ହେଲେ, ଆଉ ସେମାନଙ୍କୁ ଦେଖିବା ଲୋକମାନେ ଅତ୍ୟନ୍ତ ଭୟଭୀତ ହେଲେ।
୧୧ତୀନିଦିନା ଆଦା ଡା଼ୟୁ ମାହାପୂରୁ ତା଼ଣାଟି ଜୀୱୁତି ଗା଼ଲି ୱା଼ହାଁ ଏ଼ୱାରି ଆଙ୍ଗାତା ହଟେ, ଏଚେଟିଏ ଏ଼ୱାରି କଡାଁଣି ବା଼ଡ଼୍‌ୟୁ କିହାନା ନିତେରି, ଅ଼ଡ଼େ ଆମ୍ବାଆରି ଈ କାମାତି ମେସ୍ତେରି ଏ଼ୱାରି ଆଜାହାଚେରି ।
12 ସେତେବେଳେ ସେମାନେ ଆକାଶରୁ ଉଚ୍ଚସ୍ୱରରେ ଉକ୍ତ ଏହି ବାଣୀ ଶୁଣିଲେ, ଏଠାକୁ ଉଠିଆସ। ସେଥିରେ ସେମାନେ ମେଘାଚ୍ଛନ୍ନ ହୋଇ ସ୍ୱର୍ଗାରୋହଣ କଲେ, ଆଉ ସେମାନଙ୍କର ଶତ୍ରୁମାନେ ସେମାନଙ୍କୁ ଦେଖିଲେ।
୧୨ଏଚେଟିଏ ଏ଼ୱାରି ଲାକପୂରୁଟି ର଼ କାଜା ହା଼ଡାତଲେ ଏ଼ ରିଆରାକି ଏଲେ ଇଞ୍ଜିମାଚାଣି ୱେଚେରି, “ଇମ୍ବାଆଁ ୱା଼ଦୁ” ଏଚେଟିଏ ଏ଼ୱାରି ତାମି ସାତ୍ରୁୟାଁ ଏ଼ୱାରାଇଁ ମେସ୍‌ପନିଏ ଦୂନ୍ଦ୍ରା ତଲେ ଲାକପୂରୁ ହାଚେରି ।
13 ସେହି ସମୟରେ ମହା ଭୂମିକମ୍ପ ହେଲା ଓ ନଗରୀର ଦଶମାଂଶ ଭୂମିସାତ୍‍ ହେଲା, ପୁଣି, ଭୂମିକମ୍ପରେ ସାତ ହଜାର ଲୋକ ନିହତ ହେଲେ ଏବଂ ଅବଶିଷ୍ଟ ଲୋକ ଭୀତ ହୋଇ ସ୍ୱର୍ଗସ୍ଥ ଈଶ୍ବରଙ୍କ ମହିମା କୀର୍ତ୍ତନ କଲେ।
୧୩ଏ଼ ଦେବୁଣିଏ ବୂମି ହା଼ରେକା ୱୀଡିତେ ଅ଼ଡ଼େ ଗା଼ଡ଼ାତି ଦସ ବା଼ଗାଟି ର଼ ବା଼ଗା ନା଼ସା ଆ଼ତେ, ଅ଼ଡ଼େ ୭,୦୦୦ ଲ଼କୁ ହା଼ତେରି, ଇଞ୍ଜାଁ ଏଚେକା ଲ଼କୁ ନୀଡାମାଚେରି ଆଜିତାକି ଲାକପୂରୁତି ମାହାପୂରୁଇଁ ଗାୱୁରମି କିତେରି ।
14 ଦ୍ୱିତୀୟ ସନ୍ତାପ ଗତ ହେଲା; ଦେଖ, ତୃତୀୟ ସନ୍ତାପ ଶୀଘ୍ର ଆସୁଅଛି।
୧୪ରୀ ଲମ୍ବର ଆଜିହ଼ପେତି ଡଣ୍ତ ରା଼ତେ, ସାମା ତୀନି ଲମ୍ବର ଆଜିହ଼ପେତି ଡଣ୍ତ ତବେ ୱା଼ହିମାନେ ।
15 ସପ୍ତମ ଦୂତ ତୂରୀଧ୍ୱନୀ କରନ୍ତେ ସ୍ୱର୍ଗରେ ମହାଶବ୍ଦ ସହ ଏହି ବାଣୀ ହେଲା, “ଜଗତ ଉପରେ ରାଜତ୍ୱ ଆମ୍ଭମାନଙ୍କ ପ୍ରଭୁଙ୍କର ଓ ତାହାଙ୍କ ଖ୍ରୀଷ୍ଟଙ୍କର ହସ୍ତଗତ ହୋଇଅଛି, ଆଉ ସେ ଯୁଗେ ଯୁଗେ ରାଜତ୍ୱ କରିବେ।” (aiōn g165)
୧୫ଡା଼ୟୁ ସାତା ଲମ୍ବର ଦୂତୁ ତୀତ୍ରି ଊକିତେସି ଇଞ୍ଜାଁ ଲାକପୂରୁ କାଜା ହା଼ଡାତଲେ ଈ ହା଼ଡା ୱେ଼ଙ୍ଗିତେ, “ମା଼ ପ୍ରବୁ ଅ଼ଡ଼େ ଏ଼ୱାଣି ମସିହା ଦାର୍‌ତିତି ସା଼ଲୱି କିନି ଅଦିକାରା ନୀଏଁ ତାନି କେୟୁତା ଅ଼ହାମାନେସି, ଏ଼ୱାସି କା଼ଲେଏ ତାକି ରା଼ଜି କିନେସି ।” (aiōn g165)
16 ସେଥିରେ ଈଶ୍ବରଙ୍କ ସମ୍ମୁଖରେ ଆପଣା ଆପଣା ସିଂହାସନରେ ଉପବିଷ୍ଟ ଚବିଶ ପ୍ରାଚୀନ ଉବୁଡ଼ ହୋଇ ଈଶ୍ବରଙ୍କୁ ପ୍ରଣାମ କରି କହିଲେ,
୧୬ଏଚେଟିଏ ମାହାପୂରୁ ନ଼କିତା ଜାହା ଜାହାରା ସିଂଗାସାଣିତା କୁଗାମାନି କଡ଼େ ସା଼ରି ଜା଼ଣା ପ୍ରାଚିନାଙ୍ଗା ମୁନୁ କୁତାହାଁ ମାହାପୂରୁଇଁ ଜହରା କିହାଁ,
17 “ହେ ପ୍ରଭୁ, ସର୍ବଶକ୍ତିମାନ ଈଶ୍ବର, ବର୍ତ୍ତମାନ ଓ ଅତୀତ ଯେ ତୁମ୍ଭେ, ଆମ୍ଭେମାନେ ତୁମ୍ଭର ଧନ୍ୟବାଦ କରୁଅଛୁ, କାରଣ ତୁମ୍ଭେ ଆପଣା ମହାଶକ୍ତି ଧାରଣ କରି ରାଜତ୍ୱ ଗ୍ରହଣ କରିଅଛ।
୧୭ଏଲେଇଚେରି, “ପ୍ରବୁ, ବାରେକିହାଁ ବାଡ଼୍‌ୟୁଗାଟି ମାହାପୂରୁ, ନୀନୁ ନୀଏଁ ଅ଼ଡ଼େ ତଲିତାତି, ମା଼ମ୍ବୁ ନିଙ୍ଗେ ଜହରା କିହିମାଞ୍ଜାନମି; ଏ଼ନାଆଁତାକି ଇଚିହିଁ ନୀନୁ ନୀ କାଜା ବା଼ଡ଼୍‌ୟୁ ତଲେ ସା଼ଲୱି କିୟାଲି ଅଦିକାରା ନୀଞ୍ଜୁଟିଏ ଅ଼ହାମାଞ୍ଜି ।
18 ଅଣଯିହୁଦୀମାନେ କ୍ରୁଦ୍ଧ ହୋଇଥିଲେ, କିନ୍ତୁ ତୁମ୍ଭର କ୍ରୋଧ ଉପସ୍ଥିତ ହେଲା, ପୁଣି, ମୃତମାନଙ୍କ ବିଚାର କରିବା ସମୟ, ଏବଂ ତୁମ୍ଭର ଦାସ ଭାବବାଦୀମାନଙ୍କୁ, ସାଧୁମାନଙ୍କୁ ଏବଂ ତୁମ୍ଭ ନାମର ଭୟକାରୀ, ସାନ ଓ ବଡ଼ ସମସ୍ତ ଲୋକଙ୍କୁ ପୁରସ୍କାର ଦେବାର, ଆଉ ପୃଥିବୀ ବିନାଶକାରୀମାନଙ୍କୁ ବିନାଶ କରିବାର ସମୟ ଉପସ୍ଥିତ ହେଲା।”
୧୮ଜୀହୁଦିଆ଼ଆତାରି କାର୍‌ବି ଆ଼ହାମାଚେରି, ସାମା ନୀଏଁ ନୀ କ଼ପା ଆ଼ନି ଦିନା ୱା଼ତେ, ଇଞ୍ଜାଁ ହା଼ତାରି ନୀଏଁ ନୀହାଁୟି କିୱିଆ଼ନେରି, ଇଞ୍ଜାଁ ନୀ ହ଼ଲିୟାଙ୍ଗା ମାହାପୂରୁ ଅଣ୍‌ପୁତି ବ଼ଲୁ ୱେହ୍‌ନାରି, ମାହାପୂରୁ ଲ଼କୁ, ଅ଼ଡ଼େ ନୀ ଦ଼ରୁତି ଆଜିନି କାଜାରି ଇଚାରି ବାରେ ଲ଼କୁ ଦା଼ନା ବେଟାଆ଼ନେରି, ଅ଼ଡ଼େ ଆମ୍ବାଆରି ଦାର୍‌ତିତି ନା଼ସା କିନେରି ଏ଼ୱାରି ଜିକେଏ ନା଼ସା ଆ଼ନେରି ।”
19 ସେତେବେଳେ ସ୍ୱର୍ଗରେ ଥିବା ଈଶ୍ବରଙ୍କ ମନ୍ଦିର ଉନ୍ମୁକ୍ତ ହେଲା ଓ ତାହାଙ୍କ ମନ୍ଦିର ମଧ୍ୟରେ ତାହାଙ୍କ ନିୟମ-ସିନ୍ଦୁକ ଦେଖାଗଲା, ପୁଣି, ବିଦ୍ୟୁତ୍, ବିଭିନ୍ନ ସ୍ୱର, ମେଘଗର୍ଜ୍ଜନ, ଭୂମିକମ୍ପ ଓ ମହା ଶିଳାବୃଷ୍ଟି ହେଲା।
୧୯ଏଚେଟିଏ ଲାକପୂରୁ ମାନି ମାହାପୂରୁତି ଇଲୁତି ଦା଼ରା ଦେପିଆ଼ତେ, ଅ଼ଡ଼େ ତାନି ଇଲୁତା ମାନି ରା଼ଜିମା଼ନାତି ପେ଼ଡ଼ା ତ଼ଞ୍ଜାଆ଼ତେ, ଅ଼ଡ଼େ ବିଲିବାଲା ମ୍ଣିହ୍‌ନାୟି, ହା଼ରେକା ଗିୟାଁ, ହା଼ଗୁ ଗୂଣ୍‌ନି ହା଼ଡା, ଇଞ୍ଜାଁ ବୂମି ୱୀଡିତେ ଅ଼ଡ଼େ ହା଼ରେକା ଆ଼ଜିୟାଁ ରିତୁ ।

< ପ୍ରକାଶିତ 11 >