< ପ୍ରକାଶିତ 1 >
1 ଯୀଶୁ ଖ୍ରୀଷ୍ଟଙ୍କ ପ୍ରକାଶିତ ବାକ୍ୟ; ଅବିଳମ୍ବରେ ଯାହା ଯାହା ନିଶ୍ଚୟ ଘଟିବ, ସେହିସବୁ ସେ ଯେପରି ଆପଣା ଦାସମାନଙ୍କୁ ଜଣାନ୍ତି, ଏଥିପାଇଁ ଈଶ୍ବର ଏହା ଯୀଶୁଙ୍କ ନିକଟରେ ସମର୍ପଣ କଲେ, ଆଉ ସେ ଆପଣା ଦୂତ ପ୍ରେରଣ କରି ନିଜ ଦାସ ଯୋହନଙ୍କୁ ଏହା ଜ୍ଞାତ କରାଇଲେ।
ଜିସୁ କ୍ରିସ୍ଟନ୍ ଆନବ୍ଜନାବର୍, ଇନିଜି ଇନିଜି ଡେରୟ୍ତେ ତି ଅଡ଼୍କୋନ୍ ଆନିନ୍ ଆ କାବ୍ବାଡ଼ାମରଞ୍ଜିଆଡଙ୍ ଅବ୍ଜନାତେ । ତିଆସନ୍ ଇସ୍ୱରନ୍ କେନ୍ଆତେ ଜିସୁନ୍ ଆମଙ୍ ସୋରୋପ୍ପାୟେନ୍, ଆରି ଆନିନ୍ ଆ ପାଙ୍ଲଙ୍ବର୍ମରନ୍ ଆପ୍ପାୟ୍ଡାଲେ ଆ କାବ୍ବାଡ଼ାମରନ୍ ଜନନ୍ଆଡଙ୍ କେନ୍ଆତେଜି ଅବ୍ଜନାଏନ୍ ।
2 ସେହି ଯୋହନ ଈଶ୍ବରଙ୍କ ବାକ୍ୟ ଓ ଯୀଶୁ ଖ୍ରୀଷ୍ଟଙ୍କ ସାକ୍ଷ୍ୟ ସମ୍ବନ୍ଧରେ, ଅର୍ଥାତ୍ ସେ ଯାହାସବୁ ଦର୍ଶନ ଦେଖିଲା, ସେହି ବିଷୟରେ ସାକ୍ଷ୍ୟ ଦେଉଅଛି।
ଆରି ଜନନ୍ ଆନିନ୍ଡମ୍ ଇନିଜି ଅଡ଼୍କୋନ୍ ଗିଜେନ୍ ତିଆତେ ତେନ୍ନେ ବର୍ରନେ । କେନ୍ ଆ ବର୍ନେଲୋଙ୍ ଇସ୍ୱରନ୍ ଆ ବର୍ନେ ଡ ଜିସୁ କ୍ରିସ୍ଟନ୍ ଆ ସାକିବର୍ ଆଜାଡ଼ିଡମ୍ ।
3 ଯେ ପାଠ କରେ ଓ ଯେଉଁମାନେ ଏହି ଭାବବାଣୀ ଶ୍ରବଣ କରନ୍ତି ପୁଣି, ସେଥିରେ ଲିଖିତ ବିଷୟସବୁ ପାଳନ କରନ୍ତି, ସେମାନେ ଧନ୍ୟ, କାରଣ ସମୟ ସନ୍ନିକଟ।
ଅଙ୍ଗା ମନ୍ରା କେନ୍ ଆ ବଇ ପଡ଼େତନେ, ଆରି ପୁର୍ବାଃତେବରନ୍ ଅମ୍ଡଙ୍ଡାଲେ ଆଇଡିଡନ୍ ଅନ୍ତମ୍ ଆ ବନାଁୟ୍ବରନ୍ ମାନ୍ନେତଜି ଆନିଞ୍ଜି କରମ୍ମାଡମ୍, ଇନିଆସନ୍ଗାମେଣ୍ଡେନ୍ ବେଡ଼ାନ୍ ତୁୟାୟ୍ଲାୟ୍ ।
4 ଯୋହନ ଏସିଆ ଅଞ୍ଚଳରେ ଥିବା ସପ୍ତ ମଣ୍ଡଳୀ ନିକଟକୁ ଲେଖୁଅଛି, ଯେ ବର୍ତ୍ତମାନ, ଅତୀତ ଓ ଭବିଷ୍ୟତ, ତାହାଙ୍କଠାରୁ ଓ ତାହାଙ୍କ ସିଂହାସନ ସମ୍ମୁଖସ୍ଥ ସପ୍ତ ଆତ୍ମାଙ୍କଠାରୁ
ଏସିଆ ଡେସାଲୋଙନ୍ ଡକୋନ୍ ସାତଟା ମଣ୍ଡଡ଼ିନ୍ ଆମଙ୍ ଜନନ୍ ସିଟିନ୍ ଇଡ୍ଲେ ଆପ୍ପାୟ୍ତେ; ଆନା ପୁର୍ବାନ୍, ନମିଞେନ୍ ଡ ପୁର୍ବାଃତେ, ଆ ଇସ୍ୱର ଆମଙ୍ ସିଲଡ୍ ଡ ଆ କୁର୍ସିନ୍ ଆ ମୁକ୍କାଗଡ୍ ଡକୋନ୍ ସାତଟା ପୁରାଡ଼ାଞ୍ଜି ଆମଙ୍ ସିଲଡ୍,
5 ପୁଣି, ବିଶ୍ୱସ୍ତ ସାକ୍ଷୀ, ମୃତମାନଙ୍କ ମଧ୍ୟରୁ ପ୍ରଥମଜାତ ଓ ପୃଥିବୀର ରାଜାମାନଙ୍କ ରାଜା ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ। ଯେ ଆମ୍ଭମାନଙ୍କୁ ପ୍ରେମ କରି ଆପଣା ରକ୍ତ ଦ୍ୱାରା ଆମ୍ଭମାନଙ୍କୁ ଆମ୍ଭମାନଙ୍କ ପାପରୁ ମୁକ୍ତ କରିଅଛନ୍ତି,
ଆରି ଆରବୁମରଞ୍ଜି ଆମଙ୍ ସିଲଡ୍ ପର୍ତମ୍ମୁ ଆୟର୍ମେଙେନ୍ ଆ ମନ୍ରା, ଅରାସାନେଡମନ୍ ସାକିନ୍ ଆତ୍ରିୟ୍ତେନ୍ ଆ ମନ୍ରା ଡ ପୁର୍ତିନ୍ ଆ ରାଜାଜି ଆ ରାଜା ଜିସୁ କ୍ରିସ୍ଟନ୍ ଆ ସନାୟୁମ୍ ଡ ସନୟୁନ୍ ଅମଙ୍ବେନ୍ ଅଡ଼ୋଆୟ୍ତୋ । ଆନିନ୍ ଇନ୍ଲେନ୍ଆଡଙ୍ ଡୁଙ୍ୟମ୍ଲଙ୍ତନ୍ ଆରି ଆ ରନବୁନ୍ ବାତ୍ତେ ଇନ୍ଲେଞ୍ଜିଆଡଙ୍ ଇର୍ସେନ୍ ସିଲଡ୍ ଅନୁରନ୍ ତିୟ୍ତିୟ୍ଲଙ୍ଲନ୍ ।
6 ପୁଣି, ଆମ୍ଭମାନଙ୍କୁ ଗୋଟିଏ ରାଜକୁଳ ପରି ଆପଣା ଈଶ୍ବର ଓ ପିତାଙ୍କ ନିକଟରେ ଯାଜକ ସ୍ୱରୂପେ ନିଯୁକ୍ତ କରିଅଛନ୍ତି, ତାହାଙ୍କ ଗୌରବ ଓ ପରାକ୍ରମ ଯୁଗେ ଯୁଗେ ହେଉ। ଆମେନ୍। (aiōn )
ଆରି ଆପେୟ୍ ଇସ୍ୱରନ୍ଆଡଙ୍ ସେନେବାନ୍ ଆସନ୍ ଇନ୍ଲେନ୍ଆଡଙ୍ ଅବୟ୍ ରାଓଡ଼ାନ୍ ଅନ୍ତମ୍ ତବ୍ନଙ୍ଲଙ୍ଲନ୍ । ଜିସୁ କ୍ରିସ୍ଟନ୍ ଆ ଗନୁଗୁ ପନେମେଙନ୍ ଡ ଆ ବୋର୍ସାନ୍ ଆଏଡ଼ର୍ ଡେଏତୋ । ଆମେନ୍ । (aiōn )
7 “ଦେଖ, ସେ ମେଘମାଳାରେ ଆଗମନ କରୁଅଛନ୍ତି, ପ୍ରତ୍ୟେକ ଚକ୍ଷୁ ତାହାଙ୍କୁ ଦର୍ଶନ କରିବ, ଯେଉଁମାନେ ତାହାଙ୍କୁ ବିନ୍ଧିଥିଲେ, ସେମାନେ ମଧ୍ୟ ଦର୍ଶନ କରିବେ, ଆଉ ପୃଥିବୀର ସମସ୍ତ ଗୋଷ୍ଠୀ ତାହାଙ୍କ ଆଗମନ ସକାଶେ ବିଳାପ କରିବେ। ହଁ, ସେହିପରି ହେଉ, ଆମେନ୍।”
ଗିୟ୍ବା, ଆନିନ୍ ମେଗଲୋଙନ୍ ଜିର୍ତାୟ୍, ପୁର୍ତିଲୋଙନ୍ ଅଡ଼୍କୋନ୍ ଅମଡଞ୍ଜି ଆନିନ୍ଆଡଙ୍ ଗିୟ୍ତଜି, ଆରି ଏତ୍ତେଲେ ଡେତେ ଡ, ଅଙ୍ଗା ମନ୍ରାଜି ଆନିନ୍ଆଡଙ୍ ରବ୍ବୁଏଞ୍ଜି, ଆନିଞ୍ଜି ନିୟ୍ ଆନିନ୍ଆଡଙ୍ ଗିୟ୍ଲେ ବତଙ୍ଡାଲେ ୟେୟେଡାତଞ୍ଜି, କେନ୍ ଅଡ଼୍କୋନ୍ ଆଜାଡ଼ିଡମ୍ ଗଟେତେ । ଆମେନ୍ ।
8 “ଯେ ବର୍ତ୍ତମାନ, ଅତୀତ ଓ ଭବିଷ୍ୟତ, ଯେ ସର୍ବଶକ୍ତିମାନ,” ସେହି ପ୍ରଭୁ ଈଶ୍ବର କହନ୍ତି, “ଆମ୍ଭେ ଆରମ୍ଭ ଓ ଶେଷ।”
ବୋର୍ସାଡମନ୍ ପ୍ରବୁ ଇସ୍ୱରନ୍ ବର୍ତନେ, “ଞେନ୍ ଆମ୍ମୁଙ୍ ଆରି ଆତନିକ୍କି ।” ଆନିନ୍ ପୁର୍ବାନ୍ ସିଲଡ୍ ଡକୋଏନ୍, ନମିନ୍ତାନ୍ ଡକୋ, ଆରି ପୁର୍ବାଃତେ ଜିର୍ତାୟ୍ ।
9 ମୁଁ ଯୋହନ, ତୁମ୍ଭମାନଙ୍କ ଭାଇ ଓ ଯୀଶୁଙ୍କ ସମ୍ବନ୍ଧୀୟ କ୍ଲେଶ, ରାଜ୍ୟ ଓ ଧୈର୍ଯ୍ୟର ସହଭାଗୀ, ମୁଁ ଈଶ୍ବରଙ୍କ ବାକ୍ୟ ଓ ଯୀଶୁଙ୍କ ସାକ୍ଷ୍ୟ ହେତୁ ପାତ୍ମ ନାମକ ଦ୍ୱୀପରେ ଥିଲି।
ଞେନ୍ ଜନନ୍, ବୋଞାଙ୍ବେନ୍, ଜିସୁନ୍ ଆ ଲତ୍ତେଙ୍ଲୋଙ୍ ଡନଣ୍ତାୟନ୍, ରାଜ୍ୟନ୍ ଡ ସନଏନ୍ ଆସନ୍ ଞେନ୍ ମରାୟ୍ନେବେନ୍ ଆ ମନ୍ରା । ଇସ୍ୱରନ୍ ଆ ବର୍ନେ ଡ ଜିସୁନ୍ ଆ ସାକି ତନିୟନ୍ ଆସନ୍ ଞେନ୍ ପାଦ୍ମ ଗାମ୍ଲେ ଅବୟ୍ ଡେପ୍ପାଲୋଙନ୍ ଡକୋଲନାୟ୍ ।
10 ମୁଁ ପ୍ରଭୁଙ୍କ ଦିନରେ ଆତ୍ମାରେ ଆବିଷ୍ଟ ହୋଇ ମୋହର ପଶ୍ଚାତରେ ତୂରୀଶବ୍ଦ ପରି ଗୋଟିଏ ମହାସ୍ୱର ଏହା କହୁଥିବା ଶୁଣିଲି,
ପ୍ରବୁନ୍ ଆ ଡିନ୍ନାଇଂ ମଡ଼ିର୍ ପୁରାଡ଼ାନ୍ ଞେନ୍ଆଡଙ୍ ଞଣ୍ଡ୍ରମ୍ଲିଁୟ୍, କିଣ୍ଡୋଙ୍ବାଞେନ୍ ପନେଡନ୍ ଆ ସନଡ୍ଡା ଅନ୍ତମ୍ ଅବୟ୍ ସୋଡ଼ା ସନଡ୍ଡା ଆ ଅମ୍ଡଙ୍ଲାୟ୍ ।
11 “ତୁମ୍ଭେ ଯାହା ଦର୍ଶନ ଦେଖୁଅଛ, ତାହା ଗୋଟିଏ ପୁସ୍ତକରେ ଲିପିବଦ୍ଧ କରି ସପ୍ତ ସହରରେ ଥିବା ସପ୍ତ ମଣ୍ଡଳୀଗଣକୁ, ଅର୍ଥାତ୍ ଏଫିସ, ସ୍ମୁର୍ଣ୍ଣା, ପର୍ଗମ, ଥୁୟାଥିରା, ସାର୍ଦ୍ଦୀ, ଫିଲାଦେଲ୍ଫିଆ ଓ ଲାଅଦିକିଆ ନିକଟକୁ ପ୍ରେରଣ କର।”
ଆନ୍ନିଙ୍ ଅବୟ୍ନେ ଞେନ୍ଆଡଙ୍ ବର୍ରିଁୟ୍, “ଆମନ୍ ଇନିଜି ଗିୟ୍ତେ, ତିଆତେ ଅବୟ୍ ବଇଲୋଙନ୍ ଇଡ୍ଲେ ଡକ୍କୋଆ କି ସାତଟା ମଣ୍ଡଡ଼ିନ୍ ଏପିସିନ୍, ସର୍ନାନ୍, ପର୍ଗମନ୍, ତିଆତିରାନ୍, ସାର୍ଦିନ୍, ପିଲାଦେଲ୍ପିଆନ୍ ଡ ଲାଅଦିକିଆ ମଣ୍ଡଡ଼ିନ୍ ଆପ୍ପାୟା ।”
12 କିଏ ମୋ ସହିତ କଥା କହୁଅଛନ୍ତି, ଏହା ଦେଖିବା ନିମନ୍ତେ ମୁଁ ବୁଲିପଡ଼ିଲି। ଆଉ ବୁଲିପଡ଼ନ୍ତେ ମୁଁ ଦେଖିଲି, ସପ୍ତ ସୁବର୍ଣ୍ଣ ପ୍ରଦୀପ,
ଆନା ଞେନ୍ଆଡଙ୍ ବର୍ତିଁୟ୍, ଗିୟ୍ଗିଜନ୍ ଆସନ୍ ଞେନ୍ ଆୟର୍ଗୁଡ଼ିଃଲନ୍ ଗରିୟ୍ଲାଞନ୍, ସାତଟା ସୁନାନ୍ ଆ ପିଙ୍କ ଗିୟ୍ଲାୟ୍ ।
13 ପୁଣି, ସେହି ପ୍ରଦୀପଗୁଡ଼ିକର ମଧ୍ୟସ୍ଥଳରେ ମନୁଷ୍ୟପୁତ୍ରଙ୍କ ସଦୃଶ ଜଣେ ବ୍ୟକ୍ତି; ସେ ପାଦ ପର୍ଯ୍ୟନ୍ତ ବସ୍ତ୍ରରେ ଆଚ୍ଛାଦିତ ଓ ବକ୍ଷସ୍ଥଳରେ ସୁବର୍ଣ୍ଣ ପଟୁକା ଦ୍ୱାରା ବେଷ୍ଟିତ;
ଆରି ତି ଆ ପିଙ୍କଜି ଆ ମଡ୍ଡି ମନ୍ରା ଡାଙ୍ଗଡ଼ାଅନନ୍ ଅନ୍ତମ୍ ଅବୟ୍ ମନ୍ରାନ୍ ଡକୋଏନ୍, ଆ ସିନ୍ରିନ୍ ଆ ତାଲ୍ଜଙନ୍ ଜାୟ୍, ଆରି ଆ ମାୟଙ୍ଲୋଙନ୍ ସୁନାନ୍ ଆଜିମାୟ୍ ଡକୋଲନ୍ ।
14 ଯୀଶୁଙ୍କ ମସ୍ତକ ହିମତୁଲ୍ୟ ଶୁଭ୍ର ଓ କେଶ ଲୋମ ପରି ଶୁକ୍ଳବର୍ଣ୍ଣ, ଆଉ ତାହାଙ୍କ ଚକ୍ଷୁ ପ୍ରଜ୍ୱଳିତ ଅଗ୍ନିଶିଖା ସଦୃଶ,
ଆବବ୍ଲୋଙନ୍ ଆ ଉଉ ଆଡ଼େରନ୍ ଡ କପାନ୍ ଅନ୍ତମ୍ ଜେଏ ଡକୋଏନ୍, ଆରି ଆମଡନ୍ ଆଡୁଡୁତୋଡନ୍ ଅନ୍ତମ୍;
15 ତାହାଙ୍କ ପାଦ ଭାଟିରେ ପରିଷ୍କୃତ ଉଜ୍ଜ୍ୱଳ ପିତଳ ତୁଲ୍ୟ ଓ ତାହାଙ୍କ ସ୍ୱର ମହା ଜଳକଲ୍ଲୋଳର ସଦୃଶ।
ବାଗୁନ୍ ଆ ତାଲ୍ଜଙନ୍ ତଗୋଲୋଙନ୍ ଆମବ୍ଡ଼ିର୍ ପିତ୍ତଡ଼ନ୍ ଅନ୍ତମ୍ ସାଆର୍, ଆରି ଆ ସର୍ରଙନ୍ ତୋଣ୍ଡୋନ୍ ସିଲଡ୍ ଆରନ୍ତିଡ୍ତନ୍ ଆ ଡାଆ ଅନ୍ତମ୍ ସଡ୍ଡାଏନ୍ ।
16 ସେ ଆପଣା ଦକ୍ଷିଣ ହସ୍ତରେ ସପ୍ତ ନକ୍ଷତ୍ର ଧାରଣ କରିଥିଲେ, ତାହାଙ୍କ ମୁଖରୁ ତୀକ୍ଷ୍ଣ ଦ୍ୱିଧାର ଖଡ୍ଗ ନିର୍ଗତ ହେଉଥିଲା, ଆଉ ତାହାଙ୍କ ମୁଖ ମଧ୍ୟାହ୍ନକାଳୀନ ସୂର୍ଯ୍ୟ ପରି ତେଜୋମୟ ଥିଲା।
ଆ ଅର୍ଜଡ଼ୋମ୍ସିଗଡ୍ ସାତଟା ତୁତୁଜନ୍ ଆଞମ୍ଞମ୍ ଡକୋଲନ୍, ବାର୍ମଡ଼ିୟ୍ତାଲନ୍ ଅସୁବ୍ଡମନ୍ ଆ କଡ଼ିବ୍ ଅନ୍ତମ୍ ଆ ତଅଡ୍ଲୋଙନ୍ ସିଲଡ୍ ବର୍ନେଞ୍ଜି ଡୁଙ୍ଲନାୟ୍ । ଆରି ଆ ମୁକ୍କାନ୍ ତଡ଼ିଙ୍ ତମ୍ବାନ୍ ଆ ଓୟୋଙ୍ ଅନ୍ତମ୍ ସାଆର୍ଡମ୍ ଡକୋଏନ୍ ।
17 ତାହାଙ୍କୁ ଦେଖି ମୁଁ ମୃତ ପରି ତାହାଙ୍କ ପାଦ ତଳେ ପଡ଼ିଗଲି। ସେଥିରେ ସେ ମୋ ଉପରେ ଆପଣା ଦକ୍ଷିଣ ହସ୍ତ ଥୋଇ କହିଲେ,
ଆନିନ୍ଆଡଙ୍ ଗରିୟ୍ଲାଞନ୍ ସିଲଡ୍ ଞେନ୍ ଆରବୁନ୍ ଅନ୍ତମ୍ ଆ ତାଲ୍ଜଙ୍ବାନ୍ ଗୋଙ୍ଲିଁୟ୍, ଆନିନ୍ ଆର୍ଜଡ଼ୋମ୍ସିନ୍ ଡଅଙ୍ଲୋଙ୍ଞେନ୍ ଡକ୍କୋଲେ ବର୍ରନେ, “ବତଙ୍ଡଙମ୍, ଞେନ୍ ଆମ୍ମୁଙ୍ ଆରି ଆତନିକ୍କି ।
18 “ଭୟ କର ନାହିଁ, ଆମ୍ଭେ ପ୍ରଥମ ଓ ଶେଷ, ପୁଣି, ସ୍ୱୟଂଜୀବୀ; ଆମ୍ଭେ ମୃତ ହେଲୁ, ଆଉ ଦେଖ, ଆମ୍ଭେ ଯୁଗେ ଯୁଗେ ଜୀବିତ ଅଟୁ, ପୁଣି, ଆମ୍ଭର ହସ୍ତରେ ମୃତ୍ୟୁ ଓ ପାତାଳର ଚାବି ଅଛି। (aiōn , Hadēs )
ଞେନ୍ ଆମେଙ୍, ଞେନ୍ ରବୁଲିଁୟ୍, ବନ୍ଡ ଞେନ୍ ନମି ଆମେଙ୍, ଆରି ଆଏଡ଼ର୍ ଆମେଙ୍ ଡକୋତନାୟ୍ । ଆରି ରନବୁନ୍ ଡ ପାତାଡ଼ଲୋଙନ୍ ଆ କଡ୍ଡା ଅସିଲୋଙ୍ଞେନ୍ ଡକୋ । (aiōn , Hadēs )
19 ଅତଏବ, ଯାହା ଯାହା ଦର୍ଶନ କଲ, ଯାହା ଯାହା ବର୍ତ୍ତମାନ ଘଟୁଅଛି ଓ ଏହାପରେ ଘଟିବ, ସେହିସବୁ ଲିପିବଦ୍ଧ କର।
ଆମନ୍ ଇନିଜି ଅଡ଼୍କୋନ୍ ଗିଜେନ୍, ଆରି ଇନିଜି ନମିଞେନ୍ ଗଟେତେ, ଆରି ପୁର୍ବାଃତେ ଗଟେତେ ତି ଅଡ଼୍କୋନ୍ ଇଡ୍ଲେ ଡକ୍କୋଆ ।
20 ଆମ୍ଭର ଦକ୍ଷିଣ ହସ୍ତରେ ଯେଉଁ ସପ୍ତ ନକ୍ଷତ୍ର ଦେଖିଲ, ସେଥିର ଓ ସପ୍ତ ସୁବର୍ଣ୍ଣ ପ୍ରଦୀପର ଅର୍ଥ ଏହି, ସେହି ସପ୍ତ ନକ୍ଷତ୍ର ସପ୍ତ ମଣ୍ଡଳୀର ଦୂତଗଣ ଓ ସପ୍ତ ପ୍ରଦୀପ ସପ୍ତ ମଣ୍ଡଳୀ ଅଟନ୍ତି।”
ଅର୍ଜଡ଼ୋମ୍ସିଗଡ୍ଞେନ୍ ଡକୋନ୍ ସାତଟା ତୁତୁଜନ୍ ଡ ସାତଟା ସୁନା ପିଙ୍କନ୍ ଆଗ୍ରାମ୍ଗାମନ୍; ସାତଟା ତୁତୁଜଞ୍ଜି, ସାତଟା ମଣ୍ତଡ଼ିନ୍ ଆ ପାଙ୍ଲଙ୍ବର୍ମର୍ଜି; ଆରି ସାତଟା ପିଙ୍କନ୍, ସାତଟା ମଣ୍ଡଡ଼ିଞ୍ଜି ।”