< ଫିଲିପ୍ପୀୟ 4 >

1 ଅତଏବ, ହେ ମୋହର ପ୍ରିୟ ଓ ଇଷ୍ଟ, ମୋହର ଆନନ୍ଦ ଓ ମୁକୁଟ ସ୍ୱରୂପ ଭ୍ରାତୃବୃନ୍ଦ, ଏହିପରି ଭାବରେ ପ୍ରଭୁଙ୍କଠାରେ ସ୍ଥିର ହୋଇଥାଅ।
ହେ ଦୁଲାଡ଼୍‌ ହାଗା ମିଶିକ, ଆପେକେ ନେନେଲ୍‌ ନାଗେନ୍ତେ ଆଇଁୟାଃ ପୁରାଃଗି ସାନାଙ୍ଗ୍‌ । ଆପେୟାଃ ନାଗେନ୍ତେ ଆଇଁୟାଃ ଚିମିନ୍‌ଗି ରାସ୍‌କା ଆଡଃ ଚିମିନ୍‌ଗି ଆପାନ୍‌କେ ମାରାଙ୍ଗ୍‌ ମେନ୍ତେଇଙ୍ଗ୍‌ କାଜିନ୍‌ତାନା । ହାଗା ମିଶିକ ଆଇଁୟାଃ ଇନିତୁ ଲେକାତେ ପ୍ରାଭୁତାଃରେ ତିଙ୍ଗୁକେଟେଦ୍‌କେଦ୍‌ତେ ଜୀଦାନ୍‌ ବିତାଏପେ ।
2 ପ୍ରଭୁଙ୍କଠାରେ ଏକମନା ହେବା ନିମନ୍ତେ ମୁଁ ଇୟଦିଆ ଓ ସୁନ୍ତୁଖୀ ଉଭୟଙ୍କୁ ଅନୁରୋଧ କରୁଅଛି।
ଇୟଦିଆ ଆଡଃ ସନ୍ତୁଖୀକେ ଆଇଁୟାଃ ବିନ୍ତି, ଇନ୍‌କିନ୍‌ ପାର୍‌ମେଶ୍ୱାର୍‌ଆଃ ଆୟାର୍‌ରେ ମିଶିଲେକା ମିଦ୍‌ମନ୍‌କେଦ୍‌ତେ ତାଇନଃକାକିନ୍‌ ।
3 ପୁଣି, ହେ ପ୍ରକୃତ ସହକାରୀ, ଏହି ମହିଳାମାନଙ୍କୁ ସାହାଯ୍ୟ କରିବା ପାଇଁ ତୁମ୍ଭକୁ ମଧ୍ୟ ନିବେଦନ କରୁଅଛି, କାରଣ ଏମାନେ କ୍ଳେମେନ୍ସ୍ ଓ ମୋହର ଅନ୍ୟ ସହକର୍ମୀମାନଙ୍କ ସଙ୍ଗରେ ସୁସମାଚାର କାର୍ଯ୍ୟରେ ମୋʼ ସହିତ ପରିଶ୍ରମ କରିଅଛନ୍ତି; ସେହି ସହକର୍ମୀମାନଙ୍କର ନାମ ଜୀବନ ପୁସ୍ତକରେ ଅଛି।
ହେ ଆଇଁୟାଃ ପାତିୟାର୍‌ରଃ ଲେକାନ୍‌ ଗାତିରେ କାମିତାନ୍‌ନିଃ । ଆମ୍‌କେୟଗି ଆଇଁୟାଃ ବିନ୍ତି, ନେ ମିଶିକକେ ଦେଙ୍ଗାକମେ, ଚିୟାଃଚି ନିକୁ କ୍ଲେମେଣ୍ଟ୍‌ ଆଡଃ ଆଇଁୟାଃଲଃ ଗାତିରେ କାମିତାନ୍‌କ, ସୁକୁକାଜି ପାର୍‌ଚାର୍‌ କାମିରେ ଆଇଙ୍ଗ୍‌କେ ପୁରାଃଗି ଦେଙ୍ଗାକାଦିୟାଁକ । ନେ ସବେନ୍‌କଆଃ ନୁତୁମ୍‌ ପାର୍‌ମେଶ୍ୱାର୍‌ଆଃ ଜୀଦାନ୍‌ ପୁଥିରେ ଅଲାକାନା ।
4 ସର୍ବଦା ପ୍ରଭୁଙ୍କଠାରେ ଆନନ୍ଦ କର, ପୁନଶ୍ଚ କହୁଅଛି, ଆନନ୍ଦ କର।
ପ୍ରାଭୁଲଃ ମେସାକାନ୍‌ ହରାତେ ଆପେ ସବେନ୍‌ ଇମ୍‌ତାଙ୍ଗ୍‌ ରାସ୍‌କାଅଃପେ । ଆଇଙ୍ଗ୍‌ ଆଡଃମିସା କାଜିପେତାନାଇଙ୍ଗ୍‌ ରାସ୍‌କାଅଃପେ ।
5 ତୁମ୍ଭମାନଙ୍କର ମୃଦୁପଣ ସମସ୍ତ ଲୋକଙ୍କ ନିକଟରେ ପ୍ରକାଶିତ ହେଉ। ପ୍ରଭୁ ନିକଟବର୍ତ୍ତୀ।
ସବେନ୍‌କଲଃ ଆପେୟାଃ ଲେବେଃମନ୍‌ ହବାଅଃକା । ପ୍ରାଭୁଆଃ ହିନିଜୁଃ ଦିପିଲି ନାଡ଼େଃକାନା ।
6 କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ, କିନ୍ତୁ ସମସ୍ତ ବିଷୟରେ ପ୍ରାର୍ଥନା ଓ ବିନତି ଦ୍ୱାରା ଧନ୍ୟବାଦ ସହ ତୁମ୍ଭମାନଙ୍କର ନିବେଦନସବୁ ଈଶ୍ବରଙ୍କ ନିକଟରେ ଜଣାଅ।
ଜେତାନ୍‌ ବିଷାଏରେ ଆଲ୍‌ପେ ଉଡ଼ୁଗଃ, ମେନ୍‌ଦ ଆପେୟାଃ ଲାଗାତିଙ୍ଗ୍‌ତେୟାଃକ ବିନ୍ତିରେ ପାର୍‌ମେଶ୍ୱାର୍‌କେ ଆସିପେ । ମନ୍‌ସୁରୁଦ୍‌ରେ ଧାନ୍ୟାବାଦ୍‌ ଏମ୍‌ତାନ୍‌ଲଃ ଆପେୟାଃ ବିନ୍ତି ପାର୍‌ମେଶ୍ୱାର୍‌କେ ଉଦୁବିପେ ।
7 ସେଥିରେ ସମସ୍ତ ବୋଧର ଅଗମ୍ୟ ଯେ ଈଶ୍ବରଙ୍କ ଶାନ୍ତି, ତାହା ତୁମ୍ଭମାନଙ୍କର ହୃଦୟ ଓ ମନକୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ସୁରକ୍ଷା କରି ରଖିବ।
ଆଡଃ ମାନୱାରାଃ ଆଟ୍‌କାର୍‌ଉରୁମ୍‌ଏତେ ଚେତାନ୍‌, ପାର୍‌ମେଶ୍ୱାର୍‌ଆଃ ଜୀଉସୁକୁ ଖ୍ରୀଷ୍ଟ୍‌ ୟୀଶୁଆଃ ମେନେସାରେ ଆପେୟାଃ ମନ୍‌ସୁରୁଦ୍‌କେ ଆଡଃ ମନ୍‌କେ ବାଞ୍ଚାଅୟା ।
8 ଅବଶେଷରେ, ହେ ଭ୍ରାତୃଗଣ, ଯାହା ଯାହା ସତ୍ୟ, ଯାହା ଯାହା ଆଦରଣୀୟ, ଯାହା ଯାହା ଯଥାର୍ଥ, ଯାହା ଯାହା ବିଶୁଦ୍ଧ, ଯାହା ଯାହା ପ୍ରିୟ, ଯାହା ଯାହା ସୁଖ୍ୟାତିଯୁକ୍ତ, ଯେକୌଣସି ସଦ୍‍ଗୁଣ ଓ ପ୍ରଶଂସାର ବିଷୟ ଥାଏ, ସେହି ସମସ୍ତ ବିଷୟ ଚିନ୍ତା କର।
ଟୁଣ୍ଡୁରେ, ହେ ଆଇଁୟାଃ ହାଗା ମିଶିକ, ଅକ ସବେନ୍‌ ବିଷାଏକ ବୁଗିନାଃ ଆଡଃ ମାଇନଃ ଲେକାନାଃ ତାନାଃ, ଅକଆଃ ସାର୍‌ତି, ମାଇନାନ୍‌, ଠାଉକାନ୍‌, ପୁରାଃ ଫାର୍‌ଚି, ସୁଗାଡ଼ାନ୍‌, ଆଡଃ ମାଇନଃତେୟାଃ, ଏନ୍‌ ସବେନାଃ ଆପେୟାଃ ଉଡ଼ୁଃରାଃ ବିଷାଏ ହବାଃଅକା ।
9 ତୁମ୍ଭେମାନେ ଯେ ସମସ୍ତ ବିଷୟ ମୋʼଠାରୁ ଶିଖିଅଛ, ପାଇଅଛ, ଶୁଣିଅଛ ଓ ମୋʼ ଠାରେ ଦେଖିଅଛ, ସେହିସବୁ କର; ସେଥିରେ ଶାନ୍ତିଦାତା ଈଶ୍ବର ତୁମ୍ଭମାନଙ୍କର ସହବର୍ତ୍ତୀ ହେବେ।
ଆଇଁୟାଃ କାଜି ଆଡଃ କାମିତେ ଅକଆଃ ଇତୁକାନାପେ ଆଡଃ ନାମାକାଦାପେ, ଏନାକେ କାମିରେ ଉଦୁବେପେ । ଏନାରେ, ଜୀଉସୁକୁ ଏମଃ ପାର୍‌ମେଶ୍ୱାର୍‌ ଆପେଲଃ ତାଇନାଏ ।
10 ଏବେ ଅବଶେଷରେ ମୋʼ ନିମନ୍ତେ ତୁମ୍ଭମାନଙ୍କର ଚିନ୍ତା ଯେ ପ୍ରକାଶ ହୋଇପାରିଲା, ଏଥିପାଇଁ ମୁଁ ପ୍ରଭୁଙ୍କଠାରେ ମହାନନ୍ଦ କରୁଅଛି; ପ୍ରକୃତରେ ମୋʼ ବିଷୟରେ ତୁମ୍ଭମାନଙ୍କର ଚିନ୍ତା ଥିଲା, କିନ୍ତୁ ସୁଯୋଗ ନ ଥିଲା।
୧୦ପ୍ରାଭୁଲଃ ମେନେସାରେ ତାଇନ୍‌କେଦ୍‌ତେ ଜୀଦାନ୍‌ ବିତାଅତାନ୍‌ ଇମ୍‌ତା ଆପେ ଆଇଁୟାଃ ନାଗେନ୍ତେ ପାହାମ୍‌ତାନାପେ ଏନାମେନ୍ତେ ଆଇଙ୍ଗ୍‌ ପୁରାଃ ରାସ୍‌କାଅଃତାନାଇଙ୍ଗ୍‌ । ସାର୍‌ତି କାଜିଲେରେ, ଆପେ ଆଇଁୟାଃ ବିଷାଏରେ ପାହାମ୍‌ ଆଡଃ ଉଡ଼ୁଃ ତାଇକେନାପେ, ମେନ୍‌ଦ ଏନା ଉଦୁବେ ନାଗେନ୍ତେ ସୁଯୋଗ୍‌ କାପେ ନାମେ ତାଇକେନା ।
11 ଅଭାବ ହେତୁ ମୁଁ ଯେ ଏହା କହୁଅଛି, ତାହା ନୁହେଁ, କାରଣ ମୁଁ ଯେକୌଣସି ଅବସ୍ଥାରେ ଥାଏ, ସେଥିରେ ସନ୍ତୁଷ୍ଟ ରହିବାକୁ ଶିକ୍ଷା କରିଅଛି।
୧୧ଆଇଙ୍ଗ୍‌ ଆପାନ୍‌କେ ଜାଞ୍ଜିଆକାନ୍‌ ଲେକା ଆଟ୍‌କାର୍‌କେଦ୍‌ତେ କାଇଙ୍ଗ୍‌ କାଜିତାନା, ଚିଆଃଚି ଆଇଙ୍ଗ୍‌ ଆଇଁୟାଃତାଃରେ ଅକଆଃ ମେନାଃ ଇମ୍‌ନାଙ୍ଗ୍‌ରେଗି ରାସ୍‌କାଅଃ ନାଙ୍ଗ୍‌ ଇତୁକାନାଇଙ୍ଗ୍‌ ।
12 ଦୀନତା ଭୋଗ କରି ଜାଣେ ଓ ପ୍ରଚୁରତା ମଧ୍ୟ ଭୋଗ କରି ଜାଣେ; ସର୍ବ ଅବସ୍ଥାରେ ଓ ସର୍ବ ବିଷୟରେ, ପରିତୃପ୍ତ ହେବାରେ ବା କ୍ଷୁଧିତ ରହିବାରେ, ପ୍ରଚୁରତା ଭୋଗ କରିବାରେ କିଅବା ଅଭାବଗ୍ରସ୍ତ ହେବାରେ ମୁଁ ସୁଶିକ୍ଷିତ ହୋଇଛି।
୧୨କାଟିକାନ୍‌ ହବାଃଅ ଚାଏ ଥିମ୍ବା ହବାଃଅ, ଏନାରେ ଚିଲ୍‌କା ସାମ୍‌ନାଙ୍ଗ୍‌ ହବାଅଃ ଲାଗାତିଙ୍ଗ୍‌ୟାଁଃ ଏନାଇଙ୍ଗ୍‌ ସାରିକାଦା । ଏନାତେ ଜେ'ଲେକାନ୍‌ ଦିପିଲିରେ, ଜେ'ଲେକାନ୍‌ ପାରିସ୍ଥିତିରେ, ରେଙ୍ଗେଃତାନ୍‌ ଇମ୍‌ତା, ବିୟାକାନ୍‌ ଇମ୍‌ତା, କାଟିକାନ୍‌ ହବାଃଅ ଚାଏ ଥିମ୍ବା ହବାଃଅ ଆଇଙ୍ଗ୍‌ ସବେନ୍‌ ଇମ୍‌ତା ରାସ୍‌କାରେ ମେନାଇୟାଁ ।
13 ମୋହର ଶକ୍ତିଦାତାଙ୍କ ସାହାଯ୍ୟରେ ମୁଁ ସମସ୍ତ କରିପାରେ।
୧୩ଆଇଙ୍ଗ୍‌କେ ପେଡ଼େଃ ଏମଃନିଃ ଖ୍ରୀଷ୍ଟ୍‌ଆଃ ଦେଙ୍ଗାତେ ଆଇଙ୍ଗ୍‌ ସବେନାଃଇଙ୍ଗ୍‌ ରିକାଦାଡ଼ିୟା ।
14 ତଥାପି ତୁମ୍ଭେମାନେ ମୋହର କ୍ଳେଶଭୋଗର ସହଭାଗୀ ହେବା ଦ୍ୱାରା ଭଲ କରିଅଛ।
୧୪ଏନ୍‌ରେୟ ଆଇଁୟାଃ ଦୁକୁତାନ୍‌ ଦିପିଲିରେ ଆଇଙ୍ଗ୍‌କେ ଦେଙ୍ଗାକେଦ୍‌ତେ ଆପେ ପୁରାଃ ବୁଗିନ୍‌ କାମିପେ ରିକାକାଦା ।
15 ହେ ଫିଲିପ୍ପୀୟମାନେ, ତୁମ୍ଭେମାନେ ମଧ୍ୟ ନିଜେ ଜାଣ ଯେ, ସୁସମାଚାର ପ୍ରଚାର କରିବା ଆରମ୍ଭ ସମୟରେ ଯେତେବେଳେ ମୁଁ ମାକିଦନିଆରୁ ପ୍ରସ୍ଥାନ କଲି, ସେତେବେଳେ ତୁମ୍ଭମାନଙ୍କ ବିନା ଆଉ କୌଣସି ମଣ୍ଡଳୀ ମୋହର ସହଭାଗୀ ହୋଇ ମୋʼ ସହିତ ଦେବା ନେବାର ହିସାବ ରଖି ନ ଥିଲେ।
୧୫ହେ ଫିଲିପିରେନ୍‌ ହାଗା ମିଶିକ, ଆଇଙ୍ଗ୍‌ ସୁକୁକାଜି ପାର୍‌ଚାର୍‌ରେୟାଃ ଏନେଟେଦ୍‌ ଦିପିଲିରେ, ଆଇଙ୍ଗ୍‌ ମାକିଦନିଆ ବାଗିକେଦାଇଙ୍ଗ୍‌ ଇମ୍‌ତା ଆପେୟାଃ କାଲିସିୟା ଏସ୍‌କାର୍‌ ଆଇଙ୍ଗ୍‌କେ ଦେଙ୍ଗାକେଦିୟାଁ, ଆଡଃ ଆପେ ଏସ୍‌କାର୍‌ ଆଇଁୟାଃ ଲାଗାତିଙ୍ଗ୍‌ତେୟାଃରାଃ ଏମଃଦେମଃରେ ହିସାପେ ହବାକାନ୍‌ ତାଇକେନା । ଏନା ଆପେ ବୁଗିଲେକାପେ ସାରିକାଦା ।
16 କାରଣ ମୁଁ ଥେସଲନୀକୀ ସହରରେ ଥିବା ସମୟରେ ସୁଦ୍ଧା ତୁମ୍ଭେମାନେ ମୋହର ଅଭାବ ମୋଚନ ନିମନ୍ତେ ଥରେ, ହଁ, ଦୁଇ ଥର ଦାନ ପଠାଇଥିଲ।
୧୬ଆଇଙ୍ଗ୍‌ ଥେସ୍‌ଲନିକାରେ ତାଇକେନ୍‌ ଦିପିଲିରେ, ଆପେ ମିସାଏତେ ଆଦ୍‌କା ଆଇଁୟାଃ ଲାଗାତିଙ୍ଗ୍‌ତେୟାଃକ କୁଲାକାଦ୍‌ ତାଇକେନାପେ ।
17 ଦାନ ସକାଶେ ମୁଁ ଲାଳାୟିତ ନୁହେଁ, ମାତ୍ର ଯେଉଁ ଫଳ ଦ୍ୱାରା ତୁମ୍ଭମାନଙ୍କ ହିସାବର ଜମାପାଖ ଅଧିକରୁ ଅଧିକ ବୃଦ୍ଧି ପାଉଅଛି, ସେଥିସକାଶେ ଲାଳାୟିତ।
୧୭ମେନ୍‌ଦ ଆପେତାଃଏତେ ଆଇଙ୍ଗ୍‌ ଦାନ୍‌ ଏସ୍‌କାର୍‌ ନାମେ ନାଗେନ୍ତେ କାଇଙ୍ଗ୍‌ ସାନାଙ୍ଗ୍‌ତାନା, ମେନ୍‌ଦ ଆପେ ଜେ'ଲେକା ପୁରାଃ ଆଦ୍‌କା ନାଲାପେ ନାମେୟାଁ, ମେନ୍ତେ ଆଇଁୟାଃ ସାନାଙ୍ଗ୍‌ ।
18 ମୁଁ ସବୁ ପାଇଅଛି, ପୁଣି, ମୋହର ପ୍ରଚୁର ଅଛି; ତୁମ୍ଭମାନଙ୍କର ପଠାଇଥିବା ଯେଉଁ ସବୁ ବିଷୟ ଏପାଫ୍ରାଦିତଙ୍କ ପାଖରୁ ପାଇଅଛି, ସେହିସବୁ ମୋʼ ପାଇଁ ଯଥେଷ୍ଟ; ସେହିସବୁ ଈଶ୍ବରଙ୍କ ନିକଟରେ ତୁଷ୍ଟିଜନକ ସୁଗନ୍ଧି ନୈବେଦ୍ୟ ଓ ସୁଗ୍ରାହ୍ୟ ବଳିସ୍ୱରୂପ।
୧୮ଆପେତାଃଏତେ ଆଇଙ୍ଗ୍‌ ନାମାକାଦ୍‌ ସବେନ୍ ଦାନ୍ ନାଗେନ୍ତେ ଆଇଁୟାଃ ପୁରାଃଗି ହବାକାନା । ଏନା ଆଇଁୟାଃ ଲାଗାତିଙ୍ଗ୍‌ୟାଁଃଏତେ ଆଦ୍‌କାଗି ହବାକାନା । ଆପେ ଏପାଫ୍ରାଦିତ୍‌ଆଃ ତିଃଇରେ କୁଲାକାଦ୍‌ ଦାନ୍, ଆଇଁୟାଃ ସବେନ୍ ଲାଗାତିଙ୍ଗ୍‌ତେୟାଃକେ ପୁରାକାଦା, ଏନା ପାର୍‌ମେଶ୍ୱାର୍‌ଆଃ ଉଦ୍ଦେଶ୍‌ରେ ରାକାବାକାନ୍‌ ବୁଗିନ୍‌ ସହାନ୍‌ ଦାଣେଁ ଆଡଃ ଆଇଃକ୍‌ ତେଲାଏ ଚାଏ ଆଇଃକ୍‌କେ ସୁକୁଆଇ ଦାଣେଁ ଲେକାନାଃ ତାନାଃ ।
19 ପୁଣି, ମୋହର ଈଶ୍ବର ଖ୍ରୀଷ୍ଟ ଯୀଶୁଙ୍କଠାରେ ତାହାଙ୍କର ଗୌରବମୟ ଐଶ୍ୱର୍ଯ୍ୟ ଅନୁସାରେ ତୁମ୍ଭମାନଙ୍କର ପ୍ରତ୍ୟେକ ଅଭାବ ପୂରଣ କରିବେ।
୧୯ଖ୍ରୀଷ୍ଟ୍‌ଆଃ ହରାତେ ଆଇଁୟାଃ ପାର୍‌ମେଶ୍ୱାର୍‌ ଆୟାଃ ପୁରାଃ ମାନାରାଙ୍ଗ୍‌ତେ ଆପେୟାଃ ସବେନ୍‌ ଲାଗାତିଙ୍ଗ୍‌ତେୟାଃକ ଏମାପେୟାଏ ।
20 ଆମ୍ଭମାନଙ୍କର ଈଶ୍ବର ଓ ପିତାଙ୍କ ପ୍ରତି ଯୁଗେ ଯୁଗେ ଗୌରବ ହେଉ। ଆମେନ୍‍। (aiōn g165)
୨୦ଜାନାଅ ଜାନାଅ ଆପୁ ପାର୍‌ମେଶ୍ୱାର୍‌ଆଃ ମାନାରାଙ୍ଗ୍‌ ହବାଅଃକା । ଆମେନ୍‌ । (aiōn g165)
21 ଖ୍ରୀଷ୍ଟ ଯୀଶୁଙ୍କ ନାମରେ ପ୍ରତ୍ୟେକ ସାଧୁଙ୍କୁ ନମସ୍କାର ଜଣାଅ। ମୋହର ସଙ୍ଗୀ ଭ୍ରାତୃଗଣ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି।
୨୧ଖ୍ରୀଷ୍ଟ୍‌ ୟୀଶୁଆଃ ନୁତୁମ୍‌ତେ ଏନ୍ତାଃରେ ତାଇନଃତାନ୍‌ ସବେନ୍‌ ପାର୍‌ମେଶ୍ୱାର୍‌ଆଃ ହଡ଼କକେ ଆଇଁୟାଃ ଜହାର୍‌ କାଜିକତାନାଇଙ୍ଗ୍‌ । ଆଇଁୟାଃଲଃ ତାଇନ୍‌ତାନ୍‌ ନେତାଃରେନ୍‌ ହାଗା ମିଶିକ ଆପେ ସବେନ୍‌କକେ ଜହାର୍‌ ମେନ୍ତେକ କାଜିକୁଲ୍‌କାଦା ।
22 ସାଧୁମାନେ ସମସ୍ତେ, ବିଶେଷରେ ଯେଉଁମାନେ କାଇସରଙ୍କ ପ୍ରାସାଦରେ ଅଛନ୍ତି, ସେମାନେ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି।
୨୨ନେତାଃରେ ତାଇନ୍‌ତାନ୍‌ ପାର୍‌ମେଶ୍ୱାର୍‌ଆଃ ହଡ଼କ, ବିଶେଷ୍‌କେଦ୍‌ତେ କାଇସାର୍‌ଆଃ ରାଜ୍‌ମାହାଲ୍‌ରେ ତାଇନ୍‌ତାନ୍‌ ପାର୍‌ମେଶ୍ୱାର୍‌ଆଃ ହଡ଼କ ଆପେକେ ଜହାର୍ ମେନ୍ତେକ କାଜିକୁଲ୍‌କାଦା ।
23 ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ତୁମ୍ଭମାନଙ୍କ ଆତ୍ମାର ସହବର୍ତ୍ତୀ ହେଉ।
୨୩ପ୍ରାଭୁ ୟୀଶୁ ଖ୍ରୀଷ୍ଟ୍‌ଆଃ ସାୟାଦ୍‌ ଆପେ ସବେନ୍‌କଲଃ ଆତ୍ମାରେ ହବାଅଃକା ।

< ଫିଲିପ୍ପୀୟ 4 >