< ଫିଲିପ୍ପୀୟ 2 >

1 ଅତଏବ, ଯଦି ଖ୍ରୀଷ୍ଟଙ୍କ ସହଭାଗିତାରେ କୌଣସି ଉତ୍ସାହ, କୌଣସି ପ୍ରେମପୂର୍ଣ୍ଣ ସାନ୍ତ୍ୱନା, ଆତ୍ମାଙ୍କ କୌଣସି ସହଭାଗିତା, ପୁଣି, କୌଣସି ପ୍ରେମପୂର୍ଣ୍ଣ କରୁଣା ଓ ଦୟା ଥାଏ,
ଆପେ ଖ୍ରୀଷ୍ଟ୍‌ଆଃ ମେନେସା ହରାତେ ଆପେୟାଃ ଜୀଦାନ୍‌ରେ କେଟେଦ୍‌କାନାପେ, ଆଡଃ ଆୟାଃ ଦୁଲାଡ଼୍‌ ଆପେକେ ଜୀଉରାଡ଼େଃ ଏମାପେତାନାଏ । ଆପେ ପାବିତାର୍‌ ଆତ୍ମାଲଃ ମେନେସାରେ ମେନାପେୟା ଆଡଃ ଆପେୟାଃ ମିହୁଡ଼୍‌ ଆଡଃମିହୁଡ଼୍‌ଲଃ ଲିନିବୁଇ ଆଡଃ ଦାୟା ମେନାଃ ।
2 ତାହାହେଲେ ତୁମ୍ଭେମାନେ ଏକମନା, ଏକ ପ୍ରେମରେ ପ୍ରେମୀ, ଏକଚିତ୍ତ ଓ ଏକଭାବାପନ୍ନ ହୋଇ ମୋହର ଆନନ୍ଦ ପୂର୍ଣ୍ଣ କର,
ଏନାତେ ଆଇଙ୍ଗ୍‌ ଆପେକେ ବିନ୍ତିପେ ତାନାଇଙ୍ଗ୍‌, ମିଦ୍‌ ଉଡ଼ୁଃରେ, ମିଦ୍‌ ଦୁଲାଡ଼୍‌ରେ, ମିଦ୍‌ ଜୀଉରେ ଆଡଃ ମନ୍‌ରେ ତାଇନ୍‌କେଦ୍‌ତେ ଆପେ ଆଇଙ୍ଗ୍‌କେ ପୁରାଃତେ ସୁକୁଇଙ୍ଗ୍‌ପେ ।
3 ସ୍ୱାର୍ଥପରତା ଅବା ଅସାର ଗର୍ବ ହେତୁ କିଛି କର ନାହିଁ, ବରଂ ନମ୍ରଚିତ୍ତ ହୋଇ ପ୍ରତ୍ୟେକେ ଅନ୍ୟକୁ ଆପଣାଠାରୁ ଶ୍ରେଷ୍ଠ ମନେ କର;
ଆପ୍‌ନାଃ ସାନାଙ୍ଗ୍‌ ପୁରାଅଃ ନାଗେନ୍ତେ ଚାଏ ମାରାଙ୍ଗ୍‌ୟେଁନ୍‌ ନାଗେନ୍ତେ ଜେତାନ୍‌ କାମି ଆଲପେ କାମିୟାଁ । ମେନ୍‌ଦ ଏଟାଃକକେ ଆପାନ୍‌ତାଃଏତେ ମାରାଙ୍ଗ୍‌ ନେଲ୍‌କେଦ୍‌ତେ, ମିହୁଡ଼୍‌ ଆଡଃମିହୁଡ଼୍‌ଲଃ ସବେନ୍‌ ଇମ୍‌ତା ଲେବେଃ ମନ୍‌ରେ ତାଇନ୍‌ପେ ।
4 ପ୍ରତି ଜଣ କେବଳ ଆପଣା ବିଷୟରେ ମନୋଯୋଗୀ ନ ହୋଇ ଅନ୍ୟର ବିଷୟରେ ମଧ୍ୟ ମନୋଯୋଗୀ ହୁଅ।
ଆଡଃ ମିହୁଡ଼୍‌ ହଡ଼ ଆପ୍‌ନାଃ ନାଗେନ୍ତେ ଏସ୍‌କାର୍‌ କା ଉଡ଼ୁଃକେଦ୍‌ତେ ଏଟାଃକଆଃ ନାଗେନ୍ତେୟ ଉଡ଼ୁଃଗେକାଏ ।
5 ଖ୍ରୀଷ୍ଟ ଯୀଶୁଙ୍କର ଯେପରି ମନ ଥିଲା, ତୁମ୍ଭମାନଙ୍କର ସେହିପରି ମନ ହେଉ;
ୟୀଶୁ ଖ୍ରୀଷ୍ଟ୍‌ଆଃ ମନ୍‌ ଉଡ଼ୁଃ ଲେକାଗି ଆପେୟାଃ ମନ୍‌ ଉଡ଼ୁଃକ ହବାଅଃକା ।
6 ସେ ଈଶ୍ବରରୂପୀ ହେଲେ ହେଁ ଈଶ୍ବରଙ୍କ ସହିତ ସମାନ ହୋଇ ରହିବା ନିଜ ନିମନ୍ତେ ଧରି ରଖିବାର ବିଷୟ ମନେ କଲେ ନାହିଁ,
ଇନିଃ ପାର୍‌ମେଶ୍ୱାର୍‌ ତାଇନ୍‌ରେୟ, ପାର୍‌ମେଶ୍ୱାର୍‌ଲଃ ମିଦ୍‌ ଜକାଗି ତାଇନଃ ନାଙ୍ଗ୍‌ କାଏ ମନେକେଦା ।
7 କିନ୍ତୁ ମନୁଷ୍ୟ ସଦୃଶ ହୋଇ ଦାସରୂପ ଧାରଣ କରି ଆପଣାକୁ ଶୂନ୍ୟ କଲେ;
ମେନ୍‌ଦ ଇନିଃ ଆପ୍‌ନାଃ ଇଛାସାନାଙ୍ଗ୍‌ତେ ସବେନାଃ ବାଗିକେଦାଏ, ଆଡଃ ଦାସି ଲେକାଏ ବାଇୟାନା ଏନ୍ତେ ମାନୱା ରୁପ୍‌ରେ ଜାନାମ୍‌ୟାନା ।
8 ପୁଣି, ମନୁଷ୍ୟ ଭାବରେ ଦେଖାଯାଇ ମୃତ୍ୟୁ ପର୍ଯ୍ୟନ୍ତ, ହଁ, କ୍ରୁଶୀୟ ମୃତ୍ୟୁ ପର୍ଯ୍ୟନ୍ତ ଆଜ୍ଞାବହ ହୋଇ ଆପଣାକୁ ଅବନତ କଲେ।
ଇନିଃ ଆଇଃକ୍‌ଗି ଲେବେଃ ମନ୍‌ତେ ହବାୟାନ୍‌ଲଃ ଆଡଃ ସବେନ୍‌ ଗନଏଃରେୟାଃ ହରାରେ ଆୟାଃ କ୍ରୁଶ୍‌ରାଃ ଗନଏଃ ଜାକେଦ୍‌ କାଜି ମାନାତିୟେଁନ୍‌ ଲେକାଏ ହବାୟାନା ।
9 ଏହି କାରଣରୁ ଈଶ୍ବର ତାହାଙ୍କୁ ଅତିଶୟ ଉନ୍ନତ କରିଅଛନ୍ତି, ପୁଣି, ସମସ୍ତ ନାମ ଅପେକ୍ଷା ସର୍ବୋତ୍କୃଷ୍ଟ ନାମ ତାହାଙ୍କୁ ପ୍ରଦାନ କରିଅଛନ୍ତି,
ଏନାମେନ୍ତେ ପାର୍‌ମେଶ୍ୱାର୍‌ ଇନିଃକେ ସବେନାଃଏତେ ଚେତାନ୍‌ ଠାୟାଦ୍‌ତେ ଉଠାଅକିୟା, ଆଡଃ ଏଟାଃ ସବେନ୍‌ ନୁତୁମ୍‌ଏତେ ଆୟାଃ ନୁତୁମ୍‌ ସବେନାଃଏତେ ଚେତାନ୍‌ରେ ଏମ୍‌କେଦା ।
10 ଯେପରି ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳରେ ଥିବା ପ୍ରତ୍ୟେକ ଆଣ୍ଠୁ ଯୀଶୁଙ୍କ ନାମରେ ନତ ହେବ,
୧୦ଏନାତେ ୟୀଶୁଆଃ ନୁତୁମ୍‌ରେୟାଃ ମାଇନାନ୍‌ ନାଗେନ୍ତେ ସିର୍ମା, ଅତେ, ଆଡଃ ଅତେଦିଶୁମ୍‌ରେ ଲାତାର୍‌ରେ ତାଇନ୍‌ତାନ୍‌ ସବେନ୍‌କ ଆୟାଃ ଆୟାର୍‌ରେ ଇକ୍‌ଡ଼ୁମ୍‌ୟାନ୍ତେ ଉୟୁଗଃଆକ,
11 ପୁଣି, ପିତା ଈଶ୍ବରଙ୍କ ଗୌରବ ନିମନ୍ତେ ପ୍ରତ୍ୟେକ ଜିହ୍ୱା ଯୀଶୁ ଖ୍ରୀଷ୍ଟ ପ୍ରଭୁ ବୋଲି ସ୍ୱୀକାର କରିବ।
୧୧ଆଡଃ ସବେନ୍‌ ହଡ଼କ ୟୀଶୁ ଖ୍ରୀଷ୍ଟ୍‌ଗି ପ୍ରାଭୁ ତାନିଃ ମେନ୍ତେ ଉଦୁବ୍‌ତାନ୍‌ଲଃ ଆବା ପାର୍‌ମେଶ୍ୱାର୍‌ଆଃ ମାନାରାଙ୍ଗ୍‌ ରିକାୟାକ ।
12 ଅତଏବ, ହେ ମୋହର ପ୍ରିୟମାନେ, ଯେପରି ତୁମ୍ଭେମାନେ ସର୍ବଦା ଆଜ୍ଞାବହ ହୋଇଅଛ, କେବଳ ମୋହର ଉପସ୍ଥିତିରେ କଲା ପରି ନୁହେଁ, କିନ୍ତୁ ବର୍ତ୍ତମାନ ମୋହର ଅନୁପସ୍ଥିତିରେ ଆହୁରି ଅଧିକ ରୂପେ ଭୟ ଓ କମ୍ପ ସହ ଆପଣା ଆପଣା ପରିତ୍ରାଣ ସାଧନ କର,
୧୨ତାବ୍‌ଦ ହେ ଦୁଲାଡ଼୍‌ ହାଗା ମିଶିକ, ଆଇଙ୍ଗ୍‌ ଆପେଲଃ ତାଇନ୍‌ତାନ୍‌ ଦିପିଲିରେ ଆପେ ଜେ'ଲେକା ସବେନ୍‌ ଇମ୍‌ତା ମାନାତିଙ୍ଗ୍‌ ତାଇକେନାପେ, ନାହାଁଃ ଆଇଙ୍ଗ୍‌ ଆପେତାଃଏତେ ସାଙ୍ଗିନ୍‌ରେ ତାଇନଃତାନ୍‌ ଦିପିଲିରେୟ ପୁରାଃଗି ବର ଆଡଃ ଏକ୍‌ଲାଅଃତାନ୍‌ଲଃ ଆପେୟାଃ ଜୀଉବାଞ୍ଚାଅ ପୁରାଏପେ ।
13 କାରଣ ଇଚ୍ଛା କରିବାକୁ ଓ ସାଧନ କରିବାକୁ ଈଶ୍ବର ଆପଣା ମଙ୍ଗଳମୟ ସଙ୍କଳ୍ପର ସଫଳତା ନିମନ୍ତେ ତୁମ୍ଭମାନଙ୍କ ଅନ୍ତରରେ କାର୍ଯ୍ୟ କରନ୍ତି।
୧୩ଚିଆଃଚି ପାର୍‌ମେଶ୍ୱାର୍‌ ଆପେ ଥାଲାରେ କାମିତାନା । ଇନିଃକେ ସୁକୁଇଚି ଲେକା କାମି ନାଗେନ୍ତେ ଇନିଃ ଆପେକେ ଇଛାସାନାଙ୍ଗ୍‌ ଏମାଃଏ ଆଡଃ ଏନା ରିକାଏ ନାଗେନ୍ତେ ପେଡ଼େଃହଁ ଏମାଃଏ ।
14 ବଚସା ଓ ତର୍କବିତର୍କ ବିନା ସମସ୍ତ କାର୍ଯ୍ୟ କର,
୧୪ବେଗାର୍‌ କାଜି କେସେଦ୍‌ତେ ଆଡଃ କାପ୍‌ଜିତେ ସବେନ୍‌ କାମି ରିକାଏପେ ।
15 ଯେପରି ତୁମ୍ଭେମାନେ ନିର୍ଦ୍ଦୋଷ ଓ ଅମାୟିକ ହୋଇ ଏହି କୁଟିଳ ବିପଥଗାମୀ ବଂଶ ମଧ୍ୟରେ ଈଶ୍ବରଙ୍କ ଅନିନ୍ଦନୀୟ ସନ୍ତାନସନ୍ତତି ହୁଅ; ସେମାନଙ୍କ ମଧ୍ୟରେ ତୁମ୍ଭେମାନେ ଜୀବନର ବାକ୍ୟ ଧରି ଜଗତରେ ଜ୍ୟୋତିଃ ସ୍ୱରୂପ ପ୍ରକାଶ ପାଉଅଛ;
୧୫ଏନାରେ, ଆପେ ବେଗାର୍‌ ଚିଟାକାନ୍‌ ଆଡଃ ପାର୍‌ମେଶ୍ୱାର୍‌ଆଃ ଫାର୍‌ଚିଆକାନ୍‌ ହନ୍‌କପେ ହବାଅଃଆ । ମେନ୍‌ଦ ନେ ଅତେଦିଶୁମ୍‌ରେ ଜିୟନଃତାନ୍‌ ଏତ୍‌କାନ୍‌ ହଡ଼କ ଥାଲାରେ ତାଇନଃତାନାପେ, ଏନାତେ ଆପେ ଇନ୍‌କୁକେ ଜୀଦାନ୍‌ ଏମଃରେୟାଃ ବାଚାନ୍‌ ଉଦୁବ୍‌କ ଇମ୍‌ତା ରିମିଲ୍‌କେ ମାର୍ସାଲେତାନ୍‌ ଇପିଲ୍‌କ ଲେକା ଇନ୍‌କୁଆଃ ଆୟାର୍‌ରେ ଜୁଲଃ ଲାଗାତିଙ୍ଗ୍‌ୟାଁଃ ।
16 ସେଥିରେ ମୁଁ ଯେ ବୃଥାରେ ଦୌଡ଼ି ନାହିଁ କିଅବା ବୃଥାରେ ପରିଶ୍ରମ କରି ନାହିଁ, ସେ ସମ୍ବନ୍ଧରେ ଖ୍ରୀଷ୍ଟଙ୍କ ପୁନରାଗମନ ଦିନରେ ଦର୍ପ କରିପାରିବି।
୧୬ଏଟାଃକତାଃରେ ଜୀଦାନ୍‌ ଏମଃ କାନାଜି ଉଦୁବେ ଇମ୍‌ତା, ଆପେ ସିର୍ମାକେ ମାର୍ସାଲେତାନ୍‌ ଇପିଲ୍‌କ ଲେକା ହବାଅଃ ଲାଗାତିୟାଁ । ଆପେ ନେ'ଲେକା ହବାଅଃରେଦ, ଖ୍ରୀଷ୍ଟ୍‌ ହୁଲାଙ୍ଗ୍‌ରେ ଆପେୟାଃ ବିଷାଏରେ ଆଇଙ୍ଗ୍‌ ଆପାନ୍‌କେ ମାରାଙ୍ଗ୍‌ ମେନ୍ତେଇଙ୍ଗ୍‌ କାଜିନା, ଚିଆଃଚି ନେଆଁଲଃ ଉଦୁବଃଆ ଯେ, ଆଇଁୟାଃ ସବେନ୍‌ କେଟେଦ୍‌ କାମି କା ସାମାଏଣ୍ଡାଃ କାନା ।
17 ହଁ, ଆଉ ଯଦି ମୋହର ରକ୍ତ ତୁମ୍ଭମାନଙ୍କ ବିଶ୍ୱାସ ସମ୍ବନ୍ଧୀୟ ସେବାରେ ପେୟ ନୈବେଦ୍ୟ ପରି ଢଳା ଯାଏ, ତେବେ ମଧ୍ୟ ମୁଁ ଆନନ୍ଦିତ ଓ ତୁମ୍ଭ ସମସ୍ତଙ୍କ ସହିତ ଉଲ୍ଲସିତ।
୧୭ହବାସାକାଅଆଃ ପାର୍‌ମେଶ୍ୱାର୍‌ଆଃ ଉଦ୍ଦେଶ୍‌ରେ ଆପେୟାଃ ବିଶ୍ୱାସ୍‌ ଲେକାନ୍‌ ସେୱାରାଃ ଦାଣେଁରେ ଆଇଁୟାଃ ଜୀଦାନ୍‌ରେୟାଃ ମାୟୋମ୍‌କେ ହଁ ଆଇଙ୍ଗ୍‌କେ ଏମଃ ଲାଗାତିଙ୍ଗ୍‌ୟାଁଃ । ଏନାମେନ୍ତେ ଆଇଙ୍ଗ୍‌ ରାସ୍‌କାଅଃତାନାଇଙ୍ଗ୍‌ ଆଡଃ ଆଇଁୟାଃ ନେ ରାସ୍‌କାରେ ଆପେ ମେସାନ୍‌ପେ ମେନ୍ତେଇଙ୍ଗ୍‌ ସାନାଙ୍ଗ୍‌ତାନା ।
18 ଆଉ, ସେହି ପ୍ରକାରେ ତୁମ୍ଭେମାନେ ମଧ୍ୟ ଆନନ୍ଦ କର ଓ ମୋʼ ସହିତ ଉଲ୍ଲାସ କର।
୧୮ଏନ୍‌ ଲେକାଗି, ଆପେୟ ରାସ୍‌କାଅଃପେ ଆଡଃ ଆପେୟାଃ ରାସ୍‌କା ଆଇଁୟାଃଲଃ ହାଟିୟେଁପେ ।
19 କିନ୍ତୁ ମୁଁ ତୁମ୍ଭମାନଙ୍କ ନିକଟକୁ ତୀମଥିଙ୍କୁ ଶୀଘ୍ର ପଠାଇବି ବୋଲି ପ୍ରଭୁ ଯୀଶୁଙ୍କଠାରେ ଭରସା କରୁଅଛି, ଯେପରି ତୁମ୍ଭମାନଙ୍କ ଅବସ୍ଥା ବିଷୟ ଜାଣି ମୁଁ ମଧ୍ୟ ଉତ୍ସାହିତ ହେବି।
୧୯ପ୍ରାଭୁ ୟୀଶୁଆଃ ସାନାଙ୍ଗ୍‌ ହବାଅଃରେଦ, ଆପେତାଃତେ ତୀମଥିକେ ଜାଲ୍‌ଦିଗିଇଙ୍ଗ୍‌ କୁଲିୟା ମେନ୍ତେଇଙ୍ଗ୍‌ ଆସ୍ରାଏତାନା । ଏନାତେ ଆପେୟାଃ ବିଷାଏରେ କାଜି ଆୟୁମ୍‌କେଦ୍‌ତେ ରାସ୍‌କାଅଃଆଇଙ୍ଗ୍‌ ।
20 କାରଣ ଯେ ତୁମ୍ଭମାନଙ୍କ ବିଷୟରେ ପ୍ରକୃତରେ ମନୋଯୋଗ କରିବ, ଏପରି ସମଭାବାପନ୍ନ ଲୋକ ତାହାଙ୍କ ବିନା ମୋʼ ନିକଟରେ ଆଉ କେହି ନାହିଁ।
୨୦ଇନିୟାଃ ମନ୍‌ରାଃ ଉଡ଼ୁଃକ ଆଇଁୟାଃ ଲେକା ମେନାଃ ଆଡଃ ସାର୍‌ତିଗି ଇନିଃ ଆପେୟାଃ ବିଷାଏରେ ଉଡ଼ୁଃତାନା ।
21 ଯେଣୁ ସମସ୍ତେ ଯୀଶୁ ଖ୍ରୀଷ୍ଟଙ୍କ ବିଷୟ ଚେଷ୍ଟା ନ କରି ସ୍ୱାର୍ଥ ଚେଷ୍ଟା କରନ୍ତି।
୨୧ଏଟାଃ ସବେନ୍‌କ ୟୀଶୁ ଖ୍ରୀଷ୍ଟ୍‌ଆଃ ବିଷାଏରେ କା ଉଡ଼ୁଃକେଦ୍‌ତେ ଆକଆଃ ଆପ୍‌ନାଃ ବିଷାଏରେ ଉଡ଼ୁଃତାନାକ ।
22 ସେ ଯେ ପରୀକ୍ଷାସିଦ୍ଧ ଲୋକ, ଏହା ତୁମ୍ଭେମାନେ ଜାଣ; ପୁତ୍ର ପିତାର ସେବା କଲା ପରି ସେ ତ ସୁସମାଚାର କାର୍ଯ୍ୟରେ ମୋʼ ସହିତ ସେବା କରିଥିଲେ।
୨୨ଆପେ ସାରିତାନାପେ ଯେ ତୀମଥି ଚିଲ୍‌କାନ୍‌ ହଡ଼ ତାନିଃ । ହନ୍‌ ଜେ'ଲେକା ଆପୁଆଃ ସୁସାର୍‌ ରିକାଃଏ, ଏନ୍‌ଲେକାଗି ଇନିଃ ଆଇଁୟାଃଲଃ ମିସାତେ ସୁକୁକାଜି ଉଦୁବ୍‌ ଇମ୍‌ତା ଆଇଁୟାଃ ସୁସାର୍‌ ରିକାକାଦାଏ ।
23 ଅତଏବ, ମୋʼ ପ୍ରତି କଅଣ ଘଟିବ, ତାହା ଜାଣିବାମାତ୍ର ତାହାଙ୍କୁ ପଠାଇବି ବୋଲି ଭରସା କରୁଅଛି;
୨୩ଆଇଁୟାଃ ଚିକ୍‌ନାଃ ହବାଅଃତେ ସେନଃତାନା, ଏନା ସାରିକେଦ୍‌ଚି ଆଇଙ୍ଗ୍‌ ଇନିଃକେ ଆପେତାଃତେ କୁଲିୟାଇଙ୍ଗ୍‌ ମେନ୍ତେଇଙ୍ଗ୍‌ ଆସ୍ରାକାଦା ।
24 କିନ୍ତୁ ମୁଁ ପ୍ରଭୁଙ୍କଠାରେ ବିଶ୍ୱାସ କରୁଅଛି ଯେ, ମୁଁ ନିଜେ ମଧ୍ୟ ଶୀଘ୍ର ଯିବି।
୨୪ଆଡଃ ଆଇଙ୍ଗ୍‌ ପ୍ରାଭୁତାଃରେ ବିଶ୍ୱାସ୍‌ତାନାଇଙ୍ଗ୍‌ ଯେ, ଆଇଙ୍ଗ୍‌ ଜାଲ୍‌ଦିଗି ଆପେତାଃତେଇଙ୍ଗ୍‌ ହିଜୁଃ ଦାଡ଼ିୟା ।
25 କିନ୍ତୁ ମୁଁ ମୋହର ଭ୍ରାତା, ସହକର୍ମୀ, ସହସେନା ଓ ମୋହର ଅଭାବ ପୂରଣ ନିମନ୍ତେ ତୁମ୍ଭମାନଙ୍କର ପ୍ରେରିତ ଓ ସେବକ ଏପାଫ୍ରାଦିତଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇବା ପାଇଁ ଆବଶ୍ୟକ ମନେ କଲି;
୨୫ଆଇଁୟାଃ କାମିରେ, ଆଇଁୟାଃ ଲାଗାତିଙ୍ଗ୍‌ତେୟାଃକ ପୁରାଏ ନାଙ୍ଗ୍‌ ଆଇଙ୍ଗ୍‌କେ ଦେଙ୍ଗାଇଙ୍ଗ୍‌ ନାଗେନ୍ତେ ଆପେୟାଃ କୁଲାକାନ୍‌ ହାଗା ଏପାଫ୍ରାଦିତ୍‌କେ ଆପେତାଃତେ କୁଲି ନାଙ୍ଗ୍‌ ବୁଗିନାଃ ହବାଅଃଆ ମେନ୍ତେଇଙ୍ଗ୍‌ ଆଟ୍‌କାରେତାନା ।
26 କାରଣ ସେ ତୁମ୍ଭ ସମସ୍ତଙ୍କୁ ଦେଖିବା ପାଇଁ ଅତ୍ୟନ୍ତ ଇଚ୍ଛୁକ, ପୁଣି, ସେ ପୀଡ଼ିତ ଅଛନ୍ତି ବୋଲି ତୁମ୍ଭେମାନେ ଶୁଣିଥିବାରୁ ଅତ୍ୟନ୍ତ ବ୍ୟଥିତ;
୨୬ଇନିଃ ଆପେ ସବେନ୍‌କକେ ନେନେଲ୍‌ ନାଗେନ୍ତେ ପୁରାଃଗି ସାନାଙ୍ଗ୍‌ତାନା ଆଡଃ ଆପେ, ଇନିଃ କାଏ ସୁକୁତାନା ମେନ୍ତେ କାଜି ଆୟୁମ୍‌କେଦ୍‌ ହରାତେ ଇନିଃ ପୁରାଃଗି ମନ୍‌ରେ ଦୁକୁୟାନା ।
27 ହଁ, ସେ ମୃତ୍ୟୁ ସରିକି ପୀଡ଼ିତ ହୋଇଥିଲେ, କିନ୍ତୁ ଈଶ୍ବର ତାହାଙ୍କୁ ଦୟା କଲେ, ଆଉ କେବଳ ତାହାଙ୍କୁ ନୁହେଁ, ମାତ୍ର ଯେପରି ମୋʼ ପ୍ରତି ଦୁଃଖ ଉପରେ ଦୁଃଖ ଘଟିବ ନାହିଁ, ଏଥିପାଇଁ ମୋʼ ଉପରେ ମଧ୍ୟ ଦୟା କଲେ।
୨୭ସାର୍‌ତି କାଜିଲେରେ, ଇନିଃ ବେମାର୍‌ ତାଇକେଦ୍‌ତେ ଗଜଃଲେକାଏ ହବାକାନ୍‌ ତାଇକେନା । ମେନ୍‌ଦ ପାର୍‌ମେଶ୍ୱାର୍‌ ଇନିଃକେ ଦାୟାକିୟା । ଇନିଃକେ ଏସ୍‌କାର୍‌ କାହାଗି, ମେନ୍‌ଦ ଆଇଁୟାଃ ଚେତାନ୍‌ରେୟଗି ଆୟାଃ ଦାୟା ତାଇକେନ୍‌ ହରାତେ ଆଇଙ୍ଗ୍‌କେ ଦୁକୁ ଚେତାନ୍‌ ଦୁକୁ ସାହାତିଙ୍ଗ୍‌ ନାଙ୍ଗ୍‌ କାଏ ଏମାଦିୟାଁ ।
28 ଏଣୁ ତୁମ୍ଭେମାନେ ଯେପରି ତାହାଙ୍କୁ ପୁନର୍ବାର ଦେଖି ଆନନ୍ଦ କର ଓ ମୋʼ ଦୁଃଖ ଯେପରି ଊଣା ପଡ଼େ, ଏଥିପାଇଁ ମୁଁ ତାହାଙ୍କୁ ପଠାଇବା ନିମନ୍ତେ ଅଧିକ ଯତ୍ନବାନ ହେଲି।
୨୮ଆଇଙ୍ଗ୍‌ ଇନିଃକେ ଆପେତାଃତେ କୁଲି ନାଙ୍ଗ୍‌ ପୁରାଃଗିଇଙ୍ଗ୍‌ ସାନାଙ୍ଗ୍‌ ତାଇକେନା, ଚିଆଃଚି ଆପେ ଇନିଃକେ ଆଡଃମିସା ନେଲ୍‌କେଦ୍‌ତେ ପୁରାଃଗିପେ ରାସ୍‌କାନା ଆଡଃ ଆଇଁୟାଃ ଦୁକୁହଗି ଅହରାଅକଆ ।
29 ଅତଏବ, ପ୍ରଭୁଙ୍କ ହେତୁ ତାହାଙ୍କୁ ଅତି ଆନନ୍ଦରେ ଗ୍ରହଣ କର, ଆଉ ଏହି ପ୍ରକାର ବ୍ୟକ୍ତିମାନଙ୍କୁ ସମାଦର କର;
୨୯ଏନାତେ ମିଆଁଦ୍‌ ପ୍ରାଭୁଆଃ ବିଶ୍ୱାସୀ ହାଗା ଲେକା ଆପେ ଇନିଃକେ ସୁକୁତେ ଦାରମିପେ ଆଡଃ ଆୟାଃ ଲେକାନ୍‌ ସବେନ୍‌ ହଡ଼କକେ ମାଇନ୍‌କପେ ।
30 କାରଣ ମୋʼ ପ୍ରତି ତୁମ୍ଭମାନଙ୍କ ସେବାରେ ଯାହା କିଛି ଅଭାବ, ତାହା ପୂରଣ କରିବାକୁ ସେ ଖ୍ରୀଷ୍ଟଙ୍କ କାର୍ଯ୍ୟରେ ଆପଣା ଜୀବନ ବିପଦଗ୍ରସ୍ତ କରି ମୃତପ୍ରାୟ ହୋଇଥିଲେ।
୩୦ଚିଆଃଚି ଆପେ ଆଇଙ୍ଗ୍‌କେ ଅକ ଦେଙ୍ଗା କାପେ ଏମ୍‌ ଦାଡ଼ିୟାନା, ଏନା ପୁରାଏ ନାଗେନ୍ତେ ଇନିଃ ଖ୍ରୀଷ୍ଟ୍‌ଆଃ କାମିରେ ଆପ୍‌ନାଃ ଜୀଉକେ ସାଙ୍କାଟ୍‌ରେ ଉୟୁଃକେଦ୍‌ତେ ଗଜଃଲେକାଏ ହବାକାନ୍‌ ତାଇକେନା ।

< ଫିଲିପ୍ପୀୟ 2 >