< ଫିଲିପ୍ପୀୟ 1 >
1 ପାଉଲ ଓ ତୀମଥି, ଖ୍ରୀଷ୍ଟ ଯୀଶୁଙ୍କର ଦୁଇ ଦାସ, ଫିଲିପ୍ପୀରେ ଥିବା ଖ୍ରୀଷ୍ଟ ଯୀଶୁଙ୍କ ଆଶ୍ରିତ ସମସ୍ତ ସାଧୁଙ୍କ ନିକଟକୁ ପୁଣି, ଅଧ୍ୟକ୍ଷ ଓ ସେବକମାନଙ୍କ ନିକଟକୁ ପତ୍ର;
୧ପା଼ୱୁଲ ଅ଼ଡ଼େ ତିମତି, କ୍ରୀସ୍ତ ଜୀସୁତି ରୀ ହ଼ଲିୟାଙ୍ଗା, ପିଲିପି ଗା଼ଡ଼ାତା ମାନି କ୍ରୀସ୍ତ ଜୀସୁ ତା଼ଣା ଡ଼ୟାମାନି ମାହାପୂରୁ ଲ଼କୁ ଅ଼ଡ଼େ କୁଲମିତି କାଜାରି, ଇଞ୍ଜାଁ କୁଲମିତି ସେ଼ବା କିନାରାକି ଈ ଆ଼କୁ ରା଼ସ୍କି ଆ଼ହାମାନେ ।
2 ଆମ୍ଭମାନଙ୍କ ପିତା ଈଶ୍ବର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ।
୨ମା଼ ଆ଼ବା ମାହାପୂରୁ ଅ଼ଡ଼େ ପ୍ରବୁ ଜୀସୁ କ୍ରୀସ୍ତ ତା଼ଣାଟି କାର୍ମାମେହ୍ନାୟି ଇଞ୍ଜାଁ ହିତ୍ଡ଼ି ଜୀୱୁ ମିଙ୍ଗେତାକି ଆୟାପେ ।
3 ମୁଁ ତୁମ୍ଭମାନଙ୍କୁ ଯେତେ ଥର ସ୍ମରଣ କରେ, ସେତେ ଥର ମୋହର ଈଶ୍ବରଙ୍କୁ ଧନ୍ୟବାଦ ଦେଇଥାଏ।
୩ନା଼ନୁ ମିଙ୍ଗେ ଏଚର ଦେବା ଅଣ୍ପି ମାଞ୍ଜାଇଁ, ଏଚର ଦେବା ନା଼ ମାହାପୂରୁଇଁ ଜହରା କିହିମାଇଁ ।
4 ପ୍ରଥମ ଦିନଠାରୁ ଆଜି ପର୍ଯ୍ୟନ୍ତ ସୁସମାଚାରର ପକ୍ଷରେ ତୁମ୍ଭମାନଙ୍କ ସହଭାଗିତା ହେତୁ
୪ନା଼ନୁ ବାରେଦିନା ମିଙ୍ଗେତାକି ପ୍ରା଼ତାନା କିନାଟି ନା଼ନୁ ହା଼ରେକା ରା଼ହାଁତଲେ ପ୍ରା଼ତାନା କିହିମାଇଁ,
5 ତୁମ୍ଭ ସମସ୍ତଙ୍କ ନିମନ୍ତେ ସର୍ବଦା ମୁଁ ମୋହର ପ୍ରତ୍ୟେକ ପ୍ରାର୍ଥନାରେ ଆନନ୍ଦ ସହ ନିବେଦନ କରୁଅଛି
୫ଏ଼ନାଆଁତାକି ଇଚିହିଁ ମୀ ମୂଲୁ ଦିନାଟିଏ ନୀଏଁ ପାତେକା ନେହିଁ କାବ୍ରୁ ୱେ଼କ୍ହାଲି ମୀରୁ ନାଙ୍ଗେ ସା଼ୟେମି କିହିମାଞ୍ଜାଦେରି,
6 କାରଣ ଯେ ତୁମ୍ଭମାନଙ୍କ ଅନ୍ତରରେ ଉତ୍ତମ କାର୍ଯ୍ୟ ଆରମ୍ଭ କରିଅଛନ୍ତି, ସେ ଖ୍ରୀଷ୍ଟ ଯୀଶୁଙ୍କ ଦିନ ପର୍ଯ୍ୟନ୍ତ ତାହା ସାଧନ କରି ସିଦ୍ଧ କରିବେ, ଏହା ତ ମୁଁ ଦୃଢ଼ରୂପେ ବିଶ୍ୱାସ କରେ;
୬ଏ଼ଦାଆଁତାକି ନା଼ନୁ ଈ କାତାତି ସାତା ଇଞ୍ଜିଁ ଅଣ୍ପିମାଇଁ, ଆମିନି ପ୍ରବୁ ମୀ ତା଼ଣା ଈ ନେହିଁ କାମା ମା଼ଟ୍ହାମାନେସି, କ୍ରୀସ୍ତ ଜୀସୁତି ୱେଣ୍ଡାୱା଼ନି ଦିନା ରା଼ନି ପାତେକା ଏ଼ୱାସି ଏ଼ଦାଆଁ କିନେସି ।
7 ଆଉ ତୁମ୍ଭ ସମସ୍ତଙ୍କ ବିଷୟରେ ମୋହର ଏପରି ଭାବିବା ଉଚିତ୍, ଯେଣୁ ତୁମ୍ଭେ ସମସ୍ତେ ମୋହର ବନ୍ଧନରେ ଯେପରି, ସୁସମାଚାର ପକ୍ଷ ସମର୍ଥନ ଓ ସେଥିର ସତ୍ୟ ପ୍ରମାଣ କରିବାରେ ସେହିପରି ମୋʼ ସହିତ ଅନୁଗ୍ରହର ସହଭାଗୀ ଅଟ, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କୁ ହୃଦୟରେ ଧାରଣ କରିଅଛି।
୭ଅ଼ଡ଼େ ମୀ ବାରେତାକି ନା଼ ଇଲେତି ଅଣ୍ପିନାୟି ମାନେ, ମୀରୁ ବାରେ ଏ଼ନିକିଁ ନା଼ ତଲେ ନେହିଁ କାବ୍ରୁ ୱେ଼କ୍ନି କାୟିଦିତା ଆଣ୍ତିମାଞ୍ଜାଦେରି, ଅ଼ଡ଼େ ଏମ୍ବାତି ସାତା ପାର୍ମାଣା ତ଼ସାଲି ନା଼ ତଲେ ଆଣ୍ତାମାଞ୍ଜାଦେରି, ଏ଼ଦାଆଁତାକି ନା଼ନୁ ନା଼ ହିୟାଁତା ମିଙ୍ଗେ ଆବାମାଞ୍ଜାଇଁ ।
8 କାରଣ ଖ୍ରୀଷ୍ଟ ଯୀଶୁଙ୍କ ସ୍ନେହପୂର୍ଣ୍ଣ କରୁଣାରେ ମୁଁ ତୁମ୍ଭ ସମସ୍ତଙ୍କ ନିମନ୍ତେ କି ପ୍ରକାର ଲାଳାୟିତ, ଏହି ବିଷୟରେ ଈଶ୍ବର ମୋହର ସାକ୍ଷୀ।
୮ମୀ ବାରେଜା଼ଣା ତାକି ହା଼ରେକା ଜୀୱୁ ନ଼ନାଣି କ୍ରୀସ୍ତ ଜୀସୁ ତା଼ଣାଟି ବେଟାଆ଼ହାମାଇଁ ଇଞ୍ଜିଁ ଏଚିବେ଼ଲାତା ନା଼ନୁ ୱେହ୍ଇଁ, ଏ଼ଦି ସାତା, ଏ଼ଦାଆଁତାକି ମାହାପୂରୁ ନା଼ ସା଼କି ।
9 ପୁଣି, ମୋହର ପ୍ରାର୍ଥନା ଏହି, ତୁମ୍ଭମାନଙ୍କର ପ୍ରେମ, ଜ୍ଞାନ ଓ ସମସ୍ତ ସୂକ୍ଷ୍ମ ବିଚାରରେ ଅଧିକରୁ ଅଧିକ ବୃଦ୍ଧି ପାଉ,
୯ଅ଼ଡ଼େ, ନା଼ ପ୍ରା଼ତାନା କିନାୟି ଈଦି, ମୀ ଜୀୱୁନ଼ନାୟି, ନେହିଁ ବୁଦି ପୁନାୟି, ଅ଼ଡ଼େ ବାରେ ନେହିଁ ଅଣ୍ପୁ ହା଼ରେ ହା଼ରେକା ପାଡା ଆ଼ପେ,
10 ଯେପରି ତୁମ୍ଭେମାନେ ଉତ୍କୃଷ୍ଟ ବିଷୟଗୁଡ଼ିକ ସମର୍ଥନ କରିପାର, ପୁଣି, ଈଶ୍ବରଙ୍କ ଗୌରବ ଓ ପ୍ରଶଂସା ଉଦ୍ଦେଶ୍ୟରେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଧାର୍ମିକତାର ଯେଉଁ ଫଳ,
୧୦ଏ଼ନିକିହିଁ ମୀରୁ ଏ଼ନାୟି ନେହାୟି ଏ଼ଦାଆଁ ଆ଼ଚାଲି ଆ଼ଡିଦେରି, ଆତିହିଁ ମୀରୁ କ୍ରୀସ୍ତତି ୱା଼ନି ଦିନାତା ସୁଦୁ ଗାଟାତେରି ଆ଼ଦେରି, ଅ଼ଡ଼େ ନିନ୍ଦା ଗାଟାତେରି ଆ଼ଅତେରି,
11 ସେଥିରେ ପରିପୂର୍ଣ୍ଣ ହୋଇ ଖ୍ରୀଷ୍ଟଙ୍କ ଦିନରେ ଶୁଦ୍ଧ ଓ ଅନିନ୍ଦନୀୟ ହୁଅ।
୧୧ମାହାପୂରୁତି ଗାୱୁରମି ଇଞ୍ଜାଁ ନେହିଁ ୱେହ୍ନାଣି ତାକି ମୀ ଜୀୱୁ ଜୀସୁ କ୍ରୀସ୍ତ ହୀହାମାନି ବାରେ ନେହିଁ ଗୂଣୁ ବେଟାଆ଼ନେ ।
12 ହେ ଭାଇମାନେ, ମୋʼ ପ୍ରତି ଯାହା ଯାହା ଘଟିଅଛି, ସେହିସବୁ ଯେ ବରଂ ସୁସମାଚାର କାର୍ଯ୍ୟର ବୃଦ୍ଧି ନିମନ୍ତେ ହୋଇଅଛି, ଏହା ତୁମ୍ଭମାନଙ୍କୁ ଜଣାଇବାକୁ ମୁଁ ଇଚ୍ଛା କରେ;
୧୨ତାୟି ତାଙ୍ଗିସ୍କାତେରି, ନାଙ୍ଗେତାକି ଏ଼ନା ଏ଼ନାୟି ଆ଼ହାମାଞ୍ଜାନେ, ଏ଼ ବାରେ ନେହିଁ କାବ୍ରୁ ପାଡାଆ଼ହାଲି ତାକି ଆ଼ହାମାନେ, ଈଦାଆଁ ନା଼ନୁ ମିଙ୍ଗେ ପୁଣ୍ମ୍ବି କିହାଲି ଅଣ୍ପିମାଇଁ;
13 ଯେଣୁ ମୋହର ବନ୍ଧନ ଯେ ଖ୍ରୀଷ୍ଟଙ୍କ ନିମନ୍ତେ, ଏହା ରାଜପ୍ରାସାଦର ସମୁଦାୟ ସୈନ୍ୟଦଳ ଓ ଅନ୍ୟାନ୍ୟ ସମସ୍ତଙ୍କ ନିକଟରେ ପ୍ରକାଶିତ ହେଲା;
୧୩ଇଚିହିଁ ନା଼ନୁ କାୟିଦିତା ମାଚାୟି କ୍ରୀସ୍ତ ତାକି, ଏ଼ଦି ରାଜା ଇଲୁତା କା଼ଃଆନି ବାରେ କ଼ସ୍କା ଇଞ୍ଜାଁ ଏଟ୍କାତି ବାରେଜା଼ଣା ନ଼କିତା ତ଼ଞ୍ଜାଆ଼ତେ;
14 ଆହୁରି ମଧ୍ୟ ଅଧିକାଂଶ ଭାଇମାନେ ମୋହର ବନ୍ଧନ ଦ୍ୱାରା ପ୍ରଭୁଙ୍କଠାରେ ନିର୍ଭର କରି ନିର୍ଭୟରେ ଈଶ୍ବରଙ୍କ ବାକ୍ୟ କହିବା ନିମନ୍ତେ ଅତି ଉତ୍ସୁକଭାବେ ସାହସୀ ହୋଇଅଛନ୍ତି।
୧୪ଅ଼ଡ଼େ ଜିକେଏ ହା଼ରେକା ତାୟି ତାଙ୍ଗିସ୍କା ନା଼ନୁ କାୟିଦିତା ମାନାକି, ମାହାପୂରୁ ତା଼ଣା ବା଼ର୍ସୁ ଇଟାନା ଆଜାଆନା ମାହାପୂରୁତି କାବ୍ରୁ ୱେ଼କ୍ହାଲି ହା଼ରେକା ସା଼ସା ଗାଟାରି ଆ଼ହାମାନେରି ।
15 କେହି କେହି ଈର୍ଷା ଓ ବିବାଦ ହେତୁ ଖ୍ରୀଷ୍ଟଙ୍କୁ ପ୍ରଚାର କରୁଅଛନ୍ତି ସତ୍ୟ, କିନ୍ତୁ ଆଉ କେହି କେହି ସତ୍ ଭାବରେ ତାହା କରୁଅଛନ୍ତି;
୧୫ଆମ୍ବା ଆମ୍ବାଆରି ଡା଼ହାରା ଅ଼ଡ଼େ ଗଡ଼୍ହା ତାକି କ୍ରୀସ୍ତତି କାତା ୱେ଼କ୍ହି ମାନେରି ସାତା, ସାମା ଆମ୍ବା ଆମ୍ବାଆରି ସାତା ତଲେ କିହିମାନେରି;
16 ମୁଁ ଯେ ସୁସମାଚାରର ପକ୍ଷ ସମର୍ଥନ କରିବା ନିମନ୍ତେ ନିଯୁକ୍ତ ରହିଅଛି, ଏହା ଜାଣି ଏକ ପକ୍ଷ ପ୍ରେମ ହେତୁ ତାହା କରନ୍ତି,
୧୬ନାଙ୍ଗେ ନେହିଁ କାବ୍ରୁତି ସା଼କି ଆ଼ହାଲିତାକି ମାହାପୂରୁ ଆ଼ଚାମାଞ୍ଜାତେସି, ଏ଼ଦାଆଁ ପୁଞ୍ଜାନା ସାତା ଜୀୱୁ ନ଼ନାଣି ତାକି ଏ଼ଦାଆଁ କିନେରି,
17 କିନ୍ତୁ ଅନ୍ୟ ପକ୍ଷ ମୋହର ବନ୍ଧନରେ ମୋତେ କ୍ଳେଶ ଦେବାକୁ ଭାବି ଅସରଳ ଭାବରେ ସ୍ୱାର୍ଥପରତା ସକାଶେ ଖ୍ରୀଷ୍ଟଙ୍କୁ ପ୍ରଚାର କରନ୍ତି।
୧୭ଏଟ୍କାତାରି ମା଼ନି ତଲେ କ୍ରୀସ୍ତତି ବ଼ଲୁ ୱେହ୍ଆନା ଜାହାରା ଲା଼ବା ତାକି କିହିମାନେରି । ନା଼ନୁ କାୟିଦିତା ମାନାଟି ନା଼ ହିୟାଁତା ହା଼ରେକା କସ୍ତ ହୀହାଲି ଏ଼ୱାରି ଏ଼ଦାଆଁ କିହିମାନେରି ।
18 ସେଥିରେ ବା କଅଣ? କପଟ ଭାବରେ ହେଉ ବା ସତ୍ୟ ଭାବରେ ହେଉ, ଯେକୌଣସି ପ୍ରକାରେ ଖ୍ରୀଷ୍ଟ ପ୍ରଚାରିତ ହେଉଅଛନ୍ତି, ଏଥିରେ ମୁଁ ଆନନ୍ଦ କରୁଅଛି, ହଁ, ଆନନ୍ଦ କରିବି।
୧୮ବା଼ଦା ହିଲେଏ? ଡା଼ହାରା ତଲେ ଆ଼ପେ କି ନେହେଁ ତଲେ ଆ଼ପେ କ୍ରୀସ୍ତ ସାତେଏ ୱେ଼ଙ୍ଗିମାନେସି, ଏ଼ଦାଆଁତାକି ନା଼ନୁ ରା଼ହାଁ କିହିମାଇଁ, ଅ଼ଡ଼େ ଜିକେଏ ରା଼ହାଁ କିହେ଼ମାଇଁ ।
19 କାରଣ ମୁଁ ଜାଣେ ଯେ, ତୁମ୍ଭମାନଙ୍କ ନିବେଦନ ଓ ଯୀଶୁ ଖ୍ରୀଷ୍ଟଙ୍କ ଆତ୍ମାଙ୍କ ସାହାଯ୍ୟ ଦ୍ୱାରା ଏସବୁ ମୋହର ପରିତ୍ରାଣର ଅନୁକୂଳ ହେବ,
୧୯ଇଚିହିଁ ନା଼ନୁ ପୁଞ୍ଜାମାଇଁ, ମୀ ପ୍ରା଼ତାନା ଇଞ୍ଜାଁ ଜୀସୁ କ୍ରୀସ୍ତତି ସୁଦୁଜୀୱୁତି ସା଼ୟେମି ତଲେ ନା଼ ଗେଲ୍ପିନାୟି ଆ଼ନେ,
20 ଏ ସମ୍ବନ୍ଧରେ ମୋହର ଏକାନ୍ତ ଆକାଂକ୍ଷା ଓ ଭରସା ଅଛି ଯେ ମୁଁ କୌଣସି ବିଷୟରେ ଲଜ୍ଜିତ ହେବି ନାହିଁ, କିନ୍ତୁ ସର୍ବଦା ଯେଉଁପରି, ଏବେ ମଧ୍ୟ ସେହିପରି ଅତି ସାହସରେ, ଜୀବନରେ ହେଉ ବା ମରଣରେ ହେଉ, ଖ୍ରୀଷ୍ଟଙ୍କୁ ମୋହର ଶରୀରରେ ମହିମାନ୍ୱିତ କରିବି।
୨୦ଏ଼ଦାଆଁତାକି ନା଼ ରଣ୍ତିଏ ଆ଼ସା ଅ଼ଡ଼େ ବା଼ର୍ସୁ ମାନେ, ନା଼ନୁ ଏ଼ନି କାତାତା ଜିକେଏ ଲାଜା ଆ଼ଅଁ, ସାମା କା଼ଲେଏ ଏ଼ନିକିଁ ଆ଼ହିମାଚେଏଁ, ନୀଏଁ ଜିକେଏ ଏଲେକିଁ ହା଼ରେକା ବା଼ଡ଼୍ୟୁ ତଲେ ହା଼ତିହିଁ କି ଜୀୱୁ ମାଚିହିଁ, କ୍ରୀସ୍ତଇଁ ନା଼ ଆଙ୍ଗା ତଲେ ଗାୱୁରମି କିଇଁ ।
21 କାରଣ ମୋʼ ପକ୍ଷରେ ଜୀବନଧାରଣ ଖ୍ରୀଷ୍ଟ, ପୁଣି, ମୃତ୍ୟୁଭୋଗ ଲାଭଜନକ।
୨୧ଇଚିହିଁ ନା଼ ନୀଡାମାନାୟି ୱାର୍ଇ କ୍ରୀସ୍ତ, ଏ଼ଦାଆଁତାକି ନା଼ନୁ ହା଼ନାୟି ନାଙ୍ଗେତାକି ଲା଼ବା ।
22 କିନ୍ତୁ ଶରୀରରେ ଜୀବନଧାରଣ ଯଦି ମୋʼ ପକ୍ଷରେ ଫଳପ୍ରଦ କାର୍ଯ୍ୟ ସାଧନ ହୁଏ, ତେବେ ମୁଁ କଅଣ ପସନ୍ଦ କରିବି, ତାହା ଜାଣେ ନାହିଁ।
୨୨ସାମା ନା଼ନୁ ଆଙ୍ଗା ତଲେ ନୀଡା ମାଞ୍ଜାନା ହା଼ରେକା ପା଼ଡ଼େୟି ଆ଼ୟାଲି ଆ଼ଡିଇଁ, ଆତିହିଁ ନୀଡାମାନାଣି କି ହା଼ନାଣି ବାଚି କିଇଁ ନା଼ନୁ ପୁଞ୍ଜାଲି ଆ଼ଡିହିଲଅଁ ।
23 ମୁଁ ଦୁଇଟି ବିଷୟ ଘେନି ମହା ସମସ୍ୟାରେ ପଡ଼ିଅଛି; ଇହଲୋକରୁ ପ୍ରସ୍ଥାନ କରି ଖ୍ରୀଷ୍ଟଙ୍କ ସହିତ ରହିବାକୁ ମୋହର ଇଚ୍ଛା, କାରଣ ତାହା ଅତୀବ ଶ୍ରେୟସ୍କର;
୨୩ନା଼ନୁ ରୀ ୱାକି ରେସ୍କି ଆ଼ହିମାଇଁ; ଈ ଜୀୱୁତି ପିସାନା କ୍ରୀସ୍ତ ତଲେ ମାଞ୍ଜାଲି ଅଣ୍ପିମାଇଁ, ଏ଼ଦି ହା଼ରେକା ନେହାୟି;
24 ମାତ୍ର ଶରୀରରେ ରହିବା ତୁମ୍ଭମାନଙ୍କ ନିମନ୍ତେ ଅଧିକ ଆବଶ୍ୟକ।
୨୪ସାମା ନା଼ନୁ ଆଙ୍ଗା ତଲେ ମାନାୟି ମିଙ୍ଗେତାକି ହା଼ରେକା ଲ଼ଡ଼ାମାନେ ।
25 ଆଉ ମୁଁ ଦୃଢ଼ରୂପେ ଏହା ଜାଣେ ଯେ, ମୁଁ ରହିବି, ହଁ, ବିଶ୍ୱାସରେ ତୁମ୍ଭମାନଙ୍କର ବୃଦ୍ଧି ଓ ଆନନ୍ଦ ନିମନ୍ତେ ତୁମ୍ଭ ସମସ୍ତଙ୍କ ସହିତ ରହିବି,
୨୫ନା଼ନୁ ନେହିଁକିଁ ପୁଞ୍ଜାମାଇଁ, ନା଼ନୁ ଡ଼ୟିଇଁ, ହାଅ ମୀ ନାମୁ ଅ଼ଡ଼େ ରା଼ହାଁତି ପାଡିକିହାଲି ମୀ ବାରେ ତଲେ ଡ଼ୟିଇଁ,
26 ଯେପରି ତୁମ୍ଭମାନଙ୍କ ମଧ୍ୟରେ ମୋହର ପୁନର୍ବାର ଉପସ୍ଥିତି ହେତୁ ମୋʼ ଦ୍ୱାରା ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମ୍ଭମାନଙ୍କ ଦର୍ପ ଅଧିକ ବୃଦ୍ଧି ପାଇବ।
୨୬ଏ଼ନିକିଁ ମୀ ବିତ୍ରା ନା଼ ୱେଣ୍ତା ୱା଼ତାକି ନା଼ ତା଼ଣାଟି କ୍ରୀସ୍ତ ଜୀସୁ ତା଼ଣା ମୀ ବଡପଣ ଗାଡିଆ଼ନେ ।
27 ମୋହର ଏହି ମାତ୍ର ଇଚ୍ଛା, ଖ୍ରୀଷ୍ଟଙ୍କ ସୁସମାଚାରର ଯୋଗ୍ୟ ପ୍ରଜା ସ୍ୱରୂପେ ଆଚରଣ କର, ଯେପରି ମୁଁ ଉପସ୍ଥିତ ହୋଇ ତୁମ୍ଭମାନଙ୍କୁ ଦେଖିଲେ ଅବା ଅନୁପସ୍ଥିତ ଥାଇ ତୁମ୍ଭମାନଙ୍କ ବିଷୟରେ ଶୁଣିଲେ ଜାଣି ପାରିବି ଯେ, ତୁମ୍ଭେମାନେ ଏକ ଆତ୍ମାରେ ସ୍ଥିର ରହି ସୁସମାଚାରର ବିଶ୍ୱାସ ନିମନ୍ତେ ଏକ ପ୍ରାଣରେ ଏକସଙ୍ଗରେ ଉଦ୍ୟମ କରୁଅଛ,
୨୭ନା଼ ଅଣ୍ପୁ ଈଦି, କ୍ରୀସ୍ତତି ନେହିଁ କାବ୍ରୁତି ଜ଼ଗେତି ଲ଼କୁ ଲେହେଁ ନୀଡାଦୁ, ଏ଼ନିକିଁ ନା଼ନୁ ମୀ ତା଼ଣା ୱା଼ହାନା କି ହେକ ମାଞ୍ଜାନା ମୀ କାତା ୱେଞ୍ଜାହାଁ ପୁଞ୍ଜାଲି ଆ଼ଡିଇଁ, ମୀରୁ ବାରେତେରି ରଣ୍ତିଏ ଜୀୱୁ ରଣ୍ତିଏ ଅଣ୍ପୁ ତଲେ ତୀରିଆ଼ହାନା ନେହିଁ କାବ୍ରୁତି ନାମୁ ତାକି ଜୁଜୁ କିହିମାଞ୍ଜେରି,
28 ପୁଣି, କୌଣସି ବିଷୟରେ ବିପକ୍ଷମାନଙ୍କ ଦ୍ୱାରା ତ୍ରାସଯୁକ୍ତ ନୁହଁ; ତାହା ସେମାନଙ୍କ ପକ୍ଷରେ ବିନାଶ, କିନ୍ତୁ ତୁମ୍ଭମାନଙ୍କ ପକ୍ଷରେ ପରିତ୍ରାଣର ଈଶ୍ବରଦତ୍ତ ଏକ ଲକ୍ଷଣ;
୨୮ଇଞ୍ଜାଁ ମିଙ୍ଗେ କସ୍ତ ନିନ୍ଦା ହୀହିମାଞ୍ଜାନି ସାତ୍ରୁୟାଇଁ ଏଚେଲାୱା ଆଜାଆଦୁ; ଏ଼ଦି ଏ଼ୱାରି ନା଼ସା ଆ଼ନାୟି, ସାମା ମିଙ୍ଗେତାକି ଗେଲ୍ପିନାୟି ମାହାପୂରୁ ହୀହାମାନି ର଼ ସିନା;
29 କାରଣ ଖ୍ରୀଷ୍ଟଙ୍କଠାରେ କେବଳ ବିଶ୍ୱାସ କରିବା ନିମନ୍ତେ ତୁମ୍ଭମାନଙ୍କୁ ଯେ ଅନୁଗ୍ରହ ଦିଆଯାଇଅଛି, ତାହା ନୁହେଁ, ମାତ୍ର ତାହାଙ୍କ ସକାଶେ ଦୁଃଖଭୋଗ ମଧ୍ୟ କରିବା ନିମନ୍ତେ ତୁମ୍ଭମାନଙ୍କୁ ଅନୁଗ୍ରହ ଦିଆଯାଇଅଛି;
୨୯ଇଚିହିଁ କ୍ରୀସ୍ତ ତା଼ଣା ୱାର୍ଇ ନାମାଲି ତାକି ମୀରୁ ପାରୁ ମେ଼ଡ଼ା ଆ଼ହାମାଞ୍ଜେରି, ଏ଼ଦି ଆ଼ଏ, ସାମା ଏ଼ୱାଣି ତାକି ଦୁକୁ ବେଟାଆ଼ହାଲି ଜିକେଏ କାର୍ମା ମେ଼ଡ଼ା ଆ଼ହାମାଞ୍ଜାନେ;
30 ଆଉ ମୋତେ ଯେପରି ଯୁଦ୍ଧ କରିବାର ଦେଖିଥିଲ, ପୁଣି, ବର୍ତ୍ତମାନ କରୁଅଛି ବୋଲି ଶୁଣୁଅଛ, ତୁମ୍ଭେମାନେ ସେହିପରି ଯୁଦ୍ଧ କରୁଅଛ।
୩୦ଅ଼ଡ଼େ ନା଼ନୁ ଏ଼ନିକିଁ ଜୁଜୁ କିହିମାଚାଣି ମେସାମାଞ୍ଜାତେରି, ଇଞ୍ଜାଁ ନୀଏଁ ଜିକେଏ କିହିମାନେସି ଇଞ୍ଜିଁ ୱେଞ୍ଜିମାଞ୍ଜେରି, ଏଲେକିହିଁ ମୀରୁ ଜିକେଏ ଜୁଜୁ କିଦୁ ।