< ଫିଲୀମୋନ 1 >
1 ପାଉଲ, ଖ୍ରୀଷ୍ଟ ଯୀଶୁଙ୍କ ନିମନ୍ତେ ବନ୍ଦୀ, ଏବଂ ଭ୍ରାତା ତୀମଥି, ଆମ୍ଭମାନଙ୍କ ପ୍ରିୟପାତ୍ର ଓ ସହକର୍ମୀ ଫିଲୀମୋନଙ୍କୁ,
ଜିସୁ କ୍ରିସ୍ଟନ୍ ଆସନ୍ ବଣ୍ଡିସିଂଲୋଙନ୍ ଆଡ୍ରକୋଲନ୍ ପାଓଲନ୍ ଡ ତିମତି ବୋଞାଙନ୍; ଇନ୍ଲେନ୍ ଡନୁଙ୍ୟମ୍ଡମ୍ ବୋଞାଙ୍ଲେନ୍ ପିଲିମନନ୍ ଆନିନ୍ ସରିନ୍ ଇନ୍ଲେନ୍ ମାୟ୍ଲନ୍ ଏକାବ୍ବାଡ଼ାତନାୟ୍,
2 ପୁଣି, ଭଉଣୀ ଆପ୍ପିୟା ଏବଂ ଆମ୍ଭମାନଙ୍କ ସହ-ସୈନିକ ଆର୍ଖିପ୍ପ ଓ ତୁମ୍ଭ ଗୃହସ୍ଥିତ ମଣ୍ଡଳୀ ନିକଟକୁ ପତ୍ର ଆଉ ଭ୍ରାତା ତୀମଥିଙ୍କ ଅଭିବାଦନ;
ଆରି, ଆପିଆ ତନାନନ୍, ସର୍ସି କାବ୍ବାଡ଼ାମର୍ଲେନ୍ ଆର୍କିପନ୍ ଡ ଅସିଂବେନ୍ ଆ ମଣ୍ଡଡ଼ି ଆ ମନ୍ରାଜି ଆମଙ୍ କେନ୍ ଆ ସିଟି ଇଡ୍ଲେ ଏଆପ୍ପାୟ୍ତାୟ୍ ।
3 ଆମ୍ଭମାନଙ୍କ ପିତା ଈଶ୍ବର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ।
ଆପେୟ୍ ଇସ୍ୱରଲେନ୍ ଡ ପ୍ରବୁ ଜିସୁ କ୍ରିସ୍ଟନ୍ ଆମଙ୍ ସିଲଡ୍ ସନାୟୁମନ୍ ଡ ସନୟୁନ୍ ଅମଙ୍ବେନ୍ ଅଡ଼ୋଆୟ୍ତୋ ।
4 ପ୍ରଭୁ ଯୀଶୁଙ୍କଠାରେ ତୁମ୍ଭର ବିଶ୍ୱାସ ଓ ସମସ୍ତ ପବିତ୍ର ସାଧୁଙ୍କ ପ୍ରତି ତୁମ୍ଭର ପ୍ରେମ ବିଷୟ ଶୁଣି
ଏ ପିଲିପନ୍ ବୋଞାଙ୍, ଡିତାନ୍ ଞେନ୍ ପରାର୍ତନାତନାଞନ୍ ଆଡିଡ୍ ଆମନ୍ଆଡଙ୍ ମନ୍ନେଡାଲେ ଇସ୍ୱରନ୍ଆଡଙ୍ ସେଙ୍କେତାୟ୍ ।
5 ମୁଁ ମୋହର ପ୍ରାର୍ଥନାରେ ତୁମ୍ଭର ନାମ ଉଲ୍ଲେଖ କରି ସର୍ବଦା ମୋହର ଈଶ୍ବରଙ୍କୁ ଧନ୍ୟବାଦ ଦେଉଅଛି,
ଇନିଆସନ୍ଗାମେଣ୍ଡେନ୍ ପ୍ରବୁ ଜିସୁନ୍ ଆମଙ୍ ଡର୍ନେନମ୍ ଡକୋ, ଆରି ଇସ୍ୱରନ୍ ଆ ମନ୍ରାଜିଆଡଙ୍ ଆମନ୍ ମାଡ୍ଡ ଡୁଙ୍ୟମ୍ତଜି ଗାମ୍ଲେ ଞେନ୍ ଅମ୍ଡଙ୍ତାୟ୍ ।
6 ଯେପରି ତୁମ୍ଭ ବିଶ୍ୱାସର ସହଭାଗିତା, ଆମ୍ଭମାନଙ୍କୁ ଦିଆଯାଇଥିବା ସମସ୍ତ ଉତ୍ତମ ବିଷୟ ସମ୍ବନ୍ଧୀୟ ଜ୍ଞାନ ଦ୍ୱାରା ଖ୍ରୀଷ୍ଟଙ୍କ ପକ୍ଷରେ କାର୍ଯ୍ୟସାଧକ ହୁଏ।
କ୍ରିସ୍ଟନ୍ ବୟନ୍ ଆମ୍ରାୟ୍ଲନ୍ବୋ ସିଲଡ୍ଲ୍ଲନ୍ ଇନ୍ଲେଞ୍ଜି ଅଙ୍ଗା ଆସିର୍ବାଦଜି ଞାଙ୍ଲବୋ, ଆରି ଇନ୍ଲେଞ୍ଜି ମାୟ୍ଲନ୍ ଆକ୍ରାବ୍ବାଡ଼ାତନ୍ବୋ ଅଡ଼୍କୋ ଜରୁ ଞନଙଞ୍ଜି ଗନ୍ଲୁଡମ୍ତୋ ଗାମ୍ଲେ ଞେନ୍ ପାର୍ତନାତନାୟ୍ ।
7 କାରଣ, ହେ ଭାଇ, ପବିତ୍ର ସାଧୁମାନଙ୍କ ହୃଦୟ ତୁମ୍ଭ ଦ୍ୱାରା ଆଶ୍ୱାସନା ପ୍ରାପ୍ତ ହୋଇଥିବାରୁ ମୁଁ ତୁମ୍ଭ ପ୍ରେମରୁ ବହୁତ ଆନନ୍ଦ ଓ ଉତ୍ସାହ ଲାଭ କଲି।
ଏ ବୋଞାଙ୍, ଆମନ୍ ବୟ୍ଲେମରଞ୍ଜି ଆ ଉଗର୍ଲୋଙ୍ ଅବ୍ସର୍ଡାଏଞ୍ଜି, ତିଆସନ୍ ଞେନ୍ ଡନୁଙ୍ୟମ୍ଲୋଙ୍ନମ୍ ମାଡ୍ଡ ସର୍ଡାଡାତିଁୟ୍ ଆରି ଉୟୁବ୍ତିଁୟ୍ ।
8 ଅତଏବ ଯାହା ଉପଯୁକ୍ତ, ସେ ସମ୍ବନ୍ଧରେ ତୁମ୍ଭକୁ ଆଦେଶ ଦେବା ପାଇଁ ଖ୍ରୀଷ୍ଟଙ୍କ ସେବକ ସ୍ୱରୂପେ ଯଦ୍ୟପି ମୋହର ସମ୍ପୂର୍ଣ୍ଣ ସାହସ ଅଛି,
କ୍ରିସ୍ଟଲୋଙନ୍ ଇନ୍ଲେନ୍ ସର୍ସି ଡର୍ନେମର୍ ଆଡ୍ରେଡେଲଙ୍ତନ୍ ଅଙ୍ଗାଆତେଜି ମନଙ୍ ତିଆତେଜି ଆମ୍ୱେଞ୍ଜିଆଡଙ୍ ଞନଙନ୍ ତନିୟନ୍ ଆସନ୍ ଅମଙ୍ଞେନ୍ ଅନୋମଙନ୍ ଡକୋ ।
9 ତଥାପି ମୁଁ ବୃଦ୍ଧ ପାଉଲ, ପ୍ରେମ ହେତୁ ତୁମ୍ଭକୁ ଅନୁରୋଧ କରୁଅଛି, ଖ୍ରୀଷ୍ଟ ଯୀଶୁଙ୍କ ନିମନ୍ତେ ବର୍ତ୍ତମାନ ବନ୍ଦୀ ଯେ ମୁଁ,
ବନ୍ଡ ଞେନ୍ ଡନୁଙ୍ୟମନ୍ ଆମ୍ୱେଞ୍ଜିଆଡଙ୍ ବାତ୍ତେ ଲବିଡ୍ଡା ବର୍ତବେନ୍, ଞେନ୍ ଆବୁଡାମର୍ ପାଓଲନ୍, କ୍ରିସ୍ଟନ୍ ଆସନ୍ ନମି ଆବଣ୍ଡି;
10 ମୋହର ଏପରି ବନ୍ଧନ ଅବସ୍ଥାରେ ମୋହର ଆତ୍ମିକ ବତ୍ସ ଅନୀସିମ ନିମନ୍ତେ ତୁମ୍ଭକୁ ଅନୁରୋଧ କରୁଅଛି:
ଡେଲୋଜନଙ୍ଡେନ୍ ଞେନ୍ ଆବଣ୍ଡି ଡକୋଡାଲନ୍ ଅନିସିମନ୍ ଆସନ୍ ଆମ୍ୱେଞ୍ଜିଆଡଙ୍ ବର୍ତବେନ୍, କ୍ରିସ୍ଟ ଡର୍ନେଲୋଙନ୍ ଆନିନ୍ ଡାଙ୍ଗଡ଼ାଅନ୍ଞେନ୍ ଅନ୍ତମ୍ ।
11 ସେ ପୂର୍ବରେ ତୁମ୍ଭ ନିମନ୍ତେ ଅକର୍ମଣ୍ୟ ଥିଲା, କିନ୍ତୁ ଏବେ ତୁମ୍ଭର ଓ ମୋହର ଉଭୟଙ୍କର ଉପକାରୀ ହୋଇଅଛି,
ଆମ୍ମୁଙ୍ ଅନିସିମନ୍ ଆମ୍ୱେଞ୍ଜି ଆସନ୍ ଇନ୍ନିଙ୍ ବରାଁୟ୍ବାଁୟ୍ ତଡ୍ ଡକୋଲନ୍, ବନ୍ଡ ନମି ଆନିନ୍ ଆମ୍ୱେଞ୍ଜି ଆସନ୍ ଡ ଞେନ୍ ଆସନ୍ ଉପକାରଲଙ୍ତନ୍ ।
12 ସେ ତ ମୋହର ହୃଦୟ ସ୍ୱରୂପ; ମୁଁ ତାହାକୁ ତୁମ୍ଭ ନିକଟକୁ ଫେରାଇ ପଠାଉଅଛି।
ଆନିନ୍ ଉଗର୍ଞେନ୍ ଅନ୍ତମ୍, ଞେନ୍ ଆନିନ୍ଆଡଙ୍ ଅମଙ୍ବେନ୍ ଆବ୍ୟର୍ଲେ ଆପ୍ପାୟ୍ତାୟ୍ ।
13 ସୁସମାଚାର ନିମନ୍ତେ ବନ୍ଧନ ଅବସ୍ଥାରେ ତାହାକୁ ତୁମ୍ଭ ସ୍ଥାନରେ ମୋହର ସେବା କରିବା ପାଇଁ ପାଖରେ ରଖିବାକୁ ମୋହର ମନ ହେଉଥିଲା,
କ୍ରିସ୍ଟନ୍ ଆ ମନଙ୍ବର୍ ଅରପ୍ପୁଙ୍ବର୍ତାଞନ୍ ଆସନ୍ ଞେନ୍ଆଡଙ୍ ବଣ୍ଡିଲିଁୟ୍ଜି, ଞେନ୍ କେନ୍ ତେନ୍ନେ ଡିଅଙ୍ଗା ଡିନ୍ନା ଡକୋତନାୟ୍, ଆମ୍ୱେନ୍ ଅମ୍ରେଙ୍ଲେ ଆନିନ୍ କାବ୍ବାଡ଼ାଞେନ୍ ଲୁମେତୋ ଗାମ୍ଲାୟ୍ ।
14 କିନ୍ତୁ ତୁମ୍ଭର ସମ୍ମତି ନ ନେଇ ମୁଁ କିଛି କରିବାକୁ ଇଚ୍ଛା କଲି ନାହିଁ, ଯେପରି ତୁମ୍ଭର ଉତ୍ତମ କାର୍ଯ୍ୟ ବାଧ୍ୟ ବାଧକତାରେ କଲା ପରି ନ ହୋଇ ସ୍ୱଚ୍ଛନ୍ଦ ମନରେ ହେବ।
ବନ୍ଡ କେନ୍ ଆ ବର୍ନେଜି ଆସନ୍ ଆମ୍ୱେଞ୍ଜି ଞେନ୍ଆଡଙ୍ ବଡଗାଁୟ୍ ସାଜଇଁୟ୍ବା ଗାମ୍ଲେ ଅଃବ୍ବର୍ବେନ୍, ଆର୍ପାୟ୍ ଆମ୍ୱେଞ୍ଜି ଅଙ୍ଗାତେ ଲଡୟ୍ତବେନ୍ ତିଆତେ ଲୁମ୍ବା, ଆମ୍ୱେଞ୍ଜି ଏଃନ୍ନଡ଼େଲୋ ଡେନ୍ ଞେନ୍ ତିଆତେ ଅଃଲ୍ଲୁମାୟ୍ ।
15 କାରଣ ହୋଇପାରେ, ଯେପରି ତୁମ୍ଭେ ତାହାକୁ ଆଉ ଦାସ ସ୍ୱରୂପେ ନ ପାଇ ବରଂ ଦାସଠାରୁ ଶ୍ରେଷ୍ଠ, ଅର୍ଥାତ୍, ଜଣେ ପ୍ରିୟ ଭ୍ରାତା ସ୍ୱରୂପେ ଅନନ୍ତକାଳ ପାଇ ପାର, ଏଥିପାଇଁ ସେ କିଛି କାଳ ନିମନ୍ତେ ତୁମ୍ଭଠାରୁ ଅନ୍ତର ହୋଇଥିଲା; (aiōnios )
ଅସମୟ୍ ଆଏଡ଼ର୍ ଆମ୍ୱେଞ୍ଜି ସରିନ୍ ଡକୋତନାୟ୍ ଗାମ୍ଲେ ଅନିସିମନ୍ ଅସୋୟ୍ ଡିନ୍ନା ଆସନ୍ ଆମ୍ୱେଞ୍ଜିଆଡଙ୍ ଅମ୍ରେଙ୍ଲେ ଜିର୍ରବେନ୍ । (aiōnios )
16 ବିଶେଷ ଭାବରେ ସେ ମୋହର ଜଣେ ପ୍ରିୟ ଭାଇ, ଅତଏବ, ପ୍ରଭୁଙ୍କଠାରେ ଓ ଶାରୀରିକ ଭାବରେ ସେ ତୁମ୍ଭ ଓ ମୋ ପ୍ରତି କେତେ ଅଧିକ ପ୍ରିୟ ନ ହେବ।
ବନ୍ଡ ନମି ଆନିନ୍ ଅବୟ୍ କମ୍ୱାରିମର୍ ତଡ୍, ନମି କ୍ରିସ୍ଟ ଡର୍ନେଲୋଙନ୍ ଆନିନ୍ ଅବୟ୍ ଡନୁଙ୍ୟମ୍ ବୋଞାଙ୍ଲେନ୍, ନମି ଆନିନ୍ ଆମ୍ୱେଞ୍ଜି ଆସନ୍ ଅବୟ୍ କମ୍ୱାରିମରନ୍ ସିଲଡ୍ ଆରି ଗୋଗୋୟ୍ ଉପକାର ଡେତବେନ୍ ।
17 ଏଣୁ ଯଦି ତୁମ୍ଭେ ମୋତେ ଜଣେ ସହଭାଗୀ ବୋଲି ମନେ କର, ତାହାହେଲେ ମୋତେ ଗ୍ରହଣ କଲା ପରି ତାହାକୁ ଗ୍ରହଣ କର।
ତିଆସନ୍ ଞେନ୍ଆଡଙ୍ ମରାୟ୍ନେମର୍ଲେନ୍ ଏଗାମ୍ଲିଁୟ୍ ଡେନ୍, ଞେନ୍ଆଡଙ୍ ଏଙ୍ଗାଲେ ଏଜାତିଁୟ୍ ବନ୍, ଆନିନ୍ଆଡଙ୍ ନିୟ୍ ଏତ୍ତେଲେ ଜାଆୟ୍ବା ।
18 ଯଦି ସେ ତୁମ୍ଭ ପ୍ରତି କୌଣସି ଅନ୍ୟାୟ କରିଥାଏ କିମ୍ବା ତୁମ୍ଭଠାରେ ଋଣୀ ହୋଇଥାଏ, ତେବେ ତାହା ମୋʼ ହିସାବରେ ଲେଖିରଖ;
ଆରି, ଆନିନ୍ ଆମ୍ୱେଞ୍ଜିଆଡଙ୍ ଇନ୍ନିଙ୍ ବଡ୍ଲବେନ୍ ଡେନ୍, କି ଅମଙ୍ବେନ୍ ସିଲଡ୍ ସାଉନ୍ ପାଙ୍ଲେ ଅଣ୍ଡ୍ରଙ୍ ସୁଜ୍ଜାୟ୍ନେ ଡେନ୍, ତିଆତେ ଇସାବଡାଲେ ଅଞୁମ୍ଲୋଙ୍ଞେନ୍ ଇଡ୍ଲେ ଡକ୍କୋବା ।
19 ମୁଁ ପାଉଲ ସ୍ୱହସ୍ତରେ ଏହା ଲେଖି ଦେଉଅଛି, ମୁଁ ତାହା ପରିଶୋଧ କରିବି। ତୁମ୍ଭେ ନିଜେ ଯେ ମୋʼ ନିକଟରେ ଋଣୀ, ଏ ବିଷୟରେ ମୁଁ ଆଉ କହିବାକୁ ଇଚ୍ଛା କରୁ ନାହିଁ।
କେରେ ଗିୟ୍ବା, ଞେନ୍ ଅସିଡମ୍ଞେନ୍ ବାତ୍ତେ ଇଡ୍ଲେ ତିୟ୍ତବେନ୍, ଞେନ୍, ପାଓଲନ୍, ତିଆତେ ଞେନ୍ ସୁଜ୍ଜାୟ୍ତନାୟ୍ । ଆମ୍ୱେଞ୍ଜି ନିୟ୍ ଅମଙ୍ଞେନ୍ ସାଉଡାଲବେନ୍, ବନ୍ଡ ତିଆତେ ଞେନ୍ ଅଃବ୍ବର୍ବେନ୍ ।
20 ହଁ, ଭାଇ, ପ୍ରଭୁଙ୍କ ସହଭାଗିତାରେ ତୁମ୍ଭ ଦ୍ୱାରା ମୋହର ଲାଭ ହେଉ, ଖ୍ରୀଷ୍ଟଙ୍କଠାରେ ମୋହର ହୃଦୟକୁ ଆଶ୍ୱାସନା ଦିଅ।
ତିଆସନ୍ ଏ ବୋଞାଙ୍, ଞେନ୍ ଅନ୍ତମ୍ ଅବୟ୍ କ୍ରିସ୍ଟ ଡର୍ନେମର୍ ବୋଞାଙନ୍ଆଡଙ୍ ପ୍ରବୁନ୍ ଆସନ୍ ଜାଆୟ୍, ଏତ୍ତେଲ୍ଡେନ୍ କେନ୍ଆତେ ବାତ୍ତେ ଞେନ୍ ଗୋଗୋୟ୍ ସର୍ଡାତିଁୟ୍ ।
21 ତୁମ୍ଭର ଆଜ୍ଞାବହତାରେ ମୋହର ବିଶ୍ୱାସ ଥିବାରୁ ମୁଁ ତୁମ୍ଭକୁ ଲେଖୁଅଛି; ମୁଁ ଜାଣେ ଯେ, ମୁଁ ଯାହା କହୁଅଛି, ତୁମ୍ଭେ ତାʼ ଠାରୁ ଅଧିକ ମଧ୍ୟ କରିବ।
ଆମ୍ୱେଞ୍ଜି ବର୍ନେଞେନ୍ ଏଡକ୍କୋତେ ଗାମ୍ଲେ ଆସାଡାଲନ୍ କେନ୍ ଆ ସିଟି ଇଡ୍ଲେ ଆପ୍ପାୟ୍ତାୟ୍, ଞେନ୍ ଜନା, ଅମଙ୍ବେନ୍ ସିଲଡ୍ ଞେନ୍ ଡିଅଙ୍ଗା ଆସାତନାୟ୍, ଆମ୍ୱେଞ୍ଜି ଡିୟ୍ତେ ସିଲଡ୍ ଆରି ଗୋଗୋୟ୍ ଏଲୁମ୍ତେ ।
22 ସେଥି ସଙ୍ଗେ ସଙ୍ଗେ ମୋହର ରହିବା ସ୍ଥାନ ମଧ୍ୟ ପ୍ରସ୍ତୁତ କରି ରଖ, କାରଣ ତୁମ୍ଭମାନଙ୍କ ପ୍ରାର୍ଥନା ଦ୍ୱାରା ତୁମ୍ଭେମାନେ ଯେ ମୋତେ ଫେରି ପାଇବ, ମୁଁ ଏହା ଆଶା କରୁଅଛି।
ଞେନ୍ ଆରି ଅବୟ୍ ବର୍ନେନ୍ ବର୍ତବେନ୍, ଡରକୋନେଞେନ୍ ଆସନ୍ ଅବୟ୍ ସନ୍ନା ଅସିଙନ୍ ଅବ୍ଜାଡାଲେ ଡକ୍କୋବା, ଇନିଆସନ୍ଗାମେଣ୍ଡେନ୍ ପାର୍ତନାବେନ୍ ଅମ୍ମେଲେ ଞେନ୍ ଅମଙ୍ବେନ୍ ଇୟ୍ତାୟ୍ ଗାମ୍ଲେ ଆସାତନାୟ୍ ।
23 ଖ୍ରୀଷ୍ଟ ଯୀଶୁଙ୍କ ହେତୁ ମୋହର ସହବନ୍ଦୀ ଏପାଫ୍ରା
ପ୍ରବୁ ଜିସୁ କ୍ରିସ୍ଟନ୍ ଆସନ୍ ଞେନ୍ ସରିନ୍ ବଣ୍ଡିସିଂଲୋଙନ୍ ଆଡ୍ରକୋତନ୍ ଏପାପ୍ରାନ୍ ଆମ୍ୱେଞ୍ଜିଆଡଙ୍ ଲୋମ୍ତବେନ୍ ।
24 ଏବଂ ମୋହର ସହକର୍ମୀମାନେ ଯେ ମାର୍କ, ଆରିସ୍ତାର୍ଖ, ଦୀମା ଓ ଲୂକ, ତୁମ୍ଭକୁ ନମସ୍କାର ଜଣାଉଅଛନ୍ତି।
ଆରି, ମାର୍କନ୍, ଆରିସ୍ତାର୍କନ୍, ଦିମାନ୍ ଡ ଲୁକନ୍ ଆମ୍ବେଞ୍ଜିଆଡଙ୍ ଲୋମ୍ତବେଞ୍ଜି ।
25 ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭମାନଙ୍କ ଆତ୍ମାର ସହବର୍ତ୍ତୀ ହେଉ। ଆମେନ୍।
ପ୍ରବୁ ଜିସୁ କ୍ରିସ୍ଟନ୍ ଆ ସନାୟୁମ୍ ଅଡ଼୍କୋନ୍ବେନ୍ ଆମଙ୍ ଡକୋନେତୋ ।