< ମାଥିଉ 1 >
1 ଅବ୍ରହାମଙ୍କ ସନ୍ତାନ ଓ ଦାଉଦଙ୍କ ସନ୍ତାନ ଯୀଶୁ ଖ୍ରୀଷ୍ଟଙ୍କ ବଂଶାବଳୀ।
୧ଅବ୍ରାହାମ ମୀର୍ଏସି ଅ଼ଡ଼େ ଦାୱୁଦତି ମୀର୍ଏସି ଜୀସୁ କ୍ରୀସ୍ତତି କୂଡ଼ା ।
2 ଅବ୍ରହାମ ଇସ୍ହାକଙ୍କୁ ଜନ୍ମ ଦେଲେ, ଇସ୍ହାକ ଯାକୁବଙ୍କୁ ଜନ୍ମ ଦେଲେ, ଯାକୁବ, ଯିହୂଦା ଓ ତାହାଙ୍କ ଭାଇମାନଙ୍କୁ ଜନ୍ମ ଦେଲେ,
୨ଅବ୍ରାହାମ ମୀର୍ଏସି ଇସାହାକ, ଇସାହାକ ମୀର୍ଏସି ଜାକୁବ, ଜାକୁବ ମୀର୍ଏସି ଜୀହୁଦା ଇଞ୍ଜାଁ ତାମି ତାୟିୟାଁ,
3 ଯିହୂଦା ତାମରଙ୍କ ଗର୍ଭରୁ ପେରସ ଓ ସେରହଙ୍କୁ ଜନ୍ମ ଦେଲେ, ପେରସ ହିଷ୍ରୋଣଙ୍କୁ ଜନ୍ମ ଦେଲେ,
୩ଜୀହୁଦା ଅ଼ଡ଼େ ତାମାର ମୀର୍ଏସି ପେରସ ଅ଼ଡ଼େ ଜେରହ, ପେରସ ମୀର୍ଏସି ହେସ୍ରଣ, ହେସ୍ରଣ ମୀର୍ଏସି ଅରାମ,
4 ହିଷ୍ରୋଣ ଅରାମଙ୍କୁ ଜନ୍ମ ଦେଲେ, ଅରାମ ଅମ୍ମୀନାଦବଙ୍କୁ ଜନ୍ମ ଦେଲେ, ଅମ୍ମୀନାଦାବ ନହଶୋନଙ୍କୁ ଜନ୍ମ ଦେଲେ, ନହଶୋନ ସଲମୋନଙ୍କୁ ଜନ୍ମ ଦେଲେ,
୪ଅରାମ ମୀର୍ଏସି ଅମିନାଦାବ, ଅମିନାଦାବ ମୀର୍ଏସି ନହସନ, ନହସନ ମୀର୍ଏସି ସଲମନ,
5 ସଲମୋନ ରାହାବଙ୍କ ଗର୍ଭରୁ ବୋୟଜଙ୍କୁ ଜନ୍ମ ଦେଲେ, ବୋୟଜ ରୂତଙ୍କ ଗର୍ଭରୁ ଓବେଦଙ୍କୁ ଜନ୍ମ ଦେଲେ, ଓବେଦ ଯିଶୀଙ୍କୁ ଜନ୍ମ ଦେଲେ,
୫ସଲମନ ଅ଼ଡ଼େ ରାହାବ୍ ମୀର୍ଏସି ବୟାଜ, ବୟାଜ ଅ଼ଡ଼େ ରୂତ ମୀର୍ଏସି ଅବେଦ, ଅବେଦ ମୀର୍ଏସି ଜିସି ।
6 ଯିଶୀ ଦାଉଦ ରାଜାଙ୍କୁ ଜନ୍ମ ଦେଲେ। ଦାଉଦ ଉରୀୟଙ୍କ ଭାର୍ଯ୍ୟାଙ୍କ ଗର୍ଭରୁ ଶଲୋମନଙ୍କୁ ଜନ୍ମ ଦେଲେ,
୬ଜିସି ମୀର୍ଏସି ଦାୱୁଦ ରାଜା, ଦାୱୁଦ ଅ଼ଡ଼େ ଉରିୟ ଡକ୍ରିନି ତା଼ଣାଟି ସଲମନ ଜାର୍ନା ଆ଼ତେସି,
7 ଶଲୋମନ ରିହବୀୟାମଙ୍କୁ ଜନ୍ମ ଦେଲେ, ରିହବୀୟାମ ଅବୀୟଙ୍କୁ ଜନ୍ମ ଦେଲେ,
୭ସଲମନ ମୀର୍ଏସି ରିହବୟାମ, ରିହବୟାମ ମୀର୍ଏସି ଅବିୟ, ଅବିୟ ମୀର୍ଏସି ଅସା,
8 ଅବୀୟ ଆସାଙ୍କୁ ଜନ୍ମ ଦେଲେ, ଆସା ଯିହୋଶାଫଟଙ୍କୁ ଜନ୍ମ ଦେଲେ, ଯିହୋଶାଫଟ ଯୋରାମଙ୍କୁ ଜନ୍ମ ଦେଲେ, ଯୋରାମ ଉଜୀୟଙ୍କୁ ଜନ୍ମ ଦେଲେ,
୮ଅସା ମୀର୍ଏସି ଜିହସାପାଟ୍, ଜିହସାପାଟ୍ ମୀର୍ଏସି ଜରାମ, ଜରାମ ମୀର୍ଏସି ଉଜିୟ,
9 ଉଜୀୟ ଯୋଥମଙ୍କୁ ଜନ୍ମ ଦେଲେ, ଯୋଥମ ଆହସ୍ଙ୍କୁ ଜନ୍ମ ଦେଲେ, ଆହସ୍ ହିଜକୀୟଙ୍କୁ ଜନ୍ମ ଦେଲେ,
୯ଉଜିୟ ମୀର୍ଏସି ଜତମ୍, ଜତମ୍ ମୀର୍ଏସି ଆହାଜ, ଆହାଜ ମୀର୍ଏସି ହିଜକିୟ,
10 ହିଜକୀୟ ମନଃଶିଙ୍କୁ ଜନ୍ମ ଦେଲେ, ମନଃଶି ଆମୋନଙ୍କୁ ଜନ୍ମ ଦେଲେ, ଆମୋନ ଯୋଶୀୟଙ୍କୁ ଜନ୍ମ ଦେଲେ,
୧୦ହିଜକିୟ ମୀର୍ଏସି ମନସି, ମନସି ମୀର୍ଏସି ଆମନ, ଆମନ ମୀର୍ଏସି ଜସିୟ,
11 ବାବିଲକୁ ନିର୍ବାସିତ ହେବା ସମୟରେ ଯୋଶୀୟ ଯିକନୀୟ ଓ ତାହାଙ୍କ ଭାଇମାନଙ୍କୁ ଜନ୍ମ ଦେଲେ।
୧୧ଇସ୍ରାୟେଲଇଁ ବାବିଲନ ଦେ଼ସାତା ଦସାନା ଅ଼ନି ବେ଼ଲାତା ଜସିୟ ମୀର୍କା ଜିକନିୟ ଇଞ୍ଜାଁ ତାନି ତାୟିୟାଁ ଜାର୍ନା ଆ଼ତେରି ।
12 ବାବିଲକୁ ନିର୍ବାସିତ ହେବା ପରେ ଯିକନୀୟ ଶଲ୍ଟୀୟେଲଙ୍କୁ ଜନ୍ମ ଦେଲେ, ଶଲ୍ଟୀୟେଲ୍ ଜିରୁବାବିଲଙ୍କୁ ଜନ୍ମ ଦେଲେ,
୧୨ବାବିଲନତା ଅ଼ୱିଆ଼ତି ଜେ଼ଚ ଜିକନିୟ ସଲ୍ଟିୟେଲ୍ଇଁ ଜାର୍ନି କିତେସି, ସଲ୍ଟିୟେଲ୍ ମୀର୍ଏସି ଜିରୁବାବେଲ,
13 ଜିରୁବାବିଲ ଅବୀହୁଦଙ୍କୁ ଜନ୍ମ ଦେଲେ, ଅବୀହୁଦ ଏଲୀୟାକିମଙ୍କୁ ଜନ୍ମ ଦେଲେ, ଏଲୀୟାକିମ ଆସୋରଙ୍କୁ ଜନ୍ମ ଦେଲ,
୧୩ଜିରୁବାବେଲ ମୀର୍ଏସି ଅବିହୁଦ, ଅବିହୁଦ ମୀର୍ଏସି ଏଲିୟାକିମ, ଏଲିୟାକିମ ମୀର୍ଏସି ଅସର,
14 ଆସୋର ସାଦୋକଙ୍କୁ ଜନ୍ମ ଦେଲେ, ସାଦୋକ ଆଖିମଙ୍କୁ ଜନ୍ମ ଦେଲେ, ଆଖିମ ଏଲିହୁଦଙ୍କୁ ଜନ୍ମ ଦେଲେ,
୧୪ଅସର, ମୀର୍ଏସି ସାଦକ, ସାଦକ ମୀର୍ଏସି ଆକିମ, ଆକିମ ମୀର୍ଏସି ଏଲିହୁଦ,
15 ଏଲିହୁଦ ଏଲୀୟାଜରଙ୍କୁ ଜନ୍ମ ଦେଲେ, ଏଲୀୟାଜର ମତ୍ତାନଙ୍କୁ ଜନ୍ମ ଦେଲେ,
୧୫ଏଲିହୁଦ ମୀର୍ଏସି ଏଲିୟାଜର, ଏଲିୟାଜର ମୀର୍ଏସି ମତାନ, ମତାନ ମୀର୍ଏସି ଜାକୁବ,
16 ମତ୍ତାନ ଯାକୁବଙ୍କୁ ଜନ୍ମ ଦେଲେ, ଯାକୁବ ମରୀୟମଙ୍କ ସ୍ୱାମୀ ଯୋଷେଫଙ୍କୁ ଜନ୍ମ ଦେଲେ, ଏହି ମରୀୟମଙ୍କ ଗର୍ଭରୁ ଯୀଶୁ ଜନ୍ମ ହେଲେ, ତାହାଙ୍କୁ ଖ୍ରୀଷ୍ଟ କୁହାଯାଏ।
୧୬ଜାକୁବ ମୀର୍ଏସି ମରିୟମନି ଡକ୍ରା ଜସେପ, ଈ ମରିୟମନି ବାଣ୍ତିଟି ଜୀସୁ ଜାର୍ନା ଆ଼ତେସି, ଏ଼ୱାଣାଇଁ କ୍ରୀସ୍ତ ଇଣ୍ମ୍ବି ଆ଼ହିମାନେ ।
17 ଏହି ପ୍ରକାରେ ସମସ୍ତେ ଅବ୍ରହାମଙ୍କଠାରୁ ଦାଉଦଙ୍କ ପର୍ଯ୍ୟନ୍ତ ଚଉଦ ପୁରୁଷ, ଆଉ ଦାଉଦଙ୍କ ଠାରୁ ବାବିଲ ନିର୍ବାସନ ପର୍ଯ୍ୟନ୍ତ ଚଉଦ ପୁରୁଷ, ପୁଣି, ବାବିଲ ନିର୍ବାସନଠାରୁ ଖ୍ରୀଷ୍ଟଙ୍କ ପର୍ଯ୍ୟନ୍ତ ଚଉଦ ପୁରୁଷ।
୧୭ଇଲେଆ଼ହିଁ ଅବ୍ରାହାମ ତା଼ଣାଟିଏ ଦାୱୁଦ ପାତେକା ସ଼ଦ ଜା଼ଣା ଆକୁୟାଁ, ଅ଼ଡ଼େ ଦାୱୁଦ ତା଼ଣାଟିଏ ବାବିଲନ ଅ଼ୱିଆ଼ତି ପାତେକା ସ଼ଦ ମାଣ୍ସି, ଇଞ୍ଜାଁ ବାବିଲନ ଅ଼ୱିଆ଼ତି ତା଼ଣାଟିଏ ଜୀସୁ କ୍ରୀସ୍ତତି ଜାର୍ନା ପାତେକା ସ଼ଦ ମାଣ୍ସି ।
18 ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଏହି ପ୍ରକାରେ ହେଲା। ତାହାଙ୍କ ମାତା ମରୀୟମଙ୍କର ଯୋଷେଫଙ୍କ ସହିତ ବିବାହ ନିର୍ବନ୍ଧ ହେଲା ପରେ ସେମାନଙ୍କ ସହବାସ ପୂର୍ବେ ସେ ପବିତ୍ର ଆତ୍ମାଙ୍କ ଦ୍ୱାରା ଗର୍ଭବତୀ ହୋଇଅଛନ୍ତି ବୋଲି ଜଣାପଡ଼ିଲା।
୧୮ଜୀସୁ କ୍ରୀସ୍ତତି ଜାର୍ନା ଇଲେକିଁ ଆ଼ତେ । ତାମି ଇୟା ମରିୟମ ଅ଼ଡ଼େ ଜସେପ ତଲେ ବୀହା ଆ଼ହାଲି ରୀସ୍ପି ଆ଼ହାମାଚି ଜେ଼ଚ, ଏ଼ୱି କା଼ଲ୍ୱି ଆ଼ଆ ନ଼କେଏ, ଏ଼ଦି ସୁଦୁଜୀୱୁ ତଲେ ପୂରାମା଼ସା ଆ଼ହାମାନେ ଇଞ୍ଜିଁ ପୁଣ୍ମ୍ବି ଆ଼ତେ ।
19 ଏଥିରେ ତାହାଙ୍କ ସ୍ୱାମୀ ଯୋଷେଫ ଧାର୍ମିକ ଥିବାରୁ ଏବଂ ତାହାଙ୍କୁ ପ୍ରକାଶରେ ନିନ୍ଦାର ପାତ୍ର କରିବାକୁ ଇଚ୍ଛା ନ କରିବାରୁ ଗୋପନରେ ତାହାଙ୍କୁ ପରିତ୍ୟାଗ କରିବାକୁ ସ୍ଥିର କଲେ।
୧୯ଏଚେଟିଏ ତାନି ଡକ୍ରା ଜସେପ ର଼ ଦାର୍ମୁ ଲ଼କୁ ମାଚାକି, ଇଞ୍ଜାଁ ଏ଼ଦାଣି ଲ଼କୁ ନ଼କିତା ଦ଼ହ ଗାଟାୟି ଇଞ୍ଜିଁ ତ଼ହ୍ଆପେଏଁ ଇଞ୍ଜିଁ ଏ଼ଦାନି ଡ଼ୁକ୍ହାନା ପିସାଲି ତୀରି କିତେସି ।
20 କିନ୍ତୁ ସେ ଏହା ମନସ୍ଥ କଲା ପରେ, ଦେଖ, ପ୍ରଭୁଙ୍କର ଜଣେ ଦୂତ ସ୍ୱପ୍ନରେ ତାହାଙ୍କୁ ଦର୍ଶନ ଦେଇ କହିଲେ, “ହେ ଦାଉଦଙ୍କ ସନ୍ତାନ ଯୋଷେଫ, ତୁମ୍ଭର ଭାର୍ଯ୍ୟା ମରୀୟମଙ୍କୁ ଗ୍ରହଣ କରିବାକୁ ଭୟ କର ନାହିଁ, କାରଣ ତାହାଙ୍କର ଗର୍ଭ ପବିତ୍ର ଆତ୍ମାଙ୍କ ଦ୍ୱାରା ହୋଇଅଛି।
୨୦ସାମା ଏ଼ୱାସି ଏଲେଇଞ୍ଜି ତୀରିକିତି ଡା଼ୟୁ, ମେହ୍ଦୁ, ମାହାପୂରୁତି ର଼ ଦୂତୁ ଏ଼ୱାଣାଇଁ ହାପାନାତା ଏଲେଇଚେସି, “ଆଡ଼େ ଦାୱୁଦ କୂଡ଼ାତି ଜସେପ, ମରିୟମନି ଡକ୍ରି କିହାଲିତାକି ଆଜାଆନି, ଏ଼ନାଆଁତାକି ଇଚିହିଁ ମାହାପୂରୁତି ସୁଦୁଜୀୱୁ ତଲେ ପୂରାମା଼ସା ଆ଼ହାମାନେ ।
21 ସେ ପୁତ୍ର ପ୍ରସବ କରିବେ, ଆଉ ତୁମ୍ଭେ ତାହାଙ୍କ ନାମ ଯୀଶୁ ଦେବ, କାରଣ ସେ ଆପଣା ଲୋକମାନଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ।”
୨୧ଏ଼ଦି ର଼ କକାଣାଇଁ ଜାର୍ନି କିନେ, ଅ଼ଡ଼େ ମୀରୁ ଏ଼ୱାଣି ଦ଼ରୁ ଜୀସୁ ଇଞ୍ଜିଁ ଇଟାଦୁ, ଇଚିହିଁ ଏ଼ୱାସି ତାମି ଲ଼କୁଇଁ ତାମି ବାରେ ପା଼ପୁଟି ଗେଲ୍ପିନେସି ।”
22 ଭାବବାଦୀଙ୍କ ଦ୍ୱାରା ପ୍ରଭୁଙ୍କ ଉକ୍ତ ଏହି ବାକ୍ୟ ଯେପରି ସଫଳ ହୁଏ, ଏଥିନିମନ୍ତେ ଏସମସ୍ତ ଘଟିଲା,
୨୨ମାହାପୂରୁ ଅଣ୍ପୁତି ବ଼ଲୁ ୱେହ୍ନାରି ତା଼ଣାଟି ପ୍ରବୁତି ଈ କାତା ଏ଼ନିକିଁ ପୂରା ଆ଼ନେ, ଈଦାଆଁତାକି ଈ ବାରେ ଆ଼ତେ,
23 “ଦେଖ, ଜଣେ କନ୍ୟା ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବେ, ଆଉ ଲୋକେ ତାହାଙ୍କ ନାମ ଇମ୍ମାନୁଏଲ ଦେବେ,” ଏହି ନାମର ଅର୍ଥ “ଆମ୍ଭମାନଙ୍କ ସହିତ ଈଶ୍ବର।”
୨୩“ମେହଦୁ ର଼ ଡ଼ାଆ ମା଼ଙ୍ଗା ପୂରାମା଼ସା ଆ଼ହାନା ର଼ କକାଣାଇଁ ଜାର୍ନି କିନେ, ଅ଼ଡ଼େ ଲ଼କୁ ଏ଼ୱାଣି ଦ଼ରୁ ‘ଇମାନୁୟେଲ’ ଇଟିନେରି ।” ଈ ଦ଼ରୁତି ଅର୍ତ “ମାହାପୂରୁ ମା଼ ତଲେ ମାନେସି ।”
24 ଏଥିରେ ଯୋଷେଫ ନିଦରୁ ଉଠି ପ୍ରଭୁଙ୍କ ଦୂତ ତାହାଙ୍କୁ ଯେପରି ଆଜ୍ଞା ଦେଇଥିଲେ, ସେହିପରି କଲେ ଓ ନିଜ ଭାର୍ଯ୍ୟାଙ୍କୁ ଗ୍ରହଣ କଲେ;
୨୪ଏମ୍ବାଟିଏ ଜସେପ ଇଦାଟି ନିଙ୍ଗିତି ଡା଼ୟୁ ପ୍ରବୁତି ଦୂତୁ ଏ଼ନିକିଁ ହୁକୁମି ହୀହାମାଚେସି, ଏଲେକିହିଁଏ କିତେସି, ଏ଼ୱାସି ମରିୟମଇଁ ବୀହା ଆ଼ତେସି;
25 କିନ୍ତୁ ସେ ପୁତ୍ର ପ୍ରସବ ନ କରିବା ପର୍ଯ୍ୟନ୍ତ ତାହାଙ୍କ ସହିତ ସହବାସ କଲେ ନାହିଁ, ଆଉ ସେ ପୁତ୍ରଙ୍କ ନାମ ଯୀଶୁ ଦେଲେ।
୨୫ସାମା ଏ଼ଦି କକାଣାଇଁ ଜାର୍ନି କିଆ ପାତେକା ଏ଼ଦାଣି ତଲେ କୂଡ଼ାଆତେସି, ଅ଼ଡ଼େ ଏ଼ କକାଣି ଦ଼ରୁ ଜୀସୁ ଇଟିତେରି ।