< ମାଥିଉ 9 >

1 ସେଥିରେ ଯୀଶୁ ନୌକାରେ ଚଢ଼ି ପାରି ହେଲେ ଓ ନିଜ ନଗରକୁ ଆସିଲେ।
ଜିସୁ ତରାନ୍ନିଆ କଚେ କେଣ୍ତିଆ ଇନୁମେତା ଲେଃକ୍ନେ ନିଜର୍ ଇନିନ୍ନିଆ ଆଣ୍ଡେ ୱିଗ୍‌କେ ।
2 ଆଉ ଦେଖ, ଲୋକେ ଶଯ୍ୟାଗତ ଜଣେ ପକ୍ଷାଘାତ ରୋଗୀକୁ ବହି ତାହାଙ୍କ ପାଖକୁ ଆଣିଲେ, ପୁଣି, ଯୀଶୁ ସେମାନଙ୍କ ବିଶ୍ୱାସ ଦେଖି ସେହି ପକ୍ଷାଘାତ ରୋଗୀକୁ କହିଲେ, “ବତ୍ସ, ସାହସ ଧର, ତୁମ୍ଭର ପାପସବୁ କ୍ଷମା କରାଗଲା।”
ଆତ୍‌ଅରିଆ ମୁଇଙ୍ଗ୍ ପକ୍ଷାଘାତ ରଗିକେ ରେମୁଆଁଇଂ ମେଁନେ ଡାଗ୍ରା ଡୁଂପାଙ୍ଗ୍‌କେ । ମେଁ ମେଁନେ ସିଂଲାନ୍ନିଆ ଡୁଲେଗ୍ ଲେଃଗେ । ମେଁଇଂନେ ଅଃକେନ୍ ବିସ୍‌ବାସ୍ କେଚେ ଜିସୁ ପକ୍ଷାଗାତିକେ ବାସଙ୍ଗ୍‌କେ “ଗଡ଼େଅ ସାଆସ୍ ସା । ନାନେ ପାପ୍ ସାପା କେମା ଡିଙ୍ଗ୍ ୱେଗେ ।”
3 ଆଉ ଦେଖ, ଶାସ୍ତ୍ରୀମାନଙ୍କ ମଧ୍ୟରୁ କେହି କେହି ମନେ ମନେ କହିଲେ, ଏହି ଲୋକ ଈଶ୍ବର ନିନ୍ଦା କରୁଅଛି।
ଉଡ଼ି ଦର୍ମ ଗୁରୁ ଏନ୍‌ ସାମୁଆଁ ଅଁଚେ ମନେ ମନେ ବାବେ ଆର୍‌କେ, “ଏନ୍‌ ରେମୁଆଁ ଇସ୍‌ପର୍‌କେ ନିନ୍ଦା ଡିଂଡିଙ୍ଗ୍‌କେ ।”
4 ଯୀଶୁ ସେମାନଙ୍କ ମନର ଚିନ୍ତା ଜାଣି କହିଲେ, “ତୁମ୍ଭେମାନେ ଆପଣା ଆପଣା ମନରେ କାହିଁକି କୁଚିନ୍ତା କରୁଅଛ?
ମେଁଇଙ୍ଗ୍‌ନେ ମନ୍‌ ବିତ୍‍ରେନେ ସାମୁଆଁ ମ୍ୟାଚେ ଜିସୁ ବାସଙ୍ଗ୍‌କେ “ପେ ମେନ୍‌ସା ଦେକ୍‌ରକମ୍ ଦଦ୍ୟା ଚିନ୍ତା ଡିଙ୍ଗ୍ ପେଡିଙ୍ଗ୍‌କେ?
5 କାରଣ କଅଣ ସହଜ? ‘ତୁମ୍ଭର ପାପସବୁ କ୍ଷମା କରାଗଲା’ ବୋଲି କହିବା, ବା, ‘ଉଠ, ଚାଲ’ ବୋଲି କହିବା?
ନାନେ ପାପ୍ କେମା ଡିଙ୍ଗ୍‌ୱେଗେ? ଏନ୍‌ ସାମୁଆଁ ବାସଙ୍ଗ୍‌ନେ ସ‍ଅଜ୍ ଲେଃ ତଡ଼୍ୟା ଅଲେଙ୍ଗ୍ ୱେଲା ଡାଗ୍‌ଚେ ବାସଙ୍ଗ୍‌ନେ ଜାବର୍ ସ‍ଅଜ୍?
6 କିନ୍ତୁ ପୃଥିବୀରେ ପାପ କ୍ଷମା କରିବାକୁ ମନୁଷ୍ୟପୁତ୍ରଙ୍କର ଯେ ଅଧିକାର ଅଛି, ଏହା ଯେପରି ତୁମ୍ଭେମାନେ ଜାଣିପାର,” ଏଥିପାଇଁ ସେ ପକ୍ଷାଘାତ ରୋଗୀକୁ କହିଲେ, “ଉଠ, ନିଜ ଖଟିଆ ନେଇ ଆପଣା ଘରକୁ ଚାଲିଯାଅ।”
ମାତର୍‌ ମଞ୍ଚ୍‌ପୁର୍‌ନ୍ନିଆ ପାପ୍ ଲିବିସ ଡିଙ୍ଗ୍‌ନ୍‌ସା ରେମୁଆଁ ଉଙ୍ଗ୍‌ଡେକେ ଅଦିକାର୍ ଲେଃକେ ଏନ୍‌ ସାମୁଆଁ ପେ ସେନୁଗ୍‌ ପର୍‌ମାନ୍‌ ଆଃଡିଙ୍ଗ୍ ମ୍ବିଏ ।” ଏନ୍‌ ଇଡ଼ିଙ୍ଗ୍ ଜିସୁ ପକ୍ଷାଗାତି ରଗିକେ ବାସଙ୍ଗ୍‌କେ “ତଡ଼ିଆ ସିଙ୍ଗ୍‌ଲା ଆତଡ଼ିଆଚେ ଡୁଆ ୱିଗ୍‌ଲା ।”
7 ସେଥିରେ ସେ ଉଠି ଆପଣା ଘରକୁ ଚାଲିଗଲା।
ରଗ୍ ସାଲେଃକ୍ନେ ରେମୁଆଁ ତଡ଼ିଆଚେ ଡୁଆ ୱିଗ୍‌କେ ।
8 ତାହା ଦେଖି ଲୋକସମୂହ ଭୟ କଲେ, ପୁଣି, ଯେଉଁ ଈଶ୍ବର ମନୁଷ୍ୟମାନଙ୍କୁ ଏପରି ଅଧିକାର ଦେଇଅଛନ୍ତି, ତାହାଙ୍କର ମହିମା କୀର୍ତ୍ତନ କଲେ।
ରେମୁଆଁ ଏନ୍‌ କେଚେ କାବା ଡିଙ୍ଗ୍‌ୱେଆର୍ଗେ । ଡାଗ୍ଲା ରେମୁଆଁକେ ଦେକ୍ ରକମ୍ ଅଦିକାର୍ ବିବଲା ମେଇଂ ଇସ୍‌ପର୍‌କେ ମ‍ଇମା କିର୍ତ୍ତନ୍ ଡିଙ୍ଗ୍ ଆର୍‌କେ ।
9 ଯୀଶୁ ସେଠାରୁ ଯାଉ ଯାଉ ମାଥିଉ ନାମକ ଜଣେ ବ୍ୟକ୍ତିଙ୍କୁ କର ଆଦାୟ ସ୍ଥାନରେ ବସିଥିବା ଦେଖି ତାହାଙ୍କୁ କହିଲେ, “ମୋହର ଅନୁଗମନ କର।” ସେଥିରେ ସେ ଉଠି ତାହାଙ୍କର ଅନୁଗମନ କଲେ।
ଜିସୁ ଆତ୍‌ବାନ୍ ୱେନେ ବେଲା ମାତିଉ ମ୍ନିକ୍ନେ ମୁଇଙ୍ଗ୍ ସିସ୍ତୁ ସାଲିଆଣ୍ଡ୍ରେକେ ମେଁନେ ଡାବୁ ସାଲ୍ୟାନେ ଜାଗାନ୍ନିଆ ସାଲ୍ୟାଡିଙ୍ଗ୍‌ନେ କେକେ ଆରି ଆମେକେ ୱାଚେ ବାସଙ୍ଗ୍‌କେ “ନେଙ୍ଗ୍ ପ୍ଲା ପାଙ୍ଗ୍‌ଲା ।” ମାତିଉ ତଡ଼୍ୟାଚେ ମେଁନେ ପ୍ଲା ୱେଗେ ।
10 ଆଉ ଯୀଶୁ ଗୃହରେ ଭୋଜନ କରିବାକୁ ବସିବା ସମୟରେ, ଦେଖ, ଅନେକ କରଗ୍ରାହୀ ଏବଂ ପାପୀ ଆସି ତାହାଙ୍କ ଓ ତାହାଙ୍କର ଶିଷ୍ୟମାନଙ୍କ ସାଙ୍ଗରେ ବସିଲେ।
ଜିସୁ ମାତିଉନେ ଡୁଆ ଚଙ୍ଗ୍‌ନେ ବେଲା ଗୁଲୁଏ ସିସ୍ତୁ ସାଲ୍ୟାଣ୍ଡ୍ରେ ଆରି ପାପି ରେମୁଆଁଇଂ ଜିସୁ ଏତେ ଆରି ମେଁନେ ସିସ୍‌ଇଂ ଏତେ ଚଙ୍ଗ୍ ନ୍‌ସା କଆର୍‌କେ ।
11 ଫାରୂଶୀମାନେ ତାହା ଦେଖି ତାହାଙ୍କ ଶିଷ୍ୟମାନଙ୍କୁ କହିବାକୁ ଲାଗିଲେ, “ତୁମ୍ଭମାନଙ୍କ ଗୁରୁ କାହିଁକି କରଗ୍ରାହୀ ଓ ପାପୀମାନଙ୍କ ସାଙ୍ଗରେ ଭୋଜନ କରନ୍ତି?”
ଉଡ଼ିରୁଆ ଫାରୁଶୀଇଂ ଆତେନ୍‌ କେଚେ ଜିସୁନେ ସିସ୍ଇଂକେ ସାଲ୍ୟାକୁକେ “ପେନେ ଗୁରୁ ମେଃନ୍‌ସା ସିସ୍ତୁ ସାଲିଆଣ୍ଡ୍ରେ ଆରି ପାପିଇଂ ଏତେ ମୁଇଙ୍ଗ୍ ଅରିଆ କଚେ ଚଙ୍ଗ୍ ଡିଙ୍ଗ୍‌ଆର୍କେ?”
12 କିନ୍ତୁ ଯୀଶୁ ତାହା ଶୁଣି କହିଲେ, “ସୁସ୍ଥ ଲୋକମାନଙ୍କର ବୈଦ୍ୟଠାରେ ଆବଶ୍ୟକ ନାହିଁ, ମାତ୍ର ଅସୁସ୍ଥ ଲୋକମାନଙ୍କର ଆବଶ୍ୟକ ଅଛି।
ଜିସୁ ଆତେନ୍‌ ଦ୍ରିଗ୍‌ଚେ ବାସଙ୍ଗ୍‌କେ, “ନିମାଣ୍ତା ରେମୁଆଁ ନ୍‌ସା ଗଦାର୍ ଦର୍‌କାର୍ ଣ୍ତୁ । ମାତର୍‌‌ ସାଃବା ସାଃଲେକ୍ନେ ରେମୁଆଁ ଆତ୍‍ଲା ଗଦାର୍ ଦର୍‌କାର୍ ଲେଃକେ ।
13 କିନ୍ତୁ ‘ଆମ୍ଭେ ବଳିଦାନ ଭଲ ନ ପାଇ ଦୟା ଭଲ ପାଉ,’ ଏହି ବାକ୍ୟର ମର୍ମ ତୁମ୍ଭେମାନେ ଯାଇ ଶିକ୍ଷା କର, କାରଣ ମୁଁ ଧାର୍ମିକମାନଙ୍କୁ ଆହ୍ୱାନ କରିବା ନିମନ୍ତେ ଆସି ନାହିଁ, ମାତ୍ର ପାପୀମାନଙ୍କୁ ଆହ୍ୱାନ କରିବା ନିମନ୍ତେ ଆସିଅଛି।”
ସାସ୍ତର୍‌ନ୍ନିଆ ଗୁଆର୍ ବକେ ନେଙ୍ଗ୍ ଲିବିସ ବଲ୍ ବାମ୍ୟାଃକେ, ବଲିଦାନ୍‌କେ ଣ୍ତୁ ଏନ୍‌ ସାମୁଆଁନେ ଅର୍‌ତ ମେଁନେ ୱେଚେ ବୁଜେ ନ୍‌ସା ଚେସ୍‌ଟା ଡିଙ୍ଗ୍‌ପା । ନେଙ୍ଗ୍ ଦରମ୍‌ଣ୍ଡ୍ରେକେ ୱାନ୍‌ସା ପାଙ୍ଗ୍ ନାଲେଃକେ ଣ୍ତୁ; ନେଙ୍ଗ୍ ପାପିଇଂକେ ୱାନ୍‌ସା ପାଙ୍ଗ୍ ନ୍‌ଲେଃକେ ।”
14 ସେହି ସମୟରେ ଯୋହନଙ୍କର ଶିଷ୍ୟମାନେ ତାହାଙ୍କ ପାଖକୁ ଆସି କହିଲେ, ଆମ୍ଭେମାନେ ଓ ଫାରୂଶୀମାନେ ଉପବାସ କରୁ, କିନ୍ତୁ ଆପଣଙ୍କ ଶିଷ୍ୟମାନେ ଉପବାସ କରନ୍ତି ନାହିଁ କାହିଁକି?
ଏନ୍‌ ଇଡ଼ିଙ୍ଗ୍ ମେଃସୁଆ ଡୁବନ୍ ବିଃନେ ଜହନ୍‌ନେ ସିସ୍ଇଂ ଜିସୁନେ ଡାଗ୍ରା ପାଙ୍ଗ୍‌ଚେ ସାଲ୍ୟାକୁଆର୍‌କେ, “ନେ ଆରି ଫାରୁଶୀଇଂ ଉପାସ୍ ଡିଙ୍ଗ୍ ନେଡିଙ୍ଗ୍‌କେ ନାନେ ସିସ୍ଇଂ ମେଃନ୍‌ସା ଅଃନା ଡିଗ୍ ଉପାସ୍ ଆଡିଙ୍ଗ୍ ଆର୍‌କେ ଣ୍ତୁ?”
15 ଯୀଶୁ ସେମାନଙ୍କୁ କହିଲେ, “ବର ଯେପର୍ଯ୍ୟନ୍ତ ବରଯାତ୍ରୀମାନଙ୍କ ସହିତ ଥାଆନ୍ତି, ସେପର୍ଯ୍ୟନ୍ତ ସେମାନେ କି ଶୋକ କରିପାରନ୍ତି? କିନ୍ତୁ ସମୟ ଆସିବ, ଯେତେବେଳେ ସେମାନଙ୍କଠାରୁ ବରଙ୍କୁ କାଢ଼ି ନିଆଯିବ, ଆଉ ସେତେବେଳେ ସେମାନେ ଉପବାସ କରିବେ।
ଜିସୁ ଉତର୍ ବିକେ, “ବିଏ ଟିକାନ୍ନିଆ ଙ୍ଗିରେ ମେଇଂ ଏତେ ଲେଃ ଜାକ ଙ୍ଗିରେନେ ପାର୍ତିଇଂ ଦୁକ୍ ଆଡିଙ୍ଗ୍ ଆର୍‌ ଣ୍ତୁ? ମାତର୍‌ ଦିନ୍ ପାଙ୍ଗ୍‌ଏ ଉଡ଼ି ବେଲା ଙ୍ଗିରେ ତାର୍‌ୱେଏ; ଆତେନ୍‌ ବେଲା ମେଇଂ ଉପାସ୍ ଡିଙ୍ଗ୍ ଆର୍‌ଏ ।”
16 କେହି ନୂଆ ଲୁଗାର ତାଳି ପୁରୁଣା ଲୁଗାରେ ପକାଏ ନାହିଁ, କାରଣ ସେହି ତାଳି ଲୁଗାରୁ ବେଶୀ ଛିଣ୍ଡାଇନିଏ ଏବଂ ଆହୁରି ଅଧିକ ବଡ଼ ଚିରା ହୁଏ।
“ଜାଣ୍ଡେ ବାୱିର୍ ସକାନ୍ନିଆ ତ୍ମି ସକାନେ ଗର୍‌ଣ୍ଡା ଆତଗ୍‍ଆର୍‌ ଣ୍ତୁ । ଡାଗ୍ଲା ତ୍ମି ଗର୍‍ଣ୍ଡାନେ କନାନେ ସିଲାଇ ମୁନ୍ଦା ଡିଙ୍ଗ୍‌ଚେ ତେଗ୍‌ପ୍ୟାକ୍ନେ ଜାଗାନ୍ନିଆ ଜାବର୍ ସେଃଗାର୍‌ ଜଗ୍‌ତ୍ଲିଗ୍‌ଏ ।
17 ଆଉ ଲୋକେ ନୂଆ ଦ୍ରାକ୍ଷାରସ ପୁରୁଣା କୁମ୍ପାରେ ରଖନ୍ତି ନାହିଁ; ରଖିଲେ କୁମ୍ପା ଫାଟିଯାଏ ଓ ଦ୍ରାକ୍ଷାରସ ପଡ଼ିଯାଏ, ଆଉ କୁମ୍ପାସବୁ ନଷ୍ଟ ହୁଏ; କିନ୍ତୁ ଲୋକେ ନୂଆ ଦ୍ରାକ୍ଷାରସ ନୂଆ କୁମ୍ପାରେ ରଖନ୍ତି, ପୁଣି, ଉଭୟ ରକ୍ଷା ପାଏ।”
ଜାଣ୍ଡେ ବାୱିର୍ ଉକ୍‌ସା ମୁନାନ୍ନିଆ ତ୍ମି ଦ୍ରାକ୍ଷାରସ୍ ଆବଆର୍‌ ଣ୍ତୁ । ଡାଗ୍ଲା ମେଁନେ ବାନ୍ ଉକ୍‌ସା ମୁନା ତେକ୍‌ପ୍ୟାଚେ ନଷ୍ଟ ଡିଙ୍ଗ୍‌ଏ, ବାରି ଦ୍ରାକ୍ଷାରସ୍ ତାର୍‌ଚେ ବୁନ୍ଦେ ଲେଃଏ । ତ୍ମି ଦ୍ରାକ୍ଷାରସ୍‌କେ ତ୍ମି ଉକ୍‌ସା ମୁନାନ୍ନିଆ ବଲା ମ୍ବାୟା ଦ୍ରାକ୍ଷାରସ୍ ଆରି ମୁନା ରକ୍ୟା ବାଏ ।”
18 ଯୀଶୁ ସେମାନଙ୍କୁ ଏହିସବୁ କଥା କହିବା ସମୟରେ, ଦେଖ, ଜଣେ ଅଧ୍ୟକ୍ଷ ତାହାଙ୍କ ପାଖକୁ ଆସି ପ୍ରଣାମ କରି କହିଲେ, ମୋହର ଝିଅଟି ଏହିକ୍ଷଣି ମରିଗଲା, କିନ୍ତୁ ଆପଣ ଆସି ତାହା ଉପରେ ହସ୍ତ ଥୋଇବା ହେଉନ୍ତୁ, ଆଉ ସେ ବଞ୍ଚିବ।
ଜିସୁ ଏନ୍‌ ସାପା ଗ୍ୟାନ୍ ବିକ୍ଲା ମୁଇଙ୍ଗ୍ ଜିଉଦି ନେତା ଜିସୁନେ ଡାଗ୍ରା ପାଙ୍ଗ୍‌ଚେ ସାର୍ଲଚେ ବାସଙ୍ଗ୍‌କେ “ଏକ୍ରେଆଃ ନେଙ୍ଗ୍ ଗଡ଼େଅ ଗୁଏଃ ୱେଗେ । ଡାଗ୍ଲା ନା ପାଙ୍ଗ୍‌ଚେ ମେଁନେ ଆଡ଼ାତ୍ରା ନ୍ତି ବଲା ମେଁ ଡିଲାଡିଗ୍ ମ୍ବ୍ରଏ ।”
19 ସେଥିରେ ଯୀଶୁ ଉଠି ଆପଣା ଶିଷ୍ୟମାନଙ୍କ ସହିତ ତାହାଙ୍କ ପଛରେ ଗଲେ।
ଜିଆ ଜିଆ ଜିସୁ ତଡ଼୍ୟାକେ ବାରି ମେଁ ଆରି ମେଁନେ ସିସ୍ଇଂ ଆତେନ୍‌ ନେତାନେ ପ୍ଲା ୱେଆର୍‌କେ ।
20 ଆଉ ଦେଖ ବାର ବର୍ଷ ପର୍ଯ୍ୟନ୍ତ ପ୍ରଦର ରୋଗଗ୍ରସ୍ତା ଜଣେ ସ୍ତ୍ରୀଲୋକ ପଛଆଡ଼ୁ ଆସି ତାହାଙ୍କ ଲୁଗାର ଝୁମ୍ପା ଛୁଇଁଲା,
ଜିସୁ ଗାଲିନ୍ନିଆ ୱେନେ ବେଲା ମୁଇଙ୍ଗ୍ ସେଲାମ୍ବୁଏଃ ରେମୁଆଁ ଜିସୁନେ ପ୍ଲା ପାକା ପାଙ୍ଗ୍‌ଚେ ଜିସୁନେ ପାଟାଇ ଜାଲିପୁଆଃକେ ଲିଗ୍‌କେ । ମେଁ ଗମ୍ବାର୍ ମୁଆଃ ସାଚେ ଆବୁଲେଃ ଡିଙ୍ଗ୍‌ନେ ରଗ୍ ଡିଙ୍ଗ୍‌ଲେଗେ ।
21 କାରଣ ସେ ମନେ ମନେ କହୁଥିଲା, କେବଳ ତାହାଙ୍କ ଲୁଗା ଛୁଇଁଲେ ମୁଁ ସୁସ୍ଥ ହେବି।
ମେଁ ମନେ ମନେ ବାସଙ୍ଗ୍‌ଡିଂଗେ, “ମାତର୍‌ ମେଁନେ ପାଟାଇ ଲିଗ୍ ମ୍ବିଲା ନେଙ୍ଗ୍ ନିମାଣ୍ତା ଣ୍ତିଙ୍ଗ୍‌ଏ ।”
22 କିନ୍ତୁ ଯୀଶୁ ବୁଲିପଡ଼ି ତାହାକୁ ଦେଖି କହିଲେ, “ବତ୍ସେ, ସାହସ ଧର, ତୋହର ବିଶ୍ୱାସ ତୋତେ ସୁସ୍ଥ କରିଅଛି।” ସେହି ଦଣ୍ଡରୁ ସ୍ତ୍ରୀଲୋକଟି ସୁସ୍ଥ ହୋଇଗଲା।
ଜିସୁ ପ୍ଲେଗ୍‌ଚେ ଆମେକେ କେଚେ ବାସଙ୍ଗ୍‌କେ “ଏ ଗଡ଼େଅ ସାଆସ୍ ସା ନାନେ ବିସ୍‌ବାସ୍ ଆନାକେ ନିମାଣ୍ତା ଆଡିଙ୍ଗ୍ ବକେ ।” ଆତେନ୍‌ ଦାପ୍ରେ ଆତେନ୍‌ ସେଲାମ୍ବୁଏ ନିମାଣ୍ତା ଡିଙ୍ଗ୍ ୱେଗେ ।
23 ପରେ ଯୀଶୁ ସେହି ଅଧ୍ୟକ୍ଷଙ୍କ ଗୃହକୁ ଆସି ବଂଶୀବାଦକମାନଙ୍କୁ ଓ କୋଳାହଳ କରୁଥିବା ଲୋକସମୂହକୁ ଦେଖି କହିଲେ, “ବାହାରିଯାଅ, ବାଳିକାଟି ତ ମରି ନାହିଁ, ମାତ୍ର ଶୋଇ ପଡ଼ିଅଛି”
ଏନ୍‌ ଇଡ଼ିଙ୍ଗ୍ ଜିସୁ ଆତେନ୍‌ ଜିଉଦି ନେତାନେ ଡୁଆ ୱେଚାକେ । ଆତ୍‌ଅରିଆ ବଗ୍‌ଡେଙ୍ଗ୍‌ଣ୍ଡ୍ରେକେ ଆରି କିରମର ଡିଙ୍ଗ୍‌ଆର୍‍ଡିଂକ୍ନେ ରେମୁଆଁ ସାପାରେକେ କେଚେ ବାସଙ୍ଗ୍‌କେ
24 ସେଥିରେ ସେମାନେ ତାହାଙ୍କୁ ପରିହାସ କରିବାକୁ ଲାଗିଲେ।
ଜିସୁ ବାସଙ୍ଗ୍‌କେ “ସାପାରେ ଆକ୍‌ବାନ୍ ତାର୍ ୱେଲାପା ଗଡ଼େଅ ଆଗୁଏକେ ଣ୍ତୁ । ମାତର୍‌‌ ଡୁଲେଗ୍‌ ଲେଃକେ ।” ମେଁନେ ସାମୁଆଁ ଅଁଚେ ମେଇଂ ଏଃଲ୍ୟା ଆର୍‌କେ ।
25 କିନ୍ତୁ ଲୋକସମୂହ ବାହାର କରାଯାଆନ୍ତେ, ଯୀଶୁ ଭିତରକୁ ଯାଇ ବାଳିକାଟିର ହାତ ଧରିଲେ, ଆଉ ସେ ଉଠିଲା।
ମାତର୍‌ ମେଇଂ ତାର୍ ୱେକ୍ନେ ଇଡ଼ିଙ୍ଗ୍ ଜିସୁ ଗଡ଼େଅନେ ବାକ୍ରାନ୍ନିଆ ୱେଚେ ମେଁନେ ନ୍ତି ସାଚେ ଆତଡ଼ିଆକେ ଆରି ମେଁ ଦାପେ ଦାପେ ତଡ଼ିଆ କକେ ।
26 ପୁଣି, ଏହି କଥା ସେହି ଦେଶଯାକ ବ୍ୟାପିଗଲା।
ଏନ୍‌ ଗଟ୍‌ନା କବର୍ ଆତେନ୍‌ ଏରିଆ ସାପା ପାକା ଉଡ୍ରା ଡିଙ୍ଗ୍‌ୱେଗେ ।
27 ଯୀଶୁ ସେଠାରୁ ଯାଉଥିବା ସମୟରେ ଦୁଇ ଜଣ ଅନ୍ଧ ପଛେ ପଛେ ଚାଲି ଉଚ୍ଚସ୍ୱର କରି କହିବାକୁ ଲାଗିଲେ, ହେ ଦାଉଦଙ୍କ ସନ୍ତାନ, ଆମ୍ଭମାନଙ୍କୁ ଦୟା କରନ୍ତୁ।
ଜିସୁ ଆତ୍‌ବାନ୍ ୱେନେ ବେଲା ମ୍ବାୟା କାନା ଜିସୁନେ ପ୍ଲା ପ୍ଲା ୱେଆର୍‌କେ । ମେଇଂ ୱାସାର୍‌ଚେ ବାସଙ୍ଗ୍‌କେ “ଏ ଦାଉଦ୍ ଉଙ୍ଗ୍‌ଡେ ଆନେକେ ଦୟା ଡିଙ୍ଗ୍ ।”
28 ପୁଣି, ସେ ଗୃହରେ ପ୍ରବେଶ କରନ୍ତେ ସେହି ଅନ୍ଧମାନେ ତାହାଙ୍କ ପାଖକୁ ଆସିଲେ। ଯୀଶୁ ସେମାନଙ୍କୁ କହିଲେ, “ମୁଁ ଯେ ଏହା କରିପାରେ, ତାହା କି ବିଶ୍ୱାସ କରୁଅଛ?” ସେମାନେ କହିଲେ ହଁ, ପ୍ରଭୁ।
ମେଇଂ ଜିସୁନେ ପ୍ଲା ୱେଚେ ମୁଇଙ୍ଗ୍ ଡୁଆ ୱେଚା ଆର୍‌କେ । ଆତ୍‌ଅରିଆ ଜିସୁ ଆମେଇଂକେ ସାଲ୍ୟାକୁକେ, “ଆପେକେ ନିମାଣ୍ତା ଆଡିଙ୍ଗ୍ ୟାଏ ଡାଗ୍‌ଚେ ପେଇଂ ବିସ୍‌ବାସ୍ ଡିଙ୍ଗ୍ ପେଡିଂକେ କି?” ମେଇଂ ବାସଙ୍ଗ୍‌ ଆର୍‌କେ, “ଅ ମାପ୍ରୁ ।”
29 ସେଥିରେ ସେ ସେମାନଙ୍କର ଚକ୍ଷୁ ସ୍ପର୍ଶ କରି କହିଲେ, “ତୁମ୍ଭମାନଙ୍କ ବିଶ୍ୱାସ ଅନୁସାରେ ତୁମ୍ଭମାନଙ୍କ ପ୍ରତି ଘଟୁ।”
ଆତେନ୍‌ ବେଲା ଜିସୁ ମେଁଇଂନେ ମୁଆଃନ୍ନିଆ ଲିଗ୍‌ଚେ ବାସଙ୍ଗ୍‌କେ “ପେନେ ବିସ୍‌ବାସ୍ ଇସାବ୍‌ରେ ଆତେନ୍‌ ଡିଙ୍ଗ୍‌ଲେ ।”
30 ତହିଁରେ ସେମାନଙ୍କର ଆଖି ଫିଟିଗଲା। ପୁଣି, ଯୀଶୁ ସେମାନଙ୍କୁ ଅତି ଦୃଢ଼ରୂପେ ଆଜ୍ଞା ଦେଇ କହିଲେ, “ଦେଖ, ଏ ବିଷୟ ଯେପରି କେହି ନ ଜାଣେ।”
ଆତେନ୍‌ ଦାପ୍ରେ ମେଇଂ ମୁଆଃ କିକେନେ ବପୁ ବାଆର୍‌କେ; ଜିସୁ ଆମେଇଂକେ ଡାଟ୍ ରକମ୍ ଆଦେସ୍‌ ବିଚେ ବାସଙ୍ଗ୍‌କେ “ତରକ୍‌ ଲାଃଲା! ଜାଣ୍ଡେ ଡିରକମ୍ ଏନ୍‌ ସାମୁଆଁ ଆମ୍ୟା ଆର୍‍ଲେ ।”
31 ମାତ୍ର ସେମାନେ ବାହାରିଯାଇ ସେହି ଦେଶଯାକ ତାହାଙ୍କ କୀର୍ତ୍ତି ପ୍ରଚାର କଲେ।
ମାତର୍‌ ମେଇଂ ଆତ୍‌ବାନ୍ ୱେଚେ ଜିସୁନେ ସାମୁଆଁ ସାପା ଦେସ୍ ପାକା ବାସଙ୍ଗ୍ ଅଲେଙ୍ଗ୍ ଆର୍‌କେ ।
32 ସେମାନେ ବାହାରିଯାଉଥିବା ସମୟରେ, ଦେଖ, ଲୋକେ ଜଣେ ମୂକ ଭୂତଗ୍ରସ୍ତକୁ ତାହାଙ୍କ ପାଖକୁ ଆଣିଲେ।
ମେଇଂ ୱେନେ ବେଲା ଉଡ଼ି ରେମୁଆଁ କନ୍ଦାକେ ମେଁ ଡାଗ୍ରା ଡୁଂପାଙ୍ଗ୍‌ଆର୍‌କେ । ଆମେକେ ଗଲିଆ ସାଲେଃଗେସା ମେଁ କନ୍ଦା ଡିଙ୍ଗ୍‌ୱେଲେଗେ ।
33 ପୁଣି, ଭୂତ ଛଡ଼ାଯାଆନ୍ତେ ସେହି ମୂକ କଥା କହିଲା। ସେଥିରେ ଲୋକ ସମୂହ ଚମତ୍କୃତ ହୋଇ କହିଲେ, ଇସ୍ରାଏଲ ମଧ୍ୟରେ ଏପରି କେବେ ହେଁ ଦେଖାଯାଇ ନାହିଁ।
ଜିସୁ ମେଁନେ ଗାଗ୍ଡ଼େବାନ୍‌ ଗଲିଆକେ ଆଃଆନ୍ତାର୍ ବିଃକ୍ନେ ଦାପ୍ରେ ମେଁ ରେମୁଆଁ ସାମୁଆଁ ବାସଙ୍ଗ୍‌କେ । ସାପାରେ ଇରିଆତୁଗ୍‌ଚେ ବାସଙ୍ଗ୍‌ ଆର୍‌କେ “ଇଶ୍ରାଏଲ୍ ଦେସ୍‌ନ୍ନିଆ ନେନେ ଦେକ୍ ରକମ୍ କାମ୍ ଅଃନା କେନେଲେଃଗେ ଣ୍ତୁ ।”
34 କିନ୍ତୁ ଫାରୂଶୀମାନେ କହିଲେ, ସେ ଭୂତପତି ସାହାଯ୍ୟରେ ଭୂତ ଛଡ଼ାଉଅଛି।
ମାତର୍‌ ଫାରୁଶୀଇଂ ବାସଙ୍ଗ୍‌କେ “ଏନ୍‌ ରେମୁଆଁ ଗଲିଆଇଂନେ ଇଃସାଙ୍ଗ୍‌ନେ ବପୁରେ ଗଲିଆ ଆଃଆନ୍ତାର୍‌ଡିଂକେ ।”
35 ଏହାପରେ ଯୀଶୁ ସେମାନଙ୍କ ସମାଜଗୃହ-ସମୂହରେ ଶିକ୍ଷା ଦେଇ ରାଜ୍ୟର ସୁସମାଚାର ଘୋଷଣା କରି ଏବଂ ସମସ୍ତ ପ୍ରକାର ରୋଗ ଓ ସମସ୍ତ ପ୍ରକାର ପୀଡ଼ା ସୁସ୍ଥ କରି ସମୁଦାୟ ନଗର ପୁଣି, ଗ୍ରାମଗୁଡ଼ିକରେ ଭ୍ରମଣ କରିବାକୁ ଲାଗିଲେ।
ଜିସୁ ଅଲେଙ୍ଗ୍ ଅଲେଙ୍ଗ୍‌ଚେ ଗୁଲୁଏ ଇନି ୱେକେ । ସାପା ଜାଗାନ୍ନିଆ ମେଁ ପାର୍‍ତନା ଡୁଆଇଂନ୍ନିଆ ସିକ୍ୟା ବିକେ । କିତଂ ରାଜିନେ ନିମାଣ୍ତା ବ୍ନାଲିର୍ ବାସଙ୍ଗ୍‌କେ, ବାରି ଗୁଲୁଏ ଆଃସିଲେକ୍ନେ ଆରି ରଗ୍ ସାଃଲେକ୍ନେ ରେମୁଆଁଇଂକେ ନିମାଣ୍ତା ଆଃଡିଙ୍ଗ୍‌କେ ।
36 ଆଉ ଲୋକସମୂହକୁ ଦେଖି ସେମାନଙ୍କ ପ୍ରତି ସେ ଦୟାରେ ବିଗଳିତ ହେଲେ, କାରଣ ସେମାନେ ଅରକ୍ଷକ ମେଷ ପରି ଦୁର୍ଦ୍ଦଶାଗ୍ରସ୍ତ ଓ ଛିନ୍ନଭିନ୍ନ ଥିଲେ।
ବାରି ରେମୁଆଁଇଂ କେଚେ ମେଁଇଙ୍ଗ୍‌ନେ ଆଡ଼ାତ୍ରା ମେଁ ଦୟାରେ ତର୍‌ବର୍‌ ଡିଙ୍ଗ୍‌କେ, ଡାଗ୍ଲା ଆମେଇଂକେ ରକ୍ୟା ଡିଙ୍ଗ୍‌ନ୍‌ସା ଜା ଡିଗ୍ ମାଡୁଲେଗ୍‌ନେ ମେଣ୍ଡା ରକମ୍ ଦୁର୍ଦ୍ଦଶାଗ୍ରସ୍ତ ଡିଙ୍ଗ୍‌ଚେ ଚିନ୍‌ଚତର୍‌ ଡିଙ୍ଗ୍‌ଲେ ଆର୍‌ଗେ ।
37 ସେତେବେଳେ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, “ଶସ୍ୟ ସିନା ପ୍ରଚୁର, ମାତ୍ର କାର୍ଯ୍ୟକାରୀମାନେ ଅଳ୍ପ,
ଆତେନ୍‌ ବେଲା ଜିସୁ ମେଁନେ ସିସ୍ଇଂକେ ବାସଙ୍ଗ୍‌କେ, “ଗହମ୍ ସିନା ଜବର୍ ମାତର୍‌‌ କାମ୍ ଡିଙ୍ଗ୍‌ଣ୍ଡ୍ରେ ଇକୁଡ଼ା ।
38 ଏଣୁ ଆପଣା ଶସ୍ୟକ୍ଷେତ୍ରକୁ କାର୍ଯ୍ୟକାରୀମାନଙ୍କୁ ପଠାଇଦେବା ନିମନ୍ତେ ଶସ୍ୟକ୍ଷେତ୍ରର ମାଲିକଙ୍କ ପାଖରେ ନିବେଦନ କର।”
ଜବର୍ ରେମୁଆଁ କାମ୍ ଡିଙ୍ଗ୍‌ଣ୍ଡ୍ରେକେ ବେଚେ ଗହମ୍ ୱାଡୁଂୱିଗ୍ ନ୍‌ସା ଲିଜ ମାଲିକ୍‌କେ ପାର୍‍ତନା ଡିଙ୍ଗ୍‌ପା ।”

< ମାଥିଉ 9 >