< ମାଥିଉ 6 >

1 ଲୋକ ଦେଖାଇବା ପାଇଁ ସେମାନଙ୍କ ସମ୍ମୁଖରେ ଯେପରି ଧର୍ମକର୍ମ ନ କର, ଏଥିପାଇଁ ତୁମ୍ଭେମାନେ ସାବଧାନ ହୋଇଥାଅ, ନୋହିଲେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତାଙ୍କ ନିକଟରେ ତୁମ୍ଭମାନଙ୍କର ପୁରସ୍କାର ନାହିଁ।
“ହଡ଼କ ନେଲେକା ମେନ୍ତେ ଆପେୟାଃ ଧାର୍‌ମାନ୍‌ କାମି ଇନ୍‌କୁଆଃ ଆୟାର୍‌ରେ ଆଲ୍‌ପେ ରିକାୟା, ଏନାମେନ୍ତେ ଆପେ ଚିର୍ଗାଲାକାନ୍‌ ତାଇନ୍‌ପେ, କା'ରେଦ ଆପେୟାଃ ସିର୍ମା ଦିଶୁମ୍‌ରେନ୍‌ ଆପୁତାଃଏତେ ଆପେ ଜେତାନ୍‌ ନାଲା କାପେ ନାମେୟା ।
2 ଏଣୁ ଦାନ କରିବା ସମୟରେ କପଟୀମାନଙ୍କ ପରି ନିଜ ସମ୍ମୁଖରେ ତୂରୀ ବଜାଅ ନାହିଁ; ସେମାନେ ଲୋକମାନଙ୍କଠାରୁ ଗୌରବ ପାଇବା ପାଇଁ ସମାଜଗୃହରେ ଓ ଦାଣ୍ଡରେ ସେପ୍ରକାର କରନ୍ତି। ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେମାନେ ଆପଣା ଆପଣା ପୁରସ୍କାର ପାଇଅଛନ୍ତି।
“ଏନା ନାଗେନ୍ତେ ଆପେ ରେଙ୍ଗେଃକକେ ଜେତ୍‌ନାଃ ଏମ୍‌ ଇମ୍‌ତା ବେଦାହଡ଼କଆଃ ଲେକା ବିଙ୍ଗୁଲ୍‌ ବାଜା ଆଲ୍‌ପେ ସାଡ଼ିଆ, ଇନ୍‌କୁ ହଡ଼କତାଃଏତେ ଜହାର୍‌ ନାମେ ନାଗେନ୍ତେ ସାମାଜ୍‌ ଅଡ଼ାଃକରେ ଆଡଃ ହରାକରେ ଏନ୍‌ଲେକା ରିକାଃକ । ଆଇଙ୍ଗ୍‌ ଆପେକେ ସାର୍‌ତିଗି କାଜିପେତାନାଇଙ୍ଗ୍‌, ଇନ୍‌କୁ ଆକଆଃ ନାଲା ନାମ୍‌ ଚାବାକାଦାକ ।
3 କିନ୍ତୁ ତୁମ୍ଭେ ଦାନ କରିବା ସମୟରେ ତୁମ୍ଭର ଦକ୍ଷିଣ ହସ୍ତ କଅଣ କରୁଅଛି ତାହା ତୁମ୍ଭର ବାମ ହସ୍ତ ନ ଜାଣୁ,
ମେନ୍‌ଦ ଆପେ ଦାନ୍‌ ଏମ୍‌ ଇମ୍‌ତା ଆପେୟାଃ ଜମ୍‌ତିଃଇ କାମିତାନ୍‌ତେୟାଃ ଲେଙ୍ଗାତିଃଇ ଆଲକାଏ ସାରିକା,
4 ଯେପରି ତୁମ୍ଭର ଦାନ ଗୋପନରେ ହେବ, ଆଉ ତୁମ୍ଭର ପିତା ଯେ ଗୋପନରେ ଦେଖନ୍ତି, ସେ ତୁମ୍ଭକୁ ଫଳ ଦେବେ।
ନେ ଲେକାଗି ଆପେୟାଃ ଏମଃତେୟାଃ ଦାନାଙ୍ଗି ତାଇନାଃ, ଆଡଃ ଆପେୟାଃ ଆପୁ ଦାନାଙ୍ଗ୍‌ରେ କାମିତେୟାଃ ନେଲାଃଏ, ଇନିଃ ଆପେକେ ନାଲାଏ ଏମାପେୟା ।
5 ପ୍ରାର୍ଥନା କରିବା ସମୟରେ କପଟୀମାନଙ୍କ ପରି ହୁଅ ନାହିଁ, କାରଣ ସେମାନେ ଲୋକ ଦେଖାଇବା ପାଇଁ ସମାଜଗୃହ ଓ ଛକକୋଣରେ ଠିଆ ହୋଇ ପ୍ରାର୍ଥନା କରିବାକୁ ଭଲ ପାଆନ୍ତି; ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେମାନେ ଆପଣା ଆପଣା ପୁରସ୍କାର ପାଇଅଛନ୍ତି।
“ଆପେ ବିନ୍ତି ଇମ୍‌ତା ବେଦାହଡ଼କ ଲେକା ଆଲ୍‌ପେ ରିକାନାଃ, ଚିୟାଃଚି ଇନ୍‌କୁ ହଡ଼କଆଃ ନେପେଲ୍‌ରେ ସାମାଜ୍‌ ଅଡ଼ାଃକରେ ଆଡଃ ହରା କଚାକରେ ତିଙ୍ଗୁକେଦ୍‌ତେ ବିନ୍ତି ନାଗେନ୍ତେ ସୁକୁଆଃକ, ଆଇଙ୍ଗ୍‌ ଆପେକେ ସାର୍‌ତିଗି କାଜିପେତାନାଇଙ୍ଗ୍‌, ଇନ୍‌କୁ ଆକଆଃ ନାଲା ନାମ୍‌ ଚାବାକାଦାକ ।
6 କିନ୍ତୁ ତୁମ୍ଭେ ପ୍ରାର୍ଥନା କରିବା ସମୟରେ ତୁମ୍ଭର ଗୁପ୍ତ କୋଠରୀରେ ପ୍ରବେଶ କର, ପୁଣି, ତୁମ୍ଭର ଦ୍ୱାର ବନ୍ଦ କରି ଗୋପନରେ ଥିବା ତୁମ୍ଭ ପିତାଙ୍କ ଛାମୁରେ ପ୍ରାର୍ଥନା କର; ଆଉ ତୁମ୍ଭର ପିତା ଯେ ଗୋପନରେ ଦେଖନ୍ତି, ସେ ତୁମ୍ଭକୁ ଫଳ ଦେବେ।
ମେନ୍‌ଦ ଆପେ ବିନ୍ତି ଇମ୍‌ତା ଆପେୟାଃ ଭିତାର୍‌ ବାଖ୍‌ରାରେ ବଲପେ ଆଡଃ ଦୁଆର୍‌ ହାଣ୍ଡେଦ୍‌କେଦ୍‌ତେ ଆପେୟାଃ କାଏ ନେଲଃତାନ୍‌ ସିର୍ମାରେନ୍‌ ଆପୁତାଃରେ ବିନ୍ତିପେ ଏନ୍ତେ ଦାନାଙ୍ଗ୍‌ରେ ନେଲ୍‌ତାନ୍‌ ଆପୁ ନାଲାଏ ଏମାପେୟା ।
7 ପୁଣି, ପ୍ରାର୍ଥନା କରିବା ସମୟରେ ଅଣଯିହୁଦୀମାନଙ୍କ ପରି ଅନାବଶ୍ୟକ ପୁନରୁକ୍ତି କର ନାହିଁ, କାରଣ ସେମାନେ ବହୁତ କଥା କହିବାରୁ ସେମାନଙ୍କ ପ୍ରାର୍ଥନା ଶୁଣାଯିବ ବୋଲି ମନେ କରନ୍ତି।
“ବିନ୍ତି ଇମ୍‌ତା ସାଅଁସାର୍‌କ ଲେକା ଏନାଏନାକେଗି ଆଲ୍‌ପେ କାଜିୟା, ଚିୟାଃଚି ଇନ୍‌କୁ ପୁରାଃ କାଜି କାଜିଲେରେ ଆକଆଃ ବିନ୍ତି ଆୟୁମଃଆ ମେନ୍ତେକ ଉଡ଼ୁଃୟା ।
8 ଏଣୁ ସେମାନଙ୍କ ପରି ହୁଅ ନାହିଁ, କାରଣ ତୁମ୍ଭମାନଙ୍କର କଅଣ ପ୍ରୟୋଜନ, ମାଗିବା ପୂର୍ବରୁ ତୁମ୍ଭମାନଙ୍କର ପିତା ଈଶ୍ବର ତାହା ଜାଣନ୍ତି।
ଏନା ନାଗେନ୍ତେ ଆପେ ଇନ୍‌କୁ ଲେକା ଆଲ୍‌ପେୟାଃ, ଚିୟାଃଚି ଆପେୟାଃ ସିର୍ମାରେନ୍‌ ଆପୁଦ ଆପେ ଆସି ସିଦାରେ ଆପେୟାଃ ଲାଗାତିଙ୍ଗ୍‌ତେୟାଃ ସାରିୟାଏ ।
9 ଅତଏବ ତୁମ୍ଭେମାନେ ଏହି ପ୍ରକାରେ ପ୍ରାର୍ଥନା କର, ‘ହେ ଆମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା, ତୁମ୍ଭ ନାମ ପବିତ୍ର ବୋଲି ମାନ୍ୟ ହେଉ।
ଏନାତେ ଆପେ ନେ ଲେକା ବିନ୍ତିପେ, “‘ହେ ଆଲେୟାଃ ସିର୍ମାରେନ୍‌ ଆବା; ଆମାଃ ନୁତୁମ୍‌ ପାବିତାରଃକା;
10 ତୁମ୍ଭର ରାଜ୍ୟ ଆସୁ। ଯେପରି ସ୍ୱର୍ଗରେ, ସେହିପରି ପୃଥିବୀରେ ତୁମ୍ଭର ଇଚ୍ଛା ସଫଳ ହେଉ।
୧୦ଆମାଃ ରାଇଜ୍‌ ହିଜୁଃକା; ଆମାଃ ମନେ ସିର୍ମାରେ ଲେକା ଅତେଦିଶୁମ୍‌ରେୟ ପୁରାଅଃକା ।
11 ଆଜି ଆମ୍ଭମାନଙ୍କୁ ପ୍ରୟୋଜନୀୟ ଆହାର ଦିଅ।
୧୧ଆଲେୟାଃ ତିସିଙ୍ଗ୍‌ରେୟାଃ ଜମେୟାଃଁ ଏମାଲେମେ ।
12 ଆମ୍ଭେମାନେ ଯେପରି ଆପଣା ଆପଣା ଅପରାଧୀମାନଙ୍କୁ କ୍ଷମା କରିଅଛୁ, ସେପରି ଆମ୍ଭମାନଙ୍କର ଅପରାଧସବୁ କ୍ଷମା କର।
୧୨ଆଲେ ଆଲେୟାଃ ଏତ୍‌କାନ୍‌କକେ ଛାମାକେଦ୍‍କ ଲେକା, ଆଲେୟାଃ ପାପ୍‌କ ଛାମାଏମେଁ ।
13 ପରୀକ୍ଷାରେ ଆମ୍ଭମାନଙ୍କୁ ଆଣ ନାହିଁ, ମାତ୍ର ମନ୍ଦରୁ ରକ୍ଷା କର। [ଯେଣୁ ରାଜ୍ୟ, ପରାକ୍ରମ ଓ ଗୌରବ ଯୁଗେ ଯୁଗେ ତୁମ୍ଭର। ଆମେନ୍।]’
୧୩ଆଡଃ ବିଡ଼ାଅରେ ଆଲମ୍‌ ଆଉଲେୟା, ମେନ୍‌ଦ ଏତ୍‌କାନ୍‌ନିଃଏତେ ବାଞ୍ଚାଅଲେମ୍‌ । ଚିୟାଃଚି ରାଇଜ୍‌, ପେଡ଼େଃ ଆଡଃ ମାନାରାଙ୍ଗ୍‌ ଜାଉ ଜରଙ୍ଗ୍‌ ଆମାଃଗି ହବାଅଃକା, ଆମେନ୍‌ ।’
14 କାରଣ ଯେବେ ଲୋକମାନଙ୍କର ଅପରାଧସବୁ କ୍ଷମା କର, ତେବେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ତୁମ୍ଭମାନଙ୍କୁ ମଧ୍ୟ କ୍ଷମା କରିବେ;
୧୪“ଆପେ ହଡ଼କଆଃ ଗୁହ୍ନାଁଁକପେ ଛାମାଏରେଦ, ଆପେୟାଃ ସିର୍ମାରେନ୍‌ ଆପୁ ଆପେକେୟଗି ଛାମାପେୟା ।
15 କିନ୍ତୁ ଯେବେ ଲୋକମାନଙ୍କୁ କ୍ଷମା ନ କର, ତେବେ ତୁମ୍ଭମାନଙ୍କ ପିତା ମଧ୍ୟ ତୁମ୍ଭମାନଙ୍କ ଅପରାଧସବୁ କ୍ଷମା କରିବେ ନାହିଁ।
୧୫ମେନ୍‌ଦ ଆପେ ହଡ଼କଆଃ ଗୁହ୍ନାଁଁକେ କାପେ ଛାମାଏରେଦ, ଆପେୟାଃ ସିର୍ମାରେନ୍‌ ଆପୁହଁ ଆପେକେ କାଏ ଛାମାପେୟା ।
16 ଉପବାସ କରିବା ସମୟରେ କପଟୀମାନଙ୍କ ପରି ବିଷର୍ଣ୍ଣବଦନ ହୁଅ ନାହିଁ, କାରଣ ସେମାନେ ଉପବାସ କରୁଅଛନ୍ତି ବୋଲି ଲୋକମାନଙ୍କ ଆଗରେ ଦେଖାଇବା ପାଇଁ ଆପଣା ଆପଣା ମୁଖ ମଳିନ କରନ୍ତି; ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେମାନେ ଆପଣା ଆପଣା ପୁରସ୍କାର ପାଇଅଛନ୍ତି।
୧୬“ଆପେ କାଟାବ୍‌ ଇମ୍‌ତା ବେଦାହଡ଼କ ଲେକା ଆଲ୍‌ପେ ଗସ ମେଦ୍‌ମୁହାଁଡ଼େନା, ଚିୟାଃଚି ଇନ୍‌କୁଦ କାଟାବ୍‌ତାନାଲେ ମେନ୍ତେ ହଡ଼କଆଃ ଆୟାର୍‌ରେ ନେଲଃକାଲେ ମେନ୍ତେ ଆକ ଗସ ମେଦ୍‌ମୁହାଁଡ଼୍‌ଗିକ ତାଇନାଃ । ଆଇଙ୍ଗ୍‌ ଆପେକେ ସାର୍‌ତିଗି କାଜିପେତାନା, ଇନ୍‌କୁ ଆକଆଃ ନାଲା ନାମ୍‌ ଚାବାକାଦାକ ।
17 କିନ୍ତୁ ତୁମ୍ଭେ ଉପବାସ କରିବା ସମୟରେ ତୁମ୍ଭ ମସ୍ତକରେ ତୈଳ ଲଗାଅ ଓ ମୁଖ ପ୍ରକ୍ଷାଳନ କର,
୧୭ମେନ୍‌ଦ ଆପେ କାଟାବ୍‌ ଇମ୍‌ତା ଆପେୟାଃ ମେଦ୍‌ମୁହାଁଡ଼୍‌ ଆବୁଙ୍ଗ୍‌ୟେଁନ୍‌ପେ ଆଡଃ ବହଃରେ ସୁନୁମ୍‌ ଗସଗେନ୍‌ପେ ।
18 ଯେପରି ତୁମ୍ଭେ ଉପବାସ କରୁଅଛ ବୋଲି ଲୋକଙ୍କ ସାକ୍ଷାତରେ ଦେଖା ନ ଯାଇ ବରଂ ଗୋପନରେ ଥିବା ତୁମ୍ଭ ପିତାଙ୍କ ନିକଟରେ ଦେଖାଯିବ; ଆଉ ତୁମ୍ଭର ପିତା ଯେ ଗୋପନରେ ଦେଖନ୍ତି, ସେ ତୁମ୍ଭକୁ ଫଳ ଦେବେ।
୧୮ନେ ଲେକାତେ ଆପେ ହଡ଼କଆଃ ଆୟାର୍‌ରେ କାଟାବ୍‌ତାନାକ ମେନ୍ତେଦ କା ମେନ୍‌ଦ କା ନେଲଃତାନ୍‌ ଆପୁତାଃରେ କାଟାବ୍‌ତାନାକ ମେନ୍ତେପେ ଉଦୁବଃଆ, ଆଡଃ ଦାନାଙ୍ଗ୍‌ରେ ନେଲ୍‌ତାନ୍‌ ଆପେୟାଃ ଆପୁ ନାଲାଏ ଏମାପେୟା ।
19 ଯେଉଁଠାରେ କୀଟ ଓ କଳଙ୍କ କ୍ଷୟ କରେ ପୁଣି, ଚୋରମାନେ ସିନ୍ଧି କାଟି ଚୋରି କରନ୍ତି, ଏପରି ପୃଥିବୀରେ ଆପଣା ଆପଣା ନିମନ୍ତେ ଧନ ସଞ୍ଚୟ କର ନାହିଁ;
୧୯“ନେ ଅତେରେ ଆପେୟାଃ ନାଗେନ୍ତେ ଖୁର୍ଜି ଆଲ୍‌ପେ ହୁଣ୍ଡିଆଃ, ନେତାଃରେ ନିଦିର୍‌କ ଆଡଃ ମୁର୍ଚାଜମ୍‌କେଦ୍‌ତେ ଜିୟନଃଆ ଆଡଃ କୁମ୍ବୁଡ଼ୁକ ସିନ୍ଧି ତଡ଼ାଅକେଦ୍‌ତେ କୁମ୍ବୁଡ଼ୁଆଃକ ।
20 ମାତ୍ର ଯେଉଁଠାରେ କୀଟ ଓ କଳଙ୍କ ନଷ୍ଟ ନ କରେ ଏବଂ ଚୋରମାନେ ସିନ୍ଧି କାଟି ଚୋରି ନ କରନ୍ତି, ଏପରି ସ୍ୱର୍ଗରେ ଆପଣା ଆପଣା ନିମନ୍ତେ ଧନ ସଞ୍ଚୟ କର,
୨୦ମେନ୍‌ଦ ଆପେ ନାଗେନ୍ତେ ସିର୍ମାରେ ଖୁର୍ଜି ହୁଣ୍ଡିପେ, ଏନ୍ତାଃରେ ତିଜୁ ଆଡଃ ନିଦିର୍‌ କାକ ଜିୟନେଆ ଆଡଃ କୁମ୍ବୁଡ଼ୁକ ସିନ୍ଧି ତଡ଼ାଅକେଦ୍‌ତେ କାକ କୁମ୍ବୁଡ଼ୁଆଃ ।
21 କାରଣ ଯେଉଁଠାରେ ତୁମ୍ଭର ଧନ, ସେହିଠାରେ ମଧ୍ୟ ତୁମ୍ଭର ମନ।
୨୧ଚିୟାଃଚି ଆପେୟାଃ ଖୁର୍ଜି ତାଇନଃତାଃରେଗି ଆପେୟାଃ ମନ୍‌ ତାଇନାଃ ।
22 ଚକ୍ଷୁ ଶରୀରର ପ୍ରଦୀପ। ଏଣୁ ତୁମ୍ଭର ଚକ୍ଷୁ ଯେବେ ନିର୍ମଳ ଥାଏ, ତେବେ ତୁମ୍ଭର ସମସ୍ତ ଶରୀର ଆଲୋକମୟ ହେବ।
୨୨“ମେଦ୍‌ଦ ହଡ଼୍‌ମରେୟାଃ ଦିମି ତାନାଃ, ଆପେୟାଃ ମେଦ୍‌ ନିରାଲ୍‌ ମେନାଃରେଦ ଗଟା ହଡ଼୍‌ମତାପେୟାଃ ମାର୍ସାଲଃଆ ।
23 କିନ୍ତୁ ତୁମ୍ଭର ଚକ୍ଷୁ ଯେବେ ଦୂଷିତ ଥାଏ, ତେବେ ତୁମ୍ଭର ସମସ୍ତ ଶରୀର ଅନ୍ଧକାରମୟ ହେବ। ଅତଏବ ତୁମ୍ଭ ଅନ୍ତରସ୍ଥ ଜ୍ୟୋତିଃ ଯେବେ ଅନ୍ଧକାର ହୁଏ, ତେବେ ସେ ଅନ୍ଧକାର କେଡ଼େ ଘୋରତର!
୨୩ମେନ୍‌ଦ ଆପେୟାଃ ମେଦ୍‌ ଏତ୍‌କାନ୍‌ ମେନାଃରେଦ, ଆପେୟାଃ ଗଟା ହଡ଼୍‌ମ ନୁବାଗଃଆ । ଏନା ନାଗେନ୍ତେ ଆପେରେ ତାଇନଃତାନ୍‌ ମାର୍ସାଲ୍‌ ନୁବାଗଃରେଦ, ଚିମିନ୍‌ ମାରାଙ୍ଗ୍‌ ବରୱାନ୍‌ ନୁବାଃ ହବାଅଆଃ ।
24 କୌଣସି ଲୋକ ଦୁଇ ପ୍ରଭୁଙ୍କର ଦାସ ହୋଇପାରେ ନାହିଁ; କାରଣ ସେ ଜଣଙ୍କୁ ଘୃଣା କରିବ ଓ ଅନ୍ୟ ଜଣକୁ ପ୍ରେମ କରିବ, ଅଥବା ଜଣଙ୍କ ପ୍ରତି ଅନୁରକ୍ତ ହେବ ଓ ଅନ୍ୟ ଜଣଙ୍କୁ ଅବଜ୍ଞା କରିବ। ତୁମ୍ଭେମାନେ ଈଶ୍ବର ଓ ଧନ ଉଭୟର ଦାସ ହୋଇପାର ନାହିଁ।
୨୪“ଜେତାଏ ବାରିଆ ଗମ୍‌କେକିନାଃ ଦାସି କାଏ ହବାଦାଡ଼ିୟଃଆ । ଚିୟାଃଚି ଇନିଃ ମିହୁଡ଼୍‌କେ ହିଲାଙ୍ଗ୍‌ଇୟାଏ ଆଡଃ ଏଟାଃ ମିହୁଡ଼୍‌କେ ଦୁଲାଡ଼ିୟାଏ, ଚାଏ ମିଆଁଦ୍‌ନିଃଲଃ ମେସାନାଏ ଆଡଃ ଏଟାଃନିଃଲଃ କାଏ ମେସାନା । ଆପେ ପାର୍‌ମେଶ୍ୱାର୍‌ ଆଡଃ ଖୁର୍ଜି ବାରାନାଃରେ କାପେ ଦାସିଦାଡ଼ିନା ।”
25 ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭମାନଙ୍କ ଜୀବନ ନିମନ୍ତେ କଅଣ ଖାଇବ ବା କଅଣ ପିଇବ, କିଅବା କଅଣ ପିନ୍ଧିବ, ଏଭଳି ତୁମ୍ଭମାନଙ୍କ ଶରୀର ନିମନ୍ତେ ମଧ୍ୟ ଚିନ୍ତା କର ନାହିଁ। ଖାଦ୍ୟ ଅପେକ୍ଷା ଜୀବନ ଓ ବସ୍ତ୍ର ଅପେକ୍ଷା ଶରୀର କି ଶ୍ରେଷ୍ଠ ନୁହେଁ?
୨୫“ଏନାମେନ୍ତେ ଆଇଙ୍ଗ୍‌ ଆପେକେ କାଜିପେତାନାଇଙ୍ଗ୍‌, ଜୀନିଦ୍‌ ତାଇନଃ ନାଗେନ୍ତେ ଚିକ୍‌ନାଃବୁ ଜମାଃ ଆଡଃ ଚିକ୍‌ନାଃବୁ ନୁଁଏୟା, ଚାଏ ହଡ଼୍‌ମରେ ଚିକ୍‌ନାଃବୁ ତୁସିଙ୍ଗ୍‌ୟେଁନା ମେନ୍ତେ ଆପେୟାଃ ଜୀଉରେ ଆଲ୍‌ପେ ଉଡ଼ୁଃୟା । ଜମେୟାଁଃଏତେ ଜୀଉ ଆଡଃ ଲିଜାଃଏତେ ହଡ଼୍‌ମ କା'ଚି ମାରାଙ୍ଗ୍‌ଆଁ?
26 ଆକାଶର ପକ୍ଷୀମାନଙ୍କୁ ଦେଖ, ସେମାନେ ବୁଣନ୍ତି ନାହିଁ କି କାଟନ୍ତି ନାହିଁ କିଅବା ଅମାରରେ ସଞ୍ଚୟ କରନ୍ତି ନାହିଁ, ଆଉ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ସେମାନଙ୍କୁ ଖାଦ୍ୟ ଦିଅନ୍ତି। ତୁମ୍ଭେମାନେ କଅଣ ସେମାନଙ୍କଠାରୁ ଶ୍ରେଷ୍ଠ ନୁହଁ?
୨୬ଚେଣେଁକକେ ନେଲ୍‌କପେ, ଇନ୍‌କୁ କାକ ହେରେୟା ଚାଏ କାକ ଇରେୟା, ଆଡଃ ଇନ୍‌କୁଆଃ ଭାଣ୍ଡାର୍‌ ଅଡ଼ାଃରେ କାକ ହୁଣ୍ଡିଆଃ, ହଲେହଁ ଆପେୟାଃ ସିର୍ମାରେନ୍‌ ଆପୁ ଇନ୍‌କୁକେ ଆସୁଲ୍‌କତାନାଏ । ଆପେ ଚିନାଃ ଇନ୍‌କୁତାଃଏତେ କାପେ ମାରାଙ୍ଗ୍‌ଆଃ?
27 ପୁଣି, ତୁମ୍ଭମାନଙ୍କ ମଧ୍ୟରେ କିଏ ଚିନ୍ତା କରି କରି ଆପଣା ଆୟୁଷର ଗୋଟିଏ ମୁହୂର୍ତ୍ତ ମଧ୍ୟ ବୃଦ୍ଧି କରିପାରେ?
୨୭ଆପେକଏତେ ଅକଏ ଉଡୁଃକେଦ୍‌ତେ ଆୟାଃ ଜୀଉକେ ମିଦ୍‌ ଘାଡ଼ି ପସାଦାଡ଼ିୟାଏ?
28 ଆଉ ବସ୍ତ୍ର ନିମନ୍ତେ କାହିଁକି ଚିନ୍ତା କରୁଅଛ? କ୍ଷେତ୍ରର ପୁଷ୍ପଗୁଡ଼ିକ ବିଷୟରେ ଭାବି ଶିକ୍ଷା ଗ୍ରହଣ କର, ସେଗୁଡ଼ିକ କିପରି ବଢ଼ନ୍ତି; ସେ ସବୁ ପରିଶ୍ରମ କରନ୍ତି ନାହିଁ, କିମ୍ବା ସୂତା କାଟନ୍ତି ନାହିଁ,
୨୮“‘ଆଡଃ ଆପେ ଲିଜାଃ ନାଗେନ୍ତେ ଚିନାଃ ମେନ୍ତେପେ ଉଡ଼ୁଃତାନା? ଅତେରେୟାଃ ବାହାକକେ ନେଲେପେ, ଏନାକ ଚିଲ୍‌କା ହାରାତାନା, ଏନାକ କାକ କାମିତାନା, ଚାଏ କାକ ତୁକୁଇତାନା,
29 ତଥାପି ମୁଁ ତୁମ୍ଭମାନଙ୍କୁ କହୁଅଛି, ଶଲୋମନ ସୁଦ୍ଧା ଆପଣାର ସମସ୍ତ ଐଶ୍ୱର୍ଯ୍ୟରେ ଏଗୁଡ଼ିକ ମଧ୍ୟରୁ ଗୋଟିକ ପରି ବିଭୂଷିତ ନ ଥିଲେ।
୨୯ହଲେହଁ ଆଇଙ୍ଗ୍‌ ଆପେକେ କାଜିୟାପେ ତାନାଇଙ୍ଗ୍‌, ସୁଲିମାନ୍‌ହଁ ଆୟାଃ ସବେନ୍‌ ସୁଗାଡ଼ାନ୍‌ତେୟାଃଏତେ ଏନ୍‌ ବାହାକ ଲେକା କାଏ ସିଙ୍ଗାରାକାନ୍ ତାଇକେନା ।’
30 କିନ୍ତୁ କ୍ଷେତର ଯେଉଁ ଘାସ ଆଜି ଅଛି, ଆଉ କାଲି ଚୁଲିରେ ପକାଯାଏ, ତାହାକୁ ଯେବେ ଈଶ୍ବର ଏପ୍ରକାର ବେଶ ଦିଅନ୍ତି, ତେବେ, ହେ ଅଳ୍ପ ବିଶ୍ୱାସୀମାନେ, ସେ ତୁମ୍ଭମାନଙ୍କୁ କି ଅଧିକ ନିଶ୍ଚିତରୂପେ ବସ୍ତ୍ର ନ ଦେବେ?
୩୦ତିସିଙ୍ଗ୍‌ ମେନାଃ ଆଡଃ ଗାପା ଚୁଲ୍ଲାରେ ହାଁଣବଃତାନ୍‌ ଅତେରାଃ ତାସାଦ୍‌କେ ପାର୍‌ମେଶ୍ୱାର୍‌ ନେ ଲେକାଏ ସିଙ୍ଗାର୍‌ରେ ରେଦ, ଏ ହୁଡିଙ୍ଗ୍‌ ବିଶ୍ୱାସ୍‌ତାନ୍‌କ, ଚିୟାଃ ଇନିଃ ନେଆଁଁଏତେ ଆଦ୍‌କା ଆପେକେ କାଏ ତୁସିଙ୍ଗ୍‌ପେୟା?
31 ଏଣୁ କଅଣ ଖାଇବା? ଅବା କଅଣ ପିଇବା? କିଅବା କଅଣ ପିନ୍ଧିବା? ଏହା କହି ଚିନ୍ତିତ ହୁଅ ନାହିଁ।
୩୧“ଏନା ନାଗେନ୍ତେ ‘ଚିକ୍‌ନାଃବୁ ଜମେୟାଁ? ଚାଏ ଚିକ୍‌ନାଃବୁ ନୁଁଏୟା? ଚାଏ ଚିକ୍‌ନାଃବୁ ତୁସିଙ୍ଗ୍‌ୟେଁନା?’ ମେନ୍ତେ ଆଲ୍‌ପେ ଉଡ଼ୁଗେୟା ।
32 କାରଣ ଅଣଯିହୁଦୀମାନେ ଏହିସବୁ ବିଷୟ ଖୋଜି ବୁଲନ୍ତି। ଆଉ ଏହି ସମସ୍ତ ବିଷୟ ଯେ ତୁମ୍ଭମାନଙ୍କର ଆବଶ୍ୟକ, ତାହା ତୁମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା ଜାଣନ୍ତି।
୩୨ଚିୟାଃଚି ସାଅଁସାର୍‌ ହଡ଼କ ନେ ସବେନାଃ ଦାଣାଁଁବାଡ଼ାଃକ, ଆଡଃ ନେ ସବେନାଃ ଆପେୟାଃ ଲାଗାତିଙ୍ଗ୍‌ୟାଁଃ, ଏନା ଆପେୟାଃ ସିର୍ମାରେନ୍‌ ଆପୁ ସାରିୟାଏ ।
33 କିନ୍ତୁ ତୁମ୍ଭେମାନେ ପ୍ରଥମରେ ତାହାଙ୍କ ରାଜ୍ୟ ଓ ଧାର୍ମିକତା ଅନ୍ୱେଷଣ କର, ଆଉ ଏହି ସମସ୍ତ ବିଷୟ ମଧ୍ୟ ତୁମ୍ଭମାନଙ୍କୁ ଦିଆଯିବ।
୩୩ମେନ୍‌ଦ ଆପେ ସିଦାତେ ପାର୍‌ମେଶ୍ୱାର୍‌ଆଃ ରାଇଜ୍‌ ଆଡଃ ଇନିୟାଃ ଧାର୍‌ମାନ୍‌ କାଜି ଦାଣାଁଁଏପେ, ଆଡଃ ନେ ସବେନାଃହ ଆପେକେ ଏମଃଆ ।
34 ଅତଏବ କାଲି ପାଇଁ ଚିନ୍ତିତ ହୁଅ ନାହିଁ, କାରଣ କାଲି ନିଜେ ନିଜ ପାଇଁ ଚିନ୍ତା କରିବ। ଆଜିର କଷ୍ଟ ଆଜି ପାଇଁ ଯଥେଷ୍ଟ।
୩୪ଏନା ନାଗେନ୍ତେ ଗାପାନାଙ୍ଗ୍‌ ଆଲ୍‌ପେ ଉଡ଼ୁଃୟା, ଚିୟାଃଚି ଗାପାଦ ଆୟାଃ ନାଙ୍ଗ୍‌ ଆଇଃକ୍‌ଗି ଉଡ଼ୁଃୟା । ମୁସିଙ୍ଗ୍‌ରେୟାଃ ଦୁକୁ ମୁସିଙ୍ଗ୍‌ ନାଗେନ୍ତେ ଥିମ୍ୱାଗିଆ ।

< ମାଥିଉ 6 >