< ମାଥିଉ 6 >
1 ଲୋକ ଦେଖାଇବା ପାଇଁ ସେମାନଙ୍କ ସମ୍ମୁଖରେ ଯେପରି ଧର୍ମକର୍ମ ନ କର, ଏଥିପାଇଁ ତୁମ୍ଭେମାନେ ସାବଧାନ ହୋଇଥାଅ, ନୋହିଲେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତାଙ୍କ ନିକଟରେ ତୁମ୍ଭମାନଙ୍କର ପୁରସ୍କାର ନାହିଁ।
“ଲକ୍ମଃନ୍କେ ଦଃକାୟ୍ ଅଃଉଁକେ ଇଚା କଃରି ସେମଃନାର୍ ମୁଏଁ ଇସ୍ୱରାର୍ ଇଚା ବିରଦେ କଃରାନାୟ୍; ଇତାକ୍ ଜଃଗ୍ରାତ୍ ଅୟ୍ରିଆ, ସେବାନ୍ୟା କଃଲେକ୍ ତୁମାର୍ ସଃର୍ଗାର୍ ଉବାଦି ତଃୟ୍ହୁଣି ତୁମି କାୟ୍ ହେଁ ପୁରିସ୍କାର୍ ହାଉଁ ନଃହାରାସ୍ ।”
2 ଏଣୁ ଦାନ କରିବା ସମୟରେ କପଟୀମାନଙ୍କ ପରି ନିଜ ସମ୍ମୁଖରେ ତୂରୀ ବଜାଅ ନାହିଁ; ସେମାନେ ଲୋକମାନଙ୍କଠାରୁ ଗୌରବ ପାଇବା ପାଇଁ ସମାଜଗୃହରେ ଓ ଦାଣ୍ଡରେ ସେପ୍ରକାର କରନ୍ତି। ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେମାନେ ଆପଣା ଆପଣା ପୁରସ୍କାର ପାଇଅଛନ୍ତି।
“ଇତାକ୍ ଦାନ୍ କଃର୍ତାବଃଳ୍ ହେଟ୍କପଟ୍ୟାମଃନାର୍ ହର୍ ଅଃହ୍ଣାର୍ ମୁଏଁ ତୁରି ହୁକା ନାୟ୍; ସେମଃନ୍ ଲକ୍ମଃନାର୍ ତଃୟ୍ହୁଣି ଜଃଜ୍ମାନ୍ ହାଉଁକ୍ ପାର୍ତ୍ନା ଗଃରେ ଆର୍ ସାୟ୍ ମଃଜାୟ୍ ସେବାନ୍ୟା କଃର୍ତି । ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ସେମଃନ୍ ଅଃହ୍ଣା ଅଃହ୍ଣା କଃଲା କାମାର୍ ପୁରିସ୍କାର୍ ହାୟ୍ଲାୟ୍ ଆଚ୍ତି ।
3 କିନ୍ତୁ ତୁମ୍ଭେ ଦାନ କରିବା ସମୟରେ ତୁମ୍ଭର ଦକ୍ଷିଣ ହସ୍ତ କଅଣ କରୁଅଛି ତାହା ତୁମ୍ଭର ବାମ ହସ୍ତ ନ ଜାଣୁ,
ମଃତର୍ ତୁମିମଃନ୍ ଦାନ୍ କଃର୍ତାବଃଳ୍ ତୁମାର୍ କାତା ଆତ୍ କାୟ୍ କଃରୁଲି, ସେରି ଡେବ୍ରି ଆତ୍ ନଃଜାଣ,
4 ଯେପରି ତୁମ୍ଭର ଦାନ ଗୋପନରେ ହେବ, ଆଉ ତୁମ୍ଭର ପିତା ଯେ ଗୋପନରେ ଦେଖନ୍ତି, ସେ ତୁମ୍ଭକୁ ଫଳ ଦେବେ।
ଜଃନ୍କଃରି ତୁମାର୍ ଇ ଦାନ୍ ଲୁକ୍ଣେ ଅୟ୍ଦ୍ ଆର୍ ତୁମାର୍ ଉବାଦି ଜେ ଲୁକ୍ଣେ ଦଃକେଦ୍, ସେ ତୁମିକେ ହଃଳ୍ ଦଃୟଃଦ୍ ।”
5 ପ୍ରାର୍ଥନା କରିବା ସମୟରେ କପଟୀମାନଙ୍କ ପରି ହୁଅ ନାହିଁ, କାରଣ ସେମାନେ ଲୋକ ଦେଖାଇବା ପାଇଁ ସମାଜଗୃହ ଓ ଛକକୋଣରେ ଠିଆ ହୋଇ ପ୍ରାର୍ଥନା କରିବାକୁ ଭଲ ପାଆନ୍ତି; ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେମାନେ ଆପଣା ଆପଣା ପୁରସ୍କାର ପାଇଅଛନ୍ତି।
“ପାର୍ତନା କଃର୍ତାବଃଳ୍ ହେଟ୍କପଟ୍ୟାମଃନାର୍ ହର୍ ଅଃଉଆ ନାୟ୍, କାୟ୍ତାକ୍ବଃଲେକ୍ ସେମଃନ୍ ଲକ୍କେ ଦଃକାୟ୍ ଅଃଉଁକେ ପାର୍ତ୍ନା ଗଃରେ ଆର୍ ସାୟ୍ ମୁଣ୍ଡେମଃନ୍ ଟିଆଅୟ୍ ପାର୍ତ୍ନା କଃରୁକେ ମଃନ୍ କଃର୍ତି; ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ସେମଃନ୍ ଅଃହ୍ଣା ଅଃହ୍ଣା କଃଲା କାମାର୍ ସଃର୍ନେ ପୁରିସ୍କାର୍ ହାୟ୍ ଆଚ୍ତି ।
6 କିନ୍ତୁ ତୁମ୍ଭେ ପ୍ରାର୍ଥନା କରିବା ସମୟରେ ତୁମ୍ଭର ଗୁପ୍ତ କୋଠରୀରେ ପ୍ରବେଶ କର, ପୁଣି, ତୁମ୍ଭର ଦ୍ୱାର ବନ୍ଦ କରି ଗୋପନରେ ଥିବା ତୁମ୍ଭ ପିତାଙ୍କ ଛାମୁରେ ପ୍ରାର୍ଥନା କର; ଆଉ ତୁମ୍ଭର ପିତା ଯେ ଗୋପନରେ ଦେଖନ୍ତି, ସେ ତୁମ୍ଭକୁ ଫଳ ଦେବେ।
ମଃତର୍ ତୁମି ପାର୍ତ୍ନା କଃର୍ତାବଃଳ୍ ତୁମାର୍ ଗଃର୍ ବିତ୍ରେ ଜାହା ଆରେକ୍ ଦୁଆର୍ ଡାହିକଃରି ଲୁକ୍ଣେ ତୁମାର୍ ଉବାଦି ଚଃମେ ପାର୍ତ୍ନା କଃରା; ଆର୍ ତୁମାର୍ ସଃବୁ ଦଃକ୍ତା ସଃର୍ଗାର୍ ଉବାଦି, ଜେ କି ନଃଡିସ୍ତେ ଆଚେ, ସେ ସେରି ଦଃକି ତୁମିକେ ପୁରିସ୍କାର୍ ଦଃୟଃଦ୍ ।”
7 ପୁଣି, ପ୍ରାର୍ଥନା କରିବା ସମୟରେ ଅଣଯିହୁଦୀମାନଙ୍କ ପରି ଅନାବଶ୍ୟକ ପୁନରୁକ୍ତି କର ନାହିଁ, କାରଣ ସେମାନେ ବହୁତ କଥା କହିବାରୁ ସେମାନଙ୍କ ପ୍ରାର୍ଥନା ଶୁଣାଯିବ ବୋଲି ମନେ କରନ୍ତି।
“ଆରେକ୍ ପାର୍ତ୍ନା କଃର୍ତାବଃଳ୍ ଇସ୍ୱର୍କେ ଅଜିଉଦି ଲକାର୍ ହର୍ ଚୁଚାହଲ୍ୟା କଃତାମଃନ୍ କୟ୍ ତର୍କେ ତର୍ ପାର୍ତ୍ନା କଃରାନାୟ୍, କାୟ୍ତାକ୍ବଃଲେକ୍ ସେମଃନ୍ ବୁତେକ୍ କଃତା କୟ୍ ପାର୍ତ୍ନା କଃଲେକ୍ ଇସ୍ୱର୍ ସେମଃନାର୍ କଃତା ସୁଣେଦ୍ ବଃଲି ମଃନେ ବାବ୍ତି ।
8 ଏଣୁ ସେମାନଙ୍କ ପରି ହୁଅ ନାହିଁ, କାରଣ ତୁମ୍ଭମାନଙ୍କର କଅଣ ପ୍ରୟୋଜନ, ମାଗିବା ପୂର୍ବରୁ ତୁମ୍ଭମାନଙ୍କର ପିତା ଈଶ୍ବର ତାହା ଜାଣନ୍ତି।
ଇତାର୍ ଗିନେ ସେମଃନାର୍ ହର୍ ଅଃଉଆ ନାୟ୍, କାୟ୍ତାକ୍ବଃଲେକ୍ ତୁମିମଃନାର୍ କାୟ୍ରି ଲଳା, ସେରି ମାଗ୍ତା ଆଗ୍ତୁ ତୁମାର୍ ସଃର୍ଗାର୍ ଉବାଦି ଇସ୍ୱର୍ ସେରି ଜାଣେଦ୍ ।
9 ଅତଏବ ତୁମ୍ଭେମାନେ ଏହି ପ୍ରକାରେ ପ୍ରାର୍ଥନା କର, ‘ହେ ଆମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା, ତୁମ୍ଭ ନାମ ପବିତ୍ର ବୋଲି ମାନ୍ୟ ହେଉ।
ତଃବାର୍ଗିନେ ତୁମିମଃନ୍ ଇବାନ୍ୟା ବଃଲି ପାର୍ତ୍ନା କଃରା- ‘ଏ ଅଃମାର୍ ସଃର୍ଗାର୍ ଉବା, ତର୍ ନାଉଁ ପବିତ୍ର ବଃଲି ମାନ୍ତି ଅଃଉଅ;
10 ତୁମ୍ଭର ରାଜ୍ୟ ଆସୁ। ଯେପରି ସ୍ୱର୍ଗରେ, ସେହିପରି ପୃଥିବୀରେ ତୁମ୍ଭର ଇଚ୍ଛା ସଫଳ ହେଉ।
ତର୍ ରାଇଜ୍ ଆସ, ଜଃନ୍କଃରି ସଃର୍ଗେ ସେନ୍କଃରି ହୁର୍ତିବି ତଃୟ୍ ତର୍ ଇଚା ହୁରୁଣ୍ ଅଃଉଅ ।
11 ଆଜି ଆମ୍ଭମାନଙ୍କୁ ପ୍ରୟୋଜନୀୟ ଆହାର ଦିଅ।
ଆଜି ଅଃମିମଃନ୍କ୍ ଲଳା ରିଲା କାଦି ଦେ ।
12 ଆମ୍ଭେମାନେ ଯେପରି ଆପଣା ଆପଣା ଅପରାଧୀମାନଙ୍କୁ କ୍ଷମା କରିଅଛୁ, ସେପରି ଆମ୍ଭମାନଙ୍କର ଅପରାଧସବୁ କ୍ଷମା କର।
ଅଃମିମଃନ୍ ଜଃନ୍କଃରି ଅଃହ୍ଣା ଅଃହ୍ଣାର୍ ସଃବୁ ଦସିମଃନ୍କେ କେମା କଃରୁଲୁ, ସେନ୍କଃରି ଅଃମାର୍ ସଃବୁ ହାହ୍ କେମା କଃର୍ ।
13 ପରୀକ୍ଷାରେ ଆମ୍ଭମାନଙ୍କୁ ଆଣ ନାହିଁ, ମାତ୍ର ମନ୍ଦରୁ ରକ୍ଷା କର। [ଯେଣୁ ରାଜ୍ୟ, ପରାକ୍ରମ ଓ ଗୌରବ ଯୁଗେ ଯୁଗେ ତୁମ୍ଭର। ଆମେନ୍।]’
ପରିକ୍ୟାୟ୍ ଅଃମିମଃନ୍କ୍ ଆଣ୍ନାୟ୍, ମଃତର୍ ସୟ୍ତାନ୍ ଜେ ଦୁସ୍ଟ୍ ତାର୍ ତଃୟ୍ହୁଣି ଅଃମିକ୍ ରଃକ୍ୟା କଃର୍ । ଜଃନ୍ ରାଇଜ୍, ସଃକ୍ତି ଆର୍ ଜଃଜ୍ମାନ୍ ଜୁଗେ ଜୁଗେ ତର୍ ଅଃଉଅ, ଆମେନ୍ ।’”
14 କାରଣ ଯେବେ ଲୋକମାନଙ୍କର ଅପରାଧସବୁ କ୍ଷମା କର, ତେବେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ତୁମ୍ଭମାନଙ୍କୁ ମଧ୍ୟ କ୍ଷମା କରିବେ;
“ତୁମି ଜଦି ଲକ୍ମଃନାର୍ ସଃବୁ ଦଃସ୍ କେମା କଃରାସ୍, ତଃବେ ତୁମାର୍ ସଃର୍ଗାର୍ ଉବାଦି ତୁମିକେ ହେଁ କେମା କଃରେଦ୍ ।
15 କିନ୍ତୁ ଯେବେ ଲୋକମାନଙ୍କୁ କ୍ଷମା ନ କର, ତେବେ ତୁମ୍ଭମାନଙ୍କ ପିତା ମଧ୍ୟ ତୁମ୍ଭମାନଙ୍କ ଅପରାଧସବୁ କ୍ଷମା କରିବେ ନାହିଁ।
ମଃତର୍ ତୁମି ଜଦି ଲକ୍ମଃନ୍କେ କେମା ନଃକେରାସ୍, ତଃବେ ତୁମାର୍ ସଃର୍ଗାର୍ ଉବାଦି ହେଁ ତୁମାର୍ ଦଃସ୍ ସଃବୁ କେମା ନଃକେରେ ।”
16 ଉପବାସ କରିବା ସମୟରେ କପଟୀମାନଙ୍କ ପରି ବିଷର୍ଣ୍ଣବଦନ ହୁଅ ନାହିଁ, କାରଣ ସେମାନେ ଉପବାସ କରୁଅଛନ୍ତି ବୋଲି ଲୋକମାନଙ୍କ ଆଗରେ ଦେଖାଇବା ପାଇଁ ଆପଣା ଆପଣା ମୁଖ ମଳିନ କରନ୍ତି; ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେମାନେ ଆପଣା ଆପଣା ପୁରସ୍କାର ପାଇଅଛନ୍ତି।
“ଉହାସ୍ କଃର୍ତାବଃଳ୍ ହେଟ୍କପଟ୍ୟାମଃନାର୍ ହର୍ ମୁଉଁ ସୁକାୟ୍ ରିଆନାୟ୍, କାୟ୍ତାକ୍ବଃଲେକ୍ ସେମଃନ୍ ଉହାସ୍ କଃରୁଲାୟ୍ ବଃଲି ଲକ୍ମଃନ୍କେ ଦଃକାୟ୍ ଅଃଉଁକେ ଅଃହ୍ଣା ଅଃହ୍ଣାର୍ ମୁଉଁ ସୁକାୟ୍ ରେତି; ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ସେମଃନ୍ ଅଃହ୍ଣା ଅଃହ୍ଣା କଃଲା କାମାର୍ ପୁରିସ୍କାର୍ ହାୟ୍ ଆଚ୍ତି ।
17 କିନ୍ତୁ ତୁମ୍ଭେ ଉପବାସ କରିବା ସମୟରେ ତୁମ୍ଭ ମସ୍ତକରେ ତୈଳ ଲଗାଅ ଓ ମୁଖ ପ୍ରକ୍ଷାଳନ କର,
ମଃତର୍ ତୁମି ଉହାସ୍ କଃର୍ତାବଃଳ୍ ମୁଉଁ ଦଃଉଆ ଆର୍ ମୁଣ୍ଡେ ଚିକଣ୍ ଲାଗାଉଆ,
18 ଯେପରି ତୁମ୍ଭେ ଉପବାସ କରୁଅଛ ବୋଲି ଲୋକଙ୍କ ସାକ୍ଷାତରେ ଦେଖା ନ ଯାଇ ବରଂ ଗୋପନରେ ଥିବା ତୁମ୍ଭ ପିତାଙ୍କ ନିକଟରେ ଦେଖାଯିବ; ଆଉ ତୁମ୍ଭର ପିତା ଯେ ଗୋପନରେ ଦେଖନ୍ତି, ସେ ତୁମ୍ଭକୁ ଫଳ ଦେବେ।
ଜଃନ୍କଃରି ତୁମି ଉହାସ୍ କଃରୁଲାସ୍ ବଃଲି ଲକ୍ମଃନ୍ ନଃଜାଣତ୍, ମଃତର୍ ତୁମାର୍ ନଃଡିସ୍ତାର୍ ଉବାଦିର୍ ମୁଏଁ ଜାଣାହଃଳା; ଆର୍ ତୁମାର୍ ସଃର୍ଗାର୍ ଉବାଦି ଜେ କି ନଃଡିସ୍ତେ ଆଚେ, ସେ ତୁମିକେ ହଃଳ୍ ଦଃୟଃଦ୍ ।”
19 ଯେଉଁଠାରେ କୀଟ ଓ କଳଙ୍କ କ୍ଷୟ କରେ ପୁଣି, ଚୋରମାନେ ସିନ୍ଧି କାଟି ଚୋରି କରନ୍ତି, ଏପରି ପୃଥିବୀରେ ଆପଣା ଆପଣା ନିମନ୍ତେ ଧନ ସଞ୍ଚୟ କର ନାହିଁ;
“ଜୁୟ୍ ଲଃଗେ ଅଳ୍ମା କି କିଲୁଆ ନଃସ୍ଟ୍ କଃରେଦ୍, ଆରେକ୍ ଚର୍ମଃନ୍ ସିନ୍ଦ୍ମାରି ଚରି ନେତି, ଇବାନ୍ୟା ହୁର୍ତିବି ଲଃଗେ ଅଃହ୍ଣା ଅଃହ୍ଣାର୍ ଗିନେ ଦଃନ୍ ଅଃର୍ଜା ନାୟ୍ ।
20 ମାତ୍ର ଯେଉଁଠାରେ କୀଟ ଓ କଳଙ୍କ ନଷ୍ଟ ନ କରେ ଏବଂ ଚୋରମାନେ ସିନ୍ଧି କାଟି ଚୋରି ନ କରନ୍ତି, ଏପରି ସ୍ୱର୍ଗରେ ଆପଣା ଆପଣା ନିମନ୍ତେ ଧନ ସଞ୍ଚୟ କର,
ମଃତର୍ ଜୁୟ୍ ଲଃଗେ ଅଳ୍ମା କି କିଲୁଆ ନଃସ୍ଟ୍ ନଃକେରେ ଆର୍ ଚର୍ମଃନ୍ ସିନ୍ଦ୍ମାରି ଚରି ନଃନେତି, ଇବାନ୍ୟା ସଃର୍ଗେ ଅଃହ୍ଣା ଅଃହ୍ଣାର୍ ଗିନେ ଦଃନ୍ ଅଃର୍ଜା ।
21 କାରଣ ଯେଉଁଠାରେ ତୁମ୍ଭର ଧନ, ସେହିଠାରେ ମଧ୍ୟ ତୁମ୍ଭର ମନ।
କାୟ୍ତାକ୍ବଃଲେକ୍ ଜୁୟ୍ତି ତୁମାର୍ ଦଃନ୍, ସେତି ତୁମାର୍ ମଃନ୍ ।”
22 ଚକ୍ଷୁ ଶରୀରର ପ୍ରଦୀପ। ଏଣୁ ତୁମ୍ଭର ଚକ୍ଷୁ ଯେବେ ନିର୍ମଳ ଥାଏ, ତେବେ ତୁମ୍ଭର ସମସ୍ତ ଶରୀର ଆଲୋକମୟ ହେବ।
“ଆକି ଗଃଗାଳାର୍ କୁପି । ଇତାର୍ ଗିନେ ତୁମାର୍ ଆକି ଜଦି ନିକ ରଃୟ୍ଦ୍, ତଃବେ ତୁମାର୍ ସଃବୁ ଗଃଗାଳ୍ ଉଜାଳ୍ ଅୟ୍ଦ୍ ।
23 କିନ୍ତୁ ତୁମ୍ଭର ଚକ୍ଷୁ ଯେବେ ଦୂଷିତ ଥାଏ, ତେବେ ତୁମ୍ଭର ସମସ୍ତ ଶରୀର ଅନ୍ଧକାରମୟ ହେବ। ଅତଏବ ତୁମ୍ଭ ଅନ୍ତରସ୍ଥ ଜ୍ୟୋତିଃ ଯେବେ ଅନ୍ଧକାର ହୁଏ, ତେବେ ସେ ଅନ୍ଧକାର କେଡ଼େ ଘୋରତର!
ମଃତର୍ ତୁମାର୍ ଆକି ଜଃଡେବଃଳ୍ ନିକ ନଃରେୟ୍, ତଃବେ ତୁମାର୍ ସଃବୁ ଗଃଗାଳ୍ ଅଃନ୍ଦାର୍ ଅୟ୍ଦ୍ । ବଃଲେକ୍ ତୁମାର୍ ମଃନାର୍ ଉଜାଳ୍ ଜଦି ଅଃନ୍ଦାର୍ ଅୟ୍ଦ୍, ତଃବେ ସେ ଅଃନ୍ଦାର୍ କଃଡେ ବୟଃଙ୍କାର୍ ।”
24 କୌଣସି ଲୋକ ଦୁଇ ପ୍ରଭୁଙ୍କର ଦାସ ହୋଇପାରେ ନାହିଁ; କାରଣ ସେ ଜଣଙ୍କୁ ଘୃଣା କରିବ ଓ ଅନ୍ୟ ଜଣକୁ ପ୍ରେମ କରିବ, ଅଥବା ଜଣଙ୍କ ପ୍ରତି ଅନୁରକ୍ତ ହେବ ଓ ଅନ୍ୟ ଜଣଙ୍କୁ ଅବଜ୍ଞା କରିବ। ତୁମ୍ଭେମାନେ ଈଶ୍ବର ଓ ଧନ ଉଭୟର ଦାସ ହୋଇପାର ନାହିଁ।
“କୁୟ୍ ମାନାୟ୍ ହେଁ ଜଳେକ୍ ସାଉକାରାର୍ ସେବା କଃରୁ ନାହାରେ; କାୟ୍ତାକ୍ବଃଲେକ୍ ସେ ଗଟ୍ଲକ୍କେ ଲାଡ୍ କଃରେଦ୍ ଆର୍ ଆରେକ୍ ଗଟ୍ଲକ୍କେ ଲାଡ୍ ନଃକେରେ, ନୟ୍ଲେକ୍ ଗଟ୍ଲକାର୍ କଃତା ମାନେଦ୍ ଆର୍ ଆରେକ୍ ଗଟ୍ଲକାର୍ କଃତା ନଃମାନେ । ତୁମିମଃନ୍ ଇସ୍ୱର୍ ଆର୍ ଦଃନ୍, ଦୁୟ୍ ଲକାର୍ ଦଃଙ୍ଗ୍ଳା ଅଃଉଁ ନାହାରାସ୍ ।”
25 ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭମାନଙ୍କ ଜୀବନ ନିମନ୍ତେ କଅଣ ଖାଇବ ବା କଅଣ ପିଇବ, କିଅବା କଅଣ ପିନ୍ଧିବ, ଏଭଳି ତୁମ୍ଭମାନଙ୍କ ଶରୀର ନିମନ୍ତେ ମଧ୍ୟ ଚିନ୍ତା କର ନାହିଁ। ଖାଦ୍ୟ ଅପେକ୍ଷା ଜୀବନ ଓ ବସ୍ତ୍ର ଅପେକ୍ଷା ଶରୀର କି ଶ୍ରେଷ୍ଠ ନୁହେଁ?
“ଇତାର୍ ଗିନେ ମୁଁୟ୍ ତୁମିମଃନ୍କେ କାଉଁଲେ, କାୟ୍ରି କାଉଁନ୍ଦ୍ ଆର୍ କାୟ୍ରି ହିଉଁନ୍ଦ୍, ଇବାନ୍ୟା ତୁମାର୍ ଜିବନାର୍ ଗିନେ, କି କାୟ୍ରି ହିନ୍ଦୁନ୍, ଇବାନ୍ୟା ତୁମାର୍ ଗଃଗାଳାର୍ ଗିନେ ହେଁ ଚିତା କଃରାନାୟ୍ । କାଦି ତଃୟ୍ହୁଣି ଜିବନ୍ ଆର୍ ବଃସ୍ତର୍ ତଃୟ୍ହୁଣି ଗଃଗାଳ୍ କାୟ୍ ବଃଡ୍ ନାୟ୍?
26 ଆକାଶର ପକ୍ଷୀମାନଙ୍କୁ ଦେଖ, ସେମାନେ ବୁଣନ୍ତି ନାହିଁ କି କାଟନ୍ତି ନାହିଁ କିଅବା ଅମାରରେ ସଞ୍ଚୟ କରନ୍ତି ନାହିଁ, ଆଉ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ସେମାନଙ୍କୁ ଖାଦ୍ୟ ଦିଅନ୍ତି। ତୁମ୍ଭେମାନେ କଅଣ ସେମାନଙ୍କଠାରୁ ଶ୍ରେଷ୍ଠ ନୁହଁ?
ଅଃଗାସାର୍ ଚେଳେମଃନ୍କେ ଦଃକା, ସେମଃନ୍ ନଃବୁଣ୍ତି କି ନଃକାଟ୍ତି, ଆରେକ୍ ହାଲେ ନଃସେଙ୍ଗାଉତି, ଅୟ୍ଲେକ୍ ହେଁ ତୁମାର୍ ସଃର୍ଗାର୍ ଉବାଦି ସେମଃନ୍କେ କାଦି ଦେଉଁଲା । ତୁମିମଃନ୍ କାୟ୍ ସେମଃନାର୍ ତଃୟ୍ହୁଣି ବଃଡ୍ ନାୟ୍?
27 ପୁଣି, ତୁମ୍ଭମାନଙ୍କ ମଧ୍ୟରେ କିଏ ଚିନ୍ତା କରି କରି ଆପଣା ଆୟୁଷର ଗୋଟିଏ ମୁହୂର୍ତ୍ତ ମଧ୍ୟ ବୃଦ୍ଧି କରିପାରେ?
ଆରେକ୍ ତୁମିମଃନାର୍ ବିତ୍ରେ କେ ଚିତା କଃରି କଃରି ଅଃହ୍ଣାର୍ ଆୟ୍ଁସ୍ କଃଣ୍ଡେକ୍ ବାଡାଉଁ ହାରେ?”
28 ଆଉ ବସ୍ତ୍ର ନିମନ୍ତେ କାହିଁକି ଚିନ୍ତା କରୁଅଛ? କ୍ଷେତ୍ରର ପୁଷ୍ପଗୁଡ଼ିକ ବିଷୟରେ ଭାବି ଶିକ୍ଷା ଗ୍ରହଣ କର, ସେଗୁଡ଼ିକ କିପରି ବଢ଼ନ୍ତି; ସେ ସବୁ ପରିଶ୍ରମ କରନ୍ତି ନାହିଁ, କିମ୍ବା ସୂତା କାଟନ୍ତି ନାହିଁ,
“ଆର୍ ବଃସ୍ତର୍ ଗିନେ କାୟ୍ତାକ୍ ଚିତା କଃରୁଲାସ୍? ବଃନାର୍ ହୁଲ୍ମଃନାର୍ କଃତା ବାବି ଦଃକା, ସେରିମଃନ୍ କଃନ୍କଃରି ବାଡ୍ତି; ସେରିସଃବୁ କଃବାଳ୍ ନଃକେର୍ତି, କି ସୁତା କାଟି ସେମଃନାର୍ ଗିନେ ବଃସ୍ତର୍ ନଃବୁଣ୍ତି ।
29 ତଥାପି ମୁଁ ତୁମ୍ଭମାନଙ୍କୁ କହୁଅଛି, ଶଲୋମନ ସୁଦ୍ଧା ଆପଣାର ସମସ୍ତ ଐଶ୍ୱର୍ଯ୍ୟରେ ଏଗୁଡ଼ିକ ମଧ୍ୟରୁ ଗୋଟିକ ପରି ବିଭୂଷିତ ନ ଥିଲେ।
ମଃତର୍ ମୁଁୟ୍ ତୁମିମଃନ୍କେ କଃଉଁଲେ, ରଃଜା ସଲ୍ମନ୍ ଅଃହ୍ଣାର୍ ସଃବୁ ଦଃନ୍ ରଃୟ୍କଃରି ହେଁ, ଇ ହୁଲ୍ମଃନାର୍ ହର୍ ଗଟେକ୍ ସୁନ୍ଦୁର୍ ବଃସ୍ତର୍ କଃବେ ହିନ୍ଦି ନଃରିଲା ।
30 କିନ୍ତୁ କ୍ଷେତର ଯେଉଁ ଘାସ ଆଜି ଅଛି, ଆଉ କାଲି ଚୁଲିରେ ପକାଯାଏ, ତାହାକୁ ଯେବେ ଈଶ୍ବର ଏପ୍ରକାର ବେଶ ଦିଅନ୍ତି, ତେବେ, ହେ ଅଳ୍ପ ବିଶ୍ୱାସୀମାନେ, ସେ ତୁମ୍ଭମାନଙ୍କୁ କି ଅଧିକ ନିଶ୍ଚିତରୂପେ ବସ୍ତ୍ର ନ ଦେବେ?
ମଃତର୍ ହଃଦାର୍ ଜୁୟ୍ ଜାଳ୍ ଆଜି ଆଚେ, ଆର୍ କାଲି ଚୁଲି ବିତ୍ରେ ହଃକା ଅୟ୍ଦ୍, ତାକ୍ ଜଃଡେବଃଳ୍ ଇସ୍ୱର୍ ଇବାନ୍ୟା ବେସ୍ ଦେଉଁଲା, ତଃବେ ଏ ଅଃଳକ୍ ବିସ୍ୱାସିମଃନ୍, ସେ କାୟ୍ ତୁମିମଃନ୍କେ ଅଃଦିକ୍ ସଃତ୍କଃରି ବଃସ୍ତର୍ ନଃଦେୟ୍?”
31 ଏଣୁ କଅଣ ଖାଇବା? ଅବା କଅଣ ପିଇବା? କିଅବା କଅଣ ପିନ୍ଧିବା? ଏହା କହି ଚିନ୍ତିତ ହୁଅ ନାହିଁ।
“ଇତାର୍ ଗିନେ କାୟ୍ରି କାହାସ୍? କାୟ୍ରି ହିଉଆସ୍? କି କାୟ୍ରି ହିନ୍ଦାସ୍? ଇବାନ୍ୟା ବଃଲି ଚିତା କଃରା ନାୟ୍ ।
32 କାରଣ ଅଣଯିହୁଦୀମାନେ ଏହିସବୁ ବିଷୟ ଖୋଜି ବୁଲନ୍ତି। ଆଉ ଏହି ସମସ୍ତ ବିଷୟ ଯେ ତୁମ୍ଭମାନଙ୍କର ଆବଶ୍ୟକ, ତାହା ତୁମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା ଜାଣନ୍ତି।
କାୟ୍ତାକ୍ବଃଲେକ୍ ଅଜିଉଦିମଃନ୍ ଇସ୍ୱର୍କେ ନଃଜାଣ୍ତି, ସେମଃନ୍ ଇସଃବୁ ବିସୟ୍ ଲଳି ବୁଲ୍ତି । ଆର୍ ଇ ସଃବୁ ବିସୟ୍ ଜେ ତୁମିମଃନାର୍ ଲଳା, ସେରି ତୁମାର୍ ସଃର୍ଗାର୍ ଉବାଦି ଜାଣୁଲା ।
33 କିନ୍ତୁ ତୁମ୍ଭେମାନେ ପ୍ରଥମରେ ତାହାଙ୍କ ରାଜ୍ୟ ଓ ଧାର୍ମିକତା ଅନ୍ୱେଷଣ କର, ଆଉ ଏହି ସମସ୍ତ ବିଷୟ ମଧ୍ୟ ତୁମ୍ଭମାନଙ୍କୁ ଦିଆଯିବ।
ମଃତର୍ ତୁମିମଃନ୍ ହଃର୍ତୁ ଇସ୍ୱରାର୍ ରାଇଜ୍ ଆର୍ ସେ ତୁମାର୍ ତଃୟ୍ହୁଣି କାୟ୍ରି ଇଚା କଃରୁଲା ସେତାକ୍ ଦିଆନ୍ କଃରା, ତଃବେ ସେ ତୁମିକେ ଇସଃବୁ ହେଁ ଦଃୟଃଦ୍ ।
34 ଅତଏବ କାଲି ପାଇଁ ଚିନ୍ତିତ ହୁଅ ନାହିଁ, କାରଣ କାଲି ନିଜେ ନିଜ ପାଇଁ ଚିନ୍ତା କରିବ। ଆଜିର କଷ୍ଟ ଆଜି ପାଇଁ ଯଥେଷ୍ଟ।
ବଃଲେକ୍ କାଲିର୍ ଗିନେ ଚିତା କଃରାନାୟ୍, କାୟ୍ତାକ୍ବଃଲେକ୍ କାଲି ନିଜେ ନିଜାର୍ ଗିନେ ଚିତା କଃରାସ୍ । ଆଜିର୍ କଃସ୍ଟ୍ ଆଜିର୍ ଗିନେ ସଃରି ।”