< ମାଥିଉ 4 >

1 ସେତେବେଳେ ଯୀଶୁ ଶୟତାନ ଦ୍ୱାରା ପରୀକ୍ଷିତ ହେବା ନିମନ୍ତେ ପବିତ୍ର ଆତ୍ମାଙ୍କ କର୍ତ୍ତୃକ ପ୍ରାନ୍ତରକୁ ନୀତ ହେଲେ,
ଏନ୍ତେ ପାବିତାର୍‌ ଆତ୍ମା ୟୀଶୁକେ ବିର୍‌ତେ ଇଦିକିୟା, ଏନ୍ତାଃରେ ସାଏତାନ୍‌ ଇନିଃକେ ବିଡ଼ାଅକିୟା ।
2 ପୁଣି, ଚାଳିଶ ଦିନ ଓ ଚାଳିଶ ରାତ୍ରି ଉପବାସ କରି ଶେଷରେ କ୍ଷୁଧିତ ହେଲେ।
ବାର୍‌ହିସି ନିଦାସିଙ୍ଗି ରେଙ୍ଗେଃ କାଟାବ୍‌କେଦ୍‍ ତାୟମ୍‌ତେ ୟୀଶୁକେ ରେଙ୍ଗେଜ୍‌କିୟାଃ ।
3 ଆଉ ପରୀକ୍ଷକ ତାହାଙ୍କ ନିକଟକୁ ଆସି କହିଲା, “ତୁମ୍ଭେ ଯେବେ ଈଶ୍ବରଙ୍କ ପୁତ୍ର, ତେବେ ଏହି ପଥରଗୁଡ଼ାକ ରୁଟି ହେବା ପାଇଁ ଆଜ୍ଞା ଦିଅ।”
ଏନ୍ତେ ସାଏତାନ୍‌ ଇନିଃତାଃତେ ହିଜୁଃୟାନା ଆଡଃ କାଜିକିୟାଏ, “ଆମ୍‌ ପାର୍‌ମେଶ୍ୱାର୍‌ଆଃ ହନ୍‌ ତାନ୍‌ମେରେଦ, ନେ ଦିରିକକେ ହଲଙ୍ଗ୍‌ ବାଇୟଃକା ମେନ୍ତେ ଆଚୁତାମ୍‌ ।”
4 କିନ୍ତୁ ଯୀଶୁ ଉତ୍ତର ଦେଲେ, “ଲେଖାଅଛି, ‘ମନୁଷ୍ୟ କେବଳ ରୁଟିରେ ବଞ୍ଚିବ ନାହିଁ, ମାତ୍ର ଈଶ୍ବରଙ୍କ ମୁଖରୁ ନିର୍ଗତ ପ୍ରତ୍ୟେକ ବାକ୍ୟରେ ବଞ୍ଚିବ।’”
ମେନ୍‌ଦ ୟୀଶୁ ଇନିଃକେ କାଜିରୁହାଡ଼୍‌କିୟା, “ଧାରାମ୍‌ପୁଥିରେ ଅଲାକାନା, ‘ହଡ଼ ହଲଙ୍ଗ୍‌ତେ ଏସ୍‌କାର୍‌ କା ମେନ୍‌ଦ ପାର୍‌ମେଶ୍ୱାର୍‌ଆଃ ମଚାଏତେ ଅଡଙ୍ଗ୍‌ଅଃତାନ୍‌ ସବେନ୍‌ କାଜିତେ ଜୀହିଦଃଆ ।’”
5 ତହିଁ ଉତ୍ତାରେ ଶୟତାନ ଯୀଶୁଙ୍କୁ ପବିତ୍ର ନଗରୀ ଯିରୂଶାଲମକୁ ନେଇଯାଇ ମନ୍ଦିରର ଛାତ ଉପରେ ଠିଆ କରାଇ ତାହାଙ୍କୁ କହିଲା,
ଏନ୍ତେ ସାଏତାନ୍‌ ୟୀଶୁକେ ଯୀରୁଶାଲେମ୍‌ ଏନ୍‌ ପାବିତାର୍‌ ନାଗାର୍‌ତେ ଇଦିକିଃତେ ମାନ୍ଦିର୍‌ ଅଡ଼ାଃରେୟାଃ ଚୁଟିରେ ତିଙ୍ଗୁକିୟା,
6 “ତୁମ୍ଭେ ଯଦି ଈଶ୍ବରଙ୍କ ପୁତ୍ର, ତେବେ ତଳକୁ ଡେଇଁପଡ଼, କାରଣ ଲେଖାଅଛି, ‘ସେ ଆପଣା ଦୂତମାନଙ୍କୁ ତୁମ୍ଭ ବିଷୟରେ ଆଜ୍ଞା ଦେବେ, ଆଉ କାଳେ ତୁମ୍ଭ ପାଦ ପଥରରେ ବାଜିବ, ଏଥିପାଇଁ ସେମାନେ ତୁମ୍ଭକୁ ହସ୍ତରେ ତୋଳି ଧରିବେ।’”
ଆଡଃ କାଜିକିୟାଏ, “ଆମ୍‌ ପାର୍‌ମେଶ୍ୱାର୍‌ଆଃ ହନ୍‌ ତାନ୍‌ମେରେଦ ନେତାଃଏତେ ଲାତାର୍‌ତେ ଡେଗାଅତାମେ, ଚିୟାଃଚି ଧାରାମ୍‌ପୁଥିରେ ଅଲାକାନା, “‘ପାର୍‌ମେଶ୍ୱାର୍‌ ଆୟାଃ ଦୁଁତ୍‌କକେ ଆଚୁକଆ; ଆଡଃ ଆମାଃ କାଟା ଦିରିରେ ଆଲକା ଠଗଃକା ମେନ୍ତେ ଇନ୍‌କୁ ଆକଆଃ ତିଃଇତେକ ତେଲାମେୟାଁ ।’”
7 ଯୀଶୁ ତାହାଙ୍କୁ କହିଲେ, “ଆହୁରି ଲେଖାଅଛି, ‘ତୁମ୍ଭେ ପ୍ରଭୁ ଆପଣା ଈଶ୍ବରଙ୍କୁ ପରୀକ୍ଷା କରିବ ନାହିଁ।’”
ୟୀଶୁ ଇନିଃକେ କାଜିରୁହାଡ଼୍‌କିୟାଏ, “ଧାରାମ୍‌ପୁଥିରେ ନେଆଁଁହଗି ଅଲାକାନା, ‘ପ୍ରାଭୁ ଆମାଃ ପାର୍‌ମେଶ୍ୱାର୍‌କେ ଆଲମ୍‌ ବିଡ଼ାଅଇୟା ।’”
8 ପୁନଶ୍ଚ ଶୟତାନ ଯୀଶୁଙ୍କୁ ଗୋଟିଏ ଅତି ଉଚ୍ଚ ପର୍ବତ ଉପରକୁ ନେଇଯାଇ ଜଗତର ସମସ୍ତ ରାଜ୍ୟ ଓ ସେସବୁର ଐଶ୍ୱର୍ଯ୍ୟ ଦେଖାଇ କହିଲା,
ଏନ୍ତେ ସାଏତାନ୍‌ ୟୀଶୁକେ ମିଆଁଦ୍‌ ସାଲାଙ୍ଗି ବୁରୁତେ ଇଦିକିଃତେ ଅତେଦିଶୁମ୍‌ରେୟାଃ ସବେନ୍‌ ରାଇଜ୍‌ ଆଡଃ ଏନାରେୟାଃ ସୁଗାଡ଼ାନ୍‌ତେୟାଃକ ଉଦୁବ୍‌କିୟାଏ ।
9 ତୁମ୍ଭେ ଯେବେ ଆମ୍ଭକୁ ଭୂମିଷ୍ଠ ପ୍ରଣାମ କରିବ, ତେବେ ଆମ୍ଭେ ଏହି ସମସ୍ତ ତୁମ୍ଭକୁ ଦେବା।
ଆଡଃ ସାଏତାନ୍‌ ୟୀଶୁକେ କାଜିକିୟାଏ, “ଆମ୍‌ ଆଇଙ୍ଗ୍‌କେ ଇକ୍‌ଡ଼ୁମ୍‌କେଦ୍‌ତେ ଜହାରିଙ୍ଗ୍‌ରେଦମ୍ ନେ ସବେନାଃଇଙ୍ଗ୍‌ ଏମାମେୟାଁ ।”
10 ତହିଁରେ ଯୀଶୁ ତାହାକୁ କହିଲେ, “ଦୂର ହ, ଶୟତାନ, କାରଣ ଲେଖାଅଛି, ‘ତୁମ୍ଭେ ପ୍ରଭୁ ଆପଣା ଈଶ୍ବରଙ୍କୁ ପ୍ରଣାମ କରିବ, ପୁଣି, କେବଳ ତାହାଙ୍କର ଉପାସନା କରିବ।’”
୧୦ଏନ୍ତେ ୟୀଶୁ ଇନିଃକେ କାଜିକିୟାଏ, “ଆତମେନ୍‌ମେ ସାଏତାନ୍‌, ଚିୟାଃଚି ନେଆଁଁ ଧାରାମ୍‌ପୁଥିରେ ଅଲାକାନା, ‘ପ୍ରାଭୁ ଆମାଃ ପାର୍‌ମେଶ୍ୱାର୍‌କେ ଜହାରିମେ ଆଡଃ ଇନିଃକେ ଏସ୍‌କାର୍‌ ସୁସାରିମେ ।’”
11 ଏଥିରେ ଶୟତାନ ତାହାଙ୍କୁ ଛାଡ଼ି ଚାଲିଗଲା, ଆଉ ଦେଖ, ଦୂତମାନେ ଆସି ତାହାଙ୍କର ସେବା କରିବାକୁ ଲାଗିଲେ।
୧୧ଏନ୍ତେ ସାଏତାନ୍‌ ୟୀଶୁକେ ବାଗିକେଦ୍‌ତେ ନିର୍‌ୟାନା ଆଡଃ ଦୁଁତ୍‌କ ହିଜୁଃକେଦ୍‌ତେ ଇନିଃକେ ସୁସାର୍‌ ଏଟେଦ୍‌କିୟାକ ।
12 ପରେ ଯୋହନ ଧରାପଡ଼ିଲେଣି ବୋଲି ଶୁଣି ସେ ଅନ୍ତର ହୋଇ ଗାଲିଲୀକୁ ପ୍ରସ୍ଥାନ କଲେ;
୧୨ଯୋହାନ୍‌ ଜେହେଲ୍‌ୟାନାଏ ମେନ୍ତେ ୟୀଶୁ ଆୟୁମ୍‌କେଦ୍‌ତେ ଗାଲିଲ୍‌ ସାହାର୍‌ତେ ସେନଃୟାନା ।
13 ଆଉ ସେ ନାଜରିତ ପରିତ୍ୟାଗ କରି ସବୂଲୂନ ଓ ନପ୍ତାଲି ଅଞ୍ଚଳରେ ଥିବା ସମୁଦ୍ର କୂଳସ୍ଥିତ କଫର୍ନାହୂମକୁ ଯାଇ ସେଠାରେ ବାସ କଲେ,
୧୩ନାଜ୍‌ରେତ୍‌ ବାଗିକେଦ୍‌ତେ ସବ୍‌ଲୁନ୍‌ ଆଡଃ ନପ୍ତାଲି ସିମ୍‌ନାରାଃ ଗାଲିଲ୍‌ ଦରେୟା ହେପାଦ୍‌ରାଃ କପର୍‌ନାହୁମ୍‌ ସାହାର୍‌ତେ ସେନ୍‌କେଦ୍‌ତେ ତାଇନ୍‌ୟାନାଏ ।
14 ଯେପରି ଯିଶାଇୟ ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହୁଏ,
୧୪ନେଆଁଁତେ ଯିଶାୟ ନାବୀ କାଜିକାଦ୍ କାଜି ପୁରାୟାନା,
15 “ସବୂଲୂନ ଦେଶ ଓ ନପ୍ତାଲି ଦେଶ, ସମୁଦ୍ର ନିକଟବର୍ତ୍ତୀ ଓ ଯର୍ଦ୍ଦନ ନଦୀର ଅପର ପାର୍ଶ୍ୱସ୍ଥ ଅଣଯିହୁଦୀମାନଙ୍କ ଗାଲିଲୀ,
୧୫“ସବ୍‌ଲୁନ୍‌ ଦିଶୁମ୍‌ ଆଡଃ ନପ୍ତାଲି ଦିଶୁମ୍‌, ଦରେୟା ହେପାଦ୍‌ରାଃ ଯାର୍ଦାନ୍‌ ଗାଡ଼ା ହାନ୍‌ ପାରମ୍‌ରେ ସାଅଁସାର୍‌କଆଃ ଗାଲିଲ୍‌ ଦିଶୁମ୍‌,
16 ଅନ୍ଧକାରବାସୀ ଲୋକେ ମହା ଆଲୋକ ଦର୍ଶନ କଲେ, ଆଉ ମୃତ୍ୟୁର ଅଞ୍ଚଳ ଓ ଛାୟାରେ ଅବସ୍ଥିତ ଲୋକଙ୍କ ନିମନ୍ତେ ଆଲୋକ ଉଦିତ ହେଲା।”
୧୬ନୁବାଃରେ ତାଇନ୍‌କାନ୍‌ ହଡ଼କ ମାରାଙ୍ଗ୍‌ ମାର୍ସାଲ୍‌କ ନେଲେୟା ଆଡଃ ଗନଏଃରେୟାଃ ଉମ୍ବୁଲ୍‌ରେ ତାଇନ୍‌କାନ୍‌ ହଡ଼କ ନାଙ୍ଗ୍‌ ମାର୍ସାଲ୍‌ ତୁରଃଆ ।”
17 ସେହି ସମୟଠାରୁ ଯୀଶୁ ଘୋଷଣା କରିବାକୁ ଆରମ୍ଭ କରି କହିବାକୁ ଲାଗିଲେ, “ମନ-ପରିବର୍ତ୍ତନ କର, କାରଣ ସ୍ୱର୍ଗରାଜ୍ୟ ସନ୍ନିକଟ।”
୧୭ଏନ୍‌ ଦିପିଲିଏତେ ୟୀଶୁ ଇତୁ ଏଟେଦ୍‌କେଦ୍‌ତେ କାଜିକେଦା, “ଆପେୟାଃ ପାପ୍‌ହେତେ ମନ୍‌ରୁହାଡ଼େପେ ଚିୟାଃଚି ସିର୍ମା ରାଇଜ୍‌ଦ ନାଡ଼େଃରେଗିୟାଃ ।”
18 ସେ ଗାଲିଲୀ ସମୁଦ୍ରକୂଳରେ ବୁଲୁଥିବା ସମୟରେ ଶିମୋନ, ଯାହାଙ୍କୁ ପିତର ବୋଲି କହନ୍ତି, ଆଉ ତାହାଙ୍କ ଭାଇ ଆନ୍ଦ୍ରିୟ, ଏହି ଦୁଇ ଭାଇଙ୍କୁ ସମୁଦ୍ରରେ ଭଉଁରୀଜାଲ ପକାଉଥିବା ଦେଖିଲେ, କାରଣ ସେମାନେ ମତ୍ସ୍ୟଜୀବୀ ଥିଲେ।
୧୮ୟୀଶୁ ଗାଲିଲ୍‌ ଦରେୟା ଗେନାଗେନାତେ ସେନଃତାନ୍‌ ଇମ୍‌ତା, ପାତ୍‌ରାସ୍‌ ନୁତୁମଃତାନ୍‌ ଶିମୋନ୍‌ ଆଡଃ ଆୟାଃ ହାଗାତେ ଆନ୍ଦ୍ରିୟ, ଏନ୍‌ ବାରାନ୍‌ ହାଗିୟାକିନ୍‌କେ ଦରେୟାରେ ଜାଲୋମ୍‌ ହୁଦ୍‌ମାକେଦ୍‌ତେ ହାକୁ ସାବ୍‌ତାନ୍‌ ନେଲ୍‌କେଦ୍‌କିନାଏ, ଚିୟାଃଚି ଇନ୍‌କିନ୍‌ଦ କେଉଁଟ୍‌କିନ୍ ତାଇକେନା ।
19 ସେ ସେମାନଙ୍କୁ କହିଲେ, “ମୋହର ଅନୁଗମନ କର, ମୁଁ ତୁମ୍ଭମାନଙ୍କୁ ମନୁଷ୍ୟ ଧରିବା ଶିଖାଇବି।”
୧୯ୟୀଶୁ ଇନ୍‌କିନ୍‌କେ କାଜିୟାଦ୍‌କିନା, “ଦେଲା ଆଇଙ୍ଗ୍‌କେ ଅତଙ୍ଗ୍‌ଇଙ୍ଗ୍‌ବେନ୍‌, ଆଇଙ୍ଗ୍‌ ଆବେନ୍‌କେ ହଡ଼କକେ ପାର୍‌ମେଶ୍ୱାର୍‌ତାଃତେ ଆଉତେୟାଃ ଇତୁବେନାଇଙ୍ଗ୍‌ ।”
20 ସେଥିରେ ସେମାନେ ସେହିକ୍ଷଣି ଜାଲ ଛାଡ଼ି ତାହାଙ୍କର ଅନୁଗମନ କଲେ।
୨୦ଏନ୍ତେ ଇନ୍‌କିନ୍‌ ଇମ୍‌ତାଙ୍ଗ୍‌ଗି ଜାଲୋମ୍‌ ବାଗିକେଦ୍‌ତେ ୟୀଶୁକେ ଅତଙ୍ଗ୍‌କିୟାକିନ୍‌ ।
21 ପୁଣି, ସେ ସେଠାରୁ ଆଗକୁ ଯାଇ ଜେବଦୀଙ୍କ ପୁତ୍ର ଯାକୁବ ଓ ତାହାଙ୍କ ଭାଇ ଯୋହନ ନାମକ ଆଉ ଦୁଇ ଭାଇଙ୍କୁ ସେମାନଙ୍କ ପିତା ଜେବଦୀଙ୍କ ସହିତ ନୌକାରେ ଜାଲ ସଜାଡ଼ୁଥିବା ଦେଖି ସେମାନଙ୍କୁ ଡାକିଲେ।
୨୧ୟୀଶୁ ଏନ୍ତାଃଏତେ କାଟିଃସାଙ୍ଗିନ୍‌ ଆୟୁର୍‌ତେ ସେନ୍‌କେଦ୍‌ତେ ଏଟାଃ ବାର୍‌ହଡ଼୍‌ ହାଗିୟାକିନ୍‌, ଜେବଦୀୟାଃ ହନ୍‌ ଯାକୁବ୍‌ ଆଡଃ ଆୟାଃ ହାଗାତେ ଯୋହାନ୍‌କେ ଆକିନାଃ ଆପୁତେ ଜେବଦୀଲଃ ଲାଉକାରେ ଜାଲୋମ୍‌ ଚାପିତାନ୍‌ ନେଲ୍‌କେଦ୍‌ତେ ଇନ୍‌କିନ୍‌କେ କେଡ଼ାକେଦ୍‌କିନା ।
22 ସେଥିରେ ସେମାନେ ସେହିକ୍ଷଣି ନୌକା ଓ ସେମାନଙ୍କର ପିତାଙ୍କୁ ଛାଡ଼ି ତାହାଙ୍କର ଅନୁଗମନ କଲେ।
୨୨ଏନ୍ତେ ଇନ୍‌କିନ୍‌ ଇମ୍‌ତାଙ୍ଗ୍‌ଗି ଲାଉକା ଆଡଃ ଆକିନାଃ ଆପୁତେକେ ବାଗିକେଦ୍‌ତେ ୟୀଶୁକେ ଅତଙ୍ଗ୍‌କିୟାକିନ୍‌ ।
23 ପରେ ଯୀଶୁ ସେମାନଙ୍କ ସମାଜଗୃହ ସମୂହରେ ଶିକ୍ଷା ଦେଇ ରାଜ୍ୟର ସୁସମାଚାର ଘୋଷଣା କରି ଏବଂ ଲୋକଙ୍କର ସମସ୍ତ ପ୍ରକାର ରୋଗ ଓ ସମସ୍ତ ପ୍ରକାର ପୀଡ଼ା ସୁସ୍ଥ କରି ସମୁଦାୟ ଗାଲିଲୀରେ ଭ୍ରମଣ କରିବାକୁ ଲାଗିଲେ,
୨୩ୟୀଶୁ ଗଟା ଗାଲିଲ୍‌ ସେନ୍‌କେଦ୍‌ତେ ଇନ୍‌କୁଆଃ ସାମାଜ୍‌ ଅଡ଼ାଃକରେ ଇତୁତାନ୍‌ଲଃ ରାଇଜ୍‌ରେୟାଃ ସୁକୁକାଜି ଉଦୁବ୍‍କେଦାଏ ଆଡଃ ହଡ଼କଆଃ ସବେନ୍‌ ଦୁକୁ ଆଡଃ ସବେନ୍‌ ହାସୁକଏତେ ବୁଗିକତାନ୍‌ ତାଇକେନାଏ ।
24 ଆଉ ତାହାଙ୍କ ବିଷୟରେ ଜନରବ ସମୁଦାୟ ସିରିୟା ଅଞ୍ଚଳ ପର୍ଯ୍ୟନ୍ତ ବ୍ୟାପିଗଲା, ପୁଣି, ଲୋକେ ଭୂତଗ୍ରସ୍ତ, ମୃଗୀରୋଗୀ ଓ ପକ୍ଷାଘାତରୋଗୀ ଆଦି ନାନା ପ୍ରକାର ରୋଗରେ ପୀଡ଼ିତ ଓ ଯନ୍ତ୍ରଣାଗ୍ରସ୍ତ ସମସ୍ତଙ୍କୁ ତାହାଙ୍କ ନିକଟକୁ ଆଣିଲେ, ଆଉ ସେ ସେମାନଙ୍କୁ ସୁସ୍ଥ କଲେ।
୨୪ଆଡଃ ଇନିୟାଃ ନୁତୁମ୍‌ ଗଟା ସିରିୟା ଦିଶୁମ୍‌ ଜାକେଦ୍‌ ସେଟେର୍‌ୟାନା ଆଡଃ ହଡ଼କ ସବେନ୍‌ ଲେକାନ୍‌ ଦୁକୁତାନ୍‌, ହାସୁତାନ୍‌କକେ ଆଡଃ ବଙ୍ଗା ଏସେର୍‌କାନ୍‌କକେ, ମିର୍କି ବେମାର୍‌କକେ, ଆଡଃ ବାତ୍‌ତାକାନ୍‌କକେ ଇନିଃତାଃତେକ ଆଉକେଦ୍‌କଆ ଆଡଃ ଇନିଃ ଇନ୍‌କୁକେ ବୁଗିକେଦ୍‌କଆ ।
25 ପୁଣି, ଗାଲିଲୀ, ଦେକାପଲି, ଯିରୂଶାଲମ, ଯିହୂଦିୟା ପ୍ରଦେଶ ଓ ଯର୍ଦ୍ଦନ ନଦୀର ଅପର ପାରିରୁ ବହୁସଂଖ୍ୟକ ଲୋକ ଆସି ତାହାଙ୍କ ପଶ୍ଚାତ୍‌‌ଗମନ କଲେ।
୨୫ଆଡଃ ଗାଲିଲ୍‌, ଦେକାପଲ୍ଲୀ, ଯୀରୁଶାଲେମ୍‌, ଯିହୁଦା ଆଡଃ ଯାର୍ଦାନ୍‌ ହାନ୍‌ ପାରମ୍‌ଏତେ ଗାଦେଲ୍‌ ହଡ଼କ ଇନିଃକେକ ଅତଙ୍ଗ୍‌କିୟା ।

< ମାଥିଉ 4 >