< ମାଥିଉ 3 >
1 ସେହି କାଳରେ ବାପ୍ତିଜକ ଯୋହନ ଉପସ୍ଥିତ ହୋଇ ଯିହୂଦିୟା ପ୍ରଦେଶର ପ୍ରାନ୍ତରରେ ଘୋଷଣା କରି କହିବାକୁ ଲାଗିଲେ,
୧ଏନ୍ ଦିପିଲିରେ ବାପ୍ତିସ୍ମା ଏମଃନିଃ ଯୋହାନ୍ ହିଜୁଃୟାନାଏ, ଆଡଃ ଯିହୁଦାରେୟାଃ ବିର୍ରେ ଇନିତୁ କାଜି ଏଟେଦ୍କେଦା,
2 “ମନ-ପରିବର୍ତ୍ତନ କର, କାରଣ ସ୍ୱର୍ଗରାଜ୍ୟ ସନ୍ନିକଟ।”
୨“ଆପେୟାଃ ପାପ୍ହେତେ ମନ୍ରୁହାଡ଼େପେ ଚିୟାଃଚି ସିର୍ମା ରାଇଜ୍ଦ ନାଡ଼େଃରେଗିୟାଃ ।”
3 ଯିଶାଇୟ ଭାବବାଦୀ ଯାହାଙ୍କ ବିଷୟରେ ଏହି ବାକ୍ୟ କହିଥିଲେ, “ଏ ସେହି ବ୍ୟକ୍ତି, ପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଜଣକର ସ୍ୱର, ‘ପ୍ରଭୁଙ୍କ ପଥ ପ୍ରସ୍ତୁତ କର, ତାହାଙ୍କ ରାଜଦାଣ୍ଡ ସଳଖ କର।’”
୩ଅକନ୍ ହଡ଼ଆଃ ବିଷାଏରେ ଯିଶାୟ ନାବୀ କାଜିକାଦ୍ନିଃ ଯୋହାନ୍ଗି ତାନିଃ: ଇନିଃ କାଜିକେଦାଏ, “ଜେତାଏ ବିର୍ରେ କାଉରିତାନ୍ନିୟାଃଁ ସାଡ଼ି ଆୟୁମଃତାନା, ‘ପ୍ରାଭୁଆଃ ହରା ବାଇୟେପେ; ଇନିୟାଃ ନାଙ୍ଗ୍ ହରା ସିଧାଏପେ ।’”
4 ସେହି ଯୋହନ ଓଟ ଲୋମର ବସ୍ତ୍ର ପିନ୍ଧୁଥିଲେ ଓ ଆପଣା ଅଣ୍ଟାରେ ଚର୍ମପଟୁକା ବାନ୍ଧୁଥିଲେ, ପୁଣି, ତାହାଙ୍କ ଖାଦ୍ୟ ପଙ୍ଗପାଳ (କ୍ୟାରବ ବୃକ୍ଷର ଫଳ) ଓ ବନମଧୁ ଥିଲା।
୪ଯୋହାନ୍ ଉଁଟ୍ରାଃ ଉବ୍ତେ ବାଇୟାକାନ୍ ଲିଜାଃ ତୁସିଙ୍ଗ୍ଅଃଁତାନ୍ ତାଇକେନାଏ, ଆୟାଃ ମାୟାଙ୍ଗ୍ରେ ଉହୁର୍ରାଃ କାସ୍ନା ତଲଃ ତାଇକେନାଏ ଆଡଃ ଇନିଃ ସନ୍ସରେଦ୍ ଆଡଃ ହୁରୁମ୍ସୁୁକୁ ଜମ୍କତାନ୍ ତାଇକେନାଏ ।
5 ସେତେବେଳେ ଯିରୂଶାଲମ ଓ ସମସ୍ତ ଯିହୂଦିୟା ପ୍ରଦେଶ ପୁଣି, ଯର୍ଦ୍ଦନ ନଦୀ ନିକଟବର୍ତ୍ତୀ ସମସ୍ତ ଅଞ୍ଚଳର ଲୋକମାନେ ବାହାରି ତାହାଙ୍କ ପାଖକୁ ଆସିବାକୁ ଲାଗିଲେ,
୫ଯୀରୁଶାଲେମ୍ରେନ୍କ, ଗଟା ଯିହୁଦାରେନ୍କ ଆଡଃ ଯାର୍ଦାନ୍ ନାହିଁରାଃ ସବେନ୍ ହପର୍ଜାପାଃରେନ୍ ହଡ଼କ ଇନିଃତାଃତେକ ହିଜୁଃୟାନା ।
6 ଆଉ ଆପଣା ଆପଣା ପାପ ସ୍ୱୀକାର କରି ତାହାଙ୍କ ଦ୍ୱାରା ଯର୍ଦ୍ଦନ ନଦୀରେ ବାପ୍ତିଜିତ ହେଲେ।
୬ଆଡଃ ଇନ୍କୁ ଆକଆଃ ପାପ୍କ ପାତିୟାର୍କେଦା, ଏନ୍ତେ ଇନିଃ ଯାର୍ଦାନ୍ ନାହିଁରେ ଇନ୍କୁକେ ବାପ୍ତିସ୍ମାକେଦ୍କଆ ।
7 କିନ୍ତୁ ଫାରୂଶୀ ଓ ସାଦ୍ଦୂକୀମାନଙ୍କ ମଧ୍ୟରୁ ଅନେକେ ବାପ୍ତିସ୍ମ ନିମନ୍ତେ ଆସୁଅଛନ୍ତି, ଏହା ଦେଖି ସେ ସେମାନଙ୍କୁ କହିଲେ, “ରେ କାଳସର୍ପର ବଂଶ, ଆଗାମୀ କ୍ରୋଧରୁ ପଳାୟନ କରିବା ନିମନ୍ତେ କିଏ ତୁମ୍ଭମାନଙ୍କୁ ଚେତନା ଦେଲା?
୭ମେନ୍ଦ ଯୋହାନ୍ ପୁରାଃ ଫାରୁଶୀକ ଆଡଃ ସାଦୁକିକ ଆୟାଃତାଃତେ ବାପ୍ତିସ୍ମା ନାମେ ନାଗେନ୍ତେ ହିଜୁଃତାନାଏ ନେଲ୍କେଦ୍କଚି ଇନ୍କୁକେ ମେତାଦ୍କଆ, “ଏ ବିଙ୍ଗ୍କଆଃ ହନ୍କ!” ହିଜୁଃତାନ୍ ମାରାଙ୍ଗ୍ ଏନେସେଦ୍ଏତେ ନିର୍ ନାଗେନ୍ତେ ଅକଏ ଆପେକେ ଚେତାୱାଦ୍ପେୟାଏ?
8 ଏଣୁ ମନ-ପରିବର୍ତ୍ତନର ଉପଯୁକ୍ତ ଫଳ ଉତ୍ପନ୍ନ କର,
୮ଆପେ ସାର୍ତିଗି ପାପ୍ଏତେ ହେୟାତିଙ୍ଗ୍କାଦ୍ରେଦ ଆପେୟାଃ ବୁଗିନ୍ କାମିତେ ଉଦୁବେନ୍ପେ ।
9 ପୁଣି, ଅବ୍ରହାମ ତ ଆମ୍ଭମାନଙ୍କର ପିତା, ମନେ ମନେ ଏପରି କହିବାକୁ ଭାବ ନାହିଁ, କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ବର ଏହି ପଥରଗୁଡ଼ାକରୁ ଅବ୍ରହାମଙ୍କ ନିମନ୍ତେ ସନ୍ତାନ ଉତ୍ପନ୍ନ କରିପାରନ୍ତି।
୯ଆଡଃ ଆବ୍ରାହାମ୍ ଆଲେୟାଃ ଆପୁ ତାନିଃ ମେନ୍ତେ ଆପେ ଡିଡିକେଦ୍ତେ କାଜିତାନ୍ଲଃ ନେ ସାଜାଇଏତେ ବାଞ୍ଚାୱାଃଲେ ମେନ୍ତେ ଆଲ୍ପେ ଉଡ଼ୁଃୟା । ଚିୟାଃଚି ଆଇଙ୍ଗ୍ ଆପେକେ କାଜିୟାପେ ତାନାଇଙ୍ଗ୍, ପାର୍ମେଶ୍ୱାର୍ଦ ନେ ଦିରିକଏତେ ଆବ୍ରାହାମ୍ ନାଗେନ୍ତେ ହନ୍କଏ ବାଇଦାଡ଼ିୟା!
10 ଆଉ ଏବେ ମଧ୍ୟ ଗଛଗୁଡ଼ିକ ମୂଳରେ କୁରାଢ଼ୀ ଲାଗିଅଛି; ଅତଏବ ଯେକୌଣସି ଗଛ ଭଲ ଫଳ ନ ଫଳେ, ତାହା ହଣାଯାଇ ନିଆଁରେ ପକାଯିବ।
୧୦ଆଡଃ ନାହାଁଃ ଦାରୁରେୟାଃ ବୁଟାରେ ହାକେ ମାଣ୍ଡାୱା କାନା; ଅକନ୍ ଦାରୁ ବୁଗିନ୍ ଜ କା ଜଅଃ'ଆ ଏନାକେ ମାଗଃଆ ଆଡଃ ସେଙ୍ଗେଲ୍ରେ ହୁରାଙ୍ଗ୍ଅଃଆ ।
11 ମୁଁ ସିନା ତୁମ୍ଭମାନଙ୍କୁ ମନ-ପରିବର୍ତ୍ତନ ନିମନ୍ତେ ଜଳରେ ବାପ୍ତିସ୍ମ ଦେଉଅଛି, ମାତ୍ର ମୋ ପରେ ଯେ ଆସୁଅଛନ୍ତି, ସେ ମୋʼଠାରୁ ଅଧିକ ଶକ୍ତିମାନ, ତାହାଙ୍କ ପାଦୁକା ବହନ କରିବା ପାଇଁ ମୁଁ ଯୋଗ୍ୟ ନୁହେଁ; ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମା ଓ ଅଗ୍ନିରେ ବାପ୍ତିସ୍ମ ଦେବେ।
୧୧“ଆଇଙ୍ଗ୍ଦ ଆପେୟାଃ ହେୟାତିଙ୍ଗ୍ ନାଗେନ୍ତେ ଦାଆଃତେ ବାପ୍ତିସ୍ମାପେ ତାନାଇଙ୍ଗ୍ ମେନ୍ଦ ଆଇଁୟାଃ ତାୟମ୍ତେ ଆଇଙ୍ଗ୍ଏତେ ପେଡ଼େୟାନ୍ନିଃ ହିଜୁଃତାନାଏ; ଇନିୟାଃ ଖାର୍ପା ଗଅଃଇଦି ଲେକାନିଃହ ଆଇଙ୍ଗ୍ ନାହାଁଲିଙ୍ଗ୍ । ଇନିଃ ଆପେକେ ପାବିତାର୍ ଆତ୍ମା ଆଡଃ ସେଙ୍ଗେଲ୍ତେ ବାପ୍ତିସ୍ମାପେୟା ।
12 ତାହାଙ୍କ ହାତରେ କୁଲା ଅଛି, ଆଉ ସେ ନିଜ ଖଳା ଉତ୍ତମଭାବେ ପରିଷ୍କାର କରି ଆପଣା ଗହମ ଅମାରରେ ଏକାଠି କରି ରଖିବେ, କିନ୍ତୁ ଅଗାଡ଼ିଯାକ ଲିଭୁ ନ ଥିବା ଅଗ୍ନିରେ ପୋଡ଼ି ପକାଇବେ।”
୧୨ଆୟାଃ ତିଃଇରେ ହାଟାଆଃ ମେନାଃ, ଏନାତେ କଲମ୍ରେୟାଃ ଗହମ୍ ଆଡଃ ବାବା ଗୁମ୍ ସାଫାକେଦ୍ତେ ଆୟାଃ ଭାଣ୍ଡାର୍ ଅଡ଼ାଃରେ ମାଣ୍ଡାଅୟା ଆଡଃ ପେଟେଃକେ କା ଇଣିଁଜଃ ସେଙ୍ଗେଲ୍ରେ ଅଣ୍ଡର୍ଏଣ୍ଡାଗେୟା ।”
13 ସେତେବେଳେ ଯୀଶୁ ଯୋହନଙ୍କ ଦ୍ୱାରା ବାପ୍ତିଜିତ ହେବା ନିମନ୍ତେ ଗାଲିଲୀରୁ ଯର୍ଦ୍ଦନ ନଦୀକୁ ଆସିଲେ।
୧୩ଏନ୍ ଦିପିଲିରେ ୟୀଶୁ ଯୋହାନ୍ତେ ବାପ୍ତିସ୍ମା ଇଦି ନାଗେନ୍ତେ ଗାଲିଲ୍ଏତେ ଯାର୍ଦାନ୍ ନାହିଁତେ ହିଜୁଃୟାନାଏ ।
14 କିନ୍ତୁ ଯୋହନ ତାହାଙ୍କୁ ମନା କରିବାକୁ ଚେଷ୍ଟା କରି କହିଲେ, “ଆପଣଙ୍କ ଦ୍ୱାରା ବାପ୍ତିଜିତ ହେବା ମୋହର ଆବଶ୍ୟକ, ଆଉ ଆପଣ ମୋ ନିକଟକୁ ଆସୁଅଛନ୍ତି?”
୧୪ମେନ୍ଦ ଯୋହାନ୍ ଇନିଃକେ ମାନାତାନ୍ଲଃ କାଜିକିୟାଏ, “ଆଇଙ୍ଗ୍କେ ଆମାଃଏତେ ବାପ୍ତିସ୍ମା ଇଦି ଲାଗାତିଙ୍ଗ୍ୟାଁଃ, ଏନ୍ରେହଗି ଆମ୍ ଆଇଙ୍ଗ୍ତାଃତେମ୍ ହିଜୁଆକାନା!”
15 ମାତ୍ର ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ଏବେ ରାଜି ହୁଅ, କାରଣ ଏହି ପ୍ରକାରେ ସମସ୍ତ ଧର୍ମକର୍ମ ସାଧନ କରିବା ଆମ୍ଭମାନଙ୍କର ଉଚିତ।” ସେଥିରେ ସେ ତାହାଙ୍କ କଥାରେ ରାଜି ହେଲେ।
୧୫ମେନ୍ଦ ୟୀଶୁ ଇନିଃକେ କାଜିରୁହାଡ଼୍କିୟାଏ, “ନାହାଁଃ ନେଆଁଁରେ ମାନାତିଙ୍ଗ୍ୟଁଃମେ, ଚିୟାଃଚି ନେ ଲେକାତେ ଆବୁ ପାର୍ମେଶ୍ୱାର୍ଆଃ ସବେନ୍ ଧାର୍ମାନ୍ କାଜି ପୁରାନାଙ୍ଗ୍ ଆବୁକେ ରିକା ଲାଗାତିଙ୍ଗ୍ୟାଁଃ ।” ଏନ୍ତେ ଯୋହାନ୍ ଇନିୟାଃ କାଜିକେ ମାନାତିଙ୍ଗ୍କେଦାଏ ।
16 ଯୀଶୁ ବାପ୍ତିଜିତ ହେଲାକ୍ଷଣି ଜଳରୁ ଉଠି ଆସିଲେ, ଆଉ ଦେଖ, ଆକାଶ ଉନ୍ମୁକ୍ତ ହେଲା, ପୁଣି, ସେ ଈଶ୍ବରଙ୍କ ଆତ୍ମାଙ୍କୁ କପୋତ ପରି ଅବତରଣ କରି ଆପଣା ଉପରକୁ ଆସିବା ଦେଖିଲେ।
୧୬ୟୀଶୁ ବାପ୍ତିସ୍ମାୟାନ୍ ତର୍ସା ଦାଆଃଏତେ ଅଡଙ୍ଗ୍ୟାନା । ଏନ୍ତେ ଇନିଃ ନାଗେନ୍ତେ ସିର୍ମା ନିଜ୍ୟାନା ଆଡଃ ଇନିଃରେ ପାର୍ମେଶ୍ୱାର୍ଆଃ ଆତ୍ମା ଦୁଦୁମୁଲ୍ ଲେକା ଆଡ଼୍ଗୁଃତାନ୍ତେୟାଃ ଯୋହାନ୍ ନେଲ୍କିୟାଏ ।
17 ଆଉ ଦେଖ, ଆକାଶରୁ ଏହି ବାଣୀ ହେଲା, “ଏ ଆମ୍ଭର ପ୍ରିୟ ପୁତ୍ର, ଏହାଙ୍କଠାରେ ଆମ୍ଭର ପରମ ସନ୍ତୋଷ।”
୧୭ଆଡଃ ସିର୍ମାଏତେ ନେ'ଲେକା କାଜି ଆୟୁମ୍ୟାନା, “ନିଃଗି ଆଇଁୟାଃ ଦୁଲାଡ଼୍ ହନ୍ ତାନିଃ, ନିଃତାଃରେ ଆଇଁୟାଃ ପୁରାଃଗି ସୁକୁ ।”