< ମାଥିଉ 26 >

1 ଯୀଶୁ ଏହି ସମସ୍ତ କଥା ଶେଷ କରି ଆପଣା ଶିଷ୍ୟମାନଙ୍କୁ କହିଲେ,
ଆକେନ୍ ସାପା ବୁଦି ବିଃ ଆଡାକ୍ନେ ଇଡ଼ିଙ୍ଗ୍ ଜିସୁ ସିସ୍‍ଇଂକେ ବାସଙ୍ଗ୍‌କେ
2 “ଦୁଇ ଦିନ ପରେ ଯେ ନିସ୍ତାର ପର୍ବ ହେବ, ଏହା ତୁମ୍ଭେମାନେ ଜାଣ, ପୁଣି, ମନୁଷ୍ୟପୁତ୍ର କ୍ରୁଶରେ ହତ ହେବା ନିମନ୍ତେ ସମର୍ପିତ ହେବେ।”
“ପେ ମ୍ୟା ପେଲେକେ ଉଦାର୍ ପାଣ୍ଡୁଏ ଡିଙ୍ଗ୍‌ନେ ଆରି ବାର୍‍ସି ଲେଃକେ । ଆତେନ୍‌‍ବେଲା ରେମୁଆଁ ଉଙ୍ଗ୍‌ଡେ କୁରୁସ୍‍ ଆଡ଼ାତ୍ରା ଗୁଏନ୍‍ସା ଅପେଃ ବିଆର୍‌ଏ ।”
3 ସେହି ସମୟରେ ପ୍ରଧାନ ଯାଜକ ଓ ଲୋକଙ୍କର ପ୍ରାଚୀନବର୍ଗ କୟାଫା ନାମକ ମହାଯାଜକଙ୍କ ପ୍ରାଙ୍ଗଣରେ ଏକତ୍ର ହେଲେ,
ଆକେନ୍ ବେଲା ମ୍ନା ଜାଜକ୍‍ ଆରି ବିନ୍‌ବିନ୍ ଜିହୁଦି ନେତାଇଂ ମ୍ନା ଜାଜକ୍‍ କୟାଫାନେ ଡୁଆ ନ୍ନିଆ ରିସିଙ୍ଗ୍‍ଚେ
4 ଆଉ ଯୀଶୁଙ୍କୁ ଛଳରେ ଧରି ବଧ କରିବା ନିମନ୍ତେ ମନ୍ତ୍ରଣା କଲେ;
ଜିସୁକେ ଚାଲାକିରେ ସାଚେ ବାଗୁଏ ବିଃନ୍‍ସା ଉପାୟ୍‍ ତୁର୍ ଆର୍‌କେ ।
5 କିନ୍ତୁ ସେମାନେ କହିଲେ, ପର୍ବ ସମୟରେ ନୁହେଁ, କାଳେ ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ହେବ।
ମାତର୍‌ ମେଇଂ ବାସଙ୍ଗ୍‌କେ “ଆକେନ୍ କାମ୍ ନେନେ ପାଣ୍ଡୁଏ କେଲା ଡିଙ୍ଗ୍‌ନେ ବଲ୍ ଣ୍ଡୁ । ଆତେନ୍‌ କେଲା ରେମୁଆଁଇଂ ବିତ୍ରେ କିରମର ଡିଙ୍ଗ୍‌ଏ ।”
6 ଯୀଶୁ ବେଥନୀୟାରେ କୁଷ୍ଠରୋଗରୁ ସୁସ୍ଥ ପାଇଥିବା ଶିମୋନଙ୍କ ଗୃହରେ ଥିବା ସମୟରେ,
ମେସୁଆ ଜିସୁ ବେଥନୀନ୍ନିଆ ଅଃସେବାନ୍‌ ଆଃ କୁଷ୍ଟରଗ୍ ଡିଙ୍ଗ୍‌ଲେଃକ୍ନେ ଶିମୋନ୍ ଡୁଆ ଲେଃଗେ ।
7 ଜଣେ ସ୍ତ୍ରୀଲୋକ ଗୋଟିଏ ପାତ୍ରରେ ବହୁମୂଲ୍ୟ ସୁଗନ୍ଧି ତୈଳ ନେଇ ତାହାଙ୍କ ନିକଟକୁ ଆସିଲେ ଏବଂ ସେ ଭୋଜନରେ ବସିଥିବା ସମୟରେ ତାହାଙ୍କ ମସ୍ତକରେ ଢାଳିବାକୁ ଲାଗିଲେ।
ଶିମୋନ ଡୁଆ ଜିସୁ ଚଙ୍ଗ୍‍ଉଗ୍‍ କଲେ କେଲା ମୁଇଙ୍ଗ୍ ସେଲାମ୍ବୁଏ ମୁଇଙ୍ଗ୍ ତୁଲୁଏ ବିର୍‌ ଏତେ ଆରେକ୍ନେ ମୁତାନ୍ନିଆ ଜାବର୍‌ ଦାମ୍‍ନେ ବାସ୍ନାଚୁ ଆତ୍ନଚେ ଜିସୁନେ ବାଆ ଆଡ଼ାତ୍ରା କିଗ୍‍ ବିକେ ।
8 କିନ୍ତୁ ତାହା ଦେଖି ଶିଷ୍ୟମାନେ ବିରକ୍ତ ହୋଇ କହିଲେ, ଏତେ ଅପବ୍ୟୟ କାହିଁକି?
ସିସ୍‍ଇଂ ଆକେନ୍ କେଚେ ଗିସେଆର୍‌କେ । ମେଇଂ ଆମେକେ ସାଲ୍ୟାକୁକେ “ଅଃକେନ୍ ଞ୍ଚୁ ମେଁନ୍‌ସା ନସ୍ଟ ନାରାଡିଙ୍ଗ୍‍କେ?
9 ଏହା ତ ଅନେକ ଟଙ୍କାରେ ବିକ୍ରୟ କରାଯାଇ ଦରିଦ୍ରମାନଙ୍କୁ ଦିଆଯାଇ ପାରିଥାଆନ୍ତା।
ଏନ୍ ବାସ୍ନାଚୁ ଜାବର୍ ଡାବୁରେ ସ ପାଡିଙ୍ଗ୍‌ ବାରି ଆତେନ୍‌‌ ଡାବୁ ଗରିବ୍ ରେମୁଆଁଇଂକେ ବାଟା ବିଃ ପାଡିଙ୍ଗ୍‌ ।”
10 ଯୀଶୁ ତାହା ଜାଣି ସେମାନଙ୍କୁ କହିଲେ, “କାହିଁକି ସ୍ତ୍ରୀଲୋକଟିକୁ କଷ୍ଟ ଦେଉଅଛ? ସେ ତ ମୋ ପ୍ରତି ଉତ୍ତମ କର୍ମ କରିଅଛି।
ମେଇଂ ମେଁନେ ବାସଙ୍ଗ୍‌ଡିଙ୍ଗ୍‌କେ ଜିସୁ ମ୍ୟାଚେ ବାସଙ୍ଗ୍‌କେ, “ଆତେନ୍‌ ସେଲାମ୍ବୁଏଃକେ ମେଁନ୍‌ସା ଅଇରାନ୍ ଆଡିଙ୍ଗ୍ ପେଡିଙ୍ଗ୍‌କେ? ନେଙ୍ଗ୍ଆତ୍‍ଲା ମେଁ ମୁଇଙ୍ଗ୍ ନିମାଣ୍ଡା ଆରି ସବାକ୍ନେ କାମ୍ ଡିଙ୍ଗ୍‍ବକେ ।
11 ଦରିଦ୍ରମାନେ ତ ସର୍ବଦା ତୁମ୍ଭମାନଙ୍କ ପାଖରେ ଅଛନ୍ତି, ମାତ୍ର ମୁଁ ସର୍ବଦା ତୁମ୍ଭମାନଙ୍କ ପାଖରେ ନ ଥିବି।
ଅର୍‍କିତ୍‍ ରେମୁଆଁଇଂକେ ପେ କାଲାଆଃ ପେଅବାଏ । ମାତର୍‌ ଆନେଙ୍ଗ୍ କାଲାଆଃ ପେଅବା ଣ୍ଡୁ ।
12 ଆଉ, ସେ ମୋହର ସମାଧି-କ୍ରିୟାସ୍ୱରୂପେ ମୋହର ଶରୀରରେ ଏହି ତୈଳ ଢାଳିଦେଇଅଛି।
ନେଙ୍ଗ୍ ଗାଗ୍‌ଡ଼େ ଆଡ଼ାତ୍ରା ବାସ୍ନାଚୁ କିଗ୍‍ଚେ ମେଁ ଆନେଙ୍ଗ୍‌କେ ଗେଃସୁଏଃ ଡିଙ୍ଗ୍‌ନ୍‌ସା ଆର୍ମେ ବଗେ ।
13 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସମସ୍ତ ଜଗତର ଯେକୌଣସି ସ୍ଥାନରେ ଏହି ସୁସମାଚାର ଘୋଷଣା କରାଯିବ, ସେ ସ୍ଥାନରେ ଏ ସ୍ତ୍ରୀଲୋକର ସ୍ମରଣାର୍ଥେ ତାହାର ଏହି କର୍ମର କଥା ମଧ୍ୟ କୁହାଯିବ।”
ନେଙ୍ଗ୍ ଆପେକେ ସତ୍ ବାସଙ୍ଗ୍ ଣ୍ତିଙ୍ଗ୍‌କେ, ସାପା ମଞ୍ଚ୍‌ପୁର୍‌ ନ୍ନିଆ ଆଣ୍ଡି ଅରିଆ ଡିଗ୍ ଆକେନ୍ ନିମାଣ୍ଡା କବର୍ ବାସଙ୍ଗ୍‌ ଅଲେଙ୍ଗ୍ ଆର୍‌ଏ ଆକେନ୍ ସେଲାମ୍ବୁଏଃଅ ମେଃ ଡିଙ୍ଗ୍‍ବକେ, ଆମେକେ ମନେ ତ୍ଲାଗ୍‍ଚେ ମେଁ କାମ୍ ଡିଙ୍ଗ୍‌କ୍ନେ ଡିଗ୍ ବାସଙ୍ଗ୍‌ଆର୍‌ଏ ।”
14 ସେତେବେଳେ ଦ୍ୱାଦଶଙ୍କ ମଧ୍ୟରୁ ଇଷ୍କାରିୟୋତୀୟ ଯିହୂଦା ନାମକ ପ୍ରଧାନ ଯାଜକମାନଙ୍କ ପାଖକୁ ଯାଇ କହିଲା,
ଜିସୁନେ ଗମ୍ବାର୍ ସିସ୍‍ଇଂବାନ୍‍ ଇଷ୍କରିୟଥ୍ ଜିହୁଦା ମ୍ନିକ୍ନେ ମୁଇଙ୍ଗ୍ ସିସ୍ ମ୍ନା ଜାଜକ୍‍ଇଂଡାଗ୍ରା ୱେଚେ ସାଲ୍ୟାକୁକେ
15 ମୋତେ କଅଣ ଦେବେ କୁହନ୍ତୁ, ମୁଁ ତାହାଙ୍କୁ ଧରାଇଦେବି। ସେଥିରେ ସେମାନେ ତାହାକୁ ତିରିଶିଗୋଟି ରୌପ୍ୟ-ମୁଦ୍ରା ତୌଲି କରିଦେଲେ।
“ଜିସୁକେ ଆଃସାଃମ୍ବିଲା ଆନେଙ୍ଗ୍ ମେଃନେ ପେବିଏ?” ମେଇଂ ଆମେକେ ମୁଇଂକୁଡ଼ି ଗୁଆ ରୁପାନେ ଚିର୍‍ଲା ଡାବୁ ଇସାବ୍ ଡିଙ୍ଗ୍ ବିକେ ।
16 ଆଉ ସେହି ସମୟଠାରୁ ସେ ତାହାଙ୍କୁ ଧରାଇ ଦେବା ନିମନ୍ତେ ସୁଯୋଗ ଖୋଜିବାକୁ ଲାଗିଲା।
ଆତେନ୍‌‍ ଦିନା ବାନ୍ ଜିସୁକେ ମେଁଇଙ୍ଗ୍‌ନେ ନ୍ତିନିଆ ଆସା ବିଃନ୍‍ସା ଜିହୁଦା ଉପାୟ୍‍ ତୁର୍‍କେ ।
17 ପରେ ଖମୀରଶୂନ୍ୟ ରୁଟି ପର୍ବର ପ୍ରଥମ ଦିନରେ ଶିଷ୍ୟମାନେ ଯୀଶୁଙ୍କ ପାଖକୁ ଆସି ପଚାରିଲେ, ଆମ୍ଭେମାନେ କେଉଁ ସ୍ଥାନରେ ଆପଣଙ୍କ ପାଇଁ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କରିବୁ ବୋଲି ଆପଣ ଇଚ୍ଛା କରନ୍ତି?
“ଖମିର ସୁନ୍ୟ ରୁଟି” ପାଣ୍ଡୁଏନେ ପର୍‍ତୁମ୍‍ ଦିନା ସିସ୍‍ଇଂ ପାଙ୍ଗ୍‌ଚେ ଜିସୁକେ ସାଲ୍ୟାକୁକେ “ନେ ଆଣ୍ଡିଅରିଆ ନାଁ ଆତ୍‍ଲା ଉଦାର୍ ପାଣ୍ଡୁଏ ବଜି ନେରାଃରେଏ?”
18 ଯୀଶୁ କହିଲେ, “ନଗରରେ ଯାଇ ଅମୁକ ଲୋକଙ୍କ ନିକଟକୁ ଯାଇ କୁହ, ଗୁରୁ କହୁଅଛନ୍ତି, ମୋହର କାଳ ସନ୍ନିକଟ, ମୁଁ ମୋହର ଶିଷ୍ୟମାନଙ୍କ ସହିତ ତୁମ୍ଭ ଗୃହରେ ନିସ୍ତାର ପର୍ବ ପାଳନ କରିବି।”
ଜିସୁ ଉତର୍ ବିକେ “ଇନି ୱେଚେ ଆତେନ୍‌ ଆୟାକ୍ନେ ରେମୁଆଁକେ ପେବାସଙ୍ଗ୍‌ଏ ଗୁରୁ ବାସଙ୍ଗ୍‌ଡିଙ୍ଗ୍‌କେ ମେଁନେ ଗୁଏନେ ଦିନା ଡାଗ୍ରା ପିଙ୍ଗ୍‍ଚା ଡିଙ୍ଗ୍‌କେ । ମେଁନେ ସିସ୍‍ଇଂ ଏତେ ପେ ଡୁଆ ମେଁ ଉଦାର୍ ପାଣ୍ଡୁଏଃ ପାଲନ୍ ଡିଙ୍ଗ୍‌ଏ ।”
19 ସେଥିରେ ଶିଷ୍ୟମାନେ ଯୀଶୁଙ୍କ ଆଦେଶ ଅନୁସାରେ କର୍ମ କରି ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କଲେ।
ଜିସୁ ବାସଙ୍ଗ୍‌କ୍ନେ ଇସାବ୍‌ରେ ସିସ୍‍ଇଂ ଉଦାର୍ ପାଣ୍ଡୁଏନେ ବଜି ତିଆର୍ ଡିଙ୍ଗ୍‍ନେସା ୱେ ଆର୍‌କେ ।
20 ପରେ ସନ୍ଧ୍ୟା ହୁଅନ୍ତେ, ସେ ଦ୍ୱାଦଶ ଶିଷ୍ୟମାନଙ୍କ ସହିତ ଭୋଜନରେ ବସିଲେ।
ଲମ୍‍ଡିଗ୍‍ଲା ଜିସୁ ଆରି ଗମ୍ବାର୍ ସିସ୍‍ଇଂ ଚଙ୍ଗ୍‍ନେସା କଆର୍‌କେ ।
21 ସେମାନେ ଭୋଜନ କରୁଥିବା ସମୟରେ ସେ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭମାନଙ୍କ ମଧ୍ୟରୁ ଜଣେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରିବ।”
ଚଙ୍ଗ୍ ଉଗ୍ କେଲା ଜିସୁ ବାସଙ୍ଗ୍‌କେ, “ନେଙ୍ଗ୍ ଆପେକେ ସତ୍‌ ବାସଙ୍ଗ୍‍ଣ୍ଡିଙ୍ଗ୍‍କେ ପେ ବିତ୍ରେ ବାନ୍ ମୁଇଂଜା ଆନେଙ୍ଗ୍ ବିରଦ୍ ରେମୁଆଁଇଂନେ ନ୍ତିନିଆ ଆସା ବିଆର୍‌ଏ ।”
22 ସେଥିରେ ସେମାନେ ଅତ୍ୟନ୍ତ ଦୁଃଖିତ ହୋଇ ପ୍ରତ୍ୟେକେ ତାହାଙ୍କୁ ପଚାରିବାକୁ ଲାଗିଲେ, ପ୍ରଭୁ, ସେ କଅଣ ମୁଁ?
ସିସ୍‍ଇଂ ବିମକ୍‍ ଡିଙ୍ଗ୍‌ଚେ ମୁଇଂଜା ଇଡ଼ିଙ୍ଗ୍ ମୁଇଂଜା ଡିଙ୍ଗ୍‌ଚେ ଜିସୁକେ ସାଲ୍ୟାକୁଆର୍‌କେ “ମାପ୍ରୁ ନେଙ୍ଗ୍ କି ଆତେନ୍‌ ରେମୁଆଁ!”
23 ସେ ଉତ୍ତର ଦେଲେ, “ଯେ ମୋ ସହିତ ପାତ୍ରରେ ହାତ ବୁଡ଼ାଇଲା, ସେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରିବ।
ଜିସୁ ବାସଙ୍ଗ୍‌କେ, “ଜା ନେଙ୍ଗ୍ ଏତେ ମୁତାନ୍ନିଆ ରୁଟି ଜଣ୍ଡିଆଏ ମେଁ ଆନେଙ୍ଗ୍‌କେ ବିରଦ୍ ରେମୁଆଁଇଂ ଡାଗ୍ରା ଆସା ବିଏ ।
24 ମନୁଷ୍ୟପୁତ୍ରଙ୍କ ବିଷୟରେ ଯେପରି ଲେଖାଅଛି, ସେହିପରି ସେ ପ୍ରୟାଣ କରୁଅଛନ୍ତି ସତ୍ୟ; କିନ୍ତୁ ଯେଉଁ ଲୋକ ଦ୍ୱାରା ମନୁଷ୍ୟପୁତ୍ର ଶତ୍ରୁ ହସ୍ତରେ ସମର୍ପିତ ହେଉଅଛନ୍ତି, ହାୟ, ସେ ଦଣ୍ଡର ପାତ୍ର; ସେହି ଲୋକର ଜନ୍ମ ହୋଇ ନ ଥିଲେ ତାହା ପକ୍ଷରେ ଭଲ ହୋଇଥାଆନ୍ତା।”
ସାସ୍ତର୍‌ନ୍ନିଆ ଗୁଆର୍‍କ୍ନେ ଇସାବ୍‌ରେ ରେମୁଆଁ ଉଙ୍ଗ୍‌ଡେ ଗୁଏଃଏ ମାତର୍‌ ରେମୁଆଁ ଉଙ୍ଗ୍‌ଡେକେ ଜା ଆସା ବିଏ ମେଁନେ ଗଟ୍‌ନା ବଡ଼େ ବୟ୍‍ଙ୍କାର୍‍ ଡିଙ୍ଗ୍‌ଏ! ଅଃନାଡିଗ୍ ଜନମ୍ ଡିଙ୍ଗ୍ ଆଲେଃଲା ମେଁ ଆତ୍‍ଲା ବଲ୍ ପାଡିଙ୍ଗ୍‍ ।”
25 ଏଥିରେ ଯେଉଁ ଯିହୂଦା ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲା, ସେ ଉତ୍ତର ଦେଲା, ହେ ଗୁରୁ, ସେ କଅଣ ମୁଁ? ସେ ତାହାକୁ କହିଲେ, “ତୁମ୍ଭେ କହିଅଛ।”
ମୁଡ଼ି ଜିହୁଦା ଜିସୁକେ ବିରଦ୍ ରେମୁଆଁଇଂ ଡାଗ୍ରା ଆସା ବିବଗେ ମେଁ ତଡ଼ିଆଚେ ସାଲ୍ୟାକୁକେ “ଗୁରୁ ଆନେଙ୍ଗ୍‌କେ କେଚେ ବାସଙ୍ଗ୍‌ ନାଡିଙ୍ଗ୍‌କେ ତ!” ଜିସୁ ଆମେକେ ଉତର୍ ବିକେ “ନା ତ ଆତେନ୍‌ ବାସଙ୍ଗ୍‌ ନାଡିଙ୍ଗ୍‌କେ ।”
26 ଆଉ, ସେମାନେ ଭୋଜନ କରୁଥିବା ସମୟରେ ଯୀଶୁ ରୁଟି ନେଇ ଆଶୀର୍ବାଦ କଲେ ଓ ତାହା ଭାଙ୍ଗି ଶିଷ୍ୟମାନଙ୍କୁ ଦେଇ କହିଲେ, “ନିଅ, ଭୋଜନ କର, ଏହା ମୋହର ଶରୀର।”
ମେଇଙ୍ଗ୍ ଚଙ୍ଗ୍ ବେଲା ଜିସୁ ଇକୁଡ଼ା ରୁଟି ଡୁଂୱେଚେ । ଆତେନ୍‌ ରୁଟି ନ୍‍ସା ପର୍‌ମେସର୍‌ କିକେ ଦନ୍ୟବାଦ୍ ବିକେ । ରୁଟି ଟିକ୍‌ଚିଚେ ସିସ୍‌ଇଂକେ ବିଚେ ବାସଙ୍ଗ୍‌କେ, “ଆକେନ୍ ରୁଟି ଡୁଙ୍ଗ୍‍ ୱେଲା ଏନ୍‌ ନେଙ୍ଗ୍‌ନେ ଗାଗ୍‌ଡ଼େ ।”
27 ପୁଣି, ସେ ପାନପାତ୍ର ନେଇ ଧନ୍ୟବାଦ ଦେଲେ ଓ ସେମାନଙ୍କୁ ଦେଇ କହିଲେ,
ତେନ୍‌ ଇଡ଼ିଂ ମେଁ ଆତେନ୍‌ ଉଗ୍‍ନେ ମୁତାକେ ଡୁଂୱେଚେ ଇସ୍‌ପର୍‌କେ ଦନ୍ୟବାଦ୍‍ ବିକେ ଆରି ଆତେନ୍‌ ସିସ୍ଇଂକେ ବିଚେ ବାସଙ୍ଗ୍‌କେ “ପେଇଂ ସାପାରେ ଆକ୍‌ବାନ୍ ଉଗ୍‍ପା ।
28 “ଏଥିରୁ ସମସ୍ତେ ପାନ କର, କାରଣ ଯେଉଁ ନିୟମର ରକ୍ତ ଅନେକଙ୍କ ପାଇଁ ପାପ କ୍ଷମା ଉଦ୍ଦେଶ୍ୟରେ ପାତିତ ହେଉଅଛି, ଏ ମୋହର ସେହି ରକ୍ତ।
ଆକେନ୍ ନେଙ୍ଗ୍‌ନେ ମ୍ୟା । ରେମୁଆଁନେ ପାପ୍ କେମା ଡିଙ୍ଗ୍‍ନେସା ନେଙ୍ଗ୍ ନେଙ୍ଗ୍‌ନେ ମ୍ୟାକେ କିଗ୍‍ନେ ୱେଣ୍ଡିଙ୍ଗ୍‍କେ ଆତେନ୍‌ ଇସ୍‌ପର୍‌ନେ ତ୍ମି ନିଅମ୍ ଆରାମ୍‍ ଡିଙ୍ଗ୍‌ଏ ।
29 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେଉଁ ଦିନ ମୁଁ ଆପଣା ପିତାଙ୍କ ରାଜ୍ୟରେ ତୁମ୍ଭମାନଙ୍କ ସହିତ ନୂଆ କରି ଦ୍ରାକ୍ଷାଫଳର ରସ ପାନ କରିବି, ସେହି ଦିନ ପର୍ଯ୍ୟନ୍ତ ଆଜିଠାରୁ ଏହା କେବେ ହେଁ ପାନ କରିବି ନାହିଁ।”
ନେଙ୍ଗ୍ ବାସଙ୍ଗ୍‍ଣ୍ଡିଙ୍ଗ୍‍କେ, ନେଙ୍ଗ୍ ଆବାନେ ରାଜିନ୍ନିଆ ପେଇଂ ଏତେ ତ୍ମିକ୍ନେ ଅଙ୍ଗୁର୍ ରସ୍ ଉଗ୍ ଜାକ ନେଙ୍ଗ୍ ଆରି ଅଃନା ଅଙ୍ଗୁର୍ ରସ୍ ନ୍ନାଉଗ୍ ଣ୍ଡୁ ।”
30 ପୁଣି, ସେମାନେ ସ୍ତବଗାନ କଲା ପରେ ଜୀତପର୍ବତକୁ ବାହାରିଗଲେ।
ଆକେନ୍ ଇଡ଼ିଙ୍ଗ୍ ମେଇଂ ମୁଇଙ୍ଗ୍ ଦନ୍ୟବାଦ୍ ଅସ୍‌ମାର୍ ସାର୍‌ଚେ ଜିତକଣ୍ଡା ଆଡ଼ାତ୍ରା ୱେକେ ।
31 ସେତେବେଳେ ଯୀଶୁ ସେମାନଙ୍କୁ କହିଲେ, “ଏହି ରାତ୍ରିରେ ତୁମ୍ଭେମାନେ ସମସ୍ତେ ମୋʼଠାରେ ବିଘ୍ନ ପାଇବ, କାରଣ ଲେଖାଅଛି, ଆମ୍ଭେ ମେଷପାଳକକୁ ପ୍ରହାର କରିବା, ଆଉ ପଲର ମେଷଗୁଡ଼ିକ ଛିନ୍ନଭିନ୍ନ ହୋଇଯିବେ।
ଆତେନ୍‌ ବେଲା ଜିସୁ ଆମେଇଂକେ ବାସଙ୍ଗ୍‌କେ “ଏ ମିଡିଗ୍ ପେ ସାପାରେ ଆନେଙ୍ଗ୍‌କେ ଆନ୍‌ତାର୍‌ଚେ ଲାଗ୍‍ପେଡଏ । ସାସ୍ତର୍‌ ନ୍ନିଆ ଗୁଆର୍‍ବକେ, ନେଙ୍ଗ୍ ମେଣ୍ଡା ତୁର୍ତିଆରେକେ ମ୍ୱାଗୁଏଃଏ ଆରି ମେଣ୍ଡାଇଂ ଚିନ୍‍ ଚତର୍‍ ଡିଙ୍ଗ୍‌ୱେଏ ।
32 ମାତ୍ର ମୁଁ ଉଠିବା ପରେ ତୁମ୍ଭମାନଙ୍କ ଆଗେ ଆଗେ ଗାଲିଲୀକୁ ଯିବି।”
ମାତର୍‌ ନେଙ୍ଗ୍ ତଡ଼ିଆକ୍ନେ ଇଡ଼ିଙ୍ଗ୍ ପେନେ ସେନୁଗ୍‍ ଗାଲିଲୀ ପ୍ରଦେସ୍ ୱେଏ ।”
33 କିନ୍ତୁ ପିତର ତାହାଙ୍କୁ ଉତ୍ତର ଦେଲେ, ଯଦ୍ୟପି ସମସ୍ତେ ଆପଣଙ୍କଠାରେ ବିଘ୍ନ ପାଇବେ, ତଥାପି ମୁଁ କେବେ ହେଁ ପାଇବି ନାହିଁ।
ମାତର୍‌ ପିତର୍ ବାସଙ୍ଗ୍‌କେ, “ବିନ୍ ସାପାରେ ଆନାକେ ଆନ୍‌ତାର୍‌ ୱେଲା ଡିଗ୍‍ ନେଙ୍ଗ୍ ଆନାକେ ଅଃନା ଆନ୍‌ତାର୍‌ଚେ ନ୍ନାୱେ ।”
34 ଯୀଶୁ ତାହାଙ୍କୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଅଛି, ଏହି ରାତିରେ କୁକୁଡ଼ା ଡାକିବା ପୂର୍ବରୁ ତୁମ୍ଭେ ମୋତେ ତିନି ଥର ଅସ୍ୱୀକାର କରିବ।”
ଜିସୁ ବାସଙ୍ଗ୍ ବିକେ “ନେଙ୍ଗ୍ ଆପେକେ ସତ୍ ବାସଙ୍ଗ୍ ଣ୍ଡିଙ୍ଗ୍‌କେ ଏଃ ମିଡିଗ୍ ଗିସେଙ୍ଗ୍ ଞ୍ଜିତର୍ ସନେ ସେନୁଗ୍‌ ପେ ଆନେଙ୍ଗ୍ ନ୍ନାସାମୁଆଁକେ ଡାଗ୍‌ଚେ ଞ୍ଜିତର୍ ନାବାସଙ୍ଗ୍‌ଏ ।”
35 ପିତର ତାହାଙ୍କୁ କହିଲେ, ଯଦ୍ୟପି ମୋତେ ଆପଣଙ୍କ ସାଙ୍ଗରେ ମରିବାକୁ ହୁଏ, ତଥାପି ମୁଁ ଆପଣଙ୍କୁ କେବେ ହେଁ ଅସ୍ୱୀକାର କରିବି ନାହିଁ। ସମସ୍ତ ଶିଷ୍ୟ ମଧ୍ୟ ସେହି ପ୍ରକାରେ କହିଲେ।
ପିତର୍ ଉତର୍ ବିକେ “ଆନେଙ୍ଗ୍ ନାଁ ଏତେ ଗୁଏନେ ପଡ଼େଲା ଡିଗ୍ ନେଙ୍ଗ୍ ଆପେକେ ନ୍ନାସାମୁଆଁକେ ଡାଗ୍‌ଚେ ଅଃନାଡିଗ୍ ନ୍ନାବାସଙ୍ଗ୍ ଣ୍ଡୁ ।” ବିନ୍‍ ସିସ୍‍ଇଂ ସାପାରେ ଦେତୁଆ ବାସଙ୍ଗ୍‌ ଆର୍‌କେ ।
36 ଏହାପରେ ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ଗେଥ୍‌ଶିମାନୀ ନାମକ ଗୋଟିଏ ସ୍ଥାନକୁ ଯାଇ ସେମାନଙ୍କୁ କହିଲେ, “ମୁଁ ସେଠାକୁ ଯାଇ ପ୍ରାର୍ଥନା କରୁଥିବା ପର୍ଯ୍ୟନ୍ତ ତୁମ୍ଭେମାନେ ଏଠାରେ ବସିଥାଅ।”
ତେନ୍‌ ଇଡ଼ିଂ ଜିସୁ ସିସ୍‍ଇଂ ଏତେ ଗେଥସିମନୀ ମ୍ନିକ୍ନେ ମୁଇଙ୍ଗ୍ ଜାଗାନ୍ନିଆ ୱେଚେ ବାସଙ୍ଗ୍‌କେ “ପେଇଂ ଆକ୍‌ଅରିଆ ଇକୁଡ଼ା କଲାଲାପା । ନେଙ୍ଗ୍ ଆତ୍‌ଅରିଆ ଉଲୁପ୍‍ ୱେଚେ ପାର୍‍ତନା ଣ୍ଡିଙ୍ଗ୍‍ଏ ।”
37 ଆଉ, ସେ ପିତର ଓ ଜେବଦୀଙ୍କ ଦୁଇ ପୁତ୍ରଙ୍କୁ ସାଙ୍ଗରେ ନେଇ ଶୋକାକୁଳ ଓ ବ୍ୟଥିତ ହେବାକୁ ଲାଗିଲେ।
ମେଁ ପିତର୍ ଆରି ଜେବଦୀନେ ମ୍ୱାୟା ଉଙ୍ଗ୍‌ଡେକେ ମେଁ ଏତେ ଡୁଂୱେକେ । ଆତେନ୍‌‍ବେଲା ଜିସୁ ଜାବର୍‌ ଦୁକ୍ କସ୍ଟରେ ଲେଃଚେ ଡିଗ୍,
38 ସେତେବେଳେ ସେ ସେମାନଙ୍କୁ କହିଲେ, “ମୋହର ପ୍ରାଣ ମୃତ୍ୟୁଭୋଗ କରିବା ପରି ଅତ୍ୟନ୍ତ ଶୋକାକୁଳ ହେଉଅଛି, ତୁମ୍ଭେମାନେ ଏଠାରେ ରହି ମୋ ସାଙ୍ଗରେ ଜାଗିଥାଅ।”
ଆମେଇଂକେ ବାସଙ୍ଗ୍‌କେ, “ନେଙ୍ଗ୍‌ନେ ଜିବନ୍ ତାର୍‌ୱେଗେ ସୁଗୁଆ ଲାଗେଡିଙ୍ଗ୍‍କେ । ଆକ୍‌ଅରିଆ ପେ ନେଙ୍ଗ୍ ଏତେ ଉର୍‍ ଲାଃଲାପା ।”
39 ପୁଣି, ସେ ଅଳ୍ପ ଦୂର ଆଗକୁ ଯାଇ ଉବୁଡ଼ ହୋଇ ପ୍ରାର୍ଥନା କରୁ କରୁ କହିଲେ, “ହେ ମୋହର ପିତା, ଯଦି ହୋଇପାରେ, ତେବେ ଏହି ଦୁଃଖର ପାତ୍ର ମୋʼଠାରୁ ଦୂର ହେଉ; ତଥାପି ମୋହର ଇଚ୍ଛା ନୁହେଁ, ମାତ୍ର ତୁମ୍ଭର ଇଚ୍ଛା।”
ଜିସୁ ଉଲୁପ୍‍ ସ୍ଲ ୱେଚେ ତୁବଃନ୍ନିଆ ବ୍ରିଙ୍ଗ୍‍ଚେ ପାର୍‍ତନା ଡିଙ୍ଗ୍‌କେ “ଏ ଆବା! ଜଦି ଡିଙ୍ଗ୍‌ଏ ଆକେନ୍ ଦୁକ୍ କସ୍ଟନେ ଉଗ୍‍ନେ ମୁତାକେ ନେଙ୍ଗ୍‌ବାନ୍ ସ୍ଲ ଡୁଂୱେଲା । ମାତର୍‌ ନେଙ୍ଗ୍‌ନେ ଇକ୍‌ଚା ଣ୍ଡୁ ନାନେ ଇକ୍‌ଚା ପୁରନ୍‍ ଡିଙ୍ଗ୍‌ଲେ ।”
40 ଆଉ, ସେ ଶିଷ୍ୟମାନଙ୍କ ନିକଟକୁ ଆସି ସେମାନଙ୍କୁ ନିଦ୍ରିତ ଦେଖିଲେ ଓ ପିତରଙ୍କୁ କହିଲେ, “ତୁମ୍ଭେମାନେ କି ମୋ ସାଙ୍ଗରେ ଅଳ୍ପ ସମୟ ହେଲେ ଜାଗି ପାରିଲ ନାହିଁ?
ତେନ୍‌ ଇଡ଼ିଂ ମେଁ ଞ୍ଜିରୁଆ ସିସ୍‍ଇଂ ଡାଗ୍ରା ଆଣ୍ଡେ ପାଙ୍ଗ୍‌ଚେ କେକେ ମେଇଂ ଡୁଲେଗ୍‍ଲେଆର୍‌ଗେ । ଜିସୁ ପିତର୍‌କେ ବାସଙ୍ଗ୍‌କେ, “ପେ ସାପାରେ ନେଙ୍ଗ୍‍ ଏତେ ମୁଇଂଗଣ୍ଟା ଡିଗ୍ ଉର୍‍ ପେୟାକେ ଣ୍ଡୁ?
41 ପରୀକ୍ଷାରେ ଯେପରି ନ ପଡ଼, ଏଥିପାଇଁ ଜାଗି ରହି ପ୍ରାର୍ଥନା କର; ଆତ୍ମା ଇଚ୍ଛୁକ ସତ୍ୟ, ମାତ୍ର ଶରୀର ଦୁର୍ବଳ।”
ପରିକ୍ୟାନ୍ନିଆ ଡିରକମ୍ ପେଲଃ ଆତେନ୍‌‍ସା ଉର୍‍ଲେଚେ ପାର୍‍ତନା ଡିଙ୍ଗ୍‌ପା । ଡାଗ୍ଲା ପେନେ ଆତ୍ମା ରାଜି ମାତର୍‌ ଗାଗ୍‍ଡେ ବଲ୍ ଆଲେ ଣ୍ଡୁ ।”
42 ପୁଣି, ଥରେ ସେ ଦ୍ୱିତୀୟ ଥର ଯାଇ ପ୍ରାର୍ଥନା କରି କହିଲେ, “ହେ ମୋହର ପିତା, ପାନ ନ କଲେ ଏହି ପାତ୍ର ଯଦି ମୋʼଠାରୁ ଦୂର ହୋଇ ନ ପାରେ, ତେବେ ତୁମ୍ଭର ଇଚ୍ଛା ସଫଳ ହେଉ।”
ଜିସୁ ବାରି ମୁଇଂତର୍ ୱେଚେ ପାର୍‍ତନା ଡିଙ୍ଗ୍‌କେ “ନେଙ୍ଗ୍‌ନେ ଆବା! ଜଦି ଆକେନ୍ ଦୁକ୍ ବଗନେ ଉଗ୍‍ନେ ଙ୍କୁଇ ନେଙ୍ଗ୍‍ ଡାଗ୍ରାବାନ୍‍ ସ୍ଲ ନାରାଡିଙ୍ଗ୍‍ଲା ଆରି ନେଙ୍ଗ୍ ଆତେନ୍‌ ଉଗ୍‍ନେ ବାଦ୍ୟ ନାନେ ଇକ୍‌ଚା ପୁରନ୍‍ ଡିଙ୍ଗ୍‌ଲେ ।”
43 ପୁଣି, ସେ ଆସି ପୁନର୍ବାର ସେମାନଙ୍କୁ ନିଦ୍ରିତ ଦେଖିଲେ, କାରଣ ସେମାନଙ୍କର ଆଖି ମାଡ଼ିପଡ଼ୁଥିଲା।
ମେଁ ବାର୍‌ମୁଇଂତର୍‍ ଆଣ୍ଡେ ୱେଚେ ସିସ୍ଇଂକେ ଡୁଲେଗ୍‍ ଲେଃକ୍ନେ କେକେ । ମେଇଂ ମୁଆଃ କିକେନେ ୟା ଆଡିଂଆର୍‌ଗେ ଣ୍ଡୁ ।
44 ସେଥିରେ ସେ ସେମାନଙ୍କୁ ପରିତ୍ୟାଗ କରି ପୁଣି, ଥରେ ଯାଇ ଆଉ ଥରେ ସେହି କଥା କହି ତୃତୀୟ ଥର ପ୍ରାର୍ଥନା କଲେ।
ଜିସୁ ଆମେଇଂକେ ଆନ୍‌ତାର୍‌ଚେ ଉଲୁପ୍‍ ସ୍ଲ ୱେଚେ ଞ୍ଜିତର୍‍ନ୍‍ସା ଦେତ୍‌ରକମ୍ ପାର୍‍ତନା ଡିଙ୍ଗ୍‌କେ ।
45 ପରେ ସେ ଶିଷ୍ୟମାନଙ୍କ ନିକଟକୁ ଆସି ସେମାନଙ୍କୁ କହିଲେ, “ଅଳ୍ପ ସମୟ ଶୋଇ କରି ବିଶ୍ରାମ କର, ଦେଖ, ସେହି ସମୟ ସନ୍ନିକଟ ହେଲାଣି, ପୁଣି, ମନୁଷ୍ୟପୁତ୍ର ପାପୀମାନଙ୍କ ହସ୍ତରେ ସମର୍ପିତ ହେଉଅଛନ୍ତି।
ତେନ୍‌ ଇଡ଼ିଂ ସିସ୍‍ଇଂ ଡାଗ୍ରା ୱେଚେ ବାସଙ୍ଗ୍‌କେ “ପେ ଏଜାକ ଡୁଲେଗ୍‍ଚେ ପୁଣ୍ଡେ ପେଡିଙ୍ଗ୍‌କେ? କେଲାପା ରେମୁଆଁ ଉଙ୍ଗ୍‌ଡେ ବିରଦ୍ ରେମୁଆଁଇଂନେ ନ୍ତିନିଆ ଅପେଃବିନେ ବେଲା ପାଙ୍ଗ୍‌ଲେକେ ।
46 ଉଠ, ଆମ୍ଭେମାନେ ଯିବା, ଦେଖ, ଯେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରୁଅଛି, ସେ ନିକଟବର୍ତ୍ତୀ।”
ତଡ଼ିଆ ନେୱେପା । ଆକେନ୍ କେଲାପା ଆନେଙ୍ଗ୍ ଆଃସାଃ ବିଃନେ ରେମୁଆଁଇଂ ପାଙ୍ଗ୍‌ଡିଙ୍ଗ୍‌ଆର୍କେ ।”
47 ସେ କଥା କହୁଥିବା ସମୟରେ, ଦେଖ, ଦ୍ୱାଦଶଙ୍କ ମଧ୍ୟରୁ ଯିହୂଦା ନାମକ ଜଣେ ଏବଂ ତାହା ସହିତ ପ୍ରଧାନ ଯାଜକ ଓ ଲୋକଙ୍କର ପ୍ରାଚୀନବର୍ଗଙ୍କଠାରୁ ପ୍ରେରିତ ବହୁସଂଖ୍ୟକ ଲୋକ ଖଡ୍ଗ ଓ ଯଷ୍ଟି ଧରି ଆସିଲେ।
ଜିସୁ ଆକେନ୍ ସାମୁଆଁ ବାସଙ୍ଗ୍‌ନେ ବେଲା ମେଁନେ ଗମ୍ବାର୍‌କ୍ଲିଗ୍ ସିସ୍‍ଇଂ ବିତ୍ରେ ଜିହୁଦା ମ୍ନିକ୍ନେ ସିସ୍‍ ମୁଇଙ୍ଗ୍ ପିଙ୍ଗ୍‌ଚାକେ । ମେଁ ଏତେ କାଣ୍ଡା ଆରି ଟେଙ୍ଗ୍‍ ସାଚେ ଗୁଲେରୁଆ ଆତ୍‍ ଅରିଆ ରିସିଙ୍ଗ୍ ଆର୍‌କେ । ଆମେଇଂକେ ମ୍ନା ଜାଜକ୍‍ ଆରି ଦର୍ମ ନେତାଇଂ ବେବଗେ ।
48 ଆଉ, ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣକାରୀ ସେମାନଙ୍କୁ ଏହି ସଙ୍କେତ ଦେଇ କହିଥିଲା, ମୁଁ ଯାହାଙ୍କୁ ଚୁମ୍ବନ କରିବି, ସେ ସେହି, ତାହାଙ୍କୁ ଧରିବ।
ବିରଦ୍ ରେମୁଆଁଇଂକେ ଆସା ବିଃନେ ଜିହୁଦା ଆମେଇଂକେ ମୁଇଙ୍ଗ୍ ଚିନା ବିଃନ୍‍ସା ଟିକ୍ ଆଡିଙ୍ଗ୍ ବଗେ । ମେଁ ଆମେଇଂକେ ବାସଙ୍ଗ୍‍ବଗେ, “ମୁଡ଼ି ରେମୁଆଁକେ ନେଙ୍ଗ୍ ମ୍ୱୟ୍‍ନ୍ତାଏ ଆମେକେ ଆଃ ପେ ତୁର୍ ପେଡିଙ୍ଗ୍‌କେ । ଆମେକେ ପେ ସାପା ।”
49 ଆଉ, ସେ ସେହିକ୍ଷଣି ଯୀଶୁଙ୍କ ନିକଟକୁ ଆସି, ହେ ଗୁରୁ, ନମସ୍କାର, ଏହା କହି ତାହାଙ୍କୁ ବହୁତ ଚୁମ୍ବନ କଲା।
ଜିହୁଦା ସିଦା ଜିସୁ ଡାଗ୍ରା ୱେଚେ ଆମେକେ ଅ ଗୁରୁ, ନମସ୍କାର୍‌ ଡାଗ୍‌ଚେ ବ‍ଏନ୍ତାକେ ।
50 କିନ୍ତୁ ଯୀଶୁ ତାହାକୁ କହିଲେ, “ହେ ବନ୍ଧୁ, ଯାହା କରିବା ନିମନ୍ତେ ଆସିଅଛ, ତାହା କର।” ସେଥିରେ ସେମାନେ ପାଖକୁ ଆସି ଯୀଶୁଙ୍କ ଉପରେ ହାତ ପକାଇ ତାହାଙ୍କୁ ଧରିଲେ।
ଜିସୁ ଆମେକେ ବାସଙ୍ଗ୍‌କେ “ବୟାଁ ନାନେ କାମ୍ ଜିଆଃ ଆଡା ।” ଆକେନ୍ ଇଡ଼ିଙ୍ଗ୍ ମେଇଂ ଜିସୁକେ ସାଚେ ବନ୍ଦି ଆଡିଙ୍ଗ୍‌ଆର୍କେ ।
51 ଆଉ ଦେଖ, ଯୀଶୁଙ୍କ ସାଙ୍ଗରେ ଥିବା ଲୋକଙ୍କ ମଧ୍ୟରୁ ଜଣେ ହାତ ବଢ଼ାଇ ଖଣ୍ଡା ବାହାର କଲେ ଏବଂ ମହାଯାଜକଙ୍କର ଦାସକୁ ଆଘାତ କରି ତାହାର କାନ କାଟିପକାଇଲେ।
ଜିସୁ ପାକାନେ ମୁଇଙ୍ଗ୍ ରେମୁଆଁ ମେଁ ନିଜେନେ କାଣ୍ଡା ଜଗ୍‍ ଆତାର୍‌ଚେ ମ୍ନା ଜାଜକ୍‍ନେ ଗତିରେନେ ନ୍ଲୁଗ୍‍କେ ସିତଗ୍ ବିକେ ।
52 ସେଥିରେ ଯୀଶୁ ତାହାଙ୍କୁ କହିଲେ, “ତୁମ୍ଭର ଖଡ୍ଗ ପୁଣି, ଥରେ ଆପଣା ସ୍ଥାନରେ ରଖ, କାରଣ ଯେଉଁମାନେ ଖଡ୍ଗ ଧାରଣ କରନ୍ତି, ସେ ସମସ୍ତେ ଖଡ୍ଗ ଦ୍ୱାରା ବିନଷ୍ଟ ହେବେ।
ଜିସୁ ଆମେକେ ବାସଙ୍ଗ୍‌କେ “ନାନେ କାଣ୍ଡାକେ କାଣ୍ଡା ବନେ ଜାଗାନ୍ନିଆ ବ । ଜାଣ୍ଡେଇଂ କାଣ୍ଡା ଏତେ ବ୍ଲୁ ଆର୍‌ଏ ମେଇଂ କାଣ୍ଡା ଏତେ ଆଃ ଗୁଏ ଆର୍‌ଏ ।
53 ଅଥବା ତୁମ୍ଭେ କଅଣ ମନେ କରୁଅଛ ଯେ, ମୁଁ ମୋହର ପିତାଙ୍କୁ ବିନତି କରିପାରେ ନାହିଁ ଓ ସେ ଏହିକ୍ଷଣି ମୋ ନିମନ୍ତେ ଦ୍ୱାଦଶ ବାହିନୀ ଅପେକ୍ଷା ଅଧିକ ଦୂତଙ୍କୁ ପଠାଇଦେବେ ନାହିଁ?
ନାଁ ମେଃନେ ନାମ୍ୟାକେ, ନେଙ୍ଗ୍ ନେଙ୍ଗ୍‌ନେ ଆବାକେ ସାଇଜ୍ୟ ନ୍‌ସାଲ୍ୟାଲା ମେଁ ନେଙ୍ଗ୍ ଆତ୍‍ଲା ସାଙ୍ଗେ ସାଙ୍ଗେ ଗମ୍ବାର୍‌କ୍ଲିଗ୍ ସନ୍ୟଇଂବାନ୍ ଜବର୍ କିତଂ ଦୁତ୍‍କେ ବେୟାଏ?
54 ତେବେ ଏହି ପ୍ରକାରେ ଅବଶ୍ୟ ଘଟିବ ବୋଲି ଧର୍ମଶାସ୍ତ୍ରର ବାକ୍ୟ କି ପ୍ରକାର ସଫଳ ହେବ?”
ତେଲା ଆକେନ୍ ସାପା ଗଟେଏ ଡାଗ୍‌ଚେ ସାସ୍ତର୍‌ନ୍ନିଆ ଆଣ୍ଡିନେ ସାପା ଗୁଆର୍‍ ବକେ ଆତେନ୍‌ ସତ୍ ଡିଙ୍ଗ୍‌ଏ ଡିରକମ୍?”
55 ସେହି ସମୟରେ ଯୀଶୁ ଲୋକସମୂହକୁ କହିଲେ, “ଡକାଇତ ବିରୁଦ୍ଧରେ ବାହାରିବା ପରି ଖଣ୍ଡା ଓ ଠେଙ୍ଗା ନେଇ ତୁମ୍ଭେମାନେ କଅଣ ମୋତେ ଧରିବାକୁ ଆସିଲ? ମୁଁ ପ୍ରତିଦିନ ମନ୍ଦିରରେ ବସି ଶିକ୍ଷା ଦେଉଥିଲି, କିନ୍ତୁ ତୁମ୍ଭେମାନେ ମୋତେ ଧରିଲ ନାହିଁ;
ତେନ୍‌ ଇଡ଼ିଂ ଜିସୁ ରିସିଙ୍ଗ୍‍ ଲେଃକ୍ନେ ରେମୁଆଁଇଂକେ ବାସଙ୍ଗ୍‌କେ, “ନେଙ୍ଗ୍ ମେଃନେ ମୁଇଂ ଲାଗ୍‍ଡରେ ଦସି ରେମୁଆଁ କାଣ୍ଡା ଟେଙ୍ଗ୍‍ ସାଃଚେ ଆନେଙ୍ଗ୍ ସାଃନ୍‌ସା ପାଙ୍ଗ୍‍ପେଲେକେ? କାଲାଆଃ ନେଙ୍ଗ୍ ମନ୍ଦିର୍‌ନ୍ନିଆ କଚେ ବୁଦି ବିଃଣ୍ଡିଂଗେ ଆତେନ୍‌ ବେଲା ତ ଆନେଙ୍ଗ୍ ପେସାକେ ଣ୍ଡୁ!
56 ମାତ୍ର ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ଯେପରି ସଫଳ ହୁଏ, ସେଥିନିମନ୍ତେ ଏସମସ୍ତ ଘଟିଅଛି।” ସେତେବେଳେ ଶିଷ୍ୟମାନେ ସମସ୍ତେ ତାହାଙ୍କୁ ଛାଡ଼ି ପଳାଇଗଲେ।
ଆତେନ୍‌ ଆନ୍‍ତାର୍‍ପା ବାବବାଦି‍ଇଂ ସାସ୍ତର୍‌ନ୍ନିଆ ଜା ସାପା ଗୁଆର୍‍ ବକେ ଆତେନ୍‌ ସାପା ପୁରା ଡିଙ୍ଗ୍‍ନେସା ଦେକ୍ ଗଟେଲେକେ ।” ଆତେନ୍‌‍ବେଲା ସିସ୍‍ଇଂ ସାପାରେ ଜିସୁକେ ଆନ୍‌ତାର୍‌ଚେ ଲାଗ୍‍ଡଆର୍‌କେ ।
57 ପରେ ଯେଉଁମାନେ ଯୀଶୁଙ୍କୁ ଧରିଥିଲେ, ସେମାନେ ତାହାଙ୍କୁ କୟାଫା ମହାଯାଜକଙ୍କ ନିକଟକୁ ନେଇଗଲେ; ସେହି ସ୍ଥାନରେ ଶାସ୍ତ୍ରୀ ଓ ପ୍ରାଚୀନବର୍ଗ ଏକତ୍ର ହୋଇଥିଲେ।
ଜିସୁକେ ଗିରପ୍‍ ଡିଙ୍ଗ୍‍ଣ୍ଡ୍ରେଇଂ ଆମେକେ ମ୍ନା ଜାଜକ୍‍ କୟାଫାନେ ଡୁଆନ୍ନିଆ ଡୁଂୱେ ଆର୍‌କେ । ଆତ୍‌ଅରିଆ ଦର୍ମ ଗୁରୁ ଆରି ଦର୍ମ ନେତାଇଂ ରିସିଙ୍ଗ୍ ଲେଆର୍‌ଗେ ।
58 କିନ୍ତୁ ପିତର ଦୂରରେ ରହି ମହାଯାଜକଙ୍କ ପ୍ରାଙ୍ଗଣ ପର୍ଯ୍ୟନ୍ତ ତାହାଙ୍କ ପଛେ ପଛେ ଗଲେ, ଆଉ ଶେଷରେ କଅଣ ଘଟିବ, ତାହା ଦେଖିବା ନିମନ୍ତେ ସେ ଭିତରକୁ ଯାଇ ପଦାତିକମାନଙ୍କ ସହିତ ବସି ରହିଲେ।
ପିତର୍ ଇତୁଡ଼ା ସ୍ଲ ଲେଃଚେ ଜିସୁକେ କିକେଡିଂଗେ ଆରି ମେଁ ମ୍ନାପୁଜାରି କୟାପାନେ ଡୁଆ ବାଜାର୍‍ ଜାକ ୱେକେ । ଆକେନ୍ ସାପା ଗଟ୍‌ନା ମେଃ ଡିଙ୍ଗ୍‌ଏ, ଆତେନ୍‌ କେନ୍‍ସା ପିତର୍ ଆତ୍‌ଅରିଆ ଉର୍‍ଣ୍ଡ୍ରେଇଂ ଏତେ କକେ!
59 ଇତିମଧ୍ୟରେ ପ୍ରଧାନ ଯାଜକମାନେ ଓ ସମସ୍ତ ମହାସଭା ଯୀଶୁଙ୍କୁ ବଧ କରିବା ନିମନ୍ତେ ତାହାଙ୍କ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଖୋଜିବାକୁ ଲାଗିଲେ,
ମ୍ନା ଜାଜକ୍‍ ଆରି ମ୍ନା କୁକପାର୍‌ନେ ରେମୁଆଁଇଂ ଜିସୁକେ ଗୁଏନେ ଡଣ୍ଡ୍‍ ବିଃନ୍‍ସା ମେଁ ବିରଦ୍‌ରେ ମିଚ୍ ପାରାମାନ୍‍ ବାସଙ୍ଗ୍‍ ନ୍‌ସା ଜଜନା ଡିଙ୍ଗ୍‌ଆର୍କେ । ଗୁଲେରୁଆ ଜିସୁନେ ବିରଦ୍‌ରେ ମିଚ୍ ସାମୁଆଁ ବାସଙ୍ଗ୍‌ ଆର୍‌କେ ।
60 ଆଉ ଅନେକ ମିଥ୍ୟା ସାକ୍ଷୀ ବାହାରିଲେ ସୁଦ୍ଧା ସେମାନେ କିଛି ପାଇଲେ ନାହିଁ। ଶେଷରେ ଦୁଇ ଜଣ ବାହାରି କହିଲେ,
ମାତର୍‌ ଦେତ୍ ସୁଗୁଆ ମେଃଡିଗ୍ ପାରାମାନ୍‍ ଆମିଲେକେ ଣ୍ଡୁ । ଇଡ଼ିଙ୍ଗ୍ ମ୍ବାୟା ତୁଆଁ ଆର୍‌କେ
61 ଏହି ଲୋକଟା କହିଥିଲା, ମୁଁ ଈଶ୍ବରଙ୍କ ମନ୍ଦିରକୁ ଭାଙ୍ଗି ତାହା ତିନି ଦିନ ମଧ୍ୟରେ ତୋଳି ଦେଇ ପାରେ।
ମେଇଂ ବାସଙ୍ଗ୍‌କେ “ଏନ୍‌ ରେମୁଆଁ ବାସଙ୍ଗ୍‌ ବଗେ, ନେଙ୍ଗ୍ ଇସ୍‌ପର୍‌ନେ ମନ୍ଦିର୍‍କେ ପାକ୍‌ଚିଚେ ଜିର୍‍ସି ଇଡ଼ିଙ୍ଗ୍ ଆମେକେ ବାରି ମୁଇଂତର୍ ଆରେ ମ୍ବିଏ ।”
62 ସେଥିରେ ମହାଯାଜକ ଉଠି ତାହାଙ୍କୁ କହିଲେ, ତୁମ୍ଭେ କିଛି ଉତ୍ତର ଦେଉ ନାହଁ? ତୁମ୍ଭ ବିରୁଦ୍ଧରେ ଏମାନେ ଏ ଯେଉଁ ସାକ୍ଷ୍ୟ ଦେଉଅଛନ୍ତି, ଏହା କଅଣ?
ମ୍ନା ଜାଜକ୍‍ ତୁଆଁଚେ ଜିସୁକେ ସାଲ୍ୟାକୁକେ ନା ମେନ୍‌ସାଃ ମେଃଡିଗ୍ ବାସଙ୍ଗ୍‌ ନାଡିଙ୍ଗ୍‌କେ? “ଆକେନ୍ ଦାବିକେ ପାକ୍‍ଚିନ୍‍ସା ନାନେ ଆରି ମେଁନେ ବାସଙ୍ଗ୍‌ନେ ଲେଃକେ?”
63 କିନ୍ତୁ ଯୀଶୁ ମୌନ ହୋଇ ରହିଲେ। ସେଥିରେ ମହାଯାଜକ ତାହାଙ୍କୁ କହିଲେ, ଆମ୍ଭେ ତୁମ୍ଭକୁ ଜୀବନ୍ତ ଈଶ୍ବରଙ୍କ ନାମରେ ଶପଥ ଦେଉଅଛୁ, ଆମ୍ଭମାନଙ୍କୁ କୁହ, ତୁମ୍ଭେ କି ଈଶ୍ବରଙ୍କ ପୁତ୍ର ଖ୍ରୀଷ୍ଟ?
ମାତର୍‌ ଜିସୁ ବୁଙ୍ଗ୍‍ ଲେଃଗେ । ମ୍ନା ଜାଜକ୍‍ ବାସଙ୍ଗ୍‌କେ, “ଜିବନ୍ ଇସ୍‌ପର୍‌ନେ ମ୍ନିରେ ପର୍‍ମାନ୍‍ ଡିଙ୍ଗ୍‌ଚେ ନେଙ୍ଗ୍ ଆନାକେ ସାଲ୍ୟାକୁ ଣ୍ଡିଙ୍ଗ୍‍କେ, ସତ୍ ବାସଙ୍ଗ୍‌, ନାଁ ମେଃନେ ଇସ୍‌ପର୍‌ନେ ଉଙ୍ଗ୍‌ଡେ କିସ୍‌ଟ ବା ମସିହ?”
64 ଯୀଶୁ ତାହାଙ୍କୁ କହିଲେ, “ଆପଣ କହିଅଛନ୍ତି; ଆହୁରି ମୁଁ ଆପଣମାନଙ୍କୁ କହୁଅଛି, ଅଦ୍ୟାବଧି ଆପଣମାନେ ମନୁଷ୍ୟପୁତ୍ରଙ୍କୁ ପରାକ୍ରମର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଓ ଆକାଶର ମେଘମାଳାରେ ଆଗମନ କରିବା ଦେଖିବେ।”
ଜିସୁ ଉତର୍ ବିକେ “ନାଁ ଟିକ୍ ନାବାସଙ୍ଗ୍‍କେ । ମାତର୍‌ ନେଙ୍ଗ୍ ପେ ସାପାରେକେ ବାସଙ୍ଗ୍‍ମ୍ବକେ ଜିଆଃ ରେମୁଆଁ ଉଙ୍ଗ୍‌ଡେ ସାପାଟୁ ବପୁରେ ଇସ୍‌ପର୍‌ନେ ଞ୍ଚଙ୍ଗ୍‌ତି ପାକା କୁକ ନ୍‌ସା ୱେଡିଙ୍କେ ବାରି ଆମେକେ କିତଂବାନ୍ ତ୍ରିଗ୍‍ଡ୍ୟା ଏତେ ଜାର୍‌ନେ ପେ ପେକେଏ ।”
65 ସେଥିରେ ମହାଯାଜକ ଆପଣା ବସ୍ତ୍ର ଚିରି କହିଲେ, ଏ ଈଶ୍ବର ନିନ୍ଦା କଲା, ସାକ୍ଷୀରେ ଆମ୍ଭମାନଙ୍କର ଆଉ କଅଣ ଆବଶ୍ୟକ? ଦେଖନ୍ତୁ, ଆପଣମାନେ ଏବେ ହେଁ ଈଶ୍ବର ନିନ୍ଦା ଶୁଣିଲେ,
ଆକେନ୍ ଅଁଚେ ମ୍ନା ଜାଜକ୍‍ ନିଜେନେ ସକାକେ ସେଗାର୍‍ଚେ ବାସଙ୍ଗ୍‌କେ “ଆକେନ୍ ତ ଇସ୍‌ପର୍‌କେ ନିନ୍ଦା ଆଡିଙ୍ଗ୍ ଡିଙ୍ଗ୍‌କେ । ଆରି ବିନ୍ ସାକି ଦର୍‌କାର୍ ଣ୍ଡୁ । ଏବେତ ପେ ଇସ୍‌ପର୍‌ନେ ନିନ୍ଦା ପେଅଁକେ ।
66 ଆପଣମାନଙ୍କର ମତ କଅଣ? ଏଥିରେ ସେମାନେ ଉତ୍ତର ଦେଲେ, ସେ ପ୍ରାଣଦଣ୍ଡର ଯୋଗ୍ୟ।
ଆକେନ୍ ବିସୟ୍‌ରେ ପେନେ ମନ୍ ମେଃନେ?” ମେଇଂ ଉତର୍ ବିଃଆର୍‌କେ, “ମେଁ ଦସ୍‍ ଡିଙ୍ଗ୍‍ବକେ ମେଁ ଗୁଏନେ ଡଣ୍ଡ୍‍ ବାନେ ଦର୍‌କାର୍ ।”
67 ସେତେବେଳେ ସେମାନେ ତାହାଙ୍କ ମୁହଁରେ ଛେପ ପକାଇ ତାହାଙ୍କୁ ବିଧା ମାରିଲେ; ଆଉ କେହି କେହି ତାହାଙ୍କୁ ଚାପୁଡ଼ା ମାରି କହିଲେ,
ଇଡ଼ିଙ୍ଗ୍ ମେଇଂ ଜିସୁକେ ସାର୍ମୁଆଁନ୍ନିଆ ବିତୁର୍‍ଚେ ଆମେକେ ବଗ୍ ଆର୍‌କେ । ଉଡ଼ିରୁଆ ଆମେକେ ଚାପ୍‍ଡ଼ା ବଗ୍‍ଚେ ବାସଙ୍ଗ୍‌ ଆର୍‌କେ
68 ରେ ଖ୍ରୀଷ୍ଟ, ତୁ ପରା ଭାବବାଦୀ, ଆମ୍ଭମାନଙ୍କୁ କହ ତ, କିଏ ତୋତେ ମାଇଲା?
“କିମେ କିସ୍‌ଟ ବା ମସିହ! ନା ଡିଏଃ ବାବବାଦି । ବାସଙ୍ଗ୍‍ ତ ଜା ଆନାକେ ବଗ୍‌କେ!”
69 ଇତିମଧ୍ୟରେ ପିତର ବାହାରେ ପ୍ରାଙ୍ଗଣରେ ବସିଥିଲେ, ଆଉ ଜଣେ ଦାସୀ ତାହାଙ୍କ ପାଖକୁ ଆସି କହିଲା, ତୁମ୍ଭେ ମଧ୍ୟ ଗାଲିଲୀୟ ଯୀଶୁଙ୍କ ସାଙ୍ଗରେ ଥିଲ।
ମ୍ନା ଜାଜକ୍‍ନେ ବାଜାର୍‍ ଡାଗ୍ରା ପିତର୍ କଲେ କେଲା ମୁଇଙ୍ଗ୍ ଚାକର୍‌ବ‍ଏଃ ଡାଗ୍ରା ପାଙ୍ଗ୍‌ଚେ ବାସଙ୍ଗ୍‌କେ “ନାଁ ଡିଗ୍ ଗାଲିଲୀୟ ଜିସୁ ଏତେ ନାଲେଗେ ।”
70 କିନ୍ତୁ ସେ ସମସ୍ତଙ୍କ ଆଗରେ ଅସ୍ୱୀକାର କରି କହିଲେ, ତୁମ୍ଭେ କଅଣ କହୁଅଛ, ମୁଁ ଜାଣେ ନାହିଁ।
ମାତର୍‌ ପିତର୍ ସାପାରେନେ ସାମ୍‌ନେ ଆକେନ୍ ସାମୁଆଁ ଅବିସ୍‌ବାସ୍‌ ଡିଙ୍ଗ୍‌ଚେ ବାସଙ୍ଗ୍‌କେ “ନାଁ ମେଃନେ ବାସଙ୍ଗ୍‌ ନାଡିଙ୍ଗ୍‌କେ, ନେଙ୍ଗ୍ ମେଃଡିଗ୍ ବୁଜେ ନ୍ନାୟାକେ ଣ୍ଡୁ ।”
71 ପୁଣି, ସେ ଦାଣ୍ଡଦ୍ୱାରକୁ ବାହାରି ଯାଆନ୍ତେ ଆଉ ଜଣେ ଦାସୀ ତାହାଙ୍କୁ ଦେଖି ସେହି ସ୍ଥାନର ଲୋକମାନଙ୍କୁ କହିଲା, ଏ ନାଜରିତୀୟ ଯୀଶୁ ସାଙ୍ଗରେ ଥିଲା।
ଆକେନ୍ ବାସଙ୍ଗ୍‌ଚେ ମେଁ ଆତେନ୍‌ ବାଜାର୍‍ନେ ର୍ଣ୍ଣସାଙ୍ଗ୍ ଡାଗ୍ରା ୱେକେ । ବାରି ମୁଇଙ୍ଗ୍ ଚାକର୍ ରାନି ଆମେକେ କେଚେ ଆତ୍‍ ଅରିଆ ଲେଃକ୍ନେ ରେମୁଆଁଇଂକେ ବାସଙ୍ଗ୍‌କେ “କିମେ ନାଜରିତିୟ ଜିସୁ ଏତେ ଲେଃଗେ ।”
72 ପୁଣି, ସେ ଶପଥ ନେଇ ପୁନର୍ବାର ଅସ୍ୱୀକାର କରି କହିଲେ, ମୁଁ ସେ ଲୋକକୁ ଜାଣେ ନାହିଁ।
ପିତର୍ ବାର୍‌ମୁଇଂତର୍‍ ଅବିସ୍‌ବାସ୍‌ ଡିଙ୍ଗ୍‌ଚେ ପର୍‌ମାନ୍ ତ୍ଲାଗ୍‌ଚେ ବାସଙ୍ଗ୍‌ଣ୍ଡିଂ “ପାର୍‌ମାନ୍ ଡିଙ୍ଗ୍‌ଚେ ବାସଙ୍ଗ୍‍ଣ୍ଡିଙ୍ଗ୍‍କେ ଆତେନ୍‌ ରେମୁଆଁ ନେଙ୍ଗ୍ ନାମ୍ୟାକେ ଣ୍ଡୁ ।”
73 ଅଳ୍ପ କ୍ଷଣ ପରେ ପାଖରେ ଠିଆ ହୋଇଥିବା ଲୋକମାନେ ପିତରଙ୍କ ନିକଟକୁ ଆସି ତାହାଙ୍କୁ କହିଲେ, ତୁମ୍ଭେ ମଧ୍ୟ ନିଶ୍ଚୟ ସେମାନଙ୍କ ମଧ୍ୟରୁ ଜଣେ, କାରଣ ତୁମ୍ଭ କଥାରୁ ତ ଜଣାପଡ଼ୁଅଛି।
ଉଡ଼ି ବେଲା ଇଡ଼ିଙ୍ଗ୍ ଆତ୍‌ଅରିଆ ଲେଃକ୍ନେ ରେମୁଆଁଇଂ ପିତର୍ ଡାଗ୍ରା ପାଙ୍ଗ୍‌ଚେ ବାସଙ୍ଗ୍‌ଆର୍‌କେ, “ନାଁ ସତେଆ ମେଁଇଙ୍ଗ୍‌ନେ ବାନ୍ ମୁଇଂଜା । ନାଁ ବାସଙ୍ଗ୍‌ନେ ବ୍ନାଲିର୍ ଅଁଲା ମ୍ୟାନେଡିଙ୍ଗ୍ ।”
74 ସେଥିରେ ସେ ଅଭିଶାପ ଦେଇ ରାଣ ପକାଇ କହିବାକୁ ଲାଗିଲେ, ମୁଁ ସେ ଲୋକକୁ ଜାଣେ ନାହିଁ।
ପିତର୍ ବାସଙ୍ଗ୍‌କେ “ପର୍‌ମାନ୍ ଡିଙ୍ଗ୍‌ଚେ ବାସଙ୍ଗ୍‍ଣ୍ଡିଙ୍ଗ୍‍କେ ନେଙ୍ଗ୍ ବ୍ନାଲିର୍ ସତ୍ ବାସଙ୍ଗ୍‌ଣ୍ଡିଂ ଣ୍ଡୁଲା ଇସ୍‌ପର୍ ଆନେଙ୍ଗ୍‌କେ ଡଣ୍ଡ୍‍ ବିଲେ । ଆତେନ୍‌ ରେମୁଆଁକେ ନେଙ୍ଗ୍ ନ୍ନାମ୍ୟାକେ ଣ୍ଡୁ ।” ଅଃତେନ୍‍ ବେଲା ଗିସେଙ୍ଗ୍‍ ସକେ ।
75 ସେହିକ୍ଷଣି କୁକୁଡ଼ା ରାବିଲା। ଏଥିରେ “କୁକୁଡ଼ା ରାବିବା ପୂର୍ବରୁ ତୁମ୍ଭେ ମୋତେ ତିନି ଥର ଅସ୍ୱୀକାର କରିବ,” ଏହି ଯେଉଁ କଥା ଯୀଶୁ କହିଥିଲେ, ତାହା ପିତରଙ୍କ ମନରେ ପଡ଼ିଲା, ଆଉ ସେ ବାହାରକୁ ଯାଇ ଅତ୍ୟନ୍ତ ବ୍ୟାକୁଳ ହୋଇ ରୋଦନ କଲେ।
ଆରି ଜିସୁ ମେଃନେ ବାସଙ୍ଗ୍‌ବଗେ, ପିତର୍‌କେ ମନେ ପଡ଼େକେ: “ଗିସେଙ୍ଗ୍‍ ସନେ ସେନୁଗ୍‍ ଆନେଙ୍ଗ୍‌କେ ନାମ୍ୟାକେ ଡାଗ୍‌ଚେ ନାଁ ଞ୍ଜିତର୍‍ ନାବାସଙ୍ଗ୍‍ଏ ।” ମେଁ ବାଏରେ ୱେଚେ ମନେ ତ୍ଲାଗ୍ ତ୍ଲାଗ୍‌ଚେ ଅଃକେ ।

< ମାଥିଉ 26 >