< ମାଥିଉ 25 >

1 “ସେତେବେଳେ ସ୍ୱର୍ଗରାଜ୍ୟ ଦଶ ଜଣ କନ୍ୟାଙ୍କ ଭଳି ହେବ; ସେମାନେ ଆପଣା ଆପଣା ପ୍ରଦୀପ ନେଇ ବରଙ୍କ ସହିତ ଭେଟିବାକୁ ବାହାରିଲେ।
“ଏନ୍‌ ଦିପିଲିରେ ସିର୍ମା ରାଇଜ୍‌ରାଃ ହିନିଜୁଃ ନେ ଗେଲେୟା ଡିଣ୍ଡାକୁଡ଼ିକ ଲେକା ହବାଅଃଆ, ଇନ୍‌କୁ ଆକଆଃ ଦିମି ସାବ୍‌କେଦ୍‌ତେ ଦୁହ୍ଲାକଡ଼ାଲଃ ନେପେଲ୍‌ ନାଗେନ୍ତେକ ଅଡଙ୍ଗ୍‌ୟାନା ।
2 ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣ ନିର୍ବୁଦ୍ଧି ଓ ପାଞ୍ଚ ଜଣ ସୁବୁଦ୍ଧି ଥିଲେ।
ଇନ୍‌କୁଏତେ ମଣେୟାଁ ସେଣାଁଁନ୍‌କ ଆଡଃ ମଣେୟାଁ ଡଣ୍ଡକ ତାଇକେନା ।
3 ନିର୍ବୁଦ୍ଧିମାନେ ପ୍ରଦୀପ ନେବା ସମୟରେ ନିଜ ନିଜ ସହିତ ତୈଳ ନେଲେ ନାହିଁ,
ଏନ୍‍ ଡଣ୍ଡ କୁଡ଼ିକ ଆକଆଃ ଦିମି ଇଦିକେଦ୍‌ ଇମ୍‌ତା ଆଦ୍‌କା ସୁନୁମ୍‌ କାକ ଇଦି ।
4 ମାତ୍ର ସୁବୁଦ୍ଧିମାନେ ଆପଣା ଆପଣା ପ୍ରଦୀପ ସହିତ ପାତ୍ରରେ ତୈଳ ନେଲେ।
ମେନ୍‌ଦ ଏନ୍‌ ସେଣାଁଁନ୍‌କ ଆକଆଃ ଦିମି ଇଦିତାନ୍‍ଲଃ ଶିଶିରେ ଆଦ୍‌କା ସୁନୁମ୍‌କ ଇଦିକେଦା ।
5 ବରଙ୍କ ଆସିବାର ବିଳମ୍ବ ହୁଅନ୍ତେ, ସମସ୍ତେ ଢୁଳାଉ ଢୁଳାଉ ଶୋଇ ପଡ଼ିଲେ।
ଦୁହ୍ଲାକଡ଼ା ହିଜୁଃରେ ବିଲାମ୍‌କେଦାଏ, ଏନାତେ ଏନ୍‍ ସବେନ୍‌କକେ ଝୁପାଅ ଏଟେଦ୍‌କେଦ୍‌କଆ ଆଡଃ ଦୁଡ଼ୁମ୍‌ ବାଟିୟାନାକ ।
6 କିନ୍ତୁ ଅର୍ଦ୍ଧରାତ୍ରରେ ‘ଏହି ଦେଖ, ବର, ତାହାଙ୍କ ସାଙ୍ଗରେ ସାକ୍ଷାତ କରିବାକୁ ବାହାର’, ଏପରି କୋଳାହଳ ହେଲା।
“ଏନ୍ତେ ଥାଲା ନିଦାରେ କାଉରି ଆୟୁମ୍‌ୟାନା, ‘ନେଲିପେ, ଦୁହ୍ଲାକଡ଼ା ହିଜୁଃତାନାଏ, ଇନିଃକେ ଦାରମ୍‌ତେ ଅଡଙ୍ଗ୍‌ଅଃପେ ।’
7 ସେତେବେଳେ କନ୍ୟାସମସ୍ତେ ଉଠି ଆପଣା ପ୍ରଦୀପ ସଜାଡ଼ିଲେ।
ଏନ୍ତେ ଏନ୍‌ ଗେଲେୟା ଡିଣ୍ଡାକୁଡ଼ିକ ବିରିଦ୍‌କେଦ୍‌ତେ ଆକଆଃ ଆକଆଃ ଦିମିକ ସାଜାଡ଼ାଅକେଦ୍‌ତେ ଜୁଲ୍‌କେଦାକ ।
8 କିନ୍ତୁ ନିର୍ବୁଦ୍ଧିମାନେ ସୁବୁଦ୍ଧିମାନଙ୍କୁ କହିଲେ, ତୁମ ତୈଳରୁ ଆମକୁ ଅଳ୍ପ ଦିଅ, କାରଣ ଆମ ଦୀପସବୁ ଲିଭିଯାଉଅଛି।
ଆଡଃ ଏନ୍‍ ଡଣ୍ଡ କୁଡ଼ିକ ସେଣାଁଁନ୍‌ କୁଡ଼ିକକେ ମେତାଦ୍‌କଆକ, ‘ଆପେୟାଃ ସୁନୁମ୍‌ କାଟିଃଲେକା ଏମାଲେପେ ଆଲେୟାଃ ଦିମିଦ ଇଣିଁଜଃତାନା ।’
9 ମାତ୍ର ସୁବୁଦ୍ଧିମାନେ ଉତ୍ତର ଦେଲେ, ନାହିଁ, ନାହିଁ, ଯଦି ଆମେ ତୁମକୁ ଅଳ୍ପ ଦେବୁ, ତେବେ ତୁମଠାରେ ଓ ଆମଠାରେ ମଧ୍ୟ ଅଣ୍ଟିବ ନାହିଁ, ବରଂ ତୁମେ ଦୋକାନୀମାନଙ୍କ ପାଖକୁ ଯାଇ ଆପଣା ଆପଣା ନିମନ୍ତେ କିଣି ଆଣ।
ମେନ୍‌ଦ ସେଣାଁଁନ୍‌ କୁଡ଼ିକ କାଜିରୁହାଡ଼ାଦ୍‍କଆ, ‘କାହାଗି ଆଲେୟାଃ ଆଡଃ ଆପେୟାଃ ନାଗେନ୍ତେ ନିମିନାଙ୍ଗ୍‌ ସୁନୁମ୍‌ କା ପୁରାଅଃଆ, ଏନାମେନ୍ତେ ଜୁ ଆଖ୍‌ରିଙ୍ଗ୍‌କତାଃ ସେନଃପେ ଆଡଃ ଆପେୟାଃ ନାଗେନ୍ତେ କିରିଙ୍ଗ୍‌ୟେଁପେ ।’
10 କିନ୍ତୁ ସେମାନେ କିଣିବାକୁ ଯାଉଥିବା ସମୟରେ ବର ଆସିଲେ, ପୁଣି, ଯେଉଁମାନେ ପ୍ରସ୍ତୁତ ଥିଲେ, ସେମାନେ ତାହାଙ୍କ ସହିତ ବିବାହ-ଉତ୍ସବରେ ଯୋଗଦାନ କରିବା ନିମନ୍ତେ ଗୃହରେ ପ୍ରବେଶ କଲେ, ଆଉ ଦ୍ୱାର ବନ୍ଦ କରାଗଲା।
୧୦ଆଡଃ ଇନ୍‌କୁ କିରିଙ୍ଗ୍‌ ନାଗେନ୍ତେକ ସେନଃତାନ୍‌ ତାଇକେନ୍‌ ଇମ୍‍ତାଙ୍ଗ୍‌ଗି ଦୁହ୍ଲାକଡ଼ା ସେଟେର୍‍ୟାନାଏ ଆଡଃ ସାପ୍‌ଡ଼ାଅକାନ୍‍କ ଇନିଃଲଃ ଆଣ୍‌ଦି ଅଡ଼ାଃତେକ ବଲୟାନା, ଆଡଃ ଦୁଆର୍‌ ହାଣ୍ଡେଦ୍‍ୟାନା ।
11 ଏହାପରେ ଅନ୍ୟ କନ୍ୟାମାନେ ମଧ୍ୟ ଆସି କହିଲେ, ହେ ପ୍ରଭୁ, ହେ ପ୍ରଭୁ, ଆମ ପାଇଁ ଦ୍ୱାର ଫିଟାଇ ଦିଅନ୍ତୁ।
୧୧“ତାୟମ୍‌ତେ ଏନ୍‌ ଡଣ୍ଡ କୁଡ଼ିକ ହିଜୁଃକେଦ୍‌ତେ କାଜିକିୟାକ, ‘ହେ ପ୍ରାଭୁ, ହେ ପ୍ରାଭୁ, ଆଲେୟାଃ ନାଗେନ୍ତେ ଦୁଆର୍‌ ନିଜାଲେମ୍‌ ।’
12 କିନ୍ତୁ ସେ ଉତ୍ତର ଦେଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ମୁଁ ତୁମ୍ଭମାନଙ୍କୁ ଜାଣେ ନାହିଁ।
୧୨ଏନ୍ତେ ଦୁହ୍ଲାକଡ଼ା କାଜିରୁହାଡ଼ାଦ୍‍କଆଏ, ‘ଆଇଙ୍ଗ୍‌ ଆପେକେ ସାର୍‌ତିଗିଙ୍ଗ୍‌ କାଜିୟାପେତାନା, ଆଇଙ୍ଗ୍‌ ଆପେକେ କାଇଙ୍ଗ୍‌ ସାରିୟାଃ ।’”
13 ଅତଏବ, ଜାଗ୍ରତ ଥାଅ, କାରଣ ତୁମ୍ଭେମାନେ ସେହି ଦିନ କି ସେହି ସମୟ ଜାଣ ନାହିଁ।”
୧୩ଆଡଃ ୟୀଶୁ କାଜିଟୁଣ୍ଡୁକେଦ୍‌ତେ କାଜିକେଦାଏ, “ଏୟନାକାନ୍‍ପେ, ଆପେଦ ମାନୱାହନ୍‌ଆଃ ହିଜୁଃ ହୁଲାଙ୍ଗ୍‌ ଆଡଃ ହିଜୁଃ ଘାଡ଼ି କାପେ ସାରିୟା ।
14 “ବିଦେଶକୁ ଯାତ୍ରା କରୁଥିବା ଜଣେ ବ୍ୟକ୍ତି ଯେପରି ଆପଣା ଦାସମାନଙ୍କୁ ଡାକି ସେମାନଙ୍କ ହସ୍ତରେ ନିଜର ସର୍ବସ୍ୱ ସମର୍ପଣ କଲେ, ସ୍ୱର୍ଗରାଜ୍ୟ ମଧ୍ୟ ସେହିପରି ଅଟେ।
୧୪“ଏନ୍‌ ଦିପିଲିରେ ସିର୍ମା ରାଇଜ୍‌ଦ ନେ ଲେକାଗିଆ, ମିଆଁଦ୍‌ ହଡ଼ ଆୟାଃ ଦାସିକକେ ହାକାଅକେଦ୍‌ତେ ଆୟାଃ ସବେନ୍‌ ଖୁର୍ଜି ଏମାଦ୍‍କଆଏ ଆଡଃ ସାଙ୍ଗିନ୍‌ ଦିଶୁମ୍‌ତେ ଅଡଙ୍ଗ୍‌ୟାନା ।
15 ସେ ଜଣକୁ ପାଞ୍ଚ ତୋଡ଼ା, ଅନ୍ୟ ଜଣକୁ ଦୁଇ ତୋଡ଼ା, ଆଉ ଜଣକୁ ଏକ ତୋଡ଼ା, ଏହିପରି ପ୍ରତ୍ୟେକକୁ ତାହାର ଶକ୍ତି ଅନୁସାରେ ଦେଇ ବିଦେଶକୁ ଯାତ୍ରା କଲେ।
୧୫ଇନିଃ ମିହୁଡ଼୍‌କେ ମଣେୟାଁ ହାଜାର୍‌ ରୁପା ସିକା, ଆଡଃମିହୁଡ଼୍‌କେ ବାରିୟା ହାଜାର୍‌ ରୁପା ସିକା, ଆଡଃମିହୁଡ଼୍‌କେ ମିଦ୍‌ ହାଜାର୍‌ ରୁପା ସିକା, ନେ ଲେକା ସବେନ୍‌କକେ ଆକଆଃ ଆପ୍‌ନାଃ ପେଡ଼େଃ ଲେକାତେ ଏମାଦ୍‍କଆ ଆଡଃ ସାଙ୍ଗିନ୍‌ ଦିଶୁମ୍‌ତେ ସେନଃୟାନା ।
16 ଯେଉଁ ଜଣକ ପାଞ୍ଚ ତୋଡ଼ା ପାଇଥିଲା, ସେ ସେହିକ୍ଷଣି ତାହା ନେଇ ବ୍ୟବସାୟ କରି ଆଉ ପାଞ୍ଚ ତୋଡ଼ା ଲାଭ କଲା।
୧୬ମଣେୟାଁ ହାଜାର୍‌ ରୁପା ସିକା ନାମ୍‌କେଦ୍‌ନିଃ ଇମ୍‍ତାଗି ସେନଃୟାନ୍‌ଲଃ ଏନାକେ କିରିଙ୍ଗ୍‌ ଆଖ୍‌ରିଙ୍ଗ୍‌ରେ ଏମ୍‌କେଦ୍‌ତେ ଆଡଃ ମଣେୟାଁ ହାଜାର୍‌ ରୁପା ସିକା ପସାକେଦାଏ ।
17 ସେହି ପ୍ରକାରେ ଯେ ଦୁଇଟି ପାଇଥିଲା, ସେ ଆଉ ଦୁଇଟି ଲାଭ କଲା।
୧୭ଏନ୍‌ଲେକାଗି ବାରିୟା ହାଜାର୍‌ ରୁପା ସିକା ନାମ୍‌କେଦ୍‌ନିଃହଁ ଆଡଃ ବାରିୟା ହାଜାର୍‌ ରୁପା ସିକା ପସାକେଦାଏ ।
18 ମାତ୍ର ଯେ ଗୋଟିଏ ପାଇଥିଲା, ସେ ଯାଇ ମାଟି ଖୋଳି ଆପଣା ପ୍ରଭୁଙ୍କ ଟଙ୍କା ପୋତି ଲୁଚାଇ ରଖିଲା।
୧୮ମେନ୍‌ଦ ମିଦ୍‌ ହାଜାର୍‌ ରୁପା ସିକା ନାମ୍‌କେଦ୍‌ନିଃ ସେନ୍‌କେଦ୍‌ତେ ଅତେରେ ଗାଡା ଉର୍‍କେଦାଏ ଆଡଃ ଆୟାଃ ଗୁସିୟାଁରାଃ ଟାକାକେ ତପାକେଦାଏ ।
19 ବହୁକାଳ ପରେ ସେହି ଦାସମାନଙ୍କର ପ୍ରଭୁ ଆସି ସେମାନଙ୍କ ସାଙ୍ଗରେ ହିସାବ କଲେ।
୧୯“ଚିମିନ୍‍ ମାହାଁ ତାୟମ୍‌ତେ ଏନ୍‍ ଦାସିକଆଃ ଗୁସିୟାଁ ହିଜୁଃରୁହାଡ଼୍‌ୟାନାଏ ଆଡଃ ଇନ୍‍କୁଲଃ ହିସାବ୍‌କେଦାଏ ।
20 ଆଉ, ଯେଉଁ ଜଣକ ପାଞ୍ଚ ତୋଡ଼ା ପାଇଥିଲା, ସେ ଆଉ ପାଞ୍ଚ ତୋଡ଼ା ନେଇ ଆସି କହିଲା, ହେ ପ୍ରଭୁ, ଆପଣ ମୋତେ ପାଞ୍ଚ ତୋଡ଼ା ଦେଇଥିଲେ; ଦେଖନ୍ତୁ, ମୁଁ ଆଉ ପାଞ୍ଚ ତୋଡ଼ା ଲାଭ କରିଅଛି।
୨୦ମଣେୟାଁ ହାଜାର୍‌ ରୁପା ସିକା ନାମାକାଦ୍‌ନିଃ ହିଜୁଃୟାନାଏ ଆଡଃ ମଣେୟାଁ ହାଜାର୍‌ ରୁପା ସିକା ଆଦ୍‌କା ଆଉକେଦ୍‌ତେ କାଜିକିୟାଏ, ‘ହେ ଗମ୍‌କେ, ଆମ୍‌ ମଣେୟାଁ ହାଜାର୍‌ ରୁପା ସିକା ଏମାକାଇଙ୍ଗ୍‌ ତାଇକେନାମ୍‌, ନେଲେମେ ଆଇଙ୍ଗ୍‌ ମଣେୟାଁ ହାଜାର୍‌ ରୁପା ସିକା ପସାକାଦାଇଙ୍ଗ୍‌ ।’
21 ତାହାର ପ୍ରଭୁ ତାହାକୁ କହିଲେ, ବେଶ୍, ଉତ୍ତମ ଓ ବିଶ୍ୱସ୍ତ ଦାସ, ତୁମ୍ଭେ ଅଳ୍ପ ବିଷୟରେ ବିଶ୍ୱସ୍ତ ହେଲ, ମୁଁ ତୁମ୍ଭକୁ ବହୁତ ବିଷୟ ଉପରେ ନିଯୁକ୍ତ କରିବି, ତୁମ୍ଭେ ଆପଣା ପ୍ରଭୁଙ୍କ ଆନନ୍ଦର ସହଭାଗୀ ହୁଅ।
୨୧ଇନିୟାଃ ଗୁସିୟାଁ କାଜିକିୟାଏ, ‘ସାବାସ୍‌, ଆଇଁୟାଃ ବୁଗିନ୍‌ ଦାସି! ଆମ୍‌ ବୁଗିନ୍‌ ଆଡଃ ପାତିୟାର୍‌ରଃ ଲେକାନ୍‌ ଦାସି ତାନ୍‌ମେ, ଆମ୍‌ ହୁଡିଙ୍ଗ୍‌ତେୟାଃରେ ପାତିୟାର୍‍ରଃ ଲେକାମ୍‌ କାମିକାଦ୍‌ ହରାତେ, ଆଇଙ୍ଗ୍‌ ଆମ୍‌କେ ପୁରାଃତେୟାଃରାଃ ଗୁସିୟାଁ ବାଇମେୟାଇଙ୍ଗ୍‌ । ଏଲା ହିଜୁଃମେ, ଆଇଁୟାଃଲଃ ରାସ୍‌କାନ୍‌ମେ ।’
22 ପୁଣି, ଯେ ଦୁଇ ତୋଡ଼ା ପାଇଥିଲା, ସେ ମଧ୍ୟ ଆସି କହିଲା, ହେ ପ୍ରଭୁ, ଆପଣ ମୋତେ ଦୁଇ ତୋଡ଼ା ଦେଇଥିଲେ; ଦେଖନ୍ତୁ, ମୁଁ ଆଉ ଦୁଇ ତୋଡ଼ା ଲାଭ କରିଅଛି।
୨୨“ବାରିୟା ହାଜାର୍‌ ରୁପା ସିକା ନାମାକାଦ୍‌ନିଃହଁ ହିଜୁଃୟାନାଏ ଆଡଃ କାଜିକିୟାଏ, ହେ ଗମ୍‌କେ, ଆମ୍‌ ବାରିୟା ହାଜାର୍‌ ରୁପା ସିକା ଏମାକାଇଙ୍ଗ୍‌ ତାଇକେନାମ୍‌, ନେଲେମେ ଆଇଙ୍ଗ୍‌ ବାରିୟା ହାଜାର୍‌ ରୁପା ସିକା ଆଦ୍‌କା ପସାକାଦାଇଙ୍ଗ୍‌ ।
23 ତାହାର ପ୍ରଭୁ ତାହାକୁ କହିଲେ, ବେଶ୍, ଉତ୍ତମ ଓ ବିଶ୍ୱସ୍ତ ଦାସ, ତୁମ୍ଭେ ଅଳ୍ପ ବିଷୟରେ ବିଶ୍ୱସ୍ତ ହେଲ, ମୁଁ ତୁମ୍ଭକୁ ବହୁତ ବିଷୟ ଉପରେ ନିଯୁକ୍ତ କରିବି, ତୁମ୍ଭେ ଆପଣା ପ୍ରଭୁଙ୍କ ଆନନ୍ଦର ସହଭାଗୀ ହୁଅ।
୨୩ଇନିୟାଃ ଗୁସିୟାଁ ଇନିଃକେ କାଜିକିୟାଏ, ‘ବୁଗିନ୍‌ କାମିକାଦାମ୍‌, ଆମ୍‌ ବୁଗିନ୍‌ ଆଡଃ ପାତିୟାର୍‌ରେନ୍‌ ଦାସି ତାନ୍‌ମେ, ଆମ୍‌ ହୁଡିଙ୍ଗ୍‌ତେୟାଃରେ ପାତିୟାର୍‍କାନାମ୍ ଏନାତେ ଆଇଙ୍ଗ୍‌ ପୁରାଃତେୟାଃରାଃ ଗୁସିୟାଁ ବାଇମେୟାଇଙ୍ଗ୍‌, ଏଲା ହିଜୁଃମେ, ଆଇଁୟାଃଲଃ ରାସ୍‌କାନ୍‌ମେ ।’
24 ଆଉ, ଯେ ଏକ ତୋଡ଼ା ପାଇଥିଲା, ସେ ମଧ୍ୟ ଆସି କହିଲା, ହେ ପ୍ରଭୁ, ଆପଣ ଯେ ଜଣେ କଠିନ ଲୋକ, ଯେଉଁଠାରେ ବୁଣି ନ ଥାଆନ୍ତି, ସେଠାରେ କାଟନ୍ତି, ଆଉ ଯେଉଁଠାରେ ଶସ୍ୟ ବିଛାଇ ନ ଥାନ୍ତି, ସେଠାରେ ସଂଗ୍ରହ କରନ୍ତି, ଏହା ମୁଁ ଜାଣିଥିଲି।
୨୪“ଏନ୍ତେ ଏନ୍‌ ମିଦ୍‌ ହାଜାର୍‌ ରୁପା ସିକା ନାମାକାଦ୍‌ନିଃ ହିଜୁଃକେଦ୍‌ତେ କାଜିକିୟାଏ, ‘ହେ ଗମ୍‌କେ, ଆମ୍‌ କେଟେଦ୍‌ ମନ୍‍ରେନ୍‌ ହଡ଼ ତାନ୍‌ମେ ଏନା ଆଇଙ୍ଗ୍‌ ସାରିତାଇକେନାଇଙ୍ଗ୍‌ । ଆମ୍‌ କା ହେରାକାନ୍‌ତାଃଏତେ ଇରାଃମେ ଆଡଃ କା ତାସିକାନ୍‌ତାଃଏତେ ହୁଣ୍ଡିୟାଃମେ ।
25 ଏଣୁ ଭୟ କରି ମୁଁ ଯାଇ ଆପଣଙ୍କ ତୋଡ଼ା ମାଟିରେ ପୋତି ଲୁଚାଇ ରଖିଲି; ଦେଖନ୍ତୁ, ଆପଣ ନିଜର ଧନ ପାଇଲେ।
୨୫ଏନାତେ ଆଇଙ୍ଗ୍‌ ବରକେଦାଇଙ୍ଗ୍‌ ଆଡଃ ସେନଃକେଦ୍‌ତେ ଆମ୍‌ ଆଇଙ୍ଗ୍‌କେ ଏମାକାଦିଙ୍ଗ୍‌ ଟାକାକେ ଅତେରେ ଗାଡା ଉର୍‌କେଦ୍‌ତେ ଉକୁକେଦାଇଙ୍ଗ୍‌, ନେଲେମେ, ନେ ନେତାଃରେୟା ଟାକା, ଅକ୍‌ନାଃଚି ଆମାଃତାନାଃ ।’
26 କିନ୍ତୁ ତାହାର ପ୍ରଭୁ ତାହାକୁ ଉତ୍ତର ଦେଲେ, ରେ ଦୁଷ୍ଟ ଓ ଅଳସ ଦାସ, ମୁଁ ଯେଉଁଠାରେ ବୁଣି ନ ଥାଏ, ସେଠାରେ କାଟେ, ଆଉ ଯେଉଁଠାରେ ଶସ୍ୟ ଉଡ଼ାଇ ନ ଥାଏ, ସେଠାରେ ସଂଗ୍ରହ କରେ, ଏହା କଅଣ ଜାଣିଥିଲୁ?
୨୬“ଇନିୟାଃ ଗୁସିୟାଁ ଇନିଃକେ କାଜିରୁହାଡ଼୍‌କିୟାଏ, ‘ଏ ଏତ୍‌କାନ୍‌ ଆଡଃ ଆଲ୍‌ସି ଦାସି, ଆଇଙ୍ଗ୍‌ କା ହେରାକାନ୍‌ତାଃଏତେ ଇରାଃଇଙ୍ଗ୍‌ ଆଡଃ କା ତାସିକାନ୍‌ତାଃଏତେ ହୁଣ୍ଡିୟାଃଇଙ୍ଗ୍‌ ମେନ୍ତେ ସାରିତାଇକେନ୍‌ରେଦ,
27 ତେବେ ବଣିକମାନଙ୍କ ହସ୍ତରେ ମୋହର ଟଙ୍କା ରଖିବା ଉଚିତ୍ ଥିଲା; ତାହାହେଲେ ମୁଁ ଆସି ସୁଧ ସହିତ ମୋହର ଧନ ଫେରି ପାଇଥାଆନ୍ତି।
୨୭ଆମ୍‌ ଆଇଁୟାଃ ଟାକାକେ ବ୍ୟାଙ୍କ୍‌ରେ ଏମଃ ଲାଗାତିଙ୍ଗ୍‌ ତାଇକେନା ଆଡଃ ଆଇଙ୍ଗ୍‌ ହିଜୁଃରୁହାଡ଼୍‌କେଦ୍‌ତେ ସବେନ୍‌ ମୁଲ୍‌'କାନ୍‌ତାର୍‌ଲଃ ଟାକା ନାମ୍‍ରୁହାଡ଼୍‌ କେଦ୍‌ତେୟାଃଇଙ୍ଗ୍‌ ।
28 ‘ଅତଏବ, ଏହାଠାରୁ ଏହି ତୋଡ଼ା ନେଇଯାଇ, ଯାହାର ଦଶ ତୋଡ଼ା ଅଛି, ତାହାକୁ ଦିଅ।
୨୮ଏନାତେ ନାହାଁଃ, ଏନ୍‌ ମିଦ୍‌ ହାଜାର୍‌ ରୁପା ସିକା ଇଦିକେଦ୍‌ତେ, ଅକଏତାଃରେ ଗେଲ୍‌ ହାଜାର୍‌ ରୁପା ସିକା ମେନାଃନିଃକେ ଏମାଇପେ ।
29 କାରଣ ଯେକୌଣସି ଲୋକର ଅଛି, ତାହାକୁ ଦିଆଯିବ, ଆଉ ତାହାର ପ୍ରଚୁର ହେବ; କିନ୍ତୁ ଯାହାର ନାହିଁ, ତାହା ପାଖରେ ଯାହା ଅଛି, ତାହା ହିଁ ତାହାଠାରୁ ନିଆଯିବ।
୨୯ଚିୟାଃଚି ଅକଏତାଃରେ ମେନାଃ, ଇନିଃକେ ଏମଃଆ ଆଡଃ ଇନିୟାଃ ପୁରାଃଗି ହବାଅଃଆ, ମେନ୍‌ଦ ଜେତାଏତାଃରେ ବାନଃଆ, ଇନିଃତାଃଏତେ ଅକ୍‌ନାଃ ମେନାଃ ଏନାହଗି ଇଦିୟଃଆ ।
30 ଆଉ, ତୁମ୍ଭେମାନେ ଏହି ଅକର୍ମଣ୍ୟ ଦାସକୁ ବାହାର ଅନ୍ଧକାରରେ ପକାଇଦିଅ, ସେଠାରେ ରୋଦନ ଓ ଦନ୍ତର କିଡ଼ିମିଡ଼ି ହେବ।’”
୩୦ଆଡଃ ନେ ଏତ୍‌କାନ୍‌ ଦାସିକେ ବାହାରି ନୁବାଃରେ ହୁଦ୍‌ମାଇପେ, ଏନ୍ତାଃରେ ରାନାଃ ଆଡଃ ଡାଟା ରିନିଦ୍‌ ହବାଅଆଃ ।’
31 “ମନୁଷ୍ୟପୁତ୍ର ଯେତେବେଳେ ସମସ୍ତ ଦୂତଙ୍କ ସହିତ ସ୍ୱମହିମାରେ ଆସିବେ, ସେତେବେଳେ ସେ ଆପଣା ଗୌରବମୟ ସିଂହାସନରେ ବସିବେ,
୩୧“ମାନୱାହନ୍‌ ଆୟାଃ ସିର୍ମାରେନ୍‌ ସବେନ୍‌ ଦୁଁତ୍‌କଲଃ ଆୟାଃ ମାନାରାଙ୍ଗ୍‌ରେ ରାଜା ଲେକା ହିଜୁଃ ଦିପିଲିରେ ଇନିଃ ଆୟାଃ ମାନାରାଙ୍ଗ୍‌ ସିର୍ମାରେୟାଃ ରାଜ୍‌ଗାଦିରେ ଦୁବାଃଏ ।
32 ପୁଣି, ତାହାଙ୍କ ଛାମୁରେ ସମସ୍ତ ଜାତି ଏକତ୍ର କରାଯିବେ, ଆଉ ମେଷପାଳକ ଛାଗଠାରୁ ମେଷ ପୃଥକ୍ କରି,
୩୨ଆଡଃ ଅତେଦିଶୁମ୍‌ରେନ୍‌ ସବେନ୍‌ ଜାତିରେନ୍‍ ହଡ଼କ ଇନିୟାଃ ଆୟାର୍‍ରେକ ହୁଣ୍ଡିୟଃଆ ଆଡଃ ଗୁପିନିଃ ମିଣ୍ଡିକକେ ମେରମ୍‌କଏତେ ହିଗାଡ଼୍‌କ ଲେକା ଇନିଃ ଇନ୍‌କୁକେ ମିହୁଡ଼୍‌ଏତେ ଆଡଃମିହୁଡ଼୍‌କେ ହିଗାଡ଼୍‌କଆ ।
33 ମେଷମାନଙ୍କୁ ଆପଣା ଦକ୍ଷିଣ ପାର୍ଶ୍ୱରେ ଓ ଛାଗମାନଙ୍କୁ ବାମ ପାର୍ଶ୍ୱରେ ରଖିବେ।
୩୩ଇନିଃ ମିଣ୍ଡିକକେ ଆୟାଃ ଜମ୍‌ତିସାଃରେ ଆଡଃ ମେରମ୍‌କକେ ଲେଙ୍ଗାତିସାଃରେ ଦହକଆଏ ।
34 ସେତେବେଳେ ରାଜା ଆପଣା ଦକ୍ଷିଣ ପାର୍ଶ୍ୱସ୍ଥ ଲୋକଙ୍କୁ କହିବେ, ଆସ, ମୋହର ପିତାଙ୍କ ଆଶୀର୍ବାଦପାତ୍ରମାନେ, ତୁମ୍ଭମାନଙ୍କ ନିମନ୍ତେ ଜଗତର ପତ୍ତନାବଧି ଯେଉଁ ରାଜ୍ୟ ପ୍ରସ୍ତୁତ କରାଯାଇଅଛି, ସେଥିରେ ଅଧିକାରୀ ହୁଅ;
୩୪ଏନ୍ତେ ରାଜା ଆୟାଃ ଜମ୍‍ତିସାଃରେନ୍‌କକେ କାଜିକଆଏ, ‘ଆଇଁୟାଃ ଆପୁଇଙ୍ଗ୍‌ତାଃଏତେ ଆଶିଷ୍‌କାନ୍‍କ ହିଜୁଃପେ ଆଡଃ ଆପେୟାଃ ନାଗେନ୍ତେ ଅତେଦିଶୁମ୍‌ରେୟାଃ ଏନେଟେଦ୍‌ ସିଦାରେ ବାଇୟାକାନ୍‌ ରାଇଜ୍‌ରେ ବଲପେ ।
35 କାରଣ ମୁଁ କ୍ଷୁଧିତ ଥିଲି, ତୁମ୍ଭେମାନେ ମୋତେ ଭୋଜନ କରିବାକୁ ଦେଲ; ତୃଷିତ ଥିଲି, ମୋତେ ପାନ କରିବାକୁ ଦେଲ; ପ୍ରବାସୀ ଥିଲି, ମୋତେ ଅାଶ୍ରୟ ଦେଲ;
୩୫ଚିୟାଃଚି ଆଇଙ୍ଗ୍‌ଦ ରେଙ୍ଗେଜାକାନ୍‍ ତାଇକେନ୍‌ରେ ଜମେୟାଃଁପେ ଏମାଦିୟାଁ, ଆଡଃ ତେତାଙ୍ଗିଙ୍ଗ୍‌ ତାଇକେନ୍‌ରେ ନୁଁଏ ନାଗେନ୍ତେ ଦାଆଃପେ ଏମାଦିୟାଁ, ଆଇଙ୍ଗ୍‌ ଏଟାଃ ଦିଶୁମ୍‌ରେ ତାଇକେନ୍‌ରେ ଆପେୟାଃ ଅଡ଼ାଃରେ ତାଇନ୍‌ ନାଙ୍ଗ୍‌ ଠାୟାଦ୍‌ପେ ଏମାଦିୟାଁ,
36 ଉଲଗ୍ନ ଥିଲି, ମୋତେ ବସ୍ତ୍ର ପରିଧାନ କରାଇଲ; ଅସୁସ୍ଥ ଥିଲି, ମୋତେ ଦେଖି ଆସିଲ; କାରାଗାରରେ ଥିଲି; ମୋ ନିକଟକୁ ଆସିଲ।
୩୬ଆଇଙ୍ଗ୍‌ ସାମାହଡ଼୍‌ମ ତାଇକେନ୍‌ରେ ଲିଜାଃପେ ତୁସିଙ୍ଗ୍‌କେଦିୟାଁ, ଆଇଙ୍ଗ୍‌ ହାସୁତାନ୍ ତାଇକେନ୍‌ରେ ଯାତ୍‌ନାଅ ସାକ୍‌ଲାଅ କେଦିୟାଁପେ, ଆଇଙ୍ଗ୍‌ ଜେହେଲ୍‌ରେ ତାଇକେନ୍‌ ଇମ୍‌ତା ନେନେଲ୍‌ତେପେ ହିଜୁଃୟାନା ।’
37 ସେଥିରେ ଧାର୍ମିକମାନେ ତାହାଙ୍କୁ ଉତ୍ତର ଦେବେ, ହେ ପ୍ରଭୁ, କେବେ ଆମ୍ଭେମାନେ ଆପଣଙ୍କୁ କ୍ଷୁଧିତ ଦେଖି ଆହାର ଦେଲୁ? ଅବା ତୃଷିତ ଦେଖି ପାନ କରିବାକୁ ଦେଲୁ?
୩୭“ଏନ୍ତେ ଧାର୍‌ମାନ୍‌ ହଡ଼କ ଇନିଃକେ କାଜିରୁହାଡ଼୍‌କିୟାକ, ‘ହେ ଗମ୍‌କେ, ଚିଉଲା ଆଲେ ଆମ୍‌କେ ରେଙ୍ଗେତାନ୍‍ଲେ ନେଲ୍‌ଲେଦ୍‌ମେୟାଁ ଆଡଃ ଆମ୍‌କେ ଜଜମାଃଲେ ଏମାଦ୍‍ମେୟାଁ, ଚାଏ ଚିଉଲା ତେତାଙ୍ଗ୍‌ତାନ୍‌ଲେ ନେଲ୍‌ଲେଦ୍‌ମେୟାଁ ଆଡଃ ନୁଁ ନାଙ୍ଗ୍‌ ଦାଆଃଲେ ଏମାଦ୍‌ମେୟାଁ?
38 ଆଉ, କେବେ ଆପଣଙ୍କୁ ପ୍ରବାସୀ ଦେଖି ଆଶ୍ରୟ ଦେଲୁ? କିମ୍ବା ଉଲଗ୍ନ ଦେଖି ବସ୍ତ୍ର ପରିଧାନ କରାଇଲୁ?
୩୮ଚିଉଲା ଆଲେ ଆମ୍‌କେ ନେଲ୍‌କେଦ୍‌ତେ ଏଟାଃ ଦିଶୁମ୍‌ରେନ୍‌ ତାନିଃ ମେନ୍ତେ ଆଲେୟାଃ ଅଡ଼ାଃରେ ତାଇନ୍‌ ନାଙ୍ଗ୍‌ ଠାୟାଦ୍‌ଲେ ଏମାଦ୍‌ମେୟାଁ ଆଡଃ ଚିଉଲା ସାମାହଡ଼୍‌ମ ତାଇକେନ୍‌ରେ ତୁସିଙ୍ଗ୍‌ ନାଙ୍ଗ୍‌ ଲିଜାଃଲେ ଏମାଦ୍‌ମେୟାଁ?
39 ଆଉ, କେବେ ଆପଣଙ୍କୁ ଅସୁସ୍ଥ ଅବା କାରାଗାରସ୍ଥ ଦେଖି ଆପଣଙ୍କ ନିକଟକୁ ଗଲୁ?
୩୯ଆଡଃ ଆମ୍‌ ହାସୁତାନ୍‌ରେ ଚାଏ ଜେହେଲ୍‍କାନ୍‌ରେ ଚିଉଲା ଆଲେ ଆମ୍‌କେ ନେନେଲ୍‌ତେଲେ ସେନ୍‌କେନା?’
40 ପୁଣି, ରାଜା ସେମାନଙ୍କୁ ଉତ୍ତର ଦେବେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ମୋହର ଏହି କ୍ଷୁଦ୍ରତମ ଭ୍ରାତୃବୃନ୍ଦଙ୍କ ମଧ୍ୟରୁ ଜଣକ ପ୍ରତି ଏହା କରିଥିବାରୁ ମୋ ପ୍ରତି ହିଁ ତାହା କରିଅଛ।
୪୦ଆଡଃ ରାଜା ଇନ୍‌କୁକେ କାଜିରୁହାଡ଼୍‌କଆଏ, ‘ଆଇଙ୍ଗ୍‌ ଆପେକେ ସାର୍‌ତିଗିଙ୍ଗ୍‌ କାଜିୟାପେତାନା, ଆପେ ଆଇଁୟାଃ ନେ ହାଗାକଏତେ ମିହୁଡ଼୍‌ ନାଗେନ୍ତେ ଅକ୍‌ନାଃପେ ରିକାକାଦା, ଏନା ଆଇଁୟାଃ ନାଗେନ୍ତେୟ ରିକାକାଦାପେ ।’
41 ତାହା ପରେ ସେ ବାମ ପାର୍ଶ୍ୱସ୍ଥ ଲୋକଙ୍କୁ ମଧ୍ୟ କହିବେ, ରେ ଶାପଗ୍ରସ୍ତମାନେ, ମୋ ସମ୍ମୁଖରୁ ଦୂର ହୋଇ ଶୟତାନ ଓ ତାହାର ଦୂତମାନଙ୍କ ନିମନ୍ତେ ପ୍ରସ୍ତୁତ କରାଯାଇଥିବା ଅନନ୍ତ ଅଗ୍ନି ମଧ୍ୟକୁ ଚାଲିଯାଅ, (aiōnios g166)
୪୧“ଏନ୍ତେ ପାର୍‌ମେଶ୍ୱାର୍‌ ଆୟାଃ ଲେଙ୍ଗାତିସାଃରେନ୍‍କକେ କାଜିୟାଦ୍‌କଆଏ, ‘ହେ ସାର୍‍ପାଅକାନ୍‍ ହଡ଼କ! ଆଇଁୟାଃତାଃଏତେ ନିର୍‌ପେ ଏନ୍ତେ ସାଏତାନ୍‌ ଆଡଃ ଆୟାଃ ଦୁଁତ୍‌କ ନାଗେନ୍ତେ ବାଇୟାକାନ୍‌ ଜାନାଅ କା ଇଣିଁଜଃ ସେଙ୍ଗେଲ୍‌ତେ ସେନଃପେ । (aiōnios g166)
42 କାରଣ ମୁଁ କ୍ଷୁଧିତ ଥିଲି, ତୁମ୍ଭେମାନେ ମୋତେ ଭୋଜନ କରିବାକୁ ଦେଲ ନାହିଁ; ତୃଷିତ ଥିଲି, ମୋତେ ପାନ କରିବାକୁ ଦେଲ ନାହିଁ;
୪୨ଚିୟାଃଚି ଆଇଙ୍ଗ୍‌ ରେଙ୍ଗେଃ ତାଇକେନ୍‌ରେ ଜମେୟାଃଁ କାପେ ଏମାଦିୟାଁ, ଆଇଙ୍ଗ୍‌ ତେତାଙ୍ଗ୍‌ ତାଇକେନ୍‌ରେ ନୁଁ ନାଗେନ୍ତେ ଦାଆଃ କାପେ ଏମାଦିୟାଁ ।
43 ପ୍ରବାସୀ ଥିଲି, ମୋତେ ଆଶ୍ରୟ ଦେଲ ନାହିଁ; ଉଲଗ୍ନ ଥିଲି, ମୋତେ ବସ୍ତ୍ର ପରିଧାନ କରାଇଲ ନାହିଁ; ଅସୁସ୍ଥ ଓ କାରାଗାରସ୍ଥ ଥିଲି, ମୋତେ ଦେଖିବାକୁ ଆସିଲ ନାହିଁ।
୪୩ଆଇଙ୍ଗ୍‌ ଏଟାଃ ଦିଶୁମ୍‌ରେ ତାଇକେନ୍‌ ଇମ୍‌ତା ଆପେ ଆପେୟାଃ ଅଡ଼ାଃରେ ତାଇନ୍‌ ନାଙ୍ଗ୍‌ ଠାୟାଦ୍‌ କାପେ ଏମାଦିୟାଁ, ଆଇଙ୍ଗ୍‌ ସାମାହଡ଼୍‌ମ ତାଇକେନ୍‌ରେ ତୁସିଙ୍ଗ୍‌ ନାଙ୍ଗ୍‌ ଲିଜାଃ କାପେ ଏମାଦିୟାଁ, ଆଡଃ ଆଇଙ୍ଗ୍‌ ଦୁକୁରେ ଆଡଃ ଜେହେଲ୍‌ରେ ତାଇକେନ୍‌ ଇମ୍‌ତା ଆଇଙ୍ଗ୍‌କେ କାପେ ଯାତ୍‌ନାଅ ସାକ୍‌ଲାଅ କେଦିୟାଁ ।’
44 ସେଥିରେ ସେମାନେ ମଧ୍ୟ ଉତ୍ତର ଦେବେ, ହେ ପ୍ରଭୁ, କେବେ ଆମ୍ଭେମାନେ ଆପଣଙ୍କୁ କ୍ଷୁଧିତ କି ତୃଷିତ, ପ୍ରବାସୀ କି ଉଲଗ୍ନ, ପୀଡ଼ିତ କି କାରାଗାରସ୍ଥ ଦେଖି ଆପଣଙ୍କର ସେବା କଲୁ ନାହିଁ?
୪୪“ଏନ୍ତେ ଇନ୍‍କୁହଗି ଇନିଃକେ କାଜିରୁହାଡ଼ିୟାକ, ‘ହେ ପ୍ରାଭୁ, ଚିଉଲା ଆଲେ ଆମ୍‌କେ ରେଙ୍ଗେଃତାନ୍ ଚାଏ ତେତାଙ୍ଗ୍‌ତାନ୍ ଚାଏ ଏଟାଃ ଦିଶୁମ୍‌ରେନ୍‌, ଚାଏ ସାମାହଡ଼୍‌ମ, ଚାଏ ହାସୁତାନ୍, ଚାଏ ଜେହେଲ୍‌ରେ ନେଲ୍‌କେଦ୍‌ତେ କାଲେ ଦେଙ୍ଗାକେଦ୍‌ମେୟାଁ ।’
45 ସେଥିରେ ସେ ସେମାନଙ୍କୁ ଉତ୍ତର ଦେବେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକ ପ୍ରତି ଏହା କରି ନ ଥିବାରୁ ମୋ ପ୍ରତି ହିଁ ତାହା କରି ନାହଁ।
୪୫ଏନ୍ତେ ରାଜା କାଜିରୁହାଡ଼୍‌କଆଏ, ‘ସାର୍‌ତିଗିଙ୍ଗ୍‌ କାଜିୟାପେତାନା, ଆପେ ନେ ହୁପ୍‌ଡିଙ୍ଗ୍‌କଏତେ ମିହୁଡ଼୍‌କେହଁ କାପେ ଦେଙ୍ଗାକେଦ୍‌କ ନାଗେନ୍ତେ ଆଇଙ୍ଗ୍‌କେହଁ କାପେ ଦେଙ୍ଗାକେଦିୟାଁ ।’
46 ଆଉ, ଏମାନେ ଅନନ୍ତ ଶାସ୍ତି, କିନ୍ତୁ ଧାର୍ମିକମାନେ ଅନନ୍ତ ଜୀବନ ଭୋଗ କରିବାକୁ ଯିବେ।” (aiōnios g166)
୪୬ଏନ୍ତେ ଇନ୍‌କୁ ଜାନାଅ ଜାନାଅରେୟାଃ ଦୁକୁ, ମେନ୍‌ଦ ଧାର୍‌ମାନ୍‌କ ଜାନାଅ ଜାନାଅରେୟାଃ ଜୀଦାନ୍‌କ ନାମେୟା ।” (aiōnios g166)

< ମାଥିଉ 25 >