< ମାଥିଉ 24 >

1 ଯୀଶୁ ମନ୍ଦିରରୁ ବାହାରି ଚାଲିଯାଉଥିବା ସମୟରେ ତାହାଙ୍କର ଶିଷ୍ୟମାନେ ତାହାଙ୍କୁ ମନ୍ଦିରର ପ୍ରାସାଦସମୂହ ଦେଖାଇବା ପାଇଁ ତାହାଙ୍କ ନିକଟକୁ ଆସିଲେ, କିନ୍ତୁ ସେ ସେମାନଙ୍କୁ କହିଲେ,
ୟୀଶୁ ମାନ୍ଦିର୍‌ ଅଡ଼ାଃଏତେ ଅଡଙ୍ଗ୍‌କେଦ୍‌ତେ ସେନଃତାନ୍‌ ଦିପିଲିରେ ଆୟାଃ ଚେଲାକ, ମାନ୍ଦିର୍‌ ଅଡ଼ାଃରେ ବାଇୟାକାନ୍‌ତେୟାଃ, ଆଡଃ ମାପ୍‌ରାଙ୍ଗ୍‌ ଅଡ଼ାଃକ ଉଦୁବାଇ ନାଗେନ୍ତେକ ହିଜୁଃୟାନା ।
2 “ତୁମ୍ଭେମାନେ କଅଣ ଏହି ସମସ୍ତ ଦେଖୁ ନାହଁ? ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି ସ୍ଥାନରେ ଏକ ପ୍ରସ୍ତର ଅନ୍ୟ ପ୍ରସ୍ତର ଉପରେ ରହିବ ନାହିଁ, ସମସ୍ତ ହିଁ ଭୂମିସାତ୍‍ ହେବ।”
ମେନ୍‌ଦ ୟୀଶୁ ଇନ୍‌କୁକେ ମେତାଦ୍‌କଆ, “ଆପେ ଚିନାଃ ଏନ୍‍ ସବେନାଃ କାପେ ନେଲେତାନା? ସାର୍‌ତିଗିଙ୍ଗ୍‌ କାଜିୟାପେତାନା, ଏନାରେ ଦିରି ଚେତାନ୍‍ ଦିରି ତିରିୟାଁକାନ୍‍ କା ତାଇନା, ସବେନାଃ ହାଦୁଡ଼ଃଆ ।”
3 ପରେ ସେ ଜୀତପର୍ବତ ଉପରେ ବସନ୍ତେ ଶିଷ୍ୟମାନେ ତାହାଙ୍କ ଛାମୁକୁ ଗୋପନରେ ଆସି ପଚାରିଲେ, ଏସବୁ କେବେ ଘଟିବ, ପୁଣି, ଆପଣଙ୍କ ଆଗମନ ଓ ଯୁଗାନ୍ତର ଲକ୍ଷଣ କଅଣ, ତାହା ଆମ୍ଭମାନଙ୍କୁ କୁହନ୍ତୁ। (aiōn g165)
ୟୀଶୁ ଜାଇତୁନ୍‌ ବୁରୁରେ ଦୁବାକାନ୍‌ ତାଇକେନ୍‌ ଇମ୍‌ତା ଚେଲାକ ଏସ୍‍କାର୍‍ରେ ଇନିଃତାଃତେକ ହିଜୁଃୟାନା ଆଡଃ କୁଲିକିୟାକ, “ଆଲେକେ ଉଦୁବାଲେମେ ନେ ସବେନାଃ ଚିଉଲା ହବାଅଃଆ ଆଡଃ ଆମାଃ ହିଜୁଃରେୟାଃ ଚିହ୍ନାଁ ଚିନାଃ ତାନାଃ ଆଡଃ ଅତେଦିଶୁମ୍‌ରେୟାଃ ଟୁଣ୍ଡୁ ଦିପିଲି ଚିଉଲା ହବାଅଆଃ?” (aiōn g165)
4 ସେଥିରେ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ସାବଧାନ, କେହି ଯେପରି ତୁମ୍ଭମାନଙ୍କୁ ଭ୍ରାନ୍ତ ନ କରେ।
ୟୀଶୁ କାଜିରୁହାଡ଼୍‌କେଦ୍‌କଆଏ, “ଚିର୍ଗାଲାକାନ୍‍ପେ, ଜେତାଏ ଆଲକାକ ବେଦାପେକା ।
5 କାରଣ ଅନେକେ ମୋ ନାମରେ ଆସି ମୁଁ ଖ୍ରୀଷ୍ଟ ବୋଲି କହି ଅନେକଙ୍କୁ ଭ୍ରାନ୍ତ କରିବେ।
ଚିୟାଃଚି ପୁରାଃ ହଡ଼କଦ ଆଇଁୟାଃ ନୁତୁମ୍‍ତେକ ହିଜୁଃଆ ଆଡଃ ‘ଆଇଙ୍ଗ୍‌ ଖ୍ରୀଷ୍ଟ୍‌ ତାନିଙ୍ଗ୍‌’ ମେନ୍ତେକ କାଜିୟା ଆଡଃ ପୁରାଃକକେ ବେଦାକଆକ ।
6 ଆଉ, ତୁମ୍ଭେମାନେ ଯୁଦ୍ଧର ବିଷୟ ଓ ସଂଗ୍ରାମର ଜନରବ ଶୁଣିବ; ସାବଧାନ, ବ୍ୟାକୁଳ ହୁଅ ନାହିଁ। କାରଣ ଏହି ସମସ୍ତ ଅବଶ୍ୟ ଘଟିବ, କିନ୍ତୁ ସେହି କାଳ ଯୁଗାନ୍ତ ନୁହେଁ।
ଆପେ ମାପାଃତୁପୁଇଙ୍ଗ୍‌ ଆଡଃ ମାପାଃତୁପୁଇଙ୍ଗ୍‌ରାଃ କାଜିପେ ଆୟୁମେରେଦ, ଚିର୍ଗାଲାକାନ୍‌ପେ, ବରତେ ଆଲ୍‌ପେ ଆକ୍‌ବାକାଅଆଃ । ନେଆଁଁ ସବେନାଃଦ ହବାଅଃଗି ଲାଗାତିୟାଃଁ, ମେନ୍‌ଦ ଏନ୍‌ ଦିପିଲିହ ଟୁଣ୍ଡୁ ନାହାଁଲାଃ ।
7 କାରଣ ଜାତି ବିପକ୍ଷରେ ଜାତି ଓ ରାଜ୍ୟ ବିପକ୍ଷରେ ରାଜ୍ୟ ଉଠିବ, ପୁଣି, ସ୍ଥାନେ ସ୍ଥାନେ ଦୁର୍ଭିକ୍ଷ ଓ ଭୂମିକମ୍ପ ହେବ।
ଚିୟାଃଚି ଦିଶୁମ୍‌ ବିରୁଧ୍‌ରେ ଦିଶୁମ୍‌ ଆଡଃ ରାଇଜ୍‌ ବିରୁଧ୍‌ରେ ରାଇଜ୍‌ ଲାଡ଼ାଇ ହବାଅଆଃ, ସବେନ୍‌ ଠାୟାଦ୍‌ରେ ଅତେ ଏକ୍‌ଲାଅଃଆ ଆଡଃ ରିଙ୍ଗାଅଃଆ ।
8 କିନ୍ତୁ ଏହି ସମସ୍ତ ପ୍ରସବବେଦନାର ଆରମ୍ଭମାତ୍ର।
ମେନ୍‌ଦ ନେ ସବେନାଃ ହନ୍‌ ଜାନାମଃ ଇମ୍‌ତାରାଃ ଦୁକୁରେୟାଃ ଏନେଟେଦ୍‌ ଲେକାନାଃ ତାନାଃ ।
9 ସେହି ସମୟରେ ଲୋକେ ତୁମ୍ଭମାନଙ୍କୁ କଷ୍ଟ ଭୋଗିବା ପାଇଁ ସମର୍ପଣ କରିବେ ଓ ତୁମ୍ଭମାନଙ୍କୁ ବଧ କରିବେ, ଆଉ ମୋହର ନାମ ସକାଶେ ତୁମ୍ଭେମାନେ ସମସ୍ତ ଜାତିଙ୍କ ଦ୍ୱାରା ଘୃଣିତ ହେବ।
“ଏନ୍ତେ ଇନ୍‌କୁ ଆପେକେ ସାସାତିପେ ନାଗେନ୍ତେକ ଜିମାପେୟା ଆଡଃକ ଗଏଃପେୟା, ଆଡଃ ଆପେ ଆଇଙ୍ଗ୍‌ତାଃରେ ପାତିୟାର୍‌କାଦ୍‌ ନାଗେନ୍ତେ ସବେନ୍‌ ହଡ଼କ ଆପେକେକ ହିଲାଙ୍ଗ୍‌ପେୟା ।
10 ସେତେବେଳେ ଅନେକେ ବିଘ୍ନ ପାଇବେ, ପୁଣି, ପରସ୍ପରକୁ ଧରାଇଦେବେ ଓ ପରସ୍ପରକୁ ଘୃଣା କରିବେ,
୧୦ଏନ୍‍ ଦିପିଲିରେ ପୁରାଃ ହଡ଼କ ଆକଆଃ ବିଶ୍ୱାସ୍‌କ ଆଦେୟା, ଆଡଃ ଆକ ଆକଗି ମିହୁଡ଼୍‌ ଆଡଃମିହୁଡ଼୍‌କେ ଏମ୍‌ଏଣ୍ଡାଗିୟାକ ଆଡଃ ହିଲାଙ୍ଗ୍‌ଇଆକ ।
11 ଆଉ ଅନେକ ଭଣ୍ଡ ଭାବବାଦୀ ଉଠି ଅନେକଙ୍କୁ ଭ୍ରାନ୍ତ କରିବେ,
୧୧ଆଡଃ ପୁରାଃ ହସଡ଼ ନାବୀକ ହିଜୁଃଆ ଆଡଃ ଇନ୍‌କୁ ପୁରାଃ ହଡ଼କକେ ବେଦାକଆକ ।
12 ପୁଣି, ଅଧର୍ମ ବୃଦ୍ଧି ପାଇବାରୁ ଅଧିକାଂଶ ଲୋକଙ୍କର ପ୍ରେମ ଶୀତଳ ହୋଇଯିବ।
୧୨ଚିୟାଃଚି ଏତ୍‌କାନ୍‌ ନିତିର୍‌ୟାନ୍‍ ନାଗେନ୍ତେ ପାର୍‌ମେଶ୍ୱାର୍‌ଆଃ ନାଙ୍ଗ୍‌ ପୁରାଃ ହଡ଼କଆଃ ଦୁଲାଡ଼୍‌ ହୁଡିଙ୍ଗ୍‌ଇଦିୟଃଆ ।
13 ମାତ୍ର ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ, ସେ ପରିତ୍ରାଣ ପାଇବ।
୧୩ମେନ୍‌ଦ ଜେତାଏ ଟୁଣ୍ଡୁ ଜାକେଦ୍‌ ସାହାତିଙ୍ଗ୍‌ତାନ୍‌ଲଃ ତିଙ୍ଗୁ କେଟେୟାକାନ୍ ତାଇନ୍‌ରେଦ ବାଞ୍ଚାଅଃଆଏ ।
14 ଆଉ, ସମସ୍ତ ଜାତି ନିକଟରେ ସାକ୍ଷ୍ୟ ଦେବା ପାଇଁ ରାଜ୍ୟର ଏହି ସୁସମାଚାର ସମୁଦାୟ ପୃଥିବୀରେ ଘୋଷଣା କରାଯିବ, ତତ୍ପରେ ଯୁଗାନ୍ତ ହେବ।
୧୪ଆଡଃ ପାର୍‌ମେଶ୍ୱାର୍‌ଆଃ ରାଇଜ୍‌ ବିଷାଏରେ ନେ ସୁକୁକାଜି ଏଟାଃ ଏଟାଃ ଜାଗାର୍‌ତାନ୍‌ ସବେନ୍‌ ହଡ଼କଆଃ ଗାୱା ନାଗେନ୍ତେ, ଗଟା ଅତେଦିଶୁମ୍‌ରେ ଉଦୁବଃଆ ଆଡଃ ଏନ୍ତେ ଟୁଣ୍ଡୁଃଆ ।
15 ଏଣୁ ତୁମ୍ଭେମାନେ ଯେତେବେଳେ ଦାନିୟେଲ ଭାବବାଦୀଙ୍କ ଦ୍ୱାରା ଉକ୍ତ ଧ୍ୱଂସକାରୀ ଘୃଣ୍ୟ ବସ୍ତୁକୁ ପବିତ୍ର ସ୍ଥାନରେ ଅବସ୍ଥିତ ଦେଖିବ (ପାଠକ ବୁଝନ୍ତୁ),
୧୫“ଆପେ ଚିମ୍‌ତା ଏନ୍‌ ‘ଅଡ଼େଜଃ ସତ୍‌ରାକାନ୍‌ନିଃ’ ମାନ୍ଦିର୍‌ ଅଡ଼ାଃରାଃ ପାବିତାର୍‌ ଠାୟାଦ୍‌ରେ ତିଙ୍ଗୁଆକାନ୍‍ପେ ନେଲିୟା,” ନେ କାଜି ଅକ୍‌ନାଃଚି ଦାନିୟେଲ୍‌ ନାବୀ କାଜିକାଦାଏ, ପାଢ଼ାଅନିଃ ନେଆଁଁରାଃ ମୁଣ୍ଡି ଆଟ୍‌କାର୍‍ଉରୁମେକାଏ ।
16 ସେତେବେଳେ ଯେଉଁମାନେ ଯିହୂଦିୟା ପ୍ରଦେଶରେ ଥାଆନ୍ତି, ସେମାନେ ପର୍ବତମାଳାକୁ ପଳାଇଯାଆନ୍ତୁ;
୧୬“ଇମ୍‌ତା ଯିହୁଦା ପାର୍‌ଗାନ୍‌ରେ ତାଇନଃତାନ୍‌କ ବୁରୁତେକ ନିର୍‌ତେବାଃକା ।
17 ଯେ ଛାତ ଉପରେ ଥାଏ, ସେ ଆପଣା ଘର ଭିତରୁ ଜିନିଷପତ୍ର ନେଇଯିବା ପାଇଁ ଓହ୍ଲାଇ ନ ଆସୁ;
୧୭ଅକ ହଡ଼ ଆୟାଃ ଅଡ଼ାଃ ସାଡ଼୍‌ମିରେ ମେନାଇୟାଃ ଇନିଃ ଆୟାଃ ଜେତ୍‌ନାଃ ଇଦିମେନ୍ତେ ଅଡ଼ାଃଏତେ ଆଲକାଏ ଆଡ଼୍‌ଗୁଃକା ।
18 ପୁଣି, ଯେ କ୍ଷେତରେ ଥାଏ, ସେ ଆପଣା ବସ୍ତ୍ର ନେଇଯିବା ପାଇଁ ଲେଉଟି ନ ଯାଉ।
୧୮ଆଡଃ ପିଡ଼ି ଲୟଙ୍ଗ୍‌ରେ ମେନାଇନିଃ ଆୟାଃ ଲିଜାଃ ଇଦି ନାଗେନ୍ତେ ଆଲକାଏ ରୁହାଡ଼୍‌କା ।
19 ସେହି ସମୟରେ ଯେଉଁମାନେ ଗର୍ଭବତୀ ଓ ସ୍ତନ୍ୟଦାତ୍ରୀ, ହାୟ, ସେମାନେ କ୍ଲେଶର ପାତ୍ର,
୧୯ମେନ୍‌ଦ ଏନ୍‍ ଦିପିଲିରେନ୍‌ ବାର୍ଜିଆକାନ୍‍ କୁଡ଼ିକଆଃ ଆଡଃ ତଆ ନୁନୁଆକତାନ୍‍ ଏଙ୍ଗାକଆଃ ନାଗେନ୍ତେ ଚିମିନ୍‌ ବରୱାନ୍‌ଗି ଦୁକୁ ହବାଅଆଃ ।
20 କିନ୍ତୁ ତୁମ୍ଭମାନଙ୍କର ପଳାୟନ ଯେପରି ଶୀତକାଳରେ କିମ୍ବା ବିଶ୍ରାମବାର ଦିନରେ ନ ଘଟେ, ଏଥିପାଇଁ ପ୍ରାର୍ଥନା କର।
୨୦ଆପେ ନିର୍‌ସେନଃ ନାଗେନ୍ତେ ରାବାଙ୍ଗ୍‌ସାହା ଚାଏ ରୁଡ଼ୁନ୍‌ ହୁଲାଙ୍ଗ୍‌ ଆଲକା ହବାଅଃକା ମେନ୍ତେ ଆପେୟାଃ ପାର୍‌ମେଶ୍ୱାର୍‌ତାଃରେ ବିନ୍ତିପେ ।
21 କାରଣ ସେତେବେଳେ ଏପରି ମହାକ୍ଲେଶ ଘଟିବ ଯେ ଜଗତର ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଘଟି ନାହିଁ, ପୁଣି, କେବେ ହେଁ ଘଟିବ ନାହିଁ।
୨୧ଚିୟାଃଚି ଏନ୍‍ ଦିପିଲିରେଦ ମାରାଙ୍ଗ୍‌ ଦୁକୁ ହବାଅଆଃ ଏନା ପୁରାଃ ବରୱାନ୍‌ଗି ହବାଅଆଃ ନେ'ଲେକାନାଃ ଅତେଦିଶୁମ୍‌ରେୟାଃ ଏନେଟେଦ୍‌ଏତେ ନାହାଁଃ ଜାକେଦ୍‌ ଚିଉଲାଅ କା ହବାକାନା ଆଡଃ ଚିଉଲାଅ କା ହବାଅଆଃ ।
22 ଆଉ, ସେହି ସମୟ ଯେବେ ଊଣା କରାଯାଇ ନ ଥାଆନ୍ତା, ତେବେ କୌଣସି ମନୁଷ୍ୟ ପରିତ୍ରାଣ ପାଆନ୍ତା ନାହିଁ, ମାତ୍ର ମନୋନୀତ ଲୋକଙ୍କ ସକାଶେ ସେହି ସମୟ ଊଣା କରାଯିବ।
୨୨ଆଡଃ ପାର୍‌ମେଶ୍ୱାର୍‌ ଏନ୍‌ ହୁଲାଙ୍ଗ୍‌କକେ କାଏ କାମ୍‌ତିକାରେଦ ଜେତାଏ କାକ ବାଞ୍ଚାଅଃତେୟାଃ, ମେନ୍‌ଦ ଆୟାଃ ସାଲାକାନ୍‍ ହଡ଼କଆଃ ନାଗେନ୍ତେ ଏନ୍‍ ହୁଲାଙ୍ଗ୍‌କକେ କାମ୍‌ତିୟାଏ ।
23 ସେତେବେଳେ ‘ଦେଖ, ଖ୍ରୀଷ୍ଟ ଏଠାରେ’ କିମ୍ବା ‘ସେଠାରେ’, କେହି ଯେବେ ତୁମ୍ଭମାନଙ୍କୁ ଏପରି କହିବ, ତେବେ ତାହା ବିଶ୍ୱାସ କର ନାହିଁ।
୨୩“ଏନ୍‌ ଦିପିଲିରେ ଜେତାଏ ଆପେକେ, ‘ନେଲିପେ, ଖ୍ରୀଷ୍ଟ୍‌ ନେତାଃରିୟା’ ଚାଏ ‘ହାନ୍ତାଃରିୟା,’ ମେତାପେରେଦ ଇନିଃକେ ଆଲ୍‌ପେ ବିଶ୍ୱାସୀଆ ।
24 କାରଣ ଭଣ୍ଡ ଖ୍ରୀଷ୍ଟମାନେ ଓ ଭଣ୍ଡ ଭାବବାଦୀମାନେ ଉଠି ଏପରି ମହା ମହା ଚିହ୍ନ ଓ ଅଦ୍ଭୁତ କର୍ମମାନ ଦେଖାଇବେ ଯେ, ଯଦି ସମ୍ଭବ ହୁଏ, ତେବେ ମନୋନୀତ ଲୋକଙ୍କୁ ସୁଦ୍ଧା ଭ୍ରାନ୍ତ କରିବେ।
୨୪ହସଡ଼ ଖ୍ରୀଷ୍ଟ୍‌ ଆଡଃ ହସଡ଼ ନାବୀକ ବିରିଦାଃ ଆଡଃ ମାପ୍‌ରାଙ୍ଗ୍‌ ଚିହ୍ନାଁ ଆଡଃ ଆକ୍‌ଦାନ୍ଦାଅ କାମିକ ରିକାଉଦୁବେଆ, ଆଡଃ ହବାଦାଡ଼ିୟଃରେଦ ପାର୍‌ମେଶ୍ୱାର୍‌ଆଃ ସାଲାକାନ୍‍କକେହଁ ବେଦାକଆକ ।
25 ଦେଖ, ମୁଁ ପୂର୍ବରୁ ତୁମ୍ଭମାନଙ୍କୁ ଜଣାଇଲି।
୨୫ଏନାମେନ୍ତେ ଆୟୁମେପେ, ଆଇଙ୍ଗ୍‌ ଆପେକେ ନେଡା ହିଜୁଃ ସିଦାରେଇଙ୍ଗ୍‌ ଉଦୁବାଦ୍‌ପେୟା ।
26 ଅତଏବ, ‘ଦେଖ, ସେ ପ୍ରାନ୍ତରରେ ଅଛନ୍ତି,’ ଲୋକେ ଯଦି ତୁମ୍ଭମାନଙ୍କୁ ଏହି କଥା କହିବେ, ତେବେ ବାହାରିଯାଅ ନାହିଁ; ‘ଦେଖ, ସେ ଗୁପ୍ତ କୋଠରୀରେ ଅଛନ୍ତି,’ ଯଦି ଏହା କହିବେ, ତେବେ ତାହା ବିଶ୍ୱାସ କର ନାହିଁ।
୨୬“ଏନା ନାଗେନ୍ତେ, ଜେତାଏ ଆପେକେ, ‘ନେଲିପେ, ଇନିଃ ବିର୍‌ରେ ମେନାଇୟା’ ମେତାପେରେ, ‘ଏନ୍ତାଃତେ ଆଲ୍‌ପେ ସେନା’ ଚାଏ ନେଲିପେ, ‘ନେତାଃରାଃ ଭିତାର୍‌ ବାଖ୍‌ରାରେ ଉକୁକାନାଏ’ ମେତାପେରେ ଆଲ୍‌ପେ ବିଶ୍ୱାସୀଆ ।
27 କାରଣ ବିଜୁଳି ଯେପରି ପୂର୍ବଦିଗରୁ ମାରି ପଶ୍ଚିମଦିଗ ପର୍ଯ୍ୟନ୍ତ ଦେଖାଯାଏ, ସେପରି ମନୁଷ୍ୟପୁତ୍ରଙ୍କର ଆଗମନ ହେବ।
୨୭ଜେ'ଲେକାଚି ହିଚିର୍‍ଦ ସିଙ୍ଗିତୁର୍‌ ସାଃଏତେ ଅଡଙ୍ଗ୍‌କେଦ୍‌ତେ ସିଙ୍ଗି ହାସୁର୍‌ସାଃ ଜାକେଦ୍‌ ସିର୍ମାକେ ମାସ୍କାଲେୟାଏ, ଏନ୍‌ ଲେକାଗି ମାନୱାହନ୍‌ଆଃ ହିନିଜୁଃ ହବାଅଆଃ ।
28 ଯେଉଁଠାରେ ଶବ ପଡ଼ିଥାଏ, ସେହିଠାରେ ଶାଗୁଣାଗୁଡ଼ାକ ଏକାଠି ହେବେ।”
୨୮“ଅକ୍‌ତାଃରେ ମାଁଡ଼ା ମେନାଃ, ଏନ୍ତାଃରେ ଗିଦିକ ହୁଣ୍ଡିୟଃଆଃ ।
29 “ମାତ୍ର ସେହି ସମୟର କଷ୍ଟ ପରେ ‘ହଠାତ୍‍ ସୂର୍ଯ୍ୟ ଅନ୍ଧକାରମୟ ହେବ ଓ ଚନ୍ଦ୍ର ଆଲୋକ ଦେବ ନାହିଁ, ପୁଣି, ନକ୍ଷତ୍ରମାଳା ଆକାଶରୁ ପଡ଼ିବେ ଓ ଆକାଶମଣ୍ଡଳର ଶକ୍ତିସମୂହ ବିଚଳିତ ହେବେ।’
୨୯“ଏନ୍‍ ଦିପିଲିରେୟାଃ ଦୁକୁ ତାୟମ୍‌ତେ ଇମ୍‍ତାଗି ସିଙ୍ଗି ନୁବାଗଃଆ ଆଡଃ ଚାଣ୍ଡୁଃ ମାର୍ସାଲ୍‌ କାଏ ଏମେୟା ଆଡଃ ଇପିଲ୍‍କ ସିର୍ମାଏତେକ ଉୟୁଗଃଆ ଆଡଃ ସିର୍ମାରେୟାଃ ପେଡ଼େଃୟାନ୍‌ତେୟାଃକ ଏକ୍‌ଲାଅଃଆ ।
30 ସେତେବେଳେ ଆକାଶରେ ମନୁଷ୍ୟପୁତ୍ରଙ୍କର ଲକ୍ଷଣ ଦେଖାଯିବ, ପୁଣି, ସେ ସମୟରେ ପୃଥିବୀର ସମସ୍ତ ଗୋଷ୍ଠୀ ବିଳାପ କରିବେ ଏବଂ ମନୁଷ୍ୟପୁତ୍ରଙ୍କୁ ମହାପରାକ୍ରମ ଓ ମହାମହିମା ସହ ଆକାଶର ମେଘମାଳାରେ ଆଗମନ କରିବା ଦେଖିବେ।
୩୦ଏନ୍‌ ଦିପିଲିରେ ମାନୱାହନ୍‌ଆଃ ଚିହ୍ନାଁ ସିର୍ମାରେ ନେଲଆଃ ଆଡଃ ଅତେରେନ୍‌ ସବେନ୍‌ ହଡ଼କ ଏୟମେଁୟା । ଇନ୍‌କୁ ମାନୱାହନ୍‌କେ ପୁରାଃ ପେଡ଼େଃତେ ଆଡଃ ମାନାରାଙ୍ଗ୍‌ଲଃ ସିର୍ମାରାଃ ରିମିଲ୍‌ରେ ହିଜୁଃତାନ୍‍କ ନେଲିୟା ।
31 ଆଉ, ସେ ମହାତୂରୀଧ୍ୱନୀ ସହିତ ଆପଣା ଦୂତମାନଙ୍କୁ ପଠାଇବେ ଏବଂ ସେମାନେ ଆକାଶର ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ଚତୁର୍ଦ୍ଦିଗରୁ ତାହାଙ୍କର ମନୋନୀତ ଲୋକମାନଙ୍କୁ ଏକତ୍ର କରିବେ।”
୩୧ଆଡଃ ବିଙ୍ଗୁଲ୍‌ ବାଜା ସାଡ଼ିଆ, ଆଡଃ ଇନିଃ ଆୟାଃ ସିର୍ମାରେନ୍‌ ଦୁଁତ୍‌କକେ ଅତେଦିଶୁମ୍‌ରାଃ ନେ ଟୁଣ୍ଡୁଏତେ ହାନ୍‌ ଟୁଣ୍ଡୁ ଜାକେଦ୍‌ ଆୟାଃ ସାଲାକାନ୍‍କକେ ହୁଣ୍ଡି ନାଗେନ୍ତେ କୁଲ୍‌କଆ ।
32 “ଡିମ୍ବିରିବୃକ୍ଷରୁ ଦୃଷ୍ଟାନ୍ତ ଶିକ୍ଷା କର; ଯେତେବେଳେ ତାହାର ଶାଖା କୋମଳ ହୋଇ ପଲ୍ଲବିତ ହୁଏ, ସେତେବେଳେ ଗ୍ରୀଷ୍ମକାଳ ସନ୍ନିକଟ ବୋଲି ତୁମ୍ଭେମାନେ ଜାଣିଥାଅ;
୩୨“ଲଆଦାରୁରେୟାଃ ଜନ୍‌କା କାଜିତେ ଇତୁଃପେ, ଏନାରେୟାଃ କତ ସାଗେନ୍‍ତାନ୍‍ ଆଡଃ ସାକାମ୍‌ ସୁଡ଼ାଅଃତାନ୍ ଇମ୍‌ତା ଜେଟ୍‌ସିଙ୍ଗି ନାଡ଼େଃଗିଆ ମେନ୍ତେପେ ସାରିୟା ।
33 ସେହିପରି ତୁମ୍ଭେମାନେ ମଧ୍ୟ ଏହି ସମସ୍ତ ଦେଖିଲେ ସେ ଦ୍ୱାରର ସନ୍ନିକଟ, ଏହା ଜାଣ।
୩୩ଏନ୍‌ଲେକାଗି, ନେଆଁଁ ସବେନାଃ ହବାଅଃତାନ୍‌ପେ ନେଲେ ଇମ୍‌ତା, ଆଇଁୟାଃ ହିଜୁଃ ନେଡା ନାଡ଼େଃରେଗିଆଃ ମେନ୍ତେ ସାରିପେ ।
34 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି ସମସ୍ତ ନ ଘଟିବା ପର୍ଯ୍ୟନ୍ତ ଏହି ବର୍ତ୍ତମାନ ପୁରୁଷ କୌଣସି ପ୍ରକାରେ ଲୋପ ପାଇବ ନାହିଁ।
୩୪ସାର୍‌ତିଗିଙ୍ଗ୍‌ କାଜିୟାପେତାନା ନେ ସବେନାଃ ଆଉରି ହବାଅଃ ଜାକେଦ୍‌ ନେ ଦିପିଲିରେନ୍‌ ହଡ଼କ କାକ ଟୁଣ୍ଡୁଃଆ ।
35 ଆକାଶ ଓ ପୃଥିବୀ ଲୋପ ପାଇବ, ମାତ୍ର ମୋହର ବାକ୍ୟସମୂହ କଦାପି ଲୋପ ପାଇବ ନାହିଁ।”
୩୫ସିର୍ମା ଆଡଃ ଅତେ ଟୁଣ୍ଡୁଉତାରଃଆ, ମେନ୍‌ଦ ଆଇଁୟାଃ କାଜିକ କା ଟୁଣ୍ଡୁଃଆ ।
36 “କିନ୍ତୁ ସେହି ଦିନ ଓ ଦଣ୍ଡ ବିଷୟ କେହି ଜାଣନ୍ତି ନାହିଁ, ସ୍ୱର୍ଗର ଦୂତମାନେ କିମ୍ବା ପୁତ୍ର ସୁଦ୍ଧା ଜାଣନ୍ତି ନାହିଁ, କେବଳ ମାତ୍ର ପିତା ଜାଣନ୍ତି।
୩୬“ଏନ୍‌ ହୁଲାଙ୍ଗ୍‌ ଚାଏ ଏନ୍‌ ଦିପିଲି ଜେତାଏ କାକ ସାରିଆଃ, ସିର୍ମାରେନ୍‌ ଦୁଁତ୍‌କହ କା, ଆଇଙ୍ଗ୍‌ ପାର୍‌ମେଶ୍ୱାର୍‌ଆଃ ଦୁଲାଡ଼୍‌ ହନ୍‌ହ କା, ମେନ୍‌ଦ ଆଇଁୟାଃ ଆପୁ ଏସ୍‌କାର୍‌ଗି ସାରିଆଃଏ ।
37 ଆଉ ନୋହଙ୍କ ସମୟରେ ଯେପ୍ରକାର ଘଟିଥିଲା, ମନୁଷ୍ୟପୁତ୍ରଙ୍କର ଆଗମନ ସମୟରେ ସେପ୍ରକାର ଘଟିବ।
୩୭ଆଡଃ ନୁହୁଁରାଃ ପାରିୟାରେ ଜେ'ଲେକା ହବାୟାନା, ମାନୱାହନ୍‌ଆଃ ହୁଲାଙ୍ଗ୍‌ରେହଗି ଏନ୍‌ଲେକା ହବାଅଆଃ ।
38 କାରଣ ଜଳପ୍ଳାବନର ପୂର୍ବବର୍ତ୍ତୀ ସମୟରେ ଜାହାଜରେ ନୋହଙ୍କର ପ୍ରବେଶ କରିବା ଦିନ ପର୍ଯ୍ୟନ୍ତ ଲୋକେ ଯେପରି ଭୋଜନପାନ ଏବଂ ବିବାହ କରିବା ଓ ବିବାହ ଦେବାରେ ବ୍ୟସ୍ତ ଥିଲେ,
୩୮ଟୁଡା ଦାଆଃ ହିଜୁଃ ସିଦାଏତେ ନୁହୁଁ ଲାଉକାରେ ଆଉରି ବଲ ଜାକେଦ୍‌ ହଡ଼କଦ ଜଜମ୍‌ ନୁଁ ଆଡଃ ଆଣ୍‌ଦିତାନ୍‍ ଆଡଃ ଆଣ୍‌ଦି ଏମ୍‍ତାନ୍‍ରେ ତାଇକେନାକ ।
39 ପୁଣି, ଜଳପ୍ଳାବନ ଆସି ସମସ୍ତଙ୍କୁ ଭସାଇ ନ ନେବା ପର୍ଯ୍ୟନ୍ତ ଯେପରି ଜାଣି ନ ଥିଲେ, ମନୁଷ୍ୟପୁତ୍ରଙ୍କର ଆଗମନ ମଧ୍ୟ ସେହି ପ୍ରକାର ହେବ।
୩୯ଆଡଃ ଟୁଡା ଦାଆଃ ହିଜୁଃକେଦ୍‌ତେ ସବେନ୍‌କକେ ଆଉରି ଆତୁଇଦି ଜାକେଦ୍‌ ଇନ୍‌କୁ ଜେତ୍‌ନାଃ କାକ ଆଟ୍‌କାରେ ତାଇକେନା, ଏନ୍‌ ଲେକାଗି ମାନୱାହନ୍‌ଆଃ ହିଜୁଃ ହୁଲାଙ୍ଗ୍‌ରେ ହବାଅଆଃ ।
40 ସେତେବେଳେ ଦୁଇ ଜଣ କ୍ଷେତରେ ଥିବେ, ଜଣକୁ ଗ୍ରହଣ କରାଯିବ ଓ ଅନ୍ୟ ଜଣକୁ ପରିତ୍ୟାଗ କରାଯିବ;
୪୦ଇମ୍‌ତାଙ୍ଗ୍‌ ବାର୍‌ହଡ଼୍‌ ଲୟଙ୍ଗ୍‌ରେକିନ୍ କାମିକାତେରେ, ମିହୁଡ଼୍‌କେ ଇଦିୟଃଆ ଆଡଃ ମିହୁଡ଼୍‌କେ ବାଗିଅଃଆ ।
41 ଦୁଇ ଜଣ ସ୍ତ୍ରୀ ଚକି ପେଷୁଥିବେ, ଜଣକୁ ଗ୍ରହଣ କରାଯିବ ଓ ଅନ୍ୟ ଜଣକୁ ପରିତ୍ୟାଗ କରାଯିବ।
୪୧ଜାନ୍ତାଦିରିରେ ଗୁଣ୍ଡା ରିଦେତାନ୍‌ ବାରିଆ କୁଡ଼ିକିନ୍‌ଏତେ ମିଆଁଦ୍‌ନିଃକେ ଇଦିୟଃଆ, ଆଡଃ ଏଟାଃନିଃକେ ବାଗିଅଃଆ ।
42 ଅତଏବ, ଜାଗ୍ରତ ଥାଅ, କାରଣ ତୁମ୍ଭମାନଙ୍କ ପ୍ରଭୁ କେଉଁ ଦିନ ଆସିବେ, ତାହା ତୁମ୍ଭେମାନେ ଜାଣ ନାହିଁ।
୪୨“ଏନାମେନ୍ତେ ଏୟନାକାନ୍‍ତାଇନ୍‌ପେ, ଚିୟାଃଚି ଆପେଦ ଆପେୟାଃ ପ୍ରାଭୁଆଃ ହିଜୁଃ ଦିପିଲି କାପେ ସାରିୟା ।
43 କିନ୍ତୁ ଏହା ଜାଣିଥାଅ, କେଉଁ ପ୍ରହରରେ ଚୋର ଆସିବ, ଏହା ଗୃହକର୍ତ୍ତା ଯଦି ଜାଣନ୍ତେ, ତାହାହେଲେ ସେ ଜାଗ୍ରତ ଥାଇ ଆପଣା ଗୃହରେ ପ୍ରବେଶ କରିବାକୁ ଦିଅନ୍ତେ ନାହିଁ।
୪୩ମେନ୍‌ଦ ନେଆଁଁ ଆଟ୍‌କାରେପେ, ଅଡ଼ାଃ ଗମ୍‌କେ କୁମ୍ବୁଡ଼ୁ ହିଜୁଃ ଦିପିଲିକେ ସାରିକାରେଦ ଏୟନାକାନ୍ ତାଇନ୍‌ତେୟାଃଏ ଆଡଃ ଆୟାଃ ଅଡ଼ାଃକେ ସିନ୍ଧି ତଡ଼ାଅକେଦ୍‌ତେ କାଏ ବଲରିକାକତେୟାଃ ।
44 ଏଣୁ ତୁମ୍ଭେମାନେ ମଧ୍ୟ ପ୍ରସ୍ତୁତ ହୋଇଥାଅ, କାରଣ ଯେଉଁ ସମୟରେ ତୁମ୍ଭେମାନେ ମନେ କରୁ ନ ଥିବ, ସେହି ସମୟରେ ମନୁଷ୍ୟପୁତ୍ର ଆସିବେ।”
୪୪ଏନା ନାଗେନ୍ତେ ଆପେୟ ସାପ୍‌ଡ଼ାଅକାନ୍‍ ତାଇନ୍‌ପେ, ଚିୟାଃଚି ଆପେ କାପେ ଉଡ଼ୁଃତାନ୍‌ ଦିପିଲିରେଗି ମାନୱାହନ୍‌ ହିଜୁଃଆଏ ।
45 “ତେବେ ପ୍ରଭୁ ଆପଣା ପରିଜନମାନଙ୍କୁ ଯଥା ସମୟରେ ପ୍ରାପ୍ୟ ଦେବା ନିମନ୍ତେ ଯାହାକୁ ସେମାନଙ୍କ ଉପରେ ନିଯୁକ୍ତ କଲେ, ଏପରି ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ କିଏ?
୪୫“ଏନ୍ତେ ଗୁସିୟାଁ ଆୟାଃ ଅଡ଼ାଃରେନ୍‌କକେ ବୁଗିନ୍‌ ନେଡାରେ ଜମେୟାଃଁ ଏମାକ ନାଗେନ୍ତେ ଅକଏକେ ଇନିଃ ସାଲାକିଆଏ, ଏନ୍‌ଲେକାନ୍‌ ପାତିୟାର୍‌ରଃ ଆଡଃ ସେଣାଁଁନ୍‌ ଦାସି ଅକଏ ତାନିଃ?
46 ପ୍ରଭୁ ଆସି ଆପଣାର ଯେଉଁ ଦାସକୁ ସେପ୍ରକାର କରୁଥିବା ଦେଖିବେ, ସେ ଧନ୍ୟ।
୪୬ଆୟାଃ ଗୁସିୟାଁ ନେ'ଲେକା କାମିତାନ୍ ଦାସିକେ ହିଜୁଃ ନାମିରେ ଇନିଃ ସୁକୁତାନ୍‌ଗିୟାଏ ।
47 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେ ତାହାକୁ ଆପଣାର ସର୍ବସ୍ୱ ଉପରେ ନିଯୁକ୍ତ କରିବେ।
୪୭ସାର୍‌ତିଗିଙ୍ଗ୍‌ କାଜିୟାପେତାନା, ଇନିଃ ଏନ୍‍ ଦାସିକେ ଆୟାଃ ସବେନ୍‌ ମେନାଃତେୟାଃରେନ୍‍ ଗୁସିୟାଁ ବାଇୟାଏ ।
48 କିନ୍ତୁ ଯଦି ସେହି ଦୁଷ୍ଟ ଦାସ ମୋହର ପ୍ରଭୁଙ୍କ ଆସିବାର ବିଳମ୍ବ ଅଛି ବୋଲି ମନେ ମନେ କହି
୪୮ମେନ୍‌ଦ ଏନ୍‌ ଦାସି ଏତ୍‌କାନ୍‌ ତାନିଃରେଦ, ଇନିଃ, ଆଇଁୟାଃ ଗୁସିୟାଁରାଃ ହିଜୁଃତେୟାଃ ବିଲାମଃତାନାଃ ମେନ୍ତେ ଆଇଃକ୍‌ଗି ଆୟାଃ ମନ୍‌ରେ କାଜିୟାଏ,
49 ଆପଣା ସହଦାସମାନଙ୍କୁ ପ୍ରହାର କରିବାକୁ ଲାଗେ, ଆଉ ମଦୁଆମାନଙ୍କ ସହିତ ଭୋଜନପାନ କରେ,
୪୯ଆଡଃ ଆୟାଃ ଗାତିଦାସିକକେ ଦାଲ୍‌ ଏଟେଦ୍‌କଆଏ ଆଡଃ ବୁଲ୍‌ ହଡ଼କଲଃ ଜମ୍‌ ନୁଁରେ ତାଇନାଏ ।
50 ତାହାହେଲେ ଯେଉଁ ଦିନ ସେ ଅପେକ୍ଷା କରୁ ନ ଥିବ ଓ ଯେଉଁ ସମୟ ସେ ଜାଣି ନ ଥିବ, ସେହି ଦିନ ସେହି ସମୟରେ ତାହାର ପ୍ରଭୁ ଆସିବେ,
୫୦ଏନ୍ତେ ଏନ୍‌ ଦାସି କାଏ ଉଡ଼ୁଃକା ହୁଲାଙ୍ଗ୍‌ରେ ଆଡଃ କାଏ ସାରି ଦିପିଲିରେ ଇନିୟାଃ ଗୁସିୟାଁ ହିଜୁଃଆଏ,
51 ପୁଣି, ସେ ତାହାକୁ ଦ୍ୱିଖଣ୍ଡ କରି କପଟୀମାନଙ୍କ ସହିତ ତାହାର ଅଂଶ ନିରୂପଣ କରିବେ; ସେଠାରେ ରୋଦନ ଓ ଦନ୍ତର କିଡ଼ିମିଡ଼ି ହେବ।”
୫୧ଆଡଃ ଗୁସିୟାଁ ଇନିଃକେ ପୁରାଃ ଦୁକୁ ଏମାଇତାନ୍‌ଲଃ ଟୁକ୍‌ଡ଼ା ଟୁକ୍‌ଡ଼ା ମାଆଃଇୟାଏ ଆଡଃ ହସଡ଼ ହଡ଼କଲଃ ହାନାଟିଙ୍ଗ୍‌ ଏମାଇୟାଏ ଆଡଃ ଏନ୍ତାଃରେ ରାଆଃ ଆଡଃ ଡାଟା ରିଦ୍‌ ହବାଅଆଃ ।

< ମାଥିଉ 24 >