< ମାଥିଉ 19 >

1 ଯୀଶୁ ଏହି ସମସ୍ତ କଥା ସମାପ୍ତ କରିବା ପରେ ଗାଲିଲୀରୁ ଚାଲିଯାଇ ଯର୍ଦ୍ଦନ ନଦୀର ଆରପାରରେ ଥିବା ଯିହୂଦିୟା ପ୍ରଦେଶ ସୀମାରେ ଉପସ୍ଥିତ ହେଲେ।
ଜୀସୁ ଈ ବାରେ କାତା ୱେସାଲି ରା଼ପ୍‌ହି ଡା଼ୟୁ ଗାଲିଲି ରା଼ଜି ପିସାନା ଜର୍ଦନ କାଡା ଆତାଲାତି ଜୀହୁଦା ରା଼ଜିତି ହାନ୍ଦିତା ଏତେସି ।
2 ପୁଣି, ବହୁସଂଖ୍ୟକ ଲୋକ ତାହାଙ୍କ ପଛେ ପଛେ ଗଲେ, ଆଉ ସେ ସେଠାରେ ସେମାନଙ୍କୁ ସୁସ୍ଥ କଲେ।
ଇଞ୍ଜାଁ ହା଼ରେକା ଲ଼କୁ ତାନି ଜେ଼ଚ ହାଚେରି, ଅ଼ଡ଼େ ଏ଼ୱାସି ଏମ୍ବାଆଁ ଏ଼ୱାରି ର଼ଗଟି ନେହିଁ କିତେସି ।
3 ଏହି ସମୟରେ ଫାରୂଶୀମାନେ ତାହାଙ୍କ ପାଖକୁ ଆସି ତାହାଙ୍କୁ ପରୀକ୍ଷା କରି ପଚାରିଲେ, ଯେକୌଣସି କାରଣରୁ ଆପଣା ସ୍ତ୍ରୀ କି ପରିତ୍ୟାଗ କରିବା କଅଣ ନ୍ୟାୟସଙ୍ଗତ?
ଏମ୍ବାଟିଏ ପାରୁସିୟାଁ ଏ଼ୱାଣି ତା଼ଣା ୱା଼ହାନା ଏ଼ୱାଣାଇଁ ତାୟିପାରିକିହିଁ ୱେଚେରି, “ରଅସି ଜାହାରା ଡକ୍ରିନି ଏ଼ନି କାତାତାକି ଜିକେଏ ପିସାଲି ମେ଼ରା ମାନେକି?”
4 ସେ ଉତ୍ତର ଦେଲେ, “ତୁମ୍ଭେମାନେ କଅଣ ପାଠ କରି ନାହଁ ଯେ, ସୃଷ୍ଟିକର୍ତ୍ତା ଆଦ୍ୟରୁ ସେମାନଙ୍କୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ,”
ଜୀସୁ ଏଲେଇଚେସି, “ମୀରୁ ପ଼ଡ଼ୱି ଆ଼ହାହିଲଅତେରି? ଗା଼ଡ଼ି କିନାସି ନ଼କେଏଟିଏ ଏ଼ୱାରାଇଁ ଇୟା ଅ଼ଡ଼େ ଆ଼ବା କିହିଁ ଗା଼ଡ଼ିକିତେସି,
5 ଆଉ କହିଲେ, “ଏହି କାରଣରୁ ପୁରୁଷ ପିତାମାତାଙ୍କୁ ପରିତ୍ୟାଗ କରି ନିଜ ସ୍ତ୍ରୀଠାରେ ଆସକ୍ତ ହେବ, ଆଉ ସେ ଦୁହେଁ ଏକାଙ୍ଗ ହେବେ?”
ଅ଼ଡ଼େ ଏ଼ଦାଆଁତାକି ଡକ୍ରା ତାଲି ତାଞ୍ଜିଇଁ ପିସାନା ତାନି ଡକ୍ରି ତଲେ ଆଣ୍ତିନେସି, ଅ଼ଡ଼େ ଏ଼ୱାରି ରଣ୍ତିଏ ଆଙ୍ଗା ଆ଼ନେରି,
6 “ଏଣୁ ସେମାନେ ଆଉ ଦୁଇ ନୁହଁନ୍ତି, କିନ୍ତୁ ଏକାଙ୍ଗ ଅଟନ୍ତି। ଅତଏବ ଈଶ୍ବର ଯାହା ସଂଯୁକ୍ତ କରିଅଛନ୍ତି, ମନୁଷ୍ୟ ତାହା ଅଲଗା ନ କରୁ।”
ଏ଼ଦାଆଁତାକି ଏ଼ୱାରି ରିଆରି ଆ଼ଏ, ସାମା ରଣ୍ତିଏ ଆଙ୍ଗା ଆ଼ନେରି । ଇଞ୍ଜାଁ ମାହାପୂରୁ ଏ଼ନାଆଁ ଆଣ୍ତ୍‌ୱି କିହାମାନେସି, ମାଣ୍‌ସି ଏ଼ଦାଆଁ ଏଟ୍‌କା କିଆପେସି ।”
7 ସେମାନେ ତାହାଙ୍କୁ ପଚାରିଲେ, ତେବେ ମୋଶା କାହିଁକି ତ୍ୟାଗପତ୍ର ଦେଇ ସ୍ତ୍ରୀକୁ ପରିତ୍ୟାଗ କରିବା ନିମନ୍ତେ ଆଜ୍ଞା ଦେଲେ?
ପାରୁସିୟାଁ ଏ଼ୱାଣାଇଁ ୱେଚେରି, “ଆତିହିଁ ମ଼ସା ଏ଼ନାଆଁତାକି ପିହ୍‌ନି ଆ଼କୁ ରା଼ଚାନା ଡକ୍ରିନି ପିସାଲି ହେଲ ହୀହାମାନେସି?”
8 ଯୀଶୁ ସେମାନଙ୍କୁ କହିଲେ, “କାରଣ ତୁମ୍ଭମାନଙ୍କ ହୃଦୟର କଠିନତା ଦେଖି ମୋଶା ତୁମ୍ଭମାନଙ୍କୁ ଆପଣା ଆପଣା ସ୍ତ୍ରୀ କି ପରିତ୍ୟାଗ କରିବାକୁ ଅନୁମତି ଦେଲେ, କିନ୍ତୁ ଆଦ୍ୟରୁ ସେପରି ନ ଥିଲା।”
ଜୀସୁ ଏ଼ୱାରାଇଁ ଏଲେଇଚେସି, “ଇଚିହିଁ ମୀ ଆ଼ଟ୍‌ୱା ହିୟାଁତି ମେସାନା ମ଼ସା ମିଙ୍ଗେ ମୀ ଡକ୍ରିସିକାଣି ପିସାଲି ହେଲ ହିୟାତେସି, ସାମା ଗା଼ଡ଼ିକିତି ଦିନାଟିଏ ଏଲେକିହିଁ ହିଲାଆତେ ।
9 “ମାତ୍ର ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ କେହି ଆପଣା ସ୍ତ୍ରୀ କି ବ୍ୟଭିଚାର ଦୋଷ ବିନା ଅନ୍ୟ କାରଣରୁ ପରିତ୍ୟାଗ କରି ଅନ୍ୟକୁ ବିବାହ କରେ, ସେ ବ୍ୟଭିଚାର କରେ।”
ସାମା ନା଼ନୁ ମିଙ୍ଗେ ୱେସିମାଞ୍ଜାଇଁ, ଆମ୍ବାଆସି ତାନି ଡକ୍ରିନି ଦାରି ଦ଼ହ ହିଲାଆନା ଏ଼ନି କାତାତାକି ପିସାନା ଅ଼ର ଡକ୍ରିନି ତାତିହିଁ, ଏ଼ୱାସି ଦା଼ରିକାମା କିନେସି ।”
10 ଶିଷ୍ୟମାନେ ତାହାଙ୍କୁ କହିଲେ, ସ୍ତ୍ରୀ ସହିତ ମନୁଷ୍ୟର ଯଦି ଏହି ପ୍ରକାର ସମ୍ଵନ୍ଧ, ତେବେ ବିବାହ କରିବା ଭଲ ନୁହେଁ।
୧୦ସୀସୁୟାଁ ଏ଼ୱାଣାଇଁ ଏଲେଇଚେରି, “ଡକ୍ରିନି ତଲେ ମାଣ୍‌ସିକି ଇଲେତାୟି ମାଚିହିଁ, ଏ଼ୱାସି ବୀହା ଆ଼ଆତିହିଁ ନେହେଁ ଆ଼ତେମା ।”
11 କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ସମସ୍ତେ ଏହି କଥା ଗ୍ରହଣ କରିପାରନ୍ତି ନାହିଁ, କେବଳ ଯେଉଁମାନଙ୍କୁ କ୍ଷମତା ଦିଆଯାଇଅଛି, ସେମାନେ କରିପାରନ୍ତି।
୧୧ଜୀସୁ ଏ଼ୱାରାଇଁ ଏଲେଇଚେସି, “ବାରେଜା଼ଣା ଈ କାତାତି ଆସାଲି ଆ଼ଡଅରି, ଇଚିହିଁ ଆମ୍ବାଆରାକି ମାହାପୂରୁ ବା଼ଡ଼୍‌ୟୁ ହୀହାମାନେସି, ୱାର୍‌ଇ ଏ଼ୱାରିଦେହେଁ ଆସାଲି ଆ଼ଡିନେରି ।
12 କାରଣ କେହି କେହି ମାତାର ଗର୍ଭରୁ ନପୁଂସକ ହୋଇ ଜନ୍ମ ହୋଇଅଛନ୍ତି, ଆଉ କେହି କେହି ମନୁଷ୍ୟମାନଙ୍କ ଦ୍ୱାରା ନପୁଂସକ କରାଯାଇଅଛନ୍ତି, ପୁଣି, ଆଉ କେହି କେହି ସ୍ୱର୍ଗରାଜ୍ୟ ସକାଶେ ଆପଣା ଆପଣାକୁ ନପୁଂସକ କରିଅଛନ୍ତି। ଯେଉଁ ଲୋକ ଗ୍ରହଣ କରିପାରେ, ସେ ଗ୍ରହଣ କରୁ।”
୧୨ଇଚିହିଁ ଆମ୍ବା ଆମ୍ବାଆରି ଇୟାନି ବାଣ୍ତିଟିଏ ବୀହା ଆ଼ହାଲି ଆ଼ଡାଆରେଟୁ ଜାର୍ନା ଆ଼ହାମାନେରି; ଇଞ୍ଜାଁ ଆମ୍ବା ଆମ୍ବାଆରି ଲ଼କୁ ତା଼ଣାଟି ଏଲେକିୱି ଆ଼ହାମାନେରି, ଅ଼ଡ଼େ ଆମ୍ବା ଆମ୍ବାଆରି ଲାକପୂରୁ ରା଼ଜିତାକି ତା଼ମ୍ବୁ ତା଼ମ୍ବୁଏ ଏଲେ ଆ଼ହାମାନେରି, ଆମ୍ବାଆସି ଏ଼ କାତାତି ଆସାଲି ଆ଼ଡିନାସି ଆସ୍‌ପାସି ।”
13 ସେତେବେଳେ ଯୀଶୁ ଯେପରି ଶିଶୁମାନଙ୍କ ଉପରେ ହାତ ରଖି ପ୍ରାର୍ଥନା କରନ୍ତି, ଏଥିପାଇଁ ସେମାନେ ତାହାଙ୍କ ନିକଟକୁ ଅଣାଗଲେ। ମାତ୍ର ଶିଷ୍ୟମାନେ ଆଣୁଥିବା ଲୋକମାନଙ୍କୁ ଧମକ ଦେଲେ।
୧୩ଏଚିବେ଼ଲା ଜୀସୁ କକାରି ପ଼ଦାୟାଁ ମୁହେଁ କେୟୁ ଇଟାନା ପ୍ରା଼ତାନା କିନେସି, ଏ଼ଦାଆଁତାକି ଲ଼କୁ ଏ଼ୱାରାଇଁ ତାନି ତା଼ଣା ତାତେରି, ସାମା ସୀସୁୟାଁ ତାଚିମାଚି ଲ଼କୁଣି ଦାକା ହୀତେରି ।
14 କିନ୍ତୁ ଯୀଶୁ କହିଲେ, “ଶିଶୁମାନଙ୍କୁ ଛାଡ଼ିଦିଅ, ସେମାନଙ୍କୁ ମୋ ପାଖକୁ ଆସିବାକୁ ମନା କର ନାହିଁ, କାରଣ ସ୍ୱର୍ଗରାଜ୍ୟ ଏହି ପ୍ରକାର ଲୋକମାନଙ୍କର।”
୧୪ସାମା ଜୀସୁ ଏଲେଇଚେସି, “କକାରି ପ଼ଦାଁଣି ନା଼ ତା଼ଣା ୱା଼ହାଲି ହୀଦୁ, ଏ଼ୱାରାଇଁ ଆ଼ଂଗାଆଦୁ, ଏ଼ନାଆଁତାକି ଇଚିହିଁ ଲାକପୂରୁ ରା଼ଜି ଏଲେତାରିୱାୟି ।”
15 ଆଉ, ସେ ସେମାନଙ୍କ ଉପରେ ହାତ ରଖି ସେଠାରୁ ଚାଲିଗଲେ।
୧୫ଅ଼ଡ଼େ ଏ଼ୱାସି ଏ଼ୱାରି ଲାକ କେୟୁ ଇଟାନା ଏମ୍ବାଟି ହାଚେସି ।
16 ଆଉ ଦେଖ, ଜଣେ ତାହାଙ୍କ ନିକଟକୁ ଆସି ପଚାରିଲେ, ହେ ଗୁରୁ, ଅନନ୍ତ ଜୀବନ ପ୍ରାପ୍ତ ହେବା ନିମନ୍ତେ ମୁଁ କେଉଁ ସତ୍କର୍ମ କରିବି? (aiōnios g166)
୧୬ଅ଼ଡ଼େ ମେହ୍‌ଦୁ ରଅସି ଜୀସୁ ତା଼ଣା ୱା଼ହାନା ୱେଚେସି, “ଏ଼ ଗୂରୁ କା଼ଲାକା଼ଲାତି ଜୀୱୁ ବେଟାଆ଼ହାଲି ନା଼ନୁ ଆମିନି ନେହିଁ କାମା କିଇଁ?” (aiōnios g166)
17 ସେ ତାହାଙ୍କୁ କହିଲେ, “ସତ୍ ବିଷୟରେ ମୋତେ କାହିଁକି ପଚାରୁଅଛ? ସତ୍ କେବଳ ଜଣେ; କିନ୍ତୁ ତୁମ୍ଭେ ଯଦି ଜୀବନରେ ପ୍ରବେଶ କରିବାକୁ ଇଚ୍ଛା କର, ତେବେ ଆଜ୍ଞାସବୁ ପାଳନ କର।”
୧୭ଜୀସୁ ଏ଼ୱାଣାଇଁ ଏଲେଇଚେସି, “ନେହାୟି ଇନି କାତାତି ନାଙ୍ଗେ ଏ଼ନାଆଁତାକି ୱେଞ୍ଜିମାଞ୍ଜାଦି? ୱାର୍‌ଇ ରଅସିଏ ନେହାଁସି; ସାମା ନୀନୁ ଜୀୱୁ ବେଟାଆ଼ହାଲି ମ଼ନ କିତିହିଁ, ବାରେ ହୁକୁମି ମା଼ନୱି ଆ଼ମୁ ।”
18 ସେ ତାହାଙ୍କୁ ପଚାରିଲେ, କି କି ପ୍ରକାର ଆଜ୍ଞା? ଯୀଶୁ କହିଲେ, “ଏହିସବୁ, ନରହତ୍ୟା କର ନାହିଁ, ବ୍ୟଭିଚାର କର ନାହିଁ, ଚୋରି କର ନାହିଁ, ମିଥ୍ୟା ସାକ୍ଷ୍ୟ ଦିଅ ନାହିଁ,
୧୮ଏ଼ୱାସି ଜୀସୁଇଁ ଏଲେଇଚେସି, “ଏ଼ନିଲେହେଁତି ହୁକୁମି?” ଜୀସୁ ଏଲେଇଚେସି, “ଲ଼କୁଣି ପା଼ୟାଆନି, ଦା଼ରିକାମା କିଆନି, ସ଼ରୁ କିଆନି, ମିଚି ସା଼କି ହୀଆନି,
19 ପିତାମାତାଙ୍କୁ ସମାଦର କର; ପୁଣି, ତୁମ୍ଭର ପଡୋଶୀକି ଆତ୍ମତୁଲ୍ୟ ପ୍ରେମ କର।”
୧୯ତାଲି ତାଞ୍ଜି କାତା ଆହ୍‌ମୁ, ନୀ ପା଼ଡ଼ିତି ଲ଼କୁଣି ନୀ ଜୀୱୁ ଲେହେଁ ଜୀୱୁ ନ଼ମୁ ।”
20 ସେହି ଯୁବକ ତାହାଙ୍କୁ କହିଲେ, ଏହି ସମସ୍ତ ମୁଁ ପାଳନ କରିଅଛି, ମୋହର ଆଉ କଅଣ ଉଣା ଅଛି?
୨୦ଏ଼ ଦାଂଗ୍‌ଣେଏସି ଜୀସୁଇଁ ଏଲେଇଚେସି, “ନା଼ନୁ ଈ ବାରେ ମା଼ନୱି ଆ଼ହାମାଇଁ, ନାଙ୍ଗେ ଅ଼ଡ଼େ ଏ଼ନୱା ଊଣା ମାନେ?”
21 ଯୀଶୁ ତାହାଙ୍କୁ କହିଲେ, “ଯଦି ତୁମ୍ଭେ ସିଦ୍ଧ ହେବାକୁ ଇଚ୍ଛା କର, ତେବେ ଯାଇ ଆପଣାର ସର୍ବସ୍ୱ ବିକ୍ରୟ କରି ଦରିଦ୍ରମାନଙ୍କୁ ଦାନ କର, ଆଉ ତୁମ୍ଭେ ସ୍ୱର୍ଗରେ ଧନ ପାଇବ; ପୁଣି, ଆସି ମୋହର ଅନୁଗମନ କର।”
୨୧ଜୀସୁ ଏ଼ୱାଣାଇଁ ଏଲେଇଚେସି, “ନୀନୁ ନେହାଁତି ଆ଼ହାଲି ମ଼ନ କିତିହିଁ, ହାଜାନାହାଁ ନୀ ବାରେ ଦ଼ନ ପାର୍‌ଚାନାହାଁ ହିଲାଆ ଗାଟାରାକି ଦା଼ନା ହୀମୁ, ଇଞ୍ଜାଁ ନା଼ ଜେ଼ଚ ୱା଼ମୁ, ଏଚେଟିଏ ଲାକପୂରୁ ନୀନୁ ଦ଼ନ ବେଟାଆ଼ଦି ।”
22 କିନ୍ତୁ ଏହି କଥା ଶୁଣି ଯୁବକଟି ଦୁଃଖିତ ହୋଇ ଚାଲିଗଲେ, କାରଣ ତାଙ୍କର ବହୁତ ସମ୍ପତ୍ତି ଥିଲା।
୨୨ଈ କାତା ୱେଞ୍ଜାନା ଦାଂଗ୍‌ଣେଏସି ଦୁକୁ ଆ଼ହାନା ହାଚେସି, ଇଚିହିଁ ଏ଼ୱାଣାକି ହା଼ରେକା ଦ଼ନ ମାଚେ ।
23 ସେଥିରେ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଧନୀ ଲୋକ ଅତି କଷ୍ଟରେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବ।
୨୩ଏଚେଟିଏ ଜୀସୁ ତାନି ସୀସୁୟାଁଇଁ ଏଲେଇଚେସି, “ନା଼ନୁ ମିଙ୍ଗେ ସାତା ୱେସିମାଞ୍ଜାଇଁ, ଦ଼ନ ଗାଟାରି ଲାକପୂରୁ ରା଼ଜିତା ହ଼ଡାଲି ହା଼ରେକା କସ୍ତ ଆ଼ନେ ।
24 ପୁନଶ୍ଚ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ବରଙ୍କ ରାଜ୍ୟରେ ଧନୀଲୋକଙ୍କର ପ୍ରବେଶ କରିବା ଅପେକ୍ଷା ବରଂ ଛୁଞ୍ଚିର ଛିଦ୍ର ଦେଇ ଓଟର ପ୍ରବେଶ କରିବା ସହଜ।”
୨୪ଅ଼ଡ଼େ ୱେଣ୍ଡେ ନା଼ନୁ ମିଙ୍ଗେ ୱେସିମାଞ୍ଜାଇଁ, ମାହାପୂରୁତି ରା଼ଜିତା ଦ଼ନଗାଟାରି ହାନି କିହାଁ ଊଟୁ ସୂଜା କା଼ଣିଟି ହ଼ଡା ହାନାୟି ଊସାସା ଆ଼ନେ ।”
25 ଶିଷ୍ୟମାନେ ଏହା ଶୁଣି ଆଶ୍ଚର୍ଯ୍ୟାନ୍ୱିତ ହୋଇ କହିଲେ, ତେବେ କିଏ ପରିତ୍ରାଣ ପାଇ ପାରେ?
୨୫ସୀସୁୟାଁ ଈ କାତା ୱେଞ୍ଜାନା କାବାଆ଼ହାନା ଏଲେଇଚେରି, “ଆତିହିଁ ଆମ୍ବାଆସି ଗେଲ୍‌ପି ଆ଼ହାଲି ଆ଼ଡିନେସି?”
26 ଯୀଶୁ ସେମାନଙ୍କୁ ଏକଦୃଷ୍ଟିରେ ଚାହିଁ କହିଲେ, “ଏହା ମନୁଷ୍ୟର ଅସାଧ୍ୟ, କିନ୍ତୁ ଈଶ୍ବରଙ୍କର ସମସ୍ତ ସାଧ୍ୟ।”
୨୬ଜୀସୁ ଏ଼ୱାରାଇଁ ସିନିକିହାନା ଏଲେଇଚେସି, “ଈଦି ମାଣ୍‌ସିତାକି ଆ଼ଆଗାଟାୟି, ସାମା ମାହାପୂରୁ ତାକି ବାରେ ଆ଼ନେ ।”
27 ସେଥିରେ ପିତର ତାହାଙ୍କୁ ଉତ୍ତର ଦେଲେ, ଦେଖନ୍ତୁ, ଆମ୍ଭେମାନେ ସମସ୍ତ ପରିତ୍ୟାଗ କରି ଆପଣଙ୍କ ଅନୁଗାମୀ ହୋଇଅଛୁ; ଆମ୍ଭେମାନେ ତେବେ କଅଣ ପାଇବା?
୨୭ଏଚେଟିଏ ପିତର ଏଲେଇଚେସି, “ମେହ୍‌ମୁ ମା଼ମ୍ବୁ ବାରେ ପିସାନା ନୀ ଜେ଼ଚ ୱା଼ହାମାନମି; ଆତିହିଁ ମା଼ମ୍ବୁ ଏ଼ନାଆଁ ବେଟାଆ଼ନମି?”
28 ଯୀଶୁ ସେମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ନୂତନ ସୃଷ୍ଟିରେ ଯେତେବେଳେ ମନୁଷ୍ୟପୁତ୍ର ଆପଣା ଗୌରବମୟ ସିଂହାସନରେ ଉପବେଶନ କରିବେ, ସେତେବେଳେ, ମୋହର ଅନୁଗାମୀ ହୋଇଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ମଧ୍ୟ ଦ୍ୱାଦଶ ସିଂହାସନରେ ଉପବେଶନ କରି ଇସ୍ରାଏଲର ଦ୍ୱାଦଶ ଗୋଷ୍ଠୀକୁ ଶାସନ କରିବ।”
୨୮ଜୀସୁ ଏ଼ୱାରାଇଁ ଏଲେଇଚେସି, ନା଼ନୁ ମିଙ୍ଗେ ସାତା ୱେସିମାଞ୍ଜାଇଁ, ପୁଃନି ଜୁଗୁ ଆ଼ନାଟି ଏଚେ଼ତା ମାଣ୍‌ସି ମୀର୍‌ଏସି ତାନି ଗାୱୁରମିତି କାଜାପା଼ଣା ତଲେ ସିଂଗାସାଣିତା କୁଗିନି ଦିନା ନା଼ ଜେ଼ଚ ୱା଼ହାମାନାତେରି ମୀରୁ, ମୀରୁ ଜିକେଏ ବା଼ର ଗଟା ସିଂଗାସାଣିତା କୁଗାନା, ଇସ୍ରାୟେଲତି ବା଼ର କୂଡ଼ାତି ସା଼ଲୱି କିଦେରି ।
29 “ପୁଣି, ଯେ କେହି ମୋହର ନାମ ସକାଶେ ଗୃହ କି ଭାଇ କି ଭଉଣୀ କି ପିତା କି ମାତା କି ସନ୍ତାନସନ୍ତତି କି ଭୂମି ପରିତ୍ୟାଗ କରେ, ସେ ବହୁଗୁଣ ପାଇବ, ପୁଣି, ଅନନ୍ତ ଜୀବନର ଅଧିକାରୀ ହେବ। (aiōnios g166)
୨୯ଇଞ୍ଜାଁ ଆମ୍ବାଆସି ନା଼ ଦ଼ରୁ ତାକି ଇଲୁ କା଼ଣ୍ତା, କି ତାୟି ତାଙ୍ଗିସ୍କା, ତାଲି ତାଞ୍ଜି, କକାରି ପ଼ଦାୟାଁ, ଇଞ୍ଜାଁ ବୂମି ବା଼ଡ଼ା ପିସାମାନେସି, ଏ଼ୱାସି ଏ଼ ବାରେକିହାଁ ହା଼ରେକା ଗାଡି ବେଟା ଆ଼ନେସି, ଇଞ୍ଜାଁ କା଼ଲାକା଼ଲାତି ଜୀୱୁତି ବେଟା ଆ଼ନେସି । (aiōnios g166)
30 କିନ୍ତୁ ପ୍ରଥମେ ଥିବା ଅନେକ ଲୋକ ଶେଷରେ ପଡ଼ିବେ ଓ ଶେଷରେ ଥିବା ଅନେକ ଲୋକ ପ୍ରଥମ ହେବେ।”
୩୦ସାମା ନ଼କିତା ମାନି ହା଼ରେକା ଲ଼କୁ ଡା଼ୟୁ ଆ଼ନେରି, ଇଞ୍ଜାଁ ଡା଼ୟୁତା ମାନି ହା଼ରେକା ଲ଼କୁ ନ଼କିତା ଆ଼ନେରି ।

< ମାଥିଉ 19 >