< ମାଥିଉ 18 >
1 ସେତେବେଳେ ଶିଷ୍ୟମାନେ ଯୀଶୁଙ୍କ ପାଖକୁ ଆସି ପଚାରିଲେ, ତେବେ ସ୍ୱର୍ଗରାଜ୍ୟରେ କିଏ ଶ୍ରେଷ୍ଠ?
ତିଆଡିଡ୍ ଞଙ୍ନେମରଞ୍ଜି ଜିସୁନ୍ ଆମଙ୍ ଜିର୍ରାଜି କି ଇୟ୍ଲାୟ୍ ବରେଜି, “ରୁଆଙ୍ ରାଜ୍ୟଲୋଙନ୍ ଆନା ଅଡ଼୍କୋନ୍ ସିଲଡ୍ ସୋଡ଼ା?”
2 ସେ ଗୋଟିଏ ସାନ ପିଲାକୁ ପାଖକୁ ଡାକି ସେମାନଙ୍କ ମଧ୍ୟରେ ଠିଆ କରାଇଲେ,
ଜିସୁନ୍ ଅବୟ୍ ସନ୍ନାସିଜନ୍ଆଡଙ୍ ଓଡ୍ଡେଡାଲେ ଞଙ୍ନେମରଞ୍ଜି ଆ ମୁକ୍କାବା ତବ୍ନଙ୍ଡାଲେ ବର୍ରନେ,
3 “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ଫେରି ସାନ ପିଲା ପରି ନ ହେଲେ କୌଣସି ପ୍ରକାରେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବ ନାହିଁ।
“ଞେନ୍ ଆମ୍ୱେଞ୍ଜିଆଡଙ୍ ଆଜାଡ଼ିଡମ୍ ବର୍ତବେନ୍, ଆମ୍ୱେଞ୍ଜି ଆବ୍ୟର୍ବୁଡ୍ଡିଲନ୍ କେନ୍ ସନ୍ନାସିଜନ୍ ଅନ୍ତମ୍ ଏଃଡ୍ଡେଲୋ ଡେନ୍, ଏଙ୍ଗାଲେଜନଙ୍ ରୁଆଙ୍ ରାଜ୍ୟଲୋଙନ୍ ଏଃଗନେ ।
4 ଅତଏବ ଯେ କେହି ଏହି ସାନ ପିଲା ପରି ଆପଣାକୁ ନମ୍ର କରେ, ସେ ସ୍ୱର୍ଗରାଜ୍ୟରେ ଶ୍ରେଷ୍ଠ।
ତିଆସନ୍ ଆନା କେନ୍ ସନ୍ନାସିଜନ୍ ଅନ୍ତମ୍ ଲବ୍ଗଃଡମ୍ତନେ, ଆନିନ୍ ରୁଆଙ୍ ରାଜ୍ୟଲୋଙନ୍ ସୋଡ଼ା ।
5 ଆଉ ଯେ କେହି ମୋ ନାମରେ ଏହିପରି ଗୋଟିଏ ସାନ ପିଲାକୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ;
ଆରି ଆନା ଅଞୁମ୍ଲୋଙ୍ଞେନ୍ କେନ୍ ଅନ୍ତମ୍ ଅବୟ୍ ସନ୍ନାସିଜନ୍ଆଡଙ୍ ଜାତେ, ଆନିନ୍ ଞେନ୍ଆଡଙ୍ ଜାତିଁୟ୍ ।”
6 କିନ୍ତୁ ଯେ କେହି ମୋʼଠାରେ ବିଶ୍ୱାସ କରୁଥିବା ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକର ବିଘ୍ନର କାରଣ ହୁଏ, ତାହା ବେକରେ ଗୋଟିଏ ବଡ଼ ଚକିପଥର ଟଙ୍ଗାଯାଇ ତାହାକୁ ମହାସାଗରରେ ଅଗାଧ ଜଳରେ ବୁଡ଼ାଇ ଦିଆଯାଇଥିଲେ ତାହା ପକ୍ଷରେ ଭଲ ହୋଇଥାଆନ୍ତା।
“ଅଙ୍ଗା ମନ୍ରା କେନ୍ ଅମଙ୍ଞେନ୍ ଆଡର୍ତନେଞ୍ଜି ଆ ପସିୟ୍ଜି ଆମଙ୍ଲୋଙ୍ ସିଲଡ୍ ଅବୟ୍ନେଆଡଙ୍ ଇର୍ସେଲୋଙନ୍ ଗବ୍ଲୋତେ, ତି ଆ ମନ୍ରା ଆ ସଙ୍କାଲୋଙ୍ ଅବୟ୍ ସୋଡ଼ା ଗୋର୍ନାଅରନ୍ ୟୋଡ୍ଲେ ଆନିନ୍ଆଡଙ୍ ଜରୁ ସମେଁୟ୍ଣ୍ଡ୍ରାଲୋଙନ୍ ଆସେଃସେଡ୍ ଡେନ୍ ଆନିନ୍ ଆସନ୍ ମନଙ୍ ଡେତେ ବନ୍ ।
7 ହାୟ, ସଂସାର ବିଘ୍ନ ସକାଶେ ସନ୍ତାପର ପାତ୍ର; ବିଘ୍ନ ତ ନିଶ୍ଚୟ ଘଟିବ, କିନ୍ତୁ ହାୟ, ଯେଉଁ ଲୋକ ଦ୍ୱାରା ବିଘ୍ନ ଘଟେ, ସେ ସନ୍ତାପର ପାତ୍ର।
କେନ୍ ପୁର୍ତିନ୍ ପନବ୍ରଡନ୍ ଞାଙ୍ତେ, ଇନିଆସନ୍ଗାମେଣ୍ଡେନ୍ ମନ୍ରାଞ୍ଜିଆଡଙ୍ ଡର୍ନେଲୋଙନ୍ ଡନଙ୍ଡଙନ୍ ଆସନ୍ କେନ୍ତେନ୍ନେ ତନୋର୍ତୋରଞ୍ଜି ଡକୋ; ତନୋର୍ତୋରଞ୍ଜି ଅଡ଼ୋତାୟ୍ ମା, ବନ୍ଡ, ଅଙ୍ଗା ମନ୍ରା ଅମ୍ମେଲେ ତନୋର୍ତୋରନ୍ ଅଡ଼ୋତାୟ୍, ତି ଆ ମନ୍ରା ପନବ୍ରଡନ୍ ଞାଙ୍ତେ!”
8 ତୁମ୍ଭର ହସ୍ତ ଅବା ପାଦ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା କାଟି ଫୋପାଡ଼ିଦିଅ; ଦୁଇ ହସ୍ତ ଓ ଦୁଇ ପାଦ ନେଇ ଅନନ୍ତ ଅଗ୍ନିରେ ପଡ଼ିବା ଅପେକ୍ଷା ବରଂ ପଙ୍ଗୁ ଅବା ଖଞ୍ଜ ହୋଇ ଜୀବନରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ। (aiōnios )
“ଅସିବେନ୍ କି ଅଜଙ୍ବେନ୍ ଆମ୍ୱେନ୍ଆଡଙ୍ ଇର୍ସେଲୋଙନ୍ ଗବ୍ଲୋଲବେନ୍ ଡେନ୍, ଏତ୍ତେଲ୍ଡେନ୍ ତିଆତେ ଗଡ୍ଲେ ସେଡ୍ବା; ବାର୍ସିନ୍ ଡ ବାର୍ଜଙନ୍ ବୟନ୍ ଅଃନ୍ନଞିଡେନ୍ ଆ ତଗୋଲୋଙ୍ ସନେଡନ୍ ଆଡ୍ରେତବନ୍ ସିଲଡ୍ ଆର୍ପାୟ୍ ଆଗଡ଼ୁଡନ୍ କି ଆସୋତ୍ତାନ୍ ଅନମେଙ୍ଲୋଙନ୍ ଗନ୍ନାବା । (aiōnios )
9 ଆଉ, ତୁମ୍ଭର ଚକ୍ଷୁ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହାକୁ ଉପାଡ଼ି ଫୋପାଡ଼ିଦିଅ; ଦୁଇ ଚକ୍ଷୁ ନେଇ ଅଗ୍ନିମୟ ନର୍କରେ ପଡ଼ିବା ଅପେକ୍ଷା ବରଂ ଏକ ଚକ୍ଷୁ ନେଇ ଜୀବନରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ। (Geenna )
ଆରି, ଅମଡ୍ବେନ୍ ଆମ୍ୱେନ୍ଆଡଙ୍ ଇର୍ସେଲୋଙନ୍ ଗବ୍ଲୋଲବେନ୍ ଡେନ୍, ଏତ୍ତେଲ୍ଡେନ୍ ତିଆତେ ତବ୍ଲେ ସେଡ୍ବା; ବାର୍ମଡନ୍ ବୟନ୍ ତଗୋନ୍ ଆବ୍ରରିଜନ୍ ଆ ନରକଲୋଙ୍ ସନେଡନ୍ ଆଡ୍ରେତବନ୍ ସିଲଡ୍ ଆର୍ପାୟ୍ ଆମିୟ୍ମଡନ୍ ଅନମେଙ୍ଲୋଙନ୍ ଗଙ୍ଗନନ୍ ଆମ୍ୱେନ୍ ଆସନ୍ ମନଙ୍ ।” (Geenna )
10 ସାବଧାନ, ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକୁ ହିଁ ତୁଚ୍ଛଜ୍ଞାନ କର ନାହିଁ, କାରଣ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସ୍ୱର୍ଗରେ ସେମାନଙ୍କର ଦୂତମାନେ ସର୍ବଦା ମୋହର ସ୍ୱର୍ଗସ୍ଥ ପିତାଙ୍କ ମୁଖ ଦର୍ଶନ କରନ୍ତି।
“ଗିୟ୍ଡମ୍ନାବା, କେନ୍ ସନ୍ନାସିଜଞ୍ଜି ଆମଙ୍ଲୋଙ୍ ସିଲଡ୍ ଆନ୍ନିଙ୍ଆଡଙ୍ ଏଏଡ଼ୁର୍ମଡ୍ଡଙେ, ଇନିଆସନ୍ଗାମେଣ୍ଡେନ୍ ଞେନ୍ ଆମ୍ୱେଞ୍ଜିଆଡଙ୍ ଆଜାଡ଼ିଡମ୍ ବର୍ତବେନ୍, କେନ୍ଆନିଞ୍ଜିଆଡଙ୍ ଆସ୍ରାକ୍କେତେଞ୍ଜି ଆ ରୁଆଙ୍ ପାଙ୍ଲଙ୍ବର୍ମର୍ଜି ରୁଆଙ୍ଲୋଙନ୍ ଆଡ୍ରକୋତନେନ୍ ଆପେୟ୍ଞେନ୍ ଆ ମୁକ୍କା ଡିତାନ୍ ଗିୟ୍ତଜି ।
11 [କାରଣ ଯାହା ହଜିଅଛି, ତାହା ରକ୍ଷା କରିବା ନିମନ୍ତେ ମନୁଷ୍ୟପୁତ୍ର ଆସିଅଛନ୍ତି।]
ଇନିଆସନ୍ଗାମେଣ୍ଡେନ୍ ଆଙ୍ଗାଆତେ ଆଡ଼ଏନ୍, ତିଆତେ ସାୟ୍ଲେ ଡୋବ୍ଡୋବନ୍ ଆସନ୍ ମନ୍ରା ଡାଙ୍ଗଡ଼ାଅନନ୍ ଇୟ୍ଲାୟ୍ ।”
12 ତୁମ୍ଭେମାନେ କଅଣ ମନେ କଲ? କୌଣସି ଲୋକର ଯଦି ଶହେ ମେଣ୍ଢା ଥାଏ, ଆଉ ସେମାନଙ୍କ ମଧ୍ୟରୁ ଗୋଟିଏ ହଜିଯାଏ, ତେବେ କଅଣ ଅନେଶତକୁ ପର୍ବତରେ ଛାଡ଼ି ସେ ଯାଇ ହଜିଯାଇଥିବା ମେଣ୍ଢାଟି ଖୋଜେ ନାହିଁ?
“ଆମ୍ୱେନ୍ ଇନି ଏବ୍ଡିସୟ୍ତେ? ଅନ୍ନିଙ୍ ଅବୟ୍ ମନ୍ରାନ୍ଆତେ ବସଅ ମେଣ୍ଡାନ୍ ଡକୋତେ, ଆରି ତେତ୍ତେ ସିଲଡ୍ ଅବୟ୍ ଆଡ଼ଏନ୍ ଡେନ୍, ଏତ୍ତେଲ୍ଡେନ୍ ଆନିନ୍ ଅନେସ୍ୱତ ମେଣ୍ଡାଞ୍ଜି ବରୁଲୋଙନ୍ ଅମ୍ରେଙ୍ଡାଲେ ତି ଆରାଡ଼ଏନ୍ ଆ ମେଣ୍ଡା ଅଃନ୍ନେସାଜେ ପଙ୍?
13 ଆଉ ଯଦି ସେ ତାହାକୁ ପାଏ, ତାହାହେଲେ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେଉଁ ଅନେଶତଟି ହଜି ଯାଇ ନ ଥିଲେ, ସେମାନଙ୍କ ଅପେକ୍ଷା ଏହି ଗୋଟିକ ଲାଗି ସେ ଅଧିକ ଆନନ୍ଦ କରେ।
ଆରି ଞେନ୍ ଆମ୍ବେଞ୍ଜିଆଡଙ୍ ଆଜାଡ଼ିଡମ୍ ବର୍ତବେନ୍, ଆନିନ୍ ତିଆତେ ଞାଙେନ୍ ଡେନ୍, ତି ଅନେସ୍ୱତଟା ଅଃନ୍ନାଡ଼ଲଞ୍ଜି ଆ ମେଣ୍ଡାଜି ଆସନ୍ ଆନିନ୍ ଡିଅଙ୍ଗା ସର୍ଡାତନେ, ତି ସିଲଡ୍ କେନ୍ ଅବୟ୍ ମେଣ୍ଡାନ୍ ଆସନ୍ ଆନିନ୍ ଗୋଗୋୟ୍ ସର୍ଡାତନେ ।
14 ସେହି ପ୍ରକାରେ ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଯେ ଗୋଟିଏ ବିନଷ୍ଟ ହୁଏ, ଏହା ତୁମ୍ଭମାନଙ୍କର ସ୍ୱର୍ଗସ୍ଥ ପିତାଙ୍କର ଇଚ୍ଛା ନୁହେଁ।
ତିଅନ୍ତମ୍ କେନ୍ ସନ୍ନାସିଜଞ୍ଜି ଆମଙ୍ଲୋଙ୍ ସିଲଡ୍ ଅବୟ୍ ଜାକିଁୟ୍ ମୋସ୍ସାଡଙେ ତଡ୍, କେନ୍ଆତେ ମା ରୁଆଙ୍ଲୋଙନ୍ ଆଡ୍ରକୋତନେନ୍ ଆପେୟ୍ବେନ୍ ଆ ଇସ୍ସୁମ୍ ।”
15 ଯଦି ତୁମ୍ଭ ଭାଇ ପାପ କରେ, ତେବେ ଯାଇ କେବଳ ତୁମ୍ଭ ଦୁଇ ଜଣଙ୍କ ମଧ୍ୟରେ ତାହାକୁ ତାହାର ଦୋଷ ଦେଖାଅ; ଯଦି ସେ ତୁମ୍ଭର କଥା ଶୁଣେ, ତେବେ ତୁମ୍ଭେ ଆପଣା ଭାଇ କି ଲାଭ କଲ।
“ଆରି ବୋଞାଙ୍ବେନ୍ ବିରୁଦଲୋଙ୍ବେନ୍ ଇର୍ସେନ୍ ଲୁମେନ୍ ଡେନ୍, ଏତ୍ତେଲ୍ଡେନ୍ ଆନିନ୍ ଡ ଆମ୍ୱେନ୍ ଆ ବାଗୁନ୍ବେନ୍ ଡକୋଲବେନ୍ ଆଡିଡ୍ ଆ ଡୋସାନ୍ ଆନିନ୍ଆଡଙ୍ ଅବ୍ତୁୟ୍ବା; ଆରି ଆନିନ୍ ବର୍ନେବେନ୍ ଅମ୍ଡଙେନ୍ ଡେନ୍, ଏତ୍ତେଲ୍ଡେନ୍ ଆମ୍ୱେନ୍ ବୋଞାଙ୍ବେନ୍ ଏଞାଙେନ୍ ।
16 କିନ୍ତୁ ଯଦି ସେ ନ ଶୁଣେ, ତେବେ ତୁମ୍ଭ ସାଙ୍ଗରେ ଆଉ ଜଣେ ବା ଦୁଇ ଜଣକୁ ନେଇ ଯାଅ, ଯେପରି ଦୁଇ ବା ତିନି ସାକ୍ଷୀଙ୍କ ମୁଖରେ ସମସ୍ତ କଥା ସ୍ଥିର କରାଯିବ।
ବନ୍ଡ ଆନିନ୍ ଅଃନ୍ନମ୍ଡଙ୍ଲୋ ଡେନ୍, ଅବୟ୍ନେ କି ବାଗୁନେ ସାକିମରନ୍ ତବ୍ନଙ୍ବା, ଏତ୍ତେଲ୍ଡେନ୍ ସାସ୍ତ୍ରଲୋଙନ୍ ଆଇଡିଡନ୍ ଅନ୍ତମ୍ ‘ବାଗୁ କି ୟାଗି ସାକିମରଞ୍ଜି ଆ ତେମଡ୍ଲୋଙ୍ ଅଡ଼୍କୋନ୍ ଆ କଡାଡ଼ି ଗରିତେ ।’
17 ତଥାପି ଯଦି ସେ ସେମାନଙ୍କ କଥା ନ ମାନେ, ତେବେ ମଣ୍ଡଳୀକୁ କୁହ, ଓ ଯଦି ସେ ମଣ୍ଡଳୀ କଥା ମଧ୍ୟ ନ ମାନେ, ତେବେ ସେ ତୁମ୍ଭ ଦୃଷ୍ଟିରେ ଅଣଯିହୁଦୀ ଓ କରଗ୍ରାହୀ ପରି ହେଉ।
ଆରି ଆନିନ୍ ଆ ବର୍ନେଞ୍ଜି ଅଃମ୍ମାନ୍ନେଲୋ ଡେନ୍, ମଣ୍ଡଡ଼ିନ୍ ଆ ମନ୍ରାଜି ବର୍ବାଜି, ଆରି ଆନିନ୍ ରନୁକ୍କୁମରଞ୍ଜି ଆ ବର୍ନେ ନିୟ୍ ଅଃମ୍ମାନ୍ନେଲୋ ଡେନ୍, ଏତ୍ତେଲ୍ଡେନ୍ ଆନିନ୍ ଗନିୟ୍ଗିୟ୍ଲୋଙ୍ବେନ୍ ଏର୍ଡର୍ନେମରନ୍ ଡ ପାନୁବେଡ୍ମରନ୍ ଅନ୍ତମ୍ ଡେଏତୋ ।”
18 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ପୃଥିବୀରେ ଯାହାସବୁ ବନ୍ଦ କରିବ, ସ୍ୱର୍ଗରେ ସେହିସବୁ ବନ୍ଦ ରହିବ, ପୁଣି, ପୃଥିବୀରେ ଯାହାସବୁ ମୁକ୍ତ କରିବ, ସ୍ୱର୍ଗରେ ସେହିସବୁ ମୁକ୍ତ ରହିବ।
“ଞେନ୍ ଆମ୍ୱେଞ୍ଜିଆଡଙ୍ ଆଜାଡ଼ିଡମ୍ ବର୍ତବେନ୍, ଆମ୍ୱେଞ୍ଜି ପୁର୍ତିଲୋଙନ୍ ଅଙ୍ଗାତେ ଏଜିତେ, ରୁଆଙ୍ଲୋଙନ୍ ତିଆତେ ଆଜିଜି ଡକୋତନ୍, ଆରି ପୁର୍ତିଲୋଙନ୍ ଅଙ୍ଗାତେ ଏଉୟ୍ତେ, ରୁଆଙ୍ଲୋଙନ୍ ତିଆତେ ଆଉଜୁୟ୍ ଡକୋତନ୍ ।”
19 ପୁନଶ୍ଚ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ପୃଥିବୀରେ ତୁମ୍ଭମାନଙ୍କ ମଧ୍ୟରୁ ଦୁଇ ଜଣ ଯେକୌଣସି ବିଷୟ ଏକମନା ହୋଇ ଯାହା କିଛି ମାଗିବେ, ତାହା ମୋହର ସ୍ୱର୍ଗସ୍ଥ ପିତାଙ୍କ କର୍ତ୍ତୃକ ସେମାନଙ୍କ ପ୍ରତି ଘଟିବ।
“ଆରି ନିୟ୍, ଞେନ୍ ଆମ୍ବେଞ୍ଜିଆଡଙ୍ ଆଜାଡ଼ିଡମ୍ ବର୍ତବେନ୍, ପୁର୍ତିଲୋଙନ୍ ଆମ୍ୱେଞ୍ଜିଲୋଙ୍ ସିଲଡ୍ ବାଗୁ ମନ୍ରା ଆବମନ୍ନନ୍ ଏମ୍ମେଡାଲନ୍ ଅଙ୍ଗାତେଜନଙ୍ ବେଡ୍ତଜି, ତିଆତେ ରୁଆଙ୍ଲୋଙନ୍ ଆଡ୍ରକୋତନେନ୍ ଆପେୟ୍ଞେନ୍ ଆନିଞ୍ଜି ଆସନ୍ ତିୟ୍ତାଜି ।
20 କାରଣ ଯେଉଁ ସ୍ଥାନରେ ଦୁଇ କି ତିନି ଜଣ ମୋ ନାମରେ ଏକତ୍ର ହୁଅନ୍ତି, ସେହି ସ୍ଥାନରେ ମୁଁ ସେମାନଙ୍କ ମଧ୍ୟରେ ଉପସ୍ଥିତ ଅଛି।”
ଇନିଆସନ୍ଗାମେଣ୍ଡେନ୍ ଅଙ୍ଗାଲୋଙ୍ ବାଗୁ କି ୟାଗି ମନ୍ରା ଅଞୁମ୍ଲୋଙ୍ଞେନ୍ ରୁକ୍କୁତଞ୍ଜି, ଞେନ୍ ତେତ୍ତେ ଆନିଞ୍ଜି ସରିନ୍ ଡକୋତନାୟ୍ ।”
21 ସେତେବେଳେ ପିତର ତାହାଙ୍କ ନିକଟକୁ ଆସି ପଚାରିଲେ, ହେ ପ୍ରଭୁ, କେତେ ଥର ମୋହର ଭାଇ ମୋ ବିରୁଦ୍ଧରେ ପାପ କଲେ ମୁଁ କ୍ଷମା କରିବି?
ତିଆଡିଡ୍ ପିତ୍ରନ୍ ଜିସୁନ୍ ଆମଙ୍ ଜିର୍ରାୟ୍ କି ଇୟ୍ଲାୟ୍ ବରେ, “ଏ ପ୍ରବୁ ବୋଞାଙ୍ଞେନ୍ ବିରୁଦଲୋଙ୍ଞେନ୍ ନମିନ୍ ନମିନ୍ ଇର୍ସେନ୍ ଲୁମେନ୍ ଡେନ୍, ଞେନ୍ ଡିଅଙ୍ଗା ବେଡ଼ା ଆନିନ୍ଆଡଙ୍ କେମାନ୍ ତିଆୟ୍? ଇନି ସାତତର ପଙ୍?”
22 କି ସାତ ଥର ପର୍ଯ୍ୟନ୍ତ? ଯୀଶୁ ତାହାଙ୍କୁ କହିଲେ, “ତୁମ୍ଭକୁ କେବଳ ସାତ ଥର ପର୍ଯ୍ୟନ୍ତ କହୁ ନାହିଁ,
ଜିସୁନ୍ ପିତ୍ରନ୍ଆଡଙ୍ ଜାଲଙେନ୍, “ଞେନ୍ ଆମନ୍ଆଡଙ୍ ସାତତର ଅଃଗାମମ୍, ସାତ ଗୁନା ସତୁରି ବେଡ଼ା ଆନିନ୍ଆଡଙ୍ କେମାନ୍ ତିୟା ।
23 ମାତ୍ର ସତୁରି ଗୁଣ ସାତ ଥର ପର୍ଯ୍ୟନ୍ତ। ଅତଏବ, ସ୍ୱର୍ଗରାଜ୍ୟ ଆପଣା ଦାସମାନଙ୍କ ସହିତ ହିସାବ କରିବାକୁ ଇଚ୍ଛୁକ ଜଣେ ରାଜାଙ୍କ ସଦୃଶ।
ଇନିଆସନ୍ଗାମେଣ୍ଡେନ୍ ରୁଆଙ୍ ରାଜ୍ୟନ୍ କେନ୍ ଅନ୍ତମ୍, ଅବୟ୍ ରାଜାନ୍ ଆ କମ୍ୱାରିମରଞ୍ଜି ସରିନ୍ ଇସାବଡିଞନ୍ ଆସନ୍ ସାଜେନ୍ ।
24 ସେ ହିସାବ ଆରମ୍ଭ କରନ୍ତେ ଦଶ ହଜାର ରୌପ୍ୟ-ମୁଦ୍ରା ଋଣ କରିଥିବା ଜଣେ ଦାସ ତାହାଙ୍କ ଛାମୁକୁ ଅଣାଗଲା।
ଆନିନ୍ ଇସାବନ୍ ଆରୁଲନ୍ ଆଡିଡ୍, ୟାଗି କୁଟି ତଙ୍କା ସାଉନ୍ ଆପ୍ରାଙେନ୍ ଆ ମନ୍ରା ଅବୟ୍ ଆମଙନ୍ ଓରୋଙ୍ଲାଜି ।
25 କିନ୍ତୁ ତାହାର ପରିଶୋଧ କରିବାକୁ କିଛି ନ ଥିବାରୁ ତାହାର ପ୍ରଭୁ ତାହାକୁ ଏବଂ ତାହାର ସ୍ତ୍ରୀ, ପିଲା-ପିଲି ଓ ସର୍ବସ୍ୱ ବିକ୍ରୟ କରି ପରିଶୋଧ ନେବାକୁ ଆଜ୍ଞା ଦେଲେ।
ବନ୍ଡ ସାଉନ୍ ସୁଜ୍ଜାୟ୍ନେନ୍ ଆସନ୍ ତି ଆ ମନ୍ରା ଆମଙ୍ ଇନ୍ନିଙ୍ ତଡ୍, ତିଆସନ୍ ରାଜାନ୍ ଆନିନ୍, ଆ ଡୁକ୍ରିନ୍ ଡ ଆ ପସିଜଞ୍ଜି ଅଡ଼୍କୋଞ୍ଜିଆଡଙ୍ ତମ୍ଲୋଙ୍ ତମ୍ଲେ ସୁଜ୍ଜାୟ୍ନେନ୍ ଆସନ୍ ବରେଞ୍ଜି ।
26 ତେଣୁ ସେହି ଦାସ ତାହାଙ୍କୁ ଭୂମିଷ୍ଠ ପ୍ରଣାମ କରି କହିବାକୁ ଲାଗିଲା, ‘ଆପଣ ମୋ ବିଷୟରେ ଧୈର୍ଯ୍ୟ ଧରନ୍ତୁ, ମୁଁ ଆପଣକୁ ସବୁ ପରିଶୋଧ କରିଦେବି।’
ସିଲତ୍ତେ ତି କମ୍ୱାରିମରନ୍ ରାଜାନ୍ ଆ ମୁକ୍କାବା ତୁଡ଼ୁମ୍ଡାଲେ ଲୋମ୍ଲେ ବର୍ରନେ, ‘ଆମନ୍ ଞେନ୍ଆଡଙ୍ ଅଜିଡ୍ ଜଗେଇଂ, ଞେନ୍ ଅଡ଼୍କୋନ୍ ସୁଜ୍ଜାୟ୍ତନାୟ୍ ।’
27 ସେଥିରେ ସେହି ଦାସର ପ୍ରଭୁ ଦୟା କରି ତାହାକୁ ମୁକ୍ତ କରିଦେଲେ ଓ ତାହାର ଋଣ କ୍ଷମା କଲେ।
ତିଆସନ୍ ରାଜାନ୍ ଆର୍ଗୁଡ଼ିଡାଏନ୍ କି ଆନିନ୍ଆଡଙ୍ ଅମ୍ବୁରେନ୍ ଆରି ଆ ସାଉନ୍ ଅମ୍ରେଙେନ୍ ।”
28 କିନ୍ତୁ ସେହି ଦାସ ବାହାରିଯାଇ ତାହାଠାରୁ ଏକ ଶହ ଦିନର ମଜୁରୀ ସମାନ ମୂଲ୍ୟ ଋଣ କରିଥିବା ଜଣେ ସହଦାସର ଦେଖା ପାଇ ତାହାକୁ ଧରି ତାହାର ଗଳା ଚିପି କହିବାକୁ ଲାଗିଲା, ତୁ ଯାହା ଧାରୁ, ଶୁଝିଦେ।
“ତି କମ୍ୱାରିମରନ୍ ଡୁଙ୍ଲନ୍ ଜିର୍ରେ ଆମଙନ୍ ସିଲଡ୍ ପଚାସ ତଙ୍କା ସାଉନ୍ ଆପ୍ରାଙେନ୍ ଅବୟ୍ ସର୍ସି କମ୍ୱାରିମରନ୍ଆଡଙ୍ ଇୟ୍ଲେ ରବାଙେନ୍ ଆନିନ୍ଆଡଙ୍ ଞମ୍ଲେ, ଲମ୍ମସଙ୍କାଡାଲେ ବରେନ୍, ‘ଆମନ୍ ଅମଙ୍ଞେନ୍ ସିଲଡ୍ ଡିଅଙ୍ଗା ସାଉନ୍ ପାଙେନ୍ ଲସୁଜ୍ଜାୟ୍ନା!’
29 ତେଣୁ ତାହାର ସହଦାସ ଭୂମିଷ୍ଠ ହୋଇ ତାହାକୁ ବିନତି କରି କହିବାକୁ ଲାଗିଲା, ‘ଆପଣ ମୋʼ ବିଷୟରେ ଧୈର୍ଯ୍ୟ ଧରନ୍ତୁ, ମୁଁ ଆପଣଙ୍କୁ ପରିଶୋଧ କରିଦେବି।’
ସିଲତ୍ତେ ତି ସର୍ସି କମ୍ୱାରିମରନ୍ ତୁଡ଼ୁମ୍ଡାଲେ ଲୋମ୍ଲେ ଆନିନ୍ଆଡଙ୍ ବରେନ୍, ‘ଆମନ୍ ଞେନ୍ଆଡଙ୍ ଅଜିଡ୍ ଜଗେଇଂ, ଞେନ୍ ଅଡ଼୍କୋନ୍ ସୁଜ୍ଜାୟ୍ତନାୟ୍ ।’
30 ମାତ୍ର ସେ ସମ୍ମତ ହେଲା ନାହିଁ, କିନ୍ତୁ ଯାଇ ଋଣ ପରିଶୋଧ ନ କରିବା ଯାଏ ତାହାକୁ କାରାଗାରରେ ପକାଇଦେଲା।
ବନ୍ଡ ଆନିନ୍ ଅଃଡ୍ଡର୍ରନେ, ଆରି ସାଉନ୍ ଅଣ୍ଡ୍ରଙ୍ ସୁଜ୍ଜାୟ୍ନେନ୍ ଜାୟ୍ ଆନିନ୍ଆଡଙ୍ ବଣ୍ଡିସିଂଲୋଙନ୍ ଇୟ୍ଲେ ଡକ୍କୋଏ ।
31 ତେଣୁ ତାହାର ସହଦାସମାନେ ଏହି ଘଟଣା ଦେଖି ଅତ୍ୟନ୍ତ ଦୁଃଖିତ ହେଲେ ଓ ଯାଇ ସେମାନଙ୍କ ପ୍ରଭୁଙ୍କୁ ସମସ୍ତ ଘଟଣା ବର୍ଣ୍ଣନା କରି ଜଣାଇଲେ।
ତିଆସନ୍ ଆ ସର୍ସି କମ୍ୱାରିମରଞ୍ଜି କେନ୍ଆତେ ଗିୟ୍ଲେ ଆକ୍ରାନ୍ ଡୁକ୍କଲଞ୍ଜି ଆରି ଜିରେଞ୍ଜି କି ରାଜାନ୍ଆଡଙ୍ କେନ୍ ଅଡ଼୍କୋନ୍ ଆ ବର୍ନେଜି ଇୟ୍ଲେ ଅବ୍ଜନାଏଜି ।
32 ସେଥିରେ ତାହାର ପ୍ରଭୁ ତାହାକୁ ପାଖକୁ ଡକାଇ କହିଲେ ‘ରେ ଦୁଷ୍ଟ ଦାସ, ତୁ ମୋତେ ବିନତି କରିବାରୁ ମୁଁ ତୋର ସେହି ସମସ୍ତ ଋଣ କ୍ଷମା କଲି;
ସିଲତ୍ତେ ରାଜାନ୍ ଆନିନ୍ଆଡଙ୍ ଓଡ୍ଡେଡାଲେ ବରେନ୍, ‘ଏ ପେଲ୍ଲା କମ୍ୱାରିମର୍, ଆମନ୍ ଅମଙ୍ଞେନ୍ କରାକୁର୍ତିଲନ୍ ଞେନ୍ ଅଡ଼୍କୋନ୍ ସାଉନମ୍ ଅମ୍ରେଙ୍ଲାୟ୍;
33 ମୁଁ ଯେରୂପେ ତୋତେ ଦୟା କଲି, ସେରୂପେ ମଧ୍ୟ ଆପଣାର ସହଦାସକୁ କ୍ଷମା କରିବା ତୋହର କର୍ତ୍ତବ୍ୟ ନ ଥିଲା?’
ଞେନ୍ ଏଙ୍ଗାଲେ ଆମନ୍ଆଡଙ୍ ସାୟୁମ୍ଲମ୍, ତିଅନ୍ତମ୍ ଆମନ୍ ନିୟ୍ ସର୍ସି କମ୍ବାରିମର୍ନମ୍ଆଡଙ୍ ସାୟୁମ୍ତେବନ୍, ଅଡ଼େ ଇଜ୍ଜା?’
34 ଆଉ, ତାହାର ପ୍ରଭୁ ରାଗିଯାଇ ସମସ୍ତ ଋଣ ପରିଶୋଧ ନ କରିବା ପର୍ଯ୍ୟନ୍ତ ତାହାକୁ ଯନ୍ତ୍ରଣା ଦେବା ଲୋକମାନଙ୍କ ହାତରେ ସମର୍ପଣ କଲେ।
ଆରି ରାଜାନ୍ ବରାବ୍ଡାଲେ ଅଡ଼୍କୋନ୍ ଆ ସାଉନ୍ ଅଣ୍ଡ୍ରଙ୍ ସୁଜ୍ଜାୟ୍ନେନ୍ ଜାୟ୍ ଆନିନ୍ଆଡଙ୍ ପନବ୍ରଡନ୍ ଆସନ୍ ବଣ୍ଡିସିଂମରଞ୍ଜି ଆସିଲୋଙ୍ ସୋରୋପ୍ପାୟେନ୍ ।”
35 ତୁମ୍ଭେ ପ୍ରତ୍ୟେକ ଜଣ ଯଦି ଅନ୍ତର ସହ ଆପଣା ଆପଣା ଭାଇକୁ କ୍ଷମା ନ କର, ତାହାହେଲେ ମୋହର ସ୍ୱର୍ଗସ୍ଥ ପିତା ହିଁ ତୁମ୍ଭମାନଙ୍କ ପ୍ରତି ସେହି ପ୍ରକାର କରିବେ।”
“ଆମ୍ୱେଞ୍ଜି ଅଡ଼୍କୋନ୍ବେନ୍ ଉଗର୍ଲୋଙନ୍ ସିଲଡ୍ ରମ୍ମଙ୍ ରମ୍ମଙ୍ ଆ ବୋଞାଙ୍ଆଡଙ୍ କେମାନ୍ ଏଃତ୍ତିୟ୍ଲୋ ଡେନ୍, ଏତ୍ତେଲ୍ଡେନ୍ ରୁଆଙ୍ଲୋଙନ୍ ଆଡ୍ରକୋତନ୍ ଆପେୟ୍ଞେନ୍ ନିୟ୍ ଆମ୍ୱେଞ୍ଜିଆଡଙ୍ ଏତ୍ତେତବେନ୍ ।”