< ମାଥିଉ 16 >
1 ଫାରୂଶୀ ଓ ସାଦ୍ଦୂକୀମାନେ ଯୀଶୁଙ୍କ ନିକଟକୁ ଆସି ତାହାଙ୍କୁ ପରୀକ୍ଷା କରିବା ଅଭିପ୍ରାୟରେ ସେମାନଙ୍କୁ ଆକାଶରୁ ଗୋଟିଏ ଚିହ୍ନ ଦେଖାଇବା ପାଇଁ ତାହାଙ୍କୁ ଅନୁରୋଧ କଲେ।
ପାରୁସିଞ୍ଜି ଡ ସାଦୁକିଞ୍ଜି ଜିସୁନ୍ ଆମଙ୍ ଜିର୍ରେ ଆନିନ୍ଆଡଙ୍ ମନାଲ୍ମାଲନ୍ ଆସନ୍ ରୁଆଙନ୍ ସିଲଡ୍ ଅବୟ୍ ଅରମ୍ମଡନ୍ ଅନବ୍ତୁଜନ୍ ଆସନ୍ ଇୟ୍ଲାୟ୍ ବରେଜି ।
2 କିନ୍ତୁ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ସନ୍ଧ୍ୟା ସମୟରେ ତୁମ୍ଭେମାନେ କହିଥାଅ, ‘ଭଲ ପାଗ ହେବ, କାରଣ ଆକାଶ ଲାଲ୍ ହୋଇଅଛି।’
ବନ୍ଡ ଜିସୁନ୍ ଆନିଞ୍ଜିଆଡଙ୍ ଜାଲଙେଞ୍ଜି, “ଆମ୍ୱେଞ୍ଜି ସାଲ୍ଲୁମ୍ ବେଡ଼ାନ୍ ଏଗାମ୍ତେ, ‘ସାଡ୍ତିର୍ତେ, ଇନିଆସନ୍ଗାମେଣ୍ଡେନ୍ ରୁଆଙନ୍ ଲୁଲୁଡମ୍ ଡେଏନ୍ ।’
3 ଆଉ ପ୍ରାତଃକାଳରେ କହିଥାଅ, ‘ଆଜି ଝଡ଼ ହେବ, କାରଣ ଆକାଶ ଲାଲ୍ ଓ ମେଘୁଆ ହୋଇଅଛି।’ ତୁମ୍ଭେମାନେ ଆକାଶର ଲକ୍ଷଣର ଭେଦାଭେଦ ବୁଝି ପାରୁଅଛ, କିନ୍ତୁ କାଳର ଲକ୍ଷଣସବୁ ବୁଝି ପାରୁ ନାହଁ?
ଆରି, ଡୋତାନ୍ ଏଗାମ୍ତେ, ‘ଲଙେ ରିଙ୍ଗେତିରନ୍ ଅଡ଼ୋତାୟ୍, ଇନିଆସନ୍ଗାମେଣ୍ଡେନ୍ ରୁଆଙନ୍ ଲୁଲୁଡମ୍ ଡେଏନ୍ ଆରି ମେଗନ୍ ଡୋଲନେ ।’ ଆମ୍ୱେଞ୍ଜି ରୁଆଙନ୍ ଗିୟ୍ଲେ ତରୁବନ୍ ଆ ବର୍ନେ ଏଜନାତେ, ବନ୍ଡ ଡିନ୍ନାନ୍ ଆରମ୍ମଡ୍ ଜନାଲେ ଏଃର୍ରପ୍ତିଏ ।
4 ଦୁଷ୍ଟ ଓ ବ୍ୟଭିଚାରୀ ବଂଶ ଚିହ୍ନ ଖୋଜନ୍ତି, ମାତ୍ର ଯୂନସଙ୍କ ଚିହ୍ନ ବିନା ଅନ୍ୟ କୌଣସି ଚିହ୍ନ ସେମାନଙ୍କୁ ଦିଆଯିବ ନାହିଁ।” ପୁଣି, ସେ ସେମାନଙ୍କୁ ପରିତ୍ୟାଗ କରି ଚାଲିଗଲେ।
ପେଲ୍ଲାମରଞ୍ଜି ଡ ଏର୍ଡର୍ନେମରଞ୍ଜି ଅରମ୍ମଡନ୍ ସାୟ୍ତଜି, ବନ୍ଡ ଜୁନସନ୍ ଆରମ୍ମଡ୍ ତୁମ୍ ଆନିଞ୍ଜିଆଡଙ୍ ତନିୟନ୍ ଡେତେ, ଆରି ଅନ୍ନିଙ୍ ଆରମ୍ମଡ୍ ଆନିଞ୍ଜିଆଡଙ୍ ତନିୟନ୍ ଅଃଡ୍ଡେଏ” ଆରି ଜିସୁନ୍ ଆନିଞ୍ଜିଆଡଙ୍ ଅମ୍ରେଙ୍ଡାଲେ ଆନ୍ନାରେଙ୍ ଜିରେନ୍ ।
5 ଶିଷ୍ୟମାନେ ଅନ୍ୟ ପାରିରେ ପହଞ୍ଚି ଦେଖିଲେ ଯେ, ସେମାନେ ରୁଟି ନେବାକୁ ପାସୋରି ଯାଇଅଛନ୍ତି।
ଞଙ୍ନେମରଞ୍ଜି ସମେଁୟ୍ଣ୍ଡ୍ରାନ୍ ଆ ଅଡିଗଡ୍ ଆଜିର୍ରେଞ୍ଜି ଆଡିଡ୍ ରୁଟିନ୍ ଆପନାଙ୍ ଆସନ୍ କରୋଡାଏଞ୍ଜି ।
6 ଯୀଶୁ ସେମାନଙ୍କୁ କହିଲେ, “ସତର୍କ ହୁଅ, ଫାରୂଶୀ ଓ ସାଦ୍ଦୂକୀମାନଙ୍କ ଖମୀରଠାରୁ ସାବଧାନ ହୋଇଥାଅ।”
ଜିସୁନ୍ ଆନିଞ୍ଜିଆଡଙ୍ ବରେଞ୍ଜି, “ଗିୟ୍ଡମ୍ନାବା, ପାରୁସିଞ୍ଜି ଡ ସାଦୁକିଞ୍ଜି ଆ କମିର ସିଲଡ୍ ଆବ୍ବୟ୍ଲନ୍ ଡକୋନାବା ।”
7 ସେଥିରେ ସେମାନେ ପରସ୍ପର ମଧ୍ୟରେ ତର୍କବିତର୍କ କରି କହିବାକୁ ଲାଗିଲେ, ଆମ୍ଭେମାନେ ରୁଟି ଆଣି ନାହୁଁ ବୋଲି ସେ ଏହା କହୁଅଛନ୍ତି।
ଞଙ୍ନେମରଞ୍ଜି ତର୍ଡମ୍ କଡାଡ଼ିଲଞ୍ଜି, “ଇନ୍ଲେଞ୍ଜି ରୁଟିନ୍ ଅଃପ୍ପାଙ୍ଲାୟ୍ବୋ ତିଆସନ୍ ଆନିନ୍ ଏନ୍ନେଲେ ବର୍ରନେ ।”
8 କିନ୍ତୁ ଯୀଶୁ ତାହା ଜାଣି କହିଲେ, “ହେ ଅଳ୍ପ ବିଶ୍ୱାସୀମାନେ, ତୁମ୍ଭମାନଙ୍କ ପାଖରେ ରୁଟି ନାହିଁ ବୋଲି କାହିଁକି ପରସ୍ପର ତର୍କବିତର୍କ କରୁଅଛ?
ଜିସୁନ୍ ତିଆତେ ଜନାଡାଲେ ଆନିଞ୍ଜିଆଡଙ୍ ବରେଞ୍ଜି, “ଏ ଅସୋୟ୍ ଡର୍ନେମର୍ଜି, ଅମଙ୍ବେନ୍ ରୁଟି ତଡ୍ ଗାମ୍ଲେ ଇନିବା ତର୍ଡମ୍ ଏକଡାଡ଼ିତନ୍?
9 ତୁମ୍ଭେମାନେ କଅଣ ଏପର୍ଯ୍ୟନ୍ତ ବୁଝୁ ନାହଁ? ଅବା ସେହି ପାଞ୍ଚ ହଜାର ଲୋକଙ୍କ ପାଞ୍ଚୋଟି ରୁଟି, ଆଉ କେତେ ଟୋକେଇ ଉଠାଇଲ,
ଆମ୍ୱେଞ୍ଜି ଇନି ନମିନ୍ତାନ୍ ଅଃଗନ୍ଲୁଡ୍ବେନ୍ ପଙ୍? ମନ୍ଲୟ୍ ରୁଟିନ୍ ମନ୍ଲୟ୍ ଅଜାର ମନ୍ରାଞ୍ଜି ବରାନ୍ତେଲାଞନ୍ ଆଡିଡ୍, ଆମ୍ୱେଞ୍ଜି ଡିଅଙ୍ଗା ଗୁରୁଲ୍ଲି ରୁଟିନ୍ ଏବବ୍ରିଜେନ୍? ତିଆତେ ମନ୍ନେବା ।
10 କିମ୍ବା ସେହି ଚାରି ହଜାର ଲୋକଙ୍କ ସାତୋଟି ରୁଟି, ପୁଣି, କେତେ ଟୋକେଇ ଉଠାଇଲ, ସେହିସବୁ କି ତୁମ୍ଭର ମନେ ନାହିଁ?
ଆରି ସାତଟା ରୁଟିନ୍ ଉଞ୍ଜି ଅଜାର ମନ୍ରାଞ୍ଜି ବରାନ୍ତେଲାଞନ୍ ଆଡିଡ୍, ଆମ୍ୱେଞ୍ଜି ଡିଅଙ୍ଗା ଗୁରୁଲ୍ଲି ରୁଟିନ୍ ଏବବ୍ରିଜେନ୍? ତିଆତେଜି ମନ୍ନେଜି ତଡ୍ ପଙ୍?
11 ମୁଁ ଯେ ତୁମ୍ଭମାନଙ୍କୁ ରୁଟି ବିଷୟରେ କହି ନ ଥିଲି, ଏହା କିପରି ବୁଝୁ ନାହଁ? କିନ୍ତୁ ଫାରୂଶୀ ଓ ସାଦ୍ଦୂକୀମାନଙ୍କ ଖମୀର ବିଷୟରେ ସାବଧାନ ହୋଇଥାଅ।”
କେନ୍ଆତେ ଆମ୍ୱେଞ୍ଜି ଏଙ୍ଗାଲେ ଅଃଗନ୍ଲୁଡ୍ବେନ୍? ଞେନ୍ ଆମ୍ୱେଞ୍ଜିଆଡଙ୍ ରୁଟିନ୍ ଆ ବର୍ନେ ଅଃବ୍ବର୍ରବେନ୍, ବନ୍ଡ ପାରୁସିଞ୍ଜି ଡ ସାଦୁକିଞ୍ଜି ଆ କମିର ସିଲଡ୍ ଆବ୍ବୟ୍ଲନ୍ ଡକୋନାବା ଗାମ୍ତବେନ୍ ।”
12 ସେ ଯେ ରୁଟିର ଖମୀରଠାରୁ ସାବଧାନ ହୋଇ ରହିବା ପାଇଁ ନ କହି ଫାରୂଶୀ ଓ ସାଦ୍ଦୂକୀମାନଙ୍କ ଶିକ୍ଷାରୁ ସାବଧାନ ହୋଇ ରହିବା ପାଇଁ ସେମାନଙ୍କୁ କହିଥିଲେ, ଏହା ସେମାନେ ସେତେବେଳେ ବୁଝିଲେ।
ଜିସୁନ୍ ରୁଟିନ୍ ଆ କମିର ସିଲଡ୍ ଆବ୍ବୟ୍ଲନ୍ ଡକୋନେନ୍ ଆସନ୍ ଏର୍ବନରନ୍ ପାରୁସିଞ୍ଜି ଡ ସାଦୁକିଞ୍ଜି ଆ ଞନଙ୍ ସିଲଡ୍ ଆବ୍ବୟ୍ଲନ୍ ଡକୋନେନ୍ ଆସନ୍ ଆନିଞ୍ଜିଆଡଙ୍ ବରେଞ୍ଜି ଗାମ୍ଲେ ତିଆଡିଡ୍ ଞଙ୍ନେମରଞ୍ଜି ଗନ୍ଲୁଡେଞ୍ଜି ।
13 ପରେ ଯୀଶୁ କାଇସରିୟା ଫିଲିପ୍ପୀ ଅଞ୍ଚଳକୁ ଆସି ଆପଣା ଶିଷ୍ୟମାନଙ୍କୁ ପଚାରିବାକୁ ଲାଗିଲେ, “ମନୁଷ୍ୟପୁତ୍ର କିଏ ବୋଲି ଲୋକେ କଅଣ କହନ୍ତି?”
ସିଲଡ୍ଲ୍ଲନ୍ ଜିସୁନ୍ କାଇସରିଆ ପିଲିପିରେଙନ୍ ଜିର୍ରେ ଆ ଞଙ୍ନେମରଞ୍ଜିଆଡଙ୍ ଇୟ୍ଲେ ବରେଜି, “ମନ୍ରା ଡାଙ୍ଗଡ଼ାଅନନ୍ ଆନା, ଆରି ମନ୍ରାଞ୍ଜି ଇନି ଗାମ୍ତଜି?”
14 ଏଥିରେ ସେମାନେ କହିଲେ, କେହି କେହି କହନ୍ତି, ବାପ୍ତିଜକ ଯୋହନ, କେହି କେହି ଏଲୀୟ, ଆଉ କେହି କେହି ଯିରିମୀୟ ଅବା ଭାବବାଦୀମାନଙ୍କ ମଧ୍ୟରୁ ଜଣେ।
ସିଲତ୍ତେ ଆନିଞ୍ଜି ଗାମେଞ୍ଜି, “ଲାଙ୍ଲେନ୍ନେ ଗାମ୍ତଜି, ତବ୍ବୁବ୍ଡାମର୍ ଜନନ୍, ଲାଙ୍ଲେନ୍ନେ ଗାମ୍ତଜି, ଏଲିଅନ୍, ଆରି ଲାଙ୍ଲେନ୍ନେ ଗାମ୍ତଜି, ଜିରିମିଅନ୍, ଇଜ୍ଜାନ୍ଡେନ୍ ପୁର୍ବାଃତେ ବର୍ନେମରଞ୍ଜି ଆମଙ୍ଲୋଙ୍ ସିଲଡ୍ ଅବୟ୍ନେ ।”
15 ସେ ସେମାନଙ୍କୁ ପଚାରିଲେ, “କିନ୍ତୁ ମୁଁ କିଏ ବୋଲି ତୁମ୍ଭେମାନେ କଅଣ କହୁଅଛ?”
ଜିସୁନ୍ ଆନିଞ୍ଜିଆଡଙ୍ ବରେଞ୍ଜି, “ବନ୍ଡ ଞେନ୍ ଆନା, ଆରି ଆମ୍ୱେଞ୍ଜି ଇନି ଏଗାମ୍ତେ?”
16 ଶିମୋନ ପିତର ଉତ୍ତର ଦେଲେ, ଆପଣ ଖ୍ରୀଷ୍ଟ, ଜୀବନ୍ତ ଈଶ୍ବରଙ୍କ ପୁତ୍ର।
ସିମନ୍ ପିତ୍ରନ୍ ଜିସୁନ୍ଆଡଙ୍ ଜାଲଙେନ୍, “ଆମନ୍ କ୍ରିସ୍ଟନ୍, ଆମେଙ୍ ଇସ୍ୱରନ୍ ଆ ଡାଙ୍ଗଡ଼ାଅନ୍ ।”
17 ଏଥିରେ ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ହେ ଯୂନସର ପୁତ୍ର ଶିମୋନ, ତୁମ୍ଭେ ଧନ୍ୟ, କାରଣ ମନୁଷ୍ୟ ତୁମ୍ଭ ନିକଟରେ ଏହା ପ୍ରକାଶ କରି ନାହିଁ, ବରଂ ମୋହର ସ୍ୱର୍ଗସ୍ଥ ପିତା ଈଶ୍ବର ପ୍ରକାଶ କରିଅଛନ୍ତି।
ସିଲତ୍ତେ ଜିସୁନ୍ ସିମନନ୍ଆଡଙ୍ ଜାଲଙେନ୍, “ଏ ଜୁନସନ୍ ଆ ଡାଙ୍ଗଡ଼ାଅନ୍ ପିତ୍ର, ଆମନ୍ କରମ୍ମାଡମ୍, ଇନିଆସନ୍ଗାମେଣ୍ଡେନ୍ ମନ୍ରାନ୍ କେନ୍ଆତେ ଆମନ୍ଆଡଙ୍ ଅଃନ୍ନବ୍ଜନାଲମ୍, ଆର୍ପାୟ୍ ରୁଆଙ୍ଲୋଙନ୍ ଆଡ୍ରକୋତନେନ୍ ଆପେୟ୍ଞେନ୍ କେନ୍ଆତେ ଆମନ୍ଆଡଙ୍ ଅବ୍ଜନାଲମ୍ ।
18 ଆଉ ମୁଁ ମଧ୍ୟ ତୁମ୍ଭକୁ କହୁଅଛି, ତୁମ୍ଭେ ପିତର, ପୁଣି, ଏହି ପଥର ଉପରେ ମୁଁ ଆପଣା ମଣ୍ଡଳୀ ତୋଳିବି, ଆଉ ପାତାଳର ବଳ ତାହାକୁ ପରାଜୟ କରିବ ନାହିଁ। (Hadēs )
ଆରି, ଞେନ୍ ନିୟ୍ ଆମନ୍ଆଡଙ୍ ବର୍ତମ୍, ଆମନ୍ ପିତ୍ର ଆ ଗରାମ୍ଗାମନ୍ ଜଲେଙ୍, ଆରି କେନ୍ ଆ ଜଲେଙ୍ ଆ ତୋଣ୍ଡୋଲୋଙ୍ ଞେନ୍ ମଣ୍ଡଡ଼ିଞେନ୍ ତବ୍ନଙ୍ତାୟ୍, ଆରି ରନବୁ ଡରକୋନେସିଙନ୍ ଆ ବପ୍ପୁ ନିୟ୍ ତିଆତେ ଅବ୍ବାରେଲେ ଅଃର୍ରପ୍ତିଏ । (Hadēs )
19 ମୁଁ ତୁମ୍ଭଙ୍କୁ ସ୍ୱର୍ଗରାଜ୍ୟର ଚାବି ଦେବି, ଆଉ ତୁମ୍ଭେ ପୃଥିବୀରେ ଯାହା କିଛି ବନ୍ଦ କରିବ, ସ୍ୱର୍ଗରେ ତାହା ବନ୍ଦ ରହିବ, ପୁଣି, ପୃଥିବୀରେ ଯାହା କିଛି ମୁକ୍ତ କରିବ, ସ୍ୱର୍ଗରେ ତାହା ମୁକ୍ତ ରହିବ।”
ଞେନ୍ ଆମନ୍ଆଡଙ୍ ରୁଆଙ୍ ରାଜ୍ୟନ୍ ଆ କଡ୍ଡା ତିୟ୍ତମ୍, ଆରି ଆମନ୍ ପୁର୍ତିଲୋଙନ୍ ଅଙ୍ଗାତେ ଜିତେ, ରୁଆଙ୍ଲୋଙନ୍ ତିଆତେ ଜିତନେ, ଆରି ପୁର୍ତିଲୋଙନ୍ ଅଙ୍ଗାତେ ଉୟ୍ତେ, ରୁଆଙ୍ଲୋଙନ୍ ତିଆତେ ଉୟ୍ତନେ ।”
20 ସେତେବେଳେ ସେ ଯେ ଖ୍ରୀଷ୍ଟ ଅଟନ୍ତି, ଏହା କାହାକୁ ନ କହିବା ପାଇଁ ସେ ଶିଷ୍ୟମାନଙ୍କୁ ଦୃଢ଼ ଆଜ୍ଞା ଦେଲେ।
ତିଆଡିଡ୍ ଆନିନ୍ କ୍ରିସ୍ଟ ଗାମ୍ଲେ ଆନ୍ନିଙ୍ ଆମଙ୍ ଏବର୍ଡଙ୍ନେ ଗାମ୍ଲେ ଆନିନ୍ ଞଙ୍ନେମରଞ୍ଜିଆଡଙ୍ ବରେଞ୍ଜି ।
21 ସେହି ସମୟଠାରୁ ଯୀଶୁ ଖ୍ରୀଷ୍ଟ ଆପଣା ଶିଷ୍ୟମାନଙ୍କୁ ବୁଝାଇବାକୁ ଲାଗିଲେ ଯେ, ତାହାଙ୍କୁ ଅବଶ୍ୟ ଯିରୂଶାଲମ ସହରକୁ ଯିବାକୁ ହେବ ଏବଂ ପ୍ରାଚୀନ, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ହସ୍ତରୁ ଅନେକ ଦୁଃଖଭୋଗ କରି ହତ ହେବାକୁ ହେବ, ପୁଣି, ତୃତୀୟ ଦିବସରେ ପୁନରୁତ୍ଥାନ ହେବାକୁ ହେବ।
ତି ସିଲଡ୍ଲ୍ଲନ୍ ଜିସୁନ୍ ଆ ଞଙ୍ନେମରଞ୍ଜିଆଡଙ୍ ବରେଞ୍ଜି, “ଞେନ୍ ଜିରୁସାଲମନ୍ ଅନିୟନ୍ ଡେତେ, ଆରି ପାପୁର୍ମରଞ୍ଜି, ସୋଡ଼ା ରାଓଡ଼ାଞ୍ଜି ଡ ସାସ୍ତ୍ରିଞ୍ଜି ପରାନ୍ଡଣ୍ଡନ୍ ଏମ୍ମେତିଁୟ୍ଜି କି ରବ୍ବୁତିଁୟ୍ଜି, ସିଲଡ୍ଲ୍ଲନ୍ ୟାଗି ଡିନ୍ନାଲୋଙ୍ ଞେନ୍ ୟର୍ମେଙ୍ଲେ ଡୋତନାୟ୍ ।”
22 ସେଥିରେ ପିତର ତାହାଙ୍କୁ ଅନ୍ୟ ଆଡ଼କୁ ଘେନିଯାଇ ଅନୁଯୋଗ କରି କହିବାକୁ ଲାଗିଲେ, ହେ ପ୍ରଭୁ, ଈଶ୍ବର ଆପଣଙ୍କୁ ଦୟା କରନ୍ତୁ, ଏହା ଆପଣଙ୍କ ପ୍ରତି କେବେ ହେଁ ନ ଘଟୁ।
ସିଲତ୍ତେ ପିତ୍ରନ୍ ଜିସୁନ୍ଆଡଙ୍ ବ ଅନେଙ୍ଗଡ୍ ଓରୋଙ୍ଡାଲେ ଇୟ୍ଲେ କଞେ, “ପ୍ରବୁନ୍ ଆମନ୍ଆଡଙ୍ ସାୟୁମମ୍ତୋ, ଆମନ୍ ଆସନ୍ ଆଙ୍ଗିୟ୍ ଏନ୍ନେଲେ ଡେଡଙ୍ ତଡ୍ ।”
23 କିନ୍ତୁ ଯୀଶୁ ବୁଲିପଡ଼ି ପିତରଙ୍କୁ କହିଲେ, “ମୋ ଆଗରୁ ଦୂର ହୁଅ, ଶୟତାନ, ତୁମ୍ଭେ ମୋହର ବିଘ୍ନସ୍ୱରୂପ, କାରଣ ତୁମ୍ଭେ ଈଶ୍ବରଙ୍କ ବିଷୟ ନ ଭାବି ମନୁଷ୍ୟର ବିଷୟ ଭାବୁଅଛ।”
ବନ୍ଡ ଜିସୁନ୍ ଆୟର୍ଗୁଡ଼ିଃଲନ୍ ପିତ୍ରନ୍ଆଡଙ୍ ବରେନ୍, “ସନୁମ୍, ମୁକ୍କାବାଞେନ୍ ସିଲଡ୍ ସବ୍ଙାୟ୍ନା! ଆମନ୍ ଞେନ୍ ଆସନ୍ ଅବୟ୍ ଡନଙ୍ଡଙନ୍ ଅନ୍ତମ୍, ଇନିଆସନ୍ଗାମେଣ୍ଡେନ୍ ଆମନ୍ ଇସ୍ୱରନ୍ ଆ ବର୍ନେ ଏର୍ନିଃୟମନ୍, ମନ୍ରାନ୍ ଆ ବର୍ନେ ଇୟମ୍ତେ ।”
24 ସେତେବେଳେ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, “କେହି ଯେବେ ମୋହର ଅନୁଗାମୀ ହେବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ୱୀକାର କରୁ, ପୁଣି, ଆପଣା କ୍ରୁଶ ନେଇ ମୋହର ଅନୁଗମନ କରୁ।
ସିଲଡ୍ଲ୍ଲନ୍ ଜିସୁନ୍ ଆ ଞଙ୍ନେମରଞ୍ଜିଆଡଙ୍ ବରେଞ୍ଜି, “ଆନ୍ନିଙ୍ ଞେନ୍ଆଡଙ୍ ସନଣ୍ଡୋଙନ୍ ଆସନ୍ ଲଡଜେନ୍ ଡେନ୍, ଏତ୍ତେଲ୍ଡେନ୍ ଆନିନ୍ଡମ୍ ମୁର୍ସେଡମ୍ନେତୋ, ଆରି ଆଅକ୍କାଡଙନ୍ ବୋୟ୍ଲେ ଞେନ୍ଆଡଙ୍ ସଣ୍ଡୋଙିୟ୍ତୋ ।
25 କାରଣ ଯେ କେହି ଆପଣା ଜୀବନ ରକ୍ଷା କରିବାକୁ ଇଚ୍ଛା କରେ, ସେ ତାହା ହରାଇବ; କିନ୍ତୁ ଯେ କେହି ମୋ ନିମନ୍ତେ ଆପଣା ଜୀବନ ହରାଇବ, ସେ ତାହା ପାଇବ।
ଇନିଆସନ୍ଗାମେଣ୍ଡେନ୍ ଆନା ଆନମେଙନ୍ ଡୋବ୍ଡୋବନ୍ ସାୟ୍ତେ, ଆନିନ୍ ତିଆତେ ଅବ୍ବଡ଼ୟ୍ତେ, ଆରି ଆନା ଞେନ୍ ଆସନ୍ ଆନମେଙନ୍ ଅବ୍ବଡ଼ୟ୍ତେ, ଆନିନ୍ ତିଆତେ ଞାଙ୍ତେ ।
26 ଆଉ ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ଆପଣା ଜୀବନ ହରାଏ, ତେବେ ତାହାର କି ଲାଭ ହେବ? କିମ୍ବା ମନୁଷ୍ୟ ଆପଣା ଜୀବନ ବଦଳରେ କଅଣ ଦେବ?
ଆରି, ମନ୍ରାନ୍ ସମ୍ପରା ପୁର୍ତିନ୍ ଞାଙ୍ଲୋଙ୍ ଞାଙ୍ଲେ ଆନମେଙନ୍ ଅବ୍ବଡ଼ଜେନ୍ ଡେନ୍, ଏତ୍ତେଲ୍ଡେନ୍ ଆନିନ୍ ଆସନ୍ ଇନି ଆ ଲାବ ଡେଏ? ଅଡ଼େ ମନ୍ରାନ୍ ଆନମେଙନ୍ ଆଞନାଙ୍ ଆସନ୍ ଆ ପାଲ୍ତେଙନ୍ ଇନି ତିୟ୍ଲେ ରପ୍ତିତେ?
27 ପୁଣି, ମନୁଷ୍ୟପୁତ୍ର ଆପଣା ପିତାଙ୍କ ମହିମାରେ ନିଜ ଦୂତମାନଙ୍କ ସହିତ ଆଗମନ କରିବେ ଏବଂ ସେତେବେଳେ ସେ ପ୍ରତ୍ୟେକ ଲୋକକୁ ତାହାର କର୍ମ ଅନୁସାରେ ଫଳ ଦେବେ।
ଇନିଆସନ୍ଗାମେଣ୍ଡେନ୍ ମନ୍ରା ଡାଙ୍ଗଡ଼ାଅନନ୍ ଆପେୟନ୍ ଆ ଗନୁଗୁ ପନେମେଙନ୍ ବାତ୍ତେ ଆ ପାଙ୍ଲଙ୍ବର୍ମରଞ୍ଜି ସରିନ୍ ଜିର୍ତାୟ୍ ଆରି ତିଆଡିଡ୍ ଆନିନ୍ ଅଡ଼୍କୋ ମନ୍ରାନ୍ ଆ କାବ୍ବାଡ଼ାଞ୍ଜି ଗିୟ୍ଲେ ବଡିନ୍ ଇୟ୍ତାୟ୍ ତିୟେଜି ।
28 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ମନୁଷ୍ୟପୁତ୍ରଙ୍କର ଆପଣା ରାଜ୍ୟରେ ଆଗମନ ନ ଦେଖିବା ପର୍ଯ୍ୟନ୍ତ ଏଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେତେକ କୌଣସି ପ୍ରକାରେ ମୃତ୍ୟୁର ଅାସ୍ୱାଦ ପାଇବେ ନାହିଁ।”
ଞେନ୍ ଆମ୍ବେଞ୍ଜିଆଡଙ୍ ଆଜାଡ଼ିଡମ୍ ବର୍ତବେନ୍, ମନ୍ରା ଡାଙ୍ଗଡ଼ାଅନନ୍ ଆ ରାଜ୍ୟଲୋଙନ୍ ଅଣ୍ଡ୍ରଙ୍ ଜିରାଞନ୍ ଜାୟ୍ କେନ୍ତେନ୍ନେ ଆତନଙନ୍ ଆ ମନ୍ରାଜି ଆମଙ୍ଲୋଙ୍ ସିଲଡ୍ ଲାଙ୍ଲେନ୍ନେ ଏଙ୍ଗାଲେ ଜନଙ୍ ରନବୁନ୍ ଏର୍ମନାୟ୍ମାଜନ୍ ଡକୋତଞ୍ଜି ।”