< ମାଥିଉ 15 >
1 ସେହି ସମୟରେ ଯିରୂଶାଲମ ସହରରୁ ଫାରୂଶୀ ଓ ଶାସ୍ତ୍ରୀମାନେ ଯୀଶୁଙ୍କ ନିକଟକୁ ଆସି କହିଲେ,
ତିଆଡିଡ୍ ଜିରୁସାଲମନ୍ ସିଲଡ୍ ପାରୁସିଞ୍ଜି ଡ ସାସ୍ତ୍ରିଞ୍ଜି ଜିସୁନ୍ ଆମଙ୍ ଜିର୍ରେ ଇୟ୍ଲାୟ୍ ବରେଜି,
2 ଆପଣଙ୍କର ଶିଷ୍ୟମାନେ କାହିଁକି ପ୍ରାଚୀନମାନଙ୍କର ପରମ୍ପରାଗତ ରୀତିନୀତି ଅମାନ୍ୟ କରନ୍ତି? କାରଣ ଭୋଜନ କରିବା ସମୟରେ ସେମାନେ ହାତ ଧୁଅନ୍ତି ନାହିଁ।
“ଞଙ୍ନେମର୍ନମ୍ଜି ଇନିବା ପୁର୍ବା ଜୋଜୋଲେଞ୍ଜି ଆନୋକ୍କା ଆଲ୍ଲେତଜି? ଇନିଆସନ୍ଗାମେଣ୍ଡେନ୍ ଆନିଞ୍ଜି ଏର୍ନାସିନେନ୍ ଗାଗାତଞ୍ଜି ।”
3 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ତୁମ୍ଭେମାନେ ମଧ୍ୟ ତୁମ୍ଭମାନଙ୍କର ପରମ୍ପରାଗତ ରୀତିନୀତି ସକାଶେ କାହିଁକି ଈଶ୍ବରଙ୍କ ଆଜ୍ଞା ଅମାନ୍ୟ କର?
ଜିସୁନ୍ ଆନିଞ୍ଜିଆଡଙ୍ ଜାଲଙେଞ୍ଜି, “ଆମ୍ୱେଞ୍ଜି ନିୟ୍ ଅନୋକ୍କାବେନ୍ ଞଣ୍ଡ୍ରମ୍ନେନ୍ ଆସନ୍ ଇନିବା ଇସ୍ୱରନ୍ ଆ ବର୍ନେ ଏଆଲ୍ଲେତେ?
4 ଈଶ୍ବର ତ କହିଅଛନ୍ତି ‘ପିତାମାତାକୁ ସମାଦର କର,’ ଆଉ ‘ଯେ କେହି ପିତା କି ମାତାକୁ ଅଭିଶାପ ଦିଏ ସେ ନିଶ୍ଚୟ ପ୍ରାଣଦଣ୍ଡ ଭୋଗ କରିବ।’
ଇସ୍ୱରନ୍ ବର୍ରନେ, ‘ଆପେୟ୍ବେନ୍ ଅୟୋଙ୍ବେନ୍ଆଡଙ୍ ମାନ୍ନେବା,’ ଆରି ‘ଆନା ଆପେୟନ୍ କି ଅୟୋଙନ୍ଆଡଙ୍ ସୟ୍ପତେ, ଆନିନ୍ ରନବୁ ପନବ୍ରଡନ୍ ଞାଙ୍ତେ ।’
5 କିନ୍ତୁ ତୁମ୍ଭେମାନେ କହୁଥାଅ, ଯେ କେହି ପିତା କି ମାତାକୁ କହେ, ମୋʼଠାରୁ ଯାହା କିଛି ସାହାଯ୍ୟ ତୁମ୍ଭେ ପାଇଥାଆନ୍ତ, ସେ ସବୁ ‘ଈଶ୍ବରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ହୋଇଅଛି,’
ବନ୍ଡ ଆମ୍ୱେଞ୍ଜି ଏଗାମ୍ତେ, ‘ଅବୟ୍ ମନ୍ରାନ୍ ଅଙ୍ଗାତେ ବୟନ୍ ଆପେୟନ୍ କି ଆୟୋଙନ୍ଆଡଙ୍ ସାକ୍କେତେ ବନ୍, ତିଆତେ ଇସ୍ୱରନ୍ଆଡଙ୍ ତନିୟନ୍ ଡେଏନ୍ ।’
6 ‘ସେ ଆପଣା ପିତାମାତାକୁ ନିଶ୍ଚୟ ସମାଦର କରିବ ନାହିଁ।’ ଏହି ଭଳି ତୁମ୍ଭେମାନେ ତୁମ୍ଭମାନଙ୍କର ପରମ୍ପରାଗତ ରୀତିନୀତି ଯୋଗୁଁ ଈଶ୍ବରଙ୍କ ବାକ୍ୟ ବ୍ୟର୍ଥ କରିଅଛ।
ଆନିନ୍ ଆରି ଆପେୟନ୍ କି ଆୟୋଙନ୍ଆଡଙ୍ ଅଃମ୍ମାନ୍ନେଏ । ଆମ୍ୱେଞ୍ଜି କେନ୍ ଏନ୍ନେଲେ ଇସ୍ୱରନ୍ ଆ ବର୍ନେ ଆଲ୍ଲେଡାଲେ ଅନୋକ୍କାବେଞ୍ଜି ତୁମ୍ ଏଲୁମ୍ତେ ।
7 ରେ କପଟୀମାନେ, ଯିଶାଇୟ ତୁମ୍ଭମାନଙ୍କ ବିଷୟରେ ଉପଯୁକ୍ତଭାବେ ଏହି ଭାବବାଣୀ କହିଅଛନ୍ତି,
ଏ ଇସ୍କତ୍ତାମର୍ଜି, ପୁର୍ବାଃତେ ବର୍ନେମର୍ ଜିସାୟନ୍ ବର୍ନେଲୋଙ୍ବେନ୍ ଆଜାଡ଼ିଡମ୍ ଆ ପୁର୍ବାଃତେବର୍ ବର୍ରନେ,
8 ‘ଏହି ଜାତି ମୁଖରେ ଆମ୍ଭକୁ ସମାଦର କରନ୍ତି, କିନ୍ତୁ ସେମାନଙ୍କ ହୃଦୟ ଆମ୍ଭଠାରୁ ଦୂରରେ ଥାଏ।
‘କେନ୍ ଆ ମନ୍ରାଜି ତଅଡନ୍ ବାତ୍ତେ ଞେନ୍ଆଡଙ୍ ମାନ୍ନେତିଁୟ୍ଜି, ବନ୍ଡ ଆ ଉଗରଞ୍ଜି ଅମଙ୍ଞେନ୍ ସିଲଡ୍ ସଙାୟ୍ଡମ୍ ଡକୋ ।
9 ସେମାନେ ମନୁଷ୍ୟମାନଙ୍କ ବିଧିଗୁଡ଼ିକୁ ଧର୍ମର ଉପଦେଶବାଣୀ ବୋଲି ଶିକ୍ଷା ଦେଇ ବୃଥାରେ ଆମ୍ଭର ଆରାଧନା କରନ୍ତି।’”
ଆନିଞ୍ଜି କାଜ୍ଜାନ୍ ଞେନ୍ଆଡଙ୍ ସେନ୍ପୁର୍ତିଁୟ୍ଜି, ଇନିଆସନ୍ଗାମେଣ୍ଡେନ୍ ଆନିଞ୍ଜି ମନ୍ରାଞ୍ଜି ଆ ଞନଙ୍ଜି ବନାଁୟ୍ବର୍ଞେନ୍ ଗାମ୍ଲେ ଞନଙନ୍ ତିୟ୍ତଜି ।’”
10 ଆଉ ଯୀଶୁ ଲୋକମାନଙ୍କୁ ପାଖକୁ ଡାକି ସେମାନଙ୍କୁ କହିଲେ, “ଶୁଣ ଓ ବୁଝ;
ସିଲଡ୍ଲ୍ଲନ୍ ଜିସୁନ୍ ମନ୍ରାଞ୍ଜିଆଡଙ୍ ଓଡ୍ଡେଡାଲେ ଆନିଞ୍ଜିଆଡଙ୍ ବରେଞ୍ଜି, “ଅମ୍ଡଙ୍ବା ଆରି ଗନ୍ଲୁଡ୍ବେନ୍ତୋ ।
11 ମୁଖରେ ଯାହା ପ୍ରବେଶ କରେ, ତାହା ଯେ ମନୁଷ୍ୟକୁ ଅଶୁଚି କରେ, ଏପରି ନୁହେଁ, କିନ୍ତୁ ମୁଖରୁ ଯାହା ବାହାରେ, ତାହା ହିଁ ମନୁଷ୍ୟକୁ ଅଶୁଚି କରେ।”
ଅଙ୍ଗାତେ ମନ୍ରାନ୍ ଆ ତଅଡ୍ଗଡ୍ ଗନ୍ତେ, ତିଆତେ ଆନିନ୍ଆଡଙ୍ ଏର୍ମଡ଼ିର୍ ଅଃନ୍ନେମେଏ, ବନ୍ଡ ତଅଡନ୍ ସିଲଡ୍ ଅଙ୍ଗାତେ ଡୁଙ୍ତନାୟ୍, ତିଆତେ ମା ମନ୍ରାନ୍ଆଡଙ୍ ଏର୍ମଡ଼ିର୍ ଏମ୍ମେତେ ।”
12 ସେତେବେଳେ ଶିଷ୍ୟମାନେ ତାହାଙ୍କ ନିକଟକୁ ଆସି କହିଲେ, ଫାରୂଶୀମାନେ ଏହି କଥା ଶୁଣି ଯେ ଅପମାନିତ ହୋଇଛନ୍ତି, ଆପଣ କଅଣ ଏହା ଜାଣନ୍ତି?
ତିଆଡିଡ୍ ଞଙ୍ନେମରଞ୍ଜି ଜିସୁନ୍ ଆମଙ୍ ଜିର୍ରେ ଇୟ୍ଲାୟ୍ ବରେଜି, “ପାରୁସିଞ୍ଜି କେନ୍ ଆ ବର୍ନେ ଅମ୍ଡଙ୍ଡାଲେ ଗରୟ୍ମଡେଞ୍ଜି, କେନ୍ଆତେ ଆମନ୍ ଜନା ପଙ୍?”
13 କିନ୍ତୁ ଯୀଶୁ ଉତ୍ତର ଦେଲେ, “ଯେଉଁ ସବୁ ବୃକ୍ଷ ମୋହର ସ୍ୱର୍ଗସ୍ଥ ପିତା ରୋପଣ କରି ନାହାନ୍ତି, ସେ ସବୁ ଉତ୍ପାଟିତ ହେବ।
ବନ୍ଡ ଜିସୁନ୍ ଆନିଞ୍ଜିଆଡଙ୍ ଜାଲଙେଞ୍ଜି, “ରୁଆଙ୍ଲୋଙନ୍ ଆଡ୍ରକୋତନେନ୍ ଆପେୟ୍ଞେନ୍ ଅଙ୍ଗା ଅରାନୁବ୍ଜି ଅଃଗୁଲୋ, ତି ଅଡ଼୍କୋନ୍ ପୁୟାୟ୍ତନେ ।
14 ସେମାନଙ୍କୁ ଛାଡ଼ିଦିଅ, ସେମାନେ ଅନ୍ଧମାନଙ୍କର ଅନ୍ଧ ପଥପ୍ରଦର୍ଶକ; ଆଉ ଯେବେ ଅନ୍ଧ ଅନ୍ଧକୁ ବାଟ କଢ଼ାଏ, ତେବେ ଦୁହେଁ ଖାତରେ ପଡ଼ିବେ।”
ଆନିଞ୍ଜିଆଡଙ୍ ଅମ୍ରେଙ୍ବାଜି, ଆନିଞ୍ଜି ଆକାଡ଼ୁଜି, ଆନିଞ୍ଜି କାଡ଼ୁମରଞ୍ଜିଆଡଙ୍ ତୁରିୟ୍ତଜି; ଅବୟ୍ କାଡ଼ୁମରନ୍ ଆରି ଅବୟ୍ କାଡ଼ୁମରନ୍ଆଡଙ୍ ତୁରିୟେନ୍ ଡେନ୍, ବାଗୁଞ୍ଜି ଲୋଓଙ୍ଲୋଙନ୍ ଗଲୋତଜି ।”
15 ସେଥିରେ ପିତର ତାହାଙ୍କୁ ଉତ୍ତର ଦେଲେ, ଦୃଷ୍ଟାନ୍ତଟି ଆମ୍ଭମାନଙ୍କୁ ବୁଝାଇ ଦିଅନ୍ତୁ।
ସିଲତ୍ତେ ପିତ୍ରନ୍ ଜିସୁନ୍ଆଡଙ୍ ବରେନ୍, “ଅନବ୍ଜଙ୍ବରନ୍ ଆ ଗରାମ୍ଗାମ୍ ଇନ୍ଲେନ୍ଆଡଙ୍ ବର୍ରେନ୍ ।”
16 ଯୀଶୁ କହିଲେ, “ତୁମ୍ଭେମାନେ କଅଣ ଏପର୍ଯ୍ୟନ୍ତ ଅବୋଧ?”
ଜିସୁନ୍ ଗାମେନ୍, “ଆମ୍ୱେଞ୍ଜି ନିୟ୍ ପଙ୍ ନମିନ୍ତାନ୍ ଅଃଗନ୍ଲୁଡ୍ବେନ୍?
17 “ଯାହା କିଛି ମୁଖରେ ପ୍ରବେଶ କରେ, ତାହା ପେଟକୁ ଯାଇ ଶୌଚ ଦ୍ୱାରା ନିକ୍ଷିପ୍ତ ହୁଏ, ଏହା କଅଣ ବୁଝୁ ନାହଁ?
ଅଙ୍ଗାତେ ତଅଡ୍ଗଡ୍ ଗନ୍ତେ, ତିଆତେ କିମ୍ପୋଙ୍ଲୋଙନ୍ ଜିର୍ରେ, ତିଆତେ ଆରି ଡଅଙନ୍ ସିଲଡ୍ ଡୁଙ୍ଲନ୍ ଜିର୍ତେ, ତିଆତେ ଆମ୍ୱେନ୍ ଅଃଜ୍ଜନାବେନ୍ ପଙ୍?
18 କିନ୍ତୁ ମୁଖରୁ ଯାହାସବୁ ବାହାରେ, ତାହା ହୃଦୟରୁ ବାହାରେ ଓ ତାହା ହିଁ ମନୁଷ୍ୟକୁ ଅଶୁଚି କରେ।
ବନ୍ଡ ଅଙ୍ଗାତେ ତଅଡ୍ଗଡ୍ ଡୁଙ୍ତନାୟ୍, ତିଆତେ ଉଗରନ୍ ସିଲଡ୍ ଡୁଙ୍ତନାୟ୍, ଆରି ତିଆତେ ମା ମନ୍ରାନ୍ଆଡଙ୍ ଏର୍ମଡ଼ିର୍ ଏମ୍ମେତେ ।
19 କାରଣ ହୃଦୟରୁ କୁଚିନ୍ତା, ନରହତ୍ୟା, ବ୍ୟଭିଚାର, ବେଶ୍ୟାଗମନ, ଚୋରି, ମିଥ୍ୟା ସାକ୍ଷ୍ୟ ଓ ନିନ୍ଦା ବାହାରେ;
ଇନିଆସନ୍ଗାମେଣ୍ଡେନ୍ ଉଗରନ୍ ସିଲଡ୍ ପରାନ୍ସାତ୍ତିନ୍ ଆନିଃୟମ୍, ସମ୍ୱବ୍ମରନ୍, ଡାରିନେନ୍, ଜୋଣ୍ଡଡ଼ାନେନ୍, ରାଉନେନ୍, କଣ୍ଡାୟ୍ସାକିନ୍ ଆରି ନିଣ୍ଡୟ୍ବରନ୍ ଡୁଙ୍ତନାୟ୍ ।
20 ଏହି ସମସ୍ତ ହିଁ ମନୁଷ୍ୟକୁ ଅଶୁଚି କରେ, କିନ୍ତୁ ଅଧୁଆ ହାତରେ ଖାଇବା ମନୁଷ୍ୟକୁ ଅଶୁଚି କରେ ନାହିଁ।”
କେନ୍ ଅଡ଼୍କୋନ୍ ମା ମନ୍ରାନ୍ଆଡଙ୍ ଏର୍ମଡ଼ିର୍ ଏମ୍ମେତେ, ବନ୍ଡ ମନ୍ରାନ୍ ଏର୍ନାସିନେନ୍ ଗାଗାଲନ୍ ଡେନ୍ ଆନିନ୍ ଏର୍ମଡ଼ିର୍ ଅଃଡ୍ଡେଏ ।”
21 ଯୀଶୁ ସେହି ସ୍ଥାନରୁ ଅଲଗା ହୋଇ ସୋର ଓ ସୀଦୋନ ଅଞ୍ଚଳକୁ ଚାଲିଗଲେ।
ଜିସୁନ୍ ତେତ୍ତେ ସିଲଡ୍ ଡୁଙ୍ଲନ୍ ସୋରନ୍ ଡ ସିଦୋନ ଡେସାରେଙନ୍ ଜିରେନ୍ ।
22 ଆଉ ଦେଖ, ସେହି ସୀମାରୁ ଜଣେ କିଣାନୀୟ ସ୍ତ୍ରୀ ଆସି ଉଚ୍ଚସ୍ୱରରେ କହିବାକୁ ଲାଗିଲା, ହେ ପ୍ରଭୁ, ଦାଉଦଙ୍କ ସନ୍ତାନ, ମୋତେ ଦୟା କରନ୍ତୁ, ମୋହର ଝିଅଟି ଅତି ଭୟଙ୍କର ଭାବରେ ଭୂତ ଦ୍ୱାରା କଷ୍ଟ ପାଉଅଛି।
ଆରି ଗିୟ୍ବା, ତି ଆ ସଣ୍ଡି ସିଲଡ୍ ଅବୟ୍ କିନାନିଅବଜନ୍ ଜିର୍ରେ ସୋଡ଼ା ସର୍ରଙନ୍ ବାତ୍ତେ ଇୟ୍ଲାୟ୍ ବର୍ନେ, “ଏ ପ୍ରବୁ, ଦାଉଦନ୍ ଆ ଡାଙ୍ଗଡ଼ାଅନ୍, ଞେନ୍ଆଡଙ୍ ସାୟୁମିଁୟ୍, ଡାଙ୍ଗଡ଼ିଅନ୍ଞେନ୍ ବୁତନ୍ ସୁମେନ୍ ଆରି ଆନିନ୍ ବବରନ୍ତଙନ୍ ଡେତେ ।”
23 କିନ୍ତୁ ଯୀଶୁ ତାହାକୁ ପଦେ ହେଲେ ଉତ୍ତର ଦେଲେ ନାହିଁ। ଆଉ ତାହାଙ୍କ ଶିଷ୍ୟମାନେ ଆସି ତାହାଙ୍କୁ ଅନୁରୋଧ କରି କହିବାକୁ ଲାଗିଲେ, ଏହାକୁ ବିଦାୟ କରନ୍ତୁ, କାରଣ ଏ ଆମ୍ଭମାନଙ୍କ ପଛେ ପଛେ ଚିତ୍କାର କରୁଅଛି।
ବନ୍ଡ ଜିସୁନ୍ ଆନିନ୍ଆଡଙ୍ ବପଦ ଓୟ୍ଲେ ଅଃଜ୍ଜାଲଙ୍ଲୋ । ଆରି ଞଙ୍ନେମରଞ୍ଜି ଜିସୁନ୍ ଆମଙ୍ ଜିର୍ରେ କାକୁର୍ତିଡାଲନ୍ ଇୟ୍ଲାୟ୍ ବରେଜି, “କେନ୍ଆନିନ୍ ଲଆପ୍ପାୟା, ଇନିଆସନ୍ଗାମେଣ୍ଡେନ୍ ଆନିନ୍ ବାବ୍ବାବ୍ଲେକାଁୟ୍ ଇନ୍ଲେଞ୍ଜିଆଡଙ୍ ସଣ୍ଡୋଙ୍ଲେ ପାଙ୍ପାଙ୍ଲଙ୍ତନ୍ ।”
24 କିନ୍ତୁ ଯୀଶୁ ଉତ୍ତର ଦେଲେ, “ମୁଁ ଇସ୍ରାଏଲ ବଂଶର ହଜିଯାଇଥିବା ମେଷମାନଙ୍କ ବିନା ଆଉ କାହା ନିକଟକୁ ପ୍ରେରିତ ହୋଇ ନାହିଁ।”
ବନ୍ଡ ଜିସୁନ୍ ଆନିଞ୍ଜିଆଡଙ୍ ଜାଲଙେଞ୍ଜି, “ଆରାଡ଼ଏଞ୍ଜି ଆ ମେଣ୍ଡାଜି ଅନ୍ତମ୍ ଇସ୍ରାଏଲ୍ କେଜ୍ଜାଲୋଙନ୍ ଆରାଡ଼ଏଞ୍ଜି ଆ ମନ୍ରାଜି ଆମଙ୍ ଞେନ୍ ଇୟ୍ଲାୟ୍ ।”
25 କିନ୍ତୁ ସେହି ସ୍ତ୍ରୀ ଆସି ତାହାଙ୍କୁ ପ୍ରଣାମ କରି କହିବାକୁ ଲାଗିଲା, ହେ ପ୍ରଭୁ, ମୋହର ଉପକାର କରନ୍ତୁ।
ବନ୍ଡ ତି ଆଇମରନ୍ ତୁଡ଼ୁମ୍ଲେ ଜିସୁନ୍ଆଡଙ୍ ଲୋମ୍ଲେ ଇୟ୍ଲାୟ୍ ବରେ, “ଏ ପ୍ରବୁ, ଞେନ୍ଆଡଙ୍ ସାଜଇଁୟ୍ ।”
26 ମାତ୍ର ସେ ଉତ୍ତର ଦେଲେ, “ସନ୍ତାନମାନଙ୍କ ଆହାର ନେଇ କୁକୁରମାନଙ୍କ ପାଖରେ ପକାଇବା ଉଚିତ୍ ନୁହେଁ।”
ଜିସୁନ୍ ଆନିନ୍ଆଡଙ୍ ଜାଲଙେନ୍, “ପସିଜଞ୍ଜି ଆ ଜନୋମ୍ ପାଙ୍ଲେ କିନ୍ସଡଞ୍ଜି ଆମଙ୍ ଅଃସେଡ୍ବୋ ।”
27 କିନ୍ତୁ ସେ କହିଲା, ହଁ, ପ୍ରଭୁ, କାରଣ କୁକୁରମାନେ ତ ନିଜ ନିଜ ପ୍ରଭୁଙ୍କ ମେଜରୁ ପଡ଼ିବା ଅଇଁଠା ଖାଆନ୍ତି।
ବନ୍ଡ ତି ଆଇମରନ୍ ଗାମେନ୍, “ଓଓ, ପ୍ରବୁ, ଇନିଆସନ୍ଗାମେଣ୍ଡେନ୍ କିନ୍ସଡଞ୍ଜି ନିୟ୍ ରମ୍ମଙ୍ ରମ୍ମଙ୍ ଆ ସାଉକାର ଆ ମେଜଲୋଙ୍ ସିଲଡ୍ ଆରସେଡ୍ତେନ୍ ଆ ସଙ୍କୁରାଜି ଜୋମ୍ତଜି ।”
28 ସେଥିରେ ଯୀଶୁ ଉତ୍ତର ଦେଲେ, “ଗୋ ନାରୀ, ତୁମ୍ଭର ବଡ଼ ବିଶ୍ୱାସ, ତୁମ୍ଭର ଇଚ୍ଛାନୁସାରେ ତୁମ୍ଭ ପ୍ରତି ଘଟୁ।” ସେହି ମୁହୂର୍ତ୍ତରୁ ତାହାର କନ୍ୟା ସୁସ୍ଥ ହେଲା।
ସିଲତ୍ତେ ଜିସୁନ୍ ଆନିନ୍ଆଡଙ୍ ଜାଲଙେନ୍, “ଏ ଆଇମର୍, ଡର୍ନେନମ୍ ସୋଡ଼ାଡମ୍, ଇସ୍ସୁମ୍ନମ୍ ଅନ୍ତମ୍ ଆମନ୍ ଆସନ୍ ଡେଏତୋ ।” ତି ଆ ବନେଡ଼ା ମା ଆ ଡାଙ୍ଗଡ଼ିଅନନ୍ ମନଙେନ୍ ।
29 ଯୀଶୁ ସେଠାରୁ ପ୍ରସ୍ଥାନ କରି ଗାଲିଲୀ ସମୁଦ୍ର ନିକଟକୁ ଆସିଲେ, ଆଉ ପର୍ବତ ଉପରକୁ ଯାଇ ସେଠାରେ ବସିଲେ।
ଜିସୁନ୍ ତେତ୍ତେ ସିଲଡ୍ ଜିର୍ରେ ଗାଲିଲି ସମେଁୟ୍ଣ୍ଡ୍ରାନ୍ ଆ ତୁୟାୟ୍ ଜିରେନ୍, ଆରି ତୋଣ୍ଡୋ ବରୁନ୍ ଜିର୍ରେ ତେତ୍ତେ ଇୟ୍ଲେ ତଙ୍କୁମେ ।
30 ପୁଣି, ବହୁସଂଖ୍ୟକ ଲୋକ ଖଞ୍ଜ, ପଙ୍ଗୁ, ଅନ୍ଧ, ମୂକ ଓ ଅନ୍ୟାନ୍ୟ ଅନେକଙ୍କୁ ସାଙ୍ଗରେ ଘେନି ତାହାଙ୍କ ଛାମୁକୁ ଆସିଲେ ଏବଂ ସେମାନଙ୍କୁ ତାହାଙ୍କ ପାଦ ତଳେ ଥୋଇଦେଲେ, ପୁଣି, ସେ ସେମାନଙ୍କୁ ସୁସ୍ଥ କଲେ।
ଆରି, ଗୋଗୋୟ୍ନେଡମ୍ ମନ୍ରାଞ୍ଜି ସୋତ୍ତାମରନ୍, ଗଡ଼ୁଡ୍ମରନ୍, କାଡ଼ୁମରନ୍, ଜାଡ୍ଡାମରନ୍ ଡ ଏର୍ଜାଡ଼ିକାନ୍ ଆ ରୋଗମର୍ଜିଆଡଙ୍ ଓରୋଙ୍ଡାଲେ ଜିସୁନ୍ ଆଜଙ୍ବା ଇୟ୍ଲାୟ୍ ତମ୍ମିଜେଜି, ଆରି ଜିସୁନ୍ ଆନିଞ୍ଜିଆଡଙ୍ ମବ୍ନଙେଞ୍ଜି ।
31 ଏହି ରୂପେ ମୂକମାନେ ଯେ କଥା କହୁଅଛନ୍ତି, ପଙ୍ଗୁମାନେ ସୁସ୍ଥ ହୋଇଅଛନ୍ତି, ଖଞ୍ଜମାନେ ଚାଲୁଅଛନ୍ତି ଓ ଅନ୍ଧମାନେ ଦେଖୁଅଛନ୍ତି, ଏହା ଦେଖି ଲୋକସମୂହ ଚମତ୍କୃତ ହେଲେ, ପୁଣି, ଇସ୍ରାଏଲର ଈଶ୍ବରଙ୍କ ମହିମା କୀର୍ତ୍ତନ କଲେ।
ଜାଡ୍ଡାମରଞ୍ଜି କଡାଡ଼ିଲଞ୍ଜି, ଗଡ଼ୁଡ୍ମରଞ୍ଜି ମନଙେଞ୍ଜି, ସୋତ୍ତାମରଞ୍ଜି ତଙିୟ୍ଲଞ୍ଜି ଆରି କାଡ଼ୁମରଞ୍ଜି ରପ୍ତି ଗିଜେଞ୍ଜି, ତିଆସନ୍ ମନ୍ରାଞ୍ଜି କେନ୍ଆତେ ଗିୟ୍ଲେ ସାନ୍ନି ଡେଏଞ୍ଜି କି ଇସ୍ରାଏଲନ୍ ଆ ଇସ୍ୱରଆଡଙ୍ ଅବ୍ଗୁଗୁଏଞ୍ଜି ଅବ୍ପେମେଙେଞ୍ଜି ।
32 ଆଉ ଯୀଶୁ ଆପଣା ଶିଷ୍ୟମାନଙ୍କୁ ନିକଟକୁ ଡାକି କହିଲେ, “ଏହି ଲୋକସମୂହ ପ୍ରତି ମୋହର ଦୟା ହେଉଅଛି, କାରଣ ଏମାନେ ତିନି ଦିନ ହେଲାଣି ମୋ ସାଙ୍ଗରେ ରହିଅଛନ୍ତି ଓ ଏମାନଙ୍କ ପାଖରେ କିଛି ଖାଇବାକୁ ନାହିଁ; କାଳେ ବାଟରେ ଏମାନେ ମୂର୍ଚ୍ଛା ହୋଇଯାଇପାରନ୍ତି, ଏଥିପାଇଁ ସେମାନଙ୍କୁ ଅନାହାରରେ ବିଦାୟ ଦେବାକୁ ମୋହର ଇଚ୍ଛା ନାହିଁ।”
ଆରି, ଜିସୁନ୍ ଆ ଞଙ୍ନେମରଞ୍ଜିଆଡଙ୍ ଓଡ୍ଡେଡାଲେ ବରେଞ୍ଜି, “କେନ୍ ଆ ମନ୍ରାଜି ଆସନ୍ ଞେନ୍ ଇର୍ସୋୟମ୍ଡାତିଁୟ୍, ଇନିଆସନ୍ଗାମେଣ୍ଡେନ୍ କେନ୍ଆନିଞ୍ଜି ୟାଗି ଡିନ୍ନା ଡେଏନ୍ନି ଞେନ୍ ସରିନ୍ ଡକୋଜି ଆରି କେନ୍ ଆମଙଞ୍ଜି ଇନ୍ନିଙ୍ ଜନୋମ୍ଜୋମ୍ ତଡ୍; କେନ୍ଆନିଞ୍ଜି ଜିରେଞ୍ଜି ଆଡିଡ୍ ତଙର୍ଲୋଙନ୍ ଅସମୟ୍ ଇୟ୍ତେ ରାଇଡେଞ୍ଜି, ତିଆସନ୍ ଆନିଞ୍ଜିଆଡଙ୍ ଆଡୋଲେଜନ୍ ଅନାପ୍ପାୟନ୍ ଞେନ୍ ଅଃଲ୍ଲଡଜିଁୟ୍ ।”
33 ଶିଷ୍ୟମାନେ ତାହାଙ୍କୁ କହିଲେ, ଏତେ ଲୋକଙ୍କୁ ତୃପ୍ତ କରିବା ପାଇଁ ଆମ୍ଭେମାନେ ନିର୍ଜନ ସ୍ଥାନରେ କେଉଁଠାରୁ ଏତେ ରୁଟି ପାଇବା?
ଞଙ୍ନେମରଞ୍ଜି ଜିସୁନ୍ଆଡଙ୍ ବରେଞ୍ଜି, “କେନ୍ ଆରିଙ୍ରିଙ୍ଲୋଙନ୍ ଡିୟ୍ନେ ମନ୍ରାଞ୍ଜିଆଡଙ୍ ଅନବ୍ବୋଓନ୍ ଆସନ୍ ଇନ୍ଲେଞ୍ଜି ଅଡ଼େଙ୍ଗା ସିଲଡ୍ ଡିୟ୍ତେ ରୁଟିନ୍ ଞାଙ୍ବୋ?”
34 ଯୀଶୁ ସେମାନଙ୍କୁ ପଚାରିଲେ, “ତୁମ୍ଭମାନଙ୍କ ପାଖରେ କେତୋଟି ରୁଟି ଅଛି?” ସେମାନେ କହିଲେ, ସାତୋଟି, ପୁଣି, ଅଳ୍ପ କେତୋଟି ସାନ ମାଛ।
ଜିସୁନ୍ ଆନିଞ୍ଜିଆଡଙ୍ ବରେଞ୍ଜି, “ଅମଙ୍ବେନ୍ ଡିଅଙ୍ଗା ରୁଟିନ୍ ଡକୋ?” ଆନିଞ୍ଜି ଗାମେଞ୍ଜି, “ସାତଟା ରୁଟିନ୍, ଆରି ଅସୋୟ୍ ସନ୍ନାରାଡମ୍ ଆ ଆୟ ଡକୋ ।”
35 ସେଥିରେ ସେ ଲୋକସମୂହକୁ ଭୂମିରେ ବସିବାକୁ ଆଜ୍ଞା ଦେଲେ,
ତିଆସନ୍ ଜିସୁନ୍ ମନ୍ରାଞ୍ଜିଆଡଙ୍ ଲବଲୋଙନ୍ ତନଙ୍କୁମନ୍ ଆସନ୍ ବରେଞ୍ଜି ।
36 ଆଉ ଯୀଶୁ ସେହି ସାତୋଟି ରୁଟି ଓ ମାଛଗୁଡ଼ିକ ଘେନି ଧନ୍ୟବାଦ ଦେଇ ସେହିସବୁ ଶିଷ୍ୟମାନଙ୍କୁ ଦିଅନ୍ତେ ସେମାନେ ଲୋକସମୂହକୁ ଦେଲେ।
ଆରି ଆନିନ୍ ତି ସାତଟା ରୁଟିନ୍ ଡ ଅୟନ୍ ଞମ୍ଲେ ଇସ୍ୱରନ୍ଆଡଙ୍ ସନେନ୍ସେନନ୍ ତିୟ୍ଲେ ତିଆତେଜି ରେବ୍ଲେ ଞଙ୍ନେମରଞ୍ଜିଆଡଙ୍ ତିୟେଞ୍ଜି, ଆରି ଆନିଞ୍ଜି ତିଆତେ ମନ୍ରାଞ୍ଜିଆଡଙ୍ ତିୟେଞ୍ଜି ।
37 ଆଉ ସମସ୍ତେ ଭୋଜନ କରି ପରିତୃପ୍ତ ହେଲେ ଓ ଭଙ୍ଗା ରୁଟିରୁ ଯାହା ବଳିଲା, ତାହା ସେମାନେ ଉଠାଇ ସାତ ଟୋକେଇ ଭର୍ତ୍ତି କଲେ।
ଆନିଞ୍ଜି ଜୋମ୍ଲୋଙ୍ ଜୋମ୍ଲେ ବୋଓଏଞ୍ଜି କି ଡିଅଙ୍ଗା ରୁଟିନ୍ ଲାଗାଏନ୍, ତିଆତେ ଆନିଞ୍ଜି ସାତ ଗୁରୁଲ୍ଲି ବବ୍ରିଜେଞ୍ଜି ।
38 ଭୋଜନ କରିବା ଲୋକେ, ସ୍ତ୍ରୀ ଓ ପିଲାମାନଙ୍କ ଛଡ଼ା, ଚାରି ହଜାର ପୁରୁଷ ଥିଲେ।
ରୁଟିନ୍ ଆଜ୍ରୋମେଞ୍ଜି ଆ ମନ୍ରାଜି, ଆଇମରଞ୍ଜି ଡ ପସିଜଞ୍ଜି ଅଃଡ୍ଡିଡିଲନେ, ଓବ୍ବାମରଞ୍ଜି ଉଞ୍ଜି ଅଜାର ଡକୋଏଞ୍ଜି ।
39 ଏଥିଉତ୍ତାରେ ସେ ଲୋକସମୂହକୁ ବିଦାୟ ଦେଇ ନୌକାରେ ଚଢ଼ି ମଗଦାନ ସୀମାକୁ ଆସିଲେ।
ତି ସିଲଡ୍ଲ୍ଲନ୍ ଜିସୁନ୍ ମନ୍ରାଞ୍ଜିଆଡଙ୍ ଆପ୍ପାୟ୍ଡାଲେ ଡୋଙ୍ଗାଲୋଙନ୍ ଡାୟ୍ଲେ ମଗଦାନନ୍ ଆ ସଣ୍ଡି ଜିରେନ୍ ।