< ମାଥିଉ 14 >
1 ସେହି ସମୟରେ ସାମନ୍ତରାଜା ହେରୋଦ ଯୀଶୁଙ୍କ ବିଷୟରେ ସମ୍ବାଦ ଶୁଣି ଆପଣା ଦାସମାନଙ୍କୁ କହିଲେ,
ଆତେନ୍ ବେଲା ହେରୋଦ ଗାଲିଲିନେ ସାସନ୍ ଡିଙ୍ଗ୍ଣ୍ଡ୍ରେ ଲେଃଗେ ମେଁ ଜିସୁନେ ବିସୟ୍ରେ ଅଁକେ ।
2 ଏ ବାପ୍ତିଜକ ଯୋହନ, ସେ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି, ସେଥିସକାଶେ ଏହି ସମସ୍ତ ଶକ୍ତି ତାହାଙ୍କଠାରେ କାର୍ଯ୍ୟ କରୁଅଛି।
ମେଁନେ ଚାକର୍ଇଂକେ ବାସଙ୍ଗ୍କେ “କିମେ ସତେଆ ଡୁବନ୍ ବିଣ୍ଡ୍ରେ ଜହନ୍ ମେଁ ଗୁଏଃଚେ ଆରି ମୁଇଂତର୍ ଜିବନ୍ ଣ୍ଡିଙ୍ଗ୍ ଲେଃକେ ଆତେନ୍ସା ମେଁ କାବାକାମ୍ ଡିଙ୍ଗ୍ୟାଡିଙ୍କେ ।”
3 ଯେଣୁ ହେରୋଦ ଆପଣା ଭାଇ ଫିଲିପ୍ପଙ୍କ ଭାର୍ଯ୍ୟା ହେରୋଦିଆଙ୍କ ସକାଶେ ଯୋହନଙ୍କୁ ଧରି ଓ ବାନ୍ଧି ବନ୍ଦୀଶାଳାରେ ପକାଇଥିଲେ।
ତେସା ହେରୋଦ ଜହନ୍କେ ଗିରପ୍ ଆଡିଙ୍ଗ୍ ନ୍ସା ଆଦେସ୍ ବିବଗେ ବାରି ଆମେକେ ସିକ୍ଲି ଏତେ ଗାଗ୍ଚେ ବନ୍ଦିସାଲ୍ନ୍ନିଆ ଆଃଗାବଗେ । ମେଁନେ ବୟାଁଣ୍ଡେ ପିଲିପ୍ନେ କୁନେଣ୍ଡେ ହେରୋଦିଆ ନ୍ସା ମେଁ ଏନ୍ ଡିଙ୍ଗ୍ବଗେ ।
4 କାରଣ ଯୋହନ ତାହାଙ୍କୁ କହୁଥିଲେ, ଏହାଙ୍କୁ ରଖିବା ଆପଣଙ୍କର ବିଧିସଙ୍ଗତ ନୁହେଁ।
ଡୁବନ୍ ବିଣ୍ଡ୍ରେ ଜହନ୍ ଆମେକେ ବାସଙ୍ଗ୍କେ “ହେରୋଦିଆକେ ବିହେ ଡିଙ୍ଗ୍ନେ ନାନେ ଟିକ୍ ଣ୍ଡୁ ।”
5 ଆଉ, ସେ ତାହାଙ୍କୁ ବଧ କରିବାକୁ ଇଚ୍ଛା କଲେ ସୁଦ୍ଧା ଲୋକସମୂହକୁ ଭୟ କଲେ, କାରଣ ସେମାନେ ତାହାଙ୍କୁ ଭାବବାଦୀ ବୋଲି ମାନୁଥିଲେ।
ଆତେନ୍ସାଃ ହେରୋଦ ଜହନ୍କେ ବାଗୁଏନେସା ଚାଏଁ ଡିଙ୍ଗେ ମାତର୍ ଜିହୁଦିନେ ରେମୁଆଁଇଂକେ ମେଁ ବୁଟ ଡିଙ୍ଗେ ମେଁନ୍ସା ଡାଗ୍ଲା ମେଇଂ ଜହନ୍କେ ମୁଇଙ୍ଗ୍ ବାବବାଦି ଡାଗ୍ଚେ ବାବେ ଡିଙ୍ଗ୍ ଆର୍ଗେ ।
6 କିନ୍ତୁ ହେରୋଦଙ୍କ ଜନ୍ମ ଦିନ ପଡ଼ନ୍ତେ, ହେରୋଦିଆଙ୍କ କନ୍ୟା ସଭା ମଧ୍ୟରେ ନୃତ୍ୟ କରି ହେରୋଦଙ୍କୁ ମୁଗ୍ଧ କରିଦେଲା।
ହେରୋଦନେ ଜନମ୍ ଦିନ୍କେଲା ହେରୋଦିଆନେ ସେଲା କୁଲାରେ ଡାଗ୍ରା ୱାଡ଼େଙ୍ଗ୍ ୱାଡିଙ୍ଗେ ।
7 ସେଥିରେ ସେ ଶପଥ କରି ପ୍ରତିଜ୍ଞା କଲେ ଯେ, ସେ ଯାହା କିଛି ମାଗିବ, ସେ ତାହାକୁ ତାହା ଦେବେ।
ମେଁ ଆଡ଼ାତ୍ରା ସାର୍ଦା ଡିଙ୍ଗ୍ଚେ ହେରୋଦ ପାର୍ମାନ୍ ସାଚେ ବାସଙ୍ଗ୍କେ “ନେଙ୍ଗ୍ ପାର୍ମାନ୍ ସାଚେ ବାସଙ୍ଗ୍ଣ୍ଡିଂ ନାଁ ମେଃନେ ନାସାଲ୍ୟାଏ ନେଙ୍ଗ୍ ଆନାକେ ଆତେନ୍ ମ୍ବିଏ ।”
8 ଆଉ, ସେ ଆପଣା ମାଆର ଶିକ୍ଷାରେ ପଡ଼ି କହିଲା ବାପ୍ତିଜକ ଯୋହନର ମସ୍ତକ ଏଠାରେ ଗୋଟିଏ ଥାଳିରେ ମୋତେ ଦିଅନ୍ତୁ।
ମେଁ ଇୟାଙ୍ଗ୍ଡେ ବାସଙ୍ଗ୍ନେ ଇସାବ୍ରେ ଗଡ଼େଅ ବାସଙ୍ଗ୍କେ, “ଡୁବନ୍ ବିଣ୍ଡ୍ରେ ଜହନ୍ନେ ବାଆଃ ଆକ୍ ଅରିଆ ଏବେଆ ମୁଇଙ୍ଗ୍ ତାଲିନିଆ ଦାପ୍ରେ ଡୁଂପାଙ୍ଗ୍ ବିଲାପା ।”
9 ଏଥିରେ ରାଜା ଦୁଃଖିତ ହେଲେ ସୁଦ୍ଧା ନିଜ ଶପଥ ଓ ଆପଣା ସହିତ ଭୋଜିରେ ବସିଥିବା ବ୍ୟକ୍ତିମାନଙ୍କ ସକାଶେ ତାହା ଦେବାକୁ ଆଜ୍ଞା ଦେଲେ।
ଏନ୍ ଅଁଚେ ଇଃସାଙ୍ଗ୍ ଦୁକ୍ ଡିଙ୍ଗେ । ମାତର୍ ସାପାରେନେ ସେନୁଗ୍ ପାର୍ମାନ୍ ସାଃବଲା ସେଲାନେ ଇକ୍ଚା ପୁରନ୍ ଆଡିଙ୍ଗ୍ସା ଆଦେସ୍ ବିକେ ।
10 ପୁଣି, ଲୋକ ପଠାଇ ବନ୍ଦୀଶାଳାରେ ଯୋହନଙ୍କ ମସ୍ତକ ଛେଦନ କରାଇଲେ,
ତେସା ବନ୍ଦି ଡୁଆନ୍ନିଆ ଜହନ୍ନେ ବାଆଃ ସିତଗ୍ ଡୁଂପାଙ୍ଗ୍ଆର୍କେ ବାରି
11 ଆଉ ତାହାଙ୍କର ମସ୍ତକ ଗୋଟିଏ ଥାଳିରେ ଅଣାଯାଇ ସେହି ବାଳିକାକୁ ଦିଆଗଲା, ପୁଣି, ସେ ଆପଣା ମାଆ ନିକଟକୁ ତାହା ନେଇଗଲା।
ତାଲିନ୍ନିଆ ମେଁନେ ବାଆଃକେ ବଚେ ଆତେନ୍ ଗଡ଼େଅକେ ବିଆର୍ଗେ । ମେଁ ଆତେନ୍ ଡୁଂୱେଚେ ମେଁ ଇୟାଙ୍ଗ୍ଡେକେ ବିକେ ।
12 ସେଥିରେ ତାହାଙ୍କ ଶିଷ୍ୟମାନେ ଆସି ଶବ ନେଇଯାଇ ତାହାଙ୍କୁ ସମାଧି ଦେଲେ ଓ ଯାଇ ଯୀଶୁଙ୍କୁ ଜଣାଇଲେ।
ଇଡ଼ିଙ୍ଗ୍ ଜହନ୍ନେ ସିସ୍ଇଂ ପାଙ୍ଗ୍ଚେ ଆତି ବିଃନ୍ସା ଗୁଏକ୍ନେ ଗାଗ୍ଡ଼େକେ ଡୁଙ୍ଗ୍ୱେଆର୍ଗେ । ମେଇଂ ୱେଚେ ଜିସୁକେ ଏନ୍ ଦୁକ୍ କବର୍ ଆଅଁ ଆର୍କେ ।
13 ଯୀଶୁ ତାହା ଶୁଣି ସେଠାରୁ ଅଲଗା ହୋଇ ନୌକାରେ ଗୋଟିଏ ଜନଶୂନ୍ୟ ସ୍ଥାନକୁ ଗଲେ। ଲୋକସମୂହ ଏହା ଶୁଣି ନଗରଗୁଡ଼ିକରୁ ଆସି ଚାଲିଚାଲି ତାହାଙ୍କର ପଶ୍ଚାତ୍ଗମନ କଲେ;
ଜହନ୍ନେ କବର୍ ଅଁକ୍ନେ ଦାପ୍ରେ ଜିସୁ ତରାନ୍ନିଆ ଡେଃଚେ ମୁଇଂ ରେମୁଆଁଗଣ୍ଡ୍ ଣ୍ଡୁନେ ଜାଗାନ୍ନିଆ ୱେଆର୍କେ । ଜିସୁ ଆତ୍ଅରିଆ ୱେଡିଙ୍ଗ୍କ୍ନେ ମ୍ୟାଚେ ଡାଗ୍ରା ଇନିଇଂ ବାନ୍ ଗୁଲୁଏ ରେମୁଆଁ କେଣ୍ତିଆ ଆଃଡ଼ା ଆଃଡ଼ା ଅଲେଙ୍ଗ୍ଚେ ଜିସୁନେ ପ୍ଲା ୱେଗେ ।
14 ଆଉ, ସେ ନୌକାରୁ ବାହାରି ବହୁସଂଖ୍ୟକ ଲୋକକୁ ଦେଖି ସେମାନଙ୍କ ପ୍ରତି ଦୟାରେ ବିଗଳିତ ହେଲେ ଓ ସେମାନଙ୍କର ରୋଗୀମାନଙ୍କୁ ସୁସ୍ଥ କଲେ।
ଜିସୁ ଅନାବେଲା ତରାବାନ୍ ତାର୍ଚେଃ ଗୁଲୁଏ ରେମୁଆଁ ପାଙ୍ଗ୍ଡିଙ୍ଗ୍କ୍ନେ କେଚେ ମେଁ ମେଁଇଙ୍ଗ୍ନେ ଆଡ଼ାତ୍ରା ମେଁ ଦୟାରେ ତର୍ବର୍ ଡିଙ୍ଗ୍କେ ଗୁଲୁଏ ରଗ୍ଣ୍ତ୍ରେକେ ମେଁ ଆତ୍ ଅରିଆ ନିମାଣ୍ଡା ଆଡିଙ୍କେ ।
15 ବେଳ ଗଡ଼ିଯିବାରୁ ଶିଷ୍ୟମାନେ ତାହାଙ୍କ ନିକଟକୁ ଆସି କହିଲେ, ଏ ସ୍ଥାନ ତ ଜନଶୂନ୍ୟ, ପୁଣି, ବେଳ ତ ଗଲାଣି; ଏଣୁ ଲୋକସମୂହ ଯେପରି ଗ୍ରାମମାନଙ୍କୁ ଯାଇ ନିଜ ନିଜ ପାଇଁ ଖାଦ୍ୟ କିଣନ୍ତି, ସେଥିପାଇଁ ସେମାନଙ୍କୁ ବିଦାୟ ଦିଅନ୍ତୁ।
ଆତେନ୍ ଦିନା ଲମ୍ଡିଗ୍ ସିସ୍ଇଂ ଜିସୁ ଡାଗ୍ରା ପାଙ୍ଗ୍ଚେ ବାସଙ୍ଗ୍ଆର୍କେ “ଜାବର୍ ଜିଲମ୍ ଡିଙ୍ଗ୍ଡିଙ୍ଗ୍କେ, ବାରି ରେମୁଆଁଇଙ୍ଗ୍ ଡାଗ୍ରା ଡିରକମ୍ ଇନି ଇନି ୱେଚେ ନିଜର୍ ନିଜର୍ ନ୍ସା କାଦି ବିଆର୍ ଆର୍ଏ ।” ଆତେନ୍ସା ଆମେଇଂକେ ବେବିଃ ।
16 କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ସେମାନଙ୍କର ଯିବା ଆବଶ୍ୟକ ନୁହେଁ, ତୁମ୍ଭେମାନେ ସେମାନଙ୍କୁ ଭୋଜନ କରାଅ।”
ଜିସୁ ମାତର୍ ଆମେଇଂକେ ବାସଙ୍ଗ୍କେ “ମେଇଂ ଆକ୍ବାନ୍ ୱିଗ୍ନେ ଦର୍କାର୍ ଣ୍ଡୁ । ପେ ଆମେଇଂକେ ମେଃଡିଗ୍ ଚଙ୍ଗ୍ନେ ବିଃପା ।”
17 ସେମାନେ ତାହାଙ୍କୁ କହିଲେ, ଆମ୍ଭମାନଙ୍କର ଏଠାରେ କେବଳ ପାଞ୍ଚୋଟି ରୁଟି ଓ ଦୁଇଟି ମାଛ ଅଛି।
ସିସ୍ଇଂ ଉତର୍ ବିକେ “ଆକ୍ଅରିଆ ନେଁ ଡାଗ୍ରା ମାତର୍ ମାଲିକ୍ଲିଗ୍ ରୁଟି ମ୍ବାକ୍ଲିଗ୍ ଆଃଡ଼ ଲେଃକେ ।”
18 ସେ କହିଲେ, “ସେଗୁଡ଼ିକ ଏଠାକୁ ମୋʼ ପାଖକୁ ଆଣ।”
ଜିସୁ ବାସଙ୍ଗ୍କେ, “ଆତେନ୍ ନେଙ୍ଗ୍ ଡାଗ୍ରା ଡୁଙ୍ଗ୍ ପାଙ୍ଗ୍ଲାପା ।”
19 ପୁଣି, ସେ ଲୋକସମୂହକୁ ଘାସ ଉପରେ ବସିବା ପାଇଁ ଆଜ୍ଞା ଦେଲେ, ଆଉ ସେ ସେହି ପାଞ୍ଚୋଟି ରୁଟି ଓ ଦୁଇଟି ମାଛ ନେଇ ସ୍ୱର୍ଗ ଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କରି ଆଶୀର୍ବାଦ କଲେ ଏବଂ ରୁଟି ଗୁଡ଼ିକ ଭାଙ୍ଗି ଶିଷ୍ୟମାନଙ୍କୁ ଦେଲେ ଆଉ ଶିଷ୍ୟମାନେ ଲୋକସମୂହକୁ ଦେଲେ।
ରେମୁଆଁଇଂକେ ଚେଃମୁଆଁ ଆଡ଼ାତ୍ରା କନେ ବାସଙ୍ଗ୍ଚେ ଜିସୁ ମାଲିକ୍ଲିଗ୍ ରୁଟି ଆରି ମ୍ୱାର୍କ୍ଲିଙ୍ଗ୍ ଆଡ଼କେ ଲିଙ୍ଗ୍ଚେ କିତଙ୍ଗ୍ ଇନି ତାଣ୍ଡେଚେ ପର୍ମେସର୍କେ ଦନ୍ୟବାଦ୍ ବିକେ । ଆରି ଆତେନ୍ ରୁଟିକେ ମେତଗ୍ ମେତଗ୍ ଆଡିଙ୍ଗ୍ଚେ ସିସ୍ଇଂକେ ନ୍ତି ଆସା ବିକେ । ସିସ୍ଇଂ ଆତେନ୍ ସାପା ଡୁଂୱେଚେ ରେମୁଆଁଇଂକେ ବାଟା ବିଃକେ ।
20 ପୁଣି, ସମସ୍ତେ ଭୋଜନ କରି ତୃପ୍ତ ହେଲେ ଓ ଭଙ୍ଗା ରୁଟିରୁ ଯାହା ବଳିଲା ତାହା ସେମାନେ ଉଠାଇ ବାର ଟୋକେଇ ଭର୍ତ୍ତି କଲେ।
ସାପାରେ ସୁଲୁଏ ପୁରୁନ୍ ଚଙ୍ଗ୍ଚେ ସାନ୍ତି ବାଆର୍କେ । ଇଡ଼ିଙ୍ଗ୍ ସିସ୍ଇଂ ଲୁଆଁ ଲେଃକ୍ନେ ରୁଟି ବାରି ଆଃଡ଼ଆଣ୍ଡେଙ୍ଗ୍ ଜଗ୍ଚେ ଗୁକ୍ଲିଗ୍ ଆଣ୍ଡ୍ରାନ୍ନିଆ ତାଃନ ଆର୍କେ ।
21 ଭୋଜନ କରିବା ଲୋକେ, ସ୍ତ୍ରୀ ଓ ପିଲାମାନଙ୍କ ଛଡ଼ା, ପ୍ରାୟ ପାଞ୍ଚ ହଜାର ପୁରୁଷ ଥିଲେ।
ସେଲାମ୍ବୁଏଃ ବାରି ଙ୍ଗିର୍ବଏଇଂକେ ଆନ୍ତାର୍ଚେ ମାଲ୍ ଅଜାର୍ ରେମୁଆଁ ଏନ୍ ରୁଟି ଚଙ୍ଗ୍ଆର୍ଗେ ।
22 ସେହିକ୍ଷଣି ଯୀଶୁ ଶିଷ୍ୟମାନଙ୍କୁ ନୌକାରେ ଚଢ଼ି ତାହାଙ୍କ ଆଗରେ ଅପର ପାରିକୁ ଯିବା ପାଇଁ ବଳାଇଲେ, ପୁଣି, ସେ ଇତିମଧ୍ୟରେ ଲୋକସମୂହକୁ ବିଦାୟ ଦେଲେ।
ଏନ୍ ଇଡ଼ିଙ୍ଗ୍ ଜିସୁ ସିସ୍ଇଂକେ ତରାନ୍ନିଆ ଡେଃଚେ କେଣ୍ଡିଆ ଇନୁମେତା ୱେନେସା ବାସଙ୍ଗ୍କେ । ମେଁ ନିଜେ ପ୍ଲା ପାକା ଲେଃଚେ ରେମୁଆଁଇଂକେ ବେବିକେ ।
23 ଲୋକସମୂହକୁ ବିଦାୟ ଦେଲା ପରେ ସେ ପ୍ରାର୍ଥନା କରିବା ପାଇଁ ବାହାରିଯାଇ ପର୍ବତ ଉପରକୁ ଗଲେ, ଆଉ ସନ୍ଧ୍ୟା ହେଲା ପରେ ସେ ସେଠାରେ ଏକାକୀ ଥିଲେ।
ମେଁ ମୁଇଂଜାଆ ପାର୍ତନା ଡିଙ୍ଗ୍ନ୍ସା କଣ୍ଡା ଆଡ଼ାତ୍ରା ୱେକେ । ଲମ୍ଡିଗ୍ନେ ବେଲା ଜିସୁ ଆତ୍ ଅରିଆ ମୁଇଂଜାଆ ଲେଃଗେ ।
24 କିନ୍ତୁ ନୌକା ସେତେବେଳେ କୂଳରୁ ଅନେକ ଦୂରରେ ଥିଲା ଏବଂ ପ୍ରତିକୂଳ ବାୟୁ ହେତୁ ତାହା ଟଳମଳ ହେଉଥିଲା।
। ଆତେନ୍ ବେଲା ତରା କେଣ୍ଡିଆ ଆଃଡ଼ାଃବାନ୍ ଗୁଲୁଏ ସ୍ଲ ୱେଲେଗେ ବାରି ଜାବର୍ ୱେଡ଼ିଆ ଡିଙ୍ଗ୍ଲେଲା ଆଲ୍କା ବଗ୍ଚେ ଆଙ୍କ୍ ଆନ୍ତ୍ ଡିଙ୍ଗ୍କେ ।
25 କିନ୍ତୁ ରାତ୍ରିର ଚତୁର୍ଥ ପ୍ରହରରେ ଯୀଶୁ ସମୁଦ୍ର ଉପରେ ଚାଲି ସେମାନଙ୍କ ପାଖକୁ ଆସିଲେ,
ଗିସେଙ୍ଗ୍ ତେଃସନେ ବେଲା ଜିସୁ କେଣ୍ଡିଆ ଆଃଡ଼ା ଅଲେଙ୍ଗ୍ ଅଲେଙ୍ଗ୍ଚେ ସିସ୍ଇଙ୍ଗ୍ନେ ଡାଗ୍ରା ପାଙ୍ଗ୍କେ ।
26 ପୁଣି, ଶିଷ୍ୟମାନେ ତାହାଙ୍କୁ ସମୁଦ୍ର ଉପରେ ଚାଲିବାର ଦେଖି ଉଦ୍ବିଗ୍ନ ହୋଇ କହିଲେ, ଏ ତ ଭୂତ; ଆଉ, ସେମାନେ ଭୟରେ ଚିତ୍କାର କଲେ।
ସିସ୍ଇଂ ଆମେକେ କେଣ୍ଡିଆ ଆଡ଼ାତ୍ରା ଅଲେଙ୍ଗ୍ନେ କେଚେ ବୁଟମେଗ୍ଚେ ବାସଙ୍ଗ୍ଆର୍କେ, ଆକେନ୍ ତ ବୁତ୍; ଆରି ମେଇଙ୍ଗ୍ ବୁଟଚେଃ କିରଆର୍କେ ।
27 କିନ୍ତୁ ଯୀଶୁ ସେହିକ୍ଷଣି ସେମାନଙ୍କ ସହିତ କଥାବାର୍ତ୍ତା କରି କହିଲେ “ସାହସ ଧର ଏ ତ ମୁଁ, ଭୟ କର ନାହିଁ।”
ଜିଆ ଜିଆ ଜିସୁ ଆମେଇଂକେ ବାସଙ୍ଗ୍କେ ସାଆସ୍ ସାଃପା “ଆକେନ୍ ତ ନେଙ୍ଗ୍! ଆବ୍ଟଗ୍ପା ।”
28 ସେଥିରେ ପିତର ଉତ୍ତର ଦେଲେ, ହେ ପ୍ରଭୁ, ଯେବେ ଆପଣ, ତେବେ ଜଳ ଉପରେ ଆପଣଙ୍କ ପାଖକୁ ଯିବା ପାଇଁ ମୋତେ ଆଜ୍ଞା କରନ୍ତୁ।
ଏନ୍ ଅଁଚେ ପିତର୍ ବାସଙ୍ଗ୍କେ “ମାପ୍ରୁ, ଜଦି ସତ୍ରେ ନାଁ ଡିଙ୍ଗ୍ ନାଲେଏ; ତେଲା ଣ୍ଡିଆ ଆଡ଼ାତ୍ରା ଅଲେଙ୍ଗ୍ଚେ ନାଁ ଡାଗ୍ରା ପାଙ୍ଗ୍ନ୍ସା ଆନେଙ୍ଗ୍କେ ଆଦେସ୍ ବିଲା ।”
29 ସେ କହିଲେ, “ଆସ।” ସେଥିରେ ପିତର ନୌକାରୁ ଓହ୍ଲାଇ ଜଳ ଉପରେ ଚାଲି ଯୀଶୁଙ୍କ ପାଖକୁ ଗଲେ।
ଜିସୁ ବାସଙ୍ଗ୍କେ “ଅଲେଙ୍ଗ୍ଚେ ପାଙ୍ଗ୍ଲା ।” ପିତର୍ ତରାବାନ୍ ଜାର୍ଚେ ଜିସୁ ପାକା ଣ୍ଡିଆ ଆଡ଼ାତ୍ରା ଅଲେଙ୍ଗ୍ନ୍ସା ମୁଲେକେ ।
30 ମାତ୍ର ସେ ପବନ ଦେଖି ଭୟ କଲେ, ପୁଣି, ବୁଡ଼ି ଯାଉ ଯାଉ ଚିତ୍କାର କରି କହିଲେ, ହେ ପ୍ରଭୁ, ମୋତେ ରକ୍ଷା କରନ୍ତୁ।
ମାତର୍ ୱେଡ଼ିଆ ଜାବର୍ ପାଙ୍ଗ୍ନେ କେଚେ ବୁଟକେ ଆରି ଣ୍ଡିଆନ୍ନିଆ ଲଗ୍ଡ୍ୟାନେ ମୁଲେକେ । ତେସା ମେଁ କିରଚେ ୱାକେ “ମାପ୍ରୁ ଆନେଙ୍ଗ୍କେ ରକ୍ୟା ଡିଙ୍ଗ୍ ।”
31 ଯୀଶୁ ସେହିକ୍ଷଣି ହାତ ବଢ଼ାଇ ତାହାକୁ ଧରି କହିଲେ, “ହେ ଅଳ୍ପ ବିଶ୍ୱାସୀ କାହିଁକି ସନ୍ଦେହ କଲ?”
ଟାପ୍ନା ଜିସୁ ନ୍ତି ଆଚ୍ଲେଚେ ପିତର୍କେ ସାଚେ ବାସଙ୍ଗ୍କେ “ନାନେ ଉଡ଼ି ଗଣ୍ଡା ବିସ୍ବାସ୍! ଡାଉଟ୍ ମେସା ନାଡିଙ୍ଗ୍କେ?”
32 ପୁଣି, ସେମାନେ ନୌକାରେ ଚଢ଼ନ୍ତେ, ପବନ ବନ୍ଦ ହେଲା।
ବାରି ମେଇଂ ମ୍ବାୟା ତରାନ୍ନିଆ ଡେଆର୍କେ ଆତେନ୍ ବେଲା ୱେଡ଼ିଆ ବୁଙ୍ଗ୍କେ ।
33 ସେଥିରେ ନୌକାରେ ଥିବା ଲୋକମାନେ ତାହାଙ୍କୁ ପ୍ରଣାମ କରି କହିଲେ, ଆପଣ ନିଶ୍ଚୟ ଈଶ୍ବରଙ୍କ ପୁତ୍ର।
ତରାନ୍ନିଆ ଲେଃକ୍ନେ ସିସ୍ଇଂ ଜିସୁକେ ଅସ୍ମାର୍ ସାର୍ଚେ ବାସଙ୍ଗ୍କେ “ନାଁ ସତ୍ରେ ଇସ୍ପର୍ନେ ଉଙ୍ଗ୍ଡେ ।”
34 ସେମାନେ ସମୁଦ୍ର ପାର ହୋଇ ଗିନ୍ନେସରତ ଅଞ୍ଚଳରେ ପହଞ୍ଚିଲେ।
ଜିସୁ ଆରି ମେଁନେ ସିସ୍ଇଙ୍ଗ୍ କେଣ୍ତିଆ ପୁଆଃଚେ ଗିନେସରତ୍ ଏରିଆ ୱେଚାଆର୍କେ ।
35 ପୁଣି, ସେହି ସ୍ଥାନର ଲୋକମାନେ ତାହାଙ୍କୁ ଚିହ୍ନି ସେଥିର ଚତୁର୍ଦ୍ଦିଗସ୍ଥ ସମସ୍ତ ଅଞ୍ଚଳକୁ ସମ୍ବାଦ ପଠାଇଲେ ଏବଂ ଲୋକେ ସମସ୍ତ ରୋଗୀଙ୍କୁ ତାହାଙ୍କ ନିକଟକୁ ଆଣିଲେ;
ଆତେନ୍ ଇନିନେ ରେମୁଆଁଇଂ ଜିସୁକେ ସାମୁଆଃଚେ ଡାଗ୍ରା ଲେଃକ୍ନେ ଇନିନେ ରଗିଇଂକେ ଜିସୁନେ ଡାଗ୍ରା ଡୁଙ୍ଗ୍ ପାଙ୍ଗ୍ ଆର୍କେ ।
36 ଆଉ, ସେମାନେ ଯେପରି କେବଳ ତାହାଙ୍କ ବସ୍ତ୍ରର ଝୁମ୍ପା ଛୁଅନ୍ତି, ଏହା ତାହାଙ୍କୁ ବିନତି କରିବାକୁ ଲାଗିଲେ, ପୁଣି, ଯେତେ ଲୋକ ଛୁଇଁଲେ ସମସ୍ତେ ସୁସ୍ଥ ହେଲେ।
ଆଃସିଣ୍ଡ୍ରେକେ ମେଁନେ ସକାନେ ଜାଲିପୁଆଃ ଲିଗ୍ନ୍ସା ବାସଙ୍ଗ୍ ବିଃଲେ ଡାଗ୍ଚେ ମେଇଂ ଜିସୁକେ ଗୁଆରେ ଡିଙ୍ଗ୍ଆର୍କେ । ଜାଣ୍ଡେଇଂ ଆତେନ୍ ଡିଙ୍ଗ୍ ଆର୍କେ ମେଇଂ ସାପାରେ ନିମାନ୍ ଡିଙ୍ଗ୍ ଆର୍କେ ।