< ମାଥିଉ 12 >

1 ସେହି ସମୟରେ ଯୀଶୁ ବିଶ୍ରାମବାର ଦିନରେ ଶସ୍ୟକ୍ଷେତ୍ର ଦେଇ ଗଲେ, ଆଉ ତାହାଙ୍କର ଶିଷ୍ୟମାନେ କ୍ଷୁଧିତ ହୋଇ ଶସ୍ୟର ଶିଁଷା ଛିଣ୍ଡାଇ ଖାଇବାକୁ ଲାଗିଲେ।
ଏଚରଦିନା ଡା଼ୟୁ ର଼ ଜ଼ମିନି ଦିନାତା ଜୀସୁ ଗ଼ହଁ ଗୁଡିୟାଟି ହାଜିମାଚେସି, ଇଞ୍ଜାଁ ତାନି ସୀସୁୟାଁ ହାକି ଆ଼ହାମାଚାକି ଗ଼ହଁ ଜେ଼କା ଡାପ୍‌ହାନା ତିଞ୍ଜାଲି ମା଼ଟ୍‌ହେରି ।
2 କିନ୍ତୁ ଫାରୂଶୀମାନେ ତାହା ଦେଖି ତାହାଙ୍କୁ କହିଲେ, ଦେଖ, ବିଶ୍ରାମବାର ଦିନରେ ଯାହା କରିବା ବିଧିସଙ୍ଗତ ନୁହେଁ, ତାହା ତୁମ୍ଭର ଶିଷ୍ୟମାନେ କରୁଅଛନ୍ତି।
ସାମା ପାରୁସିୟାଁ ଏ଼ଦାଆଁ ମେସାନା ଜୀସୁଇଁ ଏଲେଇଚେରି, “ମେହ୍‌ମୁ ଜ଼ମିନି ଦିନାତା ଏ଼ନାଆଁ କିନି ମେ଼ରା ହିଲେଏ, ଏ଼ଦାଆଁ ମୀ ସୀସୁୟାଁ କିହିମାନେରି ।”
3 ମାତ୍ର ସେ ସେମାନଙ୍କୁ କହିଲେ, “ଦାଉଦ ଓ ତାହାଙ୍କ ସଙ୍ଗୀମାନେ କ୍ଷୁଧିତ ହେବା ସମୟରେ ସେ କଅଣ କରୁଥିଲେ, ତାହା କି ତୁମ୍ଭେମାନେ ପାଠ କରି ନାହଁ?
ସାମା ଜୀସୁ ଏ଼ୱାରାଇଁ ଏଲେଇଚେସି, “ର଼ ଦିନା ଦାୱୁଦ ଅ଼ଡ଼େ ତାନି ତ଼ଣେସିଙ୍ଗା ହାକି ଆ଼ହାଲିଏ ଏ଼ନାଆଁ କିହାମାଚେରି, ମୀରୁ ସା଼ସ୍ତେରିତା ପ଼ଡ଼ୱି ଆ଼ହାହିଲଅତେରି?”
4 ସେ କିପରି ଈଶ୍ବରଙ୍କ ଗୃହରେ ପ୍ରବେଶ କରି, ଯେଉଁ ଉତ୍ସର୍ଗୀକୃତ ରୁଟି କେବଳ ଯାଜକମାନଙ୍କ ଭୋଜନ କରିବା ବିଧିସଙ୍ଗତ ଥିଲା, କିନ୍ତୁ ତାଙ୍କର ଓ ତାହାଙ୍କ ସଙ୍ଗୀମାନଙ୍କର ଭୋଜନ କରିବା ବିଧିସଙ୍ଗତ ନ ଥିଲା, ତାହା ସେମାନେ ଭୋଜନ କରିଥିଲେ।
ଏ଼ୱାସି ଏ଼ନିକିଁ ମାହାପୂରୁ ଇଲୁତା ହ଼ଡାନା ଆମିନି ମାହାପୂରୁକି ହେର୍‌ପାମାନି ରୂଟି ପୂଜେରାଙ୍ଗା ପିସ୍‌ପେ ଆମ୍ୱାଆରି ତିନାଆଗାଟି ମେ଼ରା ମାଚେ, ସାମା ଦାୱୁଦ ଅ଼ଡ଼େ ତାନି ତ଼ଣେସିଙ୍ଗା ତିନାଆଗାଟାୟି ମାଚେ, ଏ଼ଦାଆଁ ଏ଼ୱାରି ତିଚେରି ।
5 କିମ୍ବା ବିଶ୍ରାମବାର ଦିନରେ ଯାଜକମାନେ ମନ୍ଦିର ମଧ୍ୟରେ ବିଶ୍ରାମବାରକୁ ଅପବିତ୍ର କଲେ ହେଁ ନିର୍ଦ୍ଦୋଷ ଅଟନ୍ତି, ମୋଶାଙ୍କ ବ୍ୟବସ୍ଥାରେ ତୁମ୍ଭେମାନେ କଅଣ ଏହା ପାଠ କରି ନାହଁ?
ଅ଼ଡ଼େ ଜ଼ମିନି ଦିନାତା ମାହାପୂରୁ ଇଲୁ ବିତ୍ରା ପୂଜେରାଙ୍ଗା ମେ଼ରା ଊରିତି ଜିକେଏ ଦ଼ହଗାଟାରି ଆ଼ଅରି, ମୀରୁ ଏ଼ନି ଏ଼ଦାଆଁ ପ଼ଡ଼ୱି ଆ଼ହାହିଲଅତେରି କି?
6 ମାତ୍ର ମୁଁ ତୁମ୍ଭମାନଙ୍କୁ କହୁଅଛି, ମନ୍ଦିର ଅପେକ୍ଷା ମହତ ବିଷୟ ଏଠାରେ ଅଛି।
ସାମା ନା଼ନୁ ମିଙ୍ଗେ ସାତା ୱେସିମାଞ୍ଜାଇଁ, ଈ ଟା଼ୟୁତା ମାହାପୂରୁ ଇଲୁ କିହାଁ ହା଼ରେକା କାଜାୟି ଇମ୍ବାଆଁ ମାନେ ।
7 କିନ୍ତୁ ଆମ୍ଭେ ବଳିଦାନ ଭଲ ନ ପାଇ ଦୟା ଭଲ ପାଉ, ଏ ଉକ୍ତିର ଅର୍ଥ ଯେବେ ଜାଣିଥାଆନ୍ତ, ତେବେ ଏହି ନିର୍ଦ୍ଦୋଷ ଲୋକଙ୍କୁ ଦୋଷୀ କରି ନ ଥାଆନ୍ତ।
“ସା଼ସ୍ତେରି ୱେସିମାନେ, ସାମା ପୂଜା ହୀନାୟି ଲ଼ଡ଼ାଆଏ, ସାମା ଲ଼କୁଣି କାର୍ମାମେହ୍‌ନାୟି ନେହେଁ, ଈଦାଣି କାତା ମୀରୁ ପୁଞ୍ଜାମାଚିହିଁମା ଈ ଦ଼ହ ହିଲାଆ ଗାଟାଣାଇଁ ଦ଼ହ କିଆତେରିମା;
8 କାରଣ ମନୁଷ୍ୟପୁତ୍ର ବିଶ୍ରାମବାରର ପ୍ରଭୁ ଅଟନ୍ତି।”
ଇଚିହିଁ ମାଣ୍‌ସି ମୀର୍‌ଏସି ଜ଼ମିନି ଦିନାତି ପ୍ରବୁ ଆ଼ନେସି ।”
9 ସେ ସେହି ସ୍ଥାନରୁ ଚାଲିଯାଇ ସେମାନଙ୍କ ସମାଜଗୃହରେ ପ୍ରବେଶ କଲେ।
ଜୀସୁ ଏମ୍ବାଟି ହାଜାନା ଜୀହୁଦି ଲ଼କୁତି କୁଟମି ଇଲୁତା ହାଚେସି ।
10 ଆଉ ଦେଖ, ସେଠାରେ ଜଣେ ଲୋକ ଥିଲା, ତାହାର ଗୋଟିଏ ହାତ ଶୁଖିଯାଇଥିଲା। ପୁଣି, ସେମାନେ ତାହାଙ୍କ ବିରୁଦ୍ଧରେ ଅଭିଯୋଗ କରିବା ଉଦ୍ଦେଶ୍ୟରେ ତାହାଙ୍କୁ ପଚାରିଲେ, ବିଶ୍ରାମବାର ଦିନରେ ସୁସ୍ଥ କରିବା କଅଣ ବିଧିସଙ୍ଗତ?
୧୦ଅ଼ଡ଼େ ମେହ୍‌ଦୁ ଏମ୍ବାଆଁ ରଅସି ମାଚେସି, ଏ଼ୱାଣି ର଼ କେୟୁ ୱା଼ୟାହାଜାମାଚେ, ଜୀସୁଇଁ ଦ଼ହ ଆସାଲି ଏଚେକା ଲ଼କୁ ଏମ୍ବାଆଁ କା଼ଚାମାଚେରି, ଏ଼ୱାରି ଜୀସୁଇଁ ୱେଚେରି, “ଜ଼ମିନି ଦିନାତା ନେହିଁକିନାୟି ମେ଼ରା ମାନେକି?”
11 କିନ୍ତୁ ସେ ସେମାନଙ୍କୁ କହିଲେ, “ଯଦି କାହାରି ଗୋଟିଏ ମେଣ୍ଢା ଥାଏ ଓ ତାହା ବିଶ୍ରାମବାର ଦିନରେ ଖାତରେ ପଡ଼ିଯାଏ, ତାହାହେଲେ ଯେ ତାହାକୁ ଧରି ନ ଉଠାଇବ, ଏପରି ଲୋକ ତୁମ୍ଭମାନଙ୍କ ମଧ୍ୟରେ କିଏ ଅଛି?
୧୧ସାମା ଜୀସୁ ଏ଼ୱାରାଇଁ ଏଲେଇଚେସି, “ମୀ ବିତ୍ରା ରଅଣାକି ର଼ ମେ଼ଣ୍ତା ମାନେ, ଏମ୍ବାଟିଏ ଜ଼ମିନି ଦିନାତା ଏ଼ ମେ଼ଣ୍ତା ଗା଼ଡ଼୍‌ୟୁତା ତର୍‌ଗିନେ, ଇଞ୍ଜାଁ ଆମ୍ବାଆସି ଏ଼ଦାନି ନିକ୍‌ଅସି, ଇଲେତି ଲ଼କୁ ଆମ୍ବାଆସି ମୀ ବିତ୍ରା ମାନେସି?
12 ତେବେ, ମେଣ୍ଢାଠାରୁ ମନୁଷ୍ୟ ଆହୁରି କେତେ ଅଧିକ ଶ୍ରେଷ୍ଠ। ଏଣୁ ବିଶ୍ରାମବାର ଦିନରେ ମଙ୍ଗଳ ସାଧନ କରିବା ବିଧିସଙ୍ଗତ।
୧୨ଆତିହିଁ ର଼ ମେ଼ଣ୍ତାତି ଦାରା କିହାଁ ମାଣ୍‌ସିତି ଦାରା ହା଼ରେକା । ଏ଼ଦାଆଁତାକି ଜ଼ମିନି ଦିନାତା ନେହିଁ କାମା କିନାୟି ମେ଼ରାତି କାମା ।”
13 ସେତେବେଳେ ସେ ସେହି ଲୋକଙ୍କୁ କହିଲେ, ତୁମ୍ଭର ହାତ ବଢ଼ାଅ।” ସେଥିରେ ସେ ହାତ ବଢ଼ାଇଲା ଓ ତାହା ଅନ୍ୟ ହାତ ପରି ପୁଣି, ଭଲ ହୋଇଗଲା।
୧୩ଏଚିବେ଼ଲା ଏ଼ୱାସି କେୟୁ ୱା଼ୟିତାଣାଇଁ ଏଲେଇଚେସି, “କେୟୁ ଦା଼ହ୍‌ମୁ ।” ଇଞ୍ଜାଁ ଏ଼ୱାସି ଏ଼ କେୟୁ ଦା଼ସ୍ତେସି ଏମ୍ବାଟିଏ ଏ଼ କେୟୁ ଅ଼ର କେୟୁଲେହେଁ ନେହିଁ ଆ଼ତେ ।
14 କିନ୍ତୁ ଫାରୂଶୀମାନେ ବାହାରିଯାଇ ତାହାଙ୍କୁ ବିନାଶ କରିବା ପାଇଁ ତାହାଙ୍କ ବିରୁଦ୍ଧରେ ମନ୍ତ୍ରଣା କଲେ।
୧୪ସାମା ପାରୁସିୟାଁ ପାଙ୍ଗାତା ହାଜାନା ଜୀସୁଇଁ ପା଼ୟାଲି ଏ଼ୱାଣି କ଼ପାଟି ପାରୁ ପାରୀତେରି ।
15 ଯୀଶୁ ତାହା ଜାଣି ସେଠାରୁ ଅଲଗା ହୋଇ ବାହାରିଗଲେ, ପୁଣି, ଅନେକେ ତାହାଙ୍କ ପଛେ ପଛେ ଗଲେ, ଆଉ ସେ ସମସ୍ତଙ୍କୁ ସୁସ୍ଥ କଲେ
୧୫ଜୀସୁ ଏ଼ଦାଆଁ ପୁଞ୍ଜାନା ଏମ୍ବାଟି ଏଟ୍‌କା ଆ଼ହାନା ହ଼ଚାହାଚେସି, ଇଞ୍ଜାଁ ହା଼ରେକା ଲ଼କୁ ତାନି ଜେ଼ଚ ହାଚେରି, ଅ଼ଡ଼େ ଏ଼ୱାସି ବାରେଜା଼ଣାତି ର଼ଗଟି ନେହିଁ କିତେସି ।
16 ଏବଂ ତାହାଙ୍କୁ ପ୍ରକାଶ ନ କରିବା ପାଇଁ ସେ ସେମାନଙ୍କୁ ଦୃଢ଼ରୂପେ ଆଜ୍ଞା ଦେଲେ,
୧୬ଇଞ୍ଜାଁ ତାଙ୍ଗେ ଲ଼କୁଇଁ ୱେ଼କ୍‌ଆଦୁ ଇଞ୍ଜିଁ ହୁକୁମି ହୀତେସି ।
17 ଯେପରି, ଯିଶାଇୟ ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହୁଏ,
୧୭ଏ଼ନିକିହିଁ ମାହାପୂରୁ ଅଣ୍‌ପୁତି ବ଼ଲୁ ୱେହ୍‌ନି ଜିସାୟତି କାତା ସାତା ଆ଼ନେ,
18 ଦେଖ, ଆମ୍ଭର ଦାସ, ଯାହାଙ୍କୁ ଆମ୍ଭେ ମନୋନୀତ କରିଅଛୁ; ଆମ୍ଭର ପ୍ରିୟପାତ୍ର, ଯାହାଙ୍କଠାରେ ଆମ୍ଭ ଆତ୍ମାର ପରମ ସନ୍ତୋଷ; ଆମ୍ଭେ ତାହାଙ୍କ ଉପରେ ଆପଣା ଆତ୍ମା ଅଧିଷ୍ଠାନ କରାଇବା, ଆଉ ସେ ଅଣଯିହୁଦୀମାନଙ୍କ ପାଖରେ ନ୍ୟାୟବିଚାର ପ୍ରଚାର କରିବେ।
୧୮“ମେହ୍‌ଦୁ ନା଼ ହ଼ଲେଏସି, ଆମ୍ବାଆରାଇଁ ନା଼ନୁ ଆ଼ଚାମାଇଁ; ଏ଼ୱାସି ନା଼ ଜୀୱୁତି ମୀର୍‌ଏସି, ଆମ୍ବାଆରିତା଼ଣା ନା଼ ହା଼ରେକା ରା଼ହାଁ ମାନେ; ନା଼ନୁ ଏ଼ୱାଣିଲାକ ନା଼ ସୁଦୁଜୀୱୁ ହୀଇଁ, ଅ଼ଡ଼େ ଏ଼ୱାସି ଜୀହୁଦିଆ଼ଆତି ଲ଼କୁତା଼ଣା ନୀହାଁୟିତି କାତା ୱେ଼କନେସି ।
19 ସେ ବିବାଦ କରିବେ ନାହିଁ, କିମ୍ବା ଉଚ୍ଚସ୍ୱର କରିବେ ନାହିଁ, କିମ୍ବା ଦାଣ୍ଡରେ କେହି ତାହାଙ୍କ ସ୍ୱର ଶୁଣିବ ନାହିଁ।
୧୯ଏ଼ୱାସି ଗଡ଼୍‌ହା କିଅସିକି କା଼ଲ୍‌ୱି ଆ଼ଅସି, ଇଞ୍ଜାଁ ଆଂଗେଣିତା ଏ଼ୱାଣି ହା଼ଡା ଆମ୍ବାଆରି ୱେନଅରି ।
20 ନ୍ୟାୟକୁ ଜୟଯୁକ୍ତ ନ କରିବା ପର୍ଯ୍ୟନ୍ତ ସେ ଛେଚା-ନଳ ଭାଙ୍ଗିବେ ନାହିଁ, ପୁଣି, ସଧୂମ ସଳିତା ଲିଭାଇବେ ନାହିଁ।
୨୦ନୀହାଁୟିତା ଜୀଣା ଆ଼ଆପାତେକା, ଏ଼ୱାସି ୱା଼ୟିତି ଡାଣ୍ଡିତି ଡିକ୍‌ଅସି ବ଼ୟିଁ ଆ଼ହିଁ ଡ଼ୀଞ୍ଜିମାନି ଦୀୱଁତି ଡୁପ୍‌ଅସି ।
21 ଆଉ, ତାହାଙ୍କ ନାମରେ ଅଣଯିହୁଦୀମାନେ ଭରସା ରଖିବେ।
୨୧ଅ଼ଡ଼େ ଏ଼ୱାଣି ଦ଼ରୁତା ଜୀହୁଦିଆ଼ଆତି ଲ଼କୁ ବା଼ର୍ସୁ ଇଟିନେରି ।”
22 ସେହି ସମୟରେ ଜଣେ ଭୂତଗ୍ରସ୍ତ ଅନ୍ଧ ଘୁଙ୍ଗାଲୋକକୁ ତାହାଙ୍କ ନିକଟକୁ ଅଣାଗଲା, ଆଉ ସେ ତାହାଙ୍କୁ ସୁସ୍ଥ କଲେ; ସେଥିରେ ସେହି ଘୁଙ୍ଗା କଥା କହି ପାରିଲା ଓ ଦେଖି ପାରିଲା।
୨୨ର଼ ଦିନା ଲ଼କୁ ବୂତୁ ଆଲ୍‌ଗାମାଚି ର଼ କା଼ଣାଇଁ ତାତେରି ଏ଼ୱାଣାଇଁ ବୂତୁ ଆଲ୍‌ଗା ମାଚାକି ଗୁଲା ଆ଼ହାମାଚେସି । ଜୀସୁ ଏ଼ୱାଣାଇଁ ନେହିଁ କିତେସି; ଇଞ୍ଜାଁ ଏ଼ୱାସି ମେସାଲି ଅ଼ଡ଼େ ଜ଼ଲାଲି ଆ଼ଡିତେସି ।
23 ପୁଣି, ଲୋକସମୂହ ଆଚମ୍ଭିତ ହୋଇ କହିବାକୁ ଲାଗିଲେ ଏ କଅଣ ଦାଉଦଙ୍କ ସନ୍ତାନ ନୁହଁନ୍ତି?
୨୩ଇଞ୍ଜାଁ ଲ଼କୁ ବାରେ କାବାଆ଼ହାନା ଏଲେଇଚେରି, “ଈୱାସି ଏ଼ନାଆଁ ଏ଼ ଦାୱୁଦ କୂଡ଼ାତାସି ଆ଼ଏକି?”
24 ମାତ୍ର ଫାରୂଶୀମାନେ ତାହା ଶୁଣି କହିଲେ, ଏ ଲୋକଟା ଭୂତପତି ବାଲ୍‌ଜିବୂଲ୍‍ର ବିନା ସାହାଯ୍ୟରେ ଭୂତ ଛଡ଼ାଏ ନାହିଁ।
୨୪ପାରୁସିୟାଁ ଈ କାତା ୱେଞ୍ଜାନା ଏଲେଇଚେରି, ଈ ମାଣ୍‌ସି ବୂତୁୟାଁ କିହାଁ କାଜା ବାଲ୍‌ଜିବୁଲ୍‌ ବୂତୁ ହିଲାଆନା ବୂତୁୟାଁ ପେ଼ର୍‌ଅସି ।
25 କିନ୍ତୁ ସେ ସେମାନଙ୍କ ମନର ଚିନ୍ତା ଜାଣି ସେମାନଙ୍କୁ କହିଲେ, “ଯେକୌଣସି ରାଜ୍ୟ ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠେ ତାହା ଧ୍ୱଂସ ହୋଇ ଯାଏ; ପୁଣି, ଯେକୌଣସି ନଗରରେ କିମ୍ବା ଗୃହ ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠେ, ତାହା ସ୍ଥିର ହୋଇ ରହିବ ନାହିଁ।
୨୫ସାମା ଜୀସୁ ପାରୁସିୟାଁ ମ଼ନତି ଅଣ୍‌ପୁ ପୁଞ୍ଜାନା ଏ଼ୱାରାଇଁ ଏଲେଇଚେସି, “ର଼ ରା଼ଜି ତା଼ନୁ ତା଼ନୁଏ ଆସ୍‌ପି ଆ଼ହାନା ରୀ ବା଼ଗା ତୀନି ବା଼ଗା ଆ଼ତିସାରେ ଏ଼ ରା଼ଜି ଅ଼ଡ଼େ ତୀରିତଲେ ମାଞ୍ଜାଲି ଆ଼ଡେଏ, ଇଞ୍ଜାଁ ର଼ ଗା଼ଡ଼ା କି ର଼ ଇଲୁ କୁଟମି ତା଼ମ୍ବୁ ତା଼ମ୍ବୁଏ ଆସ୍‌ପି ଆ଼ହାନା ବା଼ଗା ଆ଼ତିସାରେ ତୀରିତଲେ ମାଞ୍ଜାଲି ଆ଼ଡେଏ ।
26 ଆଉ, ଶୟତାନ ଯଦି ଶୟତାନକୁ ଛଡ଼ାଏ, ତାହାହେଲେ ସେ ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠିଲାଣି ତେବେ ତାହାର ରାଜ୍ୟ କିପ୍ରକାରେ ସ୍ଥିର ହୋଇ ରହିବ?
୨୬ଇଞ୍ଜାଁ ସୟତାନ ସୟତାନଇଁ ପିସ୍‌ପି କିନେ ଆତିହିଁ ଏ଼ଦି ବା଼ଗା ଆ଼ହାନା ତାନି କ଼ପାଟି ନିଙ୍ଗିତେୟିଏ, ଆତିହିଁ ଏ଼ଦାନି ରା଼ଜି ଏ଼ନିକିଁ ତୀରିଆ଼ହାଁ ଡ଼ୟିନେ?
27 ମୁଁ ଯେବେ ବାଲ୍‌ଜିବୂଲ୍‍ର ସାହାଯ୍ୟରେ ଭୂତମାନଙ୍କୁ ବାହାର କରେ ତେବେ ତୁମ୍ଭମାନଙ୍କ ସନ୍ତାନଗଣ କାହା ସାହାଯ୍ୟରେ ସେମାନଙ୍କୁ ବାହାର କରନ୍ତି। ଏଣୁ ସେମାନେ ହିଁ ତୁମ୍ଭମାନଙ୍କର ବିଚାରକର୍ତ୍ତା ହେବେ।
୨୭ମୀରୁ ଏଲେଇଞ୍ଜିମାଞ୍ଜେରି, ନା଼ନୁ ପ଼ଲ୍‌ଆ ବୂତୁୟାଁ ବାଲ୍‌ଜିବୁଲ୍‌ ତଲେ ବୂତୁୟାଁ ପିସ୍‌ପି କିହିମାଇଁ, ଆତିହିଁ ମୀ ମୀର୍‌କା ଆମ୍ବାଆରି ବା଼ଡ଼୍‌ୟୁ ତଲେ ବୂତୁୟାଁ ପେ଼ର୍‌ନେରି । ଈଦାଆଁତାକି ଏ଼ୱାରିଏ ମୀ ନୀହାଁୟି କିୟାନାରି ଆ଼ନେରି ।
28 କିନ୍ତୁ ମୁଁ ଯଦି ଈଶ୍ବରଙ୍କ ଆତ୍ମାଙ୍କ ସାହାଯ୍ୟରେ ଭୂତମାନଙ୍କୁ ଛଡ଼ାଏ, ତେବେ ତ ଈଶ୍ବରଙ୍କ ରାଜ୍ୟ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହେଲାଣି।
୨୮ସାମା ନା଼ନୁ ମାହାପୂରୁ ଜୀୱୁତି ବା଼ଡ଼୍‌ୟୁ ତଲେ ବୂତୁୟାଁ ପେ଼ର୍‌ହି ମାଇଁ, ଆତିହିଁ ମାହାପୂରୁତି ରା଼ଜି ମୀ ତା଼ଣା ଏଦାତେୟିଏ ।”
29 ଅବା କେହି ପ୍ରଥମେ ବଳବାନ ଲୋକଙ୍କୁ ନ ବାନ୍ଧିଲେ କିପ୍ରକାରେ ତାହା ଘରେ ପ୍ରବେଶ କରି ତାହାର ଅସ୍ତ୍ରଶସ୍ତ୍ର ସବୁ ଚୋରି କରିପାରେ? ତାହାକୁ ଆଗେ ବାନ୍ଧିଲେ ସିନା ତାହାର ଗୃହ ଲୁଣ୍ଠନ କରିବ।
୨୯“ଇଞ୍ଜାଁ ଆମ୍ବାଆସି ର଼ ବାଡ଼୍‌ୟୁଗାଟି ଲ଼କୁଇଁ ତଲିଏ ଦହ୍‌ଆନା, ଏ଼ନିକିହିଁ ଏ଼ୱାଣି ଇଜ ହ଼ଡାନା ତାନି ଇଲୁ କା଼ଣ୍ତା ବାରେ ସ଼ରୁ ଅୟାଲି ଆ଼ଡିନେସି? ଏ଼ୱାଣାଇଁ ତଲିଏ ଦସ୍ତିହିଁଦେ ଏ଼ୱାଣି ଇଲୁ କା଼ଣ୍ତା ସ଼ରୁ ଆ଼ହାଲି ଆ଼ଡିନେସି ।”
30 ଯେ ମୋହର ସପକ୍ଷ ନୁହେଁ, ସେ ମୋହର ବିପକ୍ଷ, ପୁଣି, ଯେ ମୋʼ ସହିତ ସଂଗ୍ରହ କରେ ନାହିଁ, ସେ ଛିନ୍ନଭିନ୍ନ କରିପକାଏ।
୩୦“ଆମ୍ବାଆସି ନା଼ ୱାକିଟି ଆ଼ଆଗାଟାସି, ଏ଼ୱାସି ନା଼ ସାତ୍ରୁ, ଇଞ୍ଜାଁ ଆମ୍ବାଆସି ନା଼ ତଲେ କୂଡ଼ି କିଅସି ଏ଼ୱାସି ଆଲାରା କିନେସି ।
31 ଅତଏବ, ମୁଁ ତୁମ୍ଭମାନଙ୍କୁ କହୁଅଛି, ମନୁଷ୍ୟମାନଙ୍କର ସମସ୍ତ ପାପ ଓ ନିନ୍ଦା କ୍ଷମା କରାଯିବ, କିନ୍ତୁ ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ ନିନ୍ଦା କ୍ଷମା କରାଯିବ ନାହିଁ।
୩୧ଈଦାଆଁତାକି ନା଼ନୁ ମିଙ୍ଗେ ୱେସିମାଞ୍ଜାଇଁ, ମାଣ୍‌ସି ଲ଼କୁତି ବାରେ ପା଼ପୁ ଅ଼ଡ଼େ ଲାଗେଏ ପ଼ଲେଏଟି ଲ଼କୁଣି ନିନ୍ଦା କାତା ଜ଼ଲାମାନାଣି ମ୍ଣେକ୍‌ହା ତୁସ୍‌ପିଆ଼ନେ, ସାମା ମାହାପୂରୁତି ସୁଦୁଜୀୱୁ ଦ଼ରୁତଲେ ଜ଼ଲିନାଣା ପା଼ପୁ ମେଣ୍‌ଙ୍ଗି କିୱିଆ଼ଏ ।
32 ଆଉ, ଯେ କେହି ମନୁଷ୍ୟପୁତ୍ରଙ୍କ ବିରୁଦ୍ଧରେ କଥା କହିବ, ତାହାକୁ କ୍ଷମା ଦିଆଯିବ, ମାତ୍ର ଯେ କେହି ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ କଥା କହିବ, ଏହି ଯୁଗରେ କି ଆଗାମୀ ଯୁଗରେ ତାହାକୁ କ୍ଷମା ଦିଆଯିବ ନାହିଁ।” (aiōn g165)
୩୨ଅ଼ଡ଼େ ଆମ୍ବାଆସି ମାଣ୍‌ସି ମୀର୍‌ଏଣା କ଼ପାଟି ଜ଼ଲିନେସି, ଏ଼ୱାଣି ପା଼ପୁ ମେଣ୍‌ଙ୍ଗି କିୱିଆ଼ନେ, ସାମା ଆମ୍ବାଆସି ମାହାପୂରୁତି ସୁଦୁଜୀୱୁତି କ଼ପାଟି ଜ଼ଲିନେସି, ଈ କା଼ଲାତା କି ଡା଼ୟୁ କା଼ଲାତା ଜିକେଏ ଏ଼ୱାଣି ପା଼ପୁ ମେଣ୍‌ଙ୍ଗି କିୱିଆ଼ଏ ।” (aiōn g165)
33 “ଗଛକୁ ଭଲ କୁହ ଓ ତାହାର ଫଳକୁ ଭଲ କୁହ ନ ହେଲେ ଗଛକୁ ମନ୍ଦ କୁହ ଓ ତାହାର ଫଳକୁ ମନ୍ଦ କୁହ, କାରଣ ଫଳ ଦ୍ୱାରା ଗଛ ଚିହ୍ନାଯାଏ।
୩୩“ମା଼ର୍‌ନୁତି ନେହାୟି ଇଞ୍ଜୁ ଅ଼ଡ଼େ ତାନି ପା଼ଡ଼େୟିତି ନେହାୟି ଇଞ୍ଜୁ, ଆ଼ଆତିଁ ମା଼ର୍‌ନୁତି ଲାଗେଏତାୟି ଇଞ୍ଜୁ ଅ଼ଡ଼େ ତାନି ପା଼ଡ଼େୟିତି ଲାଗେଏତାୟି ଇଞ୍ଜୁ, ଇଚିହିଁ ପା଼ଡ଼େୟି ତଲେ ମା଼ର୍‌ନୁତି ପୁଣ୍‌କି ଆ଼ନେ ।
34 ରେ କାଳସର୍ପର ବଂଶ, ତୁମ୍ଭେମାନେ ଦୁଷ୍ଟ ହୋଇ କିପ୍ରକାରେ ଭଲ କଥା କହିପାର? କାରଣ ହୃଦୟର ପୂର୍ଣ୍ଣତାରୁ ମୁଖ କଥା କହେ।
୩୪ଆଡ଼େ ରା଼ସ୍‌କା କୂଡ଼ାତେରି, ମୀରୁ ପ଼ଲ୍‌ଆ ଗାଟାତେରି ଆ଼ହାଁ ଏ଼ନିକିଁ ମୀରୁ ନେହିଁ ହା଼ଡା ୱେସାଲି ଆ଼ଡିଦେରି? ଇଚିହିଁ ହିୟାଁତା ମାନି କାତା ଗୂତି ଜ଼ଲିମାନେ ।
35 ଉତ୍ତମ ଲୋକ ଉତ୍ତମ ଭଣ୍ଡାରରୁ ଉତ୍ତମ ପଦାର୍ଥ ବାହାର କରେ, ପୁଣି, ମନ୍ଦ ଲୋକ ମନ୍ଦ ଭଣ୍ଡାରରୁ ମନ୍ଦ ପଦାର୍ଥ ବାହାର କରେ।
୩୫ନେହିଁ ଲ଼କୁ ନେହିଁ ମ଼ନ ବିତ୍ରାଟି ନେହିଁ କାତା ହ଼ପ୍‌ନେସି, ଇଞ୍ଜାଁ ପ଼ଲ୍‌ଆ ଗାଟାସି ପ଼ଲ୍‌ଆ ମ଼ନ ବିତ୍ରାଟି ପ଼ଲ୍‌ଆ କାତା ହ଼ପ୍‌ନେସି ।”
36 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି ମନୁଷ୍ୟମାନେ ଯେକୌଣସି ଅସାର କଥା କହନ୍ତି, ବିଚାର ଦିନରେ ସେମାନେ ସେଥିର ଉତ୍ତର ଦେବେ;
୩୬“ସାମା ନା଼ନୁ ମିଙ୍ଗେ ସାତା ୱେସିମାଞ୍ଜାଇଁ, ବାରେଜା଼ଣା ତା଼ମ୍ବୁ ୱେସାମାନି ଉଜେଏତି କାତାତାକି ବିଚାରା କିନି ଦିନାତା ଏମ୍ବାତି କାତା ଜ଼ଲିନେରି;
37 ଯେଣୁ ତୁମ୍ଭ ବାକ୍ୟ ଦ୍ୱାରା ତୁମ୍ଭେ ନିର୍ଦ୍ଦୋଷ ଓ ତୁମ୍ଭ ବାକ୍ୟ ଦ୍ୱାରା ତୁମ୍ଭେ ଦୋଷୀ ବୋଲି ପ୍ରମାଣିତ ହେବ।”
୩୭ଈଦାଆଁତାକି ମୀ ଗୂତିତି ହା଼ଡାତଲେ ନୀହାଁୟି ଦିନାତା ମୀରୁ ଦ଼ହ ଗାଟାତେରି ଅ଼ଡ଼େ ଦ଼ହ ହିଲାଆଗାଟାତେରି ଆ଼ଦେରି ।”
38 ସେତେବେଳେ ଶାସ୍ତ୍ରୀ ଓ ଫାରୂଶୀମାନଙ୍କ ମଧ୍ୟରୁ କେତେକ ଜଣ ତାହାଙ୍କୁ ଉତ୍ତର ଦେଲେ ହେ ଗୁରୁ, ଆମ୍ଭେମାନେ ଆପଣଙ୍କଠାରୁ ଗୋଟିଏ ଚିହ୍ନ ଦେଖିବାକୁ ଇଚ୍ଛା କରୁଅଛୁ।
୩୮ଏଚିବେ଼ଲା ମେ଼ରା ପୁନାରି ଅ଼ଡ଼େ ପାରୁସିୟାଁ ବିତ୍ରାଟି ଏଚରଜା଼ଣା ଜୀସୁଇଁ ଏଲେଇଚେରି, “ଗୂରୁ, ମା଼ମ୍ବୁ ନୀ ତା଼ଣାଟି ର଼ କାବାଆ଼ନି ସିନା ମେସାଲି ଅଣ୍‌ପିମାନମି ।”
39 କିନ୍ତୁ ସେ ସେମାନଙ୍କୁ ଉତ୍ତର ଦେଲେ, “ଦୁଷ୍ଟ ଓ ବ୍ୟଭିଚାରୀ ବଂଶ ଚିହ୍ନ ଅନ୍ୱେଷଣ କରନ୍ତି, ମାତ୍ର ଭାବବାଦୀ ଯୂନସଙ୍କ ଚିହ୍ନ ବିନା ଅନ୍ୟ କୌଣସି ଚିହ୍ନ ସେମାନଙ୍କୁ ଦିଆଯିବ ନାହିଁ।
୩୯ସାମା ଜୀସୁ ଏ଼ୱାରାଇଁ ଏଲେଇଚେସି, “ପ଼ଲ୍‌ଆ ଗାଟାରି ଅ଼ଡ଼େ ମାହାପୂରୁଇଁ ନାମାଆ ଗାଟାରିଦେହେଁ ସିନାୟାଁ ପାରିନେରି, ସାମା ମାହାପୂରୁ ଅଣ୍‌ପୁତି ବ଼ଲୁ ୱେହ୍‌ନି ଜୁନସତି ସିନା ପିସ୍‌ପେ ଏ଼ୱାରାକି ଏ଼ନି ସିନା ହୀପ୍‌କି ଆ଼ଏ ।
40 କାରଣ ଯୂନସ ଯେପରି ତିନି ଦିନ ଓ ତିନି ରାତି ଏକ ବୃହତ୍ ମତ୍ସ୍ୟର ପେଟରେ ଥିଲେ, ମନୁଷ୍ୟପୁତ୍ର ସେହିପରି ତିନି ଦିନ ଓ ତିନି ରାତି ଭୂଗର୍ଭରେ ରହିବେ।
୪୦ଇଚିହିଁ ଜୁନସ ଏ଼ନିକିଁ ତୀନିଦିନା ତୀନି ଲା଼ଆଁୟାଁ କାଜା ମୀନୁ ବାଣ୍ତି ବିତ୍ରା ମାଚେସି, ଏଲେକିଁ ମାଣ୍‌ସି ମୀର୍‌ଏସି ଜିକେଏ ବୂମି ବିତ୍ରା ତୀନିଦିନା ତୀନି ଲା଼ଆଁୟାଁ ଡ଼ୟିନେସି ।
41 ନୀନିବୀ ସହରର ଲୋକମାନେ ବିଚାରରେ ଏହି ବର୍ତ୍ତମାନ ପୁରୁଷ ସହିତ ଉଠି ଏମାନଙ୍କୁ ଦୋଷୀ କରିବେ, କାରଣ ସେମାନେ ଯୂନସଙ୍କ ପ୍ରଚାରରେ ମନ-ପରିବର୍ତ୍ତନ କଲେ, ଆଉ ଦେଖ, ଯୂନସଙ୍କ ଅପେକ୍ଷା ମହତ ବିଷୟ ଏ ସ୍ଥାନରେ ଅଛି।
୪୧ନୀହାଁୟି ଦିନାତା ନିନିବିତି ଲ଼କୁ ଈ କା଼ଲାତି ଲ଼କୁ ନ଼କିତା ନିଚାନା ଏ଼ୱାରାଇଁ ଦ଼ହ କିନେରି, ଇଚିହିଁ ଏ଼ୱାରି ଜୁନସ ୱେସ୍ତି କାତା ଆସାନା ପା଼ପୁଟି ମ଼ନ ୱେଟ୍‌ହା ମାଚେରି, ଅ଼ଡ଼େ ମେହ୍‌ଦୁ ଜୁନସକିହାଁ କାଜାସି ଇମ୍ବାଆଁ ମାନେସି ।
42 ଆଉ, ଦକ୍ଷିଣ ଦେଶର ରାଣୀ ବିଚାରରେ ଏହି ବର୍ତ୍ତମାନ ପୁରୁଷ ସହିତ ଉଠି ଏମାନଙ୍କୁ ଦୋଷୀ କରିବେ କାରଣ ସେ ଶଲୋମନଙ୍କ ଜ୍ଞାନର କଥା ଶୁଣିବାକୁ ପୃଥିବୀର ପ୍ରାନ୍ତରୁ ଆସିଲେ, ଆଉ ଦେଖ, ଶଲୋମନଙ୍କ ଅପେକ୍ଷା ମହତ ବିଷୟ ଏ ସ୍ଥାନରେ ଅଛି।”
୪୨ନୀହାଁୟି ଦିନାତା ସିବା ଦେ଼ସାତି ରା଼ଣି ଈ କା଼ଲାତି ଲ଼କୁ ନ଼କିତା ନିଚାନା ଏ଼ୱାରାଇଁ ଦ଼ହ କିନେ, ଇଚିହିଁ ସଲମନତି ବୁଦିତିକାତା ୱେଞ୍ଜାଲି ଦାର୍‌ତିତି ହେକ ଦେ଼ସାଟି ୱା଼ହାମାଚେ, ଇଞ୍ଜାଁ ମେହ୍‌ଦୁ ସଲମନକିହାଁ କାଜା କାତା ଇମ୍ବାଆଁ ମାନେ ।”
43 “ଅଶୁଚି ଆତ୍ମା ଜଣେ ମନୁଷ୍ୟଠାରୁ ବାହାରିଗଲା ପରେ ଜଳଶୂନ୍ୟ ସ୍ଥାନ ସବୁ ଭ୍ରମଣ କରି ବିଶ୍ରାମ ଖୋଜେ ଓ ତାହା ପାଏ ନାହିଁ।
୪୩“ର଼ ପ଼ଲ୍‌ଆ ବୂତୁ ର଼ ମାଣ୍‌ସି ତା଼ଣାଟି ହ଼ଚା ହାଜାନା ଏ଼ୟୁ ହିଲାଆ ଟା଼ୟୁ ବାରେ ରେ଼ଜିହିଁ ଜ଼ମାଲି ଟା଼ୟୁ ପାରୀତେ, ଇଞ୍ଜାଁ ଏ଼ଦାଆଁ ପ୍ଣାଃଆତେ,
44 ସେଥିରେ ସେ କୁହେ, ମୁଁ ଯେଉଁ ଘରୁ ବାହାରି ଆସିଲି, ମୋହର ସେହି ଘରକୁ ଫେରିଯିବି; ପୁଣି, ସେ ଆସି ତାହା ଶୂନ୍ୟ, ମାର୍ଜିତ ଓ ସୁଶୋଭିତ ଦେଖେ।
୪୪ଏଚେଟିଏ ଏ଼ଦି ଏଲେଇନେ, ନା଼ନୁ ଆମିନି ଇଲୁଟି ହ଼ଚା ୱା଼ହାମାଇଁ, ନା଼ ଏ଼ ଇଲୁତା ୱେଣ୍ତେ ହାଇଁ; ଇଞ୍ଜାଁ ୱେଣ୍ତା ୱା଼ହାନା ୱାର୍‌ଆଣି ଇଞ୍ଜାଁ ଅ଼ଜିତାଣି ମେହ୍‌ନେ ।
45 ସେତେବେଳେ ସେ ଯାଇ ଆପଣାଠାରୁ ଅଧିକ ମନ୍ଦ ଆଉ ସାତଟା ଆତ୍ମା ସାଙ୍ଗରେ ନେଇ ଆସେ, ପୁଣି, ସେମାନେ ପ୍ରବେଶ କରି ସେଠାରେ ବାସ କରନ୍ତି ଆଉ ସେହି ଲୋକର ପ୍ରଥମ ଦଶା ଅପେକ୍ଷା ଶେଷ ଦଶା ମନ୍ଦ ହୁଏ। ଏହି ଦୁଷ୍ଟ ପୁରୁଷ ପ୍ରତି ମଧ୍ୟ ସେହି ପ୍ରକାର ଘଟିବ।”
୪୫ଏଚିବେ଼ଲା ଏ଼ଦି ହାଜାନା ତାନିକିହାଁ ଆଗାଡ଼ା ପ଼ଲ୍‌ଆଗାଟି ସା଼ତାଗଟା ଜୀୱୁୟାଁ ଆସାନା ୱା଼ନେ, ଇଞ୍ଜାଁ ଏ଼ୱି ବାରେ ଏମ୍ବାଆଁ ହ଼ଡାନା ବାସା କିନୁ, ଅ଼ଡ଼େ ଏ଼ ଲ଼କୁତି ତଲିତି କସ୍ତ କିହାଁ ଡା଼ୟୁତି କସ୍ତ ହା଼ରେକା ଆ଼ନେ, ଈ କା଼ଲାତି ପ଼ଲ୍‌ଆ ଗାଟାରାକି ଜିକେଏ ଏଲେଆ଼ହିଁଏ ଆ଼ନେ ।”
46 ସେ ଲୋକସମୂହକୁ କଥା କହୁଥିବା ସମୟରେ, ଦେଖ, ତାହାଙ୍କ ମାଆ ଓ ଭାଇମାନେ ବାହାରେ ଠିଆ ହୋଇ ତାହାଙ୍କ ସାଙ୍ଗରେ କଥା କହିବାକୁ ଇଚ୍ଛା କରୁଥିଲେ।
୪୬ଜୀସୁ ବାରେ ଲ଼କୁଇଁ ହା଼ଡା ଆ଼ହିମାଚାଟି ତାମି ଇୟା ଅ଼ଡ଼େ ତାୟିୟାଁ ପାଙ୍ଗାତା ନିଚାନା ହା଼ଡା ଆ଼ହାଲି ମ଼ନ କିହିମାଚୁ ।
47 ସେଥିରେ ଜଣେ ତାହାଙ୍କୁ କହିଲା, ଦେଖନ୍ତୁ, ଆପଣଙ୍କ ମାଆ ଓ ଭାଇମାନେ ବାହାରେ ଠିଆ ହୋଇ ଆପଣଙ୍କ ସାଙ୍ଗରେ କଥା କହିବାକୁ ଇଚ୍ଛା କରୁଅଛନ୍ତି।
୪୭ଏଚେଟିଏ ରଅସି ୱା଼ହାନା ଜୀସୁଇଁ ଏଲେଇଚେସି, “ମେହ୍‌ମୁ, ମୀ ଇୟା ଅ଼ଡ଼େ ନୀ ତାୟିୟାଁ ପାଙ୍ଗାତା ନିଚାନା ହା଼ଡା ଆ଼ହାଲି ମ଼ନ କିହିମାନେରି ।”
48 କିନ୍ତୁ ଯେ ତାହାଙ୍କୁ ଏହି କଥା କହିଲା ତାହାଙ୍କୁ ସେ ଉତ୍ତର ଦେଲେ, “ମୋହର ମାଆ କିଏ? ଆଉ, ମୋହର ଭାଇମାନେ କିଏ?”
୪୮ସାମା ଈ କାତା ୱେସ୍ତାଣାଇଁ ଜୀସୁ ଏଲେଇଚେସି, “ଆମ୍ବାଆୟି ମା଼ ଇୟା ଇଞ୍ଜାଁ ଆମ୍ବାଆରି ନା଼ ତାୟିୟାଁ?”
49 ପୁଣି, ସେ ଆପଣା ଶିଷ୍ୟମାନଙ୍କ ଆଡ଼କୁ ହାତ ବଢ଼ାଇ କହିଲେ, “ଦେଖ, ମୋହର ମାଆ ଓ ମୋହର ଭାଇମାନେ,
୪୯ଅ଼ଡ଼େ ସୀସୁୟାଁ ୱାକି କେୟୁ ଦା଼ସାନା ଏଲେଇଚେସି, “ମେହ୍‌ଦୁ ମାୟା ଇଞ୍ଜାଁ ମା଼ ତାୟିୟାଁ,
50 କାରଣ ଯେ କେହି ମୋହର ସ୍ୱର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରେ, ସେ ମୋହର ଭାଇ, ଭଉଣୀ ଓ ମାଆ।”
୫୦ଇଚିହିଁ ଆମ୍ବାଆୟି ଜିକେଏ ନା଼ ଲାକପୂରୁତି ଆ଼ବା କାତା ଆହ୍‌ନେସି ଏ଼ୱାସି ନା଼ ତାୟି ଏ଼ଦି ନା଼ ତାଙ୍ଗି ଅ଼ଡ଼େ ମା଼ ଇୟା ।”

< ମାଥିଉ 12 >