< ମାର୍କ 1 >

1 ଈଶ୍ବରଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ସୁସମାଚାରର ଆରମ୍ଭ।
ଇସ୍ୱର୍ତି ମାଜ଼ି ଜିସୁ କ୍ରିସ୍ଟତି ନେକ୍ରିକାବୁର୍‌ ଆରମ୍‌ ।
2 ଯିଶାଇୟ ଭାବବାଦୀଙ୍କ ଶାସ୍ତ୍ରରେ ଯେପରି ଲେଖାଅଛି, “ଦେଖ, ଆମ୍ଭେ ଆପଣା ଦୂତକୁ ତୁମ୍ଭ ଆଗରେ ପ୍ରେରଣ କରୁଅଛୁ, ସେ ତୁମ୍ଭର ପଥ ପ୍ରସ୍ତୁତ କରିବ;
ଜିସାୟ୍‌ ବେଣ୍‌ବାକ୍‌ଣାୟ୍‌କିନାକାନ୍ତି ସାସ୍ତର୍‌ତାକେ ଇନେସ୍‌ ଲେକା ଆତାତ୍‌ନ୍ନା, “ହୁଡ଼ାଟ୍‌, ଆନ୍‌ ନା ଦୁତ୍‌ତିଂ ମି ଆଗେ ପକ୍ତାନାଙ୍ଗା,” “ହେୱାନ୍‌ ମିଙ୍ଗେଙ୍ଗ୍‌ ହାଜ଼ି ରଚ୍‌ଚି ହିଦ୍‌ନାନ୍‌ ।”
3 ପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଜଣକର ସ୍ୱର, ପ୍ରଭୁଙ୍କ ପଥ ପ୍ରସ୍ତୁତ କର, ତାହାଙ୍କ ରାଜଦାଣ୍ଡ ସଳଖ କର।”
ବାଟାତ ବେସି ଗାଜାକାଟ୍‌ କିଜ଼ି ହିର୍‌ବାନାକାନ୍ତି କାଟ୍‌, “ମାପ୍ରୁତି ହାଜ଼ି ରଚାଟ୍‍, ହେୱାନ୍ତି ରାଜା ହାକ୍‍ଡ଼ି ହାଣ୍‌କୁ କିୟାଟ୍‌ ।”
4 ବାପ୍ତିଜକ ଯୋହନ ପ୍ରାନ୍ତରରେ ଉପସ୍ଥିତ ହୋଇ ପାପ କ୍ଷମା ନିମନ୍ତେ ମନ-ପରିବର୍ତ୍ତନର ବାପ୍ତିସ୍ମ ଘୋଷଣା କରିବାକୁ ଲାଗିଲେ।
ପାଚେ ବାପ୍ତିସିମ୍‌ ହିନି ଜହନ୍‌ ବାଲି ବାଟାତ ହାଲ୍‌ଜି ପାପ୍‌ କେମା କାଜିଂ ପାପ୍‍ତାଂ ମାନ୍‌ବାଦ୍‌ଲାୟ୍‌ କିନି “ବାପ୍ତିସିମ୍‌ ସୁଣାୟ୍‌ କିଦେଙ୍ଗ୍‌ ଲାଗାତାନ୍‌ ।”
5 ସେଥିରେ ସମଗ୍ର ଯିହୂଦିୟା ପ୍ରଦେଶ ଓ ସମସ୍ତ ଯିରୂଶାଲମ ସହରନିବାସୀ ବାହାରି ତାହାଙ୍କ ନିକଟକୁ ଆସିବାକୁ ଲାଗିଲେ ଓ ଆପଣା ଆପଣା ପାପ ସ୍ୱୀକାର କରି ତାହାଙ୍କ ଦ୍ୱାରା ଯର୍ଦ୍ଦନ ନଦୀରେ ବାପ୍ତିଜିତ ହେଲେ।
ହେବେ ସବୁ ରାଜିନି ଜିହୁଦା ଦେସ୍‌ ଆରି ସବୁ ଜିରୁସାଲମ୍‌ନି ମାନାୟାର୍‌ ହସି ହେୱାନ୍‌ ଲାଗାୟ୍‌ ୱାଦେଙ୍ଗ୍‌ ଲାଗାତାର୍‌ ଆରି ଜାର୍‌ ଜାର୍‌ ପାପ୍‌ କିତାକା ମାନିକିିଜ଼ି ହେୱାନ୍‌ତାଂ ଜର୍ଦନ୍‌ ନାଗୁଡ଼୍‌ ତାକେ ବାପ୍ତିସିମ୍‌ ଅତାର୍‌ ।
6 ଯୋହନ ଓଟ ଲୋମର ବସ୍ତ୍ର ପିନ୍ଧୁଥିଲେ ଓ ଆପଣା କଟିରେ ଚର୍ମପଟୁକା ବାନ୍ଧୁଥିଲେ, ପୁଣି, ପଙ୍ଗପାଳ ଓ ବନମଧୁ ଖାଉଥିଲେ।
ହେ ଜହନ୍‌ ଉଟ୍‌ ତଲ୍‌ନି ହେନ୍ଦ୍ରା ଉସ୍ପିସ୍‌ ମାଚାନ୍‌ ଆରି ତା ମ୍ଡେଙ୍ଗାଙ୍ଗ୍‌ ତଲ୍‍ନି ନୁଣ୍‌କୁ ଡରି ଗାଚ୍‌ଚି ମାଚାନ୍, ପାଚେ ପାମି ଆରେ ରାନ୍ତିପୁକି ହେୱାନ୍ତି କାଦି ମାଚାତ୍‌ ।
7 ସେ ଘୋଷଣା କରି କହିବାକୁ ଲାଗିଲେ, “ମୋʼଠାରୁ ଯେ ଅଧିକ ଶକ୍ତିମାନ, ସେ ମୋʼ ଉତ୍ତାରେ ଆସୁଅଛନ୍ତି; ମୁଁ ଅବନତ ହୋଇ ତାହାଙ୍କ ପାଦୁକାର ବନ୍ଧନ ଫିଟାଇବାକୁ ଯୋଗ୍ୟ ନୁହେଁ।
ଜହନ୍‌ ସୁଣାୟ୍‌ କିଜ଼ି ୱିଜ଼ାକାରିଂ ଉତର୍‌ ହିନାନ୍‌, “ନାଙ୍ଗ୍‌ ତାଙ୍ଗ୍‌; ଇନେର୍‌ ବେସି ସାକ୍ତିକାଟାକାନ୍‌, ହେୱାନ୍‌ ନା ପାଚେ ୱାନାନା; ଆନ୍‌ ତା ସମାନ୍‌ ଆକାୟ୍‌ ହେୱାନ୍ତି ପାନାନି ଡରି ପାଣ୍ଡାଇଙ୍ଗ୍‌ ରିକ୍‌ତେଂ ସମାନ୍‌ ଆକାୟ୍‌ ।”
8 ମୁଁ ତୁମ୍ଭମାନଙ୍କୁ ଜଳରେ ବାପ୍ତିସ୍ମ ଦେଲି, ମାତ୍ର ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମାରେ ବାପ୍ତିସ୍ମ ଦେବେ।”
ଆନ୍‌ ମିଙ୍ଗେଙ୍ଗ୍‌ ଏଜ଼ୁଂତାଂ ବାପ୍ତିସିମ୍‌ ହିତ୍‌ତାଂ, ମାତର୍‌ ହେୱାନ୍‌ ମିଙ୍ଗେଙ୍ଗ୍‌ ପୁଇପୁୟା ଜିବୁନ୍ତାଂ ବାପ୍ତିସିମ୍‌ ହିଦ୍‌ନାନ୍‌ ।
9 ସେହି ସମୟରେ ଯୀଶୁ ଗାଲିଲୀର ନାଜରିତରୁ ଆସି ଯର୍ଦ୍ଦନ ନଦୀରେ ଯୋହନଙ୍କ ଦ୍ୱାରା ବାପ୍ତିଜିତ ହେଲେ।
ହେ ସମୁତ ଜିସୁ ଗାଲିଲିନି ନାଜରିତିୟତାଂ ୱାଜ଼ି ଜର୍ଦନ୍‌ ନାଗୁଡ଼୍‍ତାକେ ଜହନ୍‌ତାଂ ବାପ୍ତିସିମ୍‌ ଅନାନ୍‌ ।
10 ଆଉ, ସେହିକ୍ଷଣି ସେ ଜଳରୁ ଉଠି ଆସିବା ସମୟରେ ଆକାଶ ଉନ୍ମୁକ୍ତ ହେବା ଓ ପବିତ୍ର ଆତ୍ମାଙ୍କୁ କପୋତ ପରି ଆପଣା ଉପରକୁ ଓହ୍ଲାଇ ଆସିବା ଦେଖିଲେ,
ଆରେ ହେ ଦାପ୍ରେ ହେୱାନ୍‌ ଏଜ଼ୁଂତାଂ ନିଙ୍ଗ୍‌ଜି ୱାନି ୱେଡ଼ାଲିଂ ବାଦାଡ଼୍‌ ଜେୟା ଆତାତ୍‌ ଆରେ ପୁଇପୁୟା ଜିବୁନ୍‌ତିଂ ପାର୍‌ୱା ଲାକେ ତା ଜପି ଜୁଦ୍‌ନାକା ହୁଡ଼୍‌ତାନ୍‌,
11 ପୁଣି, ଆକାଶରୁ ଏହି ବାଣୀ ହେଲା, “ତୁମ୍ଭେ ଆମ୍ଭର ପ୍ରିୟ ପୁତ୍ର, ତୁମ୍ଭଠାରେ ଆମ୍ଭର ପରମ ସନ୍ତୋଷ।”
ଆରେ, ବାଦାଡ଼୍‌ ତାଙ୍ଗ୍‌ ଇ କାତା ଆତାତ୍‌, “ଏନେଙ୍ଗ୍‌ ନା ୱାରିନି ମାଜ଼ି, ନି ତାକେ ନାତାଂ ବେସି ୱାରି ମାନାତ୍‌ ।”
12 ସେହିକ୍ଷଣି ପବିତ୍ର ଆତ୍ମା ତାହାଙ୍କୁ ପ୍ରାନ୍ତରକୁ ଘେନିଗଲେ।
ହେ ଦାପ୍ରେ ପୁଇପୁୟା ଜିବୁନ୍‌ ହେୱାନିଂ ବାଟାତ ଅଜ଼ି ହାଚାତ୍‌ ।
13 ଯୀଶୁ ପ୍ରାନ୍ତରରେ ଚାଳିଶ ଦିନ ରହି ଶୟତାନ ଦ୍ୱାରା ପରୀକ୍ଷିତ ହେଉଥିବା ସମୟରେ, ସେ ବନ୍ୟ-ପଶୁମାନଙ୍କ ସହିତ ରହିଲେ, ପୁଣି, ଦୂତମାନେ ତାହାଙ୍କ ସେବା କରୁଥିଲେ।
ଜିସୁ ହେ ବାଟାତ ଚାଲିସ୍‌ ଦିନ୍‌ ମାନ୍‌ଞ୍ଜି ହେବେ ହେୱାନ୍‌ ସୟ୍‌ତାନ୍‌ ହୁଦାଂ ପରିକ୍ୟା ଆନାନ୍‌ । ହେୱାନ୍‌ ରାନ୍‌ ଜାତ୍‌ ଲାହାଙ୍ଗ୍‌ ମାଚାନ୍‌, ଦୁତ୍‌କୁ ହେୱାନିଂ ହେବା କିଜ଼ି ମାଚିକ୍‌ ।
14 ଯୋହନ କାରାରୁଦ୍ଧ ହେଲା ପରେ ଯୀଶୁ ଗାଲିଲୀକୁ ଆସି ଈଶ୍ବରଙ୍କ ସୁସମାଚାର ଘୋଷଣା କରି କହିବାକୁ ଲାଗିଲେ,
ଜହନ୍‌ ଜେଲ୍‌ତ ହାଚି ପାଚେ, ଜିସୁ ଗାଲିଲିତ ୱାଜ଼ି ଇସ୍ୱର୍‌ତି ନେକ୍ରିକାବୁର୍‌ ଗାଜା କାଟ୍‌ତାଂ ଇଞ୍ଜେଙ୍ଗ୍‌ ଲାଗାତାନ୍‌ ।
15 “କାଳ ସମ୍ପୂର୍ଣ୍ଣ ହେଲାଣି, ଈଶ୍ବରଙ୍କ ରାଜ୍ୟ ସନ୍ନିକଟ; ମନ-ପରିବର୍ତ୍ତନ କର ଓ ସୁସମାଚାରରେ ବିଶ୍ୱାସ କର।”
“ଜିସୁ ସୁଣାୟ୍‌ କିଦେଙ୍ଗ୍‌ ଲାଗାତାନ୍‌, ଦିନ୍‌ ୱିଜ଼େ ୱାତାତେ, ଇସ୍ୱର୍‌ତି ରାଜି ଲାଗାୟ୍‌ ଆତାତେ; ପାପ୍‍ତାଂ ମାନ୍‌ବାଦ୍‌ଲାୟ୍‌ କିୟାଟ୍‌ ଆରି ନେକ୍ରିକାବୁର୍‌ ତାକେ ପାର୍ତି କିୟାଟ୍‌ ।”
16 ସେ ଗାଲିଲୀ ସମୁଦ୍ରକୂଳ ଦେଇ ଯାଉଥିବା ସମୟରେ ଶିମୋନ ଓ ତାହାଙ୍କ ଭାଇ ଆନ୍ଦ୍ରିୟଙ୍କୁ ସମୁଦ୍ରରେ ଭଉଁରୀଜାଲ ପକାଉଥିବା ଦେଖିଲେ, କାରଣ ସେମାନେ ମତ୍ସ୍ୟଜୀବୀ ଥିଲେ।
ଜିସୁ ଗାଲିଲି ହାମ୍‌ଦୁର୍‌ ପାଡ଼ିତିଂ ହାଲ୍‌ଜି ମାନି ସମୁତ ସିମନ୍‌ ଆରେ ତା ଟଣ୍ଡାହି ଆନ୍ଦ୍ରିୟଙ୍ଗ୍‌ ହାମ୍‌ଦୁର୍‌ତ ଜାଲ୍‌ ତୁହିନାକା ହୁଡ଼୍‌ତାନ୍‌, ଇଚିସ୍‌ ହେୱାର୍‌ ମିନ୍‌କୁ ଆସ୍ତି ଜିନାକାର୍‌ ମାଚାର୍‌ ।
17 ଯୀଶୁ ସେମାନଙ୍କୁ କହିଲେ, “ମୋହର ଅନୁଗମନ କର, ମୁଁ ତୁମ୍ଭମାନଙ୍କୁ ମନୁଷ୍ୟ ଧରିବା ଶିଖାଇବି।”
ଜିସୁ ହେୱାରିଂ ଇଚାନ୍‌, “ନା ପାଚେ ପାଚେ ୱାଡୁ, ଆନ୍‌ ମିଙ୍ଗେଙ୍ଗ୍‌ ମାନାୟ୍‌ ଆହ୍‌ନାକା ହିକାଇ କିଦ୍‌ନାଙ୍ଗ୍‌ ।”
18 ସେଥିରେ ସେମାନେ ସେହିକ୍ଷଣି ଜାଲ ଛାଡ଼ି ତାହାଙ୍କର ଅନୁଗମନ କଲେ।
ହେବେ ହେୱାର୍‌ ହେ ଦାପ୍ରେ ଜାଲ୍‌ ପିସ୍ତି ହେୱାନ୍‌ ପାଚେ ହାଚାର୍ ।
19 ପୁଣି, ସେ ଅଳ୍ପ ଦୂର ଆଗକୁ ଯାଇ ଜେବଦୀଙ୍କ ପୁତ୍ର ଯାକୁବ ଓ ତାହାଙ୍କ ଭାଇ ଯୋହନଙ୍କୁ ନୌକାରେ ଜାଲ ସଜାଡ଼ୁଥିବା ଦେଖିଲେ।
ପାଚେ, ହେୱାନ୍‌ ଅଲପ୍‍ ଆଗେ ହାଲ୍‌ଜି ଜାକୁବ୍‌ ଆରି ଜହନ୍‌ ତର୍‌ଦାକାନ୍‌ ଜେବ୍‌ଦିତି ମାଜ଼ି ଜାକୁବ୍‌ ଆରି ହେୱାନ୍‌ ଟଣ୍ଡାହି ଜହନ୍‌ତିଂ ଡଙ୍ଗାତ କୁଚ୍‌ଚି ହେୱାର୍‌ତି ଜାଲ୍‌ ଗାଡ଼ି କିଜ଼ି ମାଚାନ୍‌ ।
20 ସେହିକ୍ଷଣି ସେ ସେମାନଙ୍କୁ ଡାକିଲେ, ପୁଣି, ସେମାନେ ସେମାନଙ୍କର ପିତା ଜେବଦୀଙ୍କୁ ମୂଲିଆମାନଙ୍କ ସହିତ ନୌକାରେ ଛାଡ଼ି ତାହାଙ୍କର ଅନୁଗମନ କଲେ।
ହେ ଦାପ୍ରେ ହେୱାନ୍‌ ହେୱାରିଂ କୁକ୍‌ତାନ୍‌, ପାଚେ ହେୱେର୍‌ ହେୱାର୍‌ ଲାତ୍ରାହି ଜେବ୍‌ଦିତି କାମ୍‌ଲିୟାର୍‌ ହୁକେ ଡଙ୍ଗାତାକେ ପିସ୍ତି ହେୱାନ୍‌ ପାଚେ ହାଚାର୍‌ ।
21 ପରେ ସେମାନେ କଫର୍ନାହୂମକୁ ଗଲେ, ଆଉ ସେହିକ୍ଷଣି ସେ ବିଶ୍ରାମବାର ଦିନରେ ସମାଜଗୃହରେ ପ୍ରବେଶ କରି ଶିକ୍ଷା ଦେବାକୁ ଲାଗିଲେ।
ପାଚେ ଜିସୁ ଆରି ଚେଲାର୍‌ କପର୍ନାହୁମ୍‌ ତାକେ ହାଚାର୍‌, ଆରେ ହେ ଦାପ୍ରେ ଜିହୁଦିର୍‌ ଜମ୍‌ନିବାର୍‌ ନାଜିଂ କୁଟୁମ୍‌ ଇଞ୍ଜ ହାଲ୍‌ଜିପା ହିକାୟ୍ କିଦେଙ୍ଗ୍‌ ଲାଗାତାନ୍‌ ।
22 ଲୋକମାନେ ତାହାଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟାନ୍ୱିତ ହେଲେ, କାରଣ ସେ ଶାସ୍ତ୍ରୀମାନଙ୍କ ପରି ଶିକ୍ଷା ନ ଦେଇ ଅଧିକାରପ୍ରାପ୍ତ ବ୍ୟକ୍ତିଙ୍କ ପରି ସେମାନଙ୍କୁ ଶିକ୍ଷା ଦେଉଥିଲେ।
ମାନାୟାର୍‌ ହେୱାନ୍‌ ହିକ୍ୟାତ କାବା ଆତାର୍‌, ଇନାକିଦେଂକି ହେୱାନ୍‌ ଦରମ୍‌ ଗୁରୁର୍‌ ଲାକେ ହିକାଇ କିୱାଦାଂ ଆଦିକାର୍‌ ପାୟା ଆତି ମାନାୟାର୍‌ ଲାକେ ହେୱାରିଂ ହିକ୍ୟା ହିଜ଼ି ମାଚାନ୍‌ ।
23 ସେହିକ୍ଷଣି ସେମାନଙ୍କ ସମାଜଗୃହରେ ଥିବା ଜଣେ ଅଶୁଚି ଆତ୍ମାବିଷ୍ଟ ଲୋକ ଚିତ୍କାର କରି କହିଲା,
ହେ ସମୁତ ହେୱାର୍‌ ଜିହୁଦିର୍‌ କୁଟୁମ୍‌ ଇଞ୍ଜ ମାନି ରକାନ୍‌ ପୁଦା ଆହ୍‌ୟା ଆତାକାନ୍‌ କିକିରାଡିଂ କିଜ଼ି ଗାଜା କାଟ୍‌ତାଂ ଇଚାନ୍‌ ।
24 ହେ ନାଜରିତୀୟ ଯୀଶୁ, ତୁମ୍ଭ ସାଙ୍ଗରେ ଆମ୍ଭମାନଙ୍କର କଅଣ ଅଛି? ତୁମ୍ଭେ କି ଆମ୍ଭମାନଙ୍କୁ ବିନାଶ କରିବାକୁ ଆସିଲ? ତୁମ୍ଭେ କିଏ, ତାହା ମୁଁ ଜାଣେ; ତୁମ୍ଭେ ଈଶ୍ବରଙ୍କ ସେହି ପବିତ୍ର ବ୍ୟକ୍ତି।
“ଏ ନାଜରିତିୟ ଜିସୁ, ନି ଲାହାଙ୍ଗ୍‌ ମାଦାଂ ଇନାକା ମାନାତ୍‌? ଏନେଙ୍ଗ୍‌ ମାଙ୍ଗେଙ୍ଗ୍‌ ୱିସ୍ତେଦେଂ ୱାତାଇନା? ଏନେଙ୍ଗ୍‌ ଇମ୍‌ଣାକାୟ୍‌? ହେଦାଂ ଆନ୍‌ ପୁନାଙ୍ଗ୍‌, ଏନେଙ୍ଗ୍‌ ଇସ୍ୱର୍‌ତି ହେ ପୁଇପୁୟା ମାନାୟ୍‌ତି ।”
25 ଯୀଶୁ ତାହାକୁ ଧମକ ଦେଇ କହିଲେ, “ଚୁପ୍ କର୍, ଏହାଠାରୁ ବାହାରିଯା।”
ଜିସୁ ହେୱାନିଂ ଦାକା ହିଜ଼ି ଇଚାନ୍‌, “ଚିମ୍‌ରା ଆ ଇବେଣ୍ଡାଂ ହସି ହାଲା ।”
26 ସେଥିରେ ସେହି ଅଶୁଚି ଆତ୍ମା ତାହାକୁ ମୋଡ଼ିପକାଇ ଅତି ଉଚ୍ଚସ୍ୱରରେ ପାଟି କରି ତାହାଠାରୁ ବାହାରିଗଲା।
ହେବେଣ୍ଡାଂ ହେ ବାନ୍ୟା ଜିବୁନ୍‌ ହେୱାନିଂ କିନ୍ଦ୍ରାୟ୍‌ କିଜ଼ି ଗାଜାକାଟ୍‌ ତାଙ୍ଗ୍‌ ଆଲା ଆଜ଼ି ହେୱାନ୍‍ତାଂ ହସି ହାଚାତ୍‌ ।
27 ଏଥିରେ ସମସ୍ତେ ଏତେ ବିସ୍ମୟାନ୍ୱିତ ହେଲେ ଯେ, ସେମାନେ ବାଦାନୁବାଦ କରି କହିବାକୁ ଲାଗିଲେ, ଏ କଅଣ? ଏ ତ ଅଧିକାରଯୁକ୍ତ ନୂତନ ଶିକ୍ଷା! ସେ ଅଶୁଚି ଆତ୍ମାମାନଙ୍କୁ ସୁଦ୍ଧା ଆଦେଶ ଦିଅନ୍ତି, ଆଉ ସେମାନେ ତାହାଙ୍କ ଆଜ୍ଞା ମାନନ୍ତି।
ଇବେଣ୍ଡାଂ ୱିଜ଼ାର୍‌ ଏଚେକ୍‌ କାବା ଆତାର୍‌ ଜେ, ହେୱାର୍‌ ହେୱାର୍‌ନେ ଇନ୍‌ବା ଆତାର୍‌, “ଇଦାଂ ଇନାକା? ଇଦାଂ ତ ଆଦିକାର୍‌ ପୁନ୍‌ ହିକିୟା, ହେୱାନ୍‌ ବାନ୍ୟା ଜିବୁନ୍‌ତିଂ ପା ବଲ୍‌ ହିନାନା, ଆରେ ହେୱାର୍‌ ହେୱାନ୍ତି ବଲ୍‌ବଚନ୍‌ ମାନି କିନିକ୍‌ ।”
28 ସେଥିରେ ତାହାଙ୍କ ସମ୍ବନ୍ଧୀୟ ସମାଚାର ସେହିକ୍ଷଣି ଗାଲିଲୀର ଚାରିଆଡ଼େ ସମସ୍ତ ଅଞ୍ଚଳରେ ବ୍ୟାପିଗଲା।
ହେବେ ହେୱାନ୍‌ ବିସ୍ରେ ବେରଣ୍ ହେ ଦାପ୍ରେ ଗାଲିଲିନିପ ଚାର୍‌ବେଣ୍‌ତିଂ ସବୁ ନାସ୍‌କୁକାଂ ୱିଣ୍‌ଜି ହାଚାତ୍‌ ।
29 ତତ୍ପରେ ସେମାନେ ସମାଜଗୃହରୁ ବାହାରି ଯାକୁବ ଓ ଯୋହନଙ୍କ ସହିତ ସେହିକ୍ଷଣି ଶିମୋନ ଓ ଆନ୍ଦ୍ରିୟଙ୍କ ଗୃହକୁ ଗଲେ।
ତା ପାଚେ ଚେଲାର୍‌ କୁଟୁମ୍‌ ଇଞ୍ଜ ହସି ଜାକୁବ୍‌ ଆରି ଜହନ୍‌ ଲାହାଙ୍ଗ୍‌ ହେ ଦାପ୍ରେ ସିମନ୍‌ ଆରି ଆନ୍ଦ୍ରିୟର୍ ଇଞ୍ଜ ହାଚାର୍‌ ।
30 ଶିମୋନଙ୍କ ଶାଶୁ ଜ୍ୱରରେ ଶଯ୍ୟାଗତା ଥିଲେ, ଆଉ ସେମାନେ ସେହିକ୍ଷଣି ତାହାଙ୍କ କଥା ଯୀଶୁଙ୍କୁ ଜଣାଇଲେ।
ସିମନ୍‌ ପଦାହି ନମେର୍‌ ଆଜ଼ି କାଟେଲ୍‌ତ ହୁନ୍‌ଞ୍ଜି ମାଚାତ୍‌, ଆରେ ହେୱାର୍‌ ହେ ଦାପ୍ରେ ହେଦେଲ୍‌ ବେରଣ୍‌ ଜିସୁଙ୍ଗ୍‌ ୱେଚ୍‌ଚାର୍ ।
31 ସେଥିରେ ସେ ପାଖକୁ ଯାଇ ତାହାଙ୍କ ହସ୍ତ ଧରି ତାହାଙ୍କୁ ଉଠାଇଲେ, ଆଉ ତାହାଙ୍କୁ ଜ୍ୱର ଛାଡ଼ିଗଲା, ପୁଣି, ସେ ସେମାନଙ୍କ ସେବା କରିବାକୁ ଲାଗିଲେ।
ହେବେଣ୍ଡାଂ ହେୱାନ୍‌ ଲାଗାୟ୍‌ ହାଲ୍‌ଜି ହେଦେଲ୍‌ତି କେଇ ଆଜ଼ି ତାଙ୍ଗେଙ୍ଗ୍‌ ନିକ୍‌ତାନ୍‌, ଆରେ ହେଦେଲିଂ ନମେର୍‌ ପିସ୍ତାତ୍‌, ଆରେ ହେଦେଲ୍‌ ହେୱାରିଂ ହେବା କିଦେଙ୍ଗ୍‌ ଲାଗାତାତ୍‌ ।
32 ସନ୍ଧ୍ୟା ସମୟରେ ସୂର୍ଯ୍ୟ ଅସ୍ତ ହେଲା ଉତ୍ତାରେ ଲୋକେ ତାହାଙ୍କ ଛାମୁକୁ ପୀଡ଼ିତ ଓ ଭୂତଗ୍ରସ୍ତ ସମସ୍ତଙ୍କୁ ଆଣିବାକୁ ଲାଗିଲେ,
ମ୍ଡିକାହାରେସ୍‌ ୱେଡ଼ା ହାଚିପାଚେ ମାନାୟାର୍‌ ହେୱାନ୍‌ ତାକେ ନଚ୍‌ନାକାରିଂ ଆରେ ପୁଦା ଆହ୍‌ୟା ଆତାକାରିଂ ତାହିୱାଦେଂ ଲାଗାତାର୍‌ ।
33 ପୁଣି, ନଗରବାସୀ ସମସ୍ତେ ଦ୍ୱାର ନିକଟରେ ଏକତ୍ର ହେଲେ।
ପାଚେ ସବୁ ଗାଡ଼୍‌ନିକାର୍‌ ଇଲ୍‌ନି ଦୁୱେର୍‌ ଲାଗାୟ୍‌ ରୁଣ୍ଡା ଆତାର୍‌ ।
34 ସେଥିରେ ସେ ନାନା ପ୍ରକାର ରୋଗରେ ପୀଡ଼ିତ ଅନେକ ରୋଗୀଙ୍କୁ ସୁସ୍ଥ କଲେ ଓ ଅନେକ ଭୂତ ଛଡ଼ାଇଲେ, ପୁଣି, ସେ ଭୂତମାନଙ୍କୁ କଥା କହିବାକୁ ଦେଲେ ନାହିଁ, କାରଣ ସେମାନେ ତାହାଙ୍କୁ ଚିହ୍ନୁ ଥିଲେ।
ହେବେ ଜିସୁ ବାରବିନି ରଗ୍‌ ଆହ୍‌ୟା ଆତାକାରିଂ ବେସି ରଗିରିଂ ଉଜ୍‌ କିତାନ୍‌, ଆରି ବେସି ପୁଦାଂ ପିହିକିତାନ୍‍, ପାଚେ ପୁଦାକାଂ ବେରଣ୍‌ କିଦେଙ୍ଗ୍‌ ହିୱାତାନ୍, ହେଦାଂ କାଜିଂ ହେୱାନିଂ ଚିନ୍‌ କିଜ଼ି ମାଚିକ୍‌ ।
35 ପାହାନ୍ତିଆ ସମୟରେ ଅନ୍ଧାର ଥାଉ ଥାଉ ସେ ଉଠି ବାହାରିଗଲେ ଓ ଗୋଟିଏ ନିର୍ଜନ ସ୍ଥାନକୁ ଯାଇ ସେଠାରେ ପ୍ରାର୍ଥନା କରିବାକୁ ଲାଗିଲେ।
ଆର୍କାତ୍‌ ନାଜିଂ ପ୍ରାଙ୍ଗ୍‌ନି ୱେଡ଼ାଲିଂ ମାଜ୍‌ଗା ମାନୁ ମାନୁ ହେୱାନ୍‌ ନିଙ୍ଗ୍‌ଜି ହସି ହାଚାନ୍‌ ଆରି ର ସିଣିନ୍ଦା ବାହାତ ହାଲ୍‌ଜି ହେବେ ପାର୍ତାନା କିଦେଙ୍ଗ୍‌ ଲାଗାତାନ୍‌ ।
36 ଆଉ ଶିମୋନ ଓ ତାହାଙ୍କ ସଙ୍ଗୀମାନେ ତାହାଙ୍କର ଅନୁସନ୍ଧାନ କରି,
ଆରେ, ସିମନ୍‌ ଆରି ହେୱାନ୍‌ ହାଙ୍ଗ୍‍ଦାକାର୍‍ ହେୱାନିଂ ଇଟ୍‌କାଡ଼୍‌ କିଜ଼ି,
37 ସାକ୍ଷାତ ପାଇ ତାହାଙ୍କୁ କହିଲେ, ସମସ୍ତେ ଆପଣଙ୍କର ଅନ୍ୱେଷଣ କରୁଅଛନ୍ତି।
ବେଟ୍‌ଗାଟ୍ ଆଜ଼ି ହେୱାନିଂ ଇଚାର୍‌, “ୱିଜ଼ାକାର୍‌ ନିଙ୍ଗେଙ୍ଗ୍‌ ଦାସ୍ତାନାରା ।”
38 ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ଆସ, ଆମ୍ଭେମାନେ ଅନ୍ୟ ସ୍ଥାନକୁ, ଅର୍ଥାତ୍‍ ନିକଟବର୍ତ୍ତୀ ଗ୍ରାମମାନଙ୍କୁ ଯିବା; ସେଠାରେ ମଧ୍ୟ ମୁଁ ପ୍ରଚାର କରିବି, କାରଣ ସେହି ଉଦ୍ଦେଶ୍ୟରେ ମୁଁ ବାହାରିଅଛି।”
ହେବେଣ୍ଡାଂ ହେୱାନ୍‌ ହେୱାରିଂ ଇଚାନ୍‌, ୱାଡ ଆସେଙ୍ଗ୍‌ “ବିନେନି ବାହାତ, ମାତର୍‌ ହାଲ୍‍ଜି ଲାଗେନି ନାସ୍‌କୁକାଂ ହାନାସ୍‌; ହେବେ ପା ଆନ୍‌ ସୁଣାୟ୍‌ କିନାଙ୍ଗ୍‌, ଇନେକିଦେଂକି ଆନ୍‌ ହେ ବେରଣ୍‌ କାଜିଂ ହତ୍‌ତାଂନ୍ନା ।”
39 ପୁଣି, ସେ ସମୁଦାୟ ଗାଲିଲୀରେ ଭ୍ରମଣ କରୁ କରୁ ସେମାନଙ୍କର ସମସ୍ତ ସମାଜଗୃହରେ ପ୍ରଚାର କଲେ ଓ ଭୂତମାନଙ୍କୁ ବାହାର କଲେ।
ପାଚେ ହେୱାନ୍‌ ସବୁ ଗାଲିଲିନିପ ପ୍ଡାଞ୍ଜି ବୁଲା ଆଜ଼ି ହାଲ୍‌ଜି ହେୱାର୍‌ ହେ କୁଟୁମ୍‌ ଇଞ୍ଜ ସୁଣାୟ୍‌ କିତାର୍‌ ଆରି ପୁଦାକାଂ ପିହିକିତାର୍‌ ।
40 ଏଥିମଧ୍ୟରେ ଜଣେ କୁଷ୍ଠରୋଗୀ ତାହାଙ୍କ ନିକଟକୁ ଆସି ଆଣ୍ଠୁପାତି ତାହାଙ୍କୁ ବିନତି କରି କହିଲା, ଆପଣ ଯଦି ଇଚ୍ଛା କରନ୍ତି, ତାହାହେଲେ ମୋତେ ଶୁଚି କରିପାରନ୍ତି।
ଇବେତାଂ ର ଗାଜାରଗ୍‌ କାଟାକାନ୍‌ ଜିସୁ ତାକେ ହେୱାନ୍‌ ୱାଜ଼ି ମେଣ୍ଡାଂ କୁନ୍ଦିକିଜ଼ି ହେୱାନିଂ ଗୱାରି କିଜ଼ି ଇଚାନ୍‌, “ଏନେଙ୍ଗ୍‌ ଜଦି ଇଚା କିତାୟ୍‌ଚି, ତା ଆତିସ୍‌ ନାଙ୍ଗେଙ୍ଗ୍‌ ସକଟ୍‌ କିଦ୍‌ନାୟ୍‌ ।”
41 ସେଥିରେ ସେ ଦୟାରେ ବିଗଳିତ ହୋଇ ହସ୍ତ ବିସ୍ତାର କରି ତାହାକୁ ସ୍ପର୍ଶ କଲେ ଓ କହିଲେ, “ମୁଁ ଇଚ୍ଛା କରୁଅଛି, ଶୁଚି ହୁଅ।”
ହେବେଣ୍ଡାଂ ହେୱାନ୍‌, କାର୍ମା ଆଜ଼ି କେଇ ପେସ୍‌ଦି ହେୱାନିଂ ଡୁତାନ୍‌ ଆରି ଇଚାନ୍‌, “ଆନ୍‌ ଇଚା କିନାଙ୍ଗା ସକଟ୍‌ ଆ ।”
42 ସେହିକ୍ଷଣି କୁଷ୍ଠରୋଗ ତାହାଠାରୁ ଦୂର ହେଲା ଓ ସେ ଶୁଚି ହେଲା।
ହେ ଦାପ୍ରେ ଗାଜାରଗ୍‌ ହେୱାନ୍ତି ହାଚାତ୍‌ ଆରି ହେୱାନ୍‌ ସକଟ୍‌ ଆତାନ୍‌ ।
43 ପୁଣି, ସେ ତାହାକୁ ଦୃଢ଼ରୂପେ ଆଜ୍ଞା ଦେଇ ସେହିକ୍ଷଣି ବିଦାୟ କରି କହିଲେ,
ଆରେ, ଜିସୁ ହେୱାନିଂ ବେସି ଆଟ୍‌ୱା କିଜ଼ି ବଲ୍‍ହିଜ଼ି ହେ ଦାପ୍ରେ ପକ୍‌ଚି ଇଚାନ୍‌ ।
44 “ସାବଧାନ, କାହାକୁ କିଛି କୁହ ନାହିଁ, କିନ୍ତୁ ଯାଅ, ଯାଜକଙ୍କ ନିକଟରେ ନିଜକୁ ଦେଖାଅ, ପୁଣି, ମୋଶା ଯାହା ଯାହା ଆଦେଶ ଦେଇଅଛନ୍ତି, ସେହିସବୁ ଆପଣାର ଶୁଚିକ୍ରିୟା ସ୍ୱରୂପେ ସେମାନଙ୍କ ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ ଉତ୍ସର୍ଗ କର।”
ଜାଗ୍ରତ୍‌ “ଇନାକା, ଇନେରିଂ ଇନ୍‍ମା, ମାତର୍‌ ହାଲା ମାପ୍ରୁହେବାକିନାକାନ୍‌ ତାକେ ଜାର୍‌ତିଂ ଚଞ୍ଜ୍‌ୟା; ଆରେ ମସା ଇନା ଇନାକା ବଲ୍‌ ହିତ୍‍ତାନ୍ନା ହେ ସବୁ ନିଜେ ନିର୍ମଲ୍‌ ଲାକେ ହେୱାର୍‌ ଲାଗାଂ ସାକି ହିନି କାଜିଂ ସର୍‌ପି ଆ ।”
45 କିନ୍ତୁ ସେ ବାହାରିଯାଇ ସେହି ବିଷୟ ଅଧିକ ଘୋଷଣା କରି ଚାରିଅାଡ଼େ ଏତେ କହିବାକୁ ଲାଗିଲା ଯେ, ଯୀଶୁ ଆଉ ପ୍ରକାଶରେ କୌଣସି ନଗରରେ ପ୍ରବେଶ କରିପାରିଲେ ନାହିଁ, ମାତ୍ର ବାହାରେ ନିର୍ଜନ ସ୍ଥାନମାନଙ୍କରେ ରହିଲେ; ଆଉ, ଲୋକମାନେ ଚତୁର୍ଦ୍ଦିଗରୁ ତାହାଙ୍କ ନିକଟକୁ ଆସିବାକୁ ଲାଗିଲେ।
ମାତର୍‌ ହେୱାନ୍‌ ହସି ହାଲ୍‌ଜି ହେ ବିସ୍ରେ ବେସି ସୁଣାୟ୍‌ କିଦେଂ ଲାଗାତାନ୍‌ ଜେ, ଜିସୁ ଆରି ଚଞ୍ଜ୍‌ୟା ଆଜ଼ି ମାଞ୍ଜେଙ୍ଗ୍‌ ଆଡ୍‌ୱାତାନ୍‌, ମାତର୍‌ ବାର୍ତ ସିଣିନ୍ଦା ବାହାତାକେ ମାଚାନ୍‌; ଆରେ ମାନାୟାର୍‌ ଚାର୍‌ବେଣ୍‌ତାଂ ହେୱାନ୍‌ ତାକେ ୱାଦେଙ୍ଗ୍‌ ଲାଗାତାର୍‌ ।

< ମାର୍କ 1 >