< ମାର୍କ 1 >
1 ଈଶ୍ବରଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ସୁସମାଚାରର ଆରମ୍ଭ।
କେନ୍ଆତେ ଇସ୍ୱରନ୍ ଆ ଡାଙ୍ଗଡ଼ାଅନ୍ ଜିସୁ କ୍ରିସ୍ଟନ୍ ଆ ମନଙ୍ବର୍ ଉଲନେ ।
2 ଯିଶାଇୟ ଭାବବାଦୀଙ୍କ ଶାସ୍ତ୍ରରେ ଯେପରି ଲେଖାଅଛି, “ଦେଖ, ଆମ୍ଭେ ଆପଣା ଦୂତକୁ ତୁମ୍ଭ ଆଗରେ ପ୍ରେରଣ କରୁଅଛୁ, ସେ ତୁମ୍ଭର ପଥ ପ୍ରସ୍ତୁତ କରିବ;
ପୁର୍ବାଃତେ ବର୍ନେମର୍ ଜିସାୟନ୍ ଆ ସାସ୍ତ୍ରଲୋଙ୍ ଏଙ୍ଗାଲେ ଆଇଡିଡ୍, “ଇସ୍ୱରନ୍ ବର୍ତନେ, ‘ଗିୟ୍ବା ପାଙ୍ଲଙ୍ବର୍ମର୍ଞେନ୍ ଆମ୍ମୁଙ୍ଗଡ୍ନମ୍ ଆପ୍ପାୟ୍ତାୟ୍, ଆନିନ୍ ତଙର୍ନମ୍ ଅବ୍ଜାଡାତେ ।’
3 ପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଜଣକର ସ୍ୱର, ପ୍ରଭୁଙ୍କ ପଥ ପ୍ରସ୍ତୁତ କର, ତାହାଙ୍କ ରାଜଦାଣ୍ଡ ସଳଖ କର।”
ଆରିଙ୍ରିଙ୍ଲୋଙନ୍ ଆକ୍ରାନ୍ ଆବ୍ରାବ୍ବାବ୍ତେନ୍ ଅବୟ୍ ମନ୍ରାନ୍ ଆ ସର୍ରଙ୍, ‘ପ୍ରବୁନ୍ ଆସନ୍ ତଙରନ୍ ଅବ୍ଜାଡାବା; ଆନିନ୍ ଆସନ୍ ରୋତ୍ତନ୍ ବିଙୟ୍ବା ।’”
4 ବାପ୍ତିଜକ ଯୋହନ ପ୍ରାନ୍ତରରେ ଉପସ୍ଥିତ ହୋଇ ପାପ କ୍ଷମା ନିମନ୍ତେ ମନ-ପରିବର୍ତ୍ତନର ବାପ୍ତିସ୍ମ ଘୋଷଣା କରିବାକୁ ଲାଗିଲେ।
ତିଆସନ୍ ତବ୍ବୁବ୍ଡାମର୍ ଜନନ୍ ଆରିଙ୍ରିଙ୍ଲୋଙନ୍ ଜିର୍ରେ, “ଇର୍ସେନ୍ ସିଲଡ୍ ୟର୍ରନ୍ ଆୟ୍ ତବ୍ବୁବ୍ଡାନାବା, ଏତ୍ତେଲ୍ଡେନ୍ ଇସ୍ୱରନ୍ ଇର୍ସେବେନ୍ କେମାତବେନ୍” ଗାମ୍ଲେ ମନ୍ରାଞ୍ଜିଆଡଙ୍ ଇୟ୍ଲାୟ୍ ଅପ୍ପୁଙେଜି ।
5 ସେଥିରେ ସମଗ୍ର ଯିହୂଦିୟା ପ୍ରଦେଶ ଓ ସମସ୍ତ ଯିରୂଶାଲମ ସହରନିବାସୀ ବାହାରି ତାହାଙ୍କ ନିକଟକୁ ଆସିବାକୁ ଲାଗିଲେ ଓ ଆପଣା ଆପଣା ପାପ ସ୍ୱୀକାର କରି ତାହାଙ୍କ ଦ୍ୱାରା ଯର୍ଦ୍ଦନ ନଦୀରେ ବାପ୍ତିଜିତ ହେଲେ।
ସିଲତ୍ତେ ସମ୍ପରା ଜିଉଦା ଡେସାନ୍ ଡ ସମ୍ପରା ଜିରୁସାଲମବାଜି ଜନନ୍ ଆମଙ୍ ଜିର୍ଜିର୍ରାଜି ଆରି ରମ୍ମଙ୍ ରମ୍ମଙ୍ ଆ ଇର୍ସେ ବର୍ରନ୍ ଜର୍ଦନ ଅଲଲୋଙନ୍ ଇୟ୍ଲାୟ୍ ତବ୍ବୁବ୍ଡାନେଜି ।
6 ଯୋହନ ଓଟ ଲୋମର ବସ୍ତ୍ର ପିନ୍ଧୁଥିଲେ ଓ ଆପଣା କଟିରେ ଚର୍ମପଟୁକା ବାନ୍ଧୁଥିଲେ, ପୁଣି, ପଙ୍ଗପାଳ ଓ ବନମଧୁ ଖାଉଥିଲେ।
ତବ୍ବୁବ୍ଡାମର୍ ଜନନ୍ ଓଟପୁରନ୍ ବାତ୍ତେ ଆତୁବ୍ତୁବନ୍ ଆ ସିନ୍ରି ରଲନେ ଆରି ଆ କୁଣ୍ଡୁବ୍ଲୋଙନ୍ ଉସାଲ୍ ଜନିଡୁବନ୍ ରେଡ୍ଡୁବ୍ଲନ୍, ଆରି ଆନିନ୍ ପପ୍ପରନ୍ ଡ କିନ୍ରେଙ୍ ଇଁଙ୍ରଡନ୍ ଜୋମେନ୍ ।
7 ସେ ଘୋଷଣା କରି କହିବାକୁ ଲାଗିଲେ, “ମୋʼଠାରୁ ଯେ ଅଧିକ ଶକ୍ତିମାନ, ସେ ମୋʼ ଉତ୍ତାରେ ଆସୁଅଛନ୍ତି; ମୁଁ ଅବନତ ହୋଇ ତାହାଙ୍କ ପାଦୁକାର ବନ୍ଧନ ଫିଟାଇବାକୁ ଯୋଗ୍ୟ ନୁହେଁ।
ତବ୍ବୁବ୍ଡାମର୍ ଜନନ୍ ବର୍ବରନ୍ ଆସନ୍ ଉଲନେ, “ଞେନ୍ ସିଲଡ୍ ଆନା ଗୋଗୋୟ୍ ବୋର୍ସାଡମ୍, ଆନିନ୍ ଞେନ୍ ସିଲଡ୍ଲ୍ଲନ୍ ତିକ୍କି ଜିର୍ତାୟ୍, ଞେନ୍ ଡୁଙ୍ଗୁଡାଲେ ଆ ତାଲ୍ଜଙନ୍ ଆ ପାଣ୍ଡୋୟ୍ ଆ ଜନିବାଡ୍ ଉଜୁଜନ୍ ଆସନ୍ ଜିଞ୍ଜିନ୍ ତଡ୍ ।
8 ମୁଁ ତୁମ୍ଭମାନଙ୍କୁ ଜଳରେ ବାପ୍ତିସ୍ମ ଦେଲି, ମାତ୍ର ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମାରେ ବାପ୍ତିସ୍ମ ଦେବେ।”
ଞେନ୍ ଆମ୍ୱେଞ୍ଜିଆଡଙ୍ ଡାଆଲୋଙନ୍ ତବ୍ବୁବ୍ଡାନ୍ ତିୟ୍ତବେନ୍, ବନ୍ଡ ଆନିନ୍ ଆମ୍ୱେଞ୍ଜିଆଡଙ୍ ମଡ଼ିର୍ ପୁରାଡ଼ାଲୋଙନ୍ ତବ୍ବୁବ୍ଡାନ୍ ତିୟ୍ତବେନ୍ ।”
9 ସେହି ସମୟରେ ଯୀଶୁ ଗାଲିଲୀର ନାଜରିତରୁ ଆସି ଯର୍ଦ୍ଦନ ନଦୀରେ ଯୋହନଙ୍କ ଦ୍ୱାରା ବାପ୍ତିଜିତ ହେଲେ।
ତି ଆ ବନେଡ଼ା ଜିସୁନ୍ ଗାଲିଲି ନାଜରିତ ଗଡ଼ାନ୍ ସିଲଡ୍ ଜର୍ଦନ ଅଲନ୍ ଜିର୍ରେ ତବ୍ବୁବ୍ଡାମର୍ ଜନନ୍ ଆମଙ୍ ଇୟ୍ଲାୟ୍ ତବ୍ବୁବ୍ଡାନେ ।
10 ଆଉ, ସେହିକ୍ଷଣି ସେ ଜଳରୁ ଉଠି ଆସିବା ସମୟରେ ଆକାଶ ଉନ୍ମୁକ୍ତ ହେବା ଓ ପବିତ୍ର ଆତ୍ମାଙ୍କୁ କପୋତ ପରି ଆପଣା ଉପରକୁ ଓହ୍ଲାଇ ଆସିବା ଦେଖିଲେ,
ଆରି, ଜିସୁନ୍ ଡାଆଲୋଙନ୍ ସିଲଡ୍ ତେରଙ୍ ଡୋଲନ୍ ଆଜିର୍ରାଞନ୍ ଆଡିଡ୍ ରୁଆଙନ୍ ରୋଲନେ ଆରି ମଡ଼ିର୍ ପୁରାଡ଼ାନ୍ କୁକ୍କୁରନ୍ ଅନ୍ତମ୍ ଜିସୁନ୍ ଆ ତୋଣ୍ଡୋଲୋଙ୍ ଇୟ୍ଲାୟ୍ ତାର୍ଡୋୟ୍ନେନ୍ ଆନିନ୍ ଗିଜେନ୍,
11 ପୁଣି, ଆକାଶରୁ ଏହି ବାଣୀ ହେଲା, “ତୁମ୍ଭେ ଆମ୍ଭର ପ୍ରିୟ ପୁତ୍ର, ତୁମ୍ଭଠାରେ ଆମ୍ଭର ପରମ ସନ୍ତୋଷ।”
ଆରି ରୁଆଙନ୍ ସିଲଡ୍ ଅବୟ୍ ସର୍ରଙନ୍ ସଡ୍ଡାଏନ୍, “ଆମନ୍ ଡନୁଙ୍ୟମ୍ ଡାଙ୍ଗଡ଼ାଅନ୍ଞେନ୍, ଅମଙ୍ନମ୍ ଞେନ୍ ଗୋଗୋୟ୍ ମଅଁୟ୍ଡାତିଁୟ୍ ।”
12 ସେହିକ୍ଷଣି ପବିତ୍ର ଆତ୍ମା ତାହାଙ୍କୁ ପ୍ରାନ୍ତରକୁ ଘେନିଗଲେ।
ସିଲତ୍ତେମା ମଡ଼ିର୍ ପୁରାଡ଼ାନ୍ ଜିସୁନ୍ଆଡଙ୍ ଆରିଙ୍ରିଙ୍ଲୋଙନ୍ ଓରୋଙେନ୍ ।
13 ଯୀଶୁ ପ୍ରାନ୍ତରରେ ଚାଳିଶ ଦିନ ରହି ଶୟତାନ ଦ୍ୱାରା ପରୀକ୍ଷିତ ହେଉଥିବା ସମୟରେ, ସେ ବନ୍ୟ-ପଶୁମାନଙ୍କ ସହିତ ରହିଲେ, ପୁଣି, ଦୂତମାନେ ତାହାଙ୍କ ସେବା କରୁଥିଲେ।
ଆନିନ୍ ଆରିଙ୍ରିଙ୍ଲୋଙନ୍ ବାକୁଡ଼ି ଡିନ୍ନା ଡକୋଲନ୍, ତେତ୍ତେ ସନୁମନ୍ ଆନିନ୍ଆଡଙ୍ ତୋରେନ୍, ଆନିନ୍ ଆଡ୍ରକୋଲୋଙ୍ଲନ୍ କିନ୍ରେଙ୍ ଜନ୍ତୁଞ୍ଜି ନିୟ୍ ତେତ୍ତେ ଡକୋଲଞ୍ଜି, ଆରି ରୁଆଙ୍ ପାଙ୍ଲଙ୍ବର୍ମରଞ୍ଜି ଆନିନ୍ଆଡଙ୍ ଇୟ୍ଲାୟ୍ ସାକ୍କେଏଜି ।
14 ଯୋହନ କାରାରୁଦ୍ଧ ହେଲା ପରେ ଯୀଶୁ ଗାଲିଲୀକୁ ଆସି ଈଶ୍ବରଙ୍କ ସୁସମାଚାର ଘୋଷଣା କରି କହିବାକୁ ଲାଗିଲେ,
ତବ୍ବୁବ୍ଡାମର୍ ଜନନ୍ ବଣ୍ଡିସିଂଲୋଙନ୍ ଆଡ୍ରକ୍କୋଏଞ୍ଜି ସିଲଡ୍ଲ୍ଲନ୍ ଜିସୁନ୍ ଗାଲିଲିନ୍ ଜିର୍ରେ ଇସ୍ୱରନ୍ ଆ ମନଙ୍ବର୍ ଇୟ୍ଲେ ଅପ୍ପୁଙ୍ବରେ ।
15 “କାଳ ସମ୍ପୂର୍ଣ୍ଣ ହେଲାଣି, ଈଶ୍ବରଙ୍କ ରାଜ୍ୟ ସନ୍ନିକଟ; ମନ-ପରିବର୍ତ୍ତନ କର ଓ ସୁସମାଚାରରେ ବିଶ୍ୱାସ କର।”
“ଡିନ୍ନାନ୍ ବରିଜେନ୍, ଇସ୍ୱରନ୍ ଆ ରାଜ୍ୟ ତୁୟାଲାୟ୍, ଇର୍ସେନ୍ ସିଲଡ୍ ୟର୍ନାୟ୍ବା ଆରି ମନଙ୍ବରନ୍ ଡର୍ନାବା ।”
16 ସେ ଗାଲିଲୀ ସମୁଦ୍ରକୂଳ ଦେଇ ଯାଉଥିବା ସମୟରେ ଶିମୋନ ଓ ତାହାଙ୍କ ଭାଇ ଆନ୍ଦ୍ରିୟଙ୍କୁ ସମୁଦ୍ରରେ ଭଉଁରୀଜାଲ ପକାଉଥିବା ଦେଖିଲେ, କାରଣ ସେମାନେ ମତ୍ସ୍ୟଜୀବୀ ଥିଲେ।
ଜିସୁନ୍ ଗାଲିଲି ଅନେଙ୍ ସମେଁୟ୍ଣ୍ଡ୍ରାଗଡ୍ ଆଜିର୍ରେନ୍ ଆଡିଡ୍ ସିମନନ୍ ଡ ଆ ବୋଞାଙନ୍ ଆନ୍ଦ୍ରିଅନ୍ ସମେଁୟ୍ଣ୍ଡ୍ରାଲୋଙନ୍ ଅବୟ୍ ଜାଲନ୍ ଆସ୍ରେଡେଞ୍ଜି ଆଡିଡ୍, ଜିସୁନ୍ ଆନିଞ୍ଜିଆଡଙ୍ ଇୟ୍ଲେ ଗିଜେଜି, ଇନିଆସନ୍ଗାମେଣ୍ଡେନ୍ ଆନିଞ୍ଜି ଞମ୍ୟମର୍ଜି ଡକୋଏଞ୍ଜି ।
17 ଯୀଶୁ ସେମାନଙ୍କୁ କହିଲେ, “ମୋହର ଅନୁଗମନ କର, ମୁଁ ତୁମ୍ଭମାନଙ୍କୁ ମନୁଷ୍ୟ ଧରିବା ଶିଖାଇବି।”
ଜିସୁନ୍ ଆନିଞ୍ଜିଆଡଙ୍ ବରେଞ୍ଜି, “ଞେନ୍ଆଡଙ୍ ସଣ୍ଡୋଙିୟ୍ବା, ମନ୍ରାଞ୍ଜି ଏଙ୍ଗାଲେ ଇସ୍ୱରନ୍ ଆମଙ୍ ଅନୋରୋଙନ୍ ଡେତେ ତିଆତେ ଞେନ୍ ଆମ୍ୱେଞ୍ଜି ଞଙ୍ତବେନ୍ ।”
18 ସେଥିରେ ସେମାନେ ସେହିକ୍ଷଣି ଜାଲ ଛାଡ଼ି ତାହାଙ୍କର ଅନୁଗମନ କଲେ।
ସିଲତ୍ତେ ଆନିଞ୍ଜି ଅବ୍ତାଡ଼ନ୍ ଜାଲନ୍ ଅମ୍ରେଙ୍ଡାଲେ ଜିସୁନ୍ଆଡଙ୍ ସଣ୍ଡୋଙେଞ୍ଜି ।
19 ପୁଣି, ସେ ଅଳ୍ପ ଦୂର ଆଗକୁ ଯାଇ ଜେବଦୀଙ୍କ ପୁତ୍ର ଯାକୁବ ଓ ତାହାଙ୍କ ଭାଇ ଯୋହନଙ୍କୁ ନୌକାରେ ଜାଲ ସଜାଡ଼ୁଥିବା ଦେଖିଲେ।
ଆରି, ଜିସୁନ୍ ଡାସଙାୟ୍ ଅଡିଡ୍ ଜିର୍ରେ ଜେବଦିନ୍ ଆ ଡାଙ୍ଗଡ଼ାଅନ୍ଜି ଜାକୁବନ୍ ଡ ଆ ବୋଞାଙନ୍ ଜନନ୍ଆଡଙ୍ ଇୟ୍ଲେ ଗିଜେଜି, ଆନିଞ୍ଜି ଡୋଙ୍ଗାଲୋଙନ୍ ଜାଲନ୍ ବୟ୍ବଜେଞ୍ଜି ।
20 ସେହିକ୍ଷଣି ସେ ସେମାନଙ୍କୁ ଡାକିଲେ, ପୁଣି, ସେମାନେ ସେମାନଙ୍କର ପିତା ଜେବଦୀଙ୍କୁ ମୂଲିଆମାନଙ୍କ ସହିତ ନୌକାରେ ଛାଡ଼ି ତାହାଙ୍କର ଅନୁଗମନ କଲେ।
ସିଲତ୍ତେମା ଜିସୁନ୍ ଆନିଞ୍ଜିଆଡଙ୍ ଓଡ୍ଡେଏଞ୍ଜି, ଆରି ଆନିଞ୍ଜି ଆପେୟଞ୍ଜି ଜେବଦିନ୍ଆଡଙ୍ ଆ ବଡିମରଞ୍ଜି ସରିନ୍ ଡୋଙ୍ଗାଲୋଙନ୍ ଅମ୍ରେଙ୍ଡାଲେ ଜିସୁନ୍ଆଡଙ୍ ସଣ୍ଡୋଙେଞ୍ଜି ।
21 ପରେ ସେମାନେ କଫର୍ନାହୂମକୁ ଗଲେ, ଆଉ ସେହିକ୍ଷଣି ସେ ବିଶ୍ରାମବାର ଦିନରେ ସମାଜଗୃହରେ ପ୍ରବେଶ କରି ଶିକ୍ଷା ଦେବାକୁ ଲାଗିଲେ।
ସିଲଡ୍ଲ୍ଲନ୍ ଜିସୁନ୍ ଡ ଆ ଞଙ୍ନେମରଞ୍ଜି କପର୍ନାଉମ୍ ଗଡ଼ାନ୍ ଜିରେଞ୍ଜି, ଆରି ସିଲତ୍ତେମା ଆନିନ୍ ଲୋଲୋନେ ଡିନ୍ନାଇଙନ୍ ରନୁକ୍କୁସିଙନ୍ ଗନ୍ଲନ୍ ଞନଙନ୍ ତନିୟନ୍ ଆସନ୍ ଉଲନେ ।
22 ଲୋକମାନେ ତାହାଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟାନ୍ୱିତ ହେଲେ, କାରଣ ସେ ଶାସ୍ତ୍ରୀମାନଙ୍କ ପରି ଶିକ୍ଷା ନ ଦେଇ ଅଧିକାରପ୍ରାପ୍ତ ବ୍ୟକ୍ତିଙ୍କ ପରି ସେମାନଙ୍କୁ ଶିକ୍ଷା ଦେଉଥିଲେ।
ଆ ଞନଙନ୍ ଅମ୍ଡଙ୍ଡାଲେ ମନ୍ରାଞ୍ଜି ସାନ୍ନି ଡେଏଞ୍ଜି, ଇନିଆସନ୍ଗାମେଣ୍ଡେନ୍ ଆନିନ୍ ସାସ୍ତ୍ରିଞ୍ଜି ଅନ୍ତମ୍ ଞନଙନ୍ ଏର୍ତନିୟନ୍ ଅବ୍ସୋଡ଼ାନେନ୍ ଆଞ୍ରାଙେନ୍ ଆ ମନ୍ରା ଅନ୍ତମ୍ ଞନଙନ୍ ତିୟେନ୍ ।
23 ସେହିକ୍ଷଣି ସେମାନଙ୍କ ସମାଜଗୃହରେ ଥିବା ଜଣେ ଅଶୁଚି ଆତ୍ମାବିଷ୍ଟ ଲୋକ ଚିତ୍କାର କରି କହିଲା,
ତି ଆ ବନେଡ଼ା ଆ ରନୁକ୍କୁସିଂଲୋଙଞ୍ଜି ଆଡ୍ରକୋଏନ୍ ଅବୟ୍ ଏର୍ମଡ଼ିର୍ ପୁରାଡ଼ାନ୍ ଆସୁମ୍ସୁମନ୍ ଆ ମନ୍ରା ସଜିର୍ଡାଲେ ବର୍ରନେ,
24 ହେ ନାଜରିତୀୟ ଯୀଶୁ, ତୁମ୍ଭ ସାଙ୍ଗରେ ଆମ୍ଭମାନଙ୍କର କଅଣ ଅଛି? ତୁମ୍ଭେ କି ଆମ୍ଭମାନଙ୍କୁ ବିନାଶ କରିବାକୁ ଆସିଲ? ତୁମ୍ଭେ କିଏ, ତାହା ମୁଁ ଜାଣେ; ତୁମ୍ଭେ ଈଶ୍ବରଙ୍କ ସେହି ପବିତ୍ର ବ୍ୟକ୍ତି।
“ଏ ନାଜରିତ ଜିସୁ, ଆମନ୍ ସରିନ୍ ଇନ୍ଲେଞ୍ଜି ଇନି ଡକୋ? ଆମନ୍ ଇନ୍ଲେଞ୍ଜିଆଡଙ୍ ଅନବ୍ସେଡନ୍ ଆସନ୍ ପଙ୍ ଇୟ୍ଲାୟ୍? ଆମନ୍ ଆନା, ତିଆତେ ଞେନ୍ ଜନା, ଆମନ୍ ତି ଇସ୍ୱରନ୍ ଆ ମଡ଼ିର୍ମର୍ ।”
25 ଯୀଶୁ ତାହାକୁ ଧମକ ଦେଇ କହିଲେ, “ଚୁପ୍ କର୍, ଏହାଠାରୁ ବାହାରିଯା।”
ବନ୍ଡ ଜିସୁନ୍ ଆନିନ୍ଆଡଙ୍ ବବ୍ତଙ୍ଡାଲେ ବର୍ରନେ, “କଡ଼ିଙା, କେନ୍ ଆମଙନ୍ ସିଲଡ୍ ଡୁଙ୍ଲନ୍ ଜିରା ।”
26 ସେଥିରେ ସେହି ଅଶୁଚି ଆତ୍ମା ତାହାକୁ ମୋଡ଼ିପକାଇ ଅତି ଉଚ୍ଚସ୍ୱରରେ ପାଟି କରି ତାହାଠାରୁ ବାହାରିଗଲା।
ସିଲତ୍ତେ ତି ଏର୍ମଡ଼ିର୍ ପୁରାଡ଼ାନ୍ ତି ଆ ମନ୍ରାଆଡଙ୍ ପଡ୍ଡେଃଡାଲେ ଆକ୍ରାନ୍ ସୋଡ଼ା ସର୍ରଙନ୍ ବାତ୍ତେ ବାବ୍ବାବ୍ଡାଲେ ଆମଙନ୍ ସିଲଡ୍ ଡୁଙ୍ଲନ୍ ଜିରେନ୍ ।
27 ଏଥିରେ ସମସ୍ତେ ଏତେ ବିସ୍ମୟାନ୍ୱିତ ହେଲେ ଯେ, ସେମାନେ ବାଦାନୁବାଦ କରି କହିବାକୁ ଲାଗିଲେ, ଏ କଅଣ? ଏ ତ ଅଧିକାରଯୁକ୍ତ ନୂତନ ଶିକ୍ଷା! ସେ ଅଶୁଚି ଆତ୍ମାମାନଙ୍କୁ ସୁଦ୍ଧା ଆଦେଶ ଦିଅନ୍ତି, ଆଉ ସେମାନେ ତାହାଙ୍କ ଆଜ୍ଞା ମାନନ୍ତି।
କେନ୍ ଆସନ୍ ଅଡ଼୍କୋଞ୍ଜି ଏତ୍ତେଲେ ସାନ୍ନି ଡେଏଞ୍ଜି ଡ, ଆନିଞ୍ଜି ତର୍ଡମ୍ କଡାଡ଼ିଡାଲନ୍ ବର୍ରଞ୍ଜି, “ଇନି କେନ୍? କେନ୍ ତ ଅବ୍ସୋଡ଼ାନେନ୍ ବୟନ୍ ରଙ୍ ଞନଙନ୍! ଆନିନ୍ ଏର୍ମଡ଼ିର୍ ପୁରାଡ଼ାଞ୍ଜିଆଡଙ୍ ନିୟ୍ ବାଁୟ୍ତଜି, ଆରି ଆନିଞ୍ଜି ଆ ବନାଞନ୍ ମାନ୍ନେତଜି ।”
28 ସେଥିରେ ତାହାଙ୍କ ସମ୍ବନ୍ଧୀୟ ସମାଚାର ସେହିକ୍ଷଣି ଗାଲିଲୀର ଚାରିଆଡ଼େ ସମସ୍ତ ଅଞ୍ଚଳରେ ବ୍ୟାପିଗଲା।
ସିଲତ୍ତେ ଜିସୁନ୍ ଆ ବର୍ନେ ତେରଙ୍ ସମ୍ପରା ଗାଲିଲିରେଙନ୍ ବୁର୍ବୁରାୟ୍ଲନେ ।
29 ତତ୍ପରେ ସେମାନେ ସମାଜଗୃହରୁ ବାହାରି ଯାକୁବ ଓ ଯୋହନଙ୍କ ସହିତ ସେହିକ୍ଷଣି ଶିମୋନ ଓ ଆନ୍ଦ୍ରିୟଙ୍କ ଗୃହକୁ ଗଲେ।
ସିଲଡ୍ଲ୍ଲନ୍ ଜିସୁନ୍ ଡ ଆ ଞଙ୍ନେମରଞ୍ଜି ରନୁକ୍କୁସିଙନ୍ ସିଲଡ୍ ଡୁଙ୍ଲନ୍ ଜାକୁବନ୍ ଡ ଜନନ୍ ସରିନ୍ ସିମନନ୍ ଡ ଆନ୍ଦ୍ରିଅନ୍ ଆ ଅସିଂ ଇୟେଞ୍ଜି ।
30 ଶିମୋନଙ୍କ ଶାଶୁ ଜ୍ୱରରେ ଶଯ୍ୟାଗତା ଥିଲେ, ଆଉ ସେମାନେ ସେହିକ୍ଷଣି ତାହାଙ୍କ କଥା ଯୀଶୁଙ୍କୁ ଜଣାଇଲେ।
ସିମନନ୍ ଆ କିନାର୍ ଆରସୁଏନ୍ ଲୁଡ୍ଲେ ଡକୋଲନ୍, ଆରି ଞଙ୍ନେମରଞ୍ଜି ସିଲତ୍ତେମା ଆ ବର୍ନେନ୍ ଜିସୁନ୍ଆଡଙ୍ ଅବ୍ଜନାଏଞ୍ଜି ।
31 ସେଥିରେ ସେ ପାଖକୁ ଯାଇ ତାହାଙ୍କ ହସ୍ତ ଧରି ତାହାଙ୍କୁ ଉଠାଇଲେ, ଆଉ ତାହାଙ୍କୁ ଜ୍ୱର ଛାଡ଼ିଗଲା, ପୁଣି, ସେ ସେମାନଙ୍କ ସେବା କରିବାକୁ ଲାଗିଲେ।
ସିଲତ୍ତେ ଜିସୁନ୍ ଆମଙନ୍ ଜିର୍ରେ ଆସିନ୍ ଞମ୍ଲେ ଆନିନ୍ଆଡଙ୍ ଇୟ୍ଲେ ଅବ୍ଡୋଏ, ଆରି ଆନିନ୍ ଅସୁନ୍ ତଡେନ୍, ସିଲଡ୍ଲ୍ଲନ୍ ଆନିନ୍ ଆନିଞ୍ଜିଆଡଙ୍ ରୋଜୋମେଞ୍ଜି ।
32 ସନ୍ଧ୍ୟା ସମୟରେ ସୂର୍ଯ୍ୟ ଅସ୍ତ ହେଲା ଉତ୍ତାରେ ଲୋକେ ତାହାଙ୍କ ଛାମୁକୁ ପୀଡ଼ିତ ଓ ଭୂତଗ୍ରସ୍ତ ସମସ୍ତଙ୍କୁ ଆଣିବାକୁ ଲାଗିଲେ,
ସାଲ୍ଲୁମ୍ ବେଡ଼ାନ୍ ଆବ୍ରୁବ୍ୟୋଙେନ୍ ସିଲଡ୍ଲ୍ଲନ୍ ମନ୍ରାଞ୍ଜି ଜିସୁନ୍ ଆ ମୁକ୍କାଗଡ୍ ଅସୁମରଞ୍ଜି ଡ ବୁତନ୍ ଆସୁମ୍ସୁମନ୍ ଆ ମନ୍ରାଜି ଓରୋଙ୍ଲାଜି ।
33 ପୁଣି, ନଗରବାସୀ ସମସ୍ତେ ଦ୍ୱାର ନିକଟରେ ଏକତ୍ର ହେଲେ।
ଆରି ଗଡ଼ାନ୍ ଆ ମନ୍ରାଜି ଅଡ଼୍କୋଞ୍ଜି ଅସିଙନ୍ ଆ ଗରନ୍ନେଲୋଙ୍ ଇୟ୍ଲାୟ୍ ରୁକ୍କୁନେଜି ।
34 ସେଥିରେ ସେ ନାନା ପ୍ରକାର ରୋଗରେ ପୀଡ଼ିତ ଅନେକ ରୋଗୀଙ୍କୁ ସୁସ୍ଥ କଲେ ଓ ଅନେକ ଭୂତ ଛଡ଼ାଇଲେ, ପୁଣି, ସେ ଭୂତମାନଙ୍କୁ କଥା କହିବାକୁ ଦେଲେ ନାହିଁ, କାରଣ ସେମାନେ ତାହାଙ୍କୁ ଚିହ୍ନୁ ଥିଲେ।
ସିଲତ୍ତେ ଜିସୁନ୍ ଏର୍ଜାଡ଼ିକାନ୍ ଆ ରୋଗଲୋଙ୍ ବମ୍ୱମ୍ନେମରଞ୍ଜି, ଜବ୍ରଡମ୍ ରୋଗମରଞ୍ଜି ମବ୍ନଙେନ୍ ଆରି ଗୋଗୋୟ୍ଡମ୍ ବୁତଞ୍ଜି ଗଙେନ୍, ଆନିନ୍ ବୁତଞ୍ଜିଆଡଙ୍ ଅଃନ୍ନବ୍କଡାଡ଼ିଲଜି, ଇନିଆସନ୍ଗାମେଣ୍ଡେନ୍ ଆନିଞ୍ଜି ଜିସୁନ୍ଆଡଙ୍ ଅମ୍ମଡେଞ୍ଜି ।
35 ପାହାନ୍ତିଆ ସମୟରେ ଅନ୍ଧାର ଥାଉ ଥାଉ ସେ ଉଠି ବାହାରିଗଲେ ଓ ଗୋଟିଏ ନିର୍ଜନ ସ୍ଥାନକୁ ଯାଇ ସେଠାରେ ପ୍ରାର୍ଥନା କରିବାକୁ ଲାଗିଲେ।
ତି ଆବାର୍ତାନ୍ ଅଣ୍ଡ୍ରଙନ୍ ଡୋତାନ୍ ଲୋଙଡ୍ ଲୋଙଡ୍ ବେଡ଼ାନ୍ ଜିସୁନ୍ ଡୋଲନ୍ ଡୁଙ୍ଲନ୍ ଜିରେନ୍ ଆରି ଅବୟ୍ ଆରିଙ୍ରିଙ୍ଲୋଙନ୍ ଜିର୍ରେ ତେତ୍ତେ ଇୟ୍ଲେ ପାର୍ତନାନେ ।
36 ଆଉ ଶିମୋନ ଓ ତାହାଙ୍କ ସଙ୍ଗୀମାନେ ତାହାଙ୍କର ଅନୁସନ୍ଧାନ କରି,
ଆରି, ସିମନନ୍ ଡ ଆ ଗଡ଼ିଞ୍ଜି ଜିସୁନ୍ଆଡଙ୍ ସାୟ୍ଡଙ୍ଡାଲେ,
37 ସାକ୍ଷାତ ପାଇ ତାହାଙ୍କୁ କହିଲେ, ସମସ୍ତେ ଆପଣଙ୍କର ଅନ୍ୱେଷଣ କରୁଅଛନ୍ତି।
ଆର୍ରବାଙେଞ୍ଜି ଆନିନ୍ଆଡଙ୍ ଇୟ୍ଲାୟ୍ ବରେଜି, “ଅଡ଼୍କୋଞ୍ଜି ଆମନ୍ଆଡଙ୍ ସାୟ୍ଡଙ୍ତମ୍ଜି ।”
38 ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ଆସ, ଆମ୍ଭେମାନେ ଅନ୍ୟ ସ୍ଥାନକୁ, ଅର୍ଥାତ୍ ନିକଟବର୍ତ୍ତୀ ଗ୍ରାମମାନଙ୍କୁ ଯିବା; ସେଠାରେ ମଧ୍ୟ ମୁଁ ପ୍ରଚାର କରିବି, କାରଣ ସେହି ଉଦ୍ଦେଶ୍ୟରେ ମୁଁ ବାହାରିଅଛି।”
ବନ୍ଡ ଜିସୁନ୍ ଆନିଞ୍ଜିଆଡଙ୍ ବରେଞ୍ଜି, “ୟବା, ଇନ୍ଲେଞ୍ଜି ଆନ୍ନାରେଙ୍, କେନ୍ ଆ ତୁୟାୟ୍ ଆ ସାଇରେଙ୍ ଏଇୟ୍ବା, ତେତ୍ତେ ନିୟ୍ ଞେନ୍ ଞନଙନ୍ ଇୟ୍ତାୟ୍ ତିୟ୍ନାୟ୍, ଇନିଆସନ୍ଗାମେଣ୍ଡେନ୍ ତିଆସନ୍ ଗାମ୍ଲେ ଞେନ୍ ଇୟ୍ଲାୟ୍ ।”
39 ପୁଣି, ସେ ସମୁଦାୟ ଗାଲିଲୀରେ ଭ୍ରମଣ କରୁ କରୁ ସେମାନଙ୍କର ସମସ୍ତ ସମାଜଗୃହରେ ପ୍ରଚାର କଲେ ଓ ଭୂତମାନଙ୍କୁ ବାହାର କଲେ।
ଆରି, ଜିସୁନ୍ ସମ୍ପରା ଗାଲିଲିରେଙନ୍ ବୁଲ୍ଲେ ବୁଲ୍ଲେଲେ ଅଡ଼୍କୋନ୍ ରନୁକ୍କୁସିଂଲୋଙନ୍ ଞନଙନ୍ ତିୟେନ୍ ଆରି ବୁତଞ୍ଜି ଗଙେନ୍ ।
40 ଏଥିମଧ୍ୟରେ ଜଣେ କୁଷ୍ଠରୋଗୀ ତାହାଙ୍କ ନିକଟକୁ ଆସି ଆଣ୍ଠୁପାତି ତାହାଙ୍କୁ ବିନତି କରି କହିଲା, ଆପଣ ଯଦି ଇଚ୍ଛା କରନ୍ତି, ତାହାହେଲେ ମୋତେ ଶୁଚି କରିପାରନ୍ତି।
ତି ଆ ବନେଡ଼ା ଅବୟ୍ ମୋଡ୍ଡୋମରନ୍ ଜିସୁନ୍ ଆମଙ୍ ଜିର୍ରେ ତୁଡ଼ୁମ୍ଡାଲେ ଆନିନ୍ଆଡଙ୍ କାକୁର୍ତିଲନ୍ ଇୟ୍ଲାୟ୍ ବରେ, “ଆମନ୍ ଲଡୟ୍ଲମ୍ ଡେନ୍, ଏତ୍ତେଲ୍ଡେନ୍ ଞେନ୍ଆଡଙ୍ ରପ୍ତି ମବ୍ଡ଼ିର୍ତିଁୟ୍ ।”
41 ସେଥିରେ ସେ ଦୟାରେ ବିଗଳିତ ହୋଇ ହସ୍ତ ବିସ୍ତାର କରି ତାହାକୁ ସ୍ପର୍ଶ କଲେ ଓ କହିଲେ, “ମୁଁ ଇଚ୍ଛା କରୁଅଛି, ଶୁଚି ହୁଅ।”
ସିଲତ୍ତେ ଜିସୁନ୍ ଇର୍ସୋୟମ୍ଡାଲେ ଆସିନ୍ ତେକ୍କେଡାଲେ ଆନିନ୍ଆଡଙ୍ ସୁଙେଏନ୍ କି ବର୍ରନେ, “ଞେନ୍ ଲଡୟ୍ତିଁୟ୍, ମଡ଼ିରମ୍ତୋ ।”
42 ସେହିକ୍ଷଣି କୁଷ୍ଠରୋଗ ତାହାଠାରୁ ଦୂର ହେଲା ଓ ସେ ଶୁଚି ହେଲା।
ସିଲତ୍ତେମା ମୋଡ୍ଡୋନ୍ ତି ଆ ମନ୍ରା ଆମଙ୍ ସିଲଡ୍ ସଙାଜେନ୍ ଆରି ଆନିନ୍ ମଡ଼ିରେନ୍ ।
43 ପୁଣି, ସେ ତାହାକୁ ଦୃଢ଼ରୂପେ ଆଜ୍ଞା ଦେଇ ସେହିକ୍ଷଣି ବିଦାୟ କରି କହିଲେ,
ଆରି, ଜିସୁନ୍ ଆନିନ୍ଆଡଙ୍ ଆକ୍ରାନ୍ ବର୍ରେ ଆପ୍ପାୟେନ୍,
44 “ସାବଧାନ, କାହାକୁ କିଛି କୁହ ନାହିଁ, କିନ୍ତୁ ଯାଅ, ଯାଜକଙ୍କ ନିକଟରେ ନିଜକୁ ଦେଖାଅ, ପୁଣି, ମୋଶା ଯାହା ଯାହା ଆଦେଶ ଦେଇଅଛନ୍ତି, ସେହିସବୁ ଆପଣାର ଶୁଚିକ୍ରିୟା ସ୍ୱରୂପେ ସେମାନଙ୍କ ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ ଉତ୍ସର୍ଗ କର।”
“ଅମ୍ଡଙା, ଆନ୍ନିଙ୍ଆଡଙ୍ ଇନ୍ନିଙ୍ ବର୍ଡଙେ, ବନ୍ଡ ଜିରା, ରାଓଡ଼ାନ୍ ଆମଙ୍ ଇୟ୍ନବ୍ତୁୟ୍ଡମ୍ନା, ଆରି ଆମନ୍ ମନଙ୍ଲମ୍ ଗାମ୍ଲେ ଆମଙଞ୍ଜି ସାକିନ୍ ତନିୟନ୍ ଆସନ୍, ମନଡ଼ିର୍ବେନ୍ ଆସନ୍ ମୋସାନ୍ ଅଙ୍ଗାତେ ବାଁୟ୍ଲବେନ୍, ଏତ୍ତେଲେ ଅନମଙନ୍ ଇୟ୍ ତିୟା ।”
45 କିନ୍ତୁ ସେ ବାହାରିଯାଇ ସେହି ବିଷୟ ଅଧିକ ଘୋଷଣା କରି ଚାରିଅାଡ଼େ ଏତେ କହିବାକୁ ଲାଗିଲା ଯେ, ଯୀଶୁ ଆଉ ପ୍ରକାଶରେ କୌଣସି ନଗରରେ ପ୍ରବେଶ କରିପାରିଲେ ନାହିଁ, ମାତ୍ର ବାହାରେ ନିର୍ଜନ ସ୍ଥାନମାନଙ୍କରେ ରହିଲେ; ଆଉ, ଲୋକମାନେ ଚତୁର୍ଦ୍ଦିଗରୁ ତାହାଙ୍କ ନିକଟକୁ ଆସିବାକୁ ଲାଗିଲେ।
ବନ୍ଡ ଆନିନ୍ ଡୁଙ୍ଲନ୍ ଜିରେନ୍ କି ତି ଆ ବର୍ନେ ସମ୍ପରାନ୍ ଏତ୍ତେଲେ ବର୍ବର୍ରେ ପାଙେନ୍ ଡ, ଜିସୁନ୍ ଆରି ଅବ୍ଗିୟ୍ତାଲନ୍ ଅନ୍ନିଙ୍ ଆ ଗଡ଼ାଲୋଙ୍ ଅଃର୍ରପ୍ତି ଗନ୍ଲୋ, ବନ୍ଡ ଆନ୍ନାରେଙ୍ ଆରିଙ୍ରିଙ୍ଲୋଙନ୍ ଡକୋଲନ୍, ଆରି ମନ୍ରାଞ୍ଜି ଆମଙନ୍ ଇୟ୍ଲାଜି ।