< ମାର୍କ 9 >
1 ପୁନଶ୍ଚ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଈଶ୍ବରଙ୍କ ରାଜ୍ୟକୁ ପରାକ୍ରମରେ ଉପସ୍ଥିତ ନ ଦେଖିବା ପର୍ଯ୍ୟନ୍ତ ଏଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେତେକ କୌଣସି ପ୍ରକାରେ ମୃତ୍ୟୁର ଆସ୍ୱାଦ ପାଇବେ ନାହିଁ।
ତେନ୍ଇଡ଼ିଂ ଜିସୁ ବାସଙ୍ଗ୍କେ, “ନେଙ୍ଗ୍ ଆପେକେ ସତ୍ ବାସଙ୍ଗ୍ଣ୍ଡିଂ, ଇସ୍ପର୍ନେ ରାଜି ପରାକ୍ରମ ଡିଂଚେ ପାଂନେ ମାକେ ଜାକ ଆକ୍ଅରିଆ ତୁଆଁକ୍ନେ ରେମୁଆଁଇଂନେବାନ୍ ଉଡ଼ିରୁଆ ମେଃଡିଗ୍ ରକମ୍ ଗୁଏନେ ସାମୁଆଁ ପେବା ଣ୍ଡୁ ।”
2 ଛଅ ଦିନ ପରେ ଯୀଶୁ କେବଳ ପିତର, ଯାକୁବ ଓ ଯୋହନଙ୍କୁ ସାଙ୍ଗରେ ନେଇ ଅନ୍ତର ହୋଇ ସେମାନଙ୍କୁ ଗୋଟିଏ ଉଚ୍ଚ ପର୍ବତକୁ ନେଇଗଲେ।
ତୁର୍ ଦିନ୍ ଇଡ଼ିଙ୍ଗ୍ ଜିସୁ ପିତର୍ ଜାକୁବ୍ ଆରି ଜହନ୍ ଏଃତେ କୁଡ଼େଃଚେ ମୁଇଙ୍ଗ୍ ତିଆର୍ କଣ୍ଡା ଆଡ଼ାତ୍ରା ଡେଃଆର୍କେ । ଆତ୍ଡାଗ୍ରା ମେଁଇଙ୍ଗ୍ ଆଃ ଲେଃଆର୍ଗେ । ଆତ୍ ଅରିଆ ସିସ୍ଇଙ୍ଗ୍ ଜିସୁକେ କେକ୍ନେ ବେଲା ଜିସୁନେ ସାର୍ମୁଆଃ ବଦ୍ଲେ ୱେଗେ ।
3 ଆଉ ସେ ସେମାନଙ୍କ ସାକ୍ଷାତରେ ରୂପାନ୍ତରିତ ହେଲେ, ତାହାଙ୍କ ବସ୍ତ୍ର ଏପରି ଉଜ୍ଜ୍ୱଳ ଓ ଅତିଶୟ ଶୁଭ୍ରବର୍ଣ୍ଣ ହେଲା ଯେ, ପୃଥିବୀର କୌଣସି ରଜକ ସେପରି ଶୁଭ୍ରବର୍ଣ୍ଣ କରିପାରେ ନାହିଁ।
ଜିସୁନେ ପାଟାଇ ତୁଲୁଏ ରକମ୍ ତାର୍କିଗ୍ ତ୍ନାକେ । ଆତେନ୍ ତାର୍କିଗ୍ ଆରି ତୁଲୁଏ ଲେଃଗେ ଜେ ଦର୍ତନିନେ ଜାଣ୍ଡେ ଡିଗ୍ ତୁଲୁଏ ଆଃଡିଙ୍ଗ୍ ଆୟାଆର୍ ଣ୍ଡୁ ।
4 ପୁଣି, ମୋଶା ଏବଂ ଏଲୀୟ ଯୀଶୁଙ୍କ ସାଙ୍ଗରେ କଥାବାର୍ତ୍ତା କରୁଥିବାର ସେମାନେ ଦେଖିଲେ।
ବାରି, ମୋଶା ଆରି ଏଲୀୟ ଜିସୁ ଏତେ ବାଲିର୍ବାତା ଡିଙ୍ଗ୍କ୍ନେ ସିସ୍ଇଂ କେଆର୍କେ ।
5 ସେଥିରେ ପିତର ଯୀଶୁଙ୍କୁ ଉତ୍ତର ଦେଲେ, ହେ ଗୁରୁ, ଆମ୍ଭେମାନେ ଯେ ଏ ସ୍ଥାନରେ ଅଛୁ, ଏହା ଉତ୍ତମ; ଆମ୍ଭେମାନେ ତିନୋଟି କୁଟୀର ନିର୍ମାଣ କରୁ, ଆପଣଙ୍କ ପାଇଁ ଗୋଟିଏ ମୋଶାଙ୍କ ପାଇଁ ଗୋଟିଏ ଓ ଏଲୀୟଙ୍କ ପାଇଁ ଗୋଟିଏ।
ପିତର୍ ଜିସୁକେ ବାସଙ୍ଗ୍କେ, “ଅ ମାପ୍ରୁ, ନେ ଜେ ଆକ୍ଅରିଆ ନେଲେଃକେ, ଆକେନ୍ ନିମାଣ୍ଡା; ନାନେ ଜଦି ଇକ୍ଚା ଡିଂଲା ନେଙ୍ଗ୍ ଆକ୍ଅରିଆ ଞ୍ଜିକ୍ଲିଗ୍ କୁଡ଼ିଆ ଣ୍ଡ୍ରାରେଏ, ନା ଆତ୍ଲା ମୁଇଂ, ମଶା ଆତ୍ଲା ମୁଇଂ ବାରି ଏଲିୟ ଆତ୍ଲା ମୁଇଂ ।
6 କାରଣ ଯୀଶୁ କି ଉତ୍ତର ଦେବେ ବୋଲି ଜାଣି ନ ଥିଲେ, ସେଥିପାଇଁ ସେମାନେ ଅତ୍ୟନ୍ତ ଭୀତ ହୋଇଥିଲେ।
ପିତର୍ ମ୍ୟାଃ ଆୟାକେ ଜେ ମେଁ ମେଃ ଉତର୍ ବିଃଏ ଡାଗ୍ଚେ ମ୍ୟାଃଆୟାକେ ଣ୍ଡୁ । ଡାଗ୍ଲା ମେଇଂ ମ୍ୱାୟା ସିସ୍ ଜବର୍ ବୁଟଲେଆର୍ଗେ ।”
7 ପୁଣି, ଖଣ୍ଡେ ମେଘ ଆସି ସେମାନଙ୍କୁ ଆଚ୍ଛାଦନ କଲା, ଆଉ ସେହି ମେଘରୁ ଏହି ବାଣୀ ହେଲା, ଏ ଆମ୍ଭର ପ୍ରିୟ ପୁତ୍ର, ଏହାଙ୍କ ବାକ୍ୟ ଶ୍ରବଣ କର।
ଇକୁଡ଼ା ତ୍ରିଗ୍ଡିଆ ଆମେଇଂକେ ଡା ବିକେ, ବାରି କେଲାପା, ଆତେନ୍ ତ୍ରିଗ୍ଡିଆବାନ୍ ଆକେନ୍ ସାମୁଆଁ ନାଂକେ, “ଏ ନେଙ୍ଗ୍ନେ ନିଜର୍ ଉଂଡେ ଆକ୍ମେଅରିଆ ନେଂନେ ଜାବର୍ ସାନ୍ତି ଲେକେ” ଆକ୍ମେନେ ବ୍ନାଲିର୍ ଅଁପା ।
8 ପୁଣି, ହଠାତ୍ ସେମାନେ ଚାରିଆଡ଼େ ଚାହିଁ ସେମାନଙ୍କ ସାଙ୍ଗରେ କେବଳ ଯୀଶୁଙ୍କ ବିନା ଆଉ କାହାରିକୁ ଦେଖିଲେ ନାହିଁ।
ଆରି ଆତେନ୍ ବେଲା ପିତର୍, ଜାକୁବ୍ ଆରି ଜହନ୍ ପିତୁର୍ କେଆର୍କେ ଡାଗ୍ଲା ଆତ୍ନିଆ ମେଇଂ ମେଙ୍ଗ୍ଏତେ ଜିସୁକେ ଆନ୍ତାର୍ଚେ ଆତ୍ଅରିଆ ବାରି ଆଜାକେ ଡିଗ୍ ଆକେଆର୍କେ ଣ୍ଡୁ ।
9 ସେମାନେ ପର୍ବତରୁ ଓହ୍ଲାଇବା ସମୟରେ ସେ ସେମାନଙ୍କୁ ଦୃଢ଼ ଆଜ୍ଞା ଦେଇ କହିଲେ, ତୁମ୍ଭେମାନେ ଯାହା ଯାହା ଦେଖିଅଛ, ସେହିସବୁ ମୃତମାନଙ୍କ ମଧ୍ୟରୁ ମନୁଷ୍ୟପୁତ୍ରଙ୍କ ପୁନରୁତ୍ଥାନ ନ ହେବା ପର୍ଯ୍ୟନ୍ତ କାହାରିକୁ କୁହ ନାହିଁ।
ଜିସୁ ଆରି ମେଁନେ ସିସ୍ଇଂ କଣ୍ଡାବାନ୍ ଜାର୍ନେ ବେଲା ଆମେଇଂକେ ଆଦେସ୍ ବିଚେ ବାସଙ୍ଗ୍କେ, ଜେ ମେଇଙ୍ଗ୍ କଣ୍ଡା ଆଡ଼ାତ୍ରା ମେଃ ମେଃନେ କେଆର୍କେ । ଆତ୍ତେ ଆଜାଡିଗ୍ ଆବାସଙ୍ଗ୍ପା ଡାଗ୍ଚେ ଆରି ମାପ୍ରୁ ଉଙ୍ଗ୍ଡେ ଗୁଏଚେ ମ୍ବ୍ର ଜାକ ଉର୍ ଲାଃଲାପା ।
10 ସେଥିରେ ସେମାନେ ସେହି କଥା ଧରି ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ଯେ କଅଣ, ସେ ବିଷୟରେ ଆପଣା ଆପଣା ମଧ୍ୟରେ ବାଦାନୁବାଦ କରିବାକୁ ଲାଗିଲେ।
ଏନ୍ ସିସ୍ଇଂ ଜିସୁନେ ସାମୁଆଁ ମାନେଃଆର୍କେ ଆରି ମେଇଙ୍ଗ୍ ମେଃନେ କେଲେଃଆର୍ଗେ, ଆତେନ୍ ଆଜାଡିଗ୍ ଆବାସଙ୍ଗ୍ଆର୍କେ । ତେଲା ମେଇଙ୍ଗ୍ ବାଲିର୍ବାତା ଡିଙ୍ଗ୍ଆର୍କେ ଜେ ଗୁଏଚେ ମ୍ବ୍ରନେ ଅର୍ତ ମେଃନେ?
11 ଆଉ, ସେମାନେ ତାହାଙ୍କୁ ପଚାରିଲେ, ପ୍ରଥମରେ ଅବଶ୍ୟ ଏଲୀୟଙ୍କର ଆଗମନ ହେବ, ଶାସ୍ତ୍ରୀମାନେ ଏହି କଥା କିପରି କହନ୍ତି?
ମେଇଙ୍ଗ୍ ଜିସୁକେ ସାଲ୍ୟାକୁଆର୍କେ, “ଦର୍ମସାସ୍ତ୍ରିଇଂ ମେଃ ନ୍ସା ବାସଙ୍ଗ୍ଡିଂକେ ଜେ ଏଲୀୟ ଡିଲାଡିଗ୍ ସେନୁଗ୍ ପାଙ୍ଗ୍ଏ?”
12 ସେଥିରେ ସେ ସେମାନଙ୍କୁ କହିଲେ, ଏଲୀୟ ପ୍ରଥମେ ଆସି ସମସ୍ତ ବିଷୟ ପୁନଃସ୍ଥାପନ କରିବା କଥା ସତ, ମାତ୍ର ମନୁଷ୍ୟପୁତ୍ର ବହୁ ଦୁଃଖଭୋଗ କରି ତୁଚ୍ଛୀକୃତ ହେବେ, ଏହା କିପରି ତାହାଙ୍କ ବିଷୟରେ ଲେଖାଅଛି?
ଜିସୁ ଆମେଇଂକେ ବାସଙ୍ଗ୍କେ, “ଅଁ; ମେଇଂ ସତ୍ ବାସଙ୍ଗ୍ଡିଂଆର୍କେ । ସାପା ସାମୁଆଁ ଆର୍ମେ ନ୍ସା ଡିଲାଡିଗ୍ ଏଲୀୟ ଆଃ ସେନୁଗ୍ ପାଙ୍ଗ୍ଏ । ମାତର୍ ମାପ୍ରୁ ଉଙ୍ଗ୍ଡେ ବିସୟ୍ନେ ସାସ୍ତର୍ନ୍ନିଆ ମେଃ ନ୍ସା ଗୁଆର୍ବକେ ଜେ ମେଁ ମାଲେ କସ୍ଟ ବାଏ ଆରି ରେମୁଆଁଇଂ ଆମେକେ ଇଙ୍ଗ୍ଚେ ଆର୍ଏ ।
13 କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଏଲୀୟ ଆସି ସାରିଲେଣି, ଆଉ ତାହାଙ୍କ ବିଷୟରେ ଯେପରି ଲେଖାଅଛି, ତଦନୁସାରେ ମଧ୍ୟ ସେମାନେ ତାହାଙ୍କ ପ୍ରତି ଯାହା ଇଚ୍ଛା, ତାହା କରିଅଛନ୍ତି।
ନେଙ୍ଗ୍ ଆପେକେ ବାସଙ୍ଗ୍ଣ୍ଡିଂକେ ଜେ ଏଲୀୟ ଏକ୍ରେ ପାଙ୍ଗ୍ଲେଃଗେ ଆରି ରେମୁଆଁଇଂ ମେଃନେ ଚାଏଁ ଡିଂଆର୍କେ, ମେଁ ଆଡ଼ାତ୍ରା ଦେତ୍ରକମ୍ ଦଦ୍ୟା ବେବଆର୍ ଡିଂଆର୍ଏ । ମେଇଂ ଆଡ଼ାତ୍ରା ଦେକ୍ରକମ୍ ବେବଆର୍ ଡିଙ୍ଗ୍ଆର୍ଏ ଡାଗ୍ଚେ ସାସ୍ତର୍ନ୍ନିଆ ଗୁଆର୍ବକେ ।”
14 ପରେ ସେମାନେ ଶିଷ୍ୟମାନଙ୍କ ନିକଟକୁ ଆସି ଦେଖିଲେ, ସେମାନଙ୍କ ଚତୁର୍ଦ୍ଦିଗରେ ବହୁସଂଖ୍ୟକ ଲୋକ, ଆଉ ଶାସ୍ତ୍ରୀମାନେ ସେମାନଙ୍କ ସହିତ ବାଦାନୁବାଦ କରୁଅଛନ୍ତି।
ଇଡ଼ିଙ୍ଗ୍ ଜିସୁ ପିତର୍, ଜାକୁବ୍, ଜହନ୍, ବିନ୍ନେ ସିସ୍ଇଂ ଡାଗ୍ରା ୱେକେ । ମେଇଂ କେଆର୍କେ ଜେ ଜବର୍ ରେମୁଆଁ ଆମେକେ ପିତୁର୍ ପୁଏକୁର୍ ଲେଃଆର୍କେ । ମେଁ ଏତେ ଦର୍ମ ଗୁରୁଇଂ ଅଡ଼୍କା ଅଡ଼୍କି ଡିଙ୍ଗ୍ଆର୍କେ ।
15 ଲୋକସମୂହ ଯୀଶୁଙ୍କୁ ଦେଖିବା ମାତ୍ରେ ଅତିଶୟ ବିସ୍ମୟାନ୍ୱିତ ହେଲେ ଓ ଦୌଡ଼ିଆସି ତାହାଙ୍କୁ ନମସ୍କାର କରିବାକୁ ଲାଗିଲେ।
ଅନାବେଲା ରେମୁଆଁଇଂ ଜିସୁକେ କେକେ ମେଇଙ୍ଗ୍ ଚମ୍କେ ୱେଏ ଆର୍କେ । ମେଇଙ୍ଗ୍ ଆମେକେ ସାର୍ଦା ଆଡିଙ୍ଗ୍ନ୍ସା ମେଁ ପାକା ୱିର୍ ଡୁଂୱେକେ ।
16 ସେଥିରେ ସେ ସେମାନଙ୍କୁ ପଚାରିଲେ, ତୁମ୍ଭେମାନେ ସେମାନଙ୍କ ସହିତ କଅଣ ବାଦାନୁବାଦ କରୁଅଛ?
ଇଡ଼ିଙ୍ଗ୍ ଜିସୁ ନିଜର୍ ସିସ୍ଇଙ୍ଗ୍କେ ସାଲ୍ୟାକୁକେ, “ପେ ଦର୍ମ ସାସ୍ତର୍ଇଙ୍ଗ୍ ଏତେ ଆଣ୍ଡିନେ ସାମୁଆଁନ୍ସା ଅଡ଼୍କା ଅଡ଼୍କି ଡିଙ୍ଗ୍ପେଡିଂକେ?”
17 ଲୋକସମୂହ ମଧ୍ୟରୁ ଜଣେ ତାହାଙ୍କୁ ଉତ୍ତର ଦେଲା, ହେ ଗୁରୁ, ମୁଁ ମୋହର ପୁଅକୁ ଆପଣଙ୍କ ନିକଟକୁ ଆଣିଥିଲି; ତାହାକୁ ଗୋଟିଏ ଘୁଙ୍ଗା ଭୂତ ଲାଗିଛି;
ଗହଲି ବିତ୍ରେବାନ୍ ମୁଇଂ ରେମୁଆଁ ଉତର୍ ବିଃକେ, “ଏ ଗୁରୁ ନେଙ୍ଗ୍ ନେଉଙ୍ଗ୍କେ ନାଁ ଡାଗ୍ରା ଡୁଂପାଂନେବକେ । ମେଁନେ ଜିବନ୍ନ୍ନିଆ କନ୍ଦା ଗଲିଆ ଗା ଲେଃକେ, ଆତେନ୍ସା ବାଃଲିର୍ନେ ଆବିଃକେ ଣ୍ତୁ ।
18 ଯେକୌଣସି ସ୍ଥାନରେ ସେ ତାହାକୁ ଧରେ, ତାହାକୁ ତଳେ ପକାଇଦିଏ ତାହାର ମୁହଁରୁ ଫେଣ ବାହାରେ ଓ ସେ ଦାନ୍ତ ରଗଡ଼େ, ଆଉ ସେ ଶୁଖିଯାଉଅଛି; ତାହାକୁ ଛଡ଼ାଇବା ନିମନ୍ତେ ମୁଁ ଆପଣଙ୍କ ଶିଷ୍ୟମାନଙ୍କୁ କହିଥିଲି, କିନ୍ତୁ ସେମାନେ ପାରିଲେ ନାହିଁ।
ନେଉଂକେ ସାଃନେ ବେଲା ଗଡ଼େଅକେ ବୁନ୍ଦେ ଜଗ୍ତ୍ଲାଗ୍ ବିଃ ଡିଙ୍ଗ୍କେ । ଗଡ଼େଅ ତୁମୁଆବାନ୍ ଲିଡ଼ିଆଃ ଆଃତାର୍ଡିଂକେ ଆରି ମେଁ ଗିନି ଆଃଚାର୍ ଆଃଲେ ଡିଂକେ ଆରି ନ୍ସ୍ୱାରିଆଃ ୱେଡିଂକେ । ନେଙ୍ଗ୍ ନାନେ ସିସ୍ଇଂକେ ଆତେନ୍ ବୁତ୍ନେ ଆତ୍ମା ଆଃଆନ୍ତାର୍ ବିଃନ୍ସା କୁସାମୁତି ଣ୍ଡିଂକେ । ମାତର୍ ମେଇଙ୍ଗ୍ ଆମେକେ ଆଃଆନ୍ତାର୍ ଆୟାଆର୍କେ ।”
19 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ଆରେ ଅବିଶ୍ୱାସୀ ବଂଶ, କେତେ କାଳ ମୁଁ ତୁମ୍ଭମାନଙ୍କ ସାଙ୍ଗରେ ରହିବି? କେତେ କାଳ ତୁମ୍ଭମାନଙ୍କ ବ୍ୟବହାର ସହିବି? ତାହାକୁ ମୋʼ ପାଖକୁ ଆଣ।
ଜିସୁ ଆମେଇଂକେ ବାସଙ୍ଗ୍କେ, “ଆରେ ଅବିସ୍ବାସି ଆରି ଦଦ୍ୟା ଗାଲି ୱେଣ୍ଡ୍ରେ ବଂସଇଙ୍ଗ୍, ଉଃଡ଼ି ମୁଆଁ ନିଂ ପେ ଏତେ ନ୍ଲେଃଏ? ଉଃଡ଼ି ମୁଆଁ ପେନେ ବେବଆର୍ ନ୍ସମ୍ବାଲେଏ? ଆମେକେ ନିଂ ଡାଗ୍ରା ଡୁଙ୍ଗ୍ପାଙ୍ଗ୍ଲା ।”
20 ସେଥିରେ ସେମାନେ ତାହାକୁ ତାହାଙ୍କ ଛାମୁକୁ ଆଣିଲେ। ପୁଣି, ଯୀଶୁଙ୍କୁ ଦେଖିବା ମାତ୍ରେ ସେହି ଭୂତ ତାହାକୁ ଭୟଙ୍କର ଭାବେ ମୋଡ଼ିପକାଇଲା ଓ ସେ ଭୂମିରେ ପଡ଼ି ମୁହଁରୁ ଫେଣ ବାହାର କରି ଗଡ଼ିବାକୁ ଲାଗିଲା।
ତେଲା ସିସ୍ଇଂ ଗଡ଼େଅକେ ଜିସୁ ଡାଗ୍ରା ଡୁଂପାଙ୍ଗ୍ଆର୍କେ । ବୁତ୍ ଆତ୍ମା ଜିସୁକେ କେକ୍ନେ ଦାପ୍ରେ ଗଡ଼େଅକେ ଅଚେତା ଆଃଡିଂଚେ ଆଲ ଜଗ୍ତ୍ଲାଗ୍ ବିଃକେ । ମେଁ ତୁମୁଆଃ ବାନ୍ ଲ୍ଲିଡ଼ିଆଃ ତାର୍କେ ।
21 ସେତେବେଳେ ଯୀଶୁ ତାହାର ପିତାକୁ ପଚାରିଲେ, କେତେ ଦିନ ହେଲା ଏହାକୁ ଏପରି ହୋଇଅଛି? ସେ କହିଲା, ପିଲାକାଳରୁ;
ଜିସୁ ଗଡ଼େଅନେ ଆବାଡ଼େକେ ସାଲ୍ୟାକୁକେ, “ଉଃଡ଼ିସି ଡିଙ୍ଗ୍ଗେ ଗଡ଼େଅକେ ଦେକ୍ ଡିଙ୍ଗ୍ଲେଃଗେ?” ମେଁ ବାଡ଼େ ବାସଙ୍ଗ୍କେ, “ଗଡ଼େଅକେଲା ବାନ୍ ଦେକ୍ ଡିଙ୍ଗ୍ଲାଃଏକେ ।”
22 ସେ ତାହାକୁ ମାରିପକାଇବା ପାଇଁ ଥରକୁଥର ନିଆଁ ଓ ପାଣିରେ ପକାଇଅଛି; କିନ୍ତୁ ଆପଣ ଯଦି କିଛି କରିପାରନ୍ତି, ତାହାହେଲେ ଆମ୍ଭମାନଙ୍କ ପ୍ରତି ଦୟା କରି ଆମ୍ଭମାନଙ୍କର ଉପକାର କରନ୍ତୁ।
“ବୁତ୍ ଆତ୍ମା ଆମେକେ ବାଗୁଏଃ ନ୍ସା ଉଡ଼ିତର୍ ଣ୍ଡିଆନ୍ନିଆ ଆରି ଉଡ଼ିତର୍ ସୁଆନ୍ନିଆ ଜଗ୍ତ୍ଲାଗ୍ ଡିଂଗେ । ନା ଜଦି ମେନ୍ସା ମେଁ ଡିଙ୍ଗ୍ ନାୟାଏ ତେଲା ନେ ଆଡ଼ାତ୍ରା ଲିବିସ ଡିଙ୍ଗ୍ଚେ ସାଃଆ ନାଡିଙ୍ଗ୍ଏ ।”
23 ସେଥିରେ ଯୀଶୁ ତାହାକୁ କହିଲେ, କଅଣ କହିଲ? ଯଦି କରିପାରନ୍ତି! ଯିଏ ବିଶ୍ୱାସ କରେ, ତାʼ ପକ୍ଷରେ ସମସ୍ତ ସମ୍ଭବ।
ଜିସୁ ଆମେକେ ବାସଙ୍ଗ୍କେ, “ମେଁ ନାବାସଙ୍ଗ୍କେ! ପେ ଜଦି ପେୟାଏ ତେଲା ସାହା ଣ୍ଡିଙ୍ଗ୍ଏ । ବିସ୍ବାସ୍ ରେମୁଆଁନ୍ସା ସାପା କିଚି ଡିଙ୍ଗ୍ଏ ।”
24 ସେହିକ୍ଷଣି ପିଲାଟିର ପିତା ଉଚ୍ଚସ୍ୱରରେ କହିଲା, ମୁଁ ବିଶ୍ୱାସ କରୁଅଛି, ମୋହର ଅବିଶ୍ୱାସର ପ୍ରତିକାର କରନ୍ତୁ।
ଗଡ଼େଅନେ ଆବାଡ଼େ କିରଚେ ବାସଙ୍ଗ୍କେ, “ନେଙ୍ଗ୍ନେ ବିସ୍ବାସ୍ ଲେଃକେ । ମାତର୍ ମାଲେ ଣ୍ତୁ । ନେଙ୍ଗ୍ନେ ବିସ୍ବାସ୍ ଆମ୍ନାନ୍ସା ଆନେଙ୍ଗ୍ ସାଇଜ ଡିଙ୍ଗ୍ପା ।”
25 ପରେ ଲୋକସମୂହ ଏକତ୍ର ଦୌଡ଼ି ଆସୁଥିବା ଦେଖି ଯୀଶୁ ସେହି ଅଶୁଚି ଆତ୍ମାକୁ ଧମକ ଦେଇ କହିଲେ, ରେ ମୂକ ଓ ବଧିର ଆତ୍ମା, ମୁଁ ତୋତେ ଆଜ୍ଞା ଦେଉଅଛି, ଏହାଠାରୁ ବାହାରିଯା, ପୁଣି, ଆଉ କେବେ ହେଁ ଏହାଠାରେ ପଶିବୁ ନାହିଁ।
ଜିସୁ କେକେ ଜେ ଆକେନ୍ ଗଟ୍ନାନ୍ସା ରେମୁଆଁ ମେଁଇଙ୍ଗ୍ ଡାଗ୍ରା ୱିର୍ ଡୁଂପାଙ୍ଗ୍ଡିଂକେ । ତେଲା ମେଁ ବୁତ୍କେ ଦାକା ବିଃଚେ ବାସଙ୍ଗ୍କେ “ଏ ବୁତ୍ ନା ଗଡ଼େଅକେ କନ୍ଦା ଆରି ବଏରା ଆଡିଙ୍ଗ୍ ନାବକେ । ନେଙ୍ଗ୍ ଆନାକେ ବାସଙ୍ଗ୍ ଣ୍ଡିଂକେ ଗଡ଼େଅନେ ଜିବନ୍ବାନ୍ ତାର୍ଚେ ଡଲା । କ୍ମେନେ ଜିବନ୍ ବିତ୍ରେ ଅଃନାଡିଗ୍ ଆରି ନ୍ନାଗା ଣ୍ତୁ ।”
26 ସେଥିରେ ସେ ଚିତ୍କାର କରି ତାହାକୁ ଅତ୍ୟନ୍ତ ମୋଡ଼ିପକାଇ ବାହାରିଗଲା, ଆଉ ପିଲାଟି ମଲା ପରି ହୋଇଗଲା, ଏପରିକି ଅଧିକାଂଶ କହିଲେ, ସେ ମରିଗଲା।
ବୁତ୍ଆତ୍ମା କିରଚେ ଗଡ଼େଅକେ ସାଃଚେ ତୁବନ୍ନିଆ ଜଗ୍ତ୍ଲିଗ୍ ବିଃକେ । ଆରି ମୁଇଙ୍ଗ୍ତର୍ ଗଡ଼େଅକେ ତୁବନ୍ନିଆ ୱାଃଲଃ ବିଃଚେ ବୁତ୍ ଆତ୍ମା ମେଁ ଗାଗ୍ଡ଼େବାନ୍ ତାର୍ ଡକେ । ଆକେନ୍ ଗଡ଼େଅ ଗୁଏଃକେ ରକମ୍ ଡିଂୱେକେ । ଜବର୍ ରେମୁଆଁ ବାସଙ୍ଗ୍ଆର୍କେ, “ମେଁ ଗୁଏଃୱେଗେ ।”
27 କିନ୍ତୁ ଯୀଶୁ ତାହାର ହାତ ଧରି ତାହାକୁ ଉଠାଇଲେ, ଆଉ ସେ ଠିଆ ହେଲା।
ଡାଗ୍ଲା ଜିସୁ ଗଡ଼େଅନେ ନ୍ତି ସାଃଚେ ଆମେକେ ଆତଡ଼ିଆଚେ ଆଃତୁଆଁ ବିଃକେ । ଆତେନ୍ ଗଡ଼େଅ ତୁଆଁକେ ।
28 ପୁଣି, ସେ ଗୃହକୁ ଆସନ୍ତେ ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ଗୋପନରେ ପଚାରିବାକୁ ଲାଗିଲେ, ଆମ୍ଭେମାନେ କାହିଁକି ତାହାକୁ ଛଡ଼ାଇ ପାରିଲୁ ନାହିଁ?
ଏନ୍ ଇଡ଼ିଙ୍ଗ୍ ଜିସୁ ଡୁଆ ବିତ୍ରେ ୱେକେ । ମାତର୍ ମେଇଂନେ ସିସ୍ଇଂ ମେଁ ଏତେ ଆତ୍ଅରିଆ ଲେଃଆର୍ଗେ । ମେଇଙ୍ଗ୍ ଆମେଇଂକେ ସାଲ୍ୟାକୁଆର୍କେ, “ନେ ମେଃନ୍ସା ଆତେନ୍ ବୁତ୍କେ ଆଃଆନ୍ତାର୍ ନେୟାକେ ଣ୍ଡୁ?”
29 ସେ ସେମାନଙ୍କୁ କହିଲେ, ପ୍ରାର୍ଥନା (ଏବଂ ଉପବାସ) ବିନା ଆଉ କାହିଁରେ ଏପ୍ରକାର ଭୂତ ଛଡ଼ାଯାଇ ପାରେ ନାହିଁ।
ଆକେନ୍ ଅଁଚେ ଜିସୁ ଆମେଇଂକେ ବାସଙ୍ଗ୍କେ, “ଦେକ୍ରକମ୍ ବୁତ୍ ଆତ୍ମାକେ ପାର୍ତନା ବାନ୍ ଆଃଆନ୍ତାର୍ ନେଃୟାଏ ।”
30 ସେମାନେ ସେହି ସ୍ଥାନରୁ ପ୍ରସ୍ଥାନ କରି ଗାଲିଲୀର ମଧ୍ୟ ଦେଇ ଯାତ୍ରା କଲେ, ଆଉ କେହି ତାହା ଜାଣନ୍ତୁ ବୋଲି ତାହାଙ୍କର ଇଚ୍ଛା ନ ଥିଲା;
ଇଡ଼ିଙ୍ଗ୍ ଜିସୁ ଆରି ମେଁନେ ସିସ୍ଇଙ୍ଗ୍ ଆତେନ୍ ଜାଗା ଆନ୍ତାର୍ଚେ ଡଆର୍କେ । ମେଁଇଙ୍ଗ୍ ଗାଲିଲୀ ବିଃଚେ ୱେଆର୍କେ । ମେଇଙ୍ଗ୍ ଆଣ୍ଡି ଲେଃଆର୍କେ ଆତେନ୍ ସାମୁଆଁ ରେମୁଆଁ ମ୍ୟାଲେ ଡାଗ୍ଚେ ଜିସୁ ଚାଏଁ ଆଡିଙ୍ଗ୍ଗେ ଣ୍ଡୁ ।
31 କାରଣ ଯୀଶୁ ଆପଣା ଶିଷ୍ୟମାନଙ୍କୁ ଏହି କଥା କହି ଶିକ୍ଷା ଦେଉଥିଲେ, ମନୁଷ୍ୟପୁତ୍ର ମନୁଷ୍ୟମାନଙ୍କ ହସ୍ତରେ ସମର୍ପିତ ହେଉଅଛନ୍ତି, ପୁଣି, ସେମାନେ ତାହାଙ୍କୁ ବଧ କରିବେ, ଆଉ ସେ ହତ ହେଲା ଉତ୍ତାରେ ତିନି ଦିନ ପରେ ପୁନରୁତ୍ଥାନ କରିବେ।
ତେସା ମେଁ ନିଜର୍ ସିସ୍ଇଂକେ ମୁଇଂ ବିନ୍ ସାମୁଆଁ ବିଃନ୍ସା ଏତେଡିଂଗେ । ମେଁ ଆମେଇଂକେ ବାସଙ୍ଗ୍କେ, “ରେମୁଆଁ ଉଙ୍ଗ୍ଡେକେ ରେମୁଆଁଇଙ୍ଗ୍ନେ ନ୍ତିନ୍ନିଆ ସର୍ପେ ବିଃଡିଂକେ । ମେଇଂ ଆମେକେ ବାଗୁଏଃ ବିଏ । ଡାଗ୍ଲା ଗୁଏନେ ଜିର୍ସି ଇଡ଼ିଙ୍ଗ୍ ମେଁ ଗୁଏଃଚେ ଆରି ମୁଇଂତର୍ ମ୍ୱ୍ରଏ ।”
32 କିନ୍ତୁ ସେମାନେ ସେହି କଥା ବୁଝିଲେ ନାହିଁ ଏବଂ ତାହାଙ୍କୁ ପଚାରିବାକୁ ଭୟ କରୁଥିଲେ।
ଜିସୁ ଆକେନ୍ ସାମୁଆଁ ବାସଙ୍ଗ୍କ୍ନେ ଅର୍ତ ସିସ୍ଇଂ ବୁଜେ ଆୟାଆର୍କେ ଣ୍ତୁ । ମେଇଙ୍ଗ୍ ଆମେକେ ଆକେନ୍ ଅର୍ତ ସାଲିଆକୁଚେ ବୁଜେନ୍ସା ବୁଟଆର୍କେ ।
33 ପରେ ସେମାନେ କଫର୍ନାହୂମକୁ ଆସିଲେ। ଯୀଶୁ ଘରେ ପହଞ୍ଚି ଶିଷ୍ୟମାନଙ୍କୁ ପଚାରିଲେ, ତୁମ୍ଭେମାନେ ବାଟରେ କଅଣ ତର୍କବିତର୍କ କରୁଥିଲ?
ତେନ୍ଇଡ଼ିଂ ଜିସୁ ଆରି ମେଇଙ୍ଗ୍ନେ ସିସ୍ଇଂ କର୍ପନାହୁମନ୍ନିଆ ପାଙ୍ଗ୍ଆର୍କେ । ମେଇଙ୍ଗ୍ ମୁଇଂ ଡୁଆ ବିତ୍ରେ ୱେଆର୍ଗେ । ଇଡ଼ିଙ୍ଗ୍ ଜିସୁ ସିସ୍ଇଂକେ ସାଲ୍ୟାକୁକେ, “ଏଃକେ ଗାଲିନ୍ନିଆ ପାଙ୍ଗ୍ନେ ବେଲା ମେଃ ସାମୁଆଁକେ ପେଇଙ୍ଗ୍ ଅଡ଼୍କା ଅଡ଼୍କି ଡିଙ୍ଗ୍ପେଡିଂଗେ?”
34 କିନ୍ତୁ ସେମାନେ ନିରୁତ୍ତର ହୋଇ ରହିଲେ, କାରଣ କିଏ ଶ୍ରେଷ୍ଠ, ଏ ବିଷୟ ଘେନି ସେମାନେ ବାଟରେ ପରସ୍ପର ବାଦାନୁବାଦ କରିଥିଲେ।
ମାତର୍ ସିସ୍ଇଙ୍ଗ୍ ବୁଙ୍ଗ୍ ଲେଃଆର୍ଗେ । ଡାଗ୍ଲା ମେଇଙ୍ଗ୍ ଗାଲିନ୍ନିଆ ଅଡ଼୍କା ଅଡ଼୍କି ଡିଙ୍ଗ୍ଡିଂଆର୍ଗେ ଜେ ମେଇଂନେ ବିତ୍ରେ ସାପା ବାନ୍ ମ୍ନା ଜାଣ୍ଡେ?
35 ସେଥିରେ ଯୀଶୁ ଉପବେଶନ କରି ଦ୍ୱାଦଶ ଶିଷ୍ୟମାନଙ୍କୁ ଆହ୍ୱାନ କଲେ ଓ ସେମାନଙ୍କୁ କହିଲେ, ଯଦି କେହି ପ୍ରଧାନ ହେବାକୁ ଇଚ୍ଛା କରେ, ତାହାହେଲେ ସେ ସମସ୍ତଙ୍କଠାରୁ ସାନ ଓ ସମସ୍ତଙ୍କର ସେବକ ହେଉ।
ଜିସୁ କଚେଃ ଆରି ଗମ୍ୱାର୍ ରେମୁଆଁ ପ୍ରେରିତ୍କେ ଡାଗ୍ରା ୱାକେ । ଜିସୁ ବାସଙ୍ଗ୍କେ, “ସାପା ବାନ୍ ଜାଣ୍ଡେ ମ୍ନା ଡିଙ୍ଗ୍ନେ ଇକ୍ଚା ଡିଂଏ, ତେଲା ମେଁ ସାପାରେବାନ୍ ମ୍ନା ମନେ ଡିଙ୍ଗ୍ଚେ ଆରି ସାପା ମାନ୍ଦାକେ ସେବା ଡିଙ୍ଗ୍ଲେଃ ।”
36 ପୁଣି, ସେ ଗୋଟିଏ ସାନ ପିଲାକୁ ଘେନି ସେମାନଙ୍କ ମଧ୍ୟରେ ଠିଆ କରାଇଲେ ଓ ତାହାକୁ ଆଲିଙ୍ଗନ କରି ସେମାନଙ୍କୁ କହିଲେ,
ଇଡ଼ିଙ୍ଗ୍ ଜିସୁ ମୁଇଂ ଡାଆଁନେ ଗଡ଼େଅକେ ଡୁଂୱେକେ । ମେଁଇଙ୍ଗ୍ନେ ସେନୁଗ୍ ଆଃତୁଆଁ ବିଃକେ । ଆତେନ୍ ଗଡ଼େଅକେ ବୁଲୁନ୍ନିଆ ଡୁଂପାଙ୍ଗ୍ଚେ ମେଁ ବାଃଲିର୍କେ ।
37 ଯେ କେହି ମୋʼ ନାମରେ ଏପରି ସାନ ପିଲାମାନଙ୍କ ମଧ୍ୟରୁ ଜଣକୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ; ଆଉ, ଯେ କେହି ମୋତେ ଗ୍ରହଣ କରେ, ସେ କେବଳ ମୋତେ ଗ୍ରହଣ କରେ ନାହିଁ, ମାତ୍ର ମୋହର ପ୍ରେରଣକର୍ତ୍ତାଙ୍କୁ ଗ୍ରହଣ କରେ।
“ନେଙ୍ଗ୍ ମ୍ନିରେ ଆଣ୍ଡିନେ ରେମୁଆଁ ମୁଇଙ୍ଗ୍ ଗଡ଼େଅକେ ଦେକ୍ରକମ୍ କଃଏ, ମେଁ ନେଙ୍ଗ୍ନେ ଆବାକେ କଃଏ । ଆରି ଜାଣ୍ଡେ ଆନେଙ୍ଗ୍କେ ଆକଃ ଣ୍ଡୁ, ମେଁ ବେବକ୍ନେ ଆବାକେ ଡିଗ୍ ଆକଃ ଣ୍ଡୁ ।”
38 ଯୋହନ ତାହାଙ୍କୁ କହିଲେ, ହେ ଗୁରୁ, ଆମ୍ଭମାନଙ୍କ ଦଳରେ ନ ଥିବା ଜଣକୁ ଆପଣଙ୍କ ନାମରେ ଭୂତ ଛଡ଼ାଇବାର ଦେଖିଲୁ, ଆଉ ସେ ଆମ୍ଭମାନଙ୍କ ଦଳରେ ନ ଥିବାରୁ ତାହାକୁ ମନା କଲୁ।
ଜହନ୍ ଜିସୁକେ ବାଲିର୍କେ, “ଅ ଗୁରୁ ନାଁ ମ୍ନି ସାଃଚେ ମୁଇଂ ରେମୁଆଁ ଗଡ଼େଅବାନ୍ ବୁତ୍ଆତ୍ମାଇଙ୍ଗ୍ ଆଃଆନ୍ତାର୍ ଡିଂକ୍ନେ ମୁଇଂ ରେମୁଆଁକେ ନେ ସାପାରେ ନେକେକେ । ନେ ଆମେକେ ମନା ନେଡିଂକେ, ଡାଗ୍ଲା ମେଁ ନେ ବିତ୍ରେନେ ରେମୁଆଁ ଆଲେଃଗେ ଣ୍ଡୁ ।”
39 କିନ୍ତୁ ଯୀଶୁ କହିଲେ, ତାହାକୁ ମନା କର ନାହିଁ; କାରଣ ମୋʼ ନାମରେ ମହତର କାର୍ଯ୍ୟ କରି ହଠାତ୍ ମୋହର ନିନ୍ଦା କରିପାରିବ, ଏପରି ଲୋକ କେହି ନାହିଁ;
ମାତର୍ ଜିସୁ ବାସଙ୍ଗ୍କେ, “ଆମେକେ ମନା ଆଡିଙ୍ଗେପା । ଡାଗ୍ଲା ଆଣ୍ଡିନେ ରେମୁଆଁ ନେଙ୍ଗ୍ ମ୍ନିରେ ବପୁରେ ଏତେ କାମ୍ ଡିଙ୍ଗ୍ ୟାଏ ମେଁ ନେଙ୍ଗ୍ ମ୍ନିରେ ଆରି ଦଦ୍ୟା ସାମୁଆଁ ବାଲିର୍ ଆୟା ଣ୍ଡୁ ।”
40 କାରଣ ଯେ ଆମ୍ଭମାନଙ୍କ ବିପକ୍ଷ ନୁହେଁ, ସେ ଆମ୍ଭମାନଙ୍କର ସପକ୍ଷ।
ଜା ନେନେ ସତ୍ରୁ ଣ୍ଡୁ, ମେଁ ନେନେ ରେମୁଆଁ ।
41 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଲୋକ ବୋଲି ଯେ କେହି ତୁମ୍ଭମାନଙ୍କୁ ଗିନାଏ ପାଣି ପିଇବାକୁ ଦେବ, ସେ କୌଣସି ପ୍ରକାରେ ଆପଣା ପୁରସ୍କାର ହରାଇବ ନାହିଁ।
ନେଙ୍ଗ୍ ଆପେକେ ସତ୍ ବାସଙ୍ଗ୍ଣ୍ଡିଂ, “ପେଇଙ୍ଗ୍ କିସ୍ଟନେ ରେମୁଆଁ ଡାଗ୍ଚେ ଜଦି ଜାଣ୍ଡେ ଆପେକେ ଗିନାନ୍ନିଆ ଣ୍ଡିଆଃ ଉଗ୍ନେ ବିଏ । ନେଙ୍ଗ୍ ଆପେକେ ସତ୍ ବାସଙ୍ଗ୍ଣ୍ଡିଂ, ମେଁ ଡି ବାବ୍ରେ ଡିଗ୍ ନିଜର୍ ପୁରୁସ୍କାର୍ ଆଆରେ ଣ୍ଡୁ ।”
42 ଆଉ, ଯେ କେହି ବିଶ୍ୱାସ କରୁଥିବା ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକର ବିଘ୍ନର କାରଣ ହୁଏ, ତାହା ବେକରେ ଗୋଟିଏ ବଡ଼ ଚକିପଥର ଟଙ୍ଗାଯାଇ ତାହାକୁ ସମୁଦ୍ରରେ ନିକ୍ଷେପ କରାଯାଇଥିଲେ ତାହା ପକ୍ଷରେ ଭଲ ହୋଇଥାଆନ୍ତା।
ଜିସୁ ଆରି ବାସଙ୍ଗ୍କେ, “ଆରି ଜାଣ୍ଡେ ଜା ଡିଙ୍ଗ୍ଲେଃ ବିସ୍ବାସ୍ ଡିଙ୍ଗ୍ ବେଲା ଆକେନ୍ ଗଡ଼େଅଇଂନେ ବିତ୍ରେ ମୁଇଙ୍ଗ୍ଜାକେ ପାପ୍ ଆଃଡିଙ୍ଗ୍ଏ, ମେଁନେ ଲୁଗଃନ୍ନିଆ ମୁଇଙ୍ଗ୍ ମ୍ନା ବ୍ରି ଗାଗ୍ଚେ ଆମେକେ କେଣ୍ଡିଆନ୍ନିଆ ଜଗ୍ତ୍ଲାଗ୍ ବିଃଲା ମେଁନ୍ସା ନିମାଣ୍ତା ପାଡିଙ୍ଗ୍ ।
43 ପୁଣି, ତୁମ୍ଭର ହସ୍ତ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା କାଟିପକାଅ; ଦୁଇ ହସ୍ତ ଘେନି ନର୍କ, ଅର୍ଥାତ୍ ଅନିର୍ବାଣ ଅଗ୍ନି ମଧ୍ୟକୁ ଯିବା ଅପେକ୍ଷା ବରଂ ପଙ୍ଗୁ ହୋଇ ଜୀବନରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ। (Geenna )
ଜଦି ନାଁନେ ନ୍ତି ଆନାକେ ପାପ୍ ଆଃଡିଙ୍ଗ୍ଏ, ତେଲା ତେନ୍ ନ୍ତିକେ ସିଃତଗ୍ ବିଃପା । ମ୍ୱାର୍ ନ୍ତି ସାଃଚେ ନର୍କେ ଆରି କାଲାନେ ଜୁଗ୍ ସାଃଚେ ଡୁଆମ୍ୟାକ୍ନେ ସୁଆ ଡାଗ୍ରା ୱେନେ ବାଟା ଣ୍ଡୁଲା ଟୁଟା ଡିଙ୍ଗ୍ଚେ ମାଡାନେ ଜିବନ୍ ବାନେ ନିମାଣ୍ଡା । (Geenna )
44 [କାରଣ ନର୍କରେ ସେମାନଙ୍କର କୀଟ କ୍ଷୟ ପାଏ ନାହିଁ, ଆଉ ଅଗ୍ନି ନିର୍ବାପିତ ହୁଏ ନାହିଁ।] ()
ରେମୁଆଁକେ ଚଙ୍ଗ୍ମ୍ୟାକ୍ନେ ନର୍କେନେ ବଃଉଂ ଅଃନାଡିଗ୍ ଆଗୁଏ ଣ୍ଡୁ ଆରି ସୁଆ ଡିଗ୍ ଅଃନା ଆଲିଗ୍ ଣ୍ତୁ ।
45 ଆଉ, ତୁମ୍ଭର ପାଦ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା କାଟିପକାଅ, ଦୁଇ ପାଦ ଘେନି ନର୍କରେ ପଡ଼ିବା ଅପେକ୍ଷା ବରଂ ଖଞ୍ଜ ହୋଇ ଜୀବନରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ। (Geenna )
ଜଦି ନାଁନେ ଞ୍ଚ ଆନାକେ ପାପ୍ ଆଃଡିଙ୍ଗ୍ଏ, ତେଲା ଆତେନ୍ ଞ୍ଚକେ ସିଃତଗ୍ ବିଃପା । ମ୍ୱାର୍ ଞ୍ଚ ଲେଃଚେ ନରକ୍ନ୍ନିଆ ପେ ଲଃନେ ବାଟା ଚଟା ଡିଙ୍ଗ୍ଚେ ମାଡାନେ ଜିବନ୍ ବାନେ ନିମାଣ୍ଡା । (Geenna )
46 [କାରଣ ନର୍କରେ ସେମାନଙ୍କର କୀଟ କ୍ଷୟ ପାଏ ନାହିଁ, ଆଉ ଅଗ୍ନି ନିର୍ବାପିତ ହୁଏ ନାହିଁ।] ()
ରେମୁଆଁକେ ଚଙ୍ଗ୍ମ୍ୟାକ୍ନେ ନର୍କେନେ ବୁବଃ ଅଃନା ଆଗୁଏଃ ଣ୍ଡୁ ଆରି ନର୍କେନେ ସୁଆ ଅଃନା ଆଲିଗ୍ ଣ୍ତୁ ।
47 ପୁଣି, ତୁମ୍ଭର ଚକ୍ଷୁ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା ଉପାଡ଼ି ପକାଅ; ଦୁଇ ଚକ୍ଷୁ ଘେନି ନର୍କରେ ପଡ଼ିବା ଅପେକ୍ଷା ବରଂ ଏକ ଚକ୍ଷୁ ଘେନି ଈଶ୍ବରଙ୍କ ରାଜ୍ୟରେ ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ; (Geenna )
ଜଦି ନାନେ ମୁଆଃ ଆନାକେ ପାପ୍ ଆଃଡିଙ୍ଗ୍ଏ, ତେଲା ଆତେନ୍କେ ତଃ ଜଗ୍ତ୍ଲାଗ୍ ବିଃ । ମ୍ବାକ୍ଲିଗ୍ ମୁଆଃ ଲେଃଚେ ନର୍କେନ୍ନିଆ ନାଁ ଲଃନେ ବାଟା ନାଁନେ ମୁଇଂ ମ୍ମୁଆଃ ଲେଃଚେ ଇସ୍ପର୍ନେ ରାଜିନ୍ନିଆ ୱେନେ ନିମାଣ୍ତା । (Geenna )
48 କାରଣ ନର୍କରେ ସେମାନଙ୍କର କୀଟ କ୍ଷୟ ପାଏ ନାହିଁ, ଆଉ ଅଗ୍ନି ନିର୍ବାପିତ ହୁଏ ନାହିଁ। ()
ରେମୁଆଁକେ ଚଙ୍ଗ୍ମ୍ୟାକ୍ନେ ନର୍କେନେ ବଃଉଂଇଂ ଅଃନା ଆଗୁଏ ଣ୍ତୁ ଆରି ନର୍କେନେ ସୁଆ ଅଃନାଡିଗ୍ ଆଲିଗ୍ ଣ୍ଡୁ ।
49 ଯେଣୁ ପ୍ରତ୍ୟେକ ଜଣ ଅଗ୍ନିରେ ଲବଣାକ୍ତ ହେବ।
ତେସାଃ ସାପା ରେମୁଆଁ ସୁଆନ୍ନିଆ ଡଣ୍ଡ୍ ବା’ଆର୍ଏ ।
50 ଲବଣ ଉତ୍ତମ, କିନ୍ତୁ ଲବଣ ଯଦି ଲବଣତ୍ୱହୀନ ହୁଏ, ତାହାହେଲେ ତାହାକୁ କାହିଁରେ ସ୍ୱାଦଯୁକ୍ତ କରିବ? ତୁମ୍ଭେମାନେ ଆପଣାଠାରେ ଲବଣତ୍ଵ ରଖ ଏବଂ ପରସ୍ପର ସହିତ ଶାନ୍ତିରେ ରୁହ।
ବିତିଗ୍ ନିମାଣ୍ଡା ଜିନିସ୍, ମାତର୍ ବିତିଗ୍ ଜଦି ମେଁନେ ବିସେଃବିଗ୍ ଆନ୍ତାର୍ଏ, ଆମେକେ ଆରି ମୁଇଂତର୍ ଡିରକମ୍ ବିସେଃବିଗ୍ ଆଃଡିଙ୍ଗ୍ଡିଂଏ? ପେ ବିତିଗ୍ ସୁଗା ନିମାଣ୍ତା ଗୁନ୍ରେ ବର୍ତି ଡିଙ୍ଗ୍ପା । ସାପା ମାନ୍ଦା କୁଡ଼େଚେ ନିମାଣ୍ତା ଲାଃଲାପା ।”