< ମାର୍କ 8 >

1 ସେହି ସମୟରେ ବହୁସଂଖ୍ୟକ ଲୋକ ପୁନର୍ବାର ଏକତ୍ର ହେଲେ, ଆଉ ସେମାନଙ୍କ ପାଖରେ ଖାଦ୍ୟଦ୍ରବ୍ୟ କିଛି ନ ଥିବାରୁ ଯୀଶୁ ଶିଷ୍ୟମାନଙ୍କୁ ନିକଟକୁ ଡାକି ସେମାନଙ୍କୁ କହିଲେ,
ଏଚିବେ଼ଲା ହା଼ରେକା ମାନ୍ଦା ଲ଼କୁ ରୁଣ୍ତା ଆ଼ତେରି, ଅ଼ଡ଼େ ଏ଼ୱାରିତା଼ଣା ତିନାୟି ଉନାୟି ଏ଼ନାୟି ହିଲାଆତାକି ଜୀସୁ ସୀସୁୟାଁଣି ଡାଗେ ହା଼ଟାନା ଏ଼ୱାରାଇଁ ଏଲେଇଚେସି,
2 “ଲୋକସମୂହ ପ୍ରତି ମୋହର ଦୟା ହେଉଅଛି, କାରଣ ଏମାନେ ତିନି ଦିନ ହେଲାଣି ମୋʼ ସାଙ୍ଗରେ ରହିଅଛନ୍ତି ଓ ଏମାନଙ୍କ ପାଖରେ କିଛି ଖାଇବାକୁ ନାହିଁ।
“ଲ଼କୁତାକି ନାଙ୍ଗେ କାର୍ମା ହ଼ଚିମାଞ୍ଜାନେ, ଇଚିହିଁ ଈୱାରି ତୀନିଦିନା ଆ଼ତେରିଏ ନା଼ ତଲେ ମାଞ୍ଜାମାନେରି, ଅ଼ଡ଼େ ଈୱାରି ତା଼ଣା ଏ଼ନାୟି ତିନାୟି ହିଲେଏ ।
3 ଯଦି ମୁଁ ସେମାନଙ୍କୁ ଅନାହାରରେ ଘରକୁ ପଠାଏ, ତାହାହେଲେ ବାଟରେ ସେମାନଙ୍କର ହଂସା ଉଡ଼ିଯିବ; ସେମାନଙ୍କ ମଧ୍ୟରୁ କେତେକ ତ ଦୂରରୁ ଆସିଅଛନ୍ତି।”
ଏ଼ୱାରାଇଁ ତୀହ୍‌ଆନାଁ ପାଣ୍ତିସାରେ, ୱେଣ୍ଡାହାନାଟି ଏ଼ୱାରି ହା଼ହା ଜିକେଏ ହା଼ନେରି । ଏ଼ୱାରି ବିତ୍ରାଟି ଏଚରଜା଼ଣା ହେକଟି ୱା଼ହାମାନେରି ।”
4 ଶିଷ୍ୟମାନେ ତାହାଙ୍କୁ ଉତ୍ତର ଦେଲେ, ଏଠାରେ ଏହି ନିର୍ଜନ ସ୍ଥାନରେ କିଏ କେଉଁଠାରୁ ରୁଟି ଆଣି ଏମାନଙ୍କୁ ତୃପ୍ତ କରିପାରିବ?
ସୀସୁୟାଁ ଏ଼ୱାଣାଇଁ ଏଲେଇଚେରି, “ଇମ୍ବାଆଁ ଈ ଲ଼କୁ ହିଲାଆ ଟା଼ୟୁତା ଆମ୍ବାଆସି ଆମ୍ବିଟି ରୂଟି ତାଚାନା ଈୱାରାଇଁ ପାଞ୍ଜି କିନେସି?”
5 ଯୀଶୁ ସେମାନଙ୍କୁ ପଚାରିଲେ, “ତୁମ୍ଭମାନଙ୍କ ପାଖରେ କେତୋଟି ରୁଟି ଅଛି?” ସେମାନେ କହିଲେ, ସାତୋଟି।
ଜୀସୁ ଏ଼ୱାରାଇଁ ୱେଚେସି, “ମୀ ତା଼ଣା ଏଚରଗଟା ରୂଟି ମାନୁ?” ଏ଼ୱାରି ଏଲେଇଚେରି, “ସା଼ତାଗଟା ।”
6 ସେଥିରେ ଯୀଶୁ ଲୋକସମୂହକୁ ଭୂମିରେ ବସିବାକୁ ଆଜ୍ଞା ଦେଲେ; ଆଉ ସେ ସେହି ସାତୋଟି ରୁଟି ଘେନି ଧନ୍ୟବାଦ ଦେଇ ସେହିସବୁ ଭାଙ୍ଗି ପରିବେଷଣ କରିବା ନିମନ୍ତେ ଆପଣା ଶିଷ୍ୟମାନଙ୍କୁ ଦେଲେ ଓ ସେମାନେ ଲୋକସମୂହକୁ ତାହା ପରିବେଷଣ କଲେ।
ଏମ୍ବାଟିଏ ଜୀସୁ ଲ଼କୁଣି ବୂମିତା କୁଗାଲି ହୁକୁମି ହୀତେସି; ଅ଼ଡ଼େ ଏ଼ୱାସି ସା଼ତାଗାଟା ରୂଟି ଅ଼ହାନା ଜହରା କିହାନା ଏ଼ ବାରେ ଡ଼ିକ୍‌ହାନା ବା଼ଟି କିହାଲି ତାନି ସୀସୁୟାଁକି ହୀତେସି, ଅ଼ଡ଼େ ଏ଼ୱାରି ଲ଼କୁତାକି ବା଼ଟି କିହା ହୀତେରି ।
7 ପୁଣି, ସେମାନଙ୍କ ପାଖରେ ଅଳ୍ପ କେତୋଟି ସାନ ମାଛ ଥିଲା; ସେହିସବୁକୁ ମଧ୍ୟ ସେ ଆଶୀର୍ବାଦ କରି ପରିବେଷଣ କରିବା ନିମନ୍ତେ କହିଲେ।
ଇଞ୍ଜାଁ ଏ଼ୱାରିତା଼ଣା ଏଚରଗଟା ଊଣା ମୀଣ୍‌କା ମାଚୁ; ଏ଼ ବାରେତି ଜିକେଏ ଜୀସୁ ମାହାପୂରୁ ତା଼ଣା ଜହରା କିହାନା ବା଼ଟି କିହା ହୀହାଲି ସୀସୁୟାଁଇଁ ଏଲେଇଚେସି ।
8 ସେଥିରେ ସେମାନେ ଭୋଜନ କରି ତୃପ୍ତ ହେଲେ ଓ ସାତ ଟୋକେଇ ବଳକା ଭଙ୍ଗା ରୁଟି ଉଠାଇଲେ।
ଏମ୍ବାଟିଏ ଏ଼ୱାରି ତିଞ୍ଜାନା ପାଞ୍ଜିତେରି ଇଞ୍ଜାଁ ହା଼ରିତାଣି ସା଼ତା ଡାଲି କୂଡ଼ି କିତେରି ।
9 ସେମାନେ ପ୍ରାୟ ଚାରି ହଜାର ଲୋକ ଥିଲେ।
ଏ଼ୱାରି ବାରେ ସା଼ରି ମା଼ଣା ଲ଼କୁ ମାଚେରି । ଏଚେଟିଏ ଡା଼ୟୁ ଏ଼ୱାରାଇଁ ହେଲ ହୀତେସି,
10 ତାହା ପରେ ସେ ସେମାନଙ୍କୁ ବିଦାୟ ଦେଲେ ଓ ସେହିକ୍ଷଣି ଆପଣା ଶିଷ୍ୟମାନଙ୍କ ସହିତ ନୌକାରେ ଚଢ଼ି ଦଲ୍‌ମନୂଥା ଅଞ୍ଚଳକୁ ଆସିଲେ।
୧୦ଇଞ୍ଜାଁ ଦେବୁଣିଏ ତାନି ସୀସୁୟାଁ ତଲେ ଡଂଗତା ହ଼ଚାନା ଦଲ୍‌ମନୁ ଗା଼ଡ଼ାତା ହାଚେରି ।
11 ପରେ ଫାରୂଶୀମାନେ ବାହାରି ଆସି ତାହାଙ୍କ ସାଙ୍ଗରେ ବାଦାନୁବାଦ କରିବାକୁ ଲାଗିଲେ ଓ ତାହାଙ୍କୁ ପରୀକ୍ଷା କରିବା ଅଭିପ୍ରାୟରେ ଆକାଶରୁ ଗୋଟିଏ ଚିହ୍ନ ମାଗିଲେ।
୧୧ଡା଼ୟୁ ପାରୁସିୟାଁ ୱା଼ହାନା ଜୀସୁତଲେ ବା଼ଦିବା଼ଦା କିହାଲି ମା଼ଟ୍‌ହେରି ଇଞ୍ଜାଁ ଏ଼ୱାଣାଇଁ ତାୟିପାରି କିହାଲିତାକି ହା଼ଗୁ ଲାକଟି ର଼ ସିନା ରୀସ୍ତେରି ।
12 ସେଥିରେ ଯୀଶୁ ଆତ୍ମାରେ ବ୍ୟଥିତ ହୋଇ ଦୀର୍ଘ ନିଶ୍ୱାସ ଛାଡ଼ି କହିଲେ, “ବର୍ତ୍ତମାନ ପୁରୁଷ କାହିଁକି ଚିହ୍ନ ଅନ୍ୱେଷଣ କରୁଅଛି? ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ବର୍ତ୍ତମାନ ପୁରୁଷକୁ କୌଣସି ଚିହ୍ନ ଦିଆଯିବ ନାହିଁ।”
୧୨ଜୀସୁ ଜୀୱୁତା କିଲିବିଲି ଆ଼ହାନା ଗାଡି ନେ଼ଞ୍ଜାନା ୱେସ୍ତେସି, “ଈ ଜୁଗୁତି ଲ଼କୁ ଏ଼ନାଆଁତାକି ସିନା ପାରିମାନେରି? ନା଼ନୁ ମିଙ୍ଗେ ସାତା ୱେସିମାଞ୍ଜାଇଁ, ନୀଏଁତି ମାଣ୍‌ସିକି ଏ଼ନି ସିନା ହୀପ୍‌କି ଆ଼ଏ ।”
13 ଆଉ, ସେ ସେମାନଙ୍କୁ ଛାଡ଼ି ପୁନର୍ବାର ନୌକାରେ ଚଢ଼ି ଆରପାରିକୁ ବାହାରିଗଲେ।
୧୩ଅ଼ଡ଼େ ଏ଼ୱାସି ଏ଼ୱାରାଇଁ ପିସାନା ଅ଼ଡ଼େ ୱେଣ୍ତେ ଡଂଗତା ହ଼ଚାନା ଆତାଲାୱାକି ହାଚେସି ।
14 ସେତେବେଳେ ଶିଷ୍ୟମାନେ ରୁଟି ନେବାକୁ ପାସୋରିଗଲେ; ନୌକାରେ ସେମାନଙ୍କ ପାଖରେ କେବଳ ଗୋଟିଏ ମାତ୍ର ରୁଟି ଥିଲା।
୧୪ଏଚିବେ଼ଲାତା ସୀସୁୟାଁ ରୂଟି ଅ଼ହାଲି ବା଼ଣାଆ଼ତେରି; ଡଂଗତା ଏ଼ୱାରିତା଼ଣା ରଣ୍ତିଏ ରୂଟି ମାଚେ ।
15 ପରେ ସେ ସେମାନଙ୍କୁ ଦୃଢ଼ ଆଜ୍ଞା ଦେଲେ, “ସତର୍କ ହୁଅ, ଫାରୂଶୀମାନଙ୍କ ଓ ହେରୋଦଙ୍କ ଖମୀରଠାରୁ ସାବଧାନ ହୋଇଥାଅ।”
୧୫ଡା଼ୟୁ ଜୀସୁ ଏ଼ୱାରାଇଁ ଜାଣ୍ତେ ହୁକୁମି ହୀତେସି, “ଜାଗ୍ରାତା ଆ଼ଦୁ, ପାରୁସିୟାଁ ଅ଼ଡ଼େ ହେରଦତି ପୂଲାଗୁଣ୍ଡାଟି ଜାଗ୍ରାତା ଆ଼ହାନା ମାଞ୍ଜୁ ।”
16 ସେଥିରେ ସେମାନେ ପରସ୍ପର ତର୍କବିତର୍କ କରି କହିବାକୁ ଲାଗିଲେ, ଆମ୍ଭମାନଙ୍କ ପାଖରେ ରୁଟି ନାହିଁ ବୋଲି ସେ ଏହା କହୁଅଛନ୍ତି।
୧୬ଏଚେଟିଏ ଏ଼ୱାରି ତା଼ମ୍ବୁ ତା଼ମ୍ବୁଏ ୱେସ୍‌ପିଆ଼ହିଁ ଏଲେଇଞ୍ଜାଲି ମା଼ଟ୍‌ହେରି, “ମା଼ ତା଼ଣା ରୂଟି ହିଲେଏ ଇଞ୍ଜିଁ ଏ଼ୱାସି ମାଙ୍ଗେ ଏଲେଇଞ୍ଜିମାଞ୍ଜାନେସି ।”
17 ସେ ତାହା ଜାଣି ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କ ପାଖରେ ରୁଟି ନାହିଁ ବୋଲି କାହିଁକି ପରସ୍ପର ତର୍କବିତର୍କ କରୁଅଛ? ତୁମ୍ଭେମାନେ କଅଣ ଏପର୍ଯ୍ୟନ୍ତ ଜାଣୁ ନାହଁ କି ବୁଝୁ ନାହଁ?
୧୭ଜୀସୁ ଏ଼ଦାଆଁ ପୁଞ୍ଜାନା ଏ଼ୱାରାଇଁ ଏଲେଇଚେସି, “ମୀ ତା଼ଣା ରୂଟି ହିଲେଏ ଇଞ୍ଜିଁ ଏ଼ନାଆଁତାକି ମୀରୁ ମୀରୁ ୱେସ୍‌ପି ଆ଼ହିମାଞ୍ଜେରି? ମୀରୁ ନୀଏଁ ପାତେକା ପୁଞ୍ଜି ହିଲଅତେରି କି ତେଲ୍‌ହି ହିଲଅତେରି?
18 ତୁମ୍ଭମାନଙ୍କ ହୃଦୟ କଅଣ ଜଡ଼ ହୋଇ ରହିଅଛି? ଚକ୍ଷୁ ଥାଉ ଥାଉ କି ଦେଖୁ ନାହଁ? ପୁଣି, କର୍ଣ୍ଣ ଥାଉ ଥାଉ କି ଶୁଣୁ ନାହଁ?
୧୮କାଣ୍‌କା ମାଞ୍ଜାନା ମେସି ହିଲଅତେରି? ଅ଼ଡ଼େ, କୀର୍କା ମାଞ୍ଜାନା ୱେଞ୍ଜି ହିଲଅତେରି? ମୀରୁ ଈଦାଣି ଅଣ୍‌ପି ହିଲ୍‌ଅତେରି?
19 ସେହି ପାଞ୍ଚ ହଜାର ଲୋକଙ୍କ ମଧ୍ୟରେ ମୁଁ ଯେତେବେଳେ ପାଞ୍ଚୋଟି ରୁଟି ଭାଙ୍ଗିଥିଲି, ସେତେବେଳେ ତୁମ୍ଭେମାନେ ପୂରା କେତେ ଟୋକେଇ ଭଙ୍ଗାଯାଇଥିବା ଖଣ୍ଡ ଉଠାଇ ନେଇଥିଲ, ତାହା କି ତୁମ୍ଭମାନଙ୍କର ସ୍ମରଣ ନାହିଁ?” ସେମାନେ ତାହାଙ୍କୁ କହିଲେ, ବାର ଟୋକେଇ।
୧୯ଏ଼ ପା଼ସାମା଼ଣା ଲ଼କୁ ବିତ୍ରା ନା଼ନୁ ଏଚିବେ଼ଲା ପା଼ସାଗଟା ରୂଟି ଡ଼ିକ୍‌ହା ମାଚେଏଁ, ଏଚିବେ଼ଲା ମୀରୁ ଏଚର ଡାଲି ହା଼ରିତାଣି କୂଡ଼ି କିତେରି, ଏ଼ଦି ମୀ ଅଣ୍‌ପୁତା ହିଲେଏ କି?” ଏ଼ୱାରି ଏ଼ୱାଣାଇଁ ଏଲେଇଚେରି, “ବା଼ର ଡାଲି ।”
20 “ଆଉ, ସେହି ଚାରି ହଜାର ଲୋକଙ୍କ ମଧ୍ୟରେ ମୁଁ ଯେତେବେଳେ ସାତୋଟି ରୁଟି ଭାଙ୍ଗିଥିଲି, ସେତେବେଳେ ତୁମ୍ଭେମାନେ ପୂରା କେତେ ଟୋକେଇ ଭଙ୍ଗା ଖଣ୍ତ ଉଠାଇ ନେଇଥିଲ?” ସେମାନେ କହିଲେ, ସାତ ଟୋକେଇ।
୨୦“ଅ଼ଡ଼େ ଏ଼ ସା଼ରି ମା଼ଣା ଲ଼କୁ ବିତ୍ରା ନା଼ନୁ ଏଚିବେ଼ଲା ସା଼ତାଗଟା ରୂଟି ଡ଼ିକ୍‌ହା ମାଚେଏଁ, ଏଚିବେ଼ଲା ମୀରୁ ଏଚର ଡାଲି କୂଡ଼ି କିହାମାଚେରି?” ଏ଼ୱାରି ଏଲେଇଚେରି, “ସା଼ତା ଡାଲି ।”
21 ସେଥିରେ ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ କଅଣ ଏପର୍ଯ୍ୟନ୍ତ ବୁଝୁ ନାହଁ?”
୨୧ଏଚିବେ଼ଲା ଜୀସୁ ଏ଼ୱାରାଇଁ ଏଲେଇଚେସି, “ମୀରୁ ଏ଼ନାଆଁ ନୀଏଁ ପାତେକା ତେଲ୍‌ହାଲି ଆ଼ଡିହିଲଅତେରି?”
22 ପରେ ସେମାନେ ବେଥ୍‌ସାଇଦାକୁ ଆସିଲେ। ଆଉ ଲୋକେ ଜଣେ ଅନ୍ଧକୁ ତାହାଙ୍କ ନିକଟକୁ ଆଣି ତାହାକୁ ଛୁଇଁବା ପାଇଁ ତାହାଙ୍କୁ ବିନତି କଲେ।
୨୨ଡା଼ୟୁ ଏ଼ୱାରି ବେତ୍‌ସାୟିଦାତା ୱା଼ତେରି, ଅ଼ଡ଼େ, ଲ଼କୁ ର଼ କା଼ଣାଇଁ ଏ଼ୱାଣି ତା଼ଣା ତାଚାନା ଏ଼ୱାଣାଇଁ ଡୀଗାଲି ତାକି ଜୀସୁଇଁ ବାତିମା଼ଲିତେରି ।
23 ତେଣୁ ସେ ଅନ୍ଧଟିର ହାତ ଧରି ତାହାକୁ ଗାଁ ବାହାରକୁ ଘେନିଗଲେ, ପୁଣି, ତାହାର ଅାଖିରେ ଛେପ ପକାଇ ଓ ତାହା ଉପରେ ହାତ ଥୋଇ ତାହାକୁ ପଚାରିଲେ, ତୁମ୍ଭେ କି କିଛି ଦେଖୁଅଛ?
୨୩ଏ଼ଦାଆଁତାକି ଜୀସୁ କା଼ଣାତି କେୟୁ ଆସାନା ଏ଼ୱାଣାଇଁ ନା଼ୟୁଁ ପାଙ୍ଗାତା ଅ଼ତେସି, ଇଞ୍ଜାଁ ଏ଼ୱାଣି କାଣ୍‌କାଣାଁ ହୂପ୍‌କା ରୁବାନା ଅ଼ଡ଼େ ଏ଼ୱାଣିଲାକ କେୟୁ ଇଟାନା ଏ଼ୱାଣାଇଁ ୱେଚେସି, “ନୀନୁ ଏ଼ନାଆଁ ମେସାଲି ଆ଼ଡିମାଞ୍ଜି କି?”
24 ସେ ଚାହିଁ କହିଲା, ମୁଁ ମନୁଷ୍ୟମାନଙ୍କୁ ଦେଖୁଅଛି, କାରଣ ମୁଁ ଗଛ ପରି କଅଣ ଚାଲୁଥିବା ଦେଖୁଅଛି।
୨୪ଏ଼ୱାସି ସିନିକିହାନା ଏଲେଇଚେସି, “ନା଼ନୁ ମାଣ୍‌ସିୟାଁଇଁ ମେସିମାଇଁ, ଇଚିହିଁ ନା଼ନୁ ମା଼ର୍‌କା ଲେହେଁ ଏ଼ନାଇ ତା଼କି ମାନାଣି ମେସିମାଇଁ ।”
25 ତାହା ପରେ ଯୀଶୁ ପୁଣି, ତାହାର ଆଖିରେ ହାତ ଦେଲେ; ସେଥିରେ ସେ ସ୍ପଷ୍ଟ ରୂପେ ଦେଖିଲା ଓ ସୁସ୍ଥ ହୋଇ ଏକଦୃଷ୍ଟିରେ ସମସ୍ତ ବିଷୟକୁ ଚାହିଁବାକୁ ଲାଗିଲା।
୨୫ଡା଼ୟୁ ଜୀସୁ ଅ଼ଡ଼େ ୱେଣ୍ତେ ଏ଼ୱାଣି କାଣ୍‌କାଣାଁ କେୟୁ ଇଟିତେସି; ଏମ୍ବାଟିଏ ଏ଼ୱାସି ନେହିଁକିଁ ମେସାଲି ଆ଼ଡିତେସି, ନେହିଁ ଆ଼ହାନା ବାରେ ତୀରିତଲେ ସିନିକିହାଲି ମା଼ଟ୍‌ହେସି ।
26 ପରେ ଯୀଶୁ ତାହାକୁ ତାହାର ଘରକୁ ପଠାଇଦେଇ କହିଲେ, “ଏ ଗାଁ ଭିତରକୁ ସୁଦ୍ଧା ଯାଅ ନାହିଁ।”
୨୬ଡା଼ୟୁ ଜୀସୁ ଏ଼ୱାଣାଇଁ ତାନି ଇଜ ପାଣ୍ତାନା ଏଲେଇଚେସି, “ଏ଼ ନା଼ୟୁଁ ବିତ୍ରା ଜିକେଏ ୱେଣ୍ତେ ହାଲାଆନି ।”
27 ଏଥିଉତ୍ତାରେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ କାଇସରିୟା ଫିଲିପ୍ପୀ ଅଞ୍ଚଳର ଗ୍ରାମମାନଙ୍କୁ ପ୍ରସ୍ଥାନ କଲେ, ଆଉ ପଥ ମଧ୍ୟରେ ଆପଣା ଶିଷ୍ୟମାନଙ୍କୁ ପଚାରିବାକୁ ଲାଗିଲେ, “ମୁଁ କିଏ ବୋଲି ଲୋକେ କଅଣ କହନ୍ତି?”
୨୭ଏଚେଟିଏ ଜୀସୁ ଅ଼ଡ଼େ ତାନି ସୀସୁୟାଁ କାୟିସରିୟା ପିଲିପି ରା଼ଜିତି ନା଼ସ୍‌କାୱାକି ହାଚେରି, ଅ଼ଡ଼େ ଜିରୁତା ଏ଼ୱାସି ତାନି ସୀସୁୟାଁଇଁ ୱେଚେସି, “ନା଼ନୁ ଆମ୍ବାଆତେଏଁ ଇଞ୍ଜିଁ ଲ଼କୁ ଏଲେଇଞ୍ଜି ମାଞ୍ଜାନେରି?”
28 ଏଥିରେ ସେମାନେ ତାହାଙ୍କୁ କହିଲେ, ବାପ୍ତିଜକ ଯୋହନ, ଆଉ କେହି କେହି ଏଲୀୟ, କିନ୍ତୁ କେହି କେହି କହନ୍ତି, ଭାବବାଦୀମାନଙ୍କ ମଧ୍ୟରୁ ଜଣେ।
୨୮ଏମ୍ବାଟିଏ ଏ଼ୱାରି ଏ଼ୱାଣାଇଁ ଏଲେଇଚେରି, “ବାପ୍ତିସ୍ମ ହୀନି ଜହନ, ଅ଼ଡ଼େ ଆମ୍ବା ଆମ୍ବାଆରି ଏଲିୟ, ସାମା ଆମ୍ବା ଆମ୍ବାଆରି ଏଲେଇଞ୍ଜି ମାଞ୍ଜାନେରି ମାହାପୂରୁ ଅଣ୍‌ପୁତି ବ଼ଲୁ ୱେହ୍‌ନାରି ବିତ୍ରାଟି ରଅସି ।”
29 ସେ ସେମାନଙ୍କୁ ପଚାରିଲେ, “କିନ୍ତୁ ମୁଁ କିଏ ବୋଲି ତୁମ୍ଭେମାନେ କଅଣ କହୁଅଛ?” ପିତର ତାହାଙ୍କୁ ଉତ୍ତର ଦେଲେ, ଆପଣ ଖ୍ରୀଷ୍ଟ।
୨୯ଏ଼ୱାସି ଏ଼ୱାରାଇଁ ୱେଚେସି, “ସାମା ନା଼ନୁ ଆମ୍ବାଆତେଏଁ ଇଞ୍ଜିଁ ମୀରୁ ଏଲେଇଞ୍ଜି ମାଞ୍ଜାଦେରି?” ପିତର ଏ଼ୱାଣାଇଁ ଏଲେଇଚେସି, “ନୀନୁ କ୍ରୀସ୍ତତି ।”
30 ସେଥିରେ ଯୀଶୁ ସେମାନଙ୍କୁ ତାହାଙ୍କ ବିଷୟରେ କାହାରିକୁ କିଛି ନ କହିବାକୁ ଦୃଢ଼ରୂପେ ଆଜ୍ଞା ଦେଲେ।
୩୦ଏମ୍ବାଟିଏ ଜୀସୁ ଏ଼ୱାରାଇଁ ତାନି କାତାତି ଆମ୍ବାଆରାଇଁ ଏ଼ନାଆଁ ୱେହ୍‌ଆଦୁ ଇଞ୍ଜିଁ ଜାଣ୍ତେ କିହିଁ ହୁକୁମି ହୀତେସି ।
31 ଆଉ, ଯୀଶୁ ସେମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ ଯେ, ମନୁଷ୍ୟପୁତ୍ରଙ୍କୁ ଅବଶ୍ୟ ବହୁତ ଦୁଃଖଭୋଗ କରିବାକୁ ହେବ ଏବଂ ପ୍ରାଚୀନ, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ଦ୍ୱାରା ଅଗ୍ରାହ୍ୟ ହୋଇ ହତ ହେବାକୁ ହେବ, ପୁଣି, ତିନି ଦିନ ପରେ ପୁନରୁତ୍ଥାନ ହେବାକୁ ହେବ।
୩୧ଅ଼ଡ଼େ, ଜୀସୁ ଏ଼ୱାରାଇଁ ଜା଼ପ୍‌ହାଲି ମା଼ଟ୍‌ହେସି, “ଇଚିହିଁ ମାଣ୍‌ସି ମୀର୍‌ଏସି ହା଼ରେକା ଦୁକୁ କସ୍ତ ବେଟାଆ଼ନାୟି ମାନେ ଇଞ୍ଜାଁ ପ୍ରାଚିନାଙ୍ଗା, କାଜା ପୂଜେରାଙ୍ଗା, ଇଞ୍ଜାଁ ମେ଼ରାପୁନାରି ତା଼ଣାଟି ଅ଼ପାଆଗାଟାସି ଆ଼ହାନା ପା଼ୟ୍‌ୱି ଆ଼ନାୟି ମାନେ, ଅ଼ଡ଼େ ତୀନିଦିନା ଜେ଼ଚ ୱେଣ୍ତେ ନିଙ୍ଗିନାୟି ମାନେ ।”
32 ଏହି କଥା ସେ ସ୍ପଷ୍ଟ ରୂପେ କହିଲେ। ସେଥିରେ ପିତର ତାହାଙ୍କୁ ଗୋଟିଏ ପାଖକୁ ଘେନିଯାଇ ଅନୁଯୋଗ କରିବାକୁ ଲାଗିଲେ।
୩୨ଈ କାତା ଏ଼ୱାସି ତୀର୍‌ପୁତଲେ ୱେସ୍ତେସି । ଏମ୍ବାଟିଏ ପିତର ଏ଼ୱାଣାଇଁ ଅ଼ରୱାକି ଅ଼ହାନା ଦାକା ହୀହାନା ଲା଼ଗାଲି ମା଼ଟ୍‌ହେସି ।
33 କିନ୍ତୁ ସେ ବୁଲିପଡ଼ି ଆପଣା ଶିଷ୍ୟମାନଙ୍କୁ ଦେଖି ପିତରଙ୍କୁ ଅନୁଯୋଗ କରି କହିଲେ, “ମୋ ଆଗରୁ ଦୂର ହୁଅ, ଶୟତାନ, କାରଣ ତୁମ୍ଭେ ଈଶ୍ବରଙ୍କ ବିଷୟ ନ ଭାବି ମନୁଷ୍ୟର ବିଷୟ ଭାବୁଅଛ।”
୩୩ସାମା ଏ଼ୱାସି ଡା଼ୟୁୱାକି ତିର୍‌ୱାହାଁ ତାନି ସୀସୁୟାଁଣି ସିନିକିହାନା ପିତରଇଁ ଦାକା ହୀହାନା ଏଲେଇଚେସି, “ସୟତାନ, ନା଼ ନ଼କିଟି ହେକ ହାଲାମୁ, ଇଚିହିଁ ନୀନୁ ମାହାପୂରୁ କାତା ଅଣ୍‌ପାଆନା ମାଣ୍‌ସିୟାଁ କାତା ଅଣ୍‌ପିମାଞ୍ଜି ।”
34 ତତ୍ପରେ ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ଲୋକସମୂହକୁ ନିକଟକୁ ଡାକି କହିଲେ, “କେହି ଯେବେ ମୋହର ଅନୁଗାମୀ ହେବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ୱୀକାର କରୁ, ପୁଣି, ଆପଣା କ୍ରୁଶ ଘେନି ମୋହର ଅନୁଗମନ କରୁ।
୩୪ଏମ୍ବାଟିଏ ଜୀସୁ ତାନି ସୀସୁୟାଁ ତଲେ ଲ଼କୁଣି ହା଼ଟାନା ଏଲେଇଚେସି, “ଆମ୍ବାଆସି ନା଼ ଜେ଼ଚ ୱା଼ହାଲି ମ଼ନ କିନେସି, ଆତିହିଁ ଏ଼ୱାସି ଜାହାରାଇଁ ପିସ୍‌ପେସି, ଇଞ୍ଜାଁ ଏ଼ୱାସି ତାନି କ୍ରୁସ ଡେ଼କାନା ନା଼ ଜେ଼ଚ ୱା଼ପେସି ।
35 କାରଣ ଯେ କେହି ଆପଣା ଜୀବନ ରକ୍ଷା କରିବାକୁ ଇଚ୍ଛା କରେ, ସେ ତାହା ହରାଇବ; କିନ୍ତୁ ଯେ କେହି ମୋହର ଓ ସୁସମାଚାର ନିମନ୍ତେ ଆପଣା ଜୀବନ ହରାଇବ, ସେ ତାହା ରକ୍ଷା କରିବ।
୩୫ଇଚିହିଁ ଆମ୍ବାଆସି ତାନି ଜୀୱୁ ଗେଲ୍‌ପାଲି ମ଼ନ କିନେସି, ଏ଼ୱାସି ଏ଼ଦାଆଁ ହା଼ୱି କିନେସି; ସାମା ଆମ୍ବାଆସି ନା଼ ତାକି ଇଞ୍ଜାଁ ନେହିଁ କାବ୍ରୁତାକି ତାନି ଜୀୱୁ ହୀନେସି, ଏ଼ୱାସି ଏ଼ଦାଆଁ ନୀଟ୍‌ନେସି ।
36 ଆଉ ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ନିଜ ଜୀବନ ହରାଏ, ତେବେ ତାହାର କି ଲାଭ?
୩୬ଅ଼ଡ଼େ, ମାଣ୍‌ସି ଈ ଦାର୍‌ତିତା ମାନାଣି ବାରେ ମେଡ଼ି କିହାନା ତାନି ଜୀୱୁତି ହା଼ୱି କିନେସି, ଆତିହିଁ ଏ଼ୱାଣାକି ଏ଼ନି ଲା଼ବା?
37 ପୁଣି, ମନୁଷ୍ୟ ଆପଣା ଜୀବନ ବଦଳରେ କଅଣ ଦେଇ ପାରେ?
୩୭ଅ଼ଡ଼େ, ମାଣ୍‌ସି ତାନି ଜୀୱୁତି ବାଦୁଲି ଏ଼ନାଆଁ ହୀହାଲି ଆ଼ଡିନେସି?
38 ଯେଣୁ ଯେ କେହି ଏହି କାଳର ବ୍ୟଭିଚାରୀ ଓ ପାପିଷ୍ଠ ଲୋକମାନଙ୍କ ମଧ୍ୟରେ ମୋହର ଓ ମୋହର ବାକ୍ୟ ବିଷୟରେ ଲଜ୍ଜାବୋଧ କରେ, ମନୁଷ୍ୟପୁତ୍ର ଯେତେବେଳେ ପବିତ୍ର ଦୂତମାନଙ୍କ ସହିତ ଆପଣା ପିତାଙ୍କ ମହିମାରେ ଆଗମନ କରିବେ, ସେତେବେଳେ ସେ ମଧ୍ୟ ତାହା ବିଷୟରେ ଲଜ୍ଜାବୋଧ କରିବେ।”
୩୮ଏ଼ଦାଆଁତାକି ଆମ୍ବାଆସି ଈ କା଼ଲାତି ଦା଼ରି କିନାରି ଅ଼ଡ଼େ ପା଼ପୁଗାଟି ଲ଼କୁ ବିତ୍ରା ନାଙ୍ଗେ ଅ଼ଡ଼େ ନା଼ ବ଼ଲୁ ତାକି ଲାଜା ଆ଼ନେସି, ମାଣ୍‌ସି ମୀର୍‌ଏସି ଏଚିବେ଼ଲା ସୁଦୁ ଦୂତୁୟାଁ ତଲେ ତାନି ଆ଼ବାତି ଗାୱୁରମି ତଲେ ୱା଼ନେସି, ଏଚିବେ଼ଲା ଏ଼ୱାସି ଜିକେଏ ଏ଼ୱାଣି କାତାତାକି ଲାଜା ଆ଼ନେସି ।”

< ମାର୍କ 8 >