< ମାର୍କ 4 >
1 ଯୀଶୁ ସମୁଦ୍ରକୂଳରେ ପୁନର୍ବାର ଶିକ୍ଷା ଦେବାକୁ ଲାଗିଲେ, ଆଉ ଏତେ ଅଧିକ ସଂଖ୍ୟକ ଲୋକ ତାହାଙ୍କ ନିକଟରେ ଏକତ୍ର ହେଲେ ଯେ, ସେ ସମୁଦ୍ରରେ ଥିବା ଗୋଟିଏ ନୌକାରେ ଯାଇ ବସିଲେ ଓ ଲୋକସମୂହ ସମୁଦ୍ର ନିକଟବର୍ତ୍ତୀ ସ୍ଥଳରେ ରହିଲେ।
ଜିସୁ ଆରି ଗାଲିଲୀ କେଣ୍ତିଆ ଆଃଡ଼ାପାକା ଆଃଦ୍ରିଗ୍ ନ୍ସା ମୁଲେକେ । ଆତ୍ଅରିଆ ମେଁନେ ପିତୁର୍ ପାକା ଗୁଲୁଏ ରେମୁଆଁ ରିସିଂ ଆର୍କେ । ତେସା ମେଁ କେଣ୍ତିଆ ଅରିଆ ଲେଃକ୍ନେ ମୁଇଂ ତରାନ୍ନିଆ ୱେଚେ କକେ । ବିନ୍ ସାପା ରେମଆଁଇଂ କେଣ୍ଡିଆନେ ଆଃଡ଼ା ତୁଆଁଲେ ଆର୍କେ ।
2 ସେତେବେଳେ ସେ ଦୃଷ୍ଟାନ୍ତରେ ସେମାନଙ୍କୁ ଅନେକ ବିଷୟ ଶିକ୍ଷା ଦେବାକୁ ଲାଗିଲେ, ପୁଣି, ଆପଣା ଶିକ୍ଷା ମଧ୍ୟରେ ସେମାନଙ୍କୁ କହିଲେ, ଶୁଣ!
ଜିସୁ ଆମେଇଂକେ ଉଃସ୍ରା ଆଃଦ୍ରିଗ୍ଚେ ଗୁଲୁଏ ସାମୁଆଁ ବାଲିର୍କେ । ମେଁ ବାସଙ୍ଗ୍କେ ।
3 “ଦେଖ, ଜଣେ ବୁଣାଳୀ ବୁଣିବାକୁ ବାହାରିଲା।
“ଅଁପା; ମୁଇଂ ରେମୁଆଁ ବିଗ୍ଜା ତାର୍କେ ।
4 ସେ ବୁଣୁ ବୁଣୁ କେତେକ ବିହନ ବାଟ ପାଖରେ ପଡ଼ିଲା, ପୁଣି, ଚଢ଼େଇମାନେ ଆସି ସେଗୁଡ଼ିକ ଖାଇଗଲେ।
ଉଡ଼ିବେଲା ଲିଜ ସ୍ଲେଣ୍ଡ୍ରେ କିଆ ବିଗ୍ ଡିଙ୍ଗ୍କେ ଆତ୍ ବାନ୍ ମେଁ ଲିଜନ୍ନିଆ ଚୁମୁଜା ବିଗ୍ନେ ବେଲା ଉଡ଼ି କିଆ ଗାଲି ଲଃଲା ପ୍ଲିଗ୍ଇଂ ପାଙ୍ଗ୍ଚେ ଆତେନ୍ ସାପା ଚଙ୍ଗ୍ବିଗେ ।
5 ଆଉ କେତେକ ଅଳ୍ପ ମାଟି ଥିବା ପଥୁରିଆ ଭୂମିରେ ପଡ଼ିଲା ଏବଂ ବେଶି ମାଟି ନ ଥିବାରୁ ଶୀଘ୍ର ଗଜା ହେଲା,
ଆରି ଉଡ଼ିକ୍ଲିଗ୍ ମଞ୍ଜି ଇକୁଡ଼ା ତୁବଃ ଲେଃନେ କିଡ଼ିଲ ତୁବଃନ୍ନିଆ ଲଃକେ । ଆତେନ୍ ତୁବଃ କୁବାଂ ଆଲେଃଲା ମୁଞ୍ଜି ଜିଆ ଜିଆ ପଃଡ଼୍ୟାକେ ।
6 କିନ୍ତୁ ସୂର୍ଯ୍ୟ ଉଠନ୍ତେ ଜଳିପୋଡ଼ିଗଲା ଓ ଚେର ନ ଥିବାରୁ ଶୁଖିଗଲା।
ମାତର୍ ମେଁନେ ଚେର୍ ଆଲେଃଗେସା ନ୍ନାଃସେଙ୍ଗ୍ଲା ନ୍ସୁଆର୍ ୱେଗେ ।
7 ଆଉ କେତେକ କଣ୍ଟାଗଛଗୁଡ଼ାକ ମଧ୍ୟରେ ପଡ଼ିଲା, ପୁଣି, କଣ୍ଟାଗଛଗୁଡ଼ାକ ଉଠି ବଡ଼ ହୋଇ ସେଗୁଡ଼ିକୁ ଚାପି ପକାଇଲା ଏବଂ କୌଣସି ଫଳ ଫଳିଲା ନାହିଁ।
ଆରି ଉଡ଼ିକ୍ଲିଗ୍ ଗ୍ରେଃ ସ୍ଲାଃଇଂନେ ମଜେ ଲଃକେ ବାରି, ଗ୍ରେଃ ସ୍ଲାଃଇଂ ତଃଡ଼୍ୟାଚେ ମ୍ନା ଡିଂଚେ ଆତେନ୍ଇଂକେ ଚାପେ ବିଃକେ । ବାରି ମେଃଡିଗ୍ ଚୁ ଆଚୁକେ ଣ୍ଡୁ ।
8 ପୁଣି, ଅନ୍ୟ କେତେକ ଭଲ ଭୂମିରେ ପଡ଼ିଲା, ଆଉ ଗଜା ହୋଇ ବଢ଼ି ଉଠି ତିରିଶ ଗୁଣ, ଷାଠିଏ ଗୁଣ ଓ ଶହେ ଗୁଣ ପର୍ଯ୍ୟନ୍ତ ଫଳ ଫଳିଲା।”
ବାରି ଉଡ଼ି ଚୁମୁଜା ନିମାଣ୍ଡା ଲିଜନ୍ନିଆ ଲଃଚେ । ଆତେନ୍ ସ୍ଲା ଡିଙ୍ଗ୍କେ । ସ୍ଲା ନିମାଣ୍ତା ତଡ଼ିଆକେ ଆରି କିଆ ଗ୍ଲିକେ । ଉଡ଼ି ସ୍ଲାନ୍ନିଆ ତିରିସ୍ ଗୁନ୍ ବା ଞ୍ଜିକୁଡ଼ି ଗୁନ୍ ବା ଦେକ୍ରକମ୍ ଉଡ଼ି ସ୍ଲା ନ୍ନିଆ ମାଲ୍କୁଡ଼ି ଜାକ ମୁଞ୍ଜି ସାକେ ।”
9 ପୁଣି, ସେ କହିଲେ, “ଯାହାର ଶୁଣିବାକୁ କାନ ଅଛି, ସେ ଶୁଣୁ।”
ଇଡ଼ିଙ୍ଗ୍ ଜିସୁ ବାସଙ୍ଗ୍କେ, “ପେ ସାପାରେନେ ବିତ୍ରେ ଜାନେ ଦ୍ରିଗ୍ ନ୍ସା ନ୍ଲୁଗ୍ ଲେଃକେ, ମେଁ ଦ୍ରିଗ୍ଲେଃ ।”
10 ସେ ଏକାକୀ ଥିବା ସମୟରେ ତାହାଙ୍କ ସଙ୍ଗୀମାନେ ଦ୍ୱାଦଶଙ୍କ ସହିତ ତାହାଙ୍କୁ ସେହି ଦୃଷ୍ଟାନ୍ତଗୁଡ଼ିକ ବିଷୟରେ ପଚାରିବାକୁ ଲାଗିଲେ।
ଇଡ଼ିଙ୍ଗ୍ ଉଡ଼ିବେଲା ଜିସୁ ମୁଇଙ୍ଗ୍ଜା ଲେଃଗେ, ଆତେନ୍ ବେଲା ମେଇଂନେ ତ୍ମାକ୍ଲିଗ୍ ଜାକ ପ୍ରେରିତ୍ ଆରି ମେଁ ଏତେ ଲେଃକ୍ନେ ସିସ୍ଇଙ୍ଗ୍ ଆମେକେ ଉଃସ୍ରା ବିସୟ୍ରେ ସାଲ୍ୟାଃକୁଆର୍କେ?
11 ସେଥିରେ ସେ ସେମାନଙ୍କୁ କହିଲେ, “ଈଶ୍ବରଙ୍କ ରାଜ୍ୟର ନିଗୂଢ଼ ତତ୍ତ୍ୱ ଜାଣିବା ନିମନ୍ତେ ତୁମ୍ଭମାନଙ୍କୁ ଶକ୍ତି ଦିଆଯାଇଅଛି, କିନ୍ତୁ ସେହି ବାହାର ଲୋକମାନଙ୍କୁ ସମସ୍ତ ବିଷୟ ଦୃଷ୍ଟାନ୍ତରେ କୁହାଯାଉଅଛି,
ଜିସୁ ବାସଙ୍ଗ୍କେ, “ଇସ୍ପର୍ନେ ରାଜିନେ ଗୁନ୍ ବୁଜେନ୍ସା ଆପେକେ ବପୁ ବିଃବକେ, ମାତର୍ ବିନ୍ଣ୍ଡ୍ରେନ୍ସା ଏନ୍ ସାପା ଉଃସ୍ରା ବାସଙ୍ଗ୍ବକେ ।
12 ଯେପରି ‘ସେମାନେ ଦେଖୁ ଦେଖୁ ଜ୍ଞାତ ହୁଅନ୍ତି ନାହିଁ, ପୁଣି, ଶୁଣୁ ଶୁଣୁ ବୁଝନ୍ତି ନାହିଁ, କାଳେ ସେମାନେ ଫେରିଆସନ୍ତି ଓ କ୍ଷମା ପ୍ରାପ୍ତ ହୁଅନ୍ତି।’”
ମେଇଂ କିକେ ଲେଃଆର୍ଏ, ମାତର୍ ମେଃଡିଗ୍ ବୁଜେ ଆୟା ଆର୍ ଣ୍ତୁ; ସାପା ସାମୁଆଁ ଅଁ ଲେଃଆର୍ଏ, ମାତର୍ ମେଃଡିଗ୍ ବୁଜେ ଆୟାଆର୍ ଣ୍ଡୁ । ମେଇଂ ଜଦି ସତ୍ରେ ପାକେଆର୍ ଆରି ପାବୁଜେଆର୍, ମେଇଂ ଇସ୍ପର୍ନେ ଡାଗ୍ରା ଆଣ୍ଡେ ପାପାଙ୍ଗ୍ଆର୍ ବାରି ଇସ୍ପର୍ ଆମେଇଂକେ କେମା ପାବିଃ ।”
13 ଯୀଶୁ ପୁଣି, ସେମାନଙ୍କୁ କହିଲେ, “ତୁମ୍ଭେମାନେ କି ଏହି ଦୃଷ୍ଟାନ୍ତ ବୁଝୁ ନାହଁ? ତେବେ କିପରି ସମସ୍ତ ଦୃଷ୍ଟାନ୍ତ ବୁଝିବ?
ଇଡ଼ିଙ୍ଗ୍ ଜିସୁ ଆମେଇଂକେ ବାସଙ୍ଗ୍କେ, “ପେ ସାପାରେ ଆକେନ୍ ବୁଜେନେ ସାମୁଆଁ ମ୍ୟା ପେଡିଙ୍ଗ୍କେ ଲେଃ ଣ୍ଡୁ? ତେଲା ବିନ୍ ସାମୁଆଁଇଙ୍ଗ୍ ଡିରକମ୍ ପେବୁଜେଏ?
ସ୍ଲେନେ ରେମୁଆଁଇଂ ମନ୍ ବିତ୍ରେ ପର୍ମେସର୍ନେ ସାମୁଆଁ ବିଗ୍କ୍ନେ ରେମୁଆଁ ରକମ୍ ।
15 ଯେଉଁମାନେ ଶୁଣନ୍ତି, ପୁଣି, ଶୁଣିବାକ୍ଷଣି ଶୟତାନ ଆସି ସେମାନଙ୍କଠାରେ ବୁଣାଯାଇଥିବା ବାକ୍ୟ ହରଣ କରିନିଏ, ସେମାନେ ବାକ୍ୟ ବୁଣାଯାଇଥିବା ବାଟ ପାଖ ଭୂମି ସଦୃଶ।
ଜାଣ୍ଡେଇଂ ଅଁଆର୍ଏ ଉଡ଼ି ରେମୁଆଁ ଆକେନ୍ ଗାଲି ରକମ୍ ଆତେନ୍ ରେମୁଆଁଇଂ ପର୍ମେସର୍ନେ ସାମୁଆଁ ଅଁ ଆର୍ଏ, ମାତର୍ ସୟ୍ତାନ୍ ଟାପ୍ନା ପାଙ୍ଗ୍ଚେ ମେଇଙ୍ଗ୍ନେ ବିତ୍ରେ ବାସଙ୍ଗ୍କ୍ନେ ସାମୁଆଁକେ ଡୁଂଡଏ ।
16 ସେହିପରି ଯେଉଁମାନେ ବାକ୍ୟ ଶୁଣିବାକ୍ଷଣି ଆନନ୍ଦରେ ତାହା ଗ୍ରହଣ କରନ୍ତି,
ଆରି ଉଡ଼ି ରେମୁଆଁ ବାଟା ଟିକ୍ରା ବିଗ୍କ୍ନେ କିଆ ରକମ୍ ମେଇଙ୍ଗ୍ ସାମୁଆଁ ଦ୍ରିଗ୍ଆର୍ଏ ଆରି ଦାପ୍ରେ ସାର୍ଦାରେ ଆତେନ୍ ସାଚେ ଡୁଂୱିଗ୍ଏ ।
17 କିନ୍ତୁ ସେମାନଙ୍କଠାରେ ଚେର ନ ମାଡ଼ିବାରୁ କ୍ଷଣକାଳମାତ୍ର ସ୍ଥିର ରୁହନ୍ତି, ପରେ ବାକ୍ୟ ସକାଶେ କ୍ଲେଶ ବା ତାଡ଼ନା ଘଟିଲେ ସେହିକ୍ଷଣି ବିଘ୍ନ ପାଆନ୍ତି, ସେମାନେ ବୁଣାଯାଇଥିବା ପଥୁରିଆ ଭୂମି ସଦୃଶ।
ତେଲା ମେଁନେ ଚେର୍ ମେଇଂନେ ଜିବନ୍ ବିତ୍ରେ ଆଃଗା ଆୟାଆର୍ ଣ୍ତୁ । ମାତର୍ ପ୍ରେଗ୍ନ୍ସା ମେଇଙ୍ଗ୍ ସାମୁଆଁକେ ସାଃ ମ୍ୟାଃଆର୍କେ । ଇଡ଼ିଙ୍ଗ୍ ଉଡ଼ିବେଲା ଦୁକ୍ କସ୍ଟ ଆରି ତାଡ଼ନା ପାଙ୍ଗ୍ଏ, ମେଇଙ୍ଗ୍ ପ୍ଲାଃ ଗୁଚେ ୱେଆର୍ଏ, ଆତେନ୍ ବେଲା ମେଇଂ ଟାପ୍ନା ବିସ୍ବାସ୍ ଆନ୍ତାର୍ ବିଃ ଆର୍ଏ । ଆରି ମେଇଙ୍ଗ୍ ବିଗ୍କ୍ନେ ଟିକ୍ରା ଲିଜ ଏଃତେ ସମାନ୍ ।
18 ଆଉ ଯେଉଁମାନେ ବାକ୍ୟ ଶୁଣନ୍ତି, ପୁଣି, ସାଂସାରିକ ଚିନ୍ତା, ଧନର ମାୟା ଏବଂ ଅନ୍ୟ ସମସ୍ତ ବିଷୟର ଲାଳସା ପ୍ରବେଶ କରି ବାକ୍ୟକୁ ଚାପିପକାଏ ଓ ତାହା ଫଳହୀନ ହୁଏ,
ଆରି ଉଡ଼ି ରେମୁଆଁ ଗ୍ରେଃ ଲାଟା ଅରିଆ ଲଃଲେକ୍ନେ କିଆ ରକମ୍ । ମେଇଙ୍ଗ୍ ସାମୁଆଁ ଦ୍ରିଗ୍ଏ ।
19 ସେହି ଅନ୍ୟ ପ୍ରକାର ଲୋକେ ବୁଣାଯାଇଥିବା କଣ୍ଟକମୟ ଭୂମି ସଦୃଶ। (aiōn )
ମାତର୍ ମେଁଇଙ୍ଗ୍ ସଂସାର୍ନେ ଚିନ୍ତା ଆରି ଦନ୍ନେ ଲବ୍ ଆରି ବିନ୍ ଜିନିସ୍ ଲାବ୍ ଆଡିଙ୍ଗ୍ନେ ଲାଲ୍ସା ପାଙ୍ଗ୍ଏ ଆରି ଆତେନ୍ଇଂ ସାମୁଆଁକେ ମିଗ୍ ଜଗ୍ତ୍ଲିଗ୍ଏ । ଇଡ଼ିଙ୍ଗ୍ ଆତେନ୍ ପାରାନ୍ନ୍ନିଆ ଚୁଚୁ ଆଚୁ ଣ୍ତୁ । (aiōn )
20 ଆଉ ଯେଉଁମାନେ ବାକ୍ୟ ଶୁଣି ତାହା ଗ୍ରହଣ କରନ୍ତି ଏବଂ ତିରିଶ ଗୁଣ, ଷାଠିଏ ଗୁଣ ଓ ଶହେ ଗୁଣ ଫଳ ଫଳନ୍ତି, ସେମାନେ ବୁଣାଯାଇଥିବା ଉତ୍ତମ ଭୂମି ସଦୃଶ।”
ଉଡ଼ି ରେମୁଆଁ ନିମାଣ୍ତା ତୁବଃଅରିଆ ବିଗ୍କ୍ନେ କିଆ ରକମ୍ ମେଇଙ୍ଗ୍ ସାମୁଆଁ ଆଣ୍ଡେଙ୍ଗ୍ ଅଁ ଆର୍ଏ ଆରି ଆତେନ୍ ସାଃଆର୍ଏ । ଇଡ଼ିଙ୍ଗ୍ ମେଇଙ୍ଗ୍ ମ୍ନାଃ ଡିଙ୍ଗ୍ଚେ ସାକାର୍ ଡିଙ୍ଗ୍ଆର୍ଏ । ଆତେନ୍ ଉଡ଼ି ଉଡ଼ିବେଲା ତିରିସ୍ ଗୁନ୍ ଞ୍ଜିକୁଡ଼ି ଗୁନ୍ ବା ମାଲ୍କୁଡ଼ି ଗୁନ୍ ଜାକ ମୁଞ୍ଜି ବିଃଏ ।”
21 ପୁନଶ୍ଚ ସେ ସେମାନଙ୍କୁ କହିଲେ, “ଦୀପ କଅଣ ମାଣ ତଳେ ବା ଖଟ ତଳେ ରଖାଯିବା ନିମନ୍ତେ ଅଣାଯାଏ? ଦୀପରୁଖା ଉପରେ ରଖାଯିବା ନିମନ୍ତେ କି ତାହା ଅଣାଯାଏ ନାହିଁ?
ଇଡ଼ିଙ୍ଗ୍ ଜିସୁ ଆମେଇଂକେ ବାଲିର୍କେ “ଜାଣ୍ଡେ ଅଃନା ମେଁନେ ଙ୍କୁଇ ବୁନ୍ଦେ ଲେଃ କଟ୍ ଆଲ କୁପିସ ବ ପେମ୍ୟାଃକ୍ଲେ? ପେ କୁପିସ ବ ପେମ୍ୟାକ୍ନେ ଆଡ଼ାତ୍ରା କୁପିସ ବନ୍ସା ଡୁଂପେପାଙ୍ଗ୍କେ ।
22 କାରଣ ପ୍ରକାଶିତ ନ ହେବା ଉଦ୍ଦେଶ୍ୟରେ କିଛି ଗୁପ୍ତ ନାହିଁ; ଆଉ ଯାହା ଗୁପ୍ତ ହୋଇଅଛି, ତାହା ପ୍ରକାଶିତ ହେବା ଉଦ୍ଦେଶ୍ୟରେ ଗୁପ୍ତ ହୋଇଅଛି।
ମେଃନେ ସାପା ବୁଃଡ଼ି ଲେଃକେ, ଆତେନ୍ ତ୍ନାଏ, ମେଃନେ ସାପା ଡିଡାଚେ ଲେଃକେ, ଆତେନ୍ ଆଡା ଣ୍ଡୁ ।
23 ଯଦି କାହାର ଶୁଣିବାକୁ କାନ ଅଛି, ସେ ଶୁଣୁ।”
ଜଦି ଜାଣ୍ଡେନେ ଅଁନେ ନ୍ଲୁଗ୍ ଲେଃକେ ମେଁ ଅଁପା ।”
24 ଯୀଶୁ ପୁଣି, ସେମାନଙ୍କୁ କହିଲେ, “କଅଣ ଶୁଣୁଅଛ, ସେ ବିଷୟରେ ସାବଧାନ। ଯେଉଁ ମାପରେ ମାପ କର, ସେହି ମାପରେ ତୁମ୍ଭମାନଙ୍କୁ ମପାଯିବ ଏବଂ ତୁମ୍ଭମାନଙ୍କୁ ଅଧିକ ଦିଆଯିବ।
ଜିସୁ ଆମେଇଂକେ ବାସଙ୍ଗ୍କେ, “ମେଃନେ ଦ୍ରିଗ୍ପେଡିଙ୍ଗ୍କେ, ଆତେନ୍ ଆଡ଼ାତ୍ରା ମନ୍ଦ୍ୟାନ୍ ବିଃପା । ଡିରକମ୍ ବାବ୍ରେ ପେ ବିନ୍ ରେମୁଆଁକେ ବିଚାର୍ ପେଡିଙ୍ଗ୍ଏ ଦେତ୍ରକମ୍ ମାଲେ ଡାଟାମ୍ ବାବ୍ରେ ଇସ୍ପର୍ ପେନେ ବିଚାର୍ ଡିଙ୍ଗ୍ଏ ।
25 କାରଣ ଯାହାର ଅଛି, ତାହାକୁ ଦିଆଯିବ; ଆଉ ଯାହାର ନାହିଁ, ତାହା ପାଖରେ ଯାହା ଅଛି, ତାହା ସୁଦ୍ଧା ତାହାଠାରୁ ନିଆଯିବ।”
ଜାନେ ଲେଃକେ, ଆମେକେ ଜବର୍ ବିଃଏ । ମାତର୍ ଜାନେ ଡାଗ୍ରା ଣ୍ତୁ, ମେଁ ଡାଗ୍ରା ମେଃନେ ସାପା ଲେଃକେ, ଆତେନ୍ ସାପା ଡୁଂଡଏ ।”
26 ଆହୁରି ସେ କହିଲେ, “ଈଶ୍ବରଙ୍କ ରାଜ୍ୟ ଏହି ପ୍ରକାର, ଯେପରି ଜଣେ ଲୋକ ଭୂମିରେ ବିହନ ବୁଣେ;
ଜିସୁ ଆରି ବାସଙ୍ଗ୍କେ, “ପର୍ମେସର୍ନେ ରାଜି ଲିଜ ଅରିଆ କିଆ ବିଗ୍କ୍ନେ ରେମୁଆଁ ରକମ୍ ।
27 ପୁଣି, ରାତ୍ରିରେ ନିଦ୍ରା ଯାଏ ଓ ଦିବସରେ ଜାଗ୍ରତ ହୁଏ, ଆଉ ବିହନ କିପରି ଅଙ୍କୁରିତ ହୋଇ ବୃଦ୍ଧି ପାଏ, ତାହା ସେ ଜାଣେ ନାହିଁ।
ମିଡିଗ୍ବଃ ଡୁଲେଗ୍ଏ ଆରି ସ୍ମି ଉର୍ଏ, ମାତର୍ ଚ୍ମୁଜା ପଃଡ଼୍ୟାଚେ ଡିରକମ୍ ମ୍ନାଃଏ, ଆତେନ୍ ମେଁ ଆମ୍ୟାଃ ଣ୍ଡୁ ।
28 ଭୂମି ଆପେ ଫଳ ଉତ୍ପନ୍ନ କରେ, ପ୍ରଥମରେ ପତ୍ର, ପରେ ଶସ୍ୟର ଶିଁଷା, ତାହା ପରେ ଶିଁଷାରେ ପୂର୍ଣ୍ଣ ଶସ୍ୟ।
ସ୍ଲା ମ୍ନାଚେ ଚୁଚୁ ସାଃନ୍ସା ତୁବଃ ଆଃ ସାପା କିଚି ଡିଙ୍ଗ୍ଏ । ସେନୁଗ୍ ଉଲିଆ, ଇଡ଼ିଙ୍ଗ୍ କେଡ଼୍, ଇଡ଼ିଙ୍ଗ୍ ସ୍ଲା ବାନ୍ ବର୍ତି କିଆ ଡିଙ୍ଗ୍ଏ;
29 କିନ୍ତୁ ଶସ୍ୟ ପାଚିଲାକ୍ଷଣି ଫସଲ ସମୟ ଉପସ୍ଥିତ ହେବାରୁ ସେ ଦାଆ ଲଗାଏ।”
ଉଡ଼ିବେଲା କିଆ ବ୍ଲେଏ, ଆତେନ୍ବେଲା ଆତେନ୍ ରେମୁଆଁ ନ୍ସଗ୍ ଡୁଂୱେଚେ ଆମେକେ ୱେଃଏ । ଡାଗ୍ଲା ଆକେନ୍ ଆଃ ୱେଃନେ ସମାନ୍ ବେଲା ।”
30 ଯୀଶୁ ପୁଣି, କହିଲେ, “ଆମ୍ଭେମାନେ କାହା ସାଙ୍ଗରେ ଈଶ୍ବରଙ୍କ ରାଜ୍ୟର ତୁଳନା କରିବା? କିଅବା କେଉଁ ଦୃଷ୍ଟାନ୍ତରେ ତାହା ବୁଝାଇବା?
ଜିସୁ ଆରି ବାସଙ୍ଗ୍କେ, “ପର୍ମେସର୍ ରାଜି ଜା ଏତେ ତୁଲେଚେ ନେଙ୍ଗ୍ ଆପେକେ ମ୍ବୁଜେଏ? ନେଙ୍ଗ୍ ଆଣ୍ତିନେ ସାମୁଆଁ ରକମ୍ ଆକେନ୍ ମ୍ୱୁଜେଏ?
31 ତାହା ଗୋଟିଏ ସୋରିଷ ଦାନା ପରି; ଭୂମିରେ ବୁଣାଯିବା ସମୟରେ ତାହା ପୃଥିବୀର ସମସ୍ତ ବୀଜଠାରୁ କ୍ଷୁଦ୍ର,
ପର୍ମେସର୍ନେ ରାଜି ମୁଇଙ୍ଗ୍ ସୋରିଷ ମୁଞ୍ଜି ସୁଗୁଆ । ଆକେନ୍ ସୋରିଷ ମୁଞ୍ଜି ପେ ଲିଜ ନ୍ନିଆ ବିଗ୍ଡିଙ୍ଗ୍କ୍ନେ ବୁନୁଜା ବିତ୍ରେ ସାପାବାନ୍ ଡାଆଁ ।
32 ମାତ୍ର ବୁଣାଗଲେ ତାହା ବଢ଼ି ଉଠି ସବୁ ଶାକଠାରୁ ବଡ଼ ହୁଏ, ପୁଣି, ତାହାର ଏପରି ବଡ଼ ବଡ଼ ଡାଳ ହୁଏ ଯେ, ଆକାଶର ଚଢ଼େଇମାନେ ତାହାର ଛାୟାରେ ବାସ କରିପାରନ୍ତି।”
ମାତର୍ ପେ ବିଗ୍ନେ ଡାଲା ଆତେନ୍ ମୁଞ୍ଜି ତଡ଼ିଆଚେ ପେ ଲିଜନେ ବିନ୍ ସ୍ଲା ବିତ୍ରେ ସାପା ବାନ୍ ମ୍ନା ଡିଙ୍ଗ୍ୱେଏ । ମେଁନେ କେନ୍ଦା ଆଣ୍ଡେଙ୍ଗ୍ ମ୍ନା ଡିଙ୍ଗ୍ୱେଏ । ପ୍ଲିଗ୍ଇଂ ପାଙ୍ଗ୍ଚେ ମେଁନେ ନ୍ଲୁଡ଼ିଆଃ ଅରିଆ ଉଙ୍ଗ୍ଚ୍ୟା ଗାଗ୍ଚେ ଲେଃଆର୍ଏ ।
33 ସେ ଏହି ପ୍ରକାରେ ଅନେକ ଦୃଷ୍ଟାନ୍ତ ଦ୍ୱାରା ସେମାନଙ୍କ ଶୁଣିବା ଶକ୍ତି ଅନୁସାରେ ସେମାନଙ୍କ ନିକଟରେ ବାକ୍ୟ ପ୍ରଚାର କରୁଥିଲେ,
ଦେକ୍ରକମ୍ ଗୁଲୁଏ ଉଃସ୍ରା ରକମ୍ ବାସଙ୍ଗ୍ଚେ ସାମୁଆଁ ବାସଙ୍ଗ୍ ଡିଙ୍ଗ୍କେ; ମେଇଂ ଉଡ଼ି ବୁଜେ ୟାଆର୍ଏ ମେଁ ଅଃତେନ୍ ବାସଙ୍ଗ୍ ଡିଙ୍ଗ୍କେ ।”
34 ଆଉ ଦୃଷ୍ଟାନ୍ତ ବିନା ସେ ସେମାନଙ୍କ ନିକଟରେ କୌଣସି କଥା କହୁ ନ ଥିଲେ। କିନ୍ତୁ ସେ ଗୋପନରେ ଆପଣା ଶିଷ୍ୟମାନଙ୍କୁ ସମସ୍ତ ବିଷୟ ବୁଝାଇ ଦେଉଥିଲେ।
ଜିସୁ ରେମଆଁଇଂକେ ସାମୁଆଁ ବାସଙ୍ଗ୍ କେଲା କାଲାଆଃ ଆଃବୁଜେଚେ ବାଲିର୍ମ୍ୟାକେ । ମାତର୍ ଜିସୁ ଏତେ ମେଁନେ ସିସ୍ଇଂ ମୁଇଂଜା ଲେଃକ୍ନେ ବେଲା ଆତେନ୍ ବେଲା ଜିସୁ ଆମେଇଂକେ ସାପା ନିମାଣ୍ତା ବାବ୍ରେ ଆଃବୁଜେ ବିଃମ୍ୟାକେ ।
35 ସେହି ଦିନ ସନ୍ଧ୍ୟା ହୁଅନ୍ତେ ଯୀଶୁ ସେମାନଙ୍କୁ କହିଲେ, “ଆସ, ଆରପାରିକୁ ଯିବା।”
ଆତେନ୍ ସ୍ମି ଲମ୍ଡିଗ୍ ବେଲା ଜିସୁ ମେଁନେ ସିସ୍ଇଂକେ ବାସଙ୍ଗ୍କେ, “ଏଲାପା କେଣ୍ଡିଆ ଇନୁମେତା ନେୱେପା ।”
36 ସେଥିରେ ସେମାନେ ଲୋକସମୂହକୁ ପରିତ୍ୟାଗ କରି, ସେ ଯେପରି ଥିଲେ, ସେହିପରି ତାହାଙ୍କୁ ନୌକାରେ ସାଙ୍ଗରେ ଘେନିଗଲେ, ପୁଣି, ଅନ୍ୟାନ୍ୟ ନୌକା ମଧ୍ୟ ତାହାଙ୍କ ସହିତ ଥିଲା।
ତେସା ମେଇଙ୍ଗ୍ ସାପା ରେମୁଆଁକେ ଆତ୍ ଅରିଆ ଆନ୍ତାର୍ବିକେ । ଆଣ୍ତିନେ ତରା ଅରିଆ ଜିସୁ ସିସେନୁଗ୍ କଲେଃଗେ । ସିସ୍ଇଂ ଡିଗ୍ ୱେଚେ ଆତ୍ ଅରିଆ କଆର୍କେ । ଆତ୍ଅରିଆ ବିନ୍ ତରା ଡିଗ୍ ଲେଃଗେ ।
37 ଆଉ ପ୍ରବଳ ତୋଫାନ ହେଲା, ପୁଣି, ତରଙ୍ଗର ଆଘାତରେ ନୌକା ଜଳରେ ପୂର୍ଣ୍ଣ ହେବାକୁ ଲାଗିଲା।
ଇଡ଼ିଙ୍ଗ୍ କେଣ୍ତିଆ ଅରିଆ ମୁଇଙ୍ଗ୍ ମ୍ନାଃନେ ୱେଡ଼ିଆ ତାର୍କେ । ତରା ପାକା ଲଉଡ଼ି ଡା ଡୁଂପାଙ୍ଗ୍କେ; ତରାନ୍ନିଆ ଣ୍ଡିଆ ତ୍ନ ୱେଗେ ।
38 ସେତେବେଳେ ସେ ନୌକାର ପଛ ମଙ୍ଗରେ ମୁଚୁଳାରେ ମୁଣ୍ଡ ଦେଇ ଶୋଇପଡ଼ିଥିଲେ; ଆଉ ସେମାନେ ତାହାଙ୍କୁ ଉଠାଇ କହିଲେ, ହେ ଗୁରୁ, ଆମେ ମଲୁ, ଆପଣଙ୍କର କଅଣ ଚିନ୍ତା ନାହିଁ?
ଜିସୁ ତରା ବିତ୍ରେ ପ୍ଲା ପାକାନେ ମୁଇଙ୍ଗ୍ କନେ ନିଗ୍ବଡିଙ୍ଗ୍ ଅରିଆ ବାଆଃ ବଚେ ଡୁଲେଗ୍ ଲେଃକେ । ମେଁନେ ସିସ୍ଇଙ୍ଗ୍ ମେଁ ଡାଗ୍ରା ୱେଚେ ଆମେକେ ଆଃତଡ଼୍ୟା ଆର୍କେ । ମେଇଙ୍ଗ୍ ବାସଙ୍ଗ୍ ଆର୍କେ “ଏ ଗୁରୁ, ନେଁ ଲଗ୍ଡ୍ୟାଚେ ନେଗୁଏଃଏବେ, ଆନାକେ ମେଃନେ ଚିନ୍ତା ଣ୍ତୁ?”
39 ଏଥିରେ ସେ ଉଠି ପବନକୁ ଧମକ ଦେଇ ସମୁଦ୍ରକୁ କହିଲେ, “ତୁନି ହ, ଚୁପ୍ କର୍।” ସେଥିରେ ପବନ ବନ୍ଦ ହେଲା ଓ ସବୁ ଧିରସ୍ଥିର ହେଲା।
ଜିସୁ ତଡ଼୍ୟାକେ ମେଁ ୱେଡ଼ିଆକେ ବାଃଟକେ ଆରି ଲଅଡ଼ିକେ ବାସଙ୍ଗ୍କେ, “ବୁଂଲାଃଲା ।” ଇଡ଼ିଙ୍ଗ୍ ୱେଡ଼ିଆ ବନ୍ଦ୍ ଡିଙ୍ଗ୍ ୱେଗେ । କେଣ୍ତିଆ ବୁଂ ୱେଗେ ।
40 ପୁଣି, ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ କାହିଁକି ଏଡ଼େ ଭୀରୁ? ଏ କଅଣ! ତୁମ୍ଭମାନଙ୍କର ବିଶ୍ୱାସ ନାହିଁ?”
ଇଡ଼ିଙ୍ଗ୍ ଜିସୁ ସିସ୍ଇଙ୍ଗ୍କେ ବାସଙ୍ଗ୍କେ “ପେ ସାପାରେ ମେଁନ୍ସା ବୁଟମେଗ୍ ପେଡିଙ୍ଗ୍କେ? ଏଃଜାକ ମେଃନେ ପେ ସାପାରେନେ ବିସ୍ବାସ୍ ଆଡିଙ୍ଗ୍କେ ଣ୍ଡୁ?”
41 ସେଥିରେ ସେମାନେ ଅତ୍ୟନ୍ତ ଭୀତ ହୋଇ ପରସ୍ପରକୁ କହିବାକୁ ଲାଗିଲେ, ଏ ତେବେ କିଏ ଯେ, ପବନ ଓ ସମୁଦ୍ର ଉଭୟ ଏହାଙ୍କ ଆଜ୍ଞା ମାନନ୍ତି?
ମେଇଙ୍ଗ୍ ମାତର୍ ଜବର୍ ବୁଟ ୱେଆର୍କେ । ମେଇଙ୍ଗ୍ ନିଜେ ବିତ୍ରେ ବାଲିର୍ବାତା ଆର୍କେ “ଏନ୍ ଡିରକମ୍ନେ ରେମୁଆଁ? ଦେକ୍ରକମ୍ କି ୱେଡ଼ିଆ ଆରି ଲଉଡ଼ି ଡିଗ୍ ଆମେକେ ମାନେଃ ଡିଂଆର୍କେ ।”