< ମାର୍କ 3 >

1 ପରେ ଯୀଶୁ ପୁନର୍ବାର ସମାଜଗୃହରେ ପ୍ରବେଶ କଲେ। ସେଠାରେ ଜଣେ ଲୋକ ଥିଲା, ତାହାର ଗୋଟିଏ ହାତ ଶୁଖିଯାଇଥିଲା।
ଜୀସୁ ଅ଼ଡ଼େ ୱେଣ୍ତେ ଜୀହୁଦି ଲ଼କୁତି କୁଟମି ଇଲୁତା ହାଚେସି, ଏମ୍ବାଆଁ ରଅସି ମାଚେସି, ଏ଼ୱାଣି ର଼ କେୟୁ ୱା଼ୟାହାଜାମାଚେ ।
2 ଆଉ, ସେ ତାହାକୁ କେଜାଣି ବିଶ୍ରାମବାର ଦିନରେ ସୁସ୍ଥ କରିବେ, ଏହା ଦେଖିବା ପାଇଁ ସେମାନେ ତାହାଙ୍କୁ ଲକ୍ଷ୍ୟ କରି ରହିଲେ, ଯେପରି ସେମାନେ ତାହାଙ୍କ ବିରୁଦ୍ଧରେ ଅଭିଯୋଗ କରିପାରନ୍ତି।
ଜୀସୁ ଏ଼ୱାଣାଇଁ ଜ଼ମିନି ଦିନାତା ନେହିଁ କିନେସିକି ଆ଼ଏ, ଏ଼ୱାଣି କ଼ପାଟି ଦ଼ହ ଦସାଲିତାକି ଗୁରି କିହାନା ସିନିକିହିମାଚେରି ।
3 ସେଥିରେ ଯେଉଁ ଲୋକର ହାତ ଶୁଖିଯାଇଥିଲା, ତାହାକୁ ଯୀଶୁ କହିଲେ, “ଆସ, ମଝିରେ ଠିଆ ହୁଅ।”
ଏମ୍ବାଟିଏ ଜୀସୁ ଆମିନି ଲ଼କୁତି କେୟୁ ୱା଼ୟାହାଜାମାଚେ, ଏ଼ୱାଣାଇଁ ଜୀସୁ ଏଲେଇଚେସି, “ୱା଼ମୁ ମାଦି ନିମୁ ।”
4 ପୁଣି, ଯୀଶୁ ସେମାନଙ୍କୁ କହିଲେ, “ବିଶ୍ରାମବାର ଦିନରେ କଅଣ କରିବା ବିଧିସଙ୍ଗତ? ଭଲ କରିବା ନା ମନ୍ଦ କରିବା? ପ୍ରାଣ ରକ୍ଷା କରିବା ନା ବିନାଶ କରିବା?” କିନ୍ତୁ ସେମାନେ ନିରୁତ୍ତର ହୋଇ ରହିଲେ।
ଇଞ୍ଜାଁ ଜୀସୁ ଏ଼ୱାରାଇଁ ଏଲେଇଚେସି, “ଜ଼ମିନି ଦିନାତା ଏ଼ନାଆଁ କିନାୟି ମେ଼ରା ମାନେ? ନେହିଁକିନାୟି କି ଲାଗେଏ କିନାୟି? ଜୀୱୁତି ଗେଲ୍‌ପିନାୟି କି ନା଼ସା କିନାୟି?” ସାମା ଏ଼ୱାରି ୱେଣ୍ତେ ହା଼ଡା ଆୟାଲି ଆ଼ଡାଆତେରି ।
5 ସେଥିରେ ଯୀଶୁ ସେମାନଙ୍କ ହୃଦୟର କଠିନତା ସକାଶେ ଦୁଃଖିତ ହୋଇ କ୍ରୋଧରେ ଚାରିଅାଡ଼େ ସେମାନଙ୍କ ପ୍ରତି ଦୃଷ୍ଟିପାତ କରି ସେହି ଲୋକକୁ କହିଲେ, “ହାତ ବଢ଼ାଅ।” ସେ ଆପଣା ହାତ ବଢ଼ାଇଲା, ଆଉ ତାହା ପୁଣି, ଭଲ ହୋଇଗଲା।
ଏମ୍ବାଟିଏ ଜୀସୁ ଏ଼ୱାରି ଆ଼ଟ୍‌ୱା ହିୟାଁତି ମେସାନା ଦୁକୁ ଆ଼ତେସି, ଇଞ୍ଜାଁ କ଼ପାଟି ସା଼ରିୱାକି ଏ଼ୱାରାଇଁ ସିନିକିହାନା ଏଲେଇଚେସି, “କେୟୁ ଲାକ ଦା଼ହ୍‌ମୁ” ଏ଼ୱାସି ତାନି କେୟୁ ଦା଼ସ୍‌ପନିଏ ଏ଼ଦି ନେହିଁ ଆ଼ହାହାଚେ ।
6 ତହିଁରେ ଫାରୂଶୀମାନେ ବାହାରିଯାଇ ତାହାଙ୍କୁ ବିନାଶ କରିବା ନିମନ୍ତେ ତାହାଙ୍କ ବିରୁଦ୍ଧରେ ସେହିକ୍ଷଣି ହେରୋଦୀୟମାନଙ୍କ ସହିତ ମନ୍ତ୍ରଣା କରିବାକୁ ଲାଗିଲେ।
ଏଚେଟିଏ ପାରୁସିୟାଁ ହ଼ଚା ହାଜାନା ଜୀସୁଇଁ ପା଼ୟାଲି ତାକି ହେରଦ ଗଚିତି ଲ଼କୁତଲେ କାଲ୍‌ହାନା କାତା ଆ଼ତେରି ।
7 ଏଥିରେ ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ଅନ୍ତର ହୋଇ ସମୁଦ୍ରକୂଳକୁ ବାହାରିଗଲେ, ପୁଣି, ଗାଲିଲୀରୁ ମହାଜନତା ତାହାଙ୍କର ପଶ୍ଚାତ୍‌ଗମନ କଲେ; ଆଉ ଯିହୂଦିୟା ପ୍ରଦେଶ,
ଜୀସୁ ଅ଼ଡ଼େ ତାମି ସୀସୁୟାଁ ଗାଲିଲି ସାମ୍‌ଦୁରି ଗାଟୁତା ହାଚେରି, ଇଞ୍ଜାଁ ହା଼ରେକା ଲ଼କୁ ଏ଼ୱାଣି ଜେ଼ଚ ହାଚେରି; ଏ଼ୱାରି ଜୀହୁଦା,
8 ଯିରୂଶାଲମ, ଇଦୋମ, ଯର୍ଦ୍ଦନ ନଦୀର ଅପର ପାର୍ଶ୍ୱ, ପୁଣି, ସୋର ଓ ସୀଦୋନ ସହରର ଚତୁର୍ଦ୍ଦିଗରୁ ମହାଜନତା ତାହାଙ୍କ ସମସ୍ତ କର୍ମର କଥା ଶୁଣି ତାହାଙ୍କ ନିକଟକୁ ଆସିଲେ।
ଗାଲିଲି, ଜିରୁସାଲମ, ଇଦମ, ଜର୍ଦନ ଅ଼ରୱାକି, ସ଼ର ଅ଼ଡ଼େ ସିଦନ ଗା଼ଡ଼ା ୱାକିତି ଲ଼କୁ ତାନି ବାରେ କିତି କାମାତି କାତା ୱେଞ୍ଜାନା ତାନି ତା଼ଣା ୱା଼ତେରି ।
9 ସେତେବେଳେ ଭିଡ଼ ସକାଶେ, ଲୋକସମୂହ ଯେପରି ତାହାଙ୍କ ଉପରେ ମାଡ଼ି ନ ପଡ଼ନ୍ତି, ଏଥିପାଇଁ ସେ ଆପଣା ଶିଷ୍ୟମାନଙ୍କୁ ତାହାଙ୍କ ନିମନ୍ତେ ଗୋଟିଏ ସାନ ନୌକା ନିକଟରେ ପ୍ରସ୍ତୁତ ରଖିବାକୁ କହିଲେ;
ଏମ୍ବାଆଁ ଇଚେକା ମାନ୍ଦା ଲ଼କୁ ଆ଼ତେରି ଏ଼ ମାନ୍ଦା ଏ଼ନିକିଁ ଏ଼ୱାଣିଲାକ ୱିହ୍‌ଅରି, ଏ଼ଦାଆଁତାକି ଏ଼ୱାସି ତାନି ସୀସୁୟାଁଣି ତାଙ୍ଗେତାକି ର଼ ଊଣା ଡଂଗ ପାରା ଇଟାଲି ୱେସ୍ତେସି;
10 କାରଣ ସେ ଅନେକ ଲୋକଙ୍କୁ ସୁସ୍ଥ କରିବାରୁ ପୀଡ଼ିତମାନେ ସମସ୍ତେ ତାହାଙ୍କୁ ସ୍ପର୍ଶ କରିବା ନିମନ୍ତେ ତାହାଙ୍କ ଉପରେ ମାଡ଼ିପଡ଼ୁଥିଲେ।
୧୦ଏ଼ୱାସି ହା଼ରେକା ଲ଼କୁଣି ନେହିଁ କିହାମାଚାକି ର଼ଗ ଗାଟାରି ବାରେ ଏ଼ୱାଣାଇଁ ଡୀଗାଲି ଏ଼ୱାଣି ମୁହେଁ ମୁହେଁ ଆ଼ହିମାଚେରି ।
11 ଆଉ, ଅଶୁଚି ଆତ୍ମାଗୁଡ଼ାକ ଯେତେବେଳେ ତାହାଙ୍କୁ ଦେଖୁଥିଲେ, ସେମାନେ ତାହାଙ୍କ ସମ୍ମୁଖରେ ପଡ଼ି ଚିତ୍କାର କରି କହୁଥିଲେ, ତୁମ୍ଭେ ଈଶ୍ବରଙ୍କ ପୁତ୍ର।
୧୧ଇଞ୍ଜାଁ ପ଼ଲ୍‌ଆ ବୂତୁୟାଁ ଆସାମାନାରି ଏ଼ୱାଣାଇଁ ମେସ୍‌ପନିଏ, ଏ଼ୱାଣି ନ଼କିତା ରିହାନା କା଼ଲୱି ଆ଼ହିଁ ଏଲେଇଞ୍ଜି ମାଚୁ, “ନୀନୁଏ ମାହାପୂରୁ ମୀର୍‌ଏଣାତି ।”
12 ସେଥିରେ ତାହାଙ୍କୁ ପ୍ରକାଶ ନ କରିବା ପାଇଁ ସେ ସେମାନଙ୍କୁ ଅତି ଦୃଢ଼ରୂପେ ଆଜ୍ଞା ଦେଲେ।
୧୨ଏ଼ୱାସି ଆମ୍ବାଆସି ଈ କାତା ଆମ୍ବାଆରାଇଁ ୱେହ୍‌ଆଦୁ ଇଞ୍ଜିଁ ଜୀସୁ ପ଼ଲ୍‌ଆ ବୂତୁୟାଁଇଁ ଦାକା ହୀହାନା ହୁକୁମି ହୀତେସି ।
13 ସେ ପର୍ବତ ଉପରକୁ ଯାଇ, ଯେଉଁମାନଙ୍କୁ ଇଚ୍ଛା କଲେ, ସେମାନଙ୍କୁ ନିକଟକୁ ଡାକିଲେ ଓ ସେମାନେ ତାହାଙ୍କ ପାଖକୁ ଆସିଲେ।
୧୩ଜୀସୁ ହ଼ରୁ ଲାକ ହାଜାନା ଆମିନି ଗାଟାରାଇଁ ମ଼ନ କିତେସି ଏ଼ୱାରାଇଁ ଡାଗେ ହା଼ଟିତେସି, ଇଞ୍ଜାଁ ଏ଼ୱାରି ଡାଗେ ୱା଼ତେରି ।
14 ପୁଣି, ସେ ବାର ଜଣକୁ ନିଯୁକ୍ତ କଲେ, ଯେପରି ସେମାନେ ତାହାଙ୍କ ସାଙ୍ଗରେ ରହିବେ ଓ ସେ ସେମାନଙ୍କୁ ପ୍ରଚାର କରିବା ନିମନ୍ତେ ପ୍ରେରଣ କରିବେ,
୧୪ଇଞ୍ଜାଁ ଏ଼ୱାସି ବା଼ରଜା଼ଣାତି ଆ଼ଚାନା ପାଣ୍ତ୍‌ୱି ଆ଼ତାରି ଇଞ୍ଜାନା, ଏ଼ୱାରାଇଁ ଏଲେଇଚେସି, “ନା଼ ତଲେ ଡ଼ୟାଲି ନା଼ନୁ ମିଙ୍ଗେ ଆ଼ଚାମାଞ୍ଜାଇଁ, ଇଞ୍ଜାଁ ୱେ଼କ୍‌ହାଲି ପାଣ୍ତାଇଁ ।
15 ଆଉ ସେମାନେ ଭୂତ ଛଡ଼ାଇବାକୁ ଅଧିକାର ପାଇବେ।
୧୫ଇଞ୍ଜାଁ ମୀରୁ ବୂତୁୟାଁ ପେ଼ର୍‌ହାଲି ଜିକେଏ ଅଦିକାରା ବେଟାଆ଼ଦେରି ।”
16 ଯୀଶୁ ଏହି ବାର ଜଣଙ୍କୁ ନିଯୁକ୍ତ କଲେ ଯଥା, ଶିମୋନ, ଯାହାଙ୍କୁ ସେ ପିତର ବୋଲି ଉପନାମ ଦେଲେ।
୧୬ଜୀସୁ ଈ ବା଼ରଜା଼ଣାତି ଆ଼ଚିତେସି, ଏ଼ୱାରି ଆ଼ତେରି ସିମନ ଆମ୍ବାଆରାଇଁ ଜୀସୁ ପିତର ଇଞ୍ଜିଁ ଇଟିତେସି;
17 ଜେବଦୀଙ୍କ ପୁତ୍ର ଯାକୁବ ଓ ତାହାଙ୍କ ଭାଇ ଯୋହନ, ଯେଉଁମାନଙ୍କୁ ସେ ବିନେରିଗୋଷ୍, ଅର୍ଥାତ୍‍ ମେଘନାଦର ପୁତ୍ର ବୋଲି ଉପନାମ ଦେଲେ;
୧୭ଜେବଦି ରୀ ମୀର୍‌କା ଜାକୁବ ଅ଼ଡ଼େ ତାନି ତାୟି ଜହନ ଆମ୍ବାଆରାଇଁ ବିନେରିଗସ୍‌ ଇଚିହିଁ ଗୂଣ୍‌ହିମାନି ହା଼ଗୁତି ମୀର୍‌କା ଇଞ୍ଜିହିଁ ଦ଼ରୁ ଇଟିତେସି;
18 ଆନ୍ଦ୍ରିୟ, ଫିଲିପ୍ପ, ବାର୍ଥଲମୀ, ମାଥିଉ, ଥୋମା, ଆଲଫିଙ୍କ ପୁତ୍ର ଯାକୁବ, ଥଦ୍ଦୀୟ, କିଣାନୀୟ ଶିମୋନ,
୧୮ଆନ୍ଦ୍ରିୟ, ପିଲିପ, ବାର୍ତଲମି, ମାତିୟୁ, ତ଼ମା, ଆଲେପି ମୀର୍‌ଏସି ଜାକୁବ, ତଦିୟ, ଦେ଼ସାତି ଜୀୱୁ ନ଼ନି ସିମନ,
19 ପୁଣି, ଇଷ୍କାରିୟୋତୀୟ ଯିହୂଦା, ଯେ ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲା।
୧୯ଅ଼ଡ଼େ ଇସ୍କାରିୟତ ଜୀହୁଦା, ଆମ୍ବାଆସି ଜୀସୁଇଁ ସାତ୍ରୁୟାଁ କେୟୁତା ହେର୍‌ପିତେସି ।
20 ପରେ ସେ ଘରକୁ ଆସିଲେ; ପୁନର୍ବାର ଲୋକସମୂହର ଏତେ ସମାଗମ ହେଲା ଯେ, ସେମାନେ ଭୋଜନ ସୁଦ୍ଧା କରିପାରିଲେ ନାହିଁ।
୨୦ଡା଼ୟୁ ଜୀସୁ ଇଜ ୱା଼ତେସି; ଅ଼ଡ଼େ ୱେଣ୍ତେ ଇଚେକା ଲ଼କୁ ରୁଣ୍ତା ଆ଼ତେରି ଜୀସୁ ଇଞ୍ଜାଁ ତାନି ସୀସୁୟାଁକି ତିଞ୍ଜାଲି ଜିକେଏ ଆ଼ଆତେ ।
21 ତାହାଙ୍କ ଆତ୍ମୀୟମାନେ ଏହା ଶୁଣି ତାହାଙ୍କୁ ଧରି ଘେନିଯିବାକୁ ବାହାରି ଆସିଲେ, କାରଣ ସେମାନେ କହିଲେ, ତାହାଙ୍କର ମତିଭ୍ରମ ହେଲାଣି।
୨୧“ଜୀସୁ ବାୟା ଆ଼ତେସି” ଇଞ୍ଜିଁ ଲ଼କୁ ଏଲେଇନାଣି ୱେଞ୍ଜାନା ତାମି କୁଟମି ଜୀସୁଇଁ ଅ଼ହାଲି ୱା଼ତେରି ।
22 ଆଉ, ଯିରୂଶାଲମ ସହରରୁ ଆସିଥିବା ଶାସ୍ତ୍ରୀମାନେ କହିଲେ, ଏହାକୁ ବାଲ୍‌ଜିବୂଲ୍ ଲାଗିଛି, ପୁଣି, ଭୂତପତିର ସାହାଯ୍ୟରେ ସେ ଭୂତ ଛଡ଼ାଏ।
୨୨ଅ଼ଡ଼େ ଜିରୁସାଲମଟି ୱା଼ହାମାନି ମେ଼ରାପୁନାରି ଏଲେଇଚେରି, “ଈୱାଣାଇଁ ବାଲ୍‌ଜିବୁଲ୍‌ ବୂତୁ ଆଲ୍‌ଗାମାନେ, ଲାକା ଈୱାସି ବୂତୁୟାଁଣି ପିସ୍‌ପି କିହିମାନେସି ।”
23 ଏଥିରେ ଯୀଶୁ ସେମାନଙ୍କୁ ପାଖକୁ ଡାକି ଦୃଷ୍ଟାନ୍ତ କଥାରେ ସେମାନଙ୍କୁ କହିଲେ, “ଶୟତାନ କିପ୍ରକାରେ ଶୟତାନକୁ ଛଡ଼ାଇ ପାରେ?
୨୩ଏମ୍ବାଟିଏ ଜୀସୁ ଏ଼ୱାରାଇଁ ଡାଗେ ହା଼ଟାନା ପୁଣ୍‌ମ୍ବିକିନି କାତାତଲେ ୱେସ୍ତେସି, “ସୟତାନ ଏ଼ନିକିଁ ସୟତାନଇଁ ପେ଼ର୍‌ହାଲି ଆ଼ଡିନେ?
24 ଯଦି କୌଣସି ରାଜ୍ୟ ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠେ, ତେବେ ସେହି ରାଜ୍ୟ ସ୍ଥିର ହୋଇ ରହି ପାରେ ନାହିଁ।
୨୪ର଼ ରା଼ଜି ବା଼ଗା ଆ଼ହାନା ତାନି କ଼ପାଟି ନିଙ୍ଗିନେ, ଇଚିହିଁ ଏ଼ ରା଼ଜି ଅ଼ଡ଼େ ତୀରିତଲେ ଡ଼ୟାଲି ଆ଼ଡେଏ ।
25 ପୁଣି, ଯଦି କୌଣସି ଗୃହ ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠେ, ତେବେ ସେହି ଗୃହ ସ୍ଥିର ହୋଇ ରହି ପାରିବ ନାହିଁ।
୨୫ଇଞ୍ଜାଁ ର଼ ଇଲୁ କୁଟମିତାରି ବା଼ଗା ଆ଼ହାନା ତା଼ମ୍ବୁ ତାମି କ଼ପାଟି ନିଙ୍ଗିନେରି ଇଚିହିଁ ଏ଼ ଇଲୁତାରି ତୀରିତଲେ ଡ଼ୟାଲି ଆ଼ଡଅରି ।
26 ସେହି ପ୍ରକାରେ, ଶୟତାନ ଯଦି ବିଭକ୍ତ ହୋଇ ଆପଣା ବିରୁଦ୍ଧରେ ଉଠିଲାଣି, ତେବେ ସେ ସ୍ଥିର ହୋଇ ରହି ପାରେ ନାହିଁ, କିନ୍ତୁ ତାହାର ସର୍ବନାଶ ଘଟିଲାଣି।
୨୬ଏଲେକିହିଁଏ ସୟତାନ ବା଼ଗା ଆ଼ହାନା ତାନି କ଼ପାଟି ନିଙ୍ଗାମାନେ, ଆତିହିଁ ଏ଼ଦି ଅ଼ଡ଼େ ତୀରିତଲେ ଡ଼ୟାଲି ଆ଼ଡେଏ, ସାମା ଏ଼ଦାନି ବାରେ ନା଼ସା ଆ଼ହିମାନେ ।”
27 ମାତ୍ର କେହି ପ୍ରଥମେ ବଳବାନ ଲୋକକୁ ନ ବାନ୍ଧିଲେ ତାହାର ଗୃହରେ ପ୍ରବେଶ କରି ତାହାର ଅସ୍ତ୍ରଶସ୍ତ୍ର ସବୁ ଲୁଣ୍ଠନ କରିପାରେ ନାହିଁ; ତାହାକୁ ଆଗେ ବାନ୍ଧିଲେ ସିନା ସେ ତାହାର ଗୃହ ଲୁଣ୍ଠନ କରିବ।
୨୭“ସାମା ଆମ୍ବାଆସି ନ଼କେଏ ବା଼ଡ଼୍‌ୟୁ ଗାଟାଣାଇଁ ଦହ୍‌ଆତିହିଁ ତାନି ଇଜ ହ଼ଡାନା ତାନି ଇଜତି ଆ଼ସ୍ତି ସ଼ରୁ କିହାଲି ଆ଼ଡଅସି; ଏ଼ୱାଣାଇଁ ତଲିଏ ଦସ୍ତିହିଁଦେ ଏ଼ୱାସି ଏ଼ୱାଣି ଇଜତାଣି ସ଼ରୁ କିନେସି ।”
28 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସମସ୍ତ ଲୋକମାନଙ୍କର ସମସ୍ତ ପାପ ଓ ସେମାନେ ଯେତେ ନିନ୍ଦାକଥା କହି ଈଶ୍ବର ନିନ୍ଦା କରନ୍ତି, ସେ ସମସ୍ତ କ୍ଷମା କରାଯିବ;
୨୮“ନା଼ନୁ ମିଙ୍ଗ ସାତା ୱେସିମାଞ୍ଜାଇଁ, ଲ଼କୁତି ବାରେ ପା଼ପୁ ଇଞ୍ଜାଁ ଏ଼ୱାରି ଏଚେକା ନିନ୍ଦା କାତାତଲେ ମାହାପୂରୁ ନିନ୍ଦା କିନେରି ଏ଼ ବାରେ ପା଼ପୁ ମେଣ୍‌ଙ୍ଗିନେ ।
29 କିନ୍ତୁ ଯେ କେହି ପବିତ୍ର ଆତ୍ମାଙ୍କ ବିରୁଦ୍ଧରେ ନିନ୍ଦାକଥା କହେ, ତାହାର କୌଣସି କାଳେ ହିଁ କ୍ଷମା ନାହିଁ, ମାତ୍ର ସେ ଅନନ୍ତ ପାପରେ ଦୋଷୀ ଅଟେ। (aiōn g165, aiōnios g166)
୨୯ସାମା ଆମ୍ବାଆସି ସୁଦୁଜୀୱୁ କ଼ପାଟି ନିନ୍ଦା କାତା ଜ଼ଲିନେସି, ଏ଼ୱାଣି ଆମିନି କା଼ଲାତା ଜିକେଏ ଦ଼ହ ମେଣ୍‌ଙ୍ଗେଏ, ସାମା ଏ଼ୱାସି କା଼ଲାକା଼ଲାତି ପା଼ପୁତି ଦ଼ହଗାଟାସି ଆ଼ନେସି ।” (aiōn g165, aiōnios g166)
30 ତାହାକୁ ଅଶୁଚି ଆତ୍ମା ଲାଗିଛି, ଏହା ସେମାନେ କହିବାରୁ ସେ ଏହି କଥା କହିଲେ।”
୩୦ଜୀସୁଇଁ ବୂତୁ ଆଲ୍‌ଗାମାନେ ଇଞ୍ଜିଁ ଏଚେକା ଲ଼କୁ ଏଲେଇଞ୍ଜାଲିଏ ଜୀସୁ ଈ କାତା ୱେସ୍ତେସି ।
31 ସେତେବେଳେ ତାହାଙ୍କ ମାଆ ଓ ଭାଇମାନେ ଆସି ବାହାରେ ଠିଆ ହୋଇ ତାହାଙ୍କୁ ଡକାଇ ପଠାଇଲେ।
୩୧ଏଚିବେ଼ଲା ଜୀସୁତି ଇୟା ଅ଼ଡ଼େ ତାୟିୟାଁ ୱା଼ହାନା ଇଲୁ ପାଙ୍ଗାତା ନିଚାନା ଜୀସୁଇଁ ହା଼ଟି କିତେରି ।
32 ସେଥିରେ ତାହାଙ୍କ ଚତୁର୍ଦ୍ଦିଗରେ ବସିଥିବା ଲୋକସମୂହ ତାହାଙ୍କୁ କହିଲେ, ଦେଖନ୍ତୁ, ଆପଣଙ୍କ ମା, ଭାଇ ଓ ଭଉଣୀମାନେ ବାହାରେ ଥାଇ ଆପଣଙ୍କୁ ଖୋଜୁଅଛନ୍ତି।
୩୨ଏମ୍ବାଟିଏ ସା଼ରିୱାକି କୁଗାମାଚି ଲ଼କୁ ଏଲେଇଚେରି, “ମେହ୍‌ମୁ ମୀ ଇୟା, ତାୟିୟାଁ ଅ଼ଡ଼େ ତାଙ୍ଗିସ୍କା ପାଙ୍ଗାତା ନିଚାନା ନିଙ୍ଗେ ପାରିମାଞ୍ଜାନେରି ।”
33 ସେ ସେମାନଙ୍କୁ ଉତ୍ତର ଦେଲେ, “ମୋହର ମାଆ ଓ ଭାଇମାନେ କିଏ?”
୩୩ଜୀସୁ ଏ଼ୱାରାଇଁ ଏଲେଇଚେସି, “ନା଼ ଇୟା ଇଞ୍ଜାଁ ନା଼ ତାୟି ତାଙ୍ଗିସ୍କା ଆମ୍ବାଆୟି?”
34 ଆଉ, ସେ ଆପଣା ଚାରିଆଡ଼େ ବସିଥିବା ଲୋକମାନଙ୍କ ପ୍ରତି ଦୃଷ୍ଟିପାତ କରି କହିଲେ, “ଦେଖ, ମୋହର ମାଆ ଓ ମୋହର ଭାଇମାନେ।
୩୪ଇଞ୍ଜାଁ ଏ଼ୱାସି ତାନି ସା଼ରିୱାକି କୁଗାମାନି ଲ଼କୁଣି ସିନିକିହାନା ଏଲେଇଚେସି, “ମେହ୍‌ଦୁ ନା଼ ଇୟା ଅ଼ଡ଼େ ନା଼ ତାୟି ତାଙ୍ଗିସ୍କା ।
35 ଯେ କେହି ଈଶ୍ବରଙ୍କ ଇଚ୍ଛା ସାଧନ କରେ, ସେ ମୋହର ଭାଇ, ଭଉଣୀ ଓ ମା।”
୩୫ଆମ୍ବାଆସି ମାହାପୂରୁତି କାତା ଆହ୍‌ନେସି ଏ଼ୱାସିଦେଁ ନା଼ ତାୟି, ତାଙ୍ଗି ଅ଼ଡ଼େ ନା଼ ଇୟା ।”

< ମାର୍କ 3 >