< ମାର୍କ 15 >
1 ପ୍ରଭାତ ହେବାମାତ୍ରେ ସମସ୍ତେ ମହାସଭା, ଅର୍ଥାତ୍ ପ୍ରାଚୀନ ଓ ଶାସ୍ତ୍ରୀମାନଙ୍କ ସହିତ ପ୍ରଧାନ ଯାଜକମାନେ ସଭା କରି ଯୀଶୁଙ୍କୁ ବାନ୍ଧି ଘେନିଯାଇ ପୀଲାତଙ୍କ ହସ୍ତରେ ସମର୍ପଣ କଲେ।
ତାରାଃକ୍ନେ ଦାପ୍ଡ଼େ ମ୍ନା ପୁଜାରି ଦର୍ମ ନେତାଇଂ ଜିଉଦି ନେତାଇଙ୍ଗ୍ ଆରି ଦରମ୍ଣ୍ଡ୍ରେ ସାପାରେ ଜିଉଦି ମ୍ନା କୁକପାର୍ନ୍ନିଆ ଜିସୁନେ ଆଡ଼ାତ୍ରା ମେଁ ବିଚାର୍ ଡିଙ୍ଗ୍ଆର୍କେ ଆତେନ୍ ଏତେକେ । ମେଇଙ୍ଗ୍ ଜିସୁକେ ଗାଗ୍ଚେ ସାସନ୍ ଡିଂଣ୍ଡ୍ରେ ପିଲାତ ଡାଗ୍ରା ଡୁଂୱେଗେ ଆରି ମେଁନେ ନ୍ତିନ୍ନିଆ ଆସା ବିଃଆର୍କେ ।
2 ପୀଲାତ ତାହାଙ୍କୁ ପଚାରିଲେ, ତୁମ୍ଭେ କି ଯିହୁଦୀମାନଙ୍କର ରାଜା? ସେ ତାହାଙ୍କୁ ଉତ୍ତର ଦେଲେ, “ଆପଣ କହୁଅଛନ୍ତି।”
ପିଲାତ ଜିସୁକେ ସାଲିଆକୁକେ, “ନା ମେଁନେ ଯୀହୂଦୀଇଂନେ ଇଃସାଙ୍ଗ୍?” ଜିସୁ ଉତର୍ ବିକେ, “ନା ମେଁ ନାବାସଙ୍ଗ୍କେ ଆତେନ୍ ସତ୍ ।”
3 ଆଉ ପ୍ରଧାନ ଯାଜକମାନେ ଯୀଶୁଙ୍କ ବିରୁଦ୍ଧରେ ଅନେକ ଅଭିଯୋଗ କରିବାକୁ ଲାଗିଲେ।
ମ୍ନା ପୁଜାରିଇଂ ଗୁଲୁଏ ସାମୁଆଁନ୍ନିଆ ଜିସୁକେ ଦସ୍ ସାଡିଙ୍ଗ୍ଆର୍କେ ।
4 ସେଥିରେ ପୀଲାତ ପୁନର୍ବାର ତାହାଙ୍କୁ ପଚାରିଲେ, ତୁମ୍ଭେ କିଛି ଉତ୍ତର ଦେଉ ନାହଁ? ଦେଖ, ଏମାନେ ତୁମ୍ଭ ବିରୁଦ୍ଧରେ କେତେ ଅଭିଯୋଗ କରୁଅଛନ୍ତି।
ପିଲାତ ଆରି ମୁଇଙ୍ଗ୍ତର୍ ଜିସୁକେ ସାଲ୍ୟାଃକୁକେ, “ନାଁନେ ମେଁ ଡିଗ୍ ଦସ୍ ଣ୍ଡୁ? କେଲା ମେଇଙ୍ଗ୍ ଆଁନାକେ ଗୁଲେ ସାମୁଆଁନ୍ନିଆ ଦସିଆଡିଙ୍ଗ୍ ଆର୍ଡିଂକେ ।”
5 କିନ୍ତୁ ଯୀଶୁ ଆଉ କୌଣସି ଉତ୍ତର ଦେଲେ ନାହିଁ, ସେଥିରେ ପୀଲାତ ଚମତ୍କୃତ ହେଲେ।
ତେଲାଡିଗ୍ ଜିସୁ ମେଃଡିଗ୍ ଉତର୍ ଆବିକେ ଣ୍ଡୁ । ତେଲା ପିଲାତ ଜବର୍ ଇରିଆଃତୁଗ୍ ଡିଙ୍ଗ୍ୱେଗେ ।
6 ମାତ୍ର ପର୍ବ ସମୟରେ ଲୋକମାନେ ଯେଉଁ ବନ୍ଦୀକୁ ମାଗୁଥିଲେ, ତାହାକୁ ସେ ସେମାନଙ୍କ ନିମନ୍ତେ ମୁକ୍ତ କରୁଥିଲେ।
ସାପା ମୁଆଁ ନିସ୍ତାର୍ ପାଣ୍ଡୁଏ ବେଲା ସାସନ୍ ଡିଂଣ୍ଡ୍ରେ ମୁଇଂଜା ବନ୍ଦିକେ ବନ୍ଦି ଡୁଆବାନ୍ ଆନ୍ତାର୍ ମ୍ୟାଆର୍କେ ଆଣ୍ଡିନେ ବନ୍ଦିକେ ଆନ୍ତାର୍ନେସା ରେମୁଆଁଇଂ ଇକ୍ଚା ଡିଙ୍ଗ୍ଏ ତେଲା ଆତେନ୍ ବନ୍ଦିରେକେ ସାସନ୍ ଡିଙ୍ଗ୍ଣ୍ଡ୍ରେ ଆନ୍ତାର୍ବିଏ ।
7 ଯେଉଁ ବିପ୍ଳବୀମାନେ ବିପ୍ଳବ ସମୟରେ ନରହତ୍ୟା କରିଥିଲେ, ସେମାନଙ୍କ ସହିତ ବାରବ୍ବା ନାମକ ଜଣେ ଲୋକ ବନ୍ଦୀ ଥିଲା।
ଆତେନ୍ବେଲା ବନ୍ଦି ଡୁଆବାନ୍ ବାରବ୍ବା ମ୍ନିକ୍ନେ ମୁଇଂ ରେମୁଆଁ ବିରଦିଇଂଏତେ ବନ୍ଦି ଡିଂଲାଏଗେ । ଆକେନ୍ ବିରଦିଇଂ ମୁଇଙ୍ଗ୍ ସର୍କାର୍ନେ ବିରଦ୍ରେ ମୁଇଙ୍ଗ୍ ଦସ୍ଡିଂଚେ ବନ୍ଦି ଡିଙ୍ଗ୍ଲେଃଆର୍ଗେ ।
8 ତେଣୁ ଲୋକସମୂହ ଉପରକୁ ଯାଇ ତାହାଙ୍କୁ ଆପଣା ରୀତି ଅନୁସାରେ କରିବା ନିମନ୍ତେ ଅନୁରୋଧ କରିବାକୁ ଲାଗିଲେ।
ରେମୁଆଁଇଂ ପିଲାତ ଡାଗ୍ରା ପାଙ୍ଗ୍ ଆର୍କେ ଆରି ଆମେକେ ବାସଙ୍ଗ୍ଆର୍କେ ଜେ କାଲାଆଃ ସାପା ବରସ୍ ରକମ୍ ଏନ୍ପାରେ ଡିଗ୍ ମେଇଂନ୍ସା ମୁଇଂ ବନ୍ଦିକେ ଆତାର୍ବିଡିଂଗେ ।
9 ସେଥିରେ ପୀଲାତ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ କଅଣ ଇଚ୍ଛା କରୁଅଛ? ଆମ୍ଭେ କଅଣ ତୁମ୍ଭମାନଙ୍କ ନିମନ୍ତେ ଯିହୁଦୀମାନଙ୍କ ରାଜାଙ୍କୁ ମୁକ୍ତ କରିଦେବା?
ପିଲାତ ରେମୁଆଁଇଂକେ ସାଲିଆକୁକେ, “ପେ ସାପାରେ ମେଁ କେ ପେଡିଂକେ ଜେ ନେଙ୍ଗ୍ ପେ ସାପାରେନ୍ସା ଜିଉଦିଇଂନେ ଇଃସାଙ୍ଗ୍କେ ଆନ୍ତାର୍ମ୍ୱିଏ?”
10 କାରଣ ପ୍ରଧାନ ଯାଜକମାନେ ଯେ ଈର୍ଷାରେ ତାହାଙ୍କୁ ସମର୍ପଣ କରିଥିଲେ, ତାହା ସେ ବୁଝିଲେ।
ପିଲାତ ଆକେନ୍ ସାମୁଆଁ ବାସଙ୍ଗ୍ନେ ମେଃନ୍ସା ଡାଗ୍ଲା ମେଁ ମ୍ୟାଲେକେ ଜେ ମ୍ନାନେ ପୁଜାରିଇଂ ଆଂକାର୍ ଡିଙ୍ଗ୍ଚେ ଜିସୁକେ ମେଁନେ ନ୍ତି ନ୍ନିଆ ସର୍ପେବିଃ ଆର୍କେ ।
11 ମାତ୍ର ସେ ଯେପରି ସେମାନଙ୍କ ନିମନ୍ତେ ବରଂ ବାରବ୍ବାକୁ ମୁକ୍ତ କରନ୍ତି, ସେଥିପାଇଁ ପ୍ରଧାନ ଯାଜକମାନେ ଲୋକସମୂହକୁ ମତାଇଲେ।
ମାତର୍ ମ୍ନା ପୁଜାରିଇଂ ରେମୁଆଁଇଂକେ ବାସଙ୍ଗ୍ ଜେ ମେଇଙ୍ଗ୍ ପୀଲାତକେ ବାସଙ୍ଗ୍ଲେ ବାରବ୍ବାକେ ଆନ୍ତାର୍ବି’ଲେ ମାତର୍ ଜିସୁକେ ଣ୍ଡୁ ।
12 କିନ୍ତୁ ପୀଲାତ ପୁନର୍ବାର ସେମାନଙ୍କୁ ଉତ୍ତର ଦେଲେ, ତେବେ ଯାହାକୁ ତୁମ୍ଭେମାନେ ଯିହୁଦୀମାନଙ୍କର ରାଜା ବୋଲି କହୁଅଛ, ତାହା ପ୍ରତି ଆମ୍ଭେ କଅଣ କରିବା?
ପିଲାତ ରେମୁଆଁଇଂକେ ଆରି ମୁଇଂତର୍ ସାଲ୍ୟାଃକୁକେ, “ପେ ଆଜାକେ ଜିଉଦିଇଂନେ ଇଃସାଙ୍ଗ୍ ଡାଗ୍ଚେ ବାସଙ୍ଗ୍ପେଡିଂ ନେଙ୍ଗ୍ ମେଁ ଆଡ଼ାତ୍ରା ମେଁ ଡିଙ୍ଗ୍ନ୍ସା ପେ ଚାଏଁପେଡିଂକେ?”
13 ଲୋକସମୂହ ପୁଣି, ଚିତ୍କାର କଲେ, ତାହାକୁ କ୍ରୁଶରେ ଚଢ଼ାଅ।
ରେମୁଆଁଇଂ କିରଚେ ବାସଙ୍ଗ୍ଆର୍କେ, “ଜିସୁକେ କୁରୁସ୍ନ୍ନିଆ ଆଡେଚେ ବାଗୁଏପା ।”
14 ସେଥିରେ ପୀଲାତ ସେମାନଙ୍କୁ ପଚାରିଲେ, କାହିଁକି, ସେ କି ଦୋଷ କରିଅଛି? କିନ୍ତୁ ସେମାନେ ଅତ୍ୟନ୍ତ ଚିତ୍କାର କଲେ, ତାହାକୁ କ୍ରୁଶରେ ଚଢ଼ାଅ।
ପିଲାତ ସାଲ୍ୟାଃକୁକେ ମେଃନ୍ସା? ମେଁ ଦେକ୍ରକମ୍ ମେଁନେ ଦସ୍ ଡିଂବକେ? ମାତର୍ ରେମୁଆଁଇଙ୍ଗ୍ ମାଲେ କିରଚେ ବାସଙ୍ଗ୍ଆର୍କେ, “ଆମେକେ କୁରୁସ୍ନ୍ନିଆ ଆଡେପା ।”
15 ଏଣୁ ପୀଲାତ ଲୋକସମୂହକୁ ସନ୍ତୁଷ୍ଟ କରିବାକୁ ଇଚ୍ଛା କରି ସେମାନଙ୍କ ନିମନ୍ତେ ବାରବ୍ବାକୁ ମୁକ୍ତ କଲେ, ପୁଣି, ଯୀଶୁଙ୍କୁ କୋରଡ଼ା ପ୍ରହାର କରାଇ କ୍ରୁଶରେ ଚଢ଼ାଇବା ନିମନ୍ତେ ସମର୍ପଣ କଲେ।
ପିଲାତ ରେମୁଆଁଇଂକେ ସାର୍ଦା ଆଡିଙ୍ଗ୍ନ୍ସା ଇକ୍ଚା ଡିଙ୍ଗ୍କେ ତେଲା ମେଁ ମେଇଂନ୍ସା ବାରବ୍ବାକେ ଆନ୍ତାର୍ବିକେ ଆରି ଜିସୁକେ କର୍ଡା ଏତେ ବଗ୍ନ୍ସା ସନ୍ୟଇଙ୍ଗ୍କେ ବାସଙ୍ଗ୍ବିକେ । ଇଡ଼ିଙ୍ଗ୍ ମେଁ ଜିସୁକେ କୁରୁସ୍ନ୍ନିଆ ଆଡେଚେ ବାଗୁଏଃ ବିଃନ୍ସା ଆମେକେ ସନ୍ୟଇଙ୍ଗ୍ ନ୍ତିନିଆ ବିଃ ଜଗ୍ତ୍ଲାଗ୍କେ ।
16 ସେଥିରେ ସୈନ୍ୟମାନେ ତାହାଙ୍କୁ ପ୍ରାଙ୍ଗଣ, ଅର୍ଥାତ୍ ପ୍ରାସାଦ ଭିତରକୁ ଘେନିଯାଇ ସମସ୍ତ ସୈନ୍ୟଦଳକୁ ଡାକି ଏକତ୍ର କଲେ।
ସନ୍ୟଇଙ୍ଗ୍ ଜିସୁକେ ପିଲାତନେ ଡୁଆ ବିତ୍ରେ ଡୁଂୱେଗେ । ମେଇଙ୍ଗ୍ ବିନ୍ ସନ୍ୟଇଂକେ ମୁଇଂନ୍ନିଆ ୱାଆର୍କେ ।
17 ସେମାନେ ତାହାଙ୍କୁ କୃଷ୍ଣଲୋହିତ ବର୍ଣ୍ଣର ବସ୍ତ୍ର ପିନ୍ଧାଇଲେ ଓ କଣ୍ଟାର ମୁକୁଟ ବନାଇ ତାହାଙ୍କ ମସ୍ତକରେ ଦେଲେ;
ସନ୍ୟଇଙ୍ଗ୍ ଜିସୁକେ କଡ଼େଆଁ ରକମ୍ ତ୍ନାକ୍ନେ ପାଟାଇ ଆସାଃଆର୍କେ ଆର୍କେ । ମେଇଙ୍ଗ୍ ମୁଇଂ ଗ୍ରେଃନେ ସାଜ ଆଃରେଚେ ମେଁନେ ବାଆଃନ୍ନିଆ ଆସଃବି ଆର୍କେ ।
18 ଆଉ, ହେ ଯିହୁଦୀମାନଙ୍କ ରାଜା, ନମସ୍କାର, ଏହା କହି ତାହାଙ୍କର ବନ୍ଦନା କରିବାକୁ ଲାଗିଲେ।
ଏ ଯିହୁଦିଇଂନେ ଇସାଙ୍ଗ୍ ଆନାକେ “ନମସ୍କାର୍, ଡେକ୍ ରକମ୍ ବାସଙ୍ଗ୍ଚେ ମେଇଙ୍ଗ୍ ଲୁଆ ଆର୍କେ ।
19 ପୁଣି, ସେମାନେ ଗୋଟିଏ ନଳ ଘେନି ତାହାଙ୍କ ମୁଣ୍ଡରେ ଆଘାତ କଲେ, ଆଉ ଆଣ୍ଠୁ ମାଡ଼ି ପ୍ରଣାମ କରିବାକୁ ଲାଗିଲେ।
ସନ୍ୟଇଙ୍ଗ୍ ଜିସୁନେ ବାଆଃନ୍ନିଆ ଡୁଡୁ ଏତେ ବଗ୍ଆର୍କେ । ମେଁ ଆଡ଼ାତ୍ରା ବିଃତୁର୍ ବିଆର୍କେ । ଏଃଲ୍ୟାଚେ ଆରି ଡେଙ୍ଗଚେ ଆମେକେ ସାର୍ଲ ଆର୍କେ ।
20 ସେମାନେ ତାହାଙ୍କୁ ପରିହାସ କଲା ଉତ୍ତାରେ ସେହି କୃଷ୍ଣଲୋହିତ ବର୍ଣ୍ଣର ବସ୍ତ୍ର କାଢ଼ିନେଇ ତାହାଙ୍କର ନିଜ ବସ୍ତ୍ର ପିନ୍ଧାଇଲେ। ପୁଣି, ସେମାନେ ତାହାଙ୍କୁ କ୍ରୁଶରେ ଚଢ଼ାଇବା ନିମନ୍ତେ ବାହାରକୁ ଘେନିଗଲେ।
ଇଙ୍ଗ୍ଚେ ଆଃଡାଚେ ମେଇଙ୍ଗ୍ ଜିସୁନେ ଗାଗ୍ଡ଼େବାନ୍ କଃଡ଼େଆଁ ରକମ୍ ପାଟାଇ ତବିଚେ ଆରି ଆମେକେ ମେଁନେ ନିଜର୍ ସକା ଆସଃଆର୍କେ । ଇଡ଼ିଙ୍ଗ୍ ମେଇଙ୍ଗ୍ ଜିସୁକେ କୁରୁସ୍ନ୍ନିଆ ଆଡେଚେ ବାଗୁଏଃ ନ୍ସା ଡୁଆ ବାଏରେ ଡୁଂୱେଏ ଆର୍ଗେ ।
21 ସେତେବେଳେ ଆଲେକ୍ଜାଣ୍ଡର ଓ ରୂଫଙ୍କ ପିତା ଶିମୋନ ନାମକ ଜଣେ କୂରୀଣୀୟ ଲୋକ ପଲ୍ଲୀଗ୍ରାମରୁ ଆସି ସେହି ବାଟ ଦେଇ ଯାଉଥିଲେ; ସେମାନେ ତାହାଙ୍କୁ ତାହାଙ୍କର କ୍ରୁଶ ବୋହିବା ପାଇଁ ବାଧ୍ୟ କଲେ।
ଆତେନ୍ ବେଲା ମୁଇଂଜା କୁରୁଣୀ ରେମୁଆଁ ଶିମୋନ୍ ଡାଆଁ ଇନିବାନ୍ ପାଙ୍ଗ୍ଚେ ଆନ୍ତ୍ପାକା ୱେଡିଙ୍ଗ୍ଗେ । ମେଁ ଆଲେକ୍ଜାଣ୍ଡାର୍ ନେ ଆରି ରୁଫସ୍ନେ ଆବାଡ଼େ ଲେଃଗେ । ସନ୍ୟଇଙ୍ଗ୍ ଜିସୁନ୍ସା କୁରୁସ୍ ଡୁଙ୍ଗ୍ୱେନ୍ସା ଆମେକେ ଜବର୍ଜସ୍ତି ଡିଙ୍ଗ୍ଆର୍କେ ।
22 ଆଉ ସେମାନେ ତାହାଙ୍କୁ ଗଲ୍ଗଥା, ଅର୍ଥାତ୍ କପାଳସ୍ଥଳ ନାମକ ସ୍ଥାନକୁ ଆଣିଲେ।
ଇଡ଼ିଙ୍ଗ୍ ଜିସୁକେ ଗଲ୍ଗଥା ମ୍ନିକ୍ନେ ଟାନ୍ଅରିଆ ଡୁଂୱେଆର୍କେ । ଗଲ୍ଗଥା ଅର୍ତ ଡିଙ୍ଗ୍ଡିଙ୍କେ କାପାଲ୍ ଜାଗା
23 ପୁଣି, ସେମାନେ ତାହାଙ୍କୁ ଗନ୍ଧରସ ମିଶ୍ରିତ ଦ୍ରାକ୍ଷାରସ ପିଇବାକୁ ଦେଲେ, କିନ୍ତୁ ସେ ତାହା ଗ୍ରହଣ କଲେ ନାହିଁ।
ଆତ୍ଅରିଆ ମେଇଂ ଜିସୁକେ ବାସ୍ନାରସ୍ ମିସେକ୍ନେ ଅଙ୍ଗୁର୍ ରସ୍ ଉଗ୍ନେସା ବିଆର୍କେ । ମାତର୍ ଜିସୁ ଆତେନ୍ ଆଉଗ୍କେ ଣ୍ତୁ ।
24 ପରେ ସେମାନେ ତାହାଙ୍କୁ କ୍ରୁଶରେ ଚଢ଼ାଇଲେ, ପୁଣି, କିଏ କଅଣ ପାଇବ, ତାହା ଗୁଲିବାଣ୍ଟ ଦ୍ୱାରା ସ୍ଥିର କରି ତାହାଙ୍କ ବସ୍ତ୍ରସବୁ ଆପଣା ଆପଣା ମଧ୍ୟରେ ଭାଗ କରି ନେଲେ।
ଏନ୍ ଇଡ଼ିଙ୍ଗ୍ ମେଇଂ ଜିସୁକେ କୁରୁସ୍ ଅରିଆ କୁଟି ଡାଚେ ଆଃଗୁଏଃଆର୍କେ ବାରି ଲେଟ୍ରିକ୍ ତ୍ଲାଗ୍ଚେ ମେଁନେ ପାଟାଇ ସାପା ନିଜର୍ ନିଜର୍ ବିତ୍ରେ ବାଟା ଆର୍କେ ।
25 ଦିନ ନଅ ଘଣ୍ଟା ସମୟରେ ସେମାନେ ତାହାଙ୍କୁ କ୍ରୁଶରେ ଚଢ଼ାଇଲେ।
ଜିସୁକେ କୁରୁସ୍ନ୍ନିଆ କୁଟି ଡାଃନେ ବେଲା ଞ୍ଜିର୍ ନ’ଟା ଡିଙ୍ଗ୍ଲେଗେ ।
26 ଆଉ ତାହାଙ୍କ ଅଭିଯୋଗ ଲିପିରେ ଏହା ଲେଖା ଥିଲା, ଯିହୁଦୀମାନଙ୍କର ରାଜା।
ଜିସୁକେ ଆଂକାର୍ଡିଂଣ୍ଡ୍ରେରେ ମୁଇଙ୍ଗ୍ ଦାବି ଉଲିଆଃ ଆଡ଼ାତ୍ରା ଗୁଆର୍ ବଆର୍ଗେ, “ଏ ଜିଉଦିଇଂନେ ଇଃସାଙ୍ଗ୍ ଜିସୁ ।”
27 ପୁଣି, ତାହାଙ୍କ ଦକ୍ଷିଣ ପାର୍ଶ୍ୱରେ ଜଣେ ଓ ବାମ ପାର୍ଶ୍ୱରେ ଜଣେ, ଏହିପରି ଦୁଇ ଜଣ ଡକାଇତମାନଙ୍କୁ ସେମାନେ ତାହାଙ୍କ ସହିତ କ୍ରୁଶରେ ଚଢ଼ାଇଦେଲେ।
ଜିସୁ ଏତେ ଆରି ମ୍ୱାୟା ଡଙ୍ଗାରେକେ ଡିଗ୍ ମେଇଙ୍ଗ୍ କୁରୁସ୍ ଆଡ଼ାତ୍ରା ଆଡ଼େଆର୍କେ । ମୁଇଙ୍ଗ୍ଜାକେ ମେଁଇଙ୍ଗ୍ନେ ବେସ୍ୟାଃ ପାକା ଆରି ମୁଇଙ୍ଗ୍ଜାକେ ଞ୍ଚଙ୍ଗ୍ତି ପାକା କୁରୁସ୍ ଅରିଆ ଆଗୁଏଆର୍କେ ।
28 [ସେଥିରେ ଧର୍ମଶାସ୍ତ୍ରର ଏହି ବାକ୍ୟ ସଫଳ ହେଲା, ସେ ଅଧାର୍ମିକମାନଙ୍କ ସହିତ ଗଣିତ ହେଲେ।]
ଆତ୍ଅରିଆ ଦରମ୍ ସାସ୍ତର୍ନେ ଆକେନ୍ ସାମୁଆଁ ସମାନ୍ ଡିଙ୍ଗ୍କେ ମେଁ ଅଧର୍ମଇଂନେଏତେ ଇସାବ୍ ଡିଙ୍ଗ୍କେ ।
29 ସେହି ବାଟ ଦେଇ ଯାଉଥିବା ଲୋକମାନେ ଆପଣା ଆପଣା ମୁଣ୍ଡ ହଲାଇ ତାହାଙ୍କର ନିନ୍ଦା କରି କହିବାକୁ ଲାଗିଲେ, ବାଃ! ରେ ମନ୍ଦିର-ଭଗ୍ନକାରୀ ଓ ତିନି ଦିନରେ ତାହା ନିର୍ମାଣକାରୀ,
ଆନ୍ତ୍ ପାକା ୱେଡିଙ୍ଗ୍କ୍ନେ ରେମୁଆଁଇଂ ବାଆଃ ଆୱେଚେ ଅପ୍ମାନ୍ ବିଚେ ବାସଙ୍ଗ୍ଆର୍କେ, “ଅଁ, ମନ୍ଦିର୍କେ ପାକ୍ଚିଚେ ଜିରିସି ଦିନା ବିତ୍ରେ ବାରି ଆରେଣ୍ତ୍ରେ ।
30 କ୍ରୁଶରୁ ଓହ୍ଲାଇ ଆପଣାକୁ ରକ୍ଷା କର।
ଏବେ କୁରୁସ୍ବାନ୍ ଜାର୍ଚେ ନିଜେକେ ରକ୍ୟା ଡିଙ୍ଗ୍ ।”
31 ପ୍ରଧାନ ଯାଜକମାନେ ମଧ୍ୟ ସେହି ପ୍ରକାରେ ଶାସ୍ତ୍ରୀମାନଙ୍କ ସହିତ ପରସ୍ପର ମଧ୍ୟରେ ତାହାଙ୍କୁ ପରିହାସ କରି କହିବାକୁ ଲାଗିଲେ, ସେ ଅନ୍ୟମାନଙ୍କୁ ରକ୍ଷା କଲା, ନିଜକୁ ରକ୍ଷା କରିପାରୁ ନାହିଁ।
ମ୍ନା ପୁଜାରି ଆରି ଦରମ୍ଣ୍ଡ୍ରେଇଂ ଡିଗ୍ ଆତ୍ଅରିଆ ରିସିଙ୍ଗ୍ ଲେଃଆର୍ଗେ । ବିନ୍ ରେମୁଆଁଇଂ ଜିସୁକେ ଡିରକମ୍ ଇଙ୍ଗ୍ଚେ ଡିଙ୍ଗ୍ଆର୍ଗେ ମେଇଙ୍ଗ୍ ଡିଗ୍ ଦେତ୍ରକମ୍ ଜିସୁକେ ଇଙ୍ଗ୍ଚେ ଡିଙ୍ଗ୍ଆର୍ଗେ । ମେଇଙ୍ଗ୍ ବାଲିର୍ବାତା ଡିଙ୍ଗ୍ ଆର୍ଗେ, “ମେଁ ବିନ୍ରେକେ ରକ୍ୟା ଡିଙ୍ଗ୍ଡିଙ୍ଗ୍ଗେ ମାତର୍ ଏବେ ମେଁ ନିଜକେ ରକ୍ୟା ଡିଙ୍ଗ୍ ଆୟାକେ ଣ୍ଡୁ ।
32 ଇସ୍ରାଏଲର ରାଜା ଖ୍ରୀଷ୍ଟ ଏହିକ୍ଷଣି କ୍ରୁଶରୁ ଓହ୍ଲାଇ ଆସନ୍ତୁ, ଯେପରି ଆମ୍ଭେମାନେ ତାହା ଦେଖି ବିଶ୍ୱାସ କରିବା। ପୁଣି, ଯେଉଁମାନେ ତାହାଙ୍କ ସହିତ କ୍ରୁଶରେ ଚଢ଼ାଯାଇଥିଲେ, ସେମାନେ ସୁଦ୍ଧା ତାହାଙ୍କୁ ନିନ୍ଦା କରିବାକୁ ଲାଗିଲେ।
ଡାଗ୍ଲା ସତେଆ ମେଁ କିସ୍ଟ ଇଶ୍ରାୟେଲନେ ଇଃସାଙ୍ଗ୍ ତେଲା ଜିଆ ଆତେନ୍ କୁରୁସ୍ ଆଡ଼ାତ୍ରା ବାନ୍ ବୁନ୍ଦେ ଜାର୍ ପାଙ୍ଗ୍ଲେଃ । ନିଜେକେ ରକ୍ୟା ଡିଙ୍ଗ୍ ଲେଃ । ତେଲା ନେ ସାପାରେ ଆତେନ୍ ନେକେଏ ଆରି ଆମେକେ ସତ୍ ନେମାନେଃଏ । ମୁଃଡ଼ି ରେମୁଆଁଇଂକେ ଜିସୁଏତେ କୁରୁସ୍ ଅରିଆ ବାଗୁଏଃ ଆର୍କେ ମେଇଙ୍ଗ୍ ଡିଙ୍ଗ୍ ଜିସୁକେ ଇଙ୍ଗ୍ଚେ ଆର୍କେ ।”
33 ଦିନ ବାର ଘଣ୍ଟା ସମୟରେ ଦେଶଯାକ ଅନ୍ଧକାର ଘୋଟିଯାଇ ଦିନ ତିନି ଘଣ୍ଟା ପର୍ଯ୍ୟନ୍ତ ରହିଲା।
ସ୍ମି ମୁଣ୍ଡେବେଲା ସାପା ଇନି ଆଡ଼ାତ୍ରା ତାଂକିଗ୍ ଡୁଂପାଙ୍ଗ୍କେ । ଆକେନ୍ ତାଂକିଗ୍ ଞ୍ଜି ଗଣ୍ଟା ଜାକ ଲେଃଗେ ।
34 ତିନି ଘଣ୍ଟା ସମୟରେ ଯୀଶୁ ଉଚ୍ଚସ୍ୱରରେ ଡାକି କହିଲେ, “ଏଲୀ, ଏଲୀ, ଲାମା ଶବକ୍ଥାନୀ?” ଅର୍ଥାତ୍ “ହେ ମୋହର ଈଶ୍ବର, ହେ ମୋହର ଈଶ୍ବର, ତୁମ୍ଭେ କାହିଁକି ମୋତେ ପରିତ୍ୟାଗ କଲ?”
ଆତେନ୍ ବେଲା ଜିସୁ ଜବର୍ କିରଚେ ବାସଙ୍ଗ୍କେ, “ଏଲୋହୀ, ଏଲୋହୀ, ଲାମା ଶବକ୍ଥାନୀ ।” ଏଲେଡିଗ୍ “ଏ ନେଙ୍ଗ୍ନେ ଇସ୍ପର୍ ଏ ନେଙ୍ଗ୍ନେ ଇସ୍ପର୍ ପେ ଆନେଙ୍ଗ୍କେ ମେଁନ୍ସା ଆନ୍ତାର୍ ପେବିକେ?”
35 ଏହା ଶୁଣି ପାଖରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେହି କେହି କହିଲେ, ଦେଖ, ସେ ଏଲୀୟଙ୍କୁ ଡାକୁଅଛି।
ଆତ୍ଅରିଆ ତୁଆଁଲେଃକ୍ନେ ଉଡ଼ିରୁଆ ଆକେନ୍ ସାମୁଆଁ ଅଁକେ । ମେଇଙ୍ଗ୍ ବାସଙ୍ଗ୍କେ “ଅଁପା ମେଁ ଏଲୀୟକେ ୱାଡିଂକେ ।”
36 ପୁଣି, ଜଣେ ଦୌଡ଼ିଯାଇ ଗୋଟିଏ ଏଜୋବ ଅମ୍ଳରସରେ ପୂର୍ଣ୍ଣ କରି ତାହା ଖଣ୍ଡିଏ ନଳରେ ଲଗାଇ ତାହାଙ୍କୁ ପାନ କରିବାକୁ ଦେଇ କହିଲା, ରୁହ, ଏଲୀୟ ଏହାକୁ ଓହ୍ଲାଇବାକୁ ଆସୁଅଛନ୍ତି କି ନାହିଁ ଦେଖିବା।
ଆତ୍ଅରିଆ ମୁଇଙ୍ଗ୍ ରେମୁଆଁ ୱିର୍ ଡୁଂୱେଚେ ବିସେକ୍ନେ ରସ୍ ଲାଃବଙ୍ଗ୍କ୍ନେ ମୁଇଙ୍ଗ୍ ପସ୍କା ଡୁଙ୍ଗ୍ପାଙ୍ଗ୍କେ । ପସ୍କାକେ ମୁଇଙ୍ଗ୍ ଡୁଡୁନିଆ ଗାଗ୍କେ । ଜିସୁ ପସ୍କାବାନ୍ ବିସେଃକ୍ନେ ରସ୍ ଉଗ୍ ଡାଗ୍ଚେ ଆତେନ୍ ଡୁଡୁନିଆ ପସ୍କା ଗାଗ୍ବକ୍ନେ ଡୁଡୁକେ ମେଁନ୍ନିଆ ଆଚ୍ଲେ ବିକେ । ରେମୁଆଁ ବାସଙ୍ଗ୍କେ, “ଲାଃଲା ନେକେପା ଏଲୀୟ ଆକ୍ମେକେ କୁରୁସ୍ ଆଡ଼ାତ୍ରା ବାନ୍ ବୁନ୍ଦେ ଆଃଜାର୍ନ୍ସା ପାଙ୍ଗ୍ଡିଙ୍ଗ୍କ୍ଲେ ଣ୍ତୁ ନେ’କେପା ।”
37 କିନ୍ତୁ ଯୀଶୁ ଉଚ୍ଚସ୍ୱର କରି ପ୍ରାଣତ୍ୟାଗ କଲେ।
ଇଡ଼ିଙ୍ଗ୍ ଜିସୁ ଜବର୍ ସାରଚେ ଗୁଏୱେଗେ ।
38 ପୁଣି, ମନ୍ଦିରର ବିଚ୍ଛେଦବସ୍ତ୍ର ଉପରୁ ତଳ ପର୍ଯ୍ୟନ୍ତ ଚିରି ଦୁଇ ଖଣ୍ଡ ହେଲା।
ଜିସୁ ଉଡ଼ିବେଲା ଗୁଏୱେଗେ ଆତେନ୍ ବେଲା ମନ୍ଦିର୍ନେ ପବିତ୍ର ଟାନ୍ନିଆ ଲେଃକ୍ନେ ପାଟାଇ ଆଡ଼ାତ୍ରାବାନ୍ ବୁନ୍ଦେଜାକ ବାର୍ବାଗ୍ ଡିଙ୍ଗ୍ଚେ ସ୍ୟାଃ ୱେଗେ ।
39 ତାହାଙ୍କ ସମ୍ମୁଖରେ ଠିଆ ହୋଇଥିବା ଶତ-ସେନାପତି ତାହାଙ୍କର ଏହି ପ୍ରକାର ପ୍ରାଣତ୍ୟାଗ ଦେଖି କହିଲେ, ସତ୍ୟ, ଏହି ବ୍ୟକ୍ତି ଈଶ୍ବରଙ୍କ ପୁତ୍ର ଥିଲେ।
କୁରୁସ୍ ସେନୁଗ୍ ତୁଆଁ ଲେଃକ୍ନେ ମାଲ୍କୁଡ଼ି ସେନାପତିନେ ଆଡ଼ାତ୍ରାଲେକ୍ନେ ସେନାପତି ଜିସୁ ଡିରକମ୍ ଗୁଏକେ ଆତେନ୍ କେକେ । ମେଁ ବାଲିର୍କେ, “ସତେଆ ଆକେନ୍ ରେମୁଆଁ ଇସ୍ପର୍ନେ ଉଙ୍ଗ୍ଡେ ।”
40 କେତେକ ସ୍ତ୍ରୀଲୋକ ମଧ୍ୟ ଦୂରରୁ ଦେଖୁଥିଲେ; ସେମାନଙ୍କ ମଧ୍ୟରେ ମଗ୍ଦଲୀନୀ ମରୀୟମ, ସାନ ଯାକୁବ ଓ ଯୋସିଙ୍କ ମାତା ମରୀୟମ, ପୁଣି, ଶଲୋମୀ ଥିଲେ;
ଉଡ଼ି ସେଲାମ୍ବୁଏଇଂ କୁରୁସ୍ବାନ୍ ଉଡ଼ି ସ୍ଲ ତୁଆଁଚେ କିକେଡିଙ୍କେ । ମେଇଙ୍ଗ୍ ବିତ୍ରେ ମଗ୍ଦଲୀନି ଇନିବାନ୍ ପାଙ୍ଗ୍ଲେକ୍ନେ ମରିୟମ୍ ଶଲୋମୀ ଜାକୁବ୍ ଆରି ଯୋସିନେ ଇୟାଙ୍ଗ୍ଡେ ମରିୟମ୍ ଲେଃଗେ । ଜାକୁବ୍ ମରିୟମ୍ନେ ଡାଆଁ ଗଡ଼େଅ ଲେଃଗେ ।
41 ସେ ଗାଲିଲୀରେ ଥିବା ସମୟରେ ସେମାନେ ତାହାଙ୍କ ପଶ୍ଚାତ୍ଗମନ କରି ତାହାଙ୍କର ସେବା କରୁଥିଲେ; ତାହାଙ୍କ ସହିତ ଯିରୂଶାଲମ ସହରକୁ ଆସିଥିବା ଆହୁରି ଅନେକ ସ୍ତ୍ରୀଲୋକ ମଧ୍ୟ ଦେଖୁଥିଲେ।
ଆକେନ୍ ସେଲାମ୍ୱୁଏଇଙ୍ଗ୍ ଜିସୁ ଗାଲିଲୀନ୍ନିଆ ଲେଃକ୍ନେବେଲା ମେଁଏତେ ଲେଃଆର୍ଗେ । ମେଇଙ୍ଗ୍ ମେଁନେ ସେବା ଡିଙ୍ଗ୍ଆର୍କେ । ବିନ୍ନେ ଉଡ଼ି ସେଲାମ୍ବୁଏ ଡିଗ୍ ଆତ୍ଅରିଆ ଲେଃଆର୍ଗେ । ମେଇଙ୍ଗ୍ ଜିସୁଏତେ ଯିରୂଶାଲାମ୍ ପାଙ୍ଗ୍ଲେଃଆର୍ଗେ ।
42 ବେଳ ଗଡ଼ିଆସନ୍ତେ ସେହି ଦିନ ଆୟୋଜନ ଦିନ, ଅର୍ଥାତ୍ ବିଶ୍ରାମବାରର ପୂର୍ବ ଦିନ ଥିବାରୁ,
ଲମ୍ଡିଗ୍ ଡିଙ୍ଗ୍ୱେଲେଃଗେ । ଆକେନ୍ ଞ୍ଜି ଦିନାନେ ଆର୍ମେ ଦିନ୍ ଆରି ପୁଣ୍ତେନେ ଦିନାନେ ସେନୁଗ୍ ଦିନ୍ ଲେଃଗେ ।
43 ହାରାମାଥୀୟାର ଯୋଷେଫ ନାମକ ମହାସଭାର ଜଣେ ସମ୍ଭ୍ରାନ୍ତ ସଭ୍ୟ, ଯେ ନିଜେ ମଧ୍ୟ ଈଶ୍ବରଙ୍କ ରାଜ୍ୟର ଅପେକ୍ଷାରେ ଥିଲେ, ସେ ସାହସ ପୂର୍ବକ ପୀଲାତଙ୍କ ନିକଟକୁ ଯାଇ ଯୀଶୁଙ୍କ ଶରୀର ମାଗିଲେ।
ଆରମାଥିଆନେ ଜିଉଦି ଯୋସେଫ୍ ମ୍ନା ସବାନେ ମୁଇଂ ସନ୍ମାନ୍ ବିଣ୍ଡ୍ରେ ଲେଃଗେ । ଆରି ମେଁ ପରମେସର୍ନେ ରାଜି ପାଙ୍ଗ୍ଲେ ଡାଗ୍ଚେ ଚାଏଁ ଡିଙ୍ଗେ । ମେଁ ସାହାସ୍ ସାଚେ ପିଲାତ ଡାଗ୍ରା ୱେଚେ ଜିସୁନେ ମଡ଼ା ସାଲିଆକେ ।
44 କିନ୍ତୁ ସେ ଯେ ମରିଗଲେଣି, ଏହା ଶୁଣି ପୀଲାତ ଚମତ୍କୃତ ହେଲେ, ଆଉ ଶତ-ସେନାପତିଙ୍କୁ ନିକଟକୁ ଡକାଇ ତାହାଙ୍କୁ ପଚାରିଲେ, ସେ କଅଣ ବହୁତ ବେଳ ହେଲା ମଲେଣି?
ଜିସୁ ଆତେନ୍ ଦାପ୍ରେ ଗୁଏୱେଗେ ଡାଗ୍ଚେ ଅଁଚେ ପୀଲାତ କାବା ଡିଙ୍ଗ୍ୱେଗେ । ମେଁ ଜିସୁକେ ଉର୍ଲେଃକ୍ନେ ସତ୍ ସେନାପତିକେ ୱାକେ । ପିଲାତ ଆମେକେ ଜିସୁ ଗୁଏଗେ ଲେଃ ଙ୍କାରେ ଡାଗ୍ଚେ ସାଲିଆକୁକେ ।
45 ଶତ-ସେନାପତିଙ୍କଠାରୁ ତାହା ଜ୍ଞାତ ହୋଇ ସେ ଶବଟି ଯୋଷେଫଙ୍କୁ ଦେଲେ।
ସେନାପତି ମୁଇଂଜା ଜିସୁ ଗୁଏଗେ ଡାଗ୍ଚେ ବାସଙ୍ଗ୍କେ । ଇଡ଼ିଙ୍ଗ୍ ପୀଲାତ ଯୋସେଫ୍କେ ବାସଙ୍ଗ୍କେ, ଜେ ମେଁ ଜିସୁନେ ମଡ଼ା ଡୁଙ୍ଗ୍ ୱେୟାଏ ।
46 ସେ ଖଣ୍ଡିଏ ସୂକ୍ଷ୍ମ ବସ୍ତ୍ର କିଣି ତାହାଙ୍କୁ ଓହ୍ଲାଇ ଆଣି ସେଥିରେ ତାହାଙ୍କୁ ଗୁଡ଼ାଇଲେ ଓ ପାହାଡ଼ରେ ଖୋଳା ହୋଇଥିବା ଗୋଟିଏ ସମାଧିରେ ତାହାଙ୍କୁ ଥୋଇଦେଇ ସମାଧି ଦ୍ୱାରରେ ଖଣ୍ଡିଏ ପଥର ଗଡ଼ାଇଦେଲେ।
ଯୋସେଫ୍ ଇକୁଡ଼ା ପାଟାଇ ବିଆର୍କେ । ଆତେନ୍ ମଡ଼ାକେ କୁରୁସ୍ ଆଡ଼ାତ୍ରାବାନ୍ ବୁନ୍ଦେ ଆଜାର୍କେ । ଆତେନ୍ ମଡ଼ାକେ ପାଟାଇ ଏତେ ନିମାଣ୍ଡା ଆକୁଇ ବିଃକେ ଆରି କଣ୍ତାନେ କୁରୁ ଗଃବକ୍ନେ ମୁଇଙ୍ଗ୍ କୁରୁନ୍ନିଆ ଆମେକେ ବଆର୍ଗେ । ମୁଇଙ୍ଗ୍ ମ୍ନା ବ୍ରି ଆଗୁଣ୍ଡ୍ଲେ ଡୁଂପାଙ୍ଗ୍ଚେ କୁରୁନେ ସାର୍ମୁଆଁ ଡାବିଃଗେ ।
47 ତାହାଙ୍କୁ କେଉଁ ସ୍ଥାନରେ ରଖାଗଲା, ତାହା ମଗ୍ଦଲୀନୀ ମରୀୟମ ଓ ଯୋସିଙ୍କ ମାତା ମରୀୟମ ଦେଖିଲେ।
ମଗ୍ଦଲୀନି ମରିୟମ୍ ଆରି ଯୋସିନେ ଇୟାଙ୍ଗ୍ଡେ ଜିସୁକେ ଆଣ୍ତି ଅରିଆ ବଆର୍କେ ଆତେନ୍ ଜାଗା କେଆର୍କେ ।