< ମାର୍କ 14 >
1 ନିସ୍ତାର ପର୍ବ ଓ ଖମୀରଶୂନ୍ୟ ରୁଟିର ପର୍ବ ପଡ଼ିବାକୁ ଦୁଇ ଦିନ ଥିଲା। ସେହି ସମୟରେ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ କିପରି ଯୀଶୁଙ୍କୁ ଛଳରେ ଧରି ବଧ କରିପାରନ୍ତି, ସେଥିର ଉପାୟ ଖୋଜୁଥିଲେ।
ଉଦାର୍ ପାଣ୍ଡୁଏ ଆରି ଖମିର ଶୂନ୍ୟ ରୁଟି ପାଣ୍ଡୁଏ ଆରି ବାର୍ସି ବାକି ଲେଃକେ । ମ୍ନା ପୁଜାରି ଆରି ଜିଉଦି ଦର୍ମ ଗୁରୁଇଂ ଜିସୁକେ ଚାଲାକିରେ କଏଦ୍ ଡିଂଚେ ଇଡ଼ିଙ୍ଗ୍ ବାଗୁଏଃ ନ୍ସା ଉପାୟ୍ ତୁର୍ ଡିଙ୍ଗ୍ଆର୍କେ ।
2 କାରଣ ସେମାନେ କହିଲେ, ପର୍ବ ସମୟରେ ନୁହେଁ, କାଳେ ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ହେବ।
ମେଇଙ୍ଗ୍ ବାସଙ୍ଗ୍ଆର୍କେକେ, “ନେ ସାପାରେ ପାଣ୍ଡୁଏନେ ବେଲା ଜିସୁକେ କଏଦ୍ ଆଡିଙ୍ଗ୍ ନେୟା ଣ୍ଡୁ । ଦେତ୍ ଡିଙ୍ଗ୍ଲା ରେମୁଆଁଇଙ୍ଗ୍ ରିସା ଡିଂଚେ ୱିଙ୍ଗ୍ଆଃରିଂଆଃନ୍ସା ପାଂଆର୍ଏ ।”
3 ସେ ବେଥନୀୟାରେ କୁଷ୍ଠରୋଗରୁ ସୁସ୍ଥ ପାଇଥିବା ଶିମୋନଙ୍କ ଗୃହରେ ଭୋଜନରେ ବସିଥିବା ସମୟରେ ଜଣେ ସ୍ତ୍ରୀଲୋକ ଗୋଟିଏ ପାତ୍ରରେ ବହୁମୂଲ୍ୟ ବିଶୁଦ୍ଧ ଜଟାମାଂସୀ ସୁଗନ୍ଧି ତୈଳ ଆଣି ସେହି ପାତ୍ର ଭାଙ୍ଗି ତାହାଙ୍କ ମସ୍ତକରେ ଢାଳିବାକୁ ଲାଗିଲେ।
ଜିସୁ ବେଥନୀନ୍ନିଆ କୁଷ୍ଟରଗି ଶିମୋନନେ ଡୁଆ ଚଙ୍ଗ୍ନେ କ’ଲେଃନେ ବେଲା ମୁଇଂ ସେଲାମ୍ବୁଏ ରେମୁଆଁ ମେଙ୍ଗ୍ ଡାଗ୍ରା ପାଙ୍ଗ୍କେ । ମେଁ ମୁଇଂ ତୁଲୁଏକ୍ନେ ସବାକ୍ନେ କଁସ୍ମୁତା ମାଲେ ଦାମ୍ନେ ଞ୍ଚୁ ବର୍ତି ଆଡିଙ୍ଗ୍ଚେ ଡୁଂପାଙ୍ଗ୍କେ । ଆତେନ୍ ବାସ୍ନା ଞ୍ଚୁ ନିମାଣ୍ଡାନେ ଜଟା ଚିଲି ଏତେ ଆରେବକେ । ସେଲାମ୍ବୁଏନେ ମୁତା ଡାବ୍ନା ତ’ଚେ ସାପା ବାସ୍ନା ଞ୍ଚୁ ଜିସୁନେ ବାଆଃନ୍ନିଆ କିଗ୍ ବିକେ ।
4 କିନ୍ତୁ କେତେକ ଲୋକ ବିରକ୍ତ ହୋଇ ପରସ୍ପରକୁ କହିଲେ, ତୈଳ କାହିଁକି ଏପରି ନଷ୍ଟ ହେଲା?
ଆତ୍ ଅରିଆ ଲେଃକ୍ନେ ଉଡ଼ି ରେମୁଆଁ ମେଁନେ ଏନ୍ କାମ୍ କେଚେ ରିସା ଡିଂଆର୍କେ ବାରି ନିଜର୍ ନିଜର୍ ବିତ୍ରେ ବାଲିର୍ବାତା ଆର୍କେ “ଏନ୍ ବାସ୍ନା ଞ୍ଚୁକେ ଦେକ୍ରକମ୍ ବାବ୍ରେ ନସ୍ଟ ଆଡିଙ୍ଗ୍ନେ ବଲ୍ ଣ୍ଡୁ?
5 ଏହି ତୈଳ ତ ତିନିଶହ ଦିନର ମଜୁରୀ ସମାନ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରୟ କରାଯାଇ ଦରିଦ୍ରମାନଙ୍କୁ ଦିଆଯାଇ ପାରିଥାଆନ୍ତା। ତେଣୁ ସେମାନେ ସେହି ସ୍ତ୍ରୀଲୋକକୁ ଗାଳି କରିବାକୁ ଲାଗିଲେ।
ଆତେନ୍ ଞ୍ଚୁକେ ସ ବିଲା ଞ୍ଜି ସ ବାନ୍ ମାଲେ ରୁପା ଡାବୁ ପାମିଲେ ବାରି ଆତେନ୍ ଡାବୁ ଗରିବ୍ ରେମୁଆଁକେ ବିପାଡିଙ୍ଗ୍ ।” ସେଲାମ୍ବୁଏଃକେ ମେଇଙ୍ଗ୍ ବେସି ଅର୍ବର୍ ଆ'ଡିଙ୍ଗ୍ଆର୍କେ ।
6 କିନ୍ତୁ ଯୀଶୁ କହିଲେ, “ତାହାକୁ ଛାଡ଼ିଦିଅ; କାହିଁକି ତାହାକୁ କଷ୍ଟ ଦେଉଅଛ? ସେ ମୋ ପ୍ରତି ଉତ୍ତମ କର୍ମ କରିଅଛି।
ଜିସୁ ବାସଙ୍ଗ୍କେ, “ଆତେନ୍ ସେଲାମ୍ବୁଏ ରେମୁଆଁକେ ତେରେପେତେ ଆରାଡିଙ୍ଗ୍ପା । ମେଁ ନେଙ୍ଗ୍ନ୍ସା ମୁଇଙ୍ଗ୍ ମାଲେ ନିମାଣ୍ଡା କାମ୍ ଡିଙ୍ଗ୍ବକେ ।
7 କାରଣ ଦରିଦ୍ରମାନେ ତ ସର୍ବଦା ତୁମ୍ଭମାନଙ୍କ ନିକଟରେ ଅଛନ୍ତି, ଆଉ ତୁମ୍ଭମାନଙ୍କର ଯେତେବେଳେ ଇଚ୍ଛା, ସେତେବେଳେ ସେମାନଙ୍କର ଉପକାର କରିପାର; ମାତ୍ର ମୁଁ ସର୍ବଦା ତୁମ୍ଭମାନଙ୍କ ନିକଟରେ ନ ଥିବି।
ମେଁନ୍ସା ଡାଗ୍ଲା ଗରିବ୍ଣ୍ଡ୍ରେଇଂ କାଲାଆଃ ତ ନାଁଡାଗ୍ରା ଲେଃଆର୍ଏ । ପେ ଉଡ଼ିବେଲା ପେକେଏ ଆମେଇଂକେ ସାହା ଡିଙ୍ଗ୍ପେୟାଏ । ମାତର୍ ପେଇଙ୍ଗ୍ ଆନେଙ୍ଗ୍ କାଲାଆଃ ପେ ପେଅବା ଣ୍ଡୁ ।
8 ତାହାର ଯାହା ସାଧ୍ୟ, ତାହା ସେ କରିଅଛି; ସେ ସମାଧି ନିମନ୍ତେ ମୋହର ଶରୀରକୁ ପୂର୍ବରୁ ତୈଳରେ ଅଭିଷେକ କରିଅଛି।
ଆକେନ୍ ସେଲାମ୍ବୁଏ ନେଙ୍ଗ୍ ସା ମେଁନେ ଡିଙ୍ଗ୍ନେସା ବପୁଲେଃକେ ମେଁ ଆତେନ୍ ଡିଙ୍ଗ୍ ବକେ । ରାଃଚ୍ୟାନିଆ ନେଙ୍ଗ୍ ପାରାନ୍କେ ଆ’ରେଡିଙ୍ଗ୍ନ୍ସା ମେଁ ନେଙ୍ଗ୍ ଗାଗ୍ଡ଼େନ୍ନିଆ ଗୁଏନେ ସେନୁଗ୍ ବାସ୍ନା ଞ୍ଚୁ କିଗ୍ବି ବକେ ।
9 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସମସ୍ତ ଜଗତର ଯେକୌଣସି ସ୍ଥାନରେ ସୁସମାଚାର ଘୋଷଣା କରାଯିବ, ସେ ସ୍ଥାନରେ ଏ ସ୍ତ୍ରୀଲୋକର ସ୍ମରଣାର୍ଥେ ତାହାର ଏହି କର୍ମର କଥା ମଧ୍ୟ କୁହାଯିବ।”
ନେଙ୍ଗ୍ ଆପେକେ ସତ୍ ବାସଙ୍ଗ୍ ଣ୍ତିଙ୍ଗ୍କେ, ସାପା ମଞ୍ଚ୍ପୁର୍ନ୍ନିଆ ନେଙ୍ଗ୍ନେ ନିମାଣ୍ତାସାମୁଆଁ ଆଣ୍ତିଡାଗ୍ରା ବାସଙ୍ଗ୍ ଡିଙ୍ଗ୍ଆର୍ଏ ଏନ୍ ସେଲାମ୍ବୁଏଃ ମେ ଡିଙ୍ଗ୍ବକେ ଆତାନ୍ ମନେ ତ୍ଲାଗ୍ନ୍ସା ଏନ୍ ସାପା ବାସଙ୍ଗ୍ ଆର୍ଏ ।”
10 ସେଥିରେ ବାର ଶିଷ୍ୟମାନଙ୍କ ମଧ୍ୟରୁ ଇଷ୍କାରିୟୋତୀୟ ଯିହୂଦା ନାମକ ଜଣେ ଯୀଶୁଙ୍କୁ ପ୍ରଧାନ ଯାଜକମାନଙ୍କ ହସ୍ତରେ ସମର୍ପଣ କରିବା ନିମନ୍ତେ ସେମାନଙ୍କ ନିକଟକୁ ଗଲା।
ଏନ୍ ଇଡ଼ିଙ୍ଗ୍ ଗମ୍ୱାର୍ ସିସ୍ ପ୍ରେରିତ୍ଇଂବାନ୍ ମୁଇଂଜା ପ୍ରେରିତ୍ ମ୍ନା ପୁଜାରିଇଂ ଏତେ ବାଲିର୍ ମାବା ଡିଙ୍ଗ୍ନ୍ସା ୱେକେ । ଆକେନ୍ ପ୍ରେରିତ୍ନେ ମ୍ନିଲେଃକେ ଇଷ୍କରିୟଥ୍ ଜିଉଦା । ମେଁ ଜିସୁକେ ମ୍ନା ପୁଜାରିଇଂନେ ନ୍ତି ନ୍ନିଆ ଆସା ବିନେସା ଚାଏଁଡିଂକେ ।
11 ସେମାନେ ତାହା ଶୁଣି ଆନନ୍ଦିତ ହେଲେ ଓ ତାହାଙ୍କୁ ଟଙ୍କା ଦେବା ପାଇଁ ପ୍ରତିଜ୍ଞା କଲେ। ସେଥିରେ ସେ ତାହାଙ୍କୁ ସୁବିଧା ଅନୁସାରେ କିପରି ଧରାଇଦେଇ ପାରେ, ଏହା ଅନ୍ୱେଷଣ କରିବାକୁ ଲାଗିଲା।
ମ୍ନା ପୁଜାରିଇଂ ଜିଉଦାନେ ଆକେନ୍ ସାମୁଆଁ ୱେଚେ ଜବର୍ ସାର୍ଦା ଡିଙ୍ଗ୍କେ । ଆରି ଆମେଇଂକେ ଡାବୁ ବିନ୍ସା ପାର୍ମାନ୍ ଡିଙ୍ଗ୍ ବକେ । ଆତ୍ଅରିଆ ଜିଉଦା ଜିସୁକେ ମ୍ନାନେ ପୁଜାରିଇଂନେ ନ୍ତି ନ୍ନିଆ ଆଃସା ବିଃନ୍ସା ଉପାୟ୍ ତୁର୍ ଡିଙ୍ଗ୍ଗେ ।
12 ପରେ ଖମୀରଶୂନ୍ୟ ରୁଟି ପର୍ବର ପ୍ରଥମ ଦିନରେ, ଯେଉଁ ଦିନ ନିସ୍ତାର ପର୍ବର ମେଷଶାବକ ବଳିଦାନ କରାଯାଏ, ସେହି ଦିନ ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ପଚାରିଲେ, ଆମ୍ଭେମାନେ ଯାଇ କେଉଁ ସ୍ଥାନରେ ଆପଣଙ୍କ ନିମନ୍ତେ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କରିବୁ ବୋଲି ଆପଣ ଇଚ୍ଛା କରନ୍ତି?
ଉଦାର୍ନେ ପାଣ୍ଡୁଏଃ ଆରି ଖମିର ଶୂନ୍ୟ ରୁଟି ପାଣ୍ଡୁଏଃନେ ସେନୁଗ୍ ଦିନ୍ ଜିଉଦିଇଙ୍ଗ୍ ଉଦାର୍ ପାଣ୍ଡୁଏଃ ନ୍ସା ମେଣ୍ଡା ଉଙ୍ଗ୍ଡେକେ ସିଃଆର୍ଏ । ଆତେନ୍ ସ୍ମି ଜିସୁନେ ଡାଗ୍ରା ମେଁଇଙ୍ଗ୍ନେ ସିସ୍ଇଂ ପାଙ୍ଗ୍ଚେ ସାଲିଆଃକୁକେ, “ଉଦାର୍ ପାଣ୍ଡୁଏ ବଜିନ୍ନିଆ ନାଁ ନ୍ସା ସାପା କିଚି ଆରେନ୍ସା ଆଣ୍ଡିନେୱେ ଡାଗ୍ଚେ ନାଁ ଚାଏଁନାଡିଙ୍ଗ୍କେ?”
13 ସେଥିରେ ସେ ଆପଣା ଶିଷ୍ୟମାନଙ୍କ ମଧ୍ୟରୁ ଦୁଇ ଜଣକୁ ଏହା କହି ପଠାଇଲେ, “ତୁମ୍ଭେମାନେ ନଗରକୁ ଯାଅ, ଆଉ ଜଳକୁମ୍ଭ ଘେନି ଯାଉଥିବା ଜଣେ ଲୋକ ତୁମ୍ଭମାନଙ୍କୁ ଭେଟିବ; ତାହାର ପଛେ ପଛେ ଯାଅ;
ଏନ୍ ଇଡ଼ିଙ୍ଗ୍ ଜିସୁ ମ୍ବାୟା ସିସ୍କେ ସହର୍ନ୍ନିଆ ବେକେ । ଜିସୁ ଆମେଇଂକେ ବାସଙ୍ଗ୍କେ, “ସହର୍ନିଆ ୱେଲାପା । ମୁଇଂ ରେମୁଆଁ ଣ୍ଡିଆକୁଇ ଡୁଂୱେ ଡିଙ୍ଗ୍କ୍ନେ ପେକେଏ । ଆତେନ୍ ରେମୁଆଁ ପେ ଡାଗ୍ରା ପାଙ୍ଗ୍ଏ । ପେ ମେଁ ପ୍ଲା ପେୱେଏ ।
14 ସେ ଯେଉଁ ଗୃହରେ ପ୍ରବେଶ କରିବ, ସେହି ଗୃହର କର୍ତ୍ତାଙ୍କୁ କୁହ, ଗୁରୁ ପଚାରୁଅଛନ୍ତି, ମୁଁ ମୋହର ଶିଷ୍ୟମାନଙ୍କ ସହିତ ଯେଉଁଠାରେ ନିସ୍ତାର ପର୍ବର ଭୋଜ ପାଳନ କରିବି, ମୋହର ସେହି ଅତିଥିଶାଳା କାହିଁ?
ଆତେନ୍ ରେମୁଆଁ ମୁଇଙ୍ଗ୍ ଡୁଆ ଗାଏ ପେଡିଗ୍ ୱେଚେ ଆତେନ୍ ଡୁଆନେ ମାଲିକ୍କେ ପେବାସଙ୍ଗ୍ ଜେ’ ଗୁରୁ ବେ’ବକେ ନେଙ୍ଗ୍ନେ ସିସ୍ଇଂଏତେ ଉଦାର୍ ପାଣ୍ଡୁଏ ବଜି ଆଣ୍ଡିନେ ବାକ୍ରାନ୍ନିଆ ମ୍ପାଲେଏ, ଆତେନ୍ ବାକ୍ରା ଆନେଙ୍ଗ୍ ଆସୁଏ ବିଲା? ଆମେକେ ବାସଙ୍ଗ୍ ଜେ’ ଗୁରୁ ଆକେନ୍ ମ୍ୟାନ୍ସା ଇକ୍ଚା ଡିଙ୍ଗ୍ଡିଙ୍ଗ୍କେ ।
15 ସେଥିରେ ସେ ତୁମ୍ଭମାନଙ୍କୁ ସୁସଜ୍ଜିତ ଓ ପ୍ରସ୍ତୁତ ଗୋଟିଏ ଉପରିସ୍ଥ ବୃହତ କୋଠରୀ ଦେଖାଇଦେବେ; ସେ ସ୍ଥାନରେ ଆମ୍ଭମାନଙ୍କ ପାଇଁ ପ୍ରସ୍ତୁତ କର।”
ଡୁଆ ମାଲିକ୍ ପେଇଙ୍ଗ୍ନେସା ଆଡ଼ାତ୍ରା ମହଲାନେ ସାପା କିଚି ସଜେବକେ ମୁଇଙ୍ଗ୍ ମ୍ନା ଡୁଆ ଆଃସୁଏ ବିଏ । ପେ ସାପାରେ ଆତ୍ ଅରିଆ ଚଙ୍ଗ୍ନେ ଆର୍ମେ ବପା ।”
16 ତହିଁରେ ଶିଷ୍ୟମାନେ ପ୍ରସ୍ଥାନ କରି ନଗରରେ ପ୍ରବେଶ କଲେ, ପୁଣି, ଯୀଶୁ ସେମାନଙ୍କୁ ଯେପରି କହିଥିଲେ, ସେହିପରି ଦେଖି ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କଲେ।
ଇଡ଼ିଙ୍ଗ୍ ସିସ୍ଇଂ ଆତ୍ବାନ୍ ସହର୍ନ୍ନିଆ ୱେଆର୍କେ । ଜିସୁ ଆମେଇଂକେ ମେଁନେ ବାସଙ୍ଗ୍ ବକେ ସାପା ସାମୁଆଁ ଦେତୁଆ ଡିଙ୍ଗ୍କେ । ଆତ୍ ଡାଗ୍ରା ମେଇଂ ଉଦାର୍ ପାଣ୍ଡୁଏ ଚଙ୍ଗ୍ନେ ତିଆର୍ ଡିଙ୍ଗ୍ଆର୍କେ ।
17 ସନ୍ଧ୍ୟା ହୁଅନ୍ତେ ସେ ବାର ଶିଷ୍ୟଙ୍କ ସହିତ ଆସିଲେ।
ଲମ୍ଡିଗ୍ ବେଲା ଜିସୁ ଗମ୍ୱାର୍ ରେମୁଆଁ ସିସ୍ଇଂକେ ସଙ୍ଗେ ସାଃଚେ ଆତ୍ ଅରିଆ ୱେଚାକେ ।
18 ସେମାନେ ବସି ଭୋଜନ କରୁଥିବା ସମୟରେ ଯୀଶୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭମାନଙ୍କ ମଧ୍ୟରୁ ଜଣେ, ଯେ କି ମୋʼ ସାଙ୍ଗରେ ଭୋଜନ କରୁଅଛି, ସେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରିବ।”
ମେଇଂ ଚଙ୍ଗ୍ନେ ବେଲା ଜିସୁ ବାସଙ୍ଗ୍କେ, “ନେଙ୍ଗ୍ ଆପେକେ ସତ୍ ବାସଙ୍ଗ୍ଣ୍ଡିଂକେ ମାତର୍ ନେଙ୍ଗ୍ଏତେ ଚଙ୍ଗ୍ ଡିଙ୍ଗ୍କ୍ନେ ପେନେ ବାନ୍ ମୁଇଂଜା ନେଙ୍ଗ୍ ଆତ୍ଲା ବିରଦ୍ଣ୍ଡ୍ରେନେ ନ୍ତି ଅରିଆ ସର୍ପେ ବିଏ ।”
19 ସେଥିରେ ଶିଷ୍ୟମାନେ ଦୁଃଖିତ ହୋଇ ଜଣ ଜଣ କରି ତାହାଙ୍କୁ ପଚାରିବାକୁ ଲାଗିଲେ, ସେ କଅଣ ମୁଁ?
ଆକେନ୍ ଅଁଚେ ସିସ୍ଇଙ୍ଗ୍ ଜବର୍ ମନ୍ ଦୁକ୍ ଡିଙ୍ଗ୍ କିକେ । ସାପାରେ ଜିସୁକେ ବାସଙ୍ଗ୍ଆର୍କେ “ସତେଆଃ ନେଙ୍ଗ୍ ଆତେନ୍ ରେମୁଆଁ ଣ୍ଡୁ ।”
20 ଯୀଶୁ ସେମାନଙ୍କୁ କହିଲେ, “ବାରଜଣଙ୍କ ମଧ୍ୟରୁ ଜଣେ, ଯେ କି ମୋʼ ସହିତ ପାତ୍ରରେ ହାତ ବୁଡ଼ାଉଅଛି।
ଇଡ଼ିଙ୍ଗ୍ ଜିସୁ ଆମେଇଂକେ ବାସଙ୍ଗ୍କେ, “ଆତେନ୍ ରେମୁଆଁ ପେ ଗୋମ୍ୱାର୍ ରେମୁଆଁ ବାନ୍ ମୁଇଂଜା ଜାଣ୍ଡେ କି ନେଙ୍ଗ୍ ଏତେ ମୁଇଙ୍ଗ୍ ଗିନାନ୍ନିଆ ରୁଟି ଜଣ୍ଡିଆ ଞ୍ଚଙ୍ଗ୍କେ ।
21 ମନୁଷ୍ୟପୁତ୍ରଙ୍କ ବିଷୟରେ ଯେପରି ଲେଖାଅଛି, ସେହିପରି ସେ ଯାଉଅଛନ୍ତି ସତ୍ୟ, କିନ୍ତୁ ଯେଉଁ ଲୋକ ଦ୍ୱାରା ମନୁଷ୍ୟପୁତ୍ର ଶତ୍ରୁ ହସ୍ତରେ ସମର୍ପିତ ହେଉଅଛନ୍ତି, ହାୟ, ସେ ଦଣ୍ଡର ପାତ୍ର! ସେହି ଲୋକ ଜନ୍ମ ହୋଇ ନ ଥିଲେ ତାହା ପକ୍ଷରେ ଭଲ ହୋଇଥାଆନ୍ତା।”
ମାପ୍ରୁ ଉଙ୍ଗ୍ଡେ ୱେଚେ ଗୁଏଃଏ । ଆକେନ୍ ଗଟେଏ ଡାଗ୍ଚେ ସାସ୍ତର୍ନ୍ନିଆ ଗୁଆର୍ ବକେ । ମାତର୍ ମୁଃଡ଼ି ରେମୁଆଁବାନ୍ ମାପ୍ରୁ ଉଂଡେକେ ବିରଦ୍ଣ୍ଡ୍ରେନେ ନ୍ତି ଡାଗ୍ରା ଆସା ବିଏ, ମେଁ ଜନମ୍ ଆଡିଙ୍ଗ୍ଲା ନିମାଣ୍ଡା ପାଡିଙ୍ଗ୍ ।”
22 ସେମାନେ ଭୋଜନ କରୁଥିବା ସମୟରେ ଯୀଶୁ ରୁଟି ଘେନି ଆଶୀର୍ବାଦ କଲେ ଓ ତାହା ଭାଙ୍ଗି ସେମାନଙ୍କୁ ଦେଇ କହିଲେ, “ନିଅ, ଏହା ମୋହର ଶରୀର।”
ମେଇଙ୍ଗ୍ ଚଙ୍ଗ୍ ବେଲା ଜିସୁ ଇକୁଡ଼ା ରୁଟି ଡୁଂୱେଚେ । ଆତେନ୍ ରୁଟିନ୍ସା ପର୍ମେସର୍କେ ଦନ୍ୟବାଦ୍ ବିକେ । ରୁଟି ଟିକ୍ଚିଚେ ସିସ୍ଇଂକେ ବିଚେ ବାସଙ୍ଗ୍କେ, “ଆକେନ୍ ରୁଟି ଡିଂଡିଂକେ ନେଙ୍ଗ୍ନେ ଗାଗ୍ଡ଼େ ।”
23 ପୁଣି, ସେ ପାନପାତ୍ର ଘେନି ଧନ୍ୟବାଦ ଦେଇ ଶିଷ୍ୟମାନଙ୍କୁ ଦେଲେ ଓ ସମସ୍ତେ ସେଥିରୁ ପାନ କଲେ।
ଇଡ଼ିଙ୍ଗ୍ ମେଁ ଅଙ୍ଗୁର୍ ରସ୍ନେ ମୁତା ଡୁଂୱେଗେ । ମେଁନ୍ସା ପର୍ମେସର୍କେ ଦନ୍ୟବାଦ୍ ବିକେ । ଇଡ଼ିଙ୍ଗ୍ ଆତେନ୍ ସିସ୍ଇଂକେ ବିକେ । ମାନ୍ଦାରେ ଆତେନ୍ ମୁତାନେ ଅଙ୍ଗୁର୍ ରସ୍ ଉଗ୍ଆର୍କେ ।
24 ଆଉ, ଯୀଶୁ ସେମାନଙ୍କୁ କହିଲେ, “ଯେଉଁ ନିୟମର ରକ୍ତ ଅନେକଙ୍କ ନିମନ୍ତେ ଢାଳି ଦିଆଯାଏ, ଏ ମୋହର ସେହି ରକ୍ତ।
ଇଡ଼ିଙ୍ଗ୍ ଜିସୁ ବାସଙ୍ଗ୍କେ, “ଆକେନ୍ ନେଙ୍ଗ୍ନେ ମ୍ୟା । ନେଙ୍ଗ୍ନେ ମ୍ୟା ମୁଇଙ୍ଗ୍ ତ୍ମିନେ ନିଅମ୍ ଆରାମ୍ ଆଃଡିଙ୍ଗ୍ଏ । ଏନ୍ ନିଅମ୍ଲେ ପର୍ମେସର୍ବାନ୍ ମେଇଙ୍ଗ୍ ରେମୁଆଁନ୍ସା ଡିଙ୍ଗ୍ଏ । ଏନ୍ ମ୍ମ୍ୟାଁ ସାପା ରେମୁଆଁନ୍ସା ବି’ବକେ ।
25 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେଉଁ ଦିନ ମୁଁ ଈଶ୍ବରଙ୍କ ରାଜ୍ୟରେ ନୂଆ କରି ଦ୍ରାକ୍ଷାଫଳର ରସ ପାନ କରିବି, ସେହି ଦିନ ପର୍ଯ୍ୟନ୍ତ ଏହା ଆଉ କେବେ ହେଁ ପାନ କରିବି ନାହିଁ।”
ନେଙ୍ଗ୍ ଆପେକେ ସତ୍ ବାସଙ୍ଗ୍ ଡିଙ୍ଗ୍ । ନେଙ୍ଗ୍ ଅନା ଜାକ ପର୍ମେସର୍ନେ ରାଇଜ୍ନ୍ନିଆ ତ୍ମି ଅଙ୍ଗୁର୍ ରସ୍ ଉଁଗ୍ଏ ଆତେନ୍ ଦିନା ଜାକ ଏନ୍ ଅଙ୍ଗୁର୍ ରସ୍ ନେଙ୍ଗ୍ ଅଃନା ଡିଗ୍ ନାଉଗ୍ ଣ୍ଡୁ ।”
26 ପୁଣି, ସେମାନେ ସ୍ତବଗାନ କଲା ଉତ୍ତାରେ ଜୀତପର୍ବତକୁ ବାହାରିଗଲେ।
ସାପା ସିସ୍ଇଙ୍ଗ୍ କୁଡ଼େଃଚେ ମୁଇଙ୍ଗ୍ ଦନ୍ୟବାଦ୍ ଅସ୍ମାର୍ ସାର୍ଚେ ଆରି ଇଡ଼ିଙ୍ଗ୍ ଜିତକଣ୍ଡା ଆଡ଼ାତ୍ରା ତାର୍ ୱେଆର୍କେ ।
27 ସେତେବେଳେ ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ସମସ୍ତେ ବିଘ୍ନ ପାଇବ, କାରଣ ଲେଖାଅଛି, ‘ଆମ୍ଭେ ମେଷପାଳକକୁ ପ୍ରହାର କରିବା, ଆଉ ମେଷଗୁଡ଼ିକ ଛିନ୍ନଭିନ୍ନ ହୋଇଯିବେ।’
ଜିସୁ ସିସ୍ଇଙ୍ଗ୍କେ ବାସଙ୍ଗ୍କେ, “ପେ ସାପାରେ ବିସ୍ବାସ୍ ମାବଚେ ପେକେଏ, ଆକେନ୍ ସାସ୍ତର୍ନିଆ ଗୁଆର୍ବକେ, ନେଙ୍ଗ୍ ମେଣ୍ଡା ତୁର୍ତ୍ୟାରେକେ ବାଗୁଏ ମ୍ବିଏ ଆରି ମେଣ୍ଡାଇଂ ଆଙ୍କ୍ ଆନ୍ତ୍ ଡଣ୍ଡିଆର୍ଏ ।
28 କିନ୍ତୁ ମୁଁ ଉତ୍ଥିତ ହେବା ପରେ ତୁମ୍ଭମାନଙ୍କ ଆଗେ ଗାଲିଲୀକୁ ଯିବି।”
ମାତର୍ ନେଙ୍ଗ୍ ଗୁଏଚେ ମ୍ୱ୍ରକ୍ନେ ଇଡ଼ିଙ୍ଗ୍ ପେନେ ସେନୁଗ୍ ଗାଲିଲୀ ପ୍ରଦେସ୍ ୱେଏ ।”
29 ମାତ୍ର ପିତର ତାହାଙ୍କୁ କହିଲେ, ଯଦ୍ୟପି ସମସ୍ତେ ବିଘ୍ନ ପାଇବେ, ତଥାପି ମୁଁ ପାଇବି ନାହିଁ।
ମାତର୍ ପିତର୍ ବାସଙ୍ଗ୍କେ, “ବିନ୍ ସାପା ସିସ୍ଇଂ ଆନାକେ ଆନ୍ତାର୍ ୱେଆର୍ଲା ଡିଗ୍ ନେଙ୍ଗ୍ ମୁଲ୍କେ ନ୍ନାୱେ ଣ୍ଡୁ ।”
30 ଯୀଶୁ ତାହାଙ୍କୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଅଛି, ଆଜି ଏହି ରାତିରେ କୁକୁଡ଼ା ଦ୍ୱିତୀୟ ଥର ଡାକିବା ପୂର୍ବରୁ ତୁମ୍ଭେ ମୋତେ ତିନି ଥର ଅସ୍ୱୀକାର କରିବ।”
ଜିସୁ ବାସଙ୍ଗ୍କେ “ନେଙ୍ଗ୍ ଆପେକେ ସତ୍ ବାସଙ୍ଗ୍ ଣ୍ଡିଙ୍ଗ୍କେ ଏଃ ମିଡିଗ୍ ଗିସେଙ୍ଗ୍ ମ୍ୱାର୍ତର୍ ସନେ ସେନୁଗ୍ ନା ଆନେଙ୍ଗ୍ ନ୍ନାସାମୁଆଁକେ ଡାଗ୍ଚେ ଞ୍ଜିତର୍ ନାବାସଙ୍ଗ୍ଏ ।”
31 କିନ୍ତୁ ପିତର ଦୃଢ଼ରୂପେ କହିବାକୁ ଲାଗିଲେ, ଯଦି ମୋତେ ଆପଣଙ୍କ ସାଙ୍ଗରେ ମରିବାକୁ ହୁଏ, ତଥାପି ମୁଁ ଆପଣଙ୍କୁ କେବେ ହେଁ ଅସ୍ୱୀକାର କରିବି ନାହିଁ। ପୁଣି, ସମସ୍ତେ ମଧ୍ୟ ସେହି ପ୍ରକାର କହିଲେ।
ଆକେନ୍ ସାମୁଆଁ ଅଁଚେ ପିତର୍ ଆରି ମାଲେ କିରଚେ ବାସଙ୍ଗ୍କେ, “ଆନେଙ୍ଗ୍ ନାଁ ଏତେ ଗୁଏନେ ପଡ଼େଲା ଡିଗ୍ ନେଙ୍ଗ୍ ଆନାକେ ନ୍ନାସାମୁଆଁକେ ଡାଗ୍ଚେ ଅଃନାଡିଗ୍ ନ୍ନାବାସଙ୍ଗ୍ ଣ୍ଡୁ ।” ବିନ୍ ସାପାରେ ସିସ୍ଇଂ ଡିଗ୍ ଦେତୁଆ ବାଲିର୍ ଆର୍କେ ।
32 ପରେ ସେମାନେ ଗେଥ୍ଶିମାନୀ ନାମକ ଗୋଟିଏ ସ୍ଥାନକୁ ଆସିଲେ, ଆଉ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, “ମୁଁ ପ୍ରାର୍ଥନା କରୁଥିବା ପର୍ଯ୍ୟନ୍ତ ତୁମ୍ଭେମାନେ ଏଠାରେ ବସିଥାଅ।”
ଜିସୁ ଆରି ମେନେ ସିସ୍ଇଂ ଗେଥସିମନୀ ମ୍ନିକ୍ନେ ମୁଇଙ୍ଗ୍ ଡୁଗ୍ଡିନ୍ନିଆ ପାଙ୍ଗ୍ ଆର୍କେ । ଜିସୁ ସିସ୍ଇଂକେ ବାସଙ୍ଗ୍କେ, “ନେଙ୍ଗ୍ ପାର୍ତନା ଡିଙ୍ଗ୍ ଜାକ ପେ ସାପାରେ ଆକ୍ଅରିଆ କଲାପା ।”
33 ପୁଣି, ସେ ପିତର, ଯାକୁବ ଓ ଯୋହନଙ୍କୁ ସାଙ୍ଗରେ ଘେନି ଅତ୍ୟନ୍ତ ବିସ୍ମୟାନ୍ୱିତ ଓ ବ୍ୟାକୁଳ ହେବାକୁ ଲାଗିଲେ।
ମେଁ ପିତର୍ ଜାକୁବ୍ ଆରି ଜହନ୍କେ ମେଙ୍ଗ୍ ଏତେ ପାଙ୍ଗ୍ନେ ବାସଙ୍ଗ୍କେ । ଇଡ଼ିଙ୍ଗ୍ ଜିସୁ ମାଲେ ତାନ୍ଦ୍ରା ଡିଙ୍ଗ୍ଚେ ଆରି ଦୁକ୍ ଡିଙ୍ଗ୍ନେ ଲାଗେକେ ।
34 ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ମୋହର ପ୍ରାଣ ମୃତ୍ୟୁଭୋଗ କରିବା ପରି ଅତ୍ୟନ୍ତ ଶୋକାକୁଳ ହେଉଅଛି; ତୁମ୍ଭେମାନେ ଏଠାରେ ରହି ଜାଗିଥାଅ।”
ଜିସୁ ପିତର୍ ଜାକୁବ୍ ଆରି ଜହନ୍କେ ବାସଙ୍ଗ୍କେ, “ନେଙ୍ଗ୍ନେ ଜିବନ୍ ତାର୍ୱେଗେ ସୁଗୁଆ ଲାଗେଡିଙ୍ଗ୍କେ । ଆକ୍ଅରିଆ ପେ ନେଙ୍ଗ୍ସା ଉର୍ ଲାଃଲାପା ।”
35 ପୁଣି, ଯୀଶୁ ଅଳ୍ପ ଦୂର ଆଗକୁ ଯାଇ ଭୂମିରେ ପଡ଼ି, ଯଦି ହୋଇପାରେ, ସେହି ସମୟ ତାହାଙ୍କଠାରୁ ଯେପରି ଦୂର ହୁଏ, ଏଥିନିମନ୍ତେ ପ୍ରାର୍ଥନା କରିବାକୁ ଲାଗିଲେ।
ଜିସୁ ମେଇଂନେ ବାନ୍ ଇକୁଡ଼ା ଉଡ଼ି ସ୍ଲ ଅଲେଙ୍ଗ୍ ୱେଚେ । ଇଡ଼ିଙ୍ଗ୍ ଜିସୁ ତୁବନ୍ନିଆ ଲଃଚେ ଆରି ପାର୍ତନା ଡିଙ୍ଗ୍କେ ଜେ’ “ଜଦି ଡିଙ୍ଗ୍ଏ ତେଲା ନେଙ୍ଗ୍ ବାନ୍ ସ୍ଲ ୱେଲେ ।”
36 ଆଉ ଯୀଶୁ କହିଲେ, “ଆବ୍ବା, ପିତଃ, ସମସ୍ତ ତୁମ୍ଭର ସାଧ୍ୟ; ଏହି ପାନପାତ୍ର ମୋʼଠାରୁ ଦୂର କର; ତଥାପି ମୋହର ଇଚ୍ଛା ନୁହେଁ, ମାତ୍ର ତୁମ୍ଭର ଇଚ୍ଛା।”
ଅ ନେଙ୍ଗ୍ନେ “ଆବା ନା ଆଡ଼ାତ୍ରା ସାପା ଡିଙ୍ଗ୍ଏ । ଏନ୍ ଦୁକାନେ ଉଗ୍ଡିଆଃନେ ମୁତାକେ ନେଙ୍ଗ୍ ବାନ୍ ସ୍ଲ ଡୁଂୱେଲା । ଏଲେଡିଗ୍ ନେଙ୍ଗ୍ନେ ଇଚା ଣ୍ତୁ ନାନେ ଇକ୍ଚା ପୁରନ୍ ଡିଙ୍ଗ୍ଲେ ।”
37 ପୁଣି, ସେ ଆସି ଶିଷ୍ୟମାନଙ୍କୁ ନିଦ୍ରିତ ଦେଖିଲେ ଓ ପିତରଙ୍କୁ କହିଲେ, “ଶିମୋନ, ତୁମ୍ଭେ କଅଣ ଶୋଇପଡ଼ିଲ? ଘଣ୍ଟାଏ ହେଲେ ଜାଗି ପାରିଲ ନାହିଁ?
ତେନ୍ଇଡ଼ିଂ ଜିସୁ ଆମେଇଂକେ କେକେ ବାରି ସିସ୍ଇଂନେ ଡାଗ୍ରା ଆଣ୍ଡେ ୱିଗ୍କେ । ମେଁ ମେଇଂକେ ଡୁଲେଗ୍ ଲେଃକ୍ନେ କେକେ । ମେଁ ପିତର୍କେ ବାସଙ୍ଗ୍କେ, “ଶିମୋନ ପେ ଡୁଲେଗ୍ ପେବିଗେ? ପେ ମୁଇଙ୍ଗ୍ ଗଣ୍ଟା ନ୍ସା ଉର୍ଲେଃ ପେୟାକେ?
38 ପରୀକ୍ଷାରେ ଯେପରି ନ ପଡ଼, ଏଥିପାଇଁ ଜାଗି ରହି ପ୍ରାର୍ଥନା କର; ଆତ୍ମା ଇଚ୍ଛୁକ ସତ୍ୟ, ମାତ୍ର ଶରୀର ଦୁର୍ବଳ।”
ଉର୍ଚେ ପାର୍ତନା ଡିଙ୍ଗ୍ ଜେ’ ପେ ଡିଃଡି କି ପରିକ୍ୟାନ୍ନିଆ ପେଲ । ଆଣ୍ଡିନେ ଟିକ୍ ପେନେ ଆତ୍ମା ଆତେନ୍ ଡିଙ୍ଗ୍ନେ ଚାଏଁଡିଂକେ ମାତର୍ ପେନେ ଗାଗ୍ଡ଼େ ପର୍ଚଲ୍ ଣ୍ଡୁ ।”
39 ସେ ପୁନର୍ବାର ଯାଇ ପୂର୍ବ ପରି କଥା କହି ପ୍ରାର୍ଥନା କଲେ।
ଜିସୁ ଆରି ମୁଇଂ ତର୍ ୱେଚେ ସେ ସୁଗା ପାର୍ତନା ଡିଂକେ ।
40 ପୁନଶ୍ଚ ସେ ଆସି ସେମାନଙ୍କୁ ନିଦ୍ରିତ ଦେଖିଲେ, କାରଣ ସେମାନଙ୍କ ଆଖି ମାଡ଼ିପଡ଼ୁଥିଲା, ଆଉ ସେମାନେ ତାହାଙ୍କୁ କି ଉତ୍ତର ଦେବେ, ତାହା ଜାଣି ନ ଥିଲେ।
ଏନ୍ ଇଡ଼ିଙ୍ଗ୍ ମେଁ ସିସ୍ଇଂନେ ଡାଗ୍ରା ଆଣ୍ଡେ ପାଙ୍ଗ୍କେ ଆରି କେକେ ଜେ ମେଇଙ୍ଗ୍ ଆରି ଡୁଲେଗ୍ ଲେଃଆର୍କେ । ମେଁଙ୍ଗ୍ନେ ମୁଆଃ ଲେମୁଆଃ ଡା ଡୁଂପାଂଡିଂ । ସିସ୍ଇଂ ମ୍ୟା ଆୟା ଆର୍କେ ଣ୍ଡୁ ଜେ ମେଇଙ୍ଗ୍ ଜିସୁକେ ମେଁନେ ଉତର୍ ବିଏ ।
41 ଯୀଶୁ ତୃତୀୟ ଥର ଆସି ଶିଷ୍ୟମାନଙ୍କୁ କହିଲେ, “ଅଳ୍ପ କ୍ଷଣ ଶୟନ କରି ବିଶ୍ରାମ କର; ଯଥେଷ୍ଟ ହେଲାଣି; ସେହି ସମୟ ଉପସ୍ଥିତ; ଦେଖ, ମନୁଷ୍ୟପୁତ୍ର ପାପୀମାନଙ୍କ ହସ୍ତରେ ସମର୍ପିତ ହେଉଅଛନ୍ତି।
ଜିସୁ ଞ୍ଜିତର୍ ପାର୍ତନା ଆଃଡାକ୍ନେ ଇଡ଼ିଙ୍ଗ୍ ସିସ୍ଇଂ ଡାଗ୍ରା ଆରି ପାଙ୍ଗ୍ଆର୍କେ ଆରି ବାସଙ୍ଗ୍ କିକେ “ଏବେ ଡିଗ୍ ପେ ଡୁଲେଗ୍ଚେ ପୁଣ୍ଡେ ପେଡିଙ୍ଗ୍କେ? ଜବର୍ ବେଲା ଡିଙ୍ଗ୍କେ । ଡାଗ୍ଲା ରେମୁଆଁ ଉଙ୍ଗ୍ଡେ ପାପିଇଂ ନ୍ତି ନ୍ନିଆ ଆଃସାଃ ବିଃନେ ବେଲା ଡାଗ୍ରା ପାଙ୍ଗ୍ ଡିଙ୍ଗ୍କେ ।
42 ଉଠ, ଆମ୍ଭେମାନେ ଯିବା, ଦେଖ, ଯେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରୁଅଛି, ସେ ନିକଟବର୍ତ୍ତୀ।”
ତଡ଼ିଆପା । ନେ ଏଃତର୍ ନେୱେପା । ଆନେଙ୍ଗ୍ ସତ୍ରୁ ନ୍ତିନିଆ ଆଃସା ବିନେ ରେମୁଆଁ ଏବେ ପାଙ୍ଗ୍ଡିଙ୍ଗ୍କେ ।”
43 ଆଉ ତତ୍କ୍ଷଣାତ୍, ଯୀଶୁ କଥା କହୁଥିବା ସମୟରେ, ଦ୍ୱାଦଶଙ୍କ ମଧ୍ୟରୁ ଯିହୂଦା ନାମକ ଜଣେ ଏବଂ ତାହା ସହିତ ପ୍ରଧାନ ଯାଜକ, ଶାସ୍ତ୍ରୀ ଓ ପ୍ରାଚୀନବର୍ଗଙ୍କଠାରୁ ଲୋକସମୂହ ଖଡ୍ଗ ଓ ଠେଙ୍ଗା ଧରି ଆସିଲେ।
ଜିସୁ ଆକେନ୍ ସାମୁଆଁ ବାସଙ୍ଗ୍ ଡିଙ୍ଗ୍ନେ ବେଲା ଜିଉଦା ପିଙ୍ଗ୍ଚାକେ । ମେଁ ଗମ୍ୱାର୍ ରେମୁଆଁ ପ୍ରେରିତ୍ଇଂ ବାନ୍ ମୁଇଂଜା ଲେଃକେ । ମେଁ ଏତେ ମାଲେ ରେମୁଆଁ ଲେଃକେ । ଆତେନ୍ ରେମୁଆଁଇଂକେ ମ୍ନାଃ ପୁଜାରି, ଦର୍ମସାସ୍ତ୍ରି ଆରି ଡକ୍ରା ଜିଉଦି ନେତାଇଂ ବେବଆର୍ଗେ । ଜିଉଦା ଆରି ଆତେନ୍ ରେମୁଆଁଇଂ ନ୍ତିନ୍ନିଆ କାଣ୍ଡା ଆରି ଟେଙ୍ଗ୍ ସାଃ ଲେଃଆର୍କେ ।
44 ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣକାରୀ ସେମାନଙ୍କୁ ଏହି ସଙ୍କେତ ଦେଇ କହିଥିଲା, ମୁଁ ଯାହାଙ୍କୁ ଚୁମ୍ବନ କରିବି, ସେ ସେହି; ତାହାଙ୍କୁ ଧରି ସାବଧାନରେ ଘେନିଯିବ।
ବିରଦ୍ ରେମୁଆଁଇଂକେ ଆସା ବିଃନ୍ସା ଜିହୁଦା ଆମେଇଂକେ ମୁଇଙ୍ଗ୍ ଚିନା ବିଃନ୍ସା ଟିକ୍ ଆଡିଙ୍ଗ୍ ବଗେ । ମେଁ ଆମେଇଂକେ ବାସଙ୍ଗ୍ବଗେ, “ମୁଡ଼ି ରେମୁଆଁକେ ନେଙ୍ଗ୍ ମ୍ୱୟ୍ନ୍ତାଏ ଆମେକେ ଆଃ ପେ ତୁର୍ ପେଡିଙ୍ଗ୍କେ । ଆମେକେ ପେ ପେସାଃଏ । ପେ ଆମେକେ କଏଦ୍ ପେରାଡିଙ୍ଗ୍ଏ ଆରି ଜାଗ୍ରତ୍ ରେ ସ୍ଲ ଡୁଙ୍ଗ୍ ପେୱେଏ ।”
45 ଏଣୁ ସେ ସେହିକ୍ଷଣି ତାହାଙ୍କ ପାଖକୁ ଯାଇ, ହେ ଗୁରୁ ବୋଲି କହି ତାହାଙ୍କୁ ଚୁମ୍ବନ କଲା।
ଦାପ୍ରେ ଜିଉଦା ଜିସୁନେ ଡାଗ୍ରା ୱେଚେ ବାସଙ୍ଗ୍କେ, “ଗୁରୁ ।” ଇଡ଼ିଙ୍ଗ୍ ଜିଉଦା ଜିସୁକେ ବୈନ୍ତା ବିକେ ।
46 ସେଥିରେ ସେମାନେ ତାହାଙ୍କ ଉପରେ ହାତ ପକାଇ ତାହାଙ୍କୁ ଧରିଲେ।
ଆକେନ୍ ବେଲା ରେମୁଆଁଇଙ୍ଗ୍ ଜିସୁକେ ସାଚେ ଗାଗ୍ଆର୍କେ ।
47 କିନ୍ତୁ ପାଖରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ ଜଣେ ଖଣ୍ଡା ବାହାର କଲେ ଏବଂ ମହାଯାଜକଙ୍କ ଦାସକୁ ଆଘାତ କରି ତାହାର କାନ କାଟିପକାଇଲେ।
ଜିସୁ ଡାଗ୍ରା ତୁଆଁ ଲେଃକ୍ନେ ମୁଇଂଜା ସିସ୍ ମେଁନେ କାଣ୍ଡା ଆତାର୍ଚେ ମ୍ନା ପୁଜାରିନେ ମୁଇଂ ଗତିରେକେ ସି । ଆତେନ୍ ଗତିରେନେ ନ୍ଲୁଗ୍ ଟିକ୍ଚିୱେଗେ ।
48 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ଡକାଇତ ବିରୁଦ୍ଧରେ ବାହାରିବା ପରି ଖଣ୍ଡା ଓ ଠେଙ୍ଗା ଘେନି ତୁମ୍ଭେମାନେ କଅଣ ମୋତେ ଧରିବାକୁ ଆସିଲ?
ଜିସୁ ଆତେନ୍ ରେମୁଆଁଇଂକେ ବାସଙ୍ଗ୍କେ, “ନେଙ୍ଗ୍ ମେଁନେ ମୁଇଙ୍ଗ୍ ଦସିଣ୍ଡ୍ରେ ଜେ ପେଇଙ୍ଗ୍ କାଣ୍ଡା ଆରି ଟେଙ୍ଗ୍ ଡୁଂପାଙ୍ଗ୍ଚେ ଆନେଙ୍ଗ୍ ସାହାନ୍ସା ପାଙ୍ଗ୍ ପେଲେ?
49 ମୁଁ ପ୍ରତିଦିନ ତୁମ୍ଭମାନଙ୍କ ସହିତ ମନ୍ଦିରରେ ଥାଇ ଶିକ୍ଷା ଦେଉଥିଲି, କିନ୍ତୁ ତୁମ୍ଭେମାନେ ମୋତେ ଧରିଲ ନାହିଁ; ମାତ୍ର ଧର୍ମଶାସ୍ତ୍ରର ବାକ୍ୟସମୂହ ଯେପରି ସଫଳ ହୁଏ, ସେଥିନିମନ୍ତେ ଏହି ସମସ୍ତ ଘଟୁଅଛି।”
ଦିନ୍କେ ମନ୍ଦିର୍ନ୍ନିଆ ସିକ୍ୟା ବିଃନେ ବେଲା ନେଙ୍ଗ୍ ପେଏଃତେ ଲେଃଣ୍ଡିଂଗେ । ମାତର୍ ଆତେନ୍ ବେଲା ପେ ଆନେଙ୍ଗ୍କେ ପେଗାଗ୍କେ । ମାତର୍ ସାସ୍ତର୍ ଡିରକମ୍ ଗୁଆର୍ବକେ ଆତେନ୍ ଦେତ୍ ରକମ୍ ଗଟେଡିଙ୍କେ ।”
50 ସେତେବେଳେ ସମସ୍ତେ ତାହାଙ୍କୁ ଛାଡ଼ି ପଳାଇଗଲେ।
ଇଡ଼ିଙ୍ଗ୍ ଜିସୁକେ ସିସ୍ଇଂ ଆନ୍ତାର୍ଚେ ଡଆର୍ଗେ ।
51 କିନ୍ତୁ ଜଣେ ଯୁବା ଉଲଗ୍ନ ଦେହରେ ଖଣ୍ଡେ ସରୁ ଚାଦର ଘୋଡ଼ାଇ ହୋଇ ତାହାଙ୍କ ପଛେ ପଛେ ଯାଉଥିଲା; ସେମାନେ ତାହାକୁ ଧରିଲେ,
ମୁଇଂ ଙ୍ଗିରେ ଜିସୁନେ ପ୍ଲା ୱେଡିଙ୍ଗ୍ଗେ । ମେଁ ଡିଲାଡିଗ୍ ଇକୁଡ଼ା ଡାଆଁନେ ସୁତା ପାଟାଇ ଗ୍ୱାଲେଗ୍ ଲେଃକେ । ଆତେନ୍ ରେମୁଆଁଇଂ ଙ୍ଗିର୍ବଏକେ ସାଃନ୍ସା ଉପାୟ୍ ଡିଙ୍ଗ୍ଆର୍କେ ।
52 ମାତ୍ର ସେ ସେହି ସରୁ ଚାଦର ଖଣ୍ଡିକ ଛାଡ଼ିଦେଇ ଖାଲି ଦେହରେ ପଳାଇଗଲା।
ମେଁ ପାଟାଇ ତବିଚେ ଆରି ଲାଙ୍ଗ୍ଲା ଡିଙ୍ଗ୍ଚେ ଡଗେ ।
53 ପରେ ସେମାନେ ଯୀଶୁଙ୍କୁ ମହାଯାଜକଙ୍କ ନିକଟକୁ ଘେନିଗଲେ, ପୁଣି, ପ୍ରଧାନ ଯାଜକ, ପ୍ରାଚୀନ ଓ ଶାସ୍ତ୍ରୀମାନେ ସମସ୍ତେ ଆସି ଏକତ୍ର ହେଲେ।
ଆତେନ୍ ରେମୁଆଁଇଂ ଜିସୁକେ ମ୍ନା ପୁଜାରିନେ ଡାଗ୍ରା ଡୁଂୱେଆର୍କେ । ସାପାରେ ମ୍ନାଃ ପୁଜାରି ଦର୍ମ ନେତାଇଂ ଦର୍ମସାସ୍ତ୍ରିଇଂ ସାପାରେ ପାଙ୍ଗ୍ଚେ ମୁଇଂନ୍ନିଆ ରିସିଙ୍ଗ୍ ଆର୍କେ ।
54 ପିତର ଦୂରରେ ରହି ତାହାଙ୍କ ପଛେ ପଛେ ମହାଯାଜକଙ୍କ ପ୍ରାଙ୍ଗଣ ଭିତରକୁ ଗଲେ ଓ ପଦାତିକମାନଙ୍କ ସହିତ ବସି ନିଆଁ ସେକି ହେଉଥିଲେ।
ପିତର୍ ଜିସୁନେ ବାନ୍ ସ୍ଲ ଲେଃଚେ ମେଁନେ ପ୍ଲା ପାଙ୍ଗ୍ଚେ ମ୍ନା ପୁଜାରିନେ ଡୁଆନେ ବାଜାର୍ ଅରିଆ ପିଙ୍ଗ୍ଚାକେ । ମେଁ ଆତ୍ ଅରିଆ ଉର୍ଣ୍ଡ୍ରେଏତେ କ ଲେଃଚେ ସୁଆନ୍ନିଆ ର୍ନିଃ ଡିଙ୍ଗ୍ଗେ ।
55 ଇତିମଧ୍ୟରେ ପ୍ରଧାନ ଯାଜକମାନେ ଓ ସମସ୍ତ ମହାସଭା ଯୀଶୁଙ୍କୁ ବଧ କରିବା ନିମନ୍ତେ ତାହାଙ୍କ ବିରୁଦ୍ଧରେ ସାକ୍ଷ୍ୟ ଅନ୍ୱେଷଣ କରିବାକୁ ଲାଗିଲେ, କିନ୍ତୁ ପାଇଲେ ନାହିଁ;
ମ୍ନା ପୁଜାରି ଆରି ଜିଉଦିଇଂ ସାପାରେ ମ୍ନା କୁକପାର୍ ନିଆ ଜିସୁକେ ଗୁଏନେଦଣ୍ଡ୍ ବିଃନ୍ସା ମେଇଂନେ ବିରଦ୍ରେ ମେଃଡିଗ୍ ବୁଲ୍ ପର୍ମାନ୍ ବାନ୍ସା ଚେସ୍ଟା ଡିଂଆର୍କେ ତେଲା ମେଇଙ୍ଗ୍ ଗୁଏନେ ଡଣ୍ଡ୍ ବିନ୍ସା ମେଃଡିଗ୍ ସାକି ଆବା ଆର୍କେ ଣ୍ଡୁ ।
56 କାରଣ ଅନେକେ ତାହାଙ୍କ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦେଲେ ହେଁ ସେମାନଙ୍କର ସାକ୍ଷ୍ୟ ମିଶିଲା ନାହିଁ।
ଜାବର୍ ରେମୁଆଁ ପାଙ୍ଗ୍ଚେ ଜିସୁନେ ବିରଦ୍ରେ ମିଚ୍ ସାକି ବିଃଆର୍କେ । ମାତର୍ ମେଙ୍ଗ୍ ସାପାରେ ବାନ୍ ସାକି ଆମିଲେକେ ଣ୍ଡୁ ।
57 ପରେ କେତେକ ଲୋକ ଉଠି ତାହାଙ୍କ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦେଇ କହିବାକୁ ଲାଗିଲେ,
ଇଡ଼ିଙ୍ଗ୍ ଉଡ଼ିରୁଆ ରେମୁଆଁ ତୁଆଁ ଆର୍କେ ଆରି ଜିସୁନେ ବିରଦ୍ରେ ଆକେନ୍ ମିଚ୍ ସାକି ବିଚେ ବାସଙ୍ଗ୍ଆର୍କେ,
58 ଆମ୍ଭେମାନେ ଏହାକୁ ଏହି କଥା କହିବା ଶୁଣିଅଛୁ, ମୁଁ ଏହି ହସ୍ତକୃତ ମନ୍ଦିରକୁ ଭାଙ୍ଗି ତିନି ଦିନ ମଧ୍ୟରେ ଆଉ ଗୋଟିଏ ଅହସ୍ତକୃତ ମନ୍ଦିର ନିର୍ମାଣ କରିବି।
“ନେ ଜିସୁକେ ଆକେନ୍ ସାମୁଆଁ ବାସଙ୍ଗ୍ଡିଂକ୍ନେ ନେଅଁକେ ରେମୁଆଁ ଆଃରେବକ୍ନେ ଆକେନ୍ ମନ୍ଦିର୍କେ ନେଙ୍ଗ୍ ପାକ୍ଚି ମ୍ୱିଏ ଆରି ଜିର୍ସି ବିତ୍ରେ ଆରି ମୁଇଙ୍ଗ୍ ମନ୍ଦିର୍ ଆରେ ମ୍ବିଏ ଆଣ୍ଡିନେ କି ରେମୁଆଁ ନ୍ତିରେ ଆରେ ଆବଆର୍ ଣ୍ଡୁ ।”
59 କିନ୍ତୁ ଏଥିରେ ମଧ୍ୟ ସେମାନଙ୍କର ସାକ୍ଷ୍ୟ ମିଶିଲା ନାହିଁ।
ଡିଲାଡିଗ୍ ଆକେନ୍ ରେମୁଆଁଇଙ୍ଗ୍ ମେଃ ସାପା ବାସଙ୍ଗ୍ଡିଂକେ, ଆତେନ୍ ସାମୁଆଁ ଜା ଏତେ ଡିଗ୍ କୁଡ଼େ ଆଡିଙ୍ଗ୍କେ ଣ୍ଡୁ ।
60 ତହିଁରେ ମହାଯାଜକ ମଧ୍ୟସ୍ଥଳରେ ଠିଆ ହୋଇ ଯୀଶୁଙ୍କୁ ପଚାରିଲେ, ତୁମ୍ଭ ବିରୁଦ୍ଧରେ ଏମାନେ ଏ ଯେଉଁ ସାକ୍ଷ୍ୟ ଦେଉଅଛନ୍ତି, ସେଥିରେ କିଛି ଉତ୍ତର ଦେଉ ନାହଁ?
ଇଡ଼ିଙ୍ଗ୍ ସାପାରେନେ ବାନ୍ ସେନୁଗ୍ ମ୍ନା ପୁଜାରି ତୁଆଁକେ । ମେଁ ଜିସୁକେ ବାସଙ୍ଗ୍କେ, “ଆକେନ୍ ରେମୁଆଁଇଂ ନାନେ ବିରଦ୍ରେ ଆକ୍ମେଇଂ ଗୁଲେ ସାମୁଆଁ ବାସଙ୍ଗ୍କେ । ନାଁନେ ବିରଦ୍ରେ ଉଡ଼ିକ୍ଲିଗ୍ ଦସ୍ ଡୁଂପାଙ୍ଗ୍କେ ଆତେନ୍ ବିସୟ୍ରେ ନାଁନେ ମେଁ ଡିଗ୍ ବାସଙ୍ଗ୍ନେ ଲେକ୍ଲେ?”
61 କିନ୍ତୁ ସେ ନୀରବ ହୋଇ ରହି କୌଣସି ଉତ୍ତର ଦେଲେ ନାହିଁ। ମହାଯାଜକ ପୁନର୍ବାର ତାହାଙ୍କୁ ପଚାରିଲେ, ତୁମ୍ଭେ ପରମ-ଧନ୍ୟଙ୍କ ପୁତ୍ର ଖ୍ରୀଷ୍ଟ କି?
ମାତର୍ ଜିସୁ ବୁଙ୍ଗ୍ ଲେଃଗେ । ମେଁ ମେଃଡିଗ୍ ଉତର୍ ଆବିକେ ଣ୍ଡୁ । ମ୍ନା ପୁଜାରି ଜିସୁକେ ଆରି ମୁଇଙ୍ଗ୍ ପ୍ରସ୍ନ ସାଲିଆକୁକେ, “ନା ମେଃନେ ପ୍ରସଂସା ବାଡିଂକ୍ନେ ପର୍ମେସର୍ନେ ଉଙ୍ଗ୍ଡେ କିସ୍ଟ?”
62 ଯୀଶୁ କହିଲେ, “ମୁଁ ସେହି; ପୁଣି, ଆପଣମାନେ ମନୁଷ୍ୟପୁତ୍ରଙ୍କୁ ପରାକ୍ରମର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଓ ଆକାଶର ମେଘମାଳାରେ ଆଗମନ କରିବା ଦେଖିବେ।”
ଜିସୁ ଉତର୍ ବିକେ, “ଅଃଅଁ ନେଙ୍ଗ୍ ପର୍ମେସର୍ନେ ଉଙ୍ଗ୍ଡେ ଆରି ପେ ନେଙ୍ଗ୍ ଜେ’ ରେମୁଆଁ ଉଙ୍ଗ୍ଡେକେ ଆତେନ୍ ଜବର୍ ବପୁ ଆଡିଙ୍ଗ୍ଚେ ଞ୍ଚଙ୍ଗ୍ତି ପାକା କଲେଃକ୍ନେ ପେକେଏ ଆରି କିତଙ୍ଗ୍ ଇନିନେ ତ୍ରିଗ୍ଡ୍ୟା ଅରିଆ ପାଙ୍ଗ୍ଡିଂକ୍ନେ ପେକେଏ ।”
63 ସେଥିରେ ମହାଯାଜକ ଆପଣା ଅଙ୍ଗରଖା ଚିରି କହିଲେ, ସାକ୍ଷୀରେ ଆମ୍ଭମାନଙ୍କର ଆଉ କଅଣ ପ୍ରୟୋଜନ?
ମ୍ନାଯାଜକ ଆକେନ୍ ସାମୁଆଁ ଅଁଚେ ଜାବର୍ ରିସାଡିଙ୍ଗେ । ମେଁ ରିସାରେ ନିଜେନେ ସକା ସ୍ୟା ବିଚେ ସାପାରେକେ ବାସଙ୍ଗ୍କେ, “ନେଁନେ ସାକି ଆରି ମେଁ ଦର୍କାର୍?
64 ଆପଣମାନେ ତ ଈଶ୍ବର ନିନ୍ଦା ଶୁଣିଲେ; ଆପଣମାନଙ୍କର ବିଚାର କଅଣ? ଏଥିରେ ସେମାନେ ସମସ୍ତେ ସେ ପ୍ରାଣଦଣ୍ଡ ଯୋଗ୍ୟ ବୋଲି ମତ ଦେଲେ।
ମେଁ ଇସ୍ପର୍କେ ନିନ୍ଦା ଆଡିଂଡିକେ ପେଇଂ ଅଁପେଲେକେ । ପେଇଂନେ ଇକ୍ଚା ମେଁନେ?” ମେଇଂ ମେଁନେ ବିରଦ୍ରେ ଇକ୍ଚା ଡିଙ୍ଗ୍ଚେ ବାସଙ୍ଗ୍ଆର୍କେ ଜେ’ ମେଁ ଦସି ଆରି ଗୁଏନେ ଡଣ୍ଡ୍ ବିନେ ଦର୍କାର୍ ।
65 ପୁଣି, କେହି କେହି ତାହାଙ୍କ ଉପରେ ଛେପ ପକାଇବାକୁ ଲାଗିଲେ ଓ ତାହାଙ୍କ ମୁହଁ ଘୋଡ଼ାଇ ତାହାଙ୍କୁ ବିଧା ମାରି କହିବାକୁ ଲାଗିଲେ, ତୁ ପରା ଭାବବାଦୀ! ପ୍ରମାଣ ଦେ। ଆଉ ପଦାତିକମାନେ ଚାପୁଡ଼ା ମାରୁ ମାରୁ ତାହାଙ୍କୁ ଧରି ଘେନିଗଲେ।
ଆତ୍ ଅରିଆ ଲେଃକ୍ନେ ଉଡ଼ି ରେମୁଆଁ ପାଙ୍ଗ୍ଚେ ଜିସୁନେ ଆଡ଼ାତ୍ରା ବିଃତୁର୍ ବିକେ । ଉଡ଼ିରୁଆ ଜିସୁକେ ସାର୍ମୁଆଁ ଡାଚେ ବଗ୍ଆର୍କେ ଆରି ଉଡ଼ିରୁଆ ଇଙ୍ଗ୍ଚେଚେ ବାସଙ୍ଗ୍ଆର୍କେ, “ଏକ୍ରେ ନା ଆନେକେ ଆଃସୁଏବି ନାବଗେ ନା ମୁଇଙ୍ଗ୍ ବାବବାଦି ରେମୁଆଁ ।” ଇଡ଼ିଙ୍ଗ୍ ଉର୍ଣ୍ଡ୍ରେ ଆମେକେ ଡୁଂୱେଚେ ବଗ୍ଆର୍କେ ।
66 ଇତିମଧ୍ୟରେ ପିତର ତଳେ ପ୍ରାଙ୍ଗଣରେ ଥିବା ସମୟରେ ମହାଯାଜକଙ୍କର ଦାସୀ ଆସି ପିତରଙ୍କୁ ନିଆଁ ସେକି ହେଉଥିବାର ଦେଖିଲା,
ଆତେନ୍ ବେଲା ପିତର୍ ବାଜାର୍ ଲେଃଗେ । ପିତର୍ ଡାଗ୍ରା ମ୍ନା ପୁଜାରିଇଂନେ ମୁଇଙ୍ଗ୍ ଚାକର୍ବଏଃ ପାଙ୍ଗ୍କେ ।
67 ଆଉ ତାହାଙ୍କୁ ଏକଦୃଷ୍ଟିରେ ଚାହିଁ କହିଲା, ତୁମ୍ଭେ ମଧ୍ୟ ନାଜରିତୀୟ ଯୀଶୁଙ୍କ ସାଙ୍ଗରେ ଥିଲ।
ମେଁ ପିତର୍କେ ସୁଆଡାଗ୍ରା ର୍ନିଃ ଡିଙ୍ଗ୍କ୍ନେ କେକେ । ମେଁ ପିତର୍କେ ନିମାଣ୍ଡା କେକେ ଇଡ଼ିଙ୍ଗ୍ ଆମେକେ ସାମୁଆଁଚେ ବାସଙ୍ଗ୍କେ, “ନାଁ ଡିଗ୍ ନାଜରିତୀୟ ଜିସୁ ଏତେ ନାଲେଗେ ।”
68 କିନ୍ତୁ ସେ ଅସ୍ୱୀକାର କରି କହିଲେ, ମୁଁ ତାହାକୁ ଜାଣେ ନାହିଁ, ଆଉ ତୁମ୍ଭେ କଅଣ କହୁଅଛ, ମୁଁ ବୁଝୁ ନାହିଁ। ପରେ ସେ ଦାଣ୍ଡଦ୍ୱାରକୁ ବାହାରିଗଲେ;
ପିତର୍ ମାତର୍ ବାଃଲିର୍କେ, ଜେ ନେଙ୍ଗ୍ ଅଃନାଡିଗ୍ ଜିସୁ ଏତେ ନାଲେଗେ ଣ୍ଡୁ । ମେଁ ବାସଙ୍ଗ୍କେ, ଜେ’ “ପେ ଜାନେ ସାମୁଆଁ ବାସଙ୍ଗ୍ପେଡିଂକେ ଆତେନ୍ ନା ମ୍ୟାକେ ଣ୍ଡୁ ଲେଃ ବୁଜେ ନାୟାକେ ।” ଇଡ଼ିଙ୍ଗ୍ ପିତର୍ ଆତେନ୍ ଜାଗା ଆନ୍ତାର୍ଚେ ବାଜାର୍ ବାଏରେ ପାକା ତାର୍ୱେଗେ ।
69 ପୁଣି, ସେହି ଦାସୀ ତାହାଙ୍କୁ ଦେଖି ପାଖରେ ଠିଆ ହୋଇଥିବା ଲୋକମାନଙ୍କୁ ଆଉ ଥରେ କହିବାକୁ ଲାଗିଲା, ଏ ସେମାନଙ୍କ ମଧ୍ୟରୁ ଜଣେ।
ଚାକର୍ବଏଃ ମୁଇଙ୍ଗ୍ ଆରି ପିତର୍କେ କେଚେ ଆତ୍ଡାଗ୍ରା ତୁଆଁଲେଃକ୍ନେ ରେମୁଆଁଇଂକେ ବାସଙ୍ଗ୍ନେ ଲାଗେକେ ଜେ “ଆକେନ୍ ରେମୁଆଁ ମୁଇଙ୍ଗ୍ ମେଇଂନେ ବିତ୍ରେବାନ୍ ମୁଇଂଜା ।”
70 କିନ୍ତୁ ସେ ପୁନର୍ବାର ଅସ୍ୱୀକାର କରିବାକୁ ଲାଗିଲେ। ପୁନଶ୍ଚ ଅଳ୍ପ ସମୟ ପରେ ପାଖରେ ଠିଆ ହୋଇଥିବା ଲୋକମାନେ ପିତରଙ୍କୁ କହିଲେ, ତୁମ୍ଭେ ନିଶ୍ଚୟ ସେମାନଙ୍କ ମଧ୍ୟରୁ ଜଣେ, କାରଣ ତୁମ୍ଭେ ତ ଗାଲିଲୀୟ ଲୋକ।
ଆରି ମୁଇଙ୍ଗ୍ ତର୍ ପିତର୍ ବାଲିର୍କେ ଜେ “ଆକେନ୍ ସାମୁଆଁ ସତ୍ ଣ୍ଡୁ । ଉଡ଼ିବେଲା ଆତ୍ଡାଗ୍ରା ତୁଆଁଲେଃକ୍ନେ ରେମୁଆଁଇଙ୍ଗ୍ ପିତର୍କେ ସାଲିଆକୁ ଆର୍କେ ଡିଲାଡିଗ୍ ନା ମେଇଙ୍ଗ୍ ବାନ୍ ମୁଇଂଜା । ମାତର୍ ନା ଡିଗ୍ ଗାଲିଲୀବାନ୍ ପାଙ୍ଗ୍ନାଲେକେ ।”
71 କିନ୍ତୁ ସେ ଅଭିଶାପ ଦେଇ ଓ ଶପଥ କରି କହିବାକୁ ଲାଗିଲେ, ତୁମ୍ଭେମାନେ ଯେଉଁ ଲୋକର କଥା କହୁଅଛ, ମୁଁ ତାହାକୁ ଜାଣେ ନାହିଁ।
ଇଡ଼ିଙ୍ଗ୍ ପିତର୍ ଅବିସାପ୍ ବିନେ ଲାଗେକେ । ମେଁ ବୁଟଚେ ବାଲିର୍କେ, “ନେଙ୍ଗ୍ ପର୍ମେସର୍ନେ ମ୍ନିରେ ପାର୍ମାନ୍ ଡିଙ୍ଗ୍ଚେ ବାସଙ୍ଗ୍ଡିଙ୍ଗ୍କେ ଜେ’ ପେ ସାପାରେ ମୁଡ଼ି ରେମୁଆଁ ବିସୟ୍ରେ ବାସଙ୍ଗ୍ପେଡିଂକେ, ନେଙ୍ଗ୍ ଆମେକେ ବିଲ୍କୁଲ୍ ନ୍ନାମ୍ୟାକେ ଣ୍ଡୁ ।”
72 ସେହିକ୍ଷଣି କୁକୁଡ଼ା ଦ୍ୱିତୀୟ ଥର ରାବିଲା। ଏଥିରେ, “କୁକୁଡ଼ା ଦ୍ୱିତୀୟ ଥର ରାବିବା ପୂର୍ବରୁ ତୁମ୍ଭେ ମୋତେ ତିନି ଥର ଅସ୍ୱୀକାର କରିବ,” ଏହି ଯେଉଁ କଥା ଯୀଶୁ ପିତରଙ୍କୁ କହିଥିଲେ, ତାହା ତାହାଙ୍କ ମନରେ ପଡ଼ିଲା, ଆଉ ସେ ସେହି କଥା ଭାବି ରୋଦନ କରିବାକୁ ଲାଗିଲେ।
ଆତେନ୍ ଦାପ୍ରେ ମ୍ୱାର୍ତର୍ ଗିସେଙ୍ଗ୍ ସକେ ବାରି ପିତରକେ ମନେ ପଡ଼େକେ; ଜିସୁ ବାସଙ୍ଗ୍ବଗେ, “ଗିସେଙ୍ଗ୍ ମ୍ୱାର୍ତର୍ ସକ୍ନେ ଇଡ଼ିଙ୍ଗ୍ ନାଁ ଆନେଙ୍ଗ୍ ଞ୍ଜିତର୍ ନାମ୍ୟାକେ ଡାଗ୍ଚେ ନାବାସଙ୍ଗ୍ଏ ।” ବାରି ମେଁ ଦୁକ୍ଡିଂଚେ ଗିଆସଚେ ଅଃକେ ।