< ମାର୍କ 13 >

1 ଯୀଶୁ ମନ୍ଦିରରୁ ବାହାରିଯାଉଥିବା ସମୟରେ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ କହିଲେ, ହେ ଗୁରୁ, ଦେଖନ୍ତୁ, କିପରି ପ୍ରସ୍ତର ଓ କିପରି ପ୍ରାସାଦ!
ଆଡଃ ୟୀଶୁ ମାନ୍ଦିର୍‌ ଅଡ଼ାଃଏତେ ସେନଃତାନ୍‌ ଦିପିଲିରେ ଆୟାଃ ଚେଲାକଏତେ ମିହୁଡ଼୍‌ କାଜିକିୟାଏ, “ଏ ଇତୁନିଃ, ନେ ମାପ୍‌ରାଙ୍ଗ୍‌ ଅଡ଼ାଃକରେ ନେଲେମେ, ଚିଲ୍‌କାନ୍‌ ମାପ୍‌ରାଙ୍ଗ୍‌ ଦିରିକ ଆଡଃ ଚିଲ୍‌କାନ୍‌ ସୁଗାଡ଼ାନ୍‌ ଦିରିକ ମେନାଃ ।”
2 ସେଥିରେ ଯୀଶୁ ତାହାଙ୍କୁ କହିଲେ, “ତୁମ୍ଭେ କଅଣ ଏହି ସମସ୍ତ ବୃହତ୍ ପ୍ରାସାଦ ଦେଖୁଅଛ? ଏକ ପ୍ରସ୍ତର ଅନ୍ୟ ପ୍ରସ୍ତର ଉପରେ ରହିବ ନାହିଁ, ସମସ୍ତ ହିଁ ଭୂମିସାତ୍‍ ହେବ।”
ୟୀଶୁ ଇନିଃକେ କାଜିରୁହାଡ଼୍‌କିୟା, “ନେ ମାପ୍‌ରାଙ୍ଗ୍‌ ଅଡ଼ାଃକ ଚିମ୍‌ ନେଲେତାନା? ଦିରି ଚେତାନ୍‍ ଦିରି ତିରିୟାଁକାନ୍‍ କା ତାଇନା, ସବେନାଃ ହାଦୁଡ଼ଃଆ ।”
3 ପରେ ସେ ଜୀତପର୍ବତ ଉପରେ ମନ୍ଦିର ସମ୍ମୁଖରେ ବସନ୍ତେ ପିତର, ଯାକୁବ, ଯୋହନ ଓ ଆନ୍ଦ୍ରିୟ ତାହାଙ୍କୁ ଗୋପନରେ ପଚାରିବାକୁ ଲାଗିଲେ, ଏସବୁ କେବେ ଘଟିବ,
ମାନ୍ଦିର୍‌ ସାମ୍‌ନାଙ୍ଗ୍‌ରେଆଃ ଜାଇତୁନ୍‌ ବୁରୁ ଚେତାନ୍‌ରେ ୟୀଶୁ ଦୁବାକାନାଏ ତାଇକେନ୍‌ ଦିପିଲିରେ, ପାତ୍‌ରାସ୍‌, ଯାକୁବ୍‌, ଯୋହାନ୍‌ ଆଡଃ ଆନ୍ଦ୍ରିୟ ଇନିଃତାଃ ଏସ୍‌କାର୍‌ରେ ହିଜୁଃକେଦ୍‌ତେକ କୁଲିକିୟା,
4 ପୁଣି, ଯେଉଁ ସମୟରେ ଏହିସବୁ ସଫଳ ହେବା ସନ୍ନିକଟ ହେବ, ସେ ସମୟର ଲକ୍ଷଣ କଅଣ, ତାହା ଆମ୍ଭମାନଙ୍କୁ କହନ୍ତୁ।
“ନେଆଁଁକ ଚିଉଲା ହବାଅଆଃ? ଆଡଃ ନେ କାଜି ପୁରାଅଃଲେକାରେ ଅକନ୍‌ ଚିହ୍ନାଁ ଉଦୁବଃଆ ଏନା ଉଦୁବାଲେମେ ।”
5 ସେଥିରେ ଯୀଶୁ ସେମାନଙ୍କୁ କହିବାକୁ ଲାଗିଲେ, “ସାବଧାନ, କେହି ଯେପରି ତୁମ୍ଭମାନଙ୍କୁ ଭ୍ରାନ୍ତ ନ କରେ।
“ୟୀଶୁ ଇନ୍‌କୁକେ କାଜିୟାଦ୍‌କଆଏ, ଚିର୍ଗାଲାକାନ୍‍ପେ, ଜେତାଏ ଆଲକାକ ବେଦାପେକା ।
6 ଅନେକେ ମୋ ନାମରେ ଆସି, ମୁଁ ଖ୍ରୀଷ୍ଟ ବୋଲି କହି ଅନେକଙ୍କୁ ଭ୍ରାନ୍ତ କରିବେ।
ପୁରାଃ ହଡ଼କଦ ଆଇଁୟାଃ ନୁତୁମ୍‍ତେକ ହିଜୁଃଆ ଆଡଃ ‘ଆଇଙ୍ଗ୍‌ ଖ୍ରୀଷ୍ଟ୍‌ ତାନିଙ୍ଗ୍‌’ ମେନ୍ତେକ କାଜିୟା ଆଡଃ ପୁରାଃ ହଡ଼କକେ ବେଦାକଆକ ।
7 ମାତ୍ର ତୁମ୍ଭେମାନେ ଯେତେବେଳେ ଯୁଦ୍ଧର ବିଷୟ ଓ ସଂଗ୍ରାମର ଜନରବ ଶୁଣିବ, ସେତେବେଳେ ବ୍ୟାକୁଳ ହୁଅ ନାହିଁ; ଏହି ସମସ୍ତ ଅବଶ୍ୟ ଘଟିବ, କିନ୍ତୁ ସେହି କାଳ ସୁଦ୍ଧା ଯୁଗାନ୍ତ ନୁହେଁ।
ଆପେ ମାପାଃତୁପୁଇଙ୍ଗ୍‌ ଆଡଃ ମାପାଃତୁପୁଇଙ୍ଗ୍‌ରାଃ କାଜିପେ ଆୟୁମେରେଦ ବରତେ ଆଲ୍‌ପେ ଆକ୍‌ବାକାଅଆଃ, ନେଆଁଁ ସବେନାଃଦ ହବାଅଃଗି ଲାଗାତିୟାଃଁ, ମେନ୍‌ଦ ଏନ୍‌ ଦିପିଲିହ ଟୁଣ୍ଡୁ ନାହାଁଲାଃ ।
8 କାରଣ ଜାତି ବିପକ୍ଷରେ ଜାତି ଓ ରାଜ୍ୟ ବିପକ୍ଷରେ ରାଜ୍ୟ ଉଠିବ, ପୁଣି, ସ୍ଥାନେ ସ୍ଥାନେ ଭୂମିକମ୍ପ ହେବ ଓ ଦୁର୍ଭିକ୍ଷ ପଡ଼ିବ; ଏହି ସମସ୍ତ ପ୍ରସବବେଦନାର ଆରମ୍ଭମାତ୍ର।
ଚିୟାଃଚି ଦିଶୁମ୍‌ ବିରୁଧ୍‌ରେ ଦିଶୁମ୍‌ ଆଡଃ ରାଇଜ୍‌ ବିରୁଧ୍‌ରେ ରାଇଜ୍‌ ଲାଡ଼ାଇ ହବାଅଆଃ, ସବେନ୍‌ ଠାୟାଦ୍‌ରେ ଅତେ ଏକ୍‌ଲାଅଃଆ ଆଡଃ ରିଙ୍ଗାଅଃଆ । ମେନ୍‌ଦ ନେ ସବେନାଃ ହନ୍‌ ଜାନାମଃ ଇମ୍‌ତାରାଃ ଦୁକୁରେୟାଃ ଏନେଟେଦ୍‌ ଲେକାନାଃ ତାନାଃ ।
9 କିନ୍ତୁ ତୁମ୍ଭେମାନେ ଆପଣା ଆପଣା ବିଷୟରେ ସାବଧାନ ହୋଇଥାଅ; ଲୋକେ ତୁମ୍ଭମାନଙ୍କୁ ବିଚାରସଭାମାନଙ୍କରେ ସମର୍ପଣ କରିବେ, ଆଉ ତୁମ୍ଭେମାନେ ସମାଜଗୃହଗୁଡ଼ିକରେ ପ୍ରହାରିତ ହେବ ଏବଂ ମୋ ସକାଶେ ଶାସନକର୍ତ୍ତା ଓ ରାଜାମାନଙ୍କ ଛାମୁରେ ସେମାନଙ୍କ ପ୍ରତି ସାକ୍ଷ୍ୟ ଦେବା ନିମନ୍ତେ ଠିଆ କରାଯିବ।
“ଆପେକେ ଚିର୍ଗାଲାକାନ୍‌ ତାଇନଃ ଲାଗାତିୟାଃଁ, ଇନ୍‌କୁଦ ପାଞ୍ଚେଟ୍‌କରେକ ଏମ୍‌ଏଣ୍ଡାଃପେୟା ଆଡଃ ସାମାଜ୍‌ ଅଡ଼ାଃକରେ ଦାଲ୍‌ପେୟାକ । ଆପେ ଆଇଁୟାଃ ଚେଲାକ ତାନ୍‌ପେ ମେନ୍ତେ, ସୁକୁକାଜି ଉଦୁବେ ନାଗେନ୍ତେ ଆପେକେ ହାକିମ୍ ଆଡଃ ରାଜାକତାଃ ତିଙ୍ଗୁ ହବାଅଆଃ ।
10 ପୁଣି, ସମସ୍ତ ଜାତି ନିକଟରେ ସୁସମାଚାର ପ୍ରଥମରେ ଅବଶ୍ୟ ଘୋଷଣା କରାଯିବ।
୧୦ଆଡଃ ଟୁଣ୍ଡୁ ଦିପିଲି ସେଟେର୍‌ ସିଦାରେ ସୁକୁକାଜି ସବେନ୍‌ ଜାତିରାଃ ହଡ଼କତାଃରେ ଉଦୁବ୍‌ଗି ଉଦୁବଃଆ ।
11 ଏଣୁ ଯେତେବେଳେ ଲୋକେ ତୁମ୍ଭମାନଙ୍କୁ ଘେନିଯାଇ ସମର୍ପଣ କରିବେ, ସେତେବେଳେ ତୁମ୍ଭେମାନେ କଅଣ କହିବ, ସେ ବିଷୟରେ ପୂର୍ବରୁ ଚିନ୍ତିତ ହୁଅ ନାହିଁ; କିନ୍ତୁ ସେହି ସମୟରେ ତୁମ୍ଭମାନଙ୍କୁ ଯାହା ଦିଆଯିବ, ତାହା କୁହ; କାରଣ ତୁମ୍ଭେମାନେ ବକ୍ତା ନୁହଁ, ମାତ୍ର ପବିତ୍ର ଆତ୍ମା ବକ୍ତା ଅଟନ୍ତି।
୧୧ଚିମ୍‌ତାଙ୍ଗ୍‌ ଆପେକେ ସାବ୍‌କେଦ୍‌ତେ ଇନ୍‌କୁ କାଚାଇରିତେ ଇଦିପେୟାକ, ଇମ୍‌ତା ଚିନାଃବୁ କାଜିୟା ମେନ୍ତେ ସିଦାରେ ଆଲ୍‌ପେ ଉଡ଼ୁଃଇୟା ଏନ୍‌ ଦିପିଲି ହିଜୁଃଆ ଇମ୍‌ତା ଆପେକେ ଅକଆଃ କାଜି ନାଗେନ୍ତେ ଏମଃଆ ଏନାପେ କାଜିୟା । ଚିୟାଃଚି ଏନ୍ତାଃରେ ଅକ କାଜିପେ କାଜିୟା ଏନାଦ ଆପେତେଗି କା, ମେନ୍‌ଦ ପାବିତାର୍‌ ଆତ୍ମାରାଃ ପେଡ଼େଃ ହରାତେପେ କାଜିୟା ।
12 ଭାଇ ଭାଇକୁ ଓ ପିତା ପୁତ୍ରକୁ ମୃତ୍ୟୁଭୋଗ କରିବା ନିମନ୍ତେ ସମର୍ପଣ କରିବେ; ପୁଣି, ସନ୍ତାନମାନେ ପିତାମାତାଙ୍କ ବିରୁଦ୍ଧରେ ଉଠି ସେମାନଙ୍କୁ ବଧ କରିବେ;
୧୨ହାଗା ଆୟାଃ ହାଗାତେକେ ଆଡଃ ଆପୁ ଆୟାଃ ହନ୍‌କେ ଗଜି ନାଗେନ୍ତେ ଏମ୍‌ଏଣ୍ଡାଇଆଃଏ, ଆଡଃ ହନ୍‌କ ଆକଆଃ ଏଙ୍ଗାଆପୁକଆଃ ବିରୁଧ୍‌ରେକ ବିରିଦାଃ ଆଡଃ ଇନ୍‌କୁକେ ଗଏଃ ଇଚିକଆକ ।
13 ଆଉ, ମୋହର ନାମ ସକାଶେ ତୁମ୍ଭେମାନେ ସମସ୍ତଙ୍କ ଦ୍ୱାରା ଘୃଣିତ ହେବ; ମାତ୍ର ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ, ସେ ପରିତ୍ରାଣ ପାଇବ।”
୧୩ଚିୟାଃଚି ଆପେ ଆଇଁୟାଃ ଚେଲାକ ତାନ୍‌ପେ ସବେନ୍‌ ହଡ଼କ ଆପେକେ ହିଲାଙ୍ଗ୍‌ପେୟାକ, ମେନ୍‌ଦ ଜେତାଏ ଟୁଣ୍ଡୁ ଜାକେଦ୍‌ ସାହାତିଙ୍ଗ୍‌ତାନ୍‌ଲଃ ତିଙ୍ଗୁ କେଟେୟାକାନ୍ ତାଇନ୍‌ରେଦ ବାଞ୍ଚାଅଃଆଏ ।
14 “କିନ୍ତୁ ତୁମ୍ଭେମାନେ ଯେତେବେଳେ ସେହି ଧ୍ୱଂସକାରୀ ଘୃଣ୍ୟ ବସ୍ତୁକୁ, ଯେଉଁଠାରେ ଅବସ୍ଥିତ ହେବା ଉଚିତ୍ ନୁହେଁ, ସେଠାରେ ଅବସ୍ଥିତ ଦେଖିବ (ପାଠକ ବୁଝନ୍ତୁ), ସେତେବେଳେ ଯେଉଁମାନେ ଯିହୂଦିୟା ପ୍ରଦେଶରେ ଥାଆନ୍ତି, ସେମାନେ ପର୍ବତମାଳାକୁ ପଳାଇଯାଉନ୍ତୁ;
୧୪“ଆପେ ଚିମ୍‌ତା, ‘ଏନ୍‌ ଅଡ଼େଜଃ ସତ୍‌ରାକାନ୍‌ନିଃ’ ଅକ୍‌ତାଃରେଚି ଇନିୟାଃ କା ତାଇନଃ ଲାଗାତିଙ୍ଗ୍‌ ଠାୟାଦ୍‌ରେ ତିଙ୍ଗୁଆକାନ୍‍ପେ ନେଲିୟା ।” ପାଢ଼ାଅନିଃ ନେଆଁଁରାଃ ମୁଣ୍ଡି ଆଟ୍‌କାର୍‍ଉରୁମେକାଏ, ଇମ୍‌ତା ଯିହୁଦା ପାର୍‌ଗାନ୍‌ରେ ତାଇନଃତାନ୍‌କ ବୁରୁତେକ ନିର୍‌ତେବାଃକା ।
15 ଯେ ଛାତ ଉପରେ ଥାଏ, ସେ ଆପଣା ଘରୁ କୌଣସି ପଦାର୍ଥ ଘେନିଯିବା ପାଇଁ ଓହ୍ଲାଇ ନ ଆସୁ ବା ଭିତରକୁ ନ ଯାଉ;
୧୫ଅକ ହଡ଼ ଆୟାଃ ଅଡ଼ାଃ ସାଡ଼୍‌ମିରେ ମେନାଇୟାଃ ଇନିଃ ଆୟାଃ ଜେତ୍‌ନାଃ ଇଦିମେନ୍ତେ ଆଡ଼୍‌ଗୁକେଦ୍‌ତେ ଅଡ଼ାଃତେ ଆଲକାଏ ବଲଃକା ।
16 ପୁଣି, ଯେ କ୍ଷେତରେ ଥାଏ, ସେ ଆପଣା ବସ୍ତ୍ର ଘେନିଯିବା ପାଇଁ ଫେରି ନ ଯାଉ।
୧୬ପିଡ଼ି ଲୟଙ୍ଗ୍‌ରେ ତାଇନ୍‌ନିଃ, ଇନିଃ ଆୟାଃ ଲିଜାଃ ଇଦିମେନ୍ତେ ଅଡ଼ାଃତେ ଆଲକାଏ ରୁହାଡ଼୍‌କା ।
17 ସେହି ସମୟରେ ଯେଉଁମାନେ ଗର୍ଭବତୀ ଓ ସ୍ତନ୍ୟଦାତ୍ରୀ, ହାୟ, ସେମାନେ କ୍ଲେଶର ପାତ୍ର!
୧୭ମେନ୍‌ଦ ଏନ୍‍ ଦିପିଲିରେନ୍‌ ବାର୍ଜିଆକାନ୍‍ କୁଡ଼ିକଆଃ ଆଡଃ ତଆ ନୁନୁଆକତାନ୍‍ ଏଙ୍ଗାକଆଃ ନାଗେନ୍ତେ ଚିମିନ୍‌ ବରୱାନ୍‌ଗି ଦୁକୁ ହବାଅଆଃ ।
18 କିନ୍ତୁ ଏହା ଯେପରି ଶୀତକାଳରେ ନ ଘଟେ, ଏଥିପାଇଁ ପ୍ରାର୍ଥନା କର।
୧୮ରାବାଙ୍ଗ୍‌ସାହା ନେଆଁଁ ଆଲକା ହବାଅଃକା ମେନ୍ତେ ପାର୍‌ମେଶ୍ୱାର୍‌ତାଃରେ ବିନ୍ତିପେ,
19 କାରଣ ସେହି କାଳରେ ଏପରି କ୍ଲେଶ ଘଟିବ ଯେ, ଈଶ୍ବରଙ୍କ କୃତ ସୃଷ୍ଟି ଆରମ୍ଭରୁ ଆଜି ପର୍ଯ୍ୟନ୍ତ ସେହିପରି ଘଟି ନାହିଁ, ପୁଣି, କେବେ ହେଁ ଘଟିବ ନାହିଁ।
୧୯ଚିୟାଃଚି ଏନ୍‌ ମାହାଁକରାଃ ଦୁକୁଦ ପାର୍‌ମେଶ୍ୱାର୍‌ ବାଇୟାକାଦ୍‌ରେଆଃ ଏନେଟେଦ୍‌ଏତେ ନାହାଁଃ ଜାକେଦ୍‌ ଚିଉଲାଅ କା ହବାକାନା ଆଡଃ ଚିଉଲାଅ କା ହବାଅଆଃ ।
20 ଆଉ ପ୍ରଭୁ ସେହି ସମୟ ଯେବେ ଉଣା କରି ନ ଥାଆନ୍ତେ, ତେବେ କୌଣସି ମନୁଷ୍ୟ ପରିତ୍ରାଣ ପାଆନ୍ତା ନାହିଁ; ମାତ୍ର ସେ ଯେଉଁମାନଙ୍କୁ ମନୋନୀତ କରିଅଛନ୍ତି, ସେହି ମନୋନୀତ ଲୋକଙ୍କ ନିମନ୍ତେ ସେହି ସମୟ ଊଣା କରିଅଛନ୍ତି।
୨୦ମେନ୍‌ଦ ପ୍ରାଭୁ ଏନ୍‌ ହୁଲାଙ୍ଗ୍‌କକେ କାଏ କାମ୍‌ତିକାରେଦ ଜେତାଏ କାକ ବାଞ୍ଚାଅଃତେୟାଃ, ମେନ୍‌ଦ ଆୟାଃ ସାଲାକାନ୍‍ ହଡ଼କଆଃ ନାଗେନ୍ତେ ଏନ୍‍ ହୁଲାଙ୍ଗ୍‌କକେ କାମ୍‌ତିୟାକାଦା ।
21 ସେତେବେଳେ ‘ଦେଖ, ଖ୍ରୀଷ୍ଟ ଏଠାରେ’ କିମ୍ଵା ‘ଦେଖ, ସେଠାରେ,’ କେହି ଯେବେ ତୁମ୍ଭମାନଙ୍କୁ ଏପରି କହିବ, ତେବେ ତାହା ବିଶ୍ୱାସ କର ନାହିଁ।
୨୧“ଏନ୍‌ ଦିପିଲିରେ ଜେତାଏ ଆପେକେ, ‘ନେଲିପେ, ଖ୍ରୀଷ୍ଟ୍‌ ନେତାଃରିୟା’ ଚାଏ ‘ହାନ୍ତାଃରିୟା,’ ମେତାପେରେଦ ଇନିଃକେ ଆଲ୍‌ପେ ବିଶ୍ୱାସୀଆ ।
22 ଭଣ୍ଡ ଖ୍ରୀଷ୍ଟମାନେ ଓ ଭଣ୍ଡ ଭାବବାଦୀମାନେ ଉଠି ଏପରି ଚିହ୍ନ ଓ ଅଦ୍ଭୁତ କର୍ମମାନ ଦେଖାଇବେ ଯେ, ଯଦି ସମ୍ଭବ ହୁଏ, ତେବେ ମନୋନୀତ ଲୋକଙ୍କୁ ଭ୍ରାନ୍ତ କରିବେ।
୨୨ଚିୟାଃଚି ହସଡ଼ ଖ୍ରୀଷ୍ଟ୍‌ ଆଡଃ ହସଡ଼ ନାବୀକ ବିରିଦାଃ ଆଡଃ ଇନ୍‌କୁ ମାପ୍‌ରାଙ୍ଗ୍‌ ଚିହ୍ନାଁ ଆଡଃ ଆକ୍‌ଦାନ୍ଦାଅ କାମିକ ରିକାଉଦୁବେଆ, ଆଡଃ ହବାଦାଡ଼ିୟଃରେଦ ପାର୍‌ମେଶ୍ୱାର୍‌ଆଃ ସାଲାକାନ୍‍କକେହଁ ବେଦାକଆକ ।
23 କିନ୍ତୁ ତୁମ୍ଭେମାନେ ସାବଧାନ ହୋଇଥାଅ; ମୁଁ ପୂର୍ବରୁ ତୁମ୍ଭମାନଙ୍କୁ ସମସ୍ତ ବିଷୟ ଜଣାଇଲି।”
୨୩ଏନାମେନ୍ତେ ଚିର୍ଗାଲାକାନ୍‌ପେ, ଆଇଙ୍ଗ୍‌ ଆପେକେ ନେଡା ହିଜୁଃ ସିଦାରେଇଙ୍ଗ୍‌ ଉଦୁବାଦ୍‌ପେୟା ।
24 “ମାତ୍ର ସେହି ସମୟରେ ସେହି କ୍ଲେଶ ଉତ୍ତାରେ ‘ସୂର୍ଯ୍ୟ ଅନ୍ଧକାରମୟ ହେବ ଓ ଚନ୍ଦ୍ର ଆଲୋକ ଦେବ ନାହିଁ,
୨୪“ଏନ୍‌ ଦିପିଲିରେୟାଃ ଦୁକୁ ତାୟମ୍‌ତେ, ସିଙ୍ଗି ନୁବାଗଃଆ, ଆଡଃ ଚାଣ୍ଡୁଃ ଆୟାଃ ମାର୍ସାଲ୍ କାଏ ଏମେୟା,
25 ପୁଣି, ନକ୍ଷତ୍ରମାଳା ଆକାଶରୁ ଖସି ପଡ଼ିବାକୁ ଲାଗିବେ ଓ ଆକାଶମଣ୍ଡଳସ୍ଥ ଶକ୍ତିସମୂହ ବିଚଳିତ ହେବେ।’
୨୫ଇପିଲ୍‌କ ସିର୍ମାଏତେକ ଉୟୁଗଃଆ, ଆଡଃ ସିର୍ମାରେୟାଃ ପେଡ଼େଃୟାନ୍‌ତେୟାଃକ ଏକ୍‌ଲାଅଃଆ ।
26 ସେତେବେଳେ ଲୋକେ ମନୁଷ୍ୟପୁତ୍ରଙ୍କୁ ମହାପରାକ୍ରମରେ ଓ ମହାମହିମା ସହ ମେଘମାଳାରେ ଆଗମନ କରିବା ଦେଖିବେ।
୨୬ଏନ୍ତେ ଆଇଙ୍ଗ୍‌ ମାନୱାହନ୍‌ ତାନିଙ୍ଗ୍‌ ହଡ଼କ ପୁରାଃ ପେଡ଼େଃତେ ଆଡଃ ମାନାରାଙ୍ଗ୍‌ଲଃ ରିମିଲ୍‌ରେ ହିଜୁଃତାନ୍‌କ ନେଲିଙ୍ଗ୍‌ୟାଁଃ ।
27 ସେ ସମୟରେ ସେ ଦୂତମାନଙ୍କୁ ପ୍ରେରଣ କରି ପୃଥିବୀର ଶେଷ ସୀମାରୁ ଆକାଶର ଶେଷ ସୀମା ପର୍ଯ୍ୟନ୍ତ ଚତୁର୍ଦ୍ଦିଗରୁ ଆପଣା ମନୋନୀତ ଲୋକମାନଙ୍କୁ ଏକତ୍ର କରିବେ।”
୨୭ପାର୍‌ମେଶ୍ୱାର୍‌ଆଃ ସାଲାକାନ୍ ହଡ଼କକେ ଅତେଦିଶୁମ୍‌ରାଃ ନେ ଟୁଣ୍ଡୁଏତେ ସିର୍ମାରେୟାଃ ହାନ୍‌ ଟୁଣ୍ଡୁ ଜାକେଦ୍‌ ହୁଣ୍ଡିକ ନାଗେନ୍ତେ ଇନିଃ ଆୟାଃ ଦୁଁତ୍‌କକେ ଅତେଦିଶୁମ୍‌ରାଃ ଚାରିୟସାଃତେ କୁଲ୍‌କଆଏ ।
28 “ଡିମ୍ବିରିବୃକ୍ଷରୁ ଦୃଷ୍ଟାନ୍ତ ଶିକ୍ଷା କର; ଯେତେବେଳେ ତାହାର ଶାଖା ସରସ ହୋଇ ପଲ୍ଲବିତ ହୁଏ, ସେତେବେଳେ ଗ୍ରୀଷ୍ମକାଳ ସନ୍ନିକଟ ବୋଲି ତୁମ୍ଭେମାନେ ଜାଣିଥାଅ;
୨୮“ନାହାଁଃ ଲଆଦାରୁରେଆଃ ଜନ୍‌କା କାଜିତେ ଇତୁନ୍‌ପେ, ଏନାରେୟାଃ କତ ସାଗେନଃତାନ୍‌ ଆଡଃ ସାକାମ୍‌ ସୁଡ଼ାଅଃତାନ୍‌ ଇମ୍‌ତା ଜେଟ୍‌ସିଙ୍ଗି ନାଡ଼େଃଗିଆ ମେନ୍ତେପେ ସାରିୟା ।
29 ସେହିପରି ତୁମ୍ଭେମାନେ ମଧ୍ୟ ଏହି ସମସ୍ତ ଘଟଣା ଦେଖିଲେ ସେ ଦ୍ୱାରରେ ସନ୍ନିକଟ, ଏହା ଜାଣ।
୨୯ଏନ୍‌ଲେକାଗି, ନେଆଁଁ ସବେନାଃ ହବାଅଃତାନ୍‌ପେ ନେଲେ ଇମ୍‌ତା, ଆଇଁୟାଃ ହିଜୁଃନେଡା ନାଡ଼େଃରେଗିଆଃ, ହେଗି ଏନା ଦୁଆର୍‌ତାଃରେୟାଃ ମେନ୍ତେ ସାରିପେ ।
30 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏସମସ୍ତ ନ ଘଟିବା ପର୍ଯ୍ୟନ୍ତ ଏହି ବର୍ତ୍ତମାନ ପିଢ଼ି କୌଣସି ପ୍ରକାରେ ଲୋପ ପାଇବ ନାହିଁ।
୩୦ସାର୍‌ତିଗିଙ୍ଗ୍‌ କାଜିୟାପେତାନା ନେ ସବେନାଃ ଆଉରି ହବାଅଃ ଜାକେଦ୍‌ ନେ ଦିପିଲିରେନ୍‌ ହଡ଼କ କାକ ଟୁଣ୍ଡୁଃଆ ।
31 ଆକାଶ ଓ ପୃଥିବୀ ଲୋପ ପାଇବ, ମାତ୍ର ମୋହର ବାକ୍ୟସମୂହ କଦାପି ଲୋପ ପାଇବ ନାହିଁ।”
୩୧ସିର୍ମା ଆଡଃ ଅତେ ଟୁଣ୍ଡୁଉତାରଃଆ, ମେନ୍‌ଦ ଆଇଁୟାଃ କାଜିକ କା ଟୁଣ୍ଡୁଃଆ ।
32 “କିନ୍ତୁ ସେହି ଦିନ କି ସମୟ ବିଷୟ କେହି ଜାଣନ୍ତି ନାହିଁ, ସ୍ୱର୍ଗସ୍ଥ ଦୂତମାନେ କିମ୍ବା ପୁତ୍ର ସୁଦ୍ଧା ଜାଣନ୍ତି ନାହିଁ, କେବଳ ପିତା ଜାଣନ୍ତି।
୩୨“ଏନ୍‌ ହୁଲାଙ୍ଗ୍‌ ଚାଏ ଏନ୍‌ ଦିପିଲି ଜେତାଏ କାକ ସାରିଆଃ, ସିର୍ମାରେନ୍‌ ଦୁଁତ୍‌କହ କା, ଆଇଙ୍ଗ୍‌ ପାର୍‌ମେଶ୍ୱାର୍‌ଆଃ ଦୁଲାଡ଼୍‌ ହନ୍‌ହ କା, ମେନ୍‌ଦ ଆଇଁୟାଃ ଆପୁ ଏସ୍‌କାର୍‌ଗି ସାରିଆଃଏ ।
33 ତୁମ୍ଭେମାନେ ସାବଧାନ ହୋଇଥାଅ, ଜାଗି ରୁହ; କାରଣ ସେ ସମୟ କେବେ ହେବ, ତାହା ତୁମ୍ଭେମାନେ ଜାଣ ନାହିଁ।
୩୩ଚିର୍ଗାଲାକାନ୍‌ତାଇନ୍‌ପେ, ଏୟନାକାନ୍ ନେଲ୍‌ହରାଏପେ, ଚିୟାଃଚି ଏନ୍‌ ନେଡା ଚିମ୍‌ତା ତେବାଗାଃ ଏନା ଆପେଦ କାପେ ସାରିୟା ।
34 ତାହା ଏହିପରି, ଯେପରି ଜଣେ ବ୍ୟକ୍ତି ଆପଣା ଗୃହ ତ୍ୟାଗ କରି ବିଦେଶରେ ପ୍ରବାସ କରୁଅଛନ୍ତି, ଆଉ ସେ ଆପଣା ଦାସମାନଙ୍କୁ ଅଧିକାର ଦେଇ ପ୍ରତ୍ୟେକର କାର୍ଯ୍ୟ ନିରୂପଣ କରିଅଛନ୍ତି ଓ ଦ୍ୱାରପାଳକକୁ ମଧ୍ୟ ଜାଗି ରହିବାକୁ ଆଜ୍ଞା ଦେଇଅଛନ୍ତି।
୩୪ଏନା ସାଙ୍ଗିନ୍‌ ଦିଶୁମ୍‌ତେ ସେନଃତାନ୍‌ ମିଆଁଦ୍‌ ହଡ଼ଲେକା । ଇନିଃ ଆୟାଃ ଅଡ଼ାଃ ବାଗିକେଦ୍‌ତେ ଆୟାଃ ଦାସିକକେ ଆକ୍‌ତେୟାର୍‌ ଏମାଦ୍‌କଆଏ, ଆଡଃ ମିଆଁଦ୍‌ନିଃକେ ଆୟାଃ କାମି ଏମାଦ୍‌କଆଏ, ଆଡଃ ହରନିଃକେ ଏୟନାକାନ୍‌ମେ ମେନ୍ତେ ଆଚୁକାଦା ।
35 ଅତଏବ, କାଳେ ଗୃହକର୍ତ୍ତା ହଠାତ୍‍ ଆସି ତୁମ୍ଭମାନଙ୍କୁ ନିଦ୍ରିତ ଦେଖନ୍ତି,
୩୫ଏନାମେନ୍ତେ ଏୟନାକାନ୍‍ତାଇନ୍‌ପେ, ଚିୟାଃଚି ଆପେଦ ଆପେୟାଃ ଅଡ଼ାଃ ଗମ୍‌କେଆଃ ହିଜୁଃ ଦିପିଲି କାପେ ସାରିୟା, ଆୟୁବ୍‌ତାନ୍‌ରେ, ଚାହେ ଥାଲାନିଦାରେ, ଚାହେ ସିମ୍‌କରାଃରେ, ଚାଏ ସେତାଃ ଇଦାନ୍‌ତେ ।
36 ଏଥିନିମନ୍ତେ ଜାଗ୍ରତ ଥାଅ, କାରଣ ସେ ସନ୍ଧ୍ୟାବେଳେ, କିମ୍ବା ଅଧରାତିରେ, କିମ୍ବା କୁକୁଡ଼ା ଡାକିବା ସମୟରେ, କିମ୍ବା ସକାଳେ, କେତେବେଳେ ଯେ ଆସିବେ, ତାହା ତୁମ୍ଭେମାନେ ଜାଣ ନାହିଁ।
୩୬ଆଚ୍‌କାଗି ଇନିଃ ତେବାଃକଃରେ ଦୁଡ଼ୁମାକାନ୍‌ ଆଲକାଏ ନାମ୍‌ପେକା ।
37 ମୁଁ ତୁମ୍ଭମାନଙ୍କୁ ଯାହା କହୁଅଛି, ତାହା ସମସ୍ତଙ୍କୁ କହୁଅଛି, ‘ଜାଗ୍ରତ ଥାଅ।’”
୩୭ଆଇଙ୍ଗ୍‌ ଆପେକେ କାଜିୟାପେତାନ୍ କାଜି ସବେନ୍‌କକେଇଙ୍ଗ୍‌ କାଜିୟାକତାନା, ଏୟନାକାନ୍ ତାଇନ୍‌ପେ ।”

< ମାର୍କ 13 >