< ମାର୍କ 12 >
1 ଏଥିଉତ୍ତାରେ ଯୀଶୁ ସେମାନଙ୍କୁ ଦୃଷ୍ଟାନ୍ତରେ କହିବାକୁ ଲାଗିଲେ। “ଜଣେ ବ୍ୟକ୍ତି ଗୋଟିଏ ଦ୍ରାକ୍ଷାକ୍ଷେତ୍ର କରି ତାହାର ଚାରିଆଡ଼େ ବାଡ଼ ଦେଲେ ଓ ଦ୍ରାକ୍ଷାକୁଣ୍ଡ ଖୋଳି ପ୍ରହରୀ-ଗୃହ ନିର୍ମାଣ କଲେ, ପୁଣି, କୃଷକମାନଙ୍କୁ ସେହି କ୍ଷେତ ଭାଗରେ ଦେଇ ବିଦେଶକୁ ଗମନ କଲେ।
ଇଦାଂ ପାଚେ ହେୱାନ୍ ହେୱାରିଂ ଉତର୍ମୁଡ଼୍ ଇଞ୍ଜେଙ୍ଗ୍ ଲାଗାତାନ୍ । “ରକାନ୍ ର ଅଙ୍ଗୁର୍ ବାଡ଼୍ କିଜ଼ି ତା ଚାରିବେଣ୍ତାଂ ବାଡ଼୍ ଡ଼ଚ୍ଚାନ୍ ଆରି ଅଙ୍ଗୁର୍କୁଣ୍ଡି କାର୍ଚି କାନାକାର୍ ମାଚା ରଚ୍ଚାନ୍, ଆରେ କାମାୟ୍ କିନାକାରିଂ ହେ ବାଡ଼୍ ବାଗ୍ରେ ହିଜ଼ି ରାଜି ହତାନ୍ ।
2 ପରେ କୃଷକମାନଙ୍କଠାରୁ ଦ୍ରାକ୍ଷାକ୍ଷେତ୍ରର ଫଳରୁ ଭାଗ ପାଇବା ନିମନ୍ତେ ସେ ଜଣେ ଦାସକୁ ଉପଯୁକ୍ତ ସମୟରେ ସେମାନଙ୍କ ନିକଟକୁ ପଠାଇଲେ।
ପାଚେ କାମାୟ୍ କିନାକାର୍ତାଂ ଅଙ୍ଗୁର୍ ବାଡ଼୍ନି ପାଡ଼୍ ପାୟା ଆଦେଂ ଇଞ୍ଜି ହେୱାନ୍ ର ଆଡ଼ିଏନିଂ ସମାନ୍ ୱେଡ଼ାଲିଂ ହେୱାର୍ ତାକେ ପକ୍ତାନ୍ ।
3 କିନ୍ତୁ ସେମାନେ ତାହାକୁ ଧରି ପ୍ରହାର କଲେ ଓ ଶୂନ୍ୟ ହସ୍ତରେ ଫେରାଇଦେଲେ।
ମାତର୍ ହେୱାର୍ ହେୱାନିଂ ଆଜ଼ି ଟ୍ରାକ୍ତାର୍ ଆରି ୱାରା କେଇଦାଂ ପକ୍ତାର୍ ।
4 ପୁଣି, ସେହି ବ୍ୟକ୍ତି କୃଷକମାନଙ୍କ ନିକଟକୁ ଆଉ ଜଣେ ଦାସକୁ ପଠାଇଲେ; ସେମାନେ ତାହାର ମଧ୍ୟ ମୁଣ୍ଡ ଫଟାଇଦେଲେ ଓ ତାହାକୁ ଅପମାନ କଲେ।
ହେୱାନ୍ ଆରି ରକାନିଂ ଆଡ଼ିୟାଂ ପକ୍ତାନ୍; ହେୱାର୍ ହେୱାନ୍ତି ପା କାପ୍ଡ଼ା ପାଟ୍ତାର୍ ଆରି ହେୱାନିଂ ହିନସ୍ତା କିତାର୍ ।
5 ସେ ଆଉ ଜଣକୁ ପଠାଇଲେ; ସେମାନେ ତାହାକୁ ମଧ୍ୟ ବଧ କଲେ। ସେଥିରେ ସେହି ବ୍ୟକ୍ତି ଆହୁରି ଅନେକଙ୍କୁ ପଠାଇଲେ; ସେମାନଙ୍କ ମଧ୍ୟରୁ କେତେକଙ୍କୁ ପ୍ରହାର କଲେ ଓ କେତେକଙ୍କୁ ବଧ କଲେ।
ହେୱାନ୍ ଆରେ ରକାନିଂ ପକ୍ତାନ୍; ହେୱାର୍ ତାଙ୍ଗେଙ୍ଗ୍ ପା ଟୁଟାର୍ । ହେବେ ହେୱାନ୍ ଆରେ ହେନିତିଂ ପକ୍ତାନ୍; ହେୱାର୍ ତାଙ୍ଗ୍ ପା କେତେକ୍ ଜାଣ୍ତିଂ ହେୱାର୍ ଟ୍ରାକ୍ତାର୍ ଆରେ କେତେକ୍ ଜାଣ୍ତିଂ ଟୁଟାର୍ ।
6 ତାହାଙ୍କ ନିକଟରେ ଆପଣା ପ୍ରିୟ ପୁତ୍ର ମାତ୍ର ରହିଥିଲେ। ମୋହର ପୁଅକୁ ସେମାନେ ମାନ୍ୟ କରିବେ, ଏହା ଭାବି ସେ ଅବଶେଷରେ ତାହାଙ୍କୁ କୃଷକମାନଙ୍କ ନିକଟକୁ ପଠାଇଲେ।
ତା କଚଣ୍ତ ରକାନ୍ ମାତର୍ ମାଚାନ୍, ହେୱାନ୍ ତା ୱାରିନି ମାଜ଼ି । ନା ମାଜ଼ିଂ ହେୱାର୍ ମାନିିକିନାର୍, ଇଦାଂ ଇଞ୍ଜି ହେୱାନ୍ ହାରିହାରା ହେୱାନିଂ ହେୱାର୍ ତାକେ ପକ୍ତାନ୍ ।”
7 ମାତ୍ର ସେହି କୃଷକମାନେ ପରସ୍ପର କହିଲେ, ଏ ତ ଉତ୍ତରାଧିକାରୀ, ଆସ, ଏହାକୁ ବଧ କରିବା; ତାହାହେଲେ ଅଧିକାର ଆମ୍ଭମାନଙ୍କର ହେବ।
ମାତର୍ ହେ କୁଲିୟାର୍ ହେୱାର୍ ହେୱାର୍ ବେଣ୍କିବା ଆତାର୍ ଇୱାନ୍ତ ମୁଣିକା କାଡ଼୍ଦେ, ୱାଡୁ, ଇୱାନିଂ ଅହ୍ନାସ୍; ତା ଆତିସ୍ ମାଦାଂ ଆଦିକାର୍ ଆନାତ୍!
8 ସେଥିରେ ସେମାନେ ତାହାଙ୍କୁ ଧରି ବଧ କଲେ ଓ ଦ୍ରାକ୍ଷାକ୍ଷେତ୍ରର ବାହାରେ ପକାଇଦେଲେ।
ହେବେଣ୍ଡାଂ ହେୱାର୍ ତାଙ୍ଗେଙ୍ଗ୍ ଆସ୍ତି ଅସ୍ତାର୍ ଆରି ଅଙ୍ଗୁର୍ ବାଡ଼୍ ବାର୍ତ ତୁହିତାର୍ ।
9 ତେବେ ଦ୍ରାକ୍ଷାକ୍ଷେତ୍ରର କର୍ତ୍ତା କଅଣ କରିବେ? ସେ ଆସି କୃଷକମାନଙ୍କୁ ବିନାଶ କରିବେ ଓ ଅନ୍ୟମାନଙ୍କୁ ଦ୍ରାକ୍ଷାକ୍ଷେତ୍ର ଦେବେ।
“ହେବେ ଅଙ୍ଗୁର୍ ବାଡ଼୍ନି ହାଉକାର୍ ଇନାକା ଇନାନ୍?” ହେୱାନ୍ ୱାଜ଼ି କୁଲିୟାରିଂ ଟାଣ୍ତେ ଅହ୍ନାନ୍ ଆରି ବିନ୍ ଲଗାଂ ଅଙ୍ଗୁର୍ ବାଡ଼୍ ହିନାନ୍ ।
10 ତୁମ୍ଭେମାନେ କି ଧର୍ମଶାସ୍ତ୍ରର ଏହି ବାକ୍ୟ ମଧ୍ୟ ପାଠ କରି ନାହଁ, ‘ଗୃହନିର୍ମାଣକାରୀମାନେ ଯେଉଁ ପ୍ରସ୍ତରକୁ ଅଗ୍ରାହ୍ୟ କଲେ, ତାହା କୋଣର ପ୍ରଧାନ ପ୍ରସ୍ତର ହେଲା;
ଏପେଙ୍ଗ୍କି ଦରମ୍ ସାସ୍ତର୍ “ଇ ବଚନ୍ ପା ପଡ଼ି କିୱାତାଦେର୍ଣ୍ଣା, ଇଲ୍ ରଚ୍ନାକାର୍ ଇମ୍ଣି କାଲ୍ଦିଂ ମୁନା କିତାର୍, ହେଦାଂ କନାନି ମୁଡ଼୍କାଲ୍ ଆତାତ୍ ।
11 ପ୍ରଭୁଙ୍କଠାରୁ ଏହା ହେଲା, ଆଉ ତାହା ଆମ୍ଭମାନଙ୍କ ଦୃଷ୍ଟିରେ ଆଶ୍ଚର୍ଯ୍ୟଜନକ?’”
ମାପ୍ରୁତାଂ ଇଦାଂ ଆତାତ୍, ଆରି ହେଦାଂ ମା କାଣ୍କୁକାଂ କାବା ଆନାକା?”
12 ଏଥିରେ ପ୍ରଧାନ ଯାଜକ, ଶାସ୍ତ୍ରୀ ଓ ପ୍ରାଚୀନବର୍ଗ ଯୀଶୁଙ୍କୁ ଧରିବାକୁ ଚେଷ୍ଟା କଲେ, କିନ୍ତୁ ସେମାନେ ଲୋକସମୂହକୁ ଭୟ କଲେ; କାରଣ ସେ ସେହି ଦୃଷ୍ଟାନ୍ତ ସେମାନଙ୍କୁ ଲକ୍ଷ୍ୟ କରି କହିଥିଲେ ବୋଲି ସେମାନେ ବୁଝିଲେ, ଆଉ ସେମାନେ ତାହାଙ୍କୁ ପରିତ୍ୟାଗ କରି ଚାଲିଗଲେ।
ଇବେଣ୍ଡାଂ ଜିହୁଦିର୍ ଜିସୁଙ୍ଗ୍ ଆସ୍ତେଙ୍ଗ୍ ହାତୁର୍ କିତାର୍, ମାତର୍ ହେୱାର୍ ମାନାୟ୍ତିଂ ପାଣ୍ଡ୍ରା ଆତାର୍; ଇନାକିଦେଂକି ହେୱାନ୍ ହେ ଉତର୍ମୁଡ଼୍ ହେୱାରିଂ ଇଟ୍କାଡ଼୍ କିଜ଼ି ଇଞ୍ଜି ମାଚାନ୍ ଇଞ୍ଜି ହେୱାର୍ ବୁଜାଆତାର୍, ଆରେ ହେୱାର୍ ହେୱାନିଂ ପିସ୍ସି ହାଚାର୍ ।
13 ପରେ ଯୀଶୁଙ୍କ କଥାର ଛିଦ୍ର ଧରିବା ନିମନ୍ତେ ସେମାନେ ଫାରୂଶୀ ଓ ହେରୋଦୀୟମାନଙ୍କ ମଧ୍ୟରୁ କେତେକଙ୍କୁ ତାହାଙ୍କ ପାଖକୁ ପଠାଇଲେ।
ପାଚେ ହେୱାନ୍ କାତାନି ଗାଣ୍ଜୁ ୱେନ୍ଞ୍ଜି ଆସ୍ତେଙ୍ଗ୍ ଇଞ୍ଜି ହେୱାର୍ ପାରୁସିର୍ ଆରେ ହେରଦିୟା ଦାଡ଼୍ନି ମାନାୟାର୍ ବିତ୍ରେ କେତେକ୍ ଜାଣ୍ତିଂ ହେୱାନ୍ ଲାଗାଂ ପକ୍ତାର୍ ।
14 ସେମାନେ ଆସି ତାହାଙ୍କୁ କହିଲେ, ହେ ଗୁରୁ, ଆମ୍ଭେମାନେ ଜାଣୁ, ଆପଣ ସତ୍ୟ ଓ କାହାକୁ ଭୟ କରନ୍ତି ନାହିଁ; କାରଣ ଆପଣ ମନୁଷ୍ୟର ମୁଖାପେକ୍ଷା କରନ୍ତି ନାହିଁ, ମାତ୍ର ସତ୍ୟ ରୂପେ ଈଶ୍ବରଙ୍କ ମାର୍ଗ ଶିକ୍ଷା ଦିଅନ୍ତି। କାଇସରଙ୍କୁ କର ଦେବା ବିଧିସଙ୍ଗତ କି ନୁହେଁ?
ହେୱାର୍ ୱାଜ଼ି ହେୱାନିଂ ଇଚାର୍, “ଏ ଗୁରୁ ଆପେଂ ପୁନାପ୍, ଏନ୍ ହାତ୍ପା ସତ୍ ଆରି ଇନେରିଂ ପାଣ୍ଡ୍ରା ଆଉୟ୍, ଇନାକିଦେଂକି ଏନ୍ ମାନାୟ୍ତି ମୁକ୍ମେଟ୍ ହୁଡ଼ୁୟ୍ ମାତର୍ ହାତ୍ପା ରଚେ ଇସ୍ୱର୍ତିଂ ହାଜ଼ି ହିକ୍ୟାହିନାୟ୍ । ମାଙ୍ଗେଙ୍ଗ୍ ୱେଚ୍ଚା କାଇସର୍ ରାଜାଙ୍ଗ୍ ସିସ୍ତୁ ହିନି ବିଦି କି ଆକାୟ୍?”
15 ଆମ୍ଭେମାନେ ଦେବା କି ନାହିଁ? କିନ୍ତୁ ଯୀଶୁ ସେମାନଙ୍କର କପଟତା ଜାଣି ସେମାନଙ୍କୁ କହିଲେ, “କାହିଁକି ମୋତେ ପରୀକ୍ଷା କରୁଅଛ? ଗୋଟିଏ ମୁଦ୍ରା ମୋʼ ପାଖକୁ ଆଣ, ମୁଁ ତାହା ଦେଖେ।”
ଆସେଙ୍ଗ୍ ହିନାସ୍ କି ଆକାୟ୍? “ମାତର୍ ହେୱାନ୍ ହେୱାର୍ତି କୁଟ୍ ପୁଞ୍ଜି ହେୱାରିଂ ଇଚାନ୍, ଇନେକିଦେଂ ନାଙ୍ଗେଙ୍ଗ୍ ପରିକ୍ୟା କିଦ୍ନାଦେରା? ର ଟାକା ନା ଲାଗାୟ୍ ତାଡୁ, ଆନ୍ ହେଦାଂ ହୁଡ଼୍ନାଂ ।”
16 ତହିଁରେ ସେମାନେ ତାହା ଆଣିଲେ। ଯୀଶୁ ସେମାନଙ୍କୁ ପଚାରିଲେ, “ଏହି ମୂର୍ତ୍ତି ଓ ନାମ କାହାର?” ସେମାନେ ତାହାଙ୍କୁ କହିଲେ, କାଇସରଙ୍କର।
ହେବେ ହେୱାର୍ ଅଦ୍ନି ତାହିୱାତାର୍ । ଜିସୁ ହେୱାରିଂ ୱେନ୍ବାତାନ୍, “ଇ ପୁତ୍ଡ଼ା ଆରି ତର୍ ଇନେର୍ତି?” ହେୱାର୍ ହେୱାନିଂ ଇଚାର୍, “କାଇସର୍ତି ।”
17 ସେଥିରେ ଯୀଶୁ ସେମାନଙ୍କୁ କହିଲେ, “କାଇସରଙ୍କର ଯାହା, ତାହା କାଇସରଙ୍କୁ ଦିଅ; ପୁଣି, ଈଶ୍ବରଙ୍କର ଯାହା, ତାହା ଈଶ୍ବରଙ୍କୁ ଦିଅ।” ତହିଁରେ ସେମାନେ ଯୀଶୁଙ୍କ କଥାରେ ଅତ୍ୟନ୍ତ ଚମତ୍କୃତ ହେଲେ।
ହେବେ ଜିସୁ ହେୱାରିଂ ଇଚାନ୍, “କାଇସର୍ତି ଇନାକା, ହେଦାଂ ରମିୟ ରାଜାଙ୍ଗ୍ ହିୟାଟ୍ ଆରେ ଇସ୍ୱର୍ତିଂ ଇନାକା ହେଦାଂ ଇସ୍ୱର୍ତିଂ ହିୟାଟ୍ ।” ହେବେ ହେୱାର୍ ହେୱାନ୍ କାତାତ କାବା ଆତାର୍ ।
18 ଏଥିଉତ୍ତାରେ ପୁନରୁତ୍ଥାନକୁ ଅସ୍ୱୀକାର କରୁଥିବା ସାଦ୍ଦୂକୀମାନେ ତାହାଙ୍କ ନିକଟକୁ ଆସି ପଚାରିବାକୁ ଲାଗିଲେ,
ଇଦାଂ ପାଚେ ଆରେ ନିଙ୍ଗ୍ନାକା ମୁନା କିତାର୍ ସାଦୁକିର୍ ହେୱାନ୍ ଲାଗାଂ ୱାଜ଼ି ୱେନ୍ବେଦେଂ ଲାଗାତାର୍,
19 ହେ ଗୁରୁ, ମୋଶା ଆମ୍ଭମାନଙ୍କ ନିମନ୍ତେ ଲେଖିଅଛନ୍ତି ଯେ, ଯଦି କୌଣସି ଲୋକର ଭାଇ ମରେ, ଆଉ ତାହାର ଭାର୍ଯ୍ୟା ଜୀବିତା ଥାଏ, ପୁଣି, ତାହାର କୌଣସି ସନ୍ତାନ ନ ଥାଏ, ତାହାହେଲେ ତାହାର ଭାଇ ତାହାର ଭାର୍ଯ୍ୟାକୁ ଗ୍ରହଣ କରି ଆପଣା ଭାଇ ନିମନ୍ତେ ବଂଶ ଉତ୍ପନ୍ନ କରିବ।
“ଏ ଗୁରୁ, ମସା ମାକାଜିଂ ଲେକିକିତାନ୍ନା ଜେ, ଜଦି ଇନେର୍ ଲକୁ ନି ଟଣ୍ଡେନ୍ ହାତିସ୍, ଆରି ତା ଡକ୍ରୁହି ଜିବୁନ୍ତ ମାଚିସ୍, ଆରେ ତାଦାଙ୍ଗ୍ ଇନାକାପା ହିମ୍ଣାୱାକ୍ଡ଼ା ହିଲ୍ୱିତିସ୍, ତା ଆତିସ୍ ତା ଟଣ୍ଡେନ୍ ତା ଡକ୍ରୁହିଙ୍ଗ୍ ଇଡ୍ଜ଼ି ତା ଟଣ୍ଡେନ୍ କାଜିଂ ହିମ୍ଣାୱାକ୍ଡା ଉବ୍ଜାଣ୍ କିନାନ୍ ।”
20 ଦେଖନ୍ତୁ, ସାତ ଭାଇ ଥିଲେ; ପ୍ରଥମଟି ଗୋଟିଏ ସ୍ତ୍ରୀକୁ ବିବାହ କଲା ଓ ନିଃସନ୍ତାନ ହୋଇ ମଲା;
ହୁଡ଼ାଟ୍, ସାତ୍ ବାୟ୍ ଟଣ୍ଡାର୍ ମାଚାର୍; ଗାଜାକାନ୍ ର ଡକ୍ରି ଇଟ୍ତାନ୍ ଆରି ହିମ୍ଣାୱାକ୍ଡ଼ା ଆୱାଦାଂ ହାତାନ୍;
21 ପରେ ଦ୍ୱିତୀୟଟି ତାହାକୁ ଗ୍ରହଣ କରି ନିଃସନ୍ତାନ ହୋଇ ମଲା; ତୃତୀୟଟି ସେହି ପ୍ରକାର କଲା,
ପାଚେ ଆରେ ରକାନ୍ ତାଙ୍ଗେଙ୍ଗ୍ ଇଡ଼୍ଜିପା ହିମ୍ଣାୱାକ୍ଡ଼ା ଆୱାଦାଂ ହାତାନ୍ । ଆରେ ରକାନ୍ପା ହେ ଲାକେନେ ଆଜ଼ି ହାତାନ୍,
22 ଆଉ ସାତ ଜଣଯାକ ନିଃସନ୍ତାନ ହୋଇ ମଲେ; ସମସ୍ତଙ୍କ ଶେଷରେ ସେହି ସ୍ତ୍ରୀ ମଧ୍ୟ ମଲା।
ଆରେ, ସାତ୍ଜାଣ୍ ଜାକ ହିମ୍ଣାୱାକ୍ଡ଼ା ଆୱାଦାଂ ହାତାର୍; ହାରିହାରା ହେ କଗ୍ଲେ ପା ହାତାତ୍ ।
23 ପୁନରୁତ୍ଥାନ ସମୟରେ ଯେତେବେଳେ ସେମାନେ ଉଠିବେ, ସେତେବେଳେ ସେମାନଙ୍କ ମଧ୍ୟରୁ ସେ କାହାର ସ୍ତ୍ରୀ ହେବ? ସାତ ଜଣଯାକ ତ ତାହାକୁ ବିବାହ କରିଥିଲେ।
ହାଜ଼ି ଆରେ ନିଂନି ୱେଡ଼ାଲିଂ ଏଚେକାଡ଼୍ଦ ହେୱାର୍ ନିଙ୍ଗ୍ନାର୍, ହେ ଏଚେକାଡ଼୍ଦ ହେୱାର୍ ବିତ୍ରେ ହେଦେଲ୍ ଇନେର୍ ଡକ୍ରି ଆନାତ୍? ସାତ୍ ଜାଣ୍ ଜାକ୍ ହେଦେଲିଂ ବିବା କିଜ଼ି ମାଚାର୍ ।
24 ଯୀଶୁ ସେମାନଙ୍କୁ କହିଲେ, “ଧର୍ମଶାସ୍ତ୍ର ପୁଣି, ଈଶ୍ବରଙ୍କ ଶକ୍ତି ମଧ୍ୟ ନ ଜାଣିବା କି ତୁମ୍ଭମାନଙ୍କ ଭ୍ରାନ୍ତିର କାରଣ ନୁହେଁ?
ଜିସୁ ହେୱାରିଂ ଇଚାନ୍, “ଏପେଙ୍ଗ୍ ଦରମ୍ ସାସ୍ତର୍, ଆରେ ଇସ୍ୱର୍ ସାକ୍ତି ପୁନ୍ୱାଦାଂ କି ବାନ୍ୟା ହାଜ଼ିଦିଂ ହାନାଦେରା ।
25 ଯେଣୁ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ହେଲା ଉତ୍ତାରେ ଲୋକେ ବିବାହ କରନ୍ତି ନାହିଁ କିମ୍ବା ବିବାହିତା ହୁଅନ୍ତି ନାହିଁ, କିନ୍ତୁ ସ୍ୱର୍ଗସ୍ଥ ଦୂତମାନଙ୍କ ପରି ରୁହନ୍ତି।
ଜିସୁ ହାତାକାର୍ ବିତ୍ରେ ଆରେ ନିଙ୍ଗ୍ତି ପାଚେ ମାନାୟ୍ ବିବା କିଉର୍ କି ଇନେରିଂ ବିବାଆଦେଂ ହିଉର୍ । ମାତର୍ ସାର୍ଗେନି ଦୁତ୍ ଲାକେ ମାନ୍ଗାନାର୍ ।
26 ମାତ୍ର ମୃତମାନେ ଯେ ଉତ୍ଥିତ ହୁଅନ୍ତି, ସେ ସମ୍ବନ୍ଧରେ ତୁମ୍ଭେମାନେ କି ମୋଶାଙ୍କ ଶାସ୍ତ୍ରରେ ବୁଦାର ବୃତ୍ତାନ୍ତରେ ପାଠ କରି ନାହଁ ଯେ ଈଶ୍ବର କିପରି ତାହାଙ୍କୁ କହିଲେ, ଆମ୍ଭେ ଅବ୍ରହାମଙ୍କ ଈଶ୍ବର, ଇସ୍ହାକଙ୍କ ଈଶ୍ବର ଓ ଯାକୁବଙ୍କ ଈଶ୍ବର?
ମାତର୍ ହାତାକାର୍ ଜେ ନିଙ୍ଗ୍ନାର୍, ହେ ବିସ୍ରେ ଏପେଙ୍ଗ୍ କି ମସାତି ସାସ୍ତର୍ତ ବୁଟାନି ବୁଜାଆନି କାତା ପଡ଼ି କିୱାତାଦେର୍ଣ୍ଣା ଜେ, ଇସ୍ୱର୍ ଇନେସ୍ ହେୱାନିଂ ଇଚାନ୍ ଆପେଂ ଅବ୍ରାହାମ୍ତି ଇସ୍ୱର୍, ଇସ୍ହାକ୍ତି ଇସ୍ୱର୍ ଆରି ଜାକୁବ୍ତି ଇସ୍ୱର୍?
27 ସେ ମୃତମାନଙ୍କର ଈଶ୍ବର ନୁହଁନ୍ତି, ମାତ୍ର ଜୀବିତମାନଙ୍କର। ତୁମ୍ଭେମାନେ ବଡ଼ ଭ୍ରାନ୍ତ ହେଉଅଛ।”
ହେୱାନ୍ ହାତି ଲଗାର୍ତି ଇସ୍ୱର୍ ଆକାୟ୍ ମାତର୍, ଜିତାକାର୍ତି । ଏପେଙ୍ଗ୍ ବେସିବୁଜା ଆଉଦେରା!”
28 ସେତେବେଳେ ଶାସ୍ତ୍ରୀମାନଙ୍କ ମଧ୍ୟରୁ ଜଣେ ପାଖକୁ ଆସି ସେମାନଙ୍କର ବାଦାନୁବାଦ ଶୁଣି ଓ ଯୀଶୁ ଯେ ସେମାନଙ୍କୁ ଯଥାର୍ଥ ଉତ୍ତର ଦେଇଅଛନ୍ତି, ଏହା ଜାଣି ତାହାଙ୍କୁ ପଚାରିଲେ, ସମସ୍ତ ଆଜ୍ଞା ମଧ୍ୟରେ କେଉଁ ଆଜ୍ଞା ପ୍ରଧାନ?
ହେ ଏଚେକାଡ଼୍ଦ ଦରମ୍ ଗୁରୁର୍ ବିତ୍ରେ ରକାନ୍ ଲାଗେ ୱାଜ଼ି ହେୱାର୍ କାତାବାର୍ତା ୱେନ୍ଞ୍ଜି ଜିସୁ ଆରି ସାଦୁକିରିଂ ହାର୍ଦି ଉତର୍ ହିତାନ୍ନା, ଇଦାଂ ପୁଞ୍ଜି ହେୱାନିଂ ୱେନ୍ବାତାନ୍, “ୱିଜ଼ୁ ବଲ୍ ବିତ୍ରେ ଇନାବାନି ବଲ୍ ମୁଡ଼୍?”
29 ଯୀଶୁ ଉତ୍ତର ଦେଲେ, “ପ୍ରଧାନ ଆଜ୍ଞା ଏହି, ହେ ଇସ୍ରାଏଲ, ଶୁଣ; ପ୍ରଭୁ ଆମ୍ଭମାନଙ୍କ ଈଶ୍ବର ଏକମାତ୍ର ପ୍ରଭୁ ଅଟନ୍ତି;
ଜିସୁ ଉତର୍ ହିତାନ୍, ମୁଡ଼୍ବଲ୍ ଇଦାଂ, “ଏ ଇସ୍ରାଏଲ୍, ୱେନା, ମାପ୍ରୁ ମାଙ୍ଗେଙ୍ଗ୍ ଇସ୍ୱର୍ ରକାନ୍ ମାତର୍ ଇସ୍ୱର୍ ଆନାନ୍;
30 ‘ଆଉ ତୁମ୍ଭେ ଆପଣା ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ସମସ୍ତ ମନ ଓ ସମସ୍ତ ଶକ୍ତି ଦେଇ ପ୍ରଭୁ ଆପଣା ଈଶ୍ବରଙ୍କୁ ପ୍ରେମ କର।’
ଆରେ, ଏପେଙ୍ଗ୍ ମି ୱିଜ଼ୁ ୱାସ୍କି, ୱିଜ଼ୁ ପାରାଣ୍, ୱିଜ଼ୁ ମାନ୍, ଆରି ମାନ୍ ୱିଜ଼ୁ ସାକ୍ତି ହିଜ଼ି ମାପ୍ରୁ ଜାର୍ ଇସ୍ୱର୍ତିଂ ଜିଉ ନୱାଟ୍ ।
31 ଦ୍ୱିତୀୟଟି ଏହି, ‘ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର।’ ଏହି ଆଜ୍ଞାଗୁଡ଼ିକ ଅପେକ୍ଷା ଆଉ କୌଣସି ଶ୍ରେଷ୍ଠ ଆଜ୍ଞା ନାହିଁ।”
ଆରେ ରଞ୍ଜାଙ୍ଗ୍ ଇଦାଂ, ଏନ୍ ନି ପାଡ଼୍ହା ଇଞ୍ଜି ଲଗାଂ ନି ୱାସ୍କିଲାକେ ଜିଉ ନୱାଟ୍ । ଇ ବଲ୍ତିଂ ଆଦିକ୍ ଆରି ଇନାକାପା ସିଗ୍ ବଲ୍ ହିଲୁତ୍ ।”
32 ସେଥିରେ ସେହି ଶାସ୍ତ୍ରୀ ତାହାଙ୍କୁ କହିଲେ, ହେ ଗୁରୁ, ତାହା ସତ୍ୟ, ସେ ଯେ ଏକ ଓ ତାହାଙ୍କ ବିନା ଆଉ କେହି ନାହିଁ, ଏହା ଆପଣ ଯଥାର୍ଥ କହିଅଛନ୍ତି;
ହେବେ ହେ ଦରମ୍ ଗୁରୁର୍ ହେୱାନିଂ ଇଚାନ୍, “ଏ ଗୁରୁ, ହେଦାଂ ହାତ୍ପା, ହେୱାନ୍ ଜେ ରଞ୍ଜାଙ୍ଗ୍ ଆରି ହେୱାନ୍ ୱାତିସ୍ ଆରି ଇନେର୍ ଆକାୟ୍, ଇଦାଂ ଏନ୍ ହାତ୍ପା ରଚେ ଇଚାଇନା ।
33 ପୁଣି, ସମସ୍ତ ଅନ୍ତଃକରଣ, ସମସ୍ତ ବୁଦ୍ଧି ଓ ସମସ୍ତ ଶକ୍ତି ଦେଇ ତାହାଙ୍କୁ ପ୍ରେମ କରିବା ଏବଂ ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କରିବା ସମସ୍ତ ହୋମବଳି ଓ ବଳିଦାନ ଅପେକ୍ଷା ଗୁରୁତର।
ଆରେ, ୱିଜ଼ୁ ୱାସ୍କି, ୱିଜ଼ୁ ବୁଦି ଆରି ୱିଜ଼ୁ ସାକ୍ତି ହିଜ଼ି ହେୱାନିଂ ଜିଉ ନୱାଟ୍, ଆରି ପାଡ଼୍ହା ଇଞ୍ଜି ଲଗାଂ ଜାର୍ ଜିବୁନ୍ ଲାକେ ଜିଉନନାକା ୱିଜ଼ୁ ଗାର୍ଣି ଆରି ପୁଜାତିଙ୍ଗ୍ ଗାଜାଟି ।”
34 ସେ ବୁଦ୍ଧି ସହିତ ଉତ୍ତର ଦେଇଅଛନ୍ତି ଦେଖି ଯୀଶୁ ତାହାଙ୍କୁ କହିଲେ, “ଈଶ୍ବରଙ୍କ ରାଜ୍ୟଠାରୁ ତୁମ୍ଭେ ଦୂରବର୍ତ୍ତୀ ନୁହଁ।” ଏଥିଉତ୍ତାରେ କେହି ତାହାଙ୍କୁ ଆଉ କୌଣସି ପ୍ରଶ୍ନ ପଚାରିବାକୁ ସାହସ କଲେ ନାହିଁ।
ହେୱାନ୍ ବୁଦି ଲାହାଙ୍ଗ୍ ଉତର୍ ହିଜ଼ି ମାନାକା ପୁଞ୍ଜି ଜିସୁ ହେୱାନିଂ ଇଚାନ୍, “ଇସ୍ୱର୍ ରାଜିତାଂ ଏନ୍ ଦେହା ଆକାୟ୍ । ଇଦାଂ ପାଚେ ଇନେନ୍ ହେୱାନିଂ ଆରେ ଇମ୍ଣି ପର୍ସନ୍ ୱେନ୍ବେଦେଂ ସାସ୍ କିୱାତାର୍ ।”
35 କିନ୍ତୁ ଯୀଶୁ ମନ୍ଦିରରେ ଶିକ୍ଷା ଦେଉଥିବା ସମୟରେ ଉତ୍ତର ଦେଲେ, “ଖ୍ରୀଷ୍ଟ ଯେ ଦାଉଦଙ୍କ ସନ୍ତାନ, ଏହା ଶାସ୍ତ୍ରୀମାନେ କିପରି କହନ୍ତି?
ମାତର୍ ଜିସୁ ମନ୍ଦିର୍ତ ହିକ୍ୟା କିଜ଼ି ମାନି ସମୁତ ୱେନ୍ବାତାର୍, “କ୍ରିସ୍ଟ ଜେ, ଦାଉଦ୍ ମାଜ଼ି, ଇଦାଂ ଦରମ୍ ଗୁରୁର୍ ଇନେସ୍ ଇନାର୍?
36 ସ୍ୱୟଂ ଦାଉଦ ପବିତ୍ର ଆତ୍ମାଙ୍କ ଦ୍ୱାରା ପୂର୍ଣ୍ଣ ହୋଇ କହିଥିଲେ, ‘ପ୍ରଭୁ ମୋହର ପ୍ରଭୁଙ୍କୁ କହିଲେ, ଆମ୍ଭେ ଯେପର୍ଯ୍ୟନ୍ତ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭ ପାଦ ତଳେ ରଖି ନାହୁଁ, ସେପର୍ଯ୍ୟନ୍ତ ଆମ୍ଭର ଦକ୍ଷିଣରେ ବସିଥାଅ।’
ନିଜେ ନେ ଦାଉଦ୍ ପୁଇପୁୟା ଜିବୁନ୍ତାଂ ବାର୍ତି ଆଜ଼ି ଇଞ୍ଜି ମାଚାନ୍, ମାପ୍ରୁ ନା ମାପ୍ରୁତିଂ ଇଚାନ୍, ଆପେଂ ଜେ ନି ସାତ୍ରୁରିଂ ନି ପାନା ତାରେନ୍ ଇଡ୍ୱାତାପ୍ନା, ହେ ପାତେକ୍ ନା ବୁଜ୍ଣିପାଡ଼୍କା କୁଚ୍ଚି ମାନାଟ୍ ।”
37 ସ୍ୱୟଂ ଦାଉଦ ତାହାଙ୍କୁ ପ୍ରଭୁ ବୋଲି କହନ୍ତି; ତେବେ ସେ କିପ୍ରକାରେ ତାହାଙ୍କର ସନ୍ତାନ?”
ନିଜେନେ ଦାଉଦ୍ କ୍ରିସ୍ଟଙ୍ଗ୍ ମାପ୍ରୁ ଇଞ୍ଜି ଇନାନ୍; “ଲାଗିଂ ଇସ୍ୱର୍ ବାଚିକିତି ରାକ୍ୟାକାରିୟା କ୍ରିସ୍ଟ ଇନେସ୍ ବାର୍ତି ମାଜ଼ି ଆନାନ୍?”
38 ସର୍ବସାଧାରଣ ଲୋକେ ଆନନ୍ଦରେ ତାହାଙ୍କ କଥା ଶୁଣୁଥିଲେ। ପୁନଶ୍ଚ, ସେ ଆପଣା ଶିକ୍ଷା ମଧ୍ୟରେ କହିଲେ, “ଶାସ୍ତ୍ରୀମାନଙ୍କଠାରୁ ସାବଧାନ! ସେମାନେ ଲମ୍ବା ବସ୍ତ୍ର ପରିଧାନ କରି ଭ୍ରମଣ କରିବାକୁ, ପୁଣି, ହାଟ ବଜାରରେ ନମସ୍କାର,
ୱିଜ଼ାକାର୍ ମାନାୟାର୍ ୱାରିତାଂ ହେୱାନ୍ ବେରଣ୍ ୱେନ୍ଞ୍ଜି ମାଚାର୍ । ଆରେ, ହେୱାନ୍ ଜାର୍ତି ହିକ୍ୟା ବିତ୍ରେ ଇଚାନ୍, “ଦରମ୍ ସାସ୍ତର୍ତାଂ ଜାଗ୍ରତ୍!” ହେୱାର୍ ଡେଙ୍ଗା ଆଙ୍ଗି ଆର୍ପିସ୍ ବୁଲା ଆନି କାଜିଂ, ଆରେ ଆଟ୍ ବାଜାର୍ତ, ଜୱାର୍ ପାୟା ଆଦେଂ ।
39 ସମାଜଗୃହରେ ପ୍ରଧାନ ଆସନ ଓ ଭୋଜିରେ ପ୍ରଧାନ ସ୍ଥାନ ଗ୍ରହଣ କରିବାକୁ ଭଲ ପାଆନ୍ତି;
“କୁଟୁମ୍ ଇଞ୍ଜ ଗାଜା ବାହା ଆରି ବଜିତ ଗାଜା ବାହା ପାୟା ଆଦେଂ ୱାର୍ୟା ଆନାର୍;
40 ସେମାନେ ବିଧବାମାନଙ୍କର ଗୃହସବୁ ଗ୍ରାସ କରନ୍ତି ଓ ଛଳନା କରି ଦୀର୍ଘ ପ୍ରାର୍ଥନା କରନ୍ତି; ସେମାନେ ଗୁରୁତର ଦଣ୍ଡ ପାଇବେ।”
ହେୱାର୍ ରାଣ୍ଡିକାଂ ଇଲ୍ ୱିଜ଼େ ନସ୍ଟ କିତାର୍ ଆରି ଟକାୟ୍ କିଜ଼ି ଲାମା ପାର୍ତାନା କିନାର୍; ହେୱାର୍ ଡାଣ୍ଡ୍ ପାୟା ଆନାର୍!”
41 ପରେ ସେ ଭଣ୍ଡାର ସମ୍ମୁଖରେ ବସି ଲୋକସମୂହ କିପରି ଭଣ୍ଡାରରେ ପଇସା ପକାଉଅଛନ୍ତି, ତାହା ଦେଖୁଥିଲେ। ସେତେବେଳେ ଅନେକ ଧନୀ ଲୋକ ଭଣ୍ଡାରରେ ବେଶି ପକାଇଲେ;
ପାଚେ ହେ ଗାଦ୍ୟା ଇଲ୍ ମୁମ୍ଦ କୁଚ୍ଚି ଲକାର୍ ଇନେସ୍ ଟାକାଂ ରୁଣ୍ଡାଇକିତାର୍, ହେଦାଂ ହୁଡ଼୍ଜି ମାଚାନ୍ । ଏଚେକାଡ଼୍ଦ ହେନି ମାନାୟାର୍ ମାଜାନିଂ ହେବେ ବେସି ଇଡ୍ତାର୍;
42 ଆଉ ଜଣେ ଦରିଦ୍ର ବିଧବା ଆସି ଏକ ପାହୁଲା ମୂଲ୍ୟର ଦୁଇ କ୍ଷୁଦ୍ର ମୁଦ୍ରା ଭଣ୍ଡାରରେ ପକାଇଲା।
ଆରି, ରଞ୍ଜେଲ୍ ଅର୍କିତ୍ ରାଣ୍ଡି ରି ଟାକା ଡାବୁଙ୍ଗ୍ ହେବେ ରାତ୍ତାତ୍ ।
43 ତହିଁରେ ଯୀଶୁ ଆପଣା ଶିଷ୍ୟମାନଙ୍କୁ ନିକଟକୁ ଡାକି କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଭଣ୍ଡାରରେ ମୁଦ୍ରା ପକାଉଥିବା ସମସ୍ତ ଲୋକଙ୍କ ଅପେକ୍ଷା ଏହି ଦରିଦ୍ର ବିଧବା ଅଧିକ ପକାଇଅଛି;
ହେବେଣ୍ଡାଂ ଜିସୁ ନିଜ୍ତି ଚେଲାରିଂ ଲାଗେ କୁକ୍ଚି ଇଚାନ୍, “ଆନ୍ ମିଙ୍ଗେଙ୍ଗ୍ ହାତ୍ପା ଇଞ୍ଜ୍ନାଙ୍ଗା, ଟାକାଂ ପେଡ଼ି ଇଡ଼୍ଜିମାନି ୱିଜ଼ାକାର୍ ତାକେଣ୍ଡାଂ, ଇ ଅର୍କିତ୍ ରାଣ୍ଡି ବେସି ଇଡ଼ିତାତ୍ ନା ।
44 କାରଣ ସମସ୍ତେ ଆପଣା ଆପଣା ଅତିରିକ୍ତ ଧନରୁ କିଛି କିଛି ପକାଇଲେ, କିନ୍ତୁ ଏ ଆପଣାର ଅନାଟନ ଅବସ୍ଥାରେ ନିଜ ପ୍ରାଣ ବଞ୍ଚାଇବା ନିମନ୍ତେ ତାହାର ଯାହା କିଛି ଥିଲା, ସେହିସବୁ ପକାଇଲା।”
ଇନାକିଦେଂକି ୱିଜ଼ାକାର୍ ନିଜେ ନିଜେତି ବେସି ଦାନ୍ତ ଅଲପ୍ ଅଲପ୍ ଦାନ୍ ଇଡ଼ିତାର୍, ମାତର୍ ଇଦେଲ୍ ନିଜେତି ଇନାକା ହିଲ୍ୱାଦାଂ ନିଜେତି ଜିବୁନ୍ ବାଚାୟ୍ କିଦେଙ୍ଗ୍ ହେଦେଲ୍ତି ଇନାକା ମାଚାତ୍, ହେ ୱିଜ଼େ ରାତ୍ତାତ୍ ।”