< ମାର୍କ 12 >

1 ଏଥିଉତ୍ତାରେ ଯୀଶୁ ସେମାନଙ୍କୁ ଦୃଷ୍ଟାନ୍ତରେ କହିବାକୁ ଲାଗିଲେ। “ଜଣେ ବ୍ୟକ୍ତି ଗୋଟିଏ ଦ୍ରାକ୍ଷାକ୍ଷେତ୍ର କରି ତାହାର ଚାରିଆଡ଼େ ବାଡ଼ ଦେଲେ ଓ ଦ୍ରାକ୍ଷାକୁଣ୍ଡ ଖୋଳି ପ୍ରହରୀ-ଗୃହ ନିର୍ମାଣ କଲେ, ପୁଣି, କୃଷକମାନଙ୍କୁ ସେହି କ୍ଷେତ ଭାଗରେ ଦେଇ ବିଦେଶକୁ ଗମନ କଲେ।
ଏନ୍ତେ ୟୀଶୁ ଜନ୍‌କା କାଜିତେ ଇନ୍‌କୁକେ ଜାଗାର୍‌ ଏଟେଦ୍‌କେଦ୍‌ଆଏ, “ମିଆଁଦ୍‌ ହଡ଼ ମିଆଁଦ୍‌ ଦାଖ୍‌ବାକ୍‌ଡ଼ି ବାଇକେଦାଏ, ଆଡଃ କେସେଦ୍‌ବିୟୁର୍‌କେଦାଏ, ଘାନା ନାଗେନ୍ତେ ଗାଡା ଉର୍‌କେଦାଏ, ଆଡଃ ହରମେନ୍ତେ ହରଠାୟାଦ୍‌ ବାଇକେଦାଏ, ଏନ୍ତେ ଇନିଃ ଏନ୍‌ ଦାଖ୍‌ବାକ୍‌ଡ଼ି କାର୍‌ କାମିତାନ୍ ହଡ଼କକେ ଏମ୍‌କେଦ୍‌ତେ ସାଙ୍ଗିନ୍‌ ଦିଶୁମ୍‌ତେ ସେନଃୟାନାଏ ।
2 ପରେ କୃଷକମାନଙ୍କଠାରୁ ଦ୍ରାକ୍ଷାକ୍ଷେତ୍ରର ଫଳରୁ ଭାଗ ପାଇବା ନିମନ୍ତେ ସେ ଜଣେ ଦାସକୁ ଉପଯୁକ୍ତ ସମୟରେ ସେମାନଙ୍କ ନିକଟକୁ ପଠାଇଲେ।
ଜ ଗଦଃ ସାହା ତେବାଃୟାନ୍‌ଚି, ଦାଖ୍‌ବାକ୍‌ଡ଼ିରେୟାଃ ଜ ନାମେ ନାଗେନ୍ତେ ଇନିଃ ମିଆଁଦ୍‌ ଦାସିକେ ଏନ୍‌ କାର୍‌ କାମିତାନ୍ ହଡ଼କତାଃତେ କୁଲ୍‌କିୟାଏ ।
3 କିନ୍ତୁ ସେମାନେ ତାହାକୁ ଧରି ପ୍ରହାର କଲେ ଓ ଶୂନ୍ୟ ହସ୍ତରେ ଫେରାଇଦେଲେ।
କାର୍‌ କାମି ହଡ଼କଦ ଏନ୍‌ ଦାସିକେ ସାବ୍‌କିତେକ ଦାଲ୍‌କିୟାଃ, ଆଡଃ ସାମାତିଃଇକ କୁଲ୍‌ରୁହାଡ଼୍‌କିୟା ।
4 ପୁଣି, ସେହି ବ୍ୟକ୍ତି କୃଷକମାନଙ୍କ ନିକଟକୁ ଆଉ ଜଣେ ଦାସକୁ ପଠାଇଲେ; ସେମାନେ ତାହାର ମଧ୍ୟ ମୁଣ୍ଡ ଫଟାଇଦେଲେ ଓ ତାହାକୁ ଅପମାନ କଲେ।
ଏନ୍ତେ ଇନିଃ ଏଟାଃ ଦାସିକେ ଇନ୍‌କୁତାଃ କୁଲ୍‌କିୟାଏ, ଇନିଃକେଦ କାର୍‌କାମି ହଡ଼କ ବହଃରେ ଦାଲିତାନ୍‌ଲଃ ହିଲାଙ୍ଗ୍‌କେଦ୍‌ତେ କୁଲ୍‌ରୁହାଡ଼୍‌କିୟାକ ।
5 ସେ ଆଉ ଜଣକୁ ପଠାଇଲେ; ସେମାନେ ତାହାକୁ ମଧ୍ୟ ବଧ କଲେ। ସେଥିରେ ସେହି ବ୍ୟକ୍ତି ଆହୁରି ଅନେକଙ୍କୁ ପଠାଇଲେ; ସେମାନଙ୍କ ମଧ୍ୟରୁ କେତେକଙ୍କୁ ପ୍ରହାର କଲେ ଓ କେତେକଙ୍କୁ ବଧ କଲେ।
ଏନ୍ତେ ଇନିଃ ଆଡଃମିଆଁଦ୍‌ ଦାସିକେ କୁଲ୍‌କିୟାଏ, ଆଡଃ ଇନିଃକେହଁ ଗଏଃକିୟାକ । ଇନିଃ ପୁରାଃ ଏଟାଃ ଦାସିକକେ କୁଲ୍‌କେଦ୍‌କଆଏ, ଚିମିନ୍‌କକେ ଦାଲ୍‌କେଦ୍‌କଆକ, ଆଡଃ ଚିମିନ୍‌କକେ ଗଏଃକେଦ୍‌କଆକ ।
6 ତାହାଙ୍କ ନିକଟରେ ଆପଣା ପ୍ରିୟ ପୁତ୍ର ମାତ୍ର ରହିଥିଲେ। ମୋହର ପୁଅକୁ ସେମାନେ ମାନ୍ୟ କରିବେ, ଏହା ଭାବି ସେ ଅବଶେଷରେ ତାହାଙ୍କୁ କୃଷକମାନଙ୍କ ନିକଟକୁ ପଠାଇଲେ।
ନାହାଁଃ ମିଆଁଦ୍‌ଗି କୁଲଃନିଃ ସାରେଜାକାନାଏ, ଇନିଃଦ ଆୟାଃ ଦୁଲାଡ଼୍‌ ହନ୍‌କଡ଼ା ତାନିଃ । ନାହାଁଃ ଇନ୍‌କୁ ହନିଙ୍ଗ୍‌କଡ଼ାକେ ମାଇନିୟାକ, ମେନ୍‌କେଦ୍‌ତେ ଟୁଣ୍ଡୁରେ ଇନିଃ ଆୟାଃ ଏନ୍‌ ହନ୍‌କେ ଇନ୍‌କୁତାଃତେ କୁଲ୍‌କିୟାଏ ।
7 ମାତ୍ର ସେହି କୃଷକମାନେ ପରସ୍ପର କହିଲେ, ଏ ତ ଉତ୍ତରାଧିକାରୀ, ଆସ, ଏହାକୁ ବଧ କରିବା; ତାହାହେଲେ ଅଧିକାର ଆମ୍ଭମାନଙ୍କର ହେବ।
କାର୍‌କାମି ହଡ଼କ ମେପେନ୍‌ୟାନା, ‘ନିଃଗି ଏନ୍‌ ଗମ୍‌କେୟାଃ ହନ୍‌ତାନିଃ, ମାର୍‌ବୁ ଗଜିୟା ଆଡଃ ଇନିୟାଃ ହାନାଟିଙ୍ଗ୍‌ ଆବୁଆଃ ହବାଅଆଃ ।’
8 ସେଥିରେ ସେମାନେ ତାହାଙ୍କୁ ଧରି ବଧ କଲେ ଓ ଦ୍ରାକ୍ଷାକ୍ଷେତ୍ରର ବାହାରେ ପକାଇଦେଲେ।
ଏନାମେନ୍ତେ ଇନ୍‌କୁ ଇନିଃକେ ସାବ୍‌କିତେ ଗଏଃକିୟାକ, ଆଡଃ ଇନିୟାଃ ଦାଖ୍‌ବାକ୍‌ଡ଼ିଏତେ ହୁରାଙ୍ଗ୍‌ ଅଡଙ୍ଗ୍‌କିୟାଃକ ।
9 ତେବେ ଦ୍ରାକ୍ଷାକ୍ଷେତ୍ରର କର୍ତ୍ତା କଅଣ କରିବେ? ସେ ଆସି କୃଷକମାନଙ୍କୁ ବିନାଶ କରିବେ ଓ ଅନ୍ୟମାନଙ୍କୁ ଦ୍ରାକ୍ଷାକ୍ଷେତ୍ର ଦେବେ।
“ଦାଖ୍‌ବାକ୍‌ଡ଼ି ଗମ୍‌କେ ତାବ୍‌ଦ ଚିନାଃଆଏ ଚିକାୟା?” ମେନ୍ତେ ୟୀଶୁ କୁଲିକେଦ୍‌କଆଏ । “ଇନିଃଦ ହିଜୁଃକେଦ୍‌ତେ ଏନ୍‌ କାର୍‌ କାମିହଡ଼କକେ ଗଏଃକଆଏ, ଆଡଃ ବାଖ୍‌ଡ଼ିତାୟାଃକେ ଏଟାଃ କାର୍‌ କାମିହଡ଼କକେ ଏମାକଆଏ ।
10 ତୁମ୍ଭେମାନେ କି ଧର୍ମଶାସ୍ତ୍ରର ଏହି ବାକ୍ୟ ମଧ୍ୟ ପାଠ କରି ନାହଁ, ‘ଗୃହନିର୍ମାଣକାରୀମାନେ ଯେଉଁ ପ୍ରସ୍ତରକୁ ଅଗ୍ରାହ୍ୟ କଲେ, ତାହା କୋଣର ପ୍ରଧାନ ପ୍ରସ୍ତର ହେଲା;
୧୦ଚିୟାଃ ଆପେ ଧାରାମ୍‌ପୁଥିରେ ନେ କାଜି କାପେ ପାଢ଼ାଅକାଦାଃ? “‘ବାବାଇକ ଅକନ୍‌ ଦିରିକେ ଆତମ୍‌ ଏଣ୍ଡାଃଲେଦାକ ଏନାଦ କଚାରାଃ ମୁଲ୍‌ଦିରି ହବାୟାନା ।
11 ପ୍ରଭୁଙ୍କଠାରୁ ଏହା ହେଲା, ଆଉ ତାହା ଆମ୍ଭମାନଙ୍କ ଦୃଷ୍ଟିରେ ଆଶ୍ଚର୍ଯ୍ୟଜନକ?’”
୧୧ନେ କାମିଦ ପ୍ରାଭୁଗି ରିକାକେଦାଏ ଆଡଃ ଏନାଦ ଆବୁଆଃ ନେନେଲ୍‌ରେ ଆକ୍‌ଦାନ୍ଦାଅଗିୟା ।’”
12 ଏଥିରେ ପ୍ରଧାନ ଯାଜକ, ଶାସ୍ତ୍ରୀ ଓ ପ୍ରାଚୀନବର୍ଗ ଯୀଶୁଙ୍କୁ ଧରିବାକୁ ଚେଷ୍ଟା କଲେ, କିନ୍ତୁ ସେମାନେ ଲୋକସମୂହକୁ ଭୟ କଲେ; କାରଣ ସେ ସେହି ଦୃଷ୍ଟାନ୍ତ ସେମାନଙ୍କୁ ଲକ୍ଷ୍ୟ କରି କହିଥିଲେ ବୋଲି ସେମାନେ ବୁଝିଲେ, ଆଉ ସେମାନେ ତାହାଙ୍କୁ ପରିତ୍ୟାଗ କରି ଚାଲିଗଲେ।
୧୨ଯିହୁଦୀ ନେତାକଆଃ ବିରୁଧ୍‌ରେ ନେ ଜନ୍‌କା କାଜି କାଜିକେଦାଏ ଏନା ଆଟ୍‌କାର୍‌କେଦ୍‌ତେ ଇନିଃକେ ସାସାବ୍ ସାନାଙ୍ଗ୍‌ତାନ୍‌କ ତାଇକେନା, ମେନ୍‌ଦ ଇନ୍‌କୁ ଗାଦେଲ୍‌ ହଡ଼କକେ ବରକେଦ୍‌ତେ ଇନିଃକେ ବାଗିକେଦ୍‌ତେକ ନିର୍‌ୟାନା ।
13 ପରେ ଯୀଶୁଙ୍କ କଥାର ଛିଦ୍ର ଧରିବା ନିମନ୍ତେ ସେମାନେ ଫାରୂଶୀ ଓ ହେରୋଦୀୟମାନଙ୍କ ମଧ୍ୟରୁ କେତେକଙ୍କୁ ତାହାଙ୍କ ପାଖକୁ ପଠାଇଲେ।
୧୩ଆଡଃ ୟୀଶୁଆଃ କାଜି ହରାତେ ସାବି ନାଗେନ୍ତେ ଇନ୍‌କୁ ଫାରୁଶୀକଏତେ ଆଡଃ ହେରୋଦ୍‌ରାଃ ଚିମିନ୍‌ ହଡ଼କକେ ଇନିଃତାଃତେକ କୁଲ୍‌କେଦ୍‌କଆ ।
14 ସେମାନେ ଆସି ତାହାଙ୍କୁ କହିଲେ, ହେ ଗୁରୁ, ଆମ୍ଭେମାନେ ଜାଣୁ, ଆପଣ ସତ୍ୟ ଓ କାହାକୁ ଭୟ କରନ୍ତି ନାହିଁ; କାରଣ ଆପଣ ମନୁଷ୍ୟର ମୁଖାପେକ୍ଷା କରନ୍ତି ନାହିଁ, ମାତ୍ର ସତ୍ୟ ରୂପେ ଈଶ୍ବରଙ୍କ ମାର୍ଗ ଶିକ୍ଷା ଦିଅନ୍ତି। କାଇସରଙ୍କୁ କର ଦେବା ବିଧିସଙ୍ଗତ କି ନୁହେଁ?
୧୪ଇନ୍‌କୁ ଆୟାଃତାଃ ହିଜୁଃୟାନ୍‌ଚିକ କାଜିକିୟା, “ହେ ଗୁରୁ, ଆମ୍‌ଦ ସାର୍‌ତିନିଃ ତାନ୍‌ମେ ଆଡଃ ଜେତାଏକେ କାମ୍‌ ବରଆଃ ମେନ୍ତେ ଆଲେ ସାରିତାନାଲେ, ଆମ୍‌ଦ ହଡ଼ରାଃ ମେଦ୍‌ମୁହାଁଡ଼୍‌ କାମ୍‌ ନେଲାଃ, ମେନ୍‌ଦ ସାର୍‌ତିଗି ପାର୍‌ମେଶ୍ୱାର୍‌ରାଃ ହରା ଇତୁଆଃମେ, ମାର୍‌ କାଜିୟାଲେମେ, ଆଇନ୍‌ ଲେକାତେ ଆଲେକେ କାଇସାର୍‌କେ କାର୍‌ ଏମଃ ଲାଗାତିୟାଃଁ ଚି କାହା?”
15 ଆମ୍ଭେମାନେ ଦେବା କି ନାହିଁ? କିନ୍ତୁ ଯୀଶୁ ସେମାନଙ୍କର କପଟତା ଜାଣି ସେମାନଙ୍କୁ କହିଲେ, “କାହିଁକି ମୋତେ ପରୀକ୍ଷା କରୁଅଛ? ଗୋଟିଏ ମୁଦ୍ରା ମୋʼ ପାଖକୁ ଆଣ, ମୁଁ ତାହା ଦେଖେ।”
୧୫ମେନ୍‌ଦ ୟୀଶୁ ଇନ୍‌କୁଆଃ ବେଦା ଆଟ୍‌କାର୍‌କେଦ୍‌ତେ ମେତାଦ୍‌କଆ, “ଚିନାଃ ମେନ୍ତେପେ ବିଡ଼ାଅଇଙ୍ଗ୍‌ ତାନା? ମୁସିଙ୍ଗ୍‌ରାଃ ନାଲା ସିକା ଆଉୱାଇଙ୍ଗ୍‌ପେ, ଏନା ନେଲେଆଇଙ୍ଗ୍‌ ।”
16 ତହିଁରେ ସେମାନେ ତାହା ଆଣିଲେ। ଯୀଶୁ ସେମାନଙ୍କୁ ପଚାରିଲେ, “ଏହି ମୂର୍ତ୍ତି ଓ ନାମ କାହାର?” ସେମାନେ ତାହାଙ୍କୁ କହିଲେ, କାଇସରଙ୍କର।
୧୬ଇନ୍‌କୁ ମିଆଁଦ୍‌ ସିକା ଆୟାଃତାଃକ ଆଉକେଦା, ଏନ୍ତେ ଇନିଃ ଇନ୍‌କୁକେ କୁଲିକେଦ୍‌କଆ, “ନେ ମୁରୁତ୍‌ ଆଡଃ ନୁତୁମ୍‌ ଅକଏୟାଃ ତାନାଃ?” ଇନ୍‌କୁ “କାଇସାର୍‌ରାଃକ” କାଜିକିୟା ।
17 ସେଥିରେ ଯୀଶୁ ସେମାନଙ୍କୁ କହିଲେ, “କାଇସରଙ୍କର ଯାହା, ତାହା କାଇସରଙ୍କୁ ଦିଅ; ପୁଣି, ଈଶ୍ବରଙ୍କର ଯାହା, ତାହା ଈଶ୍ବରଙ୍କୁ ଦିଅ।” ତହିଁରେ ସେମାନେ ଯୀଶୁଙ୍କ କଥାରେ ଅତ୍ୟନ୍ତ ଚମତ୍କୃତ ହେଲେ।
୧୭ୟୀଶୁ କାଜିରୁହାଡ଼ାଦ୍‌କଆଏ, “ଏନ୍‌ରେଦ ଅକ୍‌ନାଃ କାଇସାର୍‌ରାଃ ତାନାଃ ଏନା କାଇସାର୍‌କେଗି ଏମାଇପେ, ଆଡଃ ଅକ୍‌ନାଃ ପାର୍‌ମେଶ୍ୱାର୍‌ରାଃ ତାନାଃ ଏନା ପାର୍‌ମେଶ୍ୱାର୍‌କେଗି ଏମାଇପେ ।” ଆଡଃ ୟୀଶୁଆଃ ନେ କାଜିରେ ଇନ୍‌କୁ ହାଏକାଟ୍‍ୟାନାକ ।
18 ଏଥିଉତ୍ତାରେ ପୁନରୁତ୍ଥାନକୁ ଅସ୍ୱୀକାର କରୁଥିବା ସାଦ୍ଦୂକୀମାନେ ତାହାଙ୍କ ନିକଟକୁ ଆସି ପଚାରିବାକୁ ଲାଗିଲେ,
୧୮ଜୀଉବିନିରିଦ୍‌ରେ କା ବିଶ୍ୱାସେତାନ୍‌ ସାଦୁକିକଏତେ ଚିମିନ୍‌ ହଡ଼କ ୟୀଶୁତାଃତେ ହିଜୁଃକେଦ୍‌ତେ ଇନିଃକେ କୁଲିକିୟାଃକ:
19 ହେ ଗୁରୁ, ମୋଶା ଆମ୍ଭମାନଙ୍କ ନିମନ୍ତେ ଲେଖିଅଛନ୍ତି ଯେ, ଯଦି କୌଣସି ଲୋକର ଭାଇ ମରେ, ଆଉ ତାହାର ଭାର୍ଯ୍ୟା ଜୀବିତା ଥାଏ, ପୁଣି, ତାହାର କୌଣସି ସନ୍ତାନ ନ ଥାଏ, ତାହାହେଲେ ତାହାର ଭାଇ ତାହାର ଭାର୍ଯ୍ୟାକୁ ଗ୍ରହଣ କରି ଆପଣା ଭାଇ ନିମନ୍ତେ ବଂଶ ଉତ୍ପନ୍ନ କରିବ।
୧୯“ହେ ଗୁରୁ, ମୁଶା ଆଲେ ନାଗେନ୍ତେ ଅଲାକାଦାଏ, ଜେତାଏ ହଡ଼ଆଃ ଦାଦାତେ ବେଗାର୍‌ ହନ୍‌ଗାଁଣାକ ହବାଅଃ ସିଦାରେ ଗଏଃକେନଃ ରେଦ, ଆୟାଃ ହାଗାତେ ଇନିୟାଃ କୁଡ଼ିକେ ଆଣ୍‌ଦିୟଃକାଏ, ଆଡଃ ଦାଦାତେ ନାଙ୍ଗ୍‌ ହନ୍‌ଗାଁଣା ଜାନାମ୍‌କକାଏ ।
20 ଦେଖନ୍ତୁ, ସାତ ଭାଇ ଥିଲେ; ପ୍ରଥମଟି ଗୋଟିଏ ସ୍ତ୍ରୀକୁ ବିବାହ କଲା ଓ ନିଃସନ୍ତାନ ହୋଇ ମଲା;
୨୦ମିଦ୍‌ ଦିପିଲିରେ ସାତ୍‌ ହାଗିୟା ତାଇନ୍‌କେନାକ ମାରାଙ୍ଗ୍‌ନିଃ ଆଣ୍‍ଦିକେଦ୍‍ତେ ବେଗାର୍‌ ହନ୍‌ଗାଁଣାତେ ଗଏଃୟାନାଏ ।
21 ପରେ ଦ୍ୱିତୀୟଟି ତାହାକୁ ଗ୍ରହଣ କରି ନିଃସନ୍ତାନ ହୋଇ ମଲା; ତୃତୀୟଟି ସେହି ପ୍ରକାର କଲା,
୨୧ଏଟାଃନିଃ ଏନ୍‌ ରାଣ୍ଡିକେ ଆଣ୍‌ଦିୟାନାଏ ଆଡଃ ଇନିଃହ ହନ୍‌ଗାଁଣା ହବାଅଃ ସିଦାରେ ଗଏଃୟାନା, ଆପିୟାନିଃହଗି ଏନ୍‌କାୟାନାଏ ।
22 ଆଉ ସାତ ଜଣଯାକ ନିଃସନ୍ତାନ ହୋଇ ମଲେ; ସମସ୍ତଙ୍କ ଶେଷରେ ସେହି ସ୍ତ୍ରୀ ମଧ୍ୟ ମଲା।
୨୨ଏନ୍‌କାତେ ସାତ୍‌ ହାଗିୟାକ ବେଗାର୍ ହନ୍‌ଗାଁଣାତେକ ଗଏଃୟାନା, ସବେନ୍‌କ ତାୟମ୍‌ତେ ଏନ୍‌ କୁଡ଼ିୟଗି ଗଏଃୟାନାଏ ।
23 ପୁନରୁତ୍ଥାନ ସମୟରେ ଯେତେବେଳେ ସେମାନେ ଉଠିବେ, ସେତେବେଳେ ସେମାନଙ୍କ ମଧ୍ୟରୁ ସେ କାହାର ସ୍ତ୍ରୀ ହେବ? ସାତ ଜଣଯାକ ତ ତାହାକୁ ବିବାହ କରିଥିଲେ।
୨୩ତାବ୍‌ଦ ଜୀଉବିନିରିଦ୍‌ରେ, ସବେନ୍‌କ ଜୀଉବିରିଦଃ ଦିପିଲିରେ, ଏନ୍‌ କୁଡ଼ି ଇନ୍‌କୁଏତେ ଅକଏୟାଃ କୁଡ଼ି ହବାଅଆଃଏ? ଚିୟାଃଚି ସାତ୍‌ ହାଗିୟା ସବେନ୍‌କଦ ଇନିଃକେ ଆଣ୍‌ଦିକାନ୍‌ ତାଇକେନାକ ।”
24 ଯୀଶୁ ସେମାନଙ୍କୁ କହିଲେ, “ଧର୍ମଶାସ୍ତ୍ର ପୁଣି, ଈଶ୍ବରଙ୍କ ଶକ୍ତି ମଧ୍ୟ ନ ଜାଣିବା କି ତୁମ୍ଭମାନଙ୍କ ଭ୍ରାନ୍ତିର କାରଣ ନୁହେଁ?
୨୪ୟୀଶୁ ଇନ୍‌କୁକେ ମେତାଦ୍‌କଆ, “ଆପେ ଧାରାମ୍‌ପୁଥି ଆଡଃ ପାର୍‌ମେଶ୍ୱାର୍‌ଆଃ ପେଡ଼େଃକ କାପେସାରି ହରାତେ ଆଦାକାନାପେ ।
25 ଯେଣୁ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ହେଲା ଉତ୍ତାରେ ଲୋକେ ବିବାହ କରନ୍ତି ନାହିଁ କିମ୍ବା ବିବାହିତା ହୁଅନ୍ତି ନାହିଁ, କିନ୍ତୁ ସ୍ୱର୍ଗସ୍ଥ ଦୂତମାନଙ୍କ ପରି ରୁହନ୍ତି।
୨୫ଗଏଃକେଦ୍‌ତେ ଜୀଉ ବିନିରିଦ୍‌ ତାୟମ୍‌ତେ ହଡ଼କ କାକ ଆଣ୍‌ଦିନାଃ ଆଡଃ କାକ ଆଣ୍‌ଦି ଏମଃଆ, ଇନ୍‌କୁ ସିର୍ମାରେନ୍‌ ଦୁଁତ୍‌କ ଲେକାକ ତାଇନାଃ ।
26 ମାତ୍ର ମୃତମାନେ ଯେ ଉତ୍ଥିତ ହୁଅନ୍ତି, ସେ ସମ୍ବନ୍ଧରେ ତୁମ୍ଭେମାନେ କି ମୋଶାଙ୍କ ଶାସ୍ତ୍ରରେ ବୁଦାର ବୃତ୍ତାନ୍ତରେ ପାଠ କରି ନାହଁ ଯେ ଈଶ୍ବର କିପରି ତାହାଙ୍କୁ କହିଲେ, ଆମ୍ଭେ ଅବ୍ରହାମଙ୍କ ଈଶ୍ବର, ଇସ୍‌ହାକଙ୍କ ଈଶ୍ବର ଓ ଯାକୁବଙ୍କ ଈଶ୍ବର?
୨୬ଆଡଃ ଗଏଃକାନ୍‌କଆଃ ଜୀଉବିରିଦ୍‌ରାଃ କାଜିପେ କୁଲିଙ୍ଗ୍‌ତାନା, ମୁଶା ଅଲାକାନ୍‌ ପୁଥିରେ ଅଲାକାନା, ଜୁଲଃତାନ୍ ଚୁପାଦ୍‌ରାଃ କାଜି କାପେଚି ପାଢ଼ାଅକାନା? ନେ ସବେନ୍‌କ ଗଜାକାନ୍‌ରେୟଗି, ଚିଲ୍‌କା ପାର୍‌ମେଶ୍ୱାର୍‌ ମୁଶାକେ କାଜିକିୟାଏ, ଆଇଙ୍ଗ୍‌ ଆବ୍ରାହାମ୍‌ଆଃ ପାର୍‌ମେଶ୍ୱାର୍‌, ଇସାକ୍‌ଆଃ ପାର୍‌ମେଶ୍ୱାର୍‌, ଆଡଃ ଯାକୁବ୍‌ଆଃ ପାର୍‌ମେଶ୍ୱାର୍‌ ତାନିଙ୍ଗ୍‌ ।
27 ସେ ମୃତମାନଙ୍କର ଈଶ୍ବର ନୁହଁନ୍ତି, ମାତ୍ର ଜୀବିତମାନଙ୍କର। ତୁମ୍ଭେମାନେ ବଡ଼ ଭ୍ରାନ୍ତ ହେଉଅଛ।”
୨୭ପାର୍‌ମେଶ୍ୱାର୍‌ଦ ଗଜାକାନ୍‌କଆଃ ପାର୍‌ମେଶ୍ୱାର୍‌ ନାହାଁଲିଃ ମେନ୍‌ଦ ଜୀନିଦ୍‌ ହଡ଼କଆଃ ପାର୍‌ମେଶ୍ୱାର୍‌ ତାନିଃ । ଆପେ ପୁରାଃଗିପେ ଆଦାକାନା ।”
28 ସେତେବେଳେ ଶାସ୍ତ୍ରୀମାନଙ୍କ ମଧ୍ୟରୁ ଜଣେ ପାଖକୁ ଆସି ସେମାନଙ୍କର ବାଦାନୁବାଦ ଶୁଣି ଓ ଯୀଶୁ ଯେ ସେମାନଙ୍କୁ ଯଥାର୍ଥ ଉତ୍ତର ଦେଇଅଛନ୍ତି, ଏହା ଜାଣି ତାହାଙ୍କୁ ପଚାରିଲେ, ସମସ୍ତ ଆଜ୍ଞା ମଧ୍ୟରେ କେଉଁ ଆଜ୍ଞା ପ୍ରଧାନ?
୨୮ମିଆଁଦ୍‌ ଆଇନ୍‌ ଇତୁନିଃ ଇନ୍‌କୁକେ କାପାଜିତାନ୍ ଆୟୁମ୍‌କେଦ୍‌କଆଏ । ୟୀଶୁ ଏନ୍‌ ସାଦୁକିକକେ ଚିଲ୍‌କା ବୁଗିଲେକାତେ କାଜିରୁହାଡ଼ାଦ୍‌କଆଏ ଏନା ଆଟ୍‌କାର୍‌ ଉରୁମ୍‌କେଦ୍‌ଚି, ଇନିଃ କୁଲିକିୟାଏ, “ସବେନ୍‌ ଆନ୍‌ଚୁକଏତେ, ମାରାଙ୍ଗ୍‌ ଆନ୍‌ଚୁ ଅକଆଃ ତାନାଃ?”
29 ଯୀଶୁ ଉତ୍ତର ଦେଲେ, “ପ୍ରଧାନ ଆଜ୍ଞା ଏହି, ହେ ଇସ୍ରାଏଲ, ଶୁଣ; ପ୍ରଭୁ ଆମ୍ଭମାନଙ୍କ ଈଶ୍ବର ଏକମାତ୍ର ପ୍ରଭୁ ଅଟନ୍ତି;
୨୯ୟୀଶୁ କାଜିରୁହାଡ଼୍‌କିୟାଏ, “ସବେନାଃଏତେ ମାରାଙ୍ଗ୍‌ ଆନ୍‌ଚୁଦ ନେଆଁଁତାନାଃ, ହେ ଇସ୍ରାଏଲ୍‌, ଆୟୁମେମେ, ପ୍ରାଭୁ ଆବୁଆଃ ପାର୍‌ମେଶ୍ୱାର୍‌, ଏସ୍‌କାର୍‌ଗି ପ୍ରାଭୁତାନିଃ ।
30 ‘ଆଉ ତୁମ୍ଭେ ଆପଣା ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ସମସ୍ତ ମନ ଓ ସମସ୍ତ ଶକ୍ତି ଦେଇ ପ୍ରଭୁ ଆପଣା ଈଶ୍ବରଙ୍କୁ ପ୍ରେମ କର।’
୩୦ପ୍ରାଭୁ ଆମାଃ ପାର୍‌ମେଶ୍ୱାର୍‌କେ ଆମାଃ ସବେନ୍‌ ମନ୍‌ତେ, ଆଡଃ ଆମାଃ ସବେନ୍‌ ଜୀଉତେ, ଆଡଃ ଆମାଃ ସବେନ୍‌ ସେଣାଁଁତେ, ଆଡଃ ଆମାଃ ସବେନ୍‌ ପେଡ଼େଃତେ ଦୁଲାଡ଼ିମେ ।
31 ଦ୍ୱିତୀୟଟି ଏହି, ‘ତୁମ୍ଭେ ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର।’ ଏହି ଆଜ୍ଞାଗୁଡ଼ିକ ଅପେକ୍ଷା ଆଉ କୌଣସି ଶ୍ରେଷ୍ଠ ଆଜ୍ଞା ନାହିଁ।”
୩୧ଏଟାଃ ଆନ୍‌ଚୁଦ ନେଆଁଁତାନାଃ, ଆମାଃ ହପର୍‌ଜାପାଃରେନିଃକେ ଆମ୍‌ଲେକା ଦୁଲାଡ଼ିମେ । ନେ ବାରିଆଃ ଆନ୍‌ଚୁଏତେ, ମାରାଙ୍ଗ୍‌ ଆଡଃ ଜେତାଏ ଆନ୍‌ଚୁ ବାନଆଃ ।”
32 ସେଥିରେ ସେହି ଶାସ୍ତ୍ରୀ ତାହାଙ୍କୁ କହିଲେ, ହେ ଗୁରୁ, ତାହା ସତ୍ୟ, ସେ ଯେ ଏକ ଓ ତାହାଙ୍କ ବିନା ଆଉ କେହି ନାହିଁ, ଏହା ଆପଣ ଯଥାର୍ଥ କହିଅଛନ୍ତି;
୩୨ଆଇନ୍‌ ଇତୁକ ୟୀଶୁକେ କାଜିକିୟାଃ, “ଠାଉକାଗିମ୍ କାଜିତାନା, ଏ ଇତୁନିଃ, ଆମାଃ କାଜି ସାର୍‌ତିଗିଆଃ, ଆମାଃ କାଜି ଲେକାତେ ପାର୍‌ମେଶ୍ୱାର୍‌ ମିଆଁଦ୍‌ଗିଆଏଃ, ଆଡଃ ଇନିଃକେ ବାଗିକେଦ୍‌ତେ ଏଟାଃ ଜେତାଏ ପାର୍‌ମେଶ୍ୱାର୍‌ ବାଙ୍ଗାଇଆଃ ।
33 ପୁଣି, ସମସ୍ତ ଅନ୍ତଃକରଣ, ସମସ୍ତ ବୁଦ୍ଧି ଓ ସମସ୍ତ ଶକ୍ତି ଦେଇ ତାହାଙ୍କୁ ପ୍ରେମ କରିବା ଏବଂ ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କରିବା ସମସ୍ତ ହୋମବଳି ଓ ବଳିଦାନ ଅପେକ୍ଷା ଗୁରୁତର।
୩୩ଆଡଃ ହଡ଼କେ, ଆୟାଃ ସବେନ୍‌ ମନ୍‌ତେ, ଆଡଃ ଆୟାଃ ସବେନ୍‌ ସେଣାଁଁତେ, ଆଡଃ ଆୟାଃ ସବେନ୍‌ ପେଡ଼େଃତେ ଇନିଃକେ ଦୁଲାଡ଼୍‌ ଲାଗାତିୟାଃଁ ଆଡଃ ଆୟାଃ ହପର୍‌ଜାପାଃନିଃକେହ ଆୟାଃ ଲେକା ଦୁଲାଡ଼୍‌ ଲାଗାତିୟାଃଁ । ନେ ବାରିଆ ଆନ୍‌ଚୁ ମାନାତିଙ୍ଗ୍‌ତେଆଃଦ ଉରୁବଃ ଦାଣେଁ ଚାଏ ସବେନ୍‌ ଏଟାଃ ଦାଣେଁରାକାବ୍‌ଏତେ ମାରାଙ୍ଗ୍‌ କାମିତାନାଃ ।”
34 ସେ ବୁଦ୍ଧି ସହିତ ଉତ୍ତର ଦେଇଅଛନ୍ତି ଦେଖି ଯୀଶୁ ତାହାଙ୍କୁ କହିଲେ, “ଈଶ୍ବରଙ୍କ ରାଜ୍ୟଠାରୁ ତୁମ୍ଭେ ଦୂରବର୍ତ୍ତୀ ନୁହଁ।” ଏଥିଉତ୍ତାରେ କେହି ତାହାଙ୍କୁ ଆଉ କୌଣସି ପ୍ରଶ୍ନ ପଚାରିବାକୁ ସାହସ କଲେ ନାହିଁ।
୩୪ଇନିଃ ସେଣାଁଁନ୍‌ ଲେକାତେ କାଜିକେଦାଏ, ଏନା ନେଲ୍‌କେଦ୍‌ତେ ୟୀଶୁ ଇନିଃକେ ମେତାଇୟାଏ, “ଆମ୍‌ଦ ପାର୍‌ମେଶ୍ୱାର୍‌ଆଃ ରାଇଜ୍‌ଏତେ ସାଙ୍ଗିନ୍‌ରେ ବାଙ୍ଗ୍‌ମେଆଁଃ ।” ଆଡଃ ଏନ୍‌ତାୟମ୍‌ତେ ଜେତାଏ ଇନିଃକେ ଜେତ୍‌ନାଃ କୁଲିନାଙ୍ଗ୍‌ କାକ ସାହାଁସ୍‌କେଦା ।
35 କିନ୍ତୁ ଯୀଶୁ ମନ୍ଦିରରେ ଶିକ୍ଷା ଦେଉଥିବା ସମୟରେ ଉତ୍ତର ଦେଲେ, “ଖ୍ରୀଷ୍ଟ ଯେ ଦାଉଦଙ୍କ ସନ୍ତାନ, ଏହା ଶାସ୍ତ୍ରୀମାନେ କିପରି କହନ୍ତି?
୩୫ମାନ୍ଦିର୍‌ ଅଡ଼ାଃରେ ଇତୁତାନ୍‌ ଇମ୍‌ତା ୟୀଶୁ କୁଲିକେଦ୍‌କଆଏ, “ଖ୍ରୀଷ୍ଟ୍‌ ଦାଉଦ୍‌ଆଃ ହନ୍‌ ତାନିଃ ମେନ୍ତେ ଆଇନ୍‌ ଇତୁକ ଚିଲ୍‌କାତେକ କାଜିୟାଃ?
36 ସ୍ୱୟଂ ଦାଉଦ ପବିତ୍ର ଆତ୍ମାଙ୍କ ଦ୍ୱାରା ପୂର୍ଣ୍ଣ ହୋଇ କହିଥିଲେ, ‘ପ୍ରଭୁ ମୋହର ପ୍ରଭୁଙ୍କୁ କହିଲେ, ଆମ୍ଭେ ଯେପର୍ଯ୍ୟନ୍ତ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭ ପାଦ ତଳେ ରଖି ନାହୁଁ, ସେପର୍ଯ୍ୟନ୍ତ ଆମ୍ଭର ଦକ୍ଷିଣରେ ବସିଥାଅ।’
୩୬ଦାଉଦ୍‌ ଆଇଃକ୍‌ଗି ପାବିତାର୍‌ ଆତ୍ମାରାଃ ଉସ୍‌କୁର୍‌ତେ କାଜିକେଦାଏ, “‘ପ୍ରାଭୁ ଆଇଁୟାଃ ପ୍ରାଭୁକେ ମେତାଇୟାଏ; ଆମାଃ ବାଇରିକକେ ଆମାଃ କାଟାସୁବାରେ କା ଆଉ ଜାକେଦ୍‌ ଆଇଁୟାଃ ଜମ୍‌ତିସାଃରେ ଦୁବାକାନ୍‌ମେ ।’”
37 ସ୍ୱୟଂ ଦାଉଦ ତାହାଙ୍କୁ ପ୍ରଭୁ ବୋଲି କହନ୍ତି; ତେବେ ସେ କିପ୍ରକାରେ ତାହାଙ୍କର ସନ୍ତାନ?”
୩୭ଦାଉଦ୍‌ ଆଇଃକ୍‌ଗି ଖ୍ରୀଷ୍ଟ୍‌କେ ପ୍ରାଭୁ ମେତାଇତାନ୍‌ରେଦ, ପାର୍‌ମେଶ୍ୱାର୍‌ଆଃ ସାଲାକାନ୍‌ ବଞ୍ଚାଅନିଃ ଖ୍ରୀଷ୍ଟ୍‌ ଚିଲ୍‌କାତେ ଦାଉଦ୍‌ଆଃ ହନ୍ତେକଡ଼ା ତାନିଃ? ଗାଦେଲ୍‌ ହଡ଼କ ୟୀଶୁଆଃ କାଜି ସୁକୁତେକ ଆୟୁମ୍‌ ତାଇକେନା ।
38 ସର୍ବସାଧାରଣ ଲୋକେ ଆନନ୍ଦରେ ତାହାଙ୍କ କଥା ଶୁଣୁଥିଲେ। ପୁନଶ୍ଚ, ସେ ଆପଣା ଶିକ୍ଷା ମଧ୍ୟରେ କହିଲେ, “ଶାସ୍ତ୍ରୀମାନଙ୍କଠାରୁ ସାବଧାନ! ସେମାନେ ଲମ୍ବା ବସ୍ତ୍ର ପରିଧାନ କରି ଭ୍ରମଣ କରିବାକୁ, ପୁଣି, ହାଟ ବଜାରରେ ନମସ୍କାର,
୩୮ୟୀଶୁ ଇନ୍‌କୁକେ ଇତୁତାନ୍‌ଲଃ ମେତାଦ୍‌କଆଏ, “ଆଇନ୍‌ ଇତୁକତାଃଏତେ ଚିର୍ଗାଲାକାନ୍‌ପେ । ଇନ୍‌କୁ ଜିଲିଙ୍ଗ୍‌ ଲିଜାଃ ତୁସିଙ୍ଗ୍‌କେଦ୍‌ତେ ସେନ୍‌ବାଡ଼ା, ଆଡଃ ପିଟ୍‌ ପିଡ଼ିକରେ ଜହାର୍‌ତେଲା,
39 ସମାଜଗୃହରେ ପ୍ରଧାନ ଆସନ ଓ ଭୋଜିରେ ପ୍ରଧାନ ସ୍ଥାନ ଗ୍ରହଣ କରିବାକୁ ଭଲ ପାଆନ୍ତି;
୩୯ଆଡଃ ଇନ୍‌କୁକେ ସାମାଜ୍‌ ଅଡ଼ାଃକରେ ଆୟାର୍‌ରେ ଦୁବ୍‌ନାଙ୍ଗ୍‌, ଆଡଃ ମାରାଙ୍ଗ୍‌ ଜମ୍‌ନୁଁକରେ ସିଦା ଠାୟାଦ୍‌ରେ ଦୁବ୍‌ନାଙ୍ଗ୍‌ ସୁକୁକଆ ।
40 ସେମାନେ ବିଧବାମାନଙ୍କର ଗୃହସବୁ ଗ୍ରାସ କରନ୍ତି ଓ ଛଳନା କରି ଦୀର୍ଘ ପ୍ରାର୍ଥନା କରନ୍ତି; ସେମାନେ ଗୁରୁତର ଦଣ୍ଡ ପାଇବେ।”
୪୦ଇନ୍‌କୁ ରାଣ୍ଡିକୁଡ଼ିକଆଃ ଅଡ଼ାଃକ ଉଦେତାନା ଆଡଃ ବେଦାତେ ଜିଲିଙ୍ଗ୍‌ ଜିଲିଙ୍ଗ୍‌ଗିକ ବିନ୍ତିୟା । ଏନ୍‌ଲେକାନ୍‌ ହଡ଼କଦ ଆଦ୍‌କା ସାଜାଇକ ନାମେୟା ।”
41 ପରେ ସେ ଭଣ୍ଡାର ସମ୍ମୁଖରେ ବସି ଲୋକସମୂହ କିପରି ଭଣ୍ଡାରରେ ପଇସା ପକାଉଅଛନ୍ତି, ତାହା ଦେଖୁଥିଲେ। ସେତେବେଳେ ଅନେକ ଧନୀ ଲୋକ ଭଣ୍ଡାରରେ ବେଶି ପକାଇଲେ;
୪୧ୟୀଶୁ ମାନ୍ଦିର୍‌ ଖାଜ୍‌ନା ବାକାସ୍‌ ନାଡ଼େଃରେ ଦୁବାକାନ୍‌ ତାଇକେନ୍‌ ଇମ୍‌ତା ହଡ଼କକେ ଏନାରେ ପାଏସା ସାଜୁତାନ୍‌ ନେଲ୍‌କେଦ୍‌କଆଏ । ପୁରାଃ କିସାଁଣ୍‌ ହଡ଼କ ପୁରାଃଗି ପାଏସା ଉୟୁଃକେଦାଃକ ।
42 ଆଉ ଜଣେ ଦରିଦ୍ର ବିଧବା ଆସି ଏକ ପାହୁଲା ମୂଲ୍ୟର ଦୁଇ କ୍ଷୁଦ୍ର ମୁଦ୍ରା ଭଣ୍ଡାରରେ ପକାଇଲା।
୪୨ଏନ୍ତେ ମିଆଁଦ୍‌ ରେଙ୍ଗେଃ ରାବାଙ୍ଗ୍‌ ରାଣ୍ଡିକୁଡ଼ି ହିଜୁଃକେଦ୍‌ତେ ମିଦ୍‌ଦୋକ୍‌ଡ଼ା ଗନଙ୍ଗ୍‌ରାଃ ବାରିଆଃ ହୁପ୍‌ଡିଙ୍ଗ୍‌ ତାମ୍ବା ସିକା ଉୟୁଃକେଦାଏ ।
43 ତହିଁରେ ଯୀଶୁ ଆପଣା ଶିଷ୍ୟମାନଙ୍କୁ ନିକଟକୁ ଡାକି କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଭଣ୍ଡାରରେ ମୁଦ୍ରା ପକାଉଥିବା ସମସ୍ତ ଲୋକଙ୍କ ଅପେକ୍ଷା ଏହି ଦରିଦ୍ର ବିଧବା ଅଧିକ ପକାଇଅଛି;
୪୩ୟୀଶୁ ଆୟାଃ ଚେଲାକକେ ହାକାଅକେଦ୍‌ତେ ମେତାଦ୍‌କଆଏ, “ସାର୍‌ତିଗିଙ୍ଗ୍‌ କାଜିୟାପେତାନା, ଖାଜ୍‌ନା ବାକାସ୍‌ରେ ଏମ୍‌କେଦ୍ ସବେନ୍‌ ହଡ଼କ ଏତେ, ନେ ଗାରିବ୍‌ ରାଣ୍ଡିକୁଡ଼ି ଥିମ୍ୱା ଏମାକାଦାଃଏ ।
44 କାରଣ ସମସ୍ତେ ଆପଣା ଆପଣା ଅତିରିକ୍ତ ଧନରୁ କିଛି କିଛି ପକାଇଲେ, କିନ୍ତୁ ଏ ଆପଣାର ଅନାଟନ ଅବସ୍ଥାରେ ନିଜ ପ୍ରାଣ ବଞ୍ଚାଇବା ନିମନ୍ତେ ତାହାର ଯାହା କିଛି ଥିଲା, ସେହିସବୁ ପକାଇଲା।”
୪୪ଏଟାଃ ହଡ଼କ ଆକଆଃ ଆଦ୍‌କା ମେନାଃତେୟାଃଏତେ କାଟିଃଲେକାକ ଏମ୍‌କେଦାଃ; ମେନ୍‌ଦ ନିଃ ରେଙ୍ଗେଃ ରାବାଙ୍ଗ୍‌ ତାଇନ୍‌ରେୟ ଆୟାଃ ଜୀଉ ବାଞ୍ଚାଅ ନାଗେନ୍ତେ ଆୟାଃତାଃରେ ତାଇକେନ୍‌ତେୟାଃ ସବେନାଃଏ ଏମ୍‌କେଦା ।”

< ମାର୍କ 12 >