< ମାର୍କ 11 >
1 ଯେତେବେଳେ ସେମାନେ ଯିରୂଶାଲମ ସହରର ନିକଟବର୍ତ୍ତୀ ହୋଇ ଜୀତପର୍ବତ ପାର୍ଶ୍ୱସ୍ଥ ବୈଥ୍ଫାଗୀ ଓ ବେଥନୀୟା ନିକଟରେ ଉପସ୍ଥିତ ହେଲେ, ସେତେବେଳେ ଯୀଶୁ ଆପଣା ଶିଷ୍ୟମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଏହି କଥା କହି ପଠାଇଲେ,
୧ୟୀଶୁ ଆଡଃ ଚେଲାକ ଯୀରୁଶାଲେମ୍ ନାଡ଼େଃୟାନ୍ତେ, ଜାଇତୁନ୍ ବୁରୁଜାପାଃ ବେତ୍ଫାଗି ଆଡଃ ବେଥ୍ନିଆ ନାଡ଼େଃତେକ ସେଟର୍ୟାନା, ଇମ୍ତା ୟୀଶୁ ଆୟାଃ ଚେଲାକଏତେ ବାର୍ହଡ଼୍କିନ୍କେ ଆୟାର୍ତେ କୁଲ୍କେଦ୍କିନାଏ ।
2 “ତୁମ୍ଭମାନଙ୍କ ସମ୍ମୁଖସ୍ଥ ସେହି ଗ୍ରାମକୁ ଯାଅ; ସେଥିରେ ପ୍ରବେଶ କରିବା କ୍ଷଣି, ଯାହା ଉପରେ କେହି କେବେ ଚଢ଼ି ନାହିଁ, ଏପରି ଗୋଟିଏ ଗଧଛୁଆ ବନ୍ଧା ହୋଇଥିବା ଦେଖିବ; ତାହାକୁ ଫିଟାଇ ଘେନିଆସ।
୨ଆଡଃ ମେତାଦ୍କିନାଏ, “ସାମ୍ନାଙ୍ଗ୍ରେଆଃ ହାତୁତେ ସେନଃବେନ୍, ଏନ୍ ହାତୁ ତେବାଃ ଇମ୍ତାଙ୍ଗ୍ଗି ନାହାଁଃ ଜାକେଦ୍ ଜେତାଏ ଇନିଃରେ କା ଦେଜାକାନ୍ ମିଆଁଦ୍ ଗାଧାହନ୍ ତଲାକାନ୍ବେନ୍ ନାମିଆଁ, ଇନିଃକେ ରାଡ଼ାଇବେନ୍ ଆଡଃ ନେତାଃ ଆଉୱିବେନ୍ ।
3 ଆଉ, ଯେବେ କେହି ‘ତୁମ୍ଭମାନଙ୍କୁ କାହିଁକି ଏହା କରୁଅଛ ବୋଲି କହେ,’ ତେବେ କହିବ, ଏହାଠାରେ ପ୍ରଭୁଙ୍କର ପ୍ରୟୋଜନ ଅଛି, ଆଉ ସେ ପୁନର୍ବାର ତାହାକୁ ଅବିଳମ୍ବେ ଏଠାକୁ ପଠାଇଦେବେ।”
୩ଜେତାଏ ହଡ଼ ଇନିଃକେ ଚିନାଃ ମେନ୍ତେବେନ୍ ରାଡ଼ାଇତାନା ମେନ୍ତେ କୁଲିବେନ୍ରେଦ, କାଜିୟାଇବେନ୍, ନିଃ'ତାଃରେ ପ୍ରାଭୁଆଃ କାମିମେନାଃ, ଆଡଃ ହୁଡିଙ୍ଗ୍ତାୟମ୍ତେ କୁଲ୍ରୁହାଡ଼୍ତାଇୟା ।”
4 ସେମାନେ ଯାଇ ଦ୍ୱାର ନିକଟରେ ବାହାର ଦାଣ୍ଡରେ ଗୋଟିଏ ଗଧଛୁଆକୁ ବନ୍ଧା ହୋଇଥିବା ଦେଖି ତାହାକୁ ଫିଟାଇଲେ।
୪ଇନ୍କିନ୍ ସେନଃୟାନାକିନ୍ ଆଡଃ ରାଚା ଦୁଆର୍ତାଃ ବାହାରିରେ ମିଆଁଦ୍ ଗାଧାହନ୍ ତଲାକାନ୍କିନ୍ ନାମ୍କିୟାଃ । ଇନିଃକେକିନ୍ ରାଡ଼ାଇ ଇମ୍ତା,
5 ସେଥିରେ ସେଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେହି କେହି ସେମାନଙ୍କୁ ପଚାରିଲେ, ଗଧଛୁଆକୁ ଫିଟାଇ କଅଣ କରୁଅଛ?
୫ଏନ୍ତାଃରେ ତିଙ୍ଗୁଆକାନ୍ ହଡ଼କ କୁଲିକେଦ୍କିନା, “ଗାଧାହନ୍କେ ଚିନାଃ ମେନ୍ତେବେନ୍ ରାଡ଼ାଇତାନା?”
6 ଯୀଶୁ ଯେପରି କହିଥିଲେ, ସେମାନେ ସେହିପରି ସେମାନଙ୍କୁ ଉତ୍ତର ଦେଲେ; ତହିଁରେ ସେମାନେ ସେମାନଙ୍କୁ ଅନୁମତି ଦେଲେ।
୬ଇନ୍କିନ୍ଦ ୟୀଶୁ କାଜିୟାଦ୍କିନ୍ ଲେକାକିନ୍ କାଜିରୁହାଡ଼ାଦ୍କଆ, ଏନ୍ତେ ଇନ୍କୁ ଇନ୍କିନ୍କେ ରାଡ଼ା ରିକାଦ୍କିନାକ ।
7 ଯୀଶୁଙ୍କ ନିକଟକୁ ଗଧଛୁଆଟିକୁ ଆଣି ସେମାନେ ତାହା ଉପରେ ଆପଣା ଆପଣା ଲୁଗା ପକାଇଦେଲେ, ଆଉ ଯୀଶୁ ତାହା ଉପରେ ବସିଲେ।
୭ଗାଧାହନ୍କେ ଇନ୍କିନ୍ ୟୀଶୁତାଃକିନ୍ ଆଉକିୟା, ଆଡଃ ଗାଧା ଚେତାନ୍ରେ ଆକିନାଃ ଲିଜାଃକିନ୍ ଆଟେଦ୍କେଦା, ଆଡଃ ୟୀଶୁ ଇନିଃରେ ଦୁବ୍ୟାନାଏ ।
8 ପୁଣି, ଅନେକେ ପଥରେ ଆପଣା ଆପଣା ଲୁଗା ବିଛାଇଲେ ଓ ଅନ୍ୟମାନେ କ୍ଷେତରୁ ଡାଳ କାଟି ଆଣି ବିଛାଇଦେଲେ।
୮ପୁରାଃ ହଡ଼କ ୟୀଶୁକେ ମାଇନି ନାଗେନ୍ତେ ଆକଆଃ ଲିଜାଃ ହରାହରାକ ବିଲ୍ଇଦି ତାଇକେନା; ଏଟାଃକଦ, ପିଡ଼ିକଏତେ ହୁଡିଙ୍ଗ୍ ଢାଉଡ଼ା ମାଆଃ ଆଉକେଦ୍ତେ, ହରାହରାକ ଆଟେଦ୍ଇଦି ତାଇକେନା ।
9 ଆଉ ଆଗରେ ଓ ପଛରେ ଯାଉଥିବା ଲୋକମାନେ ଉଚ୍ଚସ୍ୱରରେ କହିବାକୁ ଲାଗିଲେ, ହୋଶାନ୍ନା! ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ!
୯ୟୀଶୁଆଃ ଆୟୁର୍ ତାୟମ୍ରେ ସେନଃତାନ୍ ଗାଦେଲ୍ ହଡ଼କ କାଉରିକେଦାଃ, “‘ହୋଶାନ୍ନା’ ପାର୍ମେଶ୍ୱାର୍ଆଃ ମାନାରାଙ୍ଗ୍ ହବାଅଃକା, ପ୍ରାଭୁଆଃ ନୁତୁମ୍ତେ ହିଜୁଃନିଃ ଧାଇନ୍ ହବାଅଃକାଏ ।
10 ଆମ୍ଭମାନଙ୍କ ପିତୃ-ପୁରୁଷ ଦାଉଦଙ୍କର ଯେଉଁ ରାଜ୍ୟ ଆସୁଅଛି, ତାହା ଧନ୍ୟ! ଊର୍ଦ୍ଧ୍ୱଲୋକରେ ହୋଶାନ୍ନା!
୧୦ଆବୁଆଃ ପୁର୍ଖାଆପୁ ଦାଉଦ୍ଆଃ ହିଜୁଃତାନ୍ ରାଇଜ୍ ଧାଇନ୍ ହବାଅଃକା, ସାଲାଙ୍ଗିଉତାର୍ ଠାୟାଦ୍ରେ ପାର୍ମେଶ୍ୱାର୍ରାଃ ହୋଶାନ୍ନା ହବାଅଃକା” ମେନ୍ତେକ କାଉରିକେଦାଃ ।
11 ପରେ ସେ ଯିରୂଶାଲମ ସହରକୁ ଆସି ମନ୍ଦିରରେ ପ୍ରବେଶ କଲେ, ପୁଣି, ଚତୁର୍ଦ୍ଦିଗସ୍ଥ ସମସ୍ତ ବିଷୟ ନିରୀକ୍ଷଣ କରି ସନ୍ଧ୍ୟା ହୋଇଯିବାରୁ ବାର ଶିଷ୍ୟଙ୍କ ସହିତ ବେଥନୀୟାକୁ ବାହାରିଗଲେ।
୧୧ୟୀଶୁ ଯୀରୁଶାଲେମ୍ତେ ତେବାଃୟାନ୍ଚି ମାନ୍ଦିର୍ ଅଡ଼ାଃରେ ବଲୟାନାଏ ଆଡଃ ଇନିଃ ସବେନାଃ ନେଲ୍ ବାଡ଼ାକେଦ୍ଚି ସିଙ୍ଗିହାସୁରଃତାନ୍ ଇମ୍ତା ବାରାଝାନ୍ ଚେଲାକଲଃ ବେଥ୍ନିଆତେ ସେନଃୟାନାଏ ।
12 ତହିଁ ଆରଦିନ ବେଥନୀୟାରୁ ଆସୁଥିବା ସମୟରେ ଯୀଶୁ କ୍ଷୁଧିତ ହେଲେ;
୧୨ଏଟାଃ ହୁଲାଙ୍ଗ୍ ୟୀଶୁ ଆୟାଃ ଚେଲାକଲଃ ବେଥ୍ନିଆଏତେ ରୁହାଡ଼୍ ଇମ୍ତା, ୟୀଶୁକେ ରେଙ୍ଗେଃକିୟା ।
13 ଆଉ ସେ ଦୂରରୁ ପତ୍ର ଥିବା ଗୋଟିଏ ଡିମ୍ବିରିବୃକ୍ଷ ଦେଖି, କେଜାଣି ସେଥିରୁ ଫଳ ପାଇବେ, ଏହି ଆଶାରେ ତାହା ପାଖକୁ ଗଲେ। କିନ୍ତୁ ପାଖକୁ ଆସି ସେ ପତ୍ର ବିନା ଆଉ କିଛି ପାଇଲେ ନାହିଁ, କାରଣ ସେତେବେଳେ ଡିମ୍ବିରିଫଳର ସମୟ ନ ଥିଲା।
୧୩ସାଙ୍ଗିନ୍ରେ ଇନିଃ ସାକାମାକାନ୍ ମିଆଁଦ୍ ଲଆଦାରୁକେ ନେଲ୍କେଦ୍ତେ, ଏନ୍ରେ ଜ'କଇଙ୍ଗ୍ ନାମେଜାଃ ମେନ୍ତେ ଏନ୍ତାଃତେ ସେନଃୟାନା । ମେନ୍ଦ ତେବାଃୟାନ୍ଚି ଏନାରେ ସାକାମ୍ ବିଡ଼ାଙ୍ଗ୍ ନାମ୍କେଦାଏ ଆଡ଼ାଃ ଜ କାଏ ନାମ୍କେଦାଃ, ଚିୟାଃଚି ଇମ୍ତା ଲଆ ଜ'ସାହା କା ତାଇକେନା ।
14 ସେଥିରେ ଯୀଶୁ ତାହାକୁ କହିଲେ, “ଆଉ କଦାପି କେହି ତୋʼଠାରୁ ଫଳ ନ ଖାଉ।” ତାହାଙ୍କ ଶିଷ୍ୟମାନେ ଏହି କଥା ଶୁଣିଲେ। (aiōn )
୧୪ଏନ୍ତେ, “ଆମାଃ ଜ ଆଡଃ ଜେତାଏ ହଡ଼ ଚିଉଲାଅ ଆଲକାଏ ଜମେକା” ମେନ୍ତେ ଲଆ ଦାରୁକେ କାଜିକେଦା । ଆଡଃ ଚେଲାକତାୟାଃ ଏନ୍ କାଜିକ ଆୟୁମ୍କେଦା । (aiōn )
15 ତାହା ପରେ ସେମାନେ ଯିରୂଶାଲମ ସହରକୁ ଆସିଲେ, ଆଉ ଯୀଶୁ ମନ୍ଦିରରେ ପ୍ରବେଶ କରି ସେ ସ୍ଥାନରେ କ୍ରୟବିକ୍ରୟ କରୁଥିବା ଲୋକମାନଙ୍କୁ ବାହାର କରିଦେବାକୁ ଲାଗିଲେ, ପୁଣି, ମୁଦ୍ରା-ବ୍ୟବସାୟୀମାନଙ୍କର ମେଜ ଓ କାପ୍ତା-ବ୍ୟବସାୟୀମାନଙ୍କର ଆସନ ଓଲଟାଇ ପକାଇଲେ,
୧୫ଯୀରୁଶାଲେମ୍ତେ ତେବାଃୟାନ୍ଚି, ୟୀଶୁ ମାନ୍ଦିର୍ ଅଡ଼ାଃତେ ବଲୟାନାଏ, ଆଡଃ ଏନ୍ତାଃରେ ଦାଣେଁନାଙ୍ଗ୍ ଜାଁତୁକକେ କିରିଙ୍ଗ୍ ଆଖ୍ରିଙ୍ଗ୍ ତାନ୍କକେ ହାର୍ଅଡଙ୍ଗ୍ ଏଟେଦ୍କେଦ୍ଆଏ । ପାଏସା ଭାଞ୍ଜାଅତାନ୍କଆଃ ମେଜ୍କ ଆଡଃ ଦୁଦୁମୁଲ୍ ଆଖ୍ରିଙ୍ଗ୍ ତାନ୍କଆଃ ଦୁବ୍ତେୟାଃକ ଉଦୁର୍ବାଟିକେଦାଏ ।
16 ଆଉ ମନ୍ଦିର ମଧ୍ୟ ଦେଇ କାହାରିକୁ କୌଣସି ପାତ୍ର ଘେନିଯିବାକୁ ଅନୁମତି ଦେଲେ ନାହିଁ,
୧୬ଆଡଃ ମାନ୍ଦିର୍ ଅଡ଼ାଃରାଃ ବାହାରି ରାଚା ଥାଲା ଥାଲାତେ କିରିଙ୍ଗ୍ ଆଖ୍ରିଙ୍ଗ୍ତେଆଃକ ସାବ୍କେଦ୍ତେ ଜେତାଏକେୟ କାଏ ସେନ୍ ପାରମ୍ ଇଚିକେଦ୍କଆ ।
17 ପୁଣି, ସେ ସେମାନଙ୍କୁ ଶିକ୍ଷା ଦେଉ ଦେଉ କହିଲେ, “ଏହା କଅଣ ଲେଖା ନାହିଁ, ‘ଆମ୍ଭର ଗୃହ ସମସ୍ତ ଜାତି ନିମନ୍ତେ ପ୍ରାର୍ଥନାଗୃହ ବୋଲି କୁହାଯିବ?’ କିନ୍ତୁ ତୁମ୍ଭେମାନେ ତାହାକୁ ଡକାଇତମାନଙ୍କ ଗହ୍ୱର କରିଅଛ।”
୧୭ଏନ୍ତେ ଇନ୍କୁକେ ଇତୁତାନ୍ଲଃ ମେତାଦ୍କଆଏ, ନେଆଁଁ ଅଲାକାନା, “ଆଇଁୟାଃ ଅଡ଼ାଃ ଦିଶୁମ୍ରାଃ ସବେନ୍ ଜାତିକ ନାଗେନ୍ତେ ବିନ୍ତିଅଡ଼ାଃ ନୁତୁମଃଆ ମେନ୍ଦ ଆପେ ନେଆଁଁକେ କୁମ୍ବୁଡ଼ୁକଆଃ ତାଇନଃ ଠାୟାଦ୍ପେ ବାଇୟାକାଦା ।”
18 ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ଏହା ଶୁଣି ତାହାଙ୍କୁ କିପ୍ରକାରେ ବିନାଶ କରିପାରନ୍ତି, ତାହା ଚେଷ୍ଟା କରିବାକୁ ଲାଗିଲେ; କାରଣ ଲୋକସମୂହ ତାହାଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟାନ୍ୱିତ ହେବାରୁ ସେମାନେ ତାହାଙ୍କୁ ଭୟ କରୁଥିଲେ।
୧୮ମୁଲ୍ ଯାଜାକ୍କ ଆଡଃ ଆଇନ୍ ଇତୁକ, ଏନା ସବେନ୍ ଆୟୁମ୍କେଦ୍ତେ, ୟୀଶୁକେ ଚିଲ୍କାକ ଗଜିୟା ମେନ୍ତେ ହରାକ ଦାଣାଁଁବାଡ଼ାକେଦାଃ । ସବେନ୍ ହଡ଼କଦ ୟୀଶୁଆଃ ଇନିତୁରେ ଆକ୍ଦାନ୍ଦାଅୟାନା ମେନ୍ତେ ଇନ୍କୁ ଇନିଃକେ ବରଆଇତାନ୍କ ତାଇକେନା ।
19 ପ୍ରତିଦିନ ସନ୍ଧ୍ୟା ସମୟରେ ସେମାନେ ନଗରରୁ ବାହାରି ଯାଉଥିଲେ।
୧୯ସିଙ୍ଗିହାସୁର୍ୟାନ୍ଚି ୟୀଶୁ ଆୟାଃ ଚେଲାକଲଃ ଅଡଙ୍ଗ୍କେଦ୍ତେ ସାହାର୍ଏତେ ସେନଃୟାନାଏ ।
20 ସକାଳେ ସେହି ବାଟ ଦେଇ ଯିବା ସମୟରେ ସେମାନେ ଡିମ୍ବିରିବୃକ୍ଷଟି ମୂଳରୁ ଶୁଖିଯାଇଥିବା ଦେଖିଲେ।
୨୦ଏଟାଃ ହୁଲାଙ୍ଗ୍ ସେତାଃ ଇଦାନ୍ତେ ହରାରେ ସେନଃ ଇମ୍ତା ଇନ୍କୁ ଲଆଦାରୁକେକ ନେଲ୍କେଦା । ଏନା ବୁଟାଏତେ ଚୁଟି ଜାକେଦ୍ ରହଡ଼୍ ଗଜାକାନ୍ ତାଇକେନା ।
21 ସେଥିରେ ପିତର ପୂର୍ବ କଥା ସ୍ମରଣ କରି ତାହାଙ୍କୁ କହିଲେ, ହେ ଗୁରୁ, ଦେଖନ୍ତୁ, ଆପଣ ଯେଉଁ ଡିମ୍ବିରିବୃକ୍ଷକୁ ଅଭିଶାପ ଦେଇଥିଲେ, ତାହା ଶୁଖିଗଲାଣି।
୨୧ପାତ୍ରାସ୍ ସିଦାହୁଲାଙ୍ଗ୍ରାଃ କାଜି ପାହାମ୍କେଦ୍ତେ ମେତାଇୟାଏ “ନେଲେମେ, ହେ ଗୁରୁ, ଆମ୍ ସାର୍ପାଅଲେଦ୍ ଲଆଦାରୁ ରହଡ଼୍କାନା ।”
22 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ଈଶ୍ବରଙ୍କଠାରେ ବିଶ୍ୱାସ ରଖ।
୨୨ୟୀଶୁ ଚେଲାକକେ କାଜିରୁହାଡ଼ାଦ୍କଆଏ, “ପାର୍ମେଶ୍ୱାର୍ରେ ବିଶ୍ୱାସ୍ ଦହେପେ ।”
23 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେ କେହି ଏହି ପର୍ବତକୁ ‘ତୁ ଉଠି ସମୁଦ୍ରରେ ଯାଇ ପଡ଼’ ବୋଲି କହିବ, ଆଉ ଆପଣା ହୃଦୟରେ ସନ୍ଦେହ ନ କରି, ଯାହା କହୁଅଛି, ତାହା ଘଟିବ ବୋଲି ବିଶ୍ୱାସ କରିବ, ତାʼ ନିମନ୍ତେ ତାହା ଘଟିବ।
୨୩ସାର୍ତିଗି କାଜିୟାପେ ତାନାଇଙ୍ଗ୍, “ଜେତାଏ ହଡ଼ ନେ ବୁରୁକେ, ମାର୍ ବିରିଦ୍ମେ ଆଡଃ ଦରେୟାରେ ଉୟୁଗଃମେ ମେନ୍ତେ କାଜିରେ, ଆଡଃ ମନ୍ରେ କାଏ ଆଡ଼ାଃଉଡ଼ୁଃରେ ଆଡଃ ଇନିଃ ଆସିତେୟାଃ ସାର୍ତିଗି ହବାଅଆଃ ମେନ୍ତେ ବିଶ୍ୱାସେରେଦ, ଇନିଃ ସାନାଙ୍ଗ୍ତାନ୍ଲେକା ହବାଅଆଃ ।
24 ଅତଏବ, ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭେମାନେ ଯାହା ଯାହା ପ୍ରାର୍ଥନା କର ଓ ମାଗ, ସେ ସବୁ ପାଇଅଛ ବୋଲି ବିଶ୍ୱାସ କର, ସେଥିରେ ସେହିସବୁ ପାଇବ।
୨୪ଏନାମେନ୍ତେ କାଜିୟାପେ ତାନାଇଙ୍ଗ୍, ବିନ୍ତି ଇମ୍ତା ଜେତ୍ନାଃପେ ଆସିଆ, ଏନ୍ ସବେନାଃ ନାମାକାଦାଃଲେ ମେନ୍ତେପେ ବିଶ୍ୱାସେରେଦ, ଆସିତେୟାଃ ସବେନାଃପେ ନାମେୟା ।
25 ପୁଣି, ତୁମ୍ଭେମାନେ ଯେକୌଣସି ସମୟରେ ପ୍ରାର୍ଥନା କରିବାକୁ ଠିଆ ହୁଅ, ଯଦି କାହାରି ବିରୁଦ୍ଧରେ ତୁମ୍ଭମାନଙ୍କର କିଛି କଥା ଥାଏ, ତାହାହେଲେ କ୍ଷମା କର, ଯେପରି ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ମଧ୍ୟ ତୁମ୍ଭମାନଙ୍କର ଅପରାଧସବୁ କ୍ଷମା କରିବେ।
୨୫ଆଡଃ ବିନ୍ତି ନାଗେନ୍ତେପେ ତିଙ୍ଗୁନ୍ରେ ଜେତା ହଡ଼ଆଃ ବିରୁଧ୍ରେ ଜେତ୍ନାଃ ଆପେୟାଃ ଗୁହ୍ନାଁଁ ମେନାଃରେଦ, ଇନିଃକେ ଏନା ଛାମାଇପେ, ଏନାରେ ଆପେୟାଃ ସିର୍ମାରେନ୍ ଆପୁ ଆପେକେୟଗି ଛାମାପେୟା ।
26 [କିନ୍ତୁ ତୁମ୍ଭେମାନେ ଯଦି କ୍ଷମା ନ କର, ତେବେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ମଧ୍ୟ ତୁମ୍ଭମାନଙ୍କ ଅପରାଧସବୁ କ୍ଷମା କରିବେ ନାହିଁ।]”
୨୬ମେନ୍ଦ ଆପେ କାପେ ଛାମାଇରେଦ, ଆପେୟାଃ ସିର୍ମାରେନ୍ ଆପୁହଁ ଆପେୟାଃ ପାପ୍ କାଏ ଛାମାଏଆ ।”
27 ପରେ ସେମାନେ ପୁନର୍ବାର ଯିରୂଶାଲମ ସହରକୁ ଆସିଲେ; ଆଉ ସେ ମନ୍ଦିର ମଧ୍ୟରେ ଭ୍ରମଣ କରୁଥିବା ସମୟରେ ପ୍ରଧାନ ଯାଜକ, ଶାସ୍ତ୍ରୀ ଓ ପ୍ରାଚୀନବର୍ଗ ତାହାଙ୍କ ନିକଟକୁ ଆସି ପଚାରିଲେ,
୨୭ୟୀଶୁ ଆଡଃ ଚେଲାକ ଆଡଃଗି ଯୀରୁଶାଲେମ୍ତେ ହିଜୁଃୟାନାକ । ମାନ୍ଦିର୍ଅଡ଼ାଃରେ ୟୀଶୁ ସେନ୍ବାଡ଼ାତାନ୍ ଦିପିଲିରେ, ମୁଲ୍ ଯାଜାକ୍କ, ଆଇନ୍ ଇତୁକ ଆଡଃ ପ୍ରାଚିନ୍କ ଇନିଃତାଃତେକ ହିଜୁଃୟାନା ।
28 ତୁମ୍ଭେ କେଉଁ ଅଧିକାରରେ ଏସମସ୍ତ କରୁଅଛ? ଅବା ଏହାସବୁ କରିବାକୁ ତୁମ୍ଭକୁ କିଏ ଏହି ଅଧିକାର ଦେଲା?
୨୮ଆଡଃ, ଇନ୍କୁ କୁଲିକିୟାଃକ, “ଆମ୍ ଅକ ଆକ୍ତେୟାର୍ତେ ନେଆଁଁକମ୍ ରିକାତାନା? ନେ କାମିକ ରିକାନାଗେନ୍ତେ ଅକଏ ନେ ଆକ୍ତେୟାର୍ ଏମାକାଦ୍ମେଆ?”
29 କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ ଗୋଟିଏ କଥା ପଚାରିବି, ମୋତେ ଉତ୍ତର ଦିଅ, ତାହାହେଲେ ମୁଁ କେଉଁ ଅଧିକାରରେ ଏସମସ୍ତ କରୁଅଛି, ତାହା ତୁମ୍ଭମାନଙ୍କୁ କହିବି।
୨୯ୟୀଶୁ ଇନ୍କୁକେ କାଜିରୁହାଡ଼ାଦ୍କଆଏ, “ଆଇଙ୍ଗ୍ହଁ ମିଆଁଦ୍ କାଜିଙ୍ଗ୍ କୁଲିପେୟା, ଏନା ଉଦୁବାଇଙ୍ଗ୍ପେ, ଏନ୍ତେ ଆଇଙ୍ଗ୍ହଁ ଅକ ପେଡ଼େଃତେ ନେଆଁଁକଇଙ୍ଗ୍ ରିକାତାନା, ଏନାଇଙ୍ଗ୍ ଉଦୁବାପେୟା ।
30 ଯୋହନଙ୍କର ବାପ୍ତିସ୍ମ ସ୍ୱର୍ଗରୁ ନା ମନୁଷ୍ୟଠାରୁ ହେଲା? ମୋତେ ଉତ୍ତର ଦିଅ।”
୩୦ଯୋହାନ୍ଆଃ ବାପ୍ତିସ୍ମା ସିର୍ମାରେନ୍ ପାର୍ମେଶ୍ୱାର୍ତାଃଏତେ ଚି ମାନୱାତାଃଏତେ ତାଇକେନା? ନେଆଁଁ, ମାର୍ କାଜିୟାଇଙ୍ଗ୍ପେ ।”
31 ସେଥିରେ ସେମାନେ ପରସ୍ପର ତର୍କବିତର୍କ କରି କହିବାକୁ ଲାଗିଲେ, ଯଦି ସ୍ୱର୍ଗରୁ ବୋଲି କହିବୁ, ତାହାହେଲେ ସେ କହିବେ, ତେବେ ତୁମ୍ଭେମାନେ କାହିଁକି ତାହାଙ୍କୁ ବିଶ୍ୱାସ କଲ ନାହିଁ?
୩୧ଇନ୍କୁ ଆକ ଆକରେକ କାପ୍ଜିୟାନା, “ଆବୁ ନେ କାଜିରେ ଚିନାଃବୁ କାଜିରୁହାଡ଼ିୟା? ‘ସିର୍ମାରେନ୍ ପାର୍ମେଶ୍ୱାର୍ତାଃଏତେ’ ମେନେରେଦ, ଇନିଃ ‘ଚିକାନାଙ୍ଗ୍ ଯୋହାନ୍ରେ କାପେ ବିଶ୍ୱାସ୍କେଦା’ ମେତାବୁଆଏ?”
32 ଅବା ମନୁଷ୍ୟଠାରୁ ବୋଲି କଅଣ କହିବା? ସେମାନେ ଲୋକସମୂହକୁ ଭୟ କରୁଥିଲେ; କାରଣ ସମସ୍ତେ ଯୋହନଙ୍କୁ ପ୍ରକୃତରେ ଜଣେ ଭାବବାଦୀ ବୋଲି ମାନୁଥିଲେ।
୩୨ମେନ୍ଦ ମାନୱାକତାଃଏତେ ମେନ୍ତେ କାଜିନାଙ୍ଗ୍ ବରକେଦାଃକ ଚିୟାଃଚି, ଇନ୍କୁ ହଡ଼କକେ ବର ତାଇକେନାକ, ଚିୟାଃଚି ସବେନ୍ ହଡ଼କ ଯୋହାନ୍ ଆୟାର୍କାଜିନିଃ ତାନିଃ ମେନ୍ତେ ମାନାତିଙ୍ଗ୍ଇ ତାଇକେନାକ ।
33 ଏଣୁ ସେମାନେ ଯୀଶୁଙ୍କୁ ଉତ୍ତର ଦେଲେ, ଆମ୍ଭେମାନେ ଜାଣୁ ନାହୁଁ। ଯୀଶୁ ସେମାନଙ୍କୁ କହିଲେ, “ତେବେ ମୁଁ କେଉଁ ଅଧିକାରରେ ଏସମସ୍ତ କରୁଅଛି, ତାହା ମୁଁ ମଧ୍ୟ ତୁମ୍ଭମାନଙ୍କୁ କହିବି ନାହିଁ।”
୩୩ଏନାମେନ୍ତେ ଇନ୍କୁ ୟୀଶୁକେ କାଜିରୁହାଡ଼୍କିୟାଃକ, “ଆଲେ କାଲେ ସାରିଆଃ ।” ୟୀଶୁ ମେତାଦ୍କଆଏ, “ଆଇଙ୍ଗ୍ହଁ ଅକ ପେଡ଼େଃତେ ଏନାକଇଙ୍ଗ୍ ରିକାତାନା, କାଇଙ୍ଗ୍ ଉଦୁବାପେୟା ।”