< ମାର୍କ 1 >

1 ଈଶ୍ବରଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ସୁସମାଚାରର ଆରମ୍ଭ।
ନେଆଁଁ ପାର୍‌ମେଶ୍ୱାର୍‌ଆଃ ହନ୍‌ ୟୀଶୁ ଖ୍ରୀଷ୍ଟ୍‌ଆଃ ସୁକୁକାଜିରାଃ ଏନେଟେଦ୍‌ ।
2 ଯିଶାଇୟ ଭାବବାଦୀଙ୍କ ଶାସ୍ତ୍ରରେ ଯେପରି ଲେଖାଅଛି, “ଦେଖ, ଆମ୍ଭେ ଆପଣା ଦୂତକୁ ତୁମ୍ଭ ଆଗରେ ପ୍ରେରଣ କରୁଅଛୁ, ସେ ତୁମ୍ଭର ପଥ ପ୍ରସ୍ତୁତ କରିବ;
ଯିଶାୟ ନାବୀ ଅଲାକାଦ୍‌ ପୁଥି ଲେକାତେ, “ପାର୍‌ମେଶ୍ୱାର୍‌ କାଜିକେଦାଏ, ‘ଆଲେ ଆମାଃଏତେ ସିଦାରେ ଆଲେୟାଃ ଦୁଁତ୍‌କେଲେ କୁଲିତାନା ଇନିଃ ଆମାଃ ନାଗେନ୍ତେ ପାହିଲାରେ ହରା ବାଇୟାଏ ।’
3 ପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଜଣକର ସ୍ୱର, ପ୍ରଭୁଙ୍କ ପଥ ପ୍ରସ୍ତୁତ କର, ତାହାଙ୍କ ରାଜଦାଣ୍ଡ ସଳଖ କର।”
ଜେତାଏ ମିହୁଡ଼୍‌ ବିର୍‌ରେ କାଉରିକେଦାଏ, ‘ପ୍ରାଭୁଆଃ ହରା ବାଇୟେପେ, ଆୟାଃ ଏଙ୍କବେଙ୍କ ହରା ସିଧାଏପେ ।’”
4 ବାପ୍ତିଜକ ଯୋହନ ପ୍ରାନ୍ତରରେ ଉପସ୍ଥିତ ହୋଇ ପାପ କ୍ଷମା ନିମନ୍ତେ ମନ-ପରିବର୍ତ୍ତନର ବାପ୍ତିସ୍ମ ଘୋଷଣା କରିବାକୁ ଲାଗିଲେ।
ଏନ୍ତେ ବାପ୍ତିସ୍ମା ଏମଃନିଃ ଯୋହାନ୍‌ ବିର୍‌ରେ ସେଟେର୍‌ତାନ୍‌ଲଃ, ଇନିଃ ହଡ଼କକେ କାଜିୟାଦ୍‌କଆ, “ପାପ୍‌ଏତେ ମନ୍‌ରୁହାଡ଼େପେ ଆଡଃ ବାପ୍ତିସ୍ମାଅଃପେ, ଏନାରେ ପାର୍‌ମେଶ୍ୱାର୍‌ ଆପେୟାଃ ପାପ୍‌କ ଛାମାପେୟାଏ ।”
5 ସେଥିରେ ସମଗ୍ର ଯିହୂଦିୟା ପ୍ରଦେଶ ଓ ସମସ୍ତ ଯିରୂଶାଲମ ସହରନିବାସୀ ବାହାରି ତାହାଙ୍କ ନିକଟକୁ ଆସିବାକୁ ଲାଗିଲେ ଓ ଆପଣା ଆପଣା ପାପ ସ୍ୱୀକାର କରି ତାହାଙ୍କ ଦ୍ୱାରା ଯର୍ଦ୍ଦନ ନଦୀରେ ବାପ୍ତିଜିତ ହେଲେ।
ଏନ୍ତେ ଯିହୁଦା ରାଇଜ୍‌, ଯୀରୁଶାଲେମ୍‌ ନାଗାର୍‌ଏତେ ଆଡଃ ଯାର୍ଦାନ୍‌ ନାହିଁରାଃ ସବେନ୍‌ ହପର୍‌ଜାପାଃରେନ୍‌ ହଡ଼କ ଯୋହାନ୍‌ତାଃ ଆୟୁମ୍‌ ନାଗେନ୍ତେ ହିଜୁଃୟାନାକ । ଏନ୍ତେ ହଡ଼କ ଆକଆଃ ପାପ୍‌କ ପାତିୟାର୍‌କେଦା ଏନ୍ତେ ଇନିଃ ଯାର୍ଦାନ୍‌ ନାହିଁରେ ଇନ୍‌କୁକେ ବାପ୍ତିସ୍ମାକେଦ୍‌କଆ ।
6 ଯୋହନ ଓଟ ଲୋମର ବସ୍ତ୍ର ପିନ୍ଧୁଥିଲେ ଓ ଆପଣା କଟିରେ ଚର୍ମପଟୁକା ବାନ୍ଧୁଥିଲେ, ପୁଣି, ପଙ୍ଗପାଳ ଓ ବନମଧୁ ଖାଉଥିଲେ।
ଯୋହାନ୍‌ ଉଁଟ୍‌ରାଃ ଉବ୍‌ତେ ବାଇୟାକାନ୍ ଲିଜାଃ ତୁସିଙ୍ଗ୍‌ଅଃଁତାନ୍‌ ତାଇକେନାଏ, ଆୟାଃ ମାୟାଙ୍ଗ୍‌ରେ ଉହୁର୍‌ରାଃ କାସ୍‌ନା ତଲଃ ତାଇକେନାଏ ଆଡଃ ଇନିଃ ସନ୍‌ସରେଦ୍‌ ଆଡଃ ହୁରୁମ୍‌ସୁୁକୁ ଜମ୍‌କତାନ୍‌ ତାଇକେନାଏ ।
7 ସେ ଘୋଷଣା କରି କହିବାକୁ ଲାଗିଲେ, “ମୋʼଠାରୁ ଯେ ଅଧିକ ଶକ୍ତିମାନ, ସେ ମୋʼ ଉତ୍ତାରେ ଆସୁଅଛନ୍ତି; ମୁଁ ଅବନତ ହୋଇ ତାହାଙ୍କ ପାଦୁକାର ବନ୍ଧନ ଫିଟାଇବାକୁ ଯୋଗ୍ୟ ନୁହେଁ।
ଇନିଃ ପାର୍‌ଚାରେତାନ୍‌ଲଃ କାଜିୟାଦ୍‌କଆଏ, “ଆଇଙ୍ଗ୍‌ଏତେ ପୁରାଃଗି ପେଡ଼େୟାନ୍‌ନିଃ ଆଇଁୟାଃ ତାୟମ୍‌ତେ ହିଜୁଃତାନା, ଉଙ୍ଗୁଦ୍‌କେଦ୍‌ତେ ଇନିୟାଃ ଖାର୍‌ପାରେୟାଃ ତନଲ୍‌ ରାଡ଼ାଏ ଲେକାନ୍‌ନିଃ ନାହାଁଲିଙ୍ଗ୍‌ ।
8 ମୁଁ ତୁମ୍ଭମାନଙ୍କୁ ଜଳରେ ବାପ୍ତିସ୍ମ ଦେଲି, ମାତ୍ର ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମାରେ ବାପ୍ତିସ୍ମ ଦେବେ।”
ଆଇଙ୍ଗ୍‌ଦ ଆପେକେ ଦାଆଃତେ ବାପ୍ତିସ୍ମାପେ ତାନାଇଙ୍ଗ୍‌, ମେନ୍‌ଦ ଇନିଃ ଆପେକେ ପାବିତାର୍‌ ଆତ୍ମାତେ ବାପ୍ତିସ୍ମା ଏମାପେୟାଏ ।”
9 ସେହି ସମୟରେ ଯୀଶୁ ଗାଲିଲୀର ନାଜରିତରୁ ଆସି ଯର୍ଦ୍ଦନ ନଦୀରେ ଯୋହନଙ୍କ ଦ୍ୱାରା ବାପ୍ତିଜିତ ହେଲେ।
ଏନ୍‌ ଦିପିଲିରେ ୟୀଶୁ ଗାଲିଲ୍‌ ପାର୍‌ଗାନ୍‌ରେୟାଃ ନାଜ୍‌ରେତ୍‌ ନାଗାର୍‌ଏତେ ଯାର୍ଦାନ୍‌ ନାହିଁତେ ହିଜୁଃୟାନା, ଆଡଃ ଯୋହାନ୍‌ ୟୀଶୁକେ ବାପ୍ତିସ୍ମା ଏମ୍‌କିୟାଏ ।
10 ଆଉ, ସେହିକ୍ଷଣି ସେ ଜଳରୁ ଉଠି ଆସିବା ସମୟରେ ଆକାଶ ଉନ୍ମୁକ୍ତ ହେବା ଓ ପବିତ୍ର ଆତ୍ମାଙ୍କୁ କପୋତ ପରି ଆପଣା ଉପରକୁ ଓହ୍ଲାଇ ଆସିବା ଦେଖିଲେ,
୧୦ଆଡଃ ୟୀଶୁ ଦାଆଃ ଭିତାର୍‌ଏତେ ବାହାରି ଅଡଙ୍ଗ୍‌ୟାନ୍‌ ଇମ୍‌ତା ଇନିଃ ସିର୍ମା ନିଜାକାନ୍‌ ଆଡଃ ପାବିତାର୍‌ ଆତ୍ମା ଦୁଦୁମୁଲ୍‌ ଲେକା ଆୟାଃ ଚେତାନ୍‌ରେ ଆଡ଼୍‌ଗୁତାନାଏ ନେଲ୍‌କିୟା ।
11 ପୁଣି, ଆକାଶରୁ ଏହି ବାଣୀ ହେଲା, “ତୁମ୍ଭେ ଆମ୍ଭର ପ୍ରିୟ ପୁତ୍ର, ତୁମ୍ଭଠାରେ ଆମ୍ଭର ପରମ ସନ୍ତୋଷ।”
୧୧ଆଡଃ ସିର୍ମାଏତେ ନେ'ଲେକା କାଜି ଆୟୁମ୍‌ୟାନା, “ଆମ୍‌ଗି ଆଇଁୟାଃ ଦୁଲାଡ଼୍‌ ହନ୍‌, ଅକଏକେଚି ଆଇଙ୍ଗ୍‌ ଦୁଲାଡ଼ାଃ; ଆମାଃତାଃରେ ଆଇଁୟାଃ ପୁରାଃଗି ସୁକୁ ।”
12 ସେହିକ୍ଷଣି ପବିତ୍ର ଆତ୍ମା ତାହାଙ୍କୁ ପ୍ରାନ୍ତରକୁ ଘେନିଗଲେ।
୧୨ଇମ୍‌ତାଗି ପାବିତାର୍‌ ଆତ୍ମା ୟୀଶୁକେ ବିର୍‌ତେ ଇଦିକିୟା ।
13 ଯୀଶୁ ପ୍ରାନ୍ତରରେ ଚାଳିଶ ଦିନ ରହି ଶୟତାନ ଦ୍ୱାରା ପରୀକ୍ଷିତ ହେଉଥିବା ସମୟରେ, ସେ ବନ୍ୟ-ପଶୁମାନଙ୍କ ସହିତ ରହିଲେ, ପୁଣି, ଦୂତମାନେ ତାହାଙ୍କ ସେବା କରୁଥିଲେ।
୧୩ୟୀଶୁ ଏନ୍ତାଃରେ ବାର୍‌ହିସି ନିଦାସିଙ୍ଗି ତାଇକେନାଏ, ଆଡଃ ସାଏତାନ୍‌ ଇନିଃକେ ବିଡ଼ାଅକିୟା । ଇନିଃ ବିର୍‌ ଜାଁତୁକଲଃ ତାଇକେନାଏ ଆଡଃ ଦୁଁତ୍‌କ ହିଜୁଃକେଦ୍‌ତେ ଇନିଃକେ ସୁସାର୍‌ ଏଟେଦ୍‌କିୟାକ ।
14 ଯୋହନ କାରାରୁଦ୍ଧ ହେଲା ପରେ ଯୀଶୁ ଗାଲିଲୀକୁ ଆସି ଈଶ୍ବରଙ୍କ ସୁସମାଚାର ଘୋଷଣା କରି କହିବାକୁ ଲାଗିଲେ,
୧୪ଯୋହାନ୍‌ ଜେହେଲ୍‌ୟାନ୍‌ ତାୟମ୍‌ତେ, ୟୀଶୁ ଗାଲିଲ୍‌ ସାହାର୍‌ତେ ହିଜୁଃୟାନାଏ ଆଡଃ ପାର୍‌ମେଶ୍ୱାର୍‌ରାଃ ସୁକୁକାଜି ଉଦୁବ୍‌ବାଡ଼ାକେଦାଏ ।
15 “କାଳ ସମ୍ପୂର୍ଣ୍ଣ ହେଲାଣି, ଈଶ୍ବରଙ୍କ ରାଜ୍ୟ ସନ୍ନିକଟ; ମନ-ପରିବର୍ତ୍ତନ କର ଓ ସୁସମାଚାରରେ ବିଶ୍ୱାସ କର।”
୧୫“ନେଡା ପୁରାୟାନା, ଆଡଃ ପାର୍‌ମେଶ୍ୱାର୍‌ଆଃ ରାଇଜ୍‌ ଆପେତାଃ ନାଡ଼େୟାକାନା! ଆପେୟାଃ ପାପ୍‌ହେତେ ମନ୍‌ରୁହାଡ଼େପେ ଆଡଃ ସୁକୁକାଜିରେ ବିଶ୍ୱାସେପେ” ମେନ୍ତେ ଇନିଃ କାଜିକେଦ୍‌କଆଏ ।
16 ସେ ଗାଲିଲୀ ସମୁଦ୍ରକୂଳ ଦେଇ ଯାଉଥିବା ସମୟରେ ଶିମୋନ ଓ ତାହାଙ୍କ ଭାଇ ଆନ୍ଦ୍ରିୟଙ୍କୁ ସମୁଦ୍ରରେ ଭଉଁରୀଜାଲ ପକାଉଥିବା ଦେଖିଲେ, କାରଣ ସେମାନେ ମତ୍ସ୍ୟଜୀବୀ ଥିଲେ।
୧୬ୟୀଶୁ ଗାଲିଲ୍‌ ଦରେୟା ଗେନାଗେନାତେ ସେନଃତାନ୍‌ ଇମ୍‌ତା ଶିମୋନ୍‌ ଆଡଃ ଆୟାଃ ହାଗାତେ ଆନ୍ଦ୍ରିୟକେ ଦରେୟାରେ ଜାଲୋମ୍‌ ହୁଦ୍‌ମାକେଦ୍‌ତେ ହାକୁ ସାବ୍‌ତାନ୍‌ ନେଲ୍‌କେଦ୍‌କିନାଏ, ଚିୟାଃଚି ଇନ୍‌କିନ୍‌ଦ କେଉଁଟ୍‌କିନ୍ ତାଇକେନା ।
17 ଯୀଶୁ ସେମାନଙ୍କୁ କହିଲେ, “ମୋହର ଅନୁଗମନ କର, ମୁଁ ତୁମ୍ଭମାନଙ୍କୁ ମନୁଷ୍ୟ ଧରିବା ଶିଖାଇବି।”
୧୭ୟୀଶୁ କାଜିକେଦ୍‌କିନାଏ, “ଦେଲା ଆଇଙ୍ଗ୍‌କେ ଅତଙ୍ଗ୍‌ଇଙ୍ଗ୍‌ବେନ୍‌, ଆଇଙ୍ଗ୍‌ ଆବେନ୍‌କେ ହଡ଼କକେ ପାର୍‌ମେଶ୍ୱାର୍‌ତାଃତେ ଆଉତେୟାଃ ଇତୁବେନାଇଙ୍ଗ୍‌ ।”
18 ସେଥିରେ ସେମାନେ ସେହିକ୍ଷଣି ଜାଲ ଛାଡ଼ି ତାହାଙ୍କର ଅନୁଗମନ କଲେ।
୧୮ଇନ୍‌କିନ୍‌ ଇମ୍‌ତାଙ୍ଗ୍‌ଗି ଜାଲୋମ୍‌ ବାଗିକେଦ୍‌ତେ ୟୀଶୁକେ ଅତଙ୍ଗ୍‌କିୟାକିନ୍‌ ।
19 ପୁଣି, ସେ ଅଳ୍ପ ଦୂର ଆଗକୁ ଯାଇ ଜେବଦୀଙ୍କ ପୁତ୍ର ଯାକୁବ ଓ ତାହାଙ୍କ ଭାଇ ଯୋହନଙ୍କୁ ନୌକାରେ ଜାଲ ସଜାଡ଼ୁଥିବା ଦେଖିଲେ।
୧୯ଆଡଃ ୟୀଶୁ ଏନ୍ତାଃଏତେ କାଟିଃସାଙ୍ଗିନ୍‌ ଆୟୁର୍‌ତେ ସେନ୍‌କେଦ୍‌ତେ ଜେବଦୀୟାଃ ହନ୍‌ ଯାକୁବ୍‌ ଆଡଃ ଆୟାଃ ହାଗାତେ ଯୋହାନ୍‌କେ ଲାଉକାରେ ଜାଲୋମ୍‌ ଚାପିତାନ୍‌ ନେଲ୍‌କେଦ୍‌କିନାଏ ।
20 ସେହିକ୍ଷଣି ସେ ସେମାନଙ୍କୁ ଡାକିଲେ, ପୁଣି, ସେମାନେ ସେମାନଙ୍କର ପିତା ଜେବଦୀଙ୍କୁ ମୂଲିଆମାନଙ୍କ ସହିତ ନୌକାରେ ଛାଡ଼ି ତାହାଙ୍କର ଅନୁଗମନ କଲେ।
୨୦ଆଡଃ ଇମ୍‌ତାଙ୍ଗ୍‌ଗି ୟୀଶୁ ଇନ୍‌କିନ୍‌କେ କେଡ଼ାକେଦ୍‌କିନାଏ, ଆଡଃ ଇନ୍‌କିନ୍‌ ଆକିନାଃ ଆପୁ ଜେବଦୀକେ ନାଲାନାମ୍‌ ହଡ଼କଲଃ ଲାଉକାରେ ବାଗିକେଦ୍‌ତେ ୟୀଶୁକେ ଅତଙ୍ଗ୍‌କିୟାକିନ୍‌ ।
21 ପରେ ସେମାନେ କଫର୍ନାହୂମକୁ ଗଲେ, ଆଉ ସେହିକ୍ଷଣି ସେ ବିଶ୍ରାମବାର ଦିନରେ ସମାଜଗୃହରେ ପ୍ରବେଶ କରି ଶିକ୍ଷା ଦେବାକୁ ଲାଗିଲେ।
୨୧ଏନ୍ତେ ୟୀଶୁ ଆୟାଃ ଚେଲାକଲଃ କପର୍‌ନାହୁମ୍‌ ସାହାର୍‌ତେ ସେନଃୟାନାଏ, ଆଡଃ ଇନିଃ ରୁଡ଼ୁନ୍‌ ହୁଲାଙ୍ଗ୍‌ରେ ସାମାଜ୍‌ ଅଡ଼ାଃରେ ବଲକେଦ୍‌ତେ ଧାରାମ୍‌ କାଜି ଉଦୁବ୍‌ ଏଟେଦ୍‌କେଦାଏ ।
22 ଲୋକମାନେ ତାହାଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟାନ୍ୱିତ ହେଲେ, କାରଣ ସେ ଶାସ୍ତ୍ରୀମାନଙ୍କ ପରି ଶିକ୍ଷା ନ ଦେଇ ଅଧିକାରପ୍ରାପ୍ତ ବ୍ୟକ୍ତିଙ୍କ ପରି ସେମାନଙ୍କୁ ଶିକ୍ଷା ଦେଉଥିଲେ।
୨୨ଆୟାଃ ଧାରାମ୍‌ କାଜି ଆୟୁମ୍‌କେଦ୍‌ତେ ହଡ଼କ ଆକ୍‌ଦାନ୍ଦାଅୟାନାକ, ଚିୟାଃଚି ଇନିଃ ଆଇନ୍‌ ଇତୁକ ଲେକାଦ କାହା, ମେନ୍‌ଦ ମିଆଁଦ୍‌ ଆକ୍‌ତେୟାର୍‌ ନାମାକାଦ୍‌ନିଃଲେକା ଇନ୍‌କୁକେ ଧାରାମ୍‌ କାଜି ଉଦୁବ୍‌କ ତାଇକେନାଏ ।
23 ସେହିକ୍ଷଣି ସେମାନଙ୍କ ସମାଜଗୃହରେ ଥିବା ଜଣେ ଅଶୁଚି ଆତ୍ମାବିଷ୍ଟ ଲୋକ ଚିତ୍କାର କରି କହିଲା,
୨୩ଇମ୍‌ତାଗି ଇନ୍‌କୁଆଃ ସାମାଜ୍‌ ଅଡ଼ାଃରେ ମିଆଁଦ୍‌ ସତ୍‌ରା ଆତ୍ମାତେ ଏସେରାକାନ୍ ହଡ଼ କାଉରିକେଦାଏ,
24 ହେ ନାଜରିତୀୟ ଯୀଶୁ, ତୁମ୍ଭ ସାଙ୍ଗରେ ଆମ୍ଭମାନଙ୍କର କଅଣ ଅଛି? ତୁମ୍ଭେ କି ଆମ୍ଭମାନଙ୍କୁ ବିନାଶ କରିବାକୁ ଆସିଲ? ତୁମ୍ଭେ କିଏ, ତାହା ମୁଁ ଜାଣେ; ତୁମ୍ଭେ ଈଶ୍ବରଙ୍କ ସେହି ପବିତ୍ର ବ୍ୟକ୍ତି।
୨୪“ହେ ନାଜ୍‌ରେତ୍‌ରେନ୍‌ ୟୀଶୁ, ଆଲେଲଃ ଆମାଃ ଚିକାନ୍‌ କାମି? ଆମ୍‌ ଚିନାଃ ଆଲେକେ ଜିୟନ୍‌ ନାଗେନ୍ତେମ୍ ହିଜୁଆକାନା? ଆମ୍‌ ପାର୍‌ମେଶ୍ୱାର୍‌ଆଃ ପାବିତାର୍‌ନିଃ ତାନ୍‌ମେ, ଏନା ଆଇଙ୍ଗ୍‌ ସାରିତାନାଇଙ୍ଗ୍‌ ।”
25 ଯୀଶୁ ତାହାକୁ ଧମକ ଦେଇ କହିଲେ, “ଚୁପ୍ କର୍, ଏହାଠାରୁ ବାହାରିଯା।”
୨୫ୟୀଶୁ ଇନିଃକେ ମାରାଙ୍ଗ୍‌ମଚାକେଦ୍‌ତେ କାଜିକିୟାଏ, “ହାପାଅଃମେଁ, ଆଡଃ ଇନିଃତାଃଏତେ ଅଡଙ୍ଗ୍‌ଅଃମେ ।”
26 ସେଥିରେ ସେହି ଅଶୁଚି ଆତ୍ମା ତାହାକୁ ମୋଡ଼ିପକାଇ ଅତି ଉଚ୍ଚସ୍ୱରରେ ପାଟି କରି ତାହାଠାରୁ ବାହାରିଗଲା।
୨୬ଏନ୍ତେ ଏନ୍‌ ସତ୍‌ରା ଆତ୍ମା ଇନିଃକେ ମୁର୍‌କୁଟାଅକିୟାଏ ଆଡଃ କାଉରିତାନ୍‌ଲଃ ଇନିଃତାଃଏତେ ଅଡଙ୍ଗ୍‌ୟାନା ।
27 ଏଥିରେ ସମସ୍ତେ ଏତେ ବିସ୍ମୟାନ୍ୱିତ ହେଲେ ଯେ, ସେମାନେ ବାଦାନୁବାଦ କରି କହିବାକୁ ଲାଗିଲେ, ଏ କଅଣ? ଏ ତ ଅଧିକାରଯୁକ୍ତ ନୂତନ ଶିକ୍ଷା! ସେ ଅଶୁଚି ଆତ୍ମାମାନଙ୍କୁ ସୁଦ୍ଧା ଆଦେଶ ଦିଅନ୍ତି, ଆଉ ସେମାନେ ତାହାଙ୍କ ଆଜ୍ଞା ମାନନ୍ତି।
୨୭ନେୟାଁ ନେଲ୍‌କେଦ୍‌ତେ ସବେନ୍‌କ ନେ'ଲେକା ଆକ୍‌ଦାନ୍ଦାଅୟାନାକ ଯେ, ଇନ୍‌କୁ ଆକ ଆକଗି କୁଲିୟଃତାନ୍‌କ ତାଇନ୍‌କେନା “ନେୟାଁ ଚିକ୍‌ନାଃ? ନେଆଁଦ ନାୱା ଇତୁ! ନିଃଦ ଆକ୍‌ତେୟାର୍‌ତେ ସତ୍‌ରା ଆତ୍ମାକକେ ଅଡଙ୍ଗ୍‌ଅଃ ନାଙ୍ଗ୍‌ ଆଚୁକତାନାଏ ଆଡଃ ଇନ୍‌କୁ ଇନିୟାଃ କାଜିକ ମାନାତିଙ୍ଗ୍‌ତାନା ।”
28 ସେଥିରେ ତାହାଙ୍କ ସମ୍ବନ୍ଧୀୟ ସମାଚାର ସେହିକ୍ଷଣି ଗାଲିଲୀର ଚାରିଆଡ଼େ ସମସ୍ତ ଅଞ୍ଚଳରେ ବ୍ୟାପିଗଲା।
୨୮ଆଡଃ ୟୀଶୁଆଃ କାଜି ଇମ୍‌ତାଗି ଗାଲିଲ୍‌ ଦିଶୁମ୍‌ରାଃ କଚାକୁନି ସବେନ୍‌ସାଃରେ ନିତିର୍‌ୟାନା ।
29 ତତ୍ପରେ ସେମାନେ ସମାଜଗୃହରୁ ବାହାରି ଯାକୁବ ଓ ଯୋହନଙ୍କ ସହିତ ସେହିକ୍ଷଣି ଶିମୋନ ଓ ଆନ୍ଦ୍ରିୟଙ୍କ ଗୃହକୁ ଗଲେ।
୨୯ଇମ୍‌ତାଙ୍ଗ୍‌ଗି ୟୀଶୁ ଆଡଃ ଆୟାଃ ଚେଲାକ ସାମାଜ୍‌ ଅଡ଼ାଃ ବାଗିକେଦ୍‌ତେ, ଯାକୁବ୍‌ ଆଡଃ ଯୋହାନ୍‌ଲଃ, ଆନ୍ଦ୍ରିୟ ଆଡଃ ଶିମୋନ୍‌ଆଃ ଅଡ଼ାଃତେ ସେନଃୟାନାକ ।
30 ଶିମୋନଙ୍କ ଶାଶୁ ଜ୍ୱରରେ ଶଯ୍ୟାଗତା ଥିଲେ, ଆଉ ସେମାନେ ସେହିକ୍ଷଣି ତାହାଙ୍କ କଥା ଯୀଶୁଙ୍କୁ ଜଣାଇଲେ।
୩୦ଶିମୋନ୍‌ଆଃ ହାନାର୍‌ତେ ଉରିୟୁତେ ପାର୍‌କମ୍‌ରେ ବାଟିୟାକାନ୍‌ ତାଇକେନାଏ, ଆଡଃ ଇମ୍‌ତାଗି ଇନିୟାଃ କାଜି ୟୀଶୁକେ ଉଦୁବ୍‌କିୟାଃକ ।
31 ସେଥିରେ ସେ ପାଖକୁ ଯାଇ ତାହାଙ୍କ ହସ୍ତ ଧରି ତାହାଙ୍କୁ ଉଠାଇଲେ, ଆଉ ତାହାଙ୍କୁ ଜ୍ୱର ଛାଡ଼ିଗଲା, ପୁଣି, ସେ ସେମାନଙ୍କ ସେବା କରିବାକୁ ଲାଗିଲେ।
୩୧ଏନ୍ତେ ୟୀଶୁ ଇନିୟାଃ ଜାପାଃତେ ସେନ୍‌ୟାନ୍‌ଚିଃ ଇନିୟାଃ ତିଃଇ ସାବ୍‌କେଦ୍‌ତେ ବିରିଦ୍‌କିୟାଏ ଆଡଃ ଇନିଃ ଉରିୟୁଏତେ ବୁଗିୟାନା, ଆଡଃ ଇନିଃ ଇନ୍‌କୁକେ ସୁସାର୍‌ ଏଟେଦ୍‌କେଦ୍‌କଆ ।
32 ସନ୍ଧ୍ୟା ସମୟରେ ସୂର୍ଯ୍ୟ ଅସ୍ତ ହେଲା ଉତ୍ତାରେ ଲୋକେ ତାହାଙ୍କ ଛାମୁକୁ ପୀଡ଼ିତ ଓ ଭୂତଗ୍ରସ୍ତ ସମସ୍ତଙ୍କୁ ଆଣିବାକୁ ଲାଗିଲେ,
୩୨ସିଙ୍ଗିହାସୁରଃ ତାନ୍‌ରେ ହଡ଼କ ପୁରାଃ ବଙ୍ଗା ଏସେର୍‌କାନ୍‌ ଆଡଃ ଦୁକୁହାସୁତାନ୍‌ ସବେନ୍‌ ହଡ଼କକେ ୟୀଶୁତାଃତେକ ଆଉକେଦ୍‌କଆ ।
33 ପୁଣି, ନଗରବାସୀ ସମସ୍ତେ ଦ୍ୱାର ନିକଟରେ ଏକତ୍ର ହେଲେ।
୩୩ଆଡଃ ଏନ୍‌ ସାହାର୍‌ରେନ୍‌ ହଡ଼କ ଏନ୍‌ ଅଡ଼ାଃ ଦୁଆର୍‌ରେକ ହୁଣ୍ଡିୟାନା ।
34 ସେଥିରେ ସେ ନାନା ପ୍ରକାର ରୋଗରେ ପୀଡ଼ିତ ଅନେକ ରୋଗୀଙ୍କୁ ସୁସ୍ଥ କଲେ ଓ ଅନେକ ଭୂତ ଛଡ଼ାଇଲେ, ପୁଣି, ସେ ଭୂତମାନଙ୍କୁ କଥା କହିବାକୁ ଦେଲେ ନାହିଁ, କାରଣ ସେମାନେ ତାହାଙ୍କୁ ଚିହ୍ନୁ ଥିଲେ।
୩୪ଏନ୍‌ରେଦ ୟୀଶୁ ଚିମିନ୍‌ ରାକାମ୍‌ରେନ୍‌ ହାସୁ ଦୁକୁତାନ୍‌ ଚିମିନ୍‌ ଚିମିନ୍‌ ହଡ଼କକେ ବୁଗିକେଦ୍‌କଆଏ, ଆଡଃ ଚିମିନ୍‌ ଚିମିନ୍‌ ବଙ୍ଗାକକେ ହାର୍‌ଅଡଙ୍ଗ୍‌ କେଦ୍‌କଆଏ, ଆଡଃ ଇନିଃ ବଙ୍ଗାକକେ କାଏ କାଜି ଇଚିକେଦ୍‌କଆ, ଚିୟାଃଚି ଇନ୍‌କୁ ୟୀଶୁକେ ସାରିତାଇକେନାକ ।
35 ପାହାନ୍ତିଆ ସମୟରେ ଅନ୍ଧାର ଥାଉ ଥାଉ ସେ ଉଠି ବାହାରିଗଲେ ଓ ଗୋଟିଏ ନିର୍ଜନ ସ୍ଥାନକୁ ଯାଇ ସେଠାରେ ପ୍ରାର୍ଥନା କରିବାକୁ ଲାଗିଲେ।
୩୫ଏଟାଃ ହୁଲାଙ୍ଗ୍‌ ଆଙ୍ଗ୍‌ମାର୍ସାଲ୍‌ ଝୁଲ୍‌ପୁଲ୍‌ନୁବାଃ ତାଇନ୍‌ଲଃଗି ୟୀଶୁ ବିରିଦ୍‌କେଦ୍‌ତେ ସିଃସଏଃ ଠାୟାଦ୍‌ତେ ସେନଃୟାନାଏ ଆଡଃ ଏନ୍ତାଃରେ ବିନ୍ତିକେଦାଏ ।
36 ଆଉ ଶିମୋନ ଓ ତାହାଙ୍କ ସଙ୍ଗୀମାନେ ତାହାଙ୍କର ଅନୁସନ୍ଧାନ କରି,
୩୬ମେନ୍‌ଦ, ଶିମୋନ୍‌ ଆଡଃ ଗାତି ତାୟାଃକ ୟୀଶୁକେ ଦାଣାଁଁ ନାମ୍‌କେଦ୍‌ତେ,
37 ସାକ୍ଷାତ ପାଇ ତାହାଙ୍କୁ କହିଲେ, ସମସ୍ତେ ଆପଣଙ୍କର ଅନ୍ୱେଷଣ କରୁଅଛନ୍ତି।
୩୭ଆୟାଃତାଃକ ହିଜୁଃୟାନା ଆଡଃ କାଜିକିୟାଃକ, “ସବେନ୍‌କ ଆମ୍‌କେ ଦାଣାଁଁବାଡ଼ାତାନାକ ।”
38 ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ଆସ, ଆମ୍ଭେମାନେ ଅନ୍ୟ ସ୍ଥାନକୁ, ଅର୍ଥାତ୍‍ ନିକଟବର୍ତ୍ତୀ ଗ୍ରାମମାନଙ୍କୁ ଯିବା; ସେଠାରେ ମଧ୍ୟ ମୁଁ ପ୍ରଚାର କରିବି, କାରଣ ସେହି ଉଦ୍ଦେଶ୍ୟରେ ମୁଁ ବାହାରିଅଛି।”
୩୮ମେନ୍‌ଦ ଇନିଃ କାଜିୟାଦ୍‌କଆଏ, “ଦଲା, ଜାପାଃକରାଃ ହାତୁତେବୁ ସେନଆଃ, ଜେ'ଲେକାଚି ଏନ୍ତାଃକରେହଁ ଆଇଙ୍ଗ୍‌ କାଜିକ ଉଦୁବେୟାଇଙ୍ଗ୍‌, ଚିୟାଃଚି ଏନା ନାଗେନ୍ତେ ପାର୍‌ମେଶ୍ୱାର୍‌ ଆଇଙ୍ଗ୍‌କେ କୁଲାକାଇଙ୍ଗ୍‌ୟାଁ ।”
39 ପୁଣି, ସେ ସମୁଦାୟ ଗାଲିଲୀରେ ଭ୍ରମଣ କରୁ କରୁ ସେମାନଙ୍କର ସମସ୍ତ ସମାଜଗୃହରେ ପ୍ରଚାର କଲେ ଓ ଭୂତମାନଙ୍କୁ ବାହାର କଲେ।
୩୯ଏନ୍ତେ ଇନିଃ ଇନ୍‌କୁଆଃ ସାମାଜ୍‌ ଅଡ଼ାଃକରେ ଇତୁକେଦ୍‌କଆ ଆଡଃ ବଙ୍ଗାକକେ ହାର୍‌ତାନ୍‌ଲଃ ଗଟା ଗାଲିଲ୍‌ ହନର୍‌କେଦାଏ ।
40 ଏଥିମଧ୍ୟରେ ଜଣେ କୁଷ୍ଠରୋଗୀ ତାହାଙ୍କ ନିକଟକୁ ଆସି ଆଣ୍ଠୁପାତି ତାହାଙ୍କୁ ବିନତି କରି କହିଲା, ଆପଣ ଯଦି ଇଚ୍ଛା କରନ୍ତି, ତାହାହେଲେ ମୋତେ ଶୁଚି କରିପାରନ୍ତି।
୪୦ମୁସିଙ୍ଗ୍‌ ହୁଲାଙ୍ଗ୍‌ ମିଆଁଦ୍‌ ନାଗେଘାଅନିଃ ୟୀଶୁତାଃ ଦେଙ୍ଗାଆସି ମେନ୍ତେ ହିଜୁଃୟାନାଏ, ଆଡଃ ଇକ୍‌ଡ଼ୁମ୍‌କେଦ୍‌ତେ ବିନ୍ତିତାନ୍‌ଲଃ କାଜିକିୟାଏ, “ଆମ୍‌ ସାନାଙ୍ଗ୍‌ରେଦ ଆଇଙ୍ଗ୍‌କେ ବୁଗିନିୟାର୍‌ ଦାଡ଼ିୟାମ୍‌ ।”
41 ସେଥିରେ ସେ ଦୟାରେ ବିଗଳିତ ହୋଇ ହସ୍ତ ବିସ୍ତାର କରି ତାହାକୁ ସ୍ପର୍ଶ କଲେ ଓ କହିଲେ, “ମୁଁ ଇଚ୍ଛା କରୁଅଛି, ଶୁଚି ହୁଅ।”
୪୧ଏନ୍ତେ ୟୀଶୁ ଦାୟାତେ ପେରେଃୟାନାଏ ଆଡଃ ଆୟାଃ ତିଃଇ ଜିଲିଙ୍ଗ୍‌କେଦ୍‌ତେ ଜୁଟିଦ୍‌କିୟାଏ ଆଡଃ କାଜିକିୟାଏ, “ଆଇଙ୍ଗ୍‌ ସାନାଙ୍ଗ୍‌ତାନିଙ୍ଗ୍‌ ଆମ୍‌ ବୁଗିନିୟାରଃମେ ।”
42 ସେହିକ୍ଷଣି କୁଷ୍ଠରୋଗ ତାହାଠାରୁ ଦୂର ହେଲା ଓ ସେ ଶୁଚି ହେଲା।
୪୨କାଜିତର୍‌ସାଗି ଇନିୟାଃ ନାଗେଘାଅ ନିର୍‌ୟାନା ଆଡଃ ଇନିଃ ବୁଗିୟାନାଏ ।
43 ପୁଣି, ସେ ତାହାକୁ ଦୃଢ଼ରୂପେ ଆଜ୍ଞା ଦେଇ ସେହିକ୍ଷଣି ବିଦାୟ କରି କହିଲେ,
୪୩ଏନ୍ତେ ୟୀଶୁ ଇମ୍‌ତାଗି ଏନ୍ତାଃଏତେ କୁଲ୍‌କିୟାଏ, ଆଡଃ ମାରାଙ୍ଗ୍‌ମଚାତେ କାଜିକିୟାଏ,
44 “ସାବଧାନ, କାହାକୁ କିଛି କୁହ ନାହିଁ, କିନ୍ତୁ ଯାଅ, ଯାଜକଙ୍କ ନିକଟରେ ନିଜକୁ ଦେଖାଅ, ପୁଣି, ମୋଶା ଯାହା ଯାହା ଆଦେଶ ଦେଇଅଛନ୍ତି, ସେହିସବୁ ଆପଣାର ଶୁଚିକ୍ରିୟା ସ୍ୱରୂପେ ସେମାନଙ୍କ ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ ଉତ୍ସର୍ଗ କର।”
୪୪“ଆୟୁମେମେ, ଜେତାଏକେ ନେ କାଜି ଆଲମ୍‌ ଉଦୁବ୍‌କଆଃ, ମେନ୍‌ଦ, ଜୁ, ଯାଜାକ୍‌ତାଃରେ ଉଦୁବେନ୍‌ମେ ଆଡଃ ଇନିଃ ନେଲ୍‌ମେକାଏ, ଏନ୍ତେ ଆମ୍‌ ବୁଗିଫାର୍‌ଚିୟଃତେୟାଃ ସବେନ୍‌ ହଡ଼କଆଃ ସାରିନାଗେନ୍ତେ, ମୁଶା ହୁକୁମାକାଦ୍‌ଲେକା ଦାଣେଁରାକାବେମେ ।”
45 କିନ୍ତୁ ସେ ବାହାରିଯାଇ ସେହି ବିଷୟ ଅଧିକ ଘୋଷଣା କରି ଚାରିଅାଡ଼େ ଏତେ କହିବାକୁ ଲାଗିଲା ଯେ, ଯୀଶୁ ଆଉ ପ୍ରକାଶରେ କୌଣସି ନଗରରେ ପ୍ରବେଶ କରିପାରିଲେ ନାହିଁ, ମାତ୍ର ବାହାରେ ନିର୍ଜନ ସ୍ଥାନମାନଙ୍କରେ ରହିଲେ; ଆଉ, ଲୋକମାନେ ଚତୁର୍ଦ୍ଦିଗରୁ ତାହାଙ୍କ ନିକଟକୁ ଆସିବାକୁ ଲାଗିଲେ।
୪୫ମେନ୍‌ଦ ଏନ୍‌ ହଡ଼ ସେନଃୟାନ୍‌ଚି ନେ କାଜି ସବେନ୍‌ତାଃରେ ଉଦୁବ୍‌ ଏଟେଦ୍‌କେଦାଏ, ଇନିୟାଃ ନେ କାଜି ମେନ୍ତେ ୟୀଶୁ ଜେତାନ୍‌ ସାହାର୍‌ରେ ହଡ଼କଆଃ ଆୟୁର୍‌ରେ କାଏ ବଲ ଦାଡ଼ିକେନା, ଆଡଃ ସିଃସଏଃ ଠାୟାଦ୍‌ରେ ତାଇନ୍‌ବାଡ଼ାୟାନାଏ, ହଲେହଁ ହଡ଼କ ସବେନ୍‌ସାଃଏତେ ଇନିଃତାଃତେ ହିଜୁଃତାନ୍‌ ତାଇକେନାକ ।

< ମାର୍କ 1 >