< ଲୂକ 7 >

1 ସେ ଲୋକମାନଙ୍କ କର୍ଣ୍ଣଗୋଚରରେ ଆପଣାର ସବୁ କଥା ଶେଷ କରି କଫର୍ନାହୂମରେ ପ୍ରବେଶ କଲେ।
ଜିସୁ ରେମୁଆଁଇଂକେ ମେଁନେ ସାପା ଆଅଁନ୍‌ସା ଚାଏଁ ଡିଙ୍ଗ୍‌ଗେ ମେଁ ସାପା ବାସଙ୍ଗ୍‌ ଡାଲା ଇଡ଼ିଙ୍ଗ୍ ମେଁ କପୁର୍ନାହୁମ ଅଲେଙ୍ଗ୍ ୱେଗେ ।
2 ସେ ସମୟରେ ଜଣେ ଶତ-ସେନାପତିଙ୍କର ଦାସ ଅସୁସ୍ଥ ହୋଇ ମଲା ଭଳି ହୋଇଥିଲା, ସେ ତାହାଙ୍କର ପ୍ରିୟପାତ୍ର ଥିଲେ।
ଆତେନ୍‌ ବେଲା କପୁର୍ନାହୁମନ୍ନିଆ ମୁଇଙ୍ଗ୍ ମୁଇଂସ ସନ୍ୟ‍ଇଂନେ ନେତା ଲେଃଗେ । ମେଁନେ ମୁଇଙ୍ଗ୍ ଗତିରେ ଜାବର୍ ବେମାର୍‍ ଲେଃଗେ ଜେ ମେଁ ଗୁଏନେ ଅବସ୍ତାରେ ଲେଃଗେ । ମୁଇଂସ ସନ୍ୟ‍ଇଂନେ ନେତା ଗତିରେକେ ଜବର୍ ବଲ୍‍ବା ଡିଙ୍ଗ୍‌ଗେ ।
3 ସେ ଯୀଶୁଙ୍କ ବିଷୟରେ ଖବର ପାଇ, ସେ ଯେପରି ଆସି ତାହାଙ୍କ ଦାସର ପ୍ରାଣ ରକ୍ଷା କରନ୍ତି, ଏଥିନିମନ୍ତେ ତାହାଙ୍କ ପାଖକୁ ଯିହୁଦୀମାନଙ୍କର କେତେକ ପ୍ରାଚୀନମାନଙ୍କୁ ପଠାଇ ତାହାଙ୍କୁ ଅନୁରୋଧ କଲେ।
ମୁଇଂସ ସନ୍ୟ‍ଇଂନେ ନେତା ମୁଇଂଜାକେ ଜିସୁନେ ବିସୟ୍‌ରେ ଅଁଚେ ମେଁନେ ଡାଗ୍ରା ଉଡ଼ିକ୍ଲିଗ୍ ଦର୍ମ ଜିଉଦି ନେତାଇଂକେ ବେକେ । ମେଁ ବାବେଲେକେ ଜେ ରେମୁଆଁଇଂ ୱେଚେ ଜିସୁକେ ପାଙ୍ଗ୍‍ନ୍‍ସା ଜବର୍‌ଜସ୍ତି ଡିଙ୍ଗ୍‌ଲେ ବାରି ଜିସୁ ପାଙ୍ଗ୍‌ଚେ ଗତିରେନେ ପାରାନ୍‍ ରକ୍ୟା ଡିଙ୍ଗ୍‌ଏ ।
4 ସେମାନେ ଯୀଶୁଙ୍କ ନିକଟରେ ପହଞ୍ଚି ତାହାଙ୍କୁ ବିଶେଷ ବିନତି କରି କହିବାକୁ ଲାଗିଲେ, ଆପଣ ଯେ ତାହାଙ୍କ ନିମନ୍ତେ ଏହା କରିବେ, ସେ ସେଥିର ଯୋଗ୍ୟ ଅଟନ୍ତି;
ମେଇଙ୍ଗ୍ ଜିସୁନେ ଡାଗ୍ରା ୱେଚେ ଆମେକେ ଜବର୍‌ଜସ୍ତି ଡିଙ୍ଗ୍‌ଚେ ବାସଙ୍ଗ୍‌ନେ ମୁଲେକେ “ମୁଇଂସ ସନ୍ୟ‍ଇଂନେ ନେତା ମୁଇଂଜା ନାଁନେ ସାଆ ବାନ୍‌ସା ରାଜି ।
5 କାରଣ ସେ ଆମ୍ଭ ଯିହୁଦୀ ଲୋକମାନଙ୍କୁ ପ୍ରେମ କରନ୍ତି ଓ ଆପେ ଆମ୍ଭମାନଙ୍କ ନିମନ୍ତେ ସମାଜଗୃହ ନିର୍ମାଣ କରିଅଛନ୍ତି।
ଜିସୁ ନେଃ ରେମୁଆଁଇଂକେ ଆଲାଦ୍ ଡିଂଡିଂକେ ବାରି ନେ ନ୍‌ସା ପାର୍‌ତନା ଡୁଆ ଆରେ ବକେ ।”
6 ସେଥିରେ ଯୀଶୁ ସେମାନଙ୍କ ସହିତ ଗଲେ। ସେ ଘରର ଅଳ୍ପ ଦୂରରେ ଉପସ୍ଥିତ ହୁଅନ୍ତେ, ଶତ-ସେନାପତି ବନ୍ଧୁମାନଙ୍କୁ ପଠାଇ ତାହାଙ୍କୁ କହିଲେ, ପ୍ରଭୁ, କଷ୍ଟ କରନ୍ତୁ ନାହିଁ; କାରଣ ଆପଣ ଯେ ମୋ ଘରେ ପାଦ ପକାଇବେ, ମୁଁ ଏପରି ଯୋଗ୍ୟ ନୁହେଁ;
ଆତ୍ ଅରିଆ ଜିସୁ ମେଇଙ୍ଗ୍ ଏତେ ୱେଗେ । ଜିସୁ ଡୁଆ ତେପିଙ୍ଗ୍‌ଚାକେ ବେଲା ମୁଇଂସ ସନ୍ୟ‍ଇଂନେ ନେତା ରେମୁଆଁଣ୍ଡେଇଂକେ ବେକେ ଆମେଇଂକେ ବାସଙ୍ଗ୍‌କେ ମାପ୍ରୁ କଷ୍ଟ ଆଡିଙ୍ଗ୍‌ଗେ ନାମଃ; ମେଃନ୍‌ସା ଡାଗ୍ଲା ନେଙ୍ଗ୍ ଅଃତେନ୍‍ ଆଃ ନିମାଣ୍ଡା ଣ୍ଡୁ ଜେ ନା ନେଙ୍ଗ୍ ଡୁଆ ନାପାଙ୍ଗ୍‍ଏ ।
7 ଏଣୁ ମୁଁ ଆପଣଙ୍କ ନିକଟକୁ ଯିବାକୁ ନିଜକୁ ଯୋଗ୍ୟ ବିଚାର କଲି ନାହିଁ; କିନ୍ତୁ ପଦେ ଆଜ୍ଞା କରନ୍ତୁ, ମୋହର ଦାସ ସୁସ୍ଥ ହେବ।
ଣ୍ତୁଲା ନେଙ୍ଗ୍‌ ନିଜେ ନାଁନ୍ନିଆ ପାଙ୍ଗ୍‌ନ୍‌ସା ନିଜେକେ ଇକ୍‌ଚା ମନେ ନାଡିଙ୍ଗ୍‌କେ ଣ୍ଡୁ । ମାତର୍‌ ଆଦେସ୍‍ ବିଲା ନେଙ୍ଗ୍‌ନେ ଚାକର୍‌ ନିମାଣ୍ଡା ଡିଙ୍ଗ୍‌ଲେ ।
8 କାରଣ ମୁଁ ପରାଧୀନ ମନୁଷ୍ୟ ହେଲେ ମଧ୍ୟ ମୋହର ଅଧୀନରେ ସୈନ୍ୟମାନେ ଅଛନ୍ତି; ଆଉ, ମୁଁ ଜଣକୁ ଯାଅ କହିଲେ ସେ ଯାଏ; ଅନ୍ୟକୁ ଆସ କହିଲେ ସେ ଆସେ; ପୁଣି, ମୋହର ଦାସକୁ ଏହା କର କହିଲେ ସେ ତାହା କରେ।
ନେଙ୍ଗ୍ ନାନେ ଅଦିକାର୍ ବିସୟ୍‌ରେ ବୁଜେ ୟା ଣ୍ଡିଙ୍ଗ୍‍ ନେଙ୍ଗ୍ ମୁଇଙ୍ଗ୍ ସାଉକାର୍‌ନେ ସାମୁଆଁ ସାଚେ ସ୍ଲେ ଣ୍ଡିଙ୍ଗ୍‍ ଆରି ନେଙ୍ଗ୍‌ନେ ଅଦିକାର୍ ଡିଗ୍ ଉଡ଼ିକ୍ଲିଗ୍ ସନ୍ୟ‍ଇଙ୍ଗ୍ ଲେଃକେ । ନେଙ୍ଗ୍ ଜଦି ମୁଇଙ୍ଗ୍ ସନ୍ୟକେ ମ୍ବାସଙ୍ଗ୍‍ଏ “ୱେଲା ଡାଗ୍ଲା ତେଲା ମେଁ ୱେଏ । ନେଙ୍ଗ୍ ଜଦି ବାରି ମୁଇଂଜାକେ ମ୍ବାସଙ୍ଗ୍‍ଏ ଏଃଲା ଡାଗ୍ଲା ତେଲା ମେଁ ପାଙ୍ଗ୍‌ଏ । ନେଙ୍ଗ୍ ଜଦି ନେଙ୍ଗ୍ ଗତିରେକେ ମ୍ବାସଙ୍ଗ୍‍ଏ; ତେଲା ମେଁ ଦେକ୍‌କେ ଡିଙ୍ଗ୍‍ଏ ।”
9 ଯୀଶୁ ଏସମସ୍ତ କଥା ଶୁଣି ତାହାଙ୍କ ବିଷୟରେ ଚକିତ ହେଲେ, ଆଉ ବୁଲିପଡ଼ି ତାହାଙ୍କ ପଛରେ ଆସୁଥିବା ଲୋକମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ କହୁଅଛି, ଇସ୍ରାଏଲ ମଧ୍ୟରେ ମଧ୍ୟ ମୁଁ ଏଡ଼େ ବଡ଼ ବିଶ୍ୱାସ ପାଇ ନାହିଁ।”
ଜିସୁ ଆକେନ୍ ଅଁ ଆଃଡାଚେ ଜାବର୍ ବକୁଆ ଡିଙ୍ଗ୍‍ୱଗେ ମେଁ ଆମେଇଂକେ ପ୍ଲାପ୍ଲା ଡିଙ୍ଗ୍‌କ୍ନେ ରେମୁଆଁଇଂ ସାର୍ମୁଆଁ ପାକା ପୁଏଚେ ବାସଙ୍ଗ୍‌କେ, “ନେଙ୍ଗ୍‍ ଆପେକେ ବାସଙ୍ଗ୍‌ ବ ଡିଙ୍ଗ୍ ଜେ ଦେକ୍‌ରକମ୍ ସତ୍‍ ମାନେଃକେଣ୍ଡ୍ରେ ଆନେଙ୍ଗ୍‌କେ ଇଶ୍ରାୟେଲନ୍ନିଆ ଡିଗ୍ ଆମିଲେକେ ଣ୍ଡୁ!”
10 ଆଉ ପଠାଯାଇଥିବା ଲୋକମାନେ ଘରକୁ ଫେରିଆସି ଦାସକୁ ସୁସ୍ଥ ଦେଖିଲେ।
ଜିସୁନେ ଡାଗ୍ରା ମୁଡ଼ି ରେମୁଆଁଇଂକେ ୱେଲେଆର୍‌ଗେ ମେଇଂ ଡୁଆ ଆଣ୍ଡେ ୱିଗ୍‌ଲା ଇଡ଼ିଙ୍ଗ୍ କେକେ ଜେ ଗତିରେ ନିମାଣ୍ଡା ଡିଙ୍ଗ୍ ୱେଲେକେ ।
11 ଏଥିଉତ୍ତାରେ ସେ ନାଇନ ନାମକ ନଗରକୁ ଯାତ୍ରା କଲେ, ଆଉ ତାହାଙ୍କ ଶିଷ୍ୟମାନେ ଓ ବହୁସଂଖ୍ୟକ ଲୋକ ତାହାଙ୍କ ସାଙ୍ଗରେ ଯାଉଥିଲେ।
ନାଇନ ମ୍ନିକ୍ନେ ଇନି ନ୍ନିଆ ୱେଗେ ଆରି ମେଁଇଙ୍ଗ୍‌ନେ ସିସ୍ଇଂ ବାରି ଗୁଲୁଏ ରେମୁଆଁ ମେଇଙ୍ଗ୍ ଏତେ ୱେଡିଙ୍ଗ୍‍ଗେ ।
12 ସେ ନଗର-ଦ୍ୱାର ନିକଟରେ ଉପସ୍ଥିତ ହୁଅନ୍ତେ, ଦେଖ, ଲୋକେ ଜଣେ ମୃତ ମନୁଷ୍ୟକୁ ବାହାରକୁ ବୋହି ଆଣୁଥିଲେ, ସେ ଆପଣା ମାତାର ଏକମାତ୍ର ପୁତ୍ର, ପୁଣି, ସେହି ସ୍ତ୍ରୀ ବିଧବା; ଆଉ ନଗରର ବହୁସଂଖ୍ୟକ ଲୋକ ତାହାଙ୍କ ସଙ୍ଗରେ ଥିଲେ।
ଜିସୁ ଇନି ଡାଗ୍ରା ପାଙ୍ଗ୍‌ନେ କେଲା ରେମୁଆଁଇଂ ଗୁଏଲେଃକ୍ନେ ରେମୁଆଁକେ ପାଦା ଡୁଙ୍ଗ୍‍ ଡୁଂପାଙ୍ଗ୍‍ଡିଂଗେ ଆତେନ୍‌ ଗୁଏସାଙ୍ଗ୍‌କୁଏନେ ମୁଇଂ ଆଃ ଗଡ଼େଅ ଆରି ଆତେନ୍‌ ସେଲାମ୍ବୁଏ ଗୁଏସାଙ୍ଗ୍‌କୁଏ; ବାରି ଇନିନେ ଗୁଲେ ରେମୁଆଁ ମେଁ ଏତେ ଲେଃଗେ ।
13 ତାହାକୁ ଦେଖି ପ୍ରଭୁ ତାହା ପ୍ରତି ଦୟାରେ ବିଗଳିତ ହୋଇ ତାହାକୁ କହିଲେ, “ରୋଦନ କର ନାହିଁ।”
ଆମେକେ କେଚେ ଜିସୁ ମାପ୍ରୁ ମେଁ ଆଡ଼ାତ୍ରା ଲିବିସଃଚେ ଆମେକେ ବାସଙ୍ଗ୍‌କେ “ଆ‍ଅଃଗେ ନାମଃ ।”
14 ଆଉ ସେ ନିକଟକୁ ଯାଇ କୋକେଇ ଛୁଇଁଲେ, ପୁଣି, ବୋହି ନେଉଥିବା ଲୋକମାନେ ଠିଆ ହୁଅନ୍ତେ ସେ କହିଲେ, “ଯୁବକ, ମୁଁ ତୁମ୍ଭକୁ କହୁଅଛି, ଉଠ।”
ଆରି ଜିସୁ ଡାଗ୍ରା ୱେଚେ କଟ୍ ଡାଣ୍ଡିକେ ଲିଗ୍‌କେ ତେନ୍‌ ଇଡ଼ିଂ ଡୁଙ୍ଗ୍‍ଲେଃଆର୍‍କ୍ନେ ରେମୁଆଁଇଂ ତୁଆଁଆର୍‌କେ ମେଁ ବାସଙ୍ଗ୍‌କେ ଙ୍ଗିରେ ନେଙ୍ଗ୍ ଆନାକେ ବାସଙ୍ଗ୍‌ ଣ୍ଡିଙ୍ଗ୍‍ ତଡ଼ିଆ ।
15 ସେଥିରେ ମୃତ ଯୁବକଟି ଉଠି ବସିଲା ଆଉ କଥା କହିବାକୁ ଲାଗିଲା, ପୁଣି, ସେ ତାହାକୁ ତାହାର ମାତାର ହସ୍ତରେ ସମର୍ପଣ କଲେ।
ଆତ୍‍ ଅରିଆ ଗୁଏଲେଃକ୍ନେ ଗଡ଼େଅ ତଡ଼ିଆ କକେ ବାରି ବାସଙ୍ଗ୍‌ନେ ମୁଲେକେ ଆରି ଜିସୁ ଆମେକେ ମେଁନେ ଇୟାଙ୍ଗ୍‌ଡେନେ ନ୍ତି ଅରିଆ ଆଃସାଃ ବିଃକେ ।
16 ଏଥିରେ ସମସ୍ତଙ୍କ ମଧ୍ୟରେ ଭୟ ଖେଳିଗଲା ଆଉ ସେମାନେ ଈଶ୍ବରଙ୍କ ପ୍ରଶଂସା କରୁ କରୁ କହିବାକୁ ଲାଗିଲେ, ଆମ୍ଭମାନଙ୍କ ମଧ୍ୟରେ ଜଣେ ମହାନ ଭାବବାଦୀ ଉତ୍ଥିତ ହୋଇଅଛନ୍ତି ଏବଂ ଈଶ୍ବର ଆପଣା ଲୋକଙ୍କ ପ୍ରତି କୃପାଦୃଷ୍ଟି କରିଅଛନ୍ତି।
ଆତ୍‍ ଅରିଆ ସାପାରେ ଇରିଆତୁଗ୍‌ ୱେଗେ ବାରି ଇସ୍‌ପର୍ ମାପ୍ରୁନେ ଅସ୍‌ମାର୍ ସାର୍‍ଚେ ବାସଙ୍ଗ୍‌ନେ ମୁଲେକେ । “ନେନେ ଡାଗ୍ରା ମୁଇଙ୍ଗ୍ ମ୍ନାନେ ବାବବାଦି ପାଙ୍ଗ୍‍ଡିଙ୍ଗ୍‍ ଆରି ଇସ୍‌ପର୍ ନିଜେନେ ରେମୁଆଁଇଂକେ ଆମ୍ବ୍ର ନ୍‌ସା ପାଙ୍ଗ୍‍ଡିଙ୍ଗ୍‍ ।”
17 ପୁଣି, ଯୀଶୁଙ୍କ ବିଷୟରେ ଏହି ସମ୍ବାଦ ସମସ୍ତ ଯିହୂଦିୟା ପ୍ରଦେଶ ଓ ଚାରିପାଖର ସମସ୍ତ ଅଞ୍ଚଳରେ ବ୍ୟାପିଗଲା।
ଆରି ଜିସୁନେ ବିସୟ୍‌ରେ ଆକେନ୍ ସାମୁଆଁ ସାପାରେ ଜିଉଦା ଦେସ୍ ଆରି ସାପାପାକା ସାପା ଇନି ନ୍ନିଆ ବେପ୍ରେ ୱେଗେ ।
18 ପରେ ବାପ୍ତିଜକ ଯୋହନଙ୍କ ଶିଷ୍ୟମାନେ ଏହି ସମସ୍ତ ବିଷୟ ତାହାଙ୍କୁ ଜଣାଇଲେ।
ଇଡ଼ିଙ୍ଗ୍ ଜହନ୍‌ନେ ସିସ୍ଇଂ ଆକେନ୍ ସାପା ବିସୟ୍ ଆମେକେ ଆମ୍ୟା ବିକେ ।
19 ସେଥିରେ ଯୋହନ ଆପଣା ଶିଷ୍ୟମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ପାଖକୁ ଡାକି ପ୍ରଭୁଙ୍କ ନିକଟକୁ ଏହା କହି ପଠାଇଲେ, ଆପଣ କଅଣ ସେହି ବ୍ୟକ୍ତି ଯାହାଙ୍କର ଆଗମନ ହେବ, ନା ଆମ୍ଭେମାନେ ଅନ୍ୟ ଜଣଙ୍କ ଅପେକ୍ଷାରେ ରହିବୁ?
ଆତ୍‍ ଅରିଆ ଜହନ୍‌ ନିଜେନେ ସିସ୍‌‍ଇଂ ବାନ୍ ମ୍ବାୟାକେ ଡାଗ୍ରା ୱାଚେ ମାପ୍ରୁନେ ଡାଗ୍ରା ଆକେନ୍ ବାସଙ୍ଗ୍‌ଚେ ବେକେ ଜାଣ୍ଡେ ପାଙ୍ଗ୍‌ନେ ଲେଃକେ ଆତେନ୍‌ ରେମୁଆଁ ନିଜର୍‌ନେ ବାରି ନେ ବିନ୍‌ଣ୍ଡ୍ରେକେ ଉର୍ ନେଲେଃଏ?
20 ସେହି ଲୋକମାନେ ତାହାଙ୍କ ନିକଟକୁ ଆସି କହିଲେ, ବାପ୍ତିଜକ ଯୋହନ ଆମ୍ଭମାନଙ୍କୁ ଆପଣଙ୍କ ନିକଟକୁ ଏହା କହି ପଠାଇଅଛନ୍ତି, ଯାହାଙ୍କର ଆଗମନ ହେବ, ସେହି ବ୍ୟକ୍ତି କି ଆପଣ, ଅବା ଆମ୍ଭେମାନେ ଅନ୍ୟ ଜଣଙ୍କ ଅପେକ୍ଷାରେ ରହିବୁ?
ଅଃତେନ୍‍ ରେମୁଆଁଇଂ ଜିସୁନେ ଡାଗ୍ରା ପାଙ୍ଗ୍‌ଚେ ବାସଙ୍ଗ୍‌କେ “ଡୁବନ୍‌ ବିଃଣ୍ଡ୍ରେ ଜହନ୍‌ ଆନେକେ ନାନେ ଡାଗ୍ରା ଏନ୍ ସାମୁଆଁ ସାଲିଆକୁ ନ୍‌ସା ବେକେ ଜାଣ୍ଡେ ପାଙ୍ଗ୍‌ନେ ଲେଃଗେ ନାନେ ମେଁନେ ଆତେନ୍‌ ରେମୁଆଁ ଲେଃ ନେନେ ଆରି ବିନ୍‌ଣ୍ଡ୍ରେକେ ନେଉର୍‍ଏ?”
21 ସେହି ସମୟରେ ସେ ଅନେକଙ୍କୁ ରୋଗ, କଷ୍ଟ ଓ ମନ୍ଦ-ଆତ୍ମାମାନଙ୍କଠାରୁ ସୁସ୍ଥ କଲେ, ପୁଣି, ଅନେକ ଅନ୍ଧମାନଙ୍କୁ ଦେଖିବାର ଶକ୍ତି ଦେଲେ।
ଆତେନ୍‌ ବେଲା ଜିସୁ ଜାବର୍ ରେମୁଆଁଇଂକେ ରଗ୍‌ ଆରି ଦୁଷ୍ଟ ଆତ୍ମାଇଂନ୍ନିଆ ବାନ୍ ନିମାଣ୍ଡା ଆଡିଙ୍କେ ଆରି ଉଡ଼ି କାନାକେ ମୁଆଃ ଆକେ ବିକେ ।
22 ସେ ସେମାନଙ୍କୁ ଉତ୍ତର ଦେଲେ, “ତୁମ୍ଭେମାନେ ଯାଇ, ଯାହା ଯାହା ଦେଖିଅଛ ଓ ଶୁଣିଅଛ, ସେହିସବୁ ଯୋହନଙ୍କୁ ଜଣାଅ; ଅନ୍ଧମାନେ ଦେଖି ପାରନ୍ତି, ଖଞ୍ଜମାନେ ଚାଲି ପାରନ୍ତି, କୁଷ୍ଠରୋଗୀମାନେ ଶୁଚି ହୁଅନ୍ତି, ବଧିରମାନେ ଶୁଣି ପାରନ୍ତି, ମୃତମାନେ ଜୀବିତ ହୁଅନ୍ତି, ଦରିଦ୍ରମାନଙ୍କ ନିକଟରେ ସୁସମାଚାର ପ୍ରଚାରିତ ହୁଏ;
ଜିସୁ ସିସ୍ଇଂକେ ଉତର୍ ବିକେ ପେଇଂ ୱେଚେ ମେଁ ମେଁନେ ପେକେକେ ଆରି ପେଅଁକେ ଆତେନ୍‌ ସାପା ଜହନ୍‌କେ ଆଃଅଁପା; କାନାଣ୍ଡ୍ରେଇଂ ଉମୁଁଆ ଆର୍‌କେ ଚଟାଇଂ ଅଲେଙ୍ଗ୍‍ ଡିଙ୍ଗ୍‌ଆର୍କେ; କୁଷ୍ଟରଗି‍ଇଂ ନିମାଣ୍ଡା ଡିଙ୍ଗ୍‌ଆର୍କେ ବ‍ଇରା ରେମୁଆଁଇଂ ଅଁ ଡିଙ୍ଗ୍ ଆର୍‌କେ ଗୁଏକ୍ନେ ରେମୁଆଁଇଂ ଆରି ମୁଇଂତର୍ ଜିବନ୍‍ ବିକେ ଗରିବ୍‍ ରେମୁଆଁଇଂକେ ନିମାଣ୍ଡା ସାମୁଆଁ ବାସଙ୍ଗ୍‌ ଅଲେଙ୍ଗ୍ ଆର୍‌କେ ।
23 ଆଉ, ଯେଉଁ ବ୍ୟକ୍ତି ମୋʼ ଠାରେ ବାଧାର କାରଣ ପାଏ ନାହିଁ, ସେ ଧନ୍ୟ।
ମୁଡ଼ି ରେମୁଆଁ ନେଙ୍ଗ୍‌ନେ ବିସୟ୍‌ରେ ସନ୍ଦେଅ ଆଡିଙ୍ଗ୍ ଣ୍ଡୁ ମେଁ ଦନ୍ୟ ।
24 ଯୋହନଙ୍କ ଦୂତମାନେ ଯିବା ପରେ ଯୀଶୁ ଯୋହନଙ୍କ ବିଷୟରେ ଲୋକମାନଙ୍କୁ କହିବାକୁ ଲାଗିଲେ, ତୁମ୍ଭେମାନେ କଅଣ ଦେଖିବା ପାଇଁ ମରୁଭୂମିକୁ ବାହାରିଯାଇଥିଲ, କଅଣ ପବନରେ ଦୋହଲୁଥିବା ଗୋଟିଏ ନଳ?
ଜହନ୍‌ନେ ସିସ୍ଇଂ ୱିଗ୍ ଡାଲା ଇଡ଼ିଙ୍ଗ୍ ଜିସୁ ରେମୁଆଁଇଂକେ ଜହନ୍‌ ବିସୟ୍‌ରେ ବାସଙ୍ଗ୍‍ ନ୍‍ସା ମୁଲେକେ ପେଇଂ ବାଲିଲନ୍ନିଆ ମେଁନେ କେନ୍‍ସା ୱେପେଲେକେ? ମେଁନେ ୱେଡ଼ିଆନେ ୱେଡିଙ୍ଗ୍‌କ୍ନେ ମୁଇଂ ଗାଆଁ ସ୍ଲା?
25 ତାହା ନ ହେଲେ ତୁମ୍ଭେମାନେ କଅଣ ଦେଖିବା ପାଇଁ ବାହାରିଯାଇଥିଲ? କଅଣ ଦାମୀ ବସ୍ତ୍ର ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କୁ? ଦେଖ, ଯେଉଁମାନେ ସୁନ୍ଦର ବସ୍ତ୍ର ପିନ୍ଧନ୍ତି ଏବଂ ସୁଖରେ ସମୟ କଟାନ୍ତି, ସେମାନେ ରାଜପ୍ରାସାଦରେ ଥାଆନ୍ତି।
ଆତେନ୍‌ ଣ୍ଡୁଲା ପେଇଂ ଆଜାକେ କେନ୍‍ସା ତାର୍ ୱେପେଲେକେ? ମେଃନେ ଦାମିକା ସକା ସଲେଃକ୍ନେ ମୁଇଙ୍ଗ୍ ରେମୁଆଁକେ? କେଲାପା ଜାଣ୍ଡେଇଂ ଦାମିକା ସକା ସଃଲେକ୍ନେ ପେକେଏ ଆରି ଦୁକ୍ କଷ୍ଟ ଡିଙ୍ଗ୍‌ଚେ ପାରାନ୍‌ କାଟେଆର୍‍ଏ ମେଇଂ ମେଁନେ କିକେ ନ୍‌ସା ମେଇଂ ଇଃସାଙ୍ଗ୍‌ଇଂନେ ଡୁଆ ଅରିଆ ଲେଃଆର୍‍ଏ ।
26 ତାହା ନ ହେଲେ କଅଣ ଦେଖିବା ନିମନ୍ତେ ବାହାରି ଯାଇଥିଲ? କଅଣ ଜଣେ ଭାବବାଦୀଙ୍କୁ? ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଭାବବାଦୀଙ୍କ ଅପେକ୍ଷା ଅଧିକ ଶ୍ରେଷ୍ଠ ବ୍ୟକ୍ତିଙ୍କୁ।
ଆନେଙ୍ଗ୍ ବାସଙ୍ଗ୍‌ ଆତେନ୍‌ ଣ୍ଡୁଲା ମେଁନେ କିକେ ନ୍‌ସା ତାର୍‌ଚେ ୱେପେଲେଗେ? ମେଁନେ ମୁଇଙ୍ଗ୍ ବାବବାଦିକେ? ନେଙ୍ଗ୍ ଆପେକେ ସତ୍ ବାସଙ୍ଗ୍‍ଣ୍ଡିଂକେ ବାବବାଦୀ ବାନ୍ ଜାବର୍ ମ୍ନାଲେ ରେମୁଆଁକେ?
27 ଯାହାଙ୍କ ବିଷୟରେ ଏହା ଲେଖାଅଛି, ‘ଦେଖ, ଆମ୍ଭେ ଆପଣା ଦୂତକୁ ତୁମ୍ଭ ଆଗରେ ପଠାଉଅଛୁ, ସେ ତୁମ୍ଭ ସମ୍ମୁଖରେ ତୁମ୍ଭର ପଥ ପ୍ରସ୍ତୁତ କରିବ, ଏ ସେହି ବ୍ୟକ୍ତି।’
ଯହନ୍‍ ବିସୟ୍‌ରେ ଆକେନ୍ ଦର୍ମ ସାସ୍ତର୍‌ନିଆ ଗୁଆର୍‍ ବକେ ଇସ୍‌ପର୍ ବାସଙ୍ଗ୍‌କେ, “କେଲାପା ନେଙ୍ଗ୍‍ ପେନେ ସେନୁଗ୍‍ ନେଙ୍ଗ୍‌ନେ ଦୁତ୍‍କେ ବେନେଡିଙ୍ଗ୍‍କେ ମେଁ ପେ ନ୍‍ସା ଗାଲି ଆରେଏ ଆକେନ୍ ଆତେନ୍‌ ରେମୁଆଁ ଜହନ୍‌ ।
28 ମୁଁ ତୁମ୍ଭମାନଙ୍କୁ କହୁଅଛି, ସ୍ତ୍ରୀଗର୍ଭରୁ ଜନ୍ମ ହୋଇଥିବା ସମସ୍ତଙ୍କ ମଧ୍ୟରେ ଯୋହନଙ୍କଠାରୁ ମହାନ କେହି ନାହାନ୍ତି; ତଥାପି ଈଶ୍ବରଙ୍କ ରାଜ୍ୟରେ ଯେ କ୍ଷୁଦ୍ରତମ, ସେ ତାହାଙ୍କଠାରୁ ମହାନ।”
ନେଙ୍ଗ୍ ଆପେକେ ସତ୍ ବାସଙ୍ଗ୍‌ଣ୍ଡିଂ ସେଲାମ୍ବୟ୍‍ ଣ୍ଡିଆ କୁମାଲା ଡିଗ୍ ଜହନ୍‌ ବାନ୍ ମ୍ନା ଜାଣ୍ଡେ ଣ୍ଡୁ ତେଲା ଜାଣ୍ଡେ ଇସ୍‌ପର୍‌ନେ ରାଜିନ୍ନିଆ ସାପାବାନ୍‍ ଡାଆଁ ମେଁ ଡିଗ୍ ଜହନ୍‌ବାନ୍ ମ୍ନା ।”
29 ଏହା ଶୁଣି ସମସ୍ତ ଲୋକ, ଏପରିକି କରଗ୍ରାହୀମାନେ ସୁଦ୍ଧା ଯୋହନଙ୍କ ବାପ୍ତିସ୍ମରେ ବାପ୍ତିଜିତ ହୋଇଥିବାରୁ ଈଶ୍ବରଙ୍କୁ ଯଥାର୍ଥ ବୋଲି ସ୍ୱୀକାର କଲେ;
ଜାଣ୍ଡେଇଂ ଆକେନ୍ ସାପା ସାମୁଆଁ ଅଁଡିଙ୍ଗ୍‌ ଆର୍‌କେ ମେଇଂ ସିସ୍ତୁ ସାଲ୍ୟାଣ୍ଡ୍ରେଇଂ ଇସ୍‌ପର୍‌ନେ ଗୁଲୁଏ ଦାବି ସାପା ବର୍‌ତି ଆଃଡିଙ୍ଗ୍‌ଚେ ଜହନ୍‌ବାନ୍‍ ଡୁବନ୍ ଡୁଂୱେ ବକେ ।
30 କିନ୍ତୁ ଫାରୂଶୀମାନେ ଓ ମୋଶାଙ୍କ ବ୍ୟବସ୍ଥାଶାସ୍ତ୍ରଜ୍ଞମାନେ ତାହାଙ୍କ ଦ୍ୱାରା ବାପ୍ତିଜିତ ନ ହୋଇ ନିଜ ନିଜ ବିଷୟରେ ଈଶ୍ବରଙ୍କ ଯୋଜନା ଅଗ୍ରାହ୍ୟ କଲେ।
ଡାଗ୍ଲା ପାରୁସି ଆରି ଦର୍ମ ଗୁରୁଇଂ ମେଁଇଂନେ ପାରାନ୍‌ ନ୍‌ସା ଇସ୍‌ପର୍‌ନେ ସାମୁଆଁ ମାନେଚେ ଜହନ୍‌ନେବାନ୍ ଡୁବନ୍ ଡୁଂଆଡଆର୍‌କେ ।
31 “ତେବେ ମୁଁ କାହା ସାଙ୍ଗରେ ବର୍ତ୍ତମାନ ପୁରୁଷର ଲୋକମାନଙ୍କୁ ତୁଳନା କରିବି, ପୁଣି, ସେମାନେ କାହାରି ତୁଲ୍ୟ?
ଜିସୁ ଆରି ବାସଙ୍ଗ୍‌କେ ତେଲା ନେଙ୍ଗ୍ ଜା ଏତେ ଏଃକେନେ ଙ୍ଗିର୍‍ବଏନେ ଏତେ ସମାନ୍ ଡିଙ୍ଗ୍‌ଏ ଆରି ମେଇଂ ଜାନେ ସମାନ୍ ଣ୍ତିଙ୍ଗ୍‌ଏ?
32 ଯେଉଁ ପିଲାମାନେ ହାଟବଜାରରେ ବସି ପରସ୍ପରକୁ ଡାକି କହନ୍ତି, ‘ଆମ୍ଭେମାନେ ତୁମ୍ଭମାନଙ୍କ ନିକଟରେ ବଂଶୀ ବଜାଇଲୁ, ତୁମ୍ଭେମାନେ ନାଚିଲ ନାହିଁ; ଆମ୍ଭେମାନେ ବିଳାପ କଲୁ, ତୁମ୍ଭେମାନେ କାନ୍ଦିଲ ନାହିଁ, ସେମାନେ ସେମାନଙ୍କ ପରି।’
ମୁଃଡ଼ି ଗଡ଼େଅଇଂ ସାନ୍ତାନ୍ନିଆ କଚେ ନିଜେ ନିଜେକେ ୱାଚେ ବାସଙ୍ଗ୍ଏ ନେ ପେଇଂନେ ଡାଗ୍ରା ବାଉଁସି ନେପିଃକେ ପେ ପେୱାକେ ଣ୍ଡୁ; ନେଁ ଦୁକ୍‌ନେ ଅସ୍‌ମାର୍ ନେସାର୍‌କେ ପେଇଂ ପେଅଁକେ ଣ୍ଡୁ ମେଇଂ ଆତେନ୍‌‌ ଗଡ଼େଇଙ୍ଗ୍ ସୁଗା ।
33 କାରଣ ବାପ୍ତିଜକ ଯୋହନ ଆସି ରୁଟି ଖାଇଲେ ନାହିଁ ଓ ଦ୍ରାକ୍ଷାରସ ପିଇଲେ ନାହିଁ, ଆଉ ତୁମ୍ଭେମାନେ କହୁଅଛ, ‘ସେ ଭୂତଗ୍ରସ୍ତ।’
ଡୁବନ୍‌ ବିଃଣ୍ଡ୍ରେ ଜହନ୍‌ ପାଙ୍ଗ୍‌ଚେ ରୁଟି ଆଚଙ୍ଗ୍‌କେ ଣ୍ଡୁ ଆରି ଅଙ୍ଗୁର୍ ରସ୍ ଆଉଗ୍‌କେ ଣ୍ଡୁ ଆରି ନାନେ ବାସଙ୍ଗ୍‌ ନାଡିଙ୍ଗ୍‌କେ ଜହନ୍‌କେ ବୁତ୍‌ ସାଃଲେକେ ।
34 ମନୁଷ୍ୟପୁତ୍ର ଆସି ଭୋଜନପାନ କରନ୍ତି, ଆଉ ତୁମ୍ଭେମାନେ କହୁଅଛ, ‘ଦେଖ, ଏ ଜଣେ ପେଟୁକ ଓ ମଦୁଆ, କରଗ୍ରାହୀ ଓ ପାପୀମାନଙ୍କର ବନ୍ଧୁ।’
ରେମୁଆଁ ଉଙ୍ଗ୍‌ଡେ ପାଙ୍ଗ୍‌ଚେ ଚଙ୍ଗ୍‌କେ ବାରି ପେଇଂ ବାସଙ୍ଗ୍‌ ପେଡିଂକେ କେଲାପା କ୍ମେ ମୁଇଂ ମ୍ନା ସୁଲୁଏଃ ବାରି ଉଗ୍‌ସାଣ୍ଡ୍ରେ । ସିସ୍ତୁ ସାଲ୍ୟାଣ୍ଡ୍ରେ ବାରି ପାପିଇଂନେ ରେମୁଆଁଣ୍ଡେ ।
35 ମାତ୍ର ଜ୍ଞାନ ଆପଣା ସମସ୍ତ ସନ୍ତାନମାନଙ୍କ ଦ୍ୱାରା ଯଥାର୍ଥ ବୋଲି ପ୍ରମାଣିତ ହୋଇଅଛି।”
ଜାଣ୍ଡେଇଂ ଇସ୍‌ପର୍‌ନେ ଜ୍ଞାନ୍‍କେ ସାଃଆର୍‌ଏ ମେଁଇଂନେ ଜିବନ୍‍ନ୍ନିଆ ମେଁନେ ସତ୍ ଆକେଏ ।
36 ଆଉ ଫାରୂଶୀମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ ଆପଣା ସହିତ ଭୋଜନ କରିବାକୁ ନିମନ୍ତ୍ରଣ କଲେ। ସେଥିରେ ସେ ଫାରୂଶୀଙ୍କ ଗୃହରେ ପ୍ରବେଶ କରି ଭୋଜନରେ ବସିଲେ।
ଆରି ପାରୁସିଇଂ ବାନ୍ ମୁଇଂଜା ଜିସୁକେ ଚଙ୍ଗ୍‌ନେସା ୱାଆର୍କେ । ଆତ୍ ଅରିଆ ପାରୁସି‍ଇଂନେ ଡୁଆନ୍ନିଆ ଗାଚେ ଚୁଚଙ୍ଗ୍‍ନିଆ କ ଲେଃକେ ।
37 ଆଉ ଦେଖ, ସେହି ନଗରରେ ଜଣେ ପାପିନୀ ସ୍ତ୍ରୀ ଥିଲା; ଯୀଶୁ ସେହି ଫାରୂଶୀଙ୍କ ଗୃହରେ ଭୋଜନରେ ବସିଅଛନ୍ତି, ଏହା ଜାଣି ପାରି ସେ ଗୋଟିଏ ପାତ୍ରରେ ସୁଗନ୍ଧି ତୈଳ ଆଣି,
ଆରି କେଲାପା ଆତେନ୍‌ ଇନିନ୍ନିଆ ମୁଇଙ୍ଗ୍ ପାପିଷ୍ଟ ସେଲାମ୍ବୁଏ ଲେଃଗେ ଜିସୁ ଆତେନ୍‌ ପାରୁସିଇଂନେ ଡୁଆନ୍ନିଆ ଚଙ୍ଗ୍‍ନ୍ନିଆ କଲେକେ ଆକେନ୍ ମ୍ୟାଚେ ମେଁ ମୁଇଙ୍ଗ୍ ମୁତାନ୍ନିଆ ବାସ୍ନା ଚୁ ଡୁଙ୍ଗ୍‌ପାଙ୍ଗ୍‌କେ
38 ପଛଆଡ଼େ ତାହାଙ୍କ ପାଦ ପାଖରେ ଠିଆ ହୋଇ ରୋଦନ କରୁ କରୁ ଲୁହରେ ତାହାଙ୍କ ପାଦ ଓଦା କରି ନିଜ ମସ୍ତକର କେଶରେ ତାହା ପୋଛିବାକୁ ଲାଗିଲା, ଆଉ ତାହାଙ୍କ ପାଦକୁ ଚୁମ୍ବନ କରୁ କରୁ ସେହି ସୁଗନ୍ଧି ତୈଳ ଲଗାଇ ଦେବାକୁ ଲାଗିଲା।
ପ୍ଲା ପାକା ମେଁନେ ଞ୍ଚ ବୁନ୍ଦେ ତୁଆଁଚେ ଅଃନେ ବେଲା ମେଁନେ ଡେମୁଆଁ ଏତେ ମେଁନେ ଞ୍ଚ ଗ୍ୱେଡ଼ିଆ ବିଃକେ ମେଁନେ ବାଆଃନେ ଉଗ୍‌ବ ଏତେ ଜିସୁନେ ଞ୍ଚ ଚୁଃବିଗେ ଆରି ଜିସୁନେ ଞ୍ଚ ବୈନ୍ତାକେ ଆରି ଆତେନ୍‌ ବାସ୍ନା ଚୁ ଆବଗ୍‍ ବିଃକେ ।
39 ତାହା ଦେଖି, ଯେଉଁ ଫାରୂଶୀ ତାହାଙ୍କୁ ନିମନ୍ତ୍ରଣ କରିଥିଲେ, ସେ ମନେ ମନେ କହିଲେ, ଏ ଯଦି ଭାବବାଦୀ ହୋଇଥାଆନ୍ତା, ତାହାହେଲେ ଏହାକୁ ଯେ ସ୍ପର୍ଶ କରୁଅଛି, ସେ କିଏ ଓ କି ପ୍ରକାର ସ୍ତ୍ରୀ, ଅର୍ଥାତ୍‍, ସେ ଯେ ପାପିନୀ, ଏହା ଜାଣିଥାଆନ୍ତା।
ଆତେନ୍‌ କେଚେ ମୁଡ଼ି ପାରୁସିଇଂ ଜିସୁକେ ୱାବଗେ ମେଁ ମନେ ମନେ ବାସଙ୍ଗ୍‌କେ “ଏନ୍‍ ରେମୁଆଁ ଜଦି ବାବବାଦି ଡିଙ୍ଗ୍ ପାଲେ ତେଲା ଆକ୍‌ମେକେ ଜା ଲିଗ୍‍ଡିଙ୍ଗ୍‍କେ ମେଁ ଜାଣ୍ଡେ ଆରି ଡିରକମ୍‍ନେ ସେଲାମ୍ବୟ୍‍ ମେଁ ଜେ ପାପିସ୍ଟ ଏନ୍‍ ପାମ୍ୟାଃ ।”
40 ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ଶିମୋନ, ତୁମ୍ଭକୁ ମୋହର କିଛି କହିବାର ଅଛି।” ସେ କହିଲେ, ଗୁରୁ, କୁହନ୍ତୁ।
ଜିସୁ ଆମେଇଂକେ ଉତର୍ ବିକେ “ଶିମୋନ ଆନାକେ ନେଙ୍ଗ୍‍ନେ ମେଃନେ ଡିଗ୍ ବାସଙ୍ଗ୍‌ ଲେଃକେ ।” ଶିମୋନ୍ ବାସଙ୍ଗ୍‌କେ “ବାସଙ୍ଗ୍‌ ଗୁରୁ!”
41 “ଜଣେ ମହାଜନଙ୍କର ଦୁଇ ଜଣ ଋଣୀ ଥିଲେ; ଜଣେ ପାଞ୍ଚଶହ ଦିନର ମଜୁରୀ ସମାନ ମୂଲ୍ୟ ଓ ଆଉ ଜଣେ ପଚାଶ ଦିନର ମଜୁରୀ ସମାନ ମୂଲ୍ୟ ଋଣ କରିଥିଲା।
ଜିସୁ ବାସଙ୍ଗ୍‌କେ, “ମୁଇଙ୍ଗ୍ ମ୍ନା ସାଉକାର୍ ନ୍ନିଆ ମ୍ବାୟା ଉଦାର୍ ଲେଃଗେ ମୁଇଂଜା ମାଲ୍‍ସ ଟାଆଁ ଡାବୁ ବାରି ମୁଇଂଜା ମ୍ବାର୍‍କୁଡ଼ି ଗୁଆଟାଆଁ ଉଦାର୍ ଡିଙ୍ଗ୍ ବଗେ ।
42 ଋଣ ସୁଝିବାକୁ ସେମାନଙ୍କର କିଛି ନ ଥିବାରୁ ସେ ଉଭୟଙ୍କର ଋଣ କ୍ଷମା କଲେ। ଏଣୁ ସେମାନଙ୍କ ମଧ୍ୟରୁ କିଏ ତାହାଙ୍କୁ ଅଧିକ ପ୍ରେମ କରିବ?”
ଉଦାର୍ ସୁଜେନେସା ମେଁଇଂନେ ମେଃଡିଗ୍ ଣ୍ଡୁଲା ଆତେନ୍‌ ମ୍ବାୟାନେ ଉଦାର୍ ସାକାର୍‌ ଆନ୍ତାର୍ ବିଃକେ । ତେଲା ମେଁଇଂନେ ମ୍ବାୟା ବିତ୍ରେ ଜାଣ୍ଡେ ସାକାର୍‌କେ ଜାବର୍ ଆଲାଦ୍ ଆଃସୁଏଃଏ?”
43 ଶିମୋନ ଉତ୍ତର ଦେଲେ, ମୁଁ ଜାଣିବାରେ, ସେ ଯାହାର ଅଧିକ ଋଣ କ୍ଷମା କଲେ, ସେ। ସେ ତାହାଙ୍କୁ କହିଲେ, “ତୁମ୍ଭେ ଠିକ୍ ବିଚାର କଲ।”
ଶିମୋନ୍‍ ବାସଙ୍ଗ୍‌କେ “ନେଙ୍ଗ୍ ଏତେ ଣ୍ଡିଙ୍ଗ୍‍କେ ସାକାର୍‍ ଆଜାକେ ଜାବର୍ ରୁନ୍‌ ଆନ୍ତାର୍‍ ବିଃକେ ଆତେନ୍‌ ରେମୁଆଁକେ ଜାବର୍ ସାହା ଡିଙ୍ଗ୍‌ଏ ।” ଜିସୁ ଶିମୋନ୍‍କେ ବାସଙ୍ଗ୍‌କେ “ନାଁ ସମାନ୍ ବାସଙ୍ଗ୍‍ନାବ ।”
44 ଆଉ, ସେ ସେହି ସ୍ତ୍ରୀ ପ୍ରତି ମୁଖ ଫେରାଇ ଶିମୋନଙ୍କୁ କହିଲେ, “ଏହି ସ୍ତ୍ରୀକୁ ଦେଖୁଅଛ? ମୁଁ ତୁମ୍ଭ ଗୃହକୁ ଆସିଲି, ତୁମ୍ଭେ ମୋ ପାଦ ପାଇଁ ପାଣି ଦେଲ ନାହିଁ, କିନ୍ତୁ ଏ ଲୁହରେ ମୋହର ପାଦ ସିକ୍ତ କରି ନିଜ କେଶରେ ତାହା ପୋଛିଦେଲା।
ଆରି ଆତେନ୍‌ ସେଲାମ୍ବୁଏ ପାକା ତାମୁଚେ ଶିମୋନ୍‍କେ ବାସଙ୍ଗ୍‌କେ “ଆକେନ୍ ସେଲାମ୍ବୁଏକେ କିକେନାଡିଙ୍ଗ୍‍? ନେଙ୍ଗ୍ ନାଁନେ ଡୁଆ ମ୍ପାକେ ପେ ନେଙ୍ଗ୍ ଞ୍ଚ ଗ୍ୱେଡ଼ିଆ ନ୍‌ସା ଣ୍ଡିଆ ନାବିକେ ଣ୍ଡୁ ମାତର୍‌ ଆକ୍‌ମେଁ ଡେମୁଆଁ ଏତେ ନେଙ୍ଗ୍‌ନେ ଞ୍ଚ ଗ୍ୱେଡ଼ିଆଚେ ମେଁନେ ଉଗ୍‌ବ ଏତେ ଚୁଃବିଡିଂଗେ ।
45 ତୁମ୍ଭେ ମୋତେ ଚୁମ୍ବନ କଲ ନାହିଁ? କିନ୍ତୁ ମୁଁ ଭିତରକୁ ଆସିବା ସମୟଠାରୁ ଏ ମୋହର ପାଦ ଚୁମ୍ବନ କରିବାକୁ ବନ୍ଦ କରି ନାହିଁ।
ନାଁ ଆନେଙ୍ଗ୍ ବୈନ୍ତାଚେ ନାୱାକେ ଣ୍ଡୁ ମାତର୍‌ ଉଡ଼ି ବେଲା ବାନ୍ ନେଙ୍ଗ୍‍ ବିତ୍ରେ ଙ୍ଗାକେ ଆତେନ୍‌ ବେଲା ବାନ୍ ଏ ଜାକ ମେଁ ନେଙ୍ଗ୍‍ନେ ଞ୍ଚନିଆ ବୈନ୍ତା ବିଃନେ ଙ୍କାରେ ଡିଡା ।
46 ତୁମ୍ଭେ ମୋହର ମସ୍ତକରେ ତୈଳ ଲଗାଇଲ ନାହିଁ? କିନ୍ତୁ ଏ ମୋହର ପାଦରେ ସୁଗନ୍ଧି ତୈଳ ଲଗାଇଲା।
ନା ନେଙ୍ଗ୍‌ନେ ବାଆଃନ୍ନିଆ ଞ୍ଚୁ ନାଲାଗେକେ ଣ୍ଡୁ ମାତର୍‌ କିମେ ନିଙ୍ଗ୍‍ନେ ଞ୍ଚନିଆ ବାସ୍‍ନା ଞ୍ଚୁ ଲିଗ୍‌ବିକେ ।
47 ଏଣୁ ମୁଁ ତୁମ୍ଭକୁ କହୁଅଛି, ଏହାର ଅନେକ ପାପ କ୍ଷମା ହୋଇଅଛି, କାରଣ ସେ ବହୁତ ପ୍ରେମ କଲା; କିନ୍ତୁ ଯାହାକୁ ଅଳ୍ପ କ୍ଷମା ଦିଆଯାଏ, ସେ ଅଳ୍ପ ପ୍ରେମ କରେ।”
ନେଙ୍ଗ୍‍ ଆପେକେ ସତ୍ ବାସଙ୍ଗ୍‌ଣ୍ଡିଂ କ୍ମେନେ ଜାବର୍ ପାପ୍ କେମା ଡିଙ୍ଗ୍ ଲେଃକେ ଡାଗ୍ଲା ମେଁ ଜାବର୍ ଆଲାଦ୍ ଡିଂଡିଂକେ; ମାତର୍‌ ଆଜାକେ ଇକୁଡ଼ା କେମା ବିଏ ମେଁ ଇକୁଡ଼ା ଆଲାଦ୍ ଡିଂଏ ।”
48 ଆଉ ସେ ସେହି ସ୍ତ୍ରୀକୁ କହିଲେ, “ତୋହର ପାପସବୁ କ୍ଷମା ହୋଇଅଛି।”
ଆରି ଜିସୁ ଆତେନ୍‌ ସେଲାମ୍ବୟ୍‍କେ ବାସଙ୍ଗ୍‌କେ “ନାଁନେ ସାପା ପାପ୍ କେମା ଡିଙ୍ଗ୍ ୱେଗେ ।”
49 ସେଥିରେ ତାହାଙ୍କ ସାଙ୍ଗରେ ଭୋଜନରେ ବସିଥିବା ଲୋକମାନେ ମନେ ମନେ କହିବାକୁ ଲାଗିଲେ, ପାପ ସୁଦ୍ଧା କ୍ଷମା କରୁଅଛି ଯେ, ଏ କିଏ?
ଆତ୍‍ ଅରିଆ ଜିସୁ ଏତେ ଚୁଚଙ୍ଗ୍‌ନିଆ କ ଲେଃକ୍ନେ ରେମୁଆଁଇଂ ମେଇଂମେଇଂ ଅବାଃଲିର୍‌ଆର୍‌କେ, “ଏନ୍ ଜାଣ୍ଡେ? ଜେ ପାପ୍ ସାପା କେମା ଡିଗ୍ ଡିଂୟାଏ?”
50 କିନ୍ତୁ ସେ ସେହି ସ୍ତ୍ରୀକୁ କହିଲେ, “ତୋହର ବିଶ୍ୱାସ ତୋତେ ରକ୍ଷା କରିଅଛି; ଶାନ୍ତିରେ ଚାଲିଯାଅ।”
ଡାଗ୍ଲା ଜିସୁ ଆତେନ୍‌ ସେଲାମ୍ବୟ୍‍କେ ବାସଙ୍ଗ୍‌କେ “ନାଁନେ ସତ୍ ନାମାନେକ୍ନେ ଆନା ରକ୍ୟା ଡିଙ୍ଗ୍‌ଣ୍ଡିଂ; ସାନ୍ତିରେ ୱିଗ୍‌ଲା ।”

< ଲୂକ 7 >