< ଲୂକ 5 >

1 ଦିନେ ଯେତେବେଳେ ଲୋକସମୂହ ଯୀଶୁଙ୍କ ଉପରେ ମାଡ଼ିପଡ଼ି ଈଶ୍ବରଙ୍କ ବାକ୍ୟ ଶୁଣୁଥିଲେ, ସେତେବେଳେ ସେ ଗିନ୍ନେସରତ ହ୍ରଦ କୂଳରେ ଠିଆ ହୋଇଥିଲେ;
ମେସୁଆ ଜିସୁ ଗିନେସରତ୍‍ ଲଣ୍ଡିଆ ଆଃଡ଼ା ତୁଆଁ ଲେଃଗେ । ଆରି ରେମୁଆଁଇଂ ଇସ୍‌ପର୍‌ନେ ସାମୁଆଁ ଅଁନ୍‌ସା ଟେଚାଟେଣ୍ଡୁର୍‍ ଡିଙ୍ଗ୍ଆର୍‌ଡିଙ୍ଗେ ।
2 ଆଉ ସେ ହ୍ରଦ କୂଳରେ ଦୁଇଟି ନୌକା ଥିବାର ଦେଖିଲେ; ମାଛୁଆମାନେ ସେଥିରୁ ଓହ୍ଲାଇ ଜାଲ ଧୋଉଥିଲେ।
ଆରି ମେଁ କେଣ୍ଡିଆ ଆଃଡ଼ା ମ୍ୱାକ୍ଲିଗ୍ ତରା ଲେଃକ୍ନେ କେକେ । ସାଃହାଃରେଇଂ ଆତେନ୍‌ ତରାବାନ୍ ଜାର୍‌ଚେ ମେଁଇଙ୍ଗ୍‌ନେ ଜାଲ୍ ଗଡ଼ିଆ ଡିଙ୍ଗ୍‌ଗେ ।
3 ସେହି ନୌକାଗୁଡ଼ିକ ମଧ୍ୟରୁ ଯାହା ଶିମୋନଙ୍କର ଥିଲା, ସେଥିରେ ସେ ଚଢ଼ି ସ୍ଥଳରୁ ଅଳ୍ପ ଦୂରକୁ ଯିବା ନିମନ୍ତେ ତାହାଙ୍କୁ ଅନୁରୋଧ କଲେ; ଆଉ, ସେ ବସି ନୌକାରୁ ଲୋକସମୂହକୁ ଶିକ୍ଷା ଦେବାକୁ ଲାଗିଲେ।
ଆତେନ୍‌ ତରାଇଂ ବାନ୍ ଆଣ୍ଡିନେ ଶିମୋନନେ ତରା ଲେଃଗେ । ଆତ୍‍ ଅରିଆ ମେଁ ଡେଃଚେ କେଣ୍ଡିଆ ଆଡ଼ାବାନ୍ ସ୍ଲ ୱେନ୍‌ସା ଆମେକେ ବାସଙ୍ଗ୍‌କେ; ଆରି ମେଁ ତରାଅରିଆ କଚେ ରେମୁଆଁଇଂନ୍ନିଆ ବୁଦି ବିଃନେ ଲାଗେକେ ।
4 ସେ କଥା ଶେଷ କରି ଶିମୋନଙ୍କୁ କହିଲେ, “ଗଭୀର ଜଳକୁ ଯାଇ ମାଛ ଧରିବା ନିମନ୍ତେ ତୁମ୍ଭମାନଙ୍କର ଜାଲ ପକାଅ।”
ମେଁ ସାମୁଆଁ ବାସଙ୍ଗ୍‌ ଆଃଡାଚେ ଶିମୋନ୍‍କେ ବାସଙ୍ଗ୍‌କେ, “ସ୍ରିଣ୍ଡିଆ ବିତ୍ରେ ୱେଚେ ଆଃଡ଼ ସାନ୍ତି ପେନେ ଜାଲ୍ ତ୍ଲାଗ୍‌ପା ।
5 ଏଥିରେ ଶିମୋନ ଉତ୍ତର ଦେଲେ, ହେ ଗୁରୁ, ଆମ୍ଭେମାନେ ରାତିଯାକ ପରିଶ୍ରମ କରି କିଛି ଧରି ନାହୁଁ; କିନ୍ତୁ ଆପଣଙ୍କ କଥାରେ ମୁଁ ଜାଲ ପକାଇବି।
ଆତ୍‌ବା ଶିମୋନ ଉତର୍ ବିକେ, ଏ ଗୁରୁ, ଆଃଡ଼ ସାନ୍ତି ନେ ମିଡିଗ୍‍ ଜାକ କଷ୍ଟ ଡିଙ୍ଗ୍‌ଚେ ମେଁ ଡିଗ୍ ନେବାକେ ଣ୍ଡୁ; ମାତର୍‌ ନାନେ ସାମୁଆଁରେ ନେଙ୍ଗ୍ ଜାଲ୍ ତ୍ଲାଗ୍‍ଏ ।
6 ଆଉ, ସେମାନେ ତାହା ପକାଇ ବହୁତ ମାଛ ଧରିଲେ, ପୁଣି, ସେମାନଙ୍କ ଜାଲ ଛିଣ୍ଡିବାକୁ ଲାଗିଲା।
ଆରି ମେଇଂ ଜାଲ୍ ତ୍ଲାଗ୍‌ଚେ ଜବର୍ ଆଃଡ଼ ସାଃଆର୍‌କେ ଆରି ମେଁଇଙ୍ଗ୍‌ନେ ଜାଲ୍ ଟିକ୍‍ଚିନେ ଲାଗେକେ ।
7 ସେଥିରେ ସେମାନଙ୍କର ଯେଉଁ ସହକର୍ମୀମାନେ ଅନ୍ୟ ନୌକାରେ ଥିଲେ, ସେମାନେ ଯେପରି ଆସି ସାହାଯ୍ୟ କରନ୍ତି, ଏଥିପାଇଁ ସେମାନେ ସେମାନଙ୍କୁ ଠାରିଲେ। ଏଥିରେ ସେମାନେ ଆସି ଦୁଇଟି ନୌକାକୁ ଏପରି ପୂର୍ଣ୍ଣ କଲେ ଯେ, ସେଗୁଡ଼ିକ ବୁଡ଼ିବାକୁ ଲାଗିଲା।
ଆତ୍‌ଅରିଆ ମେଁଇଙ୍ଗ୍‌ନେ ଜାଣ୍ଡିଗ୍ କୁଡ଼େଚେ ସାଣ୍ଡ୍ରେଇଙ୍ଗ୍ ଆରି ବିନ୍ ତରାନିଆ ଲେଃଆର୍‌ଗେ ମେଇଂ ଡିରକମ୍ ପାଙ୍ଗ୍‌ଚେ ସାଇଜ୍ୟ ଡିଙ୍ଗ୍ ଆର୍‌ଏ ଆତେନ୍‌‌ସା ମେଇଂ ଆମେଇଂକେ ୱାକେ । ଆତ୍‌ବା ମେଇଙ୍ଗ୍ ପାଙ୍ଗ୍‌ଚେ ମ୍ୱାକ୍ଲିଗ୍ ତରାକେ ଆଃଡ଼ରେ ଡେକ୍‌ରକମ୍ ତାଃନ‍ଆର୍‌କେ ଜେ ତରାଇଂ ଲଗ୍‌ଡିଆ ୱେନେ ସୁଗୁଆ ଡିଙ୍ଗ୍‌ୱେକେ ।
8 କିନ୍ତୁ ଶିମୋନ ପିତର ଏହା ଦେଖି ଯୀଶୁଙ୍କ ଚରଣ ତଳେ ପଡ଼ି କହିଲେ, ହେ ପ୍ରଭୁ, ମୋ ନିକଟରୁ ଚାଲିଯାଅ, ଯେଣୁ ମୁଁ ଜଣେ ପାପୀ ମନୁଷ୍ୟ।
ଡାଗ୍ଲା ଶିମୋନ୍ ପିତର୍ ଆକେନ୍ କେଚେ ଜିସୁନେ ଞ୍ଚ ବୁନ୍ଦେ ଲଃଚେ ବାସଙ୍ଗ୍‌କେ ଏ ମାପ୍ରୁ ନାନେ ନେଙ୍ଗ୍ ଡାଗ୍ରାବାନ୍‍ ଲାଗ୍‍ଡଲା ଡାଗ୍ଲା ନେଙ୍ଗ୍ ମୁଇଙ୍ଗ୍ ପାପି ରେମୁଆଁ ।”
9 କାରଣ ସେମାନେ ଏତେ ମାଛ ଧରିଥିଲେ ଯେ, ତାହା ଦେଖି ସେ ଓ ତାହାଙ୍କ ସଙ୍ଗୀ ସମସ୍ତେ ଆଶ୍ଚର୍ଯ୍ୟ ହେଲେ;
ଡାଗ୍ଲା ମେଇଙ୍ଗ୍ ଆତେନ୍‌ ବାନ୍‍ ଆଃ ଅଃକେନ୍ ଆଡ଼ ସାଃବଆର୍‌ଗେ ଜେ ଆତେନ୍‌ କେଚେ ମେଁ ଆରି ମେଁନେ ସାଙ୍ଗଇଂ ସାପାରେ ଇରିଆତୁଗ୍ ଡିଙ୍ଗ୍ ଆର୍‌କେ;
10 ପୁଣି, ଜେବଦୀଙ୍କ ଦୁଇ ପୁତ୍ର ଯାକୁବ ଓ ଯୋହନ, ଯେଉଁମାନେ ଶିମୋନଙ୍କର ସହଭାଗୀ ଥିଲେ, ସେମାନେ ମଧ୍ୟ ସେହି ପ୍ରକାର ଆଶ୍ଚର୍ଯ୍ୟାନ୍ୱିତ ହେଲେ। ପୁଣି, ଯୀଶୁ ଶିମୋନଙ୍କୁ କହିଲେ, “ଭୟ କର ନାହିଁ, ଆଜିଠାରୁ ତୁମ୍ଭେ ମନୁଷ୍ୟମାନଙ୍କୁ ଧରିବ।”
ଆରି ଜେବଦୀନେ ମ୍ୱାକ୍ଲିଗ୍‍ ଉଙ୍ଗ୍‌ଡେ ଜାକୁବ୍‌ ଆରି ଜହନ୍‌, ଜାଣ୍ଡେଇଂ ଶିମୋନ ଏଃତେ ଲେଃଗେ, ମେଇଂ ଡିଗ୍ ଦେତୁଆ ଇରିଆଃତୁଗ୍ ୱେଆର୍‌କେ । ଆରି ଜିସୁ ଶିମନ୍‍କେ ବାସଙ୍ଗ୍‌କେ, ଆବ୍‌ଟଗେ ନାମଃ, ଏଃବାନ୍ ନା ଆଃଡ଼ ସାଃନେ ବାଦୁଲ୍ ରେମୁଆଁଇଂକେ ମାପ୍ରୁନେ ଗାଲିନ୍ନିଆ ଡୁଂନାପାଙ୍ଗ୍‍ଏ ।
11 ସେଥିରେ ସେମାନେ ନୌକାଗୁଡ଼ିକ କୂଳକୁ ଆଣି ସବୁ ଛାଡ଼ିଦେଇ ତାହାଙ୍କର ଅନୁଗମନ କଲେ।
ଆତ୍‌ବା ମେଇଂ ତରାଇଂ କେଣ୍ଡିଆଃ ଆଃଡ଼ାଃ ଡୁଙ୍ଗ୍‍ପାଙ୍ଗ୍‍ଚେ ସାପା ଆନ୍ତାର୍‌ଚେ ମେଁନେ ପ୍ଲା ୱେଆର୍‌କେ ।
12 ସେ ଗୋଟିଏ ନଗରରେ ଥିବା ସମୟରେ, ଦେଖ, ଜଣେ ସର୍ବାଙ୍ଗ କୁଷ୍ଠୀ ଲୋକ ସେ ସ୍ଥାନରେ ଥିଲେ; ସେ ଯୀଶୁଙ୍କୁ ଦେଖି ମୁହଁ ମାଡ଼ିପଡ଼ି ତାହାଙ୍କୁ ନିବେଦନ କରି କହିଲା, ହେ ପ୍ରଭୁ, ଆପଣ ଯଦି ଇଚ୍ଛା କରନ୍ତି, ତାହାହେଲେ ମୋତେ ଶୁଚି କରିପାରନ୍ତି।
ମେଁ ମୁଇଙ୍ଗ୍ ଇନିନିଆ ଲେଃନେ ବେଲା କେଲା ଆତ୍‌ଅରିଆ ମୁଇଙ୍ଗ୍ ଗାଗ୍‌ଡ଼େ ଜାକ କୁଷ୍ଟରଗ୍‍ ସାଲେଃକ୍ନେ ରେମୁଆଁ ଲେଃଡିଙ୍ଗେ; ମେଁ ଜିସୁକେ କେଚେ ମୁଗ୍‌ଗାଃ ଲଃଚେ ଆମେକେ କୁସାମୁତି ଡିଙ୍ଗ୍‌ଚେ ବାସଙ୍ଗ୍‌କେ ଏ ମାପ୍ରୁ “ନାନେ ଜଦି ରାଜି ନାଡିଙ୍ଗ୍‌ଏ ଦେତ୍‍ଲା ନାନେ ଆନେଙ୍ଗ୍ ନିମାଣ୍ଡା ଆଡିଙ୍ଗ୍ ନାୟାଏ ।”
13 ସେଥିରେ ସେ ହାତ ବଢ଼ାଇ ତାହାକୁ ଛୁଇଁ କହିଲେ, “ମୁଁ ଇଚ୍ଛା କରୁଅଛି, ଶୁଚି ହୁଅ।” ସେହିକ୍ଷଣି କୁଷ୍ଠରୋଗ ତାହାଠାରୁ ଦୂର ହେଲା।
ଆତ୍‌ବା ମେଁ ନ୍ତି ଆଚ୍‍ଲେଚେ ଆମେକେ ଲିଗ୍‍ଚେ ବାସଙ୍ଗ୍‌କେ ନେଙ୍ଗ୍ ରାଜି ଡିଙ୍ଗ୍‍ଣ୍ଡିଙ୍ଗ୍‍କେ ନିମାଣ୍ଡା ଡିଙ୍ଗ୍ । ଆତ୍‌ବା ଆତେନ୍‌ ରେମୁଆଁ କୁଷ୍ଟରଗ୍‌ବାନ୍‌ ନିମାଣ୍ଡା ଡିଂକେ ।
14 ଆଉ, ସେ ତାହାକୁ ଆଜ୍ଞା ଦେଇ କହିଲେ, “କାହାକୁ କୁହ ନାହିଁ, କିନ୍ତୁ ଯାଇ ଯାଜକଙ୍କୁ ନିଜକୁ ଦେଖାଅ, ପୁଣି, ମୋଶାଙ୍କ ଆଦେଶ ଅନୁସାରେ ଆପଣାର ଶୁଚିକ୍ରିୟାରୂପେ ସେମାନଙ୍କ ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ ବଳି ଉତ୍ସର୍ଗ କର।”
ଜିସୁ ଆମେକେ ଆଦେସ୍‍ ବିଚେ ବାସଙ୍ଗ୍‌କେ ଆଜାକେ ଆବାସଙ୍ଗ୍‍ ନାମଃ ମାତର୍‌ ସିଦା ପୁଜାରିନ୍ନିଆ ୱେଲା ଆରି ମେଁ ଆନାକେ ପରିକ୍ୟା ଡିଙ୍ଗ୍‌ଚେ କେଲେ ଏନ୍‌ ଇଡ଼ିଙ୍ଗ୍ ନାନେ ନିମାଣ୍ଡା ଡିଙ୍ଗ୍ ନାଲେଃକେ ଡାଗ୍‌ଚେ ବିନ୍‍ନ୍ନିଆ ପାର୍‍ମାନ୍‍ ବିଃନ୍‍ସା ମୋଶାନେ ଆଦେସ୍‍ ଅନୁସାରେ ବେଦିନ୍ନିଆ ଦାନ୍ ବିଃ ।
15 କିନ୍ତୁ ତାହାଙ୍କ ବିଷୟକ କଥା ଆହୁରି ଅଧିକ ବ୍ୟାପିଗଲା, ଆଉ ବହୁସଂଖ୍ୟକ ଲୋକ ଶୁଣିବା ନିମନ୍ତେ ଓ ନିଜ ନିଜ ରୋଗରୁ ସୁସ୍ଥ ହେବା ନିମନ୍ତେ ଏକତ୍ର ହେବାକୁ ଲାଗିଲେ;
ଡାଗ୍ଲା ଜିସୁନେ ବିସୟ୍‌ରେ ସାମୁଆଁ ଆରି ଅଦିକ୍‍ ଉଡ୍ରା ଡିଙ୍ଗ୍‌କେ ଆରି ଜବର୍ ରେମୁଆଁ ଅଁନ୍‌ସା ଆରି ନିଜେ ନିଜେ ରଗ୍ ବାନ୍ ନିମାଣ୍ଡା ଡିଙ୍ଗ୍‍ନେସା ମୁଇଂନ୍ନିଆ ରିସିଙ୍ଗ୍‍ନେ ଲାଗେକେ;
16 ମାତ୍ର ସେ କେହି ନ ଥିବା ସ୍ଥାନମାନଙ୍କରେ ରହି ପ୍ରାର୍ଥନା କରୁଥିଲେ।
ମାତର୍ ମେଁ ରେମୁଆଁ ଣ୍ଡୁନେ ଟାନ୍‌ନିଆ ଲେଃଚେ ପାର୍‌ତନା ଡିଙ୍ଗ୍‍ଡିଙ୍ଗ୍‍ଗେ ।
17 ଦିନେ ସେ ଶିକ୍ଷା ଦେଉଥିଲେ, ଆଉ ଗାଲିଲୀର ପ୍ରତ୍ୟେକ ଗ୍ରାମ, ପୁଣି, ଯିହୂଦିୟା ପ୍ରଦେଶ ଓ ଯିରୂଶାଲମ ସହରରୁ ଆସିଥିବା ଫାରୂଶୀ ଓ ମୋଶାଙ୍କ ବ୍ୟବସ୍ଥା ଶିକ୍ଷକମାନେ ନିକଟରେ ବସିଥିଲେ। ଆଉ, ସେ ଯେପରି ସୁସ୍ଥ କରନ୍ତି ଏଥିପାଇଁ ପ୍ରଭୁଙ୍କର ଶକ୍ତି ଉପସ୍ଥିତ ଥିଲା।
ମେସୁଆ ଜିସୁ ବୁଦି ବିଡିଙ୍ଗ୍‌ଗେ ଆରି ଗାଲିଲୀନେ ସାପା ଇନି ଆରି ଜିଉଦା ପ୍ରଦେସ୍‌ନେ ଆରି ଯିରୁସାଲାମ୍‍ ବାନ୍ ପାଙ୍ଗ୍‌ଲେକ୍ନେ ଫାରୁଶୀ ଆରି ନିଅମ୍‌କାରି‍ଇଂ ଡାଗ୍ରା କଲେ ଆର୍‌ଗେ । ଆରି ମେଁ ଜେନ୍ତିକି ନିମାଣ୍ଡା ଆଡିଙ୍ଗ୍‌ଏ ଆତେନ୍‌‌ସା ମାପ୍ରୁନେ ବପୁ ମେଁନ୍ନିଆ ପାଙ୍ଗ୍‍ଗେ ।
18 ପୁଣି, ଦେଖ, କେତେକ ଲୋକ ଜଣେ ପକ୍ଷାଘାତରୋଗୀ ମନୁଷ୍ୟକୁ ଖଟିଆରେ ବୋହିଆଣି ତାହାକୁ ଭିତରକୁ ନେଇଯିବା ନିମନ୍ତେ ଓ ତାହାଙ୍କ ସମ୍ମୁଖରେ ଥୋଇବା ନିମନ୍ତେ ଚେଷ୍ଟା କରୁଥିଲେ।
ଆରି କେଲା ଉଡ଼ିରୁଆ ମୁଇଙ୍ଗ୍ ନ୍ତି ଞ୍ଚ ନ୍‍ସୁଆର୍‍ଲେଃକ୍ନେ ରେମୁଆଁକେ କଟ୍‌ନିଆ ଡୁଙ୍ଗ୍‍ ଡୁଂପାଙ୍ଗ୍‌ଚେ ଆମେକେ ବିତ୍ରେ ଡୁଂୱେଚେ ଆରି ମେଁ ଡାଗ୍ରା ବନ୍‍ସା ଚେସ୍‌ଟା ଡିଙ୍ଗ୍‌ଆର୍‌ଡିଂଗେ ।
19 କିନ୍ତୁ ଭିଡ଼ ହେତୁ ତାହାକୁ ଭିତରକୁ ନେଇଯିବା ପାଇଁ ବାଟ ନ ପାଇବାରୁ ସେମାନେ ଘର ଉପରକୁ ଯାଇ ଛାତ ଭିତର ଦେଇ ଖଟିଆ ସହିତ ତାହାକୁ ମଧ୍ୟସ୍ଥାନରେ ଯୀଶୁଙ୍କ ସମ୍ମୁଖରେ ଓହ୍ଲାଇଦେଲେ।
ଡାଗ୍ଲା ଜାବର୍‌ ରେମୁଆଁ ରିସିଙ୍ଗ୍ ଲେଃଗେ ଆତେନ୍‌‌ସା ଆମେକେ ବିତ୍ରେ ଡୁଂୱେନ୍‍ସା ଗାଲି ଆବାଲା ମେଇଂ ଡୁଆ ଆଡ଼ାତ୍ରା ଡୁଙ୍ଗ୍‍ୱେଚେ ବ୍ଲେସାଂ ଆପ୍ଲଗ୍‍ଚେ କଟ୍ ଡାଣ୍ଡି ଏତେ ଆମେକେ ମଜେ ଜାଗାନ୍ନିଆ ଜିସୁଡାଗ୍ରା ଆଜାର୍ ବିଆର୍‌କେ ।
20 ସେ ସେମାନଙ୍କର ବିଶ୍ୱାସ ଦେଖି କହିଲେ, “ହେ ବନ୍ଧୁ, ତୁମ୍ଭର ପାପସବୁ କ୍ଷମା କରାଯାଇଅଛି।”
ମେଁ ମେଁଇଙ୍ଗ୍‌ନେ ବିସ୍‌ବାସ୍‍ କେଚେ ବାସଙ୍ଗ୍‌କେ, “ଅ ଗଡ଼େଅ ନାନେ ପାପ୍ ସାପା କେମା ଡିଙ୍ଗ୍‌ଗେ ।”
21 ସେଥିରେ ଶାସ୍ତ୍ରୀ ଓ ଫାରୂଶୀମାନେ ତର୍କବିତର୍କ କରି ଏହା କହିବାକୁ ଲାଗିଲେ, ଏ ଯେ ଈଶ୍ବର ନିନ୍ଦା କରୁଅଛି, ଏ କିଏ? କେବଳ ଈଶ୍ବରଙ୍କ ବିନା ଆଉ କିଏ ପାପ କ୍ଷମା କରିପାରେ?
ଆତ୍‌ଅରିଆ ଦର୍ମ ଗୁରୁ ଆରି ଫାରୁଶୀ‍ଇଂ ନିଜେ ନିଜେ ବାଲିର୍‌ବାତାଚେ ବାସଙ୍ଗ୍‍ନେ ଲାଗେଆର୍‌କେ, “ଇସ୍‌ପର୍‌କେ ନିନ୍ଦା ଆଡିଙ୍ଗ୍‌ଡିଙ୍ଗ୍‌କେ, ଏନ୍‌ ଜାଣ୍ଡେ? କେବଲ୍‍ ଇସ୍‌ପର୍‌ବାନ୍ ଆରି ଜାଣ୍ଡେ ପାପ୍ କେମା ଡିଙ୍ଗ୍ଇଁୟାଏ?”
22 କିନ୍ତୁ ଯୀଶୁ ତାହାଙ୍କ ତର୍କବିତର୍କ ଜ୍ଞାତ ହୋଇ ସେମାନଙ୍କୁ ଉତ୍ତର ଦେଲେ, “ତୁମ୍ଭେମାନେ ଆପଣା ଆପଣା ମନରେ କଅଣ ତର୍କବିତର୍କ କରୁଅଛ?
ଡାଗ୍ଲା ଜିସୁ ମେଁଇଙ୍ଗ୍‌ନେ ବାଲିର୍‌ବାତାନେ ମ୍ୟା ୟାଚେ ଆମେଇଂକେ ଉତର୍ ବିକେ ପେଇଂ ନିଜେ ନିଜେ ମନ୍‍ନ୍ନିଆ ମେଁନ୍‌ସା ବାଲିର୍‌ବାତା ଡିଂପେଡିଂକେ?
23 କଅଣ ସହଜ? ‘ତୁମ୍ଭର ପାପସବୁ କ୍ଷମା କରାଗଲା ବୋଲି କହିବା,’ ବା, ‘ଉଠ, ଚାଲ ବୋଲି କହିବା?’
ମେଃନେ ବାସଙ୍ଗ୍‌ନେ ସଅଜ୍‌? ନାନେ ପାପ୍ କେମା ଡିଙ୍ଗ୍‌ଗେ ଡାଗ୍‌ଚେ ବାସଙ୍ଗ୍‌ନେ ବା ତଡ଼ିଆ ୱେଲା ଡାଗ୍‌ଚେ ବାସଙ୍ଗ୍‌ନେ?
24 କିନ୍ତୁ, ପୃଥିବୀରେ ପାପ କ୍ଷମା କରିବାକୁ ମନୁଷ୍ୟପୁତ୍ରଙ୍କର ଯେ ଅଧିକାର ଅଛି, ଏହା ଯେପରି ତୁମ୍ଭେମାନେ ଜାଣିପାର,” ଏଥିପାଇଁ ସେ ପକ୍ଷାଘାତ ରୋଗୀକୁ କହିଲେ, “ମୁଁ ତୁମ୍ଭକୁ କହୁଅଛି, ଉଠ, ନିଜ ଖଟିଆ ନେଇ ଆପଣା ଘରକୁ ଯାଅ।”
ଡାଗ୍ଲା ମଞ୍ଚ୍‌ପୁର୍‌ନେ ପାପ୍ କେମା ଡିଙ୍ଗ୍‍ନେସା ରେମୁଆଁ ଉଙ୍ଗ୍‌ଡେକେ ଜେ ଅଦିକାର୍ ଲେଃକେ ଆକେନ୍ ଜେନ୍ତିକି ପେଇଂ ମ୍ୟା ପେୟାଏ ଆତେନ୍‌‌ସା ନ୍ତି ଞ୍ଚ ନ୍‍ସୁଆର୍‍ଲେଃକ୍ନେ ରେମୁଆଁ ବାସଙ୍ଗ୍‌କେ, “ନେଙ୍ଗ୍ ଆନାକେ ବାସଙ୍ଗ୍‌ଣ୍ଡିଂ ତଡ଼ିଆ ନିଜେନେ ସିଙ୍ଗ୍‌ଲା ସାଚେ ନାନେ ଡୁଆ ୱିଗ୍‌ଲା ।”
25 ସେଥିରେ ସେ ସେହିକ୍ଷଣି ସେମାନଙ୍କ ସାକ୍ଷାତରେ ଉଠି, ଯାହା ଉପରେ ସେ ଶୋଇଥିଲେ, ତାହା ନେଇ ଈଶ୍ବରଙ୍କ ମହିମା କୀର୍ତ୍ତନ କରୁ କରୁ ନିଜ ଗୃହକୁ ଚାଲିଗଲେ।
ଆତ୍‌ବା ମେଁ ଦାପ୍ରେ ମେଁଇଙ୍ଗ୍‌ନେ ବାନ୍ ତଡ଼ିଆଚେ ଆଣ୍ଡିନେ ସିଙ୍ଗ୍‌ଲା ଆଡ଼ାତ୍ରା ମେଁ ଡୁଲେଗ୍‍ ଲେଃଗେ ଆତେନ୍‌ ସାଚେ ଇସ୍‌ପର୍‌ନେ ମ‍ଇମା ଅସ୍‌ମାର୍ ସାର୍‍ଚେ ନିଜେନେ ଡୁଆ ୱିଗ୍‌କେ ।
26 ତହିଁରେ ସମସ୍ତେ ଆଚମ୍ଭିତ ହୋଇ ଈଶ୍ବରଙ୍କ ମହିମା କୀର୍ତ୍ତନ କରିବାକୁ ଲାଗିଲେ ଓ ଅତିଶୟ ଭୟ କରି କହିଲେ, ଆଜି ଆମ୍ଭେମାନେ ଆଶ୍ଚର୍ଯ୍ୟ ଘଟଣା ଦେଖିଲୁ।
ଆତ୍‌ଅରିଆ ସାପାରେ ବୁଟଚେ ଇସ୍‌ପର୍‌ନେ ମ‍ଇମା ଅସ୍‌ମାର୍ ସାର୍‍ନେ ଲାଗେକେ ଆରି ଜାବର୍‌ ତାନ୍ଦ୍ରା ଡିଙ୍ଗ୍‍ଚେ ବାସଙ୍ଗ୍‌କେ ଏଃକେ ନେ ବଡ଼େ ବୟ୍‍ଙ୍କାର୍‍ ଗଟ୍‌ନା ନେକେକେ!
27 ଏଥିଉତ୍ତାରେ ସେ ବାହାରିଯାଇ ଲେବୀ ନାମକ ଜଣେ କରଗ୍ରାହୀଙ୍କୁ କର ଆଦାୟ ସ୍ଥାନରେ ବସିଥିବା ଦେଖି ତାହାଙ୍କୁ କହିଲେ, “ମୋହର ଅନୁଗମନ କର।”
ଆତ୍‌ବା ଜିସୁ ପାଦା ୱେଚେ ଲେବୀ ମ୍ନିନେ ମୁଇଂଜା ସିସ୍ତୁ ସାଲ୍ୟାନେ ଜାଗାନ୍ନିଆ କଲେଃକ୍ନେ କେଚେ ଆମେକେ ବାସଙ୍ଗ୍‌କେ, “ନେଙ୍ଗ୍ ପ୍ଲା ପାଙ୍ଗ୍‌ଲା ।”
28 ସେଥିରେ ସେ ସମସ୍ତ ପରିତ୍ୟାଗ କରି ଉଠି ତାହାଙ୍କର ଅନୁଗମନ କରିବାକୁ ଲାଗିଲେ।
ଆତ୍‌ବା ଲେବୀ ସାପା ଆନ୍ତାର୍‌ଚେ ମେଁନେ ପ୍ଲା ୱେନେ ଲାଗେକେ ।
29 ପୁଣି, ଲେବୀ ନିଜ ଘରେ ତାହାଙ୍କ ନିମନ୍ତେ ଗୋଟିଏ ବଡ଼ ଭୋଜି କଲେ, ଆଉ ବହୁସଂଖ୍ୟକ କରଗ୍ରାହୀ ଓ ଅନ୍ୟାନ୍ୟ ଲୋକ ସେମାନଙ୍କ ସାଙ୍ଗରେ ଭୋଜନ କରିବାକୁ ବସିଲେ।
ଆରି ଲେବୀ ନିଜେ ଡୁଆ ମେଁ ଆତ୍ଲା ମୁଇଙ୍ଗ୍ ମ୍ନା ବଜି ଡିଙ୍ଗ୍‌କେ ଆରି ଗୁଲୁଏ ରେମୁଆଁ ସିସ୍ତୁ ସାଲ୍ୟାଣ୍ତ୍ରେ ଆରି ବିନ୍‌ବିନ୍ ରେମୁଆଁ ମେଇଂ ଏତେ ଚଙ୍ଗ୍‍ନ୍‍ସା କଆର୍‌କେ ।
30 ସେଥିରେ ଫାରୂଶୀମାନେ ଓ ସେମାନଙ୍କ ଦଳର ଶାସ୍ତ୍ରୀମାନେ ତାହାଙ୍କ ଶିଷ୍ୟମାନଙ୍କ ବିରୁଦ୍ଧରେ ବଚସା କରି କହିବାକୁ ଲାଗିଲେ, ତୁମ୍ଭେମାନେ କାହିଁକି କରଗ୍ରାହୀ ଓ ପାପୀମାନଙ୍କ ସାଙ୍ଗରେ ଖିଆପିଆ କରୁଅଛ?
ଆତ୍‌ବା ପାରୁସିଇଂ ଆରି ମେଁଇଙ୍ଗ୍‌ନେ କୁଦାନେ ସାସ୍ତ୍ରିଇଂ ମେଁଇଙ୍ଗ୍‌ନେ ସିସ୍ଇଂନେ ବିରଦ୍‌ରେ ବିତ୍ରେ ବିତ୍ରେ ବାସଙ୍ଗ୍‌ନେ ଲାଗେକେ । ପେଇଂ ମେସା ସିସ୍ତୁ ସାଲ୍ୟାଣ୍ଡ୍ରେକେ ଆରି ପାପିଇଂ ଏତେ ଚଙ୍ଗ୍ ଉଗ୍ ଡିଙ୍ଗ୍‌କେ?
31 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ସୁସ୍ଥ ଲୋକମାନଙ୍କର ବୈଦ୍ୟଠାରେ ଆବଶ୍ୟକତା ନାହିଁ, ମାତ୍ର ଅସୁସ୍ଥ ଲୋକମାନଙ୍କର ଆବଶ୍ୟକତା ଅଛି।
ଜିସୁ ଆମେଇଂକେ ଉତର୍ ବିକେ ନିମାଣ୍ଡା ରେମୁଆଁଇଂନେ ଗଦାର୍‌ନିଆ ଦର୍‌କାର୍ ଣ୍ଡୁ ମାତର୍‌ ନିମାଣ୍ଡା ଣ୍ଡୁନେ ରେମୁଆଁଇଂନ୍ନିଆ ଦର୍‌କାର୍ ଲେଃକେ ।
32 ମୁଁ ଧାର୍ମିକ ଲୋକମାନଙ୍କୁ ଆହ୍ୱାନ କରିବା ନିମନ୍ତେ ଆସି ନାହିଁ, କିନ୍ତୁ ମନ-ପରିବର୍ତ୍ତନ କରିବା ନିମନ୍ତେ ପାପୀମାନଙ୍କୁ ଆହ୍ୱାନ କରିବାକୁ ଆସିଅଛି।”
ନେଙ୍ଗ୍ ଦାର୍‍ମିକ୍‍ ରେମୁଆଁଇଂକେ ୱା ନ୍‌ସା ନେପାଙ୍ଗ୍‌କେ ଣ୍ଡୁ ମାତର୍‌ ମନ୍‍ ଆଃବଦ୍‌ଲେ ନ୍‍ସା ପାପିଇଂକେ ୱା ନ୍‌ସା ପାଙ୍ଗ୍‍ଲେକେ ।
33 ସେମାନେ ତାହାଙ୍କୁ କହିଲେ, ଯୋହନଙ୍କ ଶିଷ୍ୟମାନେ ଥରକୁଥର ଉପବାସ ଓ ପ୍ରାର୍ଥନା କରନ୍ତି, ଫାରୂଶୀମାନଙ୍କ ଶିଷ୍ୟମାନେ ମଧ୍ୟ ସେହି ପ୍ରକାର କରନ୍ତି, କିନ୍ତୁ ଆପଣଙ୍କ ଶିଷ୍ୟମାନେ ଖିଆପିଆ କରନ୍ତି।
ମେଇଂ ଜିସୁକେ ବାସଙ୍ଗ୍‌କେ ଜହନ୍‌ନେ ସିସ୍ଇଂ ପ୍ରେକ୍ ପ୍ରେକ୍‍ ଉପାସ୍ ଆରି ପାର୍‍ତନା ଡିଙ୍ଗ୍ ମ୍ୟାକେ ପାରୁସିଇଂନେ ସିସ୍ଇଂ ଡିଗ୍ ଦେତ୍ ସୁଗୁଆ ଡିଙ୍ଗ୍ ମ୍ୟାକେ ମାତର୍‌ ନାନେ ସିସ୍ଇଂ ଉଗ୍ ଚଙ୍ଗ୍ ଡିଙ୍ଗ୍ ମ୍ୟାକେ ।
34 ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ବରଯାତ୍ରୀମାନଙ୍କ ସହିତ ବର ଥିବା ସମୟରେ ତୁମ୍ଭେମାନେ କି ସେମାନଙ୍କୁ ଉପବାସ କରାଇପାର?
ଆତ୍‌ବା ଜିସୁ ଆମେଇଂକେ ବାସଙ୍ଗ୍‌କେ, “ତ୍ମି ଙ୍ଗିରେନେ ରେମୁଆଁଇଂ ଏତେ ଙ୍ଗିରେ ଲେଃକେଲା ପେଇଂ ମେଁନେ ଆମେଇଂକେ ଉପାସ୍‍ରେ ପେବଏ?
35 କିନ୍ତୁ ସମୟ ଆସିବ; ଆଉ ଯେତେବେଳେ ସେମାନଙ୍କଠାରୁ ବରଙ୍କୁ କାଢ଼ି ନିଆଯିବ, ସେତେବେଳେ ସେହି ସମୟରେ ସେମାନେ ଉପବାସ କରିବେ।”
ମାତର୍‌ ବେଲା ପାଙ୍ଗ୍‌ଏ; ଆରି ଉଡ଼ିବେଲା ମେଁଇଙ୍ଗ୍‌ନେ ବାନ୍ ତ୍ମି ଙ୍ଗିରେକେ ଡୁଂଡ ଆର୍‌ଏ ଆତେନ୍‌ ବେଲା ମେଇଂ ଉପାସ୍ ଡିଙ୍ଗ୍ ଆର୍‌ଏ ଅଃନା ଡିଗ୍ ଣ୍ଡୁ ।”
36 ପୁଣି, ସେ ସେମାନଙ୍କୁ ଏକ ଦୃଷ୍ଟାନ୍ତ ମଧ୍ୟ କହିଲେ, “କେହି ନୂଆ ଲୁଗାରୁ ତାଳି ଛିଣ୍ଡାଇ ପୁରୁଣା ଲୁଗାରେ ପକାଏ ନାହିଁ; ପକାଇଲେ ସେ ନୂଆ ଖଣ୍ଡିକ ଚିରିଦେବ, ପୁଣି, ନୂଆ ଲୁଗାର ତାଳିଟି ମଧ୍ୟ ପୁରୁଣା ସାଙ୍ଗରେ ମିଶିବ ନାହିଁ।
ଆରି ଜିସୁ ଆମେଇଂକେ ମୁଇଙ୍ଗ୍ ଉଦା‍ଅରନ୍ ବିଚେ ବାସଙ୍ଗ୍‌କେ ଜା ଡିଗ୍ ତ୍ମି ପାଟାଇନେ ଜାଲି ଗୁଆତଗ୍‌ଚେ ବାୱିର୍‍ ପାଟାଇନ୍ନିଆ ଆତଗ୍‍ ଣ୍ଡୁ; ତଗ୍‍ଲା ଆତେନ୍‌ ତ୍ମିକ୍ନେ ପାଟାଇକେ ଗୁଆଃଏ ଆରି ତ୍ମି ପାଟାଇନେ ଜାଲି ଡିଗ୍ ବାୱିର୍‍ ଏତେ ଆମିସେ ଣ୍ଡୁ ।
37 ଆଉ, କେହି ନୂଆ ଦ୍ରାକ୍ଷାରସ ପୁରୁଣା କୁମ୍ପାରେରଖେ ନାହିଁ; ରଖିଲେ ନୂଆ ଦ୍ରାକ୍ଷାରସ କୁମ୍ପାକୁ ଫଟାଇ ପଡ଼ିଯିବ, ଆଉ କୁମ୍ପା ନଷ୍ଟ ହେବ।
ଆରି ଜାଣ୍ଡେ ତ୍ମି ଅଙ୍ଗୁର୍ ରସ୍ ବାୱିର୍ ଙ୍କୁଇନିଆ ଆବ ଣ୍ଡୁ; ବଲା ତ୍ମି ଅଙ୍ଗୁର୍ ରସ୍‌ନେ ଙ୍କୁଇକେ ଆପ୍‍ଡାର୍‍ଚେ ଲଃଏ ଆରି ଙ୍କୁଇ ନାସେ ୱେଏ ।
38 କିନ୍ତୁ ନୂଆ ଦ୍ରାକ୍ଷାରସ ନୂଆ କୁମ୍ପାରେ ରଖିବା ଉଚିତ।
ମାତର୍‌ ତ୍ମି ଅଙ୍ଗୁର୍ ରସ୍ ତ୍ମି ଙ୍କୁଇନିଆ ବନେ ଦର୍‌କାର୍ ।
39 ଆଉ, କେହି ପୁରୁଣା ଦ୍ରାକ୍ଷାରସ ପାନ କରି ନୂଆ ଦ୍ରାକ୍ଷାରସ ପାନ କରିବାକୁ ଇଚ୍ଛା କରେ ନାହିଁ, କାରଣ ସେ କହେ, ‘ପୁରୁଣା ତ ଭଲ।’”
ଆରି ଜାଣ୍ଡେ ଡିଗ୍ ବାୱିର୍‍ ଅଙ୍ଗୁର୍ ରସ୍ ଉଗ୍‌ଚେ ତ୍ମି ଅଙ୍ଗୁର୍ ରସ୍ ଉଗ୍‌ନ୍‌ସା ଇକ୍‌ଚା ଆଡିଙ୍ଗ୍‌ଆର୍ ଣ୍ଡୁ ଡାଗ୍ଲା ମେଁ ବାସଙ୍ଗ୍‌ ଡିଙ୍ଗ୍‌କେ ବାୱିର୍‍ ତ ନିମାଣ୍ଡା ।

< ଲୂକ 5 >